Odisha State Board BSE Odisha 10th Class Maths Solutions Geometry Chapter 6 ଅଙ୍କନ Ex 6(d) Textbook Exercise Questions and Answers.
BSE Odisha Class 10 Maths Solutions Geometry Chapter 6 ଅଙ୍କନ Ex 6(d)
Question 1.
(i) 6.5 ସେ.ମି. ଦୀର୍ଘ \overline{\mathrm{AB}}) ଅଙ୍କନ କରି ଏହାର ମଧ୍ୟବିନ୍ଦୁର ଅବସ୍ଥାନ ନିରୂପଣ କର ।
Solution:
(a) 6.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ \overline{\mathrm{AB}}) ଅଙ୍କନ କର ।
(b) \overline{\mathrm{AB}}) ର A ଓ B ଠାରେ ଯଥାକ୍ରମେ \overrightarrow{\mathrm{AX}} ଓ \overrightarrow{\mathrm{BY}} ରଶ୍ମି ଅଙ୍କନ କର, ଯେପରି X ଓ Y \overline{\mathrm{AB}}) ର ବିପରୀତ ପାର୍ଶ୍ବରେ ରହିବେ ଏବଂ m∠BAX = m∠ABY ହେବ । ଫଳରେ \overrightarrow{\mathrm{AX}} || \overrightarrow{\mathrm{BY}} |
(c) କୁ କେନ୍ଦ୍ର ଓ ଏକ ସୁବିଧାଜନକ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଓ ଏହି ଚାପ ଯେଉଁ ବିନ୍ଦୁରେ \overrightarrow{\mathrm{AX}} କୁ ଛେଦକରିବ ତା’ର ନାମ P ଦିଅ ।
(d) Bକୁ କେନ୍ଦ୍ର ଓ ପୂର୍ବୋକ୍ତ ପରିମିତ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଓ ଏହି ଚାପ ଯେଉଁ ବିନ୍ଦୁରେ \overrightarrow{\mathrm{BY}}କୁ ଛେଦ କରିବ ତା’ର ନାମ Q ଦିଅ ।
(e) \overline{\mathrm{PQ}}) ଅଙ୍କନ କର ଓ ତାହା ଯେଉଁ ବିନ୍ଦୁରେ \overline{\mathrm{AB}}) କୁ ଛେଦକରିବ ତା’ର ନାମ R ଦିଅ । ବର୍ତ୍ତମାନ R, \overline{\mathrm{AB}}) ର ମଧ୍ୟବିନ୍ଦୁ ।
[ବି.ଦ୍ର. \overline{\mathrm{AB}}) ର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କରି ‘R’ ବିନ୍ଦୁ ଚିହ୍ନଟ କରାଯାଇପାରିବ ।
(ii) 76 ସେ.ମି. ଦୀର୍ଘ \overline{\mathrm{PQ}}) ଅଙ୍କନ କରି ଏହାକୁ 4 ସମାନ ଭାଗ କର ।
Solution:
(a) 76 ସେ.ମି. ଦୈର୍ଘ୍ୟ ବିଶିଷ୍ଟ \overline{\mathrm{PQ}}) ଅଙ୍କନ କର ।
(b) \overline{\mathrm{PQ}}) ର P ଓ Q ଠାରେ ଯଥାକ୍ରମେ \overrightarrow{\mathrm{PX}} ଓ \overrightarrow{\mathrm{QY}} ରଶ୍ମି ଅଙ୍କନ କର,
ଯେପରି X ଓ Y, \overline{\mathrm{PQ}}) ର ବିପରୀତ ପାର୍ଶ୍ଵରେ ରହିବେ ଏବଂ m∠QPX = m∠PQY ହେବ । ଫଳରେ
\overrightarrow{\mathrm{PX}} || \overrightarrow{\mathrm{QY}} ହେବ |
(c)P କୁ କେନ୍ଦ୍ର ଓ ଏକ ସୁବିଧାଜନକ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଓ ଏହି ଚାପ ଯେଉଁ ବିନ୍ଦୁରେ \overrightarrow{\mathrm{PX}} କୁ ଛେଦକରିବ ତା’ର ନାମ A1 ଦିଅ ।
\overrightarrow{\mathrm{PX}} ଉପରେ A2 ଓ A3 ଚିହ୍ନଟ କର ଯେପରି PA1 = A1A2 = A2A3 |
(d) ପୂର୍ବୋକ୍ତ ପ୍ରଣାଳୀ ଅବଲମ୍ବନ କରି \overrightarrow{\mathrm{QY}} ଉପରେ B1, B2, B3 ବିନ୍ଦୁ ତିନୋଟି ଚିହ୍ନଟ କର ଯେପରି PA1 = QB1 = B1B2 = B2B3 ।
(e) \overleftrightarrow{\mathrm{A}_3 \mathrm{~B}_1}, \overleftrightarrow{\mathrm{A}_2 \mathrm{~B}_2}, \overleftrightarrow{\mathrm{A}_1 \mathrm{~B}_3} ଅଙ୍କନ କର ଓ ଯେଉଁ ବିନ୍ଦୁରେ ଉକ୍ତ ରେଖାମାନ \overline{\mathrm{PQ}}) କୁ ଛେଦ କରିବେ ସେଗୁଡ଼ିକୁ ଯଥାକ୍ରମେ R1, R2 ଓ R3 ଭାବେ ନାମିତ କର ।
ବର୍ତ୍ତମାନ \overline{\mathrm{PQ}}) ସମାନ ଚାରିଭାଗରେ ବିଭକ୍ତ ହୋଇପାରିଲା ।
[ବି.ଦ୍ର. \overline{\mathrm{PQ}}) ର ସମଦ୍ଵିଖଣ୍ଡକ ଲମ୍ବ ଅଙ୍କନ ଦ୍ବାରା R2 ଚିହ୍ନଟ କରାଯାଇ ପାରିବ । ତତ୍ପରେ \overline{\mathrm{PR}_2} ଓ \overline{\mathrm{R}_2 \mathrm{Q}} ର ସମଦ୍ବିଖଣ୍ଡକ ଲମ୍ବ ଅଙ୍କନ କରାଇ ଯଥାକ୍ରମେ R1 ଓ R3 ଚିହ୍ନଟ କରାଯାଇ ପାରିବ, ଯାହାଦ୍ଵାରା \overline{\mathrm{PQ}}) ସମାନ ଚାରିଭାଗରେ ବିଭକ୍ତ ହୋ ଆରିବ ।]
Question 2.
7-2 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ରେଖାକୁ ସମାନ 6 ଭାଗ କର ।
Solution:
(a) 7.2 ସେ.ମି. ଦୈର୍ଘ୍ୟ ବିଶିଷ୍ଟ \overline{\mathrm{AB}}) ଅଙ୍କନ କର ।
(b) \overline{\mathrm{AB}}) ର A ଓ B ଠାରେ ଯଥାକ୍ରମେ \overrightarrow{\mathrm{AX}} ଓ \overrightarrow{\mathrm{BY}} ରଶ୍ମି ଅଙ୍କନ କର, ଯେପରି X ଓ Y, \overline{\mathrm{AB}})ର ବିପରୀତ ପାର୍ଶ୍ବରେ ରହିବେ ଏବଂ m∠BAX = m∠ABY ହେବ ।
ଫଳରେ \overrightarrow{\mathrm{AX}} || \overrightarrow{\mathrm{BY}} |
(c) A କୁ କେନ୍ଦ୍ର ଓ ଏକ ସୁବିଧାଜନକ ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର ଓ ଏହି ଚାପ ଯେଉଁ ବିନ୍ଦୁରେ \overrightarrow{\mathrm{AX}} କୁ ଛେଦକରିବ ତାର ନାମ P1 ଦିଅ । ଏହିପରି ଚାପ ଅଙ୍କନ ପ୍ରଣାଳୀରେ \overrightarrow{\mathrm{AX}} ଉପରେ P2, P3, P4 ବିନ୍ଦୁମାନ ଚିହ୍ନିତକର ସେପରି AP1 = P1P2 = P2P3 = P3P4 = P4P5 ହେବ ।
(d) ସୋପାନ (iii)ପରି BY ଉପରେ Q1, Q2, Q3, Q4 ଓ Q5 ବିନ୍ଦୁମାନ ଚିହ୍ନଟ କର, ଯେପରି BQ1 = Q1Q2 = Q3Q4 = Q4Q5 = AP1 ହେବ ।
(e) \stackrel{\leftrightarrow}{\mathrm{P}_5 \mathrm{Q}_1}, \stackrel{\leftarrow}{\mathrm{P}_4 \mathrm{Q}_2}, \stackrel{\leftarrow}{\mathrm{P}_3 \mathrm{Q}_3}, \stackrel{\leftarrow}{\mathrm{P}_2 \mathrm{Q}_4}, \stackrel{\leftarrow}{\mathrm{P}_1 \mathrm{Q}_5} ଅଙ୍କନ କର ଓ ଯେଉଁ ବିନ୍ଦୁରେ ଉକ୍ତ ରେଖାମାନ \overline{\mathrm{AB}}) କୁ ଛେଦ କରିବେ, ସେଗୁଡ଼ିକୁ ଯଥାକ୍ରମେ R1, R2, R3, R4, ଓ R5 ଭାବେ ନାମିତ କର । ବର୍ତ୍ତମାନ \overline{\mathrm{AB}}) ସମାନ ଛଅଭାଗରେ ବିଭକ୍ତ ହୋଇପାରିଲା ।
Question 3.
64 ସେ.ମି. ଦୀର୍ଘ ବିଶିଷ୍ଟ \overline{\mathrm{AB}}) ଅଙ୍କନ କରି ଏହାକୁ 3 : 2 ଅନୁପାତରେ ଅନ୍ତର୍ବିଭାଜନ କରୁଥିବା ବିନ୍ଦୁର ଅବସ୍ଥାନ ନିରୂପଣ କର ।
Solution:
(a) 64 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ରେଖାଖଣ୍ଡ \overline{\mathrm{AB}}) ଅଙ୍କନ କର ।
(b) \overline{\mathrm{AB}}) ର A ଓ B ବିନ୍ଦୁଠାରେ ଯଥାକ୍ରମେ \overrightarrow{\mathrm{AX}} ଓ \overrightarrow{\mathrm{BY}} ରଶ୍ମି ଅଙ୍କନ କର ଯେପରି X ଓ Y, \overline{\mathrm{AB}}) ର ବିପରୀତ ପାର୍ଶ୍ଵରେ ଅବସ୍ଥାନ କରିବେ ଓ m∠XAB m∠ABY ହେବ ।
ଫଳରେ \overrightarrow{\mathrm{AX}} || \overrightarrow{\mathrm{BY}} |
(c) \overrightarrow{\mathrm{AX}} ଉପରେ R ଓ \overrightarrow{\mathrm{BY}} ଉପରେ S ଚିହ୍ନଟ କର, ଯେପରି AR = 3 ସେ.ମି. ଓ BS = 2 ସେ.ମି. ହେବ ।
(d) \overleftrightarrow{\mathrm{RS}} ଅଙ୍କନ କର ।
(e) \overleftrightarrow{\mathrm{RS}} ଓ \overline{\mathrm{AB}})ର ଛେଦବିନ୍ଦୁକୁ P ନାମ ଦିଅ । ବର୍ତ୍ତମାନ \overline{\mathrm{AB}}) ରେଖାଖଣ୍ଡ P ବିନ୍ଦୁରେ ଅନ୍ତର୍ବିଭାଜିତ ହେଲା ।
Question 4.
65 ସେ.ମି. ଦୀର୍ଘ \overline{\mathrm{BC}}) ଅଙ୍କନ କରି ଏହାକୁ 5 : 3 ଅନୁପାତରେ ଅନ୍ତର୍ବିଭାଜନ ଓ ବହିର୍ବିଭାଜନ କରୁଥିବା ବିନ୍ଦୁଦ୍ଵୟ ନିରୁପଣ କର ।
Solution:
(a) 6.5 ସେ.ମି. ଦୈର୍ଘ୍ୟବିଶିଷ୍ଟ \overline{\mathrm{BC}}) ଅଙ୍କନ କର ।
(b) \overline{\mathrm{BC}}) ର B ଓ C ବିନ୍ଦୁଠାରେ ଯଥାକ୍ରମେ \overrightarrow{\mathrm{BX}} ଓ \overrightarrow{\mathrm{CY}} ରଶ୍ମି ଅଙ୍କନ କର ଯେପରି, X ଓ Y \stackrel{\leftrightarrow}{\mathrm{BC}} ର ବିପରୀତ ପାର୍ଶ୍ଵରେ ଅବସ୍ଥାନ କରିବେ ଓ m∠XBC = m∠BCY ହେବ ।
(c) \overrightarrow{\mathrm{BX}} ଉପରେ R ଓ \overrightarrow{\mathrm{CY}} ଉପରେ S ଚିହ୍ନଟ କର, ଯେପରି BR = 5 ସେ.ମି. ଓ CS = 3 ସେ.ମି. ହେବ ।
(d) \overleftrightarrow{\mathrm{RS}} ଅଙ୍କନ କର ତାହା \overline{\mathrm{BC}}) କୁ P ବିନ୍ଦୁରେ ଛେଦକରୁ ।
(e) \overrightarrow{\mathrm{CY}} ର ବିପରୀତ ରଶ୍ମି \overrightarrow{\mathrm{CZ}} ଅଙ୍କନ କର ।
(f) \overrightarrow{\mathrm{CZ}} ଉପରେ S1 ବିନ୍ଦୁ ଚିହ୍ନଟ କର, ଯେପରି CS1 = 3 ସେ.ମି. ହେବ ।
(g) \overleftrightarrow{\mathrm{RS}}_1 ଅଙ୍କନ କର ତାହା \overline{\mathrm{BC}}) କୁ Q ବିନ୍ଦୁରେ ଛେଦ କରିବ ।
(h) ବରମାନ P ଓ Q, \overline{\mathrm{BC}}) ର ଯଥାକ୍ରମେ ଅନ୍ତେଜିଉନ୍ତ ଦନ୍ଦ୍ର ଏବଂ ବସ୍ତିବରକ୍ତ ବୁଦ୍ |
(i) ଏଠାରେ BP : PC : 5 : 3 ଏବଂ BQ : CQ = 5 : 3 |
Question 5.
7.5 ସେ.ମି. ଦୀର୍ଘ \overline{\mathrm{PQ}}) ଅଙ୍କନ କରି ଏହାକୁ ଦୁଇଟି ଅଂଶରେ ଭାଗ କର, ଯେପରିକି ସେମାନଙ୍କର ଦୈର୍ଘ୍ୟର ଅନୁପାତ 4 : 3 ହେବ । ଏକ ଆୟତଚିତ୍ର ଅଙ୍କନ କର ଯାହାର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ \overline{\mathrm{PQ}}) ର ଦୁଇ ଅଂଶର ଦୈର୍ଘ୍ୟ ସହ ସମାନ ।
Solution:
(a) 7.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ \overline{\mathrm{PQ}}) ଅଙ୍କନ କର ।
(b) \overline{\mathrm{PQ}}) ର P ଓ Q ବିନ୍ଦୁଠାରେ ଯଥାକ୍ରମେ \overrightarrow{\mathrm{PX}} ଓ \overrightarrow{\mathrm{QY}} ରଶ୍ମି ଅଙ୍କନ କର
ଯେପରି X, Y ଓ \stackrel{\leftrightarrow}{\mathrm{PQ}} ର ବିପରୀତ ପାର୍ଶ୍ଵରେ ଅବସ୍ଥାନ କରିବେ ଓ m∠XPQ = m∠PQY ହେବ ।
(c) \overrightarrow{\mathrm{PX}} ଉପରେ R ଓ \overrightarrow{\mathrm{QY}} ଉପରେ S ଚିହ୍ନଟ କର, ଯେପରି PR = 4 ସେ.ମି. ଓ QS = 3 ସେ.ମି. ହେବ ।
(d) \overleftrightarrow{\mathrm{RS}} ଅଙ୍କନ କର ତାହା \overleftrightarrow{\mathrm{PQ}} କୁ M ବିନ୍ଦୁରେ ଛେଦକରୁ । ବର୍ତ୍ତମାନ \overline{\mathrm{PQ}} ରେଖାଖଣ୍ଡ M ବିନ୍ଦୁରେ ଅଳ୍ପବିକାକତ ହେଲା |
(e) PM କୁ ଦୈର୍ଘ୍ୟରୂପେ ଅଙ୍କନ କର ।
(f) P ବିନ୍ଦୁରେ ଲମ୍ବ ଅଙ୍କନ କରି \overline{\mathrm{PO}}) ଅଂଶ ଛେଦନ କର ଯେପରି PO = MQ |
(g) P କେନ୍ଦ୍ର ଓ PM ବ୍ୟାସାର୍ଦ୍ଧ ପରିମିତ ଚାପ ଏବଂ M କେନ୍ଦ୍ର ଓ OP ବ୍ୟାସାର୍ଦ୍ଧ ପରିମିତ ଚାପ ପରସ୍ପରକୁ N ବିନ୍ଦୁରେ ଛେଦକରୁ ।
(h) ବର୍ତ୍ତମାନ PONM ଆବଶ୍ୟକୀୟ ଆୟତଚିତ୍ର ।
Question 6.
△ABCରେ BC = 6.5 ସେ.ମି., \overline{\mathrm{BY}}) ମଧ୍ଯମାର ଦୈର୍ଘ୍ୟ 6 ସେ.ମି. ଓ \overline{\mathrm{CZ}}) ମଧ୍ଯମାର ଦୈର୍ଘ୍ୟ 5.5 ସେ.ମି. । ତ୍ରିଭୁଜଟି ଅଙ୍କନ କର ।
Solution:
(a) \overline{\mathrm{BC}}) ରେଖାଖଣ୍ଡ ଅଙ୍କନ କର ଯାହାର ଦୈର୍ଘ୍ୟ 6.5 ସେ.ମି. ହେବ ।
(b) \overline{\mathrm{BC}}) ର ମଧ୍ୟବିନ୍ଦୁ D ନିରୂପଣ କର ଏବଂ \overline{\mathrm{BC}}) ରେଖା ଉପରେ X ଏପରି ଏକ ବିନ୍ଦୁ ନିଅ ଯେପରିକି CD = CX ହେବ ।
(c) B ଓ X କୁ କେନ୍ଦ୍ରକରି ଯଥାକ୍ରମେ 6 ସେ.ମି. ଓ 6.5 ସେ.ମି. ବ୍ୟାସାର୍କକୁ ନେଇ ଦୁଇଟି ଚାପ ଅଙ୍କନ କର ଯେପରିକି ସେମାନେ ପରସ୍ପରକୁ Y ବିନ୍ଦୁରେ ଛେଦ କରିବେ ।
(d) \overrightarrow{\mathrm{CY}} ରେଖାଖଣ୍ଡ ଉପରେ A ଏପରି ଏକ ବିନ୍ଦୁ ଯେପରିକି CY = AY ହେବ ।
(e) A, B କୁ ଯୋଗକରି △ABC ସମ୍ପୂର୍ଣ୍ଣ କର ।