Odisha State Board BSE Odisha 7th Class Science Important Questions Chapter 13 କେତୋଟି ପ୍ରାକୃତିକ ଘଟଣା Important Questions and Answers.
BSE Odisha Class 7 Science Important Questions Chapter 13 କେତୋଟି ପ୍ରାକୃତିକ ଘଟଣା
Question 1.
ବିଜୁଳି -ଘଡ଼ଘଡ଼ି ଜନିତ ଝଡ଼ବର୍ଷାର ଏକ ଫ୍ଲୋଚାର୍ଟ ଦିଅ ।
Solution:
Question 2.
ବାୟୁ ପ୍ରବାହ କିପରି ଘଟେ ? କୌଣସି ଆକସ୍ମିକ କାରଣରୁ ହଠାତ୍ ବାୟୁ ଚାପର ହ୍ରାସ କିମ୍ବା ବୃଦ୍ଧି ଘଟିଲେ କ’ଣ ହୁଏ ?
Solution:
(i) ଜଳ ଯେପରି ତା’ର ପତ୍ତନର ସମତା ରକ୍ଷାକରେ ସେହିପରି ବାୟୁ ତା’ର ଚାପର ସମତା ରକ୍ଷା କରିବାକୁ ସବୁବେଳେ ଚେଷ୍ଟା କରେ ।
(ii) କୌଣସି କାରଣରୁ ଏକ ସ୍ଥାନରେ ବାୟୁର ଲଘୁଚାପ ସୃଷ୍ଟିହେଲେ ତାହା ହାଲୁକା ହୋଇ ଉପରକୁ ଉଠିଯାଏ ଏବଂ ତା’ର ସ୍ଥାନ ପୂରଣ କରିବା ପାଇଁ ଗୁରୁଚାପ ଅଞ୍ଚଳରୁ ବାୟୁ ସେହିସ୍ଥାନକୁ ପ୍ରବାହିତ ହୁଏ । ଅର୍ଥାତ୍ ବାୟୁ ଚାପର ତାରତମ୍ୟ ହେଲେ ବାୟୁ ମଧ୍ୟରେ ପ୍ରବାହ ସୃଷ୍ଟି ହୁଏ । ପ୍ରବାହିତ ବାୟୁକୁ ପବନ (wind) କୁହାଯାଏ । ଭୂ-ବାୟୁ, ସାମୁଦ୍ରିକ ବାୟୁ ଏବଂ ମୌସୁମୀ ବାୟୁ ଏହି ବାୟୁ ପ୍ରବାହର ଅନ୍ତର୍ଗତ ।
(iii) କୌଣସି ଆକସ୍ମିକ କାରଣରୁ ହଠାତ୍ ବାୟୁଚାପର ହ୍ରାସ କିମ୍ବା ବୃଦ୍ଧି ଘଟିଲେ, ବାତ୍ୟା ବା ବାତାବର୍ଷ (cyclone) ଓ ପ୍ରତୀପ ବାତାବର୍ଷ (Anti-cyclone) ଘଟେ ।
(iv) ଯଦି କୌଣସି ସ୍ଥାନର ବାୟୁର ଚାପ ହଠାତ୍ କମିଯାଏ, ତାହାର ଚତୁର୍ଦ୍ଦିଗରେ ଥିବା ଗୁରୁଚାପ ବିଶିଷ୍ଟ ବାୟୁ ଲଘୁଚାପ କେନ୍ଦ୍ରକୁ ପ୍ରବଳ ବେଗରେ ପ୍ରବାହିତ ହୁଏ । ଏହାକୁ ବାତ୍ୟା କହନ୍ତି ।
(v) ବାତ୍ୟା ଯେଉଁ କାରଣରୁ ହୁଏ ପ୍ରତୀପ ବାତାବର୍ତ୍ତ ତା’ର ବିପରୀତ କାରଣରୁ ହୋଇଥାଏ । ଏହା ଘଟିବା ସମୟରେ ବାୟୁର ଆର୍ଦ୍ରତା କମିଯାଏ ଏବଂ ଆକାଶ ନିର୍ମଳ ଓ ମେଘମୁକ୍ତ ରହେ ।
ସଂଶିପ୍ତଧାମା ପ୍ରଣୋଉର :
Question 1.
ବାତ୍ୟା ପାଇଁ କେଉଁ କେଉଁ କାରକ ଦାୟୀ ଓ ସେଗୁଡ଼ିକ କେଉଁ ଯନ୍ତ୍ର ଦ୍ୱାରା ଓ କିପରି ଜାଣି ହୁଏ ।
Solution:
ବାତ୍ୟାପାଇଁ ପବନର ବେଗ , ଦିଗ, ତାପମାତ୍ରା ଏବଂ ଆର୍ଦ୍ରତା ଆଦି କାରକ ଦାୟୀ । ପବନର ବେଗ ଏଥିପାଇଁ ଅଧ୍ଵ ଦାୟୀ ।
ପବନର ବେଗ – ଆନିମୋମିଟର ଯନ୍ତ୍ର ସାହାଯ୍ୟରେ ପବନର ବେଗ ମପାଯାଏ ।
ଦିଗ – ବାୟୁ ପ୍ରାବାହର ଦିଗ ନିର୍ଣ୍ଣୟ କରିବା ପାଇଁ ପବନ ଚକି ବା ପାଗ କୁକୁଡ଼ା ନାମକ ଯନ୍ତ୍ର ବ୍ୟବହାର କରାଯାଇଥାଏ ।
ତାପମାନ ଯନ୍ତ୍ର ବ୍ୟବହାର କରାଯାଏ ।
ପାଣିପାଗ ବେଲୁନ’’ ଆକାଶକୁ ଛଡ଼ାଯାଏ । ଏଥିରେ ଖଞ୍ଚା ଯାଇଥିବା ବେତାର ପ୍ରେରକଯନ୍ତ୍ରରୁ ଗ୍ରହଣ କେନ୍ଦ୍ରକୁ ବାୟୁମଣ୍ଡଳର ତାପ, ଚାପ, ଆର୍ଦ୍ରତା ଆଦି ସମ୍ବାଦ ମିଳିଥାଏ ।
Question 2.
ମୌସୁମୀ ଶବ୍ଦର ଅର୍ଥ କ’ଣ ? ଖରାଦିନେ ରାଜସ୍ଥାନରେ କେଉଁ ମୌସୁମୀ ବାୟୁ ପ୍ରବାହିତ ହୁଏ ।
Solution:
(i) ଖରାଦିନେ ବିଷୁବରେଖା ନିକଟବର୍ତ୍ତୀ ଅଞ୍ଚଳରେ ମହାସାଗର ଅଞ୍ଚଳରୁ ସ୍ଥଳଭାଗ ଆଡ଼କୁ ବାୟୁ ପ୍ରବାହିତ ହୁଏ । ଏହାକୁ ‘ମୌସୁମୀ ବାୟୁ’’ କୁହାଯାଏ ।
(ii) ଏହି ମୌସୁମୀ ଶବ୍ଦଟି ଆରବିକ୍ ଶବ୍ଦ ‘ମଉସମ୍’ରୁ ଆନୀତ, ଯାହାର ଅର୍ଥ ଋତୁ । ମୌସୁମୀ ବାୟୁ ଜଳ ଧରି ଆସେ ଏବଂ ବର୍ଷା କରାଏ । ଶସ୍ୟ ଉତ୍ପାଦନ ପାଇଁ ଏହା ନିହାତି ଆବଶ୍ୟକ । ଖରାଦିନେ ରାଜସ୍ଥାନରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ପ୍ରବାହରେ ବର୍ଷା ହୁଏ ।
ବସ୍ତୁନିଷ୍ ପ୍ରଣୋଉର :
I. ଶୂନ୍ୟସ୍ଥାନ ପୂରଣ କର ।
(i) ______ ବାୟୁକୁ ପବନ କୁହାଯାଏ ।
(ii) ପୃଥିବୀ ପୃଷ୍ଠରେ ଅସମାନ ______ ହେତୁ ବାୟୁ ପ୍ରବାହ ହୁଏ ।
(iii) ଜଳୀୟବାଷ୍ପ ଧାରଣ କରିଥିବା ବାୟୁ ______ କରାଏ ।
(iv) ବାୟୁ ଗୁରୁଚାପ ଅଞ୍ଚଳରୁ ______ ହେତୁ ବାୟୁ ପ୍ରବାହ ହୁଏ ।
(v) କୌଣସି ଦିନ କୌଣସି ସ୍ଥାନର ପାଣିପାଗ କହିଲେ ସେହି ଦିନ ସେହି ସ୍ଥାନର, ______ ର ଅବସ୍ଥାକୁ ବୁଝାଏ ।
(vi) ବାୟୁର ______ ଥିବାରୁ ଏହା ଚାପ ପ୍ରଦାନ କରେ ।
(vii) ବାୟୁର ଚାପ ______ ପବନ କୁହାଯାଏ ।
(viii)ସମୁଦ୍ରପତ୍ତନର ବାୟୁମଣ୍ଡଳର ଚାପ ହେଲା ______ ପେ.ମି.ପାରଦର ପ୍ରମ୍ |
(ix) ସମସ୍ତ ଝଡ଼ବର୍ଷା ______ କନିତ ପ୍ରକୃଷ୍ନା |
(x) ______ ମାଧ୍ୟାପରେ ବାତ୍ୟା ସମକରେ ପୂର୍ବ ସୂଚନା ମିଳିପାରୁଛି |
Solution:
(i) ଗତିଶୀଳ,
(ii) ତାପ ସଂଚରଣ,
(iii) ବାୟୁ,
(iv) ଲଘୁ,
(v) ବାୟୁମଣ୍ଡଳ,
(vi) ଓଜନ,
(vii) ବାରୋମିଟର,
(viii) 76,
(ix) ସ୍ଵଳ୍ପ-ଚାପ,
(ix) ରାଡ଼ାର ଓ କୃତ୍ରିମ ଉପଗ୍ରହ
II. ବାମପାର୍ଶ୍ଵର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବର ଶୂନ୍ୟସ୍ଥାନ ପୂରଣ କର ।
(i) ବାୟୁର ବେଗ : ଆନିମୋମିଟର :: ବାୟୁର ଚାପ : ______
(ii) କୃତ୍ରିମ ଉପଗ୍ରହ : ଓଡ଼ିଶା ଉପକୂଳର ଫଟୋଚିତ୍ର :: ମାନ ମନ୍ଦିର : ______
(iii) ବାୟୁ ଉତ୍ତପ୍ତ : ଲଘୁଚାପ :: ବାୟୁ ଥଣ୍ଡା : ______
(iv) ବାୟୁମଣ୍ଡଳର ଅବସ୍ଥା : ପାଣିପାଗ ବେଲୁନ୍ :: ବାୟୁପ୍ରବାହର ଦିଗ : ______
Solution:
(i) ବାରୋମିଟର,
(ii) ପାଣିପାଗର ସୂଚନା,
(iii) ଗୁରୁ ଚାପ,
(iv) ପବନ ଚକି
III. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ପବନର ବେଗ ବଢ଼ିଲେ ବାୟୁର ଚାପ ବଢ଼େ ।
(ii) ବାୟୁ ଗତିଶୀଳ ହେବାକୁ ଜଳୀୟ ବାଷ୍ପ କୁହାଯାଏ ।
(iii) ଖରାଦିନେ ପବନ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ ।
(iv) ଆନିମୋମିଟର ଯନ୍ତ୍ର ସାହାଯ୍ୟରେ ଆର୍ଦ୍ରତା ମପାଯାଏ ।
(v) ପୃଥିବୀ ପୃଷ୍ଠରେ ସମାନ ତାପ ସଞ୍ଚରଣ ହେତୁ ବାୟୁ ପ୍ରବାହ ସମ୍ଭବ ହୁଏ ।
Solution:
(i) ପବନର ବେଗ ବଢ଼ିଲେ ବାୟୁର ଚାପ ହ୍ରାସପାଏ ।
(ii) ବାୟୁ ଗତିଶୀଳ ହେବାକୁ ପବନ କୁହାଯାଏ ।
(iii) ଶୀତଦିନେ ପବନ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ ।
(iv) ଆନିମୋମିଟର ଯନ୍ତ୍ର ସାହାଯ୍ୟରେ ପବନର ବେଗ ମପାଯାଏ ।
(v) ପୃଥିବୀ ପୃଷ୍ଠରେ ସମାନ ତାପ ସଞ୍ଚରଣ ହେତୁ ବାୟୁ ପ୍ରବାହ ସମ୍ଭବ ହୁଏ ।
IV. ‘କ’ ସ୍ତମ୍ଭରେ ଥିବା ଶବ୍ଦସହ ‘ଖ’ ସ୍ତମ୍ଭରେ ଥିବା ଶବ୍ଦର ମେଳନ କର ।
V. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ଶବ୍ଦରେ ଲେଖ ।
(i) କେଉଁ ଅଞ୍ଚଳର ଲୋକେ ସୂର୍ଯ୍ୟଙ୍କଠାରୁ ସର୍ବାଧିକ ତାପ ପାଇଥାଆନ୍ତି ?
(ii) ପୃଥିବୀରେ ଦିନରାତି ପୃଥିବୀର କେଉଁ ଗତି ଯୋଗୁଁ ସମ୍ଭବ ହୁଏ ?
(iii) ବାୟୁ ଉତ୍ତପ୍ତ ହେଲେ ଓ ଥଣ୍ଡା ହେଲେ କ’ଣ ହୁଏ ?
(iv) ବାୟୁ କେଉଁ ଚାପ ଅଞ୍ଚଳରୁ କେଉଁ ଚାପ ଅଞ୍ଚଳକୁ ପ୍ରବାହିତ ହୁଏ ?
(v) ଅଧିକ ବେଗରେ ପବନ ବହିଲେ ବାୟୁର ଚାପରେ କିପରି ପରିବର୍ତ୍ତନ ଘଟେ ?
Solution:
(i) ବିଷୁବରେଖା ନିକଟସ୍ଥ ଅଞ୍ଚଳ
(ii) ଆବରନ
(iii) ପ୍ରସାରିତ, ସଙ୍କୁଚିତ
(iv) ଗୁରୁଚାପ, ଲଘୁଚାପ
(v) ଚାପଦ୍ରାସ ହୁଏ
VI. ଠିକ୍ ଉତ୍ତରଟି ବାଛି ଲେଖ ।
(କ) ନିମ୍ନୋକ୍ତ କେଉଁ ଯନ୍ତ୍ର ସାହାଯ୍ୟରେ ବାୟୁର ବେଗ ମପାଯାଏ ?
(i) ଥର୍ମୋମିଟର
(ii) ବାରୋମିଟର
(iii) ଓଡ଼ୋମିଟର
(iv) ଆନିମୋମିଟର
Solution:
(iv) ଆନିମୋମିଟର
(ଖ) ପବନ୍ଧର ବେଗ ବଢ଼ିଲେ କାହାର ଚାପ କମେ ?
(i) ଜଳ
(ii) ଚାଯୁ
(iii) ତାପ
(iv) ମଉସମ
Solution:
(ii) ଚାଯୁ
(ଘ) ପବନର ବେଗ ବଢ଼ିଲେ ବାୟୁ ଚାପ କ’ଣ ହୁଏ ?
(i) କାମେ
(ii) ବକେ
(iii) ସ୍ଥିରରଦେ
(iv) ପ୍ରଥମେ ବଢ଼େ ଓ ତା’ପରେ କମେ
Solution:
(i) କାମେ
(ଙ) କେଉଁ ଦିନେ ପବନ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ପ୍ରବାହିତ ହୁଏ ?
(i) ଣାତଦିନେ
(ii) ଖରାଦିନେ
(iii) ବଶାଦିନ୍ନେ
(iv) ଶରତ୍ଲାଲରେ
Solution:
(i) ଣାତଦିନେ
(ଚ) ପୃଥିବୀର କେଉଁ ଗତି ଯୋଗୁଁ ପବନର ଦିଗ ପରିବର୍ତ୍ତନ ହୁଏ ?
(i) ପରିକ୍ରମଣ
(ii) ଆବର୍ତ୍ତନ
(ii) ବଢ଼େ
(iv) ପରିକ୍ରମଣ ଓ ଆବର୍ଜନ
Solution:
(ii) ଆବର୍ତ୍ତନ
(ଛ) କାହା ମାଧ୍ୟମରେ ବାତ୍ୟା ହେତୁ ପବନ ପ୍ରବାହିତ ହୁଏ ?
(i) କମ୍ପ୍ୟୁଟର
(ii) ଟେଲିଭିଜନ
(iii) ବାର୍ଷିକ
(iv) ପରିକ୍ରମଣ ଓ ଆବର୍ଜନ
Solution:
(ii) ଟେଲିଭିଜନ
(ଜ) ପୃଥିବୀ ପୃଷ୍ଠରେ କାହାର ତାପମାତ୍ରା ତାରତମ୍ୟ ପ୍ରବାହିତ ହୁଏ ?
(i) ଅଶ୍ମମଣ୍ଡଳ
(ii) ଜୀବମଣ୍ଡଳ
(iii) ବର୍ଷାଦିନେ
(iv) କୃତ୍ରିମ ଉପଗ୍ରହ
Solution:
(ଝ) ବାୟୁ ଯେତେବେଳେ ଉତ୍ତପ୍ତ ହୁଏ କ’ଣ ହୁଏ ?
(i) ପ୍ରସାରିତ
(ii) ସଙ୍କୁଚିତ
(iii) ସଞ୍ଚରିତ
(iv) ପ୍ରବାହିତ
Solution:
(iii) ସଞ୍ଚରିତ
(ଞ) ପୃଥିବୀ ବାୟୁର ଏକ ଘନ ସ୍ତର ଦ୍ବାରା ଆବୃତ ହୋଇଥାଏ, ତାହାକୁ କ’ଣ କୁହାଯାଏ ?
(i) ବାରିମଣ୍ଡଳ
(ii) ବାୟୁମଣ୍ଡଳ
(iii) ଜୈବମଣ୍ଡଳ
(iv) ଓଜୋନ ସ୍ତର
Solution:
(ii) ବାୟୁମଣ୍ଡଳ
VII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ଓଡ଼ିଶାରେ ମହାବାତ୍ୟା କେବେ ହୋଇଥିଲା ?
(ii) ପ୍ରାକୃତିକ ଘଟଣା କ’ଣ ?
(iii) ବାୟୁର ଚାପ ଅଛି ବୋଲି କିପରି ଜାଣୁଛ ?
(iv) ଆମେ ବେଲୁନକୁ ଫୁଙ୍କିଲେ ଫୁଲେ କାହିଁକି ?
(v) ଖରାରେ ଫୁଲିଥିବା ବେଲୁନ ରଖିଲେ ଫାଟି ଯାଏ କାହିଁକି ?
(vi) ପବନ କାହାକୁ କହନ୍ତି ?
(vii) ମେଘ କିପରି ସୃଷ୍ଟି ହୁଏ ?
(viii)କେଉଁ ବାୟୁର ଜଳଧାରଣ କ୍ଷମତା ଅଧିକ ?
(ix) ମୌସୁମୀର ଅର୍ଥ କ’ଣ ?
Solution:
(i) ଓଡ଼ିଶାରେ ମହାବାତ୍ୟା 1999 ମସିହା ଅକ୍ଟୋବର 29 ତାରିଖରେ ହୋଇଥିଲା ।
(ii) ବର୍ଷା, ବାତ୍ୟା ପରି କିଛି ଘଟଣା ପ୍ରକୃତିରେ ଆପେ ଆପେ ହୁଏ, ଏଗୁଡ଼ିକ ପ୍ରାକୃତିକ ଘଟଣା ଅଟେ ।
(iii) ବାୟୁର ଚାପଥିବା ଯୋଗୁଁ ଗଛର ପତ୍ର, ପତାକା, ବ୍ୟାନର ଫଡ଼ ଫଡ଼ ଶବ୍ଦକରି ଉଡ଼େ ।
(iv) ଆମେ ବେଲୁନକୁ ଫୁଙ୍କିବାଦ୍ୱାରା ବେଲୁନ୍ ଭିତରେ ବାୟୁର ଚାପ ବଢ଼ି ବେଲୁନକୁ ଫୁଲାଏ ।
(v) ଖରାରେ ଫୁଲିଥିବା ବେଲୁନ ରଖୁ ଖରାର ତାପ ଯୋଗୁଁ ବେଲୁନ୍ ଭିତର ବାୟୁ ପ୍ରସାରିତ ହୋଇ ବେଲୁନ୍ର କାନ୍ଥରେ ଚାପ ଦିଏ, ଫଳରେ ବେଲୁନ ଫାଟି ଯାଏ ।
(vi) ଗତିଶୀଳ ବାୟୁକୁ ପବନ କହନ୍ତି ।
(vii) ଜଳୀୟବାଷ୍ପ ଥଣ୍ଡା ହୋଇ ମେଘ ସୃଷ୍ଟି କରେ ।
(viii) ମହାସାଗରରୁ ଆସୁଥିବା ବାୟୁର ଜଳଧାରଣ କ୍ଷମତା ଅଧ୍ଵ ।
(ix) ମୌସୁମୀର ଅର୍ଥ ଋତୁ ।