Odisha State Board BSE Odisha 8th Class Sanskrit Solutions Chapter 3 ଜୟୀ ରାଜଗୁରୁ Textbook Exercise Questions and Answers.
BSE Odisha Class 8 Sanskrit Solutions Chapter 3 ଜୟୀ ରାଜଗୁରୁ
1. शून्यस्थानं पूरयत :(ଶୂନ୍ୟସ୍ଥାନଂ ପୂରୟତ ।)
(ଶୂନ୍ୟସ୍ଥାନ ପୂରଣ କର ।)
(क) ………… सर्वे अस्या:दायादा:।
……….. ସର୍ବେ ଅସ୍ୟା ଦାୟାଦା ?
उत्तर: ବୟଂ
(ख) ते ………… उद्बोधनं दत्तवन्तः।
ତେ ………… ଉଦ୍ବୋଧନଂ ଦତ୍ତବନ୍ତ ।
उत्तर: ଅସ୍ମଭ୍ଯମ୍
(ग) तस्य मन्त्री आसीत् ………… |
ତସ୍ୟ ମନ୍ତ୍ରୀ ଆସିତ୍ ………………
उत्तर: ଜୟୀରାଜଗୁରୁ
(घ) तस्य आह्वानेन ………… मिलिता ।
ତସ୍ୟ ଆହ୍ଵାନେନ,
उत्तर: ପାଇକଜାତିଃ
(ङ) ………… राजगुरुं निगृहीतवन्तः ।
ତସ୍ୟ ମନ୍ତ୍ରୀ ଆସିତ୍ …………….
उत्तर: ଜୟୀରାଜଗୁରୁ
(च) तस्य त्यागबलेन ……………….. धन्या अभवत् ।
ତସ୍ୟ ତ୍ୟାଗବଳେନ ……………. ଧନ୍ୟା ଅଭିବତ୍।
उत्तर: ଉତ୍କଳଜନନୀ
(कौशलेन, अस्मभ्यम्, वयम्, पाइकजाति:, जयी राजगुरुः, उत्कलजननी)
(କୌଶଳେନ, ଅସୁଭ୍ୟମ୍, ବୟମ୍, ପାଇକଜାତି, ଜୟୀ ରାଜଗୁରୁ, ଉତ୍କଳଜନନୀ)
2. एकपदेन उत्तरं लिखत । जक्रधिक्ष ଏକପଦେନ ଉତ୍ତରଂ ଲିଖତ ।
(ଗୋଟିଏ ପଦରେ ଉତ୍ତର ଲେଖ ।)
(क) के वाणिज्यं कर्तुम् अत्र आगतवन्त: ?
କେ ବାଣିଜ୍ୟ କର୍ତ୍ତମ ଅତ୍ର ଆଗତବନ୍ତଃ ?
उत्तर: ଆଙ୍ଗ୍ଜନାଃ
(ख) मुकुन्ददेव: कस्य राज्यस्य राजा आसीत्?
ମୁକୁନ୍ଦଦେବ କସ୍ୟ ରାଜ୍ୟସ୍ୟ ରାଜା ଆସୀତ୍ ?
उत्तर: ଖୋର୍ଦ୍ଧା
(ग) मुकुन्ददेवस्य मन्त्री कः आसीत्?
ମୁକୁନ୍ଦଦେବସ୍ୟ ମନ୍ତ୍ରୀ କଃ ଆସୀତ୍ ?
उत्तर: ଜୟୀ ରାଜଗୁରୁ
(घ) राजगुरो: आह्वानेन का मिलता?
ରାଜଗୁରୋ ଆହ୍ଵାନେନ କା ମିଳାତା ?
उत्तर: ପାଇକଜାତିଃ
(ङ) कौशलेन राजगुरुं किं कृतवन्तः ?
କୌଶଳେନ ରାଜଗୁରୁ କିଂ କୃତବନ୍ତଃ ?
उत्तर: ନିଗୃହୀତବନ୍ତଃ
(च) मम शिक्षा का?
ମମ ଶିକ୍ଷା କା ?
उत्तर: ଦେଶରକ୍ଷା
(खोर्द्धा, देशरक्षा, आद्ग़लजना:; जयीराजगुरु:,निगृहितवन्तः, पाइकजाति:)
(ଖୋର୍ଦ୍ଧା, ଦେଶରକ୍ଷା, ଆଙ୍ଗ୍ଜନା, ଜୟୀରାଜଗୁରୁ, ନିଗୃହୀତବନ୍ତଃ, ପାଇକଜାତିଃ)
3. मातृभाषया अनुवादं कुरुत : (ମାତୃଭାଷୟା ଅନୁବାଦଂ କୁରୁତ ।)
(ମାତୃଭାଷାରେ ଅନୁବାଦ କର ।)
(क) भारतवर्षम् अस्माकं देशः ।
ଭାରତବର୍ଷମ୍ ଅମ୍ଳକଂ ଦେଶଃ ।
उत्तर:
ଭାରତବର୍ଷ ଆମର ଦେଶ ।
(ख) वयं सर्वे अस्याः दायादाः ।
ବୟଂ ସର୍ବେ ଅସ୍ୟା ଦାୟାଦା ।
उत्तर:
ଆମେ ସମସ୍ତେ ଏହାର ଉତ୍ତରାଧିକାରୀ ।
(ग) वणिजः आझुलजनाः अतीव चतुराः ।
ବଣିଜଃ ଆଙ୍ଗ୍ଜନାଃ ଅତୀବ ଚତୁରା ।
उत्तर:
ବେପାରୀ ଇଂରେଜମାନେ ବଡ଼ ଚାଲାକ ଥିଲେ ।
(घ) कौशलेन राजगुरुं निगृहीतवन्तः
କୌଶଳେନ ବାଲେଶ୍ୱରଂ ତଂ ନୀତବନ୍ତ ।
उत्तर:
କୌଶଳରେ ରାଜଗୁରୁଙ୍କୁ ଧରିନେଲେ ।
(ङ) ततः बहुदूरं बालेश्वरं तं नीतवन्तः ।
उत्तर:
ତାପରେ ବହୁଦୂର ବାଲେଶ୍ବର ପର୍ଯ୍ୟନ୍ତ ତାଙ୍କୁ ନେଇଗଲେ ।
4. शुद्धपदं रचयत ।
उदाहरणम् – न का र णे – कारणेन
(१) व त् भ अ …………
ବ ତ୍ ଭ ଅ – ଅଭିବତ୍
(२) क्र आ म म् ण …………
କ୍ର ଆ ମ ମ୍ ଣ – ଆକ୍ରମଣମ୍
(३) णि ज: व …………
ଣି ଡଃ ବ – ବଣିଜ୍ୟ
(४) न नी ज …………
ନ ନୀ ଜ – ଜନନୀ
(५) गुरा ज रु म् …………
ଗୁ ରା ଜ ରୁ ମ୍ – ରାଜଗରମ
(६) ध म् प्र रो ति …………
ଧ ମ୍ ପ୍ର ରୋ ତି – ପ୍ରତିରୋଧମ୍
5. विषयानुसारं स्तम्भमेलनं कुरुत । (ବିଷୟାନୁସାରଂ ସ୍ତମ୍ଭମେଳନଂ କୁରୁତ ।)
(ବିଷୟ ଅନୁସାରେ ସ୍ତମ୍ଭମିଳନ କର ।)
उत्तर:
6. रेखाक्कितपदस्य संशोधनं कुरुत। (ରେଖାଙ୍କିତପଦସ୍ୟ ସଂଶୋଧନଂ କୁରୁତ।)
(ରେଖାଙ୍କିତ ପଦର ସଂଶୋଧନ କର ।)
(क) भारतवर्षम् आस्माके देशम् ।
ଭାରତବର୍ଷମ୍ ଅସ୍ଵାକଂ ଦେଶମ୍ ।
उत्तर:
ଭାରତବର୍ଷମ୍ ଅମ୍ଳୀକଂ ଦେଶଃ ।
(ख) अस्मान् एषा मातृरूपेण पूज्यते ।
ଅସ୍ମାନ୍ ଏଷା ମାତୃରୂପେଣ ପୂଜ୍ୟତେ ।
उत्तर:
ଉଦ୍ବୋଧନଂ ଦତ୍ତବନ୍ତ ୫ ।
(ग) ते अस्मान् उद्बोधनं दत्तवन्तः
ତେ ଅସ୍ନାନ୍ ଉଦ୍ବୋଧନଂ ଦତ୍ତବନ୍ତ ୫ ।
उत्तर:
ତେ ଅସ୍ମଭ୍ୟମ୍ ଉଦ୍ବୋଧନଂ ଦତ୍ତବନ୍ତ ।
(घ) मया शिक्षा देशरक्षा ।
ମୟା ଶିକ୍ଷା ଦେଶରକ୍ଷା ।
उत्तर:
ମମ ଶିକ୍ଷା ଦେଶରକ୍ଷା ।
(ङ) मम दीक्षा माताया: रक्षा
ମମ ଦୀକ୍ଷା ମାତାୟାଂ ରକ୍ଷା ।
उत्तर:
ମମ ଦୀକ୍ଷା ମାତୁଃ ରକ୍ଷା ।
7. वाक्यानि रचयत ।
अस्माकम्,वयम्,मम,भारतम्,अभवत्
- अस्माकम् (ଅସ୍କାକମ୍) – ଅସ୍ଵାକଂ ଦେଶଃ ଭାରତବର୍ଷମ।
- वयम् ଅମ୍ (ବୟମ୍) – ବୟଂ ସର୍ବେ କୃଷକଃ ।
- मम (ମମ) – ମମ ନାମ ଗାୟତ୍ରୀ ।
- भारतम् (ମ୍ (ଭାରତମ୍) – ପୃଥିବ୍ୟା ଭାରତଂ ଶ୍ରେଷ୍ଠମ୍ ।
- अभवत् (ଅଭବତ୍) – ତବ କିମ୍ ଅଭବତ୍ ?
8. सन्धिविच्छेदं कुरुत। (ସନ୍ଧିବିଚ୍ଛେଦଂ କୁରୁତ।) ସନ୍ଧିବିଚ୍ଛେଦ କର ।
मरणात्परम्, स्वर्णाक्षरै, निशार्षे
- मरणात्परम् (ମରଣାପୂରମ୍) — ମରଣାତ୍ + ପରମ୍
- स्वर्णाक्षरै (ସ୍ଵର୍ଣ୍ଣାକ୍ଷରେ) – ସ୍ପର୍ଶ + ଅକ୍ଷରେ
- निशार्षे (ଏଁ (ନିଶାର୍ବେ) – ନିଶା + ଅର୍ଦ୍ଧେ
उच्चै: पठत – लिखत – ଉଚ୍ଚୈଃ ପଠତ ଲିଖତ (ପଢ଼ ଓ ଲେଖ
एकपदेन उत्तरं लिखत ।
(ଏକପଦେନ ଉତ୍ତରଂ ଲିଖତ ।)
1. क: अस्माकं देशः ?
ଯଃ ଅସୁକଂ ଦେଶଃ ?
उत्तर: ଭାରତବର୍ଷମ୍
2. आड्लजनाः किमर्थम् अत्र आगतवन्तः ?
ଆଙ୍ଗ୍ଜନା କିମର୍ଥମ୍ ଅତ୍ର ଆଗତବନ୍ତଃ ?
उत्तर: ବାଣିଜ୍ୟ କର୍ତୁମ୍
3. के वाणिज्यं कर्तुम् अत्र आगतवन्त: ?
କେ ବାଣିଜ୍ୟ କର୍ତୁମ୍ ଅତ୍ର ଆଗତବନ୍ତଃ ?
उत्तर: ଆଙ୍ଗ୍ଲଜନଃ
4. जयी राजगुरु: कस्य मन्त्री आसीत्?
ଜୟୀ ରାଜଗୁରୁ କସ୍ୟ ମନ୍ତ୍ରୀ ଆସୀତ୍ ?
उत्तर: ମୁକୁନ୍ଦଦେବସ୍ୟ
5. खोर्धा राज्यस्य राजा कः आसीत् ?
ଖୋର୍ଦ୍ଧା ରାଜ୍ୟସ୍ୟ ରାଜା କଃ ଆସୀତ୍ ?
उत्तर: ମୁକୁନ୍ଦଦେବୀ
6. कस्य आह्वानेन पाइकजातिः मिलिता ?
କସ୍ୟ ଆହ୍ଵାନେନ ପାଇକଜାତିଃ ମିଳିତା ?
उत्तर: ରାଜଗୁରୋ
7. आड़लजना: निशार्षे दुर्गं केन प्रविष्टा: ? धाकीक्षि।
ନିଶାର୍ଥେ ଦୁର୍ଗ କେନ ପ୍ରବିଷ୍ଟା ?
उत्तर: ଗୁପ୍ତପଥେନ
8. गुप्तपथेन अझुलजना: कदा दुगं प्रविष्टा: ?
ଗୁପ୍ତପଥେନ ଆଙ୍ଗ୍ଳନାଃ କଦା ଦୁର୍ଗ ପ୍ରବିଷ୍ଟା ?
उत्तर: ନିଶାର୍ବେ
9. आझेशासका: केन’राजगुरुं निगृहीतवन्त:?
ଆଙ୍ଗୁଶାସକ କେନ ରାଜଗୁରୁ ନିଗୃହୀତବନ୍ତଃ ?
उत्तर: କୌଶଳେନ
10. मेदिनीपुरस्य कस्मिन् स्थाने राजगुरो: विचार:
ମେଦିନୀପୁରସ୍ୟ କସ୍ମି ନ୍ ସ୍ଥାନେ ରାଜଗୁରୋ ବିଚାର ଅଭବତ୍ ?
उत्तर: ବାଘତୋଟା
11. मेदिनीपुरस्य बाघतोटा इति स्थाने कस्य विचार: अभवत्?
ମେଦିନୀପୁରସ୍ୟ ବାଘତୋଟା ଇତି ସ୍ଥାନେ କସ୍ୟ ବିଚାରଃ ଅଭବତ୍ ?
उत्तर: ରାଜଗୁରୋ
12. राजगुरु:आङ्गलशासकानां किं न स्वीकृतवान्?
ରାଜଗୁରୁ ଆଙ୍ଗଲଶାସକାନାଂ କିଂ ନ ସ୍ବୀକୃତବାନ୍ ?
उत्तर: ବଶ୍ୟତାମ୍
13. देशरक्षा कस्य शिक्षा ?
ଦେଶରକ୍ଷା କସ୍ୟ ଶିକ୍ଷା ?
उत्तर: ମମ
14. मम दिक्षा का ?
ମମ ଦିକ୍ଷା କା ?
उत्तर: ମାତୃରକ୍ଷା
बन्धनीमध्यात् शून्यस्थानं पूररयत।
ବନ୍ଧନୀମଧ୍ଯାତ୍ ଶୂନ୍ୟସ୍ଥାନଂ ପୂରୟତ
1. ………… त्वां वदिष्यामि । (अहम्, आवां, वयम्)
………… ତାଂ ବଦିଷ୍ୟାମି । (ଅହମ୍, ଆବାଂ, ବୟମ୍)
उत्तर: ଅହଂ
2. ………… सर्वे उत्तमा: छात्रा:। (अहम्, आवाम्, वयम्)
………… ସର୍ବେ ଉତ୍ତମା ଛାତ୍ରା । (ଅହମ୍, ଆବାମ୍, ବୟମ୍ )
उत्तर: ବୟଂ
3. राम; ………… एकां लेखनीं नयति । (मत्, मम, मयि)
ରାମ …………….. ଏକାଂ ଲେଖନୀ ନୟତି । (ମତ, ମମ, ମଣ୍ଡି)
उत्तर: ମତ୍
4. शिक्षक: ………… पाठं ददाति। (मह्यम्, मया, माम्)
ଶିକ୍ଷକଃ ………… ପାଠ୍ୟ ଦଦାତି । (ମହ୍ୟମ୍, ମୟା, ମାମ)
उत्तर: ମତ୍ସ୍ୟ
5. ………… विद्यालयस्य नाम किम? (मयि, मम, मत्)
………………. ବିଦ୍ୟାଳୟସ୍ୟ ନାମ କିମ୍ ? (ମୟି, ମମ, ମତ)
उत्तर: ମମ
6. शिक्षक: ………… विश्वासः करोति।(मयि,माम् ,मम)
ଶିକ୍ଷକଃ ………. ବିଶ୍ଵାସଂ କରୋତି ? (ମୟି, ମାମ୍, ମମ)
उत्तर: ମୟି
7. ………… क:श्रेष्ठ:?(वयम् अस्माभिः, अस्मासु)
……….. କଃ ଶ୍ରେଷ୍ଠ ? (ବୟମ୍, ଅସ୍ଵାଭିଂ, ଅସ୍ଵାସୁ)
उत्तर: ଅସ୍ମାସୁ
8. ………… तत्र गच्छेव।(आवाम्,अहम् ,वयम्)
………………. ତତ୍ର ଗହେବ । (ଆବାମ୍, ଅହମ୍, ବୟମ୍)
उत्तर: ଆବାଂ
9. ………… गृहं कुत्र ?(अस्माभि:, वयम्,अस्माकम्)
………………ଗୃହଂ କୃତ୍ର ? (ଅସ୍ଵାଭିଂ, ବୟମ୍, ଅସ୍କାକମ୍ )
उत्तर: ଅସ୍ମାକଂ
10. ………… किं बालेश्वरं गमिष्याम:? (अस्मान्,व्यप्,आवाम्)
………………… କିଂ ବାଲେଶ୍ବରଂ ଗମିଷ୍ୟାମଃ ? (ଅସ୍ନାନ, ବୟମ୍, ଆବାମ୍ )
उत्तर: ବୟଂ
11. तस्य ………… वलेन उत्कलजननी धन्या अभवत्। (ज्ञान,त्याग)
ତସ୍ଯ ………………..ବଳେନ ଉତ୍କଳଜନନୀ ଧନ୍ୟା ଅଭିବତ୍। (ଜ୍ଞାନ, ତ୍ଯାଗ)
उत्तर: ତ୍ୟାଗ
12. तस्य आह्वानेन ………… मिलिता । (ओड़िआजाति:,पाइकजातिः)
ତଥ୍ୟ ଆହ୍ଵାନେନ …………. ମିଳିତା । (ଓଡ଼ିଆଜାତିଃ, ପାଇକଜାତିଃ)
उत्तर: ପାଇକଜାତିଃ
13. जयी राजगुरु: तस्य ………… आसीत्। (राजा,मन्त्री)
ଜୟୀ ରାଜଗୁରୁ ତଥ୍ୟ ………….ଆସୀତ୍ । (ରାଜା, ମନ୍ତ୍ରୀ)
उत्तर: ମନ୍ତ୍ରୀ
14. ………… सर्वे अस्या: दायादाः। (अहम्,वयम्)
………………. ସର୍ବେ ଅସ୍ୟା ଦାୟାଦା । (ଅହମ୍, ବୟମ୍)
उत्तर: ବୟମ୍
15. ते ………… उद्वोघनं दत्तवन्तः। (अस्माकम्,अस्मभ्यम्)
ତେ ………….. ଉଦ୍ବୋଧନଂ ଦତ୍ତବନ୍ତୀ । (ଅସ୍କାକମ୍, ଅସ୍ମଭ୍ୟମ୍)
उत्तर: ଅସୁଭ୍ୟମ
उत्तरचयनं कुरुत ।
(ଉତ୍ତରଚୟନଂ କୁରୁତ।)
प्रश्न 1.
भारतबर्षम् अस्माकं क:?
(A) ଦେଶଃ
(B) ମାତା
(C) ଜନନୀ
(D) ରାଷ୍ଟ୍ରୀ
उत्तर:
(A) ଦେଶଃ
प्रश्न 2.
के वाणिज्यं कर्तुम् अत्र आगतवन्त: ?
କେ ବାଣିଜ୍ୟ କର୍ତ୍ତମ ଅତ୍ର ଆଗତବନ୍ତଃ ?
(A) ଶାସକା
(B) ଆଙ୍ଗ୍ଲଜନାଃ
(C) ମାନବାଃ
(D) ଶତ୍ରୁମଃ
उत्तर:
(B) ଆଙ୍ଗ୍ଲଜନାଃ
प्रश्न 3.
मुकुन्ददेवस्य मन्त्री कः आसीत्?
ମୁକୁନ୍ଦଦେବସ୍ୟ ମନ୍ତ୍ରୀ କଃ ଆସୀତ୍ ?
(A) ରାଜବୀରଃ
(B) ରଘୁବରଃ
(C) କୃଷ୍ଣଚତୁଃ
(D) ଜୟୀ ରାଜଗୁରୁ
उत्तर:
(D) ଜୟୀ ରାଜଗୁରୁ
प्रश्न 4.
राजगुरो :आह्वानेन का मिलिती?
ରାଜଗୁରୋ ଆହ୍ଵାନେନ କା ମିଳିତା ?
(A) ପାଇକଜାତିଃ
(B) ବ୍ରାହ୍ମଣଜାତିଃ
(C) ଶୂଦ୍ରଜାତିଃ
(D) ଗୋପଜାତିଃ
उत्तर:
(A) ପାଇକଜାତିଃ
प्रश्न 5.
आंगल्जना:निशार्द्धे दुर्गं केन प्रविष्टा :?
ଆଙ୍ଗ୍ଲଜନଃ ନିଶାର୍ଥେ ଦୁର୍ଗ କେନ ପ୍ରବିଷ୍ଟା ?
(A) ପଥେନ
(B) ମାର୍ଗେଣ
(C) ଗୁପ୍ତପଥେନ
(D) ସତ୍ୟପଥେନ
उत्तर:
(C) ଗୁପ୍ତପଥେନ
प्रश्न 6.
कौशलेन राजगुरुं किं कृतवन्त:?
କୌଶଳେନ ରାଜଗୁରୁ କିଂ କୃତବନ୍ତଃ ?
(A) ଗୃହୀତବନ୍ତଃ
(B) ଦଣ୍ଡିତବତଃ
(C) ହତବନ୍ତଃ
(D) ନିଗୃହୀତବନ୍ତଃ
उत्तर:
(D) ନିଗୃହୀତବନ୍ତଃ
प्रश्न 7.
मेदिनीपुरस्य कस्मिन् स्थाने राजगुरो :विचारः अभवत्?
ମେଦିନୀପୁରସ୍ୟ କସ୍ମିନ୍ ସ୍ଵାନେ ରାଜଗୁରୋ ବିଚାରଃ ଅଭବତ୍ ?
(A) ବାଘତୋଟା
(B) ସୋରଃ
(C) ରାମଘାଟ
(D) ବାଲେଶ୍ଵରଃ
उत्तर:
(A) ବାଘତୋଟା
प्रश्न 8.
राजगुरुः आंग्लशासकानां किं न स्वीकृतवान् ?
ରାଜଗୁରୁ ଆଙ୍ଗ୍ଲଶାସକାନାଂ କିଂ ନ ସ୍ୱୀକୃତବାନ୍ ?
(A) ଅଧିକାରଃ
(B) ବଶ୍ୟତାମ
(C) ଧନମ୍
(D) ମାନମ
उत्तर:
(B) ବଶ୍ୟତାମ
प्रश्न 9.
मम शिक्षा का ? भान हीला का ?
ମମ ଶିକ୍ଷା କା ?
(A) ଦେଶସ୍ଥାପନମ୍
(B) ଗୋରକ୍ଷା
(C) ଦେଶରକ୍ଷା
(D) ମାତୁଃରକ୍ଷା
उत्तर:
(C) ଦେଶରକ୍ଷା
रेखांकित पदानां संशोधनं कुरुत।
(ରେଖାଙ୍କିତପଦାନାଂ ସଂଶୋଧନଂ କୁରୁତ।)
1. मया शिक्षा देशरक्षा ।
ମୟା ଶିକ୍ଷା ଦେଶରକ୍ଷା ।
उत्तर:
ମମ ଶିକ୍ଷା ଦେଶରକ୍ଷା।
2. अस्मान् एषा मातृरूपेण पूज्यते।
ଅସ୍ମାନ୍ ଏଷା ମାତୃରୂପେଣ ପୂଜ୍ୟତେ ।
उत्तर:
ଅସ୍ଵାଭି ଏଷା ମାତୃରୂପେଣ ପୂଜ୍ୟତେ ।
3. मम दीक्षा मातायाः रक्षा।
ମମ ଦୀକ୍ଷା ମାତା ରକ୍ଷା ।
उत्तर:
ମମ ଦୀକ୍ଷା ମମାତୁଃ ରକ୍ଷା ।
4. भारतवर्षम् अस्माकं देशम् ।
ଭାରତବର୍ଷମ୍ ଅସ୍ନାକଂ ଦେଶମ୍ ।
उत्तर:
ଭାରତବର୍ଷମ୍ ଅସ୍ଵାକଂ ଦେଶଃ ।
5. अहं सर्वे अस्या:दायादाः।
ଅହଂ ସର୍ବେ ଅସ୍ୟା ଦାୟାଦଃ ।
उत्तर:
ବୟମ୍
6. तस्य त्यागवलेन उत्कलजननी धन्य:।
ତସ୍ୟ ତ୍ୟାଗବଳେନ ଉତ୍କଳଜନନୀ ଧନ୍ୟ ।
उत्तर:
ଧନ୍ଯା
7. ते अस्मभ्यम् उद्बोधनं दत्तवान् ।
ତେ ଅସୃଭ୍ୟମ୍ ଉଦ୍ବୋଧନଂ ଦତ୍ତବାନ୍।
उत्तर:
ଦତ୍ତବନ୍ତଃ
सन्धिविच्छेदं कुरुत।
(ସନ୍ଧିବିଚ୍ଛେଦଂ କୁରୁତ।)
1. प्राप्तवन्त: = (ପ୍ରାପ୍ତବନ୍ତଃ) = ପ୍ର + ଆସ୍ତବନ୍ତଃ
2. अतीव (ଅତୀବ) = ଅତି + ଇବ
3. किन्तु (କିନ୍ତୁ) = କିମ୍ + ତୁ
4. स्वर्णाक्षरैः (ସ୍ଵର୍ଣ୍ଣାକ୍ଷରେ) = ସୃଷ୍ଟି + ଅକ୍ଷରେ
सन्धिं कुरुत
(ସନ୍ଧି କୁରୁତ।)
1. उत् + पन्ना: = उत्पन्ना: ଉତ୍ + ପନ୍ନା = ଉତ୍ପନ୍ନା
2. अस्त्रम् + इव = अस्त्रमिव = ଅସ୍ତ୍ରମ୍ + ଇବ = ଅସ୍ତ୍ରମିବ
3. निशा + अर्धे = निशार्धे = ନିଶା + ଅର୍ଥେ = ନିଶାର୍ଥେ
क्रियापदं निर्वाचयत । (କ୍ରିୟାପଦଂ ନିର୍ବାଚୟତ।)
वणिज:, चतुरा:, नीतवन्त:, अभवत्, वयम्, मातृभूमि:, करिष्याम:, विचार:, पूज्यते।
ବଣିଜଃ, ଚତୁରା, ନୀତବନ୍ତଃ, ଅଭବତ, ବୟମ୍, ମାତୃଭୂମି, ଦତ୍ତବନ୍ତଃ, କରିଷ୍ୟାମଃ, ବିଚାରଃ, ପୂଜ୍ୟତେ ।
उत्तर:
ନୀତବନ୍ତଃ, ଅଭିବତ୍, ଦତ୍ତବନ୍ତଃ, ପୂଜ୍ୟତେ, କରିଷ୍ୟାମଃ ।
कर्तृपदं चिनुत (କର୍ତ୍ତୃପଦଂ ଚିନୁତ।)
दायादाः, प्राप्तवन्तः, नेतार:, आगता:, गुरुः, कृतवन्त: ,जयीराजगुरुः, नीतवान्, विचारः, अभवत्।
ଦାୟାଦଃ, ପ୍ରାପ୍ତବୟଃ, ନେତାରଃ, ଆଗତା, ଗୁରୁ, କୃତବନ୍ତଃ, ଜୟୀରାଜଗୁରୁ, ନୀତବାନ, ବିଚାରଃ, ଅଭବତ୍ ।
उत्तर:
ଦାୟାଦଃ, ନେତାରଃ, ଗୁରୁ, ଜୟୀରାଜଗୁରୁ ।
शब्दानां मातृभाषया अर्थान् लिखत।
(ଶବ୍ଦାନାଂ ମାତୃଭାଷୟା ଅର୍ଥାନ୍ ଲିଖତ ।)
- उपरि (ଉପରି) – ଉପରେ
- मोचयितुम् (ମୋଚୟିତୁମ୍) – ମୁକ୍ତକରିବାକୁ
- शाणितम् (ଶାଣିତମ୍) – ଧାରୁଆ
- आह्वानेन (ଆହ୍ଵାନେନ) – ଡାକରାରେ
- निशार्धि (ନିଶାର୍ଧ) – ଅର୍ଦ୍ଧରାତ୍ରିରେ
- शाखाभ्याम् (ଶାଖାଭ୍ୟାମ୍) – ଡାଳଦୁଇଟିରେ
- अनुसृत्य (ଅନୁସୃତ୍ୟ) – ଅନୁସରଣକରି
निजभाषया प्रायशः दशभि: वाक्यै : उत्तरं लिखत ।
(ନିଜଭାଷୟ ପ୍ରାୟଶଃ ଦଶଭି ବାକ୍ୟ ଉତ୍ତରଂ ଲିଖତ ।)
प्रश्न 1.
जयी राजगुरो : देशप्रेमं वर्णयत ।
ଜୟୀ ରାଜଗୁରୋ ଦେଶପ୍ରେମଂ ବର୍ଷୟତ ।
उत्तर:
ଆମ ଦେଶ ହେଉଛି ଭାରତବର୍ଷ । ଏହା ଆମ ମାତୃଭୂମି ଅଟେ । ଆମେ ସମସ୍ତେ ଏହି ମାଆର ସନ୍ତାନ ଅଟୁ। ଏହାକୁ ଆମେ ମାଆ ରୂପେ ପୂଜାକରୁ । କିନ୍ତୁ ବୈଦେଶିକମାନେ ବହୁବାର ଏହା ଉପରେ ଆକ୍ରମଣ କରିଥିଲେ। ବାଣିଜ୍ୟ କରିବାକୁ ଆସି ଏଠାରେ ନିଜର ବସତି ସ୍ଥାପନ କରି ଆମକୁ ଶାସନ କରିବାକୁ ଲାଗିଲେ। ଏଥୁଯୋଗୁଁ ଭାରତୀୟମାନେ ଅନେକ ଦୁଃଖ ପାଇଲେ। ଭାରତକୁ ସେମାନଙ୍କ କବଳରୁ ରକ୍ଷାକରିବା ପାଇଁ ଅନେକ ନେତା ଆଗକୁ ଆସିଲେ ଏବଂ ବଳିଦାନ ଦେଲେ।
ସେତେବେଳେ ଖୋର୍ଦ୍ଧାର ରାଜା ଠକୁରରାଜ ମୁକୁନ୍ଦଦେବ ଥିଲେ । ତାଙ୍କ ମନ୍ତ୍ରୀ ଥିଲେ ଜୟୀ ରାଜଗୁରୁ । ସେ ରାଜପରିବାରର ପାରୁରିକ ଗୁରୁ। ଇଂରେଜମାନଙ୍କ ବିରୋଧରେ 1817 ମସିହାରେ ଏକ ମହାନ୍ ପ୍ରଜାସଂଗ୍ରାମୀ ଜୟୀ ରାଜଗୁରୁଙ୍କ ନେତୃତ୍ଵରେ ହୋଇଥିଲା। ତାଙ୍କ ଭାଷଣ ଧାରୁଆ ଅସ୍ତ୍ର ପରି ଥିଲା। ତାଙ୍କ ଆହ୍ବାନରେ ପାଇକଜାତି ମିଳିତ ହୋଇ ଇଂରେଜମାନଙ୍କୁ ପ୍ରତିରୋଧ କରିଥିଲେ । ବଣିକ ଇଂରେଜମାନେ ଅତ୍ୟନ୍ତ ଚତୁର। ସେମାନେ ଗୁପ୍ତମାର୍ଗରେ ଅର୍ଦ୍ଧରାତ୍ରିରେ ଦୁର୍ଗରେ ପ୍ରବେଶ କରି ରାଜଗୁରୁଙ୍କୁ ବାନ୍ଧି ପକାଇଥିଲେ । ପ୍ରଥମେ ବାଲେଶ୍ଵର ପରେ ମେଦିନୀପୁରର
ବାଘତୋଟା ନାମକ ସ୍ଥାନରେ ତାଙ୍କର ବିଚାର ହୋଇଥିଲା । ପରିଶେଷରେ ଏକ ବରଗଛର ଶାଖାଦୁଇଟିରେ ବାନ୍ଧି ପକାଇଥିଲେ। ସେ ଜୀବନ ହାରିଥିଲେ ସତ କିନ୍ତୁ ଇଂରେଜମାନଙ୍କର ଗୋଲାମ ହୋଇ ନଥିଲେ । ତାଙ୍କର ଏହି ତ୍ୟାଗବଳରେ ଉତ୍କଳଜନନୀ ଧନ୍ୟ ହୋଇଥିଲା ଏବଂ ତାଙ୍କର ଏହି ଦେଶପ୍ରେମ ଇତିହାସରେ ଚିରଦିନ ପାଇଁ ସ୍ଵର୍ଣ୍ଣଅକ୍ଷରରେ ଲିପିବଦ୍ଧ ହୋଇ ରହିଗଲା।
मातृभाषयाअनुवादं कुरुत ।
(ମାତୃଭଷୟା ଅନୁବାଦଂ କୁରୁତ ।)
1. एषः देशः अस्माकं मातृभूमि:।
ଏତଃ ଦେଶଃ ଅସ୍ମାକଂ ମାତୃଭୂମି ।
ଅନୁବାଦ: ଏହି ଦେଶ ଆମର ମାତୃଭୂମି।
2. अस्माभि: एषा मातृरूपेण पूज्यते ।
ଅସ୍ବାଭି ଏଷା ମାତୃରୂପେଣ ପୂଜ୍ୟତେ ।
ଅନୁବାଦ: ଏହାକୁ ଆମେ ମାତୃରୂପରେ ଆରାଧନା କରୁ।
3. आइलजना: वाणिज्यं कर्तुम् अत्र आगतवन्तः।
ଆଙ୍ଗ୍ଲଜନାଃ ବାଣିଜ୍ୟ କର୍ତ୍ତମ ଅତ୍ର ଆଗତବନ୍ତଃ ।
ଅନୁବାଦ : ଇଂରେଜମାନେ ବାଣିଜ୍ୟ କରିବାକୁ ଏଠାକୁ ଆସିଥିଲେ ।
4. तेषां शासनेन भारतीया: अकथनीयं दु :खं प्राप्तवन्तः।
ତେଷା ଶାସ୍ତ୍ରନେନ ଭାରତୀୟା ଅକଥନୀୟଂ ଦୁଃଖୀ ପ୍ରାପ୍ତବନ୍ତଃ ।
ଅନୁବାଦ: ସେମାନଙ୍କ ଶାସନରେ ଭାରତୀୟମାନେ ଅକଥନୀୟ ଦୁଃଖ ପାଇଲେ।
5. भारतं तेषां शासनात् मोचयितुं वहव: नेतारः अग्रे आगताः।
ଭାରତଂ ତେଷା ଶାସନାତ୍ ମୋଚୟିତାଂ ବହତଃ ନେତାରଃ ଅଗ୍ରେ ଆଗତାଃ ।
ଅନୁବାଦ: ଭାରତକୁ ସେମାନଙ୍କ ଶାସନକବଳରୁ ମୁକ୍ତ କରିବାକୁ ବହୁତ ନେତା ଆଗକୁ ଆସିଲେ।
6. ते अस्मभ्यम् उद्बोधनं दत्तवन्तः।
ତେ ଅସୃଭ୍ୟମ୍ ଉଦ୍ବୋଧନଂ ଦତ୍ତବତଃ ।
ଅନୁବାଦ: ସେମାନେ ଆମକୁ ଉଦ୍ବୋଧନ ଦେଲେ ।
7. तदानीं खोर्द्धाराज्यस्य राजा आसीत् ठक्कुरराज: मुकुन्ददेवः।
ତଦାନୀ ଖୋର୍ଦ୍ଧାରାଜ୍ୟସ୍ୟ ରାଜା ଆସୀତ୍ ଠକ୍ଟରରାଜଃ ମୁକୁନ୍ଦଦେବ ।
ଅନୁବାଦ: ସେ ସମୟରେ ଖୋର୍ଦ୍ଧା ରାଜ୍ୟର ରାଜା ଥିଲେ ଠାକୁର ରାଜା ମୁକୁନ୍ଦଦେବ ।
8. तस्य मन्त्री आसीत् जयी रार्जंगुरु: ।
ତଥ୍ୟ-ମନ୍ତ୍ରୀ ଆସୀତ୍ବ ଜୟୀ ରାଜଗୁରୁ ।
ଅନୁବାଦ: ତାଙ୍କର ମନ୍ତ୍ରୀ ଥିଲେ ଜୟୀ ରାଜଗୁରୁ ।
9. स: राजपरिवारस्य पारम्परिकगुरु:।
ସ୍ୱ ରାଜପରିବାରସ୍ୟ ପାରିକଗୁରୁ ଆସୀତ୍ ।
ଅନୁବାଦ: ସେ ରାଜପରିବାରର ପାରୁରିକ ଗୁରୁ ଥୁଲେ ।
10. आड्गलशासनस्य विरोधेन १८१७ मिते बर्षे महान् प्रजासंग्रामः अभवत्।
ଆଲ୍ଲଶାସନସ୍ୟ ବିରୋଧନ 1817 ମିତେ ବର୍ଷେ ମହାନ୍ ପ୍ରଜାସଂଗ୍ରାମ ଅଭବତ୍ ।
ଅନୁବାଦ: ଇଂରେଜ ଶାସନ ବିରୋଧରେ 1817 ମସିହାରେ ମହାନ୍ ପ୍ରଜାସଂଗ୍ରାମ ହୋଇଥିଲା ।
11. तस्य संग्रामस्य मुख्यभूमिकां नीतवान् जयी राजगुरुः।
ତଥ୍ୟ ସଂଗ୍ରାମସ୍ୟ ମୁଖ୍ୟଭୂମିକାଂ ନୀତବାନ୍ ଜୟୀ ରାଜଗୁରୁ ।
ଅନୁବାଦ: ସେହି ସଂଗ୍ରାମର ମୁଖ୍ୟ ଭୂମିକା ଜୟୀ ରାଜଗୁରୁ ନେଇଥିଲେ ।
12. तस्य भाषणं शाणितम् अस्त्रम् इव आसीत् ।
ତଥ୍ୟ ଭାଷଣଂ ଶାଣିତମ୍ ଅସ୍ତ୍ରମ୍ ଇବ ଆସୀତ୍ ।
ଅନୁବାଦ: ତାଙ୍କର ଭାଷଣ ଧାରୁଆ ଅସ୍ତ୍ରପରି ଥିଲା ।
13. तस्य आह्नानेनं पाइकजाति: मिलिता ।
ତସ୍ୟ ଆହ୍ଵାନେନ ପାଇକଜାତିଃ ମିଳିତା ।
ଅନୁବାଦ: ତାଙ୍କ ଡାକରାରେ ପାଇକାଜାତି ଏକାଠି ହେଲେ।
14. सर्वे मिलित्वा आइलशासकानां प्रतिरोधं कृतवन्तः।
ସର୍ବେ ମିଳିତ୍ସା ଆଙ୍ଗ୍ଲଶାସକାନାଂ ପ୍ରତିରୋନଂ କୃତବତଃ ।
ଅନୁବାଦ: ସମସ୍ତେ ମିଶି ଇଂରେଜ ଶାସକମାନଙ୍କର ବିରୋଧ କଲେ ।
15. वणिज: आद्रुलजना: अतीव चतुरा: ।
ବଣିଜଃ ଆଙ୍ଗ୍ଲଜନାଃ ଅତୀବ ଚତୁରା ।
ଅନୁବାଦ: ବେପାରୀ ଇଂରେଜମାନେ ଭାରି ଚାଲାକ୍।’
16. ते गुप्तपथेन निशार्द्धे दुगी प्रविष्टाः।
ତେ ଗୁପ୍ତପଥେନ ନିଶାର୍ଥେ ଦୁର୍ଗ ପ୍ରବିଷ୍ଟା ।
ଅନୁବାଦ: ସେମାନେ ଗୁପ୍ତବାଟରେ ଅର୍ଦ୍ଧରାତ୍ରିରେ ଦୁର୍ଗମଧ୍ୟକୁ ପ୍ରବେଶ କଲେ ।
17. मेदिनीपुरस्य बाघतोटा इति स्थाने तस्य विचारः अभवत्।
ମେଦିନୀପୁରସ୍ୟ ବାଘତୋଟା ଇତି ସ୍ଥାନେ ତଥ୍ୟ ବିଚାରଃ ଅଭବତ୍।
ଅନୁବାଦ: ମେଦିନପୁରର ବାଘତୋଟା ନାମକ ସ୍ଥାନରେ ତାଙ୍କର ବିଚାର ହେଲା ।
18. एकस्य वटवृक्षस्य शाखाभ्यां तस्य बन्धनं कृतवन्तः।
ଏକସ୍ୟ ବଟବୃକ୍ଷସ୍ୟ ଶାଖାଭ୍ୟ ତସ୍ୟ ବନ୍ଧନଂ କୃତିବନ୍ତଃ ।
ଅନୁବାଦ: ଗୋଟିଏ ବରଗଛର ଦୁଇଟି ଡାଳରେ ତାଙ୍କୁ ବାନ୍ଧିଦେଲେ ।
19. तस्य मरणात्परं बहव: राजगुरुसदृशा: स्वाधीनता सैनिकाः उत्पन्नाः।
ତସ୍ୟ ମରଣାପୂରଂ ବହନଃ ରାଜଗୁରୁସଦୃଶା ସ୍ଵାଧୀନତା ସୈନିକା ଉତ୍ପନ୍ନା ।
ଅନୁବାଦ: ତାଙ୍କ ମୃତ୍ୟୁପରେ ରାଜଗୁରୁଙ୍କ ପରି ଅନେକ ସ୍ଵାଧୀନତା ସୈନ୍ୟ ସୃଷ୍ଟି ହେଲେ।
20. किन्तु राजगुरो: देशप्रेम इतिहासे स्वणर्णाक्षरै: लिपिबद्धम् अभवत् ।
କିନ୍ତୁ ରାଜଗୁରୋ ଦେଶପ୍ରେମ ଇତିହାସେ ସ୍ଵର୍ଣ୍ଣାକ୍ଷରଃ ଲିପିବଦ୍ଧମ୍ ଅଭବତ୍ ।
ଅନୁବାଦ: କିନ୍ତୁ ରାଜଗୁରୁଙ୍କ ଦେଶପ୍ରେମ ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ।
21. वयम् अपि तस्य मार्गम् अनुसृत्य देशस्य रक्षां करिष्यामः।
ବୟମ୍ ଅପି ତସ୍ୟ ମାର୍ଗମ୍ ଅନୁସୃତ୍ୟ ଦେଶସ୍ୟ ରକ୍ଷା କରିଷ୍ୟାମଃ ।
ଅନୁବାଦ: ଆମେ ମଧ୍ୟ ତାଙ୍କରି ମାର୍ଗକୁ ଅନୁସରଣ କରି ଦେଶରକ୍ଷା କରିବା ।
22. मम शिक्षा देशरक्षा, मम दीक्षां मातु : रक्षा।
ମମ ଶିକ୍ଷା ଦେଶରକ୍ଷା, ମମ ଦୀକ୍ଷା ମାତୁଃ ରକ୍ଷା ।
ଅନୁବାଦ: ମୋର ଶିକ୍ଷା ଦେଶରକ୍ଷା । ମୋର ଦୀକ୍ଷା ମାଆର ରକ୍ଷା ।
संस्कृतभाषया अनुवादं कुरुत।
(ସଂସ୍କୃତଭାଷୟା ଅନୁବାଦଂ କୁରୁତ ।)
1. ଜୟୀରାଗୁରୁ ବୀର ଥିଲେ । ଆସୀତ୍ ।
उत्तर: जयीराजगुरु: वीर: आसीत्। ଜୟୀରାଗୁରୁ ବୀର ଥିଲେ । ଆସୀତ୍ ।
2. ଭାରତ ଆମ୍ଭମାନଙ୍କ ଦେଶ ।
उत्तर: भारतम् अस्माकं देश: ଭାରତ ଆମ୍ଭମାନଙ୍କ ଦେଶ ।
3. ଆମ୍ଭେମାନେ ଭାରତର ସନ୍ତାନ।
उत्तर: वयं भारतस्य सन्ताना: ବୟଂ ଭାରତସ୍ୟ ସନ୍ତାନଃ ।
4. ଇଂରେଜମାନେ ଅତ୍ୟନ୍ତ ଚତୁର।
उत्तर: आङ़्लजना: अतीव चतुरा:। ଆଙ୍ଗ୍ଜନାଃ ଅତୀବ ଚତୁରା ।
5. ମୋର ଶିକ୍ଷା ଦେଶରକ୍ଷା ।
उत्तर: मम शिक्षा देशरक्षा। ମମ ଶିକ୍ଷା ଦେଶରକ୍ଷା ।
6. ଭାରତୀୟମାନେ ସରଳ ଅଟନ୍ତି ।
उत्तर: भारतीया:सरला: भवन्ति। ଭାରତୀୟ ସରଳା ଭବନ୍ତି ।
7. ବରଗଛରେ ଦୁଇଟି ଡାଳ ଅଛି ।
उत्तर: वटवृक्षे शाखाद्वयम् अस्ति। ବଟବୃକ୍ଷେ ଶାଖାଦ୍ଵୟମ୍ ଅସ୍ତି ।
प्रथम अनुच्छेदः (ପ୍ରଥମ ଅନୁଚ୍ଛେଦଃ)
भारतवर्षम् अस्माकं देशः । एषः देशः अस्माकं मातृभूमिः । वयंसर्वे अस्यदायादाः । अस्माभिः एषा मातृरूपेण पूज्यते । वैदेशिकाः बहुवारम् अस्याः उपरि आक्रमणं कृतवन्तः । आङ्ग्लजनाः वाणिज्यं कर्तुम् अत्र आगतवन्तः । क्रमशः अत्र स्थित्वा अस्मान् शासितवन्तः । तेषां शासनेन भारतीयाः अकथनीयं दुःखं प्राप्तवन्तः । भारतं तेषां शासनात् मोचयितुं बहवः नेतारः अग्रे आगताः । ते अस्मभ्यम् उद्बोधनं दत्तवन्तः ।
ଭାରତବର୍ଷମ୍ ଅସ୍ଵାକଂ ଦେଶଃ । ଏତଃ ମାତୃଭୂମି । ବୟଂ ସର୍ବେ ଅସ୍ୟ ଦାୟାଦା । ଅସ୍ମାଭି ଦେଶଃ, ଅସ୍ମାକଂ ଏଷା ମାତୃରୂପେଣ ଉପରି ଆକ୍ରମଣଂ ପୂଜ୍ୟତେ । ବୈଦେଶିକା ବହୁବାରମ୍ ଅସ୍ୟା କୃତବନ୍ତ । ଆଙ୍ଗ୍ଜନା ବାଣିଜ୍ୟ କର୍ତ୍ତୁମ୍ ଅତ୍ର ଆଗତବନ୍ତ ୫ । କ୍ରମଶଃ ଅତ୍ର ସ୍ଥିତ୍ଵା ଅସ୍ମାନ୍ ଶାସିତବନ୍ତ ୫ । ତେଷା ଶାସନେନ ଭାରତୀୟା ଅକଥନୀୟଂ ଦୁଃଖ୍ୟ ପ୍ରାପ୍ତିବନ୍ତ । ଭାରତଂ ତେଷା ଶାସନାତ୍ ମୋଚୟିତାଂ ବହନଃ ନେତାରଃ ଅଗ୍ରେ ଆଗତାଃ । ତେ ଅସ୍କଭ୍ୟମ୍ ଉଦ୍ବୋଧନଂ ଦତ୍ତବନ୍ତ ।
ଶବ୍ଦାର୍ଥ
ବୟମ୍ – ଆମେମାନେ, ଦାୟାଦଃ ଉତ୍ତରାତ୍ରୀ, ପୂଜ୍ୟତେ — ପୂଜାକରାଯାଏ, ଉପରି — ଉପରେ, କୃତବନ୍ତ ୫ – କଲେ, ଆଙ୍ଗ୍ଜନା – ଇଂରେଜମାନେ, କର୍ଭୁମ୍ – କରିବାକୁ, ଅତ୍ର – ଏଠାକୁ, ଆଗତବନ୍ତ ୫ – ଆସିଥଲେ, ସ୍ଥିତ୍ଵା – ରହି, ଶାସିତବନ୍ତ ଶାସନକଲେ, ପ୍ରାପ୍ତବନ୍ତ ୫ – ପାଇଲେ, ମୋଚୟିତାଂ – ମୁକ୍ତକରିବାକୁ, ଦତ୍ତବନ୍ତ – ଦେଲେ ।
ଅନୁବାଦ
ଭାରତବର୍ଷ ଆମ ଦେଶ । ଏହି ଦେଶ ଆମର ମାତୃଭୂମି। ଆମେ ସମସ୍ତେ ଏହାର ଉତ୍ତରାଧିକାରୀ । ଏହାକୁ ଆମେ ମାତୃରୂପରେ ଆରାଧନା କରୁ । ବୈଦେଶି କମାନେ ବହୁବାର ଏହା ଉପରେ ଆକ୍ରମଣ କରିଛନ୍ତି । ଇଂରେଜମାନେ ଏଠାକୁ ବାଣିଜ୍ୟ କରିବାକୁ ଆସିଥିଲେ । କ୍ରମେ ଏଠାରେ ରହି ଆମକୁ ଶାସନ କଲେ । ସେମାନଙ୍କ ଶାସନରେ ଭାରତୀୟମାନେ ଅକଥନୀୟ ଦୁଃଖ ଲାଭକଲେ । ଭାରତକୁ ସେମାନଙ୍କ ଶାସନକବଳରୁ ମୁକ୍ତ କରିବାକୁ ବହୁତ ନେତା ଆଗକୁ ଆସିଲେ । ସେମାନେ ଆମକୁ ଉଦ୍ବୋଧନ ଦେଲେ ।
द्वितीय अनुच्छेदः (ଦ୍ୱିତୀୟ ଅନୁଚ୍ଛେଦଃ)
तदानीं खोर्धाराज्यस्य राजा आसीत् ठक्कुरराजः मुकुन्ददेवः । तस्य मन्त्री आसीत् जयी राजगुरुः । सः राजपरिवारस्य पारम्परिकः गुरुः । आङ्ग्लशासनस्य विरोधेन १८१७ तमे वर्षे महान् प्रजासंग्रामः अभवत् । तस्य संग्रामस्य मुख्यभूमिकां नीतवान् जयी रागजुरुः । तस्य भाषणं शाणितम् अस्त्रम् इव आसीत् । तस्य आह्वानेन पाइकजातिः मिलिता । सर्वे मिलित्वा आङ्ग्लशासकानां प्रतिरोधं कृतवन्तः ।
ତଦାନୀ ମୁକୁନ୍ଦଦେବ । ତସ୍ୟ ମନ୍ତ୍ରୀ ଆସୀତ୍ ଜୟୀରାଜଗୁରୁ । ସ୍ୱ ରାଜପରିବାରସ୍ୟ ପାରମ୍ପରିକଃ ଗୁରୁ । ଆଙ୍ଗ୍ଲଶାସନସ୍ୟ ବିରୋଧେନ ୧୮୧୭ତମେ ବର୍ଷେ ମହାନ୍ ପ୍ରଜାସଂଗ୍ରାମ ଅଭବତ୍। ତଥ୍ୟ ସଂଗ୍ରାମସ୍ୟ ମୁଖ୍ୟଭୂମିକାଂ ନୀତବାନ୍ ଜୟୀରାଜଗୁରୁ । ତସ୍ୟ ଭାଷଣଂ ଶାଣିତମ୍ ଅସ୍ତ୍ରମ୍ ଇବ ଆସୀତ୍ । ତସ୍ୟ ଆହ୍ଵାନେନ ପାଇକଜାତିଃ ମିଳିତା । ସର୍ବେ ମିଳିତ୍ବା ଆଙ୍ଗ୍ଲଶାସକାନାଂ ପ୍ରତିରୋନଂ କୃତବନ୍ତ ୫ । ଖୋର୍ଧାରାଜ୍ୟସ୍ୟ ରାଜା ଆସୀତ୍ ଠକୁର ରାଜଃ
ଶବ୍ଦାର୍ଥ
ତଦାନୀ – ସେ ସମୟରେ, ଆସୀତ୍ – ଥିଲେ, ଅଭିବତ୍ – ହେଲା, ନୀତବାନ୍ – ନେଇଥିଲେ, ଶାଣିତମ୍ – ଧାରୁଆ, ମିଳିତା – ଏକାଠିହେଲେ, କୃତବନ୍ତ ୫ – କଲେ ।
ଅନୁବାଦ
ସେ ସମୟରେ ଖୋର୍ଦ୍ଧାରାଜ୍ୟର ରାଜା ଥିଲେ ଠାକୁର ରାଜା ମୁକୁନ୍ଦଦେବ । ତାଙ୍କର ମନ୍ତ୍ରୀ ଥିଲେ ଜୟୀ ରାଜଗୁରୁ । ସେ ରାଜପରିବାରର ପାରମ୍ପାରିକ ଗୁରୁ ଥିଲେ । ଇଂରେ ଜଶାସନ ବିରୋଧରେ ୧୮୧୭ ମସିହାରେ ମହାନ୍ ପ୍ରଜାସଂଗ୍ରାମ ହୋଇଥିଲା । ସେହି ସଂଗ୍ରାମର ମୁଖ୍ୟଭୂମିକା ନେଇଥିଲେ ଜୟୀରାଜଗୁରୁ । ତାଙ୍କର ଭାଷଣ ଧାରୁଆ ଅସ୍ତ୍ରପରି ଥିଲା । ତାଙ୍କ ଡାକରାରେ ପାଇକଜାତି ଏକାଠି ହେଲେ । ସମସ୍ତେ ମିଶି ଇଂରେଜଶାସକମାନଙ୍କର ପ୍ରତିରୋଧ କଲେ ।
तृतीय अनुच्छेदः (ତୃତୀୟ ଅନୁଚ୍ଛେଦଃ)
वणिजः आङ्ग्लजनाः अतीव चतुराः । ते गुप्तपथेन निशार्धे दुर्गं प्रविष्टाः । कौशलेन राजगुरुं निगृहीतवन्तः । ततः बहुदूरं बालेश्वरं तं नीतवन्तः । तत्र मेदिनीपुरस्य बाघतोटा इति स्थाने तस्य विचारः अभवत् । एकस्य वटवृक्षस्य शाखाभ्यां तस्य बन्धनं कृतवन्तः । सः जीवनं त्यक्तवान् । किन्तु आङ्ग्लशासकानां वश्यतां न स्वीकृतवान् । तस्य मरणात्परं बहवः राजगुरुसदृशाः स्वाधीनतासैनिकाः उत्पन्नाः । किन्तु राजगुरोः देशप्रेम इतिहासे स्वर्णाक्षरैः लिपिबद्धम् अभवत् । तस्य त्यागबलेन उत्कलजननी धन्या अभवत् । वयम् अपि तस्य मार्गम् अनुसृत्य देशस्य रक्षां करिष्यामः । अतः उद्घोषयामः –
मातृभूमिः भारतम् । मम शिक्षा देशरक्षा । मम दीक्षा मातुः रक्षा ।
ବଣି ଜଃ ଆଙ୍ଗ୍ଜନା ଅତୀବ ଚତୁରା । ତେ ଗୁପ୍ତପଥେନ ନିଶାର୍ଥେ ଦୁର୍ଗ ପ୍ରବିଷ୍ଟା । କୌଶଳେନ ରାଜଗୁରୁ ନିଗୃହୀତବନ୍ତ ୫ । ତତଃ
ବହୁଦୂରଂ ବାଲେଶ୍ଵରଂ ତଂ ନୀତବନ୍ତ ୫ । ତତ୍ର ମେଦିନୀପୁର ସ୍ୟ ବାଘତୋଟା ଇତି ସ୍ଥାନେ ତସ୍ୟ ବିଚାରଃ ଅଭବତ୍। ଏକସ୍ୟ ବଟବୃକ୍ଷସ୍ୟ ଶାଖାଭ୍ୟ ତସ୍ୟ ବନ୍ଧନଂ କୃତିବନ୍ତ । ଡଃ ଜୀବନଂ ତ୍ୟକ୍ତବାନ୍ । କିନ୍ତୁ ଆଙ୍କୁଶାସକାନାଂ ବଶ୍ୟତାଂ ସଂ ନ ସ୍ବୀକୃତବାନ୍ । ତସ୍ୟ ମରଣାପ୍ରଂ ବହନଃ ରାଜଗୁରୁସଦୃଶଃ ସ୍ଵାଧୀନତାସୈନିକାଂ ଉତ୍ପନ୍ନା । କିନ୍ତୁ ରାଜଗୁରୋ ଦେଶପ୍ରେମ ଇତିହାସେ ସର୍ଣ୍ଣାକ୍ଷରେ ଲିପିବଦ୍ଧମ୍ ଅହବତ୍ ତସ୍ୟ ତ୍ୟାଗବଳେନ ଉତ୍କଳଜନନୀ ଧନ୍ୟା ଅଭିବତ୍ । ବୟମ୍ ଅପି ତଥ୍ୟ ମାର୍ଗମ୍ ଅନୁସୃତ୍ୟ ଦେଶସ୍ୟ ରକ୍ଷାଂ କରିଷ୍ୟାମଃ । ଅତଃ ଉଦ୍ଘୋଷୟାମଃ । ମାତୃଭୂମି ଭାରତମ୍। ମମ ଶିକ୍ଷା ଦେଶରକ୍ଷା । ମମ ଦ , ମାତୁଃ ରକ୍ଷା ।
ଶବ୍ଦାର୍ଥ
ବଣିଜଃ – ବେପାରୀ, ଚତୁରା – ଚାଲାକ, ନିଶାର୍ଥେ – ରାତି ଅଧରେ, ପ୍ରବିଷ୍ଟା – ପ୍ରବେଶ କଲେ, କୌଶଳେନ ରାଜଗୁରୁ ନିଗୃହୀତବନ୍ତ ୫ – କୌଶଳରେ ରାଜଗୁରୁଙ୍କୁ ବାନ୍ଧିପକାଇଲେ । ତତଃ – ତାପରେ, ତଂ – ତାଙ୍କୁ, ନୀତବନ୍ତ – ନେଇଗଲେ, ତତ୍ର ସେଠାରେ, ଇତି – ନାମକ, ବଶ୍ୟତା – ବଶତା, ଅନୁସୃତ୍ୟ – ଅନୁସରଣ କରି ।
ଅନୁବାଦ
ବେପାରୀ ଇଂରେ ଜମାନେ ଅତି ଚତୁର । ସେମାନେ ଗୁପ୍ତବାଟରେ ରାତିଅଧରେ ଦୁର୍ଗମଧ୍ୟକୁ ପ୍ରବେଶ କଲେ ।କୌଶଳରେ ରାଜଗୁରୁଙ୍କୁ ବାନ୍ଧିପକାଇଲେ । ତା’ପରେ ବହୁ ଦୂର ବାଲେଶ୍ୱରକୁ ତାଙ୍କୁ ନେଇଗଲେ । ସେଠାରେ ମେଦିନପୁରର ବାଘତୋଟା ନାମକ ସ୍ଥାନରେ ତାଙ୍କର ବିଚାର କଲେ । ଗୋଟିଏ ବରଗଛର ଦୁଇଟି ଡାଳରେ ତାଙ୍କୁ ବାନ୍ଧିଦେଲେ । ସେ ପ୍ରାଣ ହରାଇଥିଲେ। ମାତ୍ର ସେ ଇଂରେଜ ସରକାରଙ୍କ ବଶତାସ୍ବୀକାର କଲେ ନାହିଁ । ତାଙ୍କ ମୃତ୍ୟୁପରେ ରାଜଗୁରୁଙ୍କ ପରି ଅନେକ ସ୍ବାଧୀନତା ସେନାନୀ ସୃଷ୍ଟି ହେଲେ । କିନ୍ତୁ ଜୟୀ ରାଜଗୁରୁଙ୍କ ଦେଶପ୍ରେମ ଇତିହାସରେ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇରହିଲା । ତାଙ୍କ ତ୍ୟାଗଫଳରେ ଉତ୍କଳଜନନୀ ଧନ୍ୟ ହେଲା । ଆମେ ମଧ୍ୟ ତାଙ୍କରି ମାର୍ଗକୁ ଅନୁସରଣ କରି ଦେଶରକ୍ଷା କରିବା । ଏଣୁ ଉଦ୍ଘୋଷଣା କରିବା ମାତୃଭୂମି ଭାରତ। ମୋର ଶିକ୍ଷା ଦେଶରକ୍ଷା । ମୋର ଦୀକ୍ଷା ମାଆର ରକ୍ଷା ।
दायादा:, शाणितम्, दुर्गम्, अनुसूत्य, दीक्षा
कर्तृपदानि :
मातृभूमिः, वैदेशिकाः, नेतारः, गुरूः, वणिज: ।
क्रियापदानि :
करिष्यामः, अभवत्, आसीत्।
शब्दार्थ: