Odisha State Board CHSE Odisha Class 11 Sociology Solutions Unit 5 ସମାଜଶାସ୍ତ୍ର, ପଦ୍ଧତି ଏବଂ ପ୍ରୟୋଗ କୌଶଳ Objective Questions
CHSE Odisha 11th Class Sociology Unit 5 Objective Questions in Odia Medium
ବସ୍ତୁନିଷ୍ଠ / ଅତି ସଂକ୍ଷିପ୍ତ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ :
1. ସର୍ବପ୍ରଥମେ ସଂସ୍କୃତିକରଣ ଶବ୍ଦଟିକୁ କିଏ ପ୍ରୟୋଗ କରିଥିଲେ ?
(କ) ମୋରିସ୍ ଜିନ୍ସବର୍ଗ
(ଖ) ଅଗଷ୍ଟ କମ୍ଟେ
(ଗ) ଏମ୍. ଏନ୍. ଶ୍ରୀନିବାସ
(ଘ) ମାକାଇଭର
Answer:
(ଗ) ଏମ୍ ଏନ୍. ଶ୍ରୀନିବାସ ।
2. ‘‘ଦକ୍ଷିଣ ଭାରତର କୁର୍ଗମାନଙ୍କ ମଧ୍ୟରେ ଧର୍ମ ଓ ସମାଜ’’ ପୁସ୍ତକ କେବେ ପ୍ରକାଶିତ ହୋଇଥିଲା ?
(କ) ୧୯୫୦
(ଖ) ୧୯୫୧
(ଗ) ୧୯୫୨
(ଘ) ୧୯୫୩
Answer:
(ଗ) ୧୯୫୨
3. ସଂସ୍କୃତିକରଣ କହିଲେ ନିମ୍ନଲିଖିତ ମଧ୍ଯରୁ କାହାକୁ ବୁଝାଏ ?
(କ) ବୃତ୍ତି ପରିବର୍ତ୍ତନ
(ଖ) ଅପବିତ୍ର ଅଭ୍ୟାସକୁ ତ୍ୟାଗ
(ଗ) ଜାତି ପରିବର୍ତ୍ତନ
(ଘ) ଶ୍ରେଣୀ ପରିବର୍ତ୍ତନ
Answer:
(ଖ) ଅପବିତ୍ର ଅଭ୍ୟାସକୁ ତ୍ୟାଗ ।
4. ‘‘ସଂସ୍କୃତିକରଣ ଏକ ପ୍ରକ୍ରିୟା ଯାହାଦ୍ଵାରା ନୀଚଜାତି କିମ୍ବା ଜନଜାତି କିମ୍ବା ଅନ୍ୟସମୂହ, ଉଚ୍ଚ ଏବଂ ନିର୍ଦ୍ଦିଷ୍ଟ ଭାବରେ ଦ୍ବିଜଜାତିର ପ୍ରଥା, ରୀତିନୀତି, ବିଶ୍ବାସ, ଆଦର୍ଶ ଓ ଜୀବନଶୈଳୀଗୁଡ଼ିକୁ ଗ୍ରହଣ କରିଥାନ୍ତି?’ – ଏହି ଉକ୍ତିଟି କିଏ କହିଥିଲେ ?
(କ) ୱାଇ ସିଂହ
(ଖ) ଏମ୍. ଏନ୍. ଶ୍ରୀନିବାସ
(ଗ) ଅଗଷ୍ଟ କମ୍
(ଘ) ମାକାଇଭର
Answer:
(ଖ) ଏମ୍. ଏନ୍. ଶ୍ରୀନିବାସ ।
5. ସଂସ୍କୃତିକରଣ ଏକ କେଉଁ ପ୍ରକ୍ରିୟା ଅଟେ ?
(କ) ଜନ୍ମଗତ
(ଖ) ଅନୁକରଣୀୟ
(ଗ) ସ୍ଥିର
(ଘ) ଅର୍ଥନୈତିକ
Answer:
(ଖ) ଅନୁକରଣୀୟ ।
6. ଜି. ଏସ୍. ଘୂରେ (G. S. Ghurey) ଜାତିର ଲକ୍ଷଣକୁ କେତେ ଭାଗରେ ବିଭକ୍ତ କରିଛନ୍ତି ?
(କ) ପାଞ୍ଚଭାଗରେ
(ଖ) ଅନୁକରଣୀୟ ।
(ଗ) ସାତ ଭାଗରେ
(ଘ) ଆଠ ଭାଗରେ
Answer:
(ଖ) ଅନୁକରଣୀୟ ।
7. ‘‘ଭାରତରେ ଜାତି ଏବଂ ପ୍ରଜାତି’’ ପୁସ୍ତକ କିଏ ରଚନା କରିଥିଲେ ?
(କ) ଅଗଷ୍ଟ କମ୍
(ଖ) ଜି.ଏସ୍.ଘରେ
(ଗ) ମାକାଇଭର
(ଘ) ଜିସବବର୍ଗ
Answer:
(ଖ) ଜି. ଏସ୍. ଘୂରେ ।
8. “‘ଭାରତରେ ଜାତି ଏବଂ ପ୍ରଜାତି’’ ପୁସ୍ତକଟି କେବେ ପ୍ରକାଶିତ ହୋଇଥିଲା ?
(କ) ୧୯୪୫ ମସିହାରେ
(ଖ) ୧୯୫୦ ମସିହାରେ
(ଗ) ୧୯୫୫ ମସିହାରେ
(ଘ) ୧୯୬୦ ମସିହାରେ
Answer:
(ଖ) ୧୯୫୦ ମସିହାରେ ।
9. ସମାଜଶାସ୍ତ୍ରର ସ୍ରଷ୍ଟା ବା ଜନକ କିଏ ଅଟନ୍ତି ?
(କ) ମାକାଇଭର
(ଖ) ଅଗଷ୍ଟ କମ୍ ।
(ଗ) ଜିନ୍ସବର୍ଗ
(ଘ) ଦୁର୍ଖମ
Answer:
(ଖ) ଅଗଷ୍ଟ କମ୍
10. ତିନିସ୍ତରର ନିୟମ (Law of three stages) କିଏ ପ୍ରଦାନ କରିଥିଲେ ?
(କ) ହର୍ବଟ ସ୍ପେସର୍
(ଖ) ଅଗଷ୍ଟ କମ୍
(ଗ) ଇମାଇଲ୍ ଦୁର୍ଖମ୍
(ଘ) ମାକାଇଭର
Answer:
(ଖ) ଅଗଷ୍ଟ କମ୍ ।
11. କେତେ ମସିହାରେ ଇମାଇଲ୍ ଦୁର୍ଖମ୍ (Emile Durkheim) ‘ଆତ୍ମହତ୍ୟା’’ ଗ୍ରନ୍ଥ ରଚନା କରିଥିଲେ ?
(କ) ୧୯୫୦
(ଖ) ୧୮୯୭
(ଗ) ୧୯୫୧
(ଘ) ୧୮୯୮
Answer:
(ଖ) ୧୮୯୭
12. “ଆତ୍ମହତ୍ୟା ଶବ୍ଦ ଉପୀଡ଼ିତ ବ୍ୟକ୍ତିର ସକାରାତ୍ମକ ବା ନକାରାତ୍ମକ କାର୍ଯ୍ୟକଳାପରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଘଟୁଥିବା ମୃତ୍ୟୁର ସମସ୍ତ ଘଟଣାକୁ ଦର୍ଶାଇଥାଏ । ଉପୀଡ଼ିତ ବ୍ୟକ୍ତିର ସକାରାତ୍ମକ ବା ନକାରାତ୍ମକ କାର୍ଯ୍ୟକଳାପର ଫଳାଫଳ କ’ଣ ହେବ ସେ ଜାଣିଥାଏ ?’’ ଆତ୍ମହତ୍ୟାର ଏହି ସଂଜ୍ଞାଟି କିଏ ପ୍ରଦାନ କରିଛନ୍ତି ?
(କ) ହର୍ବଟ ସ୍ପେନ୍ସୀ
(ଖ) ଇମାଇଲ ଦୁର୍ଖମ୍
(ଗ) ଅଗଷ୍ଟ କମ୍
(ଘ) ମାକାଇଭର
Answer:
(ଖ) ଇମାଇଲ୍ ଦୁର୍ଖମ୍ ।
13. ଆତ୍ମହତ୍ୟାକୁ ଦୁର୍ଖମ୍ କେତେ ଭାଗରେ ବିଭକ୍ତ କରିଛନ୍ତି ?
(କ) ୫ ଭାଗ
(ଖ) ୪ ଭାଗ
(ଗ) ୬ ଭାଗ
(ଘ) ୭ ଭାଗ
Answer:
(ଖ) ୪ ଭାଗ ।
14. ମୃତ ସ୍ଵାମୀର ଚିତାରେ ସ୍ତ୍ରୀ ଝାସ ଦେବା (ସତୀପ୍ରଥା) କେଉଁ ପ୍ରକାର ଆତ୍ମହତ୍ୟା ଅଟେ ?
(କ) ଅହଂବାଦୀ
(ଖ) ପରାର୍ଥବାଦୀ
(ଗ) ଅପ୍ରତିମାନାୟ
(ଘ) ଭାଗ୍ୟବାଦୀ
Answer:
(ଖ) ପରାର୍ଥବାଦୀ
15. ‘‘ପର୍ଯ୍ୟବେକ୍ଷଣ ଘଟଣାଗୁଡ଼ିକୁ ସ୍ଵାଭାବିକଭାବେ ଘଟୁଥିବା ସମୟରେ ଆଖୁରା ସୁବ୍ୟବସ୍ଥିତ ଓ ସୁବିଚାରିତ ଭାବେ କରାଯାଉଥିବା ଅଧ୍ୟୟନ ଅଟେ ।’’ ଏହି ଭକ୍ତିଟି ପର୍ଯ୍ୟବେକ୍ଷଣ ପାଇଁ କିଏ ପ୍ରଦାନ କରିଥିଲେ ?
(କ) ଅଗଷ୍ଟ କମ୍
(ଖ) ଶ୍ରୀମତୀ ପି.ଭି. ୟଙ୍ଗ
(ଗ) ହର୍ବଟ ସ୍ପେନସର୍
(ଘ) ମୋରିସ୍ ଜିନ୍ସବବର୍ଗ
Answer:
(ଖ) ଶ୍ରୀମତୀ ପି.ଭି. ୟଙ୍ଗ୍ ।
16. ସହଭାଗୀ ପର୍ଯ୍ୟବେକ୍ଷଣ ଅବଧାରଣାର ପ୍ରୟୋଗ ସର୍ବପ୍ରଥମେ କିଏ କରିଥିଲେ ?
(କ) ଅଗଷ୍ଟ କମ୍
(ଖ) ପ୍ରଫେସର ଏଡ଼ୱାର୍ଡ଼ ଲାଇଣ୍ଡମେନ୍
(ଗ) ହର୍ବଟ ସ୍ପେନସର୍
(ଘ) ମୋରିସ୍ ଜିନ୍ସବର୍ଗ
Answer:
(ଖ) ପ୍ରଫେସର ଏଡ଼୍ ୱାର୍ଡ଼ ଲାଇଣ୍ଡମେନ୍ ।
17. ସହଭାଗୀ ପର୍ଯ୍ୟବେକ୍ଷଣ ଅବଧାରଣାର ପ୍ରୟୋଗ ସର୍ବପ୍ରଥମେ ପ୍ରଫେସର ଏଡ଼ୱାର୍ଡ଼ ଲାଇଣ୍ଡମେନ୍ ନିଜର ପ୍ରକାଶିତ “Social Discovery” ପୁସ୍ତକରେ କେତେ ମସିହାରେ କରିଥିଲେ ?
(କ) ୧୯୨୦
(ଖ) ୧୯୨୪
(ଗ) ୧୯୨୫
(ଘ) ୧୯୨୬
Answer:
(ଖ) ୧୯୨୪।
18. “ ‘ପ୍ରଶ୍ନବଳୀ ଏକାଧ୍ଵକ ବ୍ୟକ୍ତିଙ୍କୁ ଉତ୍ତର ଦେବାପାଇଁ ପ୍ରେରଣ କରାଯାଉଥିବା ପ୍ରଶ୍ନଗୁଡ଼ିକର ସୂଚୀ ଅଟେ ।’ ପ୍ରଶ୍ନବଳୀର ଏହି ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
(କ) ଅଗଷ୍ଟ କମ୍
(ଖ) ବୋଗାର୍ଡ଼ସ୍
(ଗ) ମୋରିସ୍ ଜିନ୍ସବର୍ଗ
(ଘ) ଇମାଇଲ୍ ଦୁର୍ଖମ
Answer:
(ଖ) ବୋଗାର୍ଡ଼ସ
19. ଅନୁସୂଚୀ ହେଉଛି, କେତେକ ପ୍ରଶ୍ନର ସମୂହ ଯାହା ଏକ ସାକ୍ଷାତକାର କର୍ତ୍ତା, ଅନ୍ୟ ବ୍ୟକ୍ତିଙ୍କୁ ମୁହାଁମୁହିଁ ପଚାରି ତା’ର ଉତ୍ତର ନିଜେ ଲିପିବଦ୍ଧ କରିଥାନ୍ତି । ଅନୁସୂଚୀର ଏହି ସଂଜ୍ଞାଟି କିଏ ପ୍ରଦାନ କରିଥିଲେ ?
(କ) ଅଗଷ୍ଟ କମ୍
(ଖ) ଗୁଡ଼େ ଏବଂ ହାଟ୍
(ଗ) ମୋରିସ୍ ଜିନ୍ସବର୍ଗ
(ଘ) ଇମାଇଲ୍ ଦୁର୍ଖମ୍
Answer:
(ଖ) ଗୁଡ଼େ ଏବଂ ହାଟ୍ ।
B. ଏକ ପଦରେ ଉତ୍ତର ଦିଅ :
1. ଜି. ଏସ୍. ଘୂରେ (G. S. Ghurey) ଜାତିର ଲକ୍ଷଣକୁ କେତେ ଭାଗରେ ବିଭକ୍ତ କରିଛନ୍ତି ?
Answer:
ଛଅଭାଗରେ ।
2. “ଭାରତରେ ଜାତି ଏବଂ ପ୍ରଜାତି’’ (Caste and Race in India) ପୁସ୍ତକର ରଚୟିତା କିଏ ?
Answer:
ପ୍ରଫେସର ଜି. ଏସ୍. ଘୂରେ (Prof. G. S. Ghurey) ।
3. ପ୍ରଫେସର ଜି. ଏସ୍. ଘୂରେଙ୍କ ରଚିତ ପୁସ୍ତକ ‘‘ଭାରତରେ ଜାତି ଓ ପ୍ରଜାତି’’ କେବେ ପ୍ରକାଶିତ ହୋଇଥିଲା ।
Answer:
୧୯୫୦ ମସିହାରେ ।
4. ସଂସ୍କୃତିକରଣ (Sanskritisation) ଶବ୍ଦଟିକୁ କିଏ ସୃଷ୍ଟି କରିଥିଲେ ?
Answer:
ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ (Prof. M. N. Srinivas) ।
5. ପ୍ରଫେସର ଏମ୍. ଏଚ୍. ଶ୍ରୀନିବାସ କେଉଁ ପୁସ୍ତକରେ ସଂସ୍କୃତିକରଣ ଶବ୍ଦର ପ୍ରୟୋଗ କରିଥିଲେ ?
Answer:
‘‘କୁର୍ଗମାନଙ୍କ ଧର୍ମ ଏବଂ ସମାଜ’’ ।
6. ସଂସ୍କୃତିକରଣ ଶବ୍ଦଟି କେବେ ସୃଷ୍ଟି ହୋଇଥିଲା ?
Answer:
୧୯୫୨ ମସିହାରେ ।
7. ‘ସଂସ୍କୃତିକରଣ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ଏକ ନିମ୍ନ ଜାତିର ହିନ୍ଦୁ ବା ଜନଜାତି ବା ଅନ୍ୟ କୌଣସି ସମୂହ ନିଜର ପ୍ରଥା, କାର୍ଯ୍ୟକଳାପ, ବିଚାରଧାରା ଏବଂ ଜୀବନଶୈଳୀକୁ ପରିବର୍ତ୍ତନ କରି ଉଚ୍ଚ ଜାତିର ମର୍ଯ୍ୟାଦାଲାଭ କରିବାକୁ ଚେଷ୍ଟା କରିଥାନ୍ତି ।’’ ସଂସ୍କୃତିକରଣର ଏହି ସଂଟି କିଏ ପ୍ରଦାନ କରିଥିଲେ ?
Answer:
ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ ।
8. ପୂର୍ବକାଳରେ ପ୍ରଚଳିତ ‘‘ସତୀଦାହ ପ୍ରଥା’’ କେଉଁ ପ୍ରକାର ଆତ୍ମହତ୍ୟା ଅଟେ ?
Answer:
ପରାର୍ଥବାଦୀ ଆତ୍ମହତ୍ୟା (Altruistic Suicide) ।
9. ଜଣେ ଧନିକ ବ୍ୟକ୍ତି ହଠାତ୍ ଗରିବ ବା ଦରିଦ୍ର ହେବା କାରଣରୁ ଯଦି ଆତ୍ମହତ୍ୟା କରେ ଏହା କେଉଁ ପ୍ରକାର ଆତ୍ମହତ୍ୟା ଅଟେ ?
Answer:
ଅପ୍ରତିମାନୀୟ ଆତ୍ମହତ୍ୟା (Anomic Suicide) ।
10. ଇମାଇଲ୍ ଦୁର୍ଖମ୍ ଆତ୍ମହତ୍ୟାକୁ କେତେ ଭାଗରେ ବିଭକ୍ତ କରିଛନ୍ତି ?
Answer:
ଚାରିଭାଗରେ ।
11. ଦୁର୍ଖମ୍ଙ୍କ ପ୍ରଦତ୍ତ ଯେ କୌଣସି ଦୁଇଗୋଟି ଆତ୍ମହତ୍ୟାର ନାମ ଲେଖ ।
Answer:
(୧) ଅହଂବାଦୀ ଆତ୍ମହତ୍ୟା ଏବଂ (୨) ପରାର୍ଥବାଦୀ ଆତ୍ମହତ୍ୟା ।
12. କେତେ ମସିହାରେ ଦୁର୍ଖମ୍ ଆତ୍ମହତ୍ୟା (Suicide) ଗ୍ରନ୍ଥଟିକୁ ରଚନା କରିଥିଲେ ?
Answer:
୧୮୯୭ ମସିହାରେ ।
13. ‘ଆତ୍ମହତ୍ୟା ସାମାଜିକ ଅବସ୍ଥା ସହିତ ସଂପର୍କିତ ଅଟେ, ଏହା କିଏ କହିଥିଲେ ?
Answer:
ଇମାଇଲ୍ ଦୁର୍ଖମ୍ (Emile Durkheim) ।
14. ପ୍ରତ୍ୟକ୍ଷାତ୍ମକ (Positive) ସ୍ତରକୁ କ’ଣ କୁହାଯାଏ ?
Answer:
ବୈଜ୍ଞାନିକ ସ୍ତର (Scientific Stage) ।
15.. ‘ତାତ୍ତ୍ଵିକ ସ୍ତର (Metaphysical Stage) କୁ କ’ଣ କୁହାଯାଏ ?
Answer:
ବିସ୍ତୃତ ପର୍ଯ୍ୟାୟ (Abstract Stage)
16. ଧର୍ମଶାସ୍ତ୍ରୀୟ (Theological) ସ୍ତରକୁ କ’ଣ କୁହାଯାଏ ?
Answer:
କାଳ୍ପନିକ ସ୍ତର (Fictitious Stage) ।
17. ଅଗଷ୍ଟ କମ୍ଙ୍କ ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନ କ’ଣ ଅଟେ ?
Answer:
ତ୍ରି-ସ୍ତରୀୟ ନିୟମ (Law of three Stages) ।
18. ଅଗଷ୍ଟ କମ୍ଙ୍କ ମତରେ ମନୁଷ୍ୟର ମନର ଭାବନା ବା ବିକାଶ କିମ୍ବା ଚିନ୍ତାଶକ୍ତିର ବିକାଶ ମୁଖ୍ୟତଃ କେତେଗୋଟି ସ୍ତର ଦେଇ ଗତି କରିଥାଏ ?
Answer:
ତିନିଗୋଟି ବିଭିନ୍ନ ସ୍ତର ।
19. କଷ୍ଟେଙ୍କ ମତରେ ଧର୍ମଶାସ୍ତ୍ରୀୟ ସ୍ତର ବା କାଳ୍ପନିକ ସ୍ତର କେତେ ମସିହା ପର୍ଯ୍ୟନ୍ତ ପ୍ରଭାବଶାଳୀ ଥିଲା ?
Answer:
୧୩୦୦ ମସିହା ପର୍ଯ୍ୟନ୍ତ ।
20. କମ୍ଙ୍କ ମତରେ ତାତ୍ତ୍ଵିକସ୍ତର ବା ଅମୂର୍ତ୍ତ ସ୍ତର କେତେ ମସିହା ମଧ୍ୟରେ ପ୍ରଚଳିତ ଥିଲା ?
Answer:
୧୩୦୦ ମସିହାରୁ ୧୮୦୦ ମସିହା ପର୍ଯ୍ୟନ୍ତ ।
21. ପ୍ରତ୍ୟକ୍ଷାତ୍ମକ ସ୍ତର ବା ବୈଜ୍ଞାନିକ୍ ସ୍ତର କେବେଠାରୁ ଆରମ୍ଭ ହୋଇଥିଲା ?
Answer:
୧୮୦୦ ମସିହା ପରଠାରୁ ।
22. ଧର୍ମଶାସ୍ତ୍ରୀୟ ବା କାଳ୍ପନିକ ସ୍ତର କେତେଗୋଟି ଭାଗରେ ବିଭକ୍ତ ଅଟେ ?
Answer:
ତିନିଗୋଟି ଭାଗରେ ।
23. ଅନୁସୂଚୀର ଦୁଇଗୋଟି ଦୋଷ ବା ଅପକାରିତା ଦର୍ଶାଅ ।
Answer:
(୧) ବିଶାଳକ୍ଷେତ୍ର ପାଇଁ ଅନୁପଯୁକ୍ତ ।
(୨) ଅଧ୍ବକ ଧନ ଏବଂ ସମୟ ବ୍ୟୟ ।
24. ଅନୁସୂଚୀକୁ କ’ଣ କୁହାଯାଏ ?
Answer:
ଅନୁସୂଚୀ (Schedule) କୁ ସାକ୍ଷାତକାର ଅନୁସୂଚୀ (Interview Schedule) କୁହାଯାଏ ।
25. ପ୍ରଶ୍ନବଳୀର ଅନ୍ୟନାମ କଣ ଅଟେ ?
Answer:
ଡାକଦ୍ବାରା ପ୍ରେରିତ ପ୍ରଶ୍ନବଳୀ (Mailed Questionnaire) ।
26. ପ୍ରଶ୍ନବଳୀର ଦୁଇଗୋଟି ଦୋଷ ବା ଅପକାରିତା କ’ଣ ଅଟେ ?
Answer:
(୧) ଉତ୍ତର ପ୍ରାପ୍ତିର ସମସ୍ୟା ।
(୨) ବ୍ୟକ୍ତିଗତ ସମ୍ପର୍କର ଅଭାବ ।
27. ପ୍ରଶ୍ନବଳୀର ଦୁଇଗୋଟି ଉପକାରିତା କ’ଣ ?
Answer:
(୧) ଅପେକ୍ଷାକୃତ କମ୍ ଧନ, ଶ୍ରମ ଓ ସମୟ ବ୍ୟୟ ।
(୨) ବିସ୍ତୃତ କ୍ଷେତ୍ରରେ ଅଧ୍ୟୟନ ।
28. ସାଧାରଣଭାବେ ପର୍ଯ୍ୟବେକ୍ଷଣର ଅର୍ଥ କ’ଣ ?
Answer:
ସାଧାରଣଭାବେ ପର୍ଯ୍ୟବେକ୍ଷଣ (Observation) ର ଅର୍ଥ ହେଉଛି ଦେଖିବା ବା ନିରୀକ୍ଷଣ କରିବା ।
29. ପର୍ଯ୍ୟବେକ୍ଷଣ (Observation) କୁ କେତେଭାଗରେ ବିଭକ୍ତ କରାଯାଇଛି ?
Answer:
ଛଅଭାଗରେ ।
30. ପର୍ଯ୍ୟବେକ୍ଷଣର ଦୁଇଗୋଟି ପ୍ରକାରଭେଦର ନାମ ଲେଖ ।
Answer:
(୧) ସହଭାଗୀ ପର୍ଯ୍ୟବେକ୍ଷଣ ।
(୨) ଅସହଭାଗୀ ପର୍ଯ୍ୟବେକ୍ଷଣ ।
31. ସହଭାଗୀ ପର୍ଯ୍ୟବେକ୍ଷଣ (Participant Observation) ର ଦୁଇଗୋଟି ଉପକାରିତା ଦର୍ଶାଅ ।
Answer:
(୧) ବାସ୍ତବ ବ୍ୟବହାର ବା କାର୍ଯ୍ୟକଳାପ ଅଧ୍ୟୟନ ସମ୍ଭବପର ଅଟେ ।
(୨) ସ୍ବପ୍ନ ଓ ଗଭୀର ଅଧ୍ୟୟନ ସମ୍ଭବପର ଅଟେ ।
C. ଭ୍ରମ ସଂଶୋଧନ କର :
1. ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ ‘‘ଆତ୍ମହତ୍ୟା ତତ୍ତ୍ୱ’’ ପ୍ରଦାନ କରିଥିଲେ ।
Answer:
ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ ‘ସଂସ୍କୃତିକରଣ’’ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ ।
2. ‘‘ଭାରତରେ ଜାତି ଏବଂ ପ୍ରଜାତି’’ ପୁସ୍ତକର ରଚୟିତା ହେଉଛନ୍ତି ମୋରିସ୍ ଜିନ୍ସବର୍ଗ ।
Answer:
ଭାରତରେ ଜାତି ଏବଂ ପ୍ରଜାତି ପୁସ୍ତକର ରଚୟିତା ହେଉଛନ୍ତି ପ୍ରଫେସର ଜି. ଏସ୍. ଘୂରେ ।
3. ‘ତ୍ରି-ସ୍ତରୀୟ ନିୟମ’’ ହରବର୍ବ ସ୍ପେନ୍ସର ପ୍ରଦାନ କରିଥିଲେ ।
Answer:
‘ତ୍ରି-ସ୍ତରୀୟ ନିୟମ’’ ଅଗଷ୍ଟ କମ୍ ପ୍ରଦାନ କରିଥିଲେ ।
4. ଇମାଇଲ୍ ଦୁର୍ଖ ବିବର୍ତ୍ତନବାଦ ତତ୍ତ୍ବ ରଚନା କରିଥିଲେ ।
Answer:
ଇମାଇଲ୍ ଦୁର୍ଖମ୍ ‘ହାତ୍ମହତ୍ୟା ତତ୍ତ୍ୱ’’ ରଚନା କରିଥିଲେ ।
5. ଇମାଇଲ୍ ଦୁର୍ଖମ୍ ଆତ୍ମହତ୍ୟାକୁ ପାଞ୍ଚଭାଗରେ ବିଭକ୍ତ କରିଛନ୍ତି ।
Answer:
ଇମାଇଲ୍ ଦୁର୍ଖମ୍ ଆତ୍ମହତ୍ୟାକୁ ଚାରିଭାଗରେ ବିଭକ୍ତ କରିଛନ୍ତି ।
D. ଶୂନ୍ୟସ୍ଥାନ ପୂରଣ କର । :
1. ପର୍ଯ୍ୟବେକ୍ଷଣ ଯଦି କୌଣସି ଉଦ୍ଦେଶ୍ୟ ରଖ୍ ବ୍ୟବସ୍ଥିତ ଢଙ୍ଗରେ କରାଯାଇ ସିଦ୍ଧାନ୍ତ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ, ତେବେ ତାକୁ ___________ କୁହାଯିବ ।
Answer:
ବୈଜ୍ଞାନିକ ପର୍ଯ୍ୟବେକ୍ଷଣ ।
2. ଯଦି ପର୍ଯ୍ୟବେକ୍ଷଣ କର୍ତ୍ତା କୌଣସି ସମୂହର ନିକଟ ଏବଂ ଘନିଷ୍ଠ ସମ୍ବନ୍ଧରେ ନ ଆସି ଏକ ସାଧାରଣ ଅପରିଚିତ ବ୍ୟକ୍ତି ଭାବରେ ଘଟଣାର ଅଧ୍ୟୟନ କରେ, ତେବେ ସେ ପ୍ରକାର ପର୍ଯ୍ୟବେକ୍ଷଣକୁ __________ କୁହାଯାଏ ।
Answer:
ଅସହଭାଗୀ ପର୍ଯ୍ୟବେକ୍ଷଣ (Non-Participant Observation) ।
3. ___________ ଙ୍କ ମତରେ ‘‘ପର୍ଯ୍ୟବେକ୍ଷଣ ପାଇଁ ଜ୍ଞାନ ଏବଂ ବାଣୀ ଅପେକ୍ଷା ନେତ୍ର ଅଧିକ ଦରକାରୀ ।’
Answer:
ସି. ଏ. ମୋକରା
4. ___________ ପ୍ରାଥମିକ ତଥ୍ୟ ସଂଗ୍ରହ କରିବା ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ମାଧମ ଅଟେ ।
Answer:
ପର୍ଯ୍ୟବେକ୍ଷଣ ।
5. ପର୍ଯ୍ୟବେକ୍ଷଣ ______________ ଭାଗରେ ବିଭକ୍ତ ଅଟେ ।
Answer:
ଛଅଭାଗରେ।
6. ___________ ପର୍ଯ୍ୟବେକ୍ଷଣକୁ ମଧ୍ଯ ପୂର୍ବ ନିୟୋଜିତ ବା ବ୍ୟବସ୍ଥିତ ପର୍ଯ୍ୟବେକ୍ଷଣ କୁହାଯାଇଥାଏ ।
Answer:
ନିୟନ୍ତ୍ରିତ ।
7. ___________ ଙ୍କ ମତରେ ‘‘ସହଭାଗୀ ପର୍ଯ୍ୟବେକ୍ଷଣ ଏପରି ଏକ ସ୍ଥିତିକୁ ସୂଚିତ କରିଥାଏ, ଯେଉଁଥରେ କି ପର୍ଯ୍ୟବେକ୍ଷଣ ଅଧ୍ୟୟନ ସମୂହର ସଦସ୍ୟଙ୍କ ପରି ବ୍ୟବହାର କରେ ଏବଂ ସେମାନଙ୍କ ସାଧାରଣ କାର୍ଯ୍ୟକଳାପରେ ଭାଗନେଇଥାଏ ।”
Answer:
ପି. ଏଚ୍. ମାନ୍ ।
8. ସହଭାଗୀ ପର୍ଯ୍ୟବେକ୍ଷଣ (Participant Observation) ଅବଧାରଣାର ପ୍ରୟୋଗ ସର୍ବପ୍ରଥମେ ___________ ମସିହାର ପ୍ରଫେସର ଏଡ଼ୱାର୍ଡ଼ ଲାଇଣ୍ଡମେନ ନିଜର ପ୍ରକାଶିତ “Social Discovery’ ପୁସ୍ତକରେ କରିଥିଲେ ।
Answer:
୧୯୨୪ ମସିହାରେ ।
9. ପ୍ରଶ୍ନବଳୀର ଉପଯୋଗ ଡାକ ମାଧ୍ୟମରେ କରାଯାଉଥିବାରୁ ଏହାକୁ ମଧ୍ୟ ____________ କୁହାଯାଏ ।
Answer:
‘‘ଡାକଦ୍ବାରା ପ୍ରେରିତ ପ୍ରଶ୍ନବଳୀ (Mailed Questionnaire) ।
10. ____________ ହେଉଛି ବିଭିନ୍ନ ପ୍ରଶ୍ନର ଏକ ସୂଚୀ ।
Answer:
ପ୍ରଶ୍ନବଳୀ ।
11. __________ ଙ୍କ ମତରେ ‘ପ୍ରଶ୍ନବଳୀ ଏକାତ୍ମକ ବ୍ୟକ୍ତିଙ୍କୁ ଉତ୍ତର ଦେବାପାଇଁ ପ୍ରେରଣ କରାଯାଉଥିବା ପ୍ରଶ୍ନଗୁଡ଼ିକର ସୂଚୀ ଅଟେ ।
Answer:
ବୋଗାର୍ଡ଼ସ (Bogardus) ।
12. ______________ ପ୍ରଶ୍ନଗୁଡ଼ିକର ଏକ ସୂଚୀ, ଯାହା ଡାକଦ୍ବାରା ଏକ ବିସ୍ତୃତ କ୍ଷେତ୍ରରେ ଅଧ୍ୟୟନ କରାଯାଉଥିବା ବ୍ୟକ୍ତିମାନଙ୍କ ପାଖକୁ ଉତ୍ତର ପାଇବା ପାଇଁ ପଠାଯାଇଥାଏ ।
Answer:
ପ୍ରଶ୍ନବଳୀ ।
13. __________ କୁ ସାକ୍ଷାତକାର ଅନୁସୂଚୀ (Interview Schedule) ବୋଲି କୁହାଯାଇଥାଏ ।
Answer:
ଅନୁସୂଚୀ (Schedule) ।
14. ________ ରେ ପ୍ରଶ୍ନବଳୀ, ସାକ୍ଷାତକାର ତଥା ପର୍ଯ୍ୟବେକ୍ଷଣ ଏହି ତିନିପ୍ରକାର ବିଧୂର ବୈଶିଷ୍ଟ୍ୟମାନ ଦେଖିବାକୁ ମିଳିଥାଏ ।
Answer:
ଅନୁସୂଚୀ ।
15. ____________ ସଂସ୍କୃତିକରଣ ଶବ୍ଦର ପ୍ରୟୋଗ କରିଥିଲେ ।
Answer:
ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ (Prof. M. N. Srinivas) ।
16. ପ୍ରଫେସର ଏମ୍. ଏନ୍. ଶ୍ରୀନିବାସ ____________ ମସିହାରେ ‘‘ଦକ୍ଷିଣ ଭାରତର କୁର୍ଗମାନଙ୍କ ଉପରେ ଧର୍ମ ଓ ସମାଜ’’ ପୁସ୍ତକ ରଚନା କରିଥିଲେ ।
Answer:
୧୯୫୨ ।
17. ଭାରତୀୟ ସମାଜରେ ସାମାଜିକ ଓ ସାଂସ୍କୃତିକ ଗତିଶୀଳତାକୁ ବୁଝାଇବା ପାଇଁ ଏମ୍. ଏନ୍. ଶ୍ରୀନିବାସ ସଂସ୍କୃତିକରଣ ପୁସ୍ତକ ସର୍ବପ୍ରଥମେ ________________ ଶବ୍ଦର ବ୍ୟବହାର କରିଥିଲେ ।
Answer:
ବ୍ରାହ୍ମଣୀକରଣ (Brahminisation) ।
18. ___________ “ଭାରତୀୟ ପରମ୍ପରାର ଆଧୁନିକୀକରଣ’’ (Modernisation of Indian Tradition) ପୁସ୍ତକ ରଚନା କରିଥିଲେ ।
Answer:
ପ୍ରଫେସର ଯୋଗିନ୍ଦର ସିଂ (Prof. Yoginder Singh) ।
19. __________ ଏକ ଅନୁକରଣୀୟ ପ୍ରକ୍ରିୟା ଅଟେ ।
Answer:
ସଂସ୍କୃତିକରଣ (Sanskritisation) ।
20. ଉଚ୍ଚ ଜାତିମାନେ ସେମାନଙ୍କର ଅଭ୍ୟାସ, କର୍ମକାଣ୍ଡ ଓ ସାଂସ୍କୃତିକ ପଦ୍ଧତିକୁ ତ୍ୟାଗ କରିବାର ପ୍ରକ୍ରିୟାକୁ ____________ କୁହାଯାଏ ।
Answer:
ଅଣ ସଂସ୍କୃତିକରଣ (Desanskritisation)
21. ଅଗଷ୍ଟେ କମ୍ଟେ (Auguste Comte) _____________ ମସିହା ___________ ତାରିଖରେ ଫ୍ରାନ୍ସର ଦକ୍ଷିଣ ସହର ମୋଣ୍ଟପେଲିଏରଠାରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୯୭୫ ମସିହା ଜାନୁଆରୀ ୧୯ ତାରିଖରେ ।
22. ଅଗଷ୍ଟେ କମ୍ଟେ ___________ ମସିହାରେ ‘‘ସମାଜଶାସ୍ତ୍ର’’ (Sociology) ଶବ୍ଦଟିକୁ ରୂପରେଖ ଦେଇଥିଲେ ।
Answer:
୧୮୩୯ ।
23. ସମାଜ ଶାସ୍ତ୍ରର ସ୍ରଷ୍ଟା ବା ଜନକ ବୋଲି ___________ ଙ୍କୁ ଅଭିହିତ କରାଯାଇଛି ।
Answer:
ଅଗଷ୍ଟ କମ୍ (Auguste Comte) ।
24. ___________ଙ୍କ Isodore Auguste Marie Francois Comte ଅଟେ ।
Answer:
ଅଗଷ୍ଟ କମ୍ (Auguste Comte) ।
25. ତ୍ରି-ସ୍ତରୀୟ ନିୟମ (Law of three Stages) ____________ ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନ ଅଟେ ।
Answer:
ଅଗଷ୍ଟ କଟେ ।
26. ଅଗଷ୍ଟ କମ୍ ମାନବର ଚିନ୍ତା ଶକ୍ତି ବା ବୁଦ୍ଧିର ବିକାଶକୁ _____________ ଭାଗରେ ବିଭକ୍ତ କରିଛନ୍ତି ।
Answer:
ତିନିଭାଗରେ ।
27. ତ୍ରି-ସ୍ତରୀୟ ନିୟମ ସାମାଜିକ ବିବର୍ତ୍ତନର ____________ ଉପରେ ଆଧାରିତ ଅଟେ ।
Answer:
ବିଣୃ।ସ
28. ଆଧୁନିକ ସମାଜଶାସ୍ତ୍ରୀୟ ସିଦ୍ଧାନ୍ତର ଜନକ ରୂପେ ___________ ଅଗ୍ରଣୀ ଅଟନ୍ତି ।
Answer:
ଇମାଇଲ୍ ଦୁର୍ଖମ୍ (Emile Durkheim) ।
29. _______________ ୧୮୫୮ ମସିହା ଏପ୍ରିଲ୍ ୧୫ ତାରିଖରେ ଫ୍ରାନ୍ସର ଏପିନଲ୍ ଠାରେ ଜନ୍ମଗ୍ରହଣ କରିଥିଲେ ।
Answer:
ଇମାଇଲ୍ ଖାଁ ।
30. ____________ ମସିହାରେ ଦୁର୍ଖମ୍ ଆତ୍ମହତ୍ୟା (Suicide) ଗ୍ରନ୍ଥ ରଚନା କରିଥିଲେ ।
Answer:
୧୮୯୭ ।
31. ଆତ୍ମହତ୍ୟା ତତ୍ତ ___________ ଙ୍କର ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନ ଅଟେ ।
Answer:
ଇମାଇଲ୍ ଦୁର୍ଖମ୍ (Emile Durkheim) ।
32. ଇମାଇଲ୍ ଦୁର୍ଖମ୍ ଆତ୍ମହତ୍ୟାକୁ ____________ ଭାଗରେ ବିଭକ୍ତ କରିଛନ୍ତି ।
Answer:
୪ ଭାଗରେ ।
33. ଦୁର୍ଖମଙ୍କ ମତରେ ଆତ୍ମହତ୍ୟା ___________ ଅବସ୍ଥା ସହିତ ସଂପର୍କିତ ଅଟେ ।
Answer:
ସାମାଜିକ ଅବସ୍ଥା ।
34. ଆତ୍ମହତ୍ୟାର କାରଣ ସମ୍ବନ୍ଧୀୟ ବ୍ୟାଖ୍ୟାନ ନିମନ୍ତେ ଦୁର୍ଗମ ଏକ ସଂପ୍ରତ୍ୟୟର ବିକାଶ କରିଛନ୍ତି । ଯାହା ___________ କଶ। ଅଟେ।
Answer:
ସାମାଜିକ ପ୍ରବାହ (Social Condition) ।
35. ଦୁର୍ଖମଙ୍କ ମତରେ ପରାର୍ଥବାଦୀ ଆତ୍ମହତ୍ୟା ସଂହତିର _____________ ମାତ୍ରା ଓ ଅହଂବାଦୀ ଆତ୍ମହତ୍ୟା ସଂହତିର ସ୍ଵଳ୍ପମାତ୍ରା ସହିତ ସଂଶ୍ଳିଷ୍ଟ ଅଟେ ।
Answer:
ଉଚ୍ଚ ।
36. ଦୁର୍ଖମଙ୍କ ମତରେ ଭାଗ୍ୟବାଦୀ ଆତ୍ମହତ୍ୟା ନିୟନ୍ତ୍ରଣର ___________ ମାତ୍ରା ଅହଂବାଦୀ ଆତ୍ମହତ୍ୟା ନିୟନ୍ତ୍ରଣର ସ୍ଵଳ୍ପ ମାତ୍ରା ସହିତ ସଂଶ୍ଳିଷ୍ଟ ଅଟେ ।
Answer:
ଉଚ୍ଚ ।