Odisha State Board BSE Odisha 7th Class Sanskrit Solutions Chapter 20 ସମ୍ଭାଷଣମ୍ Textbook Exercise Questions and Answers.
BSE Odisha Class 7 Sanskrit Solutions Chapter 20 ସମ୍ଭାଷଣମ୍
१. उत्तराणि लिखतु
(ଉତ୍ତରାଣି ଲିଖତୁ) ଉତ୍ତର ଲେଖନ୍ତୁ:
(क) विवेकानन्दः बाल्ये कीदृशः आसीत् ?
ବିବେକାନନ୍ଦ ବାଲ୍ୟ କୀଦୃଶୀ ଆସୀତ୍ ?
(ପିଲାଦିନେ ବିବେକାନନ୍ଦ କିପରି ଥିଲେ ?)
उत्तर :
विवेकानन्द: बाल्ये साहसी आसीत्।
ବିବେକାନନ୍ଦ ବାଲ୍ୟ ସାହସୀ ଆସୀତ୍ଵ ।
(ख) प्रतिदिनं विवेकाननदः किं खादति स्म ?
ପ୍ରତିଦିନଂ ବିବେକାନନ୍ଦ କିଂ ଖାଦତି ସ୍ମ ?
(ପ୍ରତିଦିନ ବିବେକାନନ୍ଦ କ’ଣ ଖାଉଥିଲେ ?)
उत्तर :
प्रतिदिनं विवेकानन्द: निरामिषं खादति स्म ।
ପ୍ରତିଦିନଂ ବିବେକାନନ୍ଦ ନିରାମିଶଂ ଖାଦତି ସ୍ଵ।
(ग) विवेकानन्दः कं गुरुरूपेण स्वीकरोति स्म?
ବିବେକାନନ୍ଦ କଂ ଗୁରୁରୂପେଣ ସ୍ଵୀକରୋତି ସ୍ମ ?
(ବିବେକାନନ୍ଦ କାହାକୁ ଗୁରୁଭାବରେ ଗ୍ରହଣ କରିଥିଲେ।)
उत्तर :
विवेकानन्द: रामकृष्णदेवं गुरुरूपेण स्वीकरोति स्म।
ବିବେକାନନ୍ଦ ରାମକୃ ଷ୍ଣଦେବଂ ଗୁରୁରୂପେଣ ସ୍ତ୍ରୀକରୋତି ସ୍ଵ।
(घ) क्विकानन्दस्य बाल्यनाम किं भवति स्म ?
ବିବେକାନନ୍ଦସ୍ୟ ବାଲ୍ୟନାମ କିଂ ଭବତି ସ୍ମ ?
(ବିବେକାନନ୍ଦଙ୍କ ପିଲାଦିନର ନାମ କ’ଣ ଥୁଲା ? )
उत्तर :
विवेकानन्दस्य बाल्यनाम नरेन्द्र: भवति स्म ।
ବିବେକାନନ୍ଦସ୍ୟ ବାଲ୍ୟନାମ ନରେନ୍ଦ୍ର ଭବତି ସ୍ଵ।
(ङ) क: भारतीयसंस्कृतिम् उपदिशति स्म ?
କଃ ଭାରତୀୟସଂସ୍କୃତିମ୍ ଉପଦିଶତ ସ୍ଵ ?
(କି ଏ ଭାରତୀୟ ସଂସ୍କୃତି ଉପଦେଶ ଦେଉଥିଲେ ? )
उत्तर :
विवेकानन्द: भारतीयसंस्कृतिम् उपदिशति स्म।
ବିବେକାନନ୍ଦ ଭାରତୀୟ ସଂସ୍କୃତିମ୍ ଉପଦିଶତ ସ୍ଵ।
२. उचितपदेन शून्यस्थानं पूरयतु ।
(ଉଚିତପଦେନ ଶୂନ୍ୟସ୍ଥାନଂ ପୂରୟ।)
(क) ………… विषये अन्यः कोऽपि विशेषः
(ख) विवेकानन्दः ………… करोति स्म ।
(ग) धर्मविषये ………… पृच्छति स्म ।
(घ) नूतनं विषयं ………… |
(ङ) वयं विवेकानन्दविषये ………… इच्छामः।
(जनसेवां, तस्य, ज्ञास्यामः, ज्ञातुम्, गुरुजनान्)
उत्तर :
(क) तस्य (ତଥ୍ୟ)
(ख) जनसेवां (ଜନସେବାଂ)
(ग) गरुरजनान् ( ଗୁରୁଜନାନ୍)
(घ) ज्ञास्याम: (ଜ୍ଞାସ୍ୟାମ)
(ङ) ज्ञातुम् (ଜ୍ଞାତୁମ୍)
३. स्तम्भं मलेयतु (…….)
‘क’ स्तम्भ: — ‘ख’ स्तम्भ:
माता — गच्छति स्म
दक्षिणेश्वरं — खादति स्म
निरामिषं — वदति स्म
विश्ववविख्यातः — इच्छति स्म
संहतिम् — भवति स्म
उत्तर :
‘क’ स्तम्भ: — ‘ख’ स्तम्भ:
माता — वदति स्म
(ମାତା) — (ବଦତି ସ୍କ)
दक्षिणेश्वर — गच्छति स्म
(ଦକ୍ଷିଣେଶ୍ଵରଂ) — (ଗଚ୍ଛତି ସ୍କ)
निरामिषं — खादति स्म
(ନିରାମିଶଂ) — (ଖାଦତି ସ୍କ)
विश्वविख्यात: — भवति स्म
(ବିଶ୍ୱବିଖ୍ୟାତଃ) — (ଭବତି ସ୍କ)
संहतिम् — इच्छति स्म
(ସଂହତିମ୍ ) — (ଇଚ୍ଛତି ସ୍କ)
शिक्षकड्क प्रति (ଶିକ୍ଷକଙ୍କ ପ୍ରତି) ଶିକ୍ଷକଙ୍କ ଉଦ୍ଦେଶ୍ୟରେ:
- ସମ୍ଭାଷଣଟିକୁ କେତେକ ଛାତ୍ର ମିଶି ବିଭିନ୍ନ ଭୂମିକାରେ ଅଭିନୟ କରିପାରିବେ ।
- ଶିକ୍ଷକ ଛାତ୍ରମାନଙ୍କଦ୍ଵାରା ଅନ୍ୟ କିଛି ବର୍ତ୍ତମାନକାଳୀନ କ୍ରିୟା ପଦରେ ‘ସ୍ମ’ ଯୋଗକରି ଅତୀତକାଳ ବୋଧକ କ୍ରିୟା ସଂଗ୍ରହ କରିପାରିବେ ।
ଯଥା :
- पठति स्म (ପଠତି ସୁ) ପଢୁଥିଲା
- लिखति स्म (ଲିଖତି ସ୍ଵ) ଲେଖୁଥିଲା
- पश्यति स्म (ପଶ୍ୟତି ସ୍ଵ) ଦେଖୁଥିଲା
- खादति स्म (ଖାଦତି ସୁ) ଖାଉଥିଲା
- हसति स्म (ହସତି ସ୍ଵ) ହସୁଥିଲା
- क्रन्दति स्म (କ୍ରନ୍ଦତି ସ୍କ) କାନ୍ଦୁଥିଲା
- ददाति स्म (ଦଦାତି ସ୍ଵ) ଦେଉଥ୍ଲା
- धावति स्म (ଧାବତି ସ୍ଵ) ଧାଉଁଥୁଲା
- नयति स्म (ନୟତି ସ୍ଵ) ନେଉଥୁଲା
- स्मरति स्म (ସ୍ମରତି ସ୍କ) ମନେରଖୁଥିଲା
- गायति स्म (ଗାୟତି ସ୍ମ) ଗାନ କରୁଥିଲା
- वहति स्म (ବହତି ସ୍ଵ) ବହନ କରୁଥିଲା
- आयाति स्म (ଆୟାତି ସ୍ଵ) ଆସୁଥୁଲା
- विभेति स्म (ବିଭେତି ସ୍ମ) ଭୟ କରୁଥିଲା
- लभते स्म (ଲଭତେ ସ୍ଵ) ଲାଭ କରୁଥିଲା
अतिरिक्त प्रश्नोत्तरम्
(ଅତିରିକ୍ତ ପ୍ରଶ୍ନୋତ୍ତରମ୍)
१. मातृभाषया अनुवादं कुरुत।
(क) विवेकानन्दः बाल्ये साहसी आसीत्।
उत्तर :
ବିବେକାନନ୍ଦ ପିଲାଦିନେ ସାହସୀ ଥିଲେ ।
(ख) स: प्रतिदिनं निरामिषं खादति स्म।
उत्तर :
ସେ ପ୍ରତିଦିନ ନିରାମିଷ ଖାଉଥିଲେ ।
(ग) रामकृष्णदेवं गुरुरूपेण स्वीकरोति स्म।
उत्तर :
ରାମକୃଷ୍ଣ ଦେବଙ୍କୁ ଗୁରୁ ଭାବରେ ଗ୍ରହଣ କଲେ ।
(घ) सः सर्वदा संहतिम् इच्छति स्म।
उत्तर :
ସେ ସବୁବେଳେ ଏକତା ଇଚ୍ଛା କରୁଥିଲେ ।
(ङ) तस्य बाल्यनाम नरेन्द्र: भवति स्म।
उत्तर :
ତାଙ୍କ ପିଲାଦିନର ନାମ ନରେନ୍ଦ୍ର ଥିଲା ।
(च) स: देशे विदेशे भ्रमति स्म।
उत्तर :
ସେ ଦେଶ ବିଦେଶରେ ବୁଲୁଥିଲେ ।
(छ) विवेकानन्द: जनसेवा करोति स्म।
उत्तर :
ବିବେକାନନ୍ଦ ଲୋକମାନଙ୍କ ସେବା କରୁଥିଲେ ।
२. विक्षिप्तवर्णानां मेलनेन शुद्धपदं रचयत।
(क) त् आ सी
उत्तर :
ଆସୀତ୍
(ख) भाण प्र वे
उत्तर :
ପ୍ରଭାବେଣ
(ग) दि प्र ति नं
उत्तर :
ପ୍ରତିଦିନଂ
(घ) वे न्द:का वि न
उत्तर :
ବିବେକାନନ୍ଦ
(ङ) य र भा ती
उत्तर :
ଭାରତୀୟ
३. मातृभाषया अर्थं प्रकाशयत।
(क) अद्य
उत्तर :
ଆଜି
(ख) क्रीडतीस्म
उत्तर : ଖେଳୁଥିଲା
(ग) संहतिम्
उत्तर : ଏକତା
(घ) गुरुजनान्
उत्तर : ଗୁରୁଜନମାନଙ୍କୁ
(ङ) कालान्तरे
उत्तर : ପରବର୍ତ୍ତୀ ସମୟରେ
४. रेखाड़ितपदानां भ्रमसंशोधनं कुरुत।
(क) स:बहु क्रीडन्ति स्म।
उत्तर :
ଧଃ ବହୁ କ୍ରୀଡତି ସ୍ମ ।
(ख) मम माताः वदति स्म।
उत्तर :
ମମ ମାତା ବଦତି ସ୍ମ ।
(ग) विवेकानन्द:जनसेवया करोति स्म।
उत्तर :
ବବକୋନନ୍ଦ ଜନସେବାଂ କରୋତି ସ୍ମ ।
(घ) तस्य प्रभावेण युवकाः संघटितः।
उत्तर :
ତସ୍ୟ ପ୍ରଭାବେଣ ଯୁବକା ସଂଘଟିତାଃ ।
(ङ) तस्या: बाल्यनाम नरेन्द्र:।
उत्तर :
ତସ୍ୟ ବାଲ୍ୟନାମ ନରେନ୍ଦ୍ର ।
५. उत्तर चयनं कुरूत।
(क) क: बहु क्रीडति स्म ?
(a) विवेकानन्द:
(b) आनन्द:
(c) विवेक:
(d) सुनन्द:
उत्तर :
(a) ବିବେକାନନ୍ଦ
(ख) कस्मिन् विषये गुरुजनान् पृच्छति ?
(a) कर्मविषये
(b) धर्मविषये
(c) मर्मविषये
(d) श्रमविषये
उत्तर :
(b) ଧର୍ମବିଷୟ
(ग) विवेकानन्दः किंकरोति स्म ?
(a) मनसेवा
(b) धनसेवा
(c) वनसेवां
(d) जनसेवां
उत्तर :
(d) ଜନସେବାଂ
(घ) स: सर्वदा किम् इच्छति स्म ?
(a) बलम्
(b) जलम्
(c) संहतिम्
(d) अहिंसाम्
उत्तर :
(c) ସଂହତିମ୍
(ङ) तस्य प्रभावेण के संघटिता: भवन्ति स्म ?
(a) युवका:
(b) जना:
(c) मूर्खा:
(d) वृद्धा:
उत्तर :
(a) ଯୁବକା
विद्यालय: (ସମ୍ଭାଷଣମ୍) ବାର୍ତ୍ତାଳାପ
शिक्षक: – भो छात्रा:! अद्य किम् इच्छन्ति ?
ଶିକ୍ଷକଃ – ଭୋ ଛାତ୍ର ! ଅଦ୍ୟ କିମ୍ ଇଚ୍ଛନ୍ତି ?
ଅନୁବାଦ – ହେ ଛାତ୍ରମାନେ ! ଆଜି କ’ଣ ଋହୁଁଛନ୍ତି ?
छात्रा: – श्रीमन् ! अद्य वयं विवेकानन्दविषये ज्ञातुम् इच्छामः।
ଛାତ୍ରା – ଶ୍ରୀମନ୍ ! ଅଦ୍ୟ ବୟଂ ବିବେକାନନ୍ଦବିଷୟେ ଜ୍ଞାତୁମ୍ ଇଚ୍ଛାମଃ ।
ଅନୁବାଦ – ସାର୍ ! ଆଜି ଆମେ ବିବେକାନନ୍ଦଙ୍କ ପିଲାଦିନ ବିଷୟରେ ଜାଣିବାକୁ ଚାହୁଁ।
शिक्षक: – उत्तमम् । विवेकानन्दस्य बाल्यकालविषये जानन्ति वा ?
ଶିକ୍ଷକଃ – ଉତ୍ତମମ୍ । ବିବେକାନନ୍ଦସ୍ୟ ବାଲ୍ୟକାଳବିଷୟେ ଜାଣନ୍ତି ବା ?
ଅନୁବାଦ – ଭଲ କଥା । ବିବେକାନନ୍ଦଙ୍କ ପିଲାଦିନ ବିଷୟରେ ଜାଣିଛ କି ?
मानसः – विवेकानन्द: बाल्ये कीदृशः आसीत् ? स: किं किं करोति स्म ?
ମାନମଃ – ବିବେକାନନ୍ଦ ବାଲ୍ୟ କୀଦୃଶୀ ଆସୀତ୍ ? ସ୍ୱ କିଂ କିଂ କରୋତି ସ୍ମ ?
ଅନୁବାଦ – ବିବେକାନ୍ଦ ପିଲାଦିନେ କିପରି ଥିଲେ ? ସେ କ’ଣ କ’ଣ କରୁଥିଲେ ?
शिक्षक: – विवेकानन्द: बाल्ये साहसी आसीत्। सः बहु क्रीड़ति स्म ।
प्रतिदिनं देवालयं गच्छति स्म। धर्मविषये गुरुजनान् पृच्छति स्म ।
ଶିକ୍ଷକଃ – ବିବେକାନନ୍ଦ ବାଲ୍ୟ ସାହସୀ ଆସୀତ୍ । ଡଃ ବହୁ କ୍ରୀଡ଼ତି ସୃ । ପ୍ରତିଦିନଂ ଦେବାଳୟଂ ଗଛତି ସ୍ମ। ଧର୍ମବିଷୟ ଗୁରୁଜନାନ୍ ପୃଚ୍ଛତି ସ୍ଵ।
ଅନୁବାଦ – ବିବେକାନନ୍ଦ ବାଲ୍ୟକାଳରେ ସାହସୀ ଥିଲେ । ସେ ବହୁତ ଖେଳୁଥିଲେ। ପ୍ରତିଦିନ ଦେଉଳକୁ ଯାଉଥଲେ। ଧର୍ମ ବିଷୟରେ ଗୁରୁଜନଙ୍କୁ ପଚାରୁଥିଲେ।
लता – सः अन्यत् किं करोति स्म ?
ଲତା – ଧଃ ଅନ୍ୟତ୍ କିଂ କରୋତି ସ୍ମ ?
ଅନୁବାଦ – ସେ ଅନ୍ୟ କ’ଣ କରୁଥିଲେ ?
शिक्षक: – विवेकानन्द: जनसेवां करोति स्म।
स: प्रतिदिनं निरामिषं खादति स्म ।
ଶିକ୍ଷକଃ — ବିବେକାନନ୍ଦ ଜନସେବାଂ କରୋତି ସ୍ଵ। ସ୍ୱ ପ୍ରତିଦିନଂ ନିରାମିଷ ଖାଦତି ସ୍ମ ।
ଅନୁବାଦ – ବିବେକାନନ୍ଦ ଲୋକମାନଙ୍କ ସେବା କରୁଥିଲେ। ସେ ନିତିଦିନ ନିରାମିଷ ଖାଦ୍ୟ ଖାଉଥିଲେ।
उमेशः – श्रीमन् ! मम माता वदति स्म – यत्
विवेकानन्द्: दक्षिणेश्वरमन्दिरं गच्छति स्म।
शिक्षक: – आम् । स प्रतिदिनं दक्षिणेश्वरं गच्छति स्म।
रामकृष्णदेवं गुरुरूपेण स्वीकरोति स्म ।
ଶିକ୍ଷକଃ – ଶ୍ରୀମନ୍ ! ମମ ମାତା ବଦତି ସ୍କୃ – ଯତ୍ ବିବେକାନନ୍ଦ ଦକ୍ଷିଣେଶ୍ଵରମନ୍ଦିରଂ ଗଚ୍ଛତି ସ୍ଵ।
ଅନୁବାଦ – ଆଜ୍ଞା ! ମୋର ମାଆ କହୁଥିଲେ ଯେ ବିବେକାନନ୍ଦ ଦକ୍ଷିଣେଶ୍ଵର ମନ୍ଦିରକୁ ଯାଉଥିଲେ।
शिक्षक: – आम् । स प्रतिदिनं दक्षिणेश्वरं गच्छति स्म।
रामकृष्णदेवं गुरुरूपेण स्वीकरोति स्म ।
ଶିକ୍ଷକଃ – ଆମ୍ବ । ଡଃ ପ୍ରତିଦିନଂ ଦକ୍ଷିଣେଶ୍ଵରଂ ଗଚ୍ଛତି ସ୍ମ। ରାମକୃଷ୍ଣଦେବଂ ଗୁରୁରୂପେଣ ସ୍ଵୀକରୋତି ସୃ।
ଅନୁବାଦ – ହଁ। ସେ ପ୍ରତିଦିନ ଦକ୍ଷିଣେଶ୍ଵର ଯାଉଥିଲେ। ରାମକୃଷ୍ଣଦେବଙ୍କୁ ଗୁରୁଭାବରେ ଗ୍ରହଣ କରୁଥିଲେ।
गीता – तस्य विषये अन्य: कोऽपि विशेष: ?
ଗୀତା – ତସ୍ୟ ବିଷୟେ ଅନ୍ୟ କୋଽପି ବିଶେଷ ?
ଅନୁବାଦ – ତାଙ୍କ ବିଷୟରେ ଅନ୍ୟ କିଛି ବିଶେଷ ବର୍ଣନା ଅଛି କି ?
शिक्षक: – स: सर्वदा संहतिम् इच्छति स्म। तस्य प्रभावेण युवकाः संघटिता: भवन्ति स्म। तस्य बाल्यनाम नरेन्द्र: भवति स्म । कालान्तरे सः विश्वविख्यातः भवति स्म। स: देशे विदेशे भ्रमति स्म । भारतीयसंस्कृतिम् उपदिशति स्म ।
ଶିକ୍ଷକଃ – ଡଃ ସର୍ବଦା ସଂହତିମ୍ ଇଚ୍ଛତି ସ୍ମ। ତଥ୍ୟ ପ୍ରଭାବେଣ ଯୁବକାଂ ସଂଘଟିତଃ ଭବନ୍ତି ସ୍ଵ। ତସ୍ୟ ବାଲ୍ୟନାମ ନରେନ୍ଦ୍ର ଭବତି ସ୍ଵ। କାଳାନ୍ତରେ ଡଃ ବିଶ୍ୱବିଖ୍ୟାତଃ ଭବତି ସ୍ମ । ସ୍ୱ ଦେଶ ବିଦେଶେ ଭ୍ରମତି ସ୍ମ। ଭାରତୀୟ- ସଂସ୍କୃତିମ୍ ଉପଦିଶତି ସ୍ମ ।
ଅନୁବାଦ – ସେ ସବୁବେଳେ ସଂହତି ଇଚ୍ଛା କରୁଥିଲେ। ତାଙ୍କ ପ୍ରଭାବରେ ଯୁବକମାନେ ସଂଘଟିତ ହେଉଥିଲେ। ତାଙ୍କ ପିଲାଦିନର ନାମ ନରେନ୍ଦ୍ର ଥିଲା। ପରବର୍ତ୍ତୀ ସମୟରେ ସେ ବିଶ୍ଵପ୍ରସିଦ୍ଧ ହୋଇଥିଲେ । ସେ ଦେଶ ଓ ବିଦେଶରେ ବୁଲୁଥିଲେ। ଭାରତୀୟ ସଂସ୍କୃତିର ଉପଦେଶ ଦେଉଥିଲେ । ହେଉ ଆଜି ଯଥେଷ୍ଟ ହେଲାଣି । ଆସନ୍ତା କାଲି ପୁଣି ନୂଆ ବିଷୟ ଜାଣିବା ।
शब्दार्थ (ଶବ୍ଦାର୍ଥ) :