Odisha State Board BSE Odisha 8th Class Sanskrit Solutions Chapter 14 ରାଷ୍ଟ୍ରବନ୍ଦନମ୍ Textbook Exercise Questions and Answers.
BSE Odisha Class 8 Sanskrit Solutions Chapter 14 ରାଷ୍ଟ୍ରବନ୍ଦନମ୍
1. मातृभाषयाअर्धं लिखत।
ମାତୃଭାଷୟ ଅର୍ଥା ଲିଖିତ । (ମାତୃଭାଷାରେ ଅର୍ଥ ଲେଖା ।)
(मनुजाः, भवतात्, उत्पतने, मम, यत्र)
उत्तर :
- मनुजा: (ମନୁଜା) – ମନୁଷ୍ୟମାନେ
- भवतात् (ଭବତାତ୍) – ହେଉ
- उत्पतने (ଉତ୍ପତନେ) – ଉଡ଼ିବାରେ
- मम (ମମ) – ମୋର
- यत्र (ଯତ୍ର) – ଯେଉଁଠାରେ
2. उाचितपदेन शून्यस्थानं पूरयत।
ଉଚିତପଦେନ ଶୂନ୍ୟସ୍ଥାନଂ ପୂରୟତ । (ଗୋଟିଏ ପଦରେ ଉତ୍ତର ଲେଖ ।)
(क) यत्र पवित्रं ______।
ଯତ୍ର ପବିତଂ ______।
उत्तर :
ବେଦଶ୍ରବଣମ୍
(ख) _____ घोषितवान् ।
________ ଘୋଷିତବାନ୍ ।
उत्तर :
ସ୍ୱରାଜ୍ୟଶପଥ
(ग) स्वतन्त्रतासाधनम् ______।
ସ୍ୱତନ୍ତ୍ରତା ସାଧନମ୍ ______।
उत्तर :
ଅକରୋତ୍
(घ) तत्र पावने ______ देशे ।
ଚନ୍ଦ୍ର ପାବନେ ______ ଦେଶେ ।
उत्तर :
ଭାରତଦେଶେ
(ङ) यत्र मतं समानम् ।
ଯତ୍ର ________ ମତଂ ସମାନମ୍ ।
उत्तर :
ସମସ୍ତଂ
(च) न भवति काऽपि ______।
ନ ଭବତି କାଽପି ______।
उत्तर :
ପରିସୀମା
(छ) यत्र च धर्मे ______ च जनः।
ଯତ୍ର ବ ଧର୍ମ ______ ଚ ଜନଃ ।
उत्तर :
ନ୍ୟାୟ ଚ ଜନଃ
(स्वराज्यशपथम्, न्याये, वेदश्रवणम्, भारते, समस्तम्, परिसीमा)
(ସ୍ଵରାଜ୍ୟଶପଥମ, ନ୍ୟାୟେ, ବେଦଶ୍ରବଣମ, ଭାରତେ, ସମସ୍ତମ୍ଭ, ପରିସୀମା, ଅକରୋତ୍)
3. स्तम्भद्वयं योजयत ।
(ସ୍ତମ୍ଭଦ୍ବୟଂ ଯୋଜୟତ ।) (ସ୍ତମ୍ଭ ମିଳନ କର ।)
‘क’ स्तम्भः | ‘ख’ स्तम्भ: |
यत्र रवीन्द्रो | विमला गज्ञा |
स्वराज्यशपथं | भारतदेशे |
यत्र. प्रवहति | सहोदरा: |
तत्र पावने | घोषितवान् |
मनुजाः सर्वे | मधुरं गानम् |
उत्तर :
4. पद्यानुसारं सज्जीकुरुत ।
(ପଦ୍ୟାନୁସାରଂ ସଜୀକୃତ।) (ପଦ୍ୟଅନୁସାରେ ସଜ୍ଜାଅ ।)
(क) घोषितवान् स्वराज्यशपथम् _______
ଘୋଷିତବାନ୍ ସ୍ୱରାଜ୍ୟଶପଥମ୍ ।
उत्तर :
ସ୍ୱରାଜ୍ୟଶପଥ୍ୟ ଘୋଷିତବାନ୍ ।
(ख) भवति न काऽपि परिसीमा। _______
ଭବତି ନ କାଽପି ପରିସୀମା ।
उत्तर :
ଭବତି ନ କାଽପି ପରିସୀମା ।
(ग) वेदश्रवणं पवित्रं यत्र ________
ବେଦଶ୍ରବଣଂ ପବିତ୍ର ଯତ୍ର ।
उत्तर :
ଯତ୍ର ପବିତ୍ର ବେଦଶ୍ରବଣମ୍ ।
(घ) समस्तं यत्र समानं मतम्। _______
ସମସ୍ତ ଯତ୍ର ସମାନଂ ମତମ୍ ।
उत्तर :
ଯତ୍ର ସମସ୍ତଂ ମତଂ ସମାନମ୍ ।
(ङ) भारतदेशे पावने तत्र। _______
ଭାରତଦେଶ ପାବନେ ତତ୍ର ।
उत्तर :
ତତ୍ର ପାବନେ ଭାରତଦେଶେ ।
(च) सहोदराः सर्वे मनुजाः। _______
ସହୋଦରଃ ସର୍ବେ ମନୁଜାଃ ।
उत्तर :
ମନୁଜାଃ ସର୍ବେ ସହୋଦରଃ ।
5. सन्धिविच्छेदं कुरुत। (ସନ୍ଧିବିଚ୍ଛେଦଂ କୁରୁତ।)
(ସନ୍ଧିବିଚ୍ଛେଦ କର।)
भवतान्मम यत्राहिंसाम्, रवीन्द्र:, काऽपि साधनमकरोत्
- भवतान्मम (ଭବତାନ୍କମ) – ଭବତାତ୍ + ମମ
- यत्राहिंसाम् (ଯତ୍ରାହିଂସାମ୍) – ଯତ୍ର + ଅହିଂସାମ୍
- रवीन्द्र: (ରବୀନ୍ଦ୍ର) – ରବି + ଇନ୍ଦ୍ର
- काऽपि (କାଽପି) – କା + ଅପି
- साधनमकरोत् (ସାଧନମକରୋତ) – ସାଧନମ୍ + ଅକରୋତ୍
6. वाक्यानि रचयत। (ବାକ୍ୟାନି ରଚୟତ।)
(ବାକ୍ୟ ରଚନା କର ।)
यत्र, अकरोत्, मधुरम्, सर्वे, भवति
- यत्र (ଯତ୍ର) – ଯତ୍ର ମାତା ତତ୍ର ଶିଶୁ ।
- अकरोत् (ଅକରୋତ) – ଡଃ କିମ୍ ଅକରୋତ୍ ?
- मधुरम् (ମଧୁରମ୍) – ଏତତ୍ ମଧୁର ଫଳମ୍ ।
- सर्वे (ସର୍ବେ) – ସର୍ବେ ଭବନ୍ତୁ ସୁଖନଃ ।
- भवति (ଭନ୍ନତି) – ତତ୍ର କିଂ ଭବତି ?
7. एकपदेन उत्तरं लिखत ।
ଏକପଦେନ ଉତ୍ତରଂ ଲିଖତ । (ଗୋଟିଏ ପଦରେ ଉତ୍ତର ଲେଖ ।)
(क) विमला गङ्ग कुत्र प्रवहति ?
ବିମଳା ଗଙ୍ଗା କୃତ୍ର ପ୍ରବହତି ?
उत्तर :
ଭାରତେ
(ख) भारतदेशे किं पवित्रम् ?
ଭାରତଦେଶେ କିଂ ପବିତ୍ରମ୍ ?
उत्तर :
ବେଦଶ୍ରବଣମ
(ग) कः स्वराज्यशपथं घोषितवान् ?
କଃ ସ୍ଵରାଜ୍ୟଶପଥ ଘୋଷିତବାନ୍ ?
उत्तर :
ବାଳଗଙ୍ଗାଧରତିଳକଃ
(घ) रवीन्द्रगानं कीदृशम् ?
ରବୀନ୍ଦ୍ରଗାନଂ କୀଦୃଶମ୍ ?
उत्तर :
ମଧୁରମ୍
(ङ) के सर्वे सहोदरा: ?
କେ ସର୍ବେ ସହୋଦରଃ ?
उत्तर :
ମନୁଜାଃ
(भारते, बालगङ्गधरतिलक:, वेदश्रवणम्, मनुजा:, मधुरम् )
(ଭାରତେ, ବାଳଗଙ୍ଗାଧରତିଳକ, ବେଦଶ୍ରବଣମ୍, ମନୁଜାଃ, ମଧୁରମ୍ )
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Objective
एकपदेन उत्तरं लिखत ।
(ଏକପଦେନ ଉତ୍ତରଂ ଲିଖତ ।)
प्रश्न 1.
भवतां जन्म कुत्र ?
ଭବତାଂ ଜନ୍ମ କୁତ୍ର ?
उत्तर :
भारतदेशे / ଭାରତଦେଶେ
प्रश्न 2.
मम जन्म कुत्र ?
ମମ ଜନ୍ମ କୁତ୍ର ?
उत्तर :
भारतदेशे / ଭାରତଦେଶେ
प्रश्न 3.
स्वराज्यशपथं घोषितवान् ?
କଃ ସ୍ବରାଜ୍ୟଶପଥ୍ୟ ଘୋଷିତବାନ୍ ?
उत्तर :
बालगझ्गधरतिलक: / ବାଳଗଙ୍ଗାଧରତିଳକ
प्रश्न 4.
गान्धिमहात्मा किं साधनमकरोत् ?
ଗାନ୍ଧିମହାତ୍ମା କିଂ ସାଧନମକରୋତ୍ ?
उत्तर :
स्वतन्त्रतासाधनम् / ସ୍ୱତନ୍ତ୍ରତାସାଧନମ୍
प्रश्न 5.
रवीन्द्रगानं कीदृशम् ?
ରବୀନ୍ଦ୍ରଗାନଂ କୀଦୃଶମ୍ ?
उत्तर :
मधुरं / ମଧୁରଂ
प्रश्न 6.
किं राष्ट्रसमुत्तेजकम् ?
କିଂ ରାଷ୍ଟ୍ରସମୁତ୍ତେଜକମ୍ ?
उत्तर :
रवीन्द्रगानं / ରବୀନ୍ଦ୍ରଗାନଂ
प्रश्न 7.
कुत्र समस्तं मतं समानम् ?
କୃତ୍ର ସମସ୍ତ ମତଂ ସମାନମ୍ ?
उत्तर :
भारतदेशे / ଭାରତଦେଶ
प्रश्न 8.
के सर्वे सहोदराः ?
କେ ସର୍ବେ ସହୋଦରା ?
उत्तर :
मनुजाः / ମନୁଳା
प्रश्न 9.
भारते कस्मिन् विषये परीसीमा नास्ति ?
ଭାରତେ କସ୍ମିନ୍ ବିଷୟେ ପରିସୀମା ନାସ୍ତି ?
उत्तर :
विचारविहंझेत्पतने / ବିଚାରବିହଙ୍ଗୋତ୍ପତନେ
प्रश्न 10.
धर्मे जनः किं प्रवर्त्तते ?
ଧର୍ମ ଜନଃ କିଂ ପ୍ରବର୍ଗତେ ?
उत्तर :
हत्स्संकल्प: / ହୃତସଂକଳ୍ପୀ
शब्दानां मातृभाषया अर्थान् लिखत।
(ଶବ୍ଦାନାଂ ମାତୃଭାଷୟା ଅର୍ଥାନ୍ ଲିଖିତ ।)
- प्रवहन्ति (ପ୍ରବହତି) – ବହିଯାଏ
- विमला (ବିମଳା) – ନିର୍ମଳ
- पावने (ପାବନେ) – ପବିତ୍ର
- भवतात् (ଭବତାତ୍) – ହେଉ
- मनुजा: (ମନୁଳା) – ମନୁଷ୍ୟମାନେ
- सहोदराः (ସହୋଦରଃ) – ଭାଇମାନେ
- विचारविहङ्गः (ବିଚାରବିହଙ୍ଗ) – ବିଚାରରୂପକ ପକ୍ଷୀ
ସ୍ତମ୍ଭ ମିଳନ :
प्रश्न 1.
उत्तर :
यत्र प्रवहति विमला गङा
यत्र पवित्रं वेदश्रवणम्,
तत्र पावने भारतदेशे
भवतान्मम जन्म, भवतान्मम जन्म ॥
ଯତ୍ର ପ୍ରବହତି ବିମଳା ଗଙ୍ଗା
ଯତ୍ର ପବିତ୍ର ବେଦଶ୍ରବଣମ୍,
ତତ୍ର ପାବନେ ଭାରତଦେଶେ
ଭବତାନ୍କମ ଜନ୍ମ, ଭବତାନ୍କମ ଜନ୍ମ ।।
यत्र बालगझाधरतिलकः
स्वराज्यशपथं घोषितवान् ।
यत्राहिंसां गान्धिमहात्मा
स्वतन्त्रतासाधनमकरोत् ॥
ଯତ୍ର ବାଳଗଙ୍ଗାଧରତିଳକ
ସ୍ଵରାଜ୍ୟଶପଥ୍ୟ ଘୋଷିତବାନ୍ ।
ଯତ୍ରାହିଂସା ଗାନ୍ଧିମହାତ୍ମା
ସ୍ୱତନ୍ତ୍ରତାସାଧନମକରୋତ୍ ॥
यत्र रवीन्द्रो मधुरं गानं
राष्ट्रसमुत्तेजकमतनोत् ।
तत्र पावने भारतदेशे
भवतान्मम जन्म, भवतान्मम जन्म ॥
ଯତ୍ର ରବୀନ୍ଦ୍ରା ମଧୁରଂ ଗାନଂ
ରାଷ୍ଟ୍ରସମୁତ୍ତେଜକମତନୋତ୍,
ତତ୍ର ପାବନେ ଭାରତଦେଶେ
ଭବତାନ୍କମ ଜନ୍ମ, ଭବତାନ୍କମ ଜନ୍ମ ।।
यत्र समस्तं मतं समानं
मनुजाः सर्वे सहोदराः ।
यत्र विचारविहङ्गोत्पतने
न भवति कापि परिसीमा ।
ଯତ୍ର ସମସ୍ତଂ ମତଂ ସମାନଂ
ମନୁଜା ସର୍ବେ ସହୋଦରଃ ।
ଯତ୍ର ବିଚାରବିହଙ୍ଗୋତ୍ପତନେ
ନ ଭବତି କାପି ପରିସୀମା ।
यत्र च धर्मे न्याये च जनो
सुपथे सततं प्रवर्तते,
तत्र पावने भारतदेशे
भावतान्मम जन्म, भवतान्मम जन्म ॥
ଯତ୍ର ଚ ଧର୍ମ ନ୍ୟାୟେ ଚ ଜନୋ
ସୁପଥେ ସତତଂ ପ୍ରବର୍ଗତେ,
ତତ୍ର ପାବନେ ଭାରତଦେଶେ
ଭବତାନ୍କମ ଜନ୍ମ, ଭବତାନ୍କମ ଜନ୍ମ ।।
ଅନୁବାଦ
ଯେଉଁଠି ବିମଳଗଙ୍ଗାର ଧାର ପ୍ରବାହିତହେଉଛି, ଯେଉଁ ମାଟିରେ ପବିତ୍ର ବେଦମନ୍ତ୍ର ଶୁଣିବାର ସୁଯୋଗ ଅଛି, ସେହି ପାବନଭାରତମାଟିରେ ଆପଣମାନଙ୍କର ଏବଂ ମୋର ଜନ୍ମ। ଯେଉଁଠି ବାଳଗଙ୍ଗାଧର ତିଲକ ଜନ୍ମନେଲେ, ସ୍ୱରାଜଶପଥ ଘୋଷଣା କଲେ, ଯେଉଁମାଟିରେ ମହାତ୍ମାଗାନ୍ଧୀ ଅହିଂସାମନ୍ତ୍ର ଶିଖାଇ ସ୍ଵାଧୀନତା ଲାଭକରାଇଛନ୍ତି ।
ଯେଉଁଠି ରବୀନ୍ଦ୍ରଙ୍କ ମଧୁର ସଙ୍ଗୀତରେ ସମଗ୍ର ରାଷ୍ଟ୍ର ଉଦ୍ବୁଦ୍ଧ ; ସେହି ପାବନଭୂମି ଭାରତବର୍ଷରେ ଆପଣମାନଙ୍କର ଏବଂ ମୋର ମଧ୍ୟ ଜନ୍ମ ।
ଯେଉଁଠି ସମସ୍ତ ମତ’ ସମାନ ଦୃଷ୍ଟିରେ ଗୃହୀତ,
ସମସ୍ତ ମଣିଷ ଭାଇଚାରାରେ ଆବଦ୍ଧ,
ଯେଉଁମାଟିରେ ବିଚାରବିହଙ୍ଗ ଉଡ଼ାଇବାରେ କୌଣସି ପରିସୀମା ନାହିଁ ।
ଯେଉଁ ମାଟିରେ ଧର୍ମ ଓ ନ୍ୟାୟବଳରେ ମଣିଷ ସୁମାର୍ଗରେ ସଦା ଚାଲିଥାଏ,
ସେହି ପବିତ୍ର ଭାରତମାଟିରେ ଆପଣମାନଙ୍କର ଏବଂ ମୋର ମଧ୍ୟ ଜନ୍ମ ।
ସନ୍ଧି ବିଚ୍ଛେଦ
- ଭବତାନ୍କମ୍ = ଭବତା + ମମ
- ଯତ୍ରାହିଂସା = ଯତ୍ର + ଅହିଂସା
- ସ୍ୱତନ୍ତ୍ରତା ସାଧନମକରୋତ୍ = ସ୍ୱତନ୍ତ୍ରତାସାଧନମ୍ + ଅକରୋଡ୍
- ରବୀନ୍ଦ୍ରା ମଧୁରଂ = ରବୀନ୍ଦ୍ର + ମଧୁର ମ୍
- ରାଷ୍ଟ୍ରସମୁତ୍ତେଜକମତନୋତ୍ = ରାଷ୍ଟ୍ରସମୁତ୍ତେଜକମ୍ + ଅତନୋତ୍।
- କାଽପି = କା + ଅପି
- ସହୋଦରଃ = ସହ + ଉଦରାଃ
- ବିହଙ୍ଗୋତ୍ପତନେ = ବିହଙ୍ଗ + ଉତ୍ପତନେ
- ଜନୋ ହୃସଙ୍କଜଃ = ଜନଃ + ହୃସଙ୍କଳ୍ପ ।
ଶବ୍ଦାର୍ଥ
- ଯତ୍ – ଯେଉଁଠି (ଯସ୍ମିନ୍ ସ୍ଥାନେ)
- ବିମଳା – ସ୍ବଚ୍ଛ ।
- ପାବନେ – ପବିତ୍ର ।
- ହବତା – ଆପଣମାନଙ୍କର
- ଘୋଷିତବାନ୍ – ଘୋଷଣାକଲେ
- ସ୍ୱତନ୍ତ୍ରତାସାଧନମ୍ – ସ୍ବାଧୀନତା ହାସଲ ।
- ସମସ୍ତଂ – ସର୍ବମ୍
- ମତଂ – ମତ
- ସମାନଂ – ସମାନ
- ମନୁଜା – ମନୁଷ୍ୟମାନେ
- ସହୋଦରଃ – ଭାଇମାନେ।
(गड्ग्रा, भारतदेशः, स्वराज्यशपथम्, स्वतन्त्रता, मनुजाः, पावनम्, जन्म, सहोदरा:)
(ଗଙ୍ଗା, ଭାରତଦେଶଃ, ସ୍ୱତନ୍ତ୍ରତା, ମନୁଜା, ପାବନମଃ, ଜନ୍ମ, ସହୋଦରା )
शब्दार्थ: