BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

Odisha State Board BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି Textbook Exercise Questions and Answers.

BSE Odisha Class 8 Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

1. एकपदेन उत्तरं लिखत ।
ଏକପଦେନ ଉତ୍ତରଂ ଲିଖତ । (ଗୋଟିଏ ପଦରେ ଉତ୍ତର ଲେଖ ।)

(क) वटकोटरे कः निवसति ?
ବଟକୋଟରେ କଃ ନିବସତି ?
उत्तर :
ଖଞ୍ଜନପରିବାରଃ

(ख) खञ्जनमातु: मनसि किम् आगच्छति ?
ଖଞ୍ଜନମାତଃ ମନସି କିମ୍ ଆଗଛତି ?
उत्तर :
ଈର୍ଷା

(ग) व्याधः केन शुकस्य बन्धनं करोति ?
ବ୍ୟାଧୀ କେନ ଶୁକସ୍ୟ ବନ୍ଧନଂ କରୋତି ?
उत्तर :
ଜାଲେନ

(घ) का व्यवस्थिता अस्ति ?
କା ବ୍ୟବସ୍ଥିତ ଅସ୍ତି ?
उत्तर :
ସୃଷ୍ଟି

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

(ङ) अरण्ये कः अस्ति ?
ଅରଣ୍ୟ କଃ ଅସ୍ତି ?
उत्तर :
ବଟବୃକ୍ଷ

(ईर्ष्या, सृष्टिः, खञ्जनपरिवारः, जालेन, वटवृश्कः)
(ଈଷ୍ୟା, ସୃଷ୍ଟି, ଖଞ୍ଜନପରିବାରଃ, ଜାଲେନ, ବଟବୃକ୍ଷ)

2. शुन्यस्थानं पूरयत –
(ଶୂନ୍ୟସ୍ଥାନଂ ପୂରୟତି ।) (ଶୂନ୍ୟସ୍ଥାନ ପୂରଣ କର ।)

(क) खञ्जनपरिवारः _____ निवसति ।
ଖଞ୍ଜନପରିବାରଃ _____ ନିବସତି ।
उत्तर :
ସାନନ୍ଦ

(ख) ईश्वरस्य _____ कीदृश: ?
ଈଶ୍ବରସ୍ୟ ______ କୀଦୃଶଃ ?
उत्तर :
ପକ୍ଷପାତ୍ୱ

(ग) परिवारसदस्या: ______ भवेयु:।
ପରିବାରସଦସ୍ୟା ______ ଉବେୟୁ।
उत्तर :
ସୁବର୍ଣ୍ଣବର୍ଣ୍ଣାଃ

(घ) तस्याः मनसि ______ आगच्छति ।
ତନ୍ତ୍ର୍ୟ ମନସି ______ ଆଗଛତି ।
उत्तर :
ଈର୍ଯ୍ୟା

(ङ) ईश्वरस्य सृष्टि: _____ अस्ति ।
ଈଶ୍ବରସ୍ଯ ସୃଷ୍ଟି ________ ଅନ୍ତି ।
उत्तर :
ବ୍ଯବସ୍ଥିତା

(ईर्ष्या, व्यवस्थिता, पक्षपात:, सानन्दम्, सुवर्णवर्णा:)
(ଈର୍ଷା, ବ୍ଯବସ୍ଥିତା, ପକ୍ଷପାତଃ, ସାନନ୍ଦମ, ସୁବର୍ଷବର୍ଷା)

3. मातृभाषया अनुवादं कुरुत :
(ମାତୃଭାଷୟା ଅନୁବାଦଂ କୁରୁତ ।) (ମାତୃଭାଷାରେ ଅନୁବାଦ କର ।)

(क) खञ्जनमाता तस्मै प्रतिदिनं भोजनं ददाति ।
(ଖଞ୍ଜନମାତା ତନ୍ମେ ପ୍ରତିଦିନଂ ହୋଜନଂ ଦଦାତି ।)
ଅନୁବାଦ – କଜଳପାତିମାଆ ତାକୁ ପ୍ରତିଦିନ ଖାଇବାକୁ ଦିଏ ।

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

(ख) कोकिलस्य स्वरः इव मम स्वरः नास्ति ।
(କୋକିଳସ୍ୟ ସ୍ୱରଃ ଇବ ମମ ସ୍ଵରଃ ନାସ୍ତି ।)
ଅନୁବାଦ – କୋଇଲିର ସ୍ୱରପରି ମୋର ସ୍ଵର ନାହିଁ ।

(ग) शुकस्य यत् सौन्दर्य तत् मयि नास्ति ।
(ଶୁକସ୍ୟ ଯତ୍ ସୌନ୍ଦର୍ଯ୍ୟ ତତ୍ ମୟି ନାସ୍ତି ।)
ଅନୁବାଦ – ଶୁଆର ଯାହା ସୌନ୍ଦର୍ଯ୍ୟ ତାହା ମୋଠାରେ ନାହିଁ।

(घ) अस्मिन् समये एकः सुन्दरः शुकः तत्र आगच्छत् ।
(ଅସ୍ମିନ୍ ସମୟେ ଏକ ସୁନ୍ଦରଃ ଶୁକଃ ତତ୍ର ଆଗଚ୍ଛତ୍ ।)
ଅନୁବାଦ – ଏହି ସମୟରେ ଗୋଟିଏ ସୁନ୍ଦର ଶୁଆ ସେଠାକୁ ଆସିଲା ।

(ङ) जालेन शुकस्य बन्धनं करोति ।
ଜାଲେନ ସୁଖସ୍ୟ ବନ୍ଧନଂ କରୋତି ।
उत्तर :
ଜାଲରେ ଶୁକର ବନ୍ଧନ କରେ।

4. रेखाक्क्रितपदस्य संशोधनं कुरुत।
(ରେଖାଙ୍କିତପଦସ୍ୟ ସଂଶୋଧନଂ କୁରୁତ ।)
(ରେଖାଙ୍କିତ ଯଦର ସଂଶୋଧନ କର ।)

(क) केचन सुन्दराः भवति ।
କେଚନ ସୁନ୍ଦର ଭବତି ।
उत्तर :
କେଚନ ସୁନ୍ଦରଃ ଭାବନ୍ତି ।

(ख) एक: नूतन: शावक: जन्म नयन्ति ।
ଏକ ନୂତନଃ ଶାବତଃ ଜନ୍ମ ନୟନ୍ତ୍ର ।
उत्तर :
ଏକ ନୂତନଃ ଶାବକ ଜନ୍ମ ନୟତି ।

(ग) यदा वृक्षशाखायां खञ्जनमाता तं पश्यन्ति
ଯଦା ବୃକ୍ଷଶାଖାୟାଂ ଖଞ୍ଜନମାତା ତଂ ପଶ୍ୟତି ।
उत्तर :
ଯଦା ବୃକ୍ଷଶାଖାୟାଂ ଖଞ୍ଜନମାତା ତଂ ପଶ୍ୟତି ।

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

(घ) सा ईश्वरस्य कृते धन्यवादम् अर्पयन्ति ।
ସା ଈଶ୍ୱର ସ୍ୟ କୃତେ ଧନ୍ୟବାଦମ୍ ଅର୍ପୟନ୍ତି ।
उत्तर :
ସା ଈଶ୍ବରସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ।

(ङ) खज्जनमातुः हीनभावना गच्छन्ति ।
ଖଞ୍ଜନମାତୁଃ ହୀନଭାବନା ଗଛନ୍ତି ।
उत्तर :
ଖଞ୍ଜନମାତୁଃ ହୀନଭାବନା ଗଚ୍ଛତି ।

5. स्तम्भं संयोजयत –
(ସ୍ତୟଂ ସଂଯୋଜୟତ ।) (ସ୍ତମ୍ଭ ମିଳନ କର ।)

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି 1
उत्तर :
BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି 2

6. वाक्यानि रचयत ।
(ବାକ୍ୟାନି ରଚୟତ।) ବାକ୍ୟ ରଚନା କର ।

  • निवसति (ନିବସତି) – ବୃଦ୍ଧ କୁଟୀରେ ନିବସତି ।
  • नास्ति (ନାସ୍ତି) – ତଥ୍ୟ ଲେଖନୀ ନାସ୍ତି ।
  • करोति (କରୋତି) – ରାମ କିଂ କରୋତି।
  • वदति (ବଦତି) – ଶିକ୍ଷକ ବଦତି ।
  • गच्छति (ଗଚ୍ଛତି) – ବାଳକ ଗ୍ରାମଂ ଗଚ୍ଛତି ।

7. सन्धिं कुरुत ।
(ସନ୍ଧି କୁରୁତ ।) ସନ୍ଧି କର ।
स + आनन्दम्, न + अस्ति, उत् + डयनम्; तत् + क्षणम्
उत्तर :

  • स + आनन्दम् (ସ + ଆନନ୍ଦମ) = ସାନନ୍ଦମ୍
  • न + अस्ति (ନ + ଅସ୍ତି) = ନାସ୍ତି
  • उत् + डयनम् (ଉତ୍ + ଡୟନମ) = ଉଡ୍ଡୟନମ୍‌
  • तत् + क्षणम् (ତତ୍ + କ୍ଷଣମ୍) = ତକ୍ଷଣମ୍

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

8. विचित्रा सृष्टिः इति विषयस्य सारं निजभाषया संक्षेपेणलिखत ।
(ବିଚିତ୍ରା ସୃଷ୍ଟି ଇତି ବିଷୟସ୍ୟ ସାରଂ ନିଜଭାଷୟା ସଂକ୍ଷେପେଣ ଲିଖିତ ।)
ବିଚିତ୍ରା ସୃଷ୍ଟି ବିଷୟର ସାର ନିଜଭାଷାରେ ସଂକ୍ଷେପରେ ଲେଖ ।
उत्तर :
ଏକ ଅରଣ୍ୟରେ ମହାନ୍ ବଟବୃକ୍ଷ ଥାଏ । ତାହାର କୋରଡ଼ରେ ଏକ କଜଳପାତି ପରିବାର ଆନନ୍ଦରେ ବାସକରନ୍ତି । କୌଣସି ଏକ ଦିନ କଜଳପାତି ପରିବାରରେ ଏକ ନୂତନ ଶାବକଟିଏ ଜନ୍ମ ନିଏ । ମାଆ କଜଳପାତି ତାକୁ ପ୍ରତିଦିନ ଖାଇବାକୁ ଦିଏ । ଥରେ ସେ ନିଜର କଳାରଙ୍ଗ ଦେଖ୍ ଚିନ୍ତାକରେ ଯେ ଈଶ୍ବର ଏ ପ୍ରକାର ପକ୍ଷପାତ କାହିଁକି କରୁଛନ୍ତି ? କେତେକ ସୁନ୍ଦର ଅନ୍ୟ କେତେକ ଅସୁନ୍ଦର । କୋଇଲି ପରି ମଧୁର ସ୍ଵର ତା’ ପାଖରେ ନାହିଁ । ଶୁଆ ପରି ସୁନ୍ଦର ରୂପ ତା’ର ନାହିଁ । ଯଦି ଈଶ୍ଵରଙ୍କ କୃପା ହୁଏ, ତେବେ ତା’ ପରିବାରରେ ସମସ୍ତେ ସୁବର୍ଷ ବର୍ଷ ହୋଇଯାଇ ପାରିବେ ।

ପ୍ରତିଦିନ ଏପରି ହୀନ ଭାବନାରେ ପୀଡ଼ିତ ହୁଏ ମାଆ କଜଳପାତି । ଥରେ ଏକ ସୁନ୍ଦର ଶୁଆ ସେଠାକୁ ଆସେ । ଗଛ ଶାଖାରେ ଶୁଆକୁ ବସିବାର ଦେଖୁ ମାଆ କଜଳପାତି ମନରେ ଈର୍ଷା କରେ । ସେ ଚିନ୍ତାକରେ ଶୁଆର ସୌନ୍ଦର୍ଯ୍ୟ ମୋ ପାଖରେ ନାହିଁ । ସେ ଗୀତ ଗାଇ ଓ ଉଡ଼ି ସମସ୍ତଙ୍କୁ ତୃପ୍ତ କରାଏ । ସେହି ସମୟରେ ଏକ ଶିକାରୀଟିଏ ସେଠାକୁ ଆସେ ଏବଂ ଶୁଆଟିକୁ ଜାଲରେ ବାନ୍ଧି ପିଞ୍ଜରାରେ ରଖେ। ଭୀତ ଖଞ୍ଜନମାତା ଶୁଆର ଏପରି ଅବସ୍ଥା ଦେଖୁ ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରେ । ମନରେ ଚିନ୍ତାକରେ ଯଦି ଶୁଆପରି ମୋର ସୌନ୍ଦର୍ଯ୍ୟ ହୋଇଥା’ନ୍ତା ତେବେ ମୁଁ ମଧ୍ୟ ଏପରି ବନ୍ଧା ହୋଇଥା’ନ୍ତି। ଏଥିରୁ ସେ ଜାଣିପାରେ ଯେ ଈଶ୍ଵରଙ୍କ ସୃଷ୍ଟି ବ୍ୟବସ୍ଥିତ କିନ୍ତୁ ଆମ୍ଭମାନଙ୍କ ମନ ଅବ୍ୟବସ୍ଥିତ । କାରଣ ଈଶ୍ବରଙ୍କ ସୃଷ୍ଟି ବିଚିତ୍ର।

तव कृते करणीयम् (ତୁମ ପାଇଁ କାମ)

1. उच्चै: पठत
ପଶ୍ୟତ ଉଚ୍ଚୈଃ ପଠତ । (ବଡ଼ପାଟିରେ ପଢ଼ ।)

वर्त्तमानकालः (लट्-लकार)
ବର୍ତ୍ତମାନକାଳୀ (ଲଟ୍ ଲକାରଃ)
प्रथम पुरुषः
BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି 3

ବର୍ତ୍ତମାନକାଳୀ (ଲଟଲକାରୀ)
ପ୍ରଥମପୁରୁଷ

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି 4

मध्यम पुरुषः

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି 5

ମଧ୍ୟମ ପୁରୁଷ

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି 6

उत्तम पुरुषः

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି 7

ଉତ୍ତମ ପୁରୁଷ

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି 8

ପରୀକ୍ଷା ଉପଯୋଗୀ। ଅତିରିକ୍ତ ପ୍ରଶ୍ନୋତ୍ତର
Objective

एकपदेन उत्तरं लिखत।
(ଏକପଦେନ ଉତ୍ତରଂ ଲିଖତ ।)

प्रश्न 1.
खज्जन-परिवारे क: जन्म नयति ?
ଖଞ୍ଜନ-ପରିବାରେ କ ଜନ୍ମ ନୟତି ?
उत्तर :
ଶାବକଃ

प्रश्न 2.
कदा खञ्जनमातुः ईर्ष्या भवति ?
କଦା ଖଞ୍ଜନମାତ୍ରେ ଈଷ୍ୟ ଭବତି ?
उत्तर :
ଶୁକଦର୍ଶନାତ୍

प्रश्न 3.
अस्माकं मनः कीदृक् एव ?
ଅସ୍ମାକଂ ମନଃ ଜୀଦୃକ୍ ଏବଂ ?
उत्तर :
ଅବ୍ଯବସ୍ଥିତମ୍

प्रश्न 4.
क: तत्र आगच्छति ?
ବାଃ ତତ୍ର ଆଗଳତି ?
उत्तर :
ଶୁକଃ

प्रश्न 5.
केन खञ्जनमातु: हीनभावना गच्छति ?
କେନ ଖଞ୍ଜନମାତୁଃ ହୀନଭାବନା ଗଛତି ?
उत्तर :
ସତ୍ୟଜ୍ଞାନେନ

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

प्रश्न 6.
ईश्वरस्य कृपया खञ्जनपरिवारः कीदृशः भवेत् ?
ଈଶ୍ବରସ୍ୟ କୃପୟା ଖଞ୍ଜନପରିବାରଃ କୀଦୃଶଃ ଭବେତ୍ ?
उत्तर :
ସୁବର୍ଷବର୍ଷୀ

प्रश्न 7.
शुकस्य किं किं कर्णद्वयस्य नेत्रद्वयस्य च तृप्तिं जनयति ?
ଶୁକସ୍ୟ କିଂ କିଂ କର୍ଣଦ୍ଵୟସ୍ୟ ନେତ୍ରଦ୍ଵୟସ୍ୟ ଚ ତୃପ୍ତି ଜନୟତି ?
उत्तर :
ଶୁକସ୍ୟ ଗାନମ୍ ଉଡ୍ଡୟନମ୍

प्रश्न 8.
कः आगत्य शुकस्य बन्धनम् अकरोत् ?
କଃ ଆଗତ୍ୟ ଶୁକସ୍ୟ ବନ୍ଧନମ୍ ଅକରୋତ୍‌ ?
उत्तर :
ବ୍ଯାଧ

प्रश्न 9.
भीता खञ्जनमाता शुकस्य कां पश्यति ?
ଭୀତା ଖଞ୍ଜନମାତା ଶୁକସ୍ୟ କାଂ ପଶ୍ୟତି ?
उत्तर :
ଅବସ୍ଥାମ୍

प्रश्न 10.
कीदृशः शुकः तत्र आगच्छत् ?
କୀଦୃଶୀ ଶୁନଃ ତତ୍ର ଆଗତ୍ ?
उत्तर :
ସୁନ୍ଦରଃ

प्रश्न 11.
खञ्जनमाता कस्य कृते धन्यवादम् अर्पयति ?
ଖଞ୍ଜନମାତା କସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ?
उत्तर :
ଈଶ୍ବରସ୍ୟ

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

प्रश्न 12.
शुकस्य सौन्दर्य मयि नास्ति इति का चिन्तयति ?
ଶୁକସ୍ୟ ସୌନ୍ଦର୍ଯ୍ୟ ମୟି ନାସ୍ତି ଇତି କା ଚିନ୍ତୟତି ?
उत्तर :
ଖଞ୍ଜନମାତା

बन्धनीमध्यात् शून्यस्थानं पूरयत।
(ବନ୍ଧନୀମଧ୍ୟାତ୍ ଶୂନ୍ୟସ୍ଥାନଂ ପୂରୟତ।)

1. अरणये ____ वटवृक्षः अस्ति। (महत्, महान्, महती)
ଅରଣ୍ୟ _____ ବଟବୃକ୍ଷ ଅନ୍ତି । (ମହତ, ମହାନ, ମହତୀ)
उत्तर :
ମହାନ୍

2. खंजनपरिवार: सानन्दं _____। (निवसति,निवसतः, निवसन्ति)
ଖଞ୍ଜନପରିବାରଃ ସାନନ୍ଦ _____। (ନିବସତି, ନିବସତଃ, ନିବସନ୍ତି)
उत्तर :
ନିବସତି

3. नूतनशावकः ______ नयति। (जन्म, जन्म:, जन्मं)
ନୂତନଶାବକଃ _____ ନୟତି। (ଜନ୍ମ, ଜନ୍ମ, ଜନ୍ମ)
उत्तर :
ଜନ୍ମ

4. कोकिलस्य स्वरः इव _____ स्वरः नास्ति । (ममः; मम, मां)
କୋକିଳସ୍ୟ ସ୍ବତଃ ଇବ ______ ସ୍ଵରଃ ନାସ୍ତି । (ମମଃ, ମମି, ମାଂ)
उत्तर :
ମମ

5. वयं _______ कर्तुं पारयामः। (गर्वः, गर्वं, गर्व)
ସବୁ _____ କର୍ତ୍ତୃ ପାରୟାମଃ । (ଗର୍ବ, ଗର୍ବ, ଗର୍ବ)
उत्तर :
ଗର୍ବଂ

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

6. अस्माकं ______ अव्यवस्थितम् । (मन, मन:, मनं)
ଅସ୍ମାଙ୍ _______ ଅବ୍ଯବସ୍ଥିତମ୍। (ମନ, ମନଃ, ମନଂ)
उत्तर :
ମନ୍ୱ

7. व्याख: ______ आगच्छति । (तत्र, तत्र:, तत्रे)
ବ୍ଯାଧଃ _______ ଆଗଛତି । (ତତ୍ର, ତତୁଃ, ତତ୍ରେ)
उत्तर :
ତତ୍ର

8. ______ शुकः आगच्छति । (एक:, एकं, एका)
_____ ଶୁକ୍ଳ ଆଗଛତି । (ଏକ, ଏବଂ, ଏକା)
उत्तर :
ଏକ

9. तस्या: ______ ईर्ष्या आगच्छति । (मने, मनसि, मनस:)
ତସ୍ଯାଃ _____ ଈର୍ଯ୍ୟା ଆଗଛତି । (ମନେ, ମନସି, ମନମଃ)
उत्तर :
ମନସି

10. एक: व्याध: तत्र ______। (आगच्छति, आगच्छतः, आगच्छन्ति)
ଏକ ବ୍ୟାଧଃ ତତ୍ର ______। (ଆଗଛତି, ଆଗଚ୍ଛତଃ, ଆଗଛନ୍ତି)
उत्तर :
ଆଗଛତି

11. ग्राहक: वस्तु ______। (क्रीणाति, क्रीणातः, क्रीणति)
ଗ୍ରାହକଃ ବସ୍ତୁ ______। (କ୍ରୀଣାତି, କ୍ରୀଣାତଃ, କ୍ରୀଣତି)
उत्तर :
କ୍ରୀଣାତି

12. आरक्षकौ चोरं ______ । (गृह्नति, गृह्नीत:, गृह्नन्ति)
ଆରକ୍ଷକୌ ଚୋରଂ _______ । (ଗୃହ୍ନତି, ଗୃହୀତଃ, ଗୃହ୍ନନ୍ତି)
उत्तर :
ଗୃହୀତଃ

13. भक्ताः पुष्पं ______ । (चिनोति, चिनुतः, चिन्वन्ति)
ଭକ୍ତା ପୁଷ୍ପ ______ । (ଚିନୋତି, ଚିନୁତଃ, ଚିନ୍ହନ୍ତି)
उत्तर :
ଚିନ୍ତା

14. भवन्ती उच्चै: _____ । (रोदति, रुदित:, रुदन्ति)
ଭବନୌ ଭଜଃ _____ । (ରୋଦତି, ରୁଦ୍ରିତଃ, ରୁଦ)
उत्तर :
ରୁଦିତଃ

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

15. अहं वस्त्रं _____ । (नयामि, नयाव:, नयाम:)
ଅହଂ ବରଂ _____ । (ନୟାମି, ନୟାବ, ନୟାମଃ)
उत्तर :
ନୟାମି

16. त्वं भीत्या _______ । (ददासि, दत्व:, दत्व)
ବଂ ଭୀତ ______ । (ଦଦାସି, ଦତଃ, ଦତ୍ବ)
उत्तर :
ଦଦାସି

17. वयं सेवां _____ । (करोति, कुर्व:, कुर्म:)
ବୟଂ ସେବାଂ _____ । (କରୋତି, କ୍ଲର୍ବ, କୁମଃ)
उत्तर :
କୁର୍ମା

18. यूयं जीविकां ______ । (प्राप्नोसि, प्राप्नुता:, प्राप्नुथ)
ସୂୟଂ ଜୀବିକାଂ______ । (ପ୍ଲାଗ୍ଲୋସି, ପ୍ରାପ୍ଳୁତଃ, ପ୍ରାପ୍ରୁଥ)
उत्तर :
ପ୍ରାପ୍ରୁଥ

19. आवां दुरुष्ं ______ । (पिबमि, पिबाव:, पिबाम:)
ଆବ୍ବା ଦୁଗ୍ଧ ______ । (ପିବାମି, ପିବାଦଃ, ପିବାପଃ)
उत्तर :
ପିବାବ

20. युवां शास्त्रं ______। (शृणोषि, शृणुथ:, शृष्ठुय)
ଶାସ୍ତ୍ର. ଯୁବାଂ ______। (ଶୁଣୋଷି, ଶୁଣୁନଃ, ଶୁଣୁଥ)
उत्तर :
ଶୃଣୁନଃ

उत्तरचयनं कुरुत ।
(ଉତ୍ତରଚୟନଂ କୁରୁତ।)

प्रश्न 1.
खंजनपरिवारे क: जन्म नयति?
ଖଞ୍ଜନପରିବାରେ ଡଃ ଜନ୍ମ ନୟତି ?
(A) ଶାବକ
(B) କାକ
(C) କୋକିଳ
(D) ପୁନଃ
उत्तर :
ଶାବକଃ

प्रश्न 2.
का व्यवस्थिता अस्ति ?
କା ବ୍ୟବସ୍ଥିତ ଅସ୍ଥି ?
(A) ମାତା
(B) ସୃଷ୍ଟି
(C) ଜଗତ୍
(D) ପୃଥ‌ିବୀ
उत्तर :
ସୃଷ୍ଟି

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

प्रश्न 3.
वटकोटरे कः निवसति ?
ବଟକୋଟରେ ଜ୍ୱ, ନିବସତି ?
(A) କାକପରିବାରଃ
(B) କୋକିଳପରିବାରଃ
(C) ଖଞ୍ଜନପରିବାର
(D) ଚଟକପରିବାରଃ
उत्तर :
ଖଞ୍ଜନପରିବାରଃ

प्रश्न 4.
कदा खंजनमातुः ईर्ष्या भवति ?
କଦା ଖଞ୍ଜନମାତୁଃ ଈର୍ଯ୍ୟା ଭବତି ?
(A) କାଳଦର୍ଶନାତ୍
(B) ଟେକଦର୍ଶନାତ୍
(C) ପିକଦର୍ଶନାତ୍
(D) ଶୁକଦର୍ଶନାତ୍
उत्तर :
ଶୁକଦର୍ଶନାତ୍

प्रश्न 5.
अस्माकं मनः कीदृक् एव ?
ଅସ୍ମାକଂ ମନଃ କୀଦୃକ୍ ଏବଂ ?
(A) ଅବ୍ଯବସ୍ଥିତମ୍
(C) ଚଞ୍ଚଳମ୍
(B) ବ୍ଯବସ୍ଥିତମ୍
(D) ସ୍ଥିରଃ
उत्तर :
ଅବ୍ଯବସ୍ଥିତମ୍

प्रश्न 6.
कः तत्र आगच्छति ?
କ ତତ୍ର ଆଗଛତି ?
(A) କାକଃ
(B) ଶୁକ୍ଳ
(C) ପିନଃ
(D) କୋକିବାଃ
उत्तर :
ଶୁକ୍ଳ

प्रश्न 7.
केन खंजनमातु : हीनभावना गच्छति?
କେନ ଖଞ୍ଜନମାତୃ ହୀନଭାବନା ଗଛତି ?
(A) ଜ୍ଞାନେନ
(B) ବୁଦ୍ଧା
(C) ସତ୍ୟଜ୍ଞାନେନ
(D) ସତ୍ୟବଚନେନ
उत्तर :
ସତ୍ୟଜ୍ଞାନେନ

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

प्रश्न 8.
ईश्वरस्य कृपया खंजनपरिवार: कीदृशः भवेत् ?
ଈଶ୍ବରସ୍ୟ କୃପୟା ଖଞ୍ଜନପରିବାରଃ କୀଦୃଶଃ ଭବେତ୍ ?
(B) ଧବଳବହିଃ
(A) ହରିତବହିଃ
(C) ସୁବର୍ଣ୍ଣ ବୟଃ
(D) ଲୋହିତବହିଃ
उत्तर :
ସୁବର୍ଷବହିଃ

प्रश्न 9.
अरणये कः अस्ति ?
ଅରଣ୍ୟ ଡଃ ଅଛି ?
(A) ବଟବୃକ୍ଷ
(B) ଅଶ୍ବତଥ୍
(C) ଆମ୍ରବୃକ୍ଷ
(D) ବୃକ୍ଷ
उत्तर :
ବଟବୃକ୍ଷ

प्रश्न 10.
व्याघ: आगत्य किम् अकरोत् ?
ବ୍ୟାଧୀ ଆଗତ୍ୟ କିମ୍ ଅକରୋତ୍‌ ?
(A) ଶୁକସ୍ୟ ମୋଚନମ
(B) ଶୁକସ୍ୟ ବନ୍ଧନମ୍
(C) ପିକସ୍ୟ ବନ୍ଧନମ୍
(D) କାକସ୍ୟ ବନ୍ଧନମ
उत्तर :
ଶୁକସ୍ୟ ବନ୍ଧନମ

प्रश्न 11.
कस्य कृते धन्यवादम् अर्पयति ?
କସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ?
(A) ତସ୍ଯ
(B) କାକସ୍ଯ
(C) ଖଞ୍ଜନସ୍ଯ
(D) ଈଶ୍ବରସ୍ୟ
उत्तर :
ଈଶ୍ବରସ୍ୟ

प्रश्न 12.
व्याघ: केन शुकस्य बन्धनं करोति ?
ବ୍ୟାଧୀ କେନ ଶୁକସ୍ୟ ବନ୍ଧନଂ କରୋତି ?
(A) ଜାଲେନ
(C) ପିଞ୍ଜରେଣ
(B) ହସ୍ତେନ
(D) କାଷ୍ଟେନ
उत्तर :
ଜାଲେନ

प्रश्न 13.
शुकस्य किं मयि नास्ति इति खंजनमाता चिन्तयति ?
ଶୁକସ୍ୟ କିଂ ମୟି ନାସ୍ତି ଇତି ଖଞ୍ଜନମାତା ବିଷୟତି ?
(A) ବହିଃ
(B) ସୌନ୍ଦର୍ଯ୍ୟମ୍
(C) ଗୁନଃ
(D) ସ୍ଵରଃ
उत्तर :
ସୌନ୍ଦର୍ଯ୍ୟମ୍

प्रश्न 14.
भीता खंजनमाता शुकस्य कां पश्यति?
ଭୀତା ଖଞ୍ଜନମାତା ଶୁକସ୍ୟ କାଂ ପଶ୍ୟତି ?
(A) ଦୁଃଖମ୍ ”
(B) ବ୍ୟବସ୍ଥାମ୍
(C) ଅବସ୍ଥାମ୍
(D) ସୁଖମ୍
उत्तर :
ଅବସ୍ଥାମ

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

प्रश्न 15.
खंजनमातु : मन्नसि किम् आगच्छति?
ଖଞ୍ଜନମାତୁଃ ମନସି କିମ୍ ଆଗଛତି ?
(A) ଈନ୍ଧ୍ୟା
(B) ଲୋଭଃ
(C) କ୍ରୋଧ
(D) କ୍ଷମା
उत्तर :
ଶର୍ଯ୍ୟା

रेखांकित पदानां संशोधनं कुरुत ।
(ରେଖାଙ୍କିତପଦାନାଂ ସଂଶୋଧନଂ କୁରୁତ ।)

1. खंजनमाता तं पश्यन्ति ।
ଖଞ୍ଜନମାତା ତଂ ପଶ୍ୟନ୍ତି ।
उत्तर :
ଖଞ୍ଜନମାତା ତଂ ପଶ୍ୟତି।

2. खंजनमातुः हीनभावना गच्छन्ति ।
ଖଞ୍ଜନମାତୁଃ ହୀନଭାବନା ଗଳୁଚି ।
उत्तर :
ଖଞ୍ଜନମାତୁଃ ହୀନଭାବନା ଗଛତି ।

3. केचन सुन्दराः भवति ।
କେଚନ ସୁନ୍ଦରଃ ଭବତି ।
उत्तर :
କେଚନ ସୁନ୍ଦରଃ ଭବନ୍ତି ।

4. सा ईश्वरस्य कृते धन्यवादम् अर्पयन्ति ।
ସା ଈଶ୍ବରସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ।
उत्तर :
ସା ଈଶ୍ବରସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ।

5. एक: नूतन शावक जन्म नयन्ति ।
ଏକ ନୂତନଃ ଶାବକଃ ଜନ୍ମ ନୟନ୍ତି ।
उत्तर :
ଏକଃ ନୂତନଃ ଶାବକ ଜନ୍ମ ନିୟତି ।

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

6. वयं गर्वं कर्त्तुं पारयन्ति ।
ବରଂ ଗର୍ବ କରୁଁ ପାରୟନ୍ତି ।
उत्तर :
ବରଂ ଗର୍ବଂ କର୍ଡିଂ ପାରୟାମଃ ।

7. मम स्वरः न सन्ति ।
ମମ ସ୍ବତଃ ନ ସ ।
उत्तर :
ମମ ସ୍ଵରଃ ନାସ୍ତି ।

8. एक व्याधः तत्र आगच्छन्ति
ଏକ ବ୍ୟାଧଃ ତତ୍ର ଆଗଛନ୍ତି ।
उत्तर :
ଏକ ବ୍ୟାଧଃ ତତ୍ର ଆଗଛତି ।

9. अस्माकं मनः तु अव्यवस्थितः ।
ଅସ୍ମାକଂ ମନଃ ତୁ ଅବ୍ୟବସ୍ଥିତଃ ।
उत्तर :
ଅଗ୍ନାକଂ ମନଃ ତୁ ଅବ୍ଯବସ୍ଥିତମ୍।

10. व्याघाः तत्र आगच्छति ।
ବ୍ୟାଧା ତତ୍ର ଆଗଛତି ।
उत्तर :
ବ୍ୟାଧଃ ତତ୍ର ଆଗଛତି ।

11. जालेन शुकं बन्धनं करोति ।
ଜାଲେନ ଶୁକଂ ବନ୍ଧନଂ କରୋତି ।
उत्तर :
ଜାଲେନ ଶୁକସ୍ୟ ବନ୍ଧନଂ କରୋତି।

12. तुं प्रतिदिनं भोजनं ददाति ।
ତଂ ପ୍ରତିଦିନଂ ଭୋଜନଂ ଦଦାତି ।
उत्तर :
ତମ୍ଭେ ପ୍ରତିଦିନଂ ଭୋଜନଂ ଦଦାତି ।

13. मम सुन्दरं रूपः न भवति ।
ମମ ସୁନ୍ଦରଂ ରୂପ ନ ଭବତି ।
उत्तर :
ମମ ସୁନ୍ଦରଂ ରୂପଂ ନ ଭବତି ।

14. सर्वे सुवर्ण्णवर्णा: भवेत् ।
ସର୍ବେ ସୁବର୍ଷବର୍ଷା ଭାବେତ୍ର ।
उत्तर :
ସର୍ବେ ସୁବର୍ଷବର୍ଷା ଭବେୟଃ ପୃଷ୍ଟା:

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

15. महत् वटवृक्षः अस्ति ।
ମହତ୍ ବଟବୃକ୍ଷ । ଅସ୍ତି ।
उत्तर :
ମହାନ୍

सन्धिविच्छेदं कुरुत।
(ସନ୍ଧିବିଚ୍ଛେଦଂ କୁରୁତ।)

1. नास्ति (ନାସ୍ତି) = ନ + ଅସ୍ତି
2. उड्डयनम् (ଉଡ୍ଡୟନ) = ଉତ୍ + ଡୟନିମ୍

सन्धिं कुरुत । (ସନ୍ଧି କୁରୁତ।)

1. स + आनन्दम् = सानन्दम्
ସ + ଆନନ୍ଦମ୍ = ସାନନ୍ଦମ,

क्रियापदं निर्वाचयत । (କ୍ରିୟାପଦଂ ନିର୍ବାଚୟତ।)

वटवृक्ष:, अस्ति, खंजनपरिवारः; निवसति, शावकाः, नयति, शुक:, आगच्छति, व्याध:।
ବଟବୃକ୍ଷ, ଅସ୍ଥି,, ଖଞ୍ଜନପରିବାରଃ, ନିବସତି, ଶାବକା, ନୟତି, ଶୁକଃ, ଆଗଛତି, ବ୍ୟାଧଃ ।
उत्तर :
ଅସ୍ଥି, ନିବସତି, ନୟତି, ଆଗଚ୍ଛତି ।

कर्तृपदं चिनुत । (କର୍ତ୍ତୃପଦଂ ଚିନୁତ।)

स्वर:, नास्ति, वयम् पारयाम:,
खंजनमाता, आगच्छति,
चिन्तयति, ईर्षा, अर्पयति, सृष्टि:।
ସ୍ଵରଃ, ନାସ୍ତି, ବୟମ୍, ପାରୟାମଃ,
ଖଞ୍ଜନମାତା, ଆଗଛତି, ଚିଷୟତି,
ଈଷ୍ୟା, ଅର୍ପୟତି, ସୃଷ୍ଟି ।
उत्तर :
ସ୍ୱରଃ, ବୟମ୍, ଖଞ୍ଜନମାତା, ସୃଷ୍ଟି ।

शब्दानां मातृभाषया अर्थान् लिखत।
(ଶବ୍ଦାନାଂ ମାତୃଭାଷୟା ଅର୍ଥାନ୍ ଲିଖିତ ।)

  1. सानन्दम् (ସାନନ୍ଦମ) – ଆନନ୍ଦର ସହ
  2. तस्मै (ତନ୍ମେ) – ତାକୁ
  3. पक्षपातः (ପକ୍ଷପାତଃ) – ଭେଦଭାବ
  4. ईर्ष्या (ଈଷ୍ୟ) – ଅସହିଷ୍ଣୁତା
  5. उड्लयनम् (ଉଡ୍ଡୟନମ୍) – ଉଡ଼ିବା
  6. तक्षणम् (ତତ୍‌କ୍ଷଣମ୍) – ସଙ୍ଗେସଙ୍ଗେ
  7. सृष्टि: (ସୃଷ୍ଟି) – ନିର୍ମାଣ

Subjective

मातृभाषयाअनुवादं कुरुत ।
(ମାତୃଭକ୍ଷୟ ଅନୁବାଦ କୁରୁତ।)

1. एकस्तिन् अरणये महान् वटवृक्षः अस्ति ।
ଏକସ୍ମିନ୍ ଅରଣ୍ୟ ମହାନ୍ ବଟବୃକ୍ଷୀ ଅସ୍ଥି ।
ଅନୁବାଦ: ଗୋଟିଏ ଅରଣ୍ୟରେ ବିଶାଳ ବରଗଛ ଥାଏ ।

2. तस्य कोटरे एक: खञ्जनपरिवार: सानन्दं निवसति ।
ତସ୍ୟ କୋଟରେ ଏକଃ ଖଞ୍ଜନପରିବାରଃ ସାନନ୍ଦ ନିବସତି ।
ଅନୁବାଦ: ତା’ର କୋରଡ଼ରେ ଗୋଟିଏ କଜଳପାତି ପରିବାର ବାସକରେ।

3. कदाचित् खञ्जनपरिवारे एक नूतन: शावक : जन्म
କଦାଚିତ୍ର ଖଞ୍ଜନପରିବାରେ ଏକ ନୂତନଃ ଶାବକ ଜନ୍ମ ନୟତି ।
ଅନୁବାଦ: ଏକଦା କଜଳପାତିର ପରିବାରରେ ଗୋଟିଏ ନୂଆ ପିଲା ଜନ୍ମନିଏ।

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

4. एकदा सा स्वस्य कृष्णवर्णं दृष्ट्वा चिन्तितवती अहो ! ईश्वरस्य पक्षपातः कीदृशः ?
ଏକଦା ସା ସ୍ୱସ୍ୟ କୃଷ୍ଣବର୍ଡିଂ ଦୃଷ୍ଟା ବିଷିତବତୀ – ଅହୋ !
ଈଶ୍ବରସ୍ୟ ପକ୍ଷପାତଃ କୀଦୃଶୀ ?
ଅନୁବାଦ: ଥରେ ସେ ନିଜର ରଙ୍ଗ ଦେଖୁ ଚିନ୍ତାକଲା ହେ ! କିପରି ଭଗବାନଙ୍କ ପକ୍ଷପାତିତା ?

5. केचन सुन्दराः भवन्ति ।
କେଚନ ସୁନ୍ଦରଃ ଭବନ୍ତି ।
ଅନୁବାଦ: କେତେକ ସୁନ୍ଦର ଅଛନ୍ତି ।

6. अन्ये केचन कृष्णवर्णा : असुन्दराः च भवन्ति ।
ଅନ୍ୟ କେଚନ କୃଷ୍ଣବର୍ଷା ଅସୁନ୍ଦରଃ ଚ ଭବତି ।
ଅନୁବାଦ: ଅନ୍ୟ କେତେକ କଳାରଙ୍ଗ ଏବଂ ଅସୁନ୍ଦର ଅଟନ୍ତି ।

7. शुकवत् मम सुन्दरं रूषं न भवति ।
ଶୁକବତ୍ ମମ ସୁନ୍ଦରଂ ରୂପଂ ନ ଭବତି ।
ଅନୁବାଦ: ଶୁଆପରି ମୋର ସୁନ୍ଦର ରୂପ ନାହିଁ ।

8. यदि ईश्वरस्य कृपा भवति, तर्हि मम परिवारस्य सर्वे सुवर्णवर्णाः भवेयुः ।
ଯଦି ଈଶ୍ବରସ୍ୟ କୃପା ଭବତି, ତହିଁ ମମ ପରିବାରସ୍ୟ ସର୍ବେ ସୁବର୍ଷବର୍ଷା ଭୟୁ ।
ଅନୁବାଦ: ଯଦି ଭଗବାନଙ୍କ ଦୟା ହୁଏ; ତେବେ ମୋ ପରିବାରର ସମସ୍ତେ ସୁନାପରି ରଙ୍ଗ ହେବା ଉଚିତ ।

9. वयं गर्व कर्तु पारयाम:।
ବରଂ ଗର୍ବ କର୍ତ୍ତୁ ପାରୟାମଃ ।
ଅନୁବାଦ: ଆମେ ଗର୍ବ କରିପାରିବୁ।

10. प्रतिदिनम् एवं हीनभावनया पीड़िता भवति खञ्जनमाता ।
ପ୍ରତିଦିନମ୍ ଏବଂ ହୀନଭାବନୟା ପୀଡ଼ିତା ଭବତି ଖଞ୍ଜନମାତ୍ରା ।
ଅନୁବାଦ: ପ୍ରତିଦିନ ଏହିପରି ହୀନଭାବନାରେ ପୀଡ଼ିତ ହୋଇଛି କଜଳପାତିର ମାଆ।

11. एकदा वृक्षशाखायां खञ्जनमाता तं पश्यति, तदा तस्याः मनसि ईर्ष्या आगच्छति ।
ଏକଦା ବୃକ୍ଷଶାଖାୟା ଖଞ୍ଜନମାତା ତଂ ପଶ୍ୟତି, ତଦା ତସ୍ୟା ମନସି ଈର୍ଯ୍ୟା ଆଗଚ୍ଛତି ।
ଅନୁବାଦ: ଥରେ ଗଛଡ଼ାଳରେ କଜଳପାତିର ମାଆ ତାକୁ ଦେଖିଲା, ସେତେବେଳେ ତା’ର ମନରେ ଈଷ୍ୟା ଆସିଲା।

12. सा चिन्तयति, शुकस्य यत् सौन्दर्यं तत् मयि नास्ति।
ସା ଚିନ୍ତୟତି, ଶୁକସ୍ୟ ଯତ୍ର ସୌନ୍ଦର୍ଯ୍ୟ ତତ୍ ମୟି ନାସ୍ତି ।
ଅନୁବାଦ: ସେ ଚିନ୍ତାକଲା ଶୁଆର ଯେଉଁ ସୌନ୍ଦର୍ଯ୍ୟ ତାହା ମୋପାଖରେ ନାହିଁ ।

13 तस्य गानम्, उड्डयनं कर्णद्वयस्य नेत्रद्वयस्य च तृप्तिं जनयति ।
ତସ୍ୟ ଗାନମ, ଉଜ୍ଜୟନଂ କର୍ଣ୍ଣଦ୍ଵୟସ୍ୟ ନେତ୍ରଦ୍ଵୟସ୍ୟ ଚ ତୃପ୍ତି ଜନୟତି ।
ଅନୁବାଦ: ତା’ର ଗାନ ଉଡାଣ କାନ ଓ ଆଖର ତୃପ୍ତି ଜନ୍ନାଉଛି ।

14. तदा एक : व्याधः तत्र आगच्छति ।
ତଦା ଏକ ବ୍ୟାଧଃ ତତ୍ର ଆଗଛତି ।
ଅନୁବାଦ: ସେତେବେଳେ ଗୋଟିଏ ଶିକାରୀ ସେଠାକୁ ଆସିଛି ।

15. भीता खंजनमाता शुकस्य अवस्थां पश्यति ।
ଖଞ୍ଜନମାତା ଶୁକସ୍ୟ ଅବସ୍ଥା ପଶ୍ୟତି ।
ଅନୁବାଦ: ଭୟଭୀତ କଜଳପାତିର ମାଆ ଶୁଆର ଅବସ୍ଥା ଦେଖୁଛି ।

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

16. ईश्वरस्य कृते धन्यवादम् अर्पयति वदति च शुकसदृशं सौन्दर्य यदि मयि भवति, तर्हि अहं तत्क्षणं बन्धनयुक्तः भवेयम् ।
ଈଶ୍ଵରସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ବଦତି ଚ ଶୁକସଦୃଶଂ ସୌନ୍ଦର୍ଯ୍ୟ ଯଦି ମୟି ଭବତି, ତହିଁ ଅହଂ ତତ୍‌କ୍ଷଣଂ ବନ୍ଧନଯୁକ୍ତ ଭବେୟମ୍ ।
ଅନୁବାଦ: ଈଶ୍ଵରଙ୍କୁ ଧନ୍ୟବାଦ ଜଣାଇଛି ଏବଂ କହିଛି। – ଶୁଆପରି ଯଦି ମୋର ସୌନ୍ଦର୍ଯ୍ୟ ହୋଇଥାଆନ୍ତା ତେବେ ତତ୍‌କ୍ଷଣ ବନ୍ଧନଯୁକ୍ତ ହୋଇଥା’ତି ।

17. ईश्वरस्य सुष्टि: व्यवस्थिता अस्ति ।
ଈଶ୍ଵରସ୍ୟ ସୃଷ୍ଟି ବ୍ୟବସ୍ଥିତ ଅନ୍ତି ।
ଅନୁବାଦ: ଈଶ୍ୱରଙ୍କ ସୃଷ୍ଟି ବ୍ୟବସ୍ଥିତ ରହିଛି ।

18. अस्माकं मनः तु अव्यवस्थितम् एव ।
ଅସ୍ମାକଂ ମନଃ ତୁ ଅବ୍ୟବସ୍ଥିତମ୍ ଏବ ।
ଅନୁବାଦ: ଆମର ମନ ଅବ୍ୟବସ୍ଥିତ ଅଛି ।

19. अनेन सत्यज्ञानेन खंजनमातुः हीनभावना गच्छति, सा परिवारेण सह सुखेन कालं यापयति ।
ଅନେନ ସତ୍ୟଜ୍ଞାନେନ ଖଞ୍ଜନମାତୁଃ ହୀନଭାବନା ଗଛତି, ସା ପରିବାରେଣ ସହ ସୁଖେନ କାଳଂ ଯାପୟତି ।
ଅନୁବାଦ: ଏହି ସତ୍ୟତା ଜାଣିବାପରେ କଜଳପାତିର ମାଆ ପାଖରୁ ହୀନଭାବନା ଦୂରେଇଯାଇଛି । ସେ ପରିବାର ସହିତ ସୁଖରେ ସମୟ କାଟିଛି ।

संस्कृतभाषया अनुवादं कुरुत।
(ସଂସ୍କୃତଭାଷୟ ଅନୁବାଦଂ କୁରୁତ।)

1. ଅରଣ୍ୟରେ ବଡ଼ ବରଗଛ ଅଛି ।
उत्तर :
अरण्ये महान् वटवृक्षः अस्ति।
ଅରଣ୍ୟ ମହାନ୍ ବଟବୃକ୍ଷ ଅଛି ।

2. କୋକିଳର ସ୍ଵର ମଧୁର।
उत्तर :
कोकिलस्य स्वर: मधुरः।
କୋକିଳସ୍ୟସ୍ୱରଃ ମଧୁରଃ ।

3. ଦିନେ ଏକ ସୁନ୍ଦର ଶୁଆ ଆସିଲା ।
उत्तर :
एकदा एक: सुन्दरः शुक: आयति ।
ଏକଦା ଏକ ସୁନ୍ଦରଃ ଶୁନଃ ଆୟତି ।

4. ଏକ ବ୍ୟାଧ ଅରଣ୍ୟକୁ ଆସିଲା ।
उत्तर :
एक: व्याध: अरण्यम् आगच्छति।
ଏକ ବ୍ୟାଧ ଅରଣ୍ୟମ୍ ଆଗଛତି ।

5. ବ୍ୟାଧ ଶୁଆକୁ ଦେଖିଲା ।
उत्तर :
व्याध: शुकम् अपश्यत् ।
ବ୍ୟାଧୀ ଶୁକମ୍ ଅପଶ୍ୟତ୍ ।

6. କଜଳପାତି ପରିବାର ସୁଖରେ ବାସକରନ୍ତି ।
उत्तर :
‘खंजनपरिवारः सुखेन निवसन्ति।
ଖଞ୍ଜନପରିବାରଃ ସୁଖେନ ନିବସତି ।

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

7. ଈଶ୍ୱରଙ୍କ ସୃଷ୍ଟି ବ୍ୟବସ୍ଥିତ ।
उत्तर :
ईश्वरस्य सृष्टि: व्यवस्थिता।
ଈଶ୍ୱରସ୍ୟ ସୃଷ୍ଟି ବ୍ୟବସ୍ଥିତ ।

प्रथम अनुच्छेदः (ପ୍ରଥମ ଅନୁଚ୍ଛେଦ)

एकस्मिन् अरणये महान् वटवृक्षः अस्ति । तस्य कोटरे एकः खज्जनपरिवारः सानन्दं निवसति।कदाचित् खज्जनपरिवारे एकः नूतनः शावकः जन्म नयति । खज्जनमाता तस्मै प्रतिदिन भोजनं ददाति। एकदा सा स्वस्य कृष्णवर्णं दृष्ट्वा चिन्तितवंती – अहो ! ईश्वरस्य पक्षपातः कीदृशः ? केचन सुन्दराः भवन्ति । अन्ये केचन कृष्णवर्णाः असुन्दराः च भवन्ति । कोकिलस्य स्वरः इव मम स्वरः नास्ति । शुकवत् मम सुन्दूरं रूपं न भवति । यदि ईश्वरस्य कृपा भवति, तर्हि मम परिवारस्य सर्वे सुवर्णवर्णाः भवेयुः । वयं गर्वं कर्तुं पारयामः ।

ଏକସ୍ମିନ୍ ଅରଣ୍ୟ ମହାନ୍ ବଟବୃକ୍ଷ ଅନ୍ତି । ତସ୍ୟ କୋଟରେ ଏକ ଖଞ୍ଜନପରିବାରଃ ସାନନ୍ଦ ନିବସତି । କଦାଚିତ୍ ଖଞ୍ଜନପରିବାରେ ଏକ ନୂତନଃ ଶାବକ ଜନ୍ମ ନୟତି ଖଞ୍ଜନମାତା ତନ୍ମେ ପ୍ରତିଦିନଂ ଭୋଜନଂ ଦଦାତି । ଏକଦା ସା ସ୍ୱସ୍ୟ କୃଷ୍ଣବର୍ୟ୍ୟ ଦୃଷ୍ଟା ଚିନ୍ତି ତବତୀ – ଅହୋ ! ଈଶ୍ଵରସ୍ୟ ପକ୍ଷପାତଃ କୀଦୃଶଃ ? କେଚନ ସୁନ୍ଦରଃ ଭବନ୍ତି । ଅନ୍ୟ କେତନ କୃଷ୍ଣବର୍ଣ୍ଣା ଅସୁନ୍ଦରା ଚ ହବନ୍ତି । କୋକିଳସ୍ୟ ସ୍ୱରଃ ଇବ ମମ ସ୍ବତଃ ନାସ୍ତି । ଶୁକବତ୍ମମ ସୁନ୍ଦରଂ ରୂପଂ ନ ଭବତି ଯଦି ଈଶ୍ବରସ୍ୟ କୃପା ଭବତି, ତହିଁ ମମ ପରିବାରସ୍ୟ ସର୍ବେ ସୁବର୍ଣ୍ଣବର୍ଣ୍ଣା ଭବେୟୁ । ବରଂ ଗର୍ବ କରୁଁ ପାରୟାମଃ ।

ଶବ୍ଦାର୍ଥ

  • ଅରଣ୍ୟ – ଅରଣ୍ୟରେ
  • ମହାନ୍ – ବଡ଼
  • ଅଛି – ଅଛି
  • ଖଞ୍ଜନ ପରି ବାରଃ – କଜଳପାତି ପରିବାର
  • ସାନନ୍ଦ – ଆନନ୍ଦସହକାରେ
  • କଦାଚିତ୍ – କୌଣସି ଦିନ
  • ଶାବକଃ – ପିଲା
  • ତସ୍ମି – ତାକୁ
  • କୀଦୃଶଃ – କିପରି
  • କେଚନ – କେତେକ
  • ଇବ – ପରି
  • କର୍ଡିଂ ପାରୟାମଃ – କରିପାରିବୁ।

ଅନୁବାଦ

କୌଣସି ଅରଣ୍ୟରେ ବିଶାଳ ବରଗଛ ଥାଏ । ତା’ର କୋରଡ଼ରେ ଗୋଟିଏ କଜଳପାତି ପରିବାର ବାସକରେ । ଏକଦା କଜଳପାତି ପରିବରରେ ଗୋଟିଏ ନୂଆ ପିଲା ଜନ୍ମନିଏ । କଜଳପାତିର ମାଆ ତାକୁ ପ୍ରତିଦିନ ଖାଦ୍ୟ ଦିଏ । ଥରେ ସେ ନିଜର ରଙ୍ଗ ଦେଖୁ ଚିନ୍ତା।କଲା – ହେ ! କିପରି ଭଗବାନଙ୍କ ପକ୍ଷପାତିତା ? କେତେକ ସୁନ୍ଦର ଅଛନ୍ତି । ଅନ୍ୟ କେତେକ କଳାରଙ୍ଗ ଏବଂ ଅସୁନ୍ଦର ଅଟନ୍ତି । କୋଇଲିର ସ୍ଵର ପରି ମୋର ସ୍ଵର ନାହିଁ । ଶୁଆପରି ମୋର ସୁନ୍ଦର ରୂପ ନାହିଁ । ଯଦି ଭଗବାନଙ୍କ ଦୟା ହୁଏ, ତେବେ ମୋ ପରିବାରର ସମସ୍ତେ ସୁନାପରିରଙ୍ଗ ହେବା ଉଚିତ । ଆମେ ଗର୍ବ କରିପାରିବୁ ।

द्वितीय अनुच्छेदः (ଦ୍ଵିତୀୟ ଅନୁଚ୍ଛେଦୀ)

प्रतिदिनम् एवं ‘हीनभावनया पीडिता भवति खज्जनमाता । अस्मिन् समये एकः सुन्दरः शुकः तत्र आगच्छति । यदा वृक्षशाखायां खंज्जनमाता तं पश्यति, तदा तस्याः मनसि ईर्ष्या आगच्छति । सा चिन्तयति, शुकस्य यत् सौन्दर्यं तत् मयि नास्ति । तस्य गानम, उड्डयनं कर्णद्वयस्य नेत्रद्वयस्य च तृप्तिं जनयति । तदा एकः व्याधः तत्र आगच्छति । जालेन शुकस्य बन्धनं करोति, पिज्जरामध्ये तं स्थापयति च । भीता खज्जनमाता शुकस्य अवस्थां पश्यति । ईश्वरस्य कृते धन्यवादम् अर्पयति। वदति च – शुकसदुशं सौन्दर्यं यदि मयि भवति, तर्हि अहं तत्क्षणं बन्धनयुक्तः भवेयम् । ईश्वरस्य सृष्टिः व्यवस्थिता अस्ति । अस्माकं मनः तु अव्यवस्थितम् एव ।

अनेन सत्यज्ञानेन खज्जनमातुः हीनभावना गच्छति । सा परिवारेण सह सुखेन कालं यापयति ।

ପ୍ରତିଦିନମ୍ ଏବଂ ହୀନଭାବନୟା ପୀଡ଼ିତା ଭବତି ଖଞ୍ଜନମାତା । ଅଶ୍ବିନ୍ ସମୟେ ଏକ ସୁନ୍ଦରଃ ଶୁନଃ ତତ୍ର ଆଗଚ୍ଛତି । ଏକଦା ବୃକ୍ଷଶାଖାୟାଂ ଖଞ୍ଜନମାତା ତଂ ପଶ୍ୟତି, ତଦା ତସ୍ୟା ମନସି ଈଖ୍ୟା ଆଗଚ୍ଛତି । ସା ଚିନ୍ତୟତି, ଶୁକସ୍ୟ ଯତ୍ ସୌନ୍ଦର୍ଯ୍ୟ ତତ୍ ମୟି ନାସ୍ତି । ତସ୍ୟ ଗାନମ୍, ଉଡ୍ଡୟନଂ କର୍ଣ୍ଣଦ୍ଵୟସ୍ୟ ନେତ୍ରଦ୍ଵୟସ୍ୟ ଚ ତୃପ୍ତି ଜନସ୍ପତି । ତଦା ଏକ ବ୍ୟାଧଃ ତତ୍ର ଆଗଛତି । ଜାଲେନ ଶୁକସ୍ୟ ବନ୍ଧନଂ କରୋତି, ପିଞ୍ଜରାମ ତଂ ସ୍ଥାପତି ଚ । ଭୀତା ଖଞ୍ଜନମାତା ଶୁକସ୍ୟ ଅବସ୍ଥା ପଶ୍ୟତି । ଈଶ୍ଵରସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ବଦତି ଚ ଶୁକସଦୃଶଂ ସୌନ୍ଦର୍ଯ୍ୟ ଯଦି ମୟି ଭବତି, ତହିଁ ଅହଂ ତତ୍‌କ୍ଷଣଂ ବନ୍ଧନଯୁକ୍ତା ଭାବେୟମ୍ । ଈଶ୍ୱରସ୍ୟ ସୃଷ୍ଟି ବ୍ୟବସ୍ଥିତ ଅସ୍ଥି । ଅସ୍ମାକଂ ମନଃ ତୁ ଅବ୍ୟବସ୍ଥିତମ୍ ଏବ।
ଅନେନ ସତ୍ୟଜ୍ଞାନେନ ଖଞ୍ଜନମାତୁଃ ହୀନଭାବନା ଗଛତି, ସା ପରିବାରେଣ ସହ ସୁଖେନ କାଳଂ ଯାପୟତି ।

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

ଶବ୍ଦାର୍ଥ

  • ଏବଂ – ଏହିପରି
  • ହୀନଭାବନୟା – ହୀନଭାବନାରେ
  • ତଂ – ତାକୁ
  • ତସ୍ୟା – ତା’ର
  • ମନସି – ମନରେ
  • ତତ୍ – ତାହା
  • ମୟି – ମୋଠାରେ
  • ଉଡ୍ଡୟନଂ – ଉଡ଼ିବା
  • ଜାଲେନ – ଜାଲରେ
  • କୃତେ – ପାଇଁ
  • ତତ୍‌କ୍ଷଣଂ – ସଙ୍ଗେ ସଙ୍ଗେ
  • ଭବେୟମ୍ – ହୋଇପାରିବି
  • ଏବ – ନିଶ୍ଚିତ
  • ଯାପୟତି – ଯାପନ କରୁଛି।

ଅନୁବାଦ

ପ୍ରତିଦିନ ଏହିପରି ହୀନଭାବନାରେ ପୀଡ଼ିତ ହୋଇଛି କଜଳପାତିର ମାଆ । ଏହି ସମୟରେ ଗୋଟିଏ ସୁନ୍ଦର ଶୁଆ ସେଠାକୁ ଆସିପହଁଞ୍ଚିଛି । ଥରେ ଗଛଡାଳରେ କଜଳପାତିର ମାଆ ତାକୁ ଦେଖିଲା, ସେତେବେଳେ ତା’ର ମନରେ ଈର୍ଷା ଆସିଲା । ସେ ଚିନ୍ତା।କଲା ଶୁଆର ଯେଉଁ ସୌନ୍ଦର୍ଯ୍ୟ ତାହା ମୋପାଖରେ ନାହିଁ । ତା’ର ଗାନ ଭଡ଼ାଣ କାନ ଓ ଆଖୁର ତୃପ୍ତି ଜନ୍ମାଉଛି। ସେତେବେଳେ ଗୋଟିଏ ଶିକାରୀ ସେଠାକୁ ଆସିଛି । ଜାଲରେ ଶୁଆକୁ ବାନ୍ଧି ନେଇଛି ଏବଂ ପଞ୍ଜୁରୀରେ ରଖୁଛି । ଭୟଭୀତ କଜଳପାତିର ମାଆ ଶୁଆର ଅବସ୍ଥା ଦେଖୁଛି । ଈଶ୍ବରଙ୍କୁ ଧନ୍ୟବାଦ ଜଣାଇଛି ଏବଂ କହିଛି – ଶୁଆପରି ଯଦି ମୋର ସୌନ୍ଦର୍ଯ୍ୟ ହୋଇଥାଆନ୍ତା, ତେବେ ତତ୍‌କ୍ଷଣ ବନ୍ଧନଯୁକ୍ତ ହୋଇଥାନ୍ତି। ଈଶ୍ୱରଙ୍କ ସୃଷ୍ଟି ବ୍ୟବସ୍ଥିତ ରହିଛି । ଆମର ମନ ଅବ୍ୟସ୍ଥିତ ଅଛି ।

ଏହି ସତ୍ୟତା ଜାଣିବାପରେ କଜଳପାତିର ମାଆ ପାଖରୁ ହୀନଭାବନା ଦୂରେଇ ଯାଇଛି । ସେ ପରିବାର ସହିତ ସୁଖରେ ସମୟ କାଟିଛି ।

`खंझनपरिवारः, केचन, ईष्यार्, उड्डयनम्, अर्पयन्ति
(ଖଞ୍ଜନପରିବାରଃ, କେଚନ, ଈର୍ଯ୍ୟା, ଉଙ୍ଗନମ୍, ଅର୍ପୟତି)

कर्तृपदानि :

वटवृक्ष:, शावक:, खञ्जनमाता, शुक:, व्याध:
(ବଟବୃକ୍ଷ, ଶାବକ, ଖଞ୍ଜନମାତା, ଶୁକ, ବ୍ୟାଧଃ)

क्रियापदानि :

निवसति, नयति, पारयाम:, आगच्छतु, अर्पयति
(ନିବସତି, ନୟତି, ପାରୟାମଃ, ଆଗଚ୍ଛତୁ, ଅର୍ପୟତି)

BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି

शब्दार्थ:

  • खञ्जनपरिवार: – खञ्जरीटपक्षिपरिवार:
    ଖଞ୍ଜନପରିବାରଃ – ଖଞ୍ଜରିଟପକ୍ଷିପରିବାରଃ (କଜଳପାତି ପରିବାର)
  • पक्षपातः – एकपक्षविचारः
    ପକ୍ଷପାତଃ – ଏକପକ୍ଷବିଚାରଃ (ଏକପାଖିଆ ବିଚାର)
  • पारयामः – समर्थाः भवामः
    ପାରୟାମଃ – ସମର୍ଥାଭବାମଃ ( ସମର୍ଥହେବା)
  • ईर्ष्या – असहिष्णुता
    ଈର୍ଯ୍ୟା – ଅସହିଷ୍ଣୁତା (ଅସହିଷ୍ଣୁ)
  • भीता – भयं प्राप्ता
    ଭୀତା – ଭୟଂ ପ୍ରାପ୍ତା (ଭୟପାଲ)
  • अर्पयति – समर्पणं करोति
    ଅର୍ପୟତି – ସମର୍ପଣ କରୋତି (ଦେଉଛି)
  • व्यवस्थिता – व्यवस्थायुक्ता
    ବ୍ୟବସ୍ଥିତ – ବ୍ୟବସ୍ଥାଯୁକ୍ତା (ଠିକ୍ ଠାକ୍)

Leave a Comment