Odisha State Board BSE Odisha 8th Class Sanskrit Solutions Chapter 8 ବ୍ୟାସକବି ଫକୀରମୋହନଃ Textbook Exercise Questions and Answers.
BSE Odisha Class 8 Sanskrit Solutions Chapter 8 ବ୍ୟାସକବି ଫକୀରମୋହନଃ
1. एकपदेन उत्तरं लिखत ।
ଏକପଦେନ ଉତ୍ତରଂ ଲିଖତ । (ଗୋଟିଏ ପଦରେ ଉତ୍ତର ଲେଖ ।)
(क) फकीरमोहन : बाल्ये कस्य अध्ययनं कृतवान् ?
ଫକୀର ମୋହନଃ ବାଲ୍ୟ କସ୍ୟ ଅଧ୍ୟୟନ କୃତବାନ୍ ?
उत्तर :
ସଂସ୍କୃତସ୍ଯ
(ख) क: ओडिआ- भाषाया: रक्षक: ?
କଃ ଓଡ଼ିଆଭାଷାୟାଂ ରକ୍ଷତଃ ?
उत्तर :
ଫକୀରମୋହନଃ ଓଡ଼ିଆଭାଷାୟା ରକ୍ଷକ ।
(ग) का फकीरमोहनं पालितवती ?
କା ଫକୀରମୋହନଂ ପାଳିତବତୀ ?
उत्तर :
ପିତାମହୀ
(घ) फकीरमोहनः कुत्र संस्कृतविद्यालयं स्थापितवान् ?
ଫକୀର ମୋହ ନଃ କୁତ୍ର, ସଂସ୍କୃତର୍ବିଦ୍ୟାଳୟଂ ସ୍ଥାପିତବାନ୍ ?
उत्तर :
ନୀଳଗିରିନଗରେ
(ङ) कस्याः चरित्रं कुसंस्कारस्य द्योतकम् ?
କନ୍ୟା ଚରିତ୍ର କୁସଂସ୍କାର ସ୍ୟ ଦ୍ୟୋତକମ୍ ?
उत्तर :
ରେବତ୍ୟା
(पितामही, संस्कृतस्य, रेवत्याः, फकीरमोहन:, नीलगिरिनगरे)
(ପିତାମହୀ, ସଂସ୍କୃତସ୍ୟ, ରେବତ୍ୟା, ଫକୀରମୋହନଃ, ନୀଳଗିରିନଗରରେ)
2. शून्यस्थानं पूरयत।
(ଶୂନ୍ୟସ୍ଥାନଂ ପୂରୟତ ।) (ଶୂନ୍ୟସ୍ଥାନ ପୂରଣ କର ।)
(क) महर्षि: व्यासदेव: _______ रचयिता ।
ମହର୍ଷି ବ୍ୟାସଦେବ ______ ରଚୟିତା ।
उत्तर :
ମହାଭାରତସ୍ୟ
(ख) तस्य ओडिआ-रचनासु _____ बहुलः प्रयोग: दृश्राते ।
ତସ୍ୟ ଓଡ଼ିଆରଚନାମୁ ______ ବହୁନଃ ପ୍ରୟୋଗ ଦୃଶ୍ୟତେ ।
उत्तर :
ସଂସ୍କୃତସ୍ୟ
(ग) स: अपि ______ रक्षकरूपेण परिंचित: ।
ଧଃ ଅପି ______ ରକ୍ଷକରୂପେଣ ପରିଚିତଃ ।
उत्तर :
ଓଡ଼ିଆଭାଷାୟ
(घ) ______ प्रखरा बुद्धि: आसीत् ।
______ ପ୍ରଖରା ବୁଦ୍ଧି ଆସୀତ୍ ।
उत्तर :
ତସ୍ଯ
(ङ) ______ समीपे स: चिरस्मरणीय: सज्जात: ।
______ ସମୀପେ ଡଃ ଚିରସ୍ମରଣୀୟଃ ସଂଜାତଃ ।
उत्तर :
ଉତ୍କଳୀୟାନାଂ
(संस्कृतस्य, तस्य, महाभारतस्य, ओड़िशाभाषाया:, उत्कलीयानाम्)
(ସଂସ୍କୃତସ୍ୟ, ତଥ୍ୟ, ମହାଭାରତସ୍ୟ, ଓଡ଼ିଶାଭାଷାୟା, ଉତ୍କଳୀୟାନାମ୍)
3. मातृभाषया अनुवादं कुरुत :
(ମାତୃଭାଷୟା ଅନୁବାଦଂ କୁରୁତ ।) (ମାତୃଭାଷାରେ ଅନୁବାଦ କର ।)
(क) सः बाल्ये संस्कृतस्य अध्ययनं कृतवान् ।
ସ୍ୱ ବାଲ୍ୟ ସଂସ୍କୃତସ୍ୟ ଅଧ୍ୟୟନଂ କୃତବାନ୍ ।
ଅନୁବାଦ – ସେ ପିଲାଦିନେ ସଂସ୍କୃତ ପଢ଼ିଥିଲେ ।
(ख) सः अपि ओडिआ – भाषायाः रक्षकरूपेण viad: 1
ସ୍ୱ ଅପି ଓଡ଼ିଆଭାଷାୟା ରକ୍ଷକରୂପେଣ ପରିଚିତଃ ।
ଅନୁବାଦ – ସେ ମଧ୍ଯ ଓଡ଼ିଆଭାଷାର ରକ୍ଷକରୂପେ ପରିଚିତ।
(ग) तस्य जन्मस्थानं बालेश्वरनगरस्य मल्लिकाशपुरम् ।
ତସ୍ୟ ଜନ୍ମସ୍ଥାନଂ ବାଲେଶ୍ଵରନଗରସ୍ୟ ମଲ୍ଲିକାଶପୁରମ୍ ।
ଅନୁ ବାଦ – ତାଙ୍କର ଜନ୍ମସ୍ଥାନ ବାଲେଶ୍ୱର ସହରର ମଲ୍ଲିକାଶପୁର ।
(घ) सः प्रथमतः बारवाटीविद्यालये प्राथमिकशिक्षां
ସ୍ୱ ପ୍ରଥମତଃ ବାରବାଟୀବିଦ୍ୟାଳୟେ ପ୍ରାଥମିକଶିକ୍ଷା ପ୍ରାପ୍ତବାନ୍ ।
ଅନୁବାଦ – ସେ ପ୍ରଥମେ ବାରବାଟୀ ବିଦ୍ୟାଳୟରେ ପ୍ରାଥମିକଶିକ୍ଷା ଲାହ କରିଥିଲେ ।
(ङ) तस्य प्रखरा बुद्धिः आसीत् ।
ତସ୍ୟ ପ୍ରଖରା ବୃଦ୍ଧି ଆସୀବ ।
ଅନୁବାଦ – ତାଙ୍କର ପ୍ରଖର ବୁଦ୍ଧି ଥିଲା ।
(च) स: देवान् इति पदे नियोजितः ।
ସ୍ୱୀ ଦେବାନ୍ ଇତି ପଦେ ନିୟୋଜିତଃ ।
ଅନୁବାଦ – ସେ ଦେବାନପଦରେ ନିଯୁକ୍ତ ହୋଇଥିଲେ ।
4. शुद्धपद लिखत ।
(ଶୁଦ୍ଧପଦଂ ଲିଖତ।) (ଶୁଦ୍ଧ ପଦ ଲେଖ ।)
5. स्तम्भमेलनं कुरुत ।
(ସ୍ତମ୍ଭମେଳନଂ କୁରୁତ ।)
‘क’ स्तम्भ: | ‘ख’ स्तम्भः |
फकीरमोहनः | अध्ययनम् |
संस्कृतस्य | गतः |
पितामही | सेनापतिः |
रेवती | कथा |
दिवं | पालितवती |
उत्तर :
6. रेखाड्क्रितपदस्य संशोधनं कुरुत।
(ରେଖାଙ୍କିତପଦସ୍ୟ ସଂଶୋଧନଂ କୁରୁତ ।)
(ରେଖାଙ୍କିତ ପଦର ସଂଶୋଧନ କର ।)
(क) सः बाल्ये संस्कृतात् अध्ययनं कृतवान् ।
(ସ୍ୱ ବାଲ୍ୟ ସଂସ୍କୃତାତ୍ର ଅଧ୍ୟୟନଂ କୃତବାନ୍ ।)
उत्तर :
ସ୍ୱ ବାଲ୍ୟ ସଂସ୍କୃତସ୍ୟ ଅଧ୍ୟୟନଂ କୃତବାନ୍ ।
(ख) बाल्येन सः अनाथः ।
(ବାଲ୍ୟନ୍ ଡଃ ଅନାଥ ।)
उत्तर :
ବାଲ୍ୟାତ୍ ଡଃ ଅନାଥ ।
(ग) तस्य प्रखरं बुद्धिः आसीत् ।
(ତସ୍ୟ ପ୍ରଖରଂ ବୃଦ୍ଧି ଆସୀନ୍ ।)
उत्तर :
ତସ୍ୟ ପ୍ରଖରା ବୁଦ୍ଧି ଆସୀତ୍ ।
(घ) तस्य रेवती कथा प्रसिद्धम् ।
(ତସ୍ୟ ରେବତୀ କଥା ପ୍ରସିଦ୍ଧମ୍ ।)
उत्तर :
ତସ୍ୟ ରେବତୀ କଥା ପ୍ରସିଦ୍ଧ ।
(ङ) उत्कलीयाः तं सेनापतिम् इति कथयन्ति ।
(ଉତ୍କଳୀୟା ତଂ ସେନାପତିମ୍ବ ଇତି କଥୟର ।)
उत्तर :
ଉତ୍କଳୀୟା ତଂ ସେନାପତିଃ ଇତି କଥୟନ୍ତି ।
7. वाक्यानि रचयत ।
(ବାକ୍ୟାନି ରଟୟତ।) (ବାକ୍ୟ ରଚନା କର ।)
इति, अतः अनन्तरम्, अस्ति, कृतवान् ।
उत्तर :
- इति (ଇତି) – ଗୀତା ଇତି ବାଳିକା ପଠତି।
- अतः (ଅତଃ) – ଅତଃ ଅହଂ ନ ଗଚ୍ଛାମି।
- अनन्तरम् (ଅନନ୍ତରମ୍) – ପଠନାତ୍ ଅନନ୍ତରଂ କ୍ରୀଡ଼ ।
- अस्ति (ଅସ୍ତି) – ତତ୍ର ଏକ ବୃକ୍ଷ ଅନ୍ତି ।
- कृतवान् (କୃତବାନ) – ଡଃ କିଂ କୃତବାନ୍ ?
8. सन्धिविच्छेदं कुरुत।
(ସନ୍ଧିବିଚ୍ଛେଦଂ କୁରୁତ।) (ସନ୍ଧିବିଚ୍ଛେଦ କର ।)
तदनन्तरम्, उपन्यासकारश्च ख्रीष्टाब्दे, सुरक्षार्थम्, सञ्जातः
- तदनन्तरम् (ତଦନନ୍ତରମ୍) – ତତ୍ + ଅନନ୍ତରମ
- उपन्यासकारश्च (ଉପନ୍ୟାସକାର) – ଉପନ୍ୟାସକାରଃ + ଚ
- खी्रीष्टाब्दे (ଖ୍ରୀଷ୍ଟାବ୍ଦ) – ଖ୍ରୀଷ୍ଟ + ଅବ୍ଦ
- सुरक्षार्थम् (ସୁରକ୍ଷାର୍ଥମ୍) – ସୁରକ୍ଷା + ଅର୍ଥମ୍
- सञ्जात: (ସଂଜାତଃ) – ସମ୍ + ଜାତଃ
तव कृते करणीयम्
(ତୁମ ପାଇଁ କାମ)
1. उच्चै : पठत लिखत च-
ଉଜଃ ପଠତ, ଲିଖତ ଚ (ବଡ଼ପାଟିରେ ପଢ଼ ଓ ଲେଖ ।)
अकारान्त – पुं लिक्न शब्दा:
(ଅକାରାନ୍ତ ପୁଂଙ୍କ ଶଳା)
षष्ठी विभक्तिः
शून्यस्थानं पूरयत। (ଶୂନ୍ୟସ୍ଥାନ ପୂରଣ କର ।)
ଷଷ୍ଠୀ ବିଭନିଃ
(आकारान्त – स्रीलिङ्ग-शब्दा:)
षष्ठी विभक्तिः
शून्यस्थानं पूरयत । (ଶୂନ୍ୟସ୍ଥାନ ପୂରଣ କର ।)
ଆକାରାନ୍ତ -ସ୍ତ୍ରୀଲିଙ୍ଗଶବ୍ଦା
ଷଷ୍ଠୀ ବିଭବାଃ
(ईकारान्त – र्रीलिङ्ग-शब्दा:)
षष्ठी विभक्तिः
शून्यस्थानं पूरयत । (ଶୂନ୍ୟସ୍ଥାନ ପୂରଣ କର ।)
ଈକାରାନ୍ତ – ସ୍ତ୍ରୀଲିଙ୍ଗଶବ୍ଦା
ଷଷ୍ଠୀ ବିଭନିଃ
(अकारान्त – नपुंसकलिझ्ग-शब्दा:)
षष्ठी विभक्तिः
शून्यस्थानं पूरयत । (ଶୂନ୍ୟସ୍ଥାନ ପୂରଣ କର ।)
ଅକାରାନ୍ତ – ନପୁଂସ କଳିଙ୍ଗଶ
ଷଷ୍ଠୀ ବିଭଲ୍ଲି
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Objective
एकपदेन उत्तरं लिखत ।
(ଏକପଦେନ ଉତ୍ତରଂ ଲିଖତ ।)
प्रश्न 1.
क: महाभारतस्य रचयिता ?
କଃ ମହାଭାରତସ୍ୟ ରତ୍ନୟିତା ?
उत्तर :
ବ୍ୟାସଦେବ
प्रश्न 2.
फकीरमोहनं ओड़िआभाषया कस्य अनुवादं कृतवान् ?
ଫକୀରମୋହନଃ ଓଡ଼ିଆଭାଷୟା କସ୍ୟ ଅନୁବାଦଂ କୃତବାନ୍ ?
उत्तर :
ମହାଭାରତସ୍ୟ
प्रश्न 3.
कः व्यासकविः इति नाम्ना ख्यात: ?
କଃ ବ୍ୟାସକବି ଇତି ନାମ୍ନା ଖ୍ୟାତଃ ?
उत्तर :
ଫକୀରମୋହନଃ
प्रश्न 4.
केषां समीपे फकीरमोहन व्यासकविः इति नाम्ना ख्यात: ?
କେଷା ସମୀପେ ଫକୀରମୋହନଃ ବ୍ୟାସକବି ଇତି ନାମ୍ନା ଖ୍ଯାତଃ ?
उत्तर :
ଉତ୍କଳୀୟାନାମ୍
प्रश्न 5.
कस्मिन् दिवसे फकीरमोहन: जात: ?
କସ୍ମିନ୍ ଦିବସେ ଫକୀରମୋହନଃ ଜାତଃ ?
उत्तर :
ମକରସଂକ୍ରାନ୍ତି ଦିବସେ
प्रश्न 6.
फक्रीरमोहन : बालेश्वरस्य कस्मिन् स्थाने जात: ?
ଫକୀରମୋହନଃ ବାଲେଶ୍ବରସ୍ୟ କସ୍ମିନ୍ ସ୍ନାନେ ଜାତଃ ?
उत्तर :
ମଲ୍ଲିକାଶପୁରେ
प्रश्न 7.
का फकीर मोहनस्य लालनं पालनम् अकरोत् ?
କା ଫକୀରମୋହନସ୍ୟ ଲାଳନ ପାଳନମ୍ ଅକରୋତ୍ ?
उत्तर :
ପିତାମହୀ
प्रश्न 8.
महर्षि : व्यासदेव: कस्य रचयिता ?
ମହର୍ଷି ବ୍ୟାସଦେବ କସ୍ୟ ରଚୟିତା ?
उत्तर :
ମହାଭାରତସ୍ୟ
प्रश्न 9.
सः कस्मिन् पदे नियोजित: ?
ସ୍ୱ କସ୍ମିନ୍ ପଦେ ନିୟୋଜିତଃ ?
उत्तर :
ଦେବାନ୍
प्रश्न 10.
कदा फंकीरमोहन: दिवं गतः ?
କଦା ଫକୀରମୋହନଃ ଦିବଂ ଗତଃ ?
उत्तर :
1918
प्रश्न 11.
अतः उत्कलीयाः फकीरमोहनं किं कथयन्ति ?
ଅତଃ ଉତ୍କଳୀୟା ଫକୀରମୋହନଂ କିଂ କଥୟନ୍ତି ?
उत्तर :
ସେନାପତି
प्रश्न 12.
फकीरमोहनः प्रथमतः कुत्र प्राथमिकशिक्षां प्राप्तवान् ?
ଫକୀରମୋହନଃ ପ୍ରଥମତଃ କୁତ୍ର ପ୍ରାଥମିକଶିକ୍ଷା ପ୍ରାପ୍ତବାନ୍ ?
उत्तर :
ବାରବାଟୀବିଦ୍ୟାଳୟେ
प्रश्न 13.
ओड़िआभाषायाः कृते फकीरमोहनस्य दानं कीदृशम् ?
ଓଡ଼ିଆଭାଷାୟଃ କୃତେ ଫକୀରମୋହନସ୍ୟ ଦାନଂ କୀଦୃଶମ୍ ?
उत्तर :
ଅତୁଳନୀୟମ୍
प्रश्न 14.
ओड़िआभाषायां सुरक्षार्थं फकीरमोहन: केन रूपेण कार्यं कृतवान् ?
ଓଡ଼ିଆଭାଷାୟାଂ ସୁରକ୍ଷାମିଂ ଫକୀରମୋହନଃ କେନ ରୂପେଣ କାର୍ଯ୍ୟ କୃତବାନ୍ ?
उत्तर :
ସେନାପତିରୂପେଣ
प्रश्न 15.
बालेश्वरे कस्य नाम्ना विश्वविद्यालयः स्थापित: ?
ବାଲେଶ୍ୱରେ କସ୍ୟ ନାମ୍ନା ବିଶ୍ୱବିଦ୍ୟାଳୟଃ ସ୍ଥାପିତଃ ?
उत्तर :
ଫକୀରମୋହନସ୍ଯ
बन्धनीमध्यात् शून्यस्थानं पूरयत।
(ବନ୍ଧନୀମଧ୍ୟାତ୍ ଶୂନ୍ୟସ୍ଥାନଂ ପୂରୟତ।)
1. _______ देशस्य नाम भारतवर्षम् । (वयं, अस्माकम् अस्मान्)
______ ଦେଶସ୍ୟ ନାମ ଭାରତବର୍ଷମ। (ବୟଂ, ଅମ୍ଳୀକମ୍, ଅସ୍ନାନ)
उत्तर :
ଅସ୍ନାକଂ
2. ______ गृहं कुत्र? (त्वं, त्वम्,त्तव)
_____ ଗୃହଂ କୃତ୍ର ? (ବ, ଦ୍ଵମ୍, ତବ)
उत्तर :
ତବ
3. बानरा: _____ उपरि कूर्दन्ति । (वृक्षस्य, वृक्षे, वृक्षात्)
ବାନରା ______ ଉପରି କୁର୍ଦନ୍ତି । (ବୃକ୍ଷସ୍ୟ, ବୃକ୍ଷ, ବୃକ୍ଷାତ)
उत्तर :
ବୃକ୍ଷସ୍ୟ
4. बालिका: _______ जले सन्तरन्ति । (नद्य:, नद्या:, नद्याम्)
ବାଳିକା _____ଜଳେ ସନ୍ତରନ୍ତି । (ନମଃ, ନଦ୍ୟା, ନଦ୍ୟାମ୍)
उत्तर :
ନମଃ
5. ______ बालकस्य माता देवालयं गच्छति । (तस्य, तस्या:, तस्मात्)
ବାଳକସ୍ୟ ମାତା ଦେବାଳୟଂ ଗଛତି । (ତସ୍ୟ, ତସ୍ୟା, ତସ୍ମାତ୍)
उत्तर :
ତସ୍ୟ
6. फकीरमोहनस्य जन्मस्थानं ______। (मालिकालिपुरम्, मल्लिकाशपुरम्)
ଫକୀରମୋହନସ୍ୟ ଜନ୍ମସ୍ଥାନଂ ______।
उत्तर :
ମଲ୍ଲିକାଶପୁରମ୍
7. रेवत्या: _______ अन्धविश्वासस्य द्योतकम् । (स्वभावम्, चरित्रम्)
ରେବତ୍ଯା ______ ଅନ୍ଧବିଶ୍ୱାସସ୍ୟ ଦ୍ୟୋତକମ୍ । (ସ୍ଵଭାବମ୍, ଚରିତ୍ରମ୍)
उत्तर :
ଚରିତ୍ରମ୍
8. तस्य प्रखरा _____ आसीत् । (ज्ञानम्, बुद्धि:)
ତସ୍ୟ ପ୍ରଖରା ______ ଆସୀତ୍ବ । (ଜ୍ଞାନମ, ବୁଦ୍ଧି)
उत्तर :
ବୁଦ୍ଧି
9. _____ महाभारतस्य रचयिता । (बाल्मीक: व्यासदेव:)
_____ ମହାଭାରତସ୍ୟ ରଚୟିତା । (ବାଲ୍ମୀକଃ, ବ୍ୟାସଦେବୀ)
उत्तर :
ବ୍ୟାସଦେବ
10. व्यासदेवस्य नामानुसारेण उत्कलीयानां समीपे स ______ । (व्यासकवि:, लोककवि:)
ବ୍ୟାସଦେବସ୍ୟ ନାମାନୁସାରେଣ ଉତ୍କଳୀୟାନାଂ ସମୀପେ (ବ୍ୟାସକବି, ଲୋକକବି)
उत्तर :
ବ୍ୟାସକବି
11. तस्य ओड़िआरचनासु संस्कृतस्य बहुल: _______ दृश्यते। (प्रयोग, प्रचारः)
ତସ୍ୟ ଓଡ଼ିଆରଚୂନାସୁ ସଂସ୍କୃତସ୍ୟ ବହୁଳ ______ ଦୃଶ୍ୟତେ। (ପ୍ରୟୋଗ, ପ୍ରଚାରଃ)
उत्तर :
ପ୍ରୟୋଗ
उत्तरच्चयनं कुरुत ।
(ଉତ୍ତରଚୟନଂ କୁରୁତ।)
प्रश्न 1.
केषां समीपे सः चिरस्मरणीयः संजात: ?
କେଖାଁ ସମୀପେ ଡଃ ଚିରସ୍ମରଣୀୟଃ ସଂଜାତଃ ?
(A) ଉତ୍କଳୀୟାନାମ୍
(B) ଭାରତୀୟାନାମ୍
(C) କଳିଙ୍ଗନାମ୍
(D) ଉଡ୍ରାଣାମ୍
उत्तर :
ଉତ୍କଳୀୟାନାମ୍
प्रश्न 2.
महर्षि व्यासदेवः कस्य रचयिता?
ମହର୍ଷି ବ୍ୟାସଦେବ କସ୍ୟ ରଚୟିତା ?
(A) ଭାରତସ୍ୟ
(B) ମହାଭାରତସ୍ୟ
(C) ରାମାୟଣସ୍ୟ
(D) ବେଦସ୍ୟ
उत्तर :
ମହାଭାରତସ୍ୟ
प्रश्न 3.
सः कस्मिन् पदे नियोजित: ?
ସ୍ୱ କସ୍ମିନ୍ ପଦେ ନିୟୋଜିତ ?
(A) ରାଜା
(B) ମନ୍ତ୍ରୀ
(C) ଦେବାନ୍
(D) ସେନାପତି
उत्तर :
ସେନାପତି
प्रश्न 4.
୧୮୮ ଦ୍ରୁମ ?
ତଥ୍ୟ ଜନ୍ମସ୍ଥାନଂ କୁତ୍ର ?
(A) ବିଶ୍ଵନାଥପୁରମ୍
(B) ଶଙ୍କରପୁରମ୍
(C) ସାଲେପୁରମ୍
(D) ମଲ୍ଲିକାଶପୁରମ୍
उत्तर :
ମଲ୍ଲିକାଶପୁରମ୍
प्रश्न 5.
कस्मिन् दिवसे सः दिवं गतः ?
କସ୍ମିନ୍ ଦିବସେ ସ୍ୱ ଦିବଂ ଗତଃ ?
(A) ରଜସଂକ୍ରାନ୍ତି
(B) ବିଷୁବସଂକ୍ରାନ୍ତି
(C) ପଣାସଂକ୍ରାନ୍ତି
(D) ମକରସଂକ୍ରାନ୍ତି
उत्तर :
ରଜସଂକ୍ରାନ୍ତି
प्रश्न 6.
तंत्र कस्याः चरित्रं कुसंस्कारस्य अन्धविश्वासस्य च द्योतकं भवति ?
ଚରିତ୍ର କୁସଂସ୍କାରସ୍ୟ ଅନ୍ଧବିଶ୍ଵାସସ୍ୟ ଚ ତତ୍ର କନ୍ୟା ଦ୍ୟୋତକଂ ଭବତି ?
(A) ସେବତ୍ଯା
(B) ରେବତ୍ଯା
(C) ଲତାୟା
(D) ପୁଷ୍ପା
उत्तर :
ରେବତ୍ୟା
प्रश्न 7.
ओड़िआभाषया महाभारतस्य अनुवादं कः कृतवान् ?
ଓଡ଼ିଆଭାଷୟା ମହାଭାରତସ୍ୟ ଅନୁବାଦଂ ଡଃ କୃତବାନ୍ ?
(A) ବାଲ୍ମୀକି
(B) ବ୍ୟାସଦେବ
(C) ଫକୀରମୋହନଃ
(D) ସୁରେନ୍ଦ୍ରୀ
उत्तर :
ଫକୀରମୋହନଃ
प्रश्न 8.
फकीरमोहन अपि च कस्याः भाषायाः रक्षकरूपेण परिचित : ?
ଫକୀରମୋହନଃ ଅପିଚ କସ୍ୟା ଭାଷାୟା ରକ୍ଷକରୂପେଣ ପରିଚିତ ?
(A) ସଂସ୍କୃତ
(C) ବଙ୍ଗଳା
(B) ଇଂରାଜୀ
(D) ଓଡ଼ିଆ
उत्तर :
ଓଡ଼ିଆ
प्रश्न 9.
फकीरमोहन: प्रथमतः कुत्र प्राथमिकशिक्षां प्राप्तवान् ?
ଫକୀର ମୋହନଃ ପ୍ରଥମତଃ କୃତ୍ର ପ୍ରାଥମିକ ଶିକ୍ଷା ପ୍ରାପ୍ତବାନ୍ ?
(A) ବାରବାଟୀ ବିଦ୍ୟାଳୟ
(B) କାଶୀପୁର ବିଦ୍ୟାଳୟେ
(C) ବଲ୍ଲଭ ବିଦ୍ୟାଳୟେ
(D) ରାମପୁର ବିଦ୍ୟାଳୟେ
उत्तर :
ବାରବାଟୀ ବିଦ୍ୟାଳୟ
रेखांकित पदानां संशोधनं कुरुत ।
(ରେଖାଙ୍କିତପଦାନାଂ ସଂଶୋଧନଂ କୁରୁତ।)
1. बाल्येन सः अनाथः ।
ବାଲ୍ୟନ ଦଃ ଅନାଥ ।
उत्तर :
ବାଲ୍ୟାତ୍ ଡଃ ଅନାଥ ।
2. तस्य प्रखर बुद्धिः आसीत् ।
ତସ୍ୟ ପ୍ରଖରଂ ବୃଦ୍ଧି ଆସୀତ୍ବ ।
उत्तर :
ତସ୍ୟ ପ୍ରଖରା ବୁଦ୍ଧି ଆସୀତ୍।
3. सः बाल्ये संस्कृतात् अध्ययनं कृतवान् ।
ସ ବାଲ୍ୟ ସଂସ୍କୃତାତ୍ର ଅଧ୍ୟୟନଂ କୃତବାନ୍ ।
उत्तर :
ଡଃ ବାଲ୍ୟ ସଂସ୍କୃତସ୍ୟ ଅଧ୍ୟୟନ କୃତବାନ୍ ।
4. उत्कलीय: तं सेनापतिः इति कथयन्ति ।
ଉତ୍କଳୀୟ ତଂ ସେନାପତିଃ ଇତି କଥୟନ୍ତି ।
उत्तर :
ଉତ୍କଳୀୟା ତଂ ସେନାପତିଃ ଇତି କଥୟନ୍ତି ।
5. तस्य रेवती कथा प्रसिद्धम् ।
ତସ୍ୟ ରେବତୀ କଥା ପ୍ରସିଦ୍ଧମ୍ ।
उत्तर :
ତଥ୍ୟ ରେବତୀ କଥା ପ୍ରସିଦ୍ଧ ।
6. सः कार्यं कृतवन्तः ।
ସ୍ୱ କାର୍ଯ୍ୟ କୃତବତଃ ।
उत्तर :
ଡଃ କାର୍ଯ୍ୟ କୃତବାନ୍ ।
7. ते देवान् इति पदे नियोजित: ।
ତେ ଦେବାନ୍ ଇତି ପଦେ ନିୟୋଜିତଃ ।
उत्तर :
ଡଃ ଦେବାନ୍ ଇତି ପଦେ ନିୟୋଜିତଃ ।
8. तस्य प्रखर बुद्धिः आसन् ।
ତସ୍ୟ ପ୍ରଖରା ବୃଦ୍ଧି ଆସନ୍ ।
उत्तर :
ତଥ୍ୟ ପ୍ରଖରା ବୁଦ୍ଧି ଆସୀତ୍।
9. महाभारतम् अनुवादं कृतवान् ।
ମହାଭାରତମ ଅନୁବାଦ କୃତବାନ୍।
उत्तर :
ମହାଭାରତସ୍ୟ ଅନୁବାଦ କୃତବାନ୍।
10. रेवत्या: चरित्रम् अन्धविश्वासस्य द्योतक्कः भवति।
ରେବତ୍ୟା ଚରିତ୍ରମ୍ ଅନ୍ଧବିଶ୍ୱାସସ୍ୟ ଦ୍ୟୋତକ ଭବତି ।
उत्तर :
ରେବତ୍ୟା ଚରିତ୍ରମ୍ ଅନ୍ଧବିଶ୍ଵାସସ୍ୟ ଦ୍ୟୋତକଂ ଭବତି।
सन्धिविच्छेदं कुरुत। (ସନ୍ଧିବିଚ୍ଛେଦଂ କୁରୁତ।)
1. नामानुसोरण (ନାମାନୁସାରେଣ) = ନାମ + ଅନୁସାରେଣ
2. अतीव (ଅତୀବ) = ଅତି + ଇବ
3. तदनन्तरम् (ତଦନ୍ତରମ୍) = ତତ୍ + ଅନନ୍ତରମ୍
सन्धिं कुरुत । (ସପିଂ କୁରୁତ।)
1. उपनिषद् + आदीनाम् = उपनिषदादीनाम्
ଉପନିଷଦ୍ + ଆଦୀନାମ୍ = ଉପନିଷଦାଦୀନାମ୍
2. उपन्यासकार + च उपन्यासकारश्च
ଉପନ୍ୟାସକାରଃ + ଚ = ଉପନ୍ୟାସକାରଶ୍ଚ
3. सुरक्षा.+ अर्थम् = सुरक्षार्थम्
ସୁରକ୍ଷା + ଅର୍ଥମ୍ = ସୁରକ୍ଷାର୍ଥମ୍
क्रियापदं निर्वाचयत ।
(କ୍ରିୟାପଦଂ ନିର୍ବାଚୟତ।)
व्यासदेव:, कृतवान्, अकरोत्, पितामही, अभवत्, शिक्षक:, आसीत्, बुद्धिः, स्थापितवान्, कथा।
ବ୍ୟାସଦେବ, କୃତବାନ୍, ଅକରୋଡ୍, ପିତାମହୀ, ଅଭବତ, ଶିକ୍ଷକ, ଆସୀତ, ବୁଦ୍ଧି, ସ୍ଥାପିତବାନ, କଥା।
उत्तर :
କୃତବାନ୍, ଅକରୋଡ, ଅଭିବତ, ଆସୀତ, ସ୍ଥାପିତବାନ୍ ।
कर्तृपदं चिनुत ।
(କର୍ତ୍ତୃପଦଂ ଚିନୁତ।)
दानम्, भवति, चरित्रंम्, कथा, अनुभूयते, उपन्यासः, कृतवान् प्राप्तवंती, उत्कलीया:, संजातः।
ଦାନମ, ଭବତି, ଚରିତ୍ରମ୍, କଥା, ଅନୁଭୂତେ, ଉପନ୍ୟାସ, କୃତବାନ, ପ୍ରାପ୍ତିବତୀ, ଉତ୍କଳୀୟା, ସଂଜାତଃ ।
उत्तर :
ଦାନମ୍, ଚରିତ୍ରମ୍, କଥା, ଉପନ୍ୟାସ, ଉତ୍କଳୀୟା ।
शब्दानां मातृभाषया अर्थान् लिखत।
(ଶବ୍ଦାନାଂ ମାତୃଭାଷୟା ଅର୍ଥାନ୍ ଲିଖିତ ।)
- ख्यातः (ଖ୍ୟାତଃ) – ପ୍ରସିଦ୍ଧ
- पितामही (ପିତାମହୀ) – ଜେଜେମା
- कथाकारः (କଥାକାରୀ) – କଥାଲେଖକ
- द्योतकम् (ଦ୍ୟୋତକମ୍) – ସୂଚକ
- सुरक्षार्थम् (ସୁରକ୍ଷାର୍ଥମ୍) – ସୁରକ୍ଷାପାଇଁ
- इति (ଇତି) – ବୋଲି
- समीपे (ସମୀପେ) – ନିକଟରେ
Subjective
निजभाषया प्रायश: दशभिः वाक्यैः उत्तरं लिखत ।
(ନିଜଭାଷୟ ପ୍ରାୟଶଃ ଦଶତିଃ ବାକ୍ୟ ଉତ୍ତରଂ ଲିଖତ।)
प्रश्न 1.
व्यासकविः फकीरमोहनविषयेसंक्षेपेण आलोचयत ।
ବ୍ୟାକକବି ଫକୀରମୋହନବିଷୟ ସଂକ୍ଷେପଣ ଆଲୋଚୟତ ।
उत्तर :
ଫକୀରମୋହନ 1843 ମସିହା ମକରସଂକ୍ରାନ୍ତି ଦିନ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମସ୍ଥାନ ବାଲେଶ୍ଵରର ମଲ୍ଲିକାଶପୁର। ପିଲାଦିନୁ ସେ ଅନାଥ । ପିତାମହୀ ତାଙ୍କର ଲାଳନପାଳନ କରିଥିଲେ। ସେ ପ୍ରଥମେ ବାରବାଟୀ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ପ୍ରାପ୍ତ କଲେ । ପରେ ସେଠାରେ ଶିକ୍ଷକ ହେଲେ ଓ ତତ୍ପପରବର୍ତୀ ସମୟରେ ମିଶନ୍ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରୂପେ ନିଯୁକ୍ତି ପାଇଥିଲେ । ତାଙ୍କ ବୁଦ୍ଧି ପ୍ରଖର। ଇଂରେଜ ସରାକରଙ୍କ ଦ୍ଵାରା ସେ ଦେବାନ୍ ପଦରେ ନିୟୋଜିତ ହୋଇଥିଲେ । ଓଡ଼ିଶାର ଅନେକ ସ୍ଥାନରେ ସେ ଜନହିତକର କାର୍ଯ୍ୟ କରିଥିଲେ ।
ସେ ସଂସ୍କୃତର ପ୍ରଚାର ପାଇଁ ନୀଳଗିରିରେ ଏକ ସଂସ୍କୃତ ବିଦ୍ୟାଳୟ ସ୍ଥାପନ କରିଥିଲେ। ସଂସ୍କୃତ ରାମାୟଣ- ମହାଭାରତ-ଉପନିଷଦ ଆଦି ଗ୍ରନ୍ଥଗୁଡ଼ିକର ଓଡ଼ିଆ ଅନୁବାଦ କରିଥିଲେ। ବ୍ୟାସଦେବଙ୍କ ରଚିତ ମହାଭାରତର ଓଡ଼ିଆ ‘ଅନୁବାଦ କରିଥିବା ହେତୁ ତାଙ୍କୁ ଉତ୍କଳର ବ୍ୟାସକବି ବୋଲି । କୁହାଯାଏ । ସେ ସଂସ୍କୃତପ୍ରିୟ ଥିଲେ ଓ ଓଡ଼ିଆଭାଷାର ରକ୍ଷକ ମଧ୍ୟ ଥିଲେ ।
ଓଡ଼ିଆ ଭାଷାରେ ତାଙ୍କର ଅନେକ କୃତି ରହିଛି । ସେ ଓଡ଼ିଆ ସାହିତ୍ୟର ପ୍ରଥମ କଥାକାର ଓ ଉପନ୍ୟାସକାର। ତାଙ୍କର ରେବତୀ କଥା ପ୍ରସିଦ୍ଧ ଅଟେ। ଏହାବ୍ୟତୀତ ପେଟେଣ୍ଟ ମେଡ଼ିସିନ୍। ଡାକମୁନ୍ସି, ରାଣ୍ଡୀପୁଅ ଅନନ୍ତା, ଧୂଳିଆବାବା ଆଦି ଅନେକ କଥା ସେ ରଚନା କରିଛନ୍ତି । ତାଙ୍କର ‘ଛମାଣ ଆଠଗୁଣ୍ଠ’, ‘ଲଚ୍ଛମା’, ‘ମାମୁ’ ଓ ‘ପ୍ରାୟଶ୍ଚିତ’ ଉପନ୍ୟାସ ଅତ୍ୟନ୍ତ ଲୋକପ୍ରିୟ ।
ସେ ଓଡ଼ିଆ ଭାଷାର ସୁରକ୍ଷାପାଇଁ ସେନାପତି ରୂପେ କାର୍ଯ୍ୟ କରୁଥିବା ହେତୁ ତାଙ୍କୁ ଫକୀରମୋହନ ସେନାପତି ବୋଲି କୁହନ୍ତି। 1918 ମସିହାରେ ରଜସଂକ୍ରାନ୍ତି ଦିନ ସେ ଇହଲୀଳା ତ୍ୟାଗ କରିଥିଲେ ।
मातृभाषया अनुवादं कुरुत ।
(ମାତୃଭାଷୟ ଅନୁବାଦଂ କୁରୁତ ।)
1. महर्षि व्यासदेव महाभारतस्य रचयिता ।
ମହର୍ଷି ବ୍ୟାସଦେବ ‘ମହାଭାରତସ୍ୟ ରଚୟିତା ।
ଅନୁବାଦ: ମହର୍ଷି ବ୍ୟାସଦେବ ମହାଭାରତର ରଚୟିତା।
2. फकीरमोहनसेनापति: ओड़िआभाषया महाभारतस्य अनुवादं कृतवान् ।
ଫକୀରମୋହନସେନାପତିଃ ଓଡ଼ିଆଭାଷୟା ମହାଭାରତସ୍ୟ ଅନୁବାଦଂ କୃତବାନ୍ ।
ଅନୁବାଦ: ଫକୀରମୋହନ ସେନାପତି ଓଡ଼ିଆ ଭାଷାରେ ମହାଭାରତର ଅନୁବାଦ କରିଥିଲେ ।
3. व्यासदेवस्य नामानुसारेण उत्कलीयानां समीपे सः व्यासक्रविः इति नाम्ना ख्यातः ।
ବ୍ୟାସଦେବସ୍ୟ ନାମାନୁସାରେଣ ଉତ୍କଳୀୟାନାଂ ସମୀପେ ସ୍ୱ ବ୍ୟାସକବି ଇତି ନାମ୍ନା ଖ୍ୟାତଃ ।
ଅନୁବାଦ : ବ୍ୟାସଦେବଙ୍କ ନାମ ଅନୁସାରେ ଓଡ଼ିଆଙ୍କ ନିକଟରେ ସେ ବ୍ୟାସକବି ନାମରେ ପ୍ରସିଦ୍ଧ ।
4. ओड़िआरचनासु संस्कृतस्य बहुलं प्रयोगं सः कृतवान् ।
ଓଡ଼ିଆରଚନାସୁ ସଂସ୍କୃତସ୍ୟ ବହୁଳ ପ୍ରୟୋଗ୍ୟ ସ କୃତବାନ୍ ।
ଅନୁବାଦ: ସେ ଓଡ଼ିଆ ରଚନାମାନଙ୍କରେ ସଂସ୍କୃତର ବହୁଳ ପ୍ରୟୋଗ କରିଥିଲେ ।
5. १८४३ मिते ख्रीष्टाव्दे मकरसंक्रान्तिदिवसे फकीरमोहन जातः ।
1843 ମିତେ ଖ୍ରୀଷ୍ଟାବ୍ଦ ମକରସଂକ୍ରାନ୍ତ ଦିବସେ ଫକୀରମୋହନ ଜାତଃ ।
ଅନୁବାଦ: 1843 ମସିହା ମକରସଂକ୍ରାନ୍ତି ଦିନ ଫକୀରମୋହନଙ୍କ ଜନ୍ମ ।
6. बाल्यात् सः अनाथ: ।
ବାଲ୍ୟାତ୍ ଡଃ ଅନାଥ ।
ଅନୁବାଦ: ପିଲାଦିନରୁ ସେ ଅନାଥ।
7. पितामही तस्य लालन पालनम् अकरोत् ।
ପିତାମହୀ ତଥ୍ୟ ଲାଳନଂ ପାଳନମ୍ ଅକରୋତ୍ ।
ଅନୁବାଦ: ଜେଜେମାଆ ତାଙ୍କର ଲାଳନପାଳନ କରିଥିଲେ।
8. तस्य बाल्यकालः अतीव दुःखपूर्णः आसीत् ।
ତସ୍ୟ ବାଲ୍ୟକାଳ ଅତୀବ ଦୁଃଖପୂନଃ ଆସୀତ୍ ।
ଅନୁବାଦ: ତାଙ୍କର ବାଲ୍ୟକାଳ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଥିଲା ।
9. अनन्तरं सः तत्र एक शिक्षकः अभवत् ।
ଅନନ୍ତରଂ ୟଃ ତତ୍ର ଏକ ଶିକ୍ଷକ ଅଭବତ୍ ।
ଅନୁବାଦ: ପରେ ସେ ସେହି ସ୍ଥାନରେ ଜଣେ ଶିକ୍ଷକ ହୋଇଥିଲେ ।
10. सः तदनन्तरं मिशनविद्यालये प्रधानशिक्षकरूपेण नियुक्तः ।
ସ୍ୱ ତଦନନ୍ତରଂ ମିଶନବିଦ୍ୟାଳୟେ ପ୍ରଧାନଶିକ୍ଷକରୂପେଣ ନିଯୁନଃ ।
ଅନୁବାଦ: ସେ ତା’ପରେ ମିଶନ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ରୂପେ ନିଯୁକ୍ତି ପାଇଥିଲେ ।
11. सःनीलगिरि-बेङ्कानाल-केन्दुझर-दशपल्लादि स्थानेषु जनहितकरं कार्य कतवान ।
ସ୍ୱ ନୀଳଗିରି-ଢେଙ୍କାନାଳ-କେନ୍ଦୁଝର-ଦଶପଲ୍ଲାଦି ସ୍ନାନେଷୁ ଜନହିତକରଂ କାର୍ଯ୍ୟ କୃତବାନ୍।
ଅନୁବାଦ: ସେ ନୀଳଗିରି, ଢେଙ୍କାନାଳ, କେନ୍ଦୁଝର, ଦଶପଲ୍ଲା ପ୍ରଭୃତି ସ୍ଥାନରେ ଲୋକହିତକର କାର୍ଯ୍ୟ କରିଛନ୍ତି ।
12. संस्कृतरामायण-महाभारत, उपनिषदग्रन्थानां सः ओड़िआभाषया अनुवादं कृतवान् ।
ସଂସ୍କୃତରାମାୟଣ-ମହାଭାରତ ଉପନିଷଦଗ୍ରନ୍ମାନଂ ସ୍ୱ ଓଡ଼ିଆଭାଷୟା ଅନୁବାଦଂ କୃତବାନ୍।
ଅନୁବାଦ: ସଂସ୍କୃତ-ରାମାୟଣ, ମହାଭାରତ, ଉପନିଷଦ ଗ୍ରନ୍ଥମାନଙ୍କର ସେ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି ।
13. ओfड़आसाहित्यस्य स: प्रथम: कथाकार: उपन्यासकारश्न।
ଓଡ଼ି ଆସାହି ତ୍ୟସ୍ୟ ଡଃ ପ୍ରଥମଃ କଥା କାରଃ ଉପନ୍ୟାସକାରଷ୍ଟ ।
ଅନୁବାଦ; ସେ ଓଡ଼ିଆ ସାହିତ୍ୟର ପ୍ରଥମ କଥାକାର ଓ ଔପନ୍ୟାସିକ ।
14. तस्य रेवती कथा प्रसिद्धा ।
ତସ୍ୟ ରେବତୀ କଥା ପ୍ରସିଦ୍ଧ ।
ଅନୁବାଦ: ତାଙ୍କର ରେବତୀ ଗଳ୍ପ ପ୍ରସିଦ୍ଧ ।
15 तत्र रेवत्याः चरित्रं कुसंस्कारस्य अन्धविश्वासस्य च द्योतकं भवति ।
ତତ୍ର ରେବତ୍ୟା ଚରିତ୍ର କୁସଂସ୍କାରସ୍ୟ ଅନ୍ଧବିଶ୍ୱାସସ୍ୟ ଚ ଦ୍ୟୋତକଂ ଭବତି ।
ଅନୁବାଦ: ସେଥିରେ ରେବତୀର ଚରିତ୍ର କୁସଂସ୍କାର ଓ ଅନ୍ଧବିଶ୍ଵାସର ସୂଚକ ଅଟେ |
16. तस्य पेटेण्ट मेडिसिन, डाकमुन्सी, धूलिआबाबा प्रभृति कथा अधुनापि जीविता इव ।
ତସ୍ୟ ପେଟେଣ୍ଟ ମେଡ଼ିସିନ୍, ଡାକମୁନ୍ସୀ, ଧୂଳିଆବାବା ପ୍ରଭୃତି କଥା ଅଧୁନାପି ଜୀବିତା ଇବ ।
ଅନୁବାଦ: ତାଙ୍କ ପେଟେଣ୍ଟ ମେଡ଼ିସିନ, ଡାକମୁନ୍ସୀ, ଧୂଳିଆବାବା ପ୍ରଭୃତି କଥା ବର୍ତ୍ତମାନ ମଧ୍ଯ ଜୀବିତ । ତସ୍ୟ ଛ’ମାଣ ଆଠଗୁଣ୍ଠ ଉପନ୍ୟାସ ଅତୀବ ଲୋକପ୍ରିୟ । ଅନୁବାଦ: ତାଙ୍କର ଛ’ମାଣ ଆଠଗୁଣ୍ଠ ଉପନ୍ୟାସ ଅତ୍ୟନ୍ତ ଲୋକପ୍ରିୟ ।
18. सः अपि लच्छमा, मामु, प्रायश्चित्त इति उपन्यासानां रचयिता ।
ସ୍ୱ ଅପି ଲଛମା, ମାମୁ, ପ୍ରାୟଶ୍ଚିତ୍ତ ଇତି ଉପନ୍ୟାସନା ରଚୟିତା ।
ଅନୁବାଦ: ସେ ମଧ୍ୟ ଲଛମା, ମାମୁ, ପ୍ରାୟଶ୍ଚିତ୍ତ ନାମକ ଉପନ୍ୟାସଗୁଡ଼ିକର ରଚୟିତା।
19. ओड़िआभाषाया: सुरक्षार्थं सः सेनापतिरूपेण कार्यं कृतवान् ।
ଓଡ଼ିଆଭାଷାୟଃ ସୁରକ୍ଷାମିଂ ୟଃ ସେନାପତିରୂପେଣ କାର୍ଯ୍ୟ କୃତବାନ୍ ।
ଅନୁବାଦ: ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ ସେ ସେନାପତି ରୂପେ କାର୍ଯ୍ୟ କରୁଥିଲେ ।
20. तस्य निष्ठापरनेतृत्वेन ओड़िआभाषा स्वमर्यादां
ତସ୍ୟ ନିଷ୍ଠାପରନେତୃତ୍ତ୍ଵେନ ଓଡ଼ିଆଭାଷା ସ୍ଵମର୍ଯ୍ୟାଦା ପ୍ରାପ୍ତବତୀ ।
ଅନୁବାଦ: ତାଙ୍କର ନିଷ୍ଠାପର ନେତୃତ୍ବରେ ଓଡ଼ିଆ ଭାଷା ନିଜର ମର୍ଯ୍ୟାଦା ଲାଭ କରିଥିଲା ।
21. १९ १८ मिते बर्षे स: रजसंक्रान्तिदिवसे दिवं गतः।
1918 ମିତେ ବର୍ଷେ ଡଃ ରଜସଂକ୍ରାନ୍ତିଦିବସେ ଦିବଂଗତଃ ।
ଅନୁବାଦ: 1918 ମସିହା ରଜସଂକ୍ରାନ୍ତି ଦିନ ସେ ସ୍ଵର୍ଗାରୋହଣ କରିଥିଲେ ।
22. अधुना बालेश्वरनगरस्य मल्लिकाशपुरे तस्य स्मृतिपीठं शोभते ।
ଅଧୁନା ବାଲେଶ୍ଵ ରନଗର ସ୍ୟ ମଲ୍ଲିକାଶପୁରେ ତଥ୍ୟ ସ୍ମୃତିପୀଠ ଶୋଭିତେ ।
ଅନୁବାଦ: ବର୍ତମାନ ବାଲେଶ୍ଵର ସହରର ମଲ୍ଲିକାଶପୁରରେ ତାଙ୍କ ସ୍ମୃତିପୀଠ ଶୋଭାପାଉଛି ।
23. तत्र प्रतिवर्ष तस्य जन्मदिनस्य पालनं भवति ।
ତତ୍ର ପ୍ରତିବର୍ଷ ତସ୍ୟ ଜନ୍ମଦିନସ୍ୟ ପାଳନ ଭବତି ।
ଅନୁବାଦ: ସେଠାରେ ପ୍ରତିବର୍ଷ ତାଙ୍କର ଜନ୍ମଦିନ ପାଳନ ହୁଏ।
24. बालेश्वरे तस्य नाम्ना एक विश्वविद्यालयः स्थापित :
ବାଲେଶ୍ଵରେ ତଥ୍ୟ ନାମ୍ନା ଏକ ବିଶ୍ବବିଦ୍ୟାଳୟଃ ସ୍ଥାପିତଃ ଅସ୍ତି ।
ଅନୁବାଦ: ବାଲେଶ୍ଵରରେ ତାଙ୍କ ନାମରେ ଗୋଟିଏ ବିଶ୍ବବିଦ୍ୟାଳୟ ସ୍ଥାପିତ ହୋଇଛି ।
संस्कृतभाषया अनुवादं कुरुत।
(ସଂସ୍କୃତଭାଷୟା ଅନୁବାଦଂ କୁରୁତ।)
1. ବ୍ୟାସଦେବ ମହାଭାରତର ଲେଖକ ।
उत्तर :
व्यासदेव: महाभारतस्य लेखकः।
ବ୍ୟାସଦେବ ମହାଭାରତସ୍ୟ ଲେଖକଃ ।
2. ଫକୀରମୋହନ ପିଲାଦିନେ ସଂସ୍କୃତ ଅଧ୍ୟୟନ କରିଥିଲେ ।
उत्तर :
फकीरमोहनः बाल्ये संस्कृताध्ययनं कृतवान्।
ଫକୀରମୋହନଃ ବାଲ୍ୟ ସଂସ୍କୃତାୟନ କୃତବାନ୍।
3. ଫକୀରମୋହନ ବାରବାଟି ବିଦ୍ୟାଳୟରେ ଶିକ୍ଷକ ଥିଲେ ।
उत्तर :
फकीरमोहन: बारबाटिविद्यालये शिक्षकः आसीत् ।
ଫକୀରମୋହନଃ ବାରବାଟିବିଦ୍ୟାଳୟ ଶିକ୍ଷକ ଆସୀତ୍ବ।
4. ଫକୀରମୋହନଙ୍କ ରେବତୀ କଥା ପ୍ରସିଦ୍ଧ ଅଟେ ।
उत्तर :
फकीरमोहनस्य रेवती कथा प्रसिद्धा भवति ।
ଫକୀରମୋହନସ୍ୟ ରେବତୀ କଥା ପ୍ରସିଦ୍ଧ ଭବତି।
5. ଉତ୍କଳୀୟମାନେ ଫକୀରମୋହନଙ୍କୁ ସେନାପତି ବୋଲି କହନ୍ତି ।
उत्तर :
उत्कलीया: फकीरमोहनं सेनापति इति कथयन्ति ।
ଉତ୍କଳୀୟା ଫକୀରମୋହନଂ ସେନାପତି ଇତି କଥୟନ୍ତି ।
6. ବାଲେଶ୍ଵରରେ ଫକୀରମୋହନଙ୍କ ସ୍ମୃତିପୀଠ ଅଛି ।
उत्तर :
बालेश्वरे फकीरमोहनस्य स्मृतिपीठम् अस्ति ।
ବାଲେଶ୍ଵରେ ଫକୀରମୋହନସ୍ୟ ସ୍ମୃତିପୀଠମ୍ ଅଛି ।
7. ବର୍ତମାନ ଫକୀରମୋହନ ବିଶ୍ଵବିଦ୍ୟାଳୟ ସ୍ଥାପିତ ହୋଇଛି ।
उत्तर :
अधुना फर्कीरमोहन विश्वविद्यालय: स्थापित: भवति।
ଅଧୁନା ଫକୀରମୋହନ ବିଶ୍ବବିଦ୍ୟାଳୟ ସ୍ଥାପିତଃ ଭବତି ।
प्रथम अनुच्छेदः (ପ୍ରଥମ ଅନୁଚ୍ଛେଦଃ)
महर्षि: यासदेवः महाभारतस्य रचयिता । फकीरमोहनसेनापतिः ओडिआभाषया महाभारतस्य अनुवादं कृतवान् । अतः व्यासदेवस्य नामानुसारेण उत्कलीयानां समीपे सः व्यासकविः इति नाम्ना ख्यातः । सः बाल्ये संस्कृतस्य अध्ययनं कृतवान् । ओडिआ-रचनासु संस्कृतस्य बहुलं प्रयोगं सः कृतवान्। सः अपि ओडिआ-भाषायाः रक्षकरूपेण परिचितः
ମହର୍ଷି ବ୍ୟାସଦେବ ମହାଭାରତସ୍ୟ ରଚୟିତା । ଫକୀରମୋହନସେନାପତିଃ ଓଡ଼ିଆଭାଷୟା ମହାଭାରତସ୍ୟ ଅନୁବାଦଂ କୃତବାନ୍ । ଅତଃ ବ୍ୟାସଦେବସ୍ୟ ନାମାନୁସାରେଣ ଉତ୍କଳୀୟାନାଂ ସମୀପେ ସ୍ୱୀ ବ୍ୟାସକବି ଇତି ନାମ୍ନା ଖ୍ୟାତଃ । ସ ବାଲ୍ୟ ସଂସ୍କୃତସ୍ୟ ଅଧ୍ୟୟନଂ କୃତବାନ୍ । ଓଡ଼ିଆରଚନାସୁ ସଂସ୍କୃତସ୍ୟ ବହୁଳ ପ୍ରୟୋଗ ଡଃ କୃତବାନ୍ । ଡଃ ଅପି ଓଡ଼ିଆଭାଷାୟା ରକ୍ଷକରୂପେଣ ପରିଚିତ ।
ଶବ୍ଦାର୍ଥ
- କୃତବାନ୍ – କରିଥିଲେ
- ଅତଃ – ଏଣୁ
- ନାମ୍ନା – ନାମରେ
- ଖ୍ୟାତଃ – ପ୍ରସିଦ୍ଧ
- ରଚନାସୁ – ରଚନାମାନଙ୍କମଧ୍ୟରେ
- ଅପି – ମଧ୍ଯ
ଅନୁବାଦ
ମହର୍ଷିବ୍ୟାସଦେବ ମହାଭାରତର ରଚୟିତା । ଫକୀରମୋହନ ସେନାପତି ଓଡ଼ିଆଭାଷାରେ ମହାଭାରତ ଅନୁବାଦ କରିଥିଲେ । ଏଣୁ ବ୍ୟାସଦେବଙ୍କ ନାମାନୁସାରେ ଓଡ଼ିଆମାନଙ୍କ ନିକଟରେ ସେ ବ୍ୟାସକବି ନାମରେ ପ୍ରସିଦ୍ଧ । ସେ ପିଲାଦିନେ ସଂସ୍କୃତ ପଢ଼ିଥିଲେ। ତାଙ୍କର ଓଡ଼ିଆ ରଚନାମାନଙ୍କରେ ସଂସ୍କୃତର ବହୁଳ ପ୍ରୟୋଗ କରିଥିଲେ । ସେ ମଧ୍ୟ ଓଡ଼ିଆଭାଷାର ରକ୍ଷକରୂପେ ପରିଚିତ ।
द्वितीय अनुच्छेदः (ଦ୍ବିତୀୟ ଅନୁଚ୍ଛେଦଃ)
१८४३ मिते खीष्टाब्दे मकरसंक्रान्तिदिवसे फकीरमोहनः जातः। तस्य जन्मस्थानं बालेश्वरनगरस्य मू्लिकाशपुरम् । बाल्यात् सः अनाथः । पितामही तस्य लालनं पालनं च अकरोत् । तस्य बाल्यकालः अतीव दुःखपूर्णः आसीत् । सः प्रथमतः बारवाटीविद्यालये प्राथमिकशिक्षां प्राप्तवान् । अनन्तरं सः तत्र एव शिक्षकः अभवत् । सः तदनन्तरं मिशन्विद्यालये प्रधानशिक्षकरूपेण नियुक्तः। तस्य प्रखरा बुद्धिः आसीत् । आङ्ग्लसर्वकारेण सः देवान् इति पदे नियोजितः । सः नीलगिरि-ढेक्रानाल-केन्दुझर-दशपश्लादिस्थानेषु बहुजनहितकरं कार्यं कृतवान् । सः संस्कृतस्य प्रचाराय नीलगिरिनगरे संस्कृतविद्यालयं स्थापितवान् । संस्कृतरामायण-महाभारतउपनिषदादीनां ग्रन्थानां सः ओडिआभाषया अनुवादं कृतवानू ।
୧୮୪୩ ମିତେ ଖ୍ରୀଷ୍ଟାବ୍ଦ ମକରସଂକ୍ରାନ୍ତ ଦିବସେ ଫକୀରମୋହନଃ ଜାତଃ । ତସ୍ୟ ଜନ୍ମସ୍ଥାନଂ ବାଲେଶ୍ଵର ନଗର ସ୍ୟ ମଲ୍ଲିକାଶପୁରମ୍ । ବାଲ୍ୟାତ୍ ସ ଅନାଥ । ପିତାମହୀ ତଥ୍ୟ ଲାଳନଂ ପାଳନମ୍ ଅକରୋତ୍ । ତସ୍ୟ ବାଲ୍ୟକାଳ ଅତୀବ ଦୁଃଖପୂନଃ ଆସୀତ୍ । ଡଃ ପ୍ରଥମତଃ ବାରବାଟୀବିଦ୍ୟାଳୟେ ପ୍ରାଥମିକଶିକ୍ଷା ପ୍ରାପ୍ତିବାନ୍ । ଅନନ୍ତ ରଂ ସ ତତ୍ର ଏବ ଶିକ୍ଷକଃ ଅଭବତ୍ । ସ ତଦନନ୍ତରଂ ମିଶନବିଦ୍ୟାଳୟ ପ୍ରଧାନଶିକ୍ଷକରୂପେଣ ନିଯୁକ୍ତ । ତସ୍ୟ ପ୍ରଖରା ବୁଦ୍ଧି ଆସୀତ୍ । ଆଙ୍ଗ୍ସର୍ବକାରେଣ ଡଃ ଦେବାନ୍ ଇତି ପଦେ ନିୟୋଜିତଃ । ଡଃ ନୀଳଗିରି – ଢେଙ୍କାନାଳ, କେନ୍ଦୁଝର, ଦଶପଲ୍ଲାଦିସ୍ଥାନେଷୁ ବହୁଜନହିତକରଂ କାର୍ଯ୍ୟ କୃତବାନ୍ । ସ୍ୱ ସଂସ୍କୃତସ୍ୟ ପ୍ରଚାରାୟ ନୀଳଗିରିନଗରେ ସଂସ୍କୃତବିଦ୍ୟାଳୟଂ ସ୍ଥାପିତବାନ୍ । ସଂସ୍କୃତରାମାୟଣ – ମହାଭାରତ-ଉପନିଷଦାଦୀନାଂ ଗ୍ରନ୍ଥାନାଂ ସ ଓଡ଼ିଆଭାଷୟା ଅନୁବାଦଂ କୃତବାନ୍ ।
ସନ୍ଧି ବିଚ୍ଛେଦ
- ଅତୀବ = ଅତି + ଇବ
- ତଦନନ୍ତରଂ = ତତ୍ + ଅନନ୍ତର ମ୍
ଶବ୍ଦାର୍ଥ
- ଜାତଃ – ଜନ୍ମହୋଇଥିଲେ
- ଅକରୋତ୍ – କରିଥିଲେ
- ଆସୀତ୍ – ଥିଲା
- ପ୍ରାପ୍ତବାନ୍ – ପାଇଥିଲେ
- ଅନନ୍ତରଂ – ଏହାପରେ
- ତତ୍ର – ସେଠାରେ
- ଏବ – ହିଁ
- ତଦନନ୍ତରଂ – ତା’ପରେ
- ପ୍ରଚାରାୟ – ପ୍ରଚାରନିମନ୍ତେ
ଅନୁବାଦ
୧୮୪୩ ମସିହା ମକରସଂକ୍ରାନ୍ତି ଦିନ ଫକୀରମୋହନ ଜନ୍ମ । ତାଙ୍କ ଜନ୍ମସ୍ଥାନ ବାଲେଶ୍ୱର ସହରର ମଲ୍ଲିକାଶପୁର । ପିଲାଦିନରୁ ସେ ଅନାଥ । ଜେଜେ ମାଆ ତାଙ୍କର ଲାଳନପାଳନ କରିଥିଲେ । ତାଙ୍କର ବାଲ୍ୟକାଳ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଥିଲା । ସେ ପ୍ରଥମେ ବାରବାଟୀ ବିଦ୍ୟାଳୟରେ ପ୍ରାଥମିକଶିକ୍ଷା ଲାଭକରିଥିଲେ । ଏହାପରେ ସେ ସେହି ସ୍ଥାନରେ ହିଁ ଶିକ୍ଷକ ହୋଇଥିଲେ । ସେ ତା’ପରେ ମିଶନବିଦ୍ୟାଳୟରେ ପ୍ରଧାନଶିକ୍ଷକ ରୂପେ ନିଯୁକ୍ତି ପାଇଥିଲେ । ତାଙ୍କର ପ୍ରଖର ବୁଦ୍ଧି ଥିଲା । ଇଂରେଜ ସରକାରଙ୍କ ଦ୍ୱାରା ସେ ଦେବାନ ପଦରେ ନିଯୁକ୍ତ ହୋଇଥିଲେ । ସେ ନୀଳଗିରି ଢ଼େଙ୍କାନାଳ କେନ୍ଦୁଝର ଦଶପଲ୍ଲା ପ୍ରଭୃତି ସ୍ଥାନରେ ଅନେକ ଲୋକହିତକର କାର୍ଯ୍ୟ କରିଛନ୍ତି । ସେ ନିଜର ବୁଦ୍ଧିବଳରେ କେନ୍ଦୁଝର ରାଜପରିବାରକୁ ରକ୍ଷା କରିଛନ୍ତି । ସେ ସଂସ୍କୃତ ପ୍ରଚାରନିମନ୍ତେ ନୀଳଗିରିଠାରେ ବିଦ୍ୟାଳୟ ସ୍ଥାପନ କରିଛନ୍ତି । ସଂସ୍କୃତ ରାମାୟଣ ମହାଭାରତ ଉପନିଷଦ ଆଦି ଗ୍ରନ୍ଥମାନଙ୍କର ସେ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି ।
तृतीय अनुच्छेदः (ତୃତୀୟ ଅନୁଛେଦା)
ओडिआ-भाषाय़ा: कृते फकीरमोहनस्य दानम् अतुलनीयम् । ओडिआ-साहित्यस्य सः प्रथमः कथाकारः, उपन्यासकारश्च । तस्य रेवतीकथा प्रसिद्धा । तत्र रेवत्याः चरित्रं कुसंस्कारस्य अन्धविश्वासस्य च द्योतकं भवति। तस्य पेटेण्ट्मेडिसिन्, डाकमुन्सी, राण्डीपुअ अनन्ता, धूलिआबाबाप्रभृतिकथाः अधुना अपि जीविता इव अनुभूयन्ते । तस्य छ माण आठगुण्ठ उपन्यासः अतीव लोकप्रियः ।सः अपि लंछमा-मामुँ-प्रायाश्चित्त-इति उपन्यासानां रचयिता ।
ଓଡ଼ିଆଭାଷୟଃ କୃତେ ଫକୀରମୋହନସ୍ୟ ଦାନମ୍ ଅତୁଳନୀୟମ୍ । ଓଡ଼ିଆସାହିତ୍ୟସ୍ୟ ଡଃ ପ୍ରଥମଃ କଥାକାରଃ ଉପନ୍ୟାସକାରଷ୍ଟ । ତସ୍ୟ ରେବତୀ କଥା ପ୍ରସିଦ୍ଧ । ତତ୍ର ରେବତ୍ୟା ଚରିତ୍ର କୁସଂସ୍କାରସ୍ୟ ଅନ୍ଧବିଶ୍ୱାସସ୍ୟ ଚ ଦ୍ୟୋତକଂ ଭବତି । ତସ୍ୟ ପେଟେଣ୍ଟ ମେଡ଼ିସିନ୍, ଡାକମୁନ୍ସୀ, ରାଣ୍ଡୀପୁଅ ଅନନ୍ତ।, ଧୂଳିଆବାବା ପ୍ରଭୃତି କଥା ଅଧୁନାଅପି ଜୀବିତା ଇବ ଅନୁଭୂୟନ୍ତେ । ତସ୍ୟ ଛମାଣ ଆଠଗୁଣ୍ଠ ଉପନ୍ୟାସ ଅତୀବ ଲୋକପ୍ରିୟ । ଡଃ ଅପି ଲଚ୍ଛମା, ମାମୁ, ପ୍ରାୟଶ୍ଚିତ୍ତ ଇତି ଉପନ୍ୟାସାନାଂ ରଚୟିତା ।
ସନ୍ଧି ବିଚ୍ଛେଦ
- ଉପନ୍ୟାସକାରଣ୍ଟ = ଉପନ୍ୟାସକାରଃ + ଚ
- ଅତୀବ = ଅତି + ଇବ
- ପ୍ରାୟଶ୍ଚିତ୍ତ ଇତି – ପ୍ରାୟଶ୍ଚିତଃ + ଇତି
ଶବ୍ଦାର୍ଥ
- କଥାକାର – ଗଳ୍ପ ଲେଖକ
- ଅଧୁନା – ବର୍ଷ ମାନ
- ଅନୁଭୂୟନ୍ତ – ଅନୁଭୂତ ହୁଏ
- ଇତି – ବୋଲି
- ରଚୟିତା – ରଚନାକର୍ତ୍ତା ।
ଅନୁବାଦ
ଓଡ଼ିଆଭାଷା ପାଇଁ ଫକୀର ମୋହନଙ୍କ ଦାନ ଅତୁଳନୀୟ । ସେ ଓଡ଼ିଆ ସାହିତ୍ୟର ପ୍ରଥମ କଥାକାର ଏବଂ ଉପନ୍ୟାସ ରଚୟିତା । ତାଙ୍କର ରେବତୀ ଗଳ୍ପ ପ୍ରସିଦ୍ଧ । ସେଥରେ ରେବତୀର ଚରିତ୍ର କୁସଂସ୍କାର ଓ ଅନ୍ଧବିଶ୍ଵାସର ସୂଚକ ଅଟେ । ତାଙ୍କର ପେଟେଣ୍ଟମେଡ଼ିସିନ୍ ଡାକମୁନ୍ସୀ ରାଣ୍ଡୀପୁଅ ଅନନ୍ତ । ଧୂଳିଆବାବା ପ୍ରଭୃତି କଥା ବର୍ତ୍ତମାନ ମଧ୍ୟ ଜୀବିତ ପରି ଅନୁଭୂତ ହୁଏ । ତାଙ୍କର ଛମାଣ ଆଠଗୁଣ୍ଠ ଉପନ୍ୟାସ ଅତ୍ୟନ୍ତ ଲୋକପ୍ରିୟ । ସେ ମଧ୍ୟ ଲଚ୍ଛମା, ମାମୁ, ପ୍ରାୟଶ୍ଚିତ୍ତ ନାମକ ଉପନ୍ୟାସଗୁଡ଼ିକର ରଚୟିତା ।
चतुर्थ अनुच्छेदः (କହୁର୍ଥ ଜନ୍ମହେବା)
ओडिआभाषायाः सुरक्षार्थं स: सेनापतिरूपेण कार्यं कृतवान् । तस्य निष्ठापर-नेतृत्वेन ओडिआभाषा स्वमय्यादां प्राप्तवती । अतः उत्कलीयाः तं सेनापतिः इति कथयन्ति । १९१८ मिते वर्षे सः रजसंक्रान्ति-दिवसे दिवं गतः। किन्तु उत्कलीयानां समीपे सः चिरस्मरणीयः सज्जातः । अधुना बालेश्वरनगरस्य मल्लिकाशपुरे तस्य स्मृंतिपीठं शोभते । तत्र प्रतिवर्षं तस्य जन्मदिनस्य पालनं भवति । बालेश्वरे तस्य नाम्ना एकः विश्वविद्यालयः स्थापितः अस्ति ।
ଓଡ଼ିଆଭାଷାୟା ସୁରକ୍ଷାର୍ଥୀ ଡଃ ସେନାପତିରୂପେଣ କାର୍ଯ୍ୟ କୃତବାନ୍। ତଥ୍ୟ ନିଷ୍ଠାପର ନେତୃର୍ତ୍ତନ ଓଡ଼ିଆଭାଷା ସ୍ୱମର୍ଯ୍ୟାଦା ପ୍ରାପ୍ତିବତୀ । ଅତଃ ଉତ୍କଳୀୟା ତଂ ସେନାପତିଃ ଇତି କଥୟର୍ଷ । ୧୯୧୮ ମିତେ ବର୍ଷେ ଡଃ ରଜସଂକ୍ରାନ୍ତି ଦିବସେ ଦିବଂ ଗତଃ । କିନ୍ତୁ ଉତ୍କଳୀୟାନାଂ ସମୀପେ ଡଃ ଚିରସ୍ମରଣୀୟଂ ସଂଜାତଃ । ଅଧୁନା ବାଲେଶ୍ୱରନଗରସ୍ୟ ମଲ୍ଲିକାଶପୁରେ ତସ୍ୟ ସ୍ମୃତିପୀଠ ଶୋଇତେ । ତତ୍ର ପ୍ରତିବର୍ଷ ତଥ୍ୟ ଜନ୍ମଦିନସ୍ୟ ପାଳନଂ ଭବତି। ବାଲେଶ୍ୱରେ ତଥ୍ୟ ନାମ୍ନା ଏକ ବିଶ୍ବବିଦ୍ୟାଳୟ ସ୍ଥାପିତଃ ଅସ୍ଥି ।
ସନ୍ଧି ବିଚ୍ଛେଦ
କିନ୍ତୁ = କିମ୍ + ତୁ
ଶବ୍ଦାର୍ଥ
- ଓଡ଼ିଆଭାଷାୟା – ଓଡ଼ିଆ ଭାଷାର
- ସୁରକ୍ଷାର୍ଥୀ – ସୁରକ୍ଷାନିମନ୍ତେ
- କୃତବାନ୍ – କରିଥିଲେ
- ଦିବଂ ଗତଃ – ମୃ ତ୍ୟୁବରଣ କଲେ
- ସଂଜାତଃ – ହୋଇଛନ୍ତି
- ଅଧୁନା – ବର୍ତ୍ତମାନ
- ନାମ୍ନୀ – ନାମରେ
- ବହୁଳମ୍ – ବହୁଳ
- ପିତାମହୀ – ଜେଜମାଆ
- ପ୍ରଖରା ବୁଦ୍ଧି – ପ୍ରଖରବୁଦ୍ଧି
- ଦ୍ୟୋତକମ୍ – ସୂଚକ
- ତଂ – ତାଙ୍କୁ
ଅନୁବାଦ
ଓଡ଼ିଆଭାଷାର ସୁରକ୍ଷା ନିମନ୍ତେ ସେ ସେନାପତିହାବେ କାର୍ଯ୍ୟ କରିଥିଲେ । ତାଙ୍କର ନିଷ୍ଠାପର ନେତୃତ୍ୱରେ ଓଡ଼ିଆଭାଷା ନିଜର ମର୍ଯ୍ୟାଦା ଲାଭ କରିଥିଲା । ଏଣୁ ଓଡ଼ିଆ ଲୋକମାନେ ତାଙ୍କୁ ସେନାପତି ବୋଲି କୁହନ୍ତି । ୧୯୧୮ ମସିହାରେ ରଜସଂକ୍ରାନ୍ତି ଦିନ ସେ ସ୍ୱର୍ଗାରୋହଣ କରିଥିଲେ । କିନ୍ତୁ ଓଡ଼ିଆଙ୍କ ନିକଟରେ ସେ ସଦା ସ୍ମରଣୀୟ । ବର୍ତ୍ତମାନ ବାଲେଶ୍ଵର ସହରର ମଲ୍ଲିକାଶପୁରରେ ତାଙ୍କର ସ୍ମୃତି ପୀଠ ଶୋଭା ପାଉଛି । ସେଠାରେ ପ୍ରତିବର୍ଷ ତାଙ୍କର ଜନ୍ମଦିନ ପାଳନ ହୁଏ । ବାଲେଶ୍ଵରରେ ତାଙ୍କ ନାମରେ ଗୋଟିଏ ବିଶ୍ବବିଦ୍ୟାଳୟ ସ୍ଥାପିତ ହୋଇଛି ।
नाम्ना, बहुलम्, पितामही, प्रखरा बुद्धि:, व्योतक्क्, सञ्ञात:
ନାମ୍ନା, ବହୁଳମ୍, ପିତାମହୀ, ପ୍ରଖରାବୁଦ୍ଧି, ଜ୍ୟୋତକମ୍, ସଞ୍ଜାତଃ
कर्तृपदानि –
महर्षिः, व्यासकवि:, पितामही, कथाकारः, उत्कलीया:
(ମହର୍ଷି, ବ୍ୟାସକବି, ପିତାମହୀ, କଥାକାରଃ, ଉତ୍କଳୀୟା)
क्रियापदानि –
शोभते, कथयन्ति, अकरोत् अनुभूयन्ते
(ଶୋଇତେ, କଥୟରି, ଅକରୋତ, ଅନୁଭୂମନ୍ତେ)
शब्दार्थ:
- नियोजितः – नियुक्तः ନିୟୋଜିତଃ – ନିଯୁକ୍ତ (ନିଯୁକ୍ତି)
- दिवं गतः – मृतः ଦିବଂ ଗତଃ – ମୃତଃ (ମୃତ)
- प्रसिद्धा – ख्याता ध्रबेब। ପ୍ରସିଦ୍ଧ – ଖ୍ୟାତା (ବିଖ୍ୟାତ)
- द्योतकम् – सूचकम् ଦ୍ୟୋତକମ୍ – ସୂଚକମ୍ – ସୂଚକ
- देवान् – अधीक्षक:, परिचालक: ଦେବାନ୍ – ଅଧୀକ୍ଷକ, ପରିଚାଳକ – ଦେୱାନ ପଦବୀର ଅଧିକାରୀ)
- १८४३ (त्रिचत्वारिंशदधिकाष्टादशशत) 1843 (ତ୍ରିଚତ୍ବାରିଂଶଦଧୂକାଷ୍ଟାଦଶଶତ) – 1843 ମସିହା
- १ ९ १८ (अष्टादशाधिक नवदशशत) 1918 (ଅଷ୍ଟାଦଶାଧୂକ ନବଦଶଶତ) – 1918 ମସିହା ।