BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

Odisha State Board BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ Textbook Exercise Questions and Answers.

BSE Odisha Class 8 Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

1. एकपदेन उत्तरं लिखत ।
(ଏକପଦେନ ଉତ୍ତରଂ ଲିଖତ ।) (ଗୋଟିଏ ପଦରେ ଉତ୍ତର ଲେଖ ।)

(क) संग्रामे के आहता: ?
ସଂଗ୍ରାମେ କେ ଆହତଃ ?
उत्तर :
ସୈନିକା

(ख) युवकस्य अनुरोधेन के उद्बुद्धा: ?
ଯୁବକସ୍ୟ ଅନୁରୋଧନ କେ ଉଦ୍‌ବୁଦ୍ଧା ?
उत्तर :
ଗ୍ରାମ୍ୟଯୁବକ

(ग) ईश्वरप्राप्तेः सुलभः मार्गः कः ?
ଈଶ୍ୱରପ୍ରାପ୍ତି ସୁଲଭଃ ମାର୍ଗ ତଃ ?
उत्तर :
ନିଷ୍କାମସେବା

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

(घ) हेनेरी डुनाण्ट: कदा दिवं गत: ?
ହେନେରୀକୁନାତଃ କଦା ଦିବଂ ଗତଃ ?
उत्तर :
୧୯୧୦ ମିତେ ଖ୍ରୀଷ୍ଟାବ୍ଦ

(ङ) क: रेइक्रससंस्थाया: प्रतिष्ठाता ?
ଡଃ ରେକ୍‌ସୁସଂସ୍ଥାୟୀ ପ୍ରତିଷ୍ଠାତା ?
उत्तर :
ହେନେରୀ ଡୁନାହାଃ

2. बन्धनीमध्यस्थयथार्थपदैः शून्यस्थानानि पूरयत ।
(ବନ୍ଧନୀ ମଧ୍ଯସ୍ଥୟଥାର୍ଥପଦୌ ଶୂନ୍ୟସ୍ଥାନାନି ପୂରୟତ ।) (ବନ୍ଧନୀମଧ୍ଯରେ ଥ‌ିବା ଉଚିତ ପଦରେ ଶୂନ୍ୟସ୍ଥାନ ପୂରଣ କର ।)

(क) त्वं जल । (ददातु, देहि)
ଜଳଂ _______। (ଦବାବୁ, ଦେହି)
उत्तर :
ଦେହି

(ख) यूयं सैनिक़ानां प्राणान् _____। (रक्षत, रक्ष)
ଯୂୟଂ ସୈନିକାନାଂ ପ୍ରାଣ୍ଡ୍ _______। (ରକ୍ଷତ, ରକ୍ଷ)
उत्तर :
ରକ୍ଷତ

(ग) आर्त्तनादः मर्मभेदी _______। (आसीत्, आस्ताम्)
ଆଇଁ ନତଃ ମର୍ମଭେଦୀ ______। (ଆସୀତ୍ବ, ଆଡ୍ଡାମ୍ )
उत्तर :
ଆସୀତ୍ବ

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

(घ) एका रेड्क्रससंस्था ______। (घटिता, घटित:)
ଏକା ରେ କ୍ କୁ ସ୍ ସଂସ୍ଥା (ଘଟିତା, ଘଟିତଃ)
उत्तर :
ଘଟିତା

(ङ) _______ रेडक्र ससं टस्थाया: प्रतिष्ठाता । (गोपबन्धुः, हेनेरी) ।
______ ରେକ୍ କୁ ସଂସଂସ୍ଥାୟୀ ପ୍ରତିଷ୍ଠାତା । (ଗୋପବନ୍ଧୁ, ହେନେରୀ)
उत्तर :
ହେନେରୀ

3. मातृभाषया अनुवादं कुरुत :
(ମାତୃଭାଷୟା ଅନୁବାଦ କୁରୁତ ।) (ମାତୃଭାଷାରେ ଅନୁବାଦ କର ।)

(क) युद्धे अनेके सैन्या: आहताः ।
ଯୁଦ୍ଧେ ଅନେକେ ସୈନ୍ୟା ଆହତାଃ ।
ଅନୁବାଦ – ଯୁଦ୍ଧରେ ଅନେକ ସୈନ୍ୟ ଆହତ ହେଲେ ।

(ख) तेषाम् आर्त्तनादः मर्मभेदी आसीत् ।
ତେଷାମ୍ ଆଇଁ ନାତଃ ମର୍ମଭେଦୀ ଆସୀନ୍ ।
ଅନୁବାଦ – ସେମାନଙ୍କ ବିକଳଧ୍ଵନି ମର୍ମଭେଦୀ ଥିଲା ।

(ग) निष्कामसेवा ईश्वरप्राप्तेः सरलः मार्गः ।
ନିଷ୍କାମସେବା ଈଶ୍ୱର ପ୍ରାପ୍ତା ସରତଃ ମାର୍ଗ ।
ଅନୁବାଦ – ନିଷ୍କାମସେବା ଈଶ୍ବରପ୍ରାପ୍ତିର ସରଳ ମାର୍ଗ ।

(घ) एतेन विश्वशान्तिः सम्भविष्यति ।
ଏତେନ ବିଷାର୍ଥୀ ସମ୍ଭବିଷ୍ୟତି ।
ଅନୁବାଦ – ଏହାଦ୍ୱାରା ବିଶ୍ୱଶାନ୍ତି ସମ୍ଭବ ହେବ ।

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

(ङ) पुरस्कारराशि लोकसेवार्थं समर्पितवान् ।
ପୁରସ୍କାର ରାଶିଂ ଲୋକସେବାର୍ଥୀ ସମର୍ପିତବାନ୍ ।
ଅନୁବାଦ -ପୁରସ୍କାର ରାଶିକୁ ଲୋକସେବା ନିମନ୍ତେ ସମର୍ପଣ କରିଥିଲେ ।

4. शुद्धपदं रचयत ।
(ଶୁଦ୍ଧପଦଂ ରଚୟତ।) (ଶୁଦ୍ଧପଦ ରଚନାକର ।)

  • र जे घो न ग म् ର ର୍ଜ ଘୋ ନ ଗ ମ୍ – ଘୋରଗର୍ଜନମ୍ ।
  • क्र रे सं ड स्था स् କ୍ର ରେ ସଂ ଡ ସ୍ଥା ସ୍ – ରେଡ଼କ୍ରସ୍‌ସଂସ୍ଥା ।
  • वा त स र्पि म न् ତ ସ ପିମ ନ୍ – ସମର୍ପିତବାନ୍ ।
  • ता अ र नु णि ତା ଅ ର ନୁ ଣି – ଅନୁରଣିତା ।
  • वा ष्का से नि म ବା ଷ୍କା ସେ ନି ମ – ନିଷ୍କାମସେବା ।

5. स्तम्भमेलनं कुरुत ।
(ସ୍ତମ୍ଭମେଳନଂ କୁରୁତ ।) (ସ୍ତମ୍ଭ ମିଳନ କର ।)

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 1
उत्तर :
BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 2

6. रेखाङ्क्रितपदस्य संशोधनं कुरुत।
(ରେଖାଙ୍କିତପଦସ୍ୟ ସଂଶୋଧନଂ କୁରୁତ ।)
(ରେଖାଙ୍କିତ ପଦର ସଂଶୋଧନ କର ।)

(क) त्वं प्राणान् रक्षतु ।
(ବଂ ପ୍ରାଣାନ୍ ରକ୍ଷତୁ ।)
उत्तर :
ବଂ ପ୍ରାଣାଜ୍‌ ରକ୍ଷ ।

(ख) तस्य आह्वानम् आसन् ।
(ତସ୍ୟ ଆହ୍ବାନମ୍ ଆସନ୍ନ ।)
उत्तर :
ତସ୍ୟ ଆହ୍ବାନମ୍ ଆସୀତ୍ ।

(ग) भवन्तः तत्र आगच्छ ।
(ଭବତଃ ତତ୍ର ଆଗଛ ।)
उत्तर :
ଭବତଃ ତତ୍ର ଆଗଛନ୍ତୁ ।

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

(घ) आहताः चित्कारं कृतवान्।
(ଆହତଃ ଚିତ୍‌କାରଂ କୁତବାନ୍ ।)
उत्तर :
ଆହତଃ ଚିତ୍କାରଂ କୃତବନ୍ତଃ ।

(ङ) अनेका:सैन्या: मृता: ।
(ଅନେକାଂ ସୈନ୍ୟ ମୃତା ।)
उत्तर :
ଅନେକେ ସୈନ୍ୟ ମୃତାଃ ।

7. क्रियापदानि विविच्च लिखत ।
କ୍ରିୟାପଦାନି ବିବିଚ୍ୟ ଲିଖତ । (କ୍ରିୟାପଦ ବାଛି ଲେଖ)
चित्कारः, देहि, एतेन, पश्यत, आगच्छत, भवन्तः, प्राप्तवान्, लिखतम्, सैन्याः, आसीत्, वयम्
उत्तर :
ଦେହି, ପଶ୍ୟତ୍, ଆଗଚ୍ଛତ, ପ୍ରାପ୍ତବାନ୍, ଆସୀତ୍

8. वाक्यानि रचयत ।
(ବାକ୍ୟାନି ରଚୟତ।)
देहि, रक्ष, भवत, पश्यत, बर्द्धयत, आगच्छत
उत्तर :

  • देहि (ଦେହି) – ଜଳଂ ଦେହି ।
  • रक्ष (ରକ୍ଷ) – ହେବ ପ୍ରଭୋ ! ମାଂ ରକ୍ଷ ।
  • भवत (ଭବତ) – ସୁସ୍ଥା ଭବତ।
  • पश्यत (ପଶ୍ୟତ) – ସମଦୃଷ୍ଟି ପଶ୍ୟତ |
  • बर्द्धयत (ବର୍ଷୟତ) – ବନ୍ଧୁତାଂ ବର୍ଷୟତ ।
  • आगच्छत (ଆଗଛତ) – ଅଗ୍ରେ ଆଗଚ୍ଛିତ ।

9. सन्धिविच्छेदं कुरुत।
(ସନ୍ଧିବିଚ୍ଛେଦଂ କୁରୁତ।) (ସନ୍ଧିବିଚ୍ଛେଦ କର ।)
कश्चित्, तत्रैव, पुरस्कृत, ख्रीष्टाब्दे
उत्तर :

  • कश्चित् (କଶ୍ଚିତ) – କଃ + ଚିତ୍ର
  • तत्रैव (ତତୈବ) – ତତ୍ର + ଏବ
  • पुरस्कृतः (ପୁରସ୍କୃତଃ) – ପୁନଃ + କୃତଃ
  • ख्रीष्टाब्दे (ଖ୍ରୀଷ୍ଟାବ୍ଦ) – ଖ୍ରୀଷ୍ଟ + ଅଟେ

तव कृते करणीयम् (ତୁମ ପାଇଁ କାମ)

1. उच्चै: पठत लिखत।
(ଉଚ୍ଚୈଃ ପଠତ ଲିଖତ ।) (ବଡ଼ପାଟିରେ ପଢ଼ ଲେଖ ।)

(क) ‘पठ्’ धातोः लोट् लकाररूपाणि (‘ପଠ୍’ ଧାତୋ ଲୋଟଲକାରରୂପାଣି)

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 3

‘ପଠ୍’ ଧାତୋ ଲୋଟଲକାରରୂପାଣି

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 4

(ख)
BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 5

(ଖ)
BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 6

(ग) पठ् लट्लकारे प्रथमपुरुषे
BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 7

(ଗ) ପଠ୍ ଲଟ୍‌ଲକାରେ ପ୍ରଥମପୁରୁଷେ

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 8

लट्लकारे मध्यमपुरुषे

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 9

ଲଲକାରେ ମଧ୍ଯମପୁରୁଷେ

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 10

लट्लकारे उत्तमपुरुषे

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 11

ଲଲକାରେ ଉତ୍ତମପୁରୁଷେ

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 12

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

Objective

एकपदेन उत्तरं लिखत।
(ଏକପଦେନ ଉତ୍ତରଂ ଲିଖତ।)

प्रश्न 1.
कस्मिन् देशे युद्धस्य घोरगर्जनं श्रुतम् ?
କସ୍ମିନ୍ ଦେଶେ ଯୁଦ୍ଧସ୍ୟ ଘୋରଗର୍ଜନଂ ଶ୍ରୁତମ୍ ?
उत्तर :
ଇଟାଲିଦେଶ

प्रश्न 2.
कुत्र अनेके सैन्याः मृताः ?
କୁତ୍ର ଅନେକେ ସୈନ୍ୟା ମୃତା ?
उत्तर :
ସୁଷେ

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

प्रश्न 3.
रक्ष रक्ष इति कीदृशाः सैनिका: चित्कारं कृतवन्त: ?
ଋକ୍ଷ ରକ୍ଷ ଇତି କୀଦୃଶ ସୈନିକା ଚିତ୍କାରଂ କୃତବତଃ ?
उत्तर :
ଆହତା

प्रश्न 4.
परमो धर्म : क:?
ପରମୋ ଧର୍ମ କଃ ?
उत्तर :
ସେବା

प्रश्न 5.
सुमहत् सेवार्थ कः नोवेलशान्तिपुरस्कारं प्राप्तवान् ?
ସୁମହତ୍ବ ସେବାର୍ଥ ଡଃ ନୋବେଲଶାନ୍ତି ପୁରସ୍କାରଂ ପ୍ରାପ୍ତବାନ୍ ?
उत्तर :
ହେନେରୀ

प्रश्न 6.
स्वास्थ्यं, सेवा, सौहार्द्यम् एतेन किं सम्भविष्यति ?
ସ୍ବାସ୍ଥ୍ୟ, ସେବା, ସୌହାର୍ଦ୍ଦିମ୍ ଏତେନ କି ସମ୍ଭବିଷ୍ୟତି ?
उत्तर :
ବିଶ୍ୱଶାନ୍ତଃ

प्रश्न 7.
अष्ट्रिआ-फ्रान्स देशयो : मध्ये क: संघटित: ?
ଅଷ୍ଟ୍ରିଆ-ଫ୍ରାନ୍ସ ଦେଶ ମଧ୍ୟ ଡଃ ସଂଘଟିତଃ ?
उत्तर :
ମହାସଂଗ୍ରାମିଂ

प्रश्न 8.
युद्दे के आहता: ?
ଯୁଦ୍ଧ କେ ଆହତା ?
उत्तर :
ସୈନିକା

प्रश्न 9.
जल देहि, रक्ष रक्ष इति के चित्कारं कृतवन्त: ?
ଜଳଂ ଦେହି, ରକ୍ଷ ରକ୍ଷ ଇତି କେ ଚିତ୍କାର କୃତବତଃ ?
उत्तर :
ଆହତଃ ସୈନିକା

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

प्रश्न 10.
केषाम् आर्त्तनाद: मर्मभेदी आसीत् ?
କେଷାମ୍ ଆର୍ଥନାଦଃ ମର୍ମଭେଦୀ ଆସୀତ୍ ?
उत्तर :
ଆହତ ସୈନିକାନାମ୍

प्रश्न 11.
करुणं दृश्यं दृष्टवा क: दुःखित: ?
କରୁଣଂ ଦୃଶ୍ୟ ଦୃଷ୍ଟା ଡଃ ଦୁଃଖତଃ ?
उत्तर :
ଯୁବବ୍ୟବସାୟୀ

प्रश्न 12.
कदा डुनाण्टः नोवेल शान्ति पुरस्कारं प्राप्तवान् ?
କଦା ଜୁନାଶଃ ନୋବେଲ ଶାନ୍ତି ପୁରସ୍କାରଂ ପ୍ରପ୍ତବାନ୍ ?
उत्तर :
1901

बन्धनीमध्यात् शून्यस्थानं पूरयत।
(ବନ୍ଧନୀମଧ୍ୟାତ୍ ଶୂନ୍ୟସ୍ଥାନଂ ପୂରୟତ।)

1. सैनिकानां प्राणान् ______। (रक्षत, रक्षसु, रक्ष)
ସୈନିକାନାଂ ପ୍ରାଣାନ୍ ______। (ରକ୍ଷତ, ରକ୍ଷସୁ, ରକ୍ଷ)
उत्तर :
ରକ୍ଷତ

2. समाजसेविका ______। (आसीत्, आस्ताम्, आसन्)
ସମାଜସେବିକା _____। (ଆସୀତ, ଆସ୍ତାମ୍, ଆସନ୍)
उत्तर :
ଆସୀତ୍

3. तस्य माता _______। (धार्मिका:, धार्मिकी, धार्मिका)
ତସ୍ଯ ମାତା ______ । (ଧାର୍ମିକା, ଧାର୍ମିକୀ, ଧାର୍ମିକା)
उत्तर :
ଧାର୍ମିକୀ

4. तया हेनेरी ______ प्रभावितः। (बाल्यं, बाल्यात्, बाल्ये)
ତୟା ହେନେରୀ ______ ପ୍ରଭାବିତଃ । (ବାଲ୍ୟ, ବାଲ୍ୟାତ୍, ବାଲ୍ୟ)
उत्तर :
ବାଲ୍ୟାତ୍

5. यूयं जनसेवां ______ । (कुरु, कुरुत)
ସୂୟଂ ଜନସେବାଂ ______ । (କୁରୁ, କୁରୁତ)
उत्तर :
କୁରୁତ

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

6. सर्वे बंधुतां ______ । (वर्द्धयतु, वर्द्धयन्तु)
ସର୍ବେ ବନ୍ଧୁତାଂ ______ ।
उत्तर :
ବର୍ଷୟନ୍ତୁ

7. युद्धे अनेके _______ आहताः। (सैन्य:, सैन्याः)
ଯୁଦ୍ଧେ ଅନେକେ ______ ଆହତାଃ । (ସୈନ୍ୟ, ସୈନ୍ୟ)
उत्तर :
ସୈନ୍ୟା

उत्तरचयनं कुरुत ।
(ଉତ୍ତରଚୟନଂ କୁରୁତ।)

प्रश्न 1.
हेनेरी डुनाण्ट: कदा दिवं गतः?
ହେନେରୀ ଜୁନାଶଃ କଦା ଦିବଂ ଗତଃ ?
(A) ୧୯୧୦
(B) ୧୯୨୦
(C) ୧୯୧୧
(D) ୧୯୧୨
उत्तर :
୧୯୧୦

प्रश्न 2.
ଯାଏଁ : ସୁ୯୩୮: ମା: 5:? ଈଶ୍ୱରପ୍ରାପ୍ତେ ସୁଲଭଃ ମାର୍ଗ କଃ ?
(A) ସେବା
(B) ନିଷ୍କାମ ସେବା
(C) ବୃଦ୍ଧସେବା
(D) ଦୃଢ଼ସେବା
उत्तर :
ନିଷ୍କାମସେବା

प्रश्न 3.
युवकस्य अनुरोधेन के उद्बुद्धाः ?
ଯୁବକସ୍ୟ ଅନୁରୋଧନ କେ ଉଦ୍‌ବୁଦ୍ଧା ?
(A) ଯୁବକ
(C) ଗ୍ରାମ୍ୟଯୁବକା
(B) ଜନାଃ
(D) ପୁରୁଷା
उत्तर :
ଗ୍ରାମ୍ୟଯୁବକା

प्रश्न 4.
कस्मिन् देशे युद्धस्य घोरगर्जनं श्रुतम् ?
କସ୍ମିନ୍ ଦେଶେ ଯୁଦ୍ଧସ୍ୟ ଘୋରଗର୍ଜନଂ ଶ୍ରୁତମ?
(A) ଭାରତଦେଶ
(B) ଆମେରିକାଦେଶେ
(C) ମିରଟଦେଶେ
(D) ଇଟାଲୀ ଦେଶେ
उत्तर :
ଇଟାଲୀଦେଶେ

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

प्रश्न 5.
कुत्र अनेके सैन्याः मृता: ?
କୁତ୍ର ଅନେକେ ସୈନ୍ୟା ମୃତଃ ?
(A) ଯୁଦ୍ଧ
(B) ଗୃହେ
(C) ଦେଶେ
(D) ଗ୍ରାମେ
उत्तर :
ଯୁଦ୍ଧ

प्रश्न 6.
को हि परमो धर्म : ?
କୋ ହି ପରମୋ ଧର୍ମୀ ?
(A) କ୍ଷମା
(B) ସେବା
(C) ଅହିଂସା
(D) ଦୟା
उत्तर :
ସେବା

प्रश्न 7.
कयो :देशयो : मध्ये महासंग्राम: संघटितः ?
କିୟୋଃ ଦେଶୟୋଃ ମହାସଂଗ୍ରାମ ସଂଘଟିତଃ ?
(A) ଆମେରିକା-ଚୀନ୍
(B) ଅଷ୍ଟ୍ରିଆ-ମିରଟ
(C) ଅଷ୍ଟ୍ରିଆ-ଫ୍ରାନ୍ସ
(D) ଅଷ୍ଟ୍ରିଆ-ରୁଷିଆ
उत्तर :
ଅଷ୍ଟ୍ରିଆ-ଫ୍ରାନ୍ସ

प्रश्न 8.
संग्रामे के आहता: ?
ସଂଗ୍ରାମେ କେ ଆହତା ?
(A) କୃଷ୍ଣକା
(B) ଜନାଃ
(C) ପୁରୁଷା
(D) ଅନେକେ ସୈନିକା
उत्तर :
ଅନେକେ ସୈନିକା

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

प्रश्न 9.
स: लोकसेवानिमित्तं किं स्थापितवान् ?
ଧଃ ଲୋକସେବାନିମିତ୍ତ କିଂ ସ୍ଥାପିତବାନ୍ ?
(A) ସେବାସଂସ୍ଥାମ
(B) ସେବାମନ୍ଦିରମ୍
(C) ଗୃହମ୍
(D) ଧର୍ମଶାଳାମ୍
उत्तर :
ସେବାସଂସ୍ଥାମ୍

प्रश्न 10.
कस्याः जनक: आसीत् हेंनेरी डुनाण्ट: ?
କନ୍ୟା ଜନମଃ ଆସୀତ୍ ହେନେରୀ ଜୁନାଣ୍ଟ ?
(A) ସେବାସଂସ୍ଥାୟୀ
(B) ରେଡ଼କୁସ୍‌ସଂସ୍ଥାୟୀ
(C) ସ୍କାଉଟ୍ରସଂସ୍ଥାୟୀ
(D) ସୈନ୍ୟସଂସ୍ଥା ରେଡ଼କ୍ରସ୍ସଂସ୍ଥା
उत्तर :
ରେଡ଼କୁସ୍‌ସଂସ୍ଥାୟୀ

रेखांकित पदानां संशोधनं कुरुत ।
(ରେଖାଙ୍କିତପଦାନାଂ ସଂଶୋଧନଂ କୁରୁତ।)

1. आहाता: चित्कारं कृतवान् ।
ଆହାତା ଚିତ୍‌କାରଂ କୃତବାନ୍ ।
उत्तर :
ଆହତଃ ଚିତ୍କାରଂ କୃତବରଃ ।

2. त्वं प्राणान् रक्षतु ।
ନଂ ପ୍ରାଣାନ୍ ରକ୍ଷତୁ।
उत्तर :
ଦଂ ପ୍ରାଣାନ୍ ରକ୍ଷ ।

3. अनेका: सैन्या: मृताः।
ଅନେକାଂ ସୈନ୍ୟ ମୃତାଃ ।
उत्तर :
ଅନେକେ ସୈନ୍ୟ ମୃତାଃ ।

4. तस्य आह्वानम् आसन् ।
ତଥ୍ୟ ଆହ୍ବାନମ୍ ଆସନ୍ ।
उत्तर :
ତଥ୍ୟ ଆହ୍ବାନମ୍ ଆସୀତ୍ ।

5. भवन्तः तत्र आगच्छ !
ଭବତଃ ତତ୍ର ଆଗଚ୍ଛ ।
उत्तर :
ଭବତଃ ତତ୍ର ଆଗଛନ୍ତୁ ।

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

6. हेनेरी बाल्यं प्रभावितः।
ହେନେରୀ ବାଲ୍ୟ ପ୍ରଭାବିତଃ ।
उत्तर :
ହେନେରୀ ବାଲ୍ୟାତ୍ ପ୍ରଭାବିତଃ ।

7. रक्ष रक्ष इति सैनिका: चित्कारं क़तवान् ।
ରକ୍ଷ ରକ୍ଷ ଇତି ସୈନିକା ଚିତ୍କାରଂ କୃତବାନ୍ ।
उत्तर :
ରକ୍ଷ ରକ୍ଷ ଇତି ସୈନିକା ଚିତ୍କାରଂ କୃତବନ୍ତଃ ।

8. युवव्यवसायी अतीव दु :खिता: ।
ଯୁବବ୍ୟବସାୟୀ ଅତୀବ ଦୁଃଖତା ।
उत्तर :
ଯୁବବ୍ୟବସାୟୀ ଅତୀବ ଦୁଃଖ୍ୟତଃ ।

9. ते आहातानां सेवां कुरुत ।
ତେ ଆହାତାନା ସେବାଂ କୁରୁତ୍ର ।
उत्तर :
ତେ ଆହତାନାଂ ସେବାଂ କୁର୍ବନ୍ତୁ।

10. हेनेरी डुनाण्टः दिवं गता।
ହେନେରୀ ଡୁନାଶଃ ଦିବଂ ଗତା ।
उत्तर :
ହେନେରୀ ଡୁନାହାଃ ଦିବଂ ଗତଃ ।

11. मानवसेवा हि माधवसेवाम्।
ମାନବସେବା ହିଁ ମାଧବ ସେବାମ୍ ।
उत्तर
ମାନବସେବା ହିଁ ମାଧବସେବା।

12. पुरस्कृतराशिं लोकसेवा निमित्तं सः समर्पितवन्तः।
ପୁରସ୍କୃତରାଶିଂ ଲୋକସେବା ନିମିତ୍ତ ସ୍ୱ ସମର୍ପିତବନ୍ତଃ ।
उत्तर :
ପୁରସ୍କୃତରାମିଂ ଲୋକସେବା ନିମିତ୍ତ ସ୍ୱ ସମର୍ପିତବାନ୍ ।

13. युद्धस्य घोरगर्जनं श्रुतः।
ଯୁଦ୍ଧସ୍ୟ ଘୋରଗର୍ଜନଂ ଶ୍ରୁତଃ ।
उत्तर :
ଯୁଦ୍ଧସ୍ୟ ଘୋରଗର୍ଜନଂ ଶ୍ରୁତମ୍ ।

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

14. तेषाम् आर्तनाद: मर्मभेदी आसन् ।
ତେଷାମ୍ ଆଇଁନାଦଃ ମର୍ମଭେଦୀ ଆସନ୍।
उत्तर :
ଆସୀତ୍

15. तस्य माता धार्मिकः।
ତଥ୍ୟ ମାତା ଧାର୍ମିକଃ ।
उत्तर :
ଧାର୍ମିକୀ

सन्धिविच्छेदं कुरुत। (ସନ୍ଧିବିଚ୍ଛେଦଂ କୁରୁତ।)

1. कश्चित् (କଶ୍ଚିତ୍) = କଃ + ଚିତ୍
2. अतीव (ଅତୀବ) = ଅତି + ଇବ
3. तत्रैव (ତତ୍ରୈବ) = ତତ୍ର + ଏବ

सन्बिं कुरुत । (ସନ୍ଧି କୁରୁତ।)

1. पुरु: + कारम् पुरस्कारम्
ପୁରଃ + କାରମ୍ = ପୁରସ୍କାରମ୍

2. सेवा + अर्थम् = सेवार्थम्
ସେବା + ଅର୍ଥମ୍ = ସେବାର୍ଥମ୍

3. च + आसीत् = चासीत्
ଚ + ଆସୀତ୍ = ବାସୀତ୍

क्रियापदं निर्वाचयत । (କ୍ରିୟାପଦଂ ନିର୍ବାଚୟତ।)

सैन्या:, देहि, रक्ष, आर्त्तनाद:, गतवान्, स्थापितवान्, कुरुत, सुस्था:, रेड़क्रससंस्था, विश्वशान्तिः।
ସୈନ୍ୟା, ଦେହି, ରକ୍ଷ, ଆର୍ରଦଃ, ଗତବାନ, ସ୍ଥାପିତବାନ୍, କୁରୁତ, ସୁସ୍ଥ, ରେଡ଼କ୍ରସସଂସ୍ଥା, ବିଶ୍ୱଶାନ୍ତଃ ।
उत्तर :
ଦେହି, ରକ୍ଷ, ଗତବାନ୍, ସ୍ଥାପିତବାନ୍, କୁରୁତ।

कर्तृंपदं चिनुत। (କପଟ ବିନୂତ ।)

छात्रा:, वर्द्धयत, विश्वशान्तिः, माता, जात:, आसीत्, सैन्या:, अगच्छत्, हेनेरी, नियोजिताः।
ଛାତ୍ରୀ, ବର୍ଷୟତ, ବିଶ୍ୱଶାନ୍ତଃ, ମାତା, ଜାତଃ, ଆସୀତ, ସୈନ୍ୟା, ଅଗଚ୍ଛିତ, ହେନେରୀ, ନିୟୋଜିତାଃ ।
उत्तर :
ଛାତ୍ରା, ବିଶ୍ୱଶାନ୍ତଃ, ମାତା, ସୈନ୍ୟା, ହେନେରୀ।

शब्दानां मातृभाषया अर्थान् लिखत।
(ଶବ୍ଦାନାଂ ନାହୁଲ ଏୟା ଅର୍ଥାନ ଲିଖିତ ।)

  1. आहता: (ଆହାତାଃ) – ଆହତ ହେଲେ
  2. मर्मभेदी (ମର୍ମଭେଦୀ) – ହୃଦୟବିଦାରକ
  3. जनपद (ଜନପଦ) – ଜିଲ୍ଲାରେ
  4. सौहार्दम् (ସୌହାର୍ଦମ) – ମିତ୍ରତା
  5. आह्नानम् (ଆହ୍ବାନମ) – ଡାକରା
  6. सुमहत (ସୁମହତ) – ମହାନ୍
  7. दिवंगत: (ଦିବଂଗତଃ) – ମରିଯାଇଥିଲେ

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

Subjective

निजभाषया प्रायश: दशभि: वाक्यैः उत्तरं लिखत ।
(ନିଜଭାଷୟ ପ୍ରାୟଶଃ ଦଶତିଃ ବାକ୍ୟ ଉତ୍ତରଂ ଲିଖତ ।)

प्रश्न 1.
सेवा केन प्रकारेण परमो धर्म : भवति ?
ସେବା କେନ ପ୍ରକାରେଣ ପରମୋ ଧର୍ମୀ ଭବତି ?
उत्तर :
ହେନେରୀ ଡୁନାଣ୍ଟ ଜଣେ ନିଃସ୍ୱାର୍ଥପର ସେବକ ଥିଲେ । ସେ ସ୍ବିଜରଲ୍ୟାଣ୍ଡର ଜେନଭୋ ଜନପଦରେ 1828 ମସିହାରେ ମେ’ ମାସ ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା ଜଣେ ଧାର୍ମିକୀ ଓ ସମାଜସେବିକା ଥିଲେ । ହେନେରୀ ପିଲାଦିନୁ ତାଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ। ‘ନିଷ୍କାମସେବା’ ଈଶ୍ଵର ପ୍ରାପ୍ତିର ସରଳ ମାର୍ଗ ବୋଲି ତାଙ୍କର ଧାରଣା ଥିଲା । ସେ ଜନସେବା ନିମନ୍ତେ ଏକ ସେବାସଂସ୍ଥା ସ୍ଥାପନ କରିଥିଲେ। ବର୍ତ୍ତମାନ ଯାହା ‘ ରେଡ଼କ୍ରସ୍’ ନାମରେ ବିଶ୍ବରେ ପରିଚିତ। ଏହି ସଂସ୍ଥାର ଜନକ ହେନେରୀ ଡୁନାଣ୍ଟ । ‘
ବିଦ୍ୟାଳୟରେ କନିଷ୍ଠ ରେଡ଼କ୍ରସ୍ ସଂସ୍ଥା କାର୍ଯ୍ୟ କରୁଛି । ରେଡ଼କ୍ରସ ଦ୍ଵାରା ଛାତ୍ରମାନେ ସେବାକାର୍ଯ୍ୟରେ ପ୍ରବୃତ୍ତ ହେଉଛନ୍ତି । ସ୍ୱାସ୍ଥ୍ୟ, ସେବା ଓ ସୌହାର୍ଯ୍ୟ ଏ ତିନୋଟି ରେଡ଼କ୍ରସ୍ ସଂସ୍କାର ଲକ୍ଷ୍ୟ। ଏହାଦ୍ଵାରା ବିଶ୍ବରେ ଶାନ୍ତି ବିରାଜମାନ ହୋଇପାରିବ। ଏଣୁ ହେନେରୀ ମହାଭାଗଙ୍କ ଆହ୍ବାନ ଥିଲା ସୁସ୍ଥ ହୁଅ। ଜନସେବା କର । ସମସ୍ତଙ୍କୁ ସମଦୃଷ୍ଟିରେ ଦେଖ। ବନ୍ଧୁତା ବଢ଼ାଅ।
ସୁମହତ ସେବାପାଇଁ ଏହି ମହାମାନବ 1901 ମସିହାରେ ନୋବେଲ ପୁରସ୍କାର ପ୍ରାପ୍ତ କରିଥିଲେ । ଏହି ପୁରସ୍କାର ରାଶି ସେ ଲୋକଙ୍କ ସେବାପାଇଁ ସମର୍ପି ଦେଇଥିଲେ। ନିଷ୍କାମ । ସେବାର ପ୍ରବର୍ତ୍ତକ ହେନେରୀ ମହୋଦୟ 1910 ମସିହାରେ ଇହଧାମ ତ୍ୟାଗ କରିଥିଲେ । ତାଙ୍କ କୃତି ଥିଲା – “ ମାନବ ସେବା ହିଁ ମାଧବ ସେବା।”

मातृभाषयाअनुवादं कुरुत।
(ମାତୃଭାଷୟ ଅନୁବାଦଂ କୁକୁନ୍ଦ ।)

1. एकदा इटाली देशे युद्धस्य घोरगर्जनं श्रुतम् ।
ଏକଦା ଇଟାଲୀ ଦେଶେ ଯୁଦ୍ଧସ୍ୟ ଘୋରଗର୍ଜନଂ ଶ୍ରୁତମ୍ ।
ଅନୁବାଦ: ଥରେ ଇଟାଲୀ ଦେଶରେ ଯୁଦ୍ଧର ଘୋର ଗର୍ଜନ ଶୁଣିବାକୁ ମିଳିଲା।

2. अष्टिआफ्रान्सदेशयोः मध्ये महासंग्रामः संघटितः ।
ଅଷ୍ଟ୍ରିଆଫ୍ରାନ୍ସଦେଶ ମଧ୍ୟ ମହାସଂଗ୍ରାମ ସଂଘଟିତଃ ।
ଅନୁବାଦ: ଅଷ୍ଟ୍ରିଆ ଏବଂ ଫ୍ରାନ୍ସଦେଶ ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇଛି।

3. आहताः सैनिकाः जलं देहि, रक्ष रक्ष इति चित्कारं कृतवन्तः ।
ଆହତା ସୈନିକ ଜଳଂ ଦେହି, ରକ୍ଷ ରକ୍ଷ ଇତି ଚିତ୍କାରଂ କୃତବନ୍ତଃ ।
ଅନୁବାଦ: ଆହତ ସୈନିକମାନେ ପାଣି ଦିଅ, ରକ୍ଷାକର ରକ୍ଷାକର ବୋଲି ଚିତ୍କାର କରୁଥିଲେ।

4. एतत् करुणं दृश्यं दृष्ट्वा कश्चित् युवव्यवसायी अतीव
ଏତତ୍ କରୁଣଂ ଦୃଶ୍ୟ ଦୃଷ୍ଟା କଶ୍ଚିତ୍ ଯୁବବ୍ୟବସାୟୀ ଅତୀବ ଦୁଃଖତଃ ।
ଅନୁବାଦ: ଏହି କରୁଣ ଦୃଶ୍ୟ ଦେଖ୍ କେହିଜଣେ ଯୁବ ବ୍ୟବସାୟୀ ଅତ୍ୟନ୍ତ ଦୁଃଖ୍ତ ହେଲେ ।

5. पीड़ितानां प्राणरक्षार्थं सः सहसा समीपस्थं पार्वत्यग्रामं गतवान् ।
ପୀଡ଼ିତାନାଂ ପ୍ରାଣରକ୍ଷାର୍ଥୀ ଡଃ ସହସା ସମୀପସ୍ତଂ ପାର୍ବତ୍ୟଗ୍ରାମିଂ ଗତବାନ୍ ।
ଅନୁବାଦ: ପୀଡ଼ିତମାନଙ୍କ ଜୀବନରକ୍ଷାନିମନ୍ତେ ସେ ହଠାତ୍ ନିକଟସ୍ଥ ପାର୍ବତ୍ୟ ଗ୍ରାମକୁ ଗଲେ।

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

6. ग्राम्ययुवकान् च उंक्तवान् – भो : ! आगच्छत ।
ଗ୍ରାମ୍ୟଯୁବକାନ୍ ଚ ଉକ୍ତବାନ୍ – ଭୋ ! ଆଗଚ୍ଛିତ ।
ଅନୁବାଦ: ଗାଁର ଯୁବକମାନଙ୍କୁ କହିଲେ – ହେ ! ତୁମେମାନେ ଆସ ।

7. आहतानां सेवां कुरुत, सैनिकानां प्राणान् रक्षत ।
ଆହତାନାଂ ସେବାଂ କୁରୁତ, ସୈନିକାନାଂ ପ୍ରାଣାନ୍ ରକ୍ଷତ ।
ଅନୁବାଦ: ଆହତ ଲୋକଙ୍କର ସେବା କର, ସୈନିକମାନଙ୍କ ଜୀବନରକ୍ଷା କର ।

8. युवकस्य अनुनयेन ग्राम्ययुवका: उबुद्धाः सेवाकार्ये नियोजिता:।
ଯୁବକସ୍ୟ ଅନୁନୟନ ଗ୍ରାମ୍ୟଯୁବକ ଉଦ୍‌ବୁଦ୍ଧା ସେବାକାର୍ଯ୍ୟ ନିୟୋଜିତାଃ ।
ଅନୁବାଦ: ଯୁବକର ଅନୁରୋଧରେ ଗ୍ରାମ୍ୟ ଯୁବକମାନେ ଉଦ୍‌ବୁଦ୍ଧ ହୋଇ ସେବାକାର୍ଯ୍ୟରେ ନିୟୋଜିତ ହେଲେ।

9. युवकद्वारा तत्रैव आहतसैनिकसेवासंस्था घटिता ।
ଯୁବକଦ୍ୱାରା ତତ୍ରୈବ ଆହତସୈନିକ ସେବାସଂସ୍ଥା ଘଟିତା ।
ଅନୁବାଦ: ଯୁବକଜଣକ ଦ୍ଵାରା ସେହିଠାରେ ଆହତ ସୈନିକ ସେବାସଂସ୍ଥା ଗଠିତ ହେଲା।

10. स: युवक: आसीत् हेनेरी डुनाण्ट: ।
ଧଃ ଯୁବକ ଆସୀତ୍ ହେନେରୀ ଡୁନାହାଃ ।
ଅନୁବାଦ: ସେହି ଯୁବକ ହେନେରୀ ଡୁନାଣ୍ଟ ଥିଲେ।

11. हेनेरी स्विजरलाण्डस्य जेनेभा जनपदे १८२८ मिते सम्वत्सरे मे मासस्य अष्टमदिवसे जातः ।
ହେନେରୀ ସ୍ବିଜରଲାଣ୍ଡସ୍ୟ ଜେନେଭା ଜନପଦେ 1828 ମିତେ ସମ୍ବତ୍ସରେ ମେ ମାସସ୍ୟ ଅଷ୍ଟମଦିବସେ ଜାତଃ ।
ଅନୁବାଦ: ହେନେରୀ ସ୍ଵିଜରଲାଣ୍ଡର ଜେନେଭା ଜିଲ୍ଲାରେ 1828 ମସିହା ମେ ମାସରେ ଅଷ୍ଟମଦିବସରେ ଜନ୍ମ ହୋଇଥିଲେ ।

12. तस्य माता धार्मिकी, समाजसेविका चासीत् ।
ତସ୍ୟ ମାତା ଧାର୍ମିକୀ, ସମାଜସେବିକା ଚାସୀତ୍ବ।
ଅନୁବାଦ: ତାଙ୍କର ମାଆ ଧାର୍ମିକୀ ଓ ସମାଜସେବିକା ଥିଲେ।

13. तया हेनेरी बाल्यात् प्रभावितः ।
ତୟା ହେନେରୀ ବାଲ୍ୟାତ୍ ପ୍ରଭାବିତଃ ।
ଅନୁବାଦ: ତାଙ୍କଦ୍ଵାରା ହେନେରୀ ପିଲାଦିନରୁ ପ୍ରଭାବିତ ହୋଇଥିଲେ ।

14. स: लोकसेवानिमित्तं सेवासंस्थां स्थापितवान् ।
ଲୋକସେବାନିମିତ୍ତ ସେବାସଂସ୍କୃ ସ୍ଥାପିତବାନ୍ ।
ଅନୁବାଦ: ସେ ଲୋକସେବାନିମନ୍ତେ ସେବାସଂସ୍ଥା ‘ ସ୍ଥାପନ କରିଥିଲେ ।

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

15. अधुना सा रेड्क्रसनाम्ना विश्वे परिव्याप्ता ।
ଅଧୁନା ସା ରେଡ୍‌କ୍ରସନାମ୍ନୀ ବିଶ୍ୱ ପରିବ୍ୟାପ୍ତ ।
ଅନୁବାଦ: ବର୍ତ୍ତମାନ ତାହା ରେଡ଼କ୍ରସ୍ ନାମରେ ସମଗ୍ର ବିଶ୍ବରେ ପରିବ୍ୟାପ୍ତ ।

16. रेड्क्रस्संस्थाया: जनक: आसीत् हेनेरी डुनाण्ट: ।
ରେଡ୍‌କ୍ରସ୍‌ସ୍ମାୟା ଜନମଃ ଆସୀତ୍ ହେନେରୀ ଡୁନାହାଃ ।
ଅନୁବାଦ: ରେଡ୍‌କ୍ରସ୍ ସଂସ୍ଥାର ଜନକ ଥିଲେ ହେନେରୀ ଡୁନାଣ୍ଟ ।

17. विद्यालयेषु कनिष्ठरेड्क्रस संस्था कार्यं करोति ।
ବିଦ୍ୟାଳୟେଷୁ କନିଷ୍ଠରେଡ୍‌କ୍ରସ୍‌ସଂସ୍ଥା କାର୍ଯ୍ୟ କରୋତି ।
ଅନୁବାଦ: ସ୍କୁଲମାନଙ୍କରେ କନିଷ୍ଠଡେକ୍‌ସ୍ ସଂସ୍ଥା କାର୍ଯ୍ୟ କରୁଛି ।

18. रेडक्रसद्वारा छात्रा: सेवाकार्ये प्रवृत्ता: ।
ରେଡ଼କ୍ରସ୍‌ଦ୍ୱାରା ଛାତ୍ରୀ ସେବାକାର୍ଯ୍ୟ ପ୍ରବୃତ୍ତା ।
ଅନୁବାଦ: ରେଡ୍‌କ୍ରସ୍ ଦ୍ଵାରା ଛାତ୍ରମାନେ ସେବାକାର୍ଯ୍ୟରେ ଲାଗିଛନ୍ତି ।

19. स्वास्थ्यं सेवा, सौहार्द्यम् इति रेड्क्रस्संस्थाया: लक्ष्यत्रयं भवति ।
ସ୍ୱାସ୍ଥ୍ୟ, ସେବା, ସୌହାର୍ଦ୍ଦମ୍ ଇତି ରେଡ୍‌କ୍ରସ୍‌ସ୍ଥାୟା ଲକ୍ଷ୍ୟତ୍ରୟଂ ଭବତି ।
ଅନୁବାଦ: ସ୍ଵାସ୍ଥ୍ୟ, ସେବା, ସୌହାର୍ଡ ଏହିପରି ରେଡ୍‌କ୍ରସ୍ ସଂସ୍ଥାର ତିନୋଟି ଲକ୍ଷ୍ୟ ଅଛି ।

20. अत: हेनेरी महाभागस्य आह्वानम् आसीत् – सुस्था: भवत।
ଅତଃ ହେନେରୀ ମହାଭାଗସ୍ୟ ଆହ୍ବାନମ୍ ଆସୀତ୍ – ସୁଧାଂ ଭବତ ।
ଅନୁବାଦ: ଏଣୁ ହେନେରୀ ମହାଭାଗଙ୍କର ଆହ୍ଵାନ ଥିଲା – ସୁସ୍ଥ ହୁଅ।

21. जनसेवां कुरुत ।
ଜନସେବାଂ କୁରୁତ ।
ଅନୁବାଦ: ଲୋକମାନଙ୍କର ସେବା କର ।

22. समदृष्ट्या पश्यत, बन्धुतां बर्द्धयत ।
ସମଦୃଷ୍ଟି ପଶ୍ୟତ, ବନ୍ଧୁତାଂ ବର୍ଷୟତ ।
ଅନୁବାଦ: ସମାନ ଦୃଷ୍ଟିରେ ଦେଖ, ବନ୍ଧୁତା ବଢ଼ାଅ।

23. सुमहत् सेवार्थं एष: महामानव १९०१ मिते ख्रीष्टाब्दे नोवेलशान्तिपुरस्कारं प्राप्तवान् ।
ସୁମହତ୍ବ ସେବୀର୍ଥୀ ଏଷ ମହାମାନବ 1901 ମିତେ ଖ୍ରୀଷ୍ଟାବ୍ଦ ନୋବେଲଶାନ୍ତି ପୁରସ୍କାରଂ ପ୍ରାପ୍ତବାନ୍ ।
ଅନୁବାଦ: ଅତି ବଡ଼ ସେବା ନିମନ୍ତେ ଏହି ମହାପୁରୁଷ 1901 ଖ୍ରୀଷ୍ଟାବ୍ଦରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ।

24. निष्कामसेवायाः प्रवर्त्तकः बुनाण्टमहाभाग: १९१० ख्रीष्टाव्दे दिवं गतः ।
ନିଷ୍କାମସେବାୟଃ ପ୍ରବର୍ତ୍ତକଃ ଜୁନାଣ୍ଟମହାଭାଗ 1910 ଖ୍ରୀଷ୍ଟାବ୍ଦ ଦିବଂ ଗତଃ ।
ଅନୁବାଦ: ନିଷ୍କାମ ସେବାର ପ୍ରବର୍ତ୍ତକ ସୁନାଣ୍ଟ ମହାଶୟ 1910 ଖ୍ରୀଷ୍ଟାବ୍ଦରେ ସ୍ଵର୍ଗାରୋହଣ କଲେ।

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

25. तस्य कृतिः – ‘मानवसेवा हि माधवसेवा’ इति विश्वजनं सततं स्मारयति ।
ତସ୍ୟ କୃତିଃ – ‘ ମାନବସେବା ହିଁ ମାଧବସେବା’ ଇତି ବିଶ୍ୱଜନଂ ସତତଂ ସ୍ମାରୟତି ।
ଅନୁବାଦ: ତାଙ୍କର କାର୍ଯ୍ୟ – ‘ମାନବ ସେବା ହିଁ ମାଧବ ସେବା’ ବୋଲି ବିଶ୍ଵର ଜନତାଙ୍କୁ ସର୍ବଦା ମନେପକାଇ ଦେଉଛି ।

संस्कृतभाषया अनुवादं कुरुत।
(ସଂସ୍କୃତଭାୟା ଅନୁବାଦଂ କୁରୁତ।)

1. ଯୁଦ୍ଧରେ ଅନେକ ସୈନ୍ୟ ଆହତ ହେଲେ ।
उत्तर :
युद्दे अनेके सैन्या: आहाता: अभवन्।
ଯୁଦ୍ଧେ ଅନେକେ ସୈନ୍ୟା ଆହାତଃ ଅଭବନ୍।

2. ସୈନ୍ୟମାନଙ୍କର ଆର୍ତ୍ତନାଦ ମର୍ମଭେଦୀ ଥିଲା ।
उत्तर :
सैन्यानाम् आर्त्तनाद: मर्मभेदी आसीत्।
ସୈନ୍ୟାନାମ୍ ଆର୍ଜନାଦଃ ମର୍ମଭେଦୀ ଆସୀତ୍ ।

3. ଯୁବକର ନାମ ହେନେରୀ ଡୁନାଣ୍ଟ ।
उत्तर :
युवकस्य नाम हेनेरी डुनाण्ट:।
ଯୁବକସ୍ୟ ନାମ ହେନେରୀ ଡୁନାଣ୍ଟୀ ।

4. ତାଙ୍କର ମାତା ଧାର୍ମିକୀ ଓ ସମାଜସେବିକା ଥିଲେ।
उत्तर :
तस्य माता धार्मिकी समाजसेविका चआसीत्।
ମାତା ଧାର୍ମିକୀ ସମାଜସେବିକା ଚ଼ ଆସୀତ୍।

5. ନିଷ୍କାମ ସେବା ଈଶ୍ଵର ପ୍ରାପ୍ତିର ସରଳ ବାଟ ।
उत्तर :
निष्कामसेवाईश्वरप्राप्ते : सरलः मार्गः।
ନିଷ୍କାମସେବା ଈଶ୍ୱରପ୍ରାପ୍ତେ ସରଳୀ ମାର୍ଗ ।

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

6. ରେଡ୍‌କ୍ରସ୍‌ସଂସ୍ଥାର ଜନକ ହେନେରୀ ଡୁନାଣ୍ଟ ।
रेड्क्रस्संस्थायाः जनकः हेने रीडुनाण्टः ।
उत्तर :
ରେଡ୍‌କ୍ରସ୍‌ସଂସ୍ଥା ଜନକ ହେନେରୀଡୁନାମଃ ।

7. ବିଦ୍ୟାଳୟମାନଙ୍କରେ ରେଡ୍‌କ୍ରସସଂସ୍ଥା କାର୍ଯ୍ୟ କରେ।
उत्तर :
विद्यालयेषु रेड्क्रस्संस्था कार्यं करोति।
ବିଦ୍ୟାଳୟେଷୁ ରେଡ୍‌କ୍ରସ୍‌ସଂସ୍ଥା କାର୍ଯ୍ୟ କରୋତି ।

प्रथम अनुच्छेदः (ପ୍ରଥମ ଅନୁଚ୍ଛେଦଃ)

एकदा इटाली देशे युद्धस्य घोरगर्जनं श्रुतम् । अष्ट्रियाफ्रान्सदेशयोः मध्ये महासंग्रामः संघटितः। युद्धे अनेके सैन्याः आहताः। आहताः सैनिकाः जलं देहि, रक्ष रक्ष इति चित्कारं कृतव्न्तः। तेषाम् आर्त्तनादः मर्मभेदी आसीत्। एततू करुणं दृश्यं दृष्ट्वा कश्चित् युवव्यसायी अतीव दु:खितः। पीडितानां प्राणरक्षार्थं स सहसा समीपस्थं पार्वत्यग्रामं गतवान् । ग्राम्ययुवकान् च उत्तवान् – भो: !आगऋ्छत ।आहताना सेवांकुरुत, सैनिकाना प्रणान्रक्षत । युवकस्य अनुनयेन ग्राम्ययुवकाः उद्बुद्धा सेवाकार्ये नियोजतिः । युवकद्वारा तत्रैव आहतसैनिकसेवासंस्था घटिता । सः युवकः आसीत् हेंनेरी डुनाण्टः।

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ 13

ଏକଦା ଇଟାଲୀ ଦେଶେ ଯୁଦ୍ଧସ୍ୟ ଘୋରଗର୍ଜନଂ ଶ୍ରୁତମ୍ । ଅଷ୍ଟ୍ରି ଆପ୍ରାନ୍ସଦେଶ ମଧ୍ୟ ମହାସଂଗ୍ରାମ ସଂଘଟିତଃ । ଯୁଦ୍ଧେ ଅନେକେ ସୈନ୍ୟ ଆହତା । ଆହତଃ ସୈନିକାଂ ଜଳଂ ଦେହି, ରକ୍ଷ ରକ୍ଷ ଇତି ଚିତ୍କାରଂ କୃତବନ୍ତ । ତେଷାମ୍ ଆର୍ତ୍ତନାଦଃ ମର୍ମଭେଦୀ ଆସୀତ୍ । ଏତତ୍ କରୁଣଂ ଦୃଶ୍ୟ ଦୃଷ୍ଟା କଶ୍ଚିତ୍ ଯୁବବ୍ୟବସାୟୀ ଅତୀବ ଦୁଃଖ୍ୟତଃ । ପୀଡ଼ିତାନାଂ ପ୍ରାଣରକ୍ଷାର୍ଥୀ ଡଃ ସହସା ସମୀପସ୍ଥ ପାର୍ବତ୍ୟଗ୍ରାମିଂ ଗତବାନ୍ । ଗ୍ରାମ୍ୟୟୁବକାନ୍ ଚ ଉକ୍ତବାନ୍ – ଭୋ ! ଆଗଚ୍ଛିତ । ଆହତାନାଂ ସେବାଂ କୁରୁତ, ସୈନିକାନାଂ ପ୍ରାଣାନ୍ ରକ୍ଷତ ।
ଯୁବକସ୍ୟ ଅନୁନୟନ ଗ୍ରାମ୍ୟ ଯୁବକ ଉଦ୍‌ବୁଦ୍ଧା ସେବାକାର୍ଯ୍ୟ ନିୟୋଜିତାଃ । ଯୁବକଦ୍ୱାରା ତତ୍ରୈବ ଆହତସୈନିକସେବାସଂସ୍ଥା ଘଟିତା । ଡଃ ଯୁବକ ଆସୀତ୍ ହେନେରୀ ଡୁନାଣ୍ଟଃ ।

ଶବ୍ଦାର୍ଥ

  • ଶ୍ରୁତମ୍ – ଶୁଣାଗଲା
  • ଦେହି – ଦିଅ
  • କୃତବନ୍ତ ୫ – କଲେ
  • ଆର୍ତ୍ତନାଦଃ – କରୁଣଚିତ୍କାର
  • ସହସା – ହଠାତ୍‌
  • ତତ୍ରୈବ – ସେହିଠାରେ ହିଁ
  • ଏକଦା – ଥରେ

ଅନୁବାଦ

ଥରେ ଇଟାଲୀଦେଶରେ ଯୁଦ୍ଧର ଘୋର ଗର୍ଜନ ଶୁଣିବାକୁ ମିଳିଲା । ଅଷ୍ଟ୍ରିଆ ଏବଂ ଫ୍ରାନ୍ସ ଦେଶ ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇଛି । ଏବଂ ଯୁଦ୍ଧରେ ଅନେକ ସୈନ୍ୟ ଆହତ ହେଲେଣି । ଆହତ ସୈନିକମାନେ ପାଣି ଦିଅ, ରକ୍ଷାକର ରକ୍ଷାକର ବୋଲି ଚିତ୍କାର କରୁଥିଲେ । ସୋମାନଙ୍କ କରୁଣଚିତ୍କାର ମର୍ମଭେଦୀ ଥିଲା । ଏହି କରୁଣ ଦୃଶ୍ୟ ଦେଖ୍ କେହିଜଣେ ଯୁବ ବ୍ୟବସାୟୀ ଅତ୍ୟନ୍ତ ଦୁଃଖ୍ତ ହେଲେ । ପୀଡ଼ିତମାନଙ୍କ ଜୀବନରକ୍ଷା ନିମନ୍ତେ ସେ ହଠାତ୍ ନିକଟସ୍ଥ ପାର୍ବତ୍ୟ ଗ୍ରାମକୁ ଗଲେ ଏବଂ ଗାଁର ଯୁବକମାନଙ୍କୁ କହିଲେ – ହେ ! ତୁମେମାନେ ଆସ । ଆହତଲୋକଙ୍କର ସେବା କର । ସୈନିକମାନଙ୍କ ଜୀବନରକ୍ଷା କର । ଯୁବକର ଅନୁରୋଧରେ ଗ୍ରାମଯୁବକମାନେ ଉଦ୍‌ବୁଦ୍ଧ ହୋଇ ସେବାକାର୍ଯ୍ୟରେ ନିୟୋଜିତ ହେଲେ । ଯୁବକଜଣକ ଦ୍ବାରା ସେହିଠାରେ ଆହତ ସୈନିକ ସେବାସଂସ୍ଥା ଗଠିତ ହେଲା । ସେହି ଯୁବକ ହେନେରୀ ଡୁନାଣ୍ଟ ।

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

द्वितीय अनुच्छेदः (ଦ୍ଵିତୀୟ ଅନୁଚ୍ଛେଦଃ)

हेनेरी स्विजरलाण्डस्य जनपदे १८२८ मिते सम्वत्वरे ‘मे’ मासस्य अष्टमदिवसे जातः। तस्य माता धार्मिकी, समाजसेविका चासीत् । तया हेनेरी बाल्यात् प्रभावितः । निष्कामसेवा ईश्वरप्राप्तेः सरलः मार्गः इति तस्य धारणा जाता । सः लोकसेवानिमित्तं सेवासंस्थां स्थापितवान् । अधुना सा ‘रेड्रक्रसनाम्ना’ विश्वे परिव्याप्ता । रेड्रक्रससंस्थायाः जनकः आसीत् हेनेरी डुनाण्टः।

ହେନେରୀ ସ୍ବିଜରଲ୍ୟାଣ୍ଡସ୍ୟ ଜେନେଭା ଜନପଦେ ୧୮୨୮ ମିତେ ସମ୍ବସ୍ଥରେ ମେ ମାସସ୍ୟ ଅଷ୍ଟମଦିବସେ ଜାତଃ । ତସ୍ୟ ମାତା ଧାର୍ମିକୀ, ସମାଜସେବିକା ଚାସୀତ୍ । ତୟା ହେନେରୀ ବାଲ୍ୟାତ୍ ପ୍ରଭାବିତଃ । ନିଷ୍କାମସେବା ଈଶ୍ୱରପ୍ରାପ୍ତ ସରଳ ମାର୍ଗ ଇତି ତଥ୍ୟ ଧାରଣା ଜାତା । ଡଃ ଲୋକସେବା ନିମିତ୍ତ ସେବାସଂସ୍ଥା ସ୍ଥାପିତବାନ୍। ଅଧୁନା ସା ରେଡ୍‌କ୍ରସନାମ୍ନୀ ବିଶ୍ୱ ପରିବ୍ୟାପ୍ତା ରେଡ୍‌କ୍ରସ୍ – ସଂସ୍ଥାୟୀ ଜନକଃ ଆସୀତ୍ ହେନେରୀ ଡୁନାଶଃ ।

ସନ୍ଧି ବିଚ୍ଛେଦ

ବାସୀତ୍ – ଚ୍ + ଆସୀତ୍

ଶବ୍ଦାର୍ଥ

  • ଜନପଦେ – ଜିଲ୍ଲାରେ
  • ଜାତଃ – ଜନ୍ମ ହୋଇଥିଲେ
  • ଅଧୁନା – ବର୍ତ୍ତମାନ

ଅନୁବାଦ

ହେନେରୀ ସ୍ଟି ଜରଲାଣ୍ଡର ଜେନେଭା ଜିଲ୍ଲାରେ ୧୮୨୮ ମସିହାରେ ମେ ମାସରେ ‘ଅଷ୍ଟମଦିବସରେ ଜନ୍ମ ହୋଇଥିଲେ । ତାଙ୍କର ମାଆ ଧାର୍ମିକ ଓ ସମାଜସେବିକା ଥିଲେ । ତାଙ୍କଦ୍ୱାରା ହେନେରୀ ପିଲାଦିନୁ ପ୍ରହାବିତ ହୋଇଥିଲେ । ନିଷ୍କାମସେବା ଈଶ୍ୱରପ୍ରାପ୍ତିର ସରଳମାର୍ଗ’ ବୋଲି ତାଙ୍କର ଧାରଣା ଜାତହେଲା । ସେ ଲୋକ ସେବାନିମନ୍ତେ ସେବା ସଂସ୍ଥା ସ୍ଥାପନ କରିଥିଲେ । ବର୍ତ୍ତମାନ ତାହା ରେଡ଼କ୍ରସ୍ ନାମରେ ସମଗ୍ର ବିଶ୍ୱରେ ପରିବ୍ୟାପ୍ତ । ରେଡ଼କ୍ରସ୍ ସଂସ୍ଥାର ଜନକ ଥିଲେ ହେନେରୀ ଡୁନାଣ୍ଟ ।

तृतीय अनुच्छेदः (ତୃତୀୟ ଅନୁଚ୍ଛେଦା)

विद्यालयेषु कनिष्ठेड्रक्रससंस्था कार्य्यं करोति। रेड्रक्रसद्वारा छात्राः सेवाकार्ये प्रवृत्ताः । स्वास्थ्यं, सेवा, सौहार्द्यम् इति रेड्क्रससंस्थायाः लक्ष्यत्रयं भवति । एतेन विश्वशान्तिः सम्भविष्यति । अतः हेनेरी महाभागस्य आह्नानम् आसीतू-सुस्थाः भवत । जनसेवां कुरुत । समदृष्ट्या पश्यत, बन्धुतां बर्द्धयत।

ବିଦ୍ୟାଳୟେଷୁ କନିଷ୍ଠରେଡ୍‌କ୍ରସ ସଂସ୍ଥା କାର୍ଯ୍ୟ କରୋତି । ରେଡ୍‌କ୍ରସଦ୍ୱାରା ଛାତ୍ରା ସେବାକାର୍ଯ୍ୟ ପ୍ରବୃତାଃ । ସ୍ୱାସ୍ଥ୍ୟ, ସେବା, ସୌହାର୍ଘ୍ୟମ ଇତି ରେଡ୍‌କ୍ରସସଂସ୍ଥାୟୀ ଲକ୍ଷ୍ୟତ୍ରୟଂ ଭବତି । ଏତେନ ବିଶ୍ୱଶାନ୍ତି ସମ୍ଭବିଷ୍ୟତି । ଅତଃ ହେନେରୀ ମହାଭାଗସ୍ୟ । ଆହ୍ବାନମ୍ ଆସୀତ୍ – ସୁସ୍ଥା ଭବତ । ଜନସେବାଂ କୁରୁତ । ସମଦୃଷ୍ଟି ପଶ୍ୟତ, ବନ୍ଧୁତାଂ ବର୍ଷୟତ ।

ଶବ୍ଦାର୍ଥ

  • ପ୍ରବୃତିଃ – ଲାଗିଛନ୍ତି
  • ଲକ୍ଷ୍ୟତ୍ରୟଂ – ତିନୋଟି ଲକ୍ଷ୍ୟ
  • ସମ୍ଭବିଷ୍ୟତି – ସମ୍ଭବ ହେବ
  • ଅତଃ – ଏଣୁ
  • ସମଦୃଷ୍ୟା – ସମାନଦୃଷ୍ଟିରେ
  • ବର୍ଷୟତ – ବଢ଼ାଅ ।

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

ଅନୁବାଦ

ସ୍କୁଲମାନଙ୍କରେ କନିଷ୍ଠରେଡ଼କ୍ରସ ସଂସ୍ଥା କାର୍ଯ୍ୟ କରୁଛି । ରେଡ଼କ୍ରସ ଦ୍ବାରା ଛାତ୍ରମାନେ ସେବାକାର୍ଯ୍ୟରେ ଲାଗିଛନ୍ତି । ସ୍ୱାସ୍ଥ୍ୟ, ସେବା, ସୌହାର୍ଯ୍ୟ ଏହିପରି ରେଡ଼କ୍ରସ୍ ସଂସ୍ଥାର ତିନୋଟି ଲକ୍ଷ୍ୟ ଅଛି । ଏହାଦ୍ଵାରା ବିଶ୍ୱଶାନ୍ତ ସମ୍ଭବ ହୋଇପାରିବ । ଏଣୁ ହେନେରୀ ମହାଭାଗଙ୍କର ଆହ୍ବାନ ଥୁଲା – ସ୍ଵସ୍ଥ ହୁଅ । ଲୋକମାନଙ୍କର ସେବା କର । ସମାନ ଦୃଷ୍ଟିରେ ଦେଖ । ବନ୍ଧୁତା ବଢ଼ାଅ । ଅର୍ଥ ଆୟ (ବୁର୍ଥ ଅନୁହେନା)

ସୁମହତ୍ ସେବାର୍ଥ ଏଷ ମହାମାନମଃ ୧୯୦୧ ତମେ ଖ୍ରୀଷ୍ଟାବ୍ଦ ନୋବେଲ୍‌ଶାନ୍ତି ପୁରସ୍କାରଂ ପ୍ରାପ୍ତବାନ୍ । ପୁରସ୍କୃତରାମିଂ ଲୋକସେବା – ନିର୍ମିରଂ ସମର୍ପିତବାନ୍, ନିଷ୍କାମସେବାୟା ପ୍ରବର୍ଷ କଃ ଡୁନାଣ୍ଟମହାଭାଗ ୧୯୧୦ ଖ୍ରୀଷ୍ଟାରେ ଦିବଂ ଗତଃ । ତସ୍ୟ କୃତିଃ – ’‘ମାନବସେବା ହିଁ ମାଧବସେବା’ ଇତି ବିଶ୍ୱଜନଂ ସତତଂ ସ୍ମାରୟତି ।

ଶବ୍ଦାର୍ଥ

  • ସୁମହତ୍ – ଅତିବଡ଼
  • ଏଷ – ଏହି
  • ପ୍ରାପ୍ତିବାନ୍ – ପାଇଥିଲେ
  • ସମର୍ପିତବାନ୍ – ସମର୍ପିଦେଇଥିଲେ
  • ନିଷ୍କାମ – କାମନାଶୂନ୍ୟ
  • ଦିବଂ ଗତଃ – ସ୍ୱର୍ଗାରୋହଣ କଲେ ।
  • ସତତଂ – ସଦା ସର୍ବଦା
  • ସ୍ମାରୟତି – ମନେପକାଇ ଦେଉଛି
  • ମହାସଂଗ୍ରାମ – ଭୟଙ୍କରଯୁଦ୍ଧ
  • ଆର୍ତ୍ତନାଦଃ – ବିକଳଧ୍ବନି
  • ଅନୁନୟନ – ଅନୁରୋଧରେ
  • କୃତିଃ – କାର୍ଯ୍ୟ

ଅନୁବାଦ

ଅତି ବଡ଼ ସେବା ନିମନ୍ତେ ଏହି ମହାପୁରୁଷ ୧୯୦୧ ଖ୍ରୀଷ୍ଟାବ୍ଦରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ । ପୁରସ୍କୃତରାଶି ଲୋକସେବା ’ ନିମନ୍ତେ ସମର୍ପଣ କରିଥିଲେ । ନିଷ୍କାମ ସେବାର ପ୍ରବର୍ଗକ ଡୁନାଣ୍ଟମହାଶୟ ୧୯୧୦ ଖ୍ରୀଷ୍ଟବ୍ଦରେ ସ୍ୱର୍ଗାରୋହଣ କଲେ । ତାଙ୍କର

କାର୍ଯ୍ୟ

ମାନବ ସେବା ହିଁ ମାଧବସେବା ବୋଲି ବିଶ୍ୱର ଜନତାଙ୍କୁ ସର୍ବଦା ମନେପକାଇ ଦେଉଛି ।

BSE Odisha 8th Class Sanskrit Solutions Chapter 11 ସେବା ହି ପରମୋ ଧର୍ମଃ

शब्दार्थ:

  • आर्त्तनादः – पीडितानां करुणस्वरः
    ଆର୍ତ୍ତନାଦଃ – ପୀଡ଼ିତାନାଂ କରୁଣସ୍ଵରଃ (କରୁଣଚିତ୍କାର)
  • मर्मभेदी – हृदयविदारकः
    ମର୍ମଭେଦୀ – ହୃଦୟବିଦାରକଃ (ହୃଦୟବିଦାରକ)
  • उद्गुद्धाः – प्रेरिताः
    ଉଦଦବୁଦ୍ଧା – ପ୍ରେରିତଃ (ଉତ୍ସାହିତ)
  • कनिष्ठेरेडक्रससंस्था – (Junior Redcross) ।
    କନିଷ୍ଠରେଡ୍‌କ୍ରସସଂସ୍ଥା –
  • सम्वत्सरे – वर्षे
    ସଂବସ୍ତ୍ରରେ – ବର୍ଷେ (ବର୍ଷରେ)
  • सम्भविष्यति – सम्भवा भविष्यति
    ସମ୍ଭବିଷ୍ୟତି – ସମ୍ଭବା ଭବିଷ୍ଯତି (ସମ୍ଭବହେବ)
  • दिगं गतः – मृतः
    ଦିବଂ ଗତଃ – ମୃତଃ (ପ୍ରାଣତ୍ୟାଗ କରିଥିଲେ)
  • सततं – अविरतम्
    ସତତଂ – ଅବିରତମ (ସବୁବେଳେ)
  • कृतिः – काय्य
    କୃତିଃ – କାର୍ଯ୍ୟ (କାର୍ଯ୍ୟ)

Leave a Comment