Odisha State Board BSE Odisha 8th Class Sanskrit Solutions Chapter 13 ମାତୃଭକ୍ତଃ ଚାଣକ୍ୟଃ Textbook Exercise Questions and Answers.
BSE Odisha Class 8 Sanskrit Solutions Chapter 13 ମାତୃଭକ୍ତଃ ଚାଣକ୍ୟଃ
1. उचितेन पदेन शून्यस्थानं पूरयत ।
ଉଚିଚେନ ପଦେନ ଶୂନ୍ୟସ୍ଥାନ ପୂରୟର୍କ ।
(ଉଚିତ ପଦରେ ଶୂନ୍ୟସ୍ଥାନ ପୂରଣ କର ।)
(क) तव हस्तेन मगध्यस्य निर्माणं _____।
ତବ ହସ୍ତନ ମଗଧସ୍ୟ ନିର୍ମାଣ _____।
उत्तर :
ଭବିଷ୍ଯତି
(ख) किन्तु मातः ! अहं किं_____।
କିନ୍ତୁ ମାତଃ ! ଅହଂ କିଂ _____।
उत्तर :
କରିଷ୍ୟାମି
(ग) त्वं मगधस्य प्रधानामात्यः_____।
ବଂ ମଗଧସ୍ୟ ପ୍ରଧାନା ମାତ୍ୟ _____।
उत्तर :
ଭବିଷ୍ଯସି
(घ) लोकाः त्वां सर्वदा _____।
ଲୋକା ପାଂ ସର୍ବଦା _____।
उत्तर :
ସ୍ମରିଷ୍ୟନ୍ତ
(ङ) देशस्य इतिहासे तव नाम _____।
ଦେଶ ସ୍ଯ ଇତିହାସେ ଡବ ନାମ _____।
उत्तर :
ସ୍ଥାବ୍ଯତି
(च) ______ जन्मभूमिश्च स्वर्गादपि गरीयसी ।
_____ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।
उत्तर :
ଜନନୀ
(भविष्यति, जननी, स्थास्यति, स्मरिष्यन्ति, भविष्यसि, करिष्यामि)
(ଭବିଷ୍ୟତି, ଜନନୀ, ସ୍ଵାସ୍ୟତି, ସ୍ମରିଷ୍ୟନ୍ତ, ଭବିଷ୍ୟସି, କରିଷ୍ୟାମି)
2. मातृभाषया अनुवादं कुरुत :
(ମାତୃଭାଷୟା ଅନୁବାଦ କୁରୁତ ।) (ମାତୃଭାଷାରେ ଅନୁବାଦ କର ।)
(क) तव हस्तेन मगधस्य निर्माणं भविष्यति ।
(ଚବ ହସ୍ତନ ମଗଧସ୍ୟ ନିର୍ମାଣ ଭବିଷ୍ୟତି।)
ଅନୁବାଦ – ତୁମ ହାତରେ ମଗଧର ନିର୍ମାଣ ହେବ ।
(ख) तव सम्मुखदन्ते सौभाग्यस्य चिह्नम् अस्ति ।
(ଡବ ସମ୍ମୁଖଦନ୍ତେ ସୌଭାଗ୍ୟସ୍ୟ ଚିହ୍ନମ୍ ଅଛି ।)
ଅନୁବାଦ – ତୁମ ଆଗଦାନ୍ତ ରେ ସୌଭାଗ୍ୟର ଚିହ୍ନ ରହିଛି ।
(ग) त्वं किमर्थ क्रन्द़सि ?
(ବଂ କିମର୍ଥ୍ୟ କ୍ରନ୍ଦସି ?)
ଅନୁବାଦ – ତୁମେ କାହିଁକି କାନ୍ଦୁଛ ?
(घ) तथैव त्वं मां विस्मरिष्यसि ।
(ତଥୈବ ବଂ ମାଂ ବିସ୍କରିଷ୍ୟର୍ସ ।)
ଅନୁବାଦ – ସେହିପରି ତୁମେ ମୋତେ ଭୁଲିଯିବ ।
(ङ) तस्या: नेत्राभ्यां लोतकबिन्दवः निर्गताः।
(ତସ୍ୟା ନେତ୍ରାଭ୍ୟ ଲୋତକବିନ୍ଦରଃ ନିର୍ଗତାଃ ।)
ଅନୁବାଦ – ତାଙ୍କ ଆଖରୁ ଲୋତକବିନ୍ଦୁ ବାହାରିଲା ।
(च) चाणक्यः कौटिल्यरूपेण ख्यातः अभवत्।
(ବାଣକ୍ୟ କୌଟିଲ୍ୟରୂପେଣ ଖ୍ୟାତଃ ଅଭବତ୍।)
ଅନୁବାଦ – ଚାଣକ୍ୟ କୌଟିଲ୍ୟ ରୂପେ ପ୍ରସିଦ୍ଧ ହେଲେ ।
3. शुद्धशब्दं रचयत। ଶୁଦ୍ଧଶରଂ ରଚୟତ ।
(ଶୁଦ୍ଧଶବ୍ଦ ରଚନା କର)
यथा – मधग स्य – मगधस्य
ଯଥା – ମ ଧ ଗ ସ୍ୟ – ମଗଧସ୍ୟ
(क) क़ क्षु स्य भि – _____
କ କ୍ଷୁ ସ୍ଯ ଭି – ଭିକ୍ଷୁକସ୍ଯ
(ख) मासप्तम् – _____
ମା ସ ପ୍ତ ମ୍ – ସମାପ୍ତମ୍
(ग) र म्प रा प – _____
ର ମ୍ପ ରା ପ – ପରମ୍ପରା
(घ) क्य: ण चा – _____
କ୍ୟା ଣ ବା – ଚାଣକ୍ୟ
(ङ) हा से इ ति – _____
ହା ସେ ଇ ଡି – ଇତିହାସେ
सन्धिं कुरुत। (ସନ୍ଧି କୁରୁତ।) ସନ୍ଧି କର ।
प्रधान + अमात्य, किम् + अर्थम्, स्वर्गात् + अपि, आक्षर्य + अन्विता, नि: + गता:, दुः + चिन्ता
उत्तर :
प्रधान + अमात्य (ପ୍ରଧାନ + ଅମାତ୍ୟ) = ପ୍ରଧାନାମାତ୍ୟ
किम् + अर्थम् (କିମ୍ + ଅର୍ଥମ୍) = କିମର୍ଥମ୍
स्वर्गात् + अपि (ସ୍ଵର୍ଗତ୍ + ଅପି) = ସ୍ବର୍ଗାଦପି
आश्वर्य + अन्विता (ଆଶ୍ଚର୍ଯ୍ୟ + ଅନ୍ବିତା) = ଆଶ୍ଚର୍ଯ୍ୟାନ୍ବିତା
नि: + गता: (ନିଃ + ଗତାଃ) = ନିର୍ଗତଃ
दुः + चिन्ता (ଦୁଃ + ଚିନ୍ତା) = ଦୁଶ୍ଚିନ୍ତା
5. वाक्यानि रचयत। (ବାକ୍ୟାନି ରଚୟତ।)
ବାକ୍ୟ ରଚନା କର ।
भविष्यति, करिष्यामि; स्मरिष्यन्ति, स्थास्यति, विस्मरिष्यसि
उत्तर :
भविष्यति (ଭବିଷ୍ୟତି) – ଡଃ ଶିକ୍ଷକ ଭବିଷ୍ୟତି।
करिष्यामि (କରିଷ୍ୟାମି) – ଅହଂ ଗୃହକାର୍ଯ୍ୟ କରିଷ୍ୟାମି।
स्मरिष्यन्ति (ସ୍ମରିଷ୍ୟନ୍ତ) – ତେ ମାଂ ସ୍ମରିଷ୍ୟନ୍ତ ।
स्थास्यति (ସ୍ଵାସ୍ୟତି) – ସରୋଜଃ ଗୃହେ ସ୍ଵାସ୍ୟତି।
विस्मरिष्यसि (ବିସ୍ମରିଷ୍ୟସି) – ବଂ କଥ୍ୟ ବିସ୍ମରିଷ୍ୟସି ?
तव कृते करणीयम् (ତୁମ ପାଇଁ କାମ)
1. उच्चै: पठत लिखत । ଉଚ୍ଚୈଃ ପଠତ ଲିଖତ । (ବଡ଼ପାଟିରେ ପଢ଼, ଲେଖ)
लृट्लकारः (भविष्यत्कालः)
उदाहरणम् –
ଲ୍ଟଲକାରଃ (ଭବିଷ୍ୟତକାଳ)
ଉଦାହରଣମ୍ –
द्विवचनम् तौ/ते/बालकौ/बालिके पठिष्यतः। युवां पठिष्यथ:। आवां पठिष्याव:।
शून्यस्थानं पूरयत –
ଦ୍ଵିବଚନମ୍ ତୌ/ତେ/ବାଳକୌ/ବାଳିକେ ପଠିଷ୍ୟତଃ । ଶୂନ୍ୟସ୍ଥାନଂ ପୂରୟତ । ଯୁବାଂ ପଠିଷ୍ୟଥ ।
ଆବାଂ ପଠିଷ୍ୟାମଃ ।
बहुवचनम् ते/ताः/बालकाः/बालिकाः पठिष्य्यन्ति। युवां पठिष्यथः। वयं पठिष्यामः।
शून्यस्थानं पूरयत –
ବହୁ ବଚନମ୍ ତେ ବାଳକ ପଠିଷ୍ୟନ୍ତ । ୟଂ ପଠିଷ୍ୟଥ । ବୟଂ ପଠିଷ୍ୟାମଃ ।
ଶୂନ୍ୟସ୍ଥାନଂ ପୂରୟତ ।
दृश्-धातुः
शून्यस्थानं पूरयत ।
ଦୃଶ୍ – ଧାତୁ (ଦେଖ)
ଶୂନ୍ୟସ୍ଥାନଂ ପୂରୟତ ।
कृ -धातुः
शून्यस्थानं पूरयत।
କୃ – ଧାତୁ (କରିବା)
ଶୂନ୍ୟସ୍ଥାନଂ ପୂରୟତ ।
स्था -धातुः
शून्यस्थानं पूरयत ।
ସ୍ଥା-ଧାତୁ (ରହିବା)
ଶୂନ୍ୟସ୍ଥାନଂ ପୂରୟତ ।
नी-धातुः
शून्यस्थानं पूरयत ।
ନୀ – ଧାତୁ (ନେବା)
ଶୂନ୍ୟସ୍ଥାନଂ ପୂରୟତ ।
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Objective
एकपदेन उत्तरं लिखत।
(ଏକପଦେନ ଉତ୍ତରଂ ଲିଖତ।)
प्रश्न 1.
कस्य हस्ते मगधस्य निर्माणं भविष्यति ?
କସ୍ୟ ହସ୍ତେ ମଗଧସ୍ୟ ନିର୍ମାଣଂ ଭବିଷ୍ୟତି ?
उत्तर :
ଚାଣକ୍ୟସ୍ୟ
प्रश्न 2.
कः मगधस्य प्रधानामात्यः भविष्यति ?
କଃ ମଗଧସ୍ୟ ପ୍ରଧନାମାତ୍ୟ ଭବିଷ୍ୟତି ?
उत्तर :
ଚାଣକ୍ୟ
प्रश्न 3.
चाणक्यस्य सम्मुखदन्ते कस्य चिह्नम् अस्ति ?
ଚାଣକ୍ୟସ୍ୟ ସମ୍ମୁଖଦନ୍ତେ କସ୍ୟ ଚିହ୍ନମ୍ ଅଛି ?
उत्तर :
ସୌଭାଗ୍ୟସ୍ୟ
प्रश्न 4.
यदा जनाः ज्येष्ठा: श्रेष्ठाः च भवन्ति तदा निजलोकान् किं कुर्वन्ति?
ଯଦା ଜନଃ ଜ୍ୟେଷ୍ଠା ଶ୍ରେଷ୍ଠ ଚ ଭବତି ତଦା ନିଜଲୋକାନ୍ କିଂ କୁର୍ବନ୍ତି ?
उत्तर :
ବିସ୍ମରନ୍ତି
प्रश्न 5.
बाल: चाणक्यः केन दन्तम् उत्पाटितवान् ?
ବାଳ ଚାଣକ୍ୟ କେନ ଦନ୍ତମ୍ ଉତ୍ପାଟିତବାନ୍ ?
उत्तर :
ପ୍ରସ୍ତରେଣ
प्रश्न 6.
लोकाः कं स्मरिष्यन्ति ?
ଲୋକା କଂ ସୁରିଷ୍ୟନ୍ତି ?
उत्तर :
ଚାଣକ୍ୟମ୍
प्रश्न 7.
का स्वर्गादपि गरीयसी ?
କା ସ୍ବର୍ଗାଦପି ଗରୀୟସୀ ?
उत्तर :
ଜନନୀ । ଡ଼ ଜନ୍ମଭୂମି
प्रश्न 8.
कः कालान्तरे कौटिल्यरूपेण ख्यातः अभवत् ?
କଃ କାଳାନ୍ତରେ କୌଟିଲ୍ୟରୂପେଣ ଖ୍ୟାତଃ ଅଭବତ୍ ?
उत्तर :
ଚାଣକ୍ୟ
प्रश्न 9.
चाणक्य: अर्थशास्त्रं कया भाषया लिखितवान् ?
ଚାଣକ୍ୟ ଅର୍ଥଶାସ୍ତଂ କୟା ଭାଷୟ ଲିଖିତବାନ୍ ?
उत्तर :
ସଂସ୍କୃତଭାଷୟା
प्रश्न 10.
जननी जन्मभूमिः च स्वर्गादपि गरीयसी इति कस्य वाक्यम् ?
ଜନନୀ ଜନ୍ମଭୂମି ଚ ସ୍ବର୍ଗାଦପି ଗରୀୟସୀ ଇତି କସ୍ୟ ବାକ୍ଯମ୍ ?
उत्तर :
ରାମାୟଣସ୍ଯ
बन्धनीमध्यात् शून्यस्थानं पूरयत।
(ବନ୍ଧଳୀମକୁ ଶୂନ୍ୟସ୍ଥାନଂ ପୂରୟତ।)
1. विद्यालयेषु छात्रा: ______।
(पठिष्यति, पठिष्यतः, पठिष्यन्ति)
ବିଦ୍ୟାଳୟେଷୁ ଛାତ୍ରା ______।
(ପଠିଷ୍ୟତି, ପଠିଷ୍ୟତଃ, ପଠିଷ୍ୟନ୍ତ)
उत्तर :
ପଠିଷ୍ଯତି
2. प्रधानमन्त्री दिल्यां ______ ।
(स्थास्यामि, स्थास्यसि, स्थास्यति)
(ସ୍ମାସ୍ୟାମି, ପ୍ଳାସ୍ୟସି, ସ୍ଵାସ୍ୟତି)
उत्तर :
ପ୍ରଧାନମନ୍ତ୍ରୀ ଦିଲ୍ଲୀ
3. वानराः अरण्ये ______ ।
(खेलिष्यामि, खेलिष्यसि, खेलिष्यन्ति)
ବାନରଃ ଅରଣ୍ୟ ______ ।
(ଖେଳିଷ୍ୟାମି, ଖେଳିଷ୍ୟସି, ଖେଳିଷ୍ୟନ୍ତ)
उत्तर :
ଖେଳିଷ୍ୟନ୍ତି |
4. त्वं रन्थनं ________ ।
(करिष्यसि, करिष्यामि, करिष्यति)
ବଂ ରନ୍ଧନଂ ______ ।
(କରିଷ୍ୟସି, କରିଷ୍ୟାମି, କରିଷ୍ଯତି)
उत्तर :
କରିଷ୍ଯସି
5. लोकयाने सम्मर्द ______।
(भविष्यथ, भविष्यति, भविष्यन्ति)
ଲୋକଯାନେ ସମ୍ମତଃ ______।
(ଭବିଷ୍ୟଥ, ଭବିଷ୍ୟତି, ଭବିଷ୍ୟନ୍ତ)
उत्तर :
ଭବିଷ୍ଯତି
6. मातः! ______ क्रन्दसि?
(त्वं, युवां, यूयम्)
ମାତଃ ! _______ କ୍ରନ୍ଦସି ?
(ବଂ, ଯୁବାଂ, ସୂୟମ)
उत्तर :
ବଂ
7. ______ तु आनन्दस्य विषयः। (एषः, एषा, एतंत्)
______ ତୁ ଆନନ୍ଦସ୍ୟ ବିଷୟ । (ଏଷ, ଏଷା, ଏତତ୍ର)
उत्तर :
ଏଷ
8. ______ हि मम दुश्धिन्ता। (एष:, एतत्, एषा)
____ ହି ମମ ଦୃଷ୍ଟିନ୍ତା । (ଏଷ, ଏତତ, ଏଷା)
उत्तर :
ଏଷା
9. लोका: ______ स्मरिष्यन्ति। (त्वं, त्वां, तव)
ଲୋକା ______ ସୁରିଷ୍ଯନ୍ତି । (ସ୍ଵଂ, ବାଂ, ତବ)
उत्तर :
ବାଂ
10. _____ मम आशीवेचनम् । (एषः, एषा, एतत्)
_____ ମମ ଆଶୀର୍ବଚନମ୍। (ଏଷ, ଏଷା, ଏତତ୍)
उत्तर :
ଏତତ୍
11. एषा हि ________ दुधिन्ता । (अह्रम्, मम)
ଏଷା ହି _____ ଦୁଶ୍ଚିନ୍ତା। (ଅହମ, ମମ)
उत्तर :
ମମ
12. जननी जन्मभूमिश स्वर्गादपि _____। (गरीयान, गरीयसी)
ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି _______ (ଗରୀୟାନ, ଗରୀୟସୀ)
उत्तर :
ଗରୀୟସୀ
13. एषः तु _____ विषय:। (आनन्द:, आनन्दस्य)
ଏଷ ତୁ ________ ବିଷୟଃ । (ଆନନ୍ଦ, ଆନନ୍ଦସ୍ୟ)
उत्तर :
ଆନନ୍ଦସ୍ୟ
14. तव हस्ते मातृभूमे : मद्गलं ________।
ତବ ହସ୍ତେ ମାତୃଭୂମେ ମଙ୍ଗଳଂ ______। (ଭବିଷ୍ୟତି, ଭବିଷ୍ୟନ୍ତ)
उत्तर :
ଭବିଷ୍ଯତି
15. _____ त्वां स्मरिष्यन्ति । (लोक:, लोकाः)
____ ତ୍ବା ସୁରିଷ୍ଯତି | (ଲୋକ, ଲୋକା)
उत्तर :
ଲୋକା
उत्तरचयनं कुरुत ।
(ଉତ୍ତରଚୟନଂ କୁରୁତ।)
प्रश्न 1.
कस्य हस्ते मगधस्य निर्माणं भविष्यति ?
କସ୍ୟ ହସ୍ତେ ମଗଧସ୍ୟ ନିର୍ମାଣଂ ଭବିଷ୍ୟତି ?
(A) ଋଣକ୍ଯସ୍ଯ
(C), ମାତୃଭକ୍ତସ୍ୟ
(B) ମଗଧସ୍ଯ
(D) ବୁଦ୍ଧସ୍ଯ
उत्तर :
ଋଣକ୍ଯସ୍ଯ
प्रश्न 2.
कः मगधस्य प्रधानमात्यः भविष्यति ?
କଃ ମଗଧସ୍ୟ ପ୍ରଧାନମାତ୍ୟ ଭବିଷ୍ୟତି ?
(A) ବୁଦ୍ଧ
(B) ଋଣକ୍ୟ
(C) ବ୍ୟାସ
(D) କଳିଙ୍ଗ
उत्तर :
ଋଣକ୍ୟ
प्रश्न 3.
चाणक्यस्य सम्मुखदन्ते कस्य चिह्नम् अस्ति ?
ଋଣକ୍ୟସ୍ୟ ସମ୍ମୁଖଦନ୍ତେ କସ୍ୟ ଚିହ୍ନମ୍ ଅଛି ?
(A) ଭାଗ୍ୟସ୍ୟ
(B) ଦୁର୍ଭାଗ୍ଯବ୍ଯ
(C) ସୌଭାଗ୍ଯସ୍ଯ
(D) ପୁଣ୍ୟସ୍ୟ
उत्तर :
ସୌଭାଗ୍ୟସ୍ଯ
प्रश्न 4.
बाल: चाणक्यः केन दन्तम् उत्पाटितवान् ?
ବାଳ ଚାଣକ୍ୟ କେନ ଦନ୍ତମ୍ ଉତ୍ପାଟିତବାନ୍ ?
(A) ଶିଳୟା
(B) ମୃଭିକାୟା
(C) କନ୍ଦୁକେନ
(D) ପ୍ରସ୍ତରେଣ
उत्तर :
ପ୍ରସ୍ତରେଣ
प्रश्न 5.
लोका: कं सर्वदा स्मरिष्यन्ति ?
ଲୋକା କଂ ସର୍ବଦା ସୁରିଷ୍ୟନ୍ତ ?
(A) ବୃତ୍ତମ୍
(B) ଋଣକ୍ଯମ୍
(C) ସିଦ୍ଧାର୍ଥମ୍
(D) ରାଘବମ୍
उत्तर :
ଋଣକ୍ୟମ
प्रश्न 6.
कस्मात् जननी जन्मभूमिः च गरीयसी ?
କସ୍ମାତ୍ ଜନନୀ ଜନ୍ମଭୂମି ଚ ଗରୀୟସୀ ?
(A) ସ୍ୱର୍ଗାତ୍
(B) ଆକାଶାତ୍
(C) वसुधाया: ବସୁଧାୟଃ
(D) ଜଗତଃ
उत्तर :
ସ୍ଵର୍ଗାତ୍
प्रश्न 7.
यदा जनाः ज्येष्ठा: श्रेष्ठाः च भवन्ति, तदा कान् न पृच्छन्ति ?
ଯଦା ଜନଃ ଜ୍ୟେଷ୍ଠା ଶ୍ରେଷ୍ଠ ଚ ଭବତି, ତଦା କାନ୍ ସଂ ପୃଚ୍ଛନ୍ତି ?
(A) ନିଜଲୋକାନ୍
(C) ମାତୃ
(B) ଲୋକାନ୍
(D) ଜନାନ୍
उत्तर :
ନିଜଲୋକାନ୍
प्रश्न 8.
चाणक्य: क्षणेन एव कस्याः दुःखं दूरीकृतवान् ?
ଋଣକ୍ୟ କ୍ଷଣେନ ଏବ କନ୍ୟା ଦୁଃଖ୍ୟ ଦୂରୀକୃତବାନ୍ ?
(A) କନ୍ୟାୟା
(B) ସବିତାୟ
(C) ମାତୁଃ
(D) ଜନନ୍ୟା
उत्तर :
ମାତୃ
प्रश्न 9.
तव हस्तेन कस्याः मङ्गलं भविष्यति ?
ତବ ହସ୍ତନ କନ୍ୟା ମଙ୍ଗଳଂ ଭବିଷ୍ୟତି ?
(A) ମାତୃଭୂମେ
(B) ମାତୁଃ
(C) ଜନନ୍ୟା
(D) ସବିତାୟ
उत्तर :
ମାତୃଭୂମେ
प्रश्न 10.
कालान्तरे एष: चाणक्य: केन रूपेण ख्यातः अभवत् ?
କାଳାନ୍ତରେ ଏଷ ଚାଣକ୍ୟ କେନ ରୂପେଣ ଖ୍ୟାତଃ ଅଭବତ୍ ?
(A) ବ୍ୟାସରୂପେଣ
(B) କବିରୂପେଣ
(C) ରାଜନେତାରୂପେଣ
(D) କୌଟିଲ୍ୟରୂପେଣ
उत्तर :
କୌଟିଲ୍ୟରୂପେଣ
रेखांकित पदानां संशोधनं कुरुत ।
(ରେଖାଙ୍କିତପଦାନାଂ ସଂଶୋଧନଂ କୁରୁତ।)
1. मातः !.त्व क्रन्दति?
ମାତଃ ! ବଂ କ୍ରନ୍ଦତି ?
उत्तर :
ମାତଃ ! ନଂ କ୍ରନ୍ଦସି ?
2. कीदृशः सौभाग्यम् ।
କୀଦୃଶ୍ୟ-ସୌଭାଗ୍ୟମ୍ ।
उत्तर :
କୀଦୃଶଂ ସୌଭାଗ୍ୟମ୍ ।
3. मात्रा ! त्व कथं ज्ञातवती?
ମାତ୍ରା ! ନଂ କଳଂ ଜ୍ଞାତବତୀ ?
उत्तर :
ମାତଃ ! ତ୍ରିଂ କଥ୍ୟ ଜ୍ଞାତବତୀ ?
4. अहं किं करिष्यसि ?
ଅହଂ କିଂ କରିଷ୍ୟସି ?
उत्तर :
ଅହଂ କିଂ କରିଷ୍ୟାମି ?
5. त्वं मगधस्य प्रधानामात्यः भविष्यति ।
ବଂ ମଗଧସ୍ୟ ପ୍ରଧାନାମାତ୍ୟ ଭବିଷ୍ୟତି।
उत्तर :
ବଂ ମଗଧସ୍ୟ ପ୍ରଧାନାମାତ୍ୟ ଭବିଷ୍ୟସି ।
6. एतत् तु आनन्दस्य विषयः।
ଏତତ୍ର ତୁ ଆନନ୍ଦସ୍ୟ ବିଷୟଃ ।
उत्तर :
ଏଷ ତୁ ଆନନ୍ଦସ୍ୟ ବିଷୟ ।
7. जना: ज्येष्ठ श्रेष्ठा: च भवन्ति ।
ଜନଃ ଜ୍ୟେଷ୍ଠ ଶ୍ରେଷ୍ଠ ଚ ଭବନ୍ତି।
उत्तर :
ଜନଃ ଜ୍ୟେଷ୍ଠ ଶ୍ରେଷ୍ଠ ଚ ଭବନ୍ତି ।
8. एषः मम आशीर्वचनम् ।
ଏଷ ମମ ଆଶୀର୍ବଚନମ୍।
उत्तर :
ଏତତ୍ ମମ ଆଶୀର୍ବଚନମ୍।
9. चाणक्य: कौटिल्य रूपेण ख्यातम् अभवत् ।
ଚାଣକ୍ୟ କୌଟିଲ୍ୟ ରୂପେଣ ଖ୍ୟାତମ୍ ଅଭବତ୍ ।
उत्तर :
ଚାଣକ୍ୟ କୌଟିଲ୍ୟ ରୂପେଣ ଖ୍ୟାତଃ ଅଭିବତ୍।
10. चन्द्रगुप्तं हस्ते शासनभारं समर्पितवान् ।
ଚନ୍ଦ୍ରଗୁପ୍ତ ହସ୍ତେ ଶାସନଭାରଂ ସମର୍ପିତବାନ୍ ।
उत्तर :
ଚନ୍ଦ୍ରଗୁପ୍ତସ୍ୟ ହସ୍ତେ ଶାସନଭାରଂ ସମର୍ପିତବାନ୍ ।
11. नन्दवंशस्य विलोपः कृतवान् ।
ନନ୍ଦବଂଶସ୍ୟ ବିଲୋପଃ କୃତବାନ୍ ।
उत्तर :
ନନ୍ଦବଂ ଶସ୍ୟ ବିଲୋପମ୍ କୃତବାନ୍ ।
12. लोकाः त्वां सर्वदा स्मरिष्यति ।
ଲୋକାଂ ତାଂ ସର୍ବଦା ସୁରିଷ୍ୟତି ।
उत्तर :
ଲୋକାଂ ତାଂ ସର୍ବଦା ସ୍ମରିଷ୍ୟନ୍ତ ।
13. इतिहासे तव नामं स्थास्यति ।
ଇତିହାସେ ତବ ନାମଂ ସ୍ୱାସ୍ୟତି I
उत्तर :
ଇତିହାସେ ତବ ନାମ ସ୍ଵାସ୍ୟତି |
14. कीदृशः सौभाग्यम् ?
ଜୀଦୃଶଃ ସୌଭାଗ୍ୟମ୍ ?
उत्तर :
କୀଦୃଶଂ ସୌଭାଗ୍ୟମ୍ ?
15. त्वं एषः कथं ज्ञातवती ?
ବଂ ଏଷ କଥା ଜ୍ଞାତବତୀ ?
उत्तर :
ଦଂ ଏତତ୍ କଥା ଜ୍ଞାତବତୀ ?
सन्ध्रिविच्छेदं कुरुत। (ସନ୍ଧିବିଚ୍ଛେଦଂ କୁରୁତ।)
- प्रधानामात्यः (ପ୍ରଧାନମାତ୍ୟ) = ପ୍ରଧାନ + ଅମାତ୍ୟ
- तथैव (ତଥୈବ) = ତଥା + ଏବ
- कालान्तरे (କାଳାନ୍ତରେ) = କାଳ + ଅନ୍ତରେ
सन्धिं कुरुत। (ସନ୍ଧି କୁରୁତ।)
1. जन्मभूमि: + च = जन्मभूमिश्व
ଜନ୍ମଭୂମି + ଚ = ଜନ୍ମଭୂମିଣ୍ଟ
2. स्वर्गात् + अपि = स्वर्गादपि
ସ୍ଵର୍ଗତ୍ + ଅପି = ସ୍ବର୍ଗାଦପି
3. किम् + अर्थम् = किमर्थम्
କିମ୍ + ଅର୍ଥମ୍ = କିମର୍ଥମ୍
क्रियापदं निर्वाचयत । (କ୍ରିୟାପଦଂ ନିର୍ବାଚୟତ।)
त्वम्, क्रन्दसि, भविष्यति, अहम्, करिष्यामि, प्रधानामात्य:, ज्ञातवती, भवन्ति, जऩी:, चाणक्य:।
ତୁମ, କ୍ରନ୍ଦସି, ଭବିଷ୍ୟତି, ଅହମ୍, କରିଷ୍ୟାମି, ପ୍ରଧାନାମାତ୍ୟ, ଜ୍ଞାତବତୀ, ଭବନ୍ତି, ଜନା, ଚାଣକ୍ୟ ।
उत्तर :
କୁନ୍ଦସି, ଭବିଷ୍ୟତି, କରିଷ୍ୟାମି, ଜ୍ଞାତବତୀ, ଭବନ୍ତି।
कर्तृपदं चिनुत । (କର୍ତ୍ତୃପଦଂ ଚିନୁତ।)
जननी, स्थास्यति, लोका:, अभवत्, माता, अस्ति, चिह्नम् क्रन्दामि, अहम् करिष्यामि ।
ଜନନୀ, ସ୍ଵାସ୍ୟତି, ଲୋକ, ଅଭବତ୍, ମାତା, ଅସ୍ଥି, ଚିହ୍ନମ୍, କ୍ରନ୍ଦାମି, ଅହମ୍, କରିଷ୍ୟାମି ।
उत्तर :
ଜନନୀ, ଲୋକା, ମାତା, ଚିହ୍ନମ୍, ଅହମ୍ ।
शब्दानां मातृभाषया अर्थान् लिखत।
(ଶବ୍ଦାନାଂ ମାତୃଭାଷୟା ଅର୍ଥାନ୍ ଲିଖିତ ।)
- दृष्ट्वा (ଦୃଷ୍ଟା) – ଦେଖୁ
- हस्तेन (ହସ୍ତନ ) – ହାତରେ
- प्रदर्श्य (ପ୍ରଦଶ୍ୟ) – ଦେଖାଇ
- किमर्थम् (କିମର୍ଥମ୍) – କାହିଁକି ?
- दृश्यते (ଦୃଶ୍ୟତେ) – ଦେଖାଯାଏ
- नेत्राभ्याम् (ନେତ୍ରାଲ୍ୟାମ) – ଆଖଦୁଇଟିରୁ
- कालान्तरे (କାଳାନ୍ତରେ) – ସମୟକ୍ରମେ
Subjective
निजभाषया प्रायश: दशभि: वाक्यै उत्तरं लिखत ।
(ନିଜଭାଷୟ ପ୍ରାୟଶଃ ଦଶତିଃ ବାକ୍ୟ ଉତ୍ତରଂ ଲିଖତ।)
1. निजभाषया प्रायंशः दशभि: वाक्यै: उत्तरं लिखत ।
ଚାଣକ୍ୟ ମାତୃଭନ୍ତଃ ଇତି ଆଲୋଚୟତ ।
उत्तर :
ଜନନୀ ଓ ଜନ୍ମଭୂମି ସ୍ଵର୍ଗଠାରୁ ମଧ୍ୟ ବଡ଼ ଅଟନ୍ତି । ଏହାର ପ୍ରମାଣ ଏକ ସତ୍ୟ ଘଟଣାସୂତ୍ରରୁ ମିଳିଛି ।
ଥରେ ଋଣକ୍ୟଙ୍କ ମାତା କାନ୍ଦୁଥିଲେ । କାରଣ ସେ ନିଜ ପୁତ୍ରର ସୌଭାଗ୍ୟକୁ ଦେଖୁ ଦୁଃଖତ ଥିଲେ । ସେ ଜାଣିବାକୁ ପାଇଲେ ଯେ ପୁତ୍ର ଋଣକ୍ୟଙ୍କ ହାତରେ ମଗଧର ନିର୍ମାଣ ହେବ । ସେ ମଗଧର ପ୍ରାଧାନମାତ୍ୟ ହେବ। ପୁତ୍ର ମାଆଙ୍କ କ୍ରନ୍ଦନ ଦେଖୁ କାରଣ ଜାଣିବାକୁ ଇଚ୍ଛାକରି ମାଆଙ୍କ ମୁଖରୁ ନିଜ ସୌଭାଗ୍ୟ ବିଷୟରେ ଶୁଣିଲେ । ସେହି ସୌଭାଗ୍ୟ ଚିହ୍ନ ଋଣକ୍ୟଙ୍କ ସମ୍ମୁଖ ଦନ୍ତରେ ଥିଲା। ମାଆ ଦୁଃଖତ ଥିଲେ କାରଣ ସେ ଚିନ୍ତା କରୁଥିଲେ ଯେ ଲୋକମାନେ ଯେତେବେଳେ ଜ୍ୟେଷ୍ଠ ଓ ଶ୍ରେଷ୍ଠ ହୋଇଯାଆନ୍ତି ସେତେବେଳେ ସେମାନେ ନିଜ ଲୋକଙ୍କୁ ପଚାରନ୍ତି ନାହିଁ । ଭୁଲିଯାଆନ୍ତି। ସେହିପରି ତାଙ୍କ ପୁତ୍ର ମଧ୍ୟ ଦିନେ ତାଙ୍କୁ ଭୁଲିଯିବେ ।
କିନ୍ତୁ ଋଣକ୍ୟ ଯେତେବେଳେ ଏସବୁ ଜାଣିଲେ ସେ ସଙ୍ଗେ ସଙ୍ଗେ ନିଜ ମାଆଙ୍କ ଦୁଃଖ ଦୂର କରିବାପାଇଁ ଏକ ପ୍ରସ୍ତରରେ ନିଜ ସମ୍ମୁଖ ଦନ୍ତରେ ଥିବା ସୌଭାଗ୍ୟ ଚିହ୍ନକୁ ଭାଙ୍ଗିଦେଲେ। ଏହା ଦେଖୁ ମାଆ ଆଶ୍ଚର୍ଯ୍ୟଚକିତ ହୋଇଗଲେ ଏବଂ ତାଙ୍କ ଆଖରୁ ଲୋତକଧାରା ବହିବାକୁ ଲାଗିଲା।
ଋଣକ୍ୟଙ୍କ ମାତା ଆନନ୍ଦର ସହ ଋଣକ୍ୟଙ୍କୁ ଆଶୀର୍ବାଦ ଦେଲେ ଯେ ତାଙ୍କ ହସ୍ତରେ ମାତୃଭୂମିର ମଙ୍ଗଳ ହେବ ଓ ଦେଶର ଇତିହାସରେ ତାଙ୍କ ନାମ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ ।
ଋଣକ୍ୟଙ୍କ ଏପରି କାର୍ଯ୍ୟରୁ ସ୍ପଷ୍ଟ ଜଣାପଡ଼େ ଯେ ସେ ଜଣେ . ମାତୃଭକ୍ତ ଥିଲେ ।
मातृभाषया अनुवादं कुरुत।
(ମାତୃଭାଷୟ ଅନୁବାଦଂ କୁରୁତ।)
1. चाणक्य: – मातः ! त्वं क्रन्दसि ?
ଚାଣକ୍ୟ – ମାତଃ ! ବଂ କ୍ରନ୍ଦସି ?
ଅନୁବାଦ: ମାଆ ! ତୁ କାନ୍ଦୁଛୁ ?
2. माता आं पुत्र! तव सौभाग्यं दृष्ट्वा क्रन्दामि ।
ମାତା – ଆଂ ପୁତ୍ର ! ତବ ସୌଭାଗ୍ୟ ଦୃଷ୍ଟା କୁନ୍ଦାମି ।
ଅନୁବାଦ: ହଁରେ ପୁଅ ! ତୋର ସୌଭାଗ୍ୟ ଦେଖୁ କାନ୍ଦୁଛି ।
3. चाणक्यः कीदृशं सौभाग्यम् ?
ଚାଣକ୍ୟ – କୀଦୃଶଂ ସୌଭାଗ୍ୟମ୍ ?
ଅନୁବାଦ: କିପରି ସୌଭାଗ୍ୟ ?
4. चाणक्यः – किन्तु मातः ! अहं किं करिष्यामि ?
ଚାଣକ୍ୟ – କିନ୍ତୁ ମାତଃ ! ଅହଂ କିଂ କରିଷ୍ୟାମି ?
ଅନୁବାଦ: କିନ୍ତୁ ମାଆ ମୁଁ କ’ଣ କରିବି ?
5. माता पुत्र ! त्वं मगधस्य प्रधानामात्यः भविष्यसि 1
ମାତା – ପୁତ୍ର ! ବଂ ମଗଧସ୍ୟ ପ୍ରଧାନାମାତ୍ୟ ଭବିଷ୍ୟସି ।
ଅନୁବାଦ: ପୁଅ ! ମଗଧର ପ୍ରଧାନ ଅମାତ୍ୟ ହେବୁ ।
6. माता – अरे! समाजे एवं दृश्यते ।
ମାତା – ଅରେ ! ସମାଜେ ଏବଂ ଦୃଶ୍ୟତେ ।
ଅନୁବାଦ: ମାଆ – ଆରେ ! ସମାଜରେ ଏହିପରି ଦେଖାଯାଏ ।
7. यदा जनाः ज्येष्ठा श्रेष्ठाः च भवन्ति, तदा निजलोकान् न पृच्छन्ति; विस्मरन्ति एव ।
ଯଦା ଜନଃ ଜ୍ୟେଷ୍ଠ ଶ୍ରେଷ୍ଠ ର୍ଚ ଭବତି, ତଦା ନିଜଲୋକାନ୍ ନ ପୂଛନ୍ତି; ବିସ୍ମରତି ଏବ।
ଅନୁବାଦ: ଯେତେବେଳେ ଲୋକମାନେ ଜ୍ୟେଷ୍ଠ ଓ ଶ୍ରେଷ୍ଠ ହୁଅନ୍ତି ସେତେବେଳେ ନିଜ ଲୋକଙ୍କୁ ପଚାରନ୍ତି ନାହିଁ; ବରଂ ଭୁଲିଯାଆନ୍ତି ।
8. चाणक्य:- ‘एवं वा ? तर्हि पश्य (इति कथयन् बालः चाणक्यः प्रस्तरेण दन्तम् उत्पाटितवान्) 1
ଚାଣକ୍ୟ – ‘ଏବଂ ବା ? ତହିଁ ପଣ୍ୟ (ଇତି କଥୟନ୍ ବାଜଃ ଚାଣକ୍ୟ ପ୍ରସ୍ତରଣ ଦନ୍ତମ୍ ଉତ୍ପାଟିତବାନ୍)।
ଅନୁବାଦ: ଚାଣକ୍ୟ – ଏମିତି କି ? ତେବେ ଦେଖ (ବୋଲି କହି ବାଳକ ଚାଣକ୍ୟ ପଥରରେ ଦାନ୍ତ ଭାଙ୍ଗିଦେଲେ)।
9. एतत् दृष्ट्वा माता आश्चर्य्यान्विता अभवत् ।
ଏତତ୍ ଦୃଷ୍ଟା ମାତା ଆଶ୍ଚର୍ଯ୍ୟାନ୍ବିତା ଅଭବତ୍ ।
ଅନୁବାଦ: ଏହା ଦେଖି ମାଆ ଆଶ୍ଚର୍ଯ୍ୟାନ୍ବିତ ହେଲେ।
10. माता – ‘‘पुत्र! तव हस्तेन मातृभूमे : मंगलं भविष्यति।
ମାତା – ‘‘ପୁତ୍ର ! ତବ ହସ୍ତେନ ମାତୃଭୂମେ ମଙ୍ଗଳଂ ଭବିଷ୍ଯତି ।
ଅନୁବାଦ: ମାଆ – ପୁଅ ! ତୋ ହାତରେ ମାତୃଭୂମିର ମଙ୍ଗଳ ହେବ ।
11. देशस्य इतिहासे तव नाम स्थास्यति ।
ଦେଶସ୍ୟ ଇତିହାସେ ତବ ନାମ ସ୍ମାସ୍ୟାତି ।
ଅନୁବାଦ: ଦେଶର ଇତିହାସରେ ତୋର ନାମ ରହିବ ।
12. लोका: त्वां सर्वदा स्मरिष्यन्ति ।
ଲୋକାଂ ତାଂ ସର୍ବଦା ସ୍ମରିଷ୍ୟତି।
ଅନୁବାଦ : ଲୋକମାନେ ତୋତେ ସବୁବେଳେ ମନେପକାଇବେ ।
13. एतद् मम आशीर्वचनम् इति सा-कथितवती ।
ଏତଦ୍ ମମ ଆଶୀର୍ବଚନମ୍ ଇତି ସା କଥୁତବତୀ ।
ଅନୁବାଦ: ଏହା ମୋର ଆଶୀର୍ବଚନ ବୋଲି ସେ କହିଥିଲେ ।
14. सः राजनीतिशास्त्राणि अर्थशास्त्राणि च संस्कृतेन रचितवान्, नन्दवंशस्य विलोपं च कृतवान् ।
ସ୍ୱ ରାଜନୀତିଶାସ୍ତ୍ରାଣି ଅର୍ଥଶାସ୍ତ୍ରାଣି ଚ ସଂସ୍କୃତେନ ରଚିତବାନ୍, ନନ୍ଦବଂଶସ୍ୟ ବିଲୋପଂ ଚ କୃତବାନ୍ ।
ଅନୁବାଦ: ସେ ରାଜନୀତି ଶାସ୍ତ୍ର ଏବଂ ଅର୍ଥ ଶାସ୍ତ୍ର ସଂସ୍କୃତଭାଷାରେ ରଚନା କରିଥିଲେ ଏବଂ ନନ୍ଦବଂଶର ବିଲୋପ କରିଥିଲେ ।
15. चन्द्रगुप्तस्य हस्ते शासनभारम् अपितवान् 1
ଚନ୍ଦ୍ରଗୁପ୍ତସ୍ୟ ହସ୍ତେ ଶାସନଭାରମ୍ଭ ଅର୍ପିତବାନ୍ ।
ଅନୁବାଦ: ଚନ୍ଦ୍ରଗୁପ୍ତଙ୍କ ହାତରେ ଶାସନଭାର ଅର୍ପଣ କରିଥିଲେ ।
16. सः रामायणस्य वाक्यम् उद्घोषितवान् जननी जन्मभूमिश्च स्वर्गादपि गरीयसी ।
ସ୍ୱ ରାମାୟଣସ୍ୟ ବାକ୍ୟମ୍ ଉଦ୍ଘୋଷିତବାନ୍ – ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।
ଅନୁବାଦ: ସେ ରାମାୟଣର ବାକ୍ୟ ଘୋଷଣା କରିଥିଲେ – ‘‘ ଜନନୀ ଓ ଜନ୍ମଭୂମି ସ୍ବର୍ଗଠାରୁ ମହାନ୍।’’
संस्कृतभाषया अनुवादं कुरुत।
(ସଂସ୍କୃତଭାଷୟା ଅନୁବାଦଂ କୁରୁତ।)
1. ଚାଣକ୍ୟଙ୍କ ମା’ କାନ୍ଦୁଥିଲେ ।
उत्तर :
चाणक्यस्य माताअक्रन्दत्/क्रन्दितवती ।
ଚାଣକ୍ୟସ୍ୟ ମାତା ଅକ୍ରନ୍ଦତ୍ । କ୍ରନ୍ଦିତବତୀ।
2. ପୁଅ ! ତୁ ମଗଧର ପ୍ରଧାନମନ୍ତ୍ରୀ ହେବୁ ।
उत्तर :
पुत्र! त्वं मगधस्यप्रधानामात्य: भविष्यति।
ବଂ ମଗଧସ୍ୟ ପ୍ରଧାନାମାତ୍ୟ ଭବିଷ୍ଯତି ।
3. ତୋ ଛାମୁଦାନ୍ତରେ ସୌଭାଗ୍ୟର ଚିହ୍ନ ଅଛି ।
तव सम्मुखदन्ते सौभाग्यस्य चिह्नम् अस्ति।
उत्तर :
ତବ ସମ୍ମୁଖଦନ୍ତେ ସୌଭାଗ୍ୟସ୍ୟ ଚିହ୍ନମ୍ ଅସ୍ଥି ।
4. ଚାଣକ୍ୟ ପଥରରେ ଦାନ୍ତଗୁଡ଼ିକୁ ଭାଙ୍ଗିଦେଲେ ।
उत्तर :
चाणक्यः प्रस्तरेण दन्तान् त्रोटितवान्।
ଚାଣକ୍ୟ ପ୍ରସ୍ତରେଣ ଦନ୍ତାନ୍ ତ୍ରୋଟିତବାନ୍।
5. ମା’ର ଆଖରୁ ଲୋତକ ଆସିଲା ।
उत्तर :
मातुः नयनाभ्यां लोतकानिआगच्छन्।
ମାତୁଃ ନୟନାଭାଂ ଲୋତକାନି ଆଗଛନ୍ତି।
6. ଦେଶର ଇତିହାସରେ ତୁମ ନାମ ରହିବ।
देशस्य इतिहासे तवनाम स्थास्यति।
उत्तर :
ଦେଶସ୍ୟ ଇତିହାସେ ତବ ନାମ ସ୍ଵାସ୍ୟାତି ।
7. ଚାଣକ୍ୟ ନନ୍ଦବଂଶର ବିଲୋପ କରିଥିଲେ ।
चाणक्य: नन्दवंशस्य विलोपं कृतवान्।
उत्तर :
ଚାଣକ୍ୟ ନନ୍ଦବଂଶସ୍ୟ ବିଲୋପଂ କୃତବାନ୍।
प्रथम अनुच्छेदः (ପ୍ରଥମ ଅନୁଚ୍ଛେଦଃ)
- चाणक्य: – मातः ! त्वं क्रन्दसि ?
- माता – आम् पुत्र ! तव सौभाग्यं दृष्टवा क्रन्दामि ।
- चाणक्यः – कीदृशं सौभाग्यम् ?
- माता – तव हस्तेन मगधस्य निर्माणं भविष्यति ।
- चाणक्य: – किन्तु मातः ! अहं किं करिष्यामि ?
- माता – पुत्र!त्वंमगंधस्य प्रधानामात्यःभविष्यसि ।
- चाणक्यः – मात: ! त्वम् एतत् कथं ज्ञातवती ?
- माता – (दर्पणं प्रदर्श्य) प्रश्य पुत्र ! तव सम्मुखदन्ते सौभाग्यस्य चिह्नम् अस्ति।
- चाणक्यः – किन्तु मातः! एषः तु आनन्दस्य विषयः। त्वं किमर्थं क्रन्दसि ?
(ପ୍ରଥମ ଅନୁଚ୍ଛେଦ)
- ଚାଣକ୍ୟ – ମାତଃ ! ତଂ କ୍ରନ୍ଦସି ?
- ମାତା – ଆମ୍ବ ପୁତ୍ର ! ତବ ସୌଭାଗ୍ୟ ଦୃଷ୍ଟି କ୍ରନ୍ଦାମି ।
- ଚାଣକ୍ୟ – କୀଦୃଶ ସୌଭାଗ୍ୟମ୍ ?
- ମାତା – ତବ ହସ୍ତେନ ମଗଧସ୍ୟ ନିର୍ମାଣଂ ଭବିଷ୍ୟତି।
- ଚାଣକ୍ୟ – କିନ୍ତୁ ମାତଃ ! ଅହଂ କିଂ କରିଷ୍ୟାମି ?
- ମାତା – ପୁତ୍ର ! ବଂ ମଗଧସ୍ୟ ପ୍ରଧାନାମାତ୍ୟ ଭବିଷ୍ୟସି ।
- ଚାଣକ୍ୟ – ମାତଃ ! ତୁମ୍ ଏତତ୍ କଥ୍ୟ ଜ୍ଞାତବତୀ ?
- ମାତା – (ଦର୍ପଣଂ ପ୍ରଦର୍ଶ) ପଶ୍ୟ ପୁତ୍ର ! ତବ ସମ୍ମୁଖଦନ୍ତେ ସୌଭାଗ୍ୟସ୍ୟ ଚିହ୍ନମ୍ ଅସ୍ଥି ।
- ଚାଣକ୍ୟ – କିନ୍ତୁ ମାତଃ ! ଏଷ ତୁ ଆନନ୍ଦସ୍ୟ ବିଷୟ । ବଂ କିମର୍ଥ୍ୟ କ୍ରନ୍ଦସି ?
ସନ୍ଧି ବିଚ୍ଛେଦ
ପ୍ରଧାନାମାତ୍ୟ = ପ୍ରଧାନ + ଅମାତ୍ୟ
ଶବ୍ଦାର୍ଥ
- ସହ – ସହିତ
- ଦୃଷ୍ଟା – ଦେଖ
- କୀଦୃଶଂ – କିପରି
- କଅଂ – କିପରି
- ଜ୍ଞାତବତୀ – ଜାଣିଲ
- ପ୍ରଦଶ୍ୟ – ଦେଖାଇ।
ଅନୁବାଦ
(ଶିଶୁ ଚାଣକ୍ୟଙ୍କର ମାଆଙ୍କ ସହିତ ସମ୍ଭାଷଣ)
- ଚାଣକ୍ୟ – ମାଆ ! ତୁ କାନ୍ଦୁଛୁ ?
- ମାଆ – ଆରେ ପୁଅ ! ତୋର ସୌଭାଗ୍ୟ ଦେଖୁ କାନ୍ଦୁଛି ।
- ଚାଣକ୍ୟ – କିପରି ସୌଭାଗ୍ୟ ?
- ମାଆ – ତୁମ ହାତରେ ମଗଧର ନିର୍ମାଣ ହେବ ।
- ଚାଣକ୍ୟ – କିନ୍ତୁ ମାଆ ! ମୁଁ କ’ଣ କରିବି ?
- ମାଆ – ପୁଅ ! ମଗଧର ପ୍ରଧାନ ଅମାତ୍ୟ ହେବୁ ।
- ଚାଣକ୍ୟ – ମାଆ ! ତୁ ଏହା କିପରି ଜାଣିଲୁ ?
- ମାଆ – (ଦର୍ପଣ ଦେଖାଇ) ଦେଖ ପୁଅ ! ତୋର ଆଗଦାନ୍ତରେ ସୌଭାଗ୍ୟର ଚିହ୍ନ ଅଛି ।
- ଚାଣକ୍ୟ – କିନ୍ତୁ ମାଆ ! ଏହା ତ ଆନନ୍ଦର କଥା । ତୁ କାନ୍ଦୁଛୁ କାହିଁକି ?
द्वितीय अनुच्छेदः (ଦ୍ଵିତୀୟ ଅନୁଚ୍ଛେଦଃ)
माता – अरे ! समाजे एवं दृश्यते । यदा जना: ज्येष्ठाः श्रेष्ठा: च भवन्ति, तदा निजलोकान् न पृच्छन्ति । विस्मरन्ति एव । तथैव त्वं मां विस्मरिष्यसि । एषा हि मम दुश्चिन्ता । (इति कथयित्वा दु:खं प्रकटितवती)
चाणक्यः – ‘एवं वा?’ तर्हि पश्य इति कथयन् बालः चाणक्यः प्रस्तरेण दन्तम् उत्पाटितवान् । क्षणेन एव मातुः दुःखं दूरीकृतवान् । एतत् दृष्ट्वा माता आश्चर्यान्विता अभवत् । तस्याः नेत्राभ्यां लोतकबिन्दवः निर्गताः।
माता – “पुत्रः तव हस्तेऩ मातृभूमेः मक्नलं भविष्यति । देशस्य इतिहासे तव नाम स्थास्यति । लोकाः त्वां स्मरिष्यन्ति । एतद् मम आशीर्वचनम्’।
कालान्तरे एषः चाणक्यः कौटिल्यरूपेण ख्यातः अभवत् । सः राजनीतिशास्त्राणि अर्थशास्त्राणि च संस्कृतेन रचितवान्, नन्दवंशस्य विलोपं च कृतवान् । चन्द्रगुप्सस्य हस्ते शासनभारम् अर्पितवान् । सः रामायणस्य वाक्यम् उद्घोषितवान् –
“जननी जन्मभूमिश्च स्वर्गादपि गरीयसी ।”
ମାତା – ଅରେ ! ସମାଜେ ଏବଂ ଦୃଶ୍ୟତେ । ଯଦା ଜନଃ ଜ୍ୟେଷ୍ଠା ଶ୍ରେଷ୍ଠ ଚ ଭବନ୍ତି, ତଦା ନିଜ ଲୋକାନ୍ ନ ପୃଚ୍ଛନ୍ତି, ବିସ୍ମରନ୍ତି ଏବ । ଅତଃ ତଥୈବ ତଂ ମାଂ ବିସ୍ମରିଷ୍ୟସି । ଏଷା ହି ମମ ଦୁଶ୍ଚିନ୍ତ । । (ଇତି କଥୟିତ୍ୱ ଦୁଃଖ ପ୍ରକଟିତବତୀ)
ଚାଣକ୍ୟ – ‘ଏବଂ ବା ? ତହିଁ ପଣ୍ୟ ଇତି କଥୟନ୍ ବାଲ୍ୟ ଚାଣକ୍ୟ ପ୍ରସ୍ତରେଣ ଦନ୍ତମ୍ ଉଦ୍ଘାଟିତବାନ୍। କ୍ଷଣେନ ଏବ ମାତୁଃ ଦୁଃଖ ଦୂରୀକୃତବାନ୍ । ଏତତ୍ ଦୃଷ୍ଟା ମାତା ଆଶ୍ଚର୍ଯ୍ୟାନ୍ବିତା ଅଭବତ୍ । ତସ୍ୟା ନେତ୍ରଜ୍ୟା ଲୋତକବିନ୍ଦନଃ ନିର୍ଗତଃ।
ମାତା – ‘ପୁତ୍ର ! ତବ ହସ୍ତେ ମାତୃଭୂମେ ମଙ୍ଗଳ ଭବିଷ୍ୟତି। ଦେଶସ୍ୟ ଇତିହାସେ ତବ ନାମ ସ୍ଥାବ୍ୟତି । ଲୋକାଂ ତାଂ ସର୍ବଦା ସ୍ମରିଷ୍ୟନ୍ତ । ଏତଦ୍ ମମ ଆଶୀର୍ବଚନମ୍’ ଇତି ସା କଥୁତବତୀ ।
କାଳାନ୍ତ ରେ ଏଷ ଚାଣକ୍ୟ କୌଟିଲ୍ୟରୂପେର୍ଣ ଖ୍ୟାତଃ ଅଭବତ୍। ସ ରାଜନୀତିଶାସ୍ତ୍ରାଣି ଅର୍ଥଶାସ୍ତ୍ରାଣି ଚ ସଂସ୍କୃତେନ ରଚିତବାନ୍, ନନ୍ଦବଂଶସ୍ୟ ବିଲୋପଂ ଚ କୃତବାନ୍। ଚନ୍ଦ୍ରଗୁପ୍ତସ୍ୟ,ହସ୍ତେ ଶାସନଭାରମ୍ ଅର୍ପିତବାନ୍ । ଡଃ ରାମାୟଣସ୍ୟ ବାକ୍ୟମ୍ ଉଦ୍ଘୋଷିତବାନ୍ ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ ।
ସନ୍ଧି ବିଚ୍ଛେଦ
- ତଥୈବ = ତଥା + ଏବ
- କାଳାନ୍ତରେ = କାଳ + ଅନ୍ତର
- ଜନ୍ମଭୂମିଶ୍ଚ = ଜନ୍ମଭୂମି + ଚ
- ସ୍ବର୍ଗାଦପି = ସ୍ଵର୍ଗତ୍ + ଅପି
- ପ୍ରଧାନାମାତ୍ୟ = ପ୍ରଧାନ + ଅମାତ୍ୟ
ଶବ୍ଦାର୍ଥ
- ଏବଂ – ଏହିପରି
- ଦୃଶ୍ୟତେ – ଦେଖାଯାଏ
- ଯଦା – ଯେତେବେଳେ
- ବିସ୍ମରନ୍ତି – ଭୁଲିଯାଆନ୍ତି
- ଅତଃ – ଏଣୁ
- ତଥୈବ – ସେହିପରି
- ଏବଂ ବା – ଏମିତି କି ?
- କଥୟନ୍ – କହି
- ଉତ୍ପାଟିତବାନ୍ – ଓପାଡ଼ିଦେଲେ
- ନିର୍ଗତଃ – ବାହାରିଲା
- ସ୍ଥାସ୍ୟତି – ରହିବ
- ଖ୍ୟାତଃ – ପ୍ରସିଦ୍ଧ
- ଅର୍ପିତବାନ୍ – ଅର୍ପଣକଲେ
- ଗରୀୟସୀ – ମହାନ୍ତି
- ପ୍ରଧାନାମାତ୍ୟ – ପ୍ରଧାନମନ୍ତ୍ରୀ
- କଥୟନ୍ – କହି
ଅନୁବାଦ
ମାଆ – ଆରେ ! ସମାଜରେ ଏହିପରି ଦେଖାଯାଏ । । ଯେତେବେଳେ ଲୋକମାନେ ଜ୍ୟେଷ୍ଠ ଓ ଶ୍ରେଷ୍ଠ ହୁଅନ୍ତି ସେତେବେଳେ ନିଜଲୋକଙ୍କୁ ପଚାରନ୍ତି ନାହିଁ । ବରଂ ଭୁଲିଯାଆନ୍ତି । ଏଣୁ ତୁ ସେହିପରି ମୋତେ ଭୁଲିଯିବୁ। ଏହା ହିଁ ମୋର ଦୁଶ୍ଚିନ୍ତ। । (ଏହିପରି କହି ଦୁଃଖ ପ୍ରକାଶ କଲେ ।)
ଚାଣକ୍ୟ – ଏମିତି କି ? ତେବେ ଦେଖ ବୋଲି କହି ବାଳକ ଚାଣକ୍ୟ ପଥରରେ ଦାନ୍ତ ହାଙ୍ଗି ଦେଲେ । କ୍ଷଣକରେ ହିଁ ମାଆର ଦୁଃଖ ଦୂରକଲେ । ଏହା ଦେଖୁ ମାଆ ଆଶ୍ଚର୍ଯ୍ୟାନ୍ବିତ ହେଲେ। ତାଙ୍କର ଆଖୁରୁ ଲୋତକବିନ୍ଦୁ ଝରିଆସିଲା ।
ମାଆ – ପୁଅ ! ତୋ ହାତରେ ମାତୃଭୂମିର ମଙ୍ଗଳହେବ ।
ଦେଶରେ ଇତିହାସରେ ତୋର ନାମ ରହିବ । ଲୋକମାନେ ତୋତେ ସବୁବେଳେ ମନେପକାଇବେ । ଏହା ମୋର ଆଶୀର୍ବଚନ ବୋଲି ସେ କହିଥିଲେ । ପରବର୍ତୀ ସମୟରେ ଏହି ଚାଣକ୍ୟ କୋଟିଲ୍ୟରୂପେ ପ୍ରସିଦ୍ଧ ହେଲେ । ସେ ରାଜନୀତିଶାସ୍ତ୍ର ଏବଂ ଅର୍ଥଶାସ୍ତ୍ର ସଂସ୍କୃତହାଷାରେ ରଚନା କରିଥିଲେ ଏବଂ ନନ୍ଦବଂଶର ବିଲୋପ କରିଥିଲେ । ଚନ୍ଦ୍ରଗୁପ୍ତଙ୍କ ହାତରେ ଶାସନଭାର ଅର୍ପଣ କରିଥିଲେ । ସେ ରାମାୟଣର ବାକ୍ୟ ଘୋଷଣା କରିଥିଲେ ।
“ ଜନନୀ ଓ ଜନ୍ମଭୂମି ସ୍ଵର୍ଗଠାରୁ ମହାନ।”
कर्तृपदानि :
चाफक्य:, माता, चिह्नम्, विषय:, जना:
ଚାଣକ୍ୟ, ମାତା, ଚିହ୍ନମ, ବିଷୟ, ଜନାଃ
क्रियापदानि :
क्रन्दसि भविष्यसि, विस्मरष्यिसि, स्थास्यति, स्मरिष्यन्ति
କ୍ରନ୍ଦସି, ଭବିଷ୍ୟସି, ବିସ୍ମରିଷ୍ୟସି, ସ୍ଵାସ୍ୟତି, ସ୍ମରିଷ୍ୟନ୍ତ
शब्दार्थः
- सौभाग्यं – उत्तमभाग्यम्
ସୌଭାଗ୍ୟମ୍ – ଉତ୍ତମଭାଗ୍ୟମ୍ (ଉତ୍ତମଦ୍ଭାଗ୍ୟ) - ज्ञातवती – अवगतवती
ଜ୍ଞାତବତୀ – ଅବଗତବତୀ (ଜାଣିଲେ) - विस्मरिष्यसि – विस्मरणं करिष्यसि
ବିସ୍ମରିଷ୍ଯସି – ବିସ୍ମରଣଂ କରିଷ୍ଯସି (ଭୁଲିଯିବୁ) - उत्पाटितवान् – उत्पाटनं कृतवान्
ଉତ୍ପାଟିତବାନ୍ – ଉତ୍ପାଟନଂ କୃତବାନ୍ (ଓପାଡ଼ିଦେଲେ) - रचितवान्- लिखितवान्
ରଚିତବାନ୍ – ଲିଖୁଦବାନ୍ (ଲେଖୁଥିଲେ)