BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

Odisha State Board BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ Textbook Exercise Questions and Answers.

BSE Odisha Class 7 Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

उच्चैः पठतु (ଉଚ୍ଚୈଃ ପଠତୁ) ବଡ଼ ପାଟିରେ ପଢ଼ନ୍ତୁ :
BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 1
१. वन्धनीमध्यस्थस्य शब्दस्य यथार्थरूपं शून्यस्थाने पूरयतु
(ବନ୍ଧନୀମଧ୍ଯସ୍ପୃସ୍ୟ ଶବ୍ଦସ୍ୟ ଯଥାର୍ଥ ରୂପଂ ଶୂନ୍ୟସ୍ଥାନେ ପୂରୟତୁ।) ବନ୍ଧନୀ ମଧ୍ଯରେ ଥିବା ଯଥାର୍ଥ ରୂପ ନେଇ ଶୂନ୍ୟସ୍ଥାନ ପୂରଣ କର ।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

यथा – सन्यासी कुटीरे कटं प्रसारयति । (कुटीरः)

  • सर्प: ………… दशति । (पादौ)
  • धान्यं ………… शुष्यति । (छदि:)
  • कथा: ………… सन्ति। (पुराणानि)
  • सौन्दर्यं ………… अस्ति। (मूर्त्ति:)
  • जगन्नाथमन्दिरं’ ………… अस्ति। (पुरी)
  • सैनिका: ………… गच्छन्ति। (पर्वता:)
  • पक्षिण: ………… उपविशन्ति। (शाखा:)
  • सिंहा: ………… वसन्ति। (गुहाः)
  • छात्रा: ………… नृत्यन्ति। (पङ्न्तिः)
  • गृहिणी ………… धान्यं कुट्टयति। (उलूखलम्)
  • विमानानि ………… सक्चरति। (गगनम्)
  • शिशु: ………… मुद्रे स्थापयति। (मुष्टिः)
  • जना ………… तिलकं धरन्ति। (ललाट:)
  • रस: ………… भवति । (इक्षु:)

ଉତ୍ତରମ୍

यथा- सन्यासी कुटीरे कटं प्रसारयति ।
ସନ୍ୟାସୀ କୁଟୀରେ କରଂ ପ୍ରସାରୟତି ।

(क) सर्प: पादौ दशति ।
ସପଃ ପାଦୟୋ ଦଶତି ।

(ख) धान्यं छदौ शुष्यति ।
ଧାନ୍ୟ ଛଦୌ ଶୁଷ୍ଯତି ।

(ग) कथाः पुराणेषु सन्ति।
କଥା ପୁରାଣେଷୁ ସନ୍ତି |

(घ) सौन्दर्य मूत्तौ अस्ति।
ସୌନ୍ଦର୍ଯ୍ୟ ମୂଭୌ ଅସ୍ତ ।

(ङ) जगन्नाथमन्दिरं पूर्याम् अस्ति।
ଜଗନ୍ନାଥମନ୍ଦିରଂ ପୂର୍ଜ୍ୟମ୍ ଅଛି।

(च) सैनिकाः पर्वतेषु गच्छन्ति।
ସୈନିକା ପର୍ବତେଷୁ ଗଛନ୍ତି ।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

(छ) पक्षिण: शाखासु उपविशन्ति।
ପକ୍ଷିଣ ଶାଖାସୁ ଉପବିଶନ୍ତି ।

(ज) सिंहाः गुहासु वसन्ति।
ସିଂହା ଗୁହାସୁ ବସନ୍ତି ।

(झ) छात्रा: पङ्क्तिषु नृत्यन्ति।
ଛାତ୍ରା ପଚ୍ଛିଶୁ ନୃତ୍ୟନ୍ତି।

(অ) गृहिणी उलूखले धान्यं कुट्टयति।
ଗୃହିଣୀ ଉଲ୍ଲେଖଳେ ଧାନ୍ୟ କୁଟ୍ଟୟତି ।

(ट) विमानानि गगने सश्चरन्ति।
ବିମାନାନି ଗଗନେ ସଞ୍ଚରନ୍ତି ।

(ठ) शिशुः मुष्टौ मुद्रे स्थापयति।
ଶିଶୁ ମୁଷ୍ଟି ମୁଦ୍ରେ ସ୍ଥାପୟତି।

(ढ) जना: ललाटे तिलकं धरन्ति।
ଜନଃ ଲଲାଟେ ତିଳକଂ ଧରନ୍ତି।

(ण) रस: इक्षै भवति ।
ରସ ଇକ୍ଷୌ ଭବତି ।

२. कोष्ठक-साहाय्येन उदाहरणानुसारं वाक्यानि लिखतु ।
(ବନ୍ଧନୀମଧ୍ଯସ୍ପୃସ୍ୟ ଶବ୍ଦସ୍ୟ ଯଥାର୍ଥ ରୂପଂ ଶୂନ୍ୟସ୍ଥାନେ ପୂରୟତୁ।) ବନ୍ଧନୀ ମଧ୍ଯରେ ଥ‌ିବା ଶବ୍ଦର ଯଥାର୍ଥ ରୂପ ନେଇ ଶୂନ୍ୟସ୍ଥାନ ପୂରଣ କର ।
उदाहरणम् :
प्रकाशः दीपे भवति ।
………………………………………………
………………………………………………
………………………………………………
………………………………………………

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ
………………………………………………
………………………………………………
………………………………………………
BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 2
(क) प्रकाशः दीपे भवति ।
ପ୍ରକାଶଃ ଦୀପେ ଭବତି।

(ख) कोलाहल:मेलायां भवति ।
କୋଳାହଳ ମେଳାୟାଂ ଭବତି

(ग) श्य्या पर्यङ्के भवति।
ଶଯ୍ୟା ପର୍ଯଙ୍କ ଭବତି ।

(घ) व्याधिः शरीरे भवति।
ବ୍ୟାଧ୍ୱ ଶରୀରେ ଭବତି ।

(ङ) पक्षी नीडे उपविशति।
ପକ୍ଷୀ ନୀଡ଼େ ଉପବିଶତି ।

(च) वानरः वृक्षे उपविशति।
ବାନରଃ ବୃକ୍ଷେ ଉପବିଶତି ।

(छ) मनुष्य:वीथौ गच्छति ।
ମନୁଷ୍ୟ ବୀର୍ଥେ ଗଛନ୍ତି ।

(ज) विमानं आकाशे गच्छति।
ବିମାନଂ ଆକାଶେ ଗଛନ୍ତି ।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

(झ) भ्रमरः पुष्पे उपविशति ।
ଭ୍ରମରଃ ପୁଷ୍ପ ଉପବିଶତି।

३. चित्रं पश्यतु वाक्यानि लिखतु ।
(ଚିତ୍ର ପଶ୍ୟତୁ ବାକ୍ୟାନି ଲିଖନ୍ତୁ।)
BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 3
उदाहरणम् :
सर्प: विलेषु सश्चरति ।
१. ………………………………………………
२. ………………………………………………
३.  ………………………………………………
४. ………………………………………………
………………………………………………
………………………………………………
………………………………………………

१. सर्प: विलेषु सश्चरति।
ସର୍ପ ବିଳେଷୁ ସଞ୍ଚରତି।

२. सर्प: लतायां संचरति।
ସର୍ପ ଲତାୟାଂ ସଞ୍ଚରତି ।

३. सर्पः तरुषु संचरति।
ସର୍ପ ତରୁଷୁ ସଞ୍ଚରତି।

४. सर्प: वल्मीकेषु संचरति ।
ସର୍ପ ବଲ୍ଲୀକେଷୁ ସଞ୍ଚରତି।

५. सर्प: गुहासु संचरति।
ସର୍ପ ଗୁହାସୁ ସଞ୍ଚରତି।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

६. सर्प: गुल्मेषु संचरति।
ସର୍ପ ଗୁଳ୍ମଷୁ ସଞ୍ଚରତି।

७. सर्प: कन्दरायां संचरति।
ସର୍ପ କନ୍ଦରାୟାଂ ସଞ୍ଚରତି ।

८. सर्प: गिरिषु संचरति।
ସର୍ପ ଗିରିଶୁ ସଞ୍ଚରତି।

४. कोष्ठक-साहाय्येन वाक्यानि रचयुत
(କୋଷ୍ଠକ-ସାହାଯ୍ୟନ ବାକ୍ୟାନି ରଚୟତୁ।)
BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 4
उदाहरणम् :
कन्दुके सूतयो : स्त:।
………………………………………….
………………………………………….
………………………………………….
उदाहरणम् :
जना: वाटिकयो : सन्ति ।
………………………………………….
………………………………………….
………………………………………….
उत्तर :
(क) कन्दुके स्यूतयो :स्तः।
କନ୍ଦୁକେ ସୂତୟୋ ୟଃ |

(ख) कङ़्मेणे हस्तयो :स्तः।
କଙ୍କଣେ ହସ୍ତୟୋ ସ୍ତ୍ରୀ ।

(ग) कर्णाभरणे कर्णयो :स्तः।
କଣ୍ଟାଭରଣେ କଣ୍ଠୀୟୋ ୟଃ ।

(घ) नूपुरे पादयो :सन्ति ।
ନୂପୁରେ ପାଦୟୋ ୟଃ |

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

(ङ) जना:वाटिकयो:सन्ति ।
ଜନଃ ବାଟିକୟୋ ସନ୍ତି ।

(च) आभूषणानि पेटिकयो:सन्ति ।
ଆଭୂଷଣାନି ପେଟିକ ସନ୍ତି ।

(छ) कागदानि सश्चिकयो :सन्ति ।
କାଗଦାନି ସଞ୍ଚୟୋ ସନ୍ତି।

(ज) चित्राणि शाटिकयो :सन्ति ।
ଚିତ୍ରାଣି ଶାଟିକୟୋ ସନ୍ତି ।

५. उदाहरणानुसारम् एतै : पदै: वाक्यानि रचयतु
(ଉଦାହରଣାନୁସାରମ୍ ଏତୌ ପଦଃ ବାକ୍ୟାନି ରଚୟତୁ।) :

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 5

१. जना: आपणेषु उपविशन्ति ।
ଜନଃ ଆପଣେଷୁ ଉପବିଶନ୍ତି ।

२. जना: मार्गेषु भ्रमन्ति ।
ଜନଃ ମାର୍ଗେଷୁ ଭ୍ରମନ୍ତି।

३. जना: कार्यालयेषु उपविशन्ति ।
ଜନଃ କାର୍ଯ୍ୟାଳୟେଷୁ ଭ୍ରମନ୍ତି।

४. जना: उद्यानेषु भ्रमन्ति ।
ଜନଃ ଉଦ୍ୟାନେଷୁ ଭ୍ରମନ୍ତି।

५. जना: यानेषु उपविशन्ति ।
ଜନଃ ଯନେଷୁ ଉପବିଶନ୍ତି ।

६. जना: पर्यटनस्थलेषु भ्रमन्ति ।
ଜନଃ ପର୍ଯ୍ୟଟନସ୍ଥଳେଷୁ ଭ୍ରମନ୍ତି |

७. जना: गृहेषु उपविशन्ति ।
ଜନଃ ଗୃହେତୁ ଉପବିଶନ୍ତି ।

८. जना: महानगरेषु भ्रमन्ति ।
ଜନଃ ମହାନଗରେଷୁ ଭ୍ରମନ୍ତି।

९. जना: सभासु उपविशन्ति ।
ଜନଃ ସଭାସୁ ଉପବିଶନ୍ତି ।

१०. जना: वीथिषु भ्रमन्ति ।
ଜନଃ ବୀଥ୍ଷୁ ଭ୍ରମନ୍ତି।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

११. जना: गोष्ठीषु उपविशन्ति ।
ଜନଃ ଗୋଷ୍ଠୀଷୁ ଉପବିଶନ୍ତି ।

१२. जना: प्रदर्शनीषु भ्रमन्ति ।
ଜନଃ ପ୍ରଦର୍ଶନୀଷୁ ଭ୍ରମନ୍ତି।

अतिरिक्त प्रश्नोत्तरम्
(ଅତିରିକ୍ତ ପ୍ରଶ୍ନୋତ୍ତରମ୍)

१. मातृभाषया अनुवादं कुरुत।

(क) बालक:पलङ्के निद्राति।
उत्तर :
ପିଲାଟି ପଲଙ୍କରେ ଶୋଇଛି।

(ख) जलं कुप्याम् अस्ति।
उत्तर :
ପାଣି ବୋତଲରେ ଅଛି।

(ग) जननी पाकशालायां पचति।
उत्तर :
ମାଆ ରୋଷଶାଳାରେ ରାନ୍ଧୁଛନ୍ତି ।

(घ) मीना:जले सन्तरन्ति।
उत्तर :
ମାଛମାନେ ଜଳରେ ପହଁରନ୍ତି।

(ङ) वेदना कर्णयो :अस्ति।
उत्तर :
ଦୁଇ କାନରେ ଯନ୍ତ୍ରଣା ଅଛି ।

(च) श्लोकाः ग्रेन्थेषु सन्ति।
उत्तर :
ଗ୍ରନ୍ଥମାନଙ୍କରେ ଶ୍ଳୋକ ଅଛି ।

(छ) जानयो :चक्राणि सन्ति।
उत्तर :
ଗାଡ଼ି ଦୁଇଟିରେ ଚକ ରହିଛି।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

२. एकपदेन उत्तरं लिखत।
(क) जना:केषु भ्रमन्ति ?
उत्तर :
ମାର୍ଗେଷୁ

(ख) धनं कुत्र अस्ति ?
उत्तर :
କୋଷ

(ग) नद्यां का चलति ?
उत्तर :
ନୌକା

(घ) सिंहा: कुत्र गर्जन्ति ?
उत्तर :
ପର୍ବତେ

(ङ) पुस्तकेषु कानि सन्ति ?
उत्तर :
ଚିତ୍ରାଣି

(च) के वीथिषु सश्चरन्ति ?
उत्तर :
ଜନାଃ

(छ) दण्ड: कयो : अस्ति ?
उत्तर :
ସ୍ତମ୍ଭୟୋ

३. शून्यस्थानं पूरयत।
(क) शिशु: …………. अस्ति।
उत्तर :
ଦୋଳାୟାମ୍

(ख) पशव: …………. विहरन्ति।
उत्तर :
ବନେ

(ग) …………. पेटिकायो : सन्ति।
उत्तर :
ଭୂଷଣାନି

(घ) वार्त्ता: …………. सान्ति।
उत्तर :
ପତ୍ରିକାସୁ

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

(ङ) अश्रूणि …………. सन्ति।
उत्तर :
ନେତ୍ରୟୋ

(च) पुष्पाणि लतयो: …………. |
उत्तर :
ବିକସନ୍ତି

४. विक्षिप्तवर्णानां मेलनेन शुद्धपदं रचयत।
(क) च षु के ष
उत्तर :
ଚଷକେଷୁ

(ख) म ला क नि
उत्तर :
କମଳାନି

(ग) पा रा ज्य ल:
उत्तर :
ରାଜ୍ୟପାଳୀ

(घ) स यो गा नं
उत्तर :

(ङ) क: च वा
उत्तर :

५. स्तम्भमेलनं कुरूत।

‘क’ स्मम्भ: — ‘ख’ स्तम्भ:
पादे — कर्त्तुषु
नीति: — गृहेषु
वटु: — पादेषु
गृहे — नीतिषु
कर्त्ता — वटुषु
उत्तर :
‘କ’ ସ୍ତମ୍ଭ — ‘ଖ’ ସ୍ତମ୍ଭ
ପାଦେ — ପାଦେଷୁ
ନୀତିଃ — ନୀତିଷୁ
ବଟୁ — ବଟୁଷୁ
ଗୃହେ — ଗୃହେଷୁ
କର୍ତ୍ତା — କର୍ତ୍ତୃଷୁ

६. मातृभाषया अर्थं प्रकाशयत ।
(क) कण्डोलयो: ଝୁଡି ଦୁଇଟିରେ
(ख) वीधिषु ରାସ୍ତାରେ
(ग) वेदना ଯନ୍ତ୍ରଣା
(घ) कटे ମଶିଣାରେ
(ङ) हस्तयो: ହାତ ଦୁଇଟିରେ

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

७. रेखाङ्कितपदानां भ्रमसंशोधनं कुरुत ।

(क) सिंहा: गुहासु वसति
ସିଂହା ଗୁହାସୁ ବସନ୍ତି

(ख) छात्र: विद्यालये पठन्ति।
ଛାତ୍ରା ବିଦ୍ୟାଳୟ ପଠନ୍ତି ।

(ग) जना: मार्गेसु भ्रमन्ति।
ଜନାଃ ମାର୍ଗେଷୁ ଭ୍ରମନ୍ତି।

(घ) क्षीरः चषकेषु अस्ति।
କ୍ଷୀରଂ ଚଷକେଷୁ ଅଛି ।

(ङ) बालकाः सोपानेशु क्रीडन्ति।
ବାଳକା ସୋପା ନେଷୁ କ୍ରୀଡ଼ନ୍ତି।

८. उत्तर चयनं कुरूत।
(क) कमलामि केषु विकसन्ति ?
(a) नदीषु
(b) जलेषु
(c) सागरेषु
(d) सरोवरेषु
उत्तर :
(d) ସରୋବରେଷୁ

(ख) पक्षिणः कुत्र तिष्ठन्ति ?
(a) शाखायाम्
(b) शाखायु:
(c) शाखासु
(d) शाखाभ्यै
उत्तर :
(a) ଶାଖାସୁ

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

(ग) ध्वनिमुद्रिकयो: कानि सान्ति ?
(a) भीतानि
(b) प्रीतानि
(c) गीतानि
(d) मित्राणि
उत्तर :
(c) ଗୀତାଳି

(घ) का: वाटिकायां भ्रमन्ति ?
(a) बालिका
(b) बालिका:
(c) बालिके
(d) बालिकाया:
उत्तर :
(b) ବାଳିକା

(ङ) जले के सन्तरन्ति ?
(a) कच्छपा:
(b) मकरा:
(c) वानरा:
(d) मीना:
उत्तर :
(d) ମୀନା:

पश्यतु, उच्चै: पठतु च (ପଶ୍ୟତୁ, ଉଚ୍ଚୈଃ ପଠତୁ ଚ)
ଦେଖନ୍ତୁ ବଡ଼ପାଟିରେ ପଢ଼ନ୍ତୁ :

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 6

नर्तकी मश्रे नृत्यति ।
(ନର୍ତକୀ ମଞ୍ଚେ ନୃତ୍ୟତି।)
ନର୍ତକୀ ମଞ୍ଚରେ ନାଚୁଛି।

युवक: कटे योगासनं करोति ।
(ଯୁବକଃ କଟେ ଯୋଗାସନଂ କରୋତି।)
ଯୁବକଟି ମଶିଣାରେ ଯୋଗାସନ କରୁଛି ।

धनं कोषे अस्ति ।
(ଧନଂ କୋଷେ ଅଛି।)
ଟଙ୍କା ପକେଟରେ ଅଛି ।

छात्रा: विद्यालये पठन्ति ।
(ଛାତ୍ରୀ ବିଦ୍ୟାଳୟ ପଠନ୍ତି।)
ଛାତ୍ରମାନେ ସ୍କୁଲରେ ପଢୁଛନ୍ତି ।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

बालिका: वाटिकायां भ्रमन्ति ।
(ବାଳିକା ବାଟିକାୟାଂ ଭ୍ରମନ୍ତି।)
ଝିଅଟି ବଗିରରେ ବୁଲୁଛନ୍ତି ।

भगिनी स्थालिकायां भोजनम् आनयति ।
(ଭଗିନୀ ସ୍ଲାଳିକାୟାଂ ଭୋଜନମ୍ ଆନୟତି।)
ଭଉଣୀ ଥାଳିରେ ଖାଦ୍ୟ ଆଣୁଛି ।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 7

शिशु : दोलायाम् अस्ति ।
(ଶିଶୁ ଦୋଳାୟାମ୍ ଅସ୍ଥି ।)
ଶିଶୁଟି ଦୋଳିରେ ଅଛି।

जननी पाकशालायां पचति ।
(ଜନନୀ ପାକଶାଳାୟଃ ପଚତି।)
ମାଆ ରୋଷଶାଳରେ ରୋଷେଇ କରୁଛି।

वाचक: सभायां बदति ।
(ବାଚକ ସଭାୟାଂ ବଦତି।)
ପ୍ରବଚକ ସଭାରେ କହୁଛନ୍ତି ।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 8
नौका नद्यां चलति ।
(ନୌକା ନଦ୍ୟା ଚଳତି।)
ନଈରେ ଡଙ୍ଗା ଗଲେ ।

राज्यपाल: राजधान्यां तिष्ठति ।
(ରାଜ୍ୟପାଳ ରାଜଧାନ୍ୟ ତିଷ୍ଠତି।)
ରାଜ୍ୟପାଳ ରାଜଧାନୀରେ ରୁହନ୍ତି।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

जलं कुप्याम् अस्ति ।
(ଜଳଂ କୁପ୍ୟାମ୍ ଅଛି।)
ପାଣି ବୋତଲରେ ଅଛି ।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 10

मीना: जले सन्तरन्ति
(ମୀନାଃ ଜଳେ ସନ୍ତରନ୍ତି।)
ମାଛମାନେ ପାଣିରେ ପହଁରନ୍ତି।

पशव: वने विहरन्ति ।
(ପଶତଃ ବନେ ବିହରନ୍ତି।)
‘ପଶୁମାନେ ବଣରେ ବିହାର କରନ୍ତି।

सिंह़ाः पर्वते गर्जन्ति ।
(ସିଂହାଃ ପର୍ବତେ ଗର୍ଜନ୍ତି।)
ସିଂହମାନେ ପର୍ବତରେ ଗର୍ଜନ କରନ୍ତି।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 11

फलानि कण्डोलयो: सन्ति ।
(ଫଳାନି କଣ୍ଡୋଳୟୋ ସନ୍ତି ।)
ଦୁଇଟି ଝୁଡ଼ିରେ ଫଳଗୁଡ଼ିକ ଅଛି।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

वेदना कर्णयो : अस्ति ।
(ବେଦନା କୟୋ ଅସ୍ଥି ।)
ଦୁଇକାନରେ ଯନ୍ତ୍ରଣା ଅଛି।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 12

पुस्तकानि निधिानिकयो : सन्ति ।
(ପୁସ୍ତକାନି ନିଧାନିକୟୋ ସନ୍ତି ।)
ବହିଗୁଡ଼ିକ ଦୁଇ ଥାକରେ ରହିଛି।

भूषणानि पेटिकयो : सन्ति ।
(ଭୂଷଣାନି ପେଟିକ ସନ୍ତୋ ।)
ଅଳଙ୍କାରଗୁଡ଼ିକ ବାକ୍ସଦୁଇଟିରେ ରହିଛି।

पुष्पाणि हस्तयो : सन्ति ।
(ପୁଷ୍ପାଣି ହସ୍ତୟୋ ସନ୍ତୋ ।)
ଦୁଇହାତରେ ଫୁଲଗୁଡ଼ିଏ ଅଛି।

दण्ड: स्तम्भयो : अस्ति ।
(ଦଣ୍ଡ ସ୍ତମ୍ଭୟୋ ଅସ୍ଥି ।)
ବାଡ଼ି ଦୁଇଖୁଣ୍ଟ ଉପରେ ଅଛି।

पुष्पाणि लतयो : विकसन्ति ।
(ପୁଷ୍ପାଣି ଲତ ବିକସନ୍ତି ।)
ଫୁଲଗୁଡ଼ିକ ଦୁଇଲତାରେ  ଫୁଟିଛି।

गीतानि ध्वनिमुद्रिकयो : सन्ति ।
(ଗୀତାନି ଧ୍ଵନିମୁଦ୍ରିକୟୋ ସନ୍ତୋ।)
ଦୁଇଟି କ୍ୟାସେଟରେ ସବୁଗୀତ ଅଛି।
BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 13

जलं द्रोणयो : निपतिति ।
(ଜଳଂ ଦ୍ରୋଣେ ନିପତତି।)
ଦୁଇ ବାଲ୍ଟିରେ ପାଣି ପଡୁଛି ।

तैलं दर्व्यो : अस्ति ।
(ତୈଳ ଦ୍ରବ୍ୟ ଅସ୍ଥି ।)
ଦୁଇଟି ଡଙ୍କିରେ ତେଲ ଅଛି।

मसी पुनः पूरणयो : अस्ति ।
(ମସୀ ପୁନଃ ପୂରଣ୍ୟା ଅସ୍ତି।)
ରିଫଲ୍ ଦୁଇଟିରେ କାଳି ଅଛି ।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

मीना: नद्यो : सन्ति ।
(ମୀନାଃ ନଦ୍ୟୋ ସନ୍ତୋ।)
ନଈ ଦୁଇଟିରେ ମାଛ ଅଛନ୍ତି ।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 14

यानयो : चक्राणि सन्ति ।
(ଯାନ ଚକ୍ରାଣି ସନ୍ତ।)
ଗାଡ଼ିଦୁଇଟିରେ ଚକ ରହିଛି ।

अश्रूणि नेत्र्यो : सन्ति ।
(ଆଶୁଣି ନେତ୍ର ସନ୍ତ।)
ଦୁଇଆଖରେ ଲୋତକ ଅଛି ।

अलङ्कारा: कर्णयो : भान्ति ।
(ଅଳଙ୍କାରଃ କର୍ଷ ଭାନ୍ତି।)
କାନଦୁଇଟିରେ ଅଳଙ୍କାର ଶୋଭାପାଉଛି।

बालका: आसनयो : उपविशन्ति ।
(ବାଳକା ଆସନୟୋ ଉପବିଶକ୍ତି।)
ପିଲାମାନେ ଦୁଇଟି ଆସନରେ ବସିଛନ୍ତି।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 15

जना: मार्गेषु भ्रमन्ति ।
(ଜନା ମାର୍ଗେଷୁ ଭ୍ରମନ୍ତି।)
ଲୋକମାନେ ରାସ୍ତାରେ ବୁଲୁଛନ୍ତି ।

फलानि वृक्षेषु सन्ति ।
(ଫଳାନି ବୃକ୍ଷେଷୁ ସନ୍ତି ।)
ଗଛମାନଙ୍କରେ ଫଳ ଅଛି।

क्षीरं चषकेषु अस्ति ।
(କ୍ଷୀରଂ ଚଷକେଷୁ ଅସ୍ତି।)
ଗ୍ଲାସ୍‌ରେ କ୍ଷୀର ଅଛି ।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

श्लोकाः ग्रन्थेषु सन्ति ।
(ଶ୍ଳୋକା ଗ୍ରନ୍ମେଷୁ ସଜ୍ଜି ।)
ଗ୍ରନ୍ଥମାନଙ୍କରେ ଶ୍ଳୋକ ଅଛି ।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 16

वार्त्ता : पत्रिकासु सन्ति ।
(ବାର୍ତ୍ତା ପତ୍ରିକାସୁ ସନ୍ତ।)
ପତ୍ରିକାମାନଙ୍କରେ ଖବର ଅଛି ।

कागदानि सन्त्रिकासु सन्ति ।
(କାଗଦାନି ସଞ୍ଚକାସୁ ସଜ୍ଜି ।)
ଫାଇଲମାନଙ୍କରେ କାଗଜ ଅଛି।

पक्षिण:शाखासु तिष्ठन्ति ।
(ପକ୍ଷିତଃ ଶାଖାସୁ ତିଷ୍ଠନ୍ତି।)
ପକ୍ଷୀମାନେ ଡାଳମାନଙ୍କରେ ବସିଛନ୍ତି।

सिंहा:गुहासु वसन्ति ।
(ସିଂହା ଗ୍ରହାସୁ ବସନ୍ତି।)
ସିଂହମାନେ ଗୁମ୍ଫାମାନଙ୍କରେ ବାସକରନ୍ତି।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 17

चित्राणि पुस्तकेषु सन्ति ।
(ଚିତ୍ରାଣି ପୁସ୍ତକେଖୁ ସନ୍ତି ।)
ବହିମାନଙ୍କରେ ଛବି ଅଛି।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ 18

जलं कूपीषु अस्ति।
(ଜଳଂ କୃପୀଷୁ ଅସ୍ତି।)
ବୋତଲମାନଙ୍କରେ ପାଣି ଅଛି।

कर्मकारा:यन्त्रागारेषु कार्य कुर्वन्ति ।
(କର୍ମକାରଃ ଯନ୍ତ୍ରାଗାରେଷୁ କାର୍ଯ୍ୟ କୁର୍ବନ୍ତି।)
କର୍ମରରୀମାନେ ଯନ୍ତ୍ରାଗାରରେ କାର୍ଯ୍ୟ କରୁଛନ୍ତି।

BSE Odisha 7th Class Sanskrit Solutions Chapter 16 ସପ୍ତମୀବିଭକ୍ତିପ୍ରୟୋଗଃ

बालका:सोपानेषु क्रीड़न्ति ।
(ବାଳକା ସୋପାନେଷୁ କ୍ରୀଡ଼ନ୍ତି।)
ବାଳକମାନେ ପାହାଚମାନଙ୍କରେ ଖେଳୁଛନ୍ତି।

कमलानि सरोवरेषु विकसन्ति ।
(କମଳାନି ସରୋବରେଷୁ ବିକସନ୍ତି ।)
ପୋଖରୀମାନଙ୍କରେ ପଦ୍ମ ଫୁଟିଛି ।

जना:वीथिषु सक्षरान्ति ।
(ଜନଃ ବୀଥୁଷୁ ସଞ୍ଚରନ୍ତି।)
ଲୋକମାନେ ରାସ୍ତାରେ ବୁଲୁଛନ୍ତି ।

टिप्पणी (ଟିପ୍ପଣୀ) :

  • कण्डोलयो :  (କଣ୍ଡଳ) – ଝୁଡ଼ି ଦୁଇଟିରେ
  • कण्डोल (କଣ୍ଡୋଳୀ) – ଝୁଡ଼ି
  • दर्व्यो : (ଦର୍ଯ୍ୟା) – ପଳା ଦୁଇଟିରେ
  • दर्वी (ଦର୍ବୀ) – ଡଙ୍କା, ତେଲ ମପାଯାଉଥିବା ପାତ୍ର
  • मसी (ମସୀ) – କାଳି । ସ୍ୟାହି
  • पुनः पूरणयो : (ପୁନଃ ପୂରଣ୍ୟା) – ରିଫଲ୍ ଦୁଇଟିରେ
  • पुनः पूरणी (ପୁନଃ ପୂରଣୀ) – ରିଫଲ
  • कटे (କଟେ) – ସପରେ । ମସିଣାରେ
  • पयङ्के (ପର୍ଯ୍ୟଙ୍କେ) – ପଲଙ୍କରେ
  • निधानिकयो : (ନିଧାନିକୟୋ) – ଥାକ ଦୁଇଟିରେ
  • ध्वनिमुद्रिकयो :(ଧ୍ୱନିମୁଦ୍ରିକୟୋ) – କ୍ୟାସେଟ୍ଦୁଇଟିରେ

Leave a Comment