Odisha State Board BSE Odisha 10th Class Life Science Important Questions Chapter 1 ପୋଷଣ Important Questions and Answers.
BSE Odisha Class 10 Life Science Important Questions Chapter 1 ପୋଷଣ
Objective Type Questions with Answers
A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ପୁଷ୍ଟିସାରର ମୁଖ୍ୟ କାର୍ଯ୍ୟ କ’ଣ ?
ଉ-
ଶରୀରର ବୃଦ୍ଧି ଏବଂ ନୂତନ କୋଷ ଓ ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଖାଦ୍ୟ ଏକାନ୍ତ ଆବଶ୍ୟକ ଅଟେ ।
2. ସ୍ନେହସାରର ମୁଖ୍ୟ କାର୍ଯ୍ୟ କ’ଣ ?
ଉ-
କୋଷଝିଲ୍ଲୀ ତିଆରିରେ ସ୍ନେହସାର ପ୍ରମୁଖ ଭୂମିକା ଶରୀରକୁ ଶକ୍ତି ଯୋଗାଇଥାଏ ।
3. ଶରୀରରେ କ୍ୟାଲସିୟମ୍ର କାର୍ଯ୍ୟ ଲେଖ ।
ଉ-
ଶରୀରରେ ଦାନ୍ତ ଓ ହାଡ଼ର ଗଠନ ପାଇଁ କ୍ୟାଲସିୟମ୍ ଆବଶ୍ୟକ ।
4. ଶରୀରରେ ଲୌହର କାର୍ଯ୍ୟ ଲେଖ ।
ଉ-
ଶରୀରରେ ଲୋହିତ ରକ୍ତ କଣିକାରେ ଥି ହିମୋଗ୍ଲୋବିନ୍ର ଗଠନ ପାଇଁ ଲୌହ ଆବଶ୍ୟକ ହୋଇଥାଏ ।
5. ଶରୀରରେ ଧାତୁସାରର କାର୍ଯ୍ୟ ଲେଖ ।
ଉ-
ପ୍ରମୁଖ ଭୂମିକା ରହିଛି ।
6. ଜଳରେ ଦ୍ରବଣୀୟ ଭିଟାମିନ୍ କେଉଁଥିରୁ ମିଳେ ?
ଉ-
ଜଳରେ ଦ୍ରବଣୀୟ ଭିଟାମିନ୍ ଶାଗ, ପନିପରିବା ଓ ଫଳ ଆଦିରୁ ମିଳିଥାଏ । ଚର୍ବିବା ତେଲରେ ଦ୍ରବଣୀୟ ଭିଟାମିନ୍ ପ୍ରାଣୀଜ ଚର୍ବି ବା ଉଦ୍ଭଦ ଜାତ ତେଲରୁ ମିଳିଥାଏ ।
7. ଭିଟାମିନ୍ ପ୍ରାଣୀଜ ଚର୍ବି ବା ଉଦ୍ଭଦ ଜାତ ତେଲରୁ ମିଳିଥାଏ ।
ଊ–
ସମସ୍ତ ପ୍ରାଣୀ, ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ପରଜୀବୀ ଉଦ୍ଭଦ, କବକ ଏବଂ ଅଧିକାଂଶ ବ୍ୟାକ୍ଟେରିଆ ପରଭୋଜୀ ଶ୍ରେଣୀ ଅନ୍ତର୍ଭୁକ୍ତ ।
8. ମୃତୋପଜୀବୀ କାହାକୁ କୁହାଯାଏ ?
ଉ–
ଯେଉଁ ପରଭୋଜୀ ମୃତ, ଗଳିତ, ପଚାସଢ଼ା ଉଦ୍ଭଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜର ପୁଷ୍ଟିସାଧନ କରିଥା’ନ୍ତି ସେମାନଙ୍କୁ ମୃତୋପଜୀବୀ କୁହାଯାଏ ।
9. ପରଜୀବୀ କାହାକୁ କୁହାଯାଏ ?
ଉ-
ଯେଉଁ ଜୀବମାନେ ଅନ୍ୟ ଜୀବନ୍ତ ଉଭିଦ ବା ପ୍ରାଣୀଙ୍କ ଶରୀର ଭିତରେ ବା ବାହାରେ ରହି ସେମାନଙ୍କଠାରୁ ସେମାନଙ୍କୁ ପରଜୀବୀ କୁହାଯାଏ ।
10. ସହଜୀବୀତା କାହାକୁ କୁହାଯାଏ ?
ଉ-
ବେଳେବେଳେ ଦୁଇଟି ସଂପୂର୍ଣ୍ଣ ଭିନ୍ନ ଜାତିର ପ୍ରାଣୀ, ଅଥବା ଉଭିଦ ଓ ପ୍ରାଣୀ ବା ପ୍ରାଣୀ ଓ ଅଣୁଜୀବ ବା ଉଭିଦ ଓ ଅଣୁଜୀବ ଏକାଠି ବାସ କରୁଥିବା ଦେଖାଯାଏ, ଏହାକୁ ସହଜୀବୀତା କୁହାଯାଏ ।
11. ଆମ ଶରୀରରେ E.Coli ବ୍ୟାକ୍ଟେରିଆର କାର୍ଯ୍ୟ ଲେଖ ।
ଉ-
ଆମ ଅନ୍ତନଳୀରେ ସହଜୀବୀ ଭାବେ ରହୁଥିବା E.. Coli. ନାମକ ବ୍ୟାକ୍ଟେରିଆ ନିଜ ଶରୀରରେ ଭିଟାମିନ୍ B12 (ସାୟନୋକୋବାଲାମିନ୍) ପ୍ରସ୍ତୁତ କରି ଆମକୁ ଯୋଗାଇଥାଏ ଏବଂ ଏହା ପରିବର୍ତ୍ତେ ଆମ ଅନ୍ତନଳୀର କରିଥାଏ ।
12. ରସାୟଶ୍ଳେଷଣ କାହାକୁ କହନ୍ତି ?
ଊ-
ପ୍ରକ୍ରିୟାରୁ ମିଳୁଥିବା ରାସାୟନିକ ଶକ୍ତି ସଂଗ୍ରହ କରିବା ପ୍ରକ୍ରିୟାକୁ ରସାୟଶ୍ଳେଷଣ କୁହାଯାଏ । ନାଇଟ୍ରେଟ୍ ପ୍ରସ୍ତୁତକାରୀ ବ୍ୟାକ୍ଟେରିଆ ଓ ଗନ୍ଧକ ବ୍ୟାକ୍ଟେରି ଆ ପରି କେତେକ ରସାୟଶ୍ଳେଷଣ ବ୍ୟାକ୍ଟେରିଆ ଏକ ବିଶେଷ ଅଜୈବ ରାସାୟନିକ ପ୍ରକ୍ରିୟାରୁ ମିଳୁଥିବା ରାସାୟନିକ ଶକ୍ତି ସଂଗ୍ରହ କରିବା ପ୍ରକ୍ରିୟାକୁ ରସାୟଶ୍ଳେଷଣ କୁହାଯାଏ ।
B ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
1. ମଲାଙ୍ଗ, ନିର୍ମୁଳୀ, ରାଗ୍ନେସିଆ ଆଦି ଉଭିଦ କେଉଁ ଶ୍ରେଣୀୟ ପୋଷଣର ଉଦାହରଣ ଅଟନ୍ତି ?
2. ଶରୀରରେ ଜଳକ୍ଷୟର ଭରଣ ପାଇଁ ଦୈନିକ ପ୍ରାୟ କେତେ ଲିଟର ପାଣି ପିଇବା ଉଚିତ ?
3. କାହାଦ୍ଵାରା ହୋଇଥାଏ ?
4. ମାଛ, ମାଂସ, ଡାଲି ଓ ସୋୟାବିନ୍ ଇତ୍ୟାଦିରୁ ଆମେ କେଉଁ ଜାତୀୟ ଖାଦ୍ୟ ପାଇଥାଉ ?
5. ଫଳରସ ଓ ପନିପରିବାରେ କେଉଁ ପ୍ରକାର ଶ୍ଵେତସାର ରହିଥାଏ ?
6. ସବୁଜ ଉଭିଦ କେଉଁ ପ୍ରକ୍ରିୟାରେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ ?
7. ଆଳୁ, ଭାତ ଓ ରୁଟିରେ କେଉଁ ପ୍ରକାର ଶ୍ଵେତସାର ରହିଥାଏ ?
8. ଜୀବ ଶରୀରରେ ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ କାହାଦ୍ବାରା ହୋଇଥାଏ ?
9. ରାସାୟନିକ ଗଠନ, କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ କ୍ଷମତା ଉପରେ ନିର୍ଭର କରି ଆମେ ଖାଉଥିବା ଖାଦ୍ୟକୁ କେତେ
10. ଚିନି ଓ ଗୁଡ଼ ଇତ୍ୟାଦିରେ କେଉଁ ପ୍ରକାର ଶ୍ଵେତସାର ରହିଥାଏ ?
11.। ଗ୍ରାମ ଶ୍ୱେତସାରରୁ ପ୍ରାୟ କେତେ କିଲୋ-ଜୁଲ୍ ଶକ୍ତି ନିର୍ଗତ ହୁଏ ?
12. ଶରୀରରେ ଦାନ୍ତ ଓ ହାଡ଼ର ଗଠନ ପାଇଁ କେଉଁ
13. ଜଳ ରହିଥାଏ ?
14. ଯେଉଁ ପରଭୋଜୀ ମୃତ, ଗଳିତ, ପଚାସଢ଼ା ଉଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ ପୁଷ୍ଟିସାଧନ କରନ୍ତି,
15. ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଲୋବିନ୍ ଗଠନ ପାଇଁ କେଉଁ ପଦାର୍ଥ ଆବଶ୍ୟକ ହୋଇଥାଏ ?
16. ଆମେ ଖାଉଥିବା ଖାଦ୍ୟର ପ୍ରଧାନ ଶ୍ୱେତସାର କ’ଣ ?
Answers
1. ସରକରୀବୀମ୍ନ
2. 3 – 4 ଲିଟର
3. ଏନ୍ ଜାଇମ୍
4. ପୁଷ୍ଟିସାର
5. ଗୁ କୋଜ୍
6. ଆଲୋକଶ୍ଳେଷଣ
7. ମଣ୍ଢଦ୍
8. ପେ।ଷଣ
9. 6
10. ମଣ୍ଢଦ୍
11. 16
12. କ୍ୟାଲସିୟମ୍
13. 70-90.
14. ମୃତୋପଜୀବୀ
15. ଲୌହ
16. ଶର୍କରା ଓ ମଣ୍ଡଦ
10. 00
C ଶୂନ୍ୟସ୍ଥାନ ପୂରଣ କର ।
1. ଜୀବ ଶରୀରରେ ଶକ୍ତି ମୋଚନ ଏକ ତଥାକଥ୍ତ ………………… ପ୍ରକ୍ରିୟା ।
2. ଚୟ ଓ ଅପଚୟର ସମାହାରକୁ, ………………… କୁହାଯାଏ ।
3. ବିଭକ୍ତ କରାଯାଇଛି ।
4. ଗ୍ଲୁକୋଜ୍ର ସଂକେତ ……………… କୁହାଯାଏ ।
5. ଶରୀରର ବୃଦ୍ଧି ଓ ତନ୍ତୁ ଗଠନ ପାଇଁ ଖଦ ……………….. ଏକାନ୍ତ ଆବଶ୍ୟକ ।
6. ଆମିନୋ ଅମ୍ଳର ଶୃଙ୍ଖଳଦ୍ଵାରା …………………. ଗଠିତ ହୋଇଥାଏ ।
7. କୋଷଝିଲ୍ଲୀ ତିଆରିରେ ……………….. ର ପ୍ରମୁଖ ଭୂମିକା ରହିଛି ।
8. ……………….. ଭାବରେ ସଞ୍ଚିତ ହୋଇ ରହେ ।
9. ହିମୋଗ୍ଲୋବିନ୍ର ଗଠନ ପାଇଁ …………… ଆବଶ୍ୟକ ।
10. ଶରୀରରେ ଆୟନ ସନ୍ତୁଳନ ରକ୍ଷା କରିବାରେ ……………….. ର ପ୍ରମୁଖ ଭୂମିକା ରହିଥାଏ ।
11. କୋଷରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରକ୍ରିୟା ……………….. ସାହାଯ୍ୟରେ ହୋଇଥାଏ ।
12. ପ୍ରତିଦିନ ପ୍ରାୟ ……………….. ଲିଟର ପାଣି ପିଇବା ଉଚିତ ।
13. ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ……………….. କୁହାଯାଏ ।
14. ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିନପାରି ଅନ୍ୟ ଉପରେ ନିର୍ଭର କରନ୍ତି ସେମାନଙ୍କୁ ……………… କୁହାଯାଏ ।
15. ଆଲୋକଶ୍ଳେଷଣରେ ଆଲୋକ ପ୍ରକ୍ରିୟା …………….. ରେ ସମ୍ପାଦିତ ହୁଏ ।
16. ଆଲୋକଶ୍ଳେଷଣରେ ଅନ୍ଧକାର ପ୍ରକ୍ରିୟା ………………… ରେ ସମ୍ପାଦିତ ହୁଏ ।
17. ATP ଓ ………….. ମିଶି ଆଲୋକଶ୍ଳେଷଣ ଶକ୍ତି ଗଠନ କରନ୍ତି ।
18. ଜଣେ ସୁସ୍ଥ ବୟଃପ୍ରାପ୍ତ ବ୍ୟକ୍ତିର ପାଚକନଳୀର ଲମ୍ବ ……………….. ମିଟର ।
Answers
1 . ଧ୍ବଂସାତ୍ମକ
2. ଚୟ।ପଚୟ
3. 6
4. C6H12O6
5. ପୁଷ୍ଟିସାର
6. ପ୍ରୋଟିନ୍
7. କିପିଙ୍
8. ଚର୍ବି
9. ଲୌହ
10. ଧାତୁସାର
11. ଏନ୍ଜାଇମ୍
12. 3 – 4
13. ସୁଭୋଜୀ
14. ପରଭୋଜୀ
15. ଥାଇଲାକଏଡ୍ ଝିଲ୍ଲୀ
16. ଷ୍ଟୋମା
17. NADPH
18. 6 – 9
D. ଠିକ୍ ଉକ୍ତି ପାଇଁ (✓ ) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।
1. ଓ ତଳଅଂଶକୁ କାର୍ଡିଆକ୍ ଷ୍ଟୋମାକ୍ କୁହାଯାଏ ।
2. ଚିନି, ଗୁଡ଼ ଆଦିରେ ପ୍ରଚୁର ପରିମାଣରେ ସୁକ୍ରୋଜ ଥାଏ ।
3. ରାଫ୍ଲେସିଆରେ ପରଜୀବୀୟ ପୋଷଣ ଦେଖାଯାଏ ।
4. କେଲଭିନ୍ ଚକ୍ର RuBp ରୁ ଆରମ୍ଭ ହୋଇ ପରିଶେଷରେ ସେହିଠାରେ ହିଁ ସମାପ୍ତ ହୁଏ ।
5. ଖାଦ୍ୟର ପାକକ୍ରିୟା କ୍ଷୁଦ୍ରାନ୍ତର ଗ୍ରହଣୀରେ ଶେଷ ହୁଏ ।
6. ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି ସେମାନଙ୍କୁ ସ୍ବଭୋଜୀ କୁହାଯାଏ ।
7. ନାଇଟ୍ରେଟ୍ ବ୍ୟାକ୍ଟେରିଆ ଆମ ଅନ୍ତନଳୀରେ ସହଜୀବୀ ଭାବେ ରହିଥାଏ ।
8. E.Coli ଭିଟାମିନ୍-B12 (ସାୟନୋକ୍ସାବାଲାମିନ୍)
9. ଶରୀରରେ ସ୍ନେହସାର ଚର୍ବି ରୂପରେ ସଂଚିତ ହୋଇ ରହିଥାଏ ।
10. ଶରୀରର ବୃଦ୍ଧି ଏବଂ ନୂତନ କୋଷ ଓ ତନ୍ତୁ ଗଠନ ପାଇଁ
11. ଥାଇଲାକଏଡ୍ ଝିଲ୍ଲୀରେ ପ୍ରବାହିତ ହେଉଥିବା ଇଲେକ୍ ଟ୍ରନ୍ ପରି ଶେଷରେ NADPH ଠାରେ ପହଞ୍ଚିଥାଏ ।
12. ଅନ୍ଧକାର ପ୍ରକ୍ରିୟାରେ ଗୋଟିଏ ଗୁ କୋଜ୍ ପ୍ରସ୍ତୁତ କରିବାପାଇଁ 3ଟି COର ଆବଶ୍ୟକତା ପଡ଼ିଥାଏ ।
13. ମନୁଷ୍ୟର ଲାଳରେ ଟାୟାଲିନ୍ ନାମକ ଏନ୍ଜାଇମ୍ ଥାଏ ।
14. ମନୁଷ୍ୟ ଶରୀରରେ ପୁନଃସରଣ ପ୍ରକ୍ରିୟାଦ୍ଵାରା ମଳ ନିଷ୍କାସନ ହୁଏ ।
15. ଅନ୍ତ୍ର ଅଙ୍କୁର ଉପାଦାନ ଖାଦ୍ୟ ଅବଶୋଷଣରେ ସାହାଯ୍ୟ କରେ ।
16. ଲାଇପେଜ୍ ଏନ୍ଜାଇମ୍ ପୁଷ୍ଟିସାରକୁ ସରଳ ପ୍ରୋଟିଓଜ ଓ ପେପ୍ଟୋନ୍ରେ ପରିଣତ କରେ ।
17. ମଣିଷ ଶରୀରରେ ମୋଟ ଗ୍ଳାନିଦନ୍ତ ଓ ମୋଟ ପୋଷଣ ଦନ୍ତଦ୍ଵୟର ଅନୁପାତ 1:31
18. ଗୋଟିଏ କ୍ଲ କୋଜ ଅଣୁପାଇଁ 2ଟି PGA ଆବଶ୍ୟକ ।
Answers
1. (x)
2. (✔)
3. (✔)
4. (✔)
5. (x)
6. (✔)
7. (x)
8. (✔)
9.(✔)
10. (×)
11. (x)
12. (x)
13. (✔)
14. (✔)
15. (✔)
16. (x)
17. (x)
18. (✔)
E. ‘କ’ ସ୍ତମ୍ଭରେ ପ୍ରଥମ ଯୋଡାର ସମ୍ପର୍କକୁ ଲକ୍ଷ୍ୟକରି ‘ଖ’ ସ୍ତମ୍ଭରେ ଦ୍ଵିତୀୟଟିରେ ଶୂନ୍ୟସ୍ଥାନ ପୂରଣ କର ।
1. ‘କ’ ସ୍ତମ୍ଭ
ଏମିବା : ସର୍ବାହାରୀ
ଛାରପୋକ : ପରଜୀବୀ
ମାଂସ : ପୁଷ୍ଟିସାର
ଦାନ୍ତ ଓ ହାଡ଼ : କ୍ୟାଲସିୟମ୍
ପ୍ଲାସ୍ମୋଡ଼ିୟମ୍ : ଅନ୍ତଃ ପରଜୀବୀ
ଭ-. ‘କ’ ସ୍ତମ୍ଭ
ଏମିବା : ସର୍ବାହାରୀ
ଛାରପୋକ : ପରଜୀବୀ
ମାଂସ : ପୁଷ୍ଟିସାର
ଦାନ୍ତ ଓ ହାଡ଼ : କ୍ୟାଲସିୟମ୍
ପ୍ଲାସ୍ମୋଡ଼ିୟମ୍ : ଅନ୍ତଃ ପରଜୀବୀ
2. ‘କ’ ସ୍ତମ୍ଭ
ଥାଇଲାକଏଡ୍ ଥାକ : ଗ୍ରାନା
ସମସ୍ତ ପ୍ରାଣୀ : ପ୍ରାଣିସମ ପୋଷଣ
କ୍ଲୋରୋଫିଲ୍ : ସୁରାସାରରେ ଦ୍ରବଣୀୟ
ଗ୍ରାନା : ଆଲୋକ ପ୍ରକ୍ରିୟା “
ଉ, ‘କ’ ସ୍ତମ୍ଭ
ଥାଇଲାକଏଡ୍ ଥାକ : ଗ୍ରାନା
ସମସ୍ତ ପ୍ରାଣୀ : ପ୍ରାଣିସମ ପୋଷଣ
କ୍ଲୋରୋଫିଲ୍ : : ସୁରାସାରରେ ଦ୍ରବଣୀୟ
ଗ୍ରାନା : ଆଲୋକ ପ୍ରକ୍ରିୟା
3. ‘କ’ ସ୍ତମ୍ଭ
ଶ୍ଵେତସାର : ଏମାଇଲେଜ୍
ଶ୍ଵେତସାର : ଗୁ କୋଜ
ଶ୍ଵେତସାର : ଗୁ କୋଜ୍
ଅଗ୍ନାଶୟ : ଅଗ୍ନାଶୟ ରସ
ପାକସ୍ଥଳୀର ଉପର ଅଂଶ : କାର୍ଡିଆକ୍ ଷ୍ଟୋମାକ୍
ଉ. ‘କ’ ସ୍ତମ୍ଭ
ଶ୍ଵେତସାର : ଏମାଇଲେଜ୍
ଶ୍ଵେତସାର : ଗୁ କୋଜ
ଶ୍ଵେତସାର : ଗୁକୋଜ୍
ଅଗ୍ନାଶୟ : ଅଗ୍ନାଶୟ ରସ
ପାକସ୍ଥଳୀର ଉପର ଅଂଶ : କାର୍ଡିଆକ୍ ଷ୍ଟୋମାକ୍
‘କ’ ସ୍ତମ୍ଭ
କର୍ତ୍ତନ ଦନ୍ତ : 4
ଚର୍ବଣ ଦନ୍ତ : 4
ଉପର ମାଢ଼ି : 16
ପାକନଳୀ : 6 ରୁ ୨ ମିଟର
ଶ୍ଵେତସାର : ଏମାଇଲେଜ୍
ଉ. ‘କ’ ସ୍ତମ୍ଭ
କର୍ତ୍ତନ ଦନ୍ତ : 4
ଚର୍ବଣ ଦନ୍ତ : 4
ଉପର ମାଢ଼ି : 16
ପାକନଳୀ : 6 ରୁ ୨ ମିଟର
ଶ୍ଵେତସାର : ଏମାଇଲେଜ୍
‘ଖ’ ସ୍ତମ୍ଭ
ଠେକୁଆ : ………………….
ପିମ୍ପି :…………………
ଲହୁଣୀ : ………………..
ହିମୋଗ୍ଲୋବିନ୍ : …………………………
ଉକୁଣୀ : …………………….
‘ଖ’ ସ୍ତମ୍ଭ
ବ୍ଲାକ୍ମ୍ୟାନ୍ : …………………..
କ୍ଲୋରୋପ୍ଲାଷ୍ଟରେ ଥିବା ଜେଲ୍ : …………………………
କବକ, ଇଷ୍ଟ : ……………………..
CO2 : …………………..
ଷ୍ଟ୍ରୋମା :……………………….
‘ଖ’ ସ୍ତମ୍ଭ
1866-1947
କ୍ଲୋରୋପ୍ଲାଷ୍ଟରେ ଥିବା ଜେଲ୍ : ଷ୍ଟ୍ରୋମା
କବକ, ଇଷ୍ଟ : ମପଜୀବୀୟ ପୋଷଣ
CO2 : କଷ୍ଟିକ ପଟାସରେ ଦ୍ରବଣୀୟ
ବ୍ୟୋମା : ଅନ୍ଧକାର ପ୍ରକ୍ରିୟା
‘ଖ’ ସ୍ତମ୍ଭ
ସ୍ନେହସାର : ……………………….
ସ୍ନେହସାର : ……………………….
ଯକୃତ : …………………………
ପାକସ୍ଥଳୀର ନିମ୍ନ ଅଂଶ :……………………..
‘ଖ’ ସ୍ତମ୍ଭ
ସ୍ନେହସାର : ଲାଇପେଜ
ପୁଷ୍ଟିସାର : ଆମିନୋଅମ୍ଳ,
ସ୍ନେହସାର : ଫ୍ୟାଟିଏସିଡ, ଗ୍ଲିସେରଲ
‘ଖ’ ସ୍ତମ୍ଭ
ତଳ ମାଢ଼ି : ……………………..
ଗ୍ରାସନଳୀ : ……………………..
ପୁଷ୍ଟିସାର : ………………………
‘ଖ’ ସ୍ତମ୍ଭ
ଶ୍ଵାନଦନ୍ତ : 2
ପେଷଣ ଦନ୍ତ : 6
ତଳ ମାଢ଼ି : 16
ଗ୍ରାସନଳୀ : 22 ରୁ 25 ସେ.ମି.
ପୃଷ୍ଟିସାର : ପ୍ରୋଟିଏଜ
Multiple Choice Questions (Mcqs) With Answers
1. ମଲାଙ୍ଗ, ନିର୍ମୁଳୀ, ରପ୍ଲେସିଆ ଆଦି ଉଭିଦ କେଉଁ ଶ୍ରେଣୀୟ ପୋଷଣର ଉଦାହରଣ ଅଟନ୍ତି ?
(A) ପ୍ରାଣୀସମ
(B) ମୃତୋପଜୀବୀୟ
(C) ପରଜୀବୀୟ
(D) ସହଜୀବୀୟ
Answer:
(C) ପରଜୀବୀୟ
2. ଶରୀରରେ ଜଳକ୍ଷୟର ଭରଣପାଇଁ ପ୍ରାୟ କେତେ ଲିଟର ପାଣି ପିଇବା ଉଚିତ ?
(A) 1-5
(B) 3-4
(C) 7-10
(D) 5-8
Answer:
(B) 3-4
3. କାହାଦ୍ଵାରା ହୋଇଥାଏ ?
(A) ଏନ୍ଜାଇମ୍
(B) ହରମୋନ୍
(C) ପ୍ଲାଜ୍ମା
(D) ଲସିକା
Answer:
(A) ଏନ୍ଜାଇମ୍
4. ମାଛ, ମାଂସ, ଡ଼ାଲି ଓ ସୋୟାବିନ୍ ଇତ୍ୟାଦିରୁ ଆମେ କ’ଣ ପାଇଥାଉ ?
(A) ଶ୍ଵେତସାର
(B) ପୁଷ୍ଟିସାର
(C) ସ୍ନେହସାର
(D) ଧାତୁସାର
Answer:
(B) ପୁଷ୍ଟିସାର
5. ଫଳରସ ଓ ପନିପରିବାରେ କେଉଁ ଜାତୀୟ ଶ୍ୱେତସାର ରହିଥାଏ ?
(A) ଗ୍ଲା କୋଜ୍
(B) ସୁକ୍ରୋଜ୍
(C) ମଣ୍ଡଦ
(D) ମାଲ୍ଟୋଜ୍
Answer:
(A) ଗ୍ଲା କୋଜ୍
6, ସବୁଜ ଉଦ୍ଭିଦ କେଉଁ ପ୍ରକ୍ରିୟାରେ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ?
(A) ଶ୍ବସନ
(B) ଆଲୋକଶ୍ଳେଷଣ
(C) ରେଚନ
(D) ଜନନ
Answer:
(B) ଆଲୋକଶ୍ଳେଷଣ
7. ଆଳୁ, ଭାତ ଓ ରୁଟିରେ କେଉଁ ଜାତୀୟ ଶ୍ଵେତସାର ରହିଥାଏ ?
(A) ଗ୍ଲା କୋଜ୍
(B) ସୁକ୍ରୋଜ୍
(C) ମାଲ୍ଟୋଜ୍
(D) ମଣ୍ଡଦ
Answer:
(D) ମଣ୍ଡଦ
8. ନିମ୍ନୋକ୍ତ କେଉଁଟି ଗ୍ଲା କୋଜ୍ର ସଂକେତ ଅଟେ ?
(A) C12H6O6
(B) C6H12O6
(C) C8H10O8
(D) C9H12O9
Answer:
(B) C6H12O6
9. ଏମି ନୋ ଅମ୍ଳର ଶୃଙ୍ଖଳଦ୍ଵାରା କ’ଣ ଗଠିତ ହୋଇଥାଏ ?
(A) ପୁଷ୍ଟିସାର
(B) ଶ୍ଵେତସାର
(C) ସ୍ନେହସାର
(D) ଧାତୁସାର
Answer:
(A) ପୁଷ୍ଟିସାର
10. ତାପ ଅପରିବାହୀ ହୋଇଥିବାରୁ ନିମ୍ନୋକ୍ତ କେଉଁଟି ଶରୀରକୁ ଉଷୁମ ରଖୁବାରେ ସାହାଯ୍ୟ କରେ ?
(A) ରକ୍ତ
(B) ସ୍ନାୟୁ
(C) ପ୍ରଲସି
(D) ଚର୍ବି
Answer:
(D) ଚର୍ବି
11. କେଉଁ ମାଧ୍ୟମରେ ହୋଇଥାଏ ?
(A) ପୋଷଣ
(B) ଶୋଷଣ
(C) ନିୟନ୍ତ୍ରଣ
(D) ସଞ୍ଚାଳନ
Answer:
(A) ପୋଷଣ
12. ରାସାୟନିକ ଗଠନ, କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ କ୍ଷମତା ଉପରେ ନିର୍ଭର କରି ଆମେ ଖାଉଥିବା ଖାଦ୍ୟକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
(A) 2
(B) 4
(C) 6
(D) 8
Answer:
(C) 6
13. ଚିନି ଓ ଗୁଡ଼ ଇତ୍ୟାଦିରେ କେଉଁ ପ୍ରକାର ଶ୍ଵେତସାର ରହିଥାଏ ?
(A) ଘୂ କୋଜ
(B) ସୁକ୍ରୋଜ
(C) ମଣ୍ଡଦ
(D) ମାଲ୍ଟୋଜ୍
Answer:
(C) ମଣ୍ଡଦ
14. 01 ଗ୍ରାମ ଶ୍ଵେତସାରରୁ ପ୍ରାୟ କେତେ KI ଶକ୍ତି ନିର୍ଗତ ହୁଏ ?
(A) 8
(B) 16
(C) 32
(D) 64
Answer:
(B) 16
15. ଭୂମିକା ରହିଥାଏ ?
(A) ପୁଷ୍ଟିସାର
(B) ଶ୍ଵେତସାର
(C) ସ୍ନେହସାର
(D) ଧାତୁସାର
Answer:
(C) ସ୍ନେହସାର
16. ଶରୀରରେ ଦାନ୍ତ ଓ ହାଡ଼ର ଗଠନ ପାଇଁ ନିମ୍ନୋକ୍ତ ଅଟେ ?
(A) ଲୌହ
(B) ଆୟୋଡ଼ିନ୍
(C) କ୍ୟାଲସିୟମ୍
(D) ବୋରନ୍
Answer:
(D) ବୋରନ୍
17. କୋଷରେ ଥିବା କୋଷରସର ପ୍ରାୟ କେତେଭାଗ ଜଳ ଅଟେ ?
(A) 40-50
(B) 50-60
(C) 70-80
(D) 70-90
Answer:
(D) 70-90
18. ପତ୍ରହରିତ୍ ଥିବା ସମସ୍ତ ଉଭିଦ ଓ ନୀଳ ଶୈବାଳ ନିମ୍ନୋକ୍ତ କେଉଁ ଶ୍ରେଣୀର ?
(A) ସ୍ଵଭୋଜୀ
(B) ପରଭୋଜୀ
(C) ମୃତୋପଜୀବୀ
(D) ସହଜୀବୀ
Answer:
(B) ପରଭୋଜୀ
19. ପତ୍ରହରିତ୍ ଥିବା ସମସ୍ତ ଉଭିଦ ଓ ନୀଳ ଶୈବାଳ ନିମ୍ନୋକ୍ତ କେଉଁ ଶ୍ରେଣୀର ?
(A) ସ୍ଵଭୋଜୀ
(B) ପରଭୋଜୀ
(C) ମୃତୋପଜୀବୀ
(D) ସହଜୀବୀ
Answer:
(A) ସ୍ଵଭୋଜୀ
20. କେଉଁ ପ୍ରକାରର ପରଭୋଜୀ ଉଦ୍ଭିଦ ବା ପ୍ରାଣୀରୁ ଖାଦ୍ୟ ମୃତ, ଗଳିତ, ପଚାସଢ଼ା ସଂଗ୍ରହ କରି ନିଜ ପୁଷ୍ଟିସାଧନ କରନ୍ତ ?
(A) ସ୍ବଭୋଜୀ
(B) ମୃତୋପଜୀବୀ
(C) ସହଜୀବୀ
(D) ପରଭୋଜୀ
Answer:
(B) ମୃତୋପଜୀବୀ
21. ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଲୋବିନ୍ ଗଠନ ପାଇଁ ନିମ୍ନୋକ୍ତ କେଉଁଟି ଆବଶ୍ୟକ ?
(A) କ୍ୟାଲସିୟମ୍
(B) ଫସଫରସ
(C) ମାଙ୍ଗାନିଜ୍
(D) ଲୌହ
Answer:
(D) ଲୌହ
22. ନିଜଖାଦ୍ୟ ନିଜେ ପ୍ରସ୍ତୁତ କରୁଥିବା ଜୀବମାନଙ୍କୁ କ’ଣ କୁହାଯାଏ ?
(A) ସ୍ଵଭୋଜୀ
(B) ପରଭୋଜୀ
(C) ମୃତୋପଜୀବୀ
(D) ସର୍ବାହାରୀ
Answer:
(A) ସ୍ଵଭୋଜୀ
23. କବକ ଓ ଅଧିକାଂଶ ବ୍ୟାକ୍ଟେରିଆ କେଉଁ ଶ୍ରେଣୀ ଅନ୍ତର୍ଭୁକ୍ତ ଅଟନ୍ତି ?
(A) ସ୍ବଭୋଜୀ
(B) ପରଭୋଜୀ
(C) ସର୍ବାହାରୀ
(D) ମାଂସାହାରୀ
Answer:
(B) ପରଭୋଜୀ
24. ନିମ୍ନୋକ୍ତ କେଉଁଟି ଅନ୍ତଃ ପରଜୀବୀର ଉଦାହରଣ ଅଟେ ?
(A) ଉକୁଣୀ
(B) ମଲାଙ୍ଗ
(C) ରାଫ୍ଲେସିଆ
(D) ପ୍ଲାଜ୍ମୋଡ଼ିୟମ୍
Answer:
(D) ପ୍ଲାଜ୍ମୋଡ଼ିୟମ୍
25. କେଉଁ ବୀଜାଣୁ ଆମ ଅନ୍ତନଳୀରେ ସହଜୀବୀ ଭାବେ ରହିଥାଏ ?
(A) ଇ. କୋଲାଇ
(B) ନାଇଟ୍ରେଟ୍ ବ୍ୟାକ୍ଟେରିଆ
(C) ଗନ୍ଧକ ବ୍ୟାକ୍ଟେରିଆ
(D) ରସାୟଶ୍ଳେଷଣ ବ୍ୟାକ୍ଟେରିଆ
Answer:
(A) ଇ. କୋଲାଇ
26. ଇ. କୋଲାଇ କେଉଁ ଭିଟାମିନ୍ ପ୍ରସ୍ତୁତ କରି ଆମକୁ ଯୋଗାଇଥାଏ ?
(A) ଭିଟାମିନ୍ -A
(B) ଭିଟାମିନ୍-B,,
(C) ଭିଟାମିନ୍-C
(D) ଭିଟାମିନ୍-D
Answer:
(B) ଭିଟାମିନ୍-B,,
27. ନିମ୍ନୋକ୍ତ କେଉଁଟି ବାହ୍ୟ ପରଜୀବୀର ଉଦାହରଣ ଅଟେ ?
(A) ଉକୁଣୀ
(B) ମଲାଙ୍ଗ
(C) ପ୍ଲାସ୍ମୋଡ଼ିୟମ୍
(D) ରାଫ୍ଲେସିଆ
Answer:
(A) ଉକୁଣୀ
28. ଆମ ଶରୀରରେ ଆୟନ ସନ୍ତୁଳନ କରିବାରେ ନିମ୍ନୋକ୍ତ କେଉଁ ଖାଦ୍ୟର ପ୍ରଥମ ଭୂମିକା ରହିଛି ?
(A) ଶ୍ଵେତସା
(B) ପୁଷ୍ଟିସାର
(C) ସ୍ନେହସାର
(D) ଧାତୁସାର
Answer:
(D) ଧାତୁସାର
29. ଶରୀରରେ ସ୍ନେହସାର ନିମ୍ନୋକ୍ତ କେଉଁ ଆକାରରେ ସଂଚିତ ହୋଇ ରହିଥାଏ ?
(A) ଚର୍ବି
(B) ମାଂସ
(C) ରକ୍ତ
(D) ପ୍ରଲସି
Answer:
(A) ଚର୍ବି
30. ଶରୀରର ବୃଦ୍ଧି ଏବଂ ନୂତନ କୋଷ ଓ ତନ୍ତୁ ଗଠନ ପାଇଁ କ’ଣ ଆବଶ୍ୟକ ?
(A) ଶ୍ଵେତସାର
(B) ପୁଷ୍ଟିସାର
(C) ସ୍ନେହସାର
(D) ଧାତୁସାର
Answer:
(B) ପୁଷ୍ଟିସାର
31. ଆଲୋକଶ୍ଳେଷଣର ଆଲୋକ ପ୍ରକ୍ରିୟା ପାଇଁ କେଉଁ ଉପାଦାନ ଆବଶ୍ୟକ ?
(A) କ୍ଲୋରୋଫିଲ୍, ଆଲୋକ, CO2
(B) କ୍ଲୋରୋଫିଲ୍, ଜଳ, ବିପାଚକ
(C) କ୍ଲୋରୋଫିଲ୍, CO2 ଜଳ
(D) କ୍ଲୋରୋଫିଲ୍, ଜଳ, ଆଲୋକ
Answer:
(D) କ୍ଲୋରୋଫିଲ୍, ଜଳ, ଆଲୋକ
32. କେଉଁଟି ସହଜୀବୀୟ ପୋଷଣର ଉଦାହରଣ ନୁହେଁ ?
(A) ମଣିଷ ମୁଣ୍ଡରେ ବଢୁଥିବା ଉକୁଣୀ
(B) ଆମ ଅନ୍ତ୍ରନଳୀରେ ବାସ କରୁଥିବା ଇ.କୋଲାଇ
(C) ଯବକ୍ଷାରଜାନ ବିବନ୍ଧନରେ ଅଂଶଗ୍ରହଣ କରୁଥିବା
(D) ଲାଇକେନ୍ ରେ ଆଲର୍ଜି ଓ ଫନ ଜାଇର
Answer:
(A) ମଣିଷ ମୁଣ୍ଡରେ ବଢୁଥିବା ଉକୁଣୀ
33. ଖାଦ୍ୟାଭ୍ୟାସକୁ ଆଧାରକରି କେଉଁଟି ପ୍ରାଣୀର ସଠିକ୍ ପ୍ରକାର ଭେଦ ଅଟେ ?
(A) ସ୍ଵଭୋଜୀ, ପରଭୋଜୀ, ପରଜୀବୀ
(B) ମୃତୋପଜୀବୀ, ପରଜୀବୀ, ସହଜୀବୀ
(C) ଶାକାହାରୀ, ମାଂସାହାରୀ, ସର୍ବାହାରୀ
(D) ପରଭୋଜୀ, ପରଜୀବୀ, ମାଂସାହାରୀ
Answer:
(C) ଶାକାହାରୀ, ମାଂସାହାରୀ, ସର୍ବାହାରୀ
34. କେଉଁଟି ପରଭୋଜୀ ପୋଷଣର ପ୍ରକାରଭେଦ ନୁହେଁ ?
(A) ପ୍ରାଣିସମ ପୋଷଣ
(B) ସ୍ବଭୋଜୀ ପୋଷଣ
(C) ମୃତୋପଜୀବୀୟ ପୋଷଣ
(D) ପରଜୀବୀୟ ପୋଷଣ
Answer:
(B) ସ୍ବଭୋଜୀ ପୋଷଣ
35. କେଉଁଟି ଖାଦ୍ୟ ପ୍ରକାରଭେଦର ଅନ୍ତର୍ଭୁକ୍ତ ଅଟେ ?
(A) ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଜୀବସାର, ଜଳ
(B) ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଜୀବସାର, ପିତ୍ତ
(C) ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର,
(D) ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ବିପାଚକ,
Answer:
(A) ଶ୍ଵେତସାର, ପୁଷ୍ଟିସାର, ସ୍ନେହସାର, ଧାତୁସାର, ଜୀବସାର, ଜଳ
36. ଆଲୋକଶ୍ଳେଷଣରେ ଗୋଟିଏ ଶର୍କରା ଅଣୁ ପ୍ରସ୍ତୁତ କରିବାପାଇଁ 6 ଟି CO2ଓ 12 ଟି H2O ମଧ୍ୟରେ ଉପସ୍ଥାପିତ କରିଥିଲେ ?
(A) ରବର୍ଟ ହିଲ୍
(B) ଏଫ.ଏଫ୍. ବ୍ଲାକ୍ମ୍ୟାନ୍
(C) ରବର୍ଟ ହିଲ୍
(D) ଏଫ୍.ଏଫ. ବ୍ଲାକ୍ମ୍ୟାନ୍
Answer:
(C) ରବର୍ଟ ହିଲ୍
37. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅନ୍ୟଠାରୁ ପୃଥକ୍ ଅଟେ ?
(A) ଛତୁ
(B) ଇଷ୍ଟ
(C) କବକ
(D) ମଲାଙ୍ଗ
Answer:
(D) ମଲାଙ୍ଗ
38. ଆଲୋକଶ୍ଳେଷଣକୁ ଆଲୋକ ପ୍ରକ୍ରିୟା ଓ ଅନ୍ଧକାର ପ୍ରକ୍ରିୟାଭାବେ କେଉଁ ବୈଜ୍ଞାନିକ ପ୍ରଥମେ ବିଭକ୍ତ କରିଥିଲେ ?
(A) ବ୍ଲାକ୍ମାନ୍
(B) ହିଲ୍ ଓ କେନ୍ଭିନ୍
(C) ହିଲ୍
(D) କେଭିନ୍
Answer:
(A) ବ୍ଲାକ୍ମାନ୍
39. ଥାଇଲାକ ଏଡ୍ ଝିଲ୍ଲୀରେ ପ୍ରବାହିତ ହେଉଥିବା ଇଲେକ୍ଟ୍ରନ୍ ପରିଶେଷରେ କେଉଁଠାରେ ପହଞ୍ଚିଥାଏ ?
(A) ADP
(B) NADPH
(C) NADP+
(D) ATP
Answer:
(C) NADP+
40. ଅନ୍ଧକାର ପ୍ରକ୍ରିୟାରେ ଗୋଟିଏ ଗ୍ଲୁକୋଜ୍ ପ୍ରସ୍ତୁତ ପଡ଼ିଥାଏ ?
(A) 3
(B) 4
(C) 6
(D) 12
Answer:
(C) 6
Subjective Type Questions with Answer
1. ମୃତୋପଜୀବୀୟ ପୋଷଣ ଓ ପରଜୀବୀୟ ଆଲୋଚନା କର ।
ଊ-
I. ମୃତୋପଜୀବୀୟ ପୋଷଣ :
- ଯେଉଁ ପରଭୋଜୀ ମୃତ, ଗଳିତ, ପଚାସଢ଼ା ଉଦ୍ଭିଦ ବା ପ୍ରାଣୀରୁ ଖାଦ୍ୟ ସଂଗ୍ରହ କରି ନିଜ କ ରି ଥା’ନ୍ତି ମୃତୋପଜୀବୀ କୁହାଯାଏ ।
- ଏହି ଜୀବମାନେ କଠିନ ପଦାର୍ଥକୁ ଖାଦ୍ୟରୂପେ ଗ୍ରହଣ କରିପାରନ୍ତି ନାହିଁ ।
- ସାଧାରଣତଃ ଖାଦ୍ୟ ଗ୍ରହଣବେଳେ ଏମାନେ ନିଜ ଶରୀରରୁ ପାଚକ ରସ କ୍ଷରଣ କରି, ଶରୀର ପରିଣତ କରିଦିଅନ୍ତି ଓ ପରେ ସରଳୀକୃତ ଖାଦ୍ୟକୁ ଶରୀର ମଧ୍ୟକୁ ଶୋଷଣ କରି ଶରୀର ଗଠନରେ ବିନିଯୋଗ କରିଥା’ନ୍ତି ।
- ଛତୁ ଜାତୀୟ କବକ, ଇଷ୍ଟ, ବ୍ୟାକ୍ଟେରିଆ ଆଦି ପୋଷଣ ଦେଖାଯାଏ ।
II. ପରଜୀବୀୟ ପୋଷଣ:
- ଯେଉଁ ଜୀବମାନେ ଅନ୍ୟ ଜୀବନ୍ତ ଉଭିଦ ବା ସେମାନଙ୍କଠାରୁ ଖାଦ୍ୟ ସଂଗ୍ରହ କରି ନିଜର କୁହାଯାଏ।
- ପରଜୀବୀମାନେ ଭୋଜଦାତା ଉଦ୍ଭିଦ ବା ପ୍ରାଣୀଙ୍କଠାରୁ ସରଳୀକୃତ ଖାଦ୍ୟ ସିଧାସଳଖ ଗ୍ରହଣ କରି ନିଜର ପୁଷ୍ଟିସାଧନ କରିଥା’ନ୍ତି ।
- ଭୋଜଦାତାର ଆଶ୍ରୟରେ ରହି ପରଜୀବୀମାନେ ସାଧାରଣତଃ ତାହାର ଅନିଷ୍ଟ କରିଥା’ନ୍ତି ।
- ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ଉଭିଦ, ପ୍ଲାସ୍ମୋଡ଼ିୟମ୍, ଉକୁଣୀ, ଜୋକ, କେତେକ
- କେତେକ ପ୍ରାଣୀ ଭୋଜଦାତାର ଶରୀର ଭିତରେ ଅନ୍ତଃ ପର ଜୀବୀ ଭାବେ (ଉଦାହରଣ – ବାହ୍ୟପରଜୀବୀ ଭାବେ (ଉଦାହରଣ – ଉକୁଣୀ) ରହି ପୋଷଣ କରିଥା’ନ୍ତି । ହୋଇଥାଏ ସଂକ୍ଷେପରେ ଉତ୍ତର ପ୍ରଦାନ କର ।
2. କୃମି ପରି ପ୍ରାଣୀ ପରଜୀବୀ ଅଟନ୍ତି ।
ଊ-
- ପାକସ୍ଥଳୀରୁ ଖାଦ୍ୟ ତରଳ ମଣ୍ଡ ରୂପେ କ୍ଷୁଦ୍ରାନ୍ତର ପ୍ରଥମ ଅଂଶ ଗ୍ରହଣୀ ମଧ୍ୟକୁ ପ୍ରବେଶ କରିଥାଏ ।
- ଗ୍ରହଣୀ ମଧ୍ୟକୁ ଅଗ୍ନ୍ୟାଶୟରୁ କ୍ଷରିତ ଅଗ୍ନ୍ୟାଶୟ ରସ ଓ ଯକୃତ୍ରୁ କ୍ଷରିତ ପିତ୍ତ ଆସି ଖାଦ୍ୟ ସହ ମିଶିଥାଏ ।
- ପିତ୍ତରେ କୌଣସି ଏନ୍ଜାଇମ୍ ନ ଥାଏ, ମାତ୍ର ଏହା ସ୍ନେହସାର ଜାତୀୟ ଖାଦ୍ୟର
- ଅଗ୍ନ୍ୟାଶୟ ରସରେ ବିଭିନ୍ନ ପ୍ରକାର ଏନଜାଇମ୍ ଓ ସୋଡ଼ିୟମ୍ ହାଇଡ୍ରୋଜେନ୍ କାର୍ବୋନେଟ୍ ଜାତୀୟ କ୍ଷାର ରହିଥାଏ ।
- ଗ୍ରହଣୀର ପରବର୍ତ୍ତୀ ଅଂଶ ଯେପୁନମ ଓ ଶେଷ ଅଂଶ କ୍ଷୁଦ୍ରାନ୍ତ କୁହାଯାଏ ।
- କ୍ଷୁଦ୍ରାନ୍ତର ଏହି ଅଂଶରେ ପାକକ୍ରିୟା ସମ୍ପୂର୍ଣ୍ଣ ହେବା ସହ ସରଳୀକୃତ ଖାଦ୍ୟର ଶୋଷଣ ହୋଇଥାଏ । ଏହାର ଭିତର ଆଚ୍ଛାଦନରେ ଥିବା ଅନ୍ତ୍ରଅଙ୍କୁର ଜରି ଆରେ ହୋଇଥାଏ ।
- ଅବଶୋଷଣ ପରେ ଏହା ରକ୍ତଦ୍ଵାରା ବାହିତ ହୋଇ ଯକୃତ୍ଵରେ ପହଞ୍ଚେ । ଯକୃତ୍ରୁ ଏହା ଶରୀରର ବିଭିନ୍ନ ଅଂଶରେ ପହଞ୍ଚିଥାଏ ଏବଂ ଶକ୍ତି ହୋଇଥାଏ ।
- ଖାଦ୍ୟର ଏହିପରି ଭାବରେ ହେଉଥିବା ବିନିଯୋଗ ପ୍ରକ୍ରିୟାକୁ ଆତ୍ମୀକରଣ କୁହାଯାଏ ।
- କ୍ଷୁଦ୍ରାନ୍ତ୍ର ପରେ ବୃହଦନ୍ତ୍ର ରହିଥାଏ । ଏଠାରେ ଓ ଜୀହୋଇ ନଥିବା ଖାଦ୍ୟାଶରୁ କିଛି ଅଂଶ
- ବୃହଦନ୍ତ୍ରରେ ଥିବା କିଛି ସହଜୀବୀୟ ବୀଜାଣୁ ବା । ୮ବ୍ୟାକ୍ଟେରିଆ ଜୀର୍ଣ୍ଣ ହୋଇ ନ ଥିବା ଖାଦ୍ୟକୁ ମଳରେ ପରିଣତ କରିବା ସହ ନିଜ ପାଇଁ ଖାଦ୍ୟ
- ମଳ କିଛିସମୟ ମଳାଶୟରେ ରହେ ଏବଂ ବୃହଦନ୍ତ୍ରର ପୁନଃସରଣ ପ୍ରକ୍ରିୟାଦ୍ଵାରା ମଳଦ୍ଵାର ବାଟେ ନିଷ୍କାସିତ ହୋଇଥାଏ ।
3. ବିଭିନ୍ନ ପ୍ରକାର ଜୀବମାନଙ୍କ ଶରୀରରେ କିପରି ବୁଝାଇ ଲେଖ ।
ଉ-
I. ପ୍ରାଣିସମ ପୋଷଣ:
(i) ପରଜୀବୀୟ ପ୍ରାଣୀଙ୍କୁ ଛାଡ଼ି ଅନ୍ୟ ସମସ୍ତ ପ୍ରାଣୀ ଏହି ପ୍ରଣାଳୀରେ ଅନ୍ୟ ଉଦ୍ଭଦ ବା ପ୍ରାଣୀଙ୍କୁ ସଂପୂର୍ଣ ଅଥବା ଆଂଶିକ ଭାବରେ ଖାଦ୍ୟରୂପେ ଗ୍ରହଣ କରିଥା’ନ୍ତି ।
(ii) ପରି ପାକ ପରେ ସରଳୀକୃତ ଖାଦ୍ୟର ଆତ୍ମୀକରଣ ବା ଅନ୍ତର୍ଗହଣ ହୋଇଥାଏ ।
(iii) ଏହା ଶରୀର ଗଠନରେ ଓ ଶରୀରକୁ କାର୍ଯ୍ୟକ୍ଷମ ରଖିବାରେ ସହାୟକ ହୋଇଥାଏ ।
II. ସହଜୀବୀୟ ପୋଷଣ :
(iv) ବେଳେବେଳେ ଦୁଇଟି ସଂପୂର୍ଣ୍ଣ ଭିନ୍ନ ଜାତିର ପ୍ରାଣୀ, ଅଥବା ଉଭିଦ ଓ ପ୍ରାଣୀ ବା ପ୍ରାଣୀ ଓ ଅଣୁ ଜୀବ ବା ଉଭିଦ ଓ ଅଣୁଜୀବ ଏକାଠି ବାସ କରୁଥି ଦେଖାଯାଏ । ଏହାକୁ ସହଜୀବୀତା କୁହାଯାଏ ।
(v) ଏଥିରେ କେହି କାହାରି କ୍ଷତି କରନ୍ତି ନାହିଁ, ବରଂ ମଧ୍ୟ ହୋଇଥାଏ । ଏହାକୁ ସହଜୀବୀୟ ପୋଷଣ କୁହାଯାଏ ।
(vi) ଆମ ଅନ୍ତ୍ରନଳୀରେ ସହଜୀବୀଭାବେ ରହୁଥିବା ଇସ୍ରିଚିଆ କୋଲାଇ ନାମକ ବ୍ୟାକ୍ଟେରିଆ ନିଜ ଶରୀରରେ ଭିଟାମିନ୍ B<sub>12</sub> (ସାୟନୋ – କୋବାଲାମିନ୍) ପ୍ରସ୍ତୁତ କରି ଆମକୁ ଯୋଗାଇଥାଏ। ତା’ ପରିବର୍ତ୍ତେ ଆମ ନିଜର ପ୍ରତିପାଳନ କରିଥାଏ ।
(vii) ଯବକ୍ଷାର ଜାନ ବିବନ୍ଧନରେ ସହଜୀବୀ ଦର୍ଶାଅ ।
1. ଜୀବ ଶରୀରରେ ଭିଟାମିନ୍ ଓ ଜଳର ଆବଶ୍ୟକତା
ଉ-
- ଭିଟାମିନ୍ ଦୁଇ ପ୍ରକାରର; ଯଥା – ଜଳରେ ଭିଟାମିନ୍ । ଜଳରେ ଦ୍ରବଣୀୟ ଭିଟାମିନ୍ ଶାଗ, ପନିପରିବା, ଫଳ ଆଦିରୁ ମିଳି ଥାଏ। ସ୍ନେହସାରରେ ଦ୍ରବଣୀୟ ଭିଟାମିନ୍ ପ୍ରାଣୀ ଚର୍ବି ଓ ଉଭିଦ ତୈଳରୁ ମିଳେ ।
- କୋଷ ମଧ୍ଯରେ ଘଟୁଥିବା ରାସାୟନିକ ପ୍ରକ୍ରିୟା ଭିଟାମିନ୍ର ଉପସ୍ଥିତିରେ ଘଟିଥାଏ ।
- ଭିଟାମିନ୍ ଅଭାବରେ ଶରୀରରେ ବିଭିନ୍ନ ପ୍ରକାରର
ଜଳ :
- ରୋଗ ହୋଇଥାଏ । କୋଷରସରେ ପ୍ରାୟ 79-80 ଭାଗ ଜଳ ।
- କୋଷର ସ୍ଥିତି ଓ ବିଭିନ୍ନ ପ୍ରକ୍ରିୟା ପାଇଁ ଜଳ ଏକାନ୍ତ
- ଝାଳ, ପରି ସ୍ରା ଓ ନିଃଶ୍ଵାସରେ ଜଳକ୍ଷୟ ହେଉଥିବାରୁ ପ୍ରତିଦିନ 3-4 ଲିଟର ଜଳ ପିଇବା ଆବଶ୍ୟକ ।
2. କେଲ୍ ଭିନ୍ ଚକ୍ରରେ ଅଙ୍ଗାରକାମ୍ଳ କେଉଁ ପ୍ରକ୍ରିୟାଦ୍ଵାରା ଶର୍କରାରେ ପରିଣତ ହୁଏ ?
ଉ-
- ପ୍ରତ୍ୟେକ RuBP ଅଣୁ ଗୋଟିଏ ଲେଖାଏଁ CO2 ଅଣୁ ଗ୍ରହଣ କରି ପରେ ବିଭାଜିତ ହୋଇଥାଏ ଓ ଦୁଇଟି ଫସ୍ଫୋଗ୍ଲିସେରିକ୍ ଏସିଡ୍ (PGA) ରେ ପରିଣତ ହୁଏ ।
- 6 ଟି RUBP ସହିତ 6 ଟି CO2 ମିଶି ରୁବିସ୍କୋ ସାହାଯ୍ୟରେ 12 ଟି. PGA ପରିଣତ ହୋଇଥାନ୍ତି ।
- ଏଥ୍ ମଧ୍ୟରୁ 2 ଟି PGA ଗୋଟିଏ ଗ୍ଲା କୋଜ ଅଣୁ ପ୍ରସ୍ତୁତ କରିଥା’ନ୍ତି ଓ ଅବଶିଷ୍ଟ 10 ଟି PGA ପୁନଶ୍ଚକ୍ରଣ ଘଟି 6 ଟି RuBP ଅଣୁ ସୃଷ୍ଟି ହୁଏ ।
3. ସ୍ଵଭୋଜୀ ଓ ପରଭୋଜୀ ମଧ୍ଯରେ 3ଟି ପାର୍ଥକ୍ୟ ଦର୍ଶାଅ ।
ଉ-
(i) ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ସେମାନଙ୍କୁ ସ୍ଵଭୋଜୀ କୁହାଯାଏ । କରିନପାରି ପୋଷଣ ପାଇଁ ଅନ୍ୟ ପ୍ରାଣୀ ବା ଉଦ୍ଭିଦ ଉପରେ ନିର୍ଭର କରନ୍ତି ସେମାନଙ୍କୁ ପରଭୋଜୀ କୁହାଯାଏ ।
(ii) ପତ୍ରହରିତ୍ ଥବା ସମସ୍ତ ଉଭିଦ ଓ ନୀଳହରିତ୍ ପ୍ରାଣୀ, ମଲାଙ୍ଗ, ନିର୍ମୂଳୀ, ରାଫ୍ଲେସିଆ ଆଦି ପରଜୀବୀ ଉଦ୍ଭଦ, କବକ ଏବଂ ଅଧିକାଂଶ ବ୍ୟାକ୍ଟେରିଆ ପରଭୋଜୀ ଶ୍ରେଣୀ ଅନ୍ତର୍ଭୁକ୍ତ ଅଟନ୍ତି ।
(iii) ସ୍ଵଭୋଜୀମାନେ ଆଲୋକଶ୍ଳେଷଣ ପ୍ରକ୍ରିୟାରେ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରନ୍ତି । ପରଭୋଜୀ ପୋଷଣ ମୁଖ୍ୟତଃ 4 ପ୍ରକାର :
(a) ପ୍ରାଣିସମ ପୋଷଣ
(b) ମୃତୋପଜୀବୀୟ ପୋଷଣ
(c) ପରଜୀବୀୟ ପୋଷଣ
(d) ସହଜୀବୀୟ ପୋଷଣ
4. ଗ୍ରସନୀ ଓ ଗ୍ରସନୀ ଓ ଗ୍ରାସନଳୀର ଗଠନ ଓ କାର୍ଯ୍ୟ ସଂକ୍ଷେପରେ ବୁଝାଅ ।
ଉ-
ଗ୍ରସନୀ ଓ ଗ୍ରାସନଳୀର ଗଠନ ଓ କାର୍ଯ୍ୟ :
- ମୁଖଗହ୍ଵର ପଛକୁ ଗ୍ରସନୀ ରହିଥାଏ । ଏହାର ଶେଷ ମୁଣ୍ଡରେ ଦୁଇଟି ଦ୍ଵାର ଅବସ୍ଥିତ । ଗୋଟିଏ ଦ୍ଵାର ଶ୍ଵାସନଳୀ ଭିତରକୁ, ଅନ୍ୟଟି ଗ୍ରାସନଳୀ ମଧ୍ୟକୁ ଲମ୍ବିଥାଏ ।.
- ଖାଦ୍ୟକୁ ଖାଦ୍ୟନଳୀ ଭିତରକୁ ଓ ପବନକୁ ଶ୍ଵାସନଳୀ ମଧ୍ୟକୁ ପୃଥକଭାବେ ନେବା ପାଇଁ ଅଧ୍ଵଜିହ୍ଵା ବା ଏପିଗ୍ଲଟିସ୍ ରହିଥାଏ ।
- ଖାଦ୍ୟ ଗିଳିବାର ପ୍ରଥମ କାମଟି ସ୍ୱେଚ୍ଛାକୃତ ଅଟେ ।
- ଗ୍ରାସନଳୀ ଭିତରେ ପଶିବା ପରେ ଖାଦ୍ୟର ଗତି ଅନୈଚ୍ଛିକ ଭାବେ ବା ଆପଣାଛାଏଁ ହୋଇଥାଏ ।
- ଗ୍ରାସନଳୀର ଲମ୍ବ 22ରୁ 25 ସେଣ୍ଟିମିଟର ଅଟେ । ଗ୍ରାସନଳୀରେ ଖାଦ୍ୟର କୌଣସି ପରିବର୍ତ୍ତନ ହୁଏନାହିଁ ।
5. ପାକସ୍ଥଳୀରୁ ଖାଦ୍ୟମଣ୍ଡ କେଉଁଠାକୁ ଯାଏ ? ଖାଦ୍ୟର ଅବଶୋଷଣ ପରେ ଅବଶିଷ୍ଟ ଖାଦ୍ୟର ପରିଣତି ଲେଖ ।
ଉ-
- ପାକସ୍ଥଳୀରୁ ଖାଦ୍ୟ ତରଳ ମଣ୍ଡ ରୂପେ କ୍ଷୁଦ୍ରାନ୍ତର ପ୍ରଥମ ଅଂଶ ଗ୍ରହଣୀ ମଧ୍ୟକୁ ପ୍ରବେଶ କରିଥାଏ ।
- ଖାଦ୍ୟର ଅବଶୋଷଣ ପରେ ଖାଦ୍ୟମଣ୍ଡରେ ଥିବା ବଳକା ଜଳ ଓ ଖାଦ୍ୟାଶରୁ କିଛି ଅଂଶ ପୁନଃ ଶୋଷିତ ହୋଇଥାଏ ।
- ବୃହଦନ୍ତ୍ରରେ ଥିବା କିଛି ସହଜୀବୀୟ ବୀଜାଣୁ ଜୀର୍ଣ୍ଣ ହୋଇନଥିବା’ ଖାଦ୍ୟକୁ ମଳରେ ପରିଣତ କରିବା ସହ ନିଜ ପାଇଁ ଖାଦ୍ୟ ସଂଗ୍ରହ
- ମଳ କିଛି ସମୟ ମଳାଶୟରେ ରହେ ଏବଂ ବୃହଦନ୍ତ୍ରର ପୁନଃସରଣ ପ୍ରକ୍ରିୟାଦ୍ଵାରା ମଳଦ୍ଵାର ବାଟେ ନିଷ୍କାସିତ ହୋଇଥାଏ ।
6. କେଉଁଠାରେ ସମ୍ପାଦିତ ହୁଏ, ବୁଝାଇ ଲେଖ ।
ଉ –
(i) ଆଲୋକଶ୍ଳେଷଣକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା –
(a) ଆଲୋକ ପ୍ରକ୍ରିୟା| ଆଲୋକ ରାସାୟନିକ
(b) ଅନ୍ଧକାର ପ୍ରକ୍ରିୟା|ଜୈବରାସାୟନି କ
(ii) ଏହି ଦୁଇଟି ପ୍ରକ୍ରିୟା ପତ୍ରରେ ଥିବା ହରିତ୍ ଲବକରେ ହୋଇଥାଏ ।
(iii) କ୍ଲୋରୋପ୍ଲାଷ୍ଟ୍ ଭିତରେ ଅନେକଗୁଡ଼ିଏ ଛୋଟ ଛୋଟ ଓ ଚେପ୍ଟା ଟଙ୍କା ଆକୃତିର ଥାଇଲାକଏଡ୍ ପରସ୍ପର ଉପରେ ଥାକ ଥାକ ହୋଇ ରହିଥା’ନ୍ତି ।
(iv) ଏହି ଥାଇଲାକ ଏଡ୍ ଥାକଗୁଡ଼ିକୁ ଗ୍ରାନା କୁହାଯାଏ । ଥାକଗୁଡ଼ିକ ମଧ୍ୟ ପରସ୍ପର ସହିତ ସରୁ
(v) କ୍ଲୋରୋପ୍ଲାଷ୍ଟ୍ରରେ ଥିବା ଜେଲ୍ ପରି ଦ୍ରବ ବା ରସକୁ ବ୍ୟୋମା କୁହାଯାଏ ।
(vi) ଆଲୋକଶ୍ଳେଷଣରେ ଆଲୋକ ପ୍ରକ୍ରିୟା ଥାଇଲାକଏଡ୍ ଝିଲ୍ଲୀରେ ଓ ଅନ୍ଧକାର ପ୍ରକ୍ରିୟା ହୋଇଥାଏ ।
7. ଆଲୋକଶ୍ଳେଷଣରେ ଆଲୋକ ଶକ୍ତି ଶୋଷଣଠାରୁ ଆରମ୍ଭକରି ଶର୍କରା ପ୍ରସ୍ତୁତି ପର୍ଯ୍ୟନ୍ତ ରାସାୟନିକ ପ୍ରକ୍ରିୟାଗୁଡ଼ିକୁ 4ଟି ସୋପାନରେ ଲେଖ ।
ଭ-
ଆଲୋକଶ୍ଳେଷଣରେ ଆଲୋକ ଶକ୍ତି
- ହରିତ୍ ଲବକରେ ଥିବା କ୍ଲୋରୋଫିଲ୍ ଦ୍ଵାରା ଆଲୋକ ଶୋଷଣ ଓ ତଜ୍ଜନିତ ଇଲେକ୍ଟ ନ୍
- ଇଲେକ୍ ଟ୍ରନ୍ ପ୍ରବାହଦ୍ଵାରା ଆଲୋକ ଶକ୍ତିର ରାସାୟନିକ ଶକ୍ତିରେ ପରିବର୍ତ୍ତନ ।
- ଜଳଅଣୁର ବିଘଟନ ଘଟି ଉଦ୍ଜାନ ଆୟନ ଓ ଅମ୍ଳଜାନର ସୃଷ୍ଟି ।
- ରାସାୟନିକ ଶକ୍ତି ବ୍ୟବହୃତ ହୋଇ CO2ର ଶର୍କରାରେ ପରିବର୍ତ୍ତନ ।
8. ସହଜୀବୀୟ ପୋଷଣ କ’ଣ ? ଏହା କିପରି ସମ୍ପାଦିତ ହୁଏ ଉଦାହରଣ ସହ ଲେଖ ।
ଉ-
- ବେଳେବେଳେ ଦୁଇଟି ସଂପୂର୍ଣ୍ଣ ଭିନ୍ନ ଜାତିର ପ୍ରାଣୀ, ଅଥବା ଉଭିଦ ଓ ପ୍ରାଣୀ ବା ପ୍ରାଣୀ ଓ ଅଣୁଜୀବ ବା ଉଭିଦ ଓ ଅଣୁଜୀବ ଏକାଠି ବାସ କରୁଥିବା ଦେଖାଯାଏ । ଏହାକୁ ସହଜୀବୀତା କୁହାଁଯାଏ ।
- ଏଥିରେ କେହି କାହାରି କ୍ଷତି କରନ୍ତି ନାହିଁ, ବରଂ ମଧ୍ୟ ହୋଇଥାଏ । ଏହାକୁ ସହଜୀବୀୟ
- ଉଦାହରଣ – I : ଆମ ଅନ୍ତନଳୀରେ କୋଲାଇ ନାମକ ବ୍ୟାକ୍ଟେରିଆ ନିଜ ଶରୀରରେ ଆମକୁ ଯୋଗାଇଥାଏ । ତା’ ପରିବର୍ତ୍ତେ ଆମ ପ୍ରତିପାଳନ କରିଥାଏ ।
- ଉଦାହରଣ – II : ଯବକ୍ଷାରଜାନ ବିବନ୍ଧନରେ ସହଜୀବୀ ବ୍ୟାକ୍ଟେରି ଆର ଅବଦାନ,
9. ମାଂସ ହଜମ କରୁଥିବା ଏନ୍ଜାଇମ୍ କାହିଁକି ଆମ ପାକସ୍ଥଳୀକୁ ହଜମ କରେନାହିଁ ?
ଭ-
- ପୁଷ୍ଟିସାର ହଜମ କରୁଥିବା ପ୍ରୋଟିଏଜ୍ ଜାତୀୟ ଏହା ସକ୍ରିୟ ହୁଏ ଓ ପାକସ୍ଥଳୀରେ ଖାଦ୍ୟ ତ୍ୱରାନ୍ବିତ ହୋଇଥାଏ ।
- ଆମ ପାକସ୍ଥଳୀରେ ଅନେକ ଶ୍ଳେଷ୍ଟିକ ବା ମ୍ୟୁକସ୍ ଗ୍ରନ୍ଥି ରହିଛି । ସେଥୁରୁ କ୍ଷରିତ ମ୍ୟୁକସ୍ ଅମ୍ଳୀୟ ପରି ବେଶ ତଥା ଏନ୍ ଜାଇମ୍ ପ୍ରଭାବ ରୁ
- ପାକସ୍ଥଳୀର କୋଷମାନଙ୍କ ମଧ୍ୟରେ ଥିବା ନିବିଡ଼ କାନ୍ଥ ଭିତରକୁ ପଶି ଟିସୁ କ୍ଷୟ କରିପାରେ ନାହିଁ ।
- ଏଥ୍ ସହିତ ପାକସ୍ଥଳୀର କୋଷ ପ୍ରତି ଦୁଇ ବା ପୁନଃସ୍ଥାପିତ ହୁ ଅଛି । ଏଥ୍ ଯୋଗୁଁ ଆମ ହୁଏନାହିଁ ।
1. କେଉଁ ପ୍ରକାର ଖାଦ୍ୟରେ କେଉଁ ପ୍ରକାର ର ଶ୍ଵେତସାର ଥାଏ ଓ ଏହାର ମୁଖ୍ୟ କାର୍ଯ୍ୟ କ’ଣ ?
ଊ-
- ଆଳୁ, ଭାତ, ରୁଟିରେ ପ୍ରଚୁର ପରିମାଣରେ ମଣ୍ଡଦ ଥାଏ ।
- ଚିନି, ଗୁଡ଼ ଆଦିରେ ସୁକ୍ରୋଜ ଥାଏ ।
- ଫଳରସ ଓ ପନିପରିବାରେ ଗ୍ଲୁକୋଜ ଥାଏ ।
- ଶ୍ଵେତସାରରୁ ସହଜରେ ଶକ୍ତି ମିଳେ ।
1 gm ଶ୍ଵେତସାରରୁ ପ୍ରାୟ 1 6 କିଲୋଜୁଲ୍ ଶକ୍ତି ମିଳେ ।
2. ପୁଷ୍ଟିସାର କେଉଁଥୁରୁ ମିଳେ ଓ ଏହାର କାର୍ଯ୍ୟ କ’ଣ ? ପୁଷ୍ଟିସାର କାହାକୁ ନେଇ ଗଠିତ ?
ଊ-
- ମାଛ, ମାଂସ ଅଣ୍ଡାର ଧଳା ଅଂଶ, ଛେନା ଓ କ୍ଷୀର ଆଦି ପ୍ରାଣୀଜ ଦ୍ରବ୍ୟରୁ ପୁଷ୍ଟିସାର ମିଳେ ।
- ଡାଲି ଜାତୀୟ ଶସ୍ୟ, ସୋୟାବିନ୍ ଆଦିରୁ
- ଶରୀର ବୃଦ୍ଧି ଏବଂ ନୂତନ କୋଷ ଓ ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଦରକାର ।
- ଏମିନୋ ଏସିଡ୍ ଶୃଙ୍ଖଳଦ୍ଵାରା ପୁଷ୍ଟିସାର ଗଠିତ ।
3. ସ୍ବଭୋଜୀ ପୋଷଣ କାହାକୁ କହନ୍ତି ?
ଊ-
- ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି ସେମାନଙ୍କୁ ସ୍ଵଭୋଜୀ କହନ୍ତି ।
- ପତ୍ରହରିତ୍ ଥିବା ସମସ୍ତ ଉଦ୍ଭଦ ଓ ନୀଳହରିତ୍
- ଏ ସମସ୍ତ ଜୀବ ସୂର୍ଯ୍ୟର ଆଲୋକ ଶକ୍ତିକୁ ଅଙ୍ଗାରକାମ୍ଳ ଓ ଜଳ ମଧ୍ୟରେ ସଂଯୋଗ ଘଟାଇ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥା’ନ୍ତି । ଏହି ପ୍ରକ୍ରିୟାକୁ ଆଲୋକଶ୍ଳେଷଣ ଏବଂ ଏ ପ୍ରକାର ପୋଷଣକୁ ସ୍ବଭୋଜୀ ପୋଷଣ କହନ୍ତି ।
4. ରସାୟଶ୍ଳେଷଣ କ’ଣ ? ସମୀକରଣ ସହ ଲେଖ ।
ଊ-
(i) ନାଇଟ୍ରେଟ୍ ପ୍ରସ୍ତୁତକାରୀ ବ୍ୟାକ୍ଟେରିଆ, ଗନ୍ଧକ ବ୍ୟାକ୍ଟେରିଆ ଏକ ବିଶେଷ ଅଜୈବ ରାସାୟନିକ କରିଥା’ନ୍ତି, ଏହାକୁ ରସାୟଶ୍ଳେଷଣ କହନ୍ତି ।
ଊ-
- ଯେଉଁ ପରଭୋଜୀ, ମୃତ, ଗଳିତ ପଚାସଢ଼ା ପୁଷ୍ଟି ସାଧନ କରି ଥା’ଛି ସେମାନଙ୍କୁ ମୃତୋପଜୀବୀ କୁହାଯାଏ ।
- ଏହି ଜୀବମାନେ କଠିନ ପଦାର୍ଥକୁ ଖାଦ୍ୟରୂପେ ସ କ୍ଷରଣ କରି ଶରୀର ବାହାରେ ହିଁ ଜଟିଳ ପରେ ସରଳୀକୃତ ଖାଦ୍ୟକୁ ଶରୀର ମଧ୍ୟକୁ କରିଥା’ନ୍ତି ।
6. କାହାଦ୍ଵାରା ଜୀବ ଶରୀରରେ ମଳ ପ୍ରସ୍ତୁତ ହୁଏ ଓ କେଉଁ ପ୍ରକ୍ରିୟାରେ ନିଷ୍କାସନ ହୁଏ ?
ଊ-
- ବୃହଦନ୍ତ୍ରରେ ଥିବା ବ୍ୟାକ୍ଟେରିଆ ଅଜୀର୍ଣ୍ଣ ଖାଦ୍ୟକୁ ମଳରେ ପରିଣତ କରିଥା’ନ୍ତି ।
- ମଳ କିଛି ସମୟ ମଳାଶୟରେ ରହିବାପରେ ଶରୀରରେ ଜଳର ଆବଶ୍ୟକତା କ’ଣ ?
ଊ-
- କୋଷରେ ଥିବା କୋଷରସର ପ୍ରାୟ 70 – 90 ଭାଗ ଜଳ, କୋଷର ସ୍ଥିତି ଓ ଏଥରେ ହେଉଥିବା ବିଭିନ୍ନ ପ୍ରକ୍ରିୟା ନିମନ୍ତେ ଜଳ ଆବଶ୍ୟକ । ପ୍ରତିଦିନ ଜଣେ ବ୍ୟକ୍ତି 3 – 4 ଲିଟର ଜଳ ପିଇବା ଉଚିତ ।
- ଶରୀରରେ ଜଳୀୟ ଅଂଶ କମିଗଲେ ଶରୀର -ଅବଶ ହୋଇଯାଏ ଏବଂ ବିଭିନ୍ନ ଅସୁସ୍ଥତା ଦେଖାଦିଏ ।
- ଜଳ ଏକ ଉତ୍ତମ ସ୍ରାବକ ।
8. ଆଲୋକଶ୍ଳେଷଣ କାହାକୁ କୁହାଯାଏ ? ଏହାର ସମୀକରଣ ଲେଖ ।
ଊ-
- ରବର୍ଟ ହିଲ୍ (Robert Hill 1899-1991) ଆଲୋକଶ୍ଳେଷଣରେ ଗୋଟିଏ ଶର୍କରା ଅଣୁ ପ୍ରସ୍ତୁତ କରିବାପାଇଁ 6ଟି ଅଙ୍ଗାରକାମ୍ଳ (CO2) ଓ 12ଟି ଜଳଅଣୁ (H2O) ମଧ୍ୟରେ ରାସାୟନିକ
- ଏହି ପ୍ରତିକ୍ରିୟା ଫଳରେ ଶର୍କରା (C6H12O6) ଅଣୁ ସହିତ ଟି ଜଳ ଅଣୁ (H2O) ଓ 6ଟି ଅମ୍ଳଜାନ (O2) ଅଣୁ ପ୍ରସ୍ତୁତ ହୋଇଥାଏ ।
ଆଲୋକଶ୍ଳେଷଣ ପ୍ରତିକ୍ରିୟାର ସମୀକରଣ ହେଉଛି :
9. ଖାଦ୍ୟାଭାସକୁ ଆଧାର କରି ମୁଖ୍ୟତଃ ତିନି ଜାତିର ପ୍ରାଣୀ ଅଛନ୍ତି ଶ୍ରେଣୀବିଭାଗ କର ଓ ପ୍ରତ୍ୟେକରୁ ଉଦାହରଣ ଦିଅ ।
ଊ-
- ଶାକାହାରୀ – ଉଭିଦ ବା ଉଭିଦଜାତ ପଦାର୍ଥ ଭକ୍ଷଣ କରୁଥିବା ପ୍ରାଣୀ । ଉଦାହରଣ- ଗାଈ, ହରିଣ ।
- ମାଂସାହାରୀ – ଅନ୍ୟ ପ୍ରାଣୀ ବା ପ୍ରାଣିଜ ପଦାର୍ଥକୁ ଭକ୍ଷଣ କରୁଥିବା ପ୍ରାଣୀ । ଉଦାହରଣ- ବାଘ, ସିଂହ ।
- ସର୍ବାହାରୀ- ଖାଦ୍ୟରେ ବାଛବିଚାର ନ କରି ଯାହା ଖାଦ୍ୟୋପଯୋଗୀ ତାହା ଭକ୍ଷଣ କରୁଥିବା ପ୍ରାଣୀ । ଉଦାହରଣ- କାଉ, ଅସରପା ।
10. ଆଲୋକଶ୍ଳେଷଣରେ NADP ର ଭୂମିକା ଦର୍ଶାଅ ।
ଊ-
- NADP ଆଲୋକଶ୍ଳେଷଣ ପ୍ରକ୍ରିୟାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହା ଏହି ପ୍ରକ୍ରିୟାରେ କାର୍ଯ୍ୟ କରୁଥିବା Fd-NADP Ruductase ନାମକ ଏକ ଏନଜାଇମ୍ ସହିତ Co-factor ଭାବେ ରହିଥାଏ ।
- ଆଲୋକଶ୍ଳେଷଣ ପ୍ରକ୍ରିୟା ସମୟରେ ପ୍ରବାହିତ NADPHରେ ପରିଣତ ହୁଏ । ଏହି ପ୍ରକ୍ରିୟାରେ ଆଲୋକ ଶକ୍ତି ରାସାୟନିକ ଶକ୍ତି ଭାବେ ସଂଚିତ ହୁଏ ।
11. ପୁନଃସରଣ ପ୍ରକ୍ରିୟା କିପରି ସମ୍ପାଦିତ ହୁଏ ?
ଭ-
- କନଳୀ ଦେଖିବାକୁ ଗୋଟିଏ ଲମ୍ବ ଟ୍ୟୁବ୍ରି । ଏହାର କାନ୍ଥ ବର୍ତ୍ତୁଳ ବା ଚକ୍ରାକୃତି ପେଶୀ ଓ ଲମ୍ବ ଭାବରେ ବିସ୍ତୃତ ବା ଅନୁଦୈର୍ଘ୍ୟ ପେଶୀଦ୍ଵାରା
- ଏହି ଦୁଇ ପ୍ରକାର ପେଶୀର ସଂକୋଚନ ଓ ପୁରଃସରଣ ବା ପେରିଷ୍ଟାଲ୍ସିସ୍ କୁହାଯାଏ ।
12. ଜିଭ କେତେ ପ୍ରକାରର ସ୍ଵାଦ ବାରିପାରେ ? ଜିଭର ଅନ୍ୟ କାର୍ଯ୍ୟଗୁଡ଼ିକ କ’ଣ ?
ଊ-
- ଜିଭ ପିତା, ଖଟା, ମିଠା ଓ ଲୁଣିଆ ସ୍ଵାଦ ବାରିପାରେ ।
- ଚର୍ବଣ ବେଳେ ଖାଦ୍ୟକୁ ଦାନ୍ତ ନିକଟରେ କହିବାରେ ଜିଭ ସହାୟତା କରିଥାଏ ।
13. ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ଦାନ୍ତ ସଂଖ୍ୟା
ଊ-
- ଆମର ତଳ ଓ ଉପର ମାଜିରେ 32ଟି (16ଟି ଲେଖାଏଁ) ଦାନ୍ତ ରହିଛି ।
- ପ୍ରତି ମାଢ଼ିରେ କର୍ଜନ ଦନ୍ତ – 4ଟି, ଶ୍ଵାନଦନ୍ତ -26, 966 98-46, 608698- ଟି ଏହିପରି ଭାବେ 16ଟି ଦାନ୍ତ ରହିଥାଏ ।
14. ପାକସ୍ଥଳୀରେ ଖାଦ୍ୟର ପରିଣତି ଦର୍ଶାଅ ।
ଊ-
- ପାକସ୍ଥଳୀର ଭିତର ଆଚ୍ଛାଦନରେ ଅନେକ ଗ୍ରନ୍ଥି (HCI) ନିଃସୃତ ହୋଇଥାଏ ।
- ପାଚକ ରସରେ ଥିବା ପେପ୍ସିନ୍ ଏନ୍ଜାଇମ୍ ପରିଣତ କରିଥାଏ ।
- ଲବଣାସ୍କ ଖାଦ୍ୟରେ ଥିବା କ୍ଷତିକାର କ ବ୍ୟାକ୍ଟେରିଆ ଆଦିକୁ ମଧ୍ୟ ମାରିଦିଏ ।
15. କେଉଁ ପ୍ରକାର ଖାଦ୍ୟରେ କେଉଁ ପ୍ରକାର ଶ୍ୱେତସାର ରହିଥାଏ ଉଦାହରଣ ସହ ଲେଖ ।
ଊ-
- ଆଳୁ, ଭାତ ଓ ରୁଟିରେ ଥିବା ଶ୍ଵେତସାର ମଣ୍ଡଦ ଅଟେ ।
- ଚିନି ଓ ଗୁଡ଼ରେ ଥିବା ଶ୍ଵେତସାର ସୁକ୍ରୋଜ ଅଟେ ।
- ଫଳରସ ଓ ପନିପରିବାରେ ଥିବା ଶ୍ଵେତସାର ଗ୍ଲୁକୋଜ ଅଟେ ।