BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

Odisha State Board BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ Textbook Exercise Questions and Answers.

BSE Odisha Class 8 Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

1. एकपदेन उत्तरं लिखत
ଏକପଦେନ ଉତ୍ତରଂ ଲିଖତ । (ଗୋଟିଏ ପଦରେ ଉତ୍ତର ଲେଖ ।)

(क) वृक्षशाखायां किं लम्बमानम् आसीत् ?
ବୃକ୍ଷଶାଖାୟାଂ କିଂ ଲଗମାନମ୍ ଆସ୍ତ୍ରୀତ୍ ?
उत्तर :
ସୂତ୍ର

(ख) तस्मिन् सूत्रे कः बद्धः अभवत् ?
ତସ୍ମିନ୍ ସୂତ୍ରେ ଡଃ ବଦ୍ଧ ଅଭିବତ୍ ?
उत्तर :
କୋକିଶଃ

(ग) के कोकिलं विनाशयितुं तत्पराः अभवन् ?
କେ ‘କୋକିଳଂ ବିନାଶୟିତାଂ ତଅଭବନ ?
उत्तर :
କାକାଃ

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

(घ) वृक्षस्य अधः कः स्थितः ?
ବୃକ୍ଷସ୍ୟ ଅଧଃ ଡଃ ସ୍ମିତଃ ?
उत्तर :
ସଜନ

(ङ) काक: कस्य मोचनाय अभवत् ?
କାକଃ କସ୍ୟ ମୋଚନାୟ ଅଭିବତ୍ ?
उत्तर :
କୋକିଳସ୍ଯ

(कोकिल:, सज्जन:, सूत्रम्, काका:, कोकिलस्य)
(କୋକିଳ, ସଜନଃ, ସୂତ୍ରମ, କାକା, କୋକିଳସ୍ୟ)

2. शून्यस्थानं पूरयत ।
(ଶୂନ୍ୟସ୍ଥାନଂ ପୂରୟତ ।) (ଶୂନ୍ୟସ୍ଥାନ ପୂରଣ କର ।)

(क) तस्मिन् सूत्रे एक: कोकिल: बद्ध: ______।
(୩) ମ ରୂପ ୧୩: ତସ୍ମିନ୍ ସୂତ୍ରେ ଏକ କୋକିଳୀ ବହିଃ
उत्तर :
ଆସୀତ୍

(ख) सूत्रेण बद्धं तं कोकिलं केचन काका:
ସୂତ୍ରେଣ ବରଂ ଟଂ କୋକିଳଂ କେଚନ କାକା
उत्तर :
ଅପଶ୍ୟନ୍

(ग) काकाः तस्य समीपम्
କାକା ତସ୍ୟ ସମୀପମ୍
उत्तर :
ଜ ଆଗଚ୍ଛନ୍

(घ) चञ्चूद्वारा कोकिलम् ଚଞ୍ଚୁ ଦ୍ଵାରା କୋକିଳମ୍ .
उत्तर :
ଅପୀଡ଼ନ୍

सूत्रबन्धसः दुःख
ସୂତ୍ରବନ୍ଧନେ ଡଃ ଦୁଃଖ୍ୟତଃ
ଆସୀତ୍

(च) सः कोकिलस्य उपरि आक्रमणम्
ସ୍ୱ କୋକିଳସ୍ୟ ଉପରି ଆକ୍ରମଣମ୍
उत्तर :
ଅକରୋତ୍

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

(छ) अहं नूनं मृत्युम् एव प्राप्स्यामि इति
ଅହଂ ନୂନଂ ମୃତ୍ୟୁ ଏବ ପ୍ରାପ୍‌ସ୍ୟାମି ଇତି
उत्तर :
ଅଚିନ୍ତ ୟତ୍

(अचिन्तयत् अकरोत् अभवत् अपन अपश्यन्, आगच्छन्, आसीत्)
(ଅଚିନ୍ତୟତ୍‌, ଅକରୋଡ୍, ଅଭିବତ୍, ଅପୀଡୟନ୍, ଅପଶ୍ୟନ୍, ଆଗଛଡା଼, ଆସୀଚ୍)

3. मातृभाषया अनुवादं कुरुत :
(ମାତୃଭାଷୟା ଅନୁବାଦଂ କୁରୁତ ।) (ମାତୃଭାଷାରେ ଅନୁବାଦ କର ।)
(क) बहुयत्नेन अपि तस्मात् सः मुक्तः न अभवत् ।
ବହୁଯତ୍ନନ ଅପି ତସ୍ମାତ୍ ସ୍ୱୀ ମୁକ୍ତା ନ ଅଭବତ୍ ।
ଅନୁବାଦ – ବହୁତ କଷ୍ଟରେ ମଧ୍ୟ ସେଥିରୁ ସେ ମୁକ୍ତ ହୋଇପାରିଲା ନାହିଁ ।

(ख) ते कोकिलं विनाशयितुं तत्पराः अभवन् ।
ତେ କୋକିଳଂ ବିନାଶୟିତ୍ରୀ ତତ୍ପର ଅଭିବନ୍ ।
ଅନୁବାଦ – ସେମାନେ କୋଇଲିକୁ ମାରିବାକୁ ତତ୍ପର ହେଲେ।

(ग) काकानां पीडया सः क्षताक्तः अभवत् ।
କାକାନାଂ ପୀ‍ୟା ସ୍ୱ କ୍ଷତାଦୁଃ ଅଭିବତ୍ ।
ଅନୁବାଦ – କାଉମାନଙ୍କ ପୀଡ଼ାରେ ସେ କ୍ଷତବିକ୍ଷତ ହେଲା ।

(घ) तन्मध्ये काकानां पीड़ा अधिकं दुःखम् अददात् ।
ତନ୍ମଧେ କାକାନାଂ ପୀଡା ଅଧ୍ବକଂ ଦୁଃଖମ୍ ଅବଦାର୍ ।
ଅନୁବାଦ – ସେଥୁମଧ୍ଯରେ କାଉମାନଙ୍କର କଷ୍ଟ ଅଧିକ ଦୁଃଖ ଦେଲା ।

(ङ) सः कोकिलस्य उपरि आक्रमणम् अकरोत् ।
ଡଃ କୋକିଳସ୍ୟ ଉପରି ଆକ୍ରମଣମ୍ ଅକରୋଡ ।
ଅନୁବାଦ – ସେ କୋଇଲି ଉପରେ ଆକ୍ରମଣ କଲା ।

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

(च) मृत्युरूपेण आगतः काकः कोकिलस्य मोक्षाय अभवत् ।
ମୃତ୍ୟୁରୂପେଣ ଆଗତଃ କାରଃ କୋକିଳସ୍ୟ ମୋକ୍ଷାୟ ଅଭବତ୍।
ଅନୁବାଦ – ମୃତ୍ୟୁରୂପରେ ଆସିଥିବା କାଉ କୋଇଲିର ମୋକ୍ଷର କାରଣ ହେଲା ।

4. स्तम्भं योजयत-
(ସ୍ତନଂ ଯୋଜୟତ ।) (ସ୍ତମ୍ଭ ମିଳନ କର।)

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ 1
उत्तर :
BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ 2

5. वाक्यानि रचयत।
(ବାଜ୍ୟାନି ରଚୟତ।) (ବାକ୍ୟ ରଚନା କର ।)
अगवत्, अगच्छत् आसीत्, अददात् चिन्तितवान्
उत्तर :

  • अभवत् (ଅଭବତ) – ତବ କିମ୍ ଅଭବତ୍ ?
  • अगच्छत् (ଅଗଚ୍ଛତ) – ପିତା କାର୍ଯ୍ୟାଳୟମ୍ ଅଗଚ୍ଛତ୍।
  • आसीत् ଆସୀତ) – ତତୁ ଏକ ଆଶ୍ରମ ଆସୀତ୍।
  • अददात् (ଅଦଦାତ) – ମାତା ଅନ୍ନମ୍ ଅଦଦାତ୍ ।
  • चिन्तितवान् (ଚିତବାନ) – କୋକିଳ ଚିତବାନ୍।

6. सन्धिविच्छेदं कुरुस।
(ସନ୍ଧିବିଚ୍ଛେଦଂ କୁରୁତ।) (ସନ୍ଧିବିଚ୍ଛେଦ କର ।)
कक्षन, क्षताक्तः, तत्परा:
उत्तर :

  • कश्चन (କଣ୍ଟନ) – କଃ + ଚନ
  • क्षताक्तः (କ୍ଷତାଦୁଃ) – କ୍ଷତ + ଅନ୍ତଃ
  • तत्परा:(ତପୁ) – ତତ୍ + ପରା

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

7. रेखाड़ितप्वस्थ सभोधनं कुरुत।
(ରେଖାଙ୍କିତପଦସ୍ୟ ସଂଶୋଧନଂ କୁରୁତ ।) (ରେଖାଙ୍କିତ ପଦର ସଂଶୋଧନ କର ।)

(क) काका: अपश्यत् ।
କାକା ଅପଶ୍ୟତ୍ ।
उत्तर :
କାକା ଅପଶ୍ୟନ୍‌ ।

(ख) स: मुक्तः अभवन ।
ସ୍ୱ ମୁନଃ ଅଭବନ ।
उत्तर :
ଡଃ ମୁକ୍ତା ଅରବତ୍ ।

(ग) एक सूत्र : लम्बमानम् आसीत् ।
ଏବଂ ସୂତ୍ର ଲମାନମ୍ ଆସ୍ତ୍ରୀତ୍ ।
उत्तर :
ଏବଂ ସୂତ୍ର ଲମ୍ବ ମାନମ୍ ଆସୀତ୍ ।

(घ) सज्जनः सानन्दम् अवदन् ।
ସଜନା ସାନନ୍ଦମ୍ ଅବଦନ ।
उत्तर :
ସଜନଃ ସାନନ୍ଦମ ଅବଦତ୍ ।

(ङ) काकः कोकिलस्य मोचभम् अभवत् ।
କାଜଃ କୋକିଳସ୍ୟ ମୋଚନମ୍ର ଅଭିବତ୍ ।
उत्तर :
କାକ କୋକିଳସ୍ୟ ମୋଚନାୟ ଅଭିବତ୍ ।

ନିଜଭାଷୟ ପ୍ରାୟଶଃ ଦଶଭିଂ ଉତ୍ତରଂ ଲିଖିତ:

8. जीवनस्य रहस्यं प्रतिपादयत।
ଜୀବନସ୍ୟ ରହସ୍ୟ ପ୍ରତିପାଦୟତ ।
उत्तर :
କୌଣସି ଏକ ଆମ୍ବଗଛଟିଏ । ଗଛର ଶାଖାରେ ଏକ ସୂତ୍ର ଲମ୍ବିଥାଏ। ସେହି ସୂତ୍ରରେ ଏକ କୋଇଲି ବାନ୍ଧି ହୋଇଥାଏ। ଯେତେ ଚେଷ୍ଟାକଲେ ସେ ମୁକ୍ତ ହୋଇପାରେ ନାହିଁ । ସୂତ୍ରରେ ବାନ୍ଧି ହୋଇଥିବା କୋଇଲିକୁ କେତେକ କାଉ ଦେଖନ୍ତି ।
ସେମାନେ ତାକୁ ମାରିବାକୁ ଚିନ୍ତାକରି ତା’ ପାଖକୁ ଯାଆଖି ଏବଂ ଚଞ୍ଚୁରେ କୋଇଲିକୁ ପୀଡ଼ିତ କରିଦିଅନ୍ତି । କାଉମାନଙ୍କ ପୀଡ଼ାରେ ସେ କ୍ଷତାକ୍ତ ହୋଇଯାଏ ଓ ଦୁଃଖ ଅନୁଭବ କରେ ।
ସେହି ସମୟରେ ଏକ ବଡ଼ କାଜ ସେଠାକୁ ଆସି କୋଇଲି ଉପରେ ଆକ୍ରମଣ କରେ । ଏହି କାଉ କାଳରୂପୀ ଅଟେ । ନିଜ ଜୀବନକୁ ବଞ୍ଚାଇବାକୁ ଅସମର୍ଥ କୋଇଲି ନିଶ୍ଚୟ ମରିବ ବୋଲି ଚିନ୍ତାକରେ।
ସେହି ଗଛତଳେ ଥିବା ଜଣେ ସାଧୁଲୋକ ଏସବୁ ଦେଖେ ଓ କୋଇଲିର ଅବସ୍ଥାରେ ଦୁଃଖୀ ହୋଇଯାଏ। ସେ ଭଗବାନଙ୍କୁ ନିନ୍ଦା କରେ । ହଠାତ୍ କାଉ ଓ କୋଇଲିର ଭାର ସହି ନ ପାରି ସୂତ୍ର ଛିଣ୍ଡଯାଏ। ସୂତ୍ରବନ୍ଧନରୁ ମୁକ୍ତ ହୋଇ କୋଇଲି ଶୀଘ୍ର ଉଡ଼ି ଦୂରକୁ ଗଲିଯାଏ। ସାଧୁଲୋକଟି ମନରେ ଚିନ୍ତାକରେ ଯେ ଏହା ହେଉଛି ଭଗବାନଙ୍କ ମାୟା ଏବଂ ଜୀବନର ରହସ୍ୟ | କାରଣ ମୃତ୍ଯୁରୂପୀ କାଉ ହିଁ କୋଇଲିର ମୋକ୍ଷର କାରଣ ପାଲଟିଲା ।

तव कृते करणीयम् (ତୁମ ପାଇଁ କାମ)

पश्यत उच्चैः प्रठत – ପଶ୍ୟତ, ଭୂ ପଠତ – (ଦେଖ ବଡ଼ପାଟିରେ ପଢ଼)

लझ्लकारः- अतीतकाल:

पठ् –
BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ 3

ପଠ –
BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ 4

भू-
BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ 5

ତୂ-
BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ 6

अस् –
BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ 7

थब्-
BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ 8

नी –
BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ 9

ନ।-
BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ 10

गम् –
BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ 11

ଗପ –
BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍ 12

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Objective

एकपदेन उत्तरं लिखत ।
(ଏକପଦେନ ଉତ୍ତରଂ ଲିଖତ ।)

प्रश्न 1.
कोकिलस्य भारम् असहमानं किं छिन्नम् अभवत् ?
କୋକିଳସ୍ୟ ଭାରମ୍ଭ ଅସହମାନ କି ଛିନ୍ନମ୍ ଅଭବତ୍ ?
उत्तर :
ସୂତ୍ରମ୍

प्रश्न 2.
सूत्रबन्धनात् मुक्तः कोषिल: उड्डीब कुत्र अगच्छत्?
ସୂତ୍ରବନ୍ଧନାତ୍ ମୁତଃ କୋକିଳୀ ଉଡ୍ଡୀୟ କୃତ୍ର ଅଗଚ୍ଛତ୍ ?
उत्तर :
ଦୂରମ୍

प्रश्न 3.
कोकिल: नूनं मरिष्यति इति कः अचिन्तयत् ?
କୋକିଳ ନୂନଂ ମରିଷ୍ଯତି ଇତି ଡଃ ଅଚିନ୍ତୟତ୍‌ ?
उत्तर :
ସଜନଃ

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

प्रश्न 4.
बहुयलेन अपि कोकिलः कस्मात् मुक्तः न अभवत् ?
ବହୁଯନ ଅପି କୋକିଲା କସ୍ମାତ୍ ମୁନଃ ନ ଅଭିବତ୍ ?
उत्तर :
ସୂତ୍ରାତ୍

प्रश्न 5.
सूत्रेण बद्धं कोकिलं के अपश्यन् ?
ସୂତ୍ରେଣ ବରଂ କୋକିଳ କେ ଅପଶ୍ୟନ୍‌ ?
उत्तर :
କାକା

प्रश्न 6.
काकाः केन प्रकारेण कोकिलम् अपीड़यन् ?
କାକା କେନ ପ୍ରକାରେଣ କୋକିଳମ୍ ଅପୀଡ଼ୟନ୍ ?
उत्तर :
ଚଞ୍ଚୁଦ୍ବାରା

प्रश्न 7.
काकानां पीड़या कोकिलः कीदृशः अभवत् ?
କାକାନାଂ ପୀଡ଼ୟା କୋର୍କ ବା ଜୀଦୃଶୀ ଅଭବତ୍ ?
उत्तर :
କ୍ଷତାଦୁଃ

प्रश्न 8.
क: निष्पाप: ?
ନଃ ନିଶାପଃ ?
उत्तर :
କୋକିନଃ

बन्धनीमध्यात् शून्यस्थानं पूरयत।
(ବନ୍ଧନୀମଧ୍ୟାତ୍ ଶୂନ୍ୟସ୍ଥାନଂ ପୂରୟତ ।)

1. कोकिल केचन काका: _____।
(अपश्यत् अपश्यताम्, अपश्यन् )
କୋକିଳଂ କେଚନ କାକା _____।
(ଅପଶ୍ୟତି, ଅପଶ୍ୟତାମ, ଅପଶ୍ୟନ)
उत्तर :
ଅପଶ୍ୟନ୍

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

2. स: कोकिलस्य उपरि आक्रमणम् _____।
(अकरोत्, अकुरुतम्, अकुर्वन्
ସ୍ୱ କୋକିଳସ୍ୟ ଉପରି ଆକ୍ରମଣମ୍, _____।
(ଅକରୋଡ, ଅକୁରୁତମ୍, ଅକୁର୍ବନ)
उत्तर :
ଅକରୋତ୍

3. अहं _____ एव प्राप्स्यामि । (मृत्युः, मृत्युं, मृत्यु)
ଅହଂ _______ ଏବଂ ପ୍ରାପ୍‌ସ୍ୟାମି । (ମୃତ୍ୟୁଃ, ମୃତ୍ୟୁଂ, ମୃତ୍ୟୁ)
उत्तर :
ମୃତ୍ୟୁଂ

4. तस्मात् स: _______ न अभवत् । (मुक्तः, मुक्ता, मुक्तं)
ତସ୍ମାତ୍ ସ୍ୱଃ ______ ନ ଅଭବତ୍ । (ମୁକ୍ତଃ, ମୁକ୍ତା, ମୁକ୍ତାଂ)
उत्तर :
ମୁକ୍ତଃ

5. ______ तत्र आगच्छत् । (काक:, काकं; काकेन)
______ ତତ୍ର ଆଗଳତ୍। (କାକଃ, କାନଂ, କାକେନ)
उत्तर :
କାକଃ

6. सूत्रं _______ अभवत् । (छिन्न:, छिन्नं, छिन्ना)
ସୂତ୍ରିଂ _______ ଅଭବତ୍। (ଛିନ୍ନ, ଛିନ୍ନ, ଛିନ୍ନା)
उत्तर :
ଛିନ୍ନମ୍

7. शीघ्रम् उड्डीय _______ अगच्छत् । (दूरः, दूरं, दूरं)
ଶୀଘ୍ରମ୍ ଉଡ୍ଡୀୟ, ________ ଅଗଚ୍ଛତ୍ । (ଦୂର, ଦୂର, ଦୂର)
उत्तर :
ଦୂରମ୍

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

8. सज्जन: ______ अवदत्। (सानन्दः, सानन्दं, सानन्देन)
ସଜନଃ ______ ଅବଦତ୍ । ( ସାନନ୍ଦ, ସାନନ୍ଦ, ସାନନ୍ଦେନ)
उत्तर :
ସାନନ୍ଦମ୍

9. काकानां पीड़ा अधिकं _______ अददात् । (दुःख, दुखम्)
କାକାନାଂ ପୀଡ଼ା ଅଧ୍ବକଂ _______ ଅଦଦାତ୍ । (ଦୁଃଖ, ଦୁଃଖମ୍)
उत्तर :
ଦୁଃଖମ୍

କ ଦୁଃଖମ୍ ।

10. तस्मात् स: ______ नअभवत् । (मुक्तम्, मुक्त:)
ତସ୍ମାତ୍ ସ୍ୱ _______ ନ ଅଭିବତ୍ । (ମୁଭ୍ରମ, ମୁକ୍ତା)
उत्तर :
ମୁକ୍ତା

11. अहं नूनं _______ ‘राप्स्यामि’ । (मृत्युम् मृत्युः)
ଅହଂ ନୃତଂ _______ ପ୍ରାଫ୍‌ସ୍ୟାମି । (ମୃତ୍ୟୁମ୍, ମୃତ୍ୟୁ)
उत्तर :
ମୃତ୍ୟୁମ୍

उत्तरचयनं क्रुत ।
(ଉତ୍ତରଚୟନଂ କୁରୁତ।)

प्रश्न 1.
वृक्षशाखायां किं लम्बमानम् आसीत् ?
ବୃକ୍ଷଶାଖାୟା କିଂ ଲମ୍ବମାନମ୍ ଆସୀତ୍ ?
(A) ସୂତ୍ରମ୍
(B) କୋଟରମ୍
(C) ସର୍ପ
(D) ଲତା
उत्तर :
ସୂତ୍ରମ୍

प्रश्न 2.
तस्मिन् सूत्रे क: बद्ध: अभवत् ?
ତସ୍ମିନ୍ ସୂତ୍ରେ କଃ ବଦ୍ଧ ଅଭିବତ୍ ?
(A) କାମଃ
(B) କୋକି ନଃ
(C) ପିକ
(D) ଶୁକ୍ଳ
उत्तर :
କୋକିନଃ

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

प्रश्न 3.
के कोकिलं विनाशयितुं तत्परा: अभवन् ?
କେ କୋକିଳଂ ବିନାଶୟିତ୍ୱ ତତ୍‌ପରା ଅଭିବନ୍ ?’
(A) କୋକିଳଃ
(B) ପିକାଃ
(C) କାକାଃ
(D) ଶୁକ୍ଳାଃ
उत्तर :
କାର୍କାଃ

प्रश्न 4.
ते कया कोकिलम् अपीडयन् ?
ତେ କୟା, କୋକିଳମ୍ ଅପୀଡୟନ୍ ?
(A) କଣ୍ଟକୟା
(B) ହସ୍ତେନ
(C) ଜାଲେନ
(D) ଚଞ୍ଚୁଦ୍ଵାରା
उत्तर :
ଚକ୍ଷୁଦ୍ଵାରା

प्रश्न 5.
क: कालरूप: आसीत् ?
କଃ କାଳରୂପୀ ଆସୀତ୍ବ ?
(A) କାକଃ
(B) ପିକଃ
(C) ଶୁନଃ
(D) କୋକିଳାଃ
उत्तर :
କାକଃ

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

प्रश्न 6.
वृक्षस्य अधः कः स्थितः ?
ବୃକ୍ଷସ୍ୟ ଅଧଃ ଡଃ ସ୍ମିତଃ ?
(A) ଦୁର୍ଜନଃ
(B) ସଜ୍ଜନଃ
(C) ବ୍ୟାଧଃ
(D) ସବଳୀ
उत्तर :
ସଜନଃ

प्रश्न 7.
काकः कस्य मोचनाय अभवत् ?
କାକଃ କସ୍ୟ ମୋଚନାୟ ଅଭିବତ୍ ?
(A) କାକସ୍ଯ
(C) କୋକିଳସ୍ୟ
(B) ପିକସ୍ଯ
(D) ଶୁକସ୍ଯ
उत्तर :
କୋକିଳସ୍ଯ

प्रश्न 8.
काकानां पीड़या कोकिल: कीदृशः अभवत्?
କାର୍ଯ୍ୟା ଲାରିବା: ଗାଁଟୁ : ଅ¥er? କାକାନାଂ ପୀଡ଼ୟା କୋକିଳ କୀଦୃଶ୍ୟ ଅଭବତ୍ ?
(A) ରକ୍ତାକ୍ତ
(B) ଶ୍ରାନ୍ତଃ
(C) ମୃତଃ
(D) କ୍ଷତାଦୁଃ
उत्तर :
କ୍ଷତାନ୍ତଃ

प्रश्न 9.
कस्मात् मुक्तः कोकिलः श्रीघ्रम् उड्डीय दूरम् अंगच्छत् ?
କସ୍ମାତ୍ ମୁକ୍ତା କୋକିନଃ ଶୀଘ୍ରମ୍ ଉଡ୍ଡୀୟ ଦୂରମ୍ ଅଗଚ୍ଛତ୍ ?
(A) ସୂତ୍ରବନ୍ଧନାତ୍
(B) ବିପଦଃ
(C) ବନ୍ଧନାତ୍
(D) ଜାଲାତ୍
उत्तर :
ସୂତ୍ରବନ୍ଧନାତ୍

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

प्रश्न 10.
कीदृशः काक: कोकिलस्य मोक्षाय अभवत् ?
କୀଦୃଶଃ କାକଃ କୋକିଳସ୍ୟ ମୋକ୍ଷାୟ ଅଭବତ୍ ?
(A) ଦୁଷ୍ଟ
(B) ମୃତ୍ୟୁରୂପେଣ ଆଗତଃ
(C) ଦୁଃଖୁତଃ
(D) ବନ୍ଧନଯୁକ୍ତା
उत्तर :
ମୃତ୍ୟୁରୂପେଣ ଆଗତଃ

रेखांकित पदानां संशोधनं कुरुत ।
(ରେଖାଙ୍କିତପଦାନାଂ ସଂଶୋଧନଂ କୁରୁତ।)

1. केचन आम्रवृक्षः।
କେଚନ ଆମ୍ରବୃକ୍ଷ ।
उत्तर :
କଣ୍ଟନ ଆମ୍ରବୃକ୍ଷ ।

2. स: मुक्त: न अभवन !
ସ୍ୱ ମୁନଃ ନ ଅଭବନ ।
उत्तर :
ଡଃ ମୁକ୍ତା ନ ଅଭିବତ୍।

3. कश्चन काका: अपश्यन् ।
କଣ୍ଟନ କାକା ଅପଶ୍ୟନ୍ ।
उत्तर :
କେଚନ କାକା ଅପଶ୍ୟନ୍।

4. काकानां पीडायाः स: क्षताक्तः अभवत् ।
କାକାନାଂ ପୀଡାୟା ସ୍ୱ କ୍ଷତାନ୍ତଃ ଅଭବତ୍।
उत्तर :
କାକାନାଂ ପୀଡ଼ୟା ସ୍ୱୀ କ୍ଷତାକ୍ତ ଅଭବତ୍।

5. स: दु:खित: आसन् ।
ଧଃ ଦୁଃଖତଃ ଆସନ୍ତି ।
उत्तर :
ଡଃ ଦୁଃଖୁତଃ ଆସୀତ୍ବ।

6. धन्य: भवतः माया।
ଧନ୍ଯ ଭବତଃ ମାୟା ।
उत्तर :
ଧନ୍ୟା ଭବତଃ ମାୟା ।

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

7. अहं नूनं मृत्युं प्राप्स्यसि ।
ଅହଂ ନୂନଂ ମୃତ୍ୟୁ ପ୍ରାପ୍‌ସ୍ୟସି ।
उत्तर :
ଅହଂ ନୂନଂ ମୃତ୍ୟୁ ପ୍ରାଫ୍‌ସ୍ୟାମି ।

8. कोकिलस्य भारम् असहमानं सूत्र : छिन्नम् अभवत् ।
କୋକିଳସ୍ୟ ଭାରମ୍ଭ ଅସହମାନଂ ସ୍ବତଃ ଛିନ୍ନମ୍ ଅଭବତ୍ ।
उत्तर :
ସୂତ୍ର

9. कोकिलः क्षताक्तः अभवन् ।
କୋକିଳ କ୍ଷତାନ୍ତଃ ଅଭବନ୍ତି।
उत्तर :
ଅଭିବତ୍

10. काकः कोकिलम् अपश्यन् ।
କାକଃ କୋକିଳମ୍ ଅପଶ୍ୟନ୍ ।
उत्तर :
କାକା

11. सः चश्चूद्वारा कोकिलम् अपीड़यन् ।
ଧଃ ଚଞ୍ଚୁଦ୍ୱାରା କୋକିଳମ୍ ଅପୀଡ଼ୟନ୍ ।
उत्तर :
ତେ

12. धन्य: भवतः माया ।
ଧନ୍ଯ ଭବତଃ ମାୟା ।
उत्तर :
ଧନ୍ଯା

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

13. कोकिलाय कथं न रक्षति ।
କୋକିଳାୟ କଙ ନ ରକ୍ଷତି ।
उत्तर :
କୋକିଳମ୍

14. सः दु:खितः आसन् ।
ଧଃ ଦୁଃଖତଃ ଆସନ୍।
उत्तर :
ଆସୀତ୍

15. काका: तुं समीपम् अगच्छन् ।
କାକା ତଂ ସମୀପମ୍ ଅଗଚ୍ଛନ୍ ।
उत्तर :
ତଥ୍ୟ

सन्धिविच्छेदं कुरुत।
(ସନ୍ଧିବିଚ୍ଛେଦଂ କୁରୁତ।)

  1. कश्धन (କଶ୍ଚନ) = କଃ + ଚନ
  2. तन्मध्ये (ତନ୍ମଧେ) = ତତ୍ + ମଧ୍ୟ
  3. सज्जन: (ସଜନୀ) = ସତ୍ + ଜନଃ

सन्थिं कुरुत । (ସନ୍ଧି କୁରୁତ।)

1. नि: + करुण = निष्करुण
ନିଃ + କରୁଣ = ନିଷ୍କରୁଣ

2. नि: + पापम् = निष्पापम्
ନିଃ + ପାପମ = ନିଷ୍କାମ୍

3. किम् + अर्थम् = किमर्थम्
କିମ୍ + ଅର୍ଥମ୍ = କିମର୍ଥମ୍

क्रियापदं निर्वाचयत । (କ୍ରିୟାପଦ ନିର୍ବାଚନ)

सूत्रम्, आसीत्, कोकिल:,अभवत्, काका:,अपश्यन्, पीड़ा, अददात्, सज्जन:,अग्च्छत् ।.
ସୂତ୍ରମ, ଆସୀତ୍, କୋକିଳ, ଅଭିବତ୍, କାକା, ଅପଶ୍ୟନ, ପୀଡ଼ା, ଅଦଦାତ, ସଜନଃ, ଅଗଚ୍ଛତ୍ ।
उत्तर :
ଆସୀତ, ଅଭିବତ୍, ଅପଶ୍ୟନ, ଅଦଦାତ୍, ଅଗଚ୍ଛତ୍ ।

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

कर्तृपदं चिनुत । (କର୍ତ୍ତୃପଦଂ ଚିନୁତ।)

कोकिल:, आसीत्, आम्रवृक्ष:, अभवन्, काकाः, अददात्, पीड़ा, सज्जन:, अचिन्तयत्, अवदत् !
କୋକିଳ, ଆସୀତ, ଆମ୍ରବୃକ୍ଷ, ଅଭବନ, କାକା, ଅଦଦାତ୍, ପୀଡ଼ା, ସଜନଃ, ଅଚିନ୍ତୟତ୍, ଅବଦତ୍ ।
उत्तर :
କୋକିଳ, ଆମ୍ରବୃକ୍ଷ, କାକା, ପୀଡ଼ା, ସଜନଃ ।

शब्दानां मातुभाषया अर्थान् लिखत।
(ଶବ୍ଦାନାଂ ମାତୃଭାଷୟା ଅର୍ଥାନ୍ ଲିଖିତ ।)

  1. कश्चन (କଣ୍ଟନ) – କୌଣସି ଏକ
  2. बद्ध: (ବଦ୍ଧା) – ବାନ୍ଧି ହୋଇଥିଲା
  3. समीपम् (ସମୀପମ୍) – ନିକଟକୁ
  4. उपरि (ଉପରି) – ଉପରେ
  5. कालरूप: (କାଳରୂପ) – ଯମସଦୃଶ
  6. निष्करुण: (ନିଷ୍କରୁନଃ) – ଦୟାଶୂନ୍ୟ
  7. उड्डीय (ଉଡ୍ଡୀୟ) – ଉଡ଼ିକରି

Subjective

मातुभाषयाअनुवादं कुरुत ।
(ମାତୃଭାଷୟ ଅନୁବାଦଂ କୁରୁତ ।)

1. कक्षन आप्रवृक्ष:।
କଷ୍ଟନ ଆମ୍ରବୃକ୍ଷ ।
ଅନୁବାଦ: କୌଣସି ଗୋଟିଏ ଆମ୍ବ ଗଛ ।

2. तस्य वृक्षस्य शाखायाम् एकं सूत्रं लंवमानम् आसीत् ।
ତସ୍ୟ ବୃକ୍ଷସ୍ୟ ଶାଖାୟାମ୍ ଏବଂ ସୂତ୍ର ଲମ୍ବମାନମ୍ ଆସୀତ୍ ।
ଅନୁବାଦ: ସେହି ଗଛର ଡାଳରେ ଗୋଟିଏ ସୂତା ଲମ୍ବିଥିଲା ।

3. तस्मिन् सूत्रे एकः कोकिल: बद्धः ।
ତସ୍ମିନ୍ ସୂତ୍ରେ ଏକ କୋକିନଃ ବଦ୍ଧ ।
ଅନୁବାଦ: ସେହି ସୂତାରେ ଗୋଟିଏ କୋଇଲି ବନ୍ଧା ହୋଇଥିଲା ।

4. सूत्रेण बद्धं तं कोकिलं केचन काका: अपश्यन् ।
ସୂତ୍ରେଣ ବରଂ ତଂ କୋକିଳଂ କେଚନ କାକା ଅପଶ୍ୟନ୍ ।
ଅନୁବାଦ: ସୂତାଦ୍ଵାରା ବନ୍ଦୀ ହୋଇଥିବା ସେହି କୋଇଲିକୁ କେତେକ କାଉ ଦେଖ‌ିଲେ ।

5. क्रमेण काका: तस्य समीपम् आगच्छन्
କ୍ରମେଣ କାକା ତସ୍ୟ ସମୀପମ୍ ଆଗଛନ୍ତି।
ଅନୁବାଦ: ଧୀରେ ଧୀରେ କାଉମାନେ ତା’ପାଖକୁ ଆସିଲେ।

6. चंचूद्वारा कोकिलम् अपीउयन् ।
ଚଞ୍ଚୁଦ୍ୱାରା କୋକିଳମ୍ ଅପୀଡ଼ୟନ୍ ।
ଅନୁବାଦ: ଥଣ୍ଟରେ କୋଇଲିକୁ କଷ୍ଟ ଦେଲେ ।

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

7. सूत्रबन्धनेन सः दु :खितः असीत् ।
ସୂତ୍ରବନ୍ଧନେନ ୟଃ ଦୁଃଖୁତଃ ଆସୀତ୍ ।
ଅନୁବାଦ: ସୂତାରେ ବାନ୍ଧି ହୋଇଥିବାରୁ ସେ ଦୁଃଖୁତ ଥିଲା ।

8. तस्मिन् एव काले एकः विशालः काकः तत्र आगच्छत्।
ତସ୍ମିନ୍ ଏବଂ କାଳେ ଏକ ବିଶାଳ କାକଃ ତତ୍ର ଆଗଚ୍ଛତ୍ ।
ଅନୁବାଦ: ଠିକ୍ ସେହି ସମୟରେ ଗୋଟିଏ ବଡ଼ କାଉ ସେଠାକୁ ଆସିଲା ।

9. अयं काक: कांलरेंरूप: आसीत् ।
ଅୟଂ କାତଃ କାଳରୂପଃ ଆସୀତ୍ ।
ଅନୁବାଦ: ଏହି କାଉ ଯମ ସଦୃଶ ଥିଲା |

10. स्वजीवनस्य रक्षणे असमर्थ: कोकिलः “अहं नूनं मृत्युं प्राप्स्यामि’ इति अचिन्तयत् ।
ସୃଜୀବନସ୍ୟ ରକ୍ଷଣେ ଅସମର୍ଥ୍ୟ କୋକିଳା ‘ଅହଂ ନୂନଂ ମୃତ୍ୟୁ ପ୍ରାଫ୍‌ସ୍ୟାମି’’ ଇତି ଅଚିନ୍ତୟତ୍ ।
ଅନୁବାଦ: ନିଜ ଜୀବନର ରକ୍ଷାରେ ଅକ୍ଷମ କୋଇଲି ‘ମୁଁ ନିଶ୍ଚିତ ମୃତ୍ୟୁଲାଭ କରିବି” ବୋଲି ଚିନ୍ତାକଲା।

11. एतत् सर्वं तस्य वृक्षस्य अर्थः स्थितः एकः सज्जन: अपश्यत् ।
ଏତତ୍ ସର୍ବଂ ତଥ୍ୟ ବୃକ୍ଷସ୍ୟ ଅଧଃ ସ୍ମିତଃ ଏତଃ ସଜନଃ ଅପଶ୍ୟତ୍ ।
ଅନୁବାଦ: ଏହିସବୁ ଘଟଣା ସେହି ଗଛତଳେ ରହିଥିବା ଜଣେ ସଜନ ଦେଖୁଥିଲେ ।

12. स मनसि एवं चिन्तितवान् यत् “कोकिलः नूनं मरिष्यति” इति ।
ଡଃ ମନସି ଏବଂ ଚିତବାନ୍ ଯତ୍ର ‘‘କୋକିଳୀ ନୂନଂ ମରିଷ୍ଯତି’’ ଇତି ।
ଅନୁବାଦ: ସେ ମନେ ମନେ ଏପରି ଚିନ୍ତାକଲେ ଯେ କୋଇଲି ନିଶ୍ଚିତ ମରିଯିବ।

13. भो भगवन् ! भवान् निष्कंरुण: भवति ?
‘‘ଭୋ ଭଗବନ୍ ! ଭବାନ୍ ନିଷ୍କରୁନଃ ଭବତି ?
ଅନୁବାଦ: ହେ ଭଗବାନ୍। ଆପଣ ନିଶ୍ଚୟ ଅଟନ୍ତି ?

14. “निष्पापं कोकिलं किमर्थ न रक्षति?”
‘‘ନିଷ୍ଠାପଂ କୋକିଳଂ କିମର୍ଥ ନ ରକ୍ଷତି ?”
ଅନୁବାଦ: ‘‘ ନିଷ୍ପାପ କୋଇଲିକୁ କାହିଁକି ରକ୍ଷାକରୁନାହାନ୍ତି ।’’

15. तस्मिन् एव काले काकस्य कोकिलस्य च भारम् असहमानं तत् सूत्रं छिन्नम् अभवत् ।
ତସ୍ମିନ୍ ଏବ କାଳେ କାକସ୍ୟ କୋକିଳସ୍ୟ ଚ ଭାରମ୍ ଅସହମାନଂ ତତ୍ ସୂତ୍ର ଛିନ୍ନମ୍ ଅଭବତ୍ ।
ଅନୁବାଦ: ଠିକ୍ ସେହି ସମୟରେ ହିଁ କାଉ ଏବଂ କୋଇଲିର ଭାର ସହି ନପାରି ସେହି ସୂତ୍ର ଛିଣ୍ଡିଗଲା ।

16. सूत्रबन्धनात् मुक्त: कोकिलः शीघ्रम् उड्डीय दूरम् अगच्छत् ।
ସୂତ୍ରବନ୍ଧନାତ୍ ମୁନଃ କୋକିଳ ଶୀଘ୍ରମ୍ ଉଡ୍ଡୀୟ ଦୂରମ୍ ଅଗଚ୍ଛତ୍ ।
ଅନୁବାଦ: ସୂତ୍ର ବନ୍ଧନରୁ ମୁକ୍ତ ହୋଇ କୋଇଲି ଶୀଘ୍ର ଉଡ଼ିଯାଇ ଦୂରକୁ ଚାଲିଗଲା ।

17. तदा स: सज्जन: सानन्दम् अवदत् – साधु, भगवान् !
ତଦା ଡଃ ସଜନଃ ସାନନ୍ଦମ୍ ଅବଦତ୍ – ସାଧୁ, ଭଗବାନ୍ !
ଅନୁବାଦ: ସେ ସମୟରେ ସେହି ସଜ୍ଜନ ଆନନ୍ଦର ସହିତ କହିଲା – ଧନ୍ୟବାଦ ଭଗବାନ୍!

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

18. धन्या भवतः माया ।
ଧନ୍ୟା ଭବତଃ ମାୟା ।
ଅନୁବାଦ: ଧନ୍ୟ ଆପଣଙ୍କ ମାୟା ।

संस्कृतभाषया अनुवादं कुरुत।
(ସଂସ୍କୃତଭାଷୟ ଅନୁବାଦଂ କୁରୁତ ।)

1. ଗଛଡାଳରେ ସୂତାଟିଏ ଥଲା ।
उत्तर :
वृक्षशाखायां सूत्रम् आसीत्ं।
ବୃକ୍ଷଶାଖାୟାଂ ସୂତ୍ରମ୍ ଆସୀତ୍ ।

2. କାଉମାନେ କୋକିଳକୁ ଦେଖ‌ିଲେ ।
उत्तर :
काकाः कोकिलम् अपश्यन्।
କାକା ଗଛମୂଳେ ଏକ ସାଧୁ ଥିଲେ ।

3. କାଉମାନେ ଥଣ୍ଟଦ୍ୱାରା କୋକିଳକୁ ପୀଡ଼ା ଦେଲେ।
उत्तर :
काका: चश्कृद्रारा कोकिलम् अपीड़यन्।
କାକା ଚଞ୍ଚୁଦ୍ଵାରା କୋକିଳମ୍ ଅପୀଡ଼ୟନ୍ ।

4. ଗଛମୂଳେ ଏକ ସାଧୁ ଥିଲେ ।
वृक्षमूले एकः साधु: आसीत्।
उत्तर :
ବୃକ୍ଷମୂଳେ ଏକ ସାଧୁ ଆସୀତ୍ ।

5. ଗୋଟିଏ ଡାମରାକାଉ ସେଠାକୁ ଆସିଲା ।
एक: विशाल:काक: तत्रआगच्छत्।
उत्तर :
ଏକ ବିଶାଳକାମଃ ତତ୍ର ଆଗଚ୍ଛତ୍ ।

6. କାଉଟି କାଳରୂପ ଥିଲା ।
काक: कालरूप: आसीत्।
उत्तर :
କାକଃ କାଳରୂପୀ ଆସୀତ୍ ।

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

7. ସେତେବେଳେ ସଜ୍ଜନ ଆନନ୍ଦିତ ହେଲା।
तदा सर्ज्जनः आनन्दितः अभवत्।
उत्तर :
ତଦା ସଜ୍ଜନ ଆନନ୍ଦିତ ଅଭବତ୍ ।

प्रथम अनुच्छेदः (ପ୍ରଥମ ଅନୁଚ୍ଛେଦ)

कश्चन आम्रवृक्षः । तस्य वृक्षस्य शाखायाम् एकं सूत्रं लम्बमानम् आसीत्। तस्मिन् सूत्रे एकः कोकिलः बद्धः। बहुयत्नेन अपि तस्मात् सः मुक्तः न अभवत्।

କଣ୍ଟନ ଆମ୍ରବୃକ୍ଷ । ତସ୍ୟ ବୃକ୍ଷସ୍ୟ ଶାଖାୟାମ୍ ଏବଂ ସୂତ୍ର ଲମ୍ବମାନମ୍ ଆସୀତ୍ । ତସ୍ମିନ୍ ସୂତ୍ରେ ଏକ କୋକିଳ ବଦ୍ଧ। ବହୁଯତ୍ନନ ଅପି ତସ୍ମାତ୍ ଡଃ ମୁକ୍ତା ନ ଅଗ୍ନିବତ୍।

ସନ୍ଧି ବିଚ୍ଛେଦ

କଣ୍ଟନ – କଃ + ଚନ

ଶବ୍ଦାର୍ଥ

  • କଣ୍ଟନ – କୌଣସି ଗୋଟିଏ
  • ତଥ୍ୟ ବୃକ୍ଷସ୍ୟ – ସେହି ଗଛର
  • ସୂତ୍ରମ୍ – ସୂତା
  • କୋକିନଃ – କୋଇଲି
  • ଅପି – ମଧ୍ୟ
  • ମୁକ୍ତା – ମୁକ୍ତ

ଅନୁବାଦ

କୌଣସି ଗୋଟିଏ ଆମ୍ବଗଛ । ସେହି ଗଛର ଡାଳରେ ଗୋଟିଏ ସୂତା ଲମ୍ବିଥିଲା । ସେହି ସୂତାରେ ଗୋଟିଏ କୋଇଲି ବନ୍ଧା ହୋଇଥିଲା। ବହୁତ ଯନୂକଲେ ମଧ୍ୟ ସେ ସେଥୁରୁ ଫିଟି ପାରୁ ନଥିଲା ।

द्वीतीय अनुच्छेदः (ଦ୍ଵିତୀୟ ଅନୁଚ୍ଛେଦ )

सूत्रेण बद्धं कोकिलं केचन काकाःअपश्यन् । ते कोकिलं विनाशयितुं तत्पराः अभवन् । क्रमेण काकाः तस्य समीपम् आगच्छन् । चन्दूद्वारा कोकिलम् अपीडयन् । काकानां पीडया सः क्षताक्तः अभवत् । सूत्रबन्धनेन सः दुःखितः आसीत्। तन्मध्ये काकानां पीडा अधिकं दुःखम्अददात् ।

ସୂତ୍ରେଣ ବଦ୍ଧ ତଂ କୋକିଳଂ କେଚନ କାକା ଅପଶ୍ୟନ୍ । ତେ କୋକିଳଂ ବିନାଶୟିତାଂ ତତ୍ପରଃ ଅଭବନ । କ୍ରମେଣ କାକା ତସ୍ୟ ସମୀପମ୍ ଆଗଚ୍ଛନ୍ । ଚଞ୍ଚୁଦ୍ଵାରା କୋକିଳମ୍ ଅପୀଡୟନ୍ । କାକାନାଂ ପୀଡିୟା ନଃ କ୍ଷତାଦୁଃ ଅଭବତ୍। ସୂତ୍ରବନ୍ଧନେନ ଡଃ ଦୁଃଖୁତଃ ଆସୀତ୍, ତନ୍ମଧ୍ଯ କାକାନାଂ ପୀଡ଼ା ଅଧ୍ବକଂ ଦୁଃଖମ୍ ଅଦଦାତ୍ ।

ଶବ୍ଦାର୍ଥ

  • ବରଂ – ବାନ୍ଧିହୋଇଥ‌ିବା
  • କେଚନ – କେତେକ
  • ତେ – ସେମାନେ
  • ଅଭିବନ୍ – ହେଲେ
  • ଚଞ୍ଚୁଦ୍ବାରା – ଥଣ୍ଟଦ୍ଵାରା
  • କ୍ଷତାକ୍ତ – ଖଣ୍ଡିଆ ଖାବରା
  • ଆସୀତ୍ – ଥିଲା
  • ତନ୍ମଧେ – ସେଥୁମଧ୍ୟରେ
  • ପୀଡ଼ୟା – ପୀଡାଦ୍ୱାରା
  • ଅପୀଡୟନ୍ – କଷ୍ଟଦେଲେ

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

ଅନୁବାଦ

ସୂତାଦ୍ୱାରା ବନ୍ଦୀ ହୋଇଥ‌ିବା ସେହି କୋଇଲିକୁ କେତେକ କାଉ ଦେଖୁଲେ । ସେମାନେ କୋଇଲିକୁ ମାରିବାକୁ ତତ୍ପର ହେଲେ। ଧୀରେ ଧୀରେ କାଉମାନେ ତା’ପାଖକୁ ଆସିଲେ । ଥଣ୍ଟରେ କୋଇଲିକୁ କଷ୍ଟଦେଲେ । କାଉମାନଙ୍କ କଷ୍ଟରେ ସେ ଖଣ୍ଡିଆ ଖାବରା ହେଲା । ସୂତାରେ ବାନ୍ଧି ହୋଇଥିବାରୁ ସେ ଦୁଃଖୁତ ଥିଲା । ତା’ ଭିତରେ କାଉମାନଙ୍କର ପୀଡ଼ା ଅଧିକ ଦୁଃଖ ଦେଲା ।

तृतीय अनुच्छेदः (ତୃତୀୟ ଅନୁଚ୍ଛେଦଃ)

तस्मिन् एव काले एकः विशालः काकः तत्र आगच्छत् सः कोकिलस्य उपरि आक्रमणम् अकरोत् । अयं काॅकः कालरूपः आसीत् । स्वजीवनस्य रक्षणे असमर्थः कोकिलः “अहं नूनं मृत्युं प्राप्स्यामि” इति अचिन्तयत् ।

ତସ୍ମିନ୍‌ ଏବ କାଳେ ଏକ ବିଶାଳ କାକଃ ତତ୍ର ଆଗଚ୍ଛତ୍ । ଡଃ କୋକିଳସ୍ୟ ଉପରି ଆକ୍ରମଣମ୍ ଅକରୋତ୍ । ଅୟଂ କାମଃ କାଳରୂପୀ ଆସୀତ୍ । ସ୍ୱଜୀବନସ୍ୟ ରକ୍ଷଣେ ଅସମର୍ଥ୍ୟ କୋକିନଃ ‘ ଅହଂ ଚୂନଂ ମୃତ୍ୟୁ ପ୍ରାଫ୍‌ସ୍ୟାମି’’ ଇତି ଅଚିନ୍ତୟତ୍‌ ।

ଶବ୍ଦାର୍ଥ

  • ଏବ – ହିଁ
  • କାଳେ – ସମୟରେ
  • ବିଶାଳା – ବଡ଼
  • ଉପରି – ଉପରକୁ
  • ଅୟଂ – ଏହି
  • ନୂନଂ – ନିଶ୍ଚୟ

ଅନୁବାଦ

ଠିକ୍ ସେହି ସମୟରେ ଗୋଟିଏ ବଡ଼ କାଉ ସେଠାକୁ ଆସିଲା । ସେ କୋଇଲି ଉପରେ ଆକ୍ରମଣ କଲା । ଏହି କାଉ ଯମ ସଦୃଶ ଥିଲା । ନିଜ ଜୀବନର ରକ୍ଷାରେ ଅକ୍ଷମ କୋଇଲି ‘ମୁଁ ନିଶ୍ଚିତ ମୃତ୍ୟୁଲାଭ କରିବି’’ ବୋଲି ଚିନ୍ତା।କଲା ।

चतुर्थ अनुच्छेदः (ଚତୁର୍ଥ ଅନୁଚ୍ଛେଦଃ)

एतत् सर्वं तस्य वृक्षस्य अधः स्थितः एकः सज्जनः अपश्यत् । सः मनसि एवं चिन्तितवान् यत् “कोकिलः नूनं मरिष्यति” इति । “भो भगवन्! भवान् निष्करुणः भवति ? निष्पापं कोकिलं किमर्थं न रक्षति ?”

ଏତତ୍ ସର୍ବଂ ତଥ୍ୟ ବୃକ୍ଷସ୍ୟ ଅଧଃ ସ୍ଥିତଃ ଏତଃ ସଜନଃ ଅପଶ୍ୟତ୍ । ଡଃ ମନସି ଏବଂ ଚିଷ୍ଠି ତବାନ୍ ଯତ୍ନ ‘‘କୋକିଳ ନୂନଂ ମରିଷ୍ୟତି’’ ଇତି । “ ଭୋ ଭଗବାନ୍ ! ଭବାନ୍ ନିଷ୍କରୁନଃ ଭବତି ? ନିଷ୍ଠାପଂ କୋକିଳଂ କିମର୍ଥ୍ୟ ନ ରକ୍ଷତି ?’’

ଶବ୍ଦାର୍ଥ

  • ଏତତ୍ – ଏହି
  • ଅଧଃ – ତଳେ
  • ନୂନଂ – ନିଶ୍ଚୟ
  • ଇତି – ବୋଲି
  • ଭଗବନ୍ – ହେ ଭଗବାନ୍
  • କିମର୍ଥୀ – କାହିଁକି
  • ଭବାନ୍ – ଆପଣ
  • ନିଷ୍ଠାପିଂ – ନିଷ୍ଠାପ

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

ଅନୁବାଦ

ଏହି ସବୁ ଘଟଣା ସେହି ଗଛ ତଳେ ରହିଥିବା,ଜଣେ ସଜ୍ଜନ ଦେଖୁଥିଲେ । ସେ ମନେ ମନେ ଏପରି ଚିନ୍ତା।କଲେ ଯେ କୋଇଲି ନିଶ୍ଚିତ ମରିଯିବ । “ ହେ ଭଗବାନ୍। ଆପଣ ନିର୍ଭୟ ଅଟନ୍ତି । ନିଷ୍ଠାପ କୋଇଲିକୁ କାହିଁକି ରକ୍ଷା କରୁନାହାଁନ୍ତି ? ”

पश्रम अनुच्छेदः (ପଞ୍ଚମ ଅନୁଚ୍ଛେଦଃ)

तस्मिन् एव काले काकस्य कोकिलस्य च भारम् असहमानं तत् सूत्रं छिन्नम् अभवत् । सूत्रबन्धनात् मुक्तः कोकिलः शीघ्रम् उड्डीय दूरम् अगच्छत् ।

ତସ୍ମିନ୍ ଏବ କାଳେ କାକସ୍ୟ କୋକିଳସ୍ୟ ଚ ଭାରମ୍ ଅସହର୍ମାନଂ ତତ୍ ସୂତ୍ର ଛିନ୍ନମ୍ ଅଭିବତ୍। ସୂତ୍ରବନ୍ଧନାତ୍ ମୁକ୍ତା କୋକିଳ ଶୀଘ୍ରମ୍ ଉଡ୍ଡୀୟ ଦୂରମ୍ ଅଗଚ୍ଛତ୍ ।

ଶବ୍ଦାର୍ଥ

  • ତସ୍ମିନ୍ ଏବ କାଳେ – ଠିକ୍ ସେହି ସମୟରେ
  • ଭାରମ୍ – ଭାର
  • ଅସହମାନଂ – ସହି ନପାରି
  • ତତ୍ – ସେହି
  • ଛିନ୍ନମ୍ – ଛିଣ୍ଡିଗଲା
  • ମୁକ୍ତା – ମୁକୁଳିଯାଇ
  • ଉଡ୍ଡୀୟ – ଉଡ଼ିଉଡ଼ି

ଅନୁବାଦ

ଠିକ୍ ସେହି ସମୟରେ ହିଁ କାଉ ଏବଂ କୋଇଲିର ହାର ସହି ନପାରି ସେହି ସୂତ୍ର ଛିଣ୍ଡିଗଲା । ସୂତ୍ରବନ୍ଧନରୁ ମୁକ୍ତ ହୋଇ କୋଇଲି ଶୀଘ୍ର ଉଡ଼ିଯାଇ ଦୂରକୁ ଚାଲିଗଲା ।

षष्ठ अनुच्छेद: (ଷଷ୍ଠ ଅନୁଚ୍ଛେଦଃ)

तदा सः सज्जनः सानन्दम् अवदत् – साधु, भगवन् ! मृत्युरूपेण आगतः काकः कोकिलस्यमोचनाय अभवत् । धन्या भवतः माया ।

ତଦା ଡଃ ସଜ୍ଜନଃ ସାନନ୍ଦମ୍ ଅବଦତ୍ – ସାଧୁ, ଭଗବନ୍! ମୃତ୍ୟୁରୂପେଣ ଆଗତଃ କାକଃ କୋକିଳସ୍ୟ ମୋଚନାୟ ଅଭିବତ୍ । ଧନ୍ୟା ଭବତଃ ମାୟା ।

ସନ୍ଧି ବିଚ୍ଛେଦ

ସଜ୍ଜନଃ = ସତ୍ + ଜନ

ଶବ୍ଦାର୍ଥ

  • ତଦା – ସେତେବେଳେ
  • ସାନନ୍ଦମ୍ – ଆନନ୍ଦସହକାରେ
  • ସାଧୁ – ଧନ୍ୟ
  • ଆଗତଃ – ଆସିଥିବା
  • ମୋଚନାୟ – ମୋକ୍ଷପାଇଁ
  • ଭବତଃ – ଆପଣଙ୍କ ।

BSE Odisha 8th Class Sanskrit Solutions Chapter 10 ଜୀବନସ୍ୟ ରହସ୍ୟମ୍

ଅନୁବାଦ

ସେ ସମୟରେ ସେହି ସଜ୍ଜନ ଆନନ୍ଦର ସହିତ କହିଲା – ଧନ୍ୟବାଦ ଭଗବାନ୍ ! ମୃତ୍ୟୁରୂପେ ଆସିଥିବା କାଉ କୋଇଲିର ମୋକ୍ଷର କାରଣ ହେଲା । ଧନ୍ୟ ଆପଣଙ୍କ ଦୟା ।

(कश्चन, सूत्रम्, बद्धः, मुक्तः, तत्पराः, क्षताक्सः, सज्जनः, नूऩम्, च्छित्नम्, माया)
(କଣ୍ଟନ, ସୂତ୍ରମ, ବନ୍ଧ, ମୁକ୍ତେ, ତତ୍ପରା, କ୍ଷତାଦୁଃ, ସଜନଃ, ନୂନମ୍, ଛିନ୍ନମ୍, ମାୟା)

कर्तृपदानि :
आम्रवृक्षः, सूत्रम् कोकिल:, काका:, सज्जनः।
ଆମ୍ରବୃକ୍ଷ, ସୂତ୍ରମ, ସୂତ୍ରମ, କୋକିନଃ, କାକା, ସଜନଃ ।

क्रियापदानि :
अपश्यत्, अभवन्, अपीड़यन् अददात् अचिन्त्
ଅପଶ୍ୟତ, ଅଭବନ, ଅପୀଡ଼ୟନ, ଅଦଦାତ, ଅଚିନ୍ତୟତ୍

शब्दार्थ:

  • समीपम् – निकटम्
    ସମୀପମ୍ – ନିକଟମ୍ (ନିକଟକୁ)
  • कालरूप: – मृत्युरूपः
    କାଳରୂପଃ – ମୃତ୍ୟୁରୂପଃ (ମୃତ୍ୟୁରୂପୀ)
  • विशालः काकः – डामरा काउ इति भाषायाम्
    ବିଶାଳ କାକଃ – ଡାମରାକାଉ ଇତି ହାଷାୟା (ଡ଼ାମରାକାଉ)
  • लम्बमानम् – लम्बितम्
    ଲମ୍ବମାନମ୍ – ଲପ୍ସିତମ୍ (ଲମ୍ବିଥବା)
  • अधः – तले / अधोभागे
    ଅଧଃ – ତଳେ| ଅଧୋଭାଗେ (ତଳେ)
  • मनसि – मनोमध्ये
    ମନସି – ମନୋମଧ୍ୟ (ମନରେ)
  • निष्पापम् – पापरहितम्
    ନିଷ୍ଠାପମ୍ – ପାପରହିତମ୍ (ପାପଶୂନ୍ୟ)
  • उड्डीय – उड्डयनं कृत्वा
    ଉଡ୍ଡୀୟ – ଉଡ୍ଡୟନଂ କୃତ୍ୱା (ଉଡ଼ି)
  • असहमानम् – सहने असमर्थम्
    ଅସହମାନମ୍ – ସହନେ ଅସମର୍ଥମ୍ (ସହିପାରୁନଥିବା)
  • निष्करुणः – करुणारहितः
    ନିଷ୍କରୁନଃ – କରୁଣାରହିତଃ (ନିର୍ଭୟ)

Leave a Comment