Odisha State Board BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ Important Questions and Answers.
BSE Odisha 9th Class Physical Science Important Questions Chapter 6 ବଳ ଓ ଗତି ନିୟମ
Subjective Type Questions With Answers
1. ନିଉଟନ୍ଙ୍କ ଦ୍ଵିତୀୟ ଗତି ନିୟମର ଗାଣିତିକ ସୂତ୍ରାୟନ ନିଗମନ କର ।
ଉ –
(i) ମନେକର ‘m’ ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁ ଏକ ସରଳରେଖାରେ ସ୍ଥିର ତ୍ଵରଣ à ରେ ଗତି କରୁଛି । ବସ୍ତୁର ପ୍ରାରମ୍ଭିକ ପରି ବେଗ u ଯେତେବେଳେ t = 0 ଓ t ସମୟ ପରେ ଏହାର ଅନ୍ତିମ ପରିବେଗ v । F ବସ୍ତୁ ଉପରେ ପ୍ରଯୁକ୍ତ ବାହ୍ୟ ବଳ ।
(ii) p1 ବସ୍ତୁର ପ୍ରାରମ୍ଭିକ ସଂବେଗ = mu, P2 ବସ୍ତୁର ଅନ୍ତିମ ସଂବେଗ = mv t ସମୟ ପରେ ସଂବେଗରେ ମୋଟ ପରିବର୍ତ୍ତନ = p1 – p2 = mv – mu = m (v – u)
(iii) ସମୟ ଅନୁ ସାରେ ସଂବେଗର ପରିବର୍ତ୍ତନ
ହାର = \(\frac{m(v-u)}{t}\)
(iv) ତେଣୁ F α \(\frac{m(v-u)}{t}\)
k ହେଉଛି ଏକ ଆନୁପାତିକ ସ୍ଥିରାଙ୍କ ।
ଏକକ ବଳ ହେଉଛି ସେହି ପରିମାଣର ବଳ ଯାହା ଏକକ ବସ୍ତୁତ୍ଵର ବସ୍ତୁ ଉପରେ କାର୍ଯ୍ୟ କଲେ ସେହି ବସ୍ତୁରେ ଏକକ ତ୍ଵରଣ ସୃଷ୍ଟି ହୁଏ ।
2. ସଂବେଗର ସଂରକ୍ଷଣ ନିୟମକୁ ଲେଖ ଓ ବୁଝାଅ ।
ଉ –
ଅସନ୍ତୁଳିତ ବାହ୍ୟବଳ ପ୍ରଯୁକ୍ତ ନହୋଇ ଯଦି ଦୁଇଟି ସଂବେଗର ସଂରକ୍ଷଣ ନିୟମ ବସ୍ତୁ ମଧ୍ୟରେ ସଂଘାତ ଘଟେ ତେବେ ସଂଘାତ ପରେ ସେମାନଙ୍କର ସେହି ବସ୍ତୁଦ୍ଵୟର ମୋଟ ସଂବେଗ ସଂଘାତ ପୂର୍ବରୁ ମୋଟ ସଂବେଗ ସହିତ ସମାନ ରହେ ।
ବ୍ୟାଖ୍ୟା :
(i) ମନେକର A ଓ B ନାମକ ଦୁଇଟି ବଲ୍ ଗୋଟିଏ ସରଳରେଖାରେ ଯଥାକ୍ରମେ uA ଓ uB ପରି ବେଗରେ ଗୋଟିଏ ଦିଗରେ ଗତି କରୁଛନ୍ତି । ସେମାନଙ୍କ ବସ୍ତୁତ୍ଵ ଯଥାକ୍ରମେ mA ଓ mB । କୌଣସି ବାହ୍ୟବଳ ଏମାନଙ୍କ କରୁନାହିଁ।
(ii) uA > uB ହେଲେ କିଛି ସମୟ ପରେ A ବଲ୍ B ବଲ୍କୁ ଧକ୍କା ଦେବ । ମନେକର ଏହି ସଂଘାତ । ସମୟ ମଧ୍ୟରେ ସଂପନ୍ନ ହେଲା । A ବଲ୍ B ବଲ୍ ଉପରେ FAB ବଳ ଓ B ବଲ୍ A ବଲ୍ ଉପରେ FBA ପ୍ରତିକ୍ରିୟା ବଳ ପ୍ରୟୋଗ କାଚୁଛି ।
(iii) ମନେକର ସଂଘାତ ପରେ Ā ଓ B ର ପରିବେଗ ଯଥାକ୍ରମେ vA ଓ vB ହେଲ । ସଂଘାତ ପୂର୍ବରୁ Aର ସଂବେଗ m u ଓ Bର ସଂବେଗ mgug ଥିଲା । ସଂଘାତ ପରେ Aର ସଂବେଗ m y ଓ Bର ସଂବେଗ ହେଲା ।
(iv) ନିଉଟନ୍ ଙ୍କ ଦ୍ଵିତୀୟ ଗତି ନିୟମ ଅନୁ ସାରେ ବଲ୍ୟ ଉପରେ ପ୍ରଯୁକ୍ତ ବଳ ସେମାନଙ୍କ ସଂବେଗର ପରିବର୍ତ୍ତନ ହାର ସଙ୍ଗେ ସମାନ । ତେଣୁ
ମାତ୍ର FAB = – FAB (∴ ପ୍ରତିକ୍ରିୟା ବଳ ଓ କ୍ରିୟ । ବଳ ସମାନ ଓ ବିପରତମ୍ବୁଖା)
(v) \(\frac{m_A\left(v_A-u_A\right)}{t}=\frac{-m_B\left(v_B-u_B\right)}{t}\)
⇒ mA (VA – UA) = – mB (VB – UB)
⇒ mAVA – mAUA = – mA VB + mAUB
⇒ mAVA + mBVB = mAuA + mAVA + mBVB = mAUA + mBUB
ଏହାକୁ ସଂବେଗ ସଂରକ୍ଷଣ ଏହାକୁ ସଂକେଟ ସଂସ୍ପଶ ନିୟମ କୁହାଯାଏ । ବାହ୍ୟବଳ କାର୍ଯ୍ୟ ନକଲେ ସଂଘାତ ପୂର୍ବରୁ ଓ ସଂସ୍ଥାନ ପରେ ବଲ୍ର ମୋଗ ସଂବେଗ ଆପଚିବର୍ତ୍ତତର ହୋ
3. ସ୍ଥିରତାର ଜଡ଼ତ ଓ ଗତିର ଜଡ଼ତା କ’ଣ ? ନିଉଟନ୍ଙ୍କ ତୃତୀୟ ଗତି ନିୟମ ଲେଖ ଓ ବୁଝାଅ ।
ଉ-
ସ୍ଥିରତାର ଜଡ଼ତା: ସ୍ଥିର ଥିବା ବସ୍ତୁ ସ୍ଥିର ହୋଇ ରହିବାକୁ ଚାହେଁ । ଏହାକୁ ସ୍ଥିର ତାର ଜଡ଼ତା କୁହାଯାଏ । ବାହ୍ୟବଳ ପ୍ରୟୋଗ ନ ହେବା ପର୍ଯ୍ୟନ୍ତ ବସ୍ତୁର ସ୍ଥିରାବସ୍ଥାରେ ପରିବର୍ତ୍ତନ ଘଟିବ ନାହିଁ ।
ଗତିର ଜଡ଼ତା : ସରଳରେଖାରେ କୌଣସି ଏକ ବେଗରେ ଗତି କରୁଥିବା ବସ୍ତୁ ସେହି ବେଗରେ ଓ ସେହି ଦିଗରେ ଗତି କରିବାକୁ ଚାହେଁ । ଏହାକୁ ଗତିର ଜଡ଼ତା କୁହାଯାଏ ।
ନିଉଟନ୍ଙ୍କ ତୃତୀୟ ଗତି ନିୟମ : ପ୍ରତ୍ୟେକ କ୍ରିୟା ବଳର ଏକ ସମାନ ବିପରୀତମୁଖୀ ପ୍ରତିକ୍ରିୟା ବଳ ଅଛି । ଅର୍ଥାତ୍ ଯେତେବେଳେ ଗୋଟିଏ ବସ୍ତୁ ଅନ୍ୟ ଏକ ବସ୍ତୁ ଉପରେ ବଳ ପ୍ରୟୋଗ କରେ ସେତେବେଳେ ତତ୍ଷଶୀଦ ତ୍ଵିତୀୟବସ୍ତୁ ଉପରେ ସମାନ ପରିମାଣର ବିପରୀତ ମୁ ଖୀ ପ୍ରତିକ୍ରିୟା ବଳ ପ୍ରୟୋଗ କରେ ।
(i) ଏହି ଦୁଇଟି ବଳର ପରିମାଣ ସମାନ ମାତ୍ର ଦିଗ ବିପରୀତ ଅଟେ । ଏହି ବଳଦ ୟ କେବେବି ଗୋଟିଏ ବସ୍ତୁ ଉପରେ କାର୍ଯ୍ୟ କରନ୍ତି ନାହିଁ ।
(ii) ଏହି କ୍ରିୟାବଳ ଓ ପ୍ରତିକ୍ରିୟା ବଳ ସର୍ବଦା ଦୁଇଟି ପୃଥକ୍ ବସ୍ତୁ ଉପରେ କାର୍ଯ୍ୟ କରନ୍ତି । ତେଣୁ କରନ୍ତି ନାହିଁ ।
ଉଦ।ହରଣ:
(i) ଗୋଟିଏ ଦୁର୍ବଳ ଟେବୁଲର ପୃଷ୍ଠକୁ ହାତରେ ଜୋର୍ରେ ବାଡ଼େଇଲେ ଟେବୁଲ ଭାଙ୍ଗିଯାଏ ଓ ହାତରେ ମଧ୍ୟ ଆଘାତ ଲାଗେ ।
(ii) ଟେବୁଲ ପୃଷ୍ଠକୁ ହାତରେ ବାଡ଼େଇଲାବେଳେ କରେ । ଫଳରେ ଟେବୁଲ ଭାଙ୍ଗିଯାଏ ।
(iii) ଟେବୁଲ ତତ୍କ୍ଷଣାତ୍ ହାତ ଉପରେ ଏକ ସମପରି ମାଣର ବିପରୀତମୁଖୀ କ୍ରିୟାବଳ ଲାଗେ ।
4. ସଂବେଗ କ’ଣ ? ନିଉଟନଙ୍କ ଦ୍ଵିତୀୟ ଗତି ନିୟମ ଲେଖ । ବଳର ପରିମାଣ ନିର୍ଣ୍ଣୟ କରିବା ପାଇଁ ସୂତ୍ର ନିଗମନ କର ।
ଉ-
ସଂବେଗ : ବସ୍ତୁର ବସ୍ତୁତ୍ଵ ଓ ତାହାର ପରିବେଗର ଗୁଣଫଳକୁ ସଂବେଗ କୁହାଯାଏ ।
ନିଉଟନ୍ଙ୍କ ଦ୍ଵିତୀୟ ଗତି ନିୟମ : ବଳ ଦିଗରେ ବଷ୍ତୁର ସଂବେଗର ସମୟ ଅନୁସାରେ ପରିବର୍ଭନ ହାର, ବସ୍ତୁ ଉପରେ ପ୍ରଯୁକ୍ତ ଅସନ୍ତୁଳିତ ବଳ ସହିତ ସମାନୁପାତୀ ଓ ବଳ ଦିଗରେ ସଂପନ୍ନ ହୁଏ ।
ସୂତ୍ର ନିଗମନ :
(i) ମନେକର m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁ ସମରେ ବସ୍ତୁର ପ୍ର।ରମ୍ବିକି ପରିବେଗ କରୁଛି ।
u = ଗତିପଥରେ ଗୋଟିଏ ସ୍ଥାନରେ t = 0 ସମୟରେ ବସ୍ତୁର ପ୍ରାରମ୍ଭିକ ପରିବେଗ a = ବସ୍ତୁର ତ୍ଵରଣ
v = t ସମୟ ପରେ ଗତିପଥର ଆଉ ଏକ ସ୍ଥାନରେ ବସ୍ତୁର ପରିବେଗ
F = ବସ୍ତୁ ଉପରେ ପ୍ରଯୁକ୍ତ ବାହ୍ୟବଳ
(ii) ବସ୍ତୁର ପ୍ରାରମ୍ଭିକ ସଂବେଗ P1 = mu
ଅନ୍ତିମ ସଂବେଗ p2 = mv ।
t ସମୟ ଅନୁ ସାରେ ସଂବେଗର ପରିବର୍ତ୍ତନ
= p2 – p1 = mv – mu = m(v – u)
ସମୟ ଅନୁ ସାରେ ସଂବେଗର ପରିବର୍ତ୍ତନ
ଏଠାରେ k ଆନୁପାତିକ ସ୍ଥିରାଙ୍କ ।
(iii) ଏକକ ବସ୍ତୁ ଉପରେ ଏକକ ତ୍ଵରଣ ପାଇଁ ଯେତିକି ବଳ ପ୍ରୟୋଗ କରାଯାଏ ତାହାକୁ ଏକକ ବଳ କୁହାଯାଏ । ଅର୍ଥାତ୍ m = 1, a = 1 ହେଲେ F = 1
∴ ଫଳରେ ସମାନୁପାତୀ ସ୍ଥିରାଙ୍କ k = 1 ହେବ ।
∴ F = ma ଅର୍ଥାତ୍ ବଳ = ବସ୍ତୁତ୍ଵ × ତ୍ଵରଣ
5. ନିଉଟନ୍ଙ୍କ ଦ୍ୱିତୀୟ ଗତି ନିୟମରୁ ଜଡ଼ତା ନିୟମର ଗାଣିତିକ ବ୍ୟାଖ୍ୟା ନିର୍ଣ୍ଣୟ କର ।
ଉ-
ନିଉଟନ୍ଙ୍କ ଦ୍ଵିତୀୟ ଗତି ନିୟମ – ବଳ ଦିଗରେ ବସ୍ତୁର ‘ସଂବେଗର ସମୟ ଅନୁସାରେ ପରିବର୍ତ୍ତନ ହାର, ବସ୍ତୁ ଉପରେ ପ୍ରଯୁକ୍ତ ବଳ ସହି ତ ସମାନୁ ପାତୀ ଓ ବଳ ଦିଗରେ ସଂପନ୍ନ ହୁଏ ।
ଗାଣିତିକ ବ୍ୟାଖ୍ୟା :
(i) ମନେକର ‘m’ ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁ ଏକ ସରଳରେଖାରେ ସ୍ଥିର ତ୍ଵରଣ a ରେ ଗତି କରୁଛି । ବସ୍ତୁର ପ୍ରାରମ୍ଭିକ ପରି ବେଗ u ଯେତେବେଳେ t = 0 ଓ t ସମୟ ପରେ ଏହାର ଅନ୍ତିମ ପରିବେଗ v । F ବସ୍ତୁ ଉପରେ ପ୍ରଯୁକ୍ତ ବାହ୍ୟ ବଳ ।
(ii) p ବସ୍ତୁର ପ୍ରାରମ୍ଭିକ ସଂବେଗ = mu, P, ବସ୍ତୁର ଅନ୍ତିମ ସଂବେଗ = mv = P2 – P1 = mv – mu = m (v – u)
(iii) ସମୟ ଅନୁ ସାରେ ସଂବେଗର ପରିବର୍ତ୍ତନ
k ହେଉଛି ଏକ ଆନୁପାତିକ ସ୍ଥିରାଙ୍କ ।
ଚ୍ଚଡତାର ବ୍ୟାଖ୍ୟା :
ଯଦି ବାହ୍ୟବଳ ପ୍ରୟୋଗ କରା ନଯାଏ ତେବେ F = 0 ।
⇒ v – u = 0 ⇒ v= u
ଏହାର ଅର୍ଥ ହେଲା କୌଣସି ବାହ୍ୟବଳ ପ୍ରଯୁକ୍ତ ନ ହେଲେ ବସ୍ତୁର ପରିବେଗରେ କୌଣସି ପରିବର୍ତ୍ତନ ଯଦି ପ୍ରାରମ୍ଭିକ ପରିବେଗ u = 0 ହୋଇଥବ, ତେବେ ଅନ୍ତିମ ପରିବେଗ v = 0 ହେବ । ଅର୍ଥାତ୍ ବାହ୍ୟବଳ ବିନା ସ୍ଥିର ବସ୍ତୁ ସ୍ଥିର ରହିବ ।
6. ନିଉଟନ୍ ଙ୍କ ମହାକର୍ଷଣ ନିୟମଟି ଲେଖୁ ଏହାର ଗାଣିତିକ ବ୍ୟାଖ୍ୟା କର ।
ଉ-
ବିଶ୍ଵର ପ୍ରତ୍ୟେକ ବସ୍ତୁ ଅନ୍ୟ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ । ଏହି ଆକର୍ଷଣ ବଳର ପରିମାଣ ବସ୍ତୁଦ୍ୱୟର ବସ୍ତୁତ୍ଵର ଗୁଣଫଳ ସହ ସମାନୁପାତୀ ଓ ସେମାନଙ୍କ କେନ୍ଦ୍ର ମଧ୍ୟରେ ଥିବା ଦୂରତାର ବର୍ଗ ସହ କେନ୍ଦ୍ର କୁ ଯୋଗ କରୁଥିବ। ସରଳରେଖା ଦିଗରେ କାର୍ଯ୍ୟକାରୀ ହୁଏ ।
ମନେକର ‘A’ ଏକ ବସ୍ତୁ ଯାହାର ବସ୍ତୁତ୍ଵ M ଓ କେନ୍ଦ୍ର O, ‘B’ ଅନ୍ୟ ଏକ ବସ୍ତୁ ଯାହାର ବସ୍ତୁତ୍ଵ m ଓ କେନ୍ଦ୍ର P ।
ମନେକର OP = d
ମନେକର ବସ୍ତୁଦ୍ଵୟ ମଧ୍ଯରେ ଆକର୍ଷଣ ବଳ = F
∴ F α Mm …………..(1)
\(\mathrm{F} \propto \frac{1}{d^2}\) …………..(2)
ଏହାର ଯୌଥ ଚଳନ ହେଲା \(\mathrm{F} \propto \frac{Mm}{d^2}\)
⇒F = \(\mathrm{G}_{\mathrm{d}^2}^{\mathrm{Mm}}\) (G ଏକ ସ୍ଥିରାଙ୍କ)
G ଏକ ସମାନୁପାତିକ ସ୍ଥିରାଙ୍କ । ଏହାର ମୂଲ୍ୟ ସର୍ବତ୍ର ସମାନ । ଓ ବସ୍ତୁର ପ୍ରକୃତି, ଗଠନ, ବସ୍ତୁତ୍ଵ ବା ଅବସ୍ଥାନ ଉପରେ ନିର୍ଭର କରେ ନାହିଁ । ଏହାକୁ ସାର୍ବଜନୀନ ମହାକର୍ଷଣୀୟ ଧ୍ରୁବାଙ୍କ କୁହାଯାଏ । SI ପଦ୍ଧତିରେ Gର ମୂଲ୍ୟ = 6.673 x 10-11 ନିଉଟନ୍ × ମି 2/କି.ଗ୍ରା.2
M = 1 କି.ଗ୍ରା. = m ଓ d = 1 ମିଟର ହେଲେ
F = G = 6,673 × 10-11 n x m2 x kg-2 ଏହା ଏକ ଦୁର୍ବଳ ବଳ । ଅନ୍ୟାନ୍ୟ ବଳ ତୁଳନାରେ ଏହାକୁ ଉପେଷ କରାଯ।ଇଥାଏ ।
1. ସାଇକେଲକୁ ପେଡ଼ାଲ ମାରିଲେ ସାଇକେଲ ଚାଲେ ମାତ୍ର ପେଡ଼ାଲ ମାରିବା ବନ୍ଦ କରିଦେଲେ ସା କକେଲଭ ପରେ ଏକ ଚାହୁବଳ କାହିଁକି ?
ଉ-
(i) ସାଇକେଲ ପେଡ଼ାଲ ମାରି ବା । ବେ ଳେ ସାଇକେଲ ଉପରେ ଏକ ବାହ୍ୟ ବ ଳ କାର୍ଯ୍ୟକରେ । ତେଣୁ ସାଇକେଲଟି ଗତିଶୀଳ ହୁଏ ।
(ii) ପେଡ଼ାଲ ମାରିବା ବନ୍ଦ କରିଦେଲେ ରାସ୍ତାର ପୃଷ୍ଠ ଓ ସାଇକେଲ ଚକ ମଧ୍ୟରେ ସୃଷ୍ଟି ହୋଇଥିବା ଘର୍ଷଣ ବଳ, ଯାହାର ଦିଗ ସାଇକେଲର ଗତି ଦିଗର ବିପରୀତମୁଖୀ ହୋଇଥାଏ, ତା’ର ଗତିକୁ ବିରେ।ଧ କରେ ।
(iii) ଫଳରେ ସାଇକେଲ ଗତିର ବେଗ କ୍ରମଶଃ ହ୍ରାସପାଏ ଓ ଏହି ବେଗ ଶୂନ ହେଲେ ସାଇକେଲଟିର ଗତି ବନ୍ଦ ହୋଇଯାଏ ।
2. ଗୋଟିଏ ବାକ୍ସକୁ ବନ୍ଧୁର ଚଟାଣ ଉପରେ ଅଳ୍ପ ବଳରେ ଠେଲିଲେ ବାକ୍ସଟି ପୁଞ୍ଚେ ନାହିଁ କାହିଁକି ? କାରଣ ଦର୍ଶାଅ ।
ଉ-
(i) ବାକ୍ସଟିକୁ ଠେଲିଲେ ବାକ୍ସର ନିମ୍ନପୃଷ୍ଠ ଓ ଚଟାଣ ମଧ୍ୟରେ ଏକ ଘର୍ଷଣ ବଳ ହ। ସପାଏ ଓ ଏହି ବେଗ ଶୁନ ହେଲେ କରେ ।
(ii) ଦୁଇଟି ପୃଷ୍ଠ ଲାଗିକରି ଥିବାରୁ ସେମାନଙ୍କ ମଧ୍ୟରେ ଘର୍ଷଣ ବଳ ଉତ୍ପନ୍ନ ହୁଏ ।
(iii) ଠେଲାବଳର ପରିମାଣ କମ୍ ହେଲେ ବାକ୍ସର ନିମ୍ନପୃଷ୍ଠ ଓ ଚଟାଣ ମଧ୍ଯରେ କାର୍ଯ୍ୟ କରୁଥିବା ବିପରୀତ ମୁଖୀ ଘର୍ଷଣ ବଳ ଠେଲବଳକୁ ସନ୍ତୁଳିତ କରିଦିଏ । ତେଣୁ ବାକ୍ସଟି ଘୁଞ୍ଚେ ନାହିଁ ।
3. 20 ଗ୍ରାମ୍ ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁରେ 5 m/s2 ତ୍ଵରଣ ସୃଷ୍ଟି କରୁଥିବା ବଳର ପରିମାଣ ଓ 10 ଗ୍ରାମ୍ ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁରେ 10 m/s2 ତ୍ଵରଣ ସୃଷ୍ଟି କରୁଥିବା ଅଧ୍ବକ ?
ଉ-
ପ୍ରଥମ କ୍ଷେତ୍ରରେ,
m1 = 20 ଗ୍ରାମ୍ = 0.02 kg, a = 5 m/s2
∴ F 1 = m1 a1 = 0.02 kg x 5m/s2= 0.1 ନିଉଟନ୍
ଦ୍ଵିତୀୟ କ୍ଷେତ୍ରରେ m2 = 10 ଗ୍ରାମ୍ = 0.01_kg, a2 = 10 m/s2
∴ F2 = m2a2 = 0.01 kg × 10 m/s2 = 0.1 ନିଉଟନ୍
∴ ଉଭୟ ବଳର ପରିମାଣ ସମାନ ।
4. କେଉଁ କେଉଁ ନିୟମରୁ ଯଥାକ୍ରମେ ଦଳର ପ୍ରଭାବ, ବଳର ସଂଜ୍ଞା ଓ ବଳର ପରିମାଣ ସୂଚିତ ହୋଇଥାଏ ?
ଊ-
(i) ନିଉଟନ୍ଙ୍କ ତୃତୀୟ ଗତି ନିୟମରୁ ବଳର ପ୍ରଭାବ ସୂଚିତ ହୋଇଥାଏ ।
(ii) ନିଉଟନ୍ଙ୍କ ପ୍ରଥମ ଗତି ନିୟମରୁ ବଳର ସଂଜ୍ଞା ସୂଚିତ ହୋଇଥାଏ ।
(iii) ନିଉଟନ୍ଙ୍କ ଦ୍ଵିତୀୟ ଗତି ନିୟମରୁ ବଳର ପରିମାଣ ସୂଚିତ ହୋଇଥାଏ ।
5. ବଳ କ’ଣ ? ଏହାର ପରିମାଣ କିପରି କଳନା କରାଯାଏ ?
ଭ-
(i) ଯେଉଁ ବାହ୍ୟ କାରକଦ୍ଵାରା ବସ୍ତୁର ଜଡ଼ତ୍ଵର ପରିବର୍ତ୍ତନ ଅଣାଯାଏ ତାହାକୁ ବଳ (Force) କୁହାଯାଏ ।
(ii) ଗତିର ଦ୍ଵିତୀୟ ନିୟମ ଅନୁଯାୟୀ ବଳର ପରି ମାଣ ବସ୍ତୁର ବସ୍ତୁତ୍ଵ ଓ ଏଥିରେ ସୃଷ୍ଟ ତ୍ଵରଣର ଗୁଣଫଳରୁ କଳନା କରାଯାଏ ।
(iii) ବଳର ପରିମାଣ ବସ୍ତୁର ବସ୍ତୁତ୍ଵ ଓ ତାଠାରେ ସୃଷ୍ଟି ତ୍ଵରଣର ଗୁଣଫଳ ସହ ସମାନ ଏବଂ ଏହାର ଦିଗ ତ୍ଵରଣର ଦିଗ ସହ ସମାନ ହୋଇଥାଏ । F = ma
6. ସଂବେଗ କ’ଣ ? ଏହା କି ପ୍ରକାର ରାଶି ? S. I. ପଦ୍ଧତିରେ ଏହାର ଏକକ ଲେଖ ।
ଉ-
(i) ଗତିଶୀଳ ବସ୍ତୁ ଯେତେଚେଳେ ଆଘାତ କରେ ବସ୍ତୁତ୍ଵ ଓ ପରିବେଗ ଉଭୟ ରାଶି ଉପରେ ନିର୍ଭର କରେ । ତେଣୁ ସଂବେଗ ଏକ ଭୌତିକ ପରିବେଗର ଗୁଣନଦ୍ଵାରା ପ୍ରକାଶିତ ହୁଏ ।
(ii) ସଂବେଗ ଏକ ସଦିଶ ରାଶି କାରଣ ଏହାର ପରିମାଣ ଓ ଦିଗ ଉଭୟ ଥାଏ ।
(iii) S.I. ଏକକ ପଦ୍ଧତିରେ ସଂବେଗର ଏକକ 622 kg. m. s-1 ।
1. ନିଉଟନଙ୍କ ପ୍ରଥମ ଗତି ନିୟମ ଲେଖ । ଏହି ନିୟମରୁ ବଡ଼ତ୍ଵଚସଂଜ୍ଞ।କେଖ ।
ଉ-
(i) ନିଉଟନ୍ ଙ୍କ ପ୍ରଥମ ଗତି ନିୟମ: ଗୋଟିଏ ବସ୍ତୁ ତା’ର ସ୍ଥିରାବସ୍ଥାରେ ବା ସରଳରେଖକ ସମଗତି ଅବସ୍ଥାରେ ଅନବରତ ରହିଥାଏ, ଯେପର୍ଯ୍ୟନ୍ତ ତା’ର ସେହି ଅବସ୍ଥାକୁ ପରିବର୍ତ୍ତନ ପ୍ରୟୋଗ କରାଯାଇ ନ ଥାଏ ।
(ii) ଜଡ଼ତ୍: ନିଜର ସ୍ଥିରାବସ୍ଥା ବା ସରଳରେଖକ ସମ ଗତି ଅବସ୍ଥାକୁ ବଜାୟ ରଖୁବାପାଇଁ ବସ୍ତୁର ଯେଉଁ ପ୍ରାକୃତିକ ପ୍ରବୃତ୍ତି ଥାଏ, ତାହାକୁ ବସ୍ତୁର ଜଡ଼ତ୍ଵ କୁହାଯାଏ।
2. କାର୍ ମାନଙ୍କରେ ସୁରକ୍ଷା ବେଲ୍ଟ କାହିଁ କି ଲଗାଯାଉଛି ?
ଉ-
(i) କାର୍ ଟି ଗତି କଲାବେଳେ ହଠାତ୍ ବ୍ରେକ୍ ମାରିଲେ ଗତିର ଜଡ଼ତା ହେତୁ ଆମେ ଆଗକୁ ଝୁଙ୍କିପଡୁ ଓ କାର୍ ସ୍ଥିର ଥିଲାବେଳେ ହଠାତ୍ ଗତି ଆରମ୍ଭ କଲେ ଆମେ ସ୍ଥିରତାର ଜଡ଼ତା ପାଇଁ ପଛକୁ ଝୁଙ୍କିପଡୁ ।
(ii) ଏଥିପାଇଁ କାର୍ରେ ବସିଥିବା ଯାତ୍ରୀମାନଙ୍କୁ ଉପଦେଶ ଦି ଆଯାଏ । କାରଣ ସୁରକ୍ଷା ବେଲ୍ ଟ ଆମ ଶରୀର କୁ ଦୃଢ଼ ଭାବରେ ଭିତରେ ଯାତ୍ରୀଟି ସୁରକ୍ଷିତ ରହେ ।ଏଣୁ କା। ର୍ ମା ନ ଙ୍କ ରେ ସୁ ର କ୍ଷା ବେ ଲ୍ ଟ ଲଗାଯାଉଛି ।
3. . ଜଡ଼ତା କ’ଣ ? ଏହା କାହା ଉପରେ ନିର୍ଭର କରେ ?
ଉ-
(i) ଜଡ଼ତ୍ଵ ବସ୍ତୁର ଏକ ପ୍ରାକୃତିକ ପ୍ରବୃତ୍ତି ଯାହା ଯୋଗୁ ବସ୍ତୁ ନିଜର ସ୍ଥିରାବସ୍ଥା ବା ଗତିର ବିରୋଧ କରେ ।
(ii) ବସ୍ତୁର ବସ୍ତୁତ୍ଵ ଜଡ଼ତାର ପରିମାପକ । ଯେଉଁ ବସ୍ତୁର ବସ୍ତୁତ୍ଵ ଅଧୂକ ତାହାର ଜଡ଼ିତ୍ଵ ଅଧିକ ଓ ଯେଉଁ ବସ୍ତୁର ବସ୍ତୁତ୍ଵ କମ୍ ତାହାର ଜଡ଼ତ୍ଵ ମଧ୍ୟ କମ୍ ।
4. ଆମେ ରାସ୍ତାରେ ଚାଲୁ କିପରି ? ବୁଝାଅ ।
ଉ-
(i) ଆଗକୁ ଚାଲିବାପାଇଁ ଆମକୁ ନିଜ ଗୋଡ଼ର ପାଦଦ୍ଵାର ରାସ୍ତାକୁ ପଛଆଡ଼କୁ ଚାପି ଠେଲିବାକୁ ପଡ଼େ ।
(ii) ଏହା ଫଳରେ ନିଉଟନ୍ ଙ୍କ ତୃତୀୟ ଗତି ନିୟମ ଅନୁ ସାରେ ରାସ୍ତା ଆମ ଶରୀର ଉପରେ ଚାଲିବାରେ ସାହାଯ୍ୟ କରେ ।
5. ଗୋଟିଏ ସ୍ଥିର ବଳ ଏକ 9 kg ବସ୍ତୁତ୍ଵ ବିଶିଷ୍ଟ ବସ୍ତୁ ଉପରେ 3s ପାଇଁ କାର୍ଯ୍ୟ କଲା । ଏହା ବସ୍ତୁର ପରିବେଗକୁ 10m/s ରୁ 15 m/sକୁ ବୃଦ୍ଧିକଲା । ବଳର ପରିମାଣ ନିରୂପଣ କର ।
ଉ-
ଏଠାରେ ବସ୍ତୁତ୍ୱ (m) = 9 kg,
ପ୍ରାରମ୍ଭିକ ପରିବେଗ (u) = 10 m/s,
ଅନ୍ତିମ ପରିବେଗ (v) = 15 m/s
ଓ ସମୟ (t) = 3s
∴ F = \(\frac{\mathrm{m}(\mathrm{v}-\mathrm{u})}{\mathrm{t}}=\frac{9 \mathrm{~kg}(15 \mathrm{~m} / \mathrm{s}-10 \mathrm{~m} / \mathrm{s})}{3 \mathrm{~s}}\)
= \(\frac{9 \mathrm{~kg} \times 5 \mathrm{~m} / \mathrm{s}}{3 \mathrm{~s}}\) = 15 ନିଉଟନ୍ ।
6. ନିଉଟନ୍ଙ୍କ ତୃତୀୟ ଗତି ନିୟମ ଉଲ୍ଲେଖ କର ଓ ଗୋଟିଏ ଉଦାହରଣ ସହ ବୁଝାଅ ।
ଊ-
(i) ନିଉଟନଙ୍କ ତୃତୀୟ ଗତି ନିୟମ : ‘‘ ପ୍ରତ୍ୟେକ କ୍ରିୟା ବଳର ଏକ ସମାନ ବିପରୀତମୁଖୀ ପ୍ରତିକ୍ରିୟା ବଳ ଅଛି ।’’
(ii) ଉଦାହରଣ : ନଈକୂଳରେ ଥିବା ନାଆରୁ କୂଳକୁ ଡେଇଁଲେ ନାଆ ନଈ ଭିତରକୁ ଠେଲି ହୋଇଯାଏ । କାରଣ ଏଠାରେ କ୍ରିୟା ବଳ ନାଆ ଉପରେ କ୍ରିୟାଶୀଳ ହୁଏ ଓ ପ୍ରତିକ୍ରିୟା ବଳ ଲୋକ ଉପରେ କାର୍ଯ୍ୟକାରୀ ହୋଇଥାଏ । ଯାହାର ପ୍ରଭାବରେ ଲୋକଟି କୂଳ ଆଡକୁ ଭିତରକୁ ଚାଲିଯାଏ ।
7. ଗୋଟିଏ ଗାଡ଼ିର ବସ୍ତୁତ୍ଵ 1000 କି.ଗ୍ରା. । ଏହା 80 ମି./ସେ. ବେଗରେ ଗତି କରୁଥିବା ବେଳେ ଏକ ଅପରିବର୍ତ୍ତୀ ମନ୍ଦିତ ବଳ ପ୍ରଭାବରେ 20 ସେ.ରେ ସ୍ଥିର ହେଲା । ମନ୍ଦନ ଓ ମନ୍ଦିତ ବଳ କଳନା କର ।
ଊ-
ଏଠାରେ ପ୍ରାରମ୍ଭିକ ବେଗ, u = 80 ମି./ସେ.,
ଅନ୍ତିମ ବେଗ, ହ୍ = 0 ଓ ସମୟ (t) = 20 ସେ.
= – 4 ମି./ସେ2
∴ମନ୍ଦିତ ବଳ (F) = ma
= 1000 କି.ଗ୍ରା. x (- 4 ମି./ସେ2)
= -4000 ନିଉଟନ୍
ଏଠାରେ ବସ୍ତୁଟି ମନ୍ଦିତ ହେଉଥିବାରୁ ପ୍ରୟୋଗ ବଳର ଦିଗ ଗତିର ବିପରୀତ ଦିଗରେ 4000 ନିଉଟନ୍ ହେବ ।
8. ସ୍ଥିର ଥିବା 300 ଗ୍ରାମ୍ ବସ୍ତୁତ୍ଵର ଏକ ବସ୍ତୁକୁ 3 ମି. ଲମ୍ବର ମସୃଣ ଟେବୁଲ୍ ପୃଷ୍ଠରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଲମ୍ବ ଭାବରେ 3 ସେ. ରେ ନେବା ପରେ ତା’ର ବେଗ 2 ମି./ସେ. ହେଲା | ଏଥପାଇଁ ଆବଶ୍ୟକ ବଳ କଳନା କର ।
ଉ-
ଏଠାରେ ବସ୍ତୁର ବସ୍ତୁତ୍ଵ (m) = 300 ଗ୍ରାମ୍
∴ପ୍ରୟୋଗ ବଳ (F) = ma
9. ଷ୍ଟ୍ରାଇକର୍ ସାହାଯ୍ୟରେ ସ୍ତମ୍ଭାକାରରେ ଥିବା କ୍ୟାରମ୍ ଗୋଟିର ତଳ ଗୋଟିକୁ ଖୁବ୍ ଜୋର୍ରେ ଆଘାତ କଲେ ସ୍ତମ୍ଭଟି ଭାଙ୍ଗିଯାଏ ନାହିଁ କାହିଁକି ?
ଉ-
(i) କ୍ୟାରମ୍ ଗୋଟିରେ ତିଆରି ସ୍ତମ୍ଭର ତଳ ଗୋଟିକୁ ଷ୍ଟ୍ରାଇକରଦ୍ଵାରା ଆଘାତ କଲେ ସେହି ଗୋଟିଟି ଗତିଶୀଳ ହୁଏ । ମାତ୍ର ଉପର ଗୋଟିଗୁଡ଼ିକୁ ଆଘାତ ଦିଆଯାଇ ନ ଥିବାରୁ ସେଗୁଡ଼ିକ ଗତିଶୀଳ ନ ହୋଇ ପୂର୍ବସ୍ଥାନରେ ପୂର୍ବ ପରି ରହିଥାଆନ୍ତି ।
(ii) ତେଣୁ ଜଡ଼ତ୍ଵ ଯୋଗୁଁ ଗୋଟିସମୂହ ଭୂଲମ୍ବ ହୋଇ ଗୋଟିଏ ସ୍ଥାନରେ ରହିଯାଆନ୍ତି । ତେଣୁ ସ୍ତମ୍ଭଟି ଭାଙ୍ଗିଯାଏ ନାହିଁ ।
10. ଡଙ୍ଗାରୁ କୂଳକୁ ଡ଼େଇଁବା ସମୟରେ ଢ଼ଙ୍ଗାଟି ପଛକୁ ଘୁଞ୍ଚିଯାଏ କାହିଁକି ?
ଢ-
(i) ଡଙ୍ଗାରୁ କୂଳକୁ ଡ଼େଇଁବା ସମୟରେ ଆମେ ଡଙ୍ଗା ଉପରେ ଯେଉଁ ବଳ ପ୍ରୟୋଗ କରୁ ତାହା କ୍ରିୟା ବଳ । ଏହି ବଳ ଡ଼ଙ୍ଗା ଉପରେ ବିପରୀତ ଦିଗରେ କାର୍ଯ୍ୟକାରୀ ହେଉଥାବ।ଚୁ ପଛକୁ ଘୁଞ୍ଚାଏ ।
(ii) ମାତ୍ର ଡଙ୍ଗା ଆମ ଉପରେ ସମାନ ଓ ବିପରୀତ ପ୍ରତିକ୍ରିୟା ବଳ ପ୍ରୟୋଗ କରେ ଯାହା ଫଳରେ ଆମେ ଆଗକୁ ଡେଇଁପାରୁ ।
11. ଦ୍ରୁତଗାମୀ କ୍ରିକେଟ୍ ବଲ୍କୁ ଧରିଲା ବେଳେ ଖେଳାଳି ବଲଟିକୁ ଧରି ପାପୁଲିକୁ କ୍ରମଶଃ ତଳକୁ ଖସାଇ ଆଣେ କାହିଁକି ?
ଉ-
(i) ବଲ୍ ଧରିବା ପୂର୍ବରୁ ତାହାର କିଛି ସଂବେଗ ଥାଏ । ଖେଳାଳି ହାତରେ ଧରିଲେ ତାର ବେଗ କମି ଶୂନ ହୁଏ । ଫଳରେ ସଂବେଗରେ ମଧ୍ୟ ପରିବର୍ତ୍ତନ ହୁଏ ।
(ii) ଏହି ସଂବେଗ ପରିବର୍ତ୍ତନର ପରିମାଣ ଯେତେ ଅଧିକ ସମୟ ବ୍ୟବଧାନରେ ହେବ ହାତ ଉପରେ ସେତେ କମ୍ ପ୍ରତିଘାତ ବଳ କାର୍ଯ୍ୟକାରୀ ହେବ । ଫଳରେ ହାତରେ ଆଘାତ ଲାଗିବ ନାହିଁ । ଏହି ସଂବେଗ ପରିବର୍ତ୍ତନ ସମୟକୁ ବୃଦ୍ଧି କରିବାପାଇଁ ଖେଳାଳି ବଲ୍ ଧରିବା ପରେ ପାପୁଲିକୁ ତଳକୁ ଖସାଇ ଆଣେ ।
Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ସବୁବେଳେ ପ୍ରଯୁକ୍ତ ବଳ ବସ୍ତୁରେ ତ୍ଵରଣ ସୃଷ୍ଟି କରେ କି ? ଯଦି ନୁହେଁ ତେବେ ଗୋଟିଏ ଉଦାହରଣ ଦିଅ ।
ଉ-
ଗୋଟିଏ ଅଟାଗୁଳାକୁ ଦୁଇ ହାତରେ ଚାପିଦେଲେ ଅଟାଗୁଳାରେ ତ୍ଵରଣ ସୃଷ୍ଟିହୁଏ ନାହିଁ କେବଳ ଏହାର ଆକାର ପରିବର୍ତ୍ତନ ହୋଇଥାଏ । ତେଣୁ ସବୁବେଳେ ବଳ ବସ୍ତୁରେ ତ୍ଵରଣ ସୃଷ୍ଟି କରିପାରେ ନାହିଁ ।
2. ସଂବେଗ କ’ଣ ?
ଉ-
ଗୋଟିଏ ବସ୍ତୁର ପରିବେଗ ଓ ବସ୍ତୁତ୍ଵର ଗୁଣଫଳଙ୍କୁ ସଂବେଗ କୁହାଯାଏ ।
3. ଗୋଟିଏ ଗଡ଼ୁଥିବା ବଲ୍ କିଛି ସମୟ ପରେ ରହିଯାଏ କାହିଁକି ?
ଉ-
ପ୍ରତିରୋଧୀ ଘର୍ଷଣବଳ ଯୋଗୁ ବଲ୍ କିଛି ସମୟ ପରେ ରହିଯାଏ ।
4. କ୍ରିୟାବଳ ଓ ପ୍ରତିକ୍ରିୟା ବଳ ସମାନ ଓ ବିପରୀତ ହେଲେ ଏହାର ପରିଣାମୀ ବଳ ଶୂନ ହୋଇପାରିବ କି ?
ଉ-
କ୍ରିୟାବଳ ଓ ପ୍ରତିକ୍ରିୟା ବଳ ଭିନ୍ନ ଭିନ୍ନ ବସ୍ତୁରେ କ୍ରିୟାଶୀଳ ହେଉଥିବାରୁ ସେମାନଙ୍କ ପରିଣାମୀ ବଳ ନିରୂପଣ କରାଯାଇ ପାରିବ ନାହିଁ ।
5. ନିଉଟନ୍ ଙ୍କ ତୃତୀୟ ଗତି ନିୟମ ଲେଖ ।
ଉ-
ପ୍ରତ୍ୟେକ କ୍ରିୟାବଳର ଏକ ସମ ପରିମାଣର ବିପରୀତମୁଖୀ ପ୍ରତିକ୍ରିୟା ବଳ ଥାଏ ।
6. ଏକ ନିଉଟନ୍ ବଳ କହିଲେ କ’ଣ ବୁଝ ?
ଉ-
ଯେଉଁ ପରିମାଣର ବଳ ବାହାରୁ 1 କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ବସ୍ତୁ ଉପରେ କାର୍ଯ୍ୟକଲେ ସେଥୁରେ 1 ମି./ ସେ ତ୍ଵରଣ ସୃଷ୍ଟିକରେ ତାହାକୁ I ନିଉଟନ୍ ବଳ କୁହ।ଯ।ଏ।
7. ଚ୍ଷ୍କବୁଗୁ କି ଫୁଟ।ଚ୍ଚ।ବେକେ କ୍ରିୟ ।ପ୍ରତି କ୍ରିୟ ଚିହ୍ନାଅ ।
ଉ-
ବନ୍ଧୁକ ଗୁଳି ଉପରେ ପ୍ରୟୋଗ କରୁଥିବା ବଳ କ୍ରିୟା ଓ ବନ୍ଧୁକ ଉପରେ ପ୍ରୟୋଗ ହେଉଥିବା ଠେଲାବଳ ପ୍ରତି କ୍ରିୟା, ଯାହାଦ୍ଵାରା ବନ୍ଧୁକ ପଛକୁ ଠେଲି ହୋଇଯାଏ।
8. ସଂବେଗ ସଂରକ୍ଷଣ ନିୟମ ଲେଖ ।
ଉ-
କୌଣସି ଚଷ୍ତୁ ସମ୍ହର ସଂବେଗ ବ।ହବକ ସେଗୁଡ଼ିକ ଉପରେ ପ୍ରଯୁକ୍ତ ନହେବା ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହେ ।
9. କ୍ରିକେଟ୍ ମ୍ୟାଚ୍ରେ ଜଣେ କ୍ଷେତ୍ରରକ୍ଷକ ବଲ୍ ଧରିବା ପାଇଁ ହାତ ତଳକୁ ଘୁଞ୍ଚାଇଆଣେ । ଏହା ନିଉଟନ୍ଙ୍କ କେଉଁ ନିୟମ ଅନ୍ତର୍ଭୁକ୍ତ ?
ଉ-
କ୍ରିକେଟ୍ ମ୍ୟାଚ୍ରେ ଜଣେ କ୍ଷେତ୍ରରକ୍ଷକ ବଲ୍ ଧରିବାପାଇଁ ହାତ ତଳକୁ ଘୁଞ୍ଚାଇଆଣେ । ଏହା ନିଉଟନଙ୍କ ଦ୍ଵିତୀୟ ଗତି ନିୟମ ଅନ୍ତର୍ଭୁକ୍ତ ।
10. ଯେତେବେଳେ ଏକ ବସ୍ ହଠାତ୍ ଯାତ୍ରା ଆରମ୍ଭ କରେ, ଭିତରେ ବସିଥିବା ଯାତ୍ରୀମାନେ ପଛକୁ ଝୁଙ୍କିପଡ଼ନ୍ତି । ଏହା କେଉଁ ଉଦାହରଣ ଦର୍ଶାଏ ?
ଉ-
ଯେତେବେଳେ ଏକ ବସ୍ ହଠାତ୍ ଯାତ୍ରା ଆରମ୍ଭ କରେ, ଭିତରେ ବସିଥିବା ଯାତ୍ରୀମାନେ ପଛକୁ ଝୁଙ୍କିପଡ଼ନ୍ତି । ଏହା ନିଉଟନ୍ଙ୍କ ପ୍ରଥମ ଗତି ନିୟମ ଦର୍ଶାଏ ।
11. ଯେତେବେଳେ ଏକ ବସ୍ତୁର ତ୍ଵରଣ ସୃଷ୍ଟି ହୁଏ, ସେତେବେଳେ କ’ଣ ଘଟେ ?
ଉ-
ଯେତେବେଳେ ଏକ ବସ୍ତର ତ୍ଵରଣ ସୃଷ୍ଟି ହୁଏ, ସେତେବେଳେ ଏକ ବଳ ସର୍ବଦା ଏହା ଉପରେ କାର୍ଯ୍ୟ କରେ ।
12. ଲମ୍ବ କୁଦ ପୂର୍ବରୁ ଜଣେ ଖେଳାଳି କିଛି ବାଟ ଦୌଡିଥାଏ । କାରଣ କ’ଣ ?
ଉ-
ଲମ୍ବ କୁଦ ପୂର୍ବରୁ ଜଣେ ଖେଳାଳି କିଛି ବାଟ ଦୌଡିଥାଏ । କାରଣ ଦୌଡିବାଦ୍ୱାରା ସେ ଅଧିକ ଗତିର ଜଡତା ପାଏ ।
13. ଜଡତ୍ଵ କ’ଣ ?
ଉ-
ନି ଜର ସ୍ଥିରାବସ୍ଥା ବା ସରଳରେଖ୍କ ସମଗତି ଅବସ୍ଥାକୁ ବଜାୟ ରଖିବାପାଇଁ ବସ୍ତର ଯେଉଁ ପ୍ରାକୃତିକ ପ୍ରବୃତ୍ତି ଥାଏ, ତାହାକୁ ଜଡତ୍ଵ କୁହାଯାଏ ।
14. ସନ୍ତୁଳିତ ବଳ କ’ଣ ?
ଉ-
ଦୁଇଟି ବିପରୀତମୁଖୀ ବଳର ପରିମାଣ ସମାନ ହେଲେ, ସନ୍ତୁଳିତ ବଳ ସୃଷ୍ଟି ହୁଏ ।
15. କେଉଁ କ୍ଷେତ୍ରରେ ସମ ପରିମାଣର କ୍ରିୟାବଳ ଓ ପ୍ରତିକ୍ରିୟା ବଳ ସମାନ ପରିମାଣରେ ତ୍ଵରଣ ସୃଷ୍ଟି କରିପାରନ୍ତି ନାହିଁ ?
ଉ-
ବସ୍ତଦ୍ଵୟର ବସ୍ତତ୍ଵ ଭିନ୍ନ ହେଲେ କ୍ରିୟାବଳ ଓ ପ୍ରତିକ୍ରିୟା ବଳ ସମାନ ହୋଇଥିଲେ ମଧ୍ୟ ସୃଷ୍ଟି ତ୍ଵରଣ ଭିନ୍ନ ହୋଇଥାଏ ।
B ଗୋଟିଏ ପଦରେ ଉତ୍ତର ଦିଅ ।
1. ସଂବେଗର SI ଏକକ କ’ଣ ?
2. ନିଉଟନ୍ ଙ୍କ ଦ୍ୱିତୀୟ ଗତି ନିୟମରୁ କ’ଣ ଜାଣି ହୁଏ ?
3. ନିଉଟନ୍ ଙ୍କ ତୃତୀୟ ଗତି ନିୟମରୁ କ’ଣ ଜାଣିହୁଏ ?
4. 1 kg x 1m x 1 sec-2 = କେତେ ?
5. 2 kg ବସ୍ତୁତ୍ଵ ବିଶିଷ୍ଟ ବସ୍ତୁରେ 5 m/s2 ତ୍ଵରଣ ସୃଷ୍ଟି କରୁଥିବା ବଳର ପରିମାଣ କେତେ ?
6. 20 N ବଳ 4 kg ବସ୍ତୁତ୍ଵ ବିଶିଷ୍ଟ ବସ୍ତୁରେ କେତେ ତ୍ଵରଣ ସୃଷ୍ଟି କରିପାରିବ ?
7. ଦୁଇଟି ଚଳନ୍ତା ବଳର ସଂଘାତ ଘଟିଲେ କ’ଣ ସଂରକ୍ଷିତ ହୁଏ ?
8. ସ୍ପ୍ରିଙ୍ଗ୍ ତରାଜୁରେ ବସ୍ତୁର କ’ଣ ମପାଯାଏ ?
9. s = କେତେ ?
10. ଗୋଟିଏ ବସ୍ତୁରେ ତ୍ଵରଣ କେତେବେଳେ ସୃଷ୍ଟି ହେବ ?
11. କେଉଁ ବଳଦ୍ଵାରା ଗତିଶୀଳ ଏକ ବସ୍ତର ବେଗ କିମ୍ବା ଦିଗରେ ପରିବର୍ତ୍ତନ ଘଟେ ?
12. ରକେଟ୍ କେଉଁ ସଂରକ୍ଷଣ ନିୟମ ଉପରେ କାର୍ଯ୍ୟ କରେ ?
13. ତ୍ଵରଣ ସର୍ବଦା କେଉଁ ଦିଗରେ କାର୍ଯ୍ୟକାରୀ ହୁଏ ?
14. ପ୍ରଯୁକ୍ତ ବଳଦ୍ଵାରା ଗୋଟିଏ ବସ୍ତରେ ଉତ୍ପନ୍ନ ତ୍ଵରଣ କାହା ଉପରେ ନିର୍ଭର କରେ ?
15. 1 kg ବସ୍ତୁତ୍ଵ ଉପରେ 1 N ବଳ ପ୍ରଯୁକ୍ତ ହେଲେ, ବସ୍ତୁଟି କିପରି ଗତି କରେ ?
16. କ୍ରିୟା ଓ ପ୍ରତିକ୍ରିୟା ବଳର ପରିଣାମୀ କେତେ ?
17. 50 kg ବସ୍ତତ୍ଵର ଜଣେ ବାଳକ 100 N ବଳ ସହିତ ଦୌଡେ । ତା’ର ତ୍ଵରଣ କେତେ ହେବ ?
18. ସ୍ଥିରାବସ୍ଥାରେ ଥିବା ଏକ ବିଶାଳ ବସ୍ତର ସଂବେଗ କେତେ ?
Answer:
1. kg x m x sec-1
2. ବଚ୍ଚର ପରିମାଣ ଓ ଦିଗ
3. ବଳର ପ୍ରଭାବ
4. 1 ନିଉଟନ୍
5. 10 N
6. 5 m x s-2
7. ସଂବେଗ,
8. ଓଜନ
9. \(\frac{v^2-u^2}{2 a}\)
10. ବସ୍ତୁ ଉପରେ ଏକ ଅସନ୍ତୁଳିତ ବଳ କ୍ରିୟାଶୀଳ ହେଲେ
11. ଅସନ୍ତୁଳିତ ବଳ
12. ସଂବେଗ
13. ନିଟ୍ ବଳ
14. ବସ୍ତର ବସ୍ତୁତ୍ଵ
15. 1 m/s-2 ତ୍ବରଶରେ
16. > 0
17. 150 m/s-2
18. 0
C ଶୂନ୍ୟସ୍ଥାନ ପୂରଣ କର ।
1. ସଂବେଗର ଏକକ ………………….. ।
2. ବୈଜ୍ଞାନିକ ………………… ଗବେଷଣାରୁ ଜାଣିପାରିଥିଲେ ଯେ, ତ୍ଵରାନ୍ବିତ ବସ୍ତୁମାନେ ଏକ ସମୟ ଅବଧୂ ସମୟର ବର୍ଗ ସହ ସମାନୁପାତୀ ଅଟେ ।
3. ଜଡ଼ତ୍ଵ ବସ୍ତୁର …………………. ଉପରେ ନିର୍ଭର କରେ ।
4. ଗତିଶୀଳ ବସ୍ତୁର ସଂବେଗର ପରିମାଣ ବସ୍ତୁର ବସ୍ତୁତ୍ଵ ଓ ତା’ର ………………… ର ଗୁଣଫଳ ସହ ସମାନ ।
5. 10 kg ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ 5m/s ପରିବେଗରେ ଏକ ସ୍ଥିର ବସ୍ତୁକୁ ଆଘାତ କଲେ ସଂବେଗର ପରିମାଣ ………………… ହେବ ।
6. ଗୋଟିଏ ବସ୍ତୁ ସମୂହ ଉପରେ କୌଣସି ଅସନ୍ତୁଳିତ କାହ୍ୟବଳ ପ୍ରଯୁକ୍ତ ନ ହେଲେ ସେହି ବସ୍ତୁସମୂହର ମୋଟ ସଂବେଗ ……………….. ରହେ ।
7. ସଂବେ ଗର ପରି ବର୍ଷ ନ ର ହ ର କୁ …………………. କୁହାଯାଏ ।
8. S.I. ପଦ୍ଧତିରେ ……………….. ବସ୍ତୁତ୍ଵର ଏକକ ଅଟେ ।
୨. ଗତିର ……………….. ନିୟମକୁ ଗତିର ପ୍ରକୃତ ନିୟମ ବୋଲି ଧରାଯାଏ ।
10. ବସ୍ତୁର ଜଡ଼ତ୍ଵ ………………… ଉପରେ ନିର୍ଭର କରେ ।
11. ବସ୍ତର ସଂବେଗର ଦିଗ ତାହାର ………………… ର ଦିଗ ସହିତ ସମାନ ।
12. ବସ୍ତର ସଂବେଗର ପରିବର୍ତ୍ତନର ପରିମାଣ ବଳର ପରିମାଣ ଓ ………………….ଉପରେ ନିର୍ଭର କରେ ।
13. କ୍ରିୟା ବଳ ଓ ପ୍ରତିକ୍ରିୟା ବଳ ସର୍ବଦା …………………. ବସ୍ତ ଉପରେ କାର୍ଯ୍ୟ କରନ୍ତି ।
14. ଆମେ ରାସ୍ତାରେ ଚାଲିବା …………………. ନିୟମ ଉପରେ ପର୍ର୍ଯବମିତା ।
15. ବସ୍ତର ଗତିକୁ ସର୍ବଦା ………………… ବିରୋଧ କରେ ।
Answer:
1. kg x m/s ବା ନିଉଟନ୍ x ସେକେଣ୍ଡ
2. ଗାଲିଲି ଓ
3. ବସ୍ତୁତ୍ଵ
4. ପରିବେଗ
5. 50 kg
6. ଅପରିବର୍ତିତ
7. ବଳ
8. kg
9. ଦ୍ଵିତୀୟ
10. ବସ୍ତୁତ୍ଵ
11. ପରି ବେଗ
12. ସମୟ
13. ଭିନ୍ନ
14. ତୃତୀୟ ଗତି
15. ଘର୍ଷଣ ବଳ
D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ ଉକ୍ତି ପାଇଁ (✗) ଚିହ୍ନ ଦିଅ ।
1. ବଳପ୍ରୟୋଗ କରି ‘ବସ୍ତୁର ଗତିକୁ କ୍ଷିପ୍ରତର କିମ୍ବା ”
2. ବାହ୍ୟବଳ ବିନା ବସ୍ତୁ ଗତି କରିପାରେ ନାହିଁ ।
3. କୌଣସି ବସ୍ତୁର ବସ୍ତୁତ୍ଵ ଅଧିକ ହେଲେ ତାହାର ଜଡ଼ତ୍ଵ କମେ ।
4. ଦ୍ରୁତଗାମୀ ବସ୍ର ଚାଳକ ହଠାତ୍ ବ୍ରେକ୍ ମାରିଲେ ଝୁଙ୍କିପଡ଼େ ।
5. ଗତିଶୀଳ ବସ୍ତୁର ବସ୍ତୁତ୍ଵ m ଓ ପରିବେଗ । ହେଲେ
6. ସଂବେଗ ଏକ ସଦିଶରାଶି ।
7. ଫୁଲ ତୋଳି ବାବେଳେ ଠେଲା ବଳ ଆବଶ୍ୟକ ହୋଇଥାଏ ।
8. କମାନୀ ନିକିତିରେ ବସ୍ତୁର ବସ୍ତୁତ୍ଵ ମପାଯାଏ ।
9. ନିଉଟନଙ୍କ ପ୍ରଥମ ଗତି ନିୟମରୁ ବଳର ପ୍ରଭାବ ସୂଚିତ ହୁଏ ।
10. ଏକ ବସ୍ତୁର ବସ୍ତୁତ୍ଵ m ଓ ତ୍ଵରଣ à ହେଲେ ବଳର ପରିମାଣ ma I
11. 1 ଡାଇନ୍ = 1 ସେ.ମି. x 1 ଗ୍ରାମ୍
12. ଗାଲିଲିଓ ବୈଜ୍ଞାନିକ ଗବେଷଣାରୁ ଜାଣିପାରିଥିଲେ ଯେ, ତ୍ଵରାନ୍ବିତ ବସ୍ତୁମାନେ ଏକ ସମୟ ଅବଧୂ ମଧ୍ୟରେ ଯେତିକି ଦୂରତା ଅତିକ୍ରମ କରନ୍ତି, ତାହା ସମୟର ବର୍ଗ ସହ ସମାନୁପାତୀ ।
13. 20 kg ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ 10 m/s ପରିବେଗରେ ଗତି କରି ଏକ ସ୍ଥିର ବସ୍ତୁକୁ ଆଘାତ କଲେ ସଂବେଗର ପରିମାଣ 200 kg x m x sec ହେବ।
14. ଏକ ବସ୍ତୁ 10 m/s ପରିବେଗରେ ଗତିକରି ଏକ ବସ୍ତୁକୁ ଆଘାତ କଲେ ତାର ସଂବେଗ 400 kg × m x s-1 ହେଲା ତେବେ ବସ୍ତୁର ବସ୍ତୁତ୍ଵ 40 kg 1
15. ଏକ ଗତିଶୀଳ ନିର୍ଦ୍ଦିଷ୍ଟ ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ ତା’ର ପରିବେଗକୁ ଦୁଇ ଗୁଣ କଲେ ସଂବେଗ ଓ ଗୁଣ ଗୁଣ ହେବ ?
16. ବସ୍ତୁ ତା’ର ସ୍ଥିରାବସ୍ଥା ବା ସମଗତି ଅବସ୍ଥାରେ କୌଣସି ପରିବର୍ତ୍ତନକୁ ତା’ର ପ୍ରାକୃତିକ ଗୁଣ ଯୋଗୁ ବାଧା ଦେବାର ଯେଉଁ ପ୍ରବୃତ୍ତି ପ୍ରଦର୍ଶନ କରେ, ତାକୁ ବସ୍ତୁର ପରିବେଗ କୁହାଯାଏ ।
17. ସ୍ପ୍ରିଙ୍ଗ୍ ତରାଜୁରେ ବସ୍ତୁର ଆୟତନ ମପାଯାଏ ।
18. ନିଉଟନ୍ଙ୍କ ତୃତୀୟ ଗତି ନିୟମରୁ ବଳର ପ୍ରଭାବ ଜାଣିହୁଏ ।
19. m ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ à ପରି ବେଗରେ ଗତିକଲେ ବଳର ପରିମାଣ ma ।
20. m kg ବସ୍ତୁତ୍ର ବିଶିଷ୍ଟ ଏକ ବସ୍ତୁରେ 5m/s2 ତ୍ଵରଣ ପ୍ରଦାନ କରିପାରୁଥିବା ବଳର ପରିମାଣ 40 ନିଉଟନ୍ ହେଲେ mର ମାନ 10 ।
Answer:
1. (✓)
2. (✗)
3. (✗)
4. (✓)
5. (✗)
6. (✓)
7. (✗)
8. (✓)
9. (✓)
10. (✓)
11. (✗)
12. (✓)
13. (✓)
14. (✓)
15. (✓)
16. (✗)
17. (✗)
18. (✓)
19. (✓)
20. (✗)
E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
‘କ’ | ‘ଖ’ |
ସଂବେଗର ପରିଚଉନ ହାର | ମନ୍ଦନ |
ବିଚ୍ଛିନ୍ନ ବସ୍ତ୍ରସମ୍ବହ | ବସ୍ତୁତ୍ଵ × ତ୍ଵରଣ |
ସଂବେଗ (P) | ବସ୍ତୁତ୍ଵ × ପରିବେଗ |
ବଳ (F) = | ବାହ ଚଳ କାର୍ଯ୍ୟ କରେନା |
ବିଯୁଙ୍ଗ୍ର। ମ୍କ ଦ୍ଵାରଣ | ବଳ |
Answer:
‘କ’ | ‘ଖ’ |
ସଂବେଗର ପରିଚଉନ ହାର | ବଳ |
ବିଚ୍ଛିନ୍ନ ବସ୍ତ୍ରସମ୍ବହ | ବାହ ଚଳ କାର୍ଯ୍ୟ କରେନା |
ସଂବେଗ (P) | ବସ୍ତୁତ୍ଵ × ପରିବେଗ |
ବଳ (F) = | ବସ୍ତୁତ୍ଵ × ତ୍ଵରଣ |
ବିଯୁଙ୍ଗ୍ର। ମ୍କ ଦ୍ଵାରଣ | ମନ୍ଦନ |
F ପ୍ରଥମ ଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ଵିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।
1. ବଳ : ସଦିଶ ରାଶି :: ସଂବେଗ :…………………..
2. ବଳ : ନିଉଟନ୍ :: ସଂବେଗ : ……………………..
3. ବଳର ସଂଜ୍ଞା : ନିଉଟନ୍ଙ୍କ ପ୍ରଥମ ନିୟମ :: ବଳର ପରିମାଣ : …………………….
4. ନିଉଟନ୍ ଙ୍କ ପ୍ରଥମ ନିୟମ : ବଳର ସଂଜ୍ଞା :: ନିଉଟନ୍ ଙ୍କ ତୃତୀୟ ନିୟମ : ……………………
5. ସ୍ପ୍ରିଙ୍ଗ୍ ତରାଜୁ : ଓଜନ :: ସାଧାରଣ ତରାଜୁ : ……………………
6. ବଳ F : ma :: ସଂବେଗ P : …………….
7. ବକ : କି.ଗ୍ରା. : ମି./ସେ. :: ସଂବେଗ: …………………
8. କ୍ରିୟା : ବନ୍ଧୁକରୁ ଗୁଳି ନିର୍ଗମନ : : ପ୍ରତିକ୍ରିୟା : …………………..
9. ବଳ : N : : ସଂବେଗ : ………………….
10. ବସ୍ତୁ ସ୍ଥିର : ବସ୍ତୁ ଉପରେ ସନ୍ତୁଳିତ ବଳ ପ୍ରୟୋଗ : : ବସ୍ତୁ ଗତିଶୀଳ : …………………
Answer:
1. ସଦିଶ ରାଶି
2. ନିଉଟନ୍ x ସେକେଣ୍ଡ
3. ନିଉଟନ୍ଙ୍କ ଦ୍ଵିତୀୟ ନିୟମ
4. ବଳର ପ୍ରଭାବ
5. ବସ୍ତୁତ୍ଵ
6. mv
7. କି.ଗ୍ର।. x ମି./ସେ.
8. ବଷ୍ଣୁକର ପ୍ରତ୍ୟାଗମନ
9. kg.m.s-1
10. ବସ୍ତୁ ଉପରେ ଅସନ୍ତୁଳିତ ବଳ ପ୍ରୟୋଗ
G ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. m ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ 0 ପରି ବେଗରେ ଗତିକଲେ ଗତିଶୀଳ ବସ୍ତୁର ସଂବେଗର ପରିମାଣ କେତେ ?
(A) \(\frac {π}{2}\) mv2
(B) mv
(C) 0
(D) mv2
Answer:
(B) mv
2. ସ୍ଥିରବସ୍ତୁର ସଂବେଗ କେତେ ?
(A) mv2
(B) \(\frac {π}{2}\) mv2
(C) 0
(D) P
Answer:
(C) 0
3. ରକେଟ୍ କେଉଁ ନିୟମ ଉପରେ କାର୍ଯ୍ୟ କରେ ?
(A) ଶକ୍ତି ସଂରକ୍ଷଣ
(B) ବସ୍ତତ୍ଵ ସଂରକ୍ଷଣ
(C) ସଂବେଗ ସଂରକ୍ଷଣ
(D) ନିଉଟନ୍ଙ୍କ ଗତି ନିୟମ
Answer:
(C) ସଂବେଗ ସଂରକ୍ଷଣ
4. ସଂବେଗର ପରିବର୍ତ୍ତନର ହାରକୁ କ’ଣ କୁହାଯାଏ ?
(A) ବଳ
(B) ବେଗ
(C) ପରି ବେଗ
(D) ତ୍ଵରଣ
Answer:
(A) ବଳ
5. ବସ୍ତୁର ଜଡ଼ତ୍ଵ କାହା ଉପରେ ନିର୍ଭର କରେ ?
(A) ବେଗ
(B) ପ୍ରଯୁକ୍ତ ବଳ
(C) ବସ୍ତୁତ୍ଵ
(D) ଆୟତନ
Answer:
(C) ବସ୍ତୁତ୍ଵ
6. କେଉଁ ଗତି ନିୟମକୁ ଗତିର ପ୍ରକୃତ ନିୟମ ବୋଲି ଧରାଯାଏ ?
(A) ପ୍ରଥମ
(B) ଦ୍ଵିତୀୟ
(C) ତୃତୀୟ
(D) କେଉଁଟି ନୁହେଁ
Answer:
(B) ଦ୍ଵିତୀୟ
7. ନିମ୍ନଲିଖିତ ମଧ୍ୟରୁ କେଉଁଟି ବଳର ଏକକ ନୁହେଁ ?
(A) ନିଉଟନ୍
(B) ଡାଇନ୍
(C) kgms-1
(D) ଜୁଲ୍
Answer:
(D) ଜୁଲ୍
8. S.I. ପଦ୍ଧତିରେ କେଉଁଟି ବସ୍ତୁତ୍ଵର ଏକକ ଅଟେ ?
(A) kg
(B) g
(C) kgms-1
(D) ms-1
Answer:
(A) kg
9. କେଉଁ ରାଶି ବସ୍ତୁର ବସ୍ତୁତ୍ୱ ଓ ପରିବେଗର ସଂଯୋଜନ ଅଟେ ?
(A) ସଂବେଗ
(B) ସମୟ
(C) ବଳ
(D) କାର୍ଯ୍ୟ
Answer:
(A) ସଂବେଗ
10. ନିମ୍ନଲିଖିତ ମଧ୍ୟରୁ କେଉଁଟି ଜଡ଼ତ୍ଵର ମାପକ ଅଟେ ?
(A) ବେଗ
(B) ତ୍ଵରଣ
(C) ବସ୍ତୁତ୍ଵ
(D) ଆୟତନ
Answer:
(C) ବସ୍ତୁତ୍ଵ
11. ଏକ ବସ୍ତୁ ସ୍ଥିରାବସ୍ଥାରୁ ଯାତ୍ରା ଆରମ୍ଭ କରି 12 sec ପରେ 6 m/s ପରିବେଗ ଲାଭ କଲା ତେବେ ବସ୍ତୁର ପ୍ରାରମ୍ଭିକ ସଂବେଗ କେତେ ?
(A) 18 Ns
(B) 36 Ns
(C) 0
(D) 72 Ns
Answer:
(C) 0
12. ବସ୍ତୁ ତା’ର ସ୍ଥିରାବସ୍ଥା ବା ସମ ଗତି ଅବସ୍ଥାରେ ବାଧା ଦେବାର ଯେଉଁ ପ୍ରବୃତ୍ତି ପ୍ରଦର୍ଶନ କରେ ତାକୁ ବସ୍ତୁର କ’ଣ କୁହାଯାଏ ?
(A) ବସ୍ତୁତ୍ଵ
(C) ବଳ
(B) ଜଡ଼ତ୍ଵ
(D) ପରିବେଗ
Answer:
(B) ଜଡ଼ତ୍ଵ
13. ଦୁଇଟି ଚଳନ୍ତା ବଳର ସଂଘାତ ଘଟିଲେ କ’ଣ ସଂରକ୍ଷିତ ହୁଏ ?
(A) ସଂବେଗ
(C) ତ୍ଵରଣ
(B) ପରିବେଶ
(D) ଗତିଜ ଶକ୍ତି
Answer:
(A) ସଂବେଗ
14. କେଉଁଟି ଏକ ଅଦିଶ ରାଶି ?
(A) ସଂବେଗ
(B) ବଳ
(C) ପରି ବେଗ
(D) ବସ୍ତୁତ୍ଵ
Answer:
(D) ବସ୍ତୁତ୍ଵ
15. କେଉଁଟି ଏକ ସଦିଶ ରାଶି ?
(A) ବସ୍ତୁତ୍ଵ
(B) ବେଗ
(C) ଦୂରତା
(D) ସଂବେଗ
Answer:
(D) ସଂବେଗ
16. ନିଉଟନ୍ଙ୍କ ଦ୍ଵିତୀୟ ଗତି ନିୟମରୁ କ’ଣ ଜାଣିହୁଏ ?
(A) ବଳର ପରିମାଣ ଓ ଦିଗ
(B) ବଳର ପ୍ରଭାବ
(C) ବଳର ସଂଜ୍ଞା
(D) ମାଧ୍ୟାକର୍ଷଣ ବଳ ସମ୍ବନ୍ଧରେ
Answer:
(A) ବଳର ପରିମାଣ ଓ ଦିଗ
17. ନିଉଟନ୍ଙ୍କ ତୃତୀୟ ଗତି ନିୟମରୁ କ’ଣ ଜାଣିହୁଏ ?
(A) ବଳର ସଂଜ୍ଞା
(B) ବଳର ପ୍ରଭାବ
(C) ବଳର ପରିମାଣ
(D) ସଂବେଗର ପରିମାଣ
Answer:
(B) ବଳର ପ୍ରଭାବ
18. ଓଜନର SI ଏକକ କ’ଣ ?
(A) ଡାଇନ୍
(C) ନିଉଟନ୍
(B) କି.ଗ୍ରା.
(D) କୁଇଲ୍
Answer:
(C) ନିଉଟନ୍
19. x ବସ୍ତୁତ୍ଵର ବସ୍ତୁ ( ପରିବେଗରେ ଏକ କାନ୍ଥରେ
(A) 0
(B) XV
(C) – XV
(D) 2XV
Answer:
(D) 2XV
20. ସଂବେଗର ପରିବର୍ତ୍ତନ ହାର କାହା ସହ ସମାନ ?
(A) ତ୍ଵରଣ
(B) କାର୍ଯ୍ୟ
(C) ବଳ
(D) ପ୍ରତିଘାତ
Answer:
(C) ବଳ
21. ଗୋଟିଏ ସ୍ଥିର ବଳ 5 kg ବସ୍ତୁ ଉପରେ 2s ପାଇଁ କାର୍ଯ୍ୟ କଲା । ଏହା ବସ୍ତୁର ପରିବେଗକୁ 3m/s 7m/s କୁ ବୃଦ୍ଧି କରାଇଲା । ବନ୍ଦର ପରିମାଣ କେତେ ?
(A) 5 N
(B) 10 N
(C) 20 N
(D) 40 N
Answer:
(B) 10 N
22. 4 kg ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁରେ 2ms-2 ତ୍ଵରଣ ସୃଷ୍ଟି କରିବା ପାଇଁ କେତେ ବଳ ଆବଶ୍ୟକ ?
(A) 4N
(B) 16 N
(C) 8 N
(D) 32 N
Answer:
(C) 8 N
23. ଏକ ଯାନର ବେଗ 10 m/s ହେଲେ ଘଣ୍ଟା ପ୍ରତି ବେଗ କେତେ କି.ମି. ?
(A) 360
(B) 72
(C) 108
(D) 36
Answer:
(D) 36
24. 2 kg ବସ୍ତୁତ୍ଵ ବିଶିଷ୍ଟ ବସ୍ତୁରେ 5 m/s2 ତ୍ଵରଣ ସୃଷ୍ଟି କରୁଥିବା ବଳର ପରିମାଣ କେତେ ?
(A) 10N
(B) 5N
(C) 20 N
(D) 15 N
Answer:
(A) 10N