Odisha State Board BSE Odisha 7th Class Sanskrit Solutions Chapter 15 ଷଷ୍ଠୀବିଭକ୍ତି ପ୍ରୟୋଗଃ Textbook Exercise Questions and Answers.
BSE Odisha Class 7 Sanskrit Solutions Chapter 15 ଷଷ୍ଠୀବିଭକ୍ତି ପ୍ରୟୋଗଃ
१. वन्धनीमध्यस्थस्य शब्दस्य यथार्थरूपं शून्यस्थाने पूरयतु
(ବନ୍ଧନୀମଧ୍ଯସ୍ପୃସ୍ୟ ଶବ୍ଦସ୍ୟ ଯଥାର୍ଥରୂପଂ ଶୂନ୍ୟସ୍ଥାନେ ପୂରୟତ୍ବ।) ବନ୍ଧନୀ ମଧ୍ଯରେ ଥିବା ଶବ୍ଦର ଯଥାର୍ଥ ରୂପ କରି ଶୂନ୍ୟସ୍ଥାନ ପୂରଣ କର ।
- ___ राजधानी भुवनेश्वरम् । (ओड़िशा)
- ___ राजधानी श्रीनगरम् । (काश्मीरम्)
- ___ राजधानी गान्धिनगरम् । (गुजरात्)
- ___ मुखं प्रशान्तं भवति । (मुनिः)
- ___ वाक्यानि स्मरामि । (गुरुः)
- ___ चपलतां पश्यामि । (कपिः)
- ___ध्वनिः मंधुरः। (वीणा)
- ___ गतिः वक्रा। (नदी)
- बालक: ___ प्रिय:। (पिता)
- मूल्यम् अधिकम् । (वस्तु)
ଉତ୍ତରମ୍:
ओड़िशायाः राजधानी भुवनेश्वरम् ।
ଓଡ଼ିଶାୟା ରାଜଧାନୀ ଭୁବନେଶ୍ଵରମ୍ ।
(ଓଡ଼ିଶାର ରାଜଧାନୀ ଭୁବନେଶ୍ଵର।)
काश्मीस्स्य राजधानी श्रीनगरम्।
କାଶ୍ମୀରସ୍ୟ ରାଜଧାନୀ ଶ୍ରୀନଗରମ୍।
କାଶ୍ମୀରର ରାଜଧାନୀ ଶ୍ରୀନଗର।
गुजरातस्य राजधानी गान्धिनगरम्।
ଗୁଜରାତସ୍ୟ ରାଜଧାନୀ ଗାନ୍ଧିନଗରମ୍।
(ଗୁଜରାତର ରାଜଧାନୀ ଗାନ୍ଧିନଗର ।)
मुनेः मुखं प्रशान्तं भवति ।
ମୁନେ ମୁଖ୍ୟ ପ୍ରଶାନ୍ତ ଭବତି ।
(ମୁନିଙ୍କ ମୁଖ ପ୍ରଶାନ୍ତ ଅଟେ।)
गुरो: वाक्यानि स्मरामि ।
ଗୁରୋ ବାକ୍ୟାନି ସ୍ମରାମି |
(ଗୁରୁଙ୍କ ବାକ୍ୟ ମନେରଖୁଛି।)
कपे: चपलतां पश्यामि ।
କପେ ଚପଳତାଂ ପଶ୍ୟାମି ।
(ମାଙ୍କଡ଼ର ଚପଳତା ଦେଖୁଛି ।)
वीणाया: ध्वनिः मधुरः।
ବୀଣାୟା ଧ୍ଵନିଃ ମଧୁରଃ ।
(ବୀଣାର ଧ୍ବନି ମଧୁର।)
नद्या: गति: वक्रा ।
ନଦ୍ୟା ଗତିଃ ବକ୍ରା।
(ନଈର ଗତି ବଙ୍କା ।)
बालक: पितु: प्रिय:।
ବାଳକଃ ପିତୁଃ ପ୍ରିୟଃ ।
(ବାଳକ ପିତାଙ୍କର ପ୍ରିୟ ।)
वस्तुनः मूल्यम् अधिकम् ।
ବସ୍ତୁନଃ ମୂଲ୍ୟମ ଅଧ୍ଵକମ୍ ।
(ଜିନିଷର ଦର ଅଧ୍ବକ ।)
उदाहरणानु सारं वावन्यानि रचयतु
(ଉଦାହରଣାନୁସାରଂ ବାକ୍ୟାନି ରଚୟତୁ।)
हिमालय ← गिरि:→ कपिलास:
कुमारसम्भवम् ← ग्रन्थ:→ हर्षचरितम्
सुधर्मा ← पत्रिका → चन्दमामा
ऋषिकुल्या ← नदी → महानदी
जगन्नाथ:← देव:→लिङ्गराज:
ଉତ୍ତରମ୍:
(क) गिरे:नाम हिमालय:।
ଗିରଃ ନାମ ହିମାଳୟ ।
(ପର୍ବତର ନାମ ହିମାଳୟ ।)
(ख) गिरे: नंम कपिलासः।
ଗିରଃ ନାମ କପିଳାମଃ ।
( ପର୍ବତର ନାମ କପିଳାସ।)
(ग) ग्रन्थस्य नाम कुमारसम्भवम् ।
ଗ୍ରନ୍ଥସ୍ୟ ନାମ କୁମାରସମ୍ଭବମ୍ ।
(ଗ୍ରନ୍ଥର ନାମ କୁମାରସମ୍ଭବମ୍ ।)
(घ) ग्रन्थस्य नाम हर्षचरित्रम् ।
ଗ୍ରନ୍ଥସ୍ୟ ନାମ ହର୍ଷଚରିତ୍ରମ୍ ।
(ଗ୍ରନ୍ଥର ନାମ ହର୍ଷଚରିତ୍ର।)
(ङ) पत्रिकाया: नाम सुधर्मा।
ପତ୍ରିକାୟା ନାମ ସୁଧର୍ମା।
(ପତ୍ରିକାର ନାମ ସୁଧର୍ମା ।)
(च) पत्रिकाया: नाम चन्दामामा।
ପତ୍ରିକାୟଃ ନାମ ଚନ୍ଦାମାମା।
(ପତ୍ରିକାର ନାମ ଚନ୍ଦାମାମା।)
(छ) नद्या: नाम महानदी।
ନଦ୍ୟା ନାମ ମହାନଦୀ ।
(ନଦୀର ନାମ ମହାନଦୀ।)
(ज) नद्या: नाम ऋषिकूल्या।
ନଦ୍ୟା ନାମ ଋଷିକୂଲ୍ୟା ।)
(ନଦୀର ନାମ ଋଷିକୂଲ୍ୟା ।)
(झ) देवस्य नाम जगन्नाथः।
ଦେବସ୍ୟ ନାମ ଜଗନ୍ନାଥ ।
(ଦେବତାଙ୍କ ନାମ ଜଗନ୍ନାଥ।)
(ज) देवस्य नाम लिङ्नराज:।
ଦେବସ୍ୟ ନାମ ଲିଙ୍ଗରାଜଃ ।
(ଦେବତାଙ୍କ ନାମ ଲିଙ୍ଗରାଜଃ ।
३. उदाहरणं पश्यतु शुन्यस्थानं पूरयतु ।
(ଉଦାହରଣଂ ପଶ୍ୟତୁ ଶୂନ୍ୟସ୍ଥାନଂ ପୂରୟତୁ।)
ଉଦାହରଣ ଦେଖ ଶୂନ୍ୟସ୍ଥାନ ପୂରଣ କର ।
उदाहरणम् – देशयो : मध्ये युद्धं भवति । (देशौ)
स: …………. आशीर्वादं प्राप्नोति । (गुरू)
- …………. संयोजनेन अक्षलि: भवति । (हस्तौ)
- अद्य (कवी) …………. सम्मानकार्यक्रम: अस्ति ।
- (वाहने) …………. घट्टनेन दुर्घटना भवति ।
- (भातरौ) …………. कलहेन पिता खित्र: भवति ।
- मम (भगिन्यौ) …………. निवास: ग्रामे अस्ति ।
ଉତ୍ତରମ୍:
(क) देशयो: मध्ये युद्धं भवति ।
ଦେଶ ମଧ୍ୟ ଯୁଦ୍ଧ ଭବତି ।
(ଦୁଇଦେଶ ମଧ୍ୟରେ ଯୁଦ୍ଧ ହେଉଛି।)
(ख) स:गुरो: आशीर्वादं प्राप्नोति ।
ଡଃ ଗୁରୋ ଆଶୀର୍ବାଦଂ ପ୍ରାୟୋତି ।
(ସେ ଗୁରୁଙ୍କ ଆଶୀର୍ବାଦ ପାଉଛି।)
(ग) हस्तयो: संयोजनेन अज्जलिः भवति ।
ହସ୍ତୟୋ ସଂଯୋଜନେନ ଅଞ୍ଜଳି ଭବତି ।
(ଦୁଇହାତର ମିଳନରେ ଅଞ୍ଜଳି ହୁଏ।)
(घ) अद्य कव्यो: सम्मानकार्यक्रम:अस्ति ।
ଅଦ୍ୟ କବୟୋ ସମ୍ମାନକାର୍ଯ୍ୟକ୍ରମ ଅସ୍ତି ।
(ଆଜି ଦୁଇଜଣ କବିଙ୍କର ସମ୍ମାନ କାର୍ଯ୍ୟକ୍ରମ ରହିଛି ।)
(ङ) वाहनयो: घट्टनेन दुर्घटना भवति।
ଘଟନେନ ଦୁର୍ଘଟନା ଭବତି ।
( ଦୁଇଟି ଗାଡ଼ିର ଧକ୍କାରେ ଦୁର୍ଘଟଣା ହୁଏ।)
(च) भ्रात्रो: कलहेन पिता खिन्न:भवति ।
ଭ୍ରାତ୍ରୀ କଳହେନ ପିତା ଖୁନଃ ଭବତି।
(ଦୁଇଭାଇଙ୍କ କଳିରେ ବାପା ଦୁଃଖତ ଅଟନ୍ତି ।)
(छ) मम भगिन्यो: निवास:ग्रामे अस्ति ।
ମମ ଭଗିନ୍ୟା ନିବାସ ଗ୍ରାମେ ଅସ୍ତି।
(ମୋ ଦୁଇଭଉଣୀ ଗ୍ରାମରେ ରହୁଛନ୍ତି।)
४. उदाहरणं पश्यतु शब्दस्य यथार्थरूपेण शून्यस्थानं
यथा-भारतीयाः-संस्कृति प्राचीना-
भारतीयानां संस्कृति :प्राचीना ।
- वयम्-भाषा-संस्कृतम्
……… ……….. ……… - भाषा – उपादानं संस्कृतम्
……… ……….. ……… - नेतार: – जीवनं – परोपकायाय
……… ……….. ……… - नद्य: – जलं – परोपकारार्थम्
……… ……….. ………
ଉତ୍ତରମ୍:
यथा-भारतीयाः-संस्कृति-प्राचीना
ଭାରତୀୟ – ସଂସ୍କୃତି ପ୍ରାଚୀନା।
भारतीयानां संस्कृति:प्राचीना ।
ଭାରତୀୟାନାଂ ସଂସ୍କୃତିଃ ପ୍ରାଚୀନା ।
वयम्-भाषां-संस्कृतम्
ବୟଂ ଭାଷା – ସଂସ୍କୃତମ୍
उत्तर :
वयं-भाषा-संस्कृतम्
ଅସ୍ଵାକଂ ଭାଷା ସଂସ୍କୃତମ୍ ।
(ଆମ ଭାଷା ସଂସ୍କୃତ)
नेतार:-जीवनं-परोपकायाय
ନେତାରଃ – ଜୀବନଂ – ପରୋପକାରାୟ
उत्तर :
नेतृणां जीवनं परोपकायाय
ନେତୃ ମାଂ ଜୀବନଂ ପରୋପକାରାୟ।
(ନେତାମାନଙ୍କର ଜୀବନ ପରର ଉପକାର ପାଇଁ)
भाषा-उपादान-संस्कृतम्
ଭାଷା – ଉପାଦାନଂ – ସଂସ୍କୃତମ୍
उत्तर :
भाषयाः उपादानं सस्कृतम्।
ଭାଷୟ ଉପାଦାନଂ ସଂସ୍କୃତମ୍ ।
(ଭାଷାର ଉପାଦାନ ସଂସ୍କୃତ ।)
नद्य:-जलं-परोपकारार्थम्
ଜଳଂ –ନମଃ – ପରୋପକାରାର୍ଥମ୍
उत्तर :
नदीनां जलं परोपकारार्थम्।
ନଦୀନାଂ ଜଳଂ ପରୋପକାରାର୍ଥମ୍।
( ନଈମାନଙ୍କ ପାଣି ପର ଉପକାର ପାଇଁ।)
५. बन्धनीमध्यस्थस्य शब्दस्य यथार्थरूपेण रिक्तस्थानं
(ବନ୍ଧନୀମଧ୍ଯସ୍ପୃସ୍ୟ ଶବ୍ଦସ୍ୟ ଯଥାର୍ଥରୂପେଣ ରିକ୍ତସ୍ନାନଂ ପୂରୟତୁ)
यथा – मयूरा: मेघानां गर्जनम् इच्छन्ति । (मेघा:)
- बृहस्पति: …………. गुरुः अस्ति । (देवाः)
- कवि: …………. रचनां करोति । (काव्यानि)
- वयं …………. वचनं पालयामः।
- पिता …………. गणनां करोति ।
- सभायां …………. ध्वनिः अधिक: अस्ति । (वाद्यानि)
- अहं …………. सेवां करोमि । (अतिथ्य:)
- गोपालक: …………. पालनं करोति । (धेनव:)
- सज्जना: …………. स्मरणं कुर्वन्ति । (सुभाषितानि)
ଉତ୍ତରମ୍:
यथा – मयूरा: मेघानां गर्जनम् इच्छन्ति ।
ମୟୂରା ମେଘାନାଂ ଗର୍ଜନମ୍ ଇଛନ୍ତି।
(क) बृहस्पति: देवानां गुरुः अस्ति।
ବୃହସ୍ପତିଃ ଦେବାନାଂ ଗୁରୁ ଅସ୍ତି ।
କବି କାବ୍ୟାନାଂ ରଚନାଂ କରୋତି।
(ख) कवि: काव्यानां रचनां करोति।
ବୟଂ ଗୁରୁମାଂ ବଚନଂ ପାଳୟାମଃ ।
(ग) वयं गुरूणां वचनं पालयामः।
ପିତା ବସ୍ତୁନାଂ ଗଣନାଂ କରୋତି ।
(घ) पिता वस्तूनां गणनां करोति।
ପିତା ବସ୍ତୁନାଂ ଗଣନାଂ କରୋତି ।
(ङ) सभायां वाद्यानां ध्वनिः अधिकः अस्ति ।
ସଭାୟାଂ ବାଦ୍ୟାନାଂ ଧ୍ଵନିଂ ଅଧ୍ଵତଃ ଅସ୍ତି
(च) अहं अतिथीनां सेवां करोमि ।
ଅହଂ ଅତିଥୀନାଂ ସେବାଂ କରୋମି।
(छ) गोपालक: धेनूनां पालनं करोति ।
ଗୋପାଳକ ଧେନୁନାଂ ପାଳନଂ କରୋତି।
(ज) सज्जना: सुभाषितानां स्मरणं कुर्वन्ति ।
ସଜନାଃ ସୁଭାଷିତାନାଂ ସ୍ମରଣଂ କୁର୍ବନ୍ତି।
६. उचितपदै: रिक्तस्थानं पूरयतु ।
(ଉଚତି ପଦଃ ରିକ୍ତସ୍ନାନଂ ପୂରୟତୁ।)
यथा – वयं प्रतिदिनं महापुरूषाणां जीवनचरितं पठाम:।
- गोपालक: …………. पालनं करोति ।
- तेषां …………. कविताः रमणीयाः सन्ति ।
- …………. आज्ञा पालनीया।
- विवेकानन्दस्य …………. पठनेन शान्ति: भवति।
- ………… जलं कलुषितं भवति ।
(उपदेशानां नदीनां, महापुरुषाणां, कविनां, धेनूनां, गुरूणां)
ଉତ୍ତରମ୍:
(क) वयं प्रतिदिनं महापुरूषाणां जीवनचरितं पठामः।
ବୟଂ ପ୍ରତିଦିନଂ ମହାପୁରୁଷାନାଂ ଜୀବନଚରିତଂ ପଠାମଃ ।
(ख) गोपालक: धेनूनां पालनं करोति।
ଗୋପାଳକଃ ଧେନୁନାଂ ପାଳନଂ କରୋତି।
(ग) तेषां कवीनां कविताः रमणीयाः सन्ति ।
ତେଷା କବୀନାଂ କବିତା ରମଣୀୟା ସନ୍ତି ।
(घ) गुरूणां आज्ञा पालनीया।
ଗୁରୁଣା ଆଜ୍ଞା ପାଳନୀୟା।
(ङ) विवेकानन्दस्य उपदेशानां पठनेन शान्ति: भवति।
ବିବେକାନନ୍ଦସ୍ୟ ଉପଦେଶାନାଂ ପଠନେନ ଶାନ୍ତଃ ଭବତି ।
(च) नदीनां जलं कलुषितं भवति ।
ନଦୀନାଂ ଜଳଂ କଳୁଷିତଂ ଭବତି।
अतिरिक्त प्रश्नोत्तरम्
(ଅତିରିକ୍ତ ପ୍ରଶ୍ନୋତ୍ତରମ୍)
१. मातृभाषया अनुवादं कुरुत।
(क) रामायणस्य कर्त्ता बाल्मीकि:।
उत्तर :
ରାମାୟଣର କର୍ତ୍ତା ବାଲ୍ମୀକି ।
(ख) विवेकानन्द: रामकृष्णस्य शिष्य:।
उत्तर :
ବିବେକାନନ୍ଦ ରାମକୃଷ୍ଣଙ୍କ ଶିଷ୍ୟ ।
(ग) पुस्तकस्य नाम कलिका।
उत्तर :
ପୁସ୍ତକର ନାମ କଳିକା ।
(घ) वेदस्य नाम यजुः।
उत्तर :
ବେଦର ନାମ ଯଜୁ।
(ङ) नद्या: नाम गङ्न।
उत्तर :
ନଦୀର ନାମ ଗଙ୍ଗା ।
(च) गृहस्य नाम श्रीकुटीरम्।
उत्तर :
ଘରର ନାମ ଶ୍ରୀକୁଟୀର।
(छ) श्रीकृष्ण: अर्जुनस्य मित्रम्।
उत्तर :
ଶ୍ରୀକୃଷ୍ଣ ଅର୍ଜୁନଙ୍କ ବନ୍ଧୁ।
२. एकपदेन उत्तरं लिखत।
(क) ओडिशाया: राजधानी किम् ?
उत्तर :
ଭୁବନେଶ୍ବରମ୍
(ख) देशस्य नाम किम् ?
उत्तर :
ଭାରତମ୍
(ग) कस्य कर्त्ता बाल्मीकि: ?
उत्तर :
ରାମାୟଣସ୍ୟ
(घ) कस्याः लेखक: बाणभट्टः ?
उत्तर :
କାଦମ୍ବର୍ଯ୍ୟା
(ङ) रामकृष्णस्य शिष्य: क: ?
उत्तर :
ବିବେକାନନ୍ଦ
(च) गणेशः कस्य पुत्र: ?
उत्तर :
ଶିବସ୍ଯ
(छ) उत्कलप्रशङ्क कस्याः नाम ?
उत्तर :
ପତ୍ରିକାୟଃ
३. शून्यस्थानं पूरयत।
(क) …………. नाम कलिका।
उत्तर : ପୁସ୍ତକସ୍ଯ
(ख) बेदस्य नाम …………. |
उत्तर :
ଯନୁଃ
(ग) अर्जुनस्य …………. श्रीकृष्णः।
उत्तर :
ମିତ୍ର
(घ) देशस्य नाम …………. |
उत्तर :
ଭାରତମ୍
(ङ) कादम्बर्या: लेखक: …………. ।
उत्तर :
ବାଣଭରଃ
(च) …………. नाम गङ्ग़।।
उत्तर :
ନଦ୍ଯା
४. विक्षिप्तवर्णानां मेलनेन शुद्धपदं रचयत।
(क) न का वे न्द: वि
उत्तर :
ବିବେକାନନ୍ଦ
(ख) त्रिया: का प
उत्तर :
ପତ୍ରିକାୟଃ
(ग) गु णा रू म्
उत्तर :
ଗୁରୂଣାମ୍
(घ) धा रा ज नी
उत्तर :
ରାଜଧାନୀ
(ङ) ग त्रा ज थः
उत्तर :
ଜଗନ୍ନାଥ
५. स्तम्भमेलनं कुरूत।
‘क’ स्मम्भ: — ‘ख’ स्तम्भ:
शिवस्य — भरत:
वसुदेवस्य — श्रीराम:
दशरथस्य — अर्जुनः
पण्डो: — श्रीकृष्ण:
शकुन्तलाया: — गणेश:
उत्तर :
‘କ’ ସ୍ତମ୍ଭ — ‘ଖ’ ସ୍ତମ୍ଭ
ଶିବସ୍ଯ — ଗଣେଶଃ
ବସୁଦେବସ୍ଯ — ଶ୍ରୀକୃଷ୍ଣ
ଦଶରଥସ୍ଯ — ଶ୍ରୀରାମ
ପଣ୍ଡା — ଅର୍ଜୁନଃ
ଶକୁନ୍ତଳାୟା — ଭରତଃ
६. मातृभाषया अर्थं प्रकाशयत।
(क) धेनुः
उत्तर :
ଗାଈ
(ख) नगरस्य
उत्तर :
ନଗରର
(ग) वेदानाम्
उत्तर :
ବେଦଗୁଡ଼ିକର
(घ) वीणाया:
उत्तर :
ବୀଣାର
(ङ) पत्रिकाया:
उत्तर :
ପତ୍ରିକାର
७. रेखाङ्कितपदानां भ्रमसंशोधनं कुरुत।
(क) कपयाः चपलतां पश्यामि।
उत्तर :
କପେ ଚପଳ ତାଂ ପଶ୍ୟାମି ।
(ख) अस्माकं भाषा संस्कृतः।
उत्तर :
ଅସ୍ମାକଂ ଭାଷା ସଂସ୍କୃତମ୍ ।
(ग) देशय: मध्ये युद्धं भवति।
उत्तर :
ଦେଶ ମଧ୍ୟ ଯୁଦ୍ଧ ଭବତି।
(घ) नदीनां जलं कलुषितं भवन्ति।
उत्तर :
ନଦୀନାଂ ଜଳଂ କଳୁଷିତଂ ଭବତି ।
(ङ) कवि: काव्याना: रचनां करोति।
उत्तर :
କବି କାବ୍ୟାନାଂ ରଚନା କରୋତି।
८. उत्तर चयनं कुरूत।
(क) काश्मीरस्य राजधानी किम् ?
(a) श्रीनगरम्
(b) भुवनेश्वरम्
(c) गान्धिनगरम्
(d) इटानगरम्
उत्तर :
(a) ଶ୍ରୀନଗରମ୍
(ख) वीणायाः ध्वनिः कीदृशः ?
(a) मधुरा
(b) मधुरम्
(c) मधुरः
(d) मधुराणि
उत्तर :
(c) ମଧୁରଃ
(ग) कस्या: नाम चन्दमामा ?
(a) पुस्तकस्य
(b) पत्रिकाया:
(c) मम
(d) तस्या:
उत्तर :
(b) ପତ୍ରିକାୟଃ
(घ) वयं केषां वचनं पालयाम: ?
(a) गुरूणाम्
(b) गुरुणाम्
(c) गुरुषु
(d) गुरो:
उत्तर :
(a) ଗୁରୁଣାମ୍
(ङ) कस्या: गति: वक्रा ?
(a) नदी
(b) नदीम्
(c) नदिना
(d) नद्या:
उत्तर :
(d) ନମଃ
पश्यतु, उच्चै: पठतु (ପଶ୍ୟତୁ, ଉଚ୍ଚୈଃ ପଠତୁ) ଦେଖନ୍ତୁ ବଡ଼ପାଟିରେ ପଢ଼ନ୍ତୁ :
→ देशस्य नाम भारतम् ।
(ଦେଶସ୍ୟ ନାମ ଭାରତମ୍ ।)
ଦେଶର ନାମ ଭାରତ।
→ शिवस्य पुत्र: गणेशः।
(ଶିବସ୍ୟ ପୁନଃ ଗଣେଶଃ ।)
ଗଣେଶ ଶିବଙ୍କ ପୁଅ।
→ पत्रिकाया: नाम उत्कलप्रसङ्मः।
(ପତ୍ରିକାୟଃ ନାମ ଉତ୍କଳପ୍ରସଙ୍ଗ ।)
ପତ୍ରିକାର ନାମ ଉତ୍କଳ ପ୍ରସଙ୍ଗ।
→ नद्या: नामं गड्ग़।
(ନଦ୍ୟା ନାମ ଗଙ୍ଗା ।)
ନଈର ନାମ ଗଙ୍ଗା ।
→ कादम्बर्या:लेखक:वाणभट्टः।
(କାଦମ୍ବର୍ଯ୍ୟା ଲେଖକଃ ବାଣଭଟ୍ଟ ।)
କାଦମ୍ବରୀର ଲେଖକ ବାଣଭଟ୍ଟ ।
→ पुस्तकस्य नाम कलिका।
(ପୁସ୍ତକସ୍ୟ ନାମ କଳିକା ।)
ବହିର ନାମ କଳିକା ।
→ रामायणस्य कर्त्ता बाल्मीकिः।
(ରାମାୟଣସ୍ୟ କର୍ତ୍ତା ବାଲ୍ମୀକି ।)
ରାମାୟଣର କର୍ତ୍ତା ବାଲ୍ମୀକି ।
→ गृहस्य नाम श्रीकुटीरम् ।
(ଗୃହସ୍ୟ ନାମ ଶ୍ରୀକୁଟୀରମ୍ ।)
ଘରର ନାମ ଶ୍ରୀକୁଟୀର।
→ अर्जुनस्य मित्रं श्रीकृष्णः।
(ଅର୍ଜୁନସ୍ୟ ମିତ୍ର ଶ୍ରୀକୃଷ୍ଣ ।)
ଅର୍ଜୁନଙ୍କ ବନ୍ଧୁ ଶ୍ରୀକୃଷ୍ଣ।
→ वेदस्य नाम यजुः।
(ବେଦସ୍ୟ ନାମ ଯଜଃ ।)
ବେଦର ନାମ ଯଜୁ।
उच्चै : पठतु (ଉଚ୍ଚୈଃ ପଠତୁ) ବଡ଼ ପାଟିରେ ପଢ଼ନ୍ତୁ