Odisha State Board BSE Odisha 8th Class Sanskrit Solutions Chapter 16 ସୂକ୍ତୟଃ Textbook Exercise Questions and Answers.
BSE Odisha Class 8 Sanskrit Solutions Chapter 16 ସୂକ୍ତୟଃ
1. शून्यस्थानं पूरयत ।
(ଶୂନ୍ୟସ୍ଥାନଂ ପୂରୟତ ।) (ଶୂନ୍ୟସ୍ଥାନ ପୂରଣ କର ।)
(क) आत्मन: ____ कूलानि परेषां न समाचेरत् ।
ଆତ୍ମନଃ _____ କୂଳାନି ପରେଷା ନ ସମାଟରେତ୍ ।
उत्तर :
ପ୍ରତି
(ख) _____ शतधौतेन मलिनत्वं न मुञ्चति ।
______ ଶତଧୌତେନ ମଳିନତ୍ୱ ନ ମୁଞ୍ଚତି ।
उत्तर : ଅଙ୍ଗାରଃ
(ग) हंसो हि ______ मादत्ते तन्मिश्राद् वर्जयत्यण: ।
ହଂସୋ ହି _______ ଆଦରେ ତନ୍ନିଶ୍ରାଦ୍ ବର୍ଜୟତ୍ୟପଃ ।
उत्तर :
କ୍ଷୀରମ୍
(घ) ____ सदा च स्यात् चिरकारी भवेत् नहि ।
____ ସଦା ଚ ସ୍ୟାତ୍ ଚିରକାରୀ ଭବେତ୍ ନହି ।
उत्तर :
ଦୀର୍ଘଦର୍ଶୀ
(ड) उदारचरितानां _____ वसुधैव कुटुम्बक्ंम् ।
ଉଦାଚରିତାନାଂ ______ ବସୁଧୈବ କୁଟୁମ୍ବକମ୍ ।
उत्तर :
ତୁ
2. एकेन पदेन उत्तरं लिखत ।
(ଏକେନ ପଦେନ ଉତ୍ତର ଲିଖତ ।) (ଗୋଟିଏ ପଦରେ ଉତ୍ତର ଦିଅ ।)
(क) शतधौतेन कः मलिनत्वं न मुऋ्यति ?
(ଶତଧୌତେନ କଃ ମଳିନବଂ ନ ମୁଞ୍ଚତି ?)
उत्तर :
ଅଙ୍ଗାରଃ
(ख) कः क्षीरमादत्ते ?
(କଃ କ୍ଷୀରମାଦରେ ?)
उत्तर :
ହଂଧଃ
(ग) वसुधा केषां कुटुम्बकम् ?
(ବସୁଧା କେଷା କୁଟୁମ୍ବକ ମ୍ ?)
उत्तर :
ଉଦାରଚରିତାନାଂ
(घ) कीदृशः न भवेत् ?
କୀଦୃଶୀ ନ ଭବେତ୍ ?
उत्तर :
ଦୀର୍ଘଦର୍ଶୀ
(ड) परेषां किं न समाचरेत् ?
(ପରେଷା କିଂ ନ ସମାଚରେତ୍ ?)
उत्तर :
ଆତ୍ମନଃ ପ୍ରତିକୂଳାନି
(अझ्गर :, प्रतिकूलानि, हंस:, चिरकारी, उदारचरितानाम्)
(ଅଙ୍ଗାରଃ, ପ୍ରତିକୂଳାନି, ହଂସ, ଚିରକାରୀ, ଉଦାରଚରିତାନାମ୍ )
3. सन्धिं कुरुत ।
(ସନ୍ଧି କୁରୁତ ।) (ସନ୍ଧି କର ।)
वर्जयति + अप:, वसुधा + एव
क्षीरम् + आदत्ते, भवेत् + न
उत्तर :
वर्जयति + अपः ବର୍ଜୟତି + ଅତଃ = ବର୍ଜୟତ୍ୟପଃ
वसुधा + एव ବସୁଧା + ଏବ = ବସୁଧୈବ
क्षीरम् + आदत्ते କ୍ଷୀରମ୍ + ଆଦରେ = କ୍ଷୀରମାଦରେ
भवेत् + न ଭବେତ୍ + ନ = ଭବେନ୍ସ
4. अर्थं लिखत ।
(ଅର୍ଥ ଲିଖିତ ।) (ଅର୍ଥ ଲେଖ ।)
मुऋ्धति, आदत्त, अपः, चिरकारी, परेषाम्
उत्तर :
मुश्चति ଆଁରି ମୁଞ୍ଚତି – ତ୍ୟଜତି (ଛାଡ଼ିଦିଏ)
आदते ଆମ ଆଦରେ – ମୃହୁତି (ଗ୍ରହଣକରେ)
अपः ଅପଃ – ଜଳାନି (ପାଣି)
चिरकारी ଚିରକାରୀ – ଦୀର୍ଘସୂତ୍ରୀ
परेषाम् କମ୍ ପରେଷାମ୍ – ଅନ୍ୟତାଂ (ଅନ୍ୟମାନଙ୍କର )
5. वाक्यानि रचयत ।
(ବାକ୍ୟାନି ରଚୟତ।) (ବାକ୍ୟ ରଚନା କର ।)
भवेत्, हि, मुक्रति, हंसः, सदा
उत्तर :
भवेत् (ଭବେତ୍) – ଦୀର୍ଘଦର୍ଶୀ ନ ଭବେତ୍ ।
हि – (ହି) – ପୁଂ ହି ମମ ମାତା।
मुश्रति – (ମୁଞ୍ଚତି) – ଅଙ୍ଗାରଃ ମଳିନବଂ ନ ମୁଞ୍ଚତି ।
हंस: – (ହଂସ) – ହଂସ ସରୋବରେ ତରତି।
सदा – (ସଦା) – ସଦା ସତ୍ୟ ବଦେତ୍ ।
6. स्तम्भमेलनं कुरुत ।
(ସ୍ତମ୍ଭମେଳନଂ କୁରୁତ।) (ସ୍ତମ୍ଭମିଳନ କର ।)
‘क’ | ‘ख’ |
प्रतिकूलानि | न मुश्रति |
वसुधैव | क्षीरम् |
मलिनत्वम् | कुटुम्बकम् |
हंस: | न समाचरेत् |
उत्तर :
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଏକପଦେନ ଉତ୍ତରଂ ଲିଖତ :
प्रश्न 1.
शतधौतेन कः मलिनत्वं न मुक्रति ?
ଶତଧୌତେନ ଡଃ ମଳିନତ୍ୱ ନ ମୁଞ୍ଚତି ?
उत्तर :
अक्नारः/ଅଙ୍ଗାରଃ
प्रश्न 2.
कः क्षीरमादत्ते ?
ରଃ କ୍ଷୀରମାଦରେ ?
उत्तर :
हंस:/ହଂଧଃ
प्रश्न 3.
वसुधा केषां कुटुम्बकम् ?
ବସୁଧା କେଷା କୁଟୁମ୍ବକମ୍ ?
उत्तर :
उदारचरितानां / ଉଦାରଚରିତାନାଂ
प्रश्न 4.
जन: कीदृशः स्यात् ?
ଜନଃ କୀଦୃଶ୍ୟ ଧ୍ୟାତ୍ମ ?
उत्तर :
दीर्घदर्शी/ଦୀର୍ଘଦର୍ଶୀ
प्रश्न 5.
परेषां किं न समाचरेत् ?
ପରେଷା କି ନ ସମାର୍ଚ୍ଚରେତ୍ ?
उत्तर :
आत्मनः / प्रतिकूलानि / ଆତ୍ମନଃ ପ୍ରତିକୂଳାନି
प्रश्न 6.
अङ्गरः शतधौतेन किं न मुक्रति ?
ଅଙ୍ଗାରଃ ଶତଧୌତେନ କିଂ ନ ମୁଞ୍ଚତି ?
उत्तर :
मलिनत्वम् / ମଳିନତ୍ୱମ୍
प्रश्न 7.
हंस: किमादत्ते ?
ହଂସ କିମାଦରେ ?
उत्तर :
क्षीरम् / କ୍ଷୀରମ୍
प्रश्न 8.
जन: कीदृशः न स्यात् ?
ଜନଃ କୀଦୃଶଃ ନ ସ୍ୟାତ୍ ?
उत्तर :
चिरकारी / ଚିରକାରୀ
प्रश्न 9.
कस्य प्रतिकूलानि परेषां न समाचरेत् ?
କସ୍ୟ ପ୍ରତିକୂଳାନି ପରେଷା ନ ସମାଚରେଡ୍ ?
उत्तर :
आत्मन: / ଆତ୍ମନଃ
ସ୍ତମ୍ଭମେଳନଂ କୁରୁତ :
प्रश्न 1.
उत्तर :
शब्दानां मातृभाषया अर्थं लिखत।
(ଶବ୍ଦାନାଂ ମାତୃଭାଷୟା ଅର୍ଥି ଲିଖତ।)
- आत्मन: (ଆତ୍ମନଃ) – ନିଜର
- मुक्षति (ମୁଞ୍ଚତି) – ଛାଡ଼େ ନାହିଁ
- वसुधैव (ବସୁଧୈବ) – ସମଗ୍ର ପୃଥିବୀ ହିଁ
- आदत्ते – (ଆଦରେ) – ଗ୍ରହଣକରେ
- अप: – (ଅପ) – ଜଳକୁ
- दीर्घदर्शी (ଦୀର୍ଘଦର୍ଶୀ) – ଦୂରଦୃଷ୍ଟିସଂପନ୍ନ
- चिरकारी (ଚିରକାରୀ) – ବିଳମ୍ବ
ନିଜଭାଷୟ ଅର୍ଥ ଲିଖିତ :
1. आत्मनः प्रतिकूलानि ______ समाचरेत्।
ଆତ୍ମନଃ ପ୍ରତିକୂଳାନି _______ ସମାଚରେତ୍ ।
उत्तर :
ଯାହା ନିଜପାଇଁ ଅନୁକୂଳ ନୁହେଁ, ତାହା ଅନ୍ୟପାଇଁ କଦାପି କରିବା ଉଚିତ ନୁହେଁ ।
2. अझ़ार: ________ मुश्रति।
ଅଙ୍ଗାର ________ ମୁଞ୍ଚତି ।
उत्तर :
ଅଙ୍ଗାରକୁ ଶହେଥର ଧୋଇଲେ ମଧ୍ୟ ତାହାର କାଳିମା ଛାଡେ ନାହିଁ । ଯେପରି ଜନ୍ମଗତ ଦୁର୍ଗୁଣ କେବେହେଲେ କେହି ଛାଡ଼ପାରେ ନାହିଁ ।
3. उदार ______ कुटुम्बकम्।
ଉଦାର _______ କୁଟୁମ୍ବକମ୍ ।
उत्तर :
ଉଦାରମନା ବ୍ୟକ୍ତିମାନେ ସମଗ୍ର ବିଶ୍ଵକୁ ନିଜର ପରିବାର ବୋଲି ମନେ କରିଥା’ନ୍ତି ।
4. हंसो ________ अप:।
ହଂସୋ _______ ଅତଃ ।
उत्तर :
ହଂସ ଯେପରି କ୍ଷୀର ଓ ନୀରରୁ ନୀରକୁ ଛାଡ଼ି କେବଳ ସାର କ୍ଷୀରକୁ ହିଁ ଗ୍ରହଣ କରେ ସେହିପରି ବିଦ୍ଵାନମାନେ କେବଳ ସାରତତ୍ତ୍ୱକୁ ହିଁ ଗ୍ରହଣ କରନ୍ତି ।
5. दीर्घदर्शी ______ भवेन्नहि।
ଦୀର୍ଘଦର୍ଶୀ _______ ଭବେନୁହି ।
उत्तर :
ଦୀର୍ଘଦର୍ଶୀ ସଦାସର୍ବଦା ହେବା ଉଚିତ । ଚିରକାରୀ ହେବା ଉଚିତ ନୁହେଁ । ଅର୍ଥାତ୍ ଦୂରଦୃଷ୍ଟି ରଖ୍ କାର୍ଯ୍ୟ କରିବା, କଦାପି ବିଳମ୍ବୀ ହେବା ନାହିଁ ।
लोक – ? (ପଦ୍ୟ – ୧)
आत्मनः प्रतिकूलानि परेषां न समाचरेत् ॥१॥
ଆତ୍ମନଃ ପ୍ରତିକୂଳାନି ପରେଷା ନ ସମାର୍ଚରେତ୍ ॥୧ ||
यत् स्वार्थाय अनुकूलं न भवति, तत् अन्येषां कृते कदापि न करणीयम् ।
ଯତ୍ ସ୍ଵାର୍ଥାୟ ଅନୁକୂଳ ନ ଭବତି, ତତ୍ ଅନ୍ୱେଷା କୃତେ କଦାପି ନ କରଣୀୟମ୍ ।
ଶବ୍ଦାର୍ଥ
ଆତ୍ମନଃ – ନିଜର, ପରେଷା – ଅନ୍ୟମାନଙ୍କର, ସମାଚରେତ୍ – କରଣୀୟ ।
ଅନୁବାଦ
ଯାହା ନିଜପାଇଁ ଅନୁକୂଳ ନୁହେଁ ତାହା ପର ପାଇଁ କେବେହେଲେ କରିବା ଉଚିତ ନୁହେଁ ।
श्लोक ? (ପଦ୍ୟ – ୨)
अङ्गारः शतधौतेन मलिनत्वं न मुञ्चति ॥२॥
ଅଙ୍ଗାରଃ ଶତଧୌତେନ ମଳିନବଂ ନ ମୁଞ୍ଚତି || ୨ ||
अङ्गारस्य कृष्णरूपं शतवारं प्रक्षालनेन अपि न दूरीभवति, (अस्यार्थी भवति’) ।
ଅଙ୍ଗାରସ୍ୟ କୃଷ୍ଣରୂପ ଶତବାରଂ ପ୍ରକ୍ଷାଳନେନ ଅପି ନ ଦୂରୀଭବତି, (ଅସ୍ୟାର୍ଥୀ ଭବତି) ।
संहजातः दुर्गुणः कथमपि न दूरीभवति ।
ସହଜାତଃ ଦୁର୍ଗୁନଃ କଥମପି ନ ଦୂରୀଭବତି ।
ଶବ୍ଦାର୍ଥ
ଅଙ୍ଗାର – ଅଗ୍ନିଦଗ୍ଧକାଠର ଅବଶେଷ, ଶତଧୌତେନ – ଶହେଥର ଧୋଇଲେ, ମୁଞ୍ଚତି – ଛାଡ଼େ ।
ଅନୁବାଦ
ଅଙ୍ଗାରକୁ ଶହେ ଥର ଧୋଇ ସଫାକଲେ ମଧ୍ୟ ମଳି ଚାଲିଯାଏ ନାହିଁ । ସହଜାତ ଦୁର୍ଗୁଣ କେବେହେଲେ ଦୂର କରାଯାଇ ନ ପାରେ ।
श्लोक – ३ (ପଦ୍ୟ ୩)
उदारचरितानान्तु वसुधैव कुटुम्बकम् ॥ ३ ॥
ଉଦାର ଚରିତାନାରୁ ବସୁଧୈବ କୁଟୁମ୍ବକମ୍ ॥ ୩ ॥
उदारहृदयाः जनाः समग्रं विश्वं स्वपरिवारवत् चिन्तयन्ति ।
ଉଦାରହୃଦୟଃ ଜନଃ ସମଗ୍ର ବିଶ୍ୱ ସ୍ୱପରିବାରବତ୍ ଚିନ୍ତୟନ୍ତ୍ର ।
ସନ୍ଧି ବିଚ୍ଛେଦ
ଉଦାରଚରିତାନାନ୍ତୁ = ଉଦାରଚରିତାନା + ତୁ, ବସୁଧୈବ = ବସୁଧା + ଏବ
ଶବ୍ଦାର୍ଥ
ଉଦାରଚରିତାନାଂ – ଉଦାରହୃଦୟଲୋକଙ୍କର, ବସୁଧା – ବିଶ୍ୱ, କୁଟୁମ୍ବକମ୍ – ପରିବାର
ଅନୁବାଦ
ଉଦାର ହୃଦୟ ଲୋକମାନେ ସମଗ୍ର ବିଶ୍ୱକୁ ନିଜ ପରିବାରପରି ଚିନ୍ତାକରନ୍ତି ।
श्लोक – ୪ (ପଦ୍ୟ – ୪)
हंसो हि क्षीरमादत्ते तन्मिश्राद् वर्जयत्यपः ॥ ४ ॥
ହଂସୋ ହି କ୍ଷୀରମାଦରେ ତନ୍ନିଶ୍ରାତ୍ ବର୍ଜୟତ୍ୟପଃ ॥ ୪ ॥
हंसः क्षीरस्य नरस्य च नीरं विहाय सारं क्षीरं गृह्णाति, तथैव विज्ञाः केवलं सारतत्वं गृह्णन्ति ।
ଯଥା ହଂସ କ୍ଷୀରସ୍ୟ ନୀରସ୍ୟ ଚ ନୀରଂ ବିହାୟ ସାରଂ କ୍ଷୀରଂ ଗୃହ୍ନାତି, ତଥୈବ ବିଜ୍ଞା କେବଳଂ ସାରତରଂ ଗୃହ୍ଣଣନ୍ତି ।
ସନ୍ଧି ବିଚ୍ଛେଦ
ହଂସୋ ହି = ହଂସ + ହି, କ୍ଷୀରମାଦରେ = କ୍ଷୀରମ୍ + ଆଦତ୍ତ,
ତନ୍ନିଶ୍ରାତ୍ = ତତ୍ + ମିଶ୍ରିତ୍
ଶବ୍ଦାର୍ଥ
ଆଦରେ – ଗ୍ରହଣକରେ, ଅପଃ – ଜଳ, ବର୍ଜୟେତ୍ – ବର୍ଜନ କରିଥାଏ, ନୀର – ଜଳ
ଅନୁବାଦ
ଯେପରି ହଂସ କ୍ଷୀର ଏବଂ ନୀର ମଧ୍ୟରୁ ନୀର ପରିତ୍ୟାଗ କରି ସାରଭୂତ କ୍ଷୀର ଗ୍ରହଣ କରେ । ସେହିପରି ବିଜ୍ଞଲୋକମାନେ କେବଳ ସାରତତ୍ତ୍ବ ଗ୍ରହଣ କରନ୍ତି ।
श्लोक – ५ (ପଦ୍ଯ – ୫)
दीर्घदर्शी सदा च स्यात् चिरकारी भवेन्नहि ॥ ५ ॥
ଦୀର୍ଘଦର୍ଶୀ ସଦା ଚ ସ୍ୟାବ୍ ବିରକାରୀ ଇବେନୁହି ॥ ୫ ॥
दूरदृष्ट्या कार्यं कुर्य्यात् । परन्तु दीर्घसूत्री न भवेत् ।
ଦୂରଦୃଷ୍ଟି କାର୍ଯ୍ୟ କୁର୍ଯ୍ୟାତ୍ । ପରନ୍ତୁ ଦୀର୍ଘସୂତ୍ରୀ ନ ଭବେତ୍।
ସନ୍ଧି ବିଚ୍ଛେଦ
ଭବେନ୍ନହି = ଭବେତ୍ + ନହି
ଶବ୍ଦାର୍ଥ
ଦୀର୍ଘଦର୍ଶୀ – ଦୂରଦୃଷ୍ଟିସମ୍ପନ୍ନ, ସଦା – ସବୁବେଳେ, ଉବେତ୍ – ହେବା ଉଚିତ, ନହି – ନୁହେଁ, ଚିରକାରୀ – ଦୀର୍ଘସୂତ୍ରୀ
ଅନୁବାଦ
ଦୂରଦୃଷ୍ଟିରଖ୍ କାମ କରିବା ଉଚିତ । କିନ୍ତୁ ଦୀର୍ଘସୂତ୍ରୀ ହେବା ଅନୁଚିତ ।
शब्दार्थ:
- प्रतिकूलानि – विपरीतभावान्
ପ୍ରତିକୂଳାନି – ବିପରୀତଭାବାନ୍ (ବିପରୀତଭାବ) - परेषां – अन्येषां, शत्रूणाम्
ପରେଷା – ଅନ୍ୟଷ୍ଠା, ଶତ୍ରୁଣାମ୍ (ଶତ୍ରୁମାନଙ୍କର) - शतधौतेन – बहुवारपरिमार्जनेन
ଶତଧୌତେନ – ଶହେବାର ପରିମାର୍ଜନେନ (ବହୁତଧୋଇଲେ ମଧ୍ୟ) - मलिनत्वम् कालिमा न मुञ्चति न गच्छति
ମଳିନତ୍ୱ – କାଳିମା (ମଳି) ନ ମୁଞ୍ଚତି – ନ ଗଚ୍ଛତି (ଯାଏ ନାହିଁ ) - कुटुम्बकम् – कुटुम्बम्/ परिवारः
କୁଟୁମ୍ବକମ୍ – ପରିବାରଃ (ପରିବାର) - आदत्ते – ग्रहणं करोति
ଆଦତ୍ତେ – ଗ୍ରହଣ କରୋତି (ଗ୍ରହଣ କରେ) - वर्जयति – त्यजति
ବର୍ଜୟତି – ତ୍ୟଜତି (ତ୍ୟାଗକରେ) - अपः – जलानि
ଅପ – ଜଳାନି (ପାଣି) - दीर्घदर्शी – दूरदर्शी
ଦୀର୍ଘଦର୍ଶୀ – ଦୂରଦର୍ଶୀ (ଦୂରଦ୍ରଷ୍ଟା) - चिरकारी – दीर्घसूत्री / विलम्बी
ଚିରକାରୀ – ଦୀର୍ଘସୂତ୍ରୀ (ବିଳମ୍ବୀ)
तव कृते करणीयम्
ତବ କୃତେ କରଣୀୟମ୍ (ତୁମ ପାଇଁ କାମ)