Odisha State Board BSE Odisha 8th Class Sanskrit Solutions Chapter 5 ଯାତ୍ନେନ ସିଦ୍ଧିଃ Textbook Exercise Questions and Answers.
BSE Odisha Class 8 Sanskrit Solutions Chapter 5 ଯାତ୍ନେନ ସିଦ୍ଧିଃ
1. एकपदेन उत्तरं लिखत ।(ଏକପଦେନ ଉତ୍ତରଂ ଲିଖତ ।)
(ଗୋଟିଏ ପଦରେ ଉତ୍ତର ଲେଖ ।)
(क) पथिकः श्रान्तः कथम् अभवत् ?
ପଥ କଳଂ ଶ୍ରାନ୍ତ ୫ ଅଭବତ୍ ?
उत्तर: ଆତପେନ
(ख) पथिकः मार्गे किम् अपश्यत् ?
ପଥ ମାର୍ଗେ କିମ୍ ଅପଶ୍ୟତ୍ ?
उत्तर: ବୃକ୍ଷମ୍
(ग) ग्रामः इतः कियत् दूरे अस्ति ?
ଗ୍ରାମ ଇତଃ କିୟତ୍ ଦୂରେ ଅସ୍ତି ?
उत्तर: କ୍ରୋଶମିତେ ଦୂରେ
(घ) कीदृशः पथिकः कुपितः अभवत् ?
କୀଦୃଶଃ ପଥୁନଃ କୁପିତଃ ଅଭବତ୍ ?
उत्तर: ଶ୍ରାନ୍ତଃ
(ङ) क्रोशमिते दूरे कः अस्ति ?
କ୍ରୋଶମିତେ ଦୂରେ ଡଃ ଅସ୍ଥି ?
उत्तर: ଗନ୍ତବ୍ୟ ଗ୍ରାମ
(च) यः गच्छति स: एव किं प्राप्नोति ?
ଯଃ ଗଚ୍ଛତି ସ ଏବଂ କିଂ ପ୍ରାପ୍ନାତି ?
उत्तर: ଗନ୍ତ ବ୍ଯସ୍ଥାନଂ
(छ) कस्य जनस्य भाग्यं नूनं फलति ?
କସ୍ୟ ଜନସ୍ୟ ହାଗ୍ୟ ନୂନଂ ଫଳତି ?
उत्तर: ଯତ୍ନଶୀଳସ୍ୟ ଜନସ୍ୟ ।
2. मातृभाषया अनुवादं कुरुत :(ମାତୃଭାଷୟା ଅନୁବାଦଂ କୁରୁତ ।)
(ମାତୃଭାଷାରେ ଅନୁବାଦ କର ।)
(क) कश्चित् पथिक: मार्गे गच्छति स्म ।
କଶ୍ଚିତ୍ର ପଥକ ମାର୍ରେ ଗଛତି ସୁ ।
उत्तर:
କୌଣସି ଜଣେ ବାଟୋଇ ରାସ୍ତାରେ ଯାଉଥିଲେ।
(ख) आतपेन सः क्लान्तः अभवत् ।
ଆତପେନ ଡଃ କ୍ଳାନ୍ତଃ ଅଭବତ୍ ।
उत्तर:
ଖରାରେ ସେ ଥକିପଡ଼ିଥିଲେ।
(ग) भवान् जानाति वा?
ଭବାନ୍ ଜାନାତି ବା ?
उत्तर:
ଆପଣ ଜାଣିଛନ୍ତି କି ?
(घ) पथिकः बहुवारं पृष्टवान् ।
ପଥୁନଃ ବହୁବାରଂ ପୃଷ୍ଟବାନ୍ ।
उत्तर:
ବାଟୋଇ ଜଣକ ବହୁବାର ପଚାରିଲେ।
(ङ) तदा स: वृद्धः वदति ।
ତଦା ଡଃ ବୃଦ୍ଧ ବଦତି ।
उत्तर:
ସେତେବେଳେ ସେ ବୁଢ଼ାଲୋକ କହିଲେ ।
3. शून्यस्थानं पूरयत । (ଶୂନ୍ୟସ୍ଥାନ ପୂରଣ କର ।)
(ଶୂନ୍ୟସ୍ଥାନଂ ପୂରୟତ ।)
(क) …………..पथिकः …………….ପଥଦଃ ।
उत्तर: କ୍ଳାନ୍ତ
(ख) ………….. ग्राम: …………. ଗ୍ରାମଃ ।
उत्तर: ଗନ୍ତ ବ୍ୟ
(ग) शीर्णः ………… …………… ଶୀର୍ଶ୍ୱ
उत्तर: ବୃଦ୍ଧ
(घ) विशालं ………… ବିଶାଳଂ …………..
उत्तर: ବୃକ୍ଷମ୍
(ङ) श्रान्त: ………… ଗ୍ରାମଃ । …………..
उत्तर: ପଥୁ
(च) यत्नशीलस्य ………… ଯନୁଶୀଳସ୍ୟ
उत्तर: ଜନସ୍ଯ
(ବୃକ୍ଷମ, ଜନସ୍ୟ, ପଥୁନଃ, ବୃଦ୍ଧ, କ୍ଳାନ୍ତୀ, ଗନ୍ତବ୍ୟ)
(वृक्षम्,जनस्य,पथिकः,वृद्ध,क्लान्तः,गन्तव्यः)
4. रेखाङ्क्रितपदस्य संशोधनं कुरुत। (ରେଖାଙ୍କିତପଦସ୍ୟ ସଂଶୋଧନଂ କୁରୁତ।)
(ରେଖାଙ୍କିତ ପଦର ସଂଶୋଧନ କର ।)
(क) एकं विशालः वृक्षम् अपश्यत् ।
ଏବଂ ବିଶାଳୀ ବୃକ୍ଷମ୍ ଅପଶ୍ୟତ୍ ।
उत्तर:
ଏବଂ ବିଶାଳ ବୃକ୍ଷମ୍ ଅପଶ୍ୟତ୍ ।
(ख) क्लान्तः पथिकं चलनक्षमः न आसीत् ।
କ୍ଳାନ୍ତ ୫ ପଞ୍ଚୁକଂ ଚଳନକ୍ଷମଃ ନ ଆସୀତ୍ ।
उत्तर:
କ୍ଳାନ୍ତ ପଥ୍ୟାକ ଚଳନକ୍ଷମଃ ନ ଆସୀତ୍ ।
(ग) विस्मितं पथिकः पृष्ठदेशम् अवलोकितवान् ।
ବିସ୍ମିତଂ ପଥଦଃ ପୃଷ୍ଠଦେଶମ୍ ଅବଲୋକିତବାନ୍ ।
उत्तर:
ବିସ୍ମିତଃ ପଥ ପୃଷ୍ଠଦେଶମ୍ ଅବଲୋକିତବାନ୍ ।
(घ) गन्तव्यः ग्रामं इतः क्रोशमिते दूरे अस्ति ।
ଗନ୍ତବ୍ୟ ଗ୍ରାମିଂ ଇତଃ କ୍ରୋଶମିତେ ଦୂରେ ଅଛି ।
उत्तर:
ଗନ୍ତବ୍ୟ ଗ୍ରାମ ଇତଃ କ୍ରୋଶମିତେ ଦୂରେ ଅଛି ।
(ङ) वृद्धः शान्तं स्वरेण उक्तवान् ।
ବୃଦ୍ଧା ଶାନ୍ତଃ ସ୍ବରେଣ ଉକ୍ତବାନ୍ ।
उत्तर:
ବୃଦ୍ଧା ଶାନ୍ତେନ ସ୍ୱରେଣ ଉକ୍ତବାନ୍ ।
5. स्तम्भद्वयं योजयत । (ସ୍ତମ୍ଭ ଦୁଇଟିକୁ ମିଳାଅ।)
(ସ୍ତମ୍ଭଦ୍ବୟଂ ଯୋଜୟତ ।)
उत्तर:
6. वाक्यानि रचयत (ବାକ୍ୟ ରଚନା କର ।)
(ବାକ୍ୟାନି ରଚୟତ।)
उपविशति, वदति, भवान्, ददाति, आसीत्
उत्तर:
उपविशति (ଉପବିଶତି) – ବୃଦ୍ଧ ଉପବିଶତି।
वदति (ବଦତି) – ବାଳକ ବଦତି।
भवान् (ଭବାନ) – ଭବାନ୍ କଃ ?
ददाति (ଦଦାତି) – ରାଜା ଧନଂ ଦଦାତି ।
आसीत् (ଆସୀତ) – ନରେନ୍ଦ୍ର ମନ୍ତ୍ରୀ ଆସୀତ୍
7. शुद्धपदं रचयत ।
थि प क:
म हो य: द
म कि पि
वा न् भ
उत्तर:
थि प क: (ଥ୍ ପ କ) = ପଥଦଃ
म हो य: द (ମ ହୋ ୟଃ ହୋ ଦ) = ମହୋଦୟଃ
म कि पि (ମ କି ପି) = କିମପି
वा न् भ (ବା ନ୍ ଭ) = ଭବାନ୍
उ रत्त म् (ଉ ର ଭ ମ୍ ) = ଉତ୍ତରମ୍
8. सन्धिविच्छेदं कुरुत। (ସନ୍ଧିବିଚ୍ଛେଦ କର ।)
(ସନ୍ଧିବିଚ୍ଛେଦଂ କୁରୁତ।)
किमपि, निश्चितम्,प्राप्नोति,कश्चित्
उत्तर:
किमपि (କିମପି) – କିମ୍ + ଅପି
निश्चितम् (ନିଶ୍ଚିତମ୍) – ନିଃ + ଚିତମ୍
प्राप्नोति (ପ୍ରାଷ୍ଟୋତି) – ପ୍ର + ଆୟୋତି
कशिचत् (କଶ୍ଚିତ୍ର) – କଃ + ଚିତ୍
विशेषणम् — विशेष्यम्
- दीर्घ: — मार्गः
- मधुरं — लड्डुकम्
- कृशा — बालिका
- गभीरः — सागरः
- विशालं — मन्दिरम्
- उत्तमा — मापिका
- चतुरः — काकः
- दिव्यम् — औषधम्
- प्रसिद्धा — लेखिका
- निर्मलः — आकाशः
- महत् — वनम्
- महती — नंदी
- महान् — जनः
- सरलं — संस्कृतम्
- सुन्दरी — नगरी
ବିଶେଷଣମ୍ — ବିଶେଷ୍ଯମ୍
- ଦୀର୍ଘ — ମାର୍ଗ ( ଦୀର୍ଘ ରାସ୍ତା )
- ମଧୁରଂ — ଲଡୁକମ୍ (ମିଠା ଲଡୁ)
- କ୍ଷୀଣା — ବାଳିକା (ପତଳା ଝିଅ)
- ଗଭୀରଃ — ସାଗରଃ ( ଗଭୀର ସାଗର)
- ବିଶାଳଂ — ମନ୍ଦିରମ୍ (ବିଶାଳ ମନ୍ଦିର )
- ଉତ୍ତମା — ମାପିକା ( ଉତ୍ତମ ମାପଯନ୍ତ୍ର)
- ଚତୁରଃ — କାକଃ (ଚତୁର କାଉ)
- ଦିବ୍ଯମ୍ — ଔଷଧମ୍ (ଦିବ୍ୟ ଔଷଧ)
- ପ୍ରସିଦ୍ଧା — ଲେଖିକା (ପ୍ରସିଦ୍ଧ ଲେଖକା)
- ନିର୍ମଶଃ — ଆକାଶଃ (ନିର୍ମଳ ଆକାଶ)
- ମହତ୍ — ବନମ୍ (ବଡ଼ ଅରଣ୍ୟ)
- ମହତୀ — ନଦୀ (ବଡ଼ ନଈ)
- ମହାନ୍ — ଜନଃ (ମହାନ୍ ବ୍ୟକ୍ତି)
- ସରଳଂ — ସଂସ୍କୃତମ୍ (ସରଳ ସଂସ୍କୃତ)
- ସୁନ୍ଦରୀ — ନଗରୀ (ସୁନ୍ଦର ସହର)
उदाहरणानुसारं विशेषण- विशेष्ययोः लेखनं कुरुत-
ଉଦାହରଣାନୁସାରଂ ବିଶେଷଣବିଶେଷ୍ୟ ଲେଖନଂ କୁରୁତ ।
(ଉଦାହରଣାନୁସାର ବିଶେଷ୍ୟ ଓ ବିଶେଷଣ ଲେଖ)
अवधेयम् ଔଷଧିସ୍ ଅବଧେୟମ୍ (ମନେରଖ)
विशेष्यस्य यत् वचनं तदेव वचनं विशेषणस्य – ବିଶେଷ୍ୟସ୍ୟ ଯତ୍ ବଚନଂ ତଦେବ ବଚନଂ ବିଶେଷଣସ୍ୟ ।
(ବିଶେଷ୍ୟର ବଚନ ଯାହା ତାହାହିଁ ବିଶେଷଣର ବଚନ)
एकपदेन उत्तरं लिखत ।
(ଏକପଦେନ ଉତ୍ତରଂ ଲିଖତ।)
1. गन्तव्य: ग्राम: इतः कियत् दूरे इति कः उक्तवान् ?
ଗନ୍ତବ୍ୟ ଗ୍ରାମ ଇତଃ କିୟତ୍ ଦୂରେ ଇତି ଡଃ ଉକ୍ତବାନ୍ ?
उत्तर:
ପଥକଃ
2. गन्तव्य: ग्राम: इतः क्रोशमितदूरे इति कः उक्तवान् ?
ଗନ୍ତବ୍ୟ ଗ୍ରାମ ଇତଃ କ୍ରୋଶମିତଦୂରେ ଇତି ଡଃ ଉକ୍ତବାନ୍ ?
उत्तर:
ବୃଦ୍ଧ
3. वृक्षस्य अघः कः उपविशति स्म ?
ବୃକ୍ଷସ୍ୟ ଅଧଃ କଃ ଉପବିଶତି ସ୍ମ ?
उत्तर:
ବୃଦ୍ଧ
4. यत्नशीलस्य किं फलति ?
ଯଶୀଳସ୍ୟ କିଂ ଫଳତି ?
उत्तर:
ଭାଗ୍ଯମ୍
5. विस्मितः पथिक: कुत्र अवलोकितवान् ?
ବିସ୍ମିତଃ ପଥକଃ କୁତ୍ର ଅବଲୋକିତବାନ୍ ?
उत्तर:
ପୃଷ୍ଠଦେଶମ୍
6. अधुना कः अग्रे गमिष्यति इति निश्चितम् अस्ति ?
ଅଧୁନା କଃ ଅଗ୍ରେ ଗମିଷ୍ୟତି ଇତି ନିଶ୍ଚିତମ୍ ଅସ୍ତି ?
उत्तर:
ପଥକଃ
7. कः किमपि उत्तरं न दत्तवान् ?
କଃ କିମପି ଉତ୍ତରଂ ନ ଦତ୍ତବାନ୍ ?
उत्तर:
ବୃଦ୍ଧା
बन्धनीमध्यात् शून्यस्थानं पूरयत।
(ବନ୍ଧନୀମଧ୍ଯାତ୍ ଶୂନ୍ୟସ୍ଥାନଂ ପୂରୟତ।)
1. ……………….. वृक्षम् । (विशाल:, विशालम्, विशाला)
………………….. ବୃକ୍ଷମ୍ । (ବିଶାଳ, ବିଶାଳମ, ବିଶାଳା)
उत्तर:
ବିଶାଳ
2. ………… स्वरेण ।(शान्त,शान्तम्,शान्तेन )
………….. ସ୍ଵରେଣ। (ଶାନ୍ତ, ଶାନ୍ତମ, ଶାନ୍ତେନ)
उत्तर:
ଶାନ୍ତେନ
3. ………… पथिकः।(कुपितः,कुपिता,कुपितम्)
……………. ପଥଦଃ । (କୁପିତଃ, କୁପିତା, କୁପିତମ୍)
उत्तर:
କୁପିତଃ
4. यत्नशीलस्य ………… ।(जन:,जनम्,जनस्य)
ଯତ୍ନଶୀଳସ୍ଯ ………………(ଜନଃ, ଜନମ୍, ଜନସ୍ୟ)
उत्तर:
ଜନସ୍ଯ
5. क्लान्त:………… ।(पथिकं,पथिक:,पथिकेन)
କ୍ଳାନ୍ତଃ …………….. (ପଥକଂ, ପଥୁନଃ, ପଥୁନ)
उत्तर:
ପଥଦଃ
6. ………… वृद्धः।(शर्ण्णं,शीणर्णा,शीर्ण्ण:)
………………….. ବୃଦ୍ଧ । (ଶୀର୍ଡିଂ, ଶୀର୍ଷା, ଶୀର୍ଶ୍ୱ)
उत्तर:
ଶୀଣ୍ଠି |
7. नित्यश: ………… फलति ।(भाग्यं,भाग्य,भाग्येन)
……………ଫଳତି । (ଭାଗ୍ୟ, ଭାଗ୍ୟ, ଭାଗ୍ୟନ)
उत्तर:
ଭାଗ୍ୟ
8. ………… ग्रामः।(गन्तव्यः,गन्तव्यम्)
………………….. ଗ୍ରାମଃ । (ଗନ୍ତବ୍ୟ, ଗନ୍ତବ୍ୟମ୍)
उत्तर:
ଗନ୍ତବ୍ୟ
9. परन्तु किमपि ………… न प्राप्तवान्।(प्रश्नम्,उत्तरम्)
ପରନ୍ତୁ କିମପି ……………….. ନ ପ୍ରାପ୍ତବାନ୍ । ( ପ୍ରଶ୍ନମ୍, ଉତ୍ତରମ୍)
उत्तर:
ଉତ୍ତରମ୍
10. अग्रे गननायं ………… कृतवान्।(उपायम्,यत्नम्)
ଅଗ୍ରେ ଗମନାୟ ………………… କୃତବାନ୍। (ଉପାୟମ, ଯନ୍ତ୍ରମ)
उत्तर:
ଯନ୍
11. पथिक: ………… अभवत् ।(कुपित:,चिन्तितः)
ପଥକଃ …………….. ଅଭବତ୍ । (କୁପିତଃ, ଚିନ୍ତିତଃ)
उत्तर:
କୁପିତଃ
12. ………… जनस्य भागयं नूनं फलति । (पठत:,यत्नशीलस्य)
…………….. ଜନସ୍ୟ ଭାଗ୍ୟ ନୂନଂ ଫଳତି ।
उत्तर:
ଯଶୀଳସ୍ୟ
13. ………… अधः वृद्धः उपविशति स्म।(वृक्षम्,वृक्षस्य)
……………. ଅଧଃ ବୃଦ୍ଧା ଉପବିଶତି ସ୍ଵ। (ବୃକ୍ଷମ, ବୃକ୍ଷସ୍ୟ)
उत्तर:
ବୃକ୍ଷସ୍ୟ
14. क्लान्त: ………… चलनक्षमः न आसीत् । (पथिकेन,पथिक:)
କ୍ଳାନ୍ତଃ ………………….. ଚଳନକ୍ଷମ ନ ଆସୀତ୍ । (ପଥକେନ, ପଥୁକଃ)
उत्तर:
ପଥକଃ
15. विशालं ………… अपश्यत्।(वृक्ष: ,वृक्षम्)
ବିଶାଳ ……………… ଅପଶ୍ୟତ୍। (ବୃକ୍ଷ, ବୃକ୍ଷମ)
उत्तर:
ବୃକ୍ଷମ
उत्तरचयनं कुरुत ।
(ଉତ୍ତରଚୟନଂ କୁରୁତ।)
प्रश्न 1.
कस्य भाग्यं नूनं फलति ?
କସ୍ୟ ଭାଗ୍ୟ ନୂନଂ ଫଳତି ?
(A) ଯତ୍ନଶୀଳସ୍ୟ ଜନସ୍ୟ
(B) ମାନବସ୍ୟ
(C) ଲୋକସ୍ଯ
(D) ଦରିଦ୍ରସ୍ୟ
उत्तर:
(A) ଯତ୍ନଶୀଳସ୍ୟ ଜନସ୍ୟ
प्रश्न 2.
पथिकं: कथं श्रान्तः अभवत् ?
ପଥୁନଃ କଣଂ ଶ୍ରାନ୍ତଃ ଅଭିବତ୍ ?
(A) ଶୀତେନ
(C) ଦୁଃଖେନ
(B) ଆତପେନ
(D) ସୁଖେନ
उत्तर:
(B) ଆତପେନ
प्रश्न 3.
पथिकः मार्गे किम् अपश्यत् ?
ପଥୁନଃ କଣଂ ଶ୍ରାନ୍ତଃ ଅଭିବତ୍ ?
(A) ଶୀତେନ
(B) ଆତପେନ
(C) ଦୁଃଖେନ
(D) ସୁଖେନ
उत्तर:
(B) ଆତପେନ
प्रश्न 4.
कः गन्तव्यस्थानं प्राप्नोति ?
କଃ ଗନ୍ତବ୍ୟସ୍ଥାନଂ ପ୍ରାଷ୍ଟୋତି ?
(A) ଯଃ ଆଗଚ୍ଛତି
(B) ଯଃ ଖେଳତି
(C) ଯଃ ନିଦ୍ରାତି
(D) ଯଃ ଗଛତି
उत्तर:
(A) ଯଃ ଆଗଚ୍ଛତି
प्रश्न 5.
कीदृशः पथिक: कुपितः अभवत्?
କୀଦୃଶଃ ପଥଦଃ କୁପିତଃ ଅଭବତ୍ ?
(A) ଶ୍ରମ
(B) ପ୍ରଶାନ୍ତଃ
(C) ଶ୍ରାନ୍ତଃ
(D) କ୍ଳାନ୍ତ
उत्तर:
(C) ଶ୍ରାନ୍ତଃ
प्रश्न 6.
विस्मितः पथिकः कुत्र अवलोकितवान् ?
ବିସ୍ମିତଃ ପଥକଃ କୁତ୍ର ଅବଲୋକିତବାନ୍ ?
(A) ପୃଷ୍ଠଦେଶମ୍
(B) ଅଧୋଦେଶମ୍
(C) ଊଦେଶମ୍
(D) ଅଗ୍ରଦେଶମ୍
उत्तर:
(A) ପୃଷ୍ଠଦେଶମ୍
प्रश्न 7.
कः किमपि उत्तरं न दत्तवान् ?
କଃ କିମପି ଉତ୍ତରଂ ନ ଦତ୍ତବାନ୍ ?
(A) ପଥକ
(B) ବୃଦ୍ଧ
(C) ଜନଃ
(D) ଦୀନଃ
उत्तर:
(B) ବୃଦ୍ଧ
प्रश्न 8.
यः गच्छति स:किं प्राप्नोति ?
ଯଃ ଗଚ୍ଛତି ଡଃ କିଂ ପ୍ରାଷ୍ଟୋତି ?
(A) ଫଳମ୍
(B) ଜଳମ୍
(C) ଗନ୍ତବ୍ୟସ୍ଥଳମ୍
(D) ବଳମ୍
उत्तर:
(C) ଗନ୍ତବ୍ୟସ୍ଥଳମ୍
प्रश्न 9.
यत्नशीलस्य किं फलति?
ଯତ୍ନଶୀଳସ୍ୟ କିଂ ଫଳତି ?
(A) ଜଳମ୍
(B) ବଳମ୍
(C) ଚରିତ୍ରମ୍
(D) ଭାଗ୍ୟମ୍
उत्तर:
(D) ଭାଗ୍ୟମ୍
प्रश्न 10.
गन्तव्य:ग्रामः कियत् दूरे अस्तिं?
ଗନ୍ତବ୍ୟ ଗ୍ରାମ କିୟତ୍ ଦୂରେ ଅସ୍ଥି ?
(A) କ୍ରୋଶମିତେ
(B) ଦ୍ବିକ୍ରୋଶମିତେ
(C) ତ୍ରିକୋଶମିତେ
(D) ଚତୁଃକ୍ରୋଶମିତେ
उत्तर:
(A) କ୍ରୋଶମିତେ
रेखांकित पदानां संशोधनं कुरुत।
(ରେଖାଙ୍କିତପଦାନାଂ ସଂଶୋଧନଂ କୁରୁତ।)
प्रश्न 1.
यत्नशील जनस्य भाग्यं नूनं फलति।
ଯନୂଶୀଳ ଜନସ୍ୟ ଭାଗ୍ୟ ନୂନଂ ଫଳତି ।
उत्तर:
ଯଶୀଳସ୍ୟ ଜନସ୍ୟ ଭାଗ୍ୟ ନୂନଂ ଫଳତି।
प्रश्न 2.
त्रिचतुरानू पदानि अग्रे गतवान् ।
ତ୍ରିଚତୁରାନ୍ ପଦାନି ଅଗ୍ରେ ଗତବାନ୍।
उत्तर:
ତ୍ରିଚତୁରାଣି ପଦାନି ଅଗ୍ରେ ଗତବାନ୍।
प्रश्न 3.
गन्तव्यं ग्राम : इतः क्रोशमिते दूरे अस्ति ।
ଗନ୍ତବ୍ୟ ଗ୍ରାମ ଇତଃ କ୍ରୋଶମିତେ ଦୂରେ ଅସ୍ତି ।
उत्तर:
ଗନ୍ତବ୍ୟ ଗ୍ରାମ ଇତଃ କ୍ରୋଶମିତେ ଦୂରେ ଅଛି ।
प्रश्न 4.
यत्नशीलस्य जन: भाग्यं फलति।
ଯଶୀଳସ୍ୟ ଜନଃ ଭାଗ୍ୟ ଫଳତି ।
उत्तर:
ଯଶୀଳସ୍ୟ ଜନସ୍ୟ ଭାଗ୍ୟ ଫଳତି।
प्रश्न 5.
यः गच्छन्ति स: गन्तव्यस्थानं प्राप्नोति।
ଯଃ ଗଛନ୍ତି ସ୍ୱ ଗନ୍ତବ୍ୟସ୍ଥାନଂ ପ୍ରାଷ୍ଟୋତି ।
उत्तर:
ଯଃ ଗଚ୍ଛତି ସ୍ୱ ଗନ୍ତବ୍ୟସ୍ଥାନଂ ପ୍ରସ୍ତୋତି।
प्रश्न 6.
पथिकः पृष्ठदेशम् अवलोकितवन्तः।
ପଥଦଃ ପୃଷ୍ଠଦେଶମ୍ ଅବଲୋକିତବନଃ ।
उत्तर:
ପୃଥକଃ ପୃଷ୍ଠଦେଶମ୍ ଅବଲୋକିତବାନ୍।
प्रश्न 7.
वृक्षम अधः वृद्धः उपविशति स्म।
ବୃକ୍ଷମ୍ ଅଧଃ ବୃଦ୍ଧା ଉପବିଶତି ସୁ ।
उत्तर:
ବୃକ୍ଷସ୍ୟ ଅଧଃ ବୃଦ୍ଧା ଉପବିଶତି ସୁ ।
सन्थिविच्छेदं कुरुत (ସନ୍ଧିବିଚ୍ଛେଦଂ କୁରୁତ।)
- कश्चित् = क: + चित् କଶ୍ଚିତ୍ = କଃ + ଚିତ୍
- किमपि = किम + अपि କିମ୍ପି = କିମ୍ + ଅପି
- किमर्थम् = किम् + अर्थम् କିମ୍ + ଅର୍ଥମ୍ = କିମର୍ଥମ୍
सन्धिं कुरुत । (ସନ୍ଧି କୁରୁତ ।)
- नि: + चितम् = निश्चितम् ନିଃ + ଚିତମ୍ = ନିଶ୍ଚୟ
- प्र + आप्नोति = प्राप्नोति ପ୍ର + ଆୟୋତି = ପ୍ରାସ୍ପୋତି ।
क्रियापदं निर्वाचयत (କ୍ରିୟାପଦଂ ନିର୍ବାଚୟତ।)
पथिक:, गच्छति, अभवत्, वृद्ध:, अपश्यत्, आसीत्, ग्राम:, अस्ति, भवान्, अहम् ।
ପଥୁନଃ, ଗଛତି, ଅଭବତ, ବୃଦ୍ଧ, ଅପଶ୍ୟତ, ଆସୀତ, ଗ୍ରାମ, ଅସ୍ତି, ଭବାନ୍, ଅହମ୍ ।
उत्तर:
ଗଛତି, ଅଭବତ୍, ଅପଶ୍ୟତ୍, ଆସୀତ, ଅସ୍ଥି
कर्त्तपद चिनुत । (କର୍ତ୍ତୃପଦଂ ଚିନ୍ହତ।)
ଗ୍ରାମ, ପୃଷ୍ଟବାନ୍, ଅନିନ୍ଦତ, ବୃଦ୍ଧ, ପଥୁନଃ, ଅହମ୍, ଅବଦତ୍, ଦଦାତି, ଭବାନ୍ ।
उत्तर:
ଗ୍ରାମ, ବୃଦ୍ଧ, ପଥଦଃ, ଅହମ୍, ଭବାନ୍ ।
शब्दानां मातृभाषया अर्थान् लिखत।
(ଶବ୍ଦାନାଂ ମାତୃଭାଷୟା ଅର୍ଥାନ୍ ଲିଖିତ ।)
- आतपेन (ଆତପେନ) – ଖରାରେ
- श्रान्त: (ଶ୍ରାନ୍ତଃ) – କ୍ଳାନ୍ତ
- कुपितः (କୁପିତଃ) – ରାଗିଗଲା
- पृष्ठदेशम् (ପୃଷ୍ଠଦେଶମ୍ ) – ପଛକୁ
- पृष्ठतः (ପୃଷ୍ଠତଃ) – ପଛରୁ
- किमर्थम् ( କିମର୍ଥମ୍) – କାହିଁକି
- नित्यश: (ନିତ୍ୟଶଃ) – ସଦାସର୍ବଦା । ନିଶ୍ଚୟ
ନିଜଭାଷୟ। ପ୍ରାୟଶଃ ଦଶଭି ବାକ୍ୟୁ ଉତ୍ତରଂ ଲିଖତ:
प्रश्न 1.
यत्नेन केन प्रकारेण सिद्धि : भवेत् ?
ଯତ୍ନନ କେନ ପ୍ରକାରେଣ ସିଦ୍ଧି ଭବେତ୍ ?
उत्तर:
କୌଣସି ଏକ ବାଟୋଇ ମାର୍ଗରେ ଯାଉଥିଲା। ଖରାଯୋଗୁଁ ସେ ଥକିପଡ଼ିଲା । ଯିବା ସମୟରେ ସେ ମାର୍ଗପାର୍ଶ୍ଵରେ ଏକ ବିଶାଳ ଗଛଟିଏ ଦେଖୁଲା । ଗଛତଳେ ଏକ ଶୀର୍ଷ ବୁଢ଼ାଟିଏ ବସିଥିଲା। ଋଲିବାକୁ ଅକ୍ଷମ ଥିବା ପଥକଟି ସେହି ବୁଢ଼ାଟିକୁ ଗାଁର ଦୂରତା ବିଷୟରେ ପଚାରିଲା। କିନ୍ତୁ ବୁଢ଼ାଲୋକଟି କୌଣସି ଉତ୍ତର ଦେଲା ନାହିଁ । ଏଥରେ ଶ୍ରାନ୍ତ ପଥକଟି ରାଗିଯାଇ ବୁଢ଼ାକୁ ନିନ୍ଦାକଲା ଓ ଆଗକୁ ଯିବାକୁ ଚେଷ୍ଟାକଲା। ବାଟୋଇଟି ତିନି ଊରି ପାଦ ଆଗକୁ ଯାଇଛି କି ନାହିଁ ବୁଢ଼ା ଉଚ୍ଚସ୍ୱରରେ ଡାକିଲା। ବିସ୍ମିତ ବାଟୋଇ ପଛକୁ ଋହିଁଲା । ସେତେବେଳେ ବୁଢ଼ା ଗାଁର ଦୂରତା ଏକ କୋଶ ବୋଲି ଉତ୍ତର ଦେଲା ।
କୁପିତ ପଥକ ତାକୁ କହିଲା – ପୂର୍ବରୁ ମୁଁ ବହୁବାର ପଋଭିଲି କିନ୍ତୁ ଆପଣ ଉତ୍ତର ଦେଲେ ନାହିଁ । ବର୍ତ୍ତମାନ କାହିଁକି କହୁଛନ୍ତି ? ବୁଢ଼ାଟି ଶାନ୍ତସ୍ୱରରେ ଉତ୍ତର ଦେଲା ଯେ ସେତେବେଳେ ତୁମେ ଆଗକୁ ଯିବ କି ନାହିଁ ମୁଁ ଜାଣି ନଥୁଲି । ଯଦି ତୁମେ ଆଗକୁ ନ ଯାଇଥାଅନ୍ତ ତେବେ ମୋ ଉତ୍ତର ବ୍ୟର୍ଥ ହୋଇଥା’ନ୍ତା । କିନ୍ତୁ ବର୍ତ୍ତମାନ ତୁମେ ଆଗକୁ ନିଶ୍ଚୟ ଯିବ। ଏଣୁ ଉତ୍ତର ଦେଲି । — କାରଣ ଯେ ଯାଏ ସେ ଗନ୍ତବ୍ୟସ୍ଥାନ ନିଶ୍ଚୟ ପାଏ। ତେଣୁ କୁହାଯାଇଛି “ ଯତ୍ନଶୀଳ ଲୋକର `ଭାଗ୍ୟ ନିଶ୍ଚୟ ଫଳିଥାଏ” ।
मातृभाषयाअनुवादं कुरुत ।
(ମାତୃଭାଷୟ ଅନୁବାଦଂ କୁରୁତ ।)
1. गमनसमये स: मार्गपार्श्वे एकं विशालवृक्षम् अपश्यत्।
ଗମନସମୟେ ଡଃ ମାର୍ଗପାର୍ଶ୍ବ ଏବଂ ବିଶାଳବୃକ୍ଷମ୍ ଅପଶ୍ୟତ୍ ।
ଅନୁବାଦ: ଯିବା ସମୟରେ ସେ ବାଟ ପାଖରେ ଗୋଟିଏ ବିଶାଳ ଗଛ ଦେଖିଲେ ।
2. तस्य अधः एक: शीर्णर्णः वृद्धः उपविशति स्म ।
ଅଧଃ ଏକଃ ଶୀର୍ଶ୍ୱ ବୃଦ୍ଧା ଉପବିଶତି ସୁ.
ଅନୁବାଦ: ତା’ତଳେ ଜଣେ ପାପରା ବୁଢ଼ା ବସିଥିଲେ ।
3. क्लान्तः पथिक: चलनक्षमः नआसीत्।
କ୍ଳାନ୍ତଃ ପଥକ ଚଳନକ୍ଷମ ନ ଆସୀତ୍ ।
ଅନୁବାଦ: କ୍ଳାନ୍ତ ବାଟୋଇ ଜଣକ ଚାଲିବାକୁ ଅକ୍ଷମ ଥିଲେ ।
4. अतः सः तं वृद्धं पृष्टवान् ।
ଅତଃ ଡଃ ତଂ ବୃଦ୍ଧ ପୃଷ୍ଟବାନ୍ ।
ଅନୁବାଦ: ଏଣୁ ସେ ସେହି ବୃଦ୍ଧଙ୍କୁ ପଚାରିଲେ।
5. भेा महाशय! इतः कियत् दूरे ग्रामः अस्ति ?
ଭୋ ମହାଶୟ ! ଇତଃ କିୟତ୍ ଦୂରେ ଗ୍ରାମ ଅସ୍ଥି ?
ଅନୁବାଦ: ହେ ମହାଶୟ । ଏଠାରୁ କେତେ ଦୂରରେ ଗ୍ରାମ ଅଛି ?
6. वृद्धः किमपि उत्तरं न दत्तवान् ।
ବୃଦ୍ଧା କିମପି ଉତ୍ତରଂ ନ ଦତ୍ତବାନ୍।
ଅନୁବାଦ: ବୃଦ୍ଧ କୌଣସି ଉତ୍ତର ଦେଲେ ନାହିଁ ।
7. परन्तु किमपि उत्तरं गप्राप्तवान् ।
ପରନ୍ତୁ କିମପି ଉତ୍ତରଂ ନ ପ୍ରାପ୍ତବାନ୍ ।
ଅନୁବାଦ: କିନ୍ତୁ କୌଣସି ଉତ୍ତର ପାଇଲେ ନାହିଁ ।
8. क्लान्तः पथिकः कुपितः अभवत् ?
କୁପିତଃ ଅଭବତ୍ ?
ଅନୁବାଦ: କ୍ଳାନ୍ତ ବାଟୋଇ ରାଗିଲେ।
9. सः मनसा तं वृद्धम् अनिन्दत् ।
ସ୍ୱ ମନସା ତଂ ବୃଦ୍ଧମ୍ ଅନିନ୍ଦତ୍ ।
ଅନୁବାଦ: ସେ ମନେମନେ ସେହି ବୁଢ଼ାକୁ ନିନ୍ଦାକଲେ।
10. अग्रे ग़मनाय यत्नं कृतवान् ।
ଅଗ୍ରେ ଗମନାୟ ଯତ୍ନ କୃତବାନ୍ ।
ଅନୁବାଦ: ଆଗକୁ ଯିବାପାଇଁ ଚେଷ୍ଟା କଲେ।
11. तदा सः वृद्धः तम् उच्चस्वरेण आहुतवान्। क्ष।
ତଦା ସ୍ୱ ବୃଦ୍ଧ ତମ୍ ଉଚ୍ଚସ୍ୱରେଣ ଆହୃତବାନ୍ ।
ଅନୁବାଦ: ସେତେବେଳେ ସେହି ବୃଦ୍ଧ ତାଙ୍କୁ ବଡ଼ପାଟିରେ ଡାକିଲେ।
12. पूर्वम् अहं पुन: पुन: पृष्टवान् ।
ପୂର୍ବମ୍ ଅହଂ ପୁନଃ ପୁନଃ ପୃଷ୍ଟବାନ୍ ।
ଅନୁବାଦ: ପୂର୍ବରୁ ମୁଁ ବାରମ୍ବାର ପଚାରିଲି।
13. भवान् किमपि उत्तरं न ददाति ।
ଭବାନ୍ କିମପି ଉତ୍ତରଂ ନ ଦଦାତି ।
ଅନୁବାଦ: ଆପଣ କୌଣସି ଉତ୍ତର ଦେଲେ ନାହିଁ ।
14. इदानीं पृष्ठत : किमर्थ वदति ?
ଇଦାନୀ ପୃଷ୍ଠତଃ କିମର୍ଥୀ ବଦତି ?
ଅନୁବାଦ: ବର୍ତମାନ ପଛରେ କାହିଁକି କହୁଛନ୍ତି ?
15. तदा भवान् अग्रे गमिष्यति ने वाइति अहै न ज्ञातवान्।
ତଦା ଭବାନ୍ ଅଗ୍ରେ ଗମିଷ୍ୟତି ନ ବା ଇତି ଅହଂ ନ ଜ୍ଞାତବାନ୍ ।
ଅନୁବାଦ: ସେତେବେଳେ ଆପଣ ଆଗକୁ ଯିବେକି ନାହିଁ ବୋଲି ମୁଁ ଜାଣି ନଥୁଲି ।
16. यदि भवान् अग्रे न गच्छति तर्हि मम उत्तरं व्यर्थं स्यात्।
ଯଦି ଭବାନ୍ ଅଗ୍ରେ ନ ଗଚ୍ଛତି ତହିଁ ମମ ଉତ୍ତରଂ ବ୍ୟର୍ଥ ସ୍ୟାତ୍ ।
ଅନୁବାଦ: ଯଦି ଆପଣ ଆଗକୁ ନ ଯାଆନ୍ତି ତେବେ ମୋର ଉତ୍ତର ବ୍ୟର୍ଥ ହୋଇଥାନ୍ତା ।
17. इदानीं भवान् नूनम् अग्रे गमिष्यति इति निश्चितम् ।
ଇଦାନୀ ଭବାନ୍ ନୂନମ୍ ଅଗ୍ରେ ଗମିଷ୍ୟତି ଇତି ନିଶ୍ଚିତମ୍ ।
ଅନୁବାଦ: ବର୍ତ୍ତମାନ ଆପଣ ନିଶ୍ଚୟ ଆଗକୁ ଯିବେ ଏହା ନିଶ୍ଚିତ ।
18. अतः उत्तरं ददामि ।
ଅତଃ ଉତ୍ତରଂ ଦଦାମି ।
ଅନୁବାଦ: ଏଣୁ ଉତ୍ତର ଦେଉଛି ।
19. य:गच्छति स:एव गन्तव्यस्थानं प्राप्नोति ।
ଯଃ ଗଳ୍ପତି ଡଃ ଏକ ଗନ୍ତବ୍ୟସ୍ନାନଂ ପ୍ରାସ୍ମୋତି ।
ଅନୁବାଦ: ଯିଏ ଯାଏ ସେ ହିଁ ଗନ୍ତବ୍ୟସ୍ଥାନକୁ ପାଏ ।
संस्कृतभाषया अनुवादं कुरुत।
(ସଂସ୍କୃତଭାଷୟ ଅନୁବାଦଂ କୁରୁତ।)
प्रश्न 1.
ବୁଢ଼ା ଲୋକଟି ବସିଛି ।
उत्तर:
वृद्ध: जन: निवसति। ବୃଦ୍ଧ ଜନଃ ନିବସତି ।
प्रश्न 2.
ଲୋକଟି ଗଛଟିକୁ ଦେଖୁଲା ।
उत्तर:
जन: वृक्षम् अपश्यत्। ଜନଃ ବୃକ୍ଷମ୍ ଅପଶ୍ୟତ୍ ।
प्रश्न 3.
ବୁଢ଼ାଟି କୌଣସି ଉତ୍ତର ଦେଲା ନାହିଁ ।
उत्तर:
उत्तर:
वृद्य: किमपि उत्तरं न दत्तवान्। ବୃଦ୍ଧା କିମପି ଉତ୍ତରଂ ନ ଦତ୍ତବାନ୍।
प्रश्न 4.
ରାଗିଥିବା ବାଟୋଇ ତାକୁ କହିଲା ।
उत्तर:
कुपितः पथिकः तम् अवदत्। କୁପିତଃ ପଥକଃ ତମ୍ ଅବଦତ୍
प्रश्न 5.
ଆପଣ ଆଗକୁ ଯାଆନ୍ତୁ ।
उत्तर:
भवान् अग्रे गच्छतु । ଭବାନ୍ ଅଗ୍ରେ ଗଛତୁ ।
प्रश्न 6.
ବର୍ତ୍ତମାନ ଆପଣ ଏଠାରେ ଅଛନ୍ତି ।
उत्तर:
इदानीं भवान् अत्र अस्ति। ଇଦାନୀ ଭବାନ୍ ଅତ୍ର ଅସ୍ତି ।
प्रश्न 7.
ପଥକ ଆନନ୍ଦିତ ହେଲା ।
उत्तर:
पथिक: आनन्दित: अभवत्। ପଥକଃ ଆନନ୍ଦିତଃ ଅଭବତ୍ ।
प्रथम अनुच्छेदः (ପ୍ରଥମ ଅନୁଚ୍ଛେଦଃ)
कश्चित् पथिकः मार्गे गच्छति स्म । आतपेन सः श्रान्तः अभवृत् । गमनसमये सः मार्गपार्श्वे एकं विशालं वृक्षम् अर्पश्यत् । तस्य अधः एकः शीर्णः वृद्धः उपविशति स्म । क्लान्तः पथिकः: चलनक्षमः न आसीत् । अतः सः तं वृद्धं पृष्टवान – भोः महाशय! इतः कियद् दूरे ग्रामः अस्ति ? भवान् जानाति वा ?
କଶ୍ଚିତ୍ର ପଥକ ମାର୍ଗ ଗଚ୍ଛତି ସ୍ମ । ଆତପେନ ଡଃ ଶ୍ରାନ୍ତ ଅଭିବତ୍ । ଗମନସମୟେ ଡଃ ମାର୍ଗପାର୍ଶ୍ଵ ଏକ ବିଶାଳ ବୃକ୍ଷମ୍ ଅପଶ୍ୟତ୍ । ତଥ୍ୟ ଅଧଃ ଏକ ଶୀର୍ଶ୍ୱ ବୃଦ୍ଧ ଉପବିଶତି ସ୍ମ । କ୍ଳାନ୍ତ ପଥୁନଃ ଚଳନକ୍ଷମଃ ନ ଆସୀତ୍ ଅତଃ ସ ତଂ ବୃଦ୍ଧ ପୃଷ୍ଟବାନ୍ – ଭଃ ମହାଶୟ ! ଇତଃ କିୟଦ୍ ଦୂରେ ଗ୍ରାମ ଅସ୍ତି ? ଭବାନ୍ ଜାନାତି ବା ?
ସନ୍ଧି ବିଚ୍ଛେଦ
କଶ୍ଚିତ୍ = କଃ + ଚିତ୍ର ।
ଶବ୍ଦାର୍ଥ
ପଥକ – ବାଟୋଇ, ଗଚ୍ଛତି ସ୍ମ – ଯାଉଥିଲେ, ଶ୍ରାନ୍ତ ଥକା, ମାର୍ଗପାର୍ଶ୍ଵ – ବାଟପାଖରେ, ଅପଶ୍ୟତ୍ – ଦେଖିଲେ, ଅଧଃ – ତଳେ, ପୃଷ୍ଟବାନ୍ – ପଚାରିଲେ, ବା – କି, ଅତଃ – ଏଣୁ ।
ଅନୁବାଦ
କୌଣସି ଜଣେ ବାଟୋଇ ବାଟରେ ଯାଉଥିଲେ । ଖରାରେ ସେ ଥକା ହୋଇପଡ଼ିଥିଲେ । ଯିବାସମୟରେ ସେ ବାଟପାଖରେ ଗୋଟିଏ ବିଶାଳଗଛ ଦେଖିଲେ । ତା’ ତଳେ ଜଣେ ପାପରା ବୃଦ୍ଧ ବସିଥିଲେ । କ୍ଳାନ୍ତ ବାଟୋଇ ଜଣକ ଚାଲିବାକୁ ସକ୍ଷମ ନ ଥିଲେ । ଏଣୁ ସେ ସେହି ବୃଦ୍ଧଙ୍କୁ ପଚାରିଲେ ହେ ମହାଶୟ ! ଏଠାରୁ ଗାଁ କେତେ ଦୂର ?ଆପଣ ଜାଣନ୍ତି କି?
द्वतीय अनुच्छेदः(ପ୍ରଥମ ଅନୁଚ୍ଛେଦ)
वृद्धः किमपि उत्तरं न दत्तवान् । पथिकः बहुवारं पृष्टवान् । परन्तु किमपि उत्तरं न प्राप्तवान् । श्रान्तः पथिकः कुपितः अभवत् । सः मनसा तं वृद्धम् अनिन्दत, अग्रे गमनाय यत्नं कृतवान् च ।
ବୁଦ୍ଧ କିମପି ଉତ୍ତରଂ ନ ଦରବାନ୍ । ପଥକଃ ବହୁବାରଂ
ପୃଷ୍ଟବାନ୍ । ପରନ୍ତୁ କିମପି ଉତ୍ତରଂ ନ ପ୍ରାପ୍ତବାନ୍ । ଶ୍ରାନ୍ତ ପଥଦଃ କୁପିତଃ ଅଭବତ୍ । ଡଃ ମନସା ତଂ ବୃଦ୍ଧମ୍ ଅନିନ୍ଦତ୍, ଅଗ୍ରେ ଗମନାୟ ଯତଂ କୃତବାନ୍ ଚ ।
ସନ୍ଧିବିଚ୍ଛେଦ
କିମପି = କିମ୍ + ଅପି, ପରନ୍ତୁ = ପରଂ + ତୁ, ପ୍ରାପ୍ତବାନ୍ = ପ୍ର + ଆପ୍ତବାନ୍,
ଶବ୍ଦାର୍ଥ
କିମପି – କୌଣସି, ଦତ୍ତବାନ୍ – ଦେଇଥିଲେ, ପୃଷ୍ଟବାନ୍ – ପଚାରିଲେ, ପରନ୍ତୁ – କିନ୍ତୁ, ପ୍ରାପ୍ତବାନ୍ – ପାଇଲେ, ମନସା – ମନରେ, ଅଗ୍ରେ – ଆଗରେ, କୃତବାନ୍ – କରିଥିଲେ ।
ଅନୁବାଦ
ବୃଦ୍ଧ କୌଣସି ଉତ୍ତର ଦେଲେ ନାହିଁ । ବାଟୋଇ ଜଣକ ବହୁବାର ପଚାରିଲେ । କିନ୍ତୁ କୌଣସି ଉତ୍ତର ପାଇଲେ ନାହିଁ’। ଶ୍ରାନ୍ତ ପଥ୍ୟକ ରାଗିଗଲେ । ସେ ମନକୁ ମନ ସେହି ବୁଢ଼ାକୁ ନିନ୍ଦାକଲେ ଏବଂ ଆଗକୁ ଯିବାକୁ ଚେଷ୍ଟା କଲେ ।
तृतीय अनुच्छेद: (ତୃତୀୟ ଅନୁଚ୍ଛେଦଃ)
पथिकः यदा त्रिचतुराणि पदानि अग्रे अगच्छतु, तदा सः वृद्धः तम् उच्चस्वरेण आहूतवान् । विस्मितः पथिक: पृष्ठदेशम् अवलोकितवान् । तदा सः वृद्धः वदति – महोदय ! गन्तव्यः ग्रामः इतः क्रोशमिते दूरे अस्ति इति ।
ପଥ ଯଦା ତ୍ରିଚତୁରାଣି ପଦାନି ଅଗ୍ରେ ଅଗଛତ୍ର ତଦା ସ୍ୱ ବୃଦ୍ଧ ତମ୍ ଉଚ୍ଚସ୍ୱରେଣ ଆହୂତବାନ୍ । ବିସ୍ମିତଃ ପଥଦଃ ପୃଷ୍ଠଦେଶମ୍ ଅବଲୋକିତବାନ୍ । ତନ୍ଦା ଡଃ ବୃଦ୍ଧ ବଦତି – ମହୋଦୟ ! ଗନ୍ତବ୍ୟ ଗ୍ରାମ ଇତଃ କ୍ରୋଶମିତେ ଦୂରେ ଅସ୍ତି ଇତି ।
ଶବ୍ଦାର୍ଥ
ଯଦା – ଯେତେବେଳେ, ତ୍ରିଚତୁରାଣି – ତିନି ଚାରି, ଉଚ୍ଚସ୍ୱରେଣ ବଡ଼ପାଟିରେ, ଆହୂତବାନ୍ – ଡ଼ାକିଲେ, ପୃଷ୍ଠଦେଶମ୍ – ପଛପଟକୁ, ଅବଲୋକିତବାନ୍ – ଦେଖିଲେ, ତଦା – ସେତେବେଳେ, କ୍ରୋଶମିତେ – କୋଶେ
ଅନୁବାଦ
ବାଟୋଇ ଯେତେବେଳେ ତିନିଚାରିପାଦ ଆଗକୁ ଗଲା ସେତେବେଳେ ସେହି ବୃଦ୍ଧ ତାଙ୍କୁ ବଡ଼ପାଟିରେ ଡ଼ାକିଲେ । ବାଟୋଇଜଣକ ଆଶ୍ଚର୍ଯ୍ୟ ହୋଇ ପଛକୁ ଚାହିଁଲେ । ସେତେବେଳେ ସେ ବୃଦ୍ଧ କହିଲେ – ମହାଶୟ ! ଗନ୍ତବ୍ୟମାର୍ଗ ଏଠାରୁ କୋଶେ ଦୂରରେ ରହିଛି ।
चतुर्थ अनुच्छेदः (ଚତୁର୍ଥ ଅନୁଚ୍ଛେଦଃ)
कुपितः पथिकः तम् अवदत् – पूर्वम् अहं पुनः पुनः पृष्टवान् । भवान् किमपि उतरं न ददाति । इदानीं पृष्ठतः किमर्थं वदति ? वृद्धः शान्तेन स्वरेण उक्तवान् – तदा भवान् अग्रे गमिष्यति न वा इति अहं न ज्ञातवान् । यदि भवान् अग्रे न गच्छति, तर्हि मम उत्तरं व्यर्थं स्यात् । इदानीं भवान् नूनम् अग्रे गमिष्यति इति निश्चितम् । अतः उत्तरं ददामि । यः गच्छति सः एव गन्तव्यस्थानं प्राप्नोति । अत एव उक्तम् –
“यत्नशीलस्य जनस्य भाग्यं नित्यशः फलति इति ।”
କୁପିତଃ ପଥ ତମ୍ ଅବଦତ୍ – ପୂର୍ବମ୍ ଅହଂ ପୁନଃ ପୁନଃ ପୃଷ୍ଟବାନ୍ । ଭବାନ୍ କିମପି ଉତ୍ତରଂ ନ ଦଦାତି । ଇଦାନୀ ପୃଷ୍ଠତଃ କିମ ବଦତି ? ବୃଦ୍ଧା ଶାନ୍ତେନ ସ୍ଵରେଣ ଉକ୍ତବାନ୍ – ତଦା ଭବାନ୍ ଅଗ୍ରେ ଗ୍ରମିଷ୍ୟତି ନ ବା ଇତି ଅହଂ ନ ଜ୍ଞାତବାନ୍ । ଯଦି ଭବାନ୍ ଅଗ୍ରେ
ନ ଗଚ୍ଛତି ତହିଁ ମମ ଉତ୍ତରଂ ବ୍ୟର୍ଥ ସ୍ୟାତ୍ । ଇଦାନୀ ଭବାନ୍ ନୂନମ୍ ଅଗ୍ରେ ଗମିଷ୍ୟତି ଇତି ନିଶ୍ଚିତମ୍ । ଅତଃ ଉତ୍ତରଂ ଦଦାମି । ଯଃ ଗଚ୍ଛତି ଡଃ ଏବ ଗନ୍ତ ବ୍ୟସ୍ଥାନଂ ପ୍ରାଷ୍ଟୋତି । ଅତଏବ ଉକ୍ତମ୍ – ‘‘ଯତ୍ନଶୀଳସ୍ୟ ଜନସ୍ୟ ହାଗଂ ନିତ୍ୟଶଃ ଫଳତି ଇତି’’
ସନ୍ଧି ବିଚ୍ଛେଦ
କିମପି = କିମ୍ + ଅପି, ପ୍ରାୟୋତି = ପ୍ର + ଆପ୍ଳୁତି, ଅତଏବ = ଅତଃ + ଏବ
ଶବ୍ଦାର୍ଥ
ତମ୍ – ତାକୁ, ପୁନଃ ପୁନଃ – ବାରମ୍ବାର, ଇଦାନୀ – ବର୍ତ୍ତମାନ, ଭବାନ୍ – ଆପଣ, ନ ବା – କି ନାହିଁ, ତହିଁ – ତେବେ ।
ଅନୁବାଦ
କୁପିତ ପଥ୍ୟକ ତାଙ୍କୁ କହିଲେ – ପୂର୍ବରୁ ମୁଁ ବାରମ୍ବାର ପଚାରିଲି । ଆପଣ କୌଣସି ଉତ୍ତର ଦେଲେ ନାହିଁ । ବର୍ତ୍ତମାନ ପଛରେ କାହିଁକି କହୁଛନ୍ତି ? ବୁଢ଼ା ଧୀରକଣ୍ଠରେ କହିଲେ – ସେତେବେଳେ ଆପଣ ଆଗକୁ ଯିବେ କି ନାହିଁ ବୋଲି ମୁଁ ଜାଣି ନ ଥିଲି । ଯଦି ଆପଣ ଆଗକୁ ନ ଯାଆନ୍ତି ତେବେ ମୋର ଉତ୍ତର ବ୍ୟର୍ଥ ହେବ । ବର୍ତ୍ତମାନ ଆପଣ ନିଶ୍ଚୟ ଆଗକୁ ଯିବେ ଏହା ନିଶ୍ଚିତ । ଏଣୁ ଉତ୍ତର ଦେଉଛି । ଯିଏ ଯାଏ ସେ ଗନ୍ତବ୍ୟସ୍ଥାନ ପାଏ । ଏଣୁ କୁହାଯାଇଛି – ‘ ଯନୁଶୀଳ ଲୋକର ଭାଗ୍ୟଫଳ ନିଶ୍ଚିତ ପ୍ରାପ୍ତହୁଏ ।’’
श्रान्तः, शीर्णः, क्लान्तः, नित्यशः, स्वरेण, इतः
कर्तुपदानि :
पथिकः, वृद्धः, ग्रामः, विस्मितः, भवान् ।
क्रियापदानि :
अपश्यत्, जानाति, अस्ति, ददाति, वदति ।
शब्दार्थ: