Odisha State Board BSE Odisha 10th Class Life Science Important Questions Chapter 9 ଆମ ପରିବେଶ Important Questions and Answers.
BSE Odisha Class 10 Life Science Important Questions 9 ଆମ ପରିବେଶ
Objective Type Questions with Answers
A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ପୃଥିବୀ ଅନ୍ୟସବୁ ଗ୍ରହ ତୁଳନାରେ ଭିନ୍ନ ଓ ସ୍ଵତନ୍ତ୍ର କ।ହିଁକି
ଉ-
ପୃଥିବୀ ଏକମାତ୍ର ଗ୍ରହ ଯେଉଁଠାରେ ଜୀବ ବାସକରନ୍ତି ଏହା ସମ୍ଭବ ହୋଇଛି ପୃଥିବୀ ପୃଷ୍ଠରେ ମିଳୁଥିବା ମାଟି, ପାଣି ଓ ପବନର ଅପୂର୍ବ ସମନ୍ୱୟ ଯୋଗୁଁ ।
2. ଜଳମଣ୍ଡଳ କାହାକୁ କୁହାଯାଏ ?
ଉ-
ପୃଥିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାର ଜଳର ଉତ୍ସକୁ ଜଳ ମଣ୍ଡଳ କୁହାଯାଏ । ଏହା ସମସ୍ତ ସମୁଦ୍ର, ହିମପ୍ରବାହ, ନଦୀ, ହ୍ରସ, ପୁଷ୍କରିଣୀ ଓ ଝରଣା ଇତ୍ୟାଦିକୁ ନେଇ ଗଠିତ ।
3. ବାୟୁମଣ୍ଡଳ କାହାକୁ କୁହାଯାଏ ?
ଉ-
ଭୂପୃଷ୍ଠର ପ୍ରାୟ 640 କି.ମି. ଉପରକୁ ବ୍ୟାପିଥିବା ଅଞ୍ଚଳକୁ ବାୟୁମଣ୍ଡଳ କୁହାଯାଏ । ଏହା N2 O2 CO2 ଓ ଅନ୍ୟାନ୍ୟ ଗ୍ୟାସକୁ ନେଇ ଗଠିତ ।
4. ଅଶ୍ମମଣ୍ଡଳ କାହାକୁ କୁହାଯାଏ ?
ଉ-
ପୃଥିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାର ମାଟି, ପଥର, ପାହାଡ଼, ପର୍ବତ ଇତ୍ୟାଦିକୁ ନେଇ ଗଠିତ ମଣ୍ଡଳକୁ ଅଶ୍ମମଣ୍ଡଳ କୁହାଯାଏ ।
5. ଜୀବମଣ୍ଡଳ କାହାକୁ କୁହାଯାଏ ?
ଉ-
ଜଳମଣ୍ଡଳ, ବାୟୁମଣ୍ଡଳ ଓ ଅଶ୍ମମଣ୍ଡଳର ସମଷ୍ଟି ଅଞ୍ଚଳକୁ ଜୀବମଣ୍ଡଳ କୁହାଯାଏ ।
6. ଜୀବମଣ୍ଡଳ କାହାଦ୍ଵାରା ପରିଚାଳିତ ?
ଉ-
ଜୀବ ମଣ୍ଡଳ ସୌରଶକ୍ତି ଦ୍ଵାରା ପରିଚାଳିତ ଏବଂ ଆନିୟନ୍ତ୍ରଣ କ୍ଷମ ଏକ ପ୍ରାକୃତିକ ସଂସ୍ଥା । ଏହାକୁ ପୃଥିବୀର ସବୁଠାରୁ ବଡ଼ ପରିସଂସ୍ଥାଭାବେ ପ୍ରଚଣ କରାଯାଇପାରିବ କାରଣ ଏହା ଜୈବ ସଙ୍ଗଠନର ସର୍ବୋଚ୍ଚ ସ୍ତର ।
7. ପୃଥିବୀର ସବୁଠାରୁ ବଡ଼ ପରିସଂସ୍ଥାଭାବେ କାହାକୁ ବିବେଚନା କରାଯାଇଛି ?
ଉ-
ଜୀବ ମଣ୍ଡଳ ସୌରଶକ୍ତି ଦ୍ଵାରା ପରିଚାଳିତ ଏବଂ ଆନିୟନ୍ତ୍ରଣ କ୍ଷମ ଏକ ପ୍ରାକୃତିକ ସଂସ୍ଥା । ଏହାକୁ ପୃଥିବୀର ସବୁଠାରୁ ବଡ଼ ପରିସଂସ୍ଥାଭାବେ ପ୍ରଚଣ କରାଯାଇପାରିବ କାରଣ ଏହା ଜୈବ ସଙ୍ଗଠନର ସର୍ବୋଚ୍ଚ ସ୍ତର ।
8. ଜୀବମଣ୍ଡଳର ବିଭିନ୍ନ ଉପାଦାନର ନାମ ଲେଖ ।
ଉ-
ଜୀବମଣ୍ଡଳର ମୁଖ୍ୟ ଉପାଦାନ ହେଉଛି – ସମସ୍ତ ଜୀବଙ୍କ ସମଷ୍ଟି, ବାୟୁମଣ୍ଡଳ, ଜଳମଣ୍ଡଳ, ଅଶ୍ମମଣ୍ଡଳ ଏବଂ ଜୀବମାନଙ୍କଠାରୁ ଜାତ ପଦାର୍ଥ ତଥା ଜୈବିକ ଚକ୍ର ସୃଷ୍ଟି କରୁଥିବା ସମସ୍ତ ପଦାର୍ଥ ।
9. ଗୋଟିଏ ପରିସଂସ୍ଥା କେଉଁ କେଉଁ ଉପାଦାନକୁ ନେଇ ଗଠିତ ?
ଉ-
ଗୋଟିଏ ଅଞ୍ଚଳରେ ବାସ କରୁଥିବା ସମସ୍ତ ସଜୀବ ଓ ନିର୍ଜୀବ ବସ୍ତୁକୁ ନେଇ ପରିସଂସ୍ଥା ଗଠିତ । ଏହା ପ୍ରକୃତିର ଏକ ଗାଠନିକ ଓ କ୍ରିୟାତ୍ମକ ଏକକ ଅଟେ ।
10. ପରିବେଶ ସନ୍ତୁଳନ କାହାକୁ କୁହାଯାଏ ?
ଊ-
ଜୀବ ଜୀବ ଭିତରେ ତଥା ଜୀବ ଓ ପରିବେଶ ଭିତରେ ଏକ ନିବିଡ଼ ସମ୍ପର୍କ ଗଢ଼ି ଉଠିଛି ଏବଂ ପରିସଂସ୍ଥାରେ ଏକ ସୂକ୍ଷ୍ମ, ସମନ୍ବିତ ସନ୍ତୁଳନ ସମ୍ଭବ ହୋଇଛି । ଏହାକୁ ପ୍ରାକୃତିକ ଭାରସାମ୍ୟ କୁହାଯାଏ ।
11. ପ୍ରତ୍ୟେକ ପରିସଂସ୍ଥା କେଉଁ ଉପାଦାନକୁ ନେଇ ଗଠିତ ?
ଉ-
ପ୍ରତ୍ୟେକ ପରିସଂସ୍ଥା 4ଟି ଉପାଦାନକୁ ନେଇ ଗଠିତ;
- ଅଜୈବିକ ଉପାଦାନ,
- ଉତ୍ପାଦକ,
- ଭକ୍ଷକ,
- ଅପଘଟକ
13. ଉତ୍ପାଦକର ଉଦାହରଣ ଦିଅ ।
ଊ-
ପରିବେଶରେ ଥିବା ସମସ୍ତ ପ୍ରକାର ସବୁଜ ଉଦ୍ଭଦ; ଯଥା- ଘାସ, ଗଛ ଓ ପ୍ଲବ ଉଭିଦଗୁଡ଼ିକ ହେଉଛନ୍ତି ଉତ୍ପାଦକ ।
14. ଉତ୍ପାଦକମାନଙ୍କୁ ସ୍ବଭୋଜୀ କାହିଁକି କୁହାଯାଏ ?
ଊ-
ସବୁତ ଭଞ୍ଜିନମାନେ ସବୁତକଶାଦ୍ବାରା ସୂର୍ଯ୍ୟର କରୁଥିବାରୁ ଏମାନଙ୍କୁ ସ୍ବଭୋଜୀ କୁହାଯାଏ ।
15. ପରଭୋଜୀ କାହାକୁ କୁହାଯାଏ ?
ବ-
ଜକ୍ଷକମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାର ନାହିଁ । ଏମାନେ ଖାଦ୍ୟପାଇଁ ପରୋକ୍ଷ ବା ଏମାନଙ୍କୁ ପରଭୋଜୀ କୁହାଯାଏ ।
B ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
1. କେଉଁ ମସିହାରେ ପର୍ବସଂଗୀତ ପିରାମିନ୍ ତଥ୍ୟ ଲୋକାର୍ପିତ ହେଲା ?
2. କେଉଁ ବୈଜ୍ଞାନିକ ପରିସଂସ୍ଥାୟ ପିରାମିଡ୍ ତତ୍ତ୍ଵର ପ୍ରବର୍ତ୍ତକ ?
3. ଗୋଟିଏ ପରି ସଂସ୍ଥାରେ ଉତ୍ପାଦକ ଠାରୁ ବିଭିନ୍ନ ଅନୁକ୍ରମରେ ମାଂସାଶୀ ପ୍ରାଣୀମାନଙ୍କ ଦେଇ ଖାଦ୍ୟ ଓ ଶକ୍ତିର ପ୍ରବାହକୁ କ’ଣ କୁହାଯାଏ ?
4. ଗୋଟିଏ ପରିସଂସ୍ଥାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ 100 I ହେଲେ ମାଂସାଶୀ ସ୍ତର-2 ଠାରେ ଏହାର ପରିମାଣ କେତେ ?
5. ପ୍ରତ୍ୟେକ ପରିସଂସ୍ଥା କେତୋଟି ଉପାଦାନକୁ ନେଇ ଗଠିତ ?
6. ଖାଦ୍ୟଶୃଙ୍ଖଳର କେଉଁ ସ୍ତରରେ ଥିବା ପ୍ରାଣୀକୁ ଶୀର୍ଷ ଭକ୍ଷକ କୁହାଯାଏ ?
7. ସର୍ବନିମ୍ନ କେତୋଟି ଖାଦ୍ୟସ୍ତରକୁ ନେଇ ଖାଦ୍ୟଶୃଙ୍ଖଳ ଗଠିତ ହୋଇପାରିବ ?
8. କେଉଁ ବୈଜ୍ଞାନିକ ଖାଦ୍ୟଶୃଙ୍ଖଳ ସନ୍ଧିରେ ଅନେକ ଅନୁଧ୍ୟାନ କରିଥିଲେ ?
9. ଓଜୋନ୍ ଛିଦ୍ର ଫଳରେ ସୂର୍ଯ୍ୟଙ୍କର କେଉଁ ପ୍ରକାର ରଶ୍ମି ପୃଥିବୀପୃଷ୍ଠରେ ସିଧାସଳଖ ପଡ଼େ ?
10. ଶୀତଳୀକରଣ ଯନ୍ତ୍ରରେ ବ୍ୟବହୃତ କେଉଁ ଗ୍ୟାସ୍ ଓଜୋନ ସ୍ତରରେ ଛିଦ୍ରର କାରଣ ?
11. ଜୈବିକ ପରିବର୍ଷକ ଯୋଗୁ କେଉଁ ପ୍ରକାର ପ୍ରାଣୀ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେଉଛି ?
12. ଅନେକ ବିଷାକ୍ତ ପଦାର୍ଥ କେଉଁ ପ୍ରକାର କ୍ରିୟାଦ୍ଵାରା ପ୍ରାଣୀ ଶରୀରରୁ ନିଷ୍କାସିତ ହୋଇଥାଏ ?
13. ପରିପୂର୍ଣ୍ଣ ରହେ ?
14. ପରିସଂସ୍ଥାରେ କେଉଁମାନଙ୍କର ସଂଖ୍ୟା ସବୁଠାରୁ କମ୍ ?
15. ଗୋଟିଏ ପରିସଂସ୍ଥାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ 100 କ୍ୟାଲୋରୀ ହେଲେ ପଞ୍ଚମ ସ୍ତରରେ ଶକ୍ତିର ପରିମାଣ କେତେ ମିଳିବ ?
16. ପରିବେଶରେ କେଉଁ ସ୍ତରରୁ ସର୍ବୋଚ୍ଚ ଶକ୍ତି ମିଳିଥାଏ ?
17. ଗୋଟିଏ ପରି ସଂସ୍ଥାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ 1000 କ୍ୟାଲୋରୀ ହେଲେ ମାଂସାଶୀ-ସ୍ତର 2 ରେ କେତେ ହେବ ?
18. ସବୁଜ ଉଦ୍ଭିଦ ଆଲୋକଶ୍ଳେଷଣ ଜରିଆରେ କେଉଁ ଶକ୍ତିକୁ କେଉଁ ଶକ୍ତିରେ ରୂପାନ୍ତରିତ କରେ ?
19. ଯେକୌଣସି ପରିସଂସ୍ଥାରେ ଶକ୍ତିର ପ୍ରବାହ କେଉଁଠାରେ ଶେଷ ହୋଇଥାଏ ?
20. ଯେକୌଣସି ପରିସଂସ୍ଥାରେ ଶକ୍ତିର ପ୍ରବାହ କେଉଁଠାରୁ ଆରମ୍ଭ ହୁଏ ?
Answers
1. 1927
2. ଏଲ୍ଟନ୍
3. ଖାଦ୍ୟଶୃଙ୍ଖଳ
4. 0.1
5. 4
6. ଶେଷ
7. 3
8. ଏଲଟନ୍
9. ଅତିବାଇଗଣୀ ରଶ୍ମି
10. CFC
11. ମନୁଷ୍ୟ
12. ରେଚନ
13. ଅପଘଟକ
14. ଶୀର୍ଷଭକ୍ଷକ
15. 0.01 କ୍ୟାଲୋରୀ
16. ତୃଣଭୋଜୀ ସ୍ତର
17. 1
18. ସୌରଶକ୍ତିକୁ ରାସାୟନିକ ଶକ୍ତି
19. ଅପଘଟକ
20. ସୂର୍ଯ୍ୟ
C ଶୂନ୍ୟସ୍ଥାନ ପୂରଣ କର ।
1. ଶୀତଳୀକରଣ ମନ୍ତ୍ରରେ ବ୍ୟବହୃତ …………………. ଗ୍ୟାସ ଓଜୋନ୍ ସ୍ତରରେ ଛିଦ୍ର ସୃଷ୍ଟି କରିଥାଏ ।
2. ଓଜୋନ୍ ରନ୍ଧ୍ର ଯୋଗୁଁ ମନୁଷ୍ୟ ଦେହରେ ……………….. ରୋଗ ସୃଷ୍ଟି ହେଉଛି ।
3. ବାୟୁମଣ୍ଡଳରେ ସବୁଜ କୋଠରି ଗ୍ୟାସ ବୃଦ୍ଧି ଯୋଗୁ …………………. ପ୍ରଭାବ ଦେଖାଦେଉଛି ।
4. ବିଶ୍ଵତାପନ ଯୋଗୁଁ …………….. ରେ ଅବାଞ୍ଛିତ ପରିବତ୍ତନ ଘଟୁଛି ।
5. ପୃଥିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାର ଜଳର ଉତ୍ସକୁ ………………………. କୁହାଯାଏ ।
6. ଭୂପୃଷ୍ଠର ପ୍ରାୟ 640 କି.ମି. ଉପରକୁ ବ୍ୟାପିଥିବା ଅଞ୍ଚଳକୁ …………………… କୁହାଯାଏ ।
8. ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଶତକଡ଼ା ପରିମାଣ ………………….. ।
9. ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ଶତକଡ଼ା ପରିମାଣ ………………….. ।
10. ପୃଥିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାର ମାଟି, ପଥର, ପାହାଡ଼, ପର୍ବତ ଇତ୍ୟାଦିକୁ ନେଇ …………………… ଗଠିତ ।
11. ଜଳମଣ୍ଡଳ, ବାୟୁମଣ୍ଡଳ ଓ ଅଶ୍ମମଣ୍ଡଳର …………………. ସମଷ୍ଟିରେ ମଣ୍ଡଳ ଗଠିତ ହୋଇଥାଏ ।
12. ପୃଥିବୀର ସମସ୍ତ ପରିସଂସ୍ଥାକୁ ନେଇ ……………………… ଗଠିତ ହୋଇଥାଏ ।
13. ଇକୋସିଷ୍ଟମ୍ ଶବ୍ଦର ବ୍ୟବହାର ପ୍ରଥମେ …………………. କରିଥିଲେ ।
14. ସବୁପ୍ରକାର ପ୍ରାଥମିକ ଭକ୍ଷକ …………………….. ଅଟନ୍ତି ।
15. ସବୁପ୍ରକାର ଦ୍ବିତୀୟକ ଭକ୍ଷକ …………………. ଅଟନ୍ତି ।
16. ଦ୍ଵିତୀୟକ ଭକ୍ଷକ ପ୍ରାଣୀମାନେ ……………………. କମରେ ରୂତୁନ୍ତି
17. ତୃତୀୟକ ଭକ୍ଷକ ପ୍ରାଣୀମାନେ ……………….. କମରେ ରୂତୁନ୍ତି
18. ଗୋଟିଏ ଘାସ ପଡ଼ିଆ ପରି ସଂସ୍ଥାରେ ବେଙ୍ଗକୁ …………………….. ଖାଉଥିବା ସାପ ଶ୍ରେଣୀର ଭକ୍ଷକ ।
19. ପରିସଂସ୍ଥାରେ ସବୁଜ ଉଦ୍ଭିଦ …………………….. ଅଟେ ।
20. ମାତୁ ………………… ଟି ଖାଦ୍ୟସ୍ତରକୁ ନେଇ ଖାଦ୍ୟଶୃଙ୍ଖଳ ଗଠିତ ହୋଇପାରେ ।
21. ଖାଦ୍ୟଶୃଙ୍ଖଳର ଶେଷ ସ୍ତରରେ ଥିବା ପ୍ରାଣୀଙ୍କୁ ………………… କୁହାଯାଏ ।
22. ଯେକୌଣସି ଖାଦ୍ୟ ଶୃଙ୍ଖଳରେ ଖୁବ୍ ବେଶୀରେ …………………. ଟି ଖାଦ୍ୟସ୍ତର ଥାଏ ।
23. ପରିସଂସ୍ଥାରେ ଶକ୍ତିର ପ୍ରବାହ ………………………. ।
24. ପରିସଂସ୍ଥାରେ ପୋଷକର ପ୍ରବାହ …………………… ।
Answers
1. କ୍ଲୋରୋଫ୍ଲୋରୋକାର୍ବନ
2. ଚର୍ମ କର୍କଟ
3. ସବୁଜ କୋଠରୀ
4. ବିଶ୍ଵ ଜଳବାୟୁ
5. ଜଳମଣ୍ଡଳ
6. ବାୟୁମଣ୍ଡଳ
7. 78.62
8. 20.84
9. 0.03
10. ଅଶ୍ମମଣ୍ଡଳ
11. ଜୀବମଣ୍ଡଳ
12. ଜୀବମଣ୍ଡଳ
13. ଏ.ଜି.ଟାନ୍ସ୍
14. ତୃଣଭୋଜୀ
15. ମାଂସାଶୀ
16. C1
17. C2
18. 30
19. ଉତ୍ପାଦକ
20. 3
21. ଭକ୍ଷକ
22. 5
23. ଏକତରଫା
24. ଚକ୍ରାକାର
(D) ନିମ୍ନସ୍ଥ ଉକ୍ତିଗୁଡିକରୁ କେଉଁଟି ଠିକ୍ (✓ ) ବା ଭୁଲ୍ (✗) ଦର୍ଶାଅ ।
1. ଜୀବମଣ୍ଡଳର ଅର୍ଥ ଜୀବମାନଙ୍କର ସମଷ୍ଟି ।
2. ପ୍ଲବ ଉଦ୍ଭଦ ପରିସଂସ୍ଥାରେ ଏକ ଉତ୍ପାଦକ ।
3. ଗୋଟିଏ ଘାସପଡ଼ିଆ ପରି ସଂସ୍ଥାରେ ଝିଣ୍ଟି କାକୁ ଖାଉଥିବା ବେଙ୍ଗ ହେଉଛି ତୃତୀୟକ ଭକ୍ଷକ ।
4. ଖାଦ୍ୟଶୃଙ୍ଖଳର ପଞ୍ଚମ ଖାଦ୍ୟସ୍ତର ଉପରେ ନିର୍ଭର କରି କୌଣସି ଜୀବ ବଞ୍ଚିବା ଅସମ୍ଭବ ।
5. ମଣିଷ ଜୈବପରିବର୍ଷକ ଦ୍ବାରା ଅଧ୍ବକ କ୍ଷତିଗ୍ରସ୍ତ ହେଉଛି କାରଣ ମଣିଷ ଏକ ସର୍ବଭୋଜୀ ପ୍ରାଣୀ ।
6. ଗୋଟିଏ ଘାସପଡ଼ିଆ ପରିସଂସ୍ଥାରେ ଠେକୁଆ, ଝିଣ୍ଟିକା ଆଦି ପ୍ରାଥମିକ ଭକ୍ଷକ । ଆଦି ପ୍ରାଥମିକ ଭକ୍ଷକ ।
7. ଜଙ୍ଗଲ ପରିସଂସ୍ଥାରେ ହାତୀ ଓ ହରିଣ ପ୍ରାଥମିକ ଭକ୍ଷକ ।
8. ସବୁପ୍ରକାର ମାଂସାଶୀ ପ୍ରାଣୀ ପ୍ରାଥମିକ ଭକ୍ଷକ ।
9. କଳ୍ପବୃକ୍ଷ ସଂସ୍ଥା 1970 ମସିହାଠାରୁ କାର୍ଯ୍ୟ କରୁଛି ।
10. ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି 1883 ମସିହାରେ ପ୍ରତିଷ୍ଠିତ ହୋଇଥିଲା ।
Answers
1. (✗)
2. (✓)
3. (✗)
4. (✓)
5. (✓)
6. (✓)
7. (✓)
8. (✗)
9. (✗)
10. (✓)
E ‘କ’ ସ୍ତମ୍ଭରେ ପ୍ରଥମ ଯୋଡାର ସମ୍ପର୍କକୁ ଲକ୍ଷ୍ୟକରି ‘ଖ’ ସ୍ତମ୍ଭରେ ଦ୍ଵିତୀୟଟିରେ ଶୂନ୍ୟସ୍ଥାନ ପୂରଣ କର ।
1. ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ପତ୍ର : ଜୈବ ଅବନମିତକ୍ଷମ | ପାଷ୍ଟିକ ନିର୍ମିତ ପଦାର୍ଥ : |
ସଲଫର ଡାଇଅକ୍ସାଇଡ ଗ୍ୟାସ୍ : ଅମ୍ଳବର୍ଷା | ସି.ଏଫ୍.ସି. ଗ୍ୟାସ୍ : |
କାର୍ବନ : ସ୍ଥଳ ପୋଷକ | ମାଙ୍ଗାନିଜ : |
ଦଶ ପ୍ରତିଶତ ନିୟମ : ଲିଣ୍ଡୋମାନ୍ | ଇକୋଲୋଜିକାଲ ପିରାମିଡ୍ : |
ଝିଣ୍ଟିକା : ପ୍ରାଥମିକ ଭକ୍ଷକ | ବେଙ୍ଗ: |
Answer:
ଉ ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ପତ୍ର : ଜୈବ ଅବନମିତକ୍ଷମ | ପାଷ୍ଟିକ ନିର୍ମିତ ପଦାର୍ଥ : ଅଶ-ଅବନମିତକ୍ଷମ |
ସଲଫର ଡାଇଅକ୍ସାଇଡ ଗ୍ୟାସ୍ : ଅମ୍ଳବର୍ଷା | ସି.ଏଫ୍.ସି. ଗ୍ୟାସ୍ : ଓଜନ ଛିଦ୍ର |
କାର୍ବନ : ସ୍ଥଳ ପୋଷକ | ମାଙ୍ଗାନିଜ : ସୂକ୍ଷ୍ମ ପୋଷକ |
ଦଶ ପ୍ରତିଶତ ନିୟମ : ଲିଣ୍ଡୋମାନ୍ | ଇକୋଲୋଜିକାଲ ପିରାମିଡ୍ : ଏଲଟନ |
ଝିଣ୍ଟିକା : ପ୍ରାଥମିକ ଭକ୍ଷକ | ବେଙ୍ଗ : ଦ୍ଵିତୀୟକ ଭକ୍ଷକ |
2. ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
K : ସ୍ଥୂଳପୋଷକ | CO: |
ଘାସ : ଉତ୍ପାଦକ | ଝିଣ୍ଟିକା : |
ଘାସ : ଉତ୍ପାଦକ | ଅଣୁଜୀବ : |
ସବୁଜ ଉଦ୍ଭିଦ : ଉତ୍ପାଦକ | କବକ : |
ସବୁ ପ୍ରକାର ପ୍ରାଥମିକ ଭକ୍ଷକ : ତୃଣଭେ।ଜା | ସବୁପ୍ରକାର ଦ୍ୱିତୀୟକ ଭକ୍ଷକ : |
Answer:
ଉ ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
K : ସ୍ଥୂଳପୋଷକ | CO : ସୂକ୍ଷ୍ମପୋଷକ |
ଘାସ : ଉତ୍ପାଦକ | ଝିଣ୍ଟିକା : ଭକ୍ଷକ |
ଘାସ : ଉତ୍ପାଦକ | ଅଣୁଜୀବ : ଅପଘଟକ |
ସବୁଜ ଉଦ୍ଭିଦ : ଉତ୍ପାଦକ | କବକ : ଅପଘଟକ |
ସବୁ ପ୍ରକାର ପ୍ରାଥମିକ ଭକ୍ଷକ : ତୃଣଭେ।ଜା | ସବୁପ୍ରକାର ଦ୍ୱିତୀୟକ ଭକ୍ଷକ : ମାଂସାଶୀ |
3. ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଟାନ୍ସ୍ଲେ : 1971-1955 | ଏଲଟନ୍ : |
ଟାନ୍ସ୍ଲେ : 1971-1955 | ଲିଣ୍ଡେମାନ୍ : |
କରଳ ଶାସ୍ତ୍ର ସାହିତ୍ୟ ପରିଷଦ : 1970 | ବମ୍ବେ ନେରୁରାଲ ହିଁ ସୋସାଇଟି : |
କେରଳ ଶାସ୍ତ୍ର ସାହିତ୍ୟ ପରିଷଦ : 1970 | କଳ୍ପବୃକ୍ଷ: |
କାଗଜ : ଜୈବ ଅବନମିତକ୍ଷମ | କାଚ : |
Answer:
ଉ ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଟାନ୍ସ୍ଲେ : 1971-1955 | ଏଲଟନ୍ : 1900-1991 |
ଟାନ୍ସ୍ଲେ : 1971-1955 | ଲଣ୍ଡେ ପାନ୍ : 1915-1942 |
କରଳ ଶାସ୍ତ୍ର ସାହିତ୍ୟ ପରିଷଦ : 1970 | ବମ୍ବେ ନେଚୁରାଲ ହିଷ୍ଟ୍ରି ସୋସାଇଟି : 1883 |
କେରଳ ଶାସ୍ତ୍ର ସାହିତ୍ୟ ପରିଷଦ : 1970 | କଳ୍ପବୃକ୍ଷ : 1979 |
କାଗଜ : ଜୈବ ଅବନମିତକ୍ଷମ | କାଚ : ଜୈବ ଅବନମିତ ଅକ୍ଷମ |
Multiple Choice Questions (Mcqs) With Answers
1. ସବୁ ପ୍ରକାର ଦ୍ଵିତୀୟକ ଭକ୍ଷକଙ୍କୁ
(A) ଉତ୍ପାଦକ
(B) ତୃଣଭୋଜୀ
(C) ମାଂସାଶୀ
(D) ଅପଘଟକ
Answer
(C) ମାଂସାଶୀ
2. କେଉଁଗୁଡ଼ିକ ସ୍ଵଭୋଜୀ ?
(A) ଉତ୍ପାଦକ
(B) ତୃଣଭୋଜୀ
(C) ମାଂସାଶୀ
(D) ଅପଘଟକ
Answer
(A) ଉତ୍ପାଦକ
3. 20 କ୍ୟାଲୋରି ହୁଏ, ତେବେ ସେହି ଖାଦ୍ୟ ଶୃଙ୍ଖଳରେ ମାଂସାଶୀ-୨କୁ କେତେ କ୍ୟାଲୋରି ଶକ୍ତି ମିଳିପାରେ ?
(A) 0.2
(B) 2.0
(C) 100
(D) 200
Answer
(A) 0.2
4. କେଉଁଟି ଏକ ଜାତୀୟ ଉଦ୍ୟାନ ?
(A) ଚିଲିକା
(B) ନନ୍ଦନକାନନ
(C) ସୁନାବେଡ଼ା
(D) ଭିତରକନିକା
Answer
(D) ଭିତରକନିକା
5. କେଉଁଟି ଅପଘଟକ ନୁହେଁ ?
(A) ଶୈବାଳ
(B) କବକ
(C) ବୀଜାଣୁ
(D) ଆଦିପ୍ରାଣୀ
Answer
(A) ଶୈବାଳ
6. ସବୁ ପ୍ରକାର ଦ୍ଵିତୀୟକ ଭକ୍ଷକକୁ କେଉଁ ଶ୍ରେଣୀଭୁକ୍ତ କରାଯାଏ ?
(A) ଉତ୍ପାଦକ
(B) ତୃଣ ଭୋଜୀ
(C) ଅପଘଟକ
(D) ମାଂସାଶୀ
Answer
(D) ମାଂସାଶୀ
7. ପୃଥିବୀ ପୃଷ୍ଠରୁ ସୌରଶକ୍ତି ପ୍ରତିଫଳିତ ଓ ବିକିରିତ ହୋଇ ମହାକାଶକୁ ଫେରିଯିବାକୁ କ’ଣ କୁହାଯାଏ ?
(A) ଆଲ୍ବେଡ଼ୋ
(B) ଅପଘଟନ
(C) ପ୍ରପେଲ୍
(D) ସୌରପ୍ରଦାହ
Answer
(A) ଆଲ୍ବେଡ଼ୋ
8. ଲିଡେମାନଙ୍କ ଅଧ୍ୟୟନ ଅନୁଯାୟୀ, ମାଂସାଶୀ ସ୍ତର – 2ରେ ଯଦି 0.1 କ୍ୟାଲୋରୀ ଶକ୍ତି ମିଳିଥାଏ, ତେବେ ତୃଣଭୋଜୀ ସ୍ତରରେ ଶକ୍ତିର ପରିମାଣ କେତେ ହେବ ?
(A) 1 କ୍ୟାଲୋରୀ
(B) 10 କ୍ୟାଲୋରୀ
(C) 100 କ୍ୟାଲୋରୀ
(D) 1000 କ୍ୟାଲୋରୀ
Answer
(B) 10 କ୍ୟାଲୋରୀ
9. ପରିବେଶବିତ୍ ଲଣ୍ଡମାନ କେଉଁ ମସିହାରେ ଦଶ
(A) 1939
(B) 1940
(C) 1941
(D) 1942
Answer
(D) 1942
10. ଯଦି ଗୋଟିଏ ପରିସଂସ୍ଥାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ 100 K ହୁଏ, ତେବେ ତୃଣଭୋଜୀ ସ୍ତରରେ ଏହା କେତେ ହେବ ?
(A) 10 K
(B) 1K
(C) 0.1K
(D) 0.01 K
Answer
(A) 10 K
11. କେଉଁ ମସିହାରେ ପରିସଂଘୀୟ ପିରାମିଡ୍ ତଥ୍ୟ ଲୋକାର୍ପିତ ହୋଇଥିଲା ?
(A) 1925.
(B) 1926
(C) 1927
(D) 1928
Answer
(C) 1927
12. କେଉଁ ବୈଜ୍ଞାନିକ ପରିସଂସ୍ଥା ପିରାମିଡ୍ ତତ୍ତ୍ଵର ପ୍ରବର୍ତ୍ତକ ?
(A) ଟାନ୍ସଲେ
(B) ହେକେଲ୍
(C) ଲିପ୍ତେମାନ୍
(D) ଏଲ୍ଟନ୍
Answer
(D) ଏଲ୍ଟନ୍
13. ଗୋଟିଏ ପରି ସଂସ୍ଥାରେ ଉତ୍ପାଦକ ଠାରୁ ବିଭିନ୍ନ ଅନୁକ୍ରମରେ ମାଂସାଶୀ ପ୍ରାଣୀମାନଙ୍କ ଦେଇ ଖାଦ୍ୟ ଓ
(A) ଖାଦ୍ୟଶୃଙ୍ଖଳ
(B) ଖାଦ୍ୟକାଲି
(C) ଜୀବାଳୀ
(D) ଜୈବ ପରିବର୍ତ୍ତନ
Answer
(A) ଖାଦ୍ୟଶୃଙ୍ଖଳ
14. ଗୋଟିଏ ପରି ସଂସ୍ଥାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ 100 J ହେଲେ ମାଂସାଶୀ ସ୍ତର-2 ଠାରେ
(A) 10
(B) 1
(C) 0.1
(D) 0.01
Answer
(C) 0.1
15. ପ୍ରତ୍ୟେକ ପରିସଂସ୍ଥା କେତୋଟି ଉପାଦାନକୁ ନେଇ ଗଠିତ ?
(A) 1
(B) 2
(C) 3
(D) 4
Answer
(D) 4
16. ନିମ୍ନୋକ୍ତ କେଉଁଟି ପରିସଂଘୀୟ ଉପାଦାନ ନୁହେଁ ?
(A) ଉତ୍ପାଦକ
(B) ଭକ୍ଷକ
(C) ଅପଘଟକ
(D) ଜୈବ ପରିବର୍ଶନ
Answer
(D) ଜୈବ ପରିବର୍ଶନ
17. . ନିମ୍ନୋକ୍ତ କେଉଁଟି ସ୍ଥୂଳ ପୋଷକ ନୁହେଁ ?
(A) Zn
(B) Ca
(C) Mg
(D) K
Answer
(A) Zn
18. ନିମ୍ନୋକ୍ତ କେଉଁଟି ସୂକ୍ଷ୍ମ ପୋଷକ ନୁହେଁ ?
(A) Mn
(B) Na
(C) Ca
(D) Co
Answer
(C) Ca
1. ପରିସଂସ୍ଥାର ଗାଠନିକ ଉପାଦାନମାନଙ୍କ ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର ।
ଉ-
ପ୍ରତ୍ୟେକ ପରିସଂସ୍ଥା ନିମ୍ନଲିଖ୍ 4ଟି ଉପାଦାନକୁ ନେଇ ଗଠିତ ଯଥା-
(i) ଅଜୈବିକ ଉପାଦାନ,
(ii) ଉତ୍ପାଦକ,
(iii) ଭକ୍ଷକ ଓ
(iv) ଅପଘଟକ
(i) ଅଜୈବିକ ଉପାଦାନ – ପରିବେଶରେ ଥିବା ମାଟି, ପାଣି, ପବନ, ଅନ୍ୟ ମୌଳିକ ପଦାର୍ଥ, ଯୌଗିକ ପଦାର୍ଥ ପରି ସମସ୍ତ ନିର୍ଜୀବ ପଦାର୍ଥକୁ ନେଇ ପରି ସଂସ୍ଥାର ଅଜୈବିକ ଉପାଦାନ ଗଠିତ ହୋଇଛି ।
(ii) ଉତ୍ପାଦକ – ପରିବେଶରେ ଥିବା ସମସ୍ତ ପ୍ରକାର ସବୁ ଜ ଉପାଦକ ଅଟନ୍ତି । ସେମାନଙ୍କଠାରେ ସେଫିଲ୍ ନାମକ ଏକ ପ୍ରକାଶ ସବୁତକଣ ସୂର୍ଯ୍ୟର ଆତଳାଙ୍କ ଶକ୍ତିକୁ ରାସାୟନିକ ଶକ୍ତିରେ ରୂପାନ୍ତରିତ କରେ । ନିଜ ସ୍ଵପୋଷୀ ବା ସ୍ଵଭୋଜୀ କୁହାଯାଏ ।
(iii) ଭକ୍ଷକ- ଉପାଦାନରୁ ନିଜ ପାଇଁ ଖାଦ୍ୟ ତିଆରି କରିବାର ପରୋକ୍ଷଭାବେ ଖାଦ୍ୟ ପାଇଁ ଉତ୍ପାଦକ ଙ୍କ ଉପରେ ନିର୍ଭର କରନ୍ତି । ସେଥିପାଇଁ ସେମାନଙ୍କୁ ପର ଭୋଜୀ କୁହାଯାଏ । ଖାଦ୍ୟ ଅଭ୍ୟାସ ପର ଭୋଜୀ କୁ ହାଯାଏ । ଖାଦ୍ୟ ଅଭ୍ୟାସ ଦ୍ଵିତୀୟକ ଭକ୍ଷକ, ତୃତୀୟ ଭକ୍ଷକ ଏବଂ ଶୀର୍ଷ ଭକ୍ଷକ ହୋଇଥା’ନ୍ତି ।
(iv) ଅପଘଟକ – ଅପଘଟକ ମାନେ ନି ଜର ଖାଦ୍ୟପାଇଁ ମୃତପ୍ରାଣୀ, ଉଭିଦ ଓ ସେମାନଙ୍କର ଉପରେ ନିର୍ଭର କରନ୍ତି । ଜୟଦଳ ଏବଂ ସମସ୍ତ ପ୍ରକାର ଉକ୍ଷକଙ୍କର ମୃତ୍ୟୁ ପରେ ତାହା ବାୟୁମଣ୍ଡଳରେ ମିଶିଯାଏ । ପରିବେଶର ମୁଖ୍ୟ ଅପଘଟକମାନେ ହେଉଛନ୍ତି ବୀଜାଣୁ, କବକ ଓ କେତେକ ଆଦିପ୍ରାଣୀ ଇତ୍ୟାଦି ।
2. ଖାଦ୍ୟ ଶୃଙ୍ଖଳ ଓ ଏହାର ମହତ୍ତ୍ବ ଉଦାହରଣ ସହ ଆଲୋଚନା କର ।
ଉ-
- ପରି ସଂସ୍ଥାରେ ସବୁଜ ଉଦ୍ଭିଦ ହେଉଛନ୍ତି ଉତ୍ପାଦକ ।
- ତୃଣଭୋଜୀମାନେ ସବୁଜ ଉଭିଦ ଖାଇ ବଞ୍ଚନ୍ତି । ତୃଣଭୋଜୀମାନଙ୍କୁ ମାଂସାଶୀ ପ୍ରାଣୀମାନଙ୍କ ଖାଇ ବଞ୍ଚନ୍ତି ।
- ଗୋଟିଏ ପରିସଂସ୍ଥାରେ ‘ସବୁଜ ଉଦ୍ଭଦଠାରୁ ବିଭିନ୍ନ ଅନୁକ୍ରମରେ ତୃଣଭୋଜୀ ଓ ମାଂସାଶୀ ପ୍ରାଣୀମାନଙ୍କ ବାଟଦେଇ ଖାଦ୍ୟ ଓ ଖାଦ୍ୟସ୍ଥିତ ଶକ୍ତିର ପ୍ରଭାବକୁ ଖାଦ୍ୟଶୃଙ୍ଖଳ କୁହାଯାଏ ।
ଘାସ → ଝିଣ୍ଟିକ। → ବେଙ୍ଗ ସାପ → ଚିଲ - ଖାଦ୍ୟଶୃଙ୍ଖଳ ସବୁସମୟରେ ଗୋଟିଏ ସରଳ ରେଖାରେ ଗତିକରେ ଓ ଏଥୁରୁ ପରିସଂସ୍ଥାର ବିଭିନ୍ନ ଜୀବଙ୍କ ଭିତରେ ଥିବା ସମ୍ପର୍କର ସୂଚନା ମିଳେ ।
- ଖାଦ୍ୟ ଶୃଙ୍ଖଳ ସାଧାରଣତଃ ନିମ୍ନୋକ୍ତ ଖାଦ୍ୟ ସ୍ତରକୁ ନେଇ ଗଠିତ, ଯଥା- ଉତ୍ପାଦକଭାବେ ସବୁଜ ଉଭିଦ ପ୍ରଥମ ଖାଦ୍ୟସ୍ତର ଦଖଲ କରିଛନ୍ତି ।
- ସବୁଜ ଉଦ୍ଭଦରୁ ସିଧାସଳଖ ଖାଦ୍ୟ ଗ୍ରହଣ କରୁଥିବା ତୃଣଭୋଜୀ ପ୍ରାଣୀମାନେ ଦ୍ଵିତୀୟ ଖାଦ୍ୟ ସ୍ତରରେ ରହିଛନ୍ତି ।
- ଏହି ପ୍ରାଣୀଙ୍କୁ ଖାଉଥିବା ମାଂସାଶୀ କ୍ରମ-1 ପ୍ରାଣୀଙ୍କ ସ୍ଥାନ ତୃତୀୟ ଖାଦ୍ୟ ସ୍ତର ଅଟେ ।
- ଚତୁର୍ଥ ଖାଦ୍ୟ ସ୍ତର ଦଖଲ କରିଛନ୍ତି ମାଂସାଶୀ କ୍ରମ-2 ପ୍ରାଣୀମାନେ ଏବଂ ଏମାନଙ୍କ ଖାଦ୍ୟ ହେଉଛି ମାଂସାଶୀ କ୍ରମ-1 ପ୍ରାଣୀ ।
- ଖାଦ୍ୟ ଶୃଙ୍ଖଳର ଶେଷସ୍ତରରେ ଥିବା ପ୍ରାଣୀଙ୍କୁ ଶୀର୍ଷ ଭକ୍ଷକ କୁହାଯାଏ ।
- ମାତ୍ର ତିନୋଟି ଖାଦ୍ୟ ସ୍ତରକୁ ନେଇ ମଧ୍ୟ ଖାଦ୍ୟ ଶୃଙ୍ଖଳ ଗଠିତ ହୋଇପାରେ ।
- ଖାଦ୍ୟଶୃଙ୍ଖଳରୁ ଗୋଟିଏ ପରିସଂସ୍ଥାରେ ପ୍ରାଣୀମାନଙ୍କ ମଧ୍ୟରେ ଥିବା ଖାଦ୍ୟ ଓ ଖାଦକ ସମ୍ପର୍କ ବିଷୟରେ ଜାଣିହୁଏ । ଏହା ଖାଦ୍ୟ ଉତ୍ପାଦନ ଓ ପ୍ରବାହ ଉପରେ ନିର୍ଭର କରି ସମ୍ପର୍କର ସୂଚନା ପ୍ରଦାନ କରିଥାଏ ।
- ଏହାଦ୍ଵାରା ଗୋଟିଏ ପରିସଂସ୍ଥାରେ ଘଟୁଥିବାରେ ଘଟୁଥିବା ଶକ୍ତି ପ୍ରବାହ ସମ୍ବନ୍ଧରେ ଜାଣିହୁଏ ।
- ଗୋଟିଏ ପରିସଂସ୍ଥାରେ ବିଷାକ୍ତ ପଦାର୍ଥଗୁଡ଼ିକର ଚଳନ ବିଷୟରେ ମଧ୍ୟ ଆମେ ଜାଣିପାରିବା ଏବଂ ବିଷାକ୍ତ ପଦାର୍ଥର ଜୈବପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ କରିପାରିବା ।
3. ଜୀବମଣ୍ଡଳର ଗଠନ ଓ ଉପାଦାନ ବର୍ଣ୍ଣନ କର ।
ଉ-
- ପୃଥିବୀପୃଷ୍ଠରେ ଥିବା ସମସ୍ତ ପ୍ରକାର ଜଳର ଉତ୍ସକୁ ଜଳମଣ୍ଡଳ କୁହାଯାଏ ।
- ଜଳ ମଣ୍ଡଳରେ ସବୁ ସମୁଦ୍ର, ହିମପ୍ରବାହ, ନଦୀ, ହ୍ରଦ, ପୁଷ୍କରିଣୀ ଓ ଝରଣା ଇତ୍ୟାଦିର ଜଳସହ ଭୂତଳ ଜଳ ରହିଅଛି ।
- ଭୂପୃଷ୍ଠର ପ୍ରାୟ 640 କି.ମି. ଉପରକୁ ବ୍ୟାପିଥିବା ଅଞ୍ଚଳକୁ ବାୟୁମଣ୍ଡଳ କୁହାଯାଏ ।
- ବାୟୁମଣ୍ଡଳ 78.62% ଯବକ୍ଷାରଜାନ, 20.84% ଅମ୍ଳଜାନ, 0.03 ଭାଗ ଅଙ୍ଗାରକାମ୍ଳ, ଅବଶିଷ୍ଟ ଜଳୀୟ ବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍କୁ ନେଇ ଗଠିତ ।
- ଅଶ୍ମମଣ୍ଡଳ ବା ପ୍ରସ୍ତରମଣ୍ଡଳ ପୃଥିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାର ମାଟି, ପଥର, ପାହାଡ଼, ପର୍ବତ ଇତ୍ୟାଦିକୁ ନେଇ ଗଠିତ ।
- ଜୀବମଣ୍ଡଳର ଅର୍ଥ କେବଳ ଜୀବମାନଙ୍କର ସମଷ୍ଟି ନୁହେଁ, ବରଂ ଏହା ସମଗ୍ର ଜୀବଜଗତ ଓ ଏଥ୍ସହିତ ସଂଶ୍ଳିଷ୍ଟ ପରିବେଶକୁ ମଧ୍ୟ ବୁଝାଏ । ପୃଥିବୀର ସମସ୍ତ ପରି ସଂସ୍ଥାକୁ ନେଇ ଏହା ଗଠିତ ହୋଇଥାଏ ।
- ଏହା ସୌରଶକ୍ତି ଦ୍ଵାରା ପରିଚାଳିତ ଏବଂ ଆତ୍ମନିୟନ୍ତ୍ରଣକ୍ଷମ ଏକ ପ୍ରାକୃତିକ ସଂସ୍ଥା ଅଟେ । ଏହାକୁ ପୃଥିବୀର ସବୁ ଠାରୁ ବଡ଼ ପରିସଂସ୍ଥାଭାବେ ଗ୍ରହଣ କରାଯାଇପାରିବ ।
- ଏହା ଜୈବ ସଙ୍ଗଠନର ସର୍ବୋଚ୍ଚ ସ୍ତର ଅଟେ । ଏହାର ମୁଖ୍ୟ ଉପାଦାନ ହେଉଛି – ସମସ୍ତ ଜୀବଙ୍କ ସମଷ୍ଟି, ବାୟୁମଣ୍ଡଳ, ଜଳମଣ୍ଡଳ, ଅଶ୍ମମଣ୍ଡଳ ଏବଂ ଜୀବମାନଙ୍କଠାରୁ ଜାତ ପଦାର୍ଥ ତଥା ନୈଦିକ ଚକ୍ର ସୃଷ୍ଟି କରୁଥିବା ସବୁ ପଦାର୍ଥ ।
- ଫେରନ୍ତାସଙ୍କେତ ବ୍ୟବସ୍ଥାଦ୍ୱାରା ଏହା ସମସ୍ଥିତି ବଜାୟ ରଖୁଥାଏ ।
1. ଜୀବମଣ୍ଡଳ କହିଲେ କ’ଣ ବୁଝ ?
ଊ-
- ପୃଥିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାରର ଜଳର ଉତ୍ସକୁ ଜଳମଣ୍ଡଳ କୁହାଯାଏ । ଏହି ମଣ୍ଡଳରେ ସମୁଦ୍ର, ହିମପ୍ରବାହ, ନଦୀ, ହ୍ରଦ, ପୁଷ୍କରିଣୀ, ଝରଣା ଓ ଭୂତଳ ଜଳ ରହିଛି ।
- ଭୂପୃଷ୍ଠର ପ୍ରାୟ 640 କି.ମି. ଉପରକୁ ବ୍ୟାପିଥ୍ୟା ମଣ୍ଡଳରେ ଯବକ୍ଷାର ଜାନ (78.62%), (20.84%), 11 (0.03%), ଅବଶିଷ୍ଟ ଜଳୀୟବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ୍ ନେଇ ଗଠିତ ।
- ପୃଥିବୀ ପୃଷ୍ଠରେ ଥିବା ସମସ୍ତ ପ୍ରକାର ମାଟି, ପଥର, ପାହାଡ଼, ପର୍ବତ ଇତ୍ୟାଦିକୁ ନେଇ ଅଶ୍ମମଣ୍ଡଳ ବା ପ୍ରସ୍ତରମଣ୍ଡଳ ଗଠିତ । ଜଳମଣ୍ଡଳ, ବାୟୁମଣ୍ଡଳ ଓ ଅଶ୍ମମଣ୍ଡଳର ସମଷ୍ଟି ସ୍ଥଳରେ ପରସ୍ପର ମଧ୍ୟରେ ସମନ୍ୱୟ ଯୋଗୁଁ ଜୀବ ସୃଷ୍ଟି ତଥା ବିକାଶ ଓ ଜୀବନଧାରଣ ସମ୍ଭବ ହୋଇଛି । ଏହି ଅଞ୍ଚଳକୁ ଜୀବ ମଣ୍ଡଳ କୁହାଯାଏ ।
2. ଅଜୈବିକ ଉପାଦାନଗୁଡ଼ିକର ଶ୍ରେଣୀବିଭାଗ କରି ପ୍ରତ୍ୟେକରୁ ଉଦାହରଣ ପ୍ରଦାନ କର ।
ଊ-
ଅଜୈବିକ ଉପାଦାନମାନଙ୍କୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରାଯାଏ ।
- ଜଳବାୟୁ ଓ ଏହାକୁ ନିୟନ୍ତ୍ରଣ କରୁଥିବା କାରକ; ଯଥା – ତାପମାତ୍ରା, ଆର୍ଦ୍ରତା, ଆଲୋକ ଇତ୍ୟାଦି ।
- ଜୀବ-ଭୂତତ୍ତ୍ଵ-ରସାୟନ ଚକ୍ରରେ ଭାଗନେଉଥିବା ଜଳ, ଅଙ୍ଗାରକ, ଯବକ୍ଷାରଜାନ, ଗନ୍ଧକ, ସଲଫର୍ ପରି ଅଜୈବିକ ପଦାର୍ଥ ।
- ପୁଷ୍ଟିସାର, ସ୍ନେହସାର ଓ ଶ୍ଵେତସାର ପରି ଆଦିରେ ସାହାଯ୍ୟ କରିବା ସହ ଜୈବିକ ଓ ଅଜୈବିକ ଉପାଦାନମାନଙ୍କ ମଧ୍ୟରେ ସଂଯୋଗ ସୃଷ୍ଟି କରନ୍ତି ।
3. ବିଭିନ୍ନ ପ୍ରକାରର ଭକ୍ଷକ ସମ୍ପର୍କରେ ଲେଖ ।
ଉ-
ଖାଦ୍ୟାଭ୍ୟାସକୁ ନେଇ ପରଭୋଜୀମାନେ ପ୍ରାଥମିକ ଭକ୍ଷକ, ଦ୍ଵିତୀୟକ ଭକ୍ଷକ ଓ ତୃତୀୟକ ଭକ୍ଷକ ଏବଂ ଶାର୍ଷଭକ ହେ।ଇପାରନ୍ତି ।
- ସବୁ ପ୍ରକାରର ପ୍ରାଥମିକ ଭକ୍ଷକ ତୃଣଭୋଜୀ, ଉତ୍ପାଦକ ଉପରେ ନିର୍ଭର କରନ୍ତି । ଗୋଟିଏ ଘାସ ପଡ଼ିଆ ପରିସଂସ୍ଥାରେ ଝିଣ୍ଟିକା ବା ଠେକୁଆ ପ୍ରାଥମିକ ଭକ୍ଷକ ।
- ସବୁ ପ୍ରକାରର ଦ୍ବିତୀୟକ ଭକ୍ଷକ ମାଂସାଶୀ, ନିଜ ଖାଦ୍ୟପାଇଁ ସେମାନେ ତୃଣଭେ।ଜୀଙ୍କ ଡପରେ ନିର୍ଭର କରନ୍ତି । ଗୋଟିଏ ଘାସପଡ଼ିଆ ପରିସଂସ୍ଥାରେ ଝିଣ୍ଟିକାକୁ ଖାଉଥିବା ବେଙ୍ଗ ହେଉଛି ଦ୍ଵିତୀୟକ ଭକ୍ଷକ । ଏମାନେ ପ୍ରାଥମିକ ମାଂସାଶୀ (C1) ।
- ଯେଉଁ ଭକ୍ଷକ ଶ୍ରେଣୀ ଦ୍ବିତୀୟକ ଭକ୍ଷକମାନଙ୍କୁ ଖାଦ୍ୟରୂପେ ଗ୍ରହଣ କରନ୍ତି ସେମାନଙ୍କୁ ତୃତୀୟକ ଭକ୍ଷକ ବା Carnivor-order 2 (C2) କୁ ହାଯାଏ । ଗୋଟିଏ ଘାସ ପଡ଼ିଆ ପରିସଂସ୍ଥାରେ ବେଙ୍ଗକୁ ଖାଇଥବା ସାପ ହେଉଛି । ତୃତୀୟକ ଭକ୍ଷକ ।
4. ପରିସଂସ୍ଥାରେ ଅପଘଟକ କି କାର୍ଯ୍ୟ କରିଥାଏ ?
ଉ-
- ଅପଘଟକ ମାନେ ନି ଜର ଖାଦ୍ୟ ପାଇଁ ମୃତପ୍ରାଣୀ, ଉଭିଦ ଓ ସେମାନଙ୍କର ଶରୀରରୁ ନିଷ୍କାସିତ ହେଉଥିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି ।
- ଉତ୍ପାଦକ ଓ ସମସ୍ତ ପ୍ରକାରର ଭକ୍ଷକମାନଙ୍କର ମୌଳିକ ଉପାଦାନରେ ପରିଣତ କରି ମାଟି ଓ ବାୟୁମଣ୍ଡଳରେ ମିଶାଇ ଦେଇଥାଆନ୍ତି ।
- ପରିବେଶର ମୁଖ୍ୟ ଅପଘଟକମାନେ ହେଉଛନ୍ତି ବୀଜାଣୁ କବକ କେତେକ ଆଦିପ୍ରାଣୀ ଇତ୍ୟାଦି ।
5. ଖାଦ୍ୟଶୃଙ୍ଖଳ କ’ଣ ? ଏହାଦ୍ଵାରା ଶକ୍ତିପ୍ରବାହ କିପରି ହୋଇଥାଏ ?
ଉ-
- ଗୋଟିଏ ପରି ସଂସ୍ଥାରେ ସବୁଜ ଉଦ୍ଭଦ (ଉତ୍ପାଦକ) ଠାରୁ ବିଭିନ୍ନ ଅନୁ କ୍ରମରେ ତୃଣଭୋଜୀ ଓ ମାଂସାଶୀ ପ୍ରାଣୀମାନଙ୍କ ବାଟଦେଇ ଖାଦ୍ୟ ଓ ଖାଦ୍ୟସ୍ଥିତ ଶକ୍ତିର ପ୍ରବାହକୁ ଖାଦ୍ୟଶୃଙ୍ଖଳ କୁହାଯାଏ ।
- ସବୁଜ ଉଦ୍ଭିଦ (ଉତ୍ପାଦକ)ମାନେ ପ୍ରଥମ ଖାଦ୍ୟସ୍ତର, ତୃଣଭୋଜୀ ପ୍ରାଣୀମାନେ ଦ୍ଵିତୀୟ ଖାଦ୍ୟସ୍ତର, ତୃଣଭୋଜୀ ପ୍ରାଣୀମାନଙ୍କୁ ଖାଉଥିବା ମାଂସାଶୀ ପ୍ରାଣୀମାନଙ୍କୁ ଖାଉଥିବା ମାଂସାଶୀ ପ୍ରାଣୀମାନେ ଚତୁର୍ଥ ଖାଦ୍ୟସ୍ତର ଓ ଶେଷସ୍ତରରେ ଥିବା ପ୍ରାଣୀମାନଙ୍କୁ ଶୀର୍ଷ ଭକ୍ଷକ କୁହାଯାଏ ।
- ଖାଦ୍ୟଶୃଙ୍ଖଳରେ ଶକ୍ତିର ପ୍ରବାହ ସମୟରେ କିଛି ଶକ୍ତି ବାତାବରଣକୁ କ୍ଷୟିତ ହୋଇଥାଏ ଓ ପରବର୍ତ୍ତୀ ଖାଦ୍ୟସ୍ତର କମ୍ ଶକ୍ତି ପାଇଥାଏ ।
6. ସହରାଞ୍ଚଳର ବର୍ଜ୍ୟବସ୍ତୁ ଓ ଏହାର ସମସ୍ୟା ସମ୍ବନ୍ଧରେ ଉଦାହରଣ ଦେଇ ବୁଝାଅ ।
ଉ-
- ସହରାଞ୍ଚଳରେ ଗଦାଗଦା କଠିନ ବର୍ଜ୍ୟ କର୍ତ୍ତୃପକ୍ଷଙ୍କ ପାଇଁ ସମସ୍ୟା ସୃଷ୍ଟିକଲାଣି । ପନିପରିବା, ଫଳମୂଳ, ପତ୍ର, କାଗଜ, କାଠ, ଇତ୍ୟାଦି ଜୈବପଦାର୍ଥ ଜୈବଅବନମିତକ୍ଷମ । ଏହିସବୁ ଜୈବପଦାର୍ଥ ପରିବେଶର ଅପଘଟିତ ହୋଇ ମାଟିରେ ମିଶେ ।
- ଜୈବ ସୁପରିଚାଳନା ନ ହୋଇ ଏହା ବହୁଳ ପରିମାଣରେ ପରିବେଶରେ ଜମା ହେଉଅଛି । ପ୍ରଦୂଷଣ ସହିତ ଭୂତଳ ଜଳ ମଧ୍ୟ ପ୍ରଦୂଷଣ କରିଥାଏ ।
- ବଡ଼ ବଡ଼ ସହରାଞ୍ଚଳମାନଙ୍କରୁ ବାହାରୁଥିବା ପ୍ଲାଷ୍ଟିକ୍ ନିର୍ମିତ ପଦାର୍ଥ ପାରଦ ଓ ଅନ୍ୟ ରାସାୟନିକ ପଦାର୍ଥ, ଧାତୁ ନିର୍ମିତ ପଦାର୍ଥ ଆଦି ଶରୀରରେ ପ୍ରବେଶ କରି ଜୈବ ପରିବର୍ତ୍ତନ କରାନ୍ତି । ଫଳରେ ମଣିଷ ଓ ଗୃହପାଳିତ ପଶୁ ବହୁ ରୋଗରେ ଆକ୍ରାନ୍ତ ହୁଅନ୍ତି ।
7. ଖାଦ୍ୟଜାଲି କହିଲେ କ’ଣ ବୁଝ ?
ଊ-
- ପରିବେଶରେ ଗୋଟିଏ ପ୍ରକାର ଖାଦ୍ୟକୁ ଅନେକ ପ୍ରକାର ପ୍ରାଣୀ ଖାଆନ୍ତି, ଉଦାହରଣ – ଘାସକୁ ଝିଣ୍ଟିକା, ଠେକୁଆ, ହରିଣ ଖାଇ ବଞ୍ଚନ୍ତି ।
- ଅନ୍ୟ ପକ୍ଷରେ ଗୋଟିଏ ଖାଦକ (ପ୍ରାଣୀ ) କେବଳ ଗୋଟିଏ ପ୍ରକାର ଖାଦ୍ୟ ଉପରେ ନିର୍ଭର ନକରି ଅନେକ ପ୍ରକାର ଖାଦ୍ୟ ଖାଇ ବଞ୍ଚେ । ଉଦାହରଣ- ମଣିଷ ତୃଣଭୋଜୀ ହୋଇପାରେ, ମାଂସାଶୀ (C1) ହୋଇପାରେ ବା ସର୍ବଭୋଜୀ ମଧ୍ୟ ହୋଇପାରେ ।
- ପରିବେଶରେ ଗୋଟିଏ ଜୀବ ବିଭିନ୍ନ ପ୍ରକାର ଖାଦ୍ୟ ଖାଇ ବଞ୍ଚେ ଏବଂ ସେହି ପ୍ରାଣୀକୁ ଅନ୍ୟ ମାଂସାଶୀ (C1) ହୋଇପାରେ ବା ସର୍ବଭୋଜୀ
- ତେଣୁ ପରିବେଶରେ ପ୍ରାଣୀମାନଙ୍କ ମଧ୍ୟରେ ଖାଦ୍ୟସମ୍ପର୍କ ଗୋଟିଏ ସରଳରେଖା ପରି ନହୋଇ ଏକ ଗଛର ଶାଖା ପ୍ରଶାଖା ପରି ଛନ୍ଦି ହୋଇ ଖାଦ୍ୟଜାଲି ସୃଷ୍ଟି କରିଥାଏ ।
8. ଇକୋଲୋଜିକାଲ ପିରାମିଡ୍ କ’ଣ ? ଏହାର ଶ୍ରେଣୀ ବିଭାଗ କର ?
ଊ-
- ଚାର ଲ ସ୍ ଏଲ୍ ଟନ୍ 1927 ମସିହାରେ ଦର୍ଶାଇଥ୍ ଲେ ଯେ, ପରି ସଂସ୍ଥାରେ ଉତ୍ପାଦକମାନଙ୍କ ସଂଖ୍ୟା ସବୁଠାରୁ ଅଧିକ ଏବଂ ସବୁଠାରୁ କମ୍ ।
- ଉତ୍ପାଦକ ସ୍ତରଠାରୁ ତୃତୀୟକ ଭକ୍ଷକ ସ୍ତର ପର୍ଯ୍ୟନ୍ତ ଜୀବ ପାନଙ୍କ ସଂଖ୍ୟା କ୍ରମାଗତଭାବେ କମିକମି ଯାଏ ।
- ସଂଖ୍ୟା ଅନୁସାରେ ଏମାନଙ୍କୁ ସଜାଇ ରଖୁ ଏହା ଏକ ପିରାମିଡ଼ ପରି ଦେଖାଯିବ । ଏହାକୁ ସଂଖ୍ୟା ପିରାମିଡ଼୍ କୁହାଯାଏ ।
- ଜୀବମାନଙ୍କ ଜୈବିକ ବସ୍ତୁତ୍ୱ ଉତ୍ପାଦକ ସ୍ତରଠାରୁ କ୍ରମାଗତ ଭାବେ କମିଯାଏ ।
- ଶକ୍ତିର ପ୍ରବାହରେ ମଧ୍ୟ ପ୍ରତ୍ୟେକ ସ୍ତରରେ ପୂର୍ବବର୍ତ୍ତୀ ସ୍ତର ତୁଳନାରେ କମ୍ ଶକ୍ତି ଉପଲବ୍ଧ ହୋଇଥାଏ ଏହି ଦୁଇ ଅବସ୍ଥାକୁ ବିଚାରକୁ ନେଇ ଜୈବିକ ବସ୍ତୁତ୍ବ ପିଲାମିକ୍ ଓ ଶକ୍ତି ପିରାମିଡ୍ ଗଠିତ ହୋଇଥାଏ ।
1. ପୋଷକ ଚକ୍ର ଓ ପୋଷକ କୁଣ୍ଡ କ’ଣ ଲେଖ ।
ଉ-
- ଜୀବ ଶରୀର ଏବଂ ପରିବେଶ ମଧ୍ୟଦେଇ ପୋଷକର ଚକ୍ରାକାର ଗତିକୁ ପୋଷକ ଚକ୍ର କୁହାଯାଏ ।
- ଅପଘଟକଙ୍କ ଯୋଗୁଁ ପରିସଂସ୍ଥାର ପୋଷକକୁଣ୍ଡ ପରିପୂର୍ଣ୍ଣ ଥାଏ ।
2. ତାପଗତି ବିଜ୍ଞାନର ନିୟମ ଦୁଇଟି ଲେଖ ।
ଊ-
- ପ୍ରଥମ ନିୟମ : ଶକ୍ତି ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ, କିନ୍ତୁ ଏହାର ବିଲୟ ଘଟେ ନାହିଁ କି ସୃଷ୍ଟି ହୋଇପାରେ ନାହିଁ ।
- ଦ୍ଵିତୀୟ ନିୟମ : ଯେକୌଣସି କ୍ଷେତ୍ରରେ ଶକ୍ତିର ରୂପାନ୍ତରଣ ବା ସ୍ଥାନାନ୍ତର ସଂପୂର୍ଣ୍ଣ ଭାବେ ହୋଇନଥାଏ । କିଛି ଶକ୍ତି ତାପ ରୂପେ ଅପସାରିତ ହୋଇଯାଇଥାଏ ।
3. ପରି ସଂସ୍ଥାରେ ପୋଷକର ପ୍ରବାହ କିପରି ହୋଇଥାଏ ? ପୋଷକକୁଣ୍ଡ କାହାଦ୍ଵାରା ପରିପୂର୍ଣ୍ଣ ରହେ ?
ଉ-
- ପୋଷକ ବସ୍ତଗୁଡ଼ିକ ଉତ୍ପାଦକଠାରୁ ତୃଣଭୋଜୀ, ମାଂସାଶୀ ଓ ଶୀର୍ଷ ଭକ୍ଷକମାନଙ୍କ ନିକଟକୁ ପ୍ରବାହିତ ହୋଇ ଜୀବାଣୁ ଓ କବକମାନଙ୍କ ଦ୍ବାରା ଜୀବର ଶରୀର ଅପଘଟିତ ହୋଇଥାଏ ଏବଂ ଏହି ପୋଷକଗୁଡ଼ିକ ପୁନର୍ବାର ଦ୍ଵାରା ପରିସଂସ୍ଥାରେ ପୋଷକର ପ୍ରବାହ ଚକ୍ରାକାର । ଉଦ୍ଭିଦ ଓ ସେମାନଙ୍କ ଜରିଆରେ ଅନ୍ୟ ଜୀବଙ୍କ ବ୍ୟବହୃତ ହୋଇଥାଏ। ତେଣୁ ପରିସଂସ୍ଥାରେ ପୋଷକର ପ୍ରବାହ ଚକ୍ରାକାର ।
- ଜୀବର ଶରୀର ଓ ପରିବେଶ ମଧ୍ୟଦେଇ ପୋଷକର ଏହି ଚକ୍ରାକାର ଗତିକୁ ପୋଷକଚକ୍ର କହନ୍ତି । ପରିସଂସ୍ଥାରେ ପୋଷକକୁଣ୍ଡକୁ ପରିପୂର୍ଣ ଗୁରୁତ୍ଵପୂର୍ଣ୍ଣ ଅଟେ ।
4. ସ୍ଥୂଳପୋଷକ ଓ ସୂକ୍ଷ୍ମପୋଷକ କ’ଣ ଉଦାହରଣ ଦେଇ ଲେଖ ।
ଊ-
- ଶରୀର ପାଇଁ ଅଧିକ ଆବଶ୍ୟକ ହେଉଥି କୁହାଯାଏ । ଯଥା – କାର୍ବନ୍, ନାଇଟ୍ରୋଜେନ୍, ଅକ୍ସିଜେନ୍, ହାଇଡ୍ରୋଜେନ୍, ପୋଟାସିୟମ୍, କ୍ୟାଲସିୟମ୍ ଇତ୍ୟାଦି ।
- ଜୀବର ବଞ୍ଚିବା ଓ ବୃଦ୍ଧି ନିମନ୍ତେ କମ୍ ଆବଶ୍ୟକ ହେ ଉଥିବା ପୋଷକ ଗୁଡ଼ିକୁ ସୂକ୍ଷ୍ମପୋଷକ କହନ୍ତି । ଯଥା- କପର୍, ମାଙ୍ଗାନିଜ୍, ଜିଙ୍କ୍, ବୋରନ୍ ଇତ୍ୟାଦି ।
5. ପରିସଂସ୍ଥା କ’ଣ ? ଏହି ଶବ୍ଦର ବ୍ୟବହାର ପ୍ରଥମେ କିଏ କରିଥିଲେ ?
ଉ-
- ଗୋଟିଏ ଅଞ୍ଚଳରେ ବାସକରୁଥିବା ସମସ୍ତ ସଜୀବ ଓ ନିର୍ଜୀବ ବସ୍ତୁକୁ ନେଇ ପରିସଂସ୍ଥା ଗଠିତ ।
- 1935 ମସିହାରେ ଏ.ଜି.ଟାନ୍ସଲେ ପ୍ରଥମେ ପରିସଂସ୍ଥା ବା ଇକୋସିଷ୍ଟମ ଶବ୍ଦର ବ୍ୟବହାର ପ୍ରଥମେ କରିଥିଲେ ।
6. ସମସ୍ଥିତି କାହାକୁ କହନ୍ତି ? ଗୋଟିଏ ଉଦାହରଣ ଦେଇ ବୁଝାଅ ।
ଉ-
- ଗୋଟିଏ ପରିସଂସ୍ଥାରେ ସମସ୍ଥିତି ରକ୍ଷାକରିବା ମଧ୍ୟରେ ସନ୍ତୁଳନ ରକ୍ଷାକରି କାର୍ଯ୍ୟ କରନ୍ତି । ସମସ୍ଥିତି ଦୁର୍ବଳ ହେଲେ ବା ବ୍ୟାଘାତ ହେଲେ ପରି ସଂସ୍ଥାର ଭାର ସାମ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ।
- ଉଦାହରଣ : କୌଣସି ଘାସପଡ଼ିଆ ନଷ୍ଟ ଝିଣ୍ଟିକାମାନେ ନ ରହିଲେ ଅଭାବରୁ ମରିଯିବେ ଏବଂ ବେଙ୍ଗମାନେ ଖାଦ୍ୟ ବେଙ୍ଗର ଅଭାବ ହେବ । ଫଳରେ ପରିସଂସ୍ଥା ସମସ୍ଥିତି ଦୁର୍ବଳ ହେବା ସଙ୍ଗେ ସଙ୍ଗେ ପରିସଂସ୍ଥା କ୍ଷତିଗ୍ରସ୍ତ ହେବ ।
- ପରିବେଶରେ ସମସ୍ତ ପ୍ରକାରର ସବୁଜ ଉଭିଦକୁ ଉତ୍ପାଦକ କୁହାଯାଏ । ଯଥା – ଘାସ ଗଛ, ଦୁବ ଉଦ୍ଭିଦ, ଆମ୍ବଗଛ ଇତ୍ୟାଦି । ସମସ୍ତ ଉତ୍ପାଦକ ସ୍ଵଭୋଜୀ କାରଣ ସେମାନେ ସୂର୍ଯ୍ୟାଲୋକଠାରୁ ଆଲୋକ ଶକ୍ତିକୁ ଗ୍ରହଣ କରି ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତି କରିଥାନ୍ତି ଯାହାକି ରାସାୟନିକ ଶକ୍ତି ଅଟେ ।
- ଏମାନଙ୍କଠାରେ ରହିଥିବା କ୍ଲୋରୋଫିଲ ଖାଦ୍ୟ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ ଏବଂ ଏମାନଙ୍କୁ ସ୍ଵଭୋଜୀ କୁହାଯାଏ ।
8. ଗ୍ଲୋବାଲ ୱାମିଂ କ’ଣ ଏହାର ପ୍ରଭାବମାନ ଲେଖ ।
ଉ-
- ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ତଥା ଅନ୍ୟ ସବୁଜ କୋଠରୀ ଗ୍ୟାସ୍ର ପରମାଣ ବୃଦ୍ଧି ପାଇବା ଫଳରେ ପୃଥିବୀରେ ସବୁଜକୋଠରୀ ପ୍ରଭାବ ବୃଦ୍ଧିପାଇବା ଗ୍ଲୋବାଲ ୱାମିଂର କାରଣ ଅଟେ ।
- ଏହି ବିଶ୍ଵତାପନ ଯୋଗୁଁ ସମୁଦ୍ରର ଜଳପତ୍ତନ ବଢ଼ିବାରେ ଲାଗିଛି ଏବଂ ବିଶ୍ଵ ଜଳବାୟୁରେ ଅବାଞ୍ଛିତ ପରିବର୍ତ୍ତନ ଘଟୁଛି ।
9. କ୍ଲୋରୋଫ୍ଲୋରୋ କାର୍ବନ୍ ଏକ କ୍ଷତିକାରକ ଗ୍ୟାସ୍ କାହିଁକି ?
ଉ-
- ଏହି ଗ୍ୟାସ୍ ଓଜୋନ୍ ସ୍ତରରେ ଛିଦ୍ର ସୃଷ୍ଟିକରିବା
- ଏହାର ପ୍ରଭାବରେ ମନୁଷ୍ୟ ଦେହରେ ଚର୍ମକର୍କଟ ଓ ଆଖୁରେ ପରଳରେ। ଦେଖାଦେଉଛି ।
10. ଜୈବିକ ବସ୍ତୁତ୍ଵ ପିରାମିଡ୍ ଓ ଶକ୍ତି ପିରାମିଡ୍ ଗଠିତ ହେବାର କାରଣ କ’ଣ ?
ଉ-
- ଜୀବମାନଙ୍କର ଜୈବିକ ବସ୍ତୁତ୍ବ ଉତ୍ପାଦକ ସ୍ତର ଠାରୁ କ୍ରମାଗତ ଭାବରେ କମିଯାଏ । ହେଉଥିବା କର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର ହୋଇଥାଏ ।
- ଶକ୍ତିର ପ୍ରବାହରେ ପ୍ରତ୍ୟେକ ସ୍ତରରେ ଶକ୍ତି ପୂର୍ବବର୍ତ୍ତୀ ସ୍ଥିର ତୁଳନାରେ କମ୍ ପରିମାଣ ରେ ଉପଲବ୍ଧ ହେବା ଯୋଗୁଁ ଶକ୍ତି ପିରାମିଡ୍ ଗଠିତ ହୋଇଥାଏ ।
11. ପରିସଂସ୍ଥାରେ ଅପଘଟକଙ୍କର ଭୂମିକା କ’ଣ ?
ଉ-
- ଅପଘଟକମାନେ ନିଜର ଖାଦ୍ୟପାଇଁ ମୃତପ୍ରାଣୀ, ଉଭିଦ ଓ ସେମାନଙ୍କର ଶରୀରରୁ ନିଷ୍କାସିତ ହେଉଥିବା ବର୍ଜ୍ୟ ଜୈବବସ୍ତୁ ଉପରେ ନିର୍ଭର କରନ୍ତି ।
- ଉତ୍ପାଦକ ଏବଂ ସମସ୍ତ ପ୍ରକାର ଭକ୍ଷକଙ୍କର ମୃତ୍ୟୁ ପରେ ତାହା ଅପଘଟକମାନଙ୍କ ଦ୍ଵାରା ବିଭିନ୍ନ ମୌଳିକ ଉପାଦାନରେ ପରିଣତ ହୋଇ ମାଟି ଓ ବାୟୁମଣ୍ଡଳରେ ମିଶିଯାଏ ।
- ପରିବେଶର ମୁଖ୍ୟ ଅପଘଟକମାନେ ହେଉଛନ୍ତି ବୀବାଣୁ, କବକ, କେତେକ ଆଦି ପ୍ରାଣୀ ଇତ୍ୟାଦି ।
12. ଜୈବ ପରିବର୍ତ୍ତନ କ’ଣ ? ଏଣ୍ଡୋଗୁଁ ଆମର କି ଅସୁବିଧା ହେଉଛି ?
ଉ-
- କେତେକ ବିଷାକ୍ତ ପଦାର୍ଥ ଜୀବ ଶରୀର ମଧ୍ୟରେ ସହଜରେ କ୍ଷୟ ହୁଏନାହିଁ । ତେଣୁ ଏହି ସବୁ ପ୍ରକାର କୀଟନାଶକ ବଦ୍ଧିତ ପରିମାଣରେ ଜମା ଶରୀରରୁ ନିଷ୍କାସିତ ହୋଇପାରେ ନାହିଁ ।
- ଶରୀରର କୋଷମାନଙ୍କ ମଧ୍ୟରେ ଏହା ଜମା ହୋଇ ରହେ ଓ ପ୍ରାଣୀର ସହନ ଶକ୍ତିର ବାହାରକୁ ଚାଲିଗଲେ ଶରୀର ଭିତରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ।
- ସୁତରାଂ ବିଷାକ୍ତ ପଦାର୍ଥର କ୍ରମାଗତ ବୃଦ୍ଧିକୁ ଜୈବ ପରିବର୍ତନ କୁହାଯାଏ ।
- ଜୈବ ପରିବର୍ତ୍ତନଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାର କୀଟନାଶକ ବଦ୍ଧିତ ପରିମାଣରେ ଜମା ହେଉଛି ଓ ବିଭିନ୍ନ ରୋଗରେ ଆମେ ଆକ୍ରାନ୍ତ
13. ଖାଦ୍ୟ ଅଭ୍ୟାସ ଅନୁସାରେ ପରଭୋଜୀମାନଙ୍କର ଶ୍ରେଣୀବିଭାଗ କର ।
ଉ-
- ପ୍ରାଥମିକ ଭକ୍ଷକ
- ଦ୍ଵିତୀୟକ ଭକ୍ଷକ
- ତୃତୀୟକ ଭକ୍ଷକ
- ଶୀର୍ଷ ଭକ୍ଷକ
- ଶୀର୍ଷ ଭକ୍ଷକ
14. ପ୍ରାଥମିକ ଭକ୍ଷକ କାହାକୁ କୁହାଯାଏ ଉଦାହରଣ ସହ ଲେଖ ।
ଉ-
ସବୁପ୍ରକାର ପ୍ରାଥମିକ ଭକ୍ଷକ ତୃଣଭୋଜୀ । ନଜର ଖାଦ୍ୟପାଇଁ ସେମାନେ ସିଧାସଳଖ ଉତ୍ପାଦକଙ୍କ ଉପରେ ନିର୍ଭର କରନ୍ତି ।