BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

Odisha State Board BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ Textbook Exercise Questions and Answers.

BSE Odisha Class 8 Sanskrit Solutions Chapter 7 ଇସ୍ପାତନଗରୀ

1. एकपदेन उत्तरं लिखत ।
ଏକପଦେନ ଉତ୍ତରଂ ଲିଖତ । (ଗୋଟିଏ ପଦରେ ଉତ୍ତର ଲେଖ ।)

(कं) ओड़िशाराज्यस्य कीदृशं स्थानं राउरकेला ?
ଓଡ଼ିଶାରାଜ୍ୟସ୍ୟ କୀଦୃଶଂ ସ୍ଥାନଂ ରାଉରକେଲା ?
उत्तर :
ପ୍ରମୁଖମ

(ख) अत्र शंख-कोएलनदीद्वयस्य संयोगात् कस्याः उत्पत्ति: भवति ?
ଅତ୍ର ଶଙ୍ଖ-କୋଏଲନଦୀଦ୍ଵୟସ୍ୟ ସଂଯୋଗାତ୍ର କନ୍ୟା ଉତ୍ପରିଂ ଭବତି ?
उत्तर :
ବ୍ରାହ୍ମଣୀନଦ୍ଯା

(ग) अत्र महत् किम् आसीत्?
ଅତ୍ର ମହତ୍ କିମ୍ ଆର୍ସୀତ୍ ?
उत्तर :
ଅରଣ୍ୟମ୍

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

(घ) एतानि अस्माकं कस्याः प्रचारं च कुर्वन्ति?
ଏତାନି ଅସ୍ମାକଂ କନ୍ୟା ପ୍ରଚାରଂ ପ୍ରସାରଂ ଚ କୁର୍ବନ୍ତି ?
उत्तर :
ସଂସ୍କୃତଃ

(ङ) राउरकेला का इति परिचिता ?
ରାଉରକେଲା କା ଇତି ପରିଚିତା ?
उत्तर :
କଳାନଗରୀ

(कलानग़री, संस्कृते :, प्रमु खम्, अरणयम्, ब्राह्मणीनंद्या:)
(କଳା ନଗରୀ, ସଂସ୍କୃତଃ, ପ୍ରମୁଖମ୍, ଅରଣ୍ୟମ୍, ବ୍ରାହ୍ମଣୀନଦ୍ୟା)

2. बन्धनीमध्यस्थयथार्थपदैः शून्यस्थानानि पूरयत ।
ବନ୍ଧନୀ ମଧ୍ୟ ସୁଯଥାର୍ଥ ପଡଃ ଶୂନ୍ୟସ୍ଥାନାନ ପୂର
(ବନ୍ଧନୀ ମଧ୍ଯରେ ଥିବା ଉପଯୁକ୍ତ ପଦଦ୍ୱାରା ଶୂନ୍ୟସ୍ଥାନ ପୂରଣ କର ।)

(क) एतद् ______ पुण्यक्षेत्रं भवति । (एकः, एका, एकम्)
ଏତଦ୍ ______ପୁଣ୍ୟକ୍ଷେତ୍ର ଭବତି ।_(ଏକ, ଏକା, ଏକମ୍)
उत्तर :
ଏବଂ

(ख) _______ परिवारान् पोषयन्ति । (सः, तेन, तस्यै)
_____ ପରିବାରାନ୍ ପୋଷୟନ୍ତ । (ସ୍ୱ, ତେନ, ତପେଁ)
उत्तर :
ତେନ

(ग) सहस्त्रं सहस्त्रं जना: ______ वेतनं प्रापुवन्ति । (अस्य, अस्मात्, अस्यै)
ସହସ୍ର ସହସ୍ର ଜନଃ ______ ବେତନ ପ୍ରାପ୍ତିବନ୍ତ । (ଅସ୍ୟ, ଅସ୍ମାତ୍, ଅସୌ)
उत्तर :
ଅସ୍ମାତ୍

(घ) अत्र ______ अरणयम् आसीत् । (महान्, महती, महत्)
ଅତ୍ର _____ ଅରଣ୍ୟମ୍ ଆସୀତ୍ । (ମହାନ୍ତି, ମହତୀ,ଜଳମ୍)
उत्तर :
ମହତୀ

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

(ङ) _______ नीत्वा कृषिं कुर्वन्ति । (स्थानम्, वेतनम्, जलम्)
______ ନୀତ୍ବା କୃତଂ କୁର୍ବନ୍ତି । (ସ୍ଥାନ, ବେତନମ୍, ଜଳମ୍)
उत्तर :
ଜଳଂ

3. मातृभाषया अनुवादं कुरुत :
(ମାତୃଭାଷୟା ଅନୁବାଦଂ କୁରୁତ ।) (ମାତୃଭାଷାରେ ଅନୁବାଦ କର ।)

(क) जना अस्याः नद्याः जलं नीत्वा कृषिं कुर्वन्ति ।
ଜନାଃ ଅସ୍ୟା ନଦ୍ୟା ଜଳଂ ନୀତ୍ବା କୃତଂ କୁର୍ବନ୍ତି ।
ଅନୁବାଦ – ଲୋକମାନେ ଏହି ନଦୀର ଜଳକୁ ନେଇ କୃଷି କରନ୍ତି ।

(ख) अत्र विभिन्न भाषाभाषिजना: निवसन्ति ।
ଅତ୍ର ବିଭିନ୍ନଭାଷାଭାଷିଜନଃ ନିବସଷ୍ଟି ।
ଅନୁବାଦ – ଏଠାରେ ବିଭିନ୍ନ ଭାଷାଭାଷି ଲୋକ ବାସକରନ୍ତି ।

(ग) अतः एकवारम् इस्पातनगरी अवश्यं द्रष्टव्या ।
ଅତଃ ଏକବାରମ୍ ଇସ୍ପାତନଗରୀ ଅବଶ୍ୟ ଦ୍ରଷ୍ଟବ୍ୟ ।
ଅନୁବାଦ – ଏଣୁ ଥରେ ଇସ୍ପାତନଗରୀ ନିଶ୍ଚିତ ଦେଖୁବା ଉଚିତ ।

(घ) अत्र सुविशाला हनुमदुमूर्तिः स्थापिता अस्ति ।
ଅତ୍ର ସୁବିଶାଳା ହନୁମତ୍ତ୍ଵମୂର୍ତ୍ତି ସ୍ଥାପିତା ଅଛି ।
ଅନୁବାଦ – ଏଠାରେ ସୁବିଶାଳ ହନୁମାନ୍ ମୂର୍ତ୍ତି ସ୍ଥାପିତ ହୋଇଛି ।

(ङ) ओड़िशाराज्यस्य प्रमुखं स्थानं राउरकेला ।
ଓଡ଼ିଶାରାଜ୍ୟସ୍ୟ ପ୍ରମୁଖ ସ୍ଥାନଂ ରାଉରକେଲା ।
ଅନୁବାଦ – ଓଡ଼ିଶା ରାଜ୍ୟର ପ୍ରମୁଖ ସ୍ଥାନ ରାଉରକେଲା ।

4. शुद्धपदं रचयत ।
(ଶୁଦ୍ଧପଦଂ ରଚୟତ।) (ଶୁଦ୍ଧପଦ ଲେଖ।)

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ 1

5. स्तम्भद्वयं योजयत ।
ସ୍ତମ୍ଭଦ୍ବୟଂ ଯୋଜୟତ । (ସ୍ତମ୍ଭ ମିଳନ କର ।)

‘क’ स्तम्भः ‘ख’ स्तम्भः
भारतस्य पोषयन्ति
पुण्यक्षेत्रम् भूमि:
अस्मात् नद्या:
परिवारान् राष्ट्रपतिः
मनोहारिणी वेतनम्
अस्या: भवति

उत्तर :
BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ 2

6. रेखाक्कितपदस्य संशोधनं कुरुत।
(ରେଖାଙ୍କିତପଦସ୍ୟ ସଂଶୋଧନଂ କୁରୁତ।)
(ରେଖାଙ୍କିତ ପଦର ସଂଶୋଧନ କର ।)

(क) जनाः अस्य नद्याः जलं नीत्वा कृषिं कुर्वन्ति ।
ଜନାଃ ଅସ୍ୟ ନମଃ ଜଳଂ ନୀତ୍ବା କୃଶିଂ କୁର୍ବର୍ଷ ।
उत्तर :
ଜନା ଅସ୍ୟା ନଦ୍ୟା ଜଳଂ ନୀତ୍ଵା କୃଷି କୁର୍ବନ୍ତି ।

(ख) अत्र विभिन्न भाषाभाषिजनाः निवसति ।
ଅତ୍ର ବିଭିନ୍ନଭାଷାଭାଷିଜନ, ନିବସତି ।
उत्तर :
ଅତ୍ର ବିଭିନ୍ନଭାଷାଭାଷିଜନାଃ ନିବସନ୍ତ ।

(ग) सहस्रं सहस्रं जनाः अस्मिन् वेतनं प्राप्नुवन्ति ।
ସହସ୍ର ସହସ୍ର ଜନଃ ଅଶ୍ବିନ୍ ବେତନଂ ପ୍ରାପ୍ରୁବତି ।
उत्तर :
ସହସ୍ର ସହସ୍ର ଜନାଃ ଅସ୍ମାତ୍ ବେତନଂ ପ୍ରାପ୍ତିବନ୍ତି।

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

(घ) इस्पात-शिल्पागारस्य निर्माण: आरब्धम् ।
ଇସ୍ପାତ-ଶିଳାଗାରସ୍ୟ ନିର୍ମାଣ ଆରକ୍ତମ୍ ।
उत्तर :
ଇସ୍ପାତ-ଶିଳ୍ପୀଗାରସ୍ୟ ନିର୍ମାଣମ୍ ଆରକ୍ତମ୍ ।

(ङ) सुविशाला हनुमानमूर्ति: स्थापिता ।
ସୁବିଶାଳା ହନୁମାନମୂର୍ତ୍ତି ସ୍ଥାପିତା ।
उत्तर :
ସୁବିଶାଳା ହନୁମଦ୍ରଃ ସ୍ଥାପିତା ।

7. वाक्यानि रचयत ।
(ବାକ୍ୟାନି ରଚୟତ।) (ବାକ୍ୟ ରଚନା କର ।)
नीत्वा, आसीत्, प्राप्नुवन्ति, निवसन्ति, प्रभूतम्
उत्तर :

  • नीत्वा (ନୀତା) – ଜନଃ ଜଳଂ ନୀତ୍ବା କୃଷି କୁର୍ବନ୍ତି।
  • आसीत् (ଆସୀତ) – ଡଃ ମୂର୍ଖ ଆସୀତ୍।
  • प्राप्नुवन्ति (ପ୍ରାପ୍ତିବଡି) – ଶ୍ରମିକା ବେତନଂ ପ୍ରାପ୍ରୁବତି ।
  • निवसन्ति (ନିବସନ୍ତି) – କୃଷକା ଗ୍ରାମେ ନିବସନ୍ତି ।
  • प्रभूतम् (ପ୍ରଭୂତମ) – ତସ୍ୟ ସମୀପେ ପ୍ରଭୂତଂ ଧନର୍ମ ଅସ୍ତି ।

8. सन्धिविच्छेदं कुरुत।
(ସନ୍ଧିବିଚ୍ଛେଦଂ କୁରୁତ।) (ସନ୍ଧିବିଚ୍ଛେଦ କର ।)
गौरवान्विता, अर्थोपार्जनम्, अत्रापि, शिल्पागारम्, मनोहारिणी
उत्तर :

  • गौरवान्विता (ଗୌରବାନ୍ବିତା) = ଗୌରବ + ଅନ୍ବିତା
  • अर्थोपार्जनम् (ଅର୍ଥୋପାର୍ଜନମ୍) = ଅର୍ଥ + ଉପାର୍ଜନମ୍
  • अत्रापि (ଅତ୍ରାପି) = ଅତ୍ର + ଅପି
  • शिल्पागारम् (ଶିଜାଗାରମ୍) = ଶିଳ୍ପ + ଆଗାରମ୍
  • मनोहारिणी (ମନୋହାରିଣୀ) = ମନଃ + ହାରିଣୀ

तव कृते करणीयम्
(ତୁମ ପାଇଁ କାମ)

1. उच्चै: पठत लिखत च- (अंकारान्त-पुंलिड्नशब्दा:)
ଉଚ୍ଚୈଃ ପଠତ ଲିଖତ ଚ (ବଡ଼ପାଟିରେ ପଢ଼, ଲେଖ) (ଅକାରାନ୍ତ ପୁଂଲିଙ୍ଗଶବ୍ଦା – ୫ମୀବିହଣ୍ଡି)

पञ्चमी विभक्तिः
BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ 3

ପଞ୍ଚମୀ ବିଭବାଃ

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ 4

(आकारान्त – स्रीलिङ्ग-शब्दा:)
ଆକାରାନ୍ତ – ସ୍ତ୍ରୀଲିଙ୍ଗଶବ୍ଦା
पञ्चमी विभक्तिः

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ 5

ପଞ୍ଚମୀ ବିଭବାଃ

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ 6

(ईकारान्त – स्रीलिङ्ग-शब्दा:)
ଈକାରାନ୍ତ – ସ୍ତ୍ରୀଲିଙ୍ଗଶବ୍ଦା
पञ्चमी विभक्तिः

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ 7

ପଞ୍ଚମୀ ବିଭବାଃ

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ 8

(अकारान्त – नपुंसलिङ्ग-शब्दा:)
ଅକାରାନ୍ତ – ନପୁଂସକଲିଙ୍ଗଶବ୍ଦା
(पञ्चमी विभक्तिः

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ 9

ପଞ୍ଚମୀ ବିଭବାଃ

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ 10

ପରୀକ୍ଷା ଉପଯୋଗୀ। ଅତିରିକ୍ତ ପ୍ରଶ୍ନୋତ୍ତର
Objective

एकपदेन उत्तरं लिखत ।
(ଏକପଦେନ ଉତ୍ତରଂ ଲିଖତ ।)

प्रश्न 1.
कस्य राज्यस्य प्रमुखं स्थानं राउरकेला ?
କସ୍ୟ ରାଜ୍ୟସ୍ୟ ପ୍ରମୁଖ ସ୍ଥାନଂ ରାଉରକେଲା ?
उत्तर :
ଓଡ଼ିଶାରାଜ୍ୟସ୍ୟ

प्रश्न 2.
ओड़िशाराज्यस्य प्रमुखं स्थानं किम् ?
ଓଡ଼ିଶାରାଜ୍ୟସ୍ୟ ପ୍ରମୁଖ ସ୍ଥାନଂ କିମ୍ ?
उत्तर :
ରାଉରକେଲା

प्रश्न 3.
का इस्पातनगरी रूपेण ख्याता ?
କା ଇସ୍ପାତନଗରୀ ରୂପେଣ ଖ୍ୟାତା ?
उत्तर :
ରାଉରକେଲା

प्रश्न 4.
एषा कीदृशी भूमि:?
ଏଷା କୀଦୃଶୀ ଭୂମି ?
उत्तर :
ମନୋହାରିଣୀ

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

प्रश्न 5.
अत्र का वाटिका अस्ति ?
ଅତ୍ର କା ବାଟିକା ଅସ୍ଥି ?
उत्तर :
ହନୁମଦ୍ ବା

प्रश्न 6.
ब्राह्मणीनद्याः जलं नीत्वा जना: किं कुर्वन्ति ?
ବ୍ରାହ୍ମଣୀନଦ୍ୟା ଜଳ ନୀତ୍ବା ଜନଃ କିଂ କୁର୍ବନ୍ତି ?
उत्तर :
କୃଷିମ୍

प्रश्न 7.
वेदव्यासस्य प्राकृतिकपरिवेशः कीदृशः ?
ବେଦବ୍ୟାସସ୍ୟ ପ୍ରାକୃତିକପରିବେଶଃ କୀଦୃଶଃ ?
उत्तर :
ଆକର୍ଷଣୀୟ

प्रश्न 8.
कस्मिन् वत्सरे इस्पात शिल्पागारस्य निर्माणम् आरब्धम् ?
କସ୍ମିନ୍ ବସ୍ତ୍ରରେ ଇସ୍ପାତ ଶିଳ୍ପାଗାରସ୍ୟ ନିର୍ମାଣମ୍ ଆରକ୍ତମ୍ ?
उत्तर :
1954

प्रश्न 9.
राउरकेलायां इस्पातशिल्पागारस्य आरम्भकाले भारतस्य राष्ट्रपतिः कः आसीत् ?
ରାଉରକେଲାୟାଂ ଇସ୍ପାତଶିଳ୍ପୀଗାରସ୍ୟ ଆରମ୍ଭକାଳେ ଭାରତସ୍ୟ ରାଷ୍ଟ୍ରପତିଃ କଃ ଆସୀତ୍ବ ?
उत्तर :
ରାଜେନ୍ଦ୍ରପ୍ରସାଦଃ

प्रश्न 10.
सहस्रं जना: शिल्पागारात् किं प्रापुवन्ति ?
ସହସ୍ର ଜନଃ ଶିଚ୍ଛାଗାରାତ୍ର କିଂ ପ୍ରାପ୍ତିବଢି ?
उत्तर :
ବେତନମ୍

प्रश्न 11.
वेतनं प्राप्य जना: कान् पोषयन्ति ?
ବେତନଂ ପ୍ରାପ୍ୟ ଜନଃ କାନ୍ ପୋଷୟତି ?
उत्तर :
ପରିବାରାନ୍

प्रश्न 12.
राउरकेलायां विभिन्न भाषाभाषिजनाः किं कुर्वन्ति?
ରାଉରକେଲାୟାଂ ବିଭିନ୍ନ ଭାଷାଭାଷିଜନାଃ କିଂ କୁର୍ବନ୍ତି ?
उत्तर :
ନିବସନ୍ତି

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

प्रश्न 13.
का गीत-नृत्य-चित्रकलाभि: गौरवानित्वा ?
କା ଗୀତ-ନୃତ୍ୟ-ଚିତ୍ରକଳାଭଃ ଗୌରବାନ୍ବିତା ?
उत्तर :
ରାଉରକେଲା

बन्धनीमध्यात् शून्यस्थानं पूरयत।
(ବନ୍ଧନୀମଧ୍ୟାତ୍ ଶୂନ୍ୟସ୍ଥାନଂ ପୂରୟତ।)

1. मम श्राता _____ गृहम् आगच्छति। (राजधान्या:, राजधानी, राजधान्याम्)
ମମ ଭ୍ରାତା ______ ଗୃହମ୍ ଆଗଚ୍ଛତି । (ରାଜଧାନ୍ୟ, ରାଜଧାନୀ, ରାଜଧାନ୍ୟାମ)
उत्तर :
ରାଜଧାନୀ

2. वानरा: ______ फलानि खादन्ति। (वृक्षम्, वृक्षे, वृक्षात्)
ବାନରାଃ _____ ଫଳାନି ଖାଦନ୍ତ । ବୃକ୍ଷମ, ବୃକ୍ଷ, ବୃକ୍ଷାତ୍)
उत्तर :
ବୃକ୍ଷାତ୍

3. महिला: ______ जलम् आनयन्ति। (नद्या:, नद्य:, नद्याम्)
ମହିଳା ______ ଜଳମ୍ ଆର୍ଜୟନ୍ତି ।
उत्तर :
ନକୁଳାତ୍

4. सर्प: ______ विभेति । (नकुलस्य, नकुलात्, नकुलम्)
ସର୍ପ ______ ବିଭେତି । (ନକୁଳସ୍ୟ, ନକୁଳାତ, ନକୁଳମ୍)
उत्तर :
ନକୁଳାତ

5. जना: ______ प्राप्नुवन्ति। (वेतनम्; दण्डम्)
ନଦ୍ଯା _____ ପ୍ରାପ୍ରୁବନ୍ତି। (ବେତନମ, ଦଣ୍ଡମ୍)
उत्तर :
ବେତନମ

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

6. इस्पातनगरी _______ द्रप्रव्या। (अवश्य:,अवश्यम्)
ଇଜ୍ଞାତନଗରୀ ______ ଦ୍ରଷ୍ଟବ୍ୟ। (ଅବଶ୍ୟ, ଅବଶ୍ୟମ୍)
उत्तर :
ଅବଶ୍ୟମ୍

7. अत्र महत् _____ आसीत् । (अरण्यानि, अरण्यम्)
ଅତ୍ର ମହତ୍ବ ______ଆସୀତ୍। (ଅରଣ୍ୟ ନି, ଅରଣ୍ୟମ୍)
उत्तर :
ଅରଣ୍ୟମ୍

8. एषा अतीव ______ भूमिः। (मनोहारिणी, मनोहारी)
ଏଖା ଅତୀବ ______ ଭୂମି । (ମନୋହାରିଣୀ, ମନୋହାରୀ)
उत्तर :
ମନୋହାରିଣୀ

9. तेन ______ पोषयन्ति। (परिवार, परिवारान्)
ତେନ ______ ପୋଷୟନ୍ତି। (ପରିବାର, ପରିବାରାନ)
उत्तर :
ପରିବାରାନ୍

10. राउरकेला ______ इति परिचिता । (यादुनगरी, कलानगरी)
ରାଉରକେଲା ______ଇତି ପରିଚିତା । (ଯାଦୁନଗରୀ, କଳାନଗରୀ)
उत्तर :
କଳାନଗରୀ

उत्तरचयनं क्रुरत ।
(ଉତ୍ତରଚୟନଂ କୁରୁତ ।)

प्रश्न 1.
कस्य राज्यस्य प्रमुखं स्थानं राउरकेला ?
କସ୍ୟ ରାଜ୍ୟସ୍ୟ ପ୍ରମୁଖ୍ୟ ସ୍ଥାନଂ ରାଉରକେଲା ?
(A) ଓଡ଼ିଶାରାଜ୍ୟସ୍ୟ
(B) ବଙ୍ଗପ୍ରଦେଶସ୍ୟ
(C) ଆନ୍ଧ୍ରପ୍ରଦେଶସ୍ୟ
(D) ମହାରାଷ୍ଟ୍ର ସ୍ୟ
उत्तर :
ଓଡ଼ିଶାରାଜ୍ୟସ୍ୟ

प्रश्न 2.
का इस्पातनगरी रूपेण ख्याता ?
କା ଇସ୍ପାତନଗରୀ ରୂପେଣ ଖ୍ୟାତା ?
(A) ଢେଙ୍କାନାଳ
(B) ରାଉରକେଲା
(C) ଅନୁଗୁଳ
(D) ପାରାଦ୍ବୀପ
उत्तर :
ରାଉରକେଲା

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

प्रश्न 3.
अत्र का वाटिका अस्ति ?
ଅତ୍ର କା ବାଟିକା ଅଛି ?
(A) ସୁନ୍ଦର
(B) ରମଣୀୟା
(C) ହନୁମଦ୍
(D) ଭଗବତ୍
उत्तर :
ହନୁମଦ୍

प्रश्न 4.
अस्याः नद्याः जलं नीत्वा किं कुर्वन्ति ?
ଅସ୍ୟା ‘ନଦ୍ୟା ଜଳଂ ନୀତ୍ବା କିଂ କୁର୍ବନ୍ତି ?
(B) ପଚନ୍ତ
(A) ପିବନ୍ତ
(C) ଖେଳନ୍ତି
(D) କୃଷିମ୍
उत्तर :
କୃଷିମ୍

प्रश्न 5.
सहस्रं सहस्रं जनाः अस्मात् किं प्राप्नुवन्ति ?
ସହସ୍ର ସହସ୍ର ଜନା ଅସ୍ମାତ୍ କିଂ ପ୍ରାପ୍ତିବନ୍ତି ?
(A) ଧନମ୍
(B) ମାନମ୍
(C) ବେତନମ୍
(D) ସୁଖମ୍
उत्तर :
ବେତନମ୍

प्रश्न 6.
तदा भारतस्य राष्ट्रपतिः कः आसीत् ?
ତଦା ଭାରତସ୍ୟ ରାଷ୍ଟ୍ରପତିଃ ଡଃ ଆର୍ସୀତ୍ ?
(A) ଡଃ ରାଜେନ୍ଦ୍ରପ୍ରସାଦଃ
(B) ପ୍ରଣବ ମୁଖାର୍ଜୀ
(C) ପ୍ରତିଭା ପାଟିଲ
(D) ରାମନାଥ କୋବିନ୍ଦ
उत्तर :
ଡଃ ରାଜେନ୍ଦ୍ରପ୍ରସାଦଃ

प्रश्न 7.
अत्र किम् आसीत् ?
ଅତ୍ର କିମ୍ ଆସୀତ୍ ?
(A) ବନମ୍
(B) ମହତ୍ବ ଅରଣ୍ୟମ୍
(C) ସାଗରମ୍
(D) ନଦୀ
उत्तर :
ମହତ୍ବ ଅରଣ୍ୟମ୍

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

प्रश्न 8.
कस्मिन् वत्सरे भारतसर्वकारपक्षतः इस्पात शिल्पागारस्य निर्माणम् आरब्धम् ?
କସ୍ମିନ୍ ବସ୍ତ୍ରରେ ଭାରତସର୍ବକାରପକ୍ଷତଃ ଇସ୍ପାତ ଶିଳାଗାରସ୍ୟ ନିର୍ମାଣମ୍ ଆରକ୍ତମ୍ ?
(A) ୧୯୫୦
(C) ୧୯୫୪
(B) ୧୯୪୨
(D) ୧୯୫୫
उत्तर :
୧୯୫୪

प्रश्न 9.
ओड़िशाराजस्य प्रमुखं स्थानं किम् ?
ଓଡ଼ିଶାରାଜ୍ୟସ୍ୟ ପ୍ରମୁଖ ସ୍ଥାନଂ କିମ୍ ?
(A) ଅନୁଗୁଳମ୍
(B) ବ୍ରହ୍ମପୁରମ୍
(C) ରାଉରକେଲା
(D) କଟକମ୍
उत्तर :
ରାଉରକେଲା

प्रश्न 10.
अत्र शंख-कोएलनदीद्वयस्य संयोगात् कस्या: नद्या: उत्पत्ति: भवति?
ଅତ୍ର ଶଙ୍ଖ-କୋଏଲନଦୀଦ୍ୱୟସ୍ୟ ସଂଯୋଗାତ୍ କନ୍ୟା ନଦ୍ୟା ଉତ୍ପରିଂ ଭବତି ?
(A) ସୁବର୍ଣ୍ଣରେଖା
(C) ବୈତରଣୀ
(B) ମହାନଦୀ
(D) ବ୍ରାହ୍ମଣୀ
उत्तर :
ବ୍ରାହ୍ମଣୀ

‘रेखांकित पदानां संशोधनं कुरुत ।
(ରେଖାଙ୍କିତପଦାନାଂ ସଂଶୋଧନଂ କୁରୁତ ।)

1. सहस्रं सहस्रं जनाः अस्मिन् वेतनं प्राप्नुवन्ति ।
ସହସ୍ର ସହସ୍ର ଜନାଃ ଅଶ୍ବିନ୍ ବେତନ ପ୍ରାପ୍ରୁବନ୍ତି ।
उत्तर :
ସହସ୍ର ସହସ୍ର ଜନା ଅସ୍ମାତ୍ ବେତନଂ ପ୍ରାପ୍ରୁବନ୍ତି ।

2. अत: एकवारम् इस्पातनगरी अवश्यं द्रष्टव्यम् ।
ଅତଃ ଏକବାରମ୍ ଇସ୍ପାତନଗରୀ ଅବଶ୍ୟ ଦ୍ରଷ୍ଟବ୍ୟମ୍ ।
उत्तर :
ଅତଃ ଏକବାରମ୍ ଇସ୍ପାତନଗରୀ ଅବଶ୍ୟ ଦ୍ରଷ୍ଟବ୍ୟ ।

3. एतत् एका पुण्यक्षेत्रं भवति।
ଏତତ୍ ଏକା ପୁଣ୍ୟକ୍ଷେତ୍ର ଭବତି ।
उत्तर :
ଏତତ୍ ଏକ ପୁଣ୍ୟକ୍ଷେତ୍ର ଭବତି।

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

4. अत्र विभिन्न भाषाभाषिजना: निवसति ।
ଅତ୍ର ବିଭିନ୍ନଭାଷାଭାଷିଜନ ନିବସତି ।
उत्तर :
ଅତ୍ର ବିବିଧଭାଷାଭାଷିଜନାଃ ନିବସନ୍ତି ।

5. जना: अस्य नद्याः जलं नीत्वा कृषिं कुर्वन्ति ।
ଜନାଃ ଅସ୍ୟ ନଦ୍ୟା ଜଳଂ ନୀତ୍ବା କୃଷି କୁର୍ବନ୍ତି ।
उत्तर :
ଜନାଃ ଅସ୍ୟା ନଦ୍ୟା ଜଳଂ ନୀତ୍ବା କୃଷି କୁର୍ବନ୍ତି।

6. नद्यः जलं नीत्वा कृषिं कुर्वन्ति ।
ନଦ୍ୟ ଜଳଂ ନୀତ୍ବା କୃଷି କୁର୍ବନ୍ତି ।
उत्तर :
ନଦ୍ୟା ଜଳଂ ନୀତ୍ବା କୃଷି କୁର୍ବନ୍ତି ।

7. अस्मान् संस्कृतेः प्रचारं कुर्वन्ति ।
ଅସ୍ନାନ ସଂସ୍କୃତଃ ପ୍ରଚାରଂ କୁର୍ବନ୍ତ ।
उत्तर :
ଅସ୍ନାକଂ ସଂସ୍କୃତଃ ପ୍ରଚାରଂ କୁର୍ବନ୍ତି।

8. एषः एकं पुण्यक्षेत्रम् ।
ଏଷ ଏବଂ ପୁଣ୍ୟକ୍ଷେତ୍ରମ୍।
उत्तर :
ଏତତ୍ ଏବଂ ପୁଣ୍ୟକ୍ଷେତ୍ରମ୍ |

9. यानि अस्माकं संस्कृतिः प्रचारं कुर्वन्ति।
ଯାନି ଅସ୍ମାକଂ ସଂସ୍କୃତିଃ ପ୍ରଚାରଂ କୁର୍ବନ୍ତି ।
उत्तर :
ଯାନି, ଅସ୍ମାକଂ ସଂସ୍କୃତଃ ପ୍ରଚାରଂ କୁର୍ବନ୍ତି।

10. ओड़िशाराज्यस्य प्रमुखं स्थान : राउरकेला ।
ଓଡ଼ିଶାରାଜ୍ୟସ୍ୟ ପ୍ରମୁଖ ସ୍ଥାନଃ ରାଉରକେଲା।
उत्तर
ଓଡ଼ିଶାରାଜ୍ୟସ୍ୟ ପ୍ରମୁଙ୍ଖ ସ୍ଥାନଂ ରାଉରକେଲା।

सन्धिविच्छेदं कुरुंत।
(ସନ୍ଧିବିଚ୍ଛେଦଂ କୁରୁତ।)

  1. अत्रापि (ଅତ୍ରାପି) = ଅତ୍ର + ଅପି
  2. वेदव्यासांश्रम (ବେଦବ୍ୟାସାଶ୍ରମଃ) = ବେଦବ୍ୟାସ+ଆଶ୍ରମ
  3. शिल्पागारस्य (ଶିଳାଗାରସ୍ୟ) = ଶିଳ୍ପ + ଅଗାରସ୍ୟ
  4. अतीव (ଅତୀବ) = ଅତି + ଇବ ଅର୍ଥ

सन्धिं कुरुत।
(ସନ୍ଧି କୁରୁତ।)

1. गुरुकुल + आश्रम: = गुरुकुलाश्रम:
ଗୁରୁକୁଳ + ଆଶ୍ରମ = ଗୁରୁକୁଳାଶ୍ରମଃ

2. अर्थ + उपार्जनम् = अर्थोपार्जनम्
ଅର୍ଥ + ଉପାର୍ଜନମ୍ = ଅର୍ଥୋପାର୍ଜନମ୍

क्रियापदं निर्वाचयत
(କ୍ରିୟାପଦଂ ନିର୍ବାଚୟତ।)

क:, जानन्ति, राउरकेला, कुर्वन्ति, जन्मस्थली, अस्ति, प्राप्नुवन्ति, ङराजेन्द्रप्रसादः, भूमिः, निवसन्ति।
କଃ, ଜାନନ୍ତ, ରାଉରକେଲା, କୁର୍ଚିନ୍ତ, ଜନ୍ମସ୍ଥଳୀ, ଅଣ୍ଡି, ପ୍ରାପ୍ତିବତି, ଡ.ରାଜେନ୍ଦ୍ରପ୍ରସାଦଃ, ଭୂମି, ନିବସତି ।
उत्तर :
ଜାନତି, କୁର୍ବନ୍ତ, ଅସ୍ଥି, ପ୍ରାପ୍ତିବନ୍ତି, ନିବସନ୍ତି ।

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

कर्तृपदं चिनुत ।
(କର୍ତ୍ତୃପଦଂ ଚିନୁତ।)

राउरकेला, जना:, भवति, जानाति, हनुमदवाटिका, अस्ति, उच्चमूर्त्तिः, निवसन्ति, प्राकृतिकपरिवेशः, पोषयन्ति।
ରାଉରକେଲା, ଜନଃ, ଭବତି, ଜାନାତି, ହନୁମଦବାଟିକା, ଅସ୍ତି, ଉଚ୍ଚମୂର୍ତ୍ତି, ନିବସତି, ପ୍ରାକୃତିକପରିବେଶଃ, ପୋଷୟତି ।
उत्तर :
ରାଉରକେଲା, ଜନଃ, ହନୁମଦବାଟିକା, ଉଚ୍ଚମୂର୍ତ୍ତି, ପ୍ରାକୃତିକ ପରିବେଶ ।

शब्दानां मातृभाषया अर्थान् लिखत।
(ଶବ୍ଦାନାଂ ମାତୃଭାଷୟା ଅର୍ଥାନ୍ ଲିଖିତ ।)

  1. प्रमुखम् (ପ୍ରମୁଖମ୍) – ମୁଖ୍ୟ
  2. नीत्वा (ନୀତ୍ଵା) – ନେଇ
  3. संस्कृते (ସଂସ୍କୃତ) – ସଂସ୍କୃତିର
  4. कृते (କୃତେ) – ପାଇଁ
  5. प्रभूतम् (ପ୍ରଭୁତମ) – ବିପୁଳ
  6. अतीव (ଅତୀବ) – ଅତ୍ୟନ୍ତ
  7. द्रष्टव्य (ଦ୍ରଷ୍ଟବ୍ୟ) – ଦେଖୁବା ଉଚିତ

Subjective

निजभाषया प्रायश: दशभिः वाक्यैः उत्तरं लिखत ।
(ନିଜଭାଷୟ ପ୍ରାୟଶଃ ଦଶଭଃ ବାକ୍ୟ ଉତ୍ତରଂ ଲିଖତ।)

प्रश्न 1.
इस्पातनगरी राउरकेला कथं प्रसिद्धा ?
ଇସ୍ପାତନଗରୀ ରାଉରକେଲା କଥ୍ୟ ପ୍ରସିଦ୍ଧା ?
उत्तर :
ଆମ ରାଜ୍ୟ ଓଡ଼ିଶା । ଓଡ଼ିଶାର ସବୁଠାରୁ ପ୍ରମୁଖ ସ୍ଥାନ ହେଉଛି ରାଉରକେଲା । ଏହା ଇସ୍ପାତନଗରୀ ରୂପେ ପରିଚିତ । ଏଠାରେ – ଶଙ୍ଖ-କୋଏଲ ନଦୀଦ୍ୱୟର ସଂଯୋଗରୁ ବ୍ରାହ୍ମଣୀ ନଦୀର ଉତ୍ପତ୍ତି ହୋଇଛି । ଏଠାରେ ବେଦବ୍ୟାସଙ୍କ ଜନ୍ମସ୍ଥଳୀ ରହିଛି ବୋଲି ଲୋକୋକ୍ତି। ଏହା ଏକ ପୁଣ୍ୟକ୍ଷେତ୍ର ଅଟେ । ଏଠାରେ ମହାନ୍ ଅରଣ୍ୟ ରହିଛି । ବେଦବ୍ୟାସାଶ୍ରମ, ପବିତ୍ର ଗୋଶାଳା, ବୈଦିକ ଗୁରୁକୁଳ ଆଶ୍ରମ, ସଂସ୍କୃତ ମହାବିଦ୍ୟାଳୟ ଦ୍ଵୟ ମଧ୍ୟ ରହିଛି । ଯାହାଦ୍ଵାରା ଆମ ସଂସ୍କୃତିର ପ୍ରଚାର ପ୍ରସାର କରାଯାଇପାରୁଛି । ଏହି ପୁଣ୍ୟକ୍ଷେତ୍ରରେ 1954 ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଇସ୍ପାତ ଶିକାଗାରର ନିର୍ମାଣ ଆରମ୍ଭ କରିଥିଲେ । ଭାରତର ତତ୍କାଳୀନ ରାଷ୍ଟ୍ରପତି ଡା. ରାଜେନ୍ଦ୍ରପ୍ରସାଦ 3.2..1959 ମସିହାରେ ଏହାର ଉଦ୍‌ଘାଟନ କରିଥିଲେ । ଏହି ଶିଳାଗାରରେ ଅନେକ ଲୋକ କାମ କରି ପେଟପୋଷିବା ସହ ରାଜ୍ୟର ତଥା ଦେଶର ମଧ୍ୟ ପ୍ରଚୁର ଅର୍ଥୋପାର୍ଜନ ହୋଇପାରୁଛି । ଏଠାରେ ହନୁମଦ୍ ବାଟିକା ଅଛି । ଏଠାରେ ପ୍ରତିଷ୍ଠିତ ବିଶାଳ ହନୁମଦ୍ ମୂର୍ତ୍ତି ଏସିଆର ଅନ୍ୟତମ ଉଚ୍ଚ ମୂର୍ତ୍ତି। ରାଉରକେଲା କଳାନଗରୀ ରୂପେ ପରିଚିତ ଅଟେ । ଏହିପରି ଭାବେ ରାଉରକେଲାର ଅନେକ ବିଶେଷତ୍ଵ ରହିଛି ।

मातृभाषयाअनुवादं कुरुत ।
(ମାତୃଭାଷୟା ଅନୁବାଦଂ କୁରୁତ ।)

1. एषा एवं इस्पातनगरी रूपेण ख्याता।
ଇସ୍ପାତନଗରୀ ରୂପେଣ ଖ୍ୟାତା ।
ଅନୁବାଦ: ଏହା ହିଁ ଇସ୍ପାତନଗରୀ ରୂପେ ପ୍ରସିଦ୍ଧ ।

2. अत्र शंख-कोएलनदीद्वयस्य संयोगात् ब्राह्मणीनद्या: उत्पत्तिः भवति ।
ଅତ୍ର ଶଙ୍ଖ-କୋ ଏଲନଦୀଦସ୍ୟ ସଂଯୋଗାତ୍ର ବ୍ରାହ୍ମଣୀନଦ୍ୟା ଉତ୍ପରିଂ ଭବତି ।
ଅନୁବାଦ: ଏଠାରେ ଶଙ୍ଖ ଓ କୋଏଲ ନଦୀଦ୍ୱୟର ସଂଯୋଗରେ ବ୍ରାହ୍ମଣୀନଦୀ ଉପରି ହୋଇଛି ।

3. एतत् एव पुण्यक्षेत्रं भवति ।
ଏତତ୍ ଏକ ପୁଣ୍ୟକ୍ଷେତ୍ର ଭବତି ।
ଅନୁବାଦ: ନିଶ୍ଚିତଭାବେ ଏହା ଏକ ପୁଣ୍ୟକ୍ଷେତ୍ର ଅଟେ। ଅମ ମନ୍ତ୍ର ଅଧ୍ୟାରୁ ଆର୍ଶୀ ।

4. अत्र महत् अरण्यमू आसीत् ।
ଅତ୍ର ମହତ୍ବ ଅରଣ୍ୟମ୍ ଆସୀତ୍ ।
ଅନୁବାଦ: ଏଠାରେ ବିଶାଳ ଅରଣ୍ୟ ଥିଲା ।

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

5. क्रमशः अत्र गोशाला, गुरुकुल आश्रमः संस्कृत महाविद्यालयद्वयं च स्थापितानि ।
କ୍ରମଶଃ ଅତ୍ର ଗୋଶାଳା, ଗୁରୁକୁଳ-ଆଶ୍ରମ ସଂସ୍କୃତ ମହାବିଦ୍ୟାଳୟଦ୍ଵୟଂ ଚ ସ୍ଥାପିତାନି।
ଅନୁବାଦ: ଧୀରେ ଧୀରେ ଏଠାରେ ଗୋଶାଳା, ଗୁରୁକୁଳ ଏବଂ ଦୁଇଟି ସଂସ୍କୃତ ମହାବିଦ୍ୟାଳୟ ସ୍ଥାପିତ ହୋଇଛି ।

6. क्रमशः अत्र गोशाला, गुरुकुल-आश्रम: संस्कृत महाविद्यालयद्वयं च स्थापितानि ।
ଅବ୍ଲାକଂ ସଂସ୍କୃତଃ ପ୍ରଚାରଂ ପ୍ରସାରଂ କୁର୍ବନ୍ତି ।
ଅନୁବାଦ: ଯେଉଁଗୁଡ଼ିକ ଆମ ସଂସ୍କୃତିର ପ୍ରଚାର ଓ ପ୍ରସାର କରନ୍ତି ।

7. अस्मिन् पुण्यक्षेत्रे १९५४ मिते वर्षे इस्पातशिल्पागारस्य निर्माणम् आरव्यम् ।
ଅଶ୍ବିନ୍ ପୁଣ୍ୟକ୍ଷେତ୍ରେ 1954 ମିତେ ବର୍ଷେ ଇସ୍ପାତ ଶିଳାଗାରସ୍ୟ ନିର୍ମାଣମ୍ ଆରକ୍ତମ୍ ।
ଅନୁବାଦ: ଏହି ପୁଣ୍ୟକ୍ଷେତ୍ରରେ 1954 ମସିହାରେ ଶିଳ୍ପାଗାରର ଆରମ୍ଭ ହେଲା।

8. तदा भारतस्य राष्ट्रपति : राजेन्द्रप्रसादः आसीत् ।
ତଦା ଭାରତସ୍ୟ ରାଷ୍ଟ୍ରପତି ଡଃ ରାଜେନ୍ଦ୍ରପ୍ରସାଦଃ ଆସୀତ୍।
ଅନୁବାଦ: ସେତେବେଳେ ଭାରତର ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ଥିଲେ।

9. सः ३.२.१९५९ मिते दिनांके शिल्पागारम् उद्घाटितवान् ।
ସ୍ୱ 3.2..1959 ମିତେ ଦିନାକେ ଶିଳ୍ପାଗାରମ୍ ଉଦ୍‌ଘାଟିତବାନ୍ ।
ଅନୁବାଦ: ସେ 3.2..1959 ତାରିଖରେ ଶିଳ୍ପାଗାର ଉଦ୍‌ଘାଟନ କରିଥିଲେ ।

10. अस्मात् शिल्पागारात् अस्माकं राज्यस्य कृते अर्थोपार्जनं भवति ।
ଅସ୍ମାତ୍ ଶିଳାଗାରାତ୍ ଅସ୍ମାକ ରାଜ୍ୟସ୍ୟ କୃତେ ଅର୍ଥୋପାର୍ଜନଂ ଭବତି ।
ଅନୁବାଦ: ଏହି ଶିଳ୍ପାଗାରରୁ ଆମ ରାଜ୍ୟ ପାଇଁ ଅର୍ଥ ଉପାର୍ଜିତ ହେଉଛି ।

11. एषा अतीव मनोहारिणी भूमि: ।
ଏଷା ଅତୀବ ମନୋହାରିଣୀ ଭୂମି ।
ଅନୁବାଦ: ଏହା ଅତ୍ୟନ୍ତ ମନୋହାରିଣୀ ଭୂମି।

12. एषा एसिआमहादेशस्य अन्यतमा उच्चमूर्ति: भवति।
ଏଷା ଏସିଆମହାଦେଶସ୍ୟ ଅନ୍ୟତମ ଉଚ୍ଚମୂର୍ତ୍ତି ଭବତି ।
ଅନୁବାଦ: ଏହା ଏସିଆ ମହାଦେଶର ଅନ୍ୟତମ ଉଚ୍ଚମୂର୍ତ୍ତି ।

13. एषा गीत-नृत्य-नाट्कचित्रकलाभि: गौरवान्विता ।
ଏଷା ଗୀତ-ନୃତ୍ୟ-ନାଟକଚିତ୍ରକଳାଭି ଗୌରବାନ୍ବିତା ।
ଅନୁବାଦ: ଏହା ଗୀତ, ନୃତ୍ୟ, ନାଟକ ଓ ଚିତ୍ରକଳାଦ୍ୱାରା ଗୌରାବାନ୍ବିତ ।

14. अत्रापि वेदव्यासस्य जन्मस्थली अस्ति ।
ଅତ୍ରାପି ବେଦବ୍ୟାସସ୍ୟ ଜନ୍ମସ୍ଥଳୀ ଅସ୍ଥି ।
ଅନୁବାଦ: ଏଠାରେ ମଧ୍ୟ ବେଦବ୍ୟାସଙ୍କ ଜନ୍ମସ୍ଥଳୀ ଅଛି ।

संस्कृतभाषया अनुवादं कुरुत।
(ସଂସ୍କୃତଭାଷୟ ଅନୁବାଦଂ କୁରୁତ।)

1. ଓଡ଼ିଶାରାଜ୍ୟର ପ୍ରମୁଖସ୍ତାନ ରାଉରକେଲା ।
उत्तर :
ओड़िशाराज्यस्य प्रमुखस्थानं राउरवेला।
ଓଡ଼ିଶାରାଜ୍ୟସ୍ୟ ପ୍ରମୁଖସ୍ଥାନଂ ରାଉରକେଲା ।

2. ବ୍ରାହ୍ମଣୀନଦୀର ପାଣିଦ୍ଵାରା କୃଷି ହୁଏ ।
उत्तर :
ब्राह्मणीनद्या: जलेन कृषि: भवति।
ଶା: ମ : ମଶ। ବ୍ରାହ୍ମଣୀନଦ୍ୟା ଜଳେନ କୃଷି ଭବତି ।

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

3. ଏଠାରେ ବେଦବ୍ୟାସଙ୍କ ଜନ୍ମସ୍ଥାନ ଅଛି ।
उत्तर :
अत्र वेदव्यासस्य जन्मस्थानम् अस्ति।
ବେଦବ୍ୟାସସ୍ୟ ଜନ୍ମସ୍ଥାନମ୍ ଅଛି ।

4. ରାଉରକେଲାରେ ହନୁମତ୍‌ ବାଟିକା ଅଛି ।
उत्तर :
राउरकेलायां हुमद्वाटिकाअस्ति।
ରାଉରକେଲାୟାଂ ହନୁମଦ୍‌ବାଟିକା ଅଛି।

5. ରାଉରକେଲା କଳାନଗରୀ ବୋଲି ପରିଚିତ ।
उत्तर :
राउरकेला कलानगरी इति परिचिता।
ରାଉରକେଲା କଳାନଗରୀ ଇତି ପରିଚିତା ।

6. ଆମ୍ଭେମାନେ ରାଉରକେଲାକୁ ଯିବା।
उत्तर :
वयं राउरकेलां गमिष्याम:।
ବୟଂ ରାଉରକେଲା ଗମିଷ୍ୟାମଃ ।

7. ବେଦବ୍ୟାସ ପବିତ୍ରକ୍ଷେତ୍ର ରୂପେ ପରିଚିତ ।
उत्तर :
वेदव्यास: पवित्रक्षेत्ररूपेण परिचितः।
ବେଦବ୍ୟାସ ପବିତ୍ରକ୍ଷେତ୍ରରୂପେଣ ପରିଚିତଃ ।

प्रथम अनुच्छेदः (ପ୍ରଥମ ଅନୁଚ୍ଛେଦଃ)

विश्वप्रसिद्धाम् इस्पातनगरीं को वा न जानाति ? ओडिशाराज्यस्य प्रमुखं स्थानं राउरकेला । एषा एव इस्पातनगरीरूपेण ख्याता । अत्र शंख-कोएलनदीद्वयस्य संयोगात् ब्राह्मणीनद्याः उत्पत्तिः भवति । जनाः अस्याः नद्याः जलं नीत्वा कृषि कुर्वन्ति । अत्रापि वेदव्यासस्य जन्मस्थली अस्ति इति जनश्रुतिः। एतद् एकं पुण्यक्षेत्रं भवति। एतस्य प्राकृतिकपरिवेशः आकर्षणीयः । अत्र महत् अरण्यम् आसीत् । क्रमशः अत्र वेदळ्यासाश्रम :, पवित्रगोशाला, वैदिकगुरुकुलाश्रमः, संस्कृत-महाविद्यालयद्वयं च स्थापितानि । यानि अस्माकं संस्कृतेः प्रचारं प्रसारं च कुर्वन्ति ।

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ 11

ବିଶ୍ୱପ୍ରସିଦ୍ଧାମ୍ ଇସ୍ପାତ ନଗରୀ କେ ବା ନ ଜାନାତି ? ଓଡ଼ିଶାରାଜ୍ୟସ୍ୟ ପ୍ରମୁଖ ସ୍ଥାନଂ ରାଉରକେଲା । ଏଷା ଏବ ଇସ୍ପାତନଗରୀ ରୂପେଣ ଖ୍ୟାତା । ଅତ୍ର ଶଙ୍ଖ – କୋଏଲନଦୀ ଦ୍ଵୟସ୍ୟ ସଂଯୋଗାତ୍ ବ୍ରାହ୍ମଣୀନଦ୍ୟା ଉତ୍ପରିଂ ଭବତି । ଜନାଃ ଅସ୍ୟା ନଦ୍ୟା ଜଳଂ ନୀତ୍ଵା କୃଷି କୁର୍ବନ୍ତି । ଅତ୍ରାପି ବେଦବ୍ୟାସସ୍ୟ ଜନ୍ମସ୍ଥଳୀ ଅସ୍ଥି ଇତି ଜନଶ୍ରୁତିଃ । ଏତତ୍ ଏବଂ ପୁଣ୍ୟକ୍ଷେତ୍ର ଭବତି । ଏତସ୍ୟ ପ୍ରାକୃତିକପରିବେଶଃ ଆକର୍ଷଣୀୟ । ଅତ୍ର ମହତ୍ ଅରଣ୍ୟମ୍ ଆସୀତ୍ । କ୍ରମଶଃ ଅତ୍ର ବେଦବ୍ୟାସ୍ୟାଶ୍ରମ ପବିତ୍ରଗୋଶାଳା ବୈଦିକଗୁରୁ – କୁଳାଶ୍ରମ ସଂସ୍କୃତମହାବିଦ୍ୟାଳୟଦ୍ଵୟଂ ଚ ସ୍ଥାପିତାନି । ଯାନି ଅସ୍ମାକଂ ସଂସ୍କୃତଃ ପ୍ରଚାରଂ ପ୍ରସାରଂ ଚ କୁର୍ବନ୍ତି ।

ସନ୍ଧି ବିଚ୍ଛେଦ

  • କୋ ବା = କଃ + ବା
  • ଅତ୍ରାପି = ଅତ୍ର + ଅପି
  • ବୈଦିକଗୁରୁକୁଳା = ବୈଦିକଗୁରୁକୁଳ + ଆଶ୍ରମ

ଶବ୍ଦାର୍ଥ

  • କୋ ବା – କିଏ ବା
  • ପ୍ରମୁଖ – ପ୍ରଧାନ
  • ଏବ – ହିଁ
  • ଖ୍ୟାତା – ପ୍ରସିଦ୍ଧ
  • ସଂଯୋଗାତ୍ – ମିଳନରୁ
  • ନୀତ୍ଵା – ନେଇ
  • ଅତ୍ରାପି – ଏଠାରେ ମଧ୍ୟ
  • ପୁଣ୍ୟକ୍ଷେତ୍ର – ପବିତ୍ର କ୍ଷେତ୍ର
  • ଅତ୍ର – ଏଠାରେ
  • ମହତ୍ – ବିଶାଳ ।

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

ଅନୁବାଦ

ପୃଥ‌ିବୀ ପ୍ରସିଦ୍ଧ ଇସ୍ପାତନଗରୀକୁ କିଏ ବା ନ ଜାଣେ ? ଓଡ଼ିଶା ରାଜ୍ୟର ପ୍ରମୁଖସ୍ଥାନ ରାଉରକେଲା । ଏହା ହିଁ ଇସ୍ପାତନଗରୀରୂପେ ପ୍ରସିଦ୍ଧ । ଏଠାରେ ଶଙ୍ଖ ଓ କୋୟଲ ନଦୀ ଦ୍ବୟର ମିଳନରେ ବ୍ରାହ୍ମଣୀ ନଦୀ ଉତ୍ପତ୍ତି ହୋଇଛି । ଲୋକମାନେ ଏହାର ପାଣି ନେଇ କୃଷି କରନ୍ତି । ଏଠାରେ ମଧ୍ୟ ବେଦ ବ୍ୟାସଙ୍କର ଜନ୍ମସ୍ଥଳୀ ଅଛି ବୋଲି ଲୋକଶ୍ରୁତି ରହିଛି । ଏହା ଏକ ପୁଣ୍ୟକ୍ଷେତ୍ର ଅଟେ । ଏହାର ପ୍ରାକୃତିକ ପରିବେଶ ଆକର୍ଷଣୀୟ । ଏଠାରେ ବିଶାଳ ଅରଣ୍ୟ ଥିଲା । ଧୀରେ ଧୀରେ ଏଠାରେ ବେଦବ୍ୟାସଙ୍କ ଆଶ୍ରମ, ପବିତ୍ର ଗୋଶାଳା ବୈଦିକଗୁରୁକୁଳାଶ୍ରମ ଏବଂ ଦୁଇଟି ସଂସ୍କୃତ ମହାବିଦ୍ୟାଳୟ ସ୍ଥାପିତ ହୋଇଛି । ଯେଉଁଗୁଡ଼ିକ ଆମ ସଂସ୍କୃତିର ପ୍ରଚାର ଓ ପ୍ରସାର କରନ୍ତି ।

द्वितीय अनुच्छेद: (ଦ୍ଵିତୀୟ ଅନୁଚ୍ଛେଦଃ)

अस्मिन् पुंण्यक्षेत्रे १९५४ मिते वत्सरे भारतसर्वकारपक्षतः इस्पात्-शिल्पागारस्य निर्माणम् आरब्धम् । तदा भारतस्य राष्ट्रपतिः डॉ. राजेन्द्रसादः आसीत् । सः ३.२.१९५९ मिते दिनाके शिल्पागारम् उद्घाटितवान् । अस्मात् शिल्पागारात् अस्माकं राज्यस्य देशस्य च कृते प्रभूतम् अर्थोपार्जनं भवति । सहम्रं सहम्रं जना: अस्मात् वेतनं प्राप्नुवन्ति । तेन परिवारान् पोषयन्ति च।

ଅସ୍ଟି ନ୍ ପୁଣ୍ୟକ୍ଷେତ୍ରେ ୧୯୫୪ ମି ତେ ବଘରେ ଭାରତସର୍ବକାରପକ୍ଷତଃ ଇସ୍ପାତ ଶିଳ୍ପାଗାରସ୍ୟ ନିର୍ମାଣମ୍ ଆରକ୍ତମ୍ । ତଦା ଭାରତସ୍ୟ ରାଷ୍ଟ୍ରପତିଃ ଡଃ ରାଜେନ୍ଦ୍ରପ୍ରସାଦଃ ଆସୀତ୍ । ସ୍ୱ ୩.୨.୧୯୫୯ ମିତେ ଦିନାଙ୍କ ଶିଳ୍ପାଗାରମ୍ ଉଦ୍‌ଘାଟିତବାନ୍। ଅମ୍ଳତ୍ ଶିଳ୍ପୀଗାରାତ୍ ଅସ୍ଵାକଂ ରାଜ୍ୟସ୍ୟ ଦେଶସ୍ୟ ଚ କୃତେ ପ୍ରଭୂତମ୍ ଅର୍ଥୋପାର୍ଜନଂ ଭବତି । ସହସ୍ର ସହସ୍ର ଜନଃ ଅସ୍ମାତ୍ ବେତନଂ ପ୍ରାପ୍ତିବନ୍ତି । ତେନ ପରିବାରାନ୍ ପୋଷୟନ୍ତ ବ।

ସନ୍ଧି ବିଚ୍ଛେଦ

  • ଅର୍ଥୋପାର୍ଜନମ୍ = ଅର୍ଥ + ଉପାର୍ଜନମ୍,
  • ପ୍ରାପୁ ବର୍ଷ = ପ୍ର + ଆପ୍ ବନ୍ତି ।

ଶବ୍ଦାର୍ଥ

  • ବସରେ – ବର୍ଷରେ
  • ଆରକ୍ତମ୍ – ଆରମ୍ଭ ହୋଇଛି
  • ତଦା – ସେତେବେଳେ
  • ଉଦ୍‌ଘାଟିତବାନ୍ – ଉଦ୍‌ଘାଟନ କରିଥିଲେ
  • କୃତେ – ପାଇଁ
  • ପ୍ରଭୂତମ୍ – ପ୍ରଚୁର
  • ବେତନଂ – ଦରମା

ଅନୁବାଦ

ଏହି ପୁଣ୍ୟକ୍ଷେତ୍ରରେ ୧୯୫୪ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଇସ୍ପାତଶିଳ୍ପାଗାର ଆରମ୍ଭ ହେଲା । ସେତେବେଳେ ଭାରତର ରାଷ୍ଟ୍ରପତି ଡଃ ରାଜେନ୍ଦ୍ରପ୍ରସାଦ ଥିଲେ। ସେ ୩.୨.୧୯୫୯ ତାରିଖରେ ଶିଳ୍ପାଗାର ଉଦ୍‌ଘାଟନ କରିଥିଲେ । ଏହି କାରଖାନାରୁ ଆମ ରାଜ୍ୟ ଏବଂ ଦେଶ ନିମନ୍ତେ ପ୍ରଚୁର ଅର୍ଥ ଉପାର୍ଜିତ ହେଉଛି । ହଜାର ହଜାର ଲୋକ ଏଠାରୁ ବେତନ ପାଉଛନ୍ତି । ତାହାଦ୍ୱାରା ପରିବାର ପୋଷଣ କରୁଛନ୍ତି ।

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

तृतीय अनुच्छेदः (ତୃତୀୟ ଅନୁଚ୍ଛେଦଃ)

अत्र हनुमद्वाटिका अस्ति । एषा अतीव मनोहारिणी भूमिः। अत्र सुविशाला हनुमद्मूर्त्तिः स्थापिता अस्ति। एषा एसिआमहादेशस्य अन्यतमा उच्चमूर्तिः भवति । राउरकेला कलानगरी इति परिचिता । अत्र विभिन्नभाषाभाषिज़ना: निवसन्ति । एषा गीत-नृत्य-नाटक-चित्रकलाभि: गौरवान्विता । अंतः एकवारम् इस्पातनगरी अवश्यं द्रष्टव्या ।

ଅତ୍ର ହନୁମଦ୍‌ବାଟିକା ଅନ୍ତି । ଏଷା ଅତୀବ ମନୋହାରିଣୀ ଭୂମି । ଅତ୍ର ସୁବିଶାଳା ହନୁମଦ୍ମୂର୍ତି ସ୍ଥାପିତ ଅଛି । ଏଷା ଏସିଆ ମହାଦେଶ ସ୍ୟ ଅନ୍ୟତମ ଉଚ୍ଚମୂର୍ତ୍ତି ଭବତି। ରାଉରକେଲା କଳା ନଗରୀ ଇତି ପରିଚିତା । ଅତ୍ର ବିଭିନ୍ନଭାଷାଭାଷିଜନଃ ନିବସନ୍ତି । ଏଷା ଗୀତ – ନୃତ୍ୟ – ନାଟକ – ଚିତ୍ରକଳାରଃ ଗୌରବାନ୍ବିତ । ଅତଃ ଏକବାରମ୍ ଇସ୍ପାତନଗରୀ ଅବଶ୍ୟ ଦ୍ରଷ୍ଟବ୍ୟ ।

ସନ୍ଧି ବିଚ୍ଛେଦ

ଅତୀବ = ଅତି + ଇବ

ଶବ୍ଦାର୍ଥ

  • ଅତ୍ର – ଏଠାରେ
  • ଅସ୍ଥି – ଅଛି
  • ଅତୀବ – ଅତ୍ୟନ୍ତ
  • ନିବସନ୍ତ – ବାସକରନ୍ତି
  • ଅତଃ – ଏଣୁ
  • ଅବଶ୍ୟ – ନିଶ୍ଚୟ
  • ଦ୍ରଷ୍ଟବ୍ୟ – ଦେଖୁବା ଉଚିତ
  • ଖ୍ୟାତା – ପ୍ରସିଦ୍ଧା
  • ସ୍ଥାପିତାନି – ସ୍ଥାପିତ
  • ଆରକ୍ତମ୍ – ଆରମ୍ଭ ହେଲା
  • ପ୍ରଭୂତମ – ପ୍ରଚୁର

ଅନୁବାଦ

ଏଠାରେ ହନୁମାନ୍ ବାଟିକା ରହିଛି। ଏହା ଅତ୍ୟନ୍ତ ମନୋହାରିଣୀ ଭୂମି । ଏଠାରେ ବିଶାଳ ହନୁମାନ୍ ମୂର୍ତ୍ତି ସ୍ଥାପିତ । ଏହା ଏସିଆ ମହାଦେଶର ଅନ୍ୟତମ ଉଚ୍ଚମୂର୍ତ୍ତି । ରାଉରକେଲା କଳାନଗରୀ ବୋଲି ପରିଚିତ । ଏଠାରେ ବିହିନ୍ନ ଭାଷାଭାଷି ଲୋକ ବାସକରନ୍ତି । ଏହା ଗୀତ, ନୃତ୍ୟ, ନାଟକ ଓ ଚିତ୍ରକଳା ଦ୍ଵାରା ଗୌରବାନ୍ବିତ । ଏଣୁ ଥରେମାତ୍ର ଇସ୍ପାତନଗରୀ ଦର୍ଶନୀୟ ।

ख्यात्ता, उत्पत्तिम्, स्थापितानि, वत्सरे, आरब्धम्, द्रष्टव्या, प्रभतम
(ଖ୍ୟାତା, ଉତ୍ପଷ୍ଟିମ୍, ସ୍ଥାପିତାନି, ବସରେ, ଆରକ୍ତମ୍, ଦ୍ରଷ୍ଟବ୍ୟ, ପ୍ରଭୃତମ୍ ।

कर्तृपदानि : राउरकेला, जना:, पुण्यक्षेत्रम्, राष्ट्रफति:, भूमिः
ରାଉରକେଲା, ଜନା, ପୁଣ୍ୟକ୍ଷେତ୍ରମ, ରାଷ୍ଟ୍ରପତି, ସ୍ବାର୍ଥ:

क्रियापदानि : जानाति कुर्वन्ति, पोषयन्ति, निवसन्ति
(ଜାନାତି, କୁର୍ବନ୍ତ, ପୋଷୟତି, ନିବସନ୍ତି)

BSE Odisha 8th Class Sanskrit Solutions Chapter 7 ଇସ୍ପାତନଗରୀ

शब्दार्थ:

  • जनश्रुतिः – लोककथा
    ଜନଶ୍ରୁତି – ଲୋକକଥା (ଲୋକେ କହନ୍ତି )
  • आरब्धम् – आरम्भः अभवत्
    ଆରକ୍ତମ୍ – ଆରମ୍ଭ ଅଭିବତ୍ (ଆରମ୍ଭ ହେଲା)
  • पोषयन्ति – पालनं कुर्वन्ति
    ପୋଷୟନ୍ତ – ପାଳନଂ କୁର୍ବନ୍ତ (ପାଳନ କରନ୍ତି )
  • प्रभूतम् – प्रचुरम्
    ପ୍ରଭୂତମ – ପ୍ରଚୁରମ୍ (ପ୍ରଚୁର)

Leave a Comment