Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

Go through 7th Class Science Book Odia Medium Question Answer and Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ to understand textbook questions more clearly.

7th Class Science Chapter 11 Question Answer Odia Medium

Class 7 Science Chapter 11 Odia Medium

ଆସ ଆମ ଶିକ୍ଷଣର ବୃଦ୍ଧି କରିବା

Question 1.
ନିମ୍ନଲିଖ ମଧ୍ୟରୁ କେଉଁଗୁଡ଼ିକ ଦୀପ୍ତିମାନ୍ ବସ୍ତୁ ?
ମଙ୍ଗଳ, ଚନ୍ଦ୍ର, ଧ୍ରୁବ ତାରା, ସୂର୍ଯ୍ୟ, ଶୁକ୍ର, ଦର୍ପଣ
Answer:
ବସ୍ତୁମାନଙ୍କ ମଧ୍ୟରୁ ଦୀପ୍ତିମାନ ବସ୍ତଗୁଡ଼ିକ ହେଲା – ସୂର୍ଯ୍ୟ ଓ ଧ୍ରୁବ ତାରା ଦୀପ୍ତିମାନ ବସ୍ତୁ କାରଣ ଏହି ବସ୍ତଗୁଡ଼ିକ ନିଜସ୍ଵ ଆଲୋକ ନିର୍ଗତ କରନ୍ତି ।

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

Question 2.
ସ୍ତମ୍ଭ ‘କ’ରେ ଥିବା ଜିନିଷଗୁଡ଼ିକୁ ସ୍ତମ୍ଭ ‘ଖ’ରେ ଥିବା ତଥ୍ୟ ସହିତ ମେଳ କରାଅ ।

ସ୍ତମ୍ଭ ‘କ’ ସ୍ତମ୍ଭ ‘ଖ’
(i) ପିହୋଲ କ୍ୟାମେରା (କ) ଆଲୋକକୁ ସମ୍ପୂର୍ଣ୍ଣ ଅବରୋଧ କରେ ।
(ii) ଅସ୍ଵଚ୍ଛ ବସ୍ତ (ଖ) ବସ୍ତୁ ପଛରେ ସୃଷ୍ଟି ହେଉଥ‌ିବା ଅନ୍ଧକାର ଅଞ୍ଚଳ ।
(iii) ସ୍ଵଚ୍ଛ ବସ୍ତ (ଗ) ଓଲଟା ପ୍ରତିଛବି ଗଠନ କରେ ।
(iv) ଛାୟା (ଘ) ଏହା ଦେଇ ଆଲୋକ ପ୍ରାୟ ସଂପୂର୍ଣ୍ଣ ଭାବରେ ଗତିକରେ ।

Answer:

ସ୍ତମ୍ଭ ‘କ’ ସ୍ତମ୍ଭ ‘ଖ’
(i) ପିହୋଲ କ୍ୟାମେରା (ଗ) ଓଲଟା ପ୍ରତିଛବି ଗଠନ କରେ ।
(ii) ଅସ୍ଵଚ୍ଛ ବସ୍ତ (କ) ଆଲୋକକୁ ସମ୍ପୂର୍ଣ୍ଣ ଅବରୋଧ କରେ ।
(iii) ସ୍ଵଚ୍ଛ ବସ୍ତ (ଘ) ଏହା ଦେଇ ଆଲୋକ ପ୍ରାୟ ସଂପୂର୍ଣ୍ଣ ଭାବରେ ଗତିକରେ ।
(iv) ଛାୟା (ଖ) ବସ୍ତୁ ପଛରେ ସୃଷ୍ଟି ହେଉଥ‌ିବା ଅନ୍ଧକାର ଅଞ୍ଚଳ ।

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

Question 3.
ସରୋଜ, ରେଖା, ପ୍ରମୋଦ ଓ ରିମା ମହମବତୀର ଶିଖାକୁ ପାଇପ୍ ଦେଇ ଦେଖୁଛନ୍ତି । ଚିତ୍ରରେ ଏମାନଙ୍କ ମଧ୍ୟରୁ କିଏ ମହମବତୀର ଶିଖାକୁ ଦେଖୁପାରିବ ?
Class 7 Science Chapter 11 Question Answer Odia Medium ଆଲୋକ ଛାୟା ଓ ପ୍ରତିଫଳନ 1
Answer:
ଏମାନଙ୍କୁ ମଧ୍ୟରୁ ରେଖା ମହମବତୀର ଶିଖାକୁ ପାଇପ୍ ବାଟଦେଇ ଦେଖୁପାରିବ । କାରଣ ରେଖା ଏକ ସଳଖ ପାଇପ୍‌ରେ ଦେଖୁଛି ଏବଂ ଆଲୋକ ସର୍ବଦା। ଏକ ସରଳରେଖାରେ ହିଁ ଗତି କରିଥାଏ । ଏହି କାରଣରୁ ଅନ୍ୟମାନେ ମହମବତୀର ଶିଖାକୁ ଦେଖୁପାରିବେ ନାହିଁ ।

Question 4.
ଚିତ୍ରକୁ ଲକ୍ଷ୍ୟ କର । ଏମାନଙ୍କ ମଧ୍ୟରୁ (ଶରୀରର ଛାୟା ଗଠନକୁ ନେଇ) କେଉଁଟି ଠିକ୍ ଚିତ୍ର ?
Class 7 Science Chapter 11 Question Answer Odia Medium ଆଲୋକ ଛାୟା ଓ ପ୍ରତିଫଳନ 2
Answer:
ଶରୀରର ଛାୟା ଗଠନକୁ ନେଇ ‘ଘ’ ହେଉଛି ଠିକ୍ ଚିତ୍ର କାରଣ ଏଠାରେ ଆଲୋକ ଉତ୍ସର ବିପରୀତ ଦିଗରେ ଛାୟା ସୃଷ୍ଟି ହୋଇଥାଏ । ଯଦି ସୂର୍ଯ୍ୟ ପୂର୍ବରେ ଥାଆନ୍ତି, ତେବେ ବସ୍ତର ଛାୟା (i) ପଶ୍ଚିମରେ ସୃଷ୍ଟି ହେବ । ପୁନଶ୍ଚ ସୂର୍ଯ୍ୟଙ୍କ ଅବସ୍ଥାନକୁ ନେଇ ଛାୟାର ଦିଗରେ ମଧ୍ୟ ପରିବର୍ତ୍ତନ ଘଟିଥାଏ ।

Question 5.
ଚିତ୍ର ଅନୁସାରେ ଏକ ସ୍ଥିର ଟର୍ଚ୍ଚ ସାମ୍ନାରେ ଏକ ବଲ୍‌ ରଖ୍ କାନ୍ଥରେ ସୃଷ୍ଟି ହେଉଥ‌ିବା ଛାଇକୁ ଦେଖ ପରିସ୍ଥତି
Class 7 Science Chapter 11 Question Answer Odia Medium ଆଲୋକ ଛାୟା ଓ ପ୍ରତିଫଳନ 3
(i) ବଲ୍‌ ଟର୍ଚ୍ଚର ଅତି ନିକଟରେ ଅଛି ପରିସ୍ଥତି
(ii) ବଲ୍‌ କାନ୍ଥ ନିକଟରେ ଅଛି । ଉଭୟ ପରିସ୍ଥିତିରେ ଛାୟା ସୃଷ୍ଟି ହୋଇଛି । ପ୍ରଦାନ କରାଯାଇଥିବା ବିକଳ୍ପଗୁଡ଼ିକ ମଧ୍ୟରୁ (କ ଓ ଖ) ଛାୟାର ସବୁଠାରୁ ସଠିକ୍ ଉପସ୍ଥାପନା ବାଛ ।
Answer:
ପରିସ୍ଥତି (i) ରେ ଛାୟାର ସବୁଠାରୁ ସଠିକ୍ ଉପସ୍ଥାପନା ହେଉଛି ଚିତ୍ର (ଖ) କାରଣ ବଲ୍‌ ଟର୍ଚ୍ଚର ଅତି ନିକଟରେ ଥ‌ିବାରୁ ବଲ୍‌ ଅଧ‌ିକ ଆଲୋକ ରଶ୍ମିକୁ ଅବରୋଧ କରିଥାଏ । ଏହା ଫଳରେ କାନ୍ଥରେ ବୃହତ୍ତର ଛାୟା ସୃଷ୍ଟି ହୋଇଥାଏ ।

ପରିସ୍ଥତି (ii) ରେ ଛାୟାର ସବୁଠାରୁ ସଠିକ୍ ଉପସ୍ଥାପନା ହେଉଛି ଚିତ୍ର (କ) କାରଣ ବଲ୍‌ କାନ୍ଥ ନିକଟରେ ଥିବାରୁ ଏହା କମ୍ ପରିମାଣର ଆଲୋକ ରଶ୍ମିକୁ ଅବରୋଧ କରିଥାଏ । ଏହା ଫଳରେ କାନ୍ଥରେ କ୍ଷୁଦ୍ର ଛାୟା ସୃଷ୍ଟି ହୋଇଥାଏ ।

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

Question 6.
ଚିତ୍ର ଆଧାରରେ ଟର୍ଜର ଅବସ୍ଥିତିକୁ (‘କ’ ସ୍ତମ୍ଭ) ଏବଂ ବଲ୍‌ ଛାୟାର ବୈଶିଷ୍ଟ୍ୟଗୁଡ଼ିକ (‘ଖ’ ସ୍ତମ୍ଭ) ସହିତ ମିଳାଅ ।
Class 7 Science Chapter 11 Question Answer Odia Medium ଆଲୋକ ଛାୟା ଓ ପ୍ରତିଫଳନ 4
Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଯଦି ଟର୍ଚ୍ଚ ବଲ୍ ପାଖରେ ଥାଏ ଛାଇ ବଡ଼ ହେବା
ଯଦି ଟର୍ଚ୍ଚ ଦୂରରେ ଥାଏ ଛାଇ ଛୋଟ ହେବା
ଯଦି ବଲ୍‌କୁ ବ୍ୟବସ୍ଥାରୁ ଅଲଗା କରାଯାଏ ସ୍କ୍ରିନ୍‌ରେ ଏକ ଉଜ୍ଜ୍ଵଳ ଚିହ୍ନ ଦେଖାଯିବ
ଯଦି ବ୍ୟବସ୍ଥାରେ ଦୁଇଟି ଟର୍ଚ୍ଚ ବଲ୍‌ର ବାମ ପାର୍ଶ୍ଵରେ ଥାଏ ସ୍କ୍ରିନ୍‌ରେ ଦୁଇଟି ଛାୟା ଦେଖାଯିବ

Question 7.
ଧରାଯାଉ ତୁମେ (ଚିତ୍ରରେ ଦେଖାଯାଉଥ‌ିବା ଭଳି) ଗଛଟିକୁ ପିନ୍‌ହୋଲ୍ କ୍ୟାମେରାରେ ଦେଖୁଛ । ପିନ୍‌ହୋଲ୍ କ୍ୟାମେରାରେ ଗଛର କିପରି ପ୍ରତିଛବି ପଡ଼ିବ ତାହାର ଗୋଟିଏ ରୂପରେଖ ଅଙ୍କନ କର ।
Class 7 Science Chapter 11 Question Answer Odia Medium ଆଲୋକ ଛାୟା ଓ ପ୍ରତିଫଳନ 5
Answer:
Class 7 Science Chapter 11 Question Answer Odia Medium ଆଲୋକ ଛାୟା ଓ ପ୍ରତିଫଳନ 6
ପିହୋଲ କ୍ୟାମେରାରେ ଗଛର ଏକ ଓଲଟା ପ୍ରତିବିମ୍ବ ସୃଷ୍ଟି ହେବ ।

Question 8.
ଗୋଟିଏ କାଗଜରେ ତୁମ ନାମ ଲେଖ । ଗୋଟିଏ ସମତଳ ଦର୍ପଣ ସାମ୍ନାରେ ସମାନ୍ତରାଳ ଭାବେ ସମତଳ ଦର୍ପଣ ସମ୍ମୁଖରେ କାଗଜଟିକୁ ଧରି ରଖ । ପ୍ରତିଛବିର ଏକ ରୂପରେଖ ଦିଅ । ତୁମେ କ’ଣ ଭିନ୍ନତା ଲକ୍ଷ୍ୟ କରୁଛ ? ଏହାର କାରଣ ବ୍ୟାଖ୍ୟା କର ।
Answer:
ଗୋଟିଏ କାଗଜରେ ତୁମର ନାମ ଲେଖୁ କାଗଜଟିକୁ ସମତଳ ଦର୍ପଣ ସାମନାରେ ସମାନ୍ତରାଳ ଭାବେ ଧରିଲେ କାଗଜରେ ଥ‌ିବା ଅକ୍ଷରର ପ୍ରତିଛବି ପାର୍ଶ୍ୱ-ପରିବର୍ତ୍ତନ ଏବଂ ପାର୍ଶ୍ବ ଓଲଟା ହେବ । ଦର୍ପଣ ମଧ୍ୟରେ ଅକ୍ଷରଗୁଡ଼ିକ ବାମରୁ ଡାହାଣକୁ ଓଲଟା ଦେଖାଯିବ । ଦର୍ପଣ ଭିତରେ ଅକ୍ଷରଗୁଡ଼ିକର ପ୍ରତିଛବି ସମାନ ଆକୃତିର ଓ ବସ୍ତୁଠାରୁ ସମାନ ଦୂରତାରେ ସୃଷ୍ଟିହେବ ।

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

Question 9.
ସକାଳ ୯ଟା, ୧୨ଟା ଓ ଅପରାହ୍ନ ୪ଟାରେ ତୁମ ସାଙ୍ଗମାନଙ୍କ ସାହାଯ୍ୟରେ ତୁମ ଛାଇର ଲମ୍ବ ମାପ । ତୁମ ପର୍ଯ୍ୟବେକ୍ଷଣଗୁଡ଼ିକୁ ଲେଖ ।
(i) କେଉଁ ସମୟରେ ତୁମ ଛାଇର ଲମ୍ବ ସବୁଠାରୁ ଛୋଟ ?
(ii) ଏପରି କାହିଁକି ହୁଏ ବୋଲି ତୁମେ ଭାବୁଛ ?
Answer:
ସକାଳ ୯ : ଏହି ସମୟରେ ତୁମ ଛାଇର ଲମ୍ବ ଅଧୂକ ବଡ଼ ହେବ କାରଣ ଏହି ସମୟରେ ସୂର୍ଯ୍ୟ ଆକାଶର ତଳଭାଗରେ ବା ନିମ୍ନ ଭାଗରେ ରହିଥାଏ ଏବଂ ସୂର୍ଯ୍ୟଙ୍କଠାରୁ ଆସୁଥ‌ିବା ଆଲୋକରଶ୍ମି କୌଣିକ ଭାବେ ଭୂମି ଉପରେ ପଡ଼ିଥାଏ ।

ମଧ୍ୟାହ୍ନ ୧୨ : ଏହି ସମୟରେ ତୁମ ଛାଇର ଲମ୍ବ ସବୁଠାରୁ ଛୋଟ ହେବ, କାରଣ ଏହି ସମୟରେ ସୂର୍ଯ୍ୟ ମୁଣ୍ଡ ଉପରେ ଅର୍ଥାତ ଆକାଶର ଶୀର୍ଷସ୍ଥାନରେ ରହିଥା’ନ୍ତି । ଏହି ସମୟରେ ସୂର୍ଯ୍ୟଙ୍କଠାରୁ ଆସୁଥ‌ିବା ଆଲୋକ ରଶ୍ମି ଭୂମି ଉପରେ ଲମ୍ବ ଭାବରେ ପଡ଼ିଥାଏ ।

ଅପରାହ୍ନ ୪ : ଏହି ସମୟରେ ଛାଇର ଲମ୍ବ ଅଧୁକ ବଡ଼ ହେବ । କାରଣ ଏହି ସମୟରେ ଆକାଶରେ ସୂର୍ଯ୍ୟ ନିମ୍ନ ଭାଗରେ ରହିଥାଏ ଏବଂ ସୂର୍ଯ୍ୟଙ୍କଠାରୁ ଆସୁଥ‌ିବା ରଶ୍ମି କୌଣିକ ଭାବେ ଭୂମି ଉପରେ ପଡ଼ିଥାଏ ।
(i) ମଧ୍ୟାହ୍ନ ୧୨ଟାରେ ଛାଇର ଲମ୍ବ ସବୁଠାରୁ ଛୋଟ ହେବ ।

Question 10.
ନିମ୍ନଲିଖତ ଉକ୍ତି ଆଧାରରେ ଠିକ୍ ବିକଳ୍ପ ବାଛ । ଉକ୍ତ (କ) : ଏକ ସମତଳ ଦର୍ପଣରେ ଗଠିତ ପ୍ରତିଛବି ପାର୍ଶ୍ୱ ପରିବର୍ତ୍ତନ କରେ, ଉକ୍ତି (ଖ) ଗୋଟିଏ ସମତଳ ଦର୍ପଣରେ ବର୍ଣ୍ଣମାଳା ‘ଞ’ ଏବଂ ‘ଙ’ ର ପ୍ରତିଛବି ସମାନ ଦେଖାଯାଇଛି ।
(କ) ଉଭୟ ବକ୍ତବ୍ୟ ସତ୍ୟ
(ଖ) ଉଭୟ ବକ୍ତବ୍ୟ ମିଥ୍ୟା
(ଗ) ବକ୍ତବ୍ୟ ‘କ’ ସତ୍ୟ କିନ୍ତୁ ବକ୍ତବ୍ୟ ‘ଖ’ ମିଥ୍ୟା
(ଘ) ବକ୍ତବ୍ୟ ‘କ’ ମିଥ୍ୟା କିନ୍ତୁ ବକ୍ତବ୍ୟ ‘ଖ’ ସତ୍ୟ
Answer:
ଉଭୟ ବକ୍ତବ୍ୟ ସତ୍ୟ ଅଟେ । ଭକ୍ତି (କ)ରେ ସମତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ପାର୍ଶ୍ୱ ପରିବର୍ତ୍ତନ କରିଥାଏ । ଉକ୍ତି (ଖ) ରେ ଗୋଟିଏ ସମତଳ ଦର୍ପଣରେ ବର୍ଣ୍ଣମାଳା ‘T’ ଏବଂ ‘୦’ ର ପ୍ରତିଛବି ସମାନ ଦେଖାଯାଉଛି କାରଣ ଏହାର ବାମ ଓ ଦକ୍ଷିଣ ପାର୍ଶ୍ଵ ଏକାପରି ରହିଛି । ଏହି ପ୍ରକାର ଅକ୍ଷରଗୁଡ଼ିକର ଦର୍ପଣ ମଧ୍ଯରେ ପାର୍ଶ୍ଵ ପରିବର୍ତ୍ତନ ଘଟିଲେ ମଧ୍ୟ ସମାନ ପ୍ରକାର ଦେଖାଯାଇଥା’ନ୍ତି ।

Question 11.
ଚିତ୍ରରେ ଦର୍ଶାଯାଇଥିବା ଭଳି ଆକୃତିର ଏକ ନଳୀ ତୁମକୁ ଦିଆଯାଇଛି । ଏହି ନଳୀର ବ୍ୟାସ ଆକାରରୁ ଟିକିଏ ଛୋଟ ଦୁଇଟି ସମତଳ ଦର୍ପଣ ଦିଆଯାଇଛି । ଏହି ନଳୀକୁ ବ୍ୟବହାର କରି ତୁମେ ଗୋଟିଏ ପେରିସ୍କୋପ୍ ତିଆରି ପରିପାରିବ କି
Class 7 Science Chapter 11 Question Answer Odia Medium ଆଲୋକ ଛାୟା ଓ ପ୍ରତିଫଳନ 7
ଯଦି ହଁ, ତେବେ ଚିତ୍ରରେ ଦର୍ଶାଅ, କେଉଠାରେ ତୁମେ ଦର୍ପଣ ଦୁଇଟିକୁ ଲଗାଇବ ।
Answer:
(କ) ହଁ, ଏହି ନଳୀକୁ ବ୍ୟବହାର କରି ଗୋଟିଏ ‘ପେରିସ୍କୋପ୍’ ତିଆରି କରିଯାଇପାରିବ । ଏହି ପେରିସ୍କୋପରେ ଆଲୋକ ହୋଲ – ୧ ମଧ୍ୟଦେଇ ପ୍ରବେଶ କଲାପରେ ଦର୍ପଣ – ୧ ଦ୍ଵାରା ପ୍ରତିଫଳିତ ହୋଇ ଦର୍ପଣ-୨ Class 7 Science Chapter 11 Question Answer Odia Medium ଆଲୋକ ଛାୟା ଓ ପ୍ରତିଫଳନ 8
(ଖ) ନଳୀର ଦୁଇ ବିପରୀତ ପାର୍ଶ୍ଵରେ ୪୫ କୋଣକରି ଦର୍ପଣ ଦୁଇଟିକୁ ରଖିବାକୁ ହେବ ।
ଦର୍ପଣ-୧ କୁ ପରିସ୍କୋପର ଶୀର୍ଷ ଭାପରେ ୪୫° କୋଣକରି ରଖାଯିବ ଯାହାକି ଆଲୋକକୁ ନଳୀ ମଧ୍ୟଦେଇ ତଳ ଆଡ଼କୁ ପ୍ରତିଫଳିତ କରିବ ।
ଦର୍ପଣ-୨ କୁ ପେରିସ୍କୋପର ନିମ୍ନ ଭାଗରେ ୪୫° କୋଣରେ ରଖୁବାକୁ ହେବ । ଏହି ଦର୍ପଣ ଆଲୋକକୁ ପ୍ରତିଫଳିତ କରାଇ, ଦର୍ଶକର ଚକ୍ଷୁ ଆଡ଼କୁ ଅଗ୍ରସର କରାଇବ ।

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

Question 12.
ଆକାଶରେ ବହୁ ଉଚ୍ଚରେ ଉଠୁଥ‌ିବା ଗୋଟିଏ ଚଢ଼େଇର ପ୍ରତିଛବି ଆମେ ତଳେ ଦେଖୁ ପାରି ନଥାଉ । ତଥାପି ଚଢ଼େଇଟି ଯେବେ ଭୂମିର ଖୁବ୍ ପାଖରେ ପହଞ୍ଚେ ଆମେ ଭୂମି ଉପରେ ଚଢ଼େଇର ଛାଇ ଦେଖିପାରୁ । ଚିନ୍ତା କର ଓ ବୁଝାଅ, ଏପରି କାହିଁକି ହୁଏ ?
Answer:
(କ) ଆକାଶରେ ବହୁ ଉଚ୍ଚରେ ଉଡୁଥ‌ିବା ଗୋଟିଏ ଚଢ଼େଇର ପ୍ରତିଛବିକୁ ଆମେ ଭୂମି ଉପରେ ଦେଖୁପାରି ନଥାଉ କାରଣ ଭୂମିଠାରୁ ଚଢ଼େଇର ଦୂରତା ବଢ଼ିଗଲେ, ଚଢ଼େଇର ପ୍ରତିଛବି ଅତ୍ୟନ୍ତ କ୍ଷୁଦ୍ର ହୋଇଥାଏ, ଯାହାକି ଭୂମି ଉପରେ ଦୃଶ୍ୟମାନ ହୋଇ ନଥାଏ ।

(ଖ) ଯଦି ଚଢ଼େଇଟି ଭୂମିର ଖୁବ୍ ପାଖରେ ପହଞ୍ଚିବ ତେବେ ଆମେ ଚଢ଼େଇର ଛାୟା ଦେଖିପାରିବା କାରଣ ଏହି ସମୟରେ ଚଢ଼େଇର ପ୍ରତିଛବି ବା ଛାୟା ପୂର୍ବ ତୁଳନାରେ ଟିକେ ବଡ଼ ହୋଇଥାଏ, ଯାହାକି ଭୂମି ଉପରେ ଦୃଶ୍ୟମାନ ହୋଇଥାଏ ।

ଅନୁସନ୍ଧାନମୂକ ପ୍ରକଳ୍ପ

୧ । ତୁମେ ରହୁଥ‌ିବା ସ୍ଥାନରେ ଜୁଳୁଜୁଳିଆ ପୋକ ଦେଖୁଛ କି ? ଯଦି ନା, ତେବେ ତୁମେ ବଡ଼ଭାଇମାନଙ୍କଠାରୁ ବୁଝ କି ତୁମ ଅଞ୍ଚଳରେ ସେମାନେ ଆଗରୁ ଜୁଳୁଜୁଳିଆ ପୋକ ଦେଖୁଥିଲେ କି ନା ? ଯଦି ହଁ, ତେବେ ସେମାନେ ଏବେ କାହିଁକି ଦେଖାଯାଉ ନାହାନ୍ତି ? ଏହାର କାରଣ ଖୋଜ । ଏହି ବିଷୟକୁ ନେଇ ଗୋଟିଏ କାହାଣୀ ଲେଖ ।

୨ । କାର୍ଯ୍ୟ-୪ ର ପୁନରାବୃତ୍ତି କର । ଏକ ରଙ୍ଗୀନ ସ୍ୱଚ୍ଛ କାଗଜରେ ଟର୍ଚ୍ଚର ମୁହଁ ଘୋଡ଼ାଇ ଛାଇର ରଙ୍ଗ ପର୍ଯ୍ୟବେକ୍ଷଣ କର । ଭିନ୍ନ ଭିନ୍ନ ରଙ୍ଗର ସ୍ଵଚ୍ଛ, ରଙ୍ଗୀନ କାଗଜ ନେଇ ପର୍ଯ୍ୟବେକ୍ଷଣ ରିପୋର୍ଟ ପ୍ରସ୍ତୁତ କର । କେଉଁ ସିଦ୍ଧାନ୍ତରେ
ଉପନୀତ ହେଲ ?

୩ । ଏକ ସମତଳ ଦର୍ପଣରେ ବସ୍ତର କେବଳ ମାତ୍ର ଗୋଟିଏ ପ୍ରତିଛବି ସୃଷ୍ଟି ହୁଏ । କିନ୍ତୁ ଦୁଇ ବା ତତୋ ଽ ଧୂକ ଦର୍ପଣକୁ ଗୋଟିଏ କୋଣରେ ବା ସମାନ୍ତରାଳ ଭାବରେ ରଖାଯାଏ ତେବେ କ’ଣ ହେବ ? ନିମ୍ନ ଚିତ୍ର ଭଳି ଦୁଇଟି ଦର୍ପଣ ରଖ୍ ଦେଖ ଓ ଛବିର ପ୍ରକୃତି ନିର୍ଣ୍ଣୟ କର ।
Class 7 Science Chapter 11 Question Answer Odia Medium ଆଲୋକ ଛାୟା ଓ ପ୍ରତିଫଳନ 9
୪। ତୁମକୁ ଏକ ଛୋଟ ସମତଳ ଦର୍ପଣର ଖଣ୍ଡ ଦିଆଯାଉଛି । ଦର୍ପଣର ଆକାରଠାରୁ ବହୁତ ବଡ଼ ଗୋଟିଏ ବିରାଟ ଗଛର ପ୍ରତିଛବି ଦର୍ପଣରେ ପଡ଼ିପାରିବ କି ? ଚିନ୍ତା କରି କୁହ । ତା’ପରେ କାର୍ଯ୍ୟଟି ସମ୍ପାଦନ କର । ଚିତ୍ତାକର୍ଷକ ତଥ୍ୟ : ସୂର୍ଯ୍ୟରୁ ନିର୍ଗତ ଆଲୋକ ରଶ୍ମି ପୃଥ‌ିବୀ ପୃଷ୍ଠରେ ପହଞ୍ଚିବାକୁ ୮ ମିନିଟ୍ ୨୦ ସେକେଣ୍ଡ୍ ସମୟ ନିଏ । ତେଣୁ ସୂର୍ଯ୍ୟ ଯଦି ହଠାତ୍ ଆଲୋକ ନିର୍ଗତ କରିବା ବନ୍ଦ କରିଦିଏ, ତେବେ ଆମେ ତାହା ଆଉ ୮ ମିନିଟ୍ ୨୦ ସେକେଣ୍ଡ ଯାଏ ଜାଣି ପାରିବା ନାହିଁ ।

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

ଶୂନ୍ୟସ୍ଥାନ ପୂରଣ କର ।

(i) ଅବତଳ ଦର୍ପଣରେ ________ ପ୍ରତିବିମ୍ବ ଗଠିତ ହୁଏ ।
Answer:
ବାସ୍ତବ

(ii) ସବୁ କ୍ଷେତ୍ରରେ ଉତ୍ତଳ ଦର୍ପଣରେ ବସ୍ତୁ ଅପେକ୍ଷା ________ ପ୍ରତିବିମ୍ବ ଗଠିତ ହୁଏ ।
Answer:
ସାନ

(iii) ସମତଳ ଦର୍ପଣରେ ବସ୍ତୁର ଉଚ୍ଚତା ପ୍ରତିବିମ୍ବର ଉଚ୍ଚା ସଙ୍ଗେ _______ ।
Answer:
ସମାନ

(iv) ପରଦା ଉପରେ ସୃଷ୍ଟି ହେଉଥ‌ିବା ପ୍ରତିବିମ୍ବକୁ ________ ପ୍ରତିବିମ୍ବ କୁହାଯାଏ ।
Answer:
ବାସ୍ତବ

(v) ଆମେ ________ ଦ୍ଵାରା ଦେଖାରୁ ।
Answer:
ଆଲୋକ

(vi) ଆଲୋକ ରଶ୍ମି ________ ରେଖାରେ ଗତି କରେ ।
Answer:
ସରଳ

(vii) ବସ୍ତୁର ପ୍ରତି ବି ମ୍ବ _______ ଦର୍ପଣରେ ଓଲଟା ଦେଖାଯାଏ ।
Answer:
ଅବତଳ

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

(viii) ସମତଳ ଦର୍ପଣରେ _______ ପ୍ରତିବିମ୍ବ ଗଠିତ ହୁଏ ।
Answer:
ଆଭାସୀ (ଅବାସ୍ତବ)

(ix) _______ ଦର୍ପଣରେ ମୁହଁ ଦେଖିଲେ ମୁହଁ ବଡ଼ ଦେଖାଯାଏ ।
Answer:
ଅବତଳ

(x) ଅବତଳ ଦର୍ପଣର ଅତି ନିକଟରେ ବସ୍ତୁ ରଖିଲେ ପ୍ରତିବିମ୍ବ ବସ୍ତୁଠାରୁ ________ ହୁଏ ।
Answer:
ବଡ଼

(xi) ଅବତଳ ଦର୍ପଣଠାରୁ ଦୂରରେ ବସ୍ତୁ ରଖିଲେ ତାହାର ପ୍ରତିବିମ୍ବ ବସ୍ତୁଠାରୁ ________ ହୁଏ ।
Answer:
ସାନ

(xii) ________ ଦର୍ପଣରେ ପ୍ରତିବିମ୍ବର ଆକାର ବସ୍ତୁଠାରୁ ବହୁତ ସାନ ହୋଇଥାଏ ।
Answer:
ଉତ୍ତଳ

ନିମ୍ନଲିଖ ବାକ୍ୟଗୁଡ଼ିକ ନିଜ ଖାତାରେ ଲେଖ । ଠିକ୍ ବାକ୍ୟ ପାଖରେ ଠିକ୍ (✓) ଏବଂ ଭୁଲ୍ ବାକ୍ୟ ପାଖରେ ଛକି (✗) ଦିଅ ।

(i) ସମତଳ ଦର୍ପଣରେ ଓଲଟା ପ୍ରତିବିମ୍ବ ଦେଖାଯାଏ ।
Answer:
(✗)

(ii) ଗାଡ଼ି ଚାଳକ ପଛର ଦୃଶ୍ୟ ଦେଖିବାକୁ ମଟରଗାଡ଼ିରେ ଉତ୍ତଳ ଦର୍ପଣ ଲଗାଯାଇଥାଏ ।
Answer:
(✓)

(iii) ଉତ୍ତଳ ଦର୍ପଣରେ ଏକ ସିଧା ଏବଂ ବସ୍ତୁଠାରୁ ବଡ଼ ପ୍ରତିବିମ୍ବ ଗଠିତ ହୁଏ ।
Answer:
(✗)

(iv) ଅବତଳ ଦର୍ପଣରେ ଏକ ବାସ୍ତବ, ବଡ଼ ଏବଂ ଓଲଟା ପ୍ରତିବିମ୍ବ ଗଠିତ ହୁଏ ।
Answer:
(✓)

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

(v) ଆଲୋକ ଏକ ସରଳରେଖାରେ ଗତିକରେ ।
Answer:
(✓)

(vi) ଗୋଟିଏ ପୃଷ୍ଠ ସାହାଯ୍ୟରେ ଆଲୋକର ଦିଗ ପରିବର୍ତ୍ତନକୁ ଆଲୋକର ପ୍ରତିସରଣ କୁହାଯାଏ ।
Answer:
(✗)

(vii) ସମତଳ ଦର୍ପଣରେ ଗଠିତ ହେଉଥ‌ିବା ପ୍ରତିବିମ୍ବ ସଜଖ ଓ ସମାନ ଉଚ୍ଚତା ବିଶିଷ୍ଟ ।
Answer:
(✓)

(viii) ସମତଳ ଦର୍ପଣରେ ପ୍ରତିବିମ୍ବର ଦର୍ପଣଠାରୁ ଦୂରତା ବସ୍ତୁର ଦର୍ପଣଠାରୁ ଦୂରତା ସହ ସମାନ ନୁହେଁ ।
Answer:
(✗)

(ix) ବର୍ତ୍ତୁଳାକାର ଦର୍ପଣ ତିନିପ୍ରକାରର ଅଟେ ।
Answer:
(✗)

ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।

(i) ସମତଳ ଦର୍ପଣରେ ଓଲଟା ପ୍ରତିବିମ୍ବ ଦେଖାଯାଏ ।
Answer:
ଅବତଳ ଦର୍ପଣରେ ଓଲଟା ପ୍ରତିବିମ୍ବ ଦେଖାଯାଏ ।

(ii) ଗାଡ଼ି ଚାଳକ ପଛର ଦୃଶ୍ୟ ଦେଖିବାକୁ ମଟରଗାଡ଼ିରେ ଅବତଳ ଦର୍ପଣ ଲଗାଯାଇଥାଏ ।
Answer:
ଗାଡ଼ି ଚାଳକ ପଛର ଦୃଶ୍ୟ ଦେଖିବାକୁ ମଟରଗାଡ଼ିରେ ଉତ୍ତଳ ଦର୍ପଣ ଲଗାଯାଇଥାଏ ।

(iii) ଉତ୍ତଳ ଦର୍ପଣରେ ଏକ ସିଧା ଏବଂ ବସ୍ତୁଠାରୁ ବଡ଼ ପ୍ରତିବିମ୍ବ ଗଠିତ ହୁଏ ।
Answer:
ଅବତଳ ଦର୍ପଣରେ ଏକ ସିଧା ଏବଂ ବସ୍ତୁଠାରୁ ବଡ଼ ପ୍ରତିବିମ୍ବ ଗଠିତ ହୁଏ ।

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

(iv) ସମତଳ ଦର୍ପଣରେ ଏକ ବାସ୍ତବ, ବଡ଼ ଏବଂ ଓଲଟା ପ୍ରତିବିମ୍ବ ଗଠିତ ହୁଏ ।
Answer:
ଅବତଳ ଦର୍ପଣରେ ଏକ ସିଧା ବଡ଼ ଏବଂ ଓଲଟା ପ୍ରତିବିମ୍ବ ଗଠିତ ହୁଏ ।

(v) ଅବତଳ ଦର୍ପଣରେ ଓଲଟା ପ୍ରତିବିମ୍ବ ଦେଖାଯାଏ ।
Answer:
ଅବତଳ ଦର୍ପଣରେ ସମ୍ମୁଖ ବକ୍ର ହୋଇ ଭିତରକୁ ପଶିଯାଇଥାଏ ।

(vi) ବସ୍ତୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ପ୍ରତିବିମ୍ବ ସମତଳ ଦର୍ପଣରେ ଗଠିତ ହୁଏ ।
Answer:
ବସ୍ତୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ପ୍ରତିବିମ୍ବ ଉତ୍ତର ଦର୍ପଣରେ ଗଠିତ ହୁଏ ।

ବାମପାର୍ଶ୍ଵର ସମ୍ପର୍କଦ୍ଵୟକୁ ଦେଖୁ ଦକ୍ଷିଣ ପାର୍ଶ୍ବର ଶୂନ୍ୟସ୍ଥାନ ପୂରଣ କର ।

(i) ସମତଳ ଦର୍ପଣ : ଅବାସ୍ତବ ପ୍ରତିବିମ୍ବ :: ଅବତଳ ଦର୍ପଣ : ?
Answer:
ବାସ୍ତବ ପ୍ରତିବିମ୍ବ

(ii) ସମତଳ ଦର୍ପଣରେ ବସ୍ତୁର ଦୂରତା : 5 ସେ.ମି. :: ସମତଳ ଦର୍ପଣରେ ପ୍ରତିବିମ୍ବ ଦୂରତା : ?
Answer:
5 ସେ.ମି.

(iii) କ୍ଷୌର ଦର୍ପଣ : ଅବତଳ :: ମୋଟରଯାନ ଦର୍ପଣ : ?
Answer:
ଉତ୍ତଳ

(iv) ଅବତଳ ଦର୍ପଣ : ବାସ୍ତବ ପ୍ରତିବିମ୍ବ :: ଉତ୍ତଳ ଦର୍ପଣ : ?
Answer:
ଆଭାସୀ ପ୍ରତିବିମ୍ବ

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

(v) କାର୍‌ର ପ୍ରତିଫଳକ : ଅବତଳ ଦର୍ପଣ :: ସ୍କୁଟର ହ୍ୟାଣ୍ଡଲ୍‌ରେ ଲାଗିଥିବା ଦର୍ପଣ : ?
Answer:
ଉତ୍ତଳ ଦର୍ପଣ

ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(i) କେଉଁ ଦର୍ପଣରେ ଆଭାସୀ ପ୍ରତିବିମ୍ବ ବସ୍ତୁଠାରୁ ବଡ଼ ଅଟେ ?
(କ) ସମତଳ
(ଖ) ଉତ୍ତଳ
(ଗ) ଅବତଳ
(ଘ) ଏମାନଙ୍କ ମଧ୍ୟରୁ କେହି ନୁହେଁ
Answer:
(ଗ) ଅବତଳ

(ii) ଧରାଶ୍ରୀ ସମତଳ ଦର୍ପଣ ନିକଟରୁ ଦୁଇ ମିଟର ଦୂରତାରେ ରହି ତାହାର ପ୍ରତିବିମ୍ବକୁ ଦେଖୁଥିଲା । ସେ ଦର୍ପଣ ନିକଟରୁ ଏକ ମିଟର ପଛକୁ ଚାଲିଗଲେ ପ୍ରତିବିମ୍ବଠାରୁ ତାର ଦୂରତା କେତେ ହେବ ?
(କ) ୪ମି.
(ଗ) ୬ ମି.
(ଖ) ୫ ମି.
(ଘ) ୭ ମି.
Answer:
(ଗ) ୬ ମି.

(iii) ନିମ୍ନୋକ୍ତ ମଧ୍ୟରୁ କେଉଁଟି ସର୍ବୋତ୍କୃଷ୍ଟ ପ୍ରତିଫଳକ ?
(କ) ଷ୍ଟେନ୍‌ଲେସ୍ ଷ୍ଟିଲ୍ ଥାଳି
(ଖ) ଝରକାରେ ଲାଗିଥିବା କାଚ
(ଗ) ଚିକ୍କଣ ମାର୍ବଲ ଚଟାଣ
(ଘ) ସମତଳ ଦର୍ପଣ
Answer:
(ଘ) ସମତଳ ଦର୍ପଣ

(iv) କେଉଁ ଦର୍ପଣରେ ବସ୍ତୁର ପ୍ରତିବିମ୍ବ ଛୋଟ ଓ ଦର୍ପଣର ପଛପଟେ ଗଠିତ ହେବାଭଳି ଜଣାପଡ଼େ ?
(କ) ସମତଳ
(ଗ) ଉତ୍ତଳ
(ଖ) ଅବତଳ
(ଘ) କୌଣସି ଦର୍ପଣରେ ନୁହେଁ
Answer:
(ଗ) ଉତ୍ତଳ

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

(v) କେଉଁ ଦର୍ପଣରେ ବାସ୍ତବ ପ୍ରତିବିମ୍ବ ଗଠିତ ହୋଇପାରେ ?
(କ) ସମତଳ
(ଗ) ଅବତଳ
(ଖ) ଉତ୍ତଳ
(ଘ) କୌଣସି ଦର୍ପଣରେ ନୁହେଁ
Answer:
(ଗ) ଅବତଳ

(vi) ଟର୍ଚ୍ଚ ଲାଇଟ୍‌ରେ କେଉଁ ପ୍ରକାର ଦର୍ପଣ ବ୍ୟବହାର ହୁଏ ?
(କ) ସମତଳ
(ଗ) ଉତ୍ତଳ
(ଖ) ଅବତଳ
(ଘ) ଦର୍ପଣ ବ୍ୟବହାର ହୁଏ ନାହିଁ
Answer:
(ଖ) ଅବତଳ

(vii) କେଉଁ ଦର୍ପଣରେ ଅନେକଗୁଡ଼ିଏ ବସ୍ତୁର ପ୍ରତିବିମ୍ବ ଛୋଟ ଆକାରରେ ଏକ ସମୟରେ ଦେଖାଯାଏ ?
(କ) ସମତଳ
(ଗ) ଅବତଳ
(ଖ) ଉତ୍ତଳ
(ଘ) ଉତ୍ତଳ ଓ ଅବତଳ
Answer:
(ଖ) ଉତ୍ତଳ

(viii) ରେଳଗାଡ଼ି, ମୋଟର ଯାନ ଆଦିର ହେଡ୍ ଲାଇଟ୍‌ରେ କି ପ୍ରକାର ଦର୍ପଣ ଲଗାଯାଇଥାଏ ?
(କ) ଉତ୍ତଳ
(ଖ) ଅବତଳ
(ଗ) ସମତଳ
(ଘ) କୌଣସିଟି ନୁହେଁ
Answer:
(ଖ) ଅବତଳ

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

(ix) ମୋଟର ସାଇକେଲ ଚାଳକ କି ପ୍ରକାର ଦର୍ପଣ ସାହାଯ୍ୟରେ ପଛରୁ ଆସୁଥିବା ଯାନ ବାହ ନ କୁ ଦେଖାରେ ?
(କ) ସମତଳ
(ଗ) ଉତ୍ତଳ
(ଖ) ଅବତଳ
(ଘ) କୌଣସି ଦର୍ପଣରେ ନୁହେଁ
Answer:
(ଗ) ଉତ୍ତଳ

(x) କେଉଁ ଦର୍ପଣରେ ଗଠିତ ପ୍ରତିବିମ୍ବକୁ ପରଦାରେ ପକାଇ ହେବ ?
(କ) ଉତ୍ତଳ
(ଖ) ଅବତଳ
(ଗ) ସମତଳ
(ଘ) କୌଣସି ଦର୍ପଣଦ୍ଵାରା ନୁହେଁ
Answer:
(ଖ) ଅବତଳ

ଗୋଟିଏ ବା ଦୁଇଟି ଶବ୍ଦରେ ଲେଖି ।

(i) ଲୋକର ପ୍ରଧାନ ପ୍ରାକୃତିକ ଉତ୍ସ କିଏ ?
Answer:
ସୂର୍ଯ୍ୟ

(ii) ଆଲୋକ ରଶ୍ମିର ଗତିପଥ କିପରି ?
Answer:
ସରଳରେଖ୍

(iii) ଯେଉଁ ଦର୍ପଣର କେନ୍ଦ୍ରାଞ୍ଚଳ ମୋଟାହୋଇ ଚାରିପଟ କ୍ରମଶଃ ପତଳା ହୋଇଥାଏ, ତାହା କି ପ୍ରକାର ଦର୍ପଣ ?
Answer:
ଉତ୍ତଳ ଦର୍ପଣ

(iv) ଯେଉଁ ଦର୍ପଣର ସାମ୍ନାପଟ ଚାମଚ ଭଳି ଭିତରକୁ ପଶିଯାଇଥାଏ, ତାହା କି ପ୍ରକାର ଦର୍ପଣ ?
Answer:
ଅବତଳ ଦର୍ପଣ

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

(v) କେଉଁ ପ୍ରକାର ଦର୍ପଣ ମୋଟରଯାନର ପଛରେ ଥ‌ିବା ବସ୍ତୁକୁ ଦେଖିବାପାଇଁ ବ୍ୟବହାର ହୁଏ ?
Answer:
ଉତ୍ତଳ ଦର୍ପଣ

(vi) ମୋଟରଯାନ ଆଦିର ହେଡ୍‌ଲାଇଟ୍ ଭିତରେ କି ପ୍ରକାର ଦର୍ପଣ ଲାଗିଥାଏ ?
Answer:
ଅବତଳ ଦର୍ପଣ

(vii) କ୍ଷୌର ହେବା ଦର୍ପଣ କି ପ୍ରକାର ହେବା ଉଚିତ୍ ?
Answer:
ଅବତଳ ଦର୍ପଣ

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

(i) ଆଲୋକ କିପରି ଗତି କରେ ?
Answer:
ଆଲୋକ ସରଳରେଖାରେ ଗତି କରେ ।

(ii) ଆଲୋକର ଗତିପଥ କିପରି ବଦଳେ ?
Answer:
ମସୃଣ ପୃଷ୍ଠରେ ପ୍ରତିବିମ୍ବ ସୃଷ୍ଟି ହେଲେ ଆଲୋକର ଗତିପଥ ବଦଳେ ।

(iii) ଜଳ ଆଲୋକର ଗତିପଥ ବଦଳାଇପାରେ କି ?
Answer:
ହଁ, ଜଳ ଆଲୋକର ଗତିପଥ ବଦଳାଇପାରେ ।

(iv) ଆଲୋକ ରଶ୍ମି କାହାକୁ କହନ୍ତି ?
Answer:
ଆଲୋକ ସ୍ରୋତରୁ ସବୁ ଦିଗକୁ ଗତି କରୁଥିବା ଆଲୋକ ଧାରାକୁ ଆଲୋକ ରଶ୍ମି କହନ୍ତି ।

(v) ଆଲୋକ ଗୁଚ୍ଛ କାହାକୁ କହନ୍ତି ?
Answer:
ଆଲୋକ ରଶ୍ମୀର ସମାହାରକୁ ଆଲୋକ ଗୁଚ୍ଛ କ ହନ୍ତି ।

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

(vi) ଛାୟା କିପରି ସୃଷ୍ଟି ହୁଏ ।
Answer:
ଆଲୋକ ସମ୍ମୁଖରେ ଅସ୍ବଚ୍ଛ ବସ୍ତୁ ରହିଲେ ଛାୟା ସୃଷ୍ଟି ହୁଏ ।

(vii) ଆମେ ବସ୍ତୁକୁ କିପରି ଦେଖୁ ?
Answer:
ଆଲୋକ ବସ୍ତୁ ଉପରେ ପଡ଼ି ସେଠାରୁ ପ୍ରତିଫଳିତ ହୋଇ ଆମ ଚକ୍ଷୁରେ ପଡ଼ିଲେ ଆମେ ବସ୍ତୁ କୁ ଦେଖୁରୁ ।

(viii) ରନ୍ଧ୍ର କ୍ୟାମେରାରେ କିପରି ପ୍ରତିବିମ୍ବ ସୃଷ୍ଟି ହୁଏ ?
Answer:
ଆଲୋକର ଗତିପଥ ସରଳରେଖ୍ ହୋଇଥିବାରୁ ରନ୍ଧ୍ର କ୍ୟାମେରାରେ ପ୍ରତିବିମ୍ବ ସୃଷ୍ଟି ହୁଏ ।

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଗୋଟିଏ ବଡ଼ ଦର୍ପଣଠାରୁ 4 ମିଟର ଦୂରରେ ବସ୍ତୁଟିଏ ଅଛି । ଯଦି ଦର୍ପଣଠାରୁ ଆଉ 2 ମିଟର ଦୂରକୁ ଯିବ, ତେବେ ପ୍ରତିବିମ୍ବ ଦର୍ପଣଠାରୁ କେତେ ଦୂରରେ ସୃଷ୍ଟି ହେବ ।
Answer:

  • ସମତଳ ଦର୍ପଣରେ ବସ୍ତୁର ଦୂରତା ପ୍ରତିବିମ୍ବର ଦୂରତା ସହ ସମାନ ।
  • ବସ୍ତୁଟି ଦର୍ପଣଠାରୁ (2 ମି. + 4 ମି.) = 6 ମିଟର ଦୂରରେ ରହିବ । ଅର୍ଥାତ୍ ପ୍ରତିବିମ୍ବ ଦର୍ପଣଠାରୁ 6 ମିଟର ଦୂରରେ ସୃଷ୍ଟି ହେବ ।

Question 2.
ଅବତଳ ଦର୍ପଣ କ’ଣ ? ଏଥ‌ିରେ କି ପ୍ରକାର ପ୍ରତିବିମ୍ବ ଗଠିତ ହୁଏ ?
Answer:

  • ଯେଉଁ ପ୍ରତିଫଳକର ପ୍ରତିଫଳନ କରୁଥିବା ପୃଷ୍ଠ ଅବତଳ, ତାହାକୁ ଅବତଳ ଦର୍ପଣ କୁହାଯାଏ I ଏହାର ସାମନାପଟ ବକ୍ର ହୋଇ ଭିତରକୁ ପଶିଯାଇଥାଏ ।
  • ଅବତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ସର୍ବଦା ବାସ୍ତବ ଓ ଓଲଟା ହୋଇଥାଏ । ଏହା କ୍ଷୁଦ୍ର, ବଡ଼ ବା ବସ୍ତୁ ସହ ସମାନ ମଧ୍ୟ ହୋଇପାରେ ।

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

Question 3.
ଆଭାସୀ ପ୍ରତିବିମ୍ବ କ’ଣ ?
Answer:

  • ଯେଉଁ ପ୍ରତିବିମ୍ବ ଦର୍ପଣର ପଛପଟେ ଗଠିତ ହୁଏ ଏବଂ କୌଣସି ପର୍ଦାରେ କେନ୍ଦ୍ରୀଭୂତ କରି ଧରିହୁଏ ନାହିଁ, ତାହାକୁ ଆଭାସୀ ପ୍ରତିବିମ୍ବ କୁହାଯାଏ ।
  • କେବଳ ଉତ୍ତଳ ଦର୍ପଣରେ ଆଭାସୀ ପ୍ରତିବିମ୍ବ ଗଠିତ ହୋଇଥାଏ ।

Question 4.
ଅବତଳ ଦର୍ପଣରେ ବସ୍ତୁର ବିଭିନ୍ନ ଅବସ୍ଥିତିରେ ପ୍ରତିବିମ୍ବର ପ୍ରକୃତି କିପରି ହୁଏ ଲେଖ ।
Answer:

  1. ଅବତଳ ଦର୍ପଣର ଅତି ନିକଟରେ ବସ୍ତୁ ରହିଲେ, ପ୍ରତିବିମ୍ବ ବଡ଼ ଓଲଟା (ଉପରତଳ ଭାବେ) ଓ ବାସ୍ତବ ହୁଏ ।
  2. ଅବତଳ ଦର୍ପଣର ଅତି ଦୂରରେ ବସ୍ତୁ ରଖୁଲେ ପ୍ରତିବିମ୍ବ ସାନ ଓଲଟା ଓ ବାସ୍ତବ ହୁଏ ।
  3. ଅବତଳ ଦର୍ପଣର କେନ୍ଦ୍ରଠାରେ ବସ୍ତୁ ରଖିଲେ ପ୍ରତିବିମ୍ବ ସମାନ ଓଲଟା ଓ ବାସ୍ତବ ହୁଏ ।
  4. ଅବତଳ ଦର୍ପଣରେ ବସ୍ତୁ ଯେଉଁଠାରେ ରହେ ପ୍ରତିବିମ୍ବ ସର୍ବଦା ଉପରତଳ ଭାବେ ଓଲଟା ଓ ବାସ୍ତବ ହୁଏ । ତେଣୁ ଏହି ପ୍ରତିବିମ୍ବକୁ ପରଦାରେ ଧରି ହୁଏ ।

Question 5.
ଅବତଳ ଦର୍ପଣର ୪ଟି ବ୍ୟବହାର ଲେଖ ।
Answer:

  1. ଡାକ୍ତରମାନେ ଚକ୍ଷୁ, କାନ, ନାକ ଓ ଗଳାକୁ ପରୀକ୍ଷା କଲାବେଳେ ଅବତଳ ଦର୍ପଣ ବ୍ୟବହାର କ ର ନ୍ତି ।
  2. ଦନ୍ତ ଚିକିତ୍ସକମାନେ ଏକ ପ୍ରତିବିମ୍ବ ଦେଖୁ ପାଇଁ ଅବତଳ ଦର୍ପଣ ବ୍ୟବହାର କରିଥାନ୍ତି ।
  3. ଆମେ ବ୍ୟବହାର କରୁଥିବା ଟର୍ଚ୍ଚରେ ଅବତଳ ପ୍ରତିଫଳକ ଲାଗିଥାଏ ।
  4. କାର, ସ୍କୁଟର ଆଦିର ସମ୍ମୁଖ ଭାଗରେ ଲାଗିଥ‌ିବା ଆଲୋକର ପ୍ରତିଫଳକ ମଧ୍ୟ ଅବତଳ ଅଟେ ।

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

Question 6.
ଅବତଳ ଦର୍ପଣରେ ପ୍ରତିବିମ୍ବ ଗଠନ କିପରି ହୁଏ ଲେଖ ।
Answer:

  • ଗୋଟିଏ ଅବତଳ ଦର୍ପଣ ନେଇ ସୂର୍ଯ୍ୟ ଆଡ଼କୁ ଦେଖାଇ ଏହାର କିରଣକୁ ଏକ ପତଳା କାଗଜ ଉପରେ ପକାଇଲେ ଗୋଟିଏ ଉଜ୍ଜ୍ବଳ ଗୋଲାକାର ସ୍ଥାନ ସୃଷ୍ଟି ହେବ । ଏହି ଉଜ୍ଜଳ ସ୍ଥାନଟି ହେଉଛି ସୂର୍ଯ୍ୟଙ୍କର ପ୍ରତିବିମ୍ବ ।
  • ଏହା ଏକ ବାସ୍ତବ ପ୍ରତିବିମ୍ବ ଅଟେ । କାରଣ ଏହାକୁ କାଗଜ ଉପରେ ବା ପରଦାରେ ଧରି ହୁଏ ।
  • ଅବତଳ ଦର୍ପଣଠାରୁ ଦୂରରେ ବସ୍ତୁ ରହିଲେ ବସ୍ତୁର ଏକ ବାସ୍ତବ, ଓଲଟା ଓ କ୍ଷୁଦ୍ର ପ୍ରତିବିମ୍ବ ସୃଷ୍ଟି ହୁଏ ।
  • ଅବତଳ ଦର୍ପଣର ଅତି ନିକଟରେ ବସ୍ତୁ ରହିଲେ ବସ୍ତୁର ଏକ ଆଭାସୀ, ସଳଖ ଓ ବଡ଼ ପ୍ରତିବିମ୍ବ ସୃଷ୍ଟି ହୁଏ ।

Question 7.
ଉତ୍ତଳ ଦର୍ପଣର ଦୁଇଟି ବ୍ୟବହାର ଲେଖ ।
Answer:

  • ଉତ୍ତଳ ଦର୍ପଣ ସ୍କୁଟରର ହ୍ୟାଣ୍ଡଲ୍‌ରେ ଲାଗିଥାଏ । ଏଥ‌ିରେ ପଛ ଯାନବାହାନଗୁଡ଼ିକର ସଳଖ ପ୍ରତିବିମ୍ବ ଦେଖହୁଏ ।
  • ରାସ୍ତାର ବତୀଖୁଣ୍ଟରେ ଉତ୍ତଳ ଦର୍ପଣ ପ୍ରତିଫଳକ ଲଗାଯାଇଥାଏ ।

Question 8.
ସମତଳ ଦର୍ପଣର ଦୁଇଟି ଲେଖାଏଁ ବ୍ୟବହାର ଲେଖ ।
Answer:
ସମତଳ ଦର୍ପଣର ବ୍ୟବହାର :

  • ସମତଳ ଦର୍ପଣକୁ ମୁହଁ ଦେଖିବାପାଇଁ ଆଇନାରୂପେ ବ୍ୟବହାର କରାଯାଏ ।
  • ଏହାକୁ ବ୍ୟବହାର କରି ପେରିସ୍କୋପ୍ ଗଠନ କରାଯାଇଥାଏ ।

Question 9.
ଆମ୍ବୁଲାନସ୍ ଗାଡ଼ି ଆଗରେ ଓଲଟା ନାମ କାହିଁକି ଲେଖାଯାଇଥାଏ ? ଏହା ଉପରେ ନିଜର ମତ ଦିଅ ।
Answer:

  • ଗାଡ଼ିରେ ଉତ୍ତଳ ଦର୍ପଣ ଲାଗିଥାଏ । ଉତ୍ତଳ ଦର୍ପଣରେ ପ୍ରତିବିମ୍ବ ଓଲଟା ଓ ସାନ ହୁଏ ।
  • ପଛରୁ ଆମ୍ବୁଲାନ୍ସ ଆସୁଥିବା ଗାଡ଼ିର ଓଲଟା ଲେଖା ଆମ୍ବୁଲାନ୍ସକୁ ଗାଡ଼ିଚାଳକ ଠିକ୍ ଭାବେ ପଢ଼ିପାରେ ଏବଂ ଆମ୍ବୁଲାନ୍‌ସକୁ ବାଟ ଛାଡ଼ିଦିଏ ।
  • ଦର୍ପଣରେ ପ୍ରତିବିମ୍ବର ପାର୍ଶ୍ଵପରିବର୍ତ୍ତନ ଯୋଗୁ ଓଲଟା ଭାବରେ ଲେଖାଯାଇଥ‌ିବା ଶବ୍ଦଟି ଠିକ୍‌ରୂପେ ପଢ଼ି ହୁଏ ।

Class 7 Science Chapter 11 Question Answer Odia Medium ଆଲୋକ : ଛାୟା ଓ ପ୍ରତିଫଳନ

Question 10.
ବିଜ୍ଞାନ ସମ୍ମତ କାରଣ ଲେଖ ।
(କ) ସମତଳ ଦର୍ପଣରେ ବାମହାତ ଦକ୍ଷିଣ ହାତ ପରି ଦେଖାଯାଏ ।
Answer:

  1. ସମତଳ ଦର୍ପଣରେ ପ୍ରତିବିମ୍ବର ପାର୍ଶ୍ଵ ପରିବର୍ତ୍ତନ ହୋଇଥାଏ । ପ୍ରତିବିମ୍ବ ବସ୍ତୁପରି ସଳଖ ଓ ସମାନ ଉଚ୍ଚତା ବିଶିଷ୍ଟ ହୋଇଥାଏ ।
  2. ତେଣୁ ସମତଳ ଦର୍ପଣରେ ବାମହାତ ଦକ୍ଷିଣ ହାତପରି ଦେଖାଯାଏ ।

(ଖ) କ୍ଷୌର ହେଲାବେଳେ ସାମାନ୍ୟ ଅବତଳ ଦର୍ପଣ ବ୍ୟବହାର କରାଯାଏ ।
Answer:

  • ଅବତଳ ଦର୍ପଣରେ ଅତି ନିକଟରେ ବସ୍ତୁ ରହିଲେ, ପ୍ରତିବିମ୍ବ ବାସ୍ତବ ଓ ବଡ଼ ହୁଏ ।
  • ତେଣୁ କ୍ଷୌରହେବା ଦର୍ପଣ ସାମାନ୍ୟ ଅବତଳ କଲେ, ମୁହଁ ବଡ଼ ଦେଖାଯାଏ ଓ ମୁହଁର ପ୍ରତ୍ୟେକ ଅଂଶ ସ୍ପଷ୍ଟ ଦେଖାଯାଏ ।

(ଗ) ଗାଡ଼ିଚାଳକ ପାଖରେ ଉତ୍ତଳ ଦର୍ପଣ ଖଞ୍ଜା ଯାଇଥାଏ ।
Answer:

  • ଉତ୍ତଳ ଦର୍ପଣରେ ଗଠିତ ପ୍ରତିବିମ୍ବ ସର୍ବଦା କ୍ଷୁଦ୍ର, ସିଧା ଓ ଅବାସ୍ତବ ହୋଇଥାଏ । ଏଣୁ ବହୁ ଅଞ୍ଚଳ ବା ଅନେକଗୁଡ଼ିଏ ବସ୍ତୁର ପ୍ରତିବିମ୍ବ ଛୋଟ ଆକାର ରେ ଏକ ସମୟରେ ଦେଖ୍ହୁଏ ।
  • ମଟର ଗାଡ଼ିର ସମ୍ମୁଖରେ ଡାହାଣପଟେ ଉତ୍ତଳ ଦର୍ପଣ ଲଗାଯାଇଥିବାରୁ ଗାଡ଼ିଚାଳକ ପଛରେ ଆସୁଥ‌ିବା ଯାନବାହନକୁ ସୁବିଧାରେ ଦେଖାରେ ।

Leave a Comment