Odisha State Board BSE Odisha 8th Class Sanskrit Solutions Chapter 9 ବିଚିତ୍ରା ସୃଷ୍ଟି Textbook Exercise Questions and Answers.
BSE Odisha Class 8 Sanskrit Solutions Chapter 9 ବିଚିତ୍ରା ସୃଷ୍ଟି
1. एकपदेन उत्तरं लिखत ।
ଏକପଦେନ ଉତ୍ତରଂ ଲିଖତ । (ଗୋଟିଏ ପଦରେ ଉତ୍ତର ଲେଖ ।)
(क) वटकोटरे कः निवसति ?
ବଟକୋଟରେ କଃ ନିବସତି ?
उत्तर :
ଖଞ୍ଜନପରିବାରଃ
(ख) खञ्जनमातु: मनसि किम् आगच्छति ?
ଖଞ୍ଜନମାତଃ ମନସି କିମ୍ ଆଗଛତି ?
उत्तर :
ଈର୍ଷା
(ग) व्याधः केन शुकस्य बन्धनं करोति ?
ବ୍ୟାଧୀ କେନ ଶୁକସ୍ୟ ବନ୍ଧନଂ କରୋତି ?
उत्तर :
ଜାଲେନ
(घ) का व्यवस्थिता अस्ति ?
କା ବ୍ୟବସ୍ଥିତ ଅସ୍ତି ?
उत्तर :
ସୃଷ୍ଟି
(ङ) अरण्ये कः अस्ति ?
ଅରଣ୍ୟ କଃ ଅସ୍ତି ?
उत्तर :
ବଟବୃକ୍ଷ
(ईर्ष्या, सृष्टिः, खञ्जनपरिवारः, जालेन, वटवृश्कः)
(ଈଷ୍ୟା, ସୃଷ୍ଟି, ଖଞ୍ଜନପରିବାରଃ, ଜାଲେନ, ବଟବୃକ୍ଷ)
2. शुन्यस्थानं पूरयत –
(ଶୂନ୍ୟସ୍ଥାନଂ ପୂରୟତି ।) (ଶୂନ୍ୟସ୍ଥାନ ପୂରଣ କର ।)
(क) खञ्जनपरिवारः _____ निवसति ।
ଖଞ୍ଜନପରିବାରଃ _____ ନିବସତି ।
उत्तर :
ସାନନ୍ଦ
(ख) ईश्वरस्य _____ कीदृश: ?
ଈଶ୍ବରସ୍ୟ ______ କୀଦୃଶଃ ?
उत्तर :
ପକ୍ଷପାତ୍ୱ
(ग) परिवारसदस्या: ______ भवेयु:।
ପରିବାରସଦସ୍ୟା ______ ଉବେୟୁ।
उत्तर :
ସୁବର୍ଣ୍ଣବର୍ଣ୍ଣାଃ
(घ) तस्याः मनसि ______ आगच्छति ।
ତନ୍ତ୍ର୍ୟ ମନସି ______ ଆଗଛତି ।
उत्तर :
ଈର୍ଯ୍ୟା
(ङ) ईश्वरस्य सृष्टि: _____ अस्ति ।
ଈଶ୍ବରସ୍ଯ ସୃଷ୍ଟି ________ ଅନ୍ତି ।
उत्तर :
ବ୍ଯବସ୍ଥିତା
(ईर्ष्या, व्यवस्थिता, पक्षपात:, सानन्दम्, सुवर्णवर्णा:)
(ଈର୍ଷା, ବ୍ଯବସ୍ଥିତା, ପକ୍ଷପାତଃ, ସାନନ୍ଦମ, ସୁବର୍ଷବର୍ଷା)
3. मातृभाषया अनुवादं कुरुत :
(ମାତୃଭାଷୟା ଅନୁବାଦଂ କୁରୁତ ।) (ମାତୃଭାଷାରେ ଅନୁବାଦ କର ।)
(क) खञ्जनमाता तस्मै प्रतिदिनं भोजनं ददाति ।
(ଖଞ୍ଜନମାତା ତନ୍ମେ ପ୍ରତିଦିନଂ ହୋଜନଂ ଦଦାତି ।)
ଅନୁବାଦ – କଜଳପାତିମାଆ ତାକୁ ପ୍ରତିଦିନ ଖାଇବାକୁ ଦିଏ ।
(ख) कोकिलस्य स्वरः इव मम स्वरः नास्ति ।
(କୋକିଳସ୍ୟ ସ୍ୱରଃ ଇବ ମମ ସ୍ଵରଃ ନାସ୍ତି ।)
ଅନୁବାଦ – କୋଇଲିର ସ୍ୱରପରି ମୋର ସ୍ଵର ନାହିଁ ।
(ग) शुकस्य यत् सौन्दर्य तत् मयि नास्ति ।
(ଶୁକସ୍ୟ ଯତ୍ ସୌନ୍ଦର୍ଯ୍ୟ ତତ୍ ମୟି ନାସ୍ତି ।)
ଅନୁବାଦ – ଶୁଆର ଯାହା ସୌନ୍ଦର୍ଯ୍ୟ ତାହା ମୋଠାରେ ନାହିଁ।
(घ) अस्मिन् समये एकः सुन्दरः शुकः तत्र आगच्छत् ।
(ଅସ୍ମିନ୍ ସମୟେ ଏକ ସୁନ୍ଦରଃ ଶୁକଃ ତତ୍ର ଆଗଚ୍ଛତ୍ ।)
ଅନୁବାଦ – ଏହି ସମୟରେ ଗୋଟିଏ ସୁନ୍ଦର ଶୁଆ ସେଠାକୁ ଆସିଲା ।
(ङ) जालेन शुकस्य बन्धनं करोति ।
ଜାଲେନ ସୁଖସ୍ୟ ବନ୍ଧନଂ କରୋତି ।
उत्तर :
ଜାଲରେ ଶୁକର ବନ୍ଧନ କରେ।
4. रेखाक्क्रितपदस्य संशोधनं कुरुत।
(ରେଖାଙ୍କିତପଦସ୍ୟ ସଂଶୋଧନଂ କୁରୁତ ।)
(ରେଖାଙ୍କିତ ଯଦର ସଂଶୋଧନ କର ।)
(क) केचन सुन्दराः भवति ।
କେଚନ ସୁନ୍ଦର ଭବତି ।
उत्तर :
କେଚନ ସୁନ୍ଦରଃ ଭାବନ୍ତି ।
(ख) एक: नूतन: शावक: जन्म नयन्ति ।
ଏକ ନୂତନଃ ଶାବତଃ ଜନ୍ମ ନୟନ୍ତ୍ର ।
उत्तर :
ଏକ ନୂତନଃ ଶାବକ ଜନ୍ମ ନୟତି ।
(ग) यदा वृक्षशाखायां खञ्जनमाता तं पश्यन्ति
ଯଦା ବୃକ୍ଷଶାଖାୟାଂ ଖଞ୍ଜନମାତା ତଂ ପଶ୍ୟତି ।
उत्तर :
ଯଦା ବୃକ୍ଷଶାଖାୟାଂ ଖଞ୍ଜନମାତା ତଂ ପଶ୍ୟତି ।
(घ) सा ईश्वरस्य कृते धन्यवादम् अर्पयन्ति ।
ସା ଈଶ୍ୱର ସ୍ୟ କୃତେ ଧନ୍ୟବାଦମ୍ ଅର୍ପୟନ୍ତି ।
उत्तर :
ସା ଈଶ୍ବରସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ।
(ङ) खज्जनमातुः हीनभावना गच्छन्ति ।
ଖଞ୍ଜନମାତୁଃ ହୀନଭାବନା ଗଛନ୍ତି ।
उत्तर :
ଖଞ୍ଜନମାତୁଃ ହୀନଭାବନା ଗଚ୍ଛତି ।
5. स्तम्भं संयोजयत –
(ସ୍ତୟଂ ସଂଯୋଜୟତ ।) (ସ୍ତମ୍ଭ ମିଳନ କର ।)
उत्तर :
6. वाक्यानि रचयत ।
(ବାକ୍ୟାନି ରଚୟତ।) ବାକ୍ୟ ରଚନା କର ।
- निवसति (ନିବସତି) – ବୃଦ୍ଧ କୁଟୀରେ ନିବସତି ।
- नास्ति (ନାସ୍ତି) – ତଥ୍ୟ ଲେଖନୀ ନାସ୍ତି ।
- करोति (କରୋତି) – ରାମ କିଂ କରୋତି।
- वदति (ବଦତି) – ଶିକ୍ଷକ ବଦତି ।
- गच्छति (ଗଚ୍ଛତି) – ବାଳକ ଗ୍ରାମଂ ଗଚ୍ଛତି ।
7. सन्धिं कुरुत ।
(ସନ୍ଧି କୁରୁତ ।) ସନ୍ଧି କର ।
स + आनन्दम्, न + अस्ति, उत् + डयनम्; तत् + क्षणम्
उत्तर :
- स + आनन्दम् (ସ + ଆନନ୍ଦମ) = ସାନନ୍ଦମ୍
- न + अस्ति (ନ + ଅସ୍ତି) = ନାସ୍ତି
- उत् + डयनम् (ଉତ୍ + ଡୟନମ) = ଉଡ୍ଡୟନମ୍
- तत् + क्षणम् (ତତ୍ + କ୍ଷଣମ୍) = ତକ୍ଷଣମ୍
8. विचित्रा सृष्टिः इति विषयस्य सारं निजभाषया संक्षेपेणलिखत ।
(ବିଚିତ୍ରା ସୃଷ୍ଟି ଇତି ବିଷୟସ୍ୟ ସାରଂ ନିଜଭାଷୟା ସଂକ୍ଷେପେଣ ଲିଖିତ ।)
ବିଚିତ୍ରା ସୃଷ୍ଟି ବିଷୟର ସାର ନିଜଭାଷାରେ ସଂକ୍ଷେପରେ ଲେଖ ।
उत्तर :
ଏକ ଅରଣ୍ୟରେ ମହାନ୍ ବଟବୃକ୍ଷ ଥାଏ । ତାହାର କୋରଡ଼ରେ ଏକ କଜଳପାତି ପରିବାର ଆନନ୍ଦରେ ବାସକରନ୍ତି । କୌଣସି ଏକ ଦିନ କଜଳପାତି ପରିବାରରେ ଏକ ନୂତନ ଶାବକଟିଏ ଜନ୍ମ ନିଏ । ମାଆ କଜଳପାତି ତାକୁ ପ୍ରତିଦିନ ଖାଇବାକୁ ଦିଏ । ଥରେ ସେ ନିଜର କଳାରଙ୍ଗ ଦେଖ୍ ଚିନ୍ତାକରେ ଯେ ଈଶ୍ବର ଏ ପ୍ରକାର ପକ୍ଷପାତ କାହିଁକି କରୁଛନ୍ତି ? କେତେକ ସୁନ୍ଦର ଅନ୍ୟ କେତେକ ଅସୁନ୍ଦର । କୋଇଲି ପରି ମଧୁର ସ୍ଵର ତା’ ପାଖରେ ନାହିଁ । ଶୁଆ ପରି ସୁନ୍ଦର ରୂପ ତା’ର ନାହିଁ । ଯଦି ଈଶ୍ଵରଙ୍କ କୃପା ହୁଏ, ତେବେ ତା’ ପରିବାରରେ ସମସ୍ତେ ସୁବର୍ଷ ବର୍ଷ ହୋଇଯାଇ ପାରିବେ ।
ପ୍ରତିଦିନ ଏପରି ହୀନ ଭାବନାରେ ପୀଡ଼ିତ ହୁଏ ମାଆ କଜଳପାତି । ଥରେ ଏକ ସୁନ୍ଦର ଶୁଆ ସେଠାକୁ ଆସେ । ଗଛ ଶାଖାରେ ଶୁଆକୁ ବସିବାର ଦେଖୁ ମାଆ କଜଳପାତି ମନରେ ଈର୍ଷା କରେ । ସେ ଚିନ୍ତାକରେ ଶୁଆର ସୌନ୍ଦର୍ଯ୍ୟ ମୋ ପାଖରେ ନାହିଁ । ସେ ଗୀତ ଗାଇ ଓ ଉଡ଼ି ସମସ୍ତଙ୍କୁ ତୃପ୍ତ କରାଏ । ସେହି ସମୟରେ ଏକ ଶିକାରୀଟିଏ ସେଠାକୁ ଆସେ ଏବଂ ଶୁଆଟିକୁ ଜାଲରେ ବାନ୍ଧି ପିଞ୍ଜରାରେ ରଖେ। ଭୀତ ଖଞ୍ଜନମାତା ଶୁଆର ଏପରି ଅବସ୍ଥା ଦେଖୁ ଭଗବାନଙ୍କୁ ଧନ୍ୟବାଦ ଅର୍ପଣ କରେ । ମନରେ ଚିନ୍ତାକରେ ଯଦି ଶୁଆପରି ମୋର ସୌନ୍ଦର୍ଯ୍ୟ ହୋଇଥା’ନ୍ତା ତେବେ ମୁଁ ମଧ୍ୟ ଏପରି ବନ୍ଧା ହୋଇଥା’ନ୍ତି। ଏଥିରୁ ସେ ଜାଣିପାରେ ଯେ ଈଶ୍ଵରଙ୍କ ସୃଷ୍ଟି ବ୍ୟବସ୍ଥିତ କିନ୍ତୁ ଆମ୍ଭମାନଙ୍କ ମନ ଅବ୍ୟବସ୍ଥିତ । କାରଣ ଈଶ୍ବରଙ୍କ ସୃଷ୍ଟି ବିଚିତ୍ର।
तव कृते करणीयम् (ତୁମ ପାଇଁ କାମ)
1. उच्चै: पठत
ପଶ୍ୟତ ଉଚ୍ଚୈଃ ପଠତ । (ବଡ଼ପାଟିରେ ପଢ଼ ।)
वर्त्तमानकालः (लट्-लकार)
ବର୍ତ୍ତମାନକାଳୀ (ଲଟ୍ ଲକାରଃ)
प्रथम पुरुषः
ବର୍ତ୍ତମାନକାଳୀ (ଲଟଲକାରୀ)
ପ୍ରଥମପୁରୁଷ
मध्यम पुरुषः
ମଧ୍ୟମ ପୁରୁଷ
उत्तम पुरुषः
ଉତ୍ତମ ପୁରୁଷ
ପରୀକ୍ଷା ଉପଯୋଗୀ। ଅତିରିକ୍ତ ପ୍ରଶ୍ନୋତ୍ତର
Objective
एकपदेन उत्तरं लिखत।
(ଏକପଦେନ ଉତ୍ତରଂ ଲିଖତ ।)
प्रश्न 1.
खज्जन-परिवारे क: जन्म नयति ?
ଖଞ୍ଜନ-ପରିବାରେ କ ଜନ୍ମ ନୟତି ?
उत्तर :
ଶାବକଃ
प्रश्न 2.
कदा खञ्जनमातुः ईर्ष्या भवति ?
କଦା ଖଞ୍ଜନମାତ୍ରେ ଈଷ୍ୟ ଭବତି ?
उत्तर :
ଶୁକଦର୍ଶନାତ୍
प्रश्न 3.
अस्माकं मनः कीदृक् एव ?
ଅସ୍ମାକଂ ମନଃ ଜୀଦୃକ୍ ଏବଂ ?
उत्तर :
ଅବ୍ଯବସ୍ଥିତମ୍
प्रश्न 4.
क: तत्र आगच्छति ?
ବାଃ ତତ୍ର ଆଗଳତି ?
उत्तर :
ଶୁକଃ
प्रश्न 5.
केन खञ्जनमातु: हीनभावना गच्छति ?
କେନ ଖଞ୍ଜନମାତୁଃ ହୀନଭାବନା ଗଛତି ?
उत्तर :
ସତ୍ୟଜ୍ଞାନେନ
प्रश्न 6.
ईश्वरस्य कृपया खञ्जनपरिवारः कीदृशः भवेत् ?
ଈଶ୍ବରସ୍ୟ କୃପୟା ଖଞ୍ଜନପରିବାରଃ କୀଦୃଶଃ ଭବେତ୍ ?
उत्तर :
ସୁବର୍ଷବର୍ଷୀ
प्रश्न 7.
शुकस्य किं किं कर्णद्वयस्य नेत्रद्वयस्य च तृप्तिं जनयति ?
ଶୁକସ୍ୟ କିଂ କିଂ କର୍ଣଦ୍ଵୟସ୍ୟ ନେତ୍ରଦ୍ଵୟସ୍ୟ ଚ ତୃପ୍ତି ଜନୟତି ?
उत्तर :
ଶୁକସ୍ୟ ଗାନମ୍ ଉଡ୍ଡୟନମ୍
प्रश्न 8.
कः आगत्य शुकस्य बन्धनम् अकरोत् ?
କଃ ଆଗତ୍ୟ ଶୁକସ୍ୟ ବନ୍ଧନମ୍ ଅକରୋତ୍ ?
उत्तर :
ବ୍ଯାଧ
प्रश्न 9.
भीता खञ्जनमाता शुकस्य कां पश्यति ?
ଭୀତା ଖଞ୍ଜନମାତା ଶୁକସ୍ୟ କାଂ ପଶ୍ୟତି ?
उत्तर :
ଅବସ୍ଥାମ୍
प्रश्न 10.
कीदृशः शुकः तत्र आगच्छत् ?
କୀଦୃଶୀ ଶୁନଃ ତତ୍ର ଆଗତ୍ ?
उत्तर :
ସୁନ୍ଦରଃ
प्रश्न 11.
खञ्जनमाता कस्य कृते धन्यवादम् अर्पयति ?
ଖଞ୍ଜନମାତା କସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ?
उत्तर :
ଈଶ୍ବରସ୍ୟ
प्रश्न 12.
शुकस्य सौन्दर्य मयि नास्ति इति का चिन्तयति ?
ଶୁକସ୍ୟ ସୌନ୍ଦର୍ଯ୍ୟ ମୟି ନାସ୍ତି ଇତି କା ଚିନ୍ତୟତି ?
उत्तर :
ଖଞ୍ଜନମାତା
बन्धनीमध्यात् शून्यस्थानं पूरयत।
(ବନ୍ଧନୀମଧ୍ୟାତ୍ ଶୂନ୍ୟସ୍ଥାନଂ ପୂରୟତ।)
1. अरणये ____ वटवृक्षः अस्ति। (महत्, महान्, महती)
ଅରଣ୍ୟ _____ ବଟବୃକ୍ଷ ଅନ୍ତି । (ମହତ, ମହାନ, ମହତୀ)
उत्तर :
ମହାନ୍
2. खंजनपरिवार: सानन्दं _____। (निवसति,निवसतः, निवसन्ति)
ଖଞ୍ଜନପରିବାରଃ ସାନନ୍ଦ _____। (ନିବସତି, ନିବସତଃ, ନିବସନ୍ତି)
उत्तर :
ନିବସତି
3. नूतनशावकः ______ नयति। (जन्म, जन्म:, जन्मं)
ନୂତନଶାବକଃ _____ ନୟତି। (ଜନ୍ମ, ଜନ୍ମ, ଜନ୍ମ)
उत्तर :
ଜନ୍ମ
4. कोकिलस्य स्वरः इव _____ स्वरः नास्ति । (ममः; मम, मां)
କୋକିଳସ୍ୟ ସ୍ବତଃ ଇବ ______ ସ୍ଵରଃ ନାସ୍ତି । (ମମଃ, ମମି, ମାଂ)
उत्तर :
ମମ
5. वयं _______ कर्तुं पारयामः। (गर्वः, गर्वं, गर्व)
ସବୁ _____ କର୍ତ୍ତୃ ପାରୟାମଃ । (ଗର୍ବ, ଗର୍ବ, ଗର୍ବ)
उत्तर :
ଗର୍ବଂ
6. अस्माकं ______ अव्यवस्थितम् । (मन, मन:, मनं)
ଅସ୍ମାଙ୍ _______ ଅବ୍ଯବସ୍ଥିତମ୍। (ମନ, ମନଃ, ମନଂ)
उत्तर :
ମନ୍ୱ
7. व्याख: ______ आगच्छति । (तत्र, तत्र:, तत्रे)
ବ୍ଯାଧଃ _______ ଆଗଛତି । (ତତ୍ର, ତତୁଃ, ତତ୍ରେ)
उत्तर :
ତତ୍ର
8. ______ शुकः आगच्छति । (एक:, एकं, एका)
_____ ଶୁକ୍ଳ ଆଗଛତି । (ଏକ, ଏବଂ, ଏକା)
उत्तर :
ଏକ
9. तस्या: ______ ईर्ष्या आगच्छति । (मने, मनसि, मनस:)
ତସ୍ଯାଃ _____ ଈର୍ଯ୍ୟା ଆଗଛତି । (ମନେ, ମନସି, ମନମଃ)
उत्तर :
ମନସି
10. एक: व्याध: तत्र ______। (आगच्छति, आगच्छतः, आगच्छन्ति)
ଏକ ବ୍ୟାଧଃ ତତ୍ର ______। (ଆଗଛତି, ଆଗଚ୍ଛତଃ, ଆଗଛନ୍ତି)
उत्तर :
ଆଗଛତି
11. ग्राहक: वस्तु ______। (क्रीणाति, क्रीणातः, क्रीणति)
ଗ୍ରାହକଃ ବସ୍ତୁ ______। (କ୍ରୀଣାତି, କ୍ରୀଣାତଃ, କ୍ରୀଣତି)
उत्तर :
କ୍ରୀଣାତି
12. आरक्षकौ चोरं ______ । (गृह्नति, गृह्नीत:, गृह्नन्ति)
ଆରକ୍ଷକୌ ଚୋରଂ _______ । (ଗୃହ୍ନତି, ଗୃହୀତଃ, ଗୃହ୍ନନ୍ତି)
उत्तर :
ଗୃହୀତଃ
13. भक्ताः पुष्पं ______ । (चिनोति, चिनुतः, चिन्वन्ति)
ଭକ୍ତା ପୁଷ୍ପ ______ । (ଚିନୋତି, ଚିନୁତଃ, ଚିନ୍ହନ୍ତି)
उत्तर :
ଚିନ୍ତା
14. भवन्ती उच्चै: _____ । (रोदति, रुदित:, रुदन्ति)
ଭବନୌ ଭଜଃ _____ । (ରୋଦତି, ରୁଦ୍ରିତଃ, ରୁଦ)
उत्तर :
ରୁଦିତଃ
15. अहं वस्त्रं _____ । (नयामि, नयाव:, नयाम:)
ଅହଂ ବରଂ _____ । (ନୟାମି, ନୟାବ, ନୟାମଃ)
उत्तर :
ନୟାମି
16. त्वं भीत्या _______ । (ददासि, दत्व:, दत्व)
ବଂ ଭୀତ ______ । (ଦଦାସି, ଦତଃ, ଦତ୍ବ)
उत्तर :
ଦଦାସି
17. वयं सेवां _____ । (करोति, कुर्व:, कुर्म:)
ବୟଂ ସେବାଂ _____ । (କରୋତି, କ୍ଲର୍ବ, କୁମଃ)
उत्तर :
କୁର୍ମା
18. यूयं जीविकां ______ । (प्राप्नोसि, प्राप्नुता:, प्राप्नुथ)
ସୂୟଂ ଜୀବିକାଂ______ । (ପ୍ଲାଗ୍ଲୋସି, ପ୍ରାପ୍ଳୁତଃ, ପ୍ରାପ୍ରୁଥ)
उत्तर :
ପ୍ରାପ୍ରୁଥ
19. आवां दुरुष्ं ______ । (पिबमि, पिबाव:, पिबाम:)
ଆବ୍ବା ଦୁଗ୍ଧ ______ । (ପିବାମି, ପିବାଦଃ, ପିବାପଃ)
उत्तर :
ପିବାବ
20. युवां शास्त्रं ______। (शृणोषि, शृणुथ:, शृष्ठुय)
ଶାସ୍ତ୍ର. ଯୁବାଂ ______। (ଶୁଣୋଷି, ଶୁଣୁନଃ, ଶୁଣୁଥ)
उत्तर :
ଶୃଣୁନଃ
उत्तरचयनं कुरुत ।
(ଉତ୍ତରଚୟନଂ କୁରୁତ।)
प्रश्न 1.
खंजनपरिवारे क: जन्म नयति?
ଖଞ୍ଜନପରିବାରେ ଡଃ ଜନ୍ମ ନୟତି ?
(A) ଶାବକ
(B) କାକ
(C) କୋକିଳ
(D) ପୁନଃ
उत्तर :
ଶାବକଃ
प्रश्न 2.
का व्यवस्थिता अस्ति ?
କା ବ୍ୟବସ୍ଥିତ ଅସ୍ଥି ?
(A) ମାତା
(B) ସୃଷ୍ଟି
(C) ଜଗତ୍
(D) ପୃଥିବୀ
उत्तर :
ସୃଷ୍ଟି
प्रश्न 3.
वटकोटरे कः निवसति ?
ବଟକୋଟରେ ଜ୍ୱ, ନିବସତି ?
(A) କାକପରିବାରଃ
(B) କୋକିଳପରିବାରଃ
(C) ଖଞ୍ଜନପରିବାର
(D) ଚଟକପରିବାରଃ
उत्तर :
ଖଞ୍ଜନପରିବାରଃ
प्रश्न 4.
कदा खंजनमातुः ईर्ष्या भवति ?
କଦା ଖଞ୍ଜନମାତୁଃ ଈର୍ଯ୍ୟା ଭବତି ?
(A) କାଳଦର୍ଶନାତ୍
(B) ଟେକଦର୍ଶନାତ୍
(C) ପିକଦର୍ଶନାତ୍
(D) ଶୁକଦର୍ଶନାତ୍
उत्तर :
ଶୁକଦର୍ଶନାତ୍
प्रश्न 5.
अस्माकं मनः कीदृक् एव ?
ଅସ୍ମାକଂ ମନଃ କୀଦୃକ୍ ଏବଂ ?
(A) ଅବ୍ଯବସ୍ଥିତମ୍
(C) ଚଞ୍ଚଳମ୍
(B) ବ୍ଯବସ୍ଥିତମ୍
(D) ସ୍ଥିରଃ
उत्तर :
ଅବ୍ଯବସ୍ଥିତମ୍
प्रश्न 6.
कः तत्र आगच्छति ?
କ ତତ୍ର ଆଗଛତି ?
(A) କାକଃ
(B) ଶୁକ୍ଳ
(C) ପିନଃ
(D) କୋକିବାଃ
उत्तर :
ଶୁକ୍ଳ
प्रश्न 7.
केन खंजनमातु : हीनभावना गच्छति?
କେନ ଖଞ୍ଜନମାତୃ ହୀନଭାବନା ଗଛତି ?
(A) ଜ୍ଞାନେନ
(B) ବୁଦ୍ଧା
(C) ସତ୍ୟଜ୍ଞାନେନ
(D) ସତ୍ୟବଚନେନ
उत्तर :
ସତ୍ୟଜ୍ଞାନେନ
प्रश्न 8.
ईश्वरस्य कृपया खंजनपरिवार: कीदृशः भवेत् ?
ଈଶ୍ବରସ୍ୟ କୃପୟା ଖଞ୍ଜନପରିବାରଃ କୀଦୃଶଃ ଭବେତ୍ ?
(B) ଧବଳବହିଃ
(A) ହରିତବହିଃ
(C) ସୁବର୍ଣ୍ଣ ବୟଃ
(D) ଲୋହିତବହିଃ
उत्तर :
ସୁବର୍ଷବହିଃ
प्रश्न 9.
अरणये कः अस्ति ?
ଅରଣ୍ୟ ଡଃ ଅଛି ?
(A) ବଟବୃକ୍ଷ
(B) ଅଶ୍ବତଥ୍
(C) ଆମ୍ରବୃକ୍ଷ
(D) ବୃକ୍ଷ
उत्तर :
ବଟବୃକ୍ଷ
प्रश्न 10.
व्याघ: आगत्य किम् अकरोत् ?
ବ୍ୟାଧୀ ଆଗତ୍ୟ କିମ୍ ଅକରୋତ୍ ?
(A) ଶୁକସ୍ୟ ମୋଚନମ
(B) ଶୁକସ୍ୟ ବନ୍ଧନମ୍
(C) ପିକସ୍ୟ ବନ୍ଧନମ୍
(D) କାକସ୍ୟ ବନ୍ଧନମ
उत्तर :
ଶୁକସ୍ୟ ବନ୍ଧନମ
प्रश्न 11.
कस्य कृते धन्यवादम् अर्पयति ?
କସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ?
(A) ତସ୍ଯ
(B) କାକସ୍ଯ
(C) ଖଞ୍ଜନସ୍ଯ
(D) ଈଶ୍ବରସ୍ୟ
उत्तर :
ଈଶ୍ବରସ୍ୟ
प्रश्न 12.
व्याघ: केन शुकस्य बन्धनं करोति ?
ବ୍ୟାଧୀ କେନ ଶୁକସ୍ୟ ବନ୍ଧନଂ କରୋତି ?
(A) ଜାଲେନ
(C) ପିଞ୍ଜରେଣ
(B) ହସ୍ତେନ
(D) କାଷ୍ଟେନ
उत्तर :
ଜାଲେନ
प्रश्न 13.
शुकस्य किं मयि नास्ति इति खंजनमाता चिन्तयति ?
ଶୁକସ୍ୟ କିଂ ମୟି ନାସ୍ତି ଇତି ଖଞ୍ଜନମାତା ବିଷୟତି ?
(A) ବହିଃ
(B) ସୌନ୍ଦର୍ଯ୍ୟମ୍
(C) ଗୁନଃ
(D) ସ୍ଵରଃ
उत्तर :
ସୌନ୍ଦର୍ଯ୍ୟମ୍
प्रश्न 14.
भीता खंजनमाता शुकस्य कां पश्यति?
ଭୀତା ଖଞ୍ଜନମାତା ଶୁକସ୍ୟ କାଂ ପଶ୍ୟତି ?
(A) ଦୁଃଖମ୍ ”
(B) ବ୍ୟବସ୍ଥାମ୍
(C) ଅବସ୍ଥାମ୍
(D) ସୁଖମ୍
उत्तर :
ଅବସ୍ଥାମ
प्रश्न 15.
खंजनमातु : मन्नसि किम् आगच्छति?
ଖଞ୍ଜନମାତୁଃ ମନସି କିମ୍ ଆଗଛତି ?
(A) ଈନ୍ଧ୍ୟା
(B) ଲୋଭଃ
(C) କ୍ରୋଧ
(D) କ୍ଷମା
उत्तर :
ଶର୍ଯ୍ୟା
रेखांकित पदानां संशोधनं कुरुत ।
(ରେଖାଙ୍କିତପଦାନାଂ ସଂଶୋଧନଂ କୁରୁତ ।)
1. खंजनमाता तं पश्यन्ति ।
ଖଞ୍ଜନମାତା ତଂ ପଶ୍ୟନ୍ତି ।
उत्तर :
ଖଞ୍ଜନମାତା ତଂ ପଶ୍ୟତି।
2. खंजनमातुः हीनभावना गच्छन्ति ।
ଖଞ୍ଜନମାତୁଃ ହୀନଭାବନା ଗଳୁଚି ।
उत्तर :
ଖଞ୍ଜନମାତୁଃ ହୀନଭାବନା ଗଛତି ।
3. केचन सुन्दराः भवति ।
କେଚନ ସୁନ୍ଦରଃ ଭବତି ।
उत्तर :
କେଚନ ସୁନ୍ଦରଃ ଭବନ୍ତି ।
4. सा ईश्वरस्य कृते धन्यवादम् अर्पयन्ति ।
ସା ଈଶ୍ବରସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ।
उत्तर :
ସା ଈଶ୍ବରସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ।
5. एक: नूतन शावक जन्म नयन्ति ।
ଏକ ନୂତନଃ ଶାବକଃ ଜନ୍ମ ନୟନ୍ତି ।
उत्तर :
ଏକଃ ନୂତନଃ ଶାବକ ଜନ୍ମ ନିୟତି ।
6. वयं गर्वं कर्त्तुं पारयन्ति ।
ବରଂ ଗର୍ବ କରୁଁ ପାରୟନ୍ତି ।
उत्तर :
ବରଂ ଗର୍ବଂ କର୍ଡିଂ ପାରୟାମଃ ।
7. मम स्वरः न सन्ति ।
ମମ ସ୍ବତଃ ନ ସ ।
उत्तर :
ମମ ସ୍ଵରଃ ନାସ୍ତି ।
8. एक व्याधः तत्र आगच्छन्ति
ଏକ ବ୍ୟାଧଃ ତତ୍ର ଆଗଛନ୍ତି ।
उत्तर :
ଏକ ବ୍ୟାଧଃ ତତ୍ର ଆଗଛତି ।
9. अस्माकं मनः तु अव्यवस्थितः ।
ଅସ୍ମାକଂ ମନଃ ତୁ ଅବ୍ୟବସ୍ଥିତଃ ।
उत्तर :
ଅଗ୍ନାକଂ ମନଃ ତୁ ଅବ୍ଯବସ୍ଥିତମ୍।
10. व्याघाः तत्र आगच्छति ।
ବ୍ୟାଧା ତତ୍ର ଆଗଛତି ।
उत्तर :
ବ୍ୟାଧଃ ତତ୍ର ଆଗଛତି ।
11. जालेन शुकं बन्धनं करोति ।
ଜାଲେନ ଶୁକଂ ବନ୍ଧନଂ କରୋତି ।
उत्तर :
ଜାଲେନ ଶୁକସ୍ୟ ବନ୍ଧନଂ କରୋତି।
12. तुं प्रतिदिनं भोजनं ददाति ।
ତଂ ପ୍ରତିଦିନଂ ଭୋଜନଂ ଦଦାତି ।
उत्तर :
ତମ୍ଭେ ପ୍ରତିଦିନଂ ଭୋଜନଂ ଦଦାତି ।
13. मम सुन्दरं रूपः न भवति ।
ମମ ସୁନ୍ଦରଂ ରୂପ ନ ଭବତି ।
उत्तर :
ମମ ସୁନ୍ଦରଂ ରୂପଂ ନ ଭବତି ।
14. सर्वे सुवर्ण्णवर्णा: भवेत् ।
ସର୍ବେ ସୁବର୍ଷବର୍ଷା ଭାବେତ୍ର ।
उत्तर :
ସର୍ବେ ସୁବର୍ଷବର୍ଷା ଭବେୟଃ ପୃଷ୍ଟା:
15. महत् वटवृक्षः अस्ति ।
ମହତ୍ ବଟବୃକ୍ଷ । ଅସ୍ତି ।
उत्तर :
ମହାନ୍
सन्धिविच्छेदं कुरुत।
(ସନ୍ଧିବିଚ୍ଛେଦଂ କୁରୁତ।)
1. नास्ति (ନାସ୍ତି) = ନ + ଅସ୍ତି
2. उड्डयनम् (ଉଡ୍ଡୟନ) = ଉତ୍ + ଡୟନିମ୍
सन्धिं कुरुत । (ସନ୍ଧି କୁରୁତ।)
1. स + आनन्दम् = सानन्दम्
ସ + ଆନନ୍ଦମ୍ = ସାନନ୍ଦମ,
क्रियापदं निर्वाचयत । (କ୍ରିୟାପଦଂ ନିର୍ବାଚୟତ।)
वटवृक्ष:, अस्ति, खंजनपरिवारः; निवसति, शावकाः, नयति, शुक:, आगच्छति, व्याध:।
ବଟବୃକ୍ଷ, ଅସ୍ଥି,, ଖଞ୍ଜନପରିବାରଃ, ନିବସତି, ଶାବକା, ନୟତି, ଶୁକଃ, ଆଗଛତି, ବ୍ୟାଧଃ ।
उत्तर :
ଅସ୍ଥି, ନିବସତି, ନୟତି, ଆଗଚ୍ଛତି ।
कर्तृपदं चिनुत । (କର୍ତ୍ତୃପଦଂ ଚିନୁତ।)
स्वर:, नास्ति, वयम् पारयाम:,
खंजनमाता, आगच्छति,
चिन्तयति, ईर्षा, अर्पयति, सृष्टि:।
ସ୍ଵରଃ, ନାସ୍ତି, ବୟମ୍, ପାରୟାମଃ,
ଖଞ୍ଜନମାତା, ଆଗଛତି, ଚିଷୟତି,
ଈଷ୍ୟା, ଅର୍ପୟତି, ସୃଷ୍ଟି ।
उत्तर :
ସ୍ୱରଃ, ବୟମ୍, ଖଞ୍ଜନମାତା, ସୃଷ୍ଟି ।
शब्दानां मातृभाषया अर्थान् लिखत।
(ଶବ୍ଦାନାଂ ମାତୃଭାଷୟା ଅର୍ଥାନ୍ ଲିଖିତ ।)
- सानन्दम् (ସାନନ୍ଦମ) – ଆନନ୍ଦର ସହ
- तस्मै (ତନ୍ମେ) – ତାକୁ
- पक्षपातः (ପକ୍ଷପାତଃ) – ଭେଦଭାବ
- ईर्ष्या (ଈଷ୍ୟ) – ଅସହିଷ୍ଣୁତା
- उड्लयनम् (ଉଡ୍ଡୟନମ୍) – ଉଡ଼ିବା
- तक्षणम् (ତତ୍କ୍ଷଣମ୍) – ସଙ୍ଗେସଙ୍ଗେ
- सृष्टि: (ସୃଷ୍ଟି) – ନିର୍ମାଣ
Subjective
मातृभाषयाअनुवादं कुरुत ।
(ମାତୃଭକ୍ଷୟ ଅନୁବାଦ କୁରୁତ।)
1. एकस्तिन् अरणये महान् वटवृक्षः अस्ति ।
ଏକସ୍ମିନ୍ ଅରଣ୍ୟ ମହାନ୍ ବଟବୃକ୍ଷୀ ଅସ୍ଥି ।
ଅନୁବାଦ: ଗୋଟିଏ ଅରଣ୍ୟରେ ବିଶାଳ ବରଗଛ ଥାଏ ।
2. तस्य कोटरे एक: खञ्जनपरिवार: सानन्दं निवसति ।
ତସ୍ୟ କୋଟରେ ଏକଃ ଖଞ୍ଜନପରିବାରଃ ସାନନ୍ଦ ନିବସତି ।
ଅନୁବାଦ: ତା’ର କୋରଡ଼ରେ ଗୋଟିଏ କଜଳପାତି ପରିବାର ବାସକରେ।
3. कदाचित् खञ्जनपरिवारे एक नूतन: शावक : जन्म
କଦାଚିତ୍ର ଖଞ୍ଜନପରିବାରେ ଏକ ନୂତନଃ ଶାବକ ଜନ୍ମ ନୟତି ।
ଅନୁବାଦ: ଏକଦା କଜଳପାତିର ପରିବାରରେ ଗୋଟିଏ ନୂଆ ପିଲା ଜନ୍ମନିଏ।
4. एकदा सा स्वस्य कृष्णवर्णं दृष्ट्वा चिन्तितवती अहो ! ईश्वरस्य पक्षपातः कीदृशः ?
ଏକଦା ସା ସ୍ୱସ୍ୟ କୃଷ୍ଣବର୍ଡିଂ ଦୃଷ୍ଟା ବିଷିତବତୀ – ଅହୋ !
ଈଶ୍ବରସ୍ୟ ପକ୍ଷପାତଃ କୀଦୃଶୀ ?
ଅନୁବାଦ: ଥରେ ସେ ନିଜର ରଙ୍ଗ ଦେଖୁ ଚିନ୍ତାକଲା ହେ ! କିପରି ଭଗବାନଙ୍କ ପକ୍ଷପାତିତା ?
5. केचन सुन्दराः भवन्ति ।
କେଚନ ସୁନ୍ଦରଃ ଭବନ୍ତି ।
ଅନୁବାଦ: କେତେକ ସୁନ୍ଦର ଅଛନ୍ତି ।
6. अन्ये केचन कृष्णवर्णा : असुन्दराः च भवन्ति ।
ଅନ୍ୟ କେଚନ କୃଷ୍ଣବର୍ଷା ଅସୁନ୍ଦରଃ ଚ ଭବତି ।
ଅନୁବାଦ: ଅନ୍ୟ କେତେକ କଳାରଙ୍ଗ ଏବଂ ଅସୁନ୍ଦର ଅଟନ୍ତି ।
7. शुकवत् मम सुन्दरं रूषं न भवति ।
ଶୁକବତ୍ ମମ ସୁନ୍ଦରଂ ରୂପଂ ନ ଭବତି ।
ଅନୁବାଦ: ଶୁଆପରି ମୋର ସୁନ୍ଦର ରୂପ ନାହିଁ ।
8. यदि ईश्वरस्य कृपा भवति, तर्हि मम परिवारस्य सर्वे सुवर्णवर्णाः भवेयुः ।
ଯଦି ଈଶ୍ବରସ୍ୟ କୃପା ଭବତି, ତହିଁ ମମ ପରିବାରସ୍ୟ ସର୍ବେ ସୁବର୍ଷବର୍ଷା ଭୟୁ ।
ଅନୁବାଦ: ଯଦି ଭଗବାନଙ୍କ ଦୟା ହୁଏ; ତେବେ ମୋ ପରିବାରର ସମସ୍ତେ ସୁନାପରି ରଙ୍ଗ ହେବା ଉଚିତ ।
9. वयं गर्व कर्तु पारयाम:।
ବରଂ ଗର୍ବ କର୍ତ୍ତୁ ପାରୟାମଃ ।
ଅନୁବାଦ: ଆମେ ଗର୍ବ କରିପାରିବୁ।
10. प्रतिदिनम् एवं हीनभावनया पीड़िता भवति खञ्जनमाता ।
ପ୍ରତିଦିନମ୍ ଏବଂ ହୀନଭାବନୟା ପୀଡ଼ିତା ଭବତି ଖଞ୍ଜନମାତ୍ରା ।
ଅନୁବାଦ: ପ୍ରତିଦିନ ଏହିପରି ହୀନଭାବନାରେ ପୀଡ଼ିତ ହୋଇଛି କଜଳପାତିର ମାଆ।
11. एकदा वृक्षशाखायां खञ्जनमाता तं पश्यति, तदा तस्याः मनसि ईर्ष्या आगच्छति ।
ଏକଦା ବୃକ୍ଷଶାଖାୟା ଖଞ୍ଜନମାତା ତଂ ପଶ୍ୟତି, ତଦା ତସ୍ୟା ମନସି ଈର୍ଯ୍ୟା ଆଗଚ୍ଛତି ।
ଅନୁବାଦ: ଥରେ ଗଛଡ଼ାଳରେ କଜଳପାତିର ମାଆ ତାକୁ ଦେଖିଲା, ସେତେବେଳେ ତା’ର ମନରେ ଈଷ୍ୟା ଆସିଲା।
12. सा चिन्तयति, शुकस्य यत् सौन्दर्यं तत् मयि नास्ति।
ସା ଚିନ୍ତୟତି, ଶୁକସ୍ୟ ଯତ୍ର ସୌନ୍ଦର୍ଯ୍ୟ ତତ୍ ମୟି ନାସ୍ତି ।
ଅନୁବାଦ: ସେ ଚିନ୍ତାକଲା ଶୁଆର ଯେଉଁ ସୌନ୍ଦର୍ଯ୍ୟ ତାହା ମୋପାଖରେ ନାହିଁ ।
13 तस्य गानम्, उड्डयनं कर्णद्वयस्य नेत्रद्वयस्य च तृप्तिं जनयति ।
ତସ୍ୟ ଗାନମ, ଉଜ୍ଜୟନଂ କର୍ଣ୍ଣଦ୍ଵୟସ୍ୟ ନେତ୍ରଦ୍ଵୟସ୍ୟ ଚ ତୃପ୍ତି ଜନୟତି ।
ଅନୁବାଦ: ତା’ର ଗାନ ଉଡାଣ କାନ ଓ ଆଖର ତୃପ୍ତି ଜନ୍ନାଉଛି ।
14. तदा एक : व्याधः तत्र आगच्छति ।
ତଦା ଏକ ବ୍ୟାଧଃ ତତ୍ର ଆଗଛତି ।
ଅନୁବାଦ: ସେତେବେଳେ ଗୋଟିଏ ଶିକାରୀ ସେଠାକୁ ଆସିଛି ।
15. भीता खंजनमाता शुकस्य अवस्थां पश्यति ।
ଖଞ୍ଜନମାତା ଶୁକସ୍ୟ ଅବସ୍ଥା ପଶ୍ୟତି ।
ଅନୁବାଦ: ଭୟଭୀତ କଜଳପାତିର ମାଆ ଶୁଆର ଅବସ୍ଥା ଦେଖୁଛି ।
16. ईश्वरस्य कृते धन्यवादम् अर्पयति वदति च शुकसदृशं सौन्दर्य यदि मयि भवति, तर्हि अहं तत्क्षणं बन्धनयुक्तः भवेयम् ।
ଈଶ୍ଵରସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ବଦତି ଚ ଶୁକସଦୃଶଂ ସୌନ୍ଦର୍ଯ୍ୟ ଯଦି ମୟି ଭବତି, ତହିଁ ଅହଂ ତତ୍କ୍ଷଣଂ ବନ୍ଧନଯୁକ୍ତ ଭବେୟମ୍ ।
ଅନୁବାଦ: ଈଶ୍ଵରଙ୍କୁ ଧନ୍ୟବାଦ ଜଣାଇଛି ଏବଂ କହିଛି। – ଶୁଆପରି ଯଦି ମୋର ସୌନ୍ଦର୍ଯ୍ୟ ହୋଇଥାଆନ୍ତା ତେବେ ତତ୍କ୍ଷଣ ବନ୍ଧନଯୁକ୍ତ ହୋଇଥା’ତି ।
17. ईश्वरस्य सुष्टि: व्यवस्थिता अस्ति ।
ଈଶ୍ଵରସ୍ୟ ସୃଷ୍ଟି ବ୍ୟବସ୍ଥିତ ଅନ୍ତି ।
ଅନୁବାଦ: ଈଶ୍ୱରଙ୍କ ସୃଷ୍ଟି ବ୍ୟବସ୍ଥିତ ରହିଛି ।
18. अस्माकं मनः तु अव्यवस्थितम् एव ।
ଅସ୍ମାକଂ ମନଃ ତୁ ଅବ୍ୟବସ୍ଥିତମ୍ ଏବ ।
ଅନୁବାଦ: ଆମର ମନ ଅବ୍ୟବସ୍ଥିତ ଅଛି ।
19. अनेन सत्यज्ञानेन खंजनमातुः हीनभावना गच्छति, सा परिवारेण सह सुखेन कालं यापयति ।
ଅନେନ ସତ୍ୟଜ୍ଞାନେନ ଖଞ୍ଜନମାତୁଃ ହୀନଭାବନା ଗଛତି, ସା ପରିବାରେଣ ସହ ସୁଖେନ କାଳଂ ଯାପୟତି ।
ଅନୁବାଦ: ଏହି ସତ୍ୟତା ଜାଣିବାପରେ କଜଳପାତିର ମାଆ ପାଖରୁ ହୀନଭାବନା ଦୂରେଇଯାଇଛି । ସେ ପରିବାର ସହିତ ସୁଖରେ ସମୟ କାଟିଛି ।
संस्कृतभाषया अनुवादं कुरुत।
(ସଂସ୍କୃତଭାଷୟ ଅନୁବାଦଂ କୁରୁତ।)
1. ଅରଣ୍ୟରେ ବଡ଼ ବରଗଛ ଅଛି ।
उत्तर :
अरण्ये महान् वटवृक्षः अस्ति।
ଅରଣ୍ୟ ମହାନ୍ ବଟବୃକ୍ଷ ଅଛି ।
2. କୋକିଳର ସ୍ଵର ମଧୁର।
उत्तर :
कोकिलस्य स्वर: मधुरः।
କୋକିଳସ୍ୟସ୍ୱରଃ ମଧୁରଃ ।
3. ଦିନେ ଏକ ସୁନ୍ଦର ଶୁଆ ଆସିଲା ।
उत्तर :
एकदा एक: सुन्दरः शुक: आयति ।
ଏକଦା ଏକ ସୁନ୍ଦରଃ ଶୁନଃ ଆୟତି ।
4. ଏକ ବ୍ୟାଧ ଅରଣ୍ୟକୁ ଆସିଲା ।
उत्तर :
एक: व्याध: अरण्यम् आगच्छति।
ଏକ ବ୍ୟାଧ ଅରଣ୍ୟମ୍ ଆଗଛତି ।
5. ବ୍ୟାଧ ଶୁଆକୁ ଦେଖିଲା ।
उत्तर :
व्याध: शुकम् अपश्यत् ।
ବ୍ୟାଧୀ ଶୁକମ୍ ଅପଶ୍ୟତ୍ ।
6. କଜଳପାତି ପରିବାର ସୁଖରେ ବାସକରନ୍ତି ।
उत्तर :
‘खंजनपरिवारः सुखेन निवसन्ति।
ଖଞ୍ଜନପରିବାରଃ ସୁଖେନ ନିବସତି ।
7. ଈଶ୍ୱରଙ୍କ ସୃଷ୍ଟି ବ୍ୟବସ୍ଥିତ ।
उत्तर :
ईश्वरस्य सृष्टि: व्यवस्थिता।
ଈଶ୍ୱରସ୍ୟ ସୃଷ୍ଟି ବ୍ୟବସ୍ଥିତ ।
प्रथम अनुच्छेदः (ପ୍ରଥମ ଅନୁଚ୍ଛେଦ)
एकस्मिन् अरणये महान् वटवृक्षः अस्ति । तस्य कोटरे एकः खज्जनपरिवारः सानन्दं निवसति।कदाचित् खज्जनपरिवारे एकः नूतनः शावकः जन्म नयति । खज्जनमाता तस्मै प्रतिदिन भोजनं ददाति। एकदा सा स्वस्य कृष्णवर्णं दृष्ट्वा चिन्तितवंती – अहो ! ईश्वरस्य पक्षपातः कीदृशः ? केचन सुन्दराः भवन्ति । अन्ये केचन कृष्णवर्णाः असुन्दराः च भवन्ति । कोकिलस्य स्वरः इव मम स्वरः नास्ति । शुकवत् मम सुन्दूरं रूपं न भवति । यदि ईश्वरस्य कृपा भवति, तर्हि मम परिवारस्य सर्वे सुवर्णवर्णाः भवेयुः । वयं गर्वं कर्तुं पारयामः ।
ଏକସ୍ମିନ୍ ଅରଣ୍ୟ ମହାନ୍ ବଟବୃକ୍ଷ ଅନ୍ତି । ତସ୍ୟ କୋଟରେ ଏକ ଖଞ୍ଜନପରିବାରଃ ସାନନ୍ଦ ନିବସତି । କଦାଚିତ୍ ଖଞ୍ଜନପରିବାରେ ଏକ ନୂତନଃ ଶାବକ ଜନ୍ମ ନୟତି ଖଞ୍ଜନମାତା ତନ୍ମେ ପ୍ରତିଦିନଂ ଭୋଜନଂ ଦଦାତି । ଏକଦା ସା ସ୍ୱସ୍ୟ କୃଷ୍ଣବର୍ୟ୍ୟ ଦୃଷ୍ଟା ଚିନ୍ତି ତବତୀ – ଅହୋ ! ଈଶ୍ଵରସ୍ୟ ପକ୍ଷପାତଃ କୀଦୃଶଃ ? କେଚନ ସୁନ୍ଦରଃ ଭବନ୍ତି । ଅନ୍ୟ କେତନ କୃଷ୍ଣବର୍ଣ୍ଣା ଅସୁନ୍ଦରା ଚ ହବନ୍ତି । କୋକିଳସ୍ୟ ସ୍ୱରଃ ଇବ ମମ ସ୍ବତଃ ନାସ୍ତି । ଶୁକବତ୍ମମ ସୁନ୍ଦରଂ ରୂପଂ ନ ଭବତି ଯଦି ଈଶ୍ବରସ୍ୟ କୃପା ଭବତି, ତହିଁ ମମ ପରିବାରସ୍ୟ ସର୍ବେ ସୁବର୍ଣ୍ଣବର୍ଣ୍ଣା ଭବେୟୁ । ବରଂ ଗର୍ବ କରୁଁ ପାରୟାମଃ ।
ଶବ୍ଦାର୍ଥ
- ଅରଣ୍ୟ – ଅରଣ୍ୟରେ
- ମହାନ୍ – ବଡ଼
- ଅଛି – ଅଛି
- ଖଞ୍ଜନ ପରି ବାରଃ – କଜଳପାତି ପରିବାର
- ସାନନ୍ଦ – ଆନନ୍ଦସହକାରେ
- କଦାଚିତ୍ – କୌଣସି ଦିନ
- ଶାବକଃ – ପିଲା
- ତସ୍ମି – ତାକୁ
- କୀଦୃଶଃ – କିପରି
- କେଚନ – କେତେକ
- ଇବ – ପରି
- କର୍ଡିଂ ପାରୟାମଃ – କରିପାରିବୁ।
ଅନୁବାଦ
କୌଣସି ଅରଣ୍ୟରେ ବିଶାଳ ବରଗଛ ଥାଏ । ତା’ର କୋରଡ଼ରେ ଗୋଟିଏ କଜଳପାତି ପରିବାର ବାସକରେ । ଏକଦା କଜଳପାତି ପରିବରରେ ଗୋଟିଏ ନୂଆ ପିଲା ଜନ୍ମନିଏ । କଜଳପାତିର ମାଆ ତାକୁ ପ୍ରତିଦିନ ଖାଦ୍ୟ ଦିଏ । ଥରେ ସେ ନିଜର ରଙ୍ଗ ଦେଖୁ ଚିନ୍ତା।କଲା – ହେ ! କିପରି ଭଗବାନଙ୍କ ପକ୍ଷପାତିତା ? କେତେକ ସୁନ୍ଦର ଅଛନ୍ତି । ଅନ୍ୟ କେତେକ କଳାରଙ୍ଗ ଏବଂ ଅସୁନ୍ଦର ଅଟନ୍ତି । କୋଇଲିର ସ୍ଵର ପରି ମୋର ସ୍ଵର ନାହିଁ । ଶୁଆପରି ମୋର ସୁନ୍ଦର ରୂପ ନାହିଁ । ଯଦି ଭଗବାନଙ୍କ ଦୟା ହୁଏ, ତେବେ ମୋ ପରିବାରର ସମସ୍ତେ ସୁନାପରିରଙ୍ଗ ହେବା ଉଚିତ । ଆମେ ଗର୍ବ କରିପାରିବୁ ।
द्वितीय अनुच्छेदः (ଦ୍ଵିତୀୟ ଅନୁଚ୍ଛେଦୀ)
प्रतिदिनम् एवं ‘हीनभावनया पीडिता भवति खज्जनमाता । अस्मिन् समये एकः सुन्दरः शुकः तत्र आगच्छति । यदा वृक्षशाखायां खंज्जनमाता तं पश्यति, तदा तस्याः मनसि ईर्ष्या आगच्छति । सा चिन्तयति, शुकस्य यत् सौन्दर्यं तत् मयि नास्ति । तस्य गानम, उड्डयनं कर्णद्वयस्य नेत्रद्वयस्य च तृप्तिं जनयति । तदा एकः व्याधः तत्र आगच्छति । जालेन शुकस्य बन्धनं करोति, पिज्जरामध्ये तं स्थापयति च । भीता खज्जनमाता शुकस्य अवस्थां पश्यति । ईश्वरस्य कृते धन्यवादम् अर्पयति। वदति च – शुकसदुशं सौन्दर्यं यदि मयि भवति, तर्हि अहं तत्क्षणं बन्धनयुक्तः भवेयम् । ईश्वरस्य सृष्टिः व्यवस्थिता अस्ति । अस्माकं मनः तु अव्यवस्थितम् एव ।
अनेन सत्यज्ञानेन खज्जनमातुः हीनभावना गच्छति । सा परिवारेण सह सुखेन कालं यापयति ।
ପ୍ରତିଦିନମ୍ ଏବଂ ହୀନଭାବନୟା ପୀଡ଼ିତା ଭବତି ଖଞ୍ଜନମାତା । ଅଶ୍ବିନ୍ ସମୟେ ଏକ ସୁନ୍ଦରଃ ଶୁନଃ ତତ୍ର ଆଗଚ୍ଛତି । ଏକଦା ବୃକ୍ଷଶାଖାୟାଂ ଖଞ୍ଜନମାତା ତଂ ପଶ୍ୟତି, ତଦା ତସ୍ୟା ମନସି ଈଖ୍ୟା ଆଗଚ୍ଛତି । ସା ଚିନ୍ତୟତି, ଶୁକସ୍ୟ ଯତ୍ ସୌନ୍ଦର୍ଯ୍ୟ ତତ୍ ମୟି ନାସ୍ତି । ତସ୍ୟ ଗାନମ୍, ଉଡ୍ଡୟନଂ କର୍ଣ୍ଣଦ୍ଵୟସ୍ୟ ନେତ୍ରଦ୍ଵୟସ୍ୟ ଚ ତୃପ୍ତି ଜନସ୍ପତି । ତଦା ଏକ ବ୍ୟାଧଃ ତତ୍ର ଆଗଛତି । ଜାଲେନ ଶୁକସ୍ୟ ବନ୍ଧନଂ କରୋତି, ପିଞ୍ଜରାମ ତଂ ସ୍ଥାପତି ଚ । ଭୀତା ଖଞ୍ଜନମାତା ଶୁକସ୍ୟ ଅବସ୍ଥା ପଶ୍ୟତି । ଈଶ୍ଵରସ୍ୟ କୃତେ ଧନ୍ୟବାଦମ୍ ଅର୍ପୟତି ବଦତି ଚ ଶୁକସଦୃଶଂ ସୌନ୍ଦର୍ଯ୍ୟ ଯଦି ମୟି ଭବତି, ତହିଁ ଅହଂ ତତ୍କ୍ଷଣଂ ବନ୍ଧନଯୁକ୍ତା ଭାବେୟମ୍ । ଈଶ୍ୱରସ୍ୟ ସୃଷ୍ଟି ବ୍ୟବସ୍ଥିତ ଅସ୍ଥି । ଅସ୍ମାକଂ ମନଃ ତୁ ଅବ୍ୟବସ୍ଥିତମ୍ ଏବ।
ଅନେନ ସତ୍ୟଜ୍ଞାନେନ ଖଞ୍ଜନମାତୁଃ ହୀନଭାବନା ଗଛତି, ସା ପରିବାରେଣ ସହ ସୁଖେନ କାଳଂ ଯାପୟତି ।
ଶବ୍ଦାର୍ଥ
- ଏବଂ – ଏହିପରି
- ହୀନଭାବନୟା – ହୀନଭାବନାରେ
- ତଂ – ତାକୁ
- ତସ୍ୟା – ତା’ର
- ମନସି – ମନରେ
- ତତ୍ – ତାହା
- ମୟି – ମୋଠାରେ
- ଉଡ୍ଡୟନଂ – ଉଡ଼ିବା
- ଜାଲେନ – ଜାଲରେ
- କୃତେ – ପାଇଁ
- ତତ୍କ୍ଷଣଂ – ସଙ୍ଗେ ସଙ୍ଗେ
- ଭବେୟମ୍ – ହୋଇପାରିବି
- ଏବ – ନିଶ୍ଚିତ
- ଯାପୟତି – ଯାପନ କରୁଛି।
ଅନୁବାଦ
ପ୍ରତିଦିନ ଏହିପରି ହୀନଭାବନାରେ ପୀଡ଼ିତ ହୋଇଛି କଜଳପାତିର ମାଆ । ଏହି ସମୟରେ ଗୋଟିଏ ସୁନ୍ଦର ଶୁଆ ସେଠାକୁ ଆସିପହଁଞ୍ଚିଛି । ଥରେ ଗଛଡାଳରେ କଜଳପାତିର ମାଆ ତାକୁ ଦେଖିଲା, ସେତେବେଳେ ତା’ର ମନରେ ଈର୍ଷା ଆସିଲା । ସେ ଚିନ୍ତା।କଲା ଶୁଆର ଯେଉଁ ସୌନ୍ଦର୍ଯ୍ୟ ତାହା ମୋପାଖରେ ନାହିଁ । ତା’ର ଗାନ ଭଡ଼ାଣ କାନ ଓ ଆଖୁର ତୃପ୍ତି ଜନ୍ମାଉଛି। ସେତେବେଳେ ଗୋଟିଏ ଶିକାରୀ ସେଠାକୁ ଆସିଛି । ଜାଲରେ ଶୁଆକୁ ବାନ୍ଧି ନେଇଛି ଏବଂ ପଞ୍ଜୁରୀରେ ରଖୁଛି । ଭୟଭୀତ କଜଳପାତିର ମାଆ ଶୁଆର ଅବସ୍ଥା ଦେଖୁଛି । ଈଶ୍ବରଙ୍କୁ ଧନ୍ୟବାଦ ଜଣାଇଛି ଏବଂ କହିଛି – ଶୁଆପରି ଯଦି ମୋର ସୌନ୍ଦର୍ଯ୍ୟ ହୋଇଥାଆନ୍ତା, ତେବେ ତତ୍କ୍ଷଣ ବନ୍ଧନଯୁକ୍ତ ହୋଇଥାନ୍ତି। ଈଶ୍ୱରଙ୍କ ସୃଷ୍ଟି ବ୍ୟବସ୍ଥିତ ରହିଛି । ଆମର ମନ ଅବ୍ୟସ୍ଥିତ ଅଛି ।
ଏହି ସତ୍ୟତା ଜାଣିବାପରେ କଜଳପାତିର ମାଆ ପାଖରୁ ହୀନଭାବନା ଦୂରେଇ ଯାଇଛି । ସେ ପରିବାର ସହିତ ସୁଖରେ ସମୟ କାଟିଛି ।
`खंझनपरिवारः, केचन, ईष्यार्, उड्डयनम्, अर्पयन्ति
(ଖଞ୍ଜନପରିବାରଃ, କେଚନ, ଈର୍ଯ୍ୟା, ଉଙ୍ଗନମ୍, ଅର୍ପୟତି)
कर्तृपदानि :
वटवृक्ष:, शावक:, खञ्जनमाता, शुक:, व्याध:
(ବଟବୃକ୍ଷ, ଶାବକ, ଖଞ୍ଜନମାତା, ଶୁକ, ବ୍ୟାଧଃ)
क्रियापदानि :
निवसति, नयति, पारयाम:, आगच्छतु, अर्पयति
(ନିବସତି, ନୟତି, ପାରୟାମଃ, ଆଗଚ୍ଛତୁ, ଅର୍ପୟତି)
शब्दार्थ:
- खञ्जनपरिवार: – खञ्जरीटपक्षिपरिवार:
ଖଞ୍ଜନପରିବାରଃ – ଖଞ୍ଜରିଟପକ୍ଷିପରିବାରଃ (କଜଳପାତି ପରିବାର) - पक्षपातः – एकपक्षविचारः
ପକ୍ଷପାତଃ – ଏକପକ୍ଷବିଚାରଃ (ଏକପାଖିଆ ବିଚାର) - पारयामः – समर्थाः भवामः
ପାରୟାମଃ – ସମର୍ଥାଭବାମଃ ( ସମର୍ଥହେବା) - ईर्ष्या – असहिष्णुता
ଈର୍ଯ୍ୟା – ଅସହିଷ୍ଣୁତା (ଅସହିଷ୍ଣୁ) - भीता – भयं प्राप्ता
ଭୀତା – ଭୟଂ ପ୍ରାପ୍ତା (ଭୟପାଲ) - अर्पयति – समर्पणं करोति
ଅର୍ପୟତି – ସମର୍ପଣ କରୋତି (ଦେଉଛି) - व्यवस्थिता – व्यवस्थायुक्ता
ବ୍ୟବସ୍ଥିତ – ବ୍ୟବସ୍ଥାଯୁକ୍ତା (ଠିକ୍ ଠାକ୍)