Odisha State Board BSE Odisha 7th Class Sanskrit Solutions Chapter 14 ପଞ୍ଚମୀବିଭକ୍ତିପ୍ରୟୋଗଃ Textbook Exercise Questions and Answers.
BSE Odisha Class 7 Sanskrit Solutions Chapter 14 ପଞ୍ଚମୀବିଭକ୍ତିପ୍ରୟୋଗଃ
१. पठतु (ପଞ୍ଚମୀବିଭକ୍ତିରୂପାଣି ଲିଖତୁ) ପଞ୍ଚମୀ ବିଭକ୍ତି ରୂପ ଲେଖ :
ଉତ୍ତରମ୍:
२. कोष्ठकस्थानां शब्दानां साहाय्येन वाक्यानि लिखतु-
(କୋଷ୍ଠକସ୍ମାନାଂ ଶବ୍ଦାନାଂ ସାହାଯ୍ୟନ ବାକ୍ୟାନି ଲିଖନ୍ତୁ।) କୋଠରି ମଧ୍ୟରେ ଥିବା ଶବ୍ଦଗୁଡ଼ିକ ସାହାଯ୍ୟରେ ବାକ୍ୟ ରଚନା କର ।
ଉତ୍ତରମ୍:
(क) अश्च: ग्रामात् आगच्छति ।
ଅଶ୍ଵ ଗ୍ରାମାତ୍ ଆଗଛତି। (ଘୋଡ଼ା ଗ୍ରାମରୁ ଆସୁଛି) ।
(ख) कङ्फणं हस्तात् पतति।
କଙ୍କଣଂ ହସ୍ତାତ୍ ପତତି। (କଙ୍କଣ ହାତରୁ ପଡ଼ୁଛି)
(ग) हारः कण्ठात् पतति ।
ହାରଃ କଣ୍ଠାତ୍ ପତତି । (ହାର କଣ୍ଠରୁ ପଡୁଛି।)
(घ) वृष्टिः आकाशात् पतति।
ବୃଷ୍ଟି ଆକାଶାତ୍ ପତତି । (ବୃଷ୍ଟି ଆକାଶରୁ ପଡ଼ୁଛି ।)
(ङ) नदी गिरे: प्रवहति।
ନଦୀ ଗିରେ ପ୍ରବହତି। (ନଈ ପାହାଡ଼ରୁ ପ୍ରବାହିତ ହେଉଛି ।)
(च) जलं द्रोण्याः पतति ।
ଦ୍ରୋଣ୍ୟା ପତତି। (ପାଣି ବାଲ୍ମିରୁ ପଡୁଛି।)
(छ) प्रकाशः भानो : आगच्छति ।
ପ୍ରକାଶଃ ଭାନୋ ଆଗଚ୍ଛତି । (ସୂର୍ଯ୍ୟଙ୍କଠାରୁ ଆଲୋକ ଆସେ)
(ज) तैलं वाहनात् पतति ।
ତୈଳଂ ବାହନାତ୍ ପତତି। (ଗାଡ଼ିରୁ ତେଲ ବାହାରୁଛି ।)
(झ) फलं वृक्षात् पतति ।
ଫଳ ବୃକ୍ଷାତ୍ ପତତି। (ଗଛରୁ ଫଳ ଝଡୁଛି।)
३. चित्रं पश्यतु, बालक: कस्मात् किं स्वीकरोति इति लिखतु ।
ଚିତ୍ର ପଶ୍ୟତୁ ବାଳକଃ କସ୍ମାତ୍ କିଂ ସ୍ୱୀକରୋତି ଇତି ଲିଖନ୍ତୁ । ଚିତ୍ର ଦେଖ୍ ପିଲାଟି କାହାଠାରୁ କ’ଣ ନେଉଛି ଲେଖନ୍ତୁ ।)
यथा – बालक: मित्रात् वाहनं स्वीकरोति ।
(क) ब़ालक: मित्रांतु वाहनं स्वीकरोति ।
ବାଳକ ମିତ୍ରାତ୍ ବାହନଂ ସ୍ଵୀକରୋତି।
(ପିଲାଟି ବନ୍ଧୁଙ୍କଠାରୁ ଗାଡ଼ି ନେଉଛି।)
(ख) बालक: पाचकात् भोजनं स्वीकरोति।
ବାଳକଃ ପାଚକାତ୍ର ଭୋଜନଂ ସ୍ଵୀକରୋତି।
(ପିଲାଟି ପାଚକଠାରୁ ଖାଦ୍ୟ ଗ୍ରହଣ କରୁଛି।)
(ग) बालकः पितुः वस्त्रं स्वीकरोति।
ବାଳକଃ ପିତୁଃ ବରଂ ସ୍ଵୀକରୋତି।
(ପିଲାଟି ବାପାଙ୍କଠାରୁ ଲୁଗା ଗ୍ରହଣ କରୁଛି ।)
(घ) बालक: धेनो: क्षीरं स्वीकरोति।
ବାଳକ ଧେନଃ କ୍ଷୀରଂ ସ୍ଵୀକରୋତି।
(ବାଳକଟି ଗାଈଠାରୁ କ୍ଷୀର ନେଉଛି।)
(ङ) बालक: नद्या: जलं स्वीकरोति ।
ବାଳକଃ ନଦ୍ୟା ଜଳଂ ସ୍ଵୀକରୋତି।
(ପିଲାଟି ନଈରୁ ପାଣି ନେଉଛି।)
(च) बालक: वैद्याया: ओषधं स्वीकरोति।
ବାଳକଃ ବୈଦ୍ୟାୟା ଔଷଧୀ ସ୍ଵୀକରୋତି।
(ପିଲାଟି ଡାକ୍ତରଙ୍କଠାରୁ ଔଷଧ ନେଉଛି।)
(छ) बालकः क्षेत्रात् शस्यं स्वीकरोति ।
ବାଳକ କ୍ଷେତ୍ରାତ୍ର ଶସ୍ୟ ସ୍ଵୀକରୋତି।
(ପିଲାଟି ବିଲରୁ ଶସ୍ୟ ନେଉଛି।)
(ज) बालक: गुरो: पुस्तकं स्वीकरोति।
ବାଳକଃ ଗୁରୋ ପୁସ୍ତକଂ ସ୍ଵୀକରୋତି।
(ପିଲାଟି ଶିକ୍ଷକଙ୍କଠାରୁ ବହି ନେଉଛି।)
४. शून्यस्थाने उचितं पदं लिखतु ।
(ଶୂନ୍ୟସ୍ଥାନେ ଉଚିତଂ ପଦଂ ଲିଖନ୍ତୁ।) (ଶୂନ୍ୟସ୍ଥାନରେ ଠିକ୍ ପଦଟି ଲେଖନ୍ତୁ।)
…………… जना: भारतम् आगच्छन्ति ।
पक्षिण: …………… सरोवरम् आगच्छन्ति ।
…………… प्रकाशः आगच्छति ।
महान् वृक्ष: …………… उद्भवति ।
(बीजात्, लताभ्यः सवितु …………… विदेशात्, दूरात्)
ଉତ୍ତରମ୍:
विदेशात् जना: भारतम् आगच्छन्ति ।
ବିଦେଶାତ୍ ଜନାଃ ଭାରତମ୍ ଆଗଛନ୍ତି।
पक्षिण: दूरात् सरोवरम् आगच्छन्ति
ପକ୍ଷିତଃ ଦୂରାତ୍ର ସରୋବରମ୍ ଆଗଛନ୍ତି।
लताभ्य: पर्णानि पतन्ति ।
ଲତାଭ୍ୟ ପର୍ଣାନି ପତନ୍ତି ।
सवितु: प्रकाशः आगच्छति ।
ସବିତଃ ପ୍ରକାଶଃ ଆଗଛନ୍ତି ।
महान् वृक्ष: वीजातु उद्भवति ।
ମହାନ୍ ବୃକ୍ଷୀ ବୀଜାତ୍ର ଉଦ୍ଭବତି।
अतिरिक्त प्रश्नोत्तरम्
(ଅତିରିକ୍ତ ପ୍ରଶ୍ନୋତ୍ତରମ୍)
१. मातृभाषया अनुवादं कुरुत।
(क) बालः बाहनात् अवतरति।
उत्तर :
ପିଲାଟି ଗାଡିରୁ ଓହ୍ଲାଉଛି ।
(ख) अभिनेता विदेशात् आगच्छति।
उत्तर :
ଅଭିନେତା ବିଦେଶରୁ ଆସୁଛି।
(ग) वृक्षात् फलानि पतन्ति।
उत्तर :
ଋଛରୁ ଫଳ ପଡୁଛି।
(घ) पर्वतेभ्य: नद्य: प्रवहन्ति।
उत्तर :
ପର୍ବତମାନଙ୍କରୁ ନଈଗୁଡ଼ିକ ବହୁଛନ୍ତି ।
(ङ) शब्द: वाहनात् भवति।
उत्तर :
ଗାଡିରୁ ଶବ୍ଦ ହେଉଛି।
(च) नलिक्राया: जलं निपतति।
उत्तर :
ନଳରୁ ପାଣି ପଡୁଛି ।
(छ) फलेभ्य: बीजानि प्राप्नुम:।
उत्तर :
ନଳରୁ ପାଣି ପଡୁଛି ।
२. एकपदेन उत्तरं लिखत।
(क) क़: वनात् आगच्छति ?
उत्तर :
ବାନରଃ
(ख) पुत्राः जनकेभ्यः किं प्राप्नुवन्ति ?
उत्तर :
ସ୍ନେହ
(ग) जनकः कया अवतरति ?
उत्तर :
ନୌକାୟଃ
(घ) महिला कस्या: जलम् आनयति ?
उत्तर :
ନମଃ
(ङ) काआकाशात् पतति ?
उत्तर :
ବୃଷ୍ଟି
(च) कार्यालये काभ्य: शब्द: भवति ?
उत्तर :
ଦୂରବାଣୀଭ୍ୟ
(छ) तरोः किं पतति ?
उत्तर :
ପୁଙ୍ଖ
३. शून्यस्थानं पूरयत।
(क) मुद्रिका …………. पतति।
उत्तर :
ଅଙ୍ଗୁଲ୍ୟା
(ख) नेत्राभ्याम् …………. पतन्ति।
उत्तर :
ଅଶୁଣି
(ग) …………. फलानि पतन्ति।
उत्तर :
ବୃକ୍ଷାତ୍
(घ) तैलं कुप्या: …………. |
उत्तर :
ସ୍ରବତି
(ङ) सा हस्ताभ्यां …………. निष्कासयति।
उत्तर :
କଙ୍କଣାନି
(च) फलेभ्य: …………….. प्राप्नुमः ।
उत्तर :
ବୀଜାନି
४.विक्षिप्तवर्णानां मेलनेन शुद्धपदं रचयत।
(क) म् ति म भ्या
उत्तर :
ମତିଭ୍ଯାମ୍
(ख) क:च पा
उत्तर :
ପାଚକ
(ग) ह ति व प्र
उत्तर :
ପ୍ରବହତି
(घ) ते:सं स्कृ
उत्तर :
ସଂସ୍କୃତଃ
(ङ) का त् शा आ
उत्तर :
ଆକାଶାତ୍
५.स्तम्भमेलनं कुरूत।
‘क’ स्मम्भ: — ‘ख’ स्तम्भ:
घट:– मते:
मति:– मधुन:
मधु — वनात्
लेखनी — घटात्
वनम् — लेखन्या:
उत्तर :
‘କ’ ସ୍ତମ୍ଭ — ‘ଖ’ ସ୍ତମ୍ଭ
ଘଟ — ଘଟାତ୍
ମତିଃ — ମତଃ
ମଧୁ — ମଧୁନଃ
ଲେଖନୀ — ଲେଖନ୍ଯା
ବନମ୍ — ବନାତ୍
६. मातृभाषया अर्थं प्रकाशयत।
(क) वाहनात्
उत्तर :
ବାହନରୁ
(ख) वनात्
उत्तर :
ବଣରୁ
(ग) भानुः
उत्तर :
ସୂର୍ଯ୍ୟ
(घ) अवतरति
उत्तर :
ଓହ୍ଲାଉଛି
(ङ) प्रवहति
उत्तर :
ପ୍ରବାହିତ ହେଉଛି
७. रेखाड्कितपदानां भ्रमसंशोधनं कुरुत।
(क) फलं वृक्षांत् पतन्ति।
उत्तर :
ଫଳ ବୃକ୍ଷାତ୍ ପତତି।
(ख) द्रोणीया: जलं पतति।
उत्तर :
ଦ୍ରୋଣ୍ୟା ଜଳ ପତତି ।
(ग) वानरः वनस्य आगच्छति।
उत्तर :
ବାନରଃ ବନାତ୍ ଆଗଚ୍ଛତି ।
(घ) तैल: कुप्या: स्रवति।
उत्तर :
ତୈଳଂ କୁପ୍ୟା ସୁବତି ।
(ङ) वृक्षा: बीजात् उद्भवति।
उत्तर :
ବୃକ୍ଷ ବୀଜାତ୍ ଉଦ୍ଭବତି ।
८. उत्तर चयनं कुरूत।
(क) वृष्टिः कस्मात् पतति ?
(a) आकाशात्
(b) भूमे:
(c) वायो:
(d) जलात्
उत्तर :
(a) ଆକାଶାତ୍
(ख) बालः कस्मात् अवतरति ?
(a) द्विचक्रिकाया:
(b) यानात्
(c) वाहनात्
(d) गृहात्
उत्तर :
(c) ବାହନାତ୍
(ग) वेेभ्य: नद्य: प्रवहन्ति ?
(a) जलेभ्य:
(b) वृक्षेभ्य:
(c) गृहेभ्य:
(d) पर्वतेभ्य:
उत्तर :
(d) ପର୍ବତେଭ୍ୟ
(घ) तरो: किं पतति ?
(a) फलं
(b) पुष्पं
(c) जलं
(d) दलं
उत्तर :
(b) ପୁଙ୍ଖ
(ङ) वाहनात् किं भवति ?
(a) यानं
(b) शब्द:
(c) अब्द:
(d) तैलं
उत्तर :
(b) ଶବ୍ଦ
पश्यतु वदतु
(ପଶ୍ୟତୁ, ଉଚ୍ଚୈଃ ପଠତୁ) :
→ वृक्षात् फलानि पतन्ति ।
(ବୃକ୍ଷାତ୍ ଫଳାନି ପତନ୍ତି।)
ଗଛରୁ ଫଳ ପଡୁଛି।
→ बालः वाहनानात् अवतरति ।
(ବାଳ ବାହାନାତ୍ ଅବତରତି।)
ପିଲାଟି ଗାଡ଼ିରୁ ଓହ୍ଲାଉଛି।
→ नलिकायाः जलं निपतति ।
(ନଳିକାୟା ଜଳଂ ନିପତତି।)
ନଳରୁ ପାଣି ପଡୁଛି ।
→ महिला: नद्या: जलम् आनयति ।
(ମହିଳା ନଦ୍ୟା ଜଳମ୍ ଆନୟତି)
ନାରୀଟି ନଈରୁ ପାଣି ଆଣୁଛି।
उच्चै : पठतु जानातु च
(ଉଚ୍ଚୈଃ ପଠତୁ ଜାନାଡ଼ୁ ଚ) ବଡ଼ପାଟିରେ ପଢ଼ନ୍ତୁ ଏବଂ ଜାଣନ୍ତୁ :
→ अभिनेता विदेशात् आगच्छति ।
(ଅଭିନେତା ବିଦେଶାତ୍ମ ଆଗଚ୍ଛତି।)
ଅଭିନେତା ବିଦେଶରୁ ଆସୁଛି ।
→ वृष्टिः आकाशात् पतति ।
(ବୃଷ୍ଟି ଆକାଶାତ୍ ପତତି।)
ବୃଷ୍ଟି ଆକାଶରୁ ପଡ଼ୁଛି ।
→ वानरः वनात् आगच्छति ।
(ବାନରଃ ବନାତ୍ ଆଗଚ୍ଛତି ।)
ମାଙ୍କଡ଼ ବଣରୁ ଆସୁଛି ।
→ शब्द:वाहनात् भवति ।
(ଶବ୍ଦ ବାହନାତ୍ ଭବତି।)
ଗାଡ଼ିରୁ ଶବ୍ଦ ହେଉଛି ।
→ जनक:नौकाया:अवतरति ।
(ଜନମଃ ନୌକାୟଃ ଅବତରତି।)
ବାପା ଡଙ୍ଗାରୁ ଓହ୍ଲାଉଛନ୍ତି ।
→ पुष्पं तरो: पतति ।
(ପୁଙ୍ଖ ତରୋ ପତତି।)
ଗଛରୁ ଫୁଲ ଝଡ଼ୁଛି ।
→ तैलं कुप्या: स्रवति ।
(ତୈଳଂ କୁପ୍ୟା ସୁବତି।)
ବୋତଲରୁ ତେଲ ବୋହୁଛି ।
→ मुद्रिका अङुगुल्या: पतति ।
(ମୁଦ୍ରିକା ଅଙ୍ଗୁଲ୍ୟା ପତତି।)
ଅଙ୍ଗୁଳିରୁ ମୁଦି ପଡ଼ିଯାଉଛି ।
→ पर्वतेभ्य: नद्य:प्रवहन्ति ।
(ପର୍ବତେଭ୍ୟ ନମଃ ପ୍ରବହନ୍ତି ।)
(ନଈଗୁଡ଼ିକ ପର୍ବତମାନଙ୍କରୁ ବହୁଛନ୍ତି।)
अवधेयम् :