Odisha State Board CHSE Odisha Class 12 Sanskrit Solutions Chapter 4 रामतपोवनाभिगमनम् Textbook Exercise Questions and Answers.
CHSE Odisha Class 12 Sanskrit Chapter 4 रामतपोवनाभिगमनम् Question Answer
୨. एकेन वाक्येन उत्तरं लिखत –
(क) दशरथसकाशात् विश्वामित्रस्य किम् अपेक्षितम् आसीत् ?
Solution:
ରାକ୍ଷସସଂହାରଂ କୃତ୍ଵା ଯାଗସ୍ୟ ରକ୍ଷଣଂ କର୍ଡିଂ ଭବତଃ ପୁତ୍ର ରାମଂ ମୟା ସହ ପ୍ରେଷୟତୁ ଇତି ଦଶରଥସକାଶାତ୍ ବିଶ୍ଵାମିତ୍ରସ୍ୟ ଅପେକ୍ଷିତମ୍ ଆସୀତ୍ ।
(ख) के राक्षसा: यज्ञे विधनम् अकुर्वन् ?
Solution:
ରାକ୍ଷସୀ ତାଟକାୟଃ ପୁତ୍ରୋ ମାରୀତଃ ସୁବାହୁ ଚ ଯଜ୍ଞ ବିଘ୍ନମ୍ ଅକୁର୍ବନ୍ ।
(ग) यज्ञसमाप्तिसमये राक्षसाः किं कुर्वन्ति स्म ?
Solution:
ଯଜ୍ଞସମାପ୍ତିସମୟେ ରାକ୍ଷସା ଯଜ୍ଞବେଦିକାୟାଂ ରକ୍ତମାଂସାଦିକଂ କ୍ଷିପ୍ତା ଯଜ୍ଞ ନାଶୟନ୍ତି ସ୍ମ ।
(घ) विश्वामित्रस्य सामर्थ्यविषये वसिष्ठः किमकथयत् ?
Solution:
ବିଶ୍ଵାମିତ୍ରସ୍ୟ ସାମର୍ଥ୍ୟମ୍ ଅପରିମିତମ୍ ଡଃ ସାଧାରତଃ ନ, ସ୍ଵୟଂ କ୍ଷତ୍ରିୟକୁଳେ ଜାତଃ ଅପି ସ୍ଵପ୍ରଯନ ଏବ ବ୍ରହ୍ମର୍ଷିପଦଂ ପ୍ରାପ୍ତବାନ୍; ତ୍ରିଶଙ୍କୁ-ମହାରାଜଂ ସନ୍ଦେହଂ ସ୍ଵର୍ଗ ପ୍ରତି ଡଃ ପ୍ରେଷିତବାନ୍ ।
(ङ) विश्वामित्रस्य परिचयं दत्त्वा दशरथः रामं किमुक्तवान् ?
Solution:
ଦଶରଥ ରାମମ୍ ଉକ୍ତବାନ୍ ତତ୍ର ପଶ୍ୟତୁ, ସ ବିଶ୍ଵାମିତ୍ରମହର୍ଷି, ଡଃ ଅକଂ ସର୍ବେଷାମପି ପୂଜ୍ୟ ।
२. एकेन पदेन उत्तरं लिखत –
(का) दशर यस्य आस्थान किंनामधेय: महर्षि: आगत: ?
Solution:
ବିଶ୍ଵାମିତ୍ର ।
(ख) विश्वामित्रादयः अरण्ये लोकहितार्थं किं कुर्वन्ति स्म ?
Solution:
ପ୍କମ ।
(ग) किं कृत्वा यागस्य रक्षणार्थं रामः वनं प्रेषणीयः ?
Solution:
ରାଯସସହାରପ୍ ।
(घ) कः क्षत्रियकुले जातोअपि ब्रह्मर्षिपदं प्राप्तवान् ?
Solution:
ବିଶ୍ବାମିତ୍ର: ।
(ङ) रामलक्षणौ विश्वामित्रात् केषामुपदेशं प्राप्स्यतः ?
Solution:
ଶାସ୍ତ୍ରସ୍ତ୍ରାଣାମ୍ ।
(च) विश्वामित्रः कस्य पुत्रः ?
Solution:
ଗାଧ୍ଵରାଜସ୍ୟ ।
(छ) दशरथस्य कः कुलगुरू: ?
Solution:
ବସିପଃ ।
३. बन्धनिमध्यात् उपयुक्तं पदं निरूप्य शून्यस्थानं पूरयत –
(क) वयं लोकहितार्थं _________ कुर्मः । (पूजां, यज्ञं, युद्धम् )
Solution:
ପ୍କମ ।
(ख) राक्षसा: यज्ञे _________ उत्पादयन्ति । (हर्ष, विघ्नं प्रीतिम्)
Solution:
ବିମ୍ନପ ।
(ग) _________ नाम राक्षसी अस्ति । (पूतना, निकषा, ताटका)
Solution:
ତାଟକା
(घ) रामः इदानीमपि _________ बालः । (दशवर्षीयः, द्वादशवर्षीयः, पञ्चदशवर्षीयः )
Solution:
ପଅଁଦଣବଯାପ:
(ङ) विश्वामित्रः _________ कुले जातः । (क्षत्रिय, ब्राह्मण, वैश्य)
Solution:
ଯତ୍ରିୟ
(च) स _________ महाराजं सदेहं स्वर्गं प्रेषितवान् । ( हरिश्चन्द्र, युधिष्ठिर, त्रिशङ्क)
Solution:
ଡ଼ିଶାକ
(छ) तर्हि वयं _________ । (गच्छामः, साधयामः, योजयामः)
Solution:
ପାଧଯାପ:
४. उत्कलभाषया आङ्गलभाषया वा अनुवादं कुरुत –
(क) वदामि । परन्तु मया यद् अपेक्षितं तत् ददामि इति वचनं भवान् ददाति चेत् निश्चयेन वदामि ।
ଓଡ଼ିଆ ଅନୁବାଦ – କହୁଛି । କିନ୍ତୁ ମୁଁ ଯାହା ଅପେକ୍ଷା ରଖିଛି ତାହା ଦେବି ବୋଲି ବଚନ ଆପଣ ଦେବେ ଯଦି ନିଶ୍ଚୟ
(ख) महर्षे! रामः इदानीमपि पञ्चदशवर्षीयः बालः । सः कथं वा राक्षसानां संहारं कुर्यात् ? लक्ष्मणस्तु इतोऽपि बालः ।
ଓଡ଼ିଆ ଅନୁବାଦ – ମହର୍ଷି! ରାମ ବର୍ତ୍ତମାନ ମଧ୍ୟ ୧୫ବର୍ଷର ବାଳକ । ସେ କିପରି ବା ରାକ୍ଷସମାନଙ୍କର ସଂହାର କରିବ ? ଲକ୍ଷ୍ମଣ କିନ୍ତୁ ଏହାଠାରୁ ମଧ୍ୟ ସାନ ।
(ग) महाराज ! एषः विश्वामित्रः साधारणः न; स्वयं क्षत्रियकुले जातः अपि स्वप्रयत्नेन एव ब्रह्मर्षिपदं प्राप्तवान् । त्रिशङ्कु- महाराजं सदेहं स्वर्गं प्रति प्रेषितवान् एषः । एतस्य सामर्थ्यम् अपरिमितम् । एतेन सह रामलक्ष्मणौ प्रेषयति चेत् तयोः महान् लाभः एव भवति ।
ଓଡ଼ିଆ ଅନୁବାଦ – ମହାରାଜ! ଏ ବିଶ୍ଵାମିତ୍ର ସାଧାରଣ ନୁହଁନ୍ତି, ନିଜେ କ୍ଷତ୍ରିୟକୁଳରେ ଜାତହୋଇ ମଧ୍ୟ ନିଜ ପ୍ରଯନ୍ରେ ହିଁ ବ୍ରହ୍ମର୍ଷିପଦ ପାଇଥିଲେ । ମହାରାଜା ତ୍ରିଶଙ୍କୁଙ୍କୁ ସ୍ଵଦେହରେ ସ୍ଵର୍ଗକୁ ସେ ପଠାଇଥିଲେ । ଏହାଙ୍କର ସାମର୍ଥ୍ୟ ଅପରିମିତ (ଅସୀମ) । ଏହାଙ୍କ ସହିତ ରାମ ଓ ଲକ୍ଷ୍ମଣଙ୍କୁ ପଠାଇବ ଯଦି ସେ ଦୁହିଁଙ୍କର ବଡ଼ ଲାଭ ହିଁ ହେବ ।
(घ) ते राक्षसा कुत्र सन्ति महर्षे |
ଓଡ଼ିଆ ଅନୁବାଦ – ସେ ରାକ୍ଷସମାନେ କେଉଁଠାରେ ଅଛନ୍ତି ମହର୍ଷି !
(ङ) रामलक्ष्मणे अद्यापि बालो | तयो: सम्भाषणे, आचरणे वा अपराधाः भवेयुः । तौ कृपया क्षन्तव्यौ ।
ଓଡ଼ିଆ ଅନୁବାଦ – ରାମ ଓ ଲକ୍ଷ୍ମଣ ଆଜି ମଧ୍ୟ ବାଳକ । ସେମାନଙ୍କର କଥାବାର୍ତ୍ତାରେ ବା ବ୍ୟବହାରରେ ଅପରାଧ (ଭୁଲ୍) ହୋଇପାରେ । ସେ ଦୁହିଁଙ୍କୁ ଦୟାକରି କ୍ଷମା କରିବେ ।
५. सन्धिं कुरुत –
इतः + अपि, बहुकालात् + अनन्तरम्, अहम् + एव, राजभवनात् + वहिः, मा + अस्तु ।
Solution:
ଲ୍ତତ: + ଥପି = ଲଡୋଽପି
ବହୁକାଳାତ୍ + ଅନନ୍ତରମ୍ = ବହୁକାଳାଦନନ୍ତରମ୍
ଅହମ୍ + ଏବ = ଅହମେବ
ରାଜଭବନାତ୍ + ବହିଃ = ରାଦଉବନାଦବହି:
ମା + ଅସ୍ତୁ = ମାସ୍ତୁ ।
सन्धिविच्छेदं कुरुत –
नापेक्षितम्, तथैव, एवमेव, अत्रैव, इदानीमेव यदुक्तवान्, किमर्थम्, प्रत्यागम्यताम् ।
Solution:
ନାପେକ୍ଷିତମ୍ = ନ + ଅପେକ୍ଷିତମ୍
ତଥୈବ = ତଥା + ଏବ
ଏବମେବ = ଏବମ୍ + ଏବ
ଅବ = ଅତ୍ର + ଏବ
ଇଦାନୀମେବ = ଇଦାନୀମ୍ + ଏବ
ଯଦୁକ୍ତବାନ୍ = ଯତ୍ + ଉକ୍ତବାନ୍
କିମର୍ଥମ୍ = କିମ୍ + ଅର୍ଥମ୍
ପ୍ରତ୍ୟାଗମ୍ୟତାମ୍ = ପ୍ରତି + ଆଗମ୍ୟତାମ୍ ।
७. रेखाङ्कितपदानां सकारणं विभक्तिं निरूपयत –
(क) महर्षे ! अभिवादये ।
Solution:
ମଦଯେ ! = ସମ୍ପରେ ୧ମା |
(ख) भवतः आगमनकारणं ज्ञातुं शक्नोमि किम् ?
Solution:
ଭବତ: = ସମ୍ଦ୍ଦେ ୬ଷ୍ଠ |
(ग) केचन राक्षसाः यज्ञे विध्नमुत्पादयन्ति ।
Solution:
ମଳେ = ଅଧିକରଣେ ୭ମୀ ।
(घ) मया सह प्रेषयतु ।
Solution:
ମନ୍ଦି = ମହ ଯୋଗେ ୩ଯ୍ରା ।
(ङ) राम कदापि राजभवनात् वहिः न गतवान् ।
Solution:
ରାକାନତନତ୍ = ‘ତନ୍ତ:’ ଯୋଗେ ୫ମା |
(च) सः अस्माकं सर्वेषाम् अपि पूज्यः ।
Solution:
ଅମାକମ = ‘ପୂଜା’ ଅଥିଲେ ୬ଯା ।
(छ) भवन्तं विना तेषां मारणं न शक्यम् ।
Solution:
ଇବନୁ = ‘ବିନି’ ଯୋଗେ ୨ଯା ।
८. सविग्रहं समासनाम लिखत –
आगमनकारणम्, लोकहितार्थम्, यज्ञवेदिकायाम्, संहारार्थम्, महाराजम्, रामलक्ष्मणौ
Solution:
ଆଗମନକାରଣମ୍ = ଆଗମନସ୍ୟ କାରଣମ୍ (୬ଷ୍ଠୀ ତତ୍)
ଲୋକହିତାଥମ୍ = ଳେତାନା ହିମଂ, ତାସେ ଲଦମ୍ (୬ପା ଉଚ୍)
ସଂହାରାର୍ଥମ୍ = ସଂହାରାୟ ଇଦମ୍ (ନିତ୍ୟ)
ମହାରାଜମ୍ = ମହାନ୍ ରାଜା ତମ୍ (କର୍ମଧାରୟ)
ରାମଲକ୍ଷ୍ଣେ = ରାମଃ ଚ ଲକ୍ଷ୍ମତଃ ଚ, ତୌ (ଦ୍ବନ୍ଦ୍ବ)
୧. शून्यस्थाने प्रकृतिं / प्रत्ययं लिखत –
(क) ज्ञातुम् = ज्ञा + …………
(ख) कुर्वन्तः = कृ + ………
(ग) क्षिप्त्वा = ……. + क्त्वा
(घ) संहार = सं + हृ + ………..
(ङ) रक्षणं = रक्ष + ……………
(च) गतवान् = ………….. + क्तवतु
छ) आरभ्य = आ + ………….. + ल्यप्
Solution:
ତୁମୁନ୍
ଶତୃ
କ୍ଷିପ୍
ଘଞ୍ଚ୍
ଲ୍ୟୁଟ୍
ଗମ୍
ରଭ୍
୨०. दत्तपदानि व्यवहृत्य वाक्यानि रचयत –
वा, अस्तु, कुशलम्, किम्, सह, विना, इदानीम् ।
Solution:
ବା (ଅବା) = ସ ଅତ୍ର ତତ୍ର ବା ତିଷ୍ଠତୁ ।
ଅସ୍ତୁ (ହେଉ) = ଅସ୍ତୁ, ଅହମାଗଚ୍ଛାମି ।
କୁଶଳମ୍ (ମଙ୍ଗଳ) ତୁଭ୍ୟ କୁଶଲଂ ଭବତୁ ।
କିମ୍ (କ’ଣ) = ଇଂ କିଂ ପଠସି ?
ସହ (ସହିତ) = ପିତ୍ରା ସହ ପୁନଃ ଗଚ୍ଛତି।
ବିନା (ବ୍ଯତୀତ) ବିଦ୍ୟା ବିନା ଜୀବନଂ ବୃଥା ।
ଇଦାନୀମ୍ (ବର୍ତ୍ତମାନ) = ଇଦାନୀମ୍ ଆଗଚ୍ଛ ଗୃହଂ ଗମିଷ୍ୟାମଃ ।
୨୨. अधोलिखितरेखाङ्कितपदानां मूलधातु – पुरुष – कालनिरुपणं कुरुत
(क) विश्वामित्रमहर्षिः आगतः ।
Solution:
ଆଗତଃ = ଗମ୍ ଧାତୁ ଅତୀତକାଳ ।
(ख) तं शीघ्रमेव अन्तः प्रवेशय ।
Solution:
ପ୍ରବେଶୟ = ବିଶ୍ ଧାତୁ ଲୋଟ୍ଲକାର ମଧ୍ୟମ ପୁରୁଷ ଏକବଚନ (ଣିଜନ୍ତ)
(ग) तथैव अस्तु ।
Solution:
ଅସ୍ତୁ = ଅସ୍ ଧାତୁ ଲୋଟ୍ ଲକାର ପ୍ରଥମ ପୁରୁଷ ଏକବଚନ ।
(घ) यज्ञे विघ्नम् उत्पादयन्ति ।
Solution:
ଉତ୍ପାଦୟନ୍ତି = ପତ୍ ଧାତୁ (ଣିଜନ୍ତ) ଲଟ୍ ଲକାର ପ୍ରଥମପୁରୁଷ ବହୁବଚନ ।
(ङ) रामं मया सह प्रेषयतु ।
Solution:
ପ୍ରେଷୟତୁ = ପ୍ରେସ୍ ଧାତୁ ଲୋଟ୍କାର ପ୍ରଥମପୁରୁଷ ଏକବଚନ ।
(च) क्षम्यतां महर्षे ।
Solution:
କ୍ଷମ୍ୟତାମ୍ = କ୍ଷମ୍ ଧାତୁ ଲୋଟ୍ ଲକାର ପ୍ରଥମପୁରୁଷ ଦ୍ବିବଚନ ।
(छ) भवान् सर्वं श्रुतवान् किल !
Solution:
ଶ୍ରୁତବାନ୍ – ଶୁ ଧାତୁ ଅତୀତ କାଳ ।
(ज) यथा आज्ञापयति देवः ।
Solution:
ଜ୍ଞା ଧାତୁ (ଣିଜନ୍ତ) ଲଟ୍ ପ୍ରଥମ ପୁରୁଷ ଏକବଚନ ।
(झ) तयोः सम्भाषणे आचरणे वा अपराधाः भवेयुः ।
Solution:
ସମ୍ଭାଷଣେ = ଭାଷ୍ ଧାତୁ ରଚିତ ଅର୍ଥରେ (ବିଧୂଲିଡ୍ ଲକାର) ।
୨२. अधोलिखितरेखाङ्कितपदानां मूलशब्द – लिङ्ग – विभक्ति – वचननिरुपणं कुरुत –
(क) यज्ञे विध्नम् उत्पादयन्ति ।
Solution:
ବିଘ୍ନମ୍ = ବିଘ୍ନମ୍ ଶବ୍ଦ କ୍ଲବଲିଙ୍ଗ ଦ୍ଵିତୀୟା ବିଭକ୍ତି ଏକବଚନ ।
(ख) यागस्य रक्षणं कर्त्तुं रामं मया सह प्रेषयतु ।
Solution:
ଯୋଗସ୍ୟ = ଯାଗମ୍ ଶବ୍ଦ ପୁଂଲିଙ୍ଗ ଷଷ୍ଠୀବିଭକ୍ତି ଏକବଚନ ।
(ग) मारीचसुबाहू साधारणौ इति मा चिन्तयतु ।
Solution:
ସାଧାରଣି =ସାଧାରଣ ଶବ୍ଦ ପୁଂଲିଙ୍ଗ ପ୍ରଥମ ବିଭକ୍ତି ଦ୍ବିବଚନ ।
(घ) सः घोरे अरण्ये कथं संचारं कुर्यात् ?
Solution:
ଅରଣ୍ୟ = ଅରଣ୍ୟମ୍ ଶବ୍ଦ କ୍ଲବଲିଙ୍ଗ ସପ୍ତମୀ ବିଭକ୍ତି ଏକବଚନ ।
(ङ) जनक ! अभिवादये ।
Solution:
ଜନକ ! = ଜନକ, ଶବ୍ଦ ପୁଂଲିଙ୍ଗ ସମ୍ବୋଧନେ ଏକବଚନ ।
(च) भवतः लक्ष्मणस्य च साहाय्यम् अहं प्रार्थितवान् ।
Solution:
ଭବତଃ = ଭବତ୍ ଶବ୍ଦ ପୁଂଲିଙ୍ଗ ଷଷ୍ଠୀବିଭକ୍ତି ଏକବଚନ ।
(छ) भवन्तं विना अन्यैः तेषां मारणं न सक्यम् ।
Solution:
ତେରାଂ = ତତ୍ ଶବ୍ଦ ପୁଂଲିଙ୍ଗ ଷଷ୍ଠୀବିଭକ୍ତି ବହୁବଚନ ।
(ज) मम पुत्रौ कुत्रापि न गतवन्तौ ।
Solution:
ପୁତ୍ରୋ = ପୁତ୍ର ଶବ୍ଦ ପୁଂଲିଙ୍ଗ ପ୍ରଥମା ଦ୍ଵିବଚନ ।
(झ) अहं मम पुत्रौ इव एतौ पश्यामि ।
Solution:
ଏତୌ = ଏତଦ୍ ଶବ୍ଦ ଦ୍ଵିତୀୟା ବିଭକ୍ତି ବହୁବଚନ ।
୨३. प्रतिशब्दद्वयं लिखत –
रामः, लक्ष्मणः, राक्षसः, यज्ञः, इदानीम्, अरण्यम्, जनकः ।
Solution:
ରାମଃ = ରଘୁନାଥ, ରାଘବାଃ |
ଲକ୍ଷ୍ମଶଃ = ସୌମିତ୍ରୀ, ରାମାନୁଜମ୍ ।
ରାକ୍ଷକଃ = କୌଶପଃ, ରାତ୍ରିଚରଃ ।
ଯଜ୍ଞ = ଯାଗ, କ୍ରତୁଃ ।
ଇଦାନୀମ୍ = ଅଧୁନା, ସାଂପ୍ରତମ୍ ।
ଅରଣ୍ୟମ୍ = ବନମ୍, କାନନମ୍ ।
ଜନକଃ = ପିତା, ତାତ ।
୨४. स्त्रीप्रत्यये रूपं लिखत :
महाराज, महर्षि, भवत्, राक्षस, बाल, कीर्त्तिमत्, विजयिन् ।
Solution:
ମହାରାଜ = ମହାରାଜୀ
ଭବତ୍ = ଭବନ୍ତୀ
ବାଳ = ବାଳା
ବିଜୟିନ୍ = ବିଜୟିନୀ ।
ରାକ୍ଷସ = ରାକ୍ଷସୀ
କୀର୍ତିମତ୍ = କୀର୍ତିମତୀ
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
୨. काष्ठकमध्यात् उपयुक्तं पदं निरूप्य शून्यस्थानं पूरयत ।
(ବନ୍ଧନୀ ମଧ୍ଯରୁ ଉପଯୁକ୍ତ ପଦ ନିରୂପଣ କରି ଶୂନ୍ୟସ୍ଥାନ ପୂରଣ କର ।)
1. ______ आगतः अस्ति । (विश्वामित्रमहर्षिः, वसिष्ठः, याज्ञवल्क्यः)
Solution:
ବିଶ୍ଵାମିତ୍ରମହର୍ଷି ଆଗତଃ ଅସ୍ତ ।
2. ______ एव अन्तः प्रवेशय । (नुनम्, शीघ्रम्, एकम् )
Solution:
ତଂ ଶୀଘ୍ରମ୍ ଏବଂ ଅନ୍ତଃ ପ୍ରବେଶୟ ।
3. विश्वामित्रेण ______ प्रत्यागच्छति । (विना, अनु, सह)
Solution:
ବିଶ୍ଵାମିତ୍ରେଣ ସହ ପ୍ରତ୍ୟାଗଚ୍ଛତି ।
4. भवतः ______ ज्ञातुं शक्नोमि किम् ? (यात्राकारणं, अभिप्रायं, आगमनकारणं)
Solution:
ଭବତଃ ଆଗମନକାରଣଂ ଜ୍ଞାନଂ ଶକ୍ଟୋମି କିମ୍ ?
5. परन्तु मया यद् ______ तत् ददामि इति वचनं भवान् ददाति चेत् निश्चयेन वदामि । (ईप्सितं, अपेक्षितं, काङ्क्षितं)
Solution:
ପରନ୍ତୁ ମୟା ଯଦ୍ ଅପେକ୍ଷିତଂ ତତ୍ ଦଦାମି ଇତି-ବଚନଂ ଭବାନ୍ ଦଦାତି ଚେତ୍ ନିଶ୍ଚୟେନ ବଦାମି ।
6. महर्षे ! किमर्थं (संशय:, द्वैधीभाव:, शङ्का)
Solution:
ମହର୍ଷି ! କିମର୍ଥ୍ୟ ସଂଶୟଃ ।
7. भवान् ______ इच्छति वदतु । (किम्, केन, कः)
Solution:
ଭବାନ୍ କିମ୍ ଇଚ୍ଛତି ବଦତୁ ।
8. वयं लोकहितार्थं ______ कुर्मः । ( यज्ञं, होमं, वेदमन्त्रपारायणं)
Solution:
ବୟଂ ଲୋକହିତାର୍ଥୀ ଯଜ୍ଞ କୁର୍ମୀ ।
9. ______ यज्ञं कुर्मः । ( देशसेवार्थं, जनकल्याणार्थं, लोकहितार्थं )
Solution:
ବୟଂ ଲୋକହିତାର୍ଥୀ ଯଜ୍ଞ କୁନଃ ।
10. परन्तु केचन ______ यज्ञे विघ्नम् उत्पादयन्ति । (पिशाचा:, किन्नराः, राक्षसाः )
Solution:
ପରନ୍ତୁ କେଚନ ରାକ୍ଷସା ଯଜ୍ଞ ବିଘ୍ନମ୍ ଉତ୍ପାଦୟନ୍ତି ।
11. परन्तु केचन राक्षसाः यज्ञे ______ उत्पादयन्ति । (विघ्नम्, हर्षम्, प्रीतिम्)
Solution:
ପରନ୍ତ କେଚନ ରାକ୍ଷସା ଯଜ୍ଞ ବିଘ୍ନମ୍ ଉତ୍ପାଦୟନ୍ତି ।
12. ______ नाम राक्षसी अस्ति । (सूर्पणखा, ताटका, पूतना)
Solution:
ତାଟକା ନାମ ରାକ୍ଷସୀ ଅସ୍ଥି ।
13. ताटका नाम ______ अस्ति । (पिशाची, राक्षसी, किन्नरी)
Solution:
ତାଟକା ନାମ ରାକ୍ଷସୀ ଅସ୍ତି ।
14. ______ सुबाहुः च ताटकायाः पुत्रौ । ( मारीचः, रावण, हिरण्यकशिपुः )
Solution:
ମାରୀତଃ ସୁବାହୁ ଚ ତାଟକାୟ ପୁତ୍ରୋ ।
15. ______ यज्ञवेदिकायां रक्तमांसादिकं क्षिप्त्वा यज्ञं नाशयन्ति । (यज्ञारम्भे, यज्ञसमये, यज्ञसमाप्तिसमये)
Solution:
ଯଜ୍ଞସମାପ୍ତିସମୟେ ଯଜ୍ଞବେଦିକାୟାଂ ରକ୍ତମାଂସାଦିକଂ କ୍ଷିପ୍ତା ଯଜ୍ଞ ନାଶୟତ୍ତି ।
16. राक्षसानां ______ रामः प्रेषणीय: वा । (वाधार्थं, पीड़नार्थं, संहारार्थं )
Solution:
ରାକ୍ଷସାନାଂ ସଂହାରାମିଂ ରାମ ପ୍ରେଷଣୀୟ ବା ।
17. रामः राक्षससंहारं कर्तुं ______ अस्ति राजन् । ( समर्थ:, पारगः, योग्य : )
Solution:
ରାମଃ ରାକ୍ଷସସଂହାରାଂ କର୍ପୁ ସମର୍ଥୀ ଅସ୍ଥି ରାଜନ୍ ।
18. रामः इदानीमपि पञ्चदशवर्षीयः ______ | (वाला:, कुमारः, युवक: )
Solution:
ରାମଃ ଇଦାନୀମପି ପଞ୍ଚଦଶବର୍ଷୀୟ ବାନଃ ।
19. लक्ष्मणस्तु ______ अपि वालः । (कुत:, इतः, ततः)
Solution:
ଲକ୍ଷ୍ମଣସ୍ତୁ ଇତଃ ଅପି ବାକଃ ।
20. वहुकालादनन्तरं मया ______ प्राप्ताः । (पुत्राः, कन्या:, सन्ताना: )
Solution:
ବହୁକାଳାଦନନ୍ତରଂ ମୟା ପୁନଃ ପ୍ରାପ୍ତା ।
21. तान् पुत्रान् दूरं प्रेषयितुम् अहं न ______ । (परयामि, समर्थः, शक्नोमि )
Solution:
ତାନ୍ ପୁତ୍ରାନ୍ ଦୂରଂ ପ୍ରେଷୟିତୁମ୍ ଅହଂ ନ ଶକ୍ନୋମି ।
22. मम यज्ञस्य रक्षणं ______ । (कदा, कथम्, केन)
Solution:
ମମ ଯଜ୍ଞସ୍ୟ ରକ୍ଷଣ କଥମ୍ ?
23. एतावत्पर्यन्तं रामः कदापि ______ बहिरपि न गतवान् । (राजनगरात्, राजभवनात्, राज्यात्)
Solution:
ଏତାବତ୍ପର୍ଯ୍ୟନ୍ତ ରାମଃ କଦାପି ରାଜଭବନାତ୍ ବହିରପି ନ ଗତବାନ୍ ।
24. तयोः वधं कर्तुं ______ एव समर्थः । (भवान्, लक्ष्मण:, श्रीरामः)
Solution:
ତୟୋ ବରଂ କର୍ଡିଂ ଶ୍ରୀରାମ ଏବ ସମର୍ଥ ।
25. सा: ______ अरण्ये कथं सञ्चारं कुर्यात् ? (श्वापदसंकुले, भयप्रदे, घोरे)
Solution:
ଧଃ ଘୋରେ ଅରଣ୍ୟ କଳଂ ସଞ୍ଚାରଂ କୁର୍ଯ୍ୟାତ୍ ?
26. परन्तु अहमेव आगच्छामि ______ । (नुनं, किल, अपि)
Solution:
ପରନ୍ତୁ ଅହମେବ ଆଗଚ୍ଛାମି କିଳ ।
27. एतस्य सामर्थ्यम् ______ । (अपरिमितम्, असीमम्, असाधारणम्)
Solution:
ଏତସ୍ୟ ସାମର୍ଥ୍ୟମ୍ ଅପରିମିତମ୍ ।
28. नोचेत्, मह्यं ______ अनुमतिं ददातु । ( पठनाय, गमनाय, मारणाय)
Solution:
ନୋଚେତ୍ ମତ୍ସ୍ୟ ଗମନାୟ ଅନୁମତଂ ଦଦାତୁ ।
29. भवान् सर्वं ______ किल । (कृतवान्, श्रुतवान्, ज्ञातवान् )
Solution:
ଭବାନ୍ ସର୍ବଂ ଶ୍ରୁତବାନ୍ କିଳ ।
30. यदि भवतः अपि ______ एवमेव अस्ति, तर्हि अवश्यं प्रेषयामि । (मतम्, आशयः, अभिप्रायः)
Solution:
ଯଦି ଭବତଃ ଅପି ଆଶୟଃ ଏବମେବ ଅସ୍ତି, ତହିଁ ଅବଶ୍ୟ ପ୍ରେକ୍ଷୟାମି ।
31. विश्वामित्रः शस्त्रशास्त्रयोः ______ । (निपुण:, कुशल:, पारङ्गतः )
Solution:
ବିଶ୍ଵାମିତ୍ର ଶସ୍ତ୍ରଶାସ୍ତ୍ରୟୋ ପାରଙ୍ଗତଃ ।
32. इदानीमेव रामं लक्ष्मणं च ______ आनयतु । (कुत्र, अत्र, तत्र)
Solution:
ଇଦାନୀମେବ ରାମଂ ଲକ୍ଷ୍ମଣଂ ଚ ଅତ୍ର ଆନୟତୁ ।
33. सः अस्माकं सर्वेषामपि ______ । (पूज्य:, मान्य:, परिचितः)
Solution:
ଧଃ ଅସ୍ମାକଂ ସର୍ବେଷାମପି ପୂଜ୍ୟଃ ।
34. एषः विश्वामित्रः ______ पुत्रः । (वसिष्ठस्य, वामदेवस्य, गाधिराजस्य )
Solution:
ଏଷ ବିଶ୍ୱାମିତ୍ର ଗାଧୁଜସ୍ୟ ପୁନଃ ।
35. एषः ______ गाधिराजस्य पुत्रः । (विश्वामित्र, वसिष्ठः, मनुः )
Solution:
ଏତଃ ବିଶ୍ଵାମିତ୍ର ଗାଧୁଜସ୍ୟ ପୁନଃ ।
36. सः इदानीं भवतः ______ इच्छति । (कृपाम्, राज्यम्, साहाय्यम्)
Solution:
ଡଃ ଇଦାନୀ ଭବତଃ ସାହାଯ୍ୟମ୍ ଇଚ୍ଛତି ।
37. ______ विनोदार्थम् एवं वदति वा भवान् ? (पित !, तात !, जनक !)
Solution:
ଜନକ ! ବିନୋଦାର୍ଥମ୍ ଏବଂ ବଦତି ବା ଭବାନ୍ ?
38. भवतः पिता यदुक्तावान् तत् ______ एव । (सत्यम्, मिथ्या, पापम्)
Solution:
ଭବତ: ମିତା ଯଦୁକ୍ତବାନ୍ ତତ୍ ସତ୍ୟମ୍ ଏବ ।
39. ते राक्षसाः भवता ______ । ( तारणीया:, हारणीया:, मारणीयाः )
Solution:
ତେ ରାକ୍ଷସା ଭବତା ମାରଣୀୟା ।
40. अहम् अपि ______ । (चतुर:, सज्ज:, वीर:)
Solution:
41. अद्य आरभ्य महर्षिः विश्वामित्रः भवतो ______ । (पूज्य:, मान्य:, गुरु: )
Solution:
ଅଦ୍ୟ ଆରଭ୍ୟ ମହର୍ଷି ବିଶ୍ଵାମିତ୍ର ଭବତୋ ଗୁରୁ ।
42. अद्य आरभ्य महर्षिः ______ भवतो गुरुः । ( वसिष्ठः, विश्वामित्रः, याज्ञवलक्यः)
Solution:
ଅଦ୍ୟ ଆରଭ୍ୟ ମହର୍ଷି ବିଶ୍ୱାମିତ୍ର ଭବତୋ ଗୁରୁ ।
43. अहं मम ______ इव एतौ पश्यामि । (सखायौ, पुत्रौ, स्त्रीयौ)
Solution:
ଅହଂ ମମ ପୁତ୍ରୋ ଇବ ଏତୌ ପଶ୍ୟାମି ।
44. तर्हि वयं साधयामः, पुनः ______ । ( गच्छाम:, चलाम:, मिलामः)
Solution:
ତହିଁ ବରଂ ସାଧୟାମଃ, ପୁନଃ ମିଳାମଃ ।
अतिसंक्षेपेण उत्तरं लिखत –
1. ‘किं नामधेय : महर्षिः दशरथस्य आस्थानम् आगतः ?
Solution:
ବିଶ୍ୱାମିତ୍ର
2. सेवकः केन सह प्रत्यागच्छति ?
Solution:
ବିଶ୍ୟାମିଣ୍ଡେଣ
3. दशरथः किं ज्ञातुम् इच्छति ?
Solution:
ବିଶ୍ୟାମିତ୍ରମ୍ୟ ଅଗମନକାରଣମ୍
4. किमर्थम् ऋषयः यज्ञं कुर्वन्ति ?
Solution:
ଲୋକହିପ୍ୟ ର୍ଥାଗମନକାରଣମ୍
5. के यज्ञे विघ्नम् उत्पादयन्ति ?
Solution:
ରାଯାପା:
6. ताटकायाः पुत्रौ कौ ?
Solution:
ମାରୀଚସୁବାହୁ
7. कदा यज्ञवेदिकायां रक्तमांसादिकं क्षित्वा राक्षसा: यज्ञं नाशयन्ति ?
Solution:
ଯଜ୍ଞସମାପ୍ତିସମୟେ
8. राक्षसाः यज्ञवेदिकायां किं निक्षिप्तवन्तः ?
Solution:
ରକ୍ତମାସାଦିକମ୍
9. किं निमित्तं दशरथः विश्वामित्रेण सह रामं प्रेषयेत् ?
Solution:
ରାକ୍ଷସସଂହାରାର୍ଥମ୍
10. केषां संहारार्थं रामः प्रेषणीयः ?
Solution:
ରାକ୍ଷସାନାମ୍
11. राक्षसानां संहारार्थं कः प्रेषणीयः ?
Solution:
ବାଫ
12. रामः इदानीं कियद्वर्षीय: वालः ?
Solution:
ପଞ୍ଚଦଶବର୍ଷୀୟ
13. रामः किं कर्तुं समर्थः अस्ति ?
Solution:
ରାକ୍ଷସସଂହାରମ୍
14. दशरथ: कदा पुत्रं प्राप्तवान् ?
Solution:
ତହୁକାଳାଦିନନ୍ତରପ୍
15. केन सह अहमेव आगच्छमि ?
Solution:
ଚତୁରଲଂବଲେନ
16. तयो: किं कर्तुं श्रीरामः एव समर्थः ?
Solution:
ବଧମ୍
17. रामः कुत्र सञ्चारं न कुर्यात् ?
Solution:
ଘୋରେ ଅରଣ୍ୟ
18. कस्य आगमनं सर्वथा नापेक्षितम् ?
Solution:
ଦଣରଅଶ୍ୟ
19. कस्मिन् कुले विश्वामित्र: जात: ?
Solution:
ଯାନ୍ତିୟକ୍ତଲେ
20. क: स्वप्रयत्नेन एव ब्रह्मर्षिपदं प्राप्तवान् ?
Solution:
ବିଶ୍ଵାମିତ୍ର:
21. विश्वामित्रः कथं ब्रह्मर्षिपदं प्राप्तवान् ?
Solution:
ସ୍ବପ୍ରଯତ୍ନନ
22. विश्वामित्र: स्वप्रयत्नेन एव किं प्राप्तवान् ?
Solution:
କ୍ତଦ୍ଵଯପଦମ୍ନ
23. कं विश्वामित्रः सदेहं स्वर्गं प्रति प्रेषितवान् ?
Solution:
ତ୍ରିଶଙ୍କୁମହାରାଜମ୍
संक्षेपेण उत्तरं लिखत :
1. दशरथ सकाशात् विश्वामित्रस्य किम् अपेक्षितम् ?
Solution:
ବିଶ୍ୱାମିତ୍ର ଲୋକହିତାର୍ଥ ବନେ ଯଜ୍ଞମ୍ ଅକରୋତ୍ । ଅସ୍ଥିନ୍ ଯଜ୍ଞ ରାକ୍ଷସା ବିଘ୍ନମ୍ ଅକୁର୍ବନ୍ । ଅତଃ ସ୍ୱ ରାଜା ଦଶରଥସ୍ୟ ସମୀପମ୍ ଆଗତଃ | ‘ରାକ୍ଷସସଂହାରଂ କୃତ୍ୱା ଯାଗସ୍ୟ ରକ୍ଷଣଂ କର୍ଡିଂ ରାମଂ ମୟା ସହ ପ୍ରେଷୟତୁ’ ଇତି ଦଶରଥ ସକାଶାତ୍ ବିଶ୍ଵାମିତ୍ରସ୍ୟ ଅପେକ୍ଷିତମ୍ ଆସୀତ୍ ।
2. के राक्षसाः यज्ञे विघ्नम् अकुर्वन् ?
Solution:
ରାକ୍ଷସୀ ତାଟକା ତସ୍ୟା ପୁତ୍ରୈ ମାରୀଚସୁବାହୁ ଚେତି ରାକ୍ଷସା ଯଜ୍ଞ ବିଘ୍ନମ୍ ଅକୁର୍ବନ୍ । ଏତେ ରାକ୍ଷସା ଯଜ୍ଞସମାପ୍ତିସମୟେ ଯଜ୍ଞବେଦିକାୟାଂ ରକ୍ତମାଂସାଦିକଂ କ୍ଷିପ୍ତା ଯଜ୍ଞ ନାଶୟତ୍ତି । ପୁନଶ୍ଚ ଅସ୍ମାନ୍ ପୀଡ଼ୟନ୍ତି ।
3. यज्ञसमाप्तिसमये राक्षसाः किं कुर्वन्ति स्म ?
Solution:
ବିଶ୍ୱାମିତ୍ର ଅରଣ୍ୟ ଲୋକହିତାର୍ଥୀ ଯଜ୍ଞ କରୋତି ସ୍ମ । ତସ୍ମିନ୍ ଯଜ୍ଞ ରାକ୍ଷସା ବିଘ୍ନମ୍ ଅକୁର୍ବନ୍ । ଯଜ୍ଞସମାପ୍ତିସମୟେ ତେ ରାକ୍ଷସା ଯଜ୍ଞବେଦିକାୟାଂ ରକ୍ତମାଂସାଦିକଂ କ୍ଷିପ୍ତା ଯଜ୍ଞ ନାଶୟତ୍ତି ସ୍ମ ।
4. रामलक्ष्मणौ वने प्रेषयितुं कथं दशरथः अनिच्छुक: ?
Solution:
ବିଶ୍ୱାମିତ୍ର ପ୍ରତି ଦଶରଥସ୍ୟ ଉକ୍ତ ଯଥା – ହେ ମହର୍ଷେ ! ରାତଃ ଇଦାନୀମପି ପଞ୍ଚଦଶବର୍ଷୀୟବାଳୀ, ଲକ୍ଷ୍ମଣସ୍ତୁ ଇତୋପି ବାଜଃ ଭବତି । ତୌ ରାକ୍ଷସାନାଂ ସଂହାରାମିଂ ନିତରାମ୍ ଅସମର୍ଥେ । ପୁନଃ ବହୁକାଳାଦନନ୍ତରଂ ମୟା ପୁନଃ ପ୍ରାପ୍ତ । ତୌ କଦାପି ରାଜଭବନାତ୍ ବହିରପି ନ ଗତବର୍ଷେ । ଅତଃ ତୌ ବରଂ ପ୍ରେଷୟିତୁମହଂ ନ ଶକ୍ନୋମି ।
5. विश्वामित्रस्य सामर्थ्यविषये वसिष्ठः किमकथयत् ?
Solution:
ବିଶ୍ଵାମିତ୍ରସ୍ୟ ସାମର୍ଥ୍ୟବିଷୟେ କୁଳଗୁରୁ ବସିଷ୍ଠ ଅକଥୟତ୍ ଯତ୍ – ବିଶ୍ଵାମିତ୍ରସ୍ୟ ସାମର୍ଥ୍ୟମ୍ ଅପରିମିତମ୍, ଡଃ ସାଧାରତଃ ନ, ସ୍ଵୟଂ କ୍ଷତ୍ରିୟକୁଳେ ଜାତଃ ଅପି ସ୍ୱପ୍ରଯନ ଏବଂ ବ୍ରହ୍ମର୍ଷିପଦଂ ପ୍ରାପ୍ତବାନ୍ । ଡଃ ତ୍ରିଶଙ୍କୁ ମହାରାଜଂ ସ୍ବଦେହଂ ସ୍ବର୍ଗ ପ୍ରତି ପ୍ରେଷିତବାନ୍ । ଡଃ ମହାତପା ମହାକୋପା ଚ ଆସୀତ୍ । ଯଃ ଶସ୍ତ୍ରଶାସ୍ତ୍ରୟୋ ପାରଙ୍ଗତଃ ଆସୀତ୍ ।
6. रामलक्ष्मणयोः कस्मिन् विषये अपराधाः भवेयुः ?
Solution:
ବିଶ୍ୱାମିତ୍ର ରାମଲକ୍ଷ୍ମଣେ ନେତୁ ଦଶରଣଂ କଥାବାନ୍ । ଦଶରଥ ଏତତ୍ ଶ୍ରୁତ୍ୱା ଚିନ୍ତତଃ ଅଭୂତ୍ । ଅଦ୍ୟପର୍ଯ୍ୟନ୍ତ ମମ ପୁତ୍ରୋ ରାଜଭବନାତ୍ ବହିଃ କୁତ୍ରାପି ନ ଗତବର୍ଷେ । ଅତଃ କୃପୟା ତୌ ସଯ ନେତବୈ । ରାମଲକ୍ଷ୍ମଶୌ ଅଦ୍ୟାପି ବାଳେ । ତୟୋ ସମ୍ଭାଷଣେ, ଆଚରଣେ ବା ଅପରାଧା ଭବେୟୁ । ତୌ କୃପୟା କ୍ଷନ୍ତବୈ ।
7. विश्वामित्रः रामं वनगमनस्य किं कारणम् अकथयत् ?
Solution:
ବିଶ୍ୱାମିତ୍ର କଥବାନ୍ – ବସ୍ତ୍ର ରାମ ! ଭବତଃ ପିତା ଯତ୍ ଉକ୍ତବାନ୍ ତତ୍ ସତ୍ୟମେବ । ଅହଂ ଲୋକହିତାର୍ଥୀ ଯଜ୍ଞମେକଂ କୁର୍ବନ୍ ଅସ୍ଥି । ତତ୍ର ତସ୍ମିନ୍ ଯଜ୍ଞ ମାରୀଚାଦୟ ରାକ୍ଷସା ବିଘ୍ନମ୍ ଉତ୍ପାଦୟନ୍ତି । ତେ ରାକ୍ଷସା ଭବତା ମାରଣୀୟା ।
8. दशरथः रामलक्ष्मणौ किम् उक्तवान् ?
Solution:
ଦଶରଥ ରାମଲକ୍ଷୁର୍ଣ ଉକ୍ତବାନ୍ ଯତ୍ – ମହର୍ଷେ ଯଜ୍ଞ ସମାପ୍ୟ ଶୀଘ୍ରମେବ ପ୍ରତ୍ୟାଗମ୍ୟତାମ୍ । ରାମ ! ସାବଧାନଂ ଗଚ୍ଛତୁ, ଲକ୍ଷ୍ମଣ ! ଭବାନ୍ ଅପି । ଅନ୍ତତଃ ତୌ ଏବଂ ପଶ୍ୟନ୍ ଦଶରଥ ତିଷ୍ଠତି |
दीर्घप्रश्नोत्तरम्
1. दशरथं निकषा विश्वामित्रस्य आगमनकारणं वर्णयत ।
Solution:
ଏକଦା ରାଜା ଦଶରଥୀ ସ୍ବକୀୟେ ଗୃହେ କୁଳୁଗୁରୁବସିଷ୍ଟେନ ସହ ଉପବିଷ୍ଟ । ଅସ୍ମିନ୍ ସମୟେ ସେବତଃ ଆଗତ୍ୟ ମହର୍ଷିବିଶ୍ଵାମିତ୍ରସ୍ୟ ଆଗମନବାର୍ଭାମ୍ ଅଶ୍ରାବୟତ୍ । ତତ୍କ୍ଷଣାତ୍ ରାଜାଦଶରଥ ସ୍ୱସ୍ଥାନାତ୍ ଉତ୍ଥାୟ ମହର୍ଷିବିଶ୍ଵାମିତ୍ର ପ୍ରବେଶାୟ ସେବକମ୍ ଆଦିଷ୍ଟବାନ୍ । ବିଶ୍ଵାମିତ୍ରସ୍ୟ ପ୍ରବେଶାନନ୍ତରଂ ରାଜାଦଶରଥ ତଥ୍ୟ ଆଗମନସ୍ୟ କାରଣଂ ଜ୍ଞାତୁମିୟେଷ । ପରନ୍ତୁ ବିଶ୍ଵାମିତ୍ର ଯତ୍ ଅପେକ୍ଷିତଂ ତଦେବ ଦଦାମି ଇତି ବଚନଂ ଦଦାତି ଚେତ୍ ଅହଂ ନିଶ୍ଚୟେନ ବଦାମି । ବିଶ୍ଵାମିତ୍ର କଥୟତି – ରାଜନ୍ ! ବୟଂ ଲୋକହିତାର୍ଥୀ ଯଜ୍ଞ କୁର୍ମୀ । ପରନ୍ତୁ କେଚନ ରାକ୍ଷସା ଯଜ୍ଞ ବିଘ୍ନମ୍ ଉତ୍ପାଦୟନ୍ତି । ତେ ରାକ୍ଷସା ଯଜ୍ଞସମାପ୍ତି ସମୟ ଯଜ୍ଞବେଦିକାୟାଂ ରକ୍ତମାଂସାଦିକଂ କ୍ଷିପ୍ତା ଯଜ୍ଞ ନାଶୟତ୍ତି । ତଦର୍ଥୀ ରାକ୍ଷସସଂହାରଂ କୃତ୍ରା ଯାଗସ୍ୟ ରକ୍ଷଣଂ କର୍ଡିଂ ଭବତଃ ପୁତ୍ର ରାମଂ ମୟା ସହ ପ୍ରେଷୟତୁ । ଲକ୍ଷ୍ମଣଂ ଚ ପ୍ରେଷୟତୁ । ଦଶରଥସ୍ୟ ଗୃହଂ ପ୍ରତି ବିଶ୍ଵାମିତ୍ରସ୍ୟ ଆଗମନକାରଣଂ ଭବତି ।
2. विश्वामित्रस्य चरित्रं चित्रयत ।
Solution:
ଆଲୋଚିତଃ ‘ରାମତପୋବନାଭିଗମନମ୍’ ଏକାଙ୍କିକାୟାମ୍ ଅସ୍ୟ ବିଶ୍ଵାମିତ୍ରସ୍ୟ ଚାରିତ୍ରିକଂ ମହତ୍ତ୍ୱ କୁଳଗୁରୁ ବସିଷ୍ଠସ୍ୟ ମୁଖେ ଉଚ୍ଚାରିତଂ ଭବତି । କୁଳଗୁରୁ ବସିଷ୍ଠ ରାଜାଦଶରଣଂ ମହର୍ଷି ବିଶ୍ଵାମିତ୍ର ବିଷୟେ କଥୟତି ଯତ୍ – ଏଷ ସ୍ଵଦେହଂ ସ୍ବର୍ଗ ପ୍ରତି ପ୍ରେଷତିବାନ୍ । ଏତସ୍ୟ ସାମର୍ଥ୍ୟମ୍ ଅପରିମିତମ୍ । ଡଃ ଶସ୍ତ୍ରଶାସ୍ତ୍ର ପାରଙ୍ଗତଃ ଆସୀତ୍ । ଡଃ ପ୍ରବଳ ପରାକ୍ରମୀ ବୀରଃ ଚ ଆସୀତ୍ । ବନେ ଧର୍ମାଚରଣାର୍ଥୀ ଡଃ ଯଜ୍ଞସ୍ୟ ଆୟୋଜନଂ କୃତବାନ୍ । ଡଃ ରାମସ୍ୟ ସାମର୍ଥ୍ୟ ଜାନାତି ଏତଦର୍ଡିଂ ତଂ ନେତୁମ୍ ଅଯୋଧ୍ୟା ଦଶରଥସମୀପମ୍ ଆଗତବାନ୍ । ଯଦା ଦଶରଥ ରାମଂ ବିଶ୍ୱାମିତ୍ରେଣ ସାକଂ ପ୍ରେଷିତୁମ୍ ଅସମ୍ମତଃ ଅଭୂତ୍ ତଦା ମହର୍ଷି ବିଶ୍ୱାମିତ୍ରା ଉତ୍କ୍ଷିପ୍ତ ଜାତଃ । ତସ୍ୟ କୋପଃ ଆସୀତ୍ । ବିଶ୍ଵାମିତ୍ର ଅତୀବ ପୁତ୍ରବତ୍ସଳୀ ଆସୀତ୍ । ଡଃ ରାମଲକ୍ଷ୍ମଶୌ ସ୍ୱପୁତ୍ରୋ ଇବ ଅପଶ୍ୟତ୍ । ଅନେନପ୍ରକାରେଣ ମହର୍ଷି ବିଶ୍ୱାମିତ୍ରସ୍ୟ ବିବିଧ ଚାରିତ୍ରିକ ମହତ୍ତ୍ୱ ପ୍ରକଟିତଃ ଭବତି ।
3. दशरथस्य पुत्रप्रीतिं वर्णयत ।
Solution:
ଇଦାନୀମପି ପଞ୍ଚଦଶବର୍ଷୀୟ ବାଜଃ, ସ କଲଂ ବା ରାକ୍ଷସାନାଂ ସଂହାରଂ କୁର୍ଯ୍ୟାତ୍ ? ଲକ୍ଷ୍ମଣୋଽପି ଇତୋସ୍ତୁ ବାନଃ । ମାସ୍ତୁ ଶ୍ରୀମନ୍ ! ବହୁକାଳଦନନ୍ତରଂ ମୟା ପୁତ୍ରା ପ୍ରାପ୍ତ । ତାନ୍ ପୁଟ୍ରାନ୍ ଦୂରଂ ଚତୁରଙ୍ଗସେନା ବଳେନ ଗମିଷ୍ୟାମି ରାକ୍ଷସସଂହାରାର୍ଥମ୍ । ଅତଃ କ୍ଷମ୍ୟତା ରାଜଭବନାତ୍ ବହିଃ ଅପି ନ ଗତବାନ୍ । ସ ଘୋରେ ଅରଣ୍ୟ କଥ୍ୟ ବା ସଞ୍ଚାରଂ କୁର୍ଯ୍ୟାତ୍ ? ଦଶରଥ ପୁତ୍ରସ୍ନେହେନ ବିହ୍ଵଳ ପ୍ରେଷୟିତୁମ୍ ଅହଂ ନ ଶକ୍ନୋମି । ଅହମେବ ମହର୍ଷେ ! ଏତାବତ୍ ପର୍ଯ୍ୟନ୍ତ ରାତଃ କଦାପି ଆସୀତ୍ । ଅତଃ ସ ବିଶ୍ଵାମିତ୍ରେଣ ସାକଂ ପୁତ୍ରୋ ଗନ୍ତୁ ନେଚ୍ଛତି । ପରନ୍ତୁ ଯଦା କୁଳଗୁରୁ ବସିଷ୍ଠସ୍ୟ ନିର୍ଦ୍ଦେଶଂ ଶୃଣୋତି ତଦା ବିଷଷ୍ଠୀ ଅଭବତ୍ । ଅନନ୍ତରଂ ରାଜା ଦଶରଥ ରାମଲକ୍ଷ୍ମଣେ ଆହୂୟ ବିଶ୍ଵାମିତ୍ର ପ୍ରତି ସତ୍କାରଂ କର୍ଡିଂ କଥୟତି । ଅଦ୍ୟ ଆରଭ୍ୟ ମହର୍ଷି ବିଶ୍ୱାମିତ୍ର ଭବତଃ ଗୁରୁ, ତସ୍ୟ ଆଦେଶଃ ପାଳନୀୟ । ଦଶରଥ ପୁନଃ ବିଶ୍ୱାମିତ୍ର କଥୟତି ଯତ୍ – କୃପୟା ରାମଲକ୍ଷୁର୍ଣ ସଯ ନେତବେ । ଦଶରଥ ପୁତ୍ରବିଚ୍ଛେଦଃ ନେଚ୍ଛତି ଅତଃ କଥୟତି – ମହର୍ଷେ ଯଜ୍ଞ ସମାପ୍ୟ ଶୀଘ୍ରମେବ ପ୍ରତ୍ୟାଗମ୍ୟତାମ୍ । ପୁନଃ କଥୟତି – ରାମ ! ସାବଧାନଂ ଗଚ୍ଛତୁ, ଲକ୍ଷ୍ମଣ, ଭବାନ୍ ଅପି । ଅନ୍ତତଃ ଯଦା ବିଶ୍ଵାମିତ୍ର ରାମ ଲକ୍ଷ୍ମତଃ ଚ ବନଂ ପ୍ରତି ଗଛନ୍ତି ତଦା ଦଶରଥ ତଂ ମାର୍ଗମେବ ପଶ୍ୟନ୍ ତିଷ୍ଠତି । ଇଙ ତୁ ରାଜା ଦଶରଥକ୍ୟ ପୁତ୍ରବାତ୍ସଲ୍ୟ ଯଦେବ ଅସ୍ଥିନ୍ ପ୍ରସଙ୍ଗେ ବର୍ଣ୍ଣିତମ୍ ।
भावसंप्रसारणं कुरुत
1. राजन् ! वयं लोकहितार्थं यज्ञं कुर्मः ।
Solution:
ବାକ୍ୟାଽୟଂ ‘ରାମତପୋବନାଭିଗମନମ୍’ ବିଷୟାତ୍ ଆନୀତଃ ଅତ୍ର ଉଣ୍ଡିଂ ଇୟଂ ବିଶ୍ୱାମିତ୍ରସ୍ୟ ରାଜା ଦଶରଥ ପ୍ରତି ଯଦା ମହର୍ଷିବିଶ୍ଵାମିତ୍ର ରାଜାଦଶରଥସ୍ୟ ସମୀପମ୍ ଆଗଚ୍ଛତି ତଦା ଦଶରଥ ତଂ ପୃଚ୍ଛତି ଆଗମନସ୍ୟ କାରଣଂ କିମିତି ବିଶ୍ୱାମିତ୍ର କଥୟତି – ରାଜନ୍ ! ବୟଂ ଲୋକହିତାର୍ଥେ ଯଜ୍ଞ କୁର୍ମ । ପ୍ରାଚୀନକାଳେ ସମାଜେ ଶାନ୍ତିସ୍ଥାପନାର୍ଥୀ ଜନାନାଂ କଲ୍ୟାଣାର୍ଥୀ ଚ ଋଷୟ ବନେ ଯଜ୍ଞ କୁର୍ବନ୍ତି ସ୍ମ । ବନେ ବିଶ୍ୱାମିତ୍ର ଯଦା ଯଜ୍ଞ କରୋତି ସ୍ମ ତଦା ରାକ୍ଷସୀ ତାଟକା ତସ୍ୟା ପୁତ୍ରୈ ମାରୀଚ- ସୁବାହୁ ଚ ଯଜ୍ଞ ବିଘ୍ନମ୍ ଅକୁର୍ବନ୍ । ଏତଦର୍ଡିଂ ରାକ୍ଷସ ନିଧନାର୍ଥୀ ଯଜ୍ଞସ୍ୟ ରକ୍ଷଣାର୍ଥୀ ଚ ବିଶ୍ଵାମିତ୍ର ରାମିଂ ଲକ୍ଷ୍ମଣଂ ଚ ନେତୁମ୍ ଆଗଚ୍ଛତି । ଅତଃ ଜନକଲ୍ୟାଣାର୍ଥୀ ସର୍ବେ ଯଜ୍ଞ କୁର୍ଯ୍ୟ ।
2. मास्तु श्रीमन् ! वहुकालादनन्तरं मया पुत्राः प्राप्ताः ।
Solution:
ବାଲେପରଫ ପଠିଙ୍ ‘ରାମତପୋବନାତିଗମନମ’ ଗଦ୍ୟଭାଗତ୍ ସଂଗ୍ଦ୍ଵାତ: | ଅତ୍ର ଦଶମଧ୍ୟର ସ୍ନତ୍ରପ୍ରାଡିଂ ସୂଚିତଂ ଭବତି । ବିଶ୍ଵାମିତ୍ର ବନେ ଲୋକହିତାର୍ଥୀ ଯଜ୍ଞମ୍ ଅକରୋତ୍ । ଯଜ୍ଞ ରାକ୍ଷସା ବିଘ୍ନମ୍ ଅକୁର୍ବନ୍ । ଏତଦ ବିଶ୍ୱାମିତ୍ର ଯଜ୍ଞସ୍ୟ ରକ୍ଷଣାର୍ଥୀ ରାମଂ ଲକ୍ଷ୍ମଣଂ ଚ ନେତୁଃ ଦଶରଥ ସମୀପମ୍ ଆଗତବାନ୍ । ଦଶରତଃ ରାମସ୍ୟ ବନଗମନପ୍ରସଙ୍ଗ ଶ୍ରୁତ୍ବା ବିଚଳିତଃ ସଂଜାତଃ । ରାମଃ ଅଦ୍ୟାପି ରାଜଭବନାତ୍ ବହିଃ ନ ଗତମ୍ । ରାମଃ ପଞ୍ଚଦଶବର୍ଷୀୟ ବାଳୀ, ଲକ୍ଷ୍ମତଃ ଇତୋଽପି ବାଳମ୍ । ମାସ୍ତୁ ଶ୍ରୀମନ୍ ! ବହୁକାଳାଦନନ୍ତରଂ ମୟା ପୁତ୍ରା ପ୍ରାପ୍ତା । ତାନ୍ ପୁତ୍ରାନ୍ ଦୂରଂ ପ୍ରେଷୟିତୁମ୍ ଅହଂ ନ ଶମି । ତଦ୍ବିଷୟେ ଚିନ୍ତାମାସ୍ତୁ । ଅହଂ ଚତୁରଙ୍ଗବଳେନ ସହ ଆଗଚ୍ଛାମି । ରାକ୍ଷସ ସଂହାରଂ କରୋମି ଚ । ଅତ୍ର ରାଜା ଦଶରଥସ୍ୟ ପୁତ୍ରପ୍ରୀତିଃ ସୂଚିତଂ ଭବତି ।
3. त्रिशङ्कुमहाराजं सदेहं स्वर्गं प्रति प्रेषितवान् एषः ।
Solution:
ବାଲେପରଫ ପଠିଙ୍ ‘ରାମତପୋବନାତିଗମନମ’ ଗଦ୍ୟଭାଗତ୍ ସଂଗ୍ଦ୍ଵାତ: | ଅତ୍ର ଦଶମଧ୍ୟର ମଦପିବିଶ୍ଵାତୃପ୍ୟ ଅସାଧାରଣତା ପ୍ରସଲଂ ବସ୍ତଙ ଭବତି | ଦଶରଥ ମହର୍ଷି ବିଶ୍ବାମିତ୍ରମୁଖାତ୍ ପୁତ୍ର ଶ୍ରୀରାମସ୍ୟ ବନଗମନପ୍ରସଙ୍ଗ ଶ୍ରୁତ୍ଵା, ତଂ ବନଂ ପ୍ରେଷୟିତଂ ନ ଇଚ୍ଛିତବାନ୍ । ସମୀପେସ୍ଥିତେ କୁଳଗୁରୁ ବସିଷ୍ଟମ୍ ଏତସ୍ୟ ବିଷୟସ୍ୟ ଉପରି ପୃଷ୍ଠବାନ୍ । ବସିତଃ ଅସ୍ମିନ୍ ସମୟେ କଥ୍ତବାନ୍ — ମହାରାଜ ! ଏଷ ବିଶ୍ୱାମିତ୍ର ସାଧାରତଃ ନ, ସ୍ୱୟଂ କ୍ଷତ୍ରିୟକୁଳେ ଜାତଃ ଅପି ସ୍ୱପ୍ରଯନୂନ ଏବ ବ୍ରହ୍ମର୍ଷିପଦଂ ପ୍ରାପ୍ତବାନ୍ । ସ୍ୱଶକ୍ତ ତପପ୍ରଭାବେନ ଚ ଏଷ ମହର୍ଷିବିଶ୍ଵାମିତ୍ର ତ୍ରିଶଙ୍କୁମହାରାଜଂ ସନ୍ଦେହଂ ସ୍ବର୍ଗ ପ୍ରତି ପ୍ରେଷିତବାନ୍ । ଏତସ୍ୟ ସାମର୍ଥ୍ୟମ୍ ଅପରିମିତମ୍ । ପୁନଶ୍ଚ ଯଦି ଏତେନ ସହ ରାମଲକ୍ଷ୍ମଣେ ପ୍ରେଷୟତି ତୟୋ ମହାନ୍ ଲାଭ ଏବ ଭବତି । ଅନେନ ରୂପେଣ ବସିଷ୍ଠ ବିଶ୍ଵାମିତ୍ରସ୍ୟ ତପସ୍ୱ ପରୀକାଷ୍ଠା ବର୍ଣ୍ଣୟତି ।
4. ” ते राक्षसा: कुत्र सन्ति महर्षे !”
Solution:
ବାଲେପରଫ ପଠିଙ୍ ‘ରାମତପୋବନାତିଗମନମ’ ଗଦ୍ୟଭାଗତ୍ ସଂଗ୍ଦ୍ଵାତ: | ଅତ୍ର ଦଶମଧ୍ୟର ଶୁତ୍ଵା ଲକ୍ଷ୍ମଣସ୍ୟ ପ୍ରତିକ୍ରିୟା କୀଦୃଶ ଭବତି ତଦେବ ବଣ୍ଡିତମ୍ । ଉକ୍ତବାନ୍ ଯତ୍ – ରାମଂ ବିନା ଅନ୍ୟ ପୁତ୍ରୋ ରାମଲକ୍ଷ୍ମଣେ ନେତୁମ୍ ସ୍ୱପୁତ୍ରାନ୍ ପ୍ରେଷୟିତୁମ୍ ଅନିଚ୍ଛନ୍ ତେଷା ରାକ୍ଷସାନାଂ ମାରଣ ନ ବନେ ଯଜ୍ଞସ୍ୟ ରକ୍ଷଣାର୍ଥୀ ରାକ୍ଷସାନାଂ ସଂହାରାମିଂ ଚ ମହର୍ଷି ବିଶ୍ୱାମିତ୍ର ଦଶରଥକ୍ୟ ଆଗତଃ । ଯଦା ବିଶ୍ଵାମିତ୍ର ରାମ ରାକ୍ଷସସଂହାରର୍ଥୀ ସମର୍ଥ ଇତି ଉକ୍ତବାନ୍ ତଦା ଦଶରଥ ବିଶ୍ଵାମିତ୍ର ସ୍ଵୟଂ ଗତଂ କଥୁତବାନ୍ । ପରନ୍ତୁ ବିଶ୍ଵାମିତ୍ର ଶକ୍ୟମ୍ । ଅତଃ ଏବ ରାମସ୍ୟ ଲକ୍ଷ୍ମଣସ୍ୟ ଚ ସାହାଯ୍ୟ ସଂ ପ୍ରାର୍ଥିତବାନ୍ । ଏତତ୍ ଶୁତ୍ବା ଝଟିତି ମହାକୋପା ଲକ୍ଷ୍ମତଃ ଉକ୍ତବାନ୍ – ‘‘ତେ ରାକ୍ଷସା କୁତ୍ର ସନ୍ତ ମହର୍ଷେ !’’ ଇତି । ଅତ୍ର ଲକ୍ଷ୍ମଣସ୍ୟ ଚଞ୍ଚଳସ୍ୱଭାତଃ ପ୍ରଦର୍ଶିତମ୍ । ବିଶ୍ଵାମିତ୍ରମୁଖାତ୍ ସ୍ୱପରାକ୍ରମବିଷୟଂ ଶ୍ରୁତ୍ଵା ଲକ୍ଷ୍ମଣୀ କୀଦୃଶମ୍ ଉତ୍ତେଜିତମ୍ ଅଭବତ୍ ତଦେବ ଅସ୍ଥିନ୍ ପ୍ରସଙ୍ଗେ ଉଲ୍ଲିଖମ୍ ।
उत्कलभाषया अनुवादं कुरुत :
1. दशरथः वसिष्ठः च उपविष्टौ स्तः ।
Solution:
ଦଶରଥ ଓ ବସିଷ୍ଠ ବସି ରହିଥିଲେ ।
2. प्रभो ! विश्वामित्रमहर्षिः आगतः अस्ति ।
Solution:
ହେ ପ୍ରଭୁ ! ମହର୍ଷି ବିଶ୍ୱାମିତ୍ର ଆସିଅଛନ୍ତି ।
3. भवान् किम् इच्छति वदतु, निश्चयेन ददामि ।
Solution:
ଆପଣ କ’ଣ ଚାହାନ୍ତି କୁହନ୍ତୁ, ନିଶ୍ଚୟ ଦେବି ।
4. वयं लोकहितार्थं यज्ञं कुर्मः ।
Solution:
ଆମ୍ଭେମାନେ ଲୋକକଲ୍ୟାଣ ନିମନ୍ତେ ଯଜ୍ଞ କରୁଅଛୁ ।
5. परन्तु केचन राक्षसाः यज्ञे विघ्नम् उत्पादयन्ति ।
Solution:
କିନ୍ତୁ କେତେକ ରାକ୍ଷସ ଯଜ୍ଞରେ ଅନିଷ୍ଟ ସୃଷ୍ଟି କରୁଛନ୍ତି ।
6. यज्ञसमाप्तिसमये यज्ञवेदिकायां रक्तमांसादिकं क्षिप्त्वा यज्ञं नाशयन्ति ।
Solution:
ପ୍ରକସମାପ୍ତି ସମ୍ପୟରେ ଯଅବେଦାରେ ରକୃମାଂସାଦି ପକାଇ ସଙ୍କୁ ନପ କରିଦେଉଛନ୍ତି |
7. तदर्थं, राक्षससंहारं कृत्वा यागस्य रक्षणं कर्तुं भवतः पुत्रं रामं मया सह प्रेषयतु ।
Solution:
ସେଥିପାଇଁ, ରାକ୍ଷସ ସଂହାର କରି ଯଜ୍ଞ ରକ୍ଷା କରିବାକୁ ଆପଣଙ୍କର ପୁତ୍ର ରାମଙ୍କୁ ମୋ ସହିତ ପଠାନ୍ତୁ ।
8. महर्षे ! रामः इदानीमपि पञ्चदशवर्षीयः वालः ।
Solution:
ହେ ମହର୍ଷି ! ରାମ ବର୍ତ୍ତମାନ ମଧ୍ଯ ପନ୍ଦରବର୍ଷର ବାଳକ ।
9. सः कथं वा राक्षसानां संहारं कुर्यात् ?
Solution:
ସେ କିପରି ବା ରାକ୍ଷସମାନଙ୍କର ସଂହାର କରିପାରିବ ?
10. तान् पुत्रान् दूरं प्रेषयितुम् अहं न शक्नोमि ।
Solution:
ସେହି ପୁତ୍ରମାନଙ୍କୁ ଦୂରକୁ ପଠାଇବାକୁ ମୁଁ ସମର୍ଥ ହେଉନାହିଁ ।
11. महाराज ! मारीचसुवाहु साधारणौ इति मा चिन्तयतु ।
Solution:
ମହାରାଜ ! ମାରୀଚ ଓ ସୁବାହୁ ସାଧାରଣ ବୋଲି ଭାବ ନାହିଁ ।
12. एतावत्पर्यन्तं रामः कदापि राजभवनात् वहिरपि न गतवान् ।
Solution:
ଏପର୍ଯ୍ୟନ୍ତ ରାମ କେବେହେଲେ ରାଜଭବନରୁ ବାହାରକୁ ମଧ୍ୟ ଯାଇନାହିଁ ।
13. तर्हि भवान् रामं प्रेषयितुं न इच्छति ।
Solution:
ତାହାହେଲେ ଆପଣ ରାମଙ୍କୁ ପଠାଇବାକୁ ଚାହୁଁନାହାନ୍ତି ।
14. नोचेत् मह्यं गमनाय अनुमतिं ददातु ।
Solution:
ନୋହିଲେ ମୋତେ ଯିବାକୁ ଅନୁମତି ଦିଅନ୍ତୁ ।
15. महाराज ! एषः विश्वामित्रः साधारणः न, स्वयं क्षत्रियकुले जातः ।
Solution:
ହେ ମହାରାଜ ! ଏହି ବିଶ୍ୱାମିତ୍ର ସାଧାରଣ ନୁହନ୍ତି, ନିଜେ କ୍ଷତ୍ରିୟ ବଂଶରେ ଜନ୍ମିତ ।
16. एतेन सह रामलक्ष्मणौ प्रेषयति चेत् तयोः महान् लाभः एव भवति ।
Solution:
ଏହାଙ୍କ ସହ ରାମଲକ୍ଷ୍ମଣଙ୍କୁ ପଠାଇବେ ଯଦି ସେ ଦୁହିଁଙ୍କର ବଡ଼ ଲାଭ ହିଁ ହେବ ।
17. तेन रामलक्ष्मणौ अपि शस्त्रशास्त्राणाम् उपेदशं प्राप्तुम् अर्हतः ।
Solution:
ତାଙ୍କଦ୍ବାରା ରାମ ଓ ଲକ୍ଷ୍ମଣ ମଧ୍ଯ ଶସ୍ତ୍ର ଓ ଶାସ୍ତ୍ରମାନଙ୍କର ଉପଦେଶ ପାଇବାକୁ ଯୋଗ୍ୟ ଅଟନ୍ତି ।
18. यदि भवतः अपि आशय: एवमेव अस्ति, तर्हि अवश्यं प्रेषयामि ।
Solution:
ଯଦି ଆପଣଙ୍କର ମଧ୍ୟ ଉଦ୍ଦେଶ୍ୟ ଏହିପରି ହିଁ ଅଛି, ତେବେ ନିଶ୍ଚୟ ପଠାଇବି ।
19. इदानीमेव रामं लक्ष्मणं च अत्र आनयतु ।
Solution:
ବର୍ତ୍ତମାନ ହିଁ ରାମ ଓ ଲକ୍ଷ୍ମଣଙ୍କୁ ଏଠାକୁ ଆଣନ୍ତୁ ।
20. सः अस्माकं सर्वेषामपि पूज्यः ।
Solution:
ସେ ଆମ ସମସ୍ତଙ୍କର ମଧ୍ୟ ପୂଜନୀୟ ।
21. वत्स श्रीराम ! एषः विश्वामित्रः गाधिराजस्य पुत्रः ।
Solution:
ପୁତ୍ର ଶ୍ରୀରାମ ! ଏହି ବିଶ୍ୱାମିତ୍ର ଗାଧୁରାଜାଙ୍କ ପୁତ୍ର ।
22. सः इदानीं भवतः साहाय्यम् इच्छति ।
Solution:
ସେ ବର୍ତ୍ତମାନ ଆପଣଙ୍କର ସାହାଯ୍ୟ ଚାହାନ୍ତି ।
23. जनक ! विनोदार्थम् एवं वदति वा भवान् ?
Solution:
ପିତା ! ଆପଣ ମଜାରେ ଏହିପରି କହୁଛନ୍ତି କି ?
24. भवतः पिता यदुक्तवान् तत् सत्यमेव राम !
Solution:
ହେ ରାମ ! ଆପଣଙ୍କ ପିତା ଯାହା କହିଲେ ତାହାହିଁ ସତ୍ୟ ।
25. भवन्तं विना अन्यैः तेषां मारणं न शक्यम् ।
Solution:
ଆପଣଙ୍କ ବିନା ଅନ୍ୟମାନଙ୍କଦ୍ୱାରା ସେମାନଙ୍କର ବିନାଶ ସମ୍ଭବ ନୁହେଁ ।
26. अद्यपर्यन्तं मम पुत्रौ राजभवनात् वहिः कुत्रापि न गतवन्तौ ।
Solution:
ଆଜିପର୍ଯ୍ୟନ୍ତ ମୋର ଦୁଇପୁଅ ରାଜଭବନର ବାହାରକୁ କେଉଁଠାକୁ ମଧ୍ୟ ଯାଇନାହାନ୍ତି ।
27. महर्षेः यज्ञं समाप्य शीघ्रमेव प्रत्यागम्यताम् ।
Solution:
ମହର୍ଷିଙ୍କର ଯଜ୍ଞ ଶେଷକରି ଶୀଘ୍ର ହିଁ ଫେରିଆସ ।
रामतपोवनाभिगमनम्
ଲେଖକପରିଚୟ – ଆଧୁନିକ ସଂସ୍କୃତ ଲେଖକମାନଙ୍କ ମଧ୍ୟରେ ଅନ୍ୟତମ ସଫଳ ସ୍ରଷ୍ଟା ଡାଃ ଏଚ୍.ଆର୍. ବିଶ୍ଵାସ । ୦୧.୦୩.୧୯୫୯ ମସିହା । ସେ ସମ୍ଭାଷଣ ସନ୍ଦେଶର ଉପଦେଷ୍ଟା । ତାଙ୍କଦ୍ଵାରା ଏଗାରଟି ପୁସ୍ତକ ପ୍ରଣୀତ । ସେ ପ୍ରତାପନାରାୟଣ ମିଶ୍ର ସ୍ମୃତି ଯୁବ ସାହିତ୍ୟକାର ସମ୍ମାନ, ଶୃଙ୍ଗେରୀପୀଠ ସଂସ୍କୃତବର୍ଷାଚରଣ ସମିତି ସମ୍ମାନଦ୍ଵାରା ସମ୍ମାନିତ । ତାଙ୍କର ରଚନାରୁ ‘ରାମତପୋବନାଭିଗମନମ୍’ ଏକାଙ୍କିକା ସଂଗୃହୀତ ।
ପରମପାବନ ଚରିତକୁ ଆଶ୍ରାକରି ରଚିତ ହୋଇଛି । ଏହି ଗ୍ରନ୍ଥକୁ ପାଠକରିବାଦ୍ଵାରା ‘ରାମାଦିବତ୍ ପ୍ରବର୍ତ୍ତିତବ୍ୟ ନ ରାବଣାଦିବତ୍ — ଏହି ଉପଦେଶ ମିଳେ । ଏହାର ମହାନତା ବିଷୟରେ କୁହାଯାଇଛି ଯେ-
“ ଯାବତ୍ ସ୍ୱାସ୍ୟନ୍ତ ଗିରୟଃ ସରିତଶ୍ଚ ମହୀତଳେ ।
ଅର୍ଥାତ୍ ଏ ସଂସାରରେ ଯେ ପର୍ଯ୍ୟନ୍ତ ପର୍ବତମାନେ ଥିବେ, ନଦୀମାନେ ପ୍ରବାହିତ ହେଉଥିବେ ସେ ପର୍ଯ୍ୟନ୍ତ ରାମାୟଣ କଥା ଫସାରରେ ପ୍ରତରିତ ହେଉଥ୍ବ ।
ପ୍ରସ୍ତୁତ ‘ ରାମତପୋବନାଭିଗମନମ୍’ ପ୍ରସଙ୍ଗ ଏକାଙ୍କିକା ରୂପରେ ଏଠାରେ ସମୁପସ୍ଥାପିତ । ମୁନିଶ୍ରେଷ୍ଠ ବିଶ୍ଵାମିତ୍ର ଅସ୍ତ୍ର ଶିକ୍ଷା କୁଳଗୁରୁ ବଶିଷ୍ଠଙ୍କ ଉପଦେଶ ଓ ଦଶରଥଙ୍କ ଅନୁମତିରେ ବିଶ୍ଵାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ରାକ୍ଷସ ନିଧନ ନିମନ୍ତେ ବନକୁ ପ୍ରସ୍ଥାନ କରି ଥାଛନ୍ତି |
ସାରକଥା – ଅଭିବାଦନ କରି କୁଶଳପୁଛା କରିଛନ୍ତି | ବିଶ୍ଵାମିତ୍ର ଆଶୀର୍ବାଦ ଦେଇ ସକୁଶଳତା ବର୍ଣନା କରିଛନ୍ତି । ଏହାପରେ ରାଜା କରୁଛନ୍ତି । ଏଣୁ ଯଜ୍ଞ ରକ୍ଷା ନିମନ୍ତେ ରାମ ଲକ୍ଷ୍ମଣଙ୍କୁ ନେବାପାଇଁ ବିଶ୍ଵାମିତ୍ର ରାଜା ଦଶରଥଙ୍କୁ କହିଛନ୍ତି | ବହୁକାଳ ପରେ ପୁତ୍ରସନ୍ତାନ ପାଇଥିବାରୁ କିପରି ବା ସେମାନଙ୍କୁ ବଣକୁ ପଠାଇବି ? ହେ ମହାକୋପା ବିଶ୍ଵାମିତ୍ର, ଆପଣ ଚିନ୍ତା କରନ୍ତୁ ନାହିଁ । ଏ କାର୍ଯ୍ୟ ମୁଁ ମୋର ଚତୁରଙ୍ଗ ସେନା ସହିତ କରିପାରିବି | ମୋତେ କ୍ଷମା କରନ୍ତୁ, ମହର୍ଷି । ଏ ପର୍ଯ୍ୟନ୍ତ ରାମ ରାଜଭବନର ବାହାରକୁ ମଧ୍ୟ ଯାଇନାହିଁ । ଘୋର ବନ ମଧ୍ୟରେ କିପରି ବା ଭ୍ରମଣ କରିବ ? ଏହିପରି କହି ମହାରାଜା ଦଶରଥ ଅତୀବ ଚିନ୍ତିତ ହୋଇପଡ଼ିଲେ । ମହର୍ଷି ବିଶ୍ଵାମିତ୍ର କିନ୍ତୁ ରାମଲକ୍ଷ୍ମଣଙ୍କୁ ବନକୁ ନେବାକୁ ଜିଦ୍ ଧରିଲେ । କାରଣ ରାମ ହୁଁ କେବଳ ବଣର ଅଶ୍ମରମାନନ୍ ନିଧନ କରିବାକୁ ସମର୍ଥ କ୍ରେନ୍ଦ |
ଏହାପରେ କୁଳଗୁରୁ ବଶିଷ୍ଠ ଚିନ୍ତିତମନା ମହାରାଜା ଦଶରଥଙ୍କୁ ଆଶ୍ଵାସନାର ବାଣୀ ଶୁଣାଇଲେ । ମହାରାଜ! ଏ ବିଶ୍ଵାମିତ୍ର ଯେ କେହି ସାଧାରଣ ନୁହଁନ୍ତି । ସ୍ଵୟଂ କ୍ଷତ୍ରିୟକୁଳରେ ଜାତ ହୋଇ ମଧ୍ୟ ସ୍ଵକୀୟ ପ୍ରଯତ୍ନ ବଳରେ ବ୍ରହ୍ମର୍ଷି ପଦ ପ୍ରାପ୍ତ କରିଛନ୍ତି । ସେ ତ୍ରିଶଙ୍କୁଙ୍କୁ ସ୍ବଦେହରେ ସ୍ଵର୍ଗକୁ ପ୍ରେରିତ କରିଛନ୍ତି । ଏଣୁ ଏହାଙ୍କ ସହିତ ଯଦି ରାମଲକ୍ଷ୍ମଣଙ୍କୁ ପଠାଯାଏ ତେବେ ମହତ୍ ଲାଭ ହେବ । ବିଶ୍ଵାମିତ୍ର ଶସ୍ତ୍ର ଓ ଶାସ୍ତ୍ରରେ ପାରଙ୍ଗତ । ତେଣୁ ସେ ରାମଲକ୍ଷ୍ମଣଙ୍କୁ ଉଚିତ ଶିକ୍ଷା ଦେଇପାରିବେ । ରାଜା ରାମ ଓ ଲକ୍ଷ୍ମଣ ପିତାଙ୍କ ଆଦେଶକ୍ରମେ ସେଠାରେ ଉପସ୍ଥିତ ହୋଇ ପ୍ରଥମେ ପିତା ଓ ତାପରେ କୁଳଗୁରୁଙ୍କୁ ଅଭିବାଦନ କଲେ । ପିତା, ଦଶରଥ ନିକଟରେ ଥିବା ବିଶ୍ଵାମିତ୍ରଙ୍କୁ ଚିହ୍ନାଇ ଦେବାରୁ ରାମ ଓ ଲକ୍ଷ୍ମଣ ତାଙ୍କୁ ମଧ୍ୟ ଅଭିବାଦନ କଲେ । ପିତାଙ୍କ ଅନୁମତି ଯାଚନା କଲେ ।
ରାଜା ଦଶରଥ ପୁତ୍ର ରାମଚନ୍ଦ୍ରଙ୍କୁ ଆଦେଶ କଲେ ଯେ ଆଜିଠୁ ବିଶ୍ଵାମିତ୍ର ତୁମର ଗୁରୁ । ଏଣୁ ତୁମେ ତାଙ୍କର ଆଦେଶ ପାଳନ କର । ତେଣୁ ସଯତ୍ନ ସେମାନଙ୍କୁ ନିଅ । ଏମାନେ ଛୋଟ, ସେମାନଙ୍କର କଥାବାର୍ତ୍ତା, ଆଚରଣ ବ୍ୟବହାରରେ ଅପରାଧ ବା ଭୁଲ ଶୁଣାଇ ଶେଷରେ ରାମ ଓ ଲକ୍ଷ୍ମଣଙ୍କୁ ସଙ୍ଗରେ ନେଇ ବନ ମଧ୍ୟକୁ ପ୍ରବେଶ କରିଅଛନ୍ତି । ମହର୍ଷି ବିଶ୍ଵାମିତ୍ରଙ୍କର ତପୋନିଷ୍ଠତା ତଥା ରାମଲକ୍ଷ୍ମଣଙ୍କର ପରାକ୍ରମ ତଥା ଶକ୍ତିର ସୂଚନା ମିଳୁଛି । ସର୍ବୋତଭାବେ ରାମାୟଣର ରମଣୀୟତା ଏଥିରୁ ପ୍ରତୀତ ହେଉଅଛି ।
TEXT – 1
ଦଣରଅନ୍ୟ ………………………………………………………………………… ସର୍ବଂ କୁଶଳମ୍ ।
ଶବ୍ଦାର୍ଥ – ଆସ୍ଥାନମ୍ = ସିଂହାସନ । ଗୃହ (ରାଜପ୍ରାସାଦ) । ପ୍ରବିଶତି = ପ୍ରବେଶ କରିଛି । ଉଦ୍ଧାୟ = ଉଠି । ଅନ୍ତଃ = ଭିତରକୁ । ଅଭ୍ୟନ୍ତରକୁ । ଅଭିବାଦୟ = ପ୍ରଣାମ କରୁଛି । ଅଳଙ୍କରୋତୁ = ଉପବେଶନ କର / ବସ । କୁଶଙ୍ଖ = ମଙ୍ଗଳ ବା କଲ୍ୟାଣ ।
ଅନ୍ତବାଦ – (ଦଶରଥଙ୍କର ନିବାସ । ଦଶରଥ ଓ ବଶିଷ୍ଠ ବସିଥିଲେ । ସେବକ ପ୍ରବେଶ କରିଛି ।)
ଯୋତକ – (ପ୍ରବେଶ କରି) ମହାରାଜାଙ୍କର ଜୟ ହେଉ, ପ୍ରଭୁ! ବିଶ୍ଵାମିତ୍ର ମହର୍ଷି ଆସିଅଛନ୍ତି ।
ଦଶରଥ – (ଉଠିପଡ଼ି) କିଏ… ? ମହର୍ଷି ବିଶ୍ଵାମିତ୍ର ? ତାଙ୍କୁ ଅତି ଶୀଘ୍ର ଭିତରକୁ ପ୍ରବେଶ କରାଅ ।
ଯାହା ମହାରାଜାଙ୍କର ଆଜ୍ଞା । (ଯାଇଛି – ବିଶ୍ଵାମିତ୍ରଙ୍କ ସହିତ ପୁଣି ଆସିଛି ।)
ଦଣରଥ – ହେ ମହର୍ଷି ! ଅଭିବାଦନ କରୁଛି । (ପ୍ରଣାମ କରୁଛି)
ବିଶ୍ଵାମିତ୍ର – ମହାରାଜ୍ ! ବିଜୟୀ ହୁଅ ।
ଦଣରଥ – ଏହି ଆସନକୁ ଶୋଭିତ କରନ୍ତୁ (ବସନ୍ତୁ) ।
ବିଶ୍ଵାମିତ୍ର – ତାହାହିଁ ହେଉ । (ବସିଛନ୍ତି)
ଦଶରଥ – ପୂଜ୍ୟ ! କ’ଣ ସବୁ ମଙ୍ଗଳ ତ ?
ବିଶ୍ଵାମିତ୍ର – ହଁ ମହାରାଜ! ସବୁ ମଙ୍ଗଳ ।
ବ୍ୟାକରଣ:
ସନ୍ଧିବିଛେଦ – ଶୀଘ୍ରମ୍ + ଏବ । ଯଥାଜ୍ଞାପୟତି = ଯଥା + ଆଜ୍ଞାପୟତି । ପ୍ରତ୍ୟାଗଚ୍ଛତି = ପ୍ରତି + = ଆଗଚ୍ଛତି । ଏତଦାସନମ୍ = ଏତତ୍ + ଆସନମ୍ । ତଥୈବ = ତଥା + ଏବ । ମହର୍ଷି = ମହା + ଋଷି।
ସମାସ – ମହାରାଜଃ = ମହାନ୍ ରାଜା (କର୍ମଧାରୟ) । ବିଶ୍ଵାମିତ୍ରମହର୍ଷି = ବିଶ୍ଵାମିତ୍ର ନାମା ମହର୍ଷି ( ମଧ୍ୟପଦଲୋପୀ କର୍ମଧାରୟ) । ବିଶ୍ଵାମିତ୍ର = ବିଶ୍ଵ ମିତ୍ର ଯସ୍ୟ ଡଃ ( ବହୁବ୍ରୀହିଃ) ।
ଦଶରଥକ୍ୟ = ସମ୍ବନ୍ଧ ୬ଷ୍ଠୀ । ପ୍ରଭୋ! = `ସଂବୋଧନେ ୧ମା । ତଂ = କର୍ମଣି ୨ୟା । ମହର୍ଷେ ! = ସଂବୋଧନେ ୧ମା । ମହାରାଜ ! = ସମ୍ବୋଧନେ ୧ମା । ପୂଜ୍ୟ ! = ସଂବୋଧନେ ୧ମା । ବିଶ୍ଵାମିତ୍ରେଣ = ସହ ଯୋଗେ ୩ୟା ।
ପ୍ରକୃତିପ୍ରତ୍ୟୟ – ଆସ୍ଥାନମ୍ = ଆ + ସ୍ଥା + ଲ୍ୟୁଟ୍ । ପ୍ରବିଶ୍ୟ = ପ୍ର + ବିଶ୍ + ଲ୍ୟାପ୍ । ଆଗତଃ = ଆ + ଗମ୍ + କ୍ | ଉହାୟ = ଉତ୍ + ସ୍ପା + ଲ୍ୟୁପ୍ ।
TEXT – 2
ଦଣରଥଃ – ଭବତଃ ଆଗମନକାରଫ ……………………………………………………………………… ଅହୋ ଦୁରାତ୍ମାନଃ !
ଶବ୍ଦାର୍ଥ – ଭବତଃ = ଆପଣଙ୍କର । ଜ୍ଞାତୁ = ଜାଣିବାକୁ । ଶକ୍ଟୋମି = ସମର୍ଥ । ଅପେକ୍ଷିତଂ = ଅପେକ୍ଷା କରିଛି । ସଂଶୟଃ = ସଂଦେହ । ଲୋକହିତାର୍ଥୀ ଲୋକମାନଙ୍କର ହିତ ନିମନ୍ତେ । ବିଘ୍ନମ୍ = ଅନିଷ୍ଟ । ଉତ୍ପାଦୟନ୍ତି କରୁଛନ୍ତି । ପୀଡ଼ୟନ୍ତି = କଷ୍ଟ ଦେଉଛନ୍ତି । କ୍ଷିପ୍ତା = ପକାଇ । ନାଶୟନ୍ତ = ନଷ୍ଟ କରୁଛନ୍ତି ।
ଅନୁବାଦ – ଦଶରଥ – ଆପଣଙ୍କର ଆସିବାର କାରଣ ଜାଣିପାରେ କି ?
ବିଶ୍ଵାମିତ୍ର – କହୁଛି । କିନ୍ତୁ, ମୁଁ ଯାହା ଅପେକ୍ଷା କରୁଛି ତାହା ଦେଉଛି ବୋଲି ବଚନ ଯଦି ଆପଣ କୁହନ୍ତି ତେବେ ନିଶ୍ଚୟ କହିବି ।
ହେ ମହର୍ଷି ! କ’ଣ ପାଇଁ ସଂଦେହ ! ଆପଣ କ’ଣ ଇଚ୍ଛା କରୁଛନ୍ତି କୁହନ୍ତୁ, ନିଶ୍ଚୟ ଦେବି ।
ବିଶ୍ଵାମିତ୍ର – ହେ ରାଜନ୍! ଆମେ ଲୋକକଲ୍ୟାଣ ନିମନ୍ତେ ଯଜ୍ଞ କରୁଛୁ । କିନ୍ତୁ କେତେକ ରାକ୍ଷସ ଯଜ୍ଞରେ ଅନିଷ୍ଟ ଉତ୍ପନ୍ନ କରୁଛନ୍ତି |
ଦଣରଥ – ସେ ରାକ୍ଷସମାନେ କିଏ ?
ବିଶ୍ଵାମିତ୍ର – ତାଡ଼କା ନାମକ ରାକ୍ଷସୀ ଅଛି । ମାରୀଚ ଓ ସୁବାହୁ ତା’ର ପୁତ୍ର । ଏମାନେ ଆମ୍ଭଙ୍କୁ କଷ୍ଟ ଦେଉଛନ୍ତି |
ଦଣରଥ – ସେମାନେ କ’ଣ କରୁଛନ୍ତି ?
ବିଶ୍ଵାମିତ୍ର – ଯଜ୍ଞ ଶେଷକାଳରେ ଯଜ୍ଞବେଦିରେ ରକ୍ତମାଂସାଦି ପକାଇ ଯଜ୍ଞକୁ ନଷ୍ଟ କରୁଛନ୍ତି |
ଦଣରଥ – ଆହେ ଦୁରାମ୍! ବା ପାମାତ୍ମା !
ସନ୍ଧିବିଚ୍ଛେଦ – ନିଶମେନ = ନିଃ + ଚୟନ ! କିମର୍ଥୀ = କିମ୍ + ଅର୍ଥମ୍ । ରକ୍ତମାଂସାଦିକଂ + ଆଦିକମ୍ । ଦୁରାତ୍ମାନଃ = ଦୁଃ + ଆତ୍ମାନଃ !
ସମାସ – ଆଗମନକାରଣଂ = ଆଗମନସ୍ୟ କାରଣମ୍ (୬ଷ୍ଠ ତତ୍ତ୍ଵ) । ଲୋକହିତାର୍ଥ = ଲୋକେଭ୍ୟ ହିତଂ ତସ୍ମି ଇଦମ୍ (୪ର୍ଥୀ ତତ୍), ଲୋକାନଂ ହିତଂ ତସ୍ମି (୬ଷ୍ଠୀ ତତ୍) । ସୁବାହୁ = ସୁଶ୍ରୁ ବାହିଃ ଯସ୍ୟ ଡଃ (ବହୁବ୍ରୀହିଃ)। ଯଜ୍ଞସମାପ୍ତିସମୟେ = ଯଜ୍ଞସ୍ୟ ସମାପ୍ତି, ତଥ୍ୟ ସମୟ, ତସ୍ମିନ୍ (୬୩ ତତ୍) । ଯଜ୍ଞବେଦିକାୟାଂ = ଯଜ୍ଞସ୍ୟ ବେଦିକା, ତସ୍ୟାମ୍ (୬୩ ତତ୍) । ରକ୍ତମାଂସାଦିକଂ = ରକ୍ତ ଚ ମାଂସଂ ଚ (ଦ୍ବନ୍ଦ୍ବ), ତୟୋ ଆଦିକମ୍ (୬ଷ୍ଠ ତତ୍) । କିମର୍ଥ୍ୟ = କହ୍ନେ ଇଦମ୍ (ନିତ୍ୟ) । ଭବତଃ = ସମ୍ବନ୍ଧ ୬ଷ୍ଠୀ | ମୟା = ଅନୁସ୍ତେ କଉଁରି ୩ୟା । ଭବାନ୍ କଉଁରି ୧ ମା । ମହର୍ଷେ !, ସଂଶୟଃ !, ରାଜନ୍!, ଦୁରାମୁନଃ ! = ସମ୍ବୋଧନେ ୧ ମା । ଯଜ୍ଞ, ବିଘ୍ନ = କର୍ମଣି ୨ୟା । ଯଜ୍ଞ = ୭ମୀ । ତସ୍ୟା = ସମ୍ବନ୍ଧେ ୬ଷ୍ଠୀ । ତେ, ଏତେ = କଉଁରି ୧ ମା । ଯଜ୍ଞସମାପ୍ତିସମୟେ = ଅଧୂକରଣେ ୭ମୀ । ଯଜ୍ଞବେଦିକାୟାଂ = ଅଧୂକରଣେ ୭ମୀ ।
ପ୍ରକୃତିପ୍ରତ୍ୟୟ – ଜ୍ଞାଙ୍ଗ = ଜ୍ଞା + ତୁମୁନ୍ । ବଚନଂ = ବଚ୍ + ଲ୍ୟୁଟ୍ । କ୍ଷିପ୍ତା = କ୍ଷିପ୍ + ସ୍କାଚ୍ ।
TEXT – 3
ବିଶାମିତ୍ର – ତଦଅଂ, ରାଯସସଂହାର ……………………….. ଶକେମି | ଅନ୍ୟଚ୍ଚ …………..
ଶବ୍ଦାର୍ଥ – ତଦର୍ଡିଂ = ସେଥିପାଇଁ । ଯୋଗସ୍ୟ ମାରିବା ପାଇଁ । ଇଦାନୀମପି = ବର୍ତ୍ତମାନ ମଧ୍ୟ । ପ୍ରେଷୟତୁ = ପଠାନ୍ତୁ । ସଂହାରାମିଂ = ଶିଶୁ । ଇତୋଽପି = ଏହାଠାରୁ ମଧ୍ୟ। ଦୂରଂ = ସଂହାର ନିମନ୍ତେ = ଦୂରକୁ । ଶକ୍ଟୋମି ଅନୁବାଦ – ବିଶ୍ଵାମିତ୍ର – ସେଥପାଇଁ, ରାକ୍ଷସମାନଙ୍କୁ ମାରି ଯଜ୍ଞରକ୍ଷା କରିବାକୁ ଆପଣଙ୍କର ପୁତ୍ର ରାମଙ୍କୁ ମୋ ସହିତ ପଠାନ୍ତୁ ।
ବିଶ୍ଵାମିତ୍ର – ହଁ, ରାମ ଓ ଲକ୍ଷ୍ମଣଙ୍କୁ ପଠାନ୍ତୁ ।
ଦଶରଥ – ମହର୍ଷି ! ରାମ ବର୍ତ୍ତମାନ ମଧ୍ଯ ପନ୍ଦର (୧୫) ବର୍ଷର ବାଳକ । ସେ କିପରି ବା ରାକ୍ଷସମାନଙ୍କୁ ମାରିବ ? ଲକ୍ଷ୍ମଣ କିନ୍ତୁ, ଏହାଠାରୁ ମଧ୍ଯ ସାନ ।
ବିଣାମିତ୍ର – ରାମ ରାକ୍ଷସମାନଙ୍କୁ ମାରିବାକୁ ସକ୍ଷମ, ହେ ରାଜନ୍! ତାକୁ ହିଁ ପଠାନ୍ତୁ ।
ଦଶରଥ – ଶ୍ରୀମନ୍! ଏପରି ନ ହେଉ, ବହୁସମୟ ପରେ ମୁଁ ପୁତ୍ର ପାଇଲି । ସେ ପୁତ୍ରମାନଙ୍କୁ ଦୂରକୁ ପଠାଇବାକୁ ମୁଁ ସମର୍ଥ ନୁହେଁ । ଅନ୍ୟତ୍ର…
ବ୍ୟାକରଣ
ସଦ୍ଧିବିଛେଦ – ତତ୍ + ଅର୍ଥମ୍ । ଇଦାନୀମପି = ଇଦାନୀମ୍ + ଅପି । ଲକ୍ଷ୍ମଣସ୍ତୁ = ଲକ୍ଷ୍ମତଃ + ତୁ । ଇତୋଽପି = ଇତଃ + ଅପି । ତମେବ = ତମ୍ + ଏବ । ମାସ୍ତୁ = ମା + ଅସ୍ତୁ । ବହୁକାଳାଦନନ୍ତରଂ = ବହୁକାଳାତ୍ + ଅନନ୍ତରମ୍ । ଅନ୍ୟଚ୍ଚ = ଅନ୍ୟତ୍ + ଚ ।
ସମାସ – ତଦର୍ଡିଂ = ତନ୍ମେ ଇଦମ୍ (ନିତ୍ୟ) । ରାକ୍ଷସସଂହାରଂ = ରାକ୍ଷସାନାଂ ସଂହାର ତମ୍ (୬ଷ୍ଠ ତତ୍ତ୍ଵ) । = ସଂହାରାୟ ଇଦମ୍ (ନିତ୍ୟ) ।
ସକାରଣବିଭକୃ – ରାଯସସଦ୍ଵାର = କର୍ମଣି ୨ୟା । ଯାଗସ୍ୟ = ସମ୍ବନ୍ଧ ୬ଷ୍ଠୀ । ଭବତଃ = ସମ୍ବନ୍ଧ ୬ଷ୍ଠୀ । = ସମ୍ବୋଧନେ ୧ ମା. । ରାକ୍ଷସାନାଂ = ସମ୍ବନ୍ଧ ୬ଷ୍ଠୀ ୮ ରାମିଂ, ଲକ୍ଷ୍ମଣଂ = କର୍ମଣି ୨ୟା । ରାମ, ଲକ୍ଷ୍ମଶଃ = କଉଁରି ୧ ମା = ସମ୍ବୋଧନେ ୧ମା । ବହୁକାଳାତ୍ = ଅନନ୍ତରଂ ଶବ୍ଦ ଯୋଗେ ୫ମୀ । ମୟା = ଅନୁସ୍ତେ କଉଁରି ୩ୟା । ତାନ୍, ପୁତ୍ରାନ୍ = କର୍ମଣି ୨ୟା ।
କୃତ୍ରା = କୃ + କ୍ରାଚ୍ । ରକ୍ଷଣ = ରକ୍ଷ୍ + ଲ୍ୟୁଟ୍ । କର୍ଡିଂ = କୃ + ତୁମୁନ୍ । ପ୍ରେଷଣୀୟ = ପ୍ରେଷ୍ + ଅନୀୟର୍ । ପ୍ରାପ୍ତା = ପ୍ର + ଆପ୍ + କ୍ତ (ବହୁବଚନେ) । ପ୍ରେଷୟିତୁମ୍ = ପ୍ରେଗ୍ + ଣିଚ୍ + ତୁମୁନ୍ ।
TEXT – 4
ବିଶ୍ୱାମିତ୍ର – (ସକୋପମ୍) ତହିଁ ……………………………………………………………. (ଚିନ୍ତୟତି) ।
ଶବ୍ଦାର୍ଥ – ସକୋପମ୍ = କ୍ରୋଧର ସହିତ । ତହିଁ = ତେବେ । କଥମ୍ = କିପରି । ଚତୁରଙ୍ଗବଳେନ = ଚତୁରଙ୍ଗସେନା ସହିତ (ରଥାରୋହୀ, ଅଶ୍ଵାରୋହୀ, ଗଜାରୋହୀ ଓ ପଦାତିକ ସୈନ୍ୟ) । ବିହସ୍ୟ ହସିକରି । ବରଂ କର୍ଡିଂ = ମାରିବାକୁ । କ୍ଷମ୍ୟତାଂ = କ୍ଷମା କରନ୍ତୁ । କଦାପି = କେବେ ମଧ୍ୟ । ସଞ୍ଚାରଂ = ଭ୍ରମଣ । କିଳ = ନିଶ୍ଚୟ | ଶକ୍ୟ = ସମ୍ଭବ | ସମର୍ଥ । ଯିବାନିମନ୍ତେ । ଦଦାତୁ = ଦିଅନ୍ତୁ ।
ଅନୁବାଦ – ବିଶ୍ଵାମିତ୍ର – (କ୍ରୋଧର ସହିତ) ତେବେ ହେ ରାଜା ! ମୋ ଯଜ୍ଞର ରକ୍ଷା କିପରି (ହେବ) ?
ଦଶରଥ – ସେ ବିଷୟରେ ଚିନ୍ତା ନହେଉ । ଚତୁରଙ୍ଗ ସେନା ସହିତ ମୁଁ ହିଁ ଆସୁଅଛି । ରାକ୍ଷସସଂହାର କରିବି ।
ବିଶ୍ଵାମିତ୍ର – (ହସିକରି) ମହାରାଜ! ମାରୀଚ ଓ ସୁବାହୁଙ୍କୁ ସାଧାରଣ ବୋଲି ମନେ କରନ୍ତୁ ନାହିଁ | ସେ ଦୁହିଁଙ୍କର ବଧ କରିବାକୁ ଶ୍ରୀରାମ ହିଁ ସମର୍ଥ । ତାଙ୍କୁ ହିଁ ପ୍ରେରଣ କରନ୍ତୁ ।
ଦଣରଥ – କ୍ଷମା କରନ୍ତୁ ମହର୍ଷି ! ଏ ପର୍ଯ୍ୟନ୍ତ ରାମ କେବେ ମଧ୍ୟ ରାଜଭବନ ବାହାରକୁ ଯାଇନାହିଁ । ସେ ଘୋର ବନ ମଧ୍ୟରେ କିପରି ବା ଭ୍ରମଣ କରିବ । ନାହିଁ ମହର୍ଷି ! ନାହିଁ… ।
ବିଶ୍ଵାମିତ୍ର – ତେବେ ଆପଣ ରାମକୁ ପଠାଇବାକୁ ଇଚ୍ଛା କରୁନାହାଁନ୍ତି … ।
ଦଶରଥ – କିନ୍ତୁ ମୁଁ ନିଶ୍ଚୟ ଆସୁଅଛି… ।
ବିଶ୍ଵାମିତ୍ର – ଅପେକ୍ଷାନାହିଁ । ଆପଣଙ୍କର ଆଗମନ ସର୍ବଥା ଅପେକ୍ଷାରହିତ (ଅନାବଶ୍ୟକ) । ଯଦି ସମ୍ଭବ (ସମର୍ଥ) ରାମ ଓ ଲକ୍ଷ୍ମଣକୁ ପଠାନ୍ତୁ । ନୋହିଲେ ମୋତେ ଯିବା ପାଇଁ ଅନୁମତି ଦିଅନ୍ତୁ ।
ଦଶରଥ – (ମନେମନେ) ତେବେ ବର୍ତ୍ତମାନ୍ କ’ଣ କରିବି… ? ( ଚିନ୍ତାକଲେ)
ଢ୍ୟାକରଣ:
ସନ୍ଦିବିଛେଦ – ଅହମେବ = ଅହମ୍ + ଏବ । ତମେବ = ତମ୍ + ଏବ । ଏତାବତ୍ପର୍ଯ୍ୟନ୍ତ = ଏତାବତ୍ + ପର୍ଯ୍ୟନ୍ତମ | କହିପ = କଦା + ଅପି | ବିଦ୍ରି: + ଆପି | ସଆଁରଂ = ସମ୍ + ଚାରମ୍ବ | ମାତ୍ମ = ମା + ଥପୁ | ସମ୍ + ଚାରମ୍ । ମାସ୍ଟ୍ରି = ମା + ଅସ୍ତୁ ।
ସମାସ – ପର୍ଯ୍ୟନ୍ତମ୍ । କଦାପି = କଦା + ଅପି । ବହିରପି ବହିଃ + ଅପି । ସଞ୍ଚାରଂ ନାପେକ୍ଷିତମ୍ = ନ + ଅପେକ୍ଷିତମ୍ । ଚତୁରଙ୍ଗବଳେନ = ଚତୁଃ + ଅଙ୍ଗବଳେନ । ସକୋପମା = କୋପେନ ସହ ବର୍ତ୍ତମାନମ୍ (ସହାର୍ଥ ବହୁବ୍ରୀହିଃ) । ଚତୁରଙ୍ଗବଳେନ ତେନ (୬ଷ୍ଠୀ ତତ୍) । ରାକ୍ଷସସଂହାରଂ ରାକ୍ଷସସ୍ୟ ସଂହାରମ୍ (୬ଷ୍ଠୀ ତତ୍) । ମହାରାଜା = ମହାନ୍ ରାଜା (ସଂବୋଧନ) ( କର୍ମଧାରୟ) । ମାରୀଚସୁବାହୁ = ମାରୀଚଣ୍ଟ ସୁବାହୁଶ୍ଚ (ଦ୍ବନ୍ଦ୍ବ) । ରାଜଭବନାତ୍ = ରାଜ୍ଞ ଭବନଂ, ତସ୍ମାତ୍ (୬ଷ୍ଠୀ ତତ୍) ।
ସକାରଣବିଭକ୍ତି – ରାଜନ୍ !, ମହର୍ଷେ !, ମହାରାଜ ! = ସମ୍ବୋଧନେ ୧ ମା । ମମ, ଯଜ୍ଞସ୍ୟ = ସମ୍ବନ୍ଧ ୬ଷ୍ଠୀ । ଅଧିକରଣେ ୭ମୀ । ଚତୁରଙ୍ଗବଳେନ = ‘ସହ’ ଯୋଗେ ୩ୟା । ରାକ୍ଷସସଂହାରଂ = କର୍ମଣି ୨ୟ । ତ ସମ୍ବନ୍ଧ ୬ଷ୍ଠୀ । ରାଜଭବନାତ୍ = ବହିଃ ଯୋଗେ ୫ମୀ । ଘୋରେ, ଅରଣ୍ୟ = ଅଧିକରଣେ ୭ମୀ । ଭବତଃ = ସମ୍ବନ୍ଧ ୬ଷ୍ଠୀ । ମତ୍ସ୍ୟ = ସଂପ୍ରଦାନେ ୪ର୍ଥୀ । ଗମନାୟ = ନିମିତ୍ତାର୍ଥେ ୪ର୍ଥୀ ।
ପ୍ରକୃତିପ୍ରତ୍ୟୟ – ରକ୍ଷଣଂ = ରକ୍ଷ୍ + ଲ୍ୟୁଟ୍ | କର୍ତ୍ତୁ = କୃ + ତୁମୁନ୍ । ଗତବାନ୍ = ଗମ୍ + କ୍ତବତୁ । ସଞ୍ଚାରଂ + ଚର୍ + ଘଞ୍ଚ୍ । ଆଗମନଂ = ଆ + ଗମ୍ନ + ଲୁଧର୍ ।
TEXT – 5
ବସିଷ୍ଠ – ଦଶରଥ ! ……………………………………………………………………… ପ୍ତାପ୍ରୁମ୍ନ ଅହତ: ।
ଶବ୍ଦାର୍ଥ – ଶ୍ରୁତବାନ୍ = ଶୁଣିଲେ । ଇଦାନୀମ୍ = ବର୍ତ୍ତମାନ । ଏବ = ସମ୍ ପ୍ରାସ୍ତୁମ୍ ଅର୍ହତଃ ।
ହିଁ । ପ୍ରାପ୍ତବାନ୍ = ପାଇଥିଲେ । ସନ୍ଦେହଂ = ଦେହ ସହିତ । ପ୍ରେଷିତବାନ୍ = ପଠାଇଥିଲେ । ଅପରିମିତମ୍ = ଅକଳନୀୟା ଅମାପ । ଚେତ୍ = ଯଦି । ଅଭିପ୍ରାୟ କୁଶଳୀ / ଦକ୍ଷ । ପ୍ରାପ୍ତମ୍ = ପାଇବାକୁ । ଅର୍ହତଃ ଉଦ୍ଦେଶ୍ୟ । ଯତଃ = ଯୋଗ୍ୟ ।
ଦଶରଥ – ବସିଷ୍ଠ ମହର୍ଷେ ! ଆପଣ ନିଶ୍ଚୟ ସବୁ ଶୁଣିଲେଣି । ବର୍ତ୍ତମାନ କ’ଣ କରିବା… ?
ର୍ବସିପ – ମହାରାଜ ! ଏହି ବିଶ୍ଵାମିତ୍ର ସାଧାରଣ ନୁହଁନ୍ତି, ନିଜେ କ୍ଷତ୍ରିୟବଂଶରେ ଜନ୍ମ ହୋଇ ମଧ୍ୟ ନିଜ ପ୍ରଯତ୍ନ ବଳରେ ହିଁ ବ୍ରହ୍ମର୍ଷି ପଦକୁ ପାଇଥିଲେ । ମହାରାଜା ତ୍ରିଶଙ୍କୁଙ୍କୁ ସଶରୀରେ ଏ (ବିଶ୍ଵାମିତ୍ର) ସ୍ଵର୍ଗକୁ ପଠାଇଥିଲେ । ଏହାଙ୍କର ସାମର୍ଥ୍ୟ ଅକଳନୀୟ ବା ଅସୀମ ।’ ଏହାଙ୍କ ସହିତ ରାମ ଓ ଲକ୍ଷ୍ମଣଙ୍କୁ ଯଦି ପଠାଇବେ ସେ ଦୁହିଁଙ୍କର ଅତ୍ୟନ୍ତ ଲାଭ ହିଁ ହେବ ।
ବସିଷ୍ଠ – ହଁ, ଯେହେତୁ ବିଶ୍ଵାମିତ୍ର ଶସ୍ତ୍ର ଓ ଶାସ୍ତ୍ରରେ ନିପୁଣ । ତାଙ୍କଦ୍ବାରା ରାମ ଓ ଲକ୍ଷ୍ମଣ ମଧ୍ଯ ଅସ୍ତ୍ରଶସ୍ତ୍ରର ଉପଦେଶ ପାଇବାକୁ ଯୋଗ୍ୟ ଅଟନ୍ତି ।
ବ୍ୟାକରଣ:
ସନ୍ଧିବିଚ୍ଛେଦ – ତଥୈବ = ତଥା + ଏବ । ଶସ୍ତାସ୍ତ୍ରଣାମ୍ = ଶସ୍ତ୍ର + ଅସ୍ତ୍ରାଣାମ୍ ।
ସମାସ – କ୍ଷତ୍ରିୟକୁଳେ = କ୍ଷତ୍ରିୟସ୍ୟ କୁଳ, ତସ୍ମିନ୍ (୬ଷ୍ଠୀ ତତ୍) । ସ୍ଵପ୍ରଯତ୍ନନ = ସ୍ଵସ୍ୟ ପ୍ରଯତ୍ନ, ତେନ (୬ଷ୍ଠୀ ତତ୍) । ବ୍ରହ୍ମର୍ଷିପଦଂ = ବ୍ରହ୍ମର୍ଷେ ପଦମ୍ (୬ଷ୍ଠ ତତ୍) । ସନ୍ଦେହଂ = ଦେହେନ ସାକଂ ଅପରିମିତମ୍ = ନ ପରିମିତମ୍ (ନଞ୍ଚ୍ ତତ୍) । ରାମଲକ୍ଷ୍ମଣି= ରାମ ଚ ଲକ୍ଷ୍ମତଃ ଚ ତୋ ଶାସଂ ଚ ତୟୋ (ଦ୍ବନ୍ଦ୍ବ) । ଶସ୍ତ୍ରାସ୍ତ୍ରଣାମ୍ = ଶଙ୍ଖ ଚ ଅହଂ ଚ ତେଷାମ୍ (ଦ୍ବନ୍ଦ୍ବ) ।
ସକାରଣବିଭକ୍ତି – ଦଶରଥ । ବସିଷ୍ଟମହର୍ଷେ । ମହାରାଜ! = ସମ୍ବୋଧନେ ୧ମା । ବର୍ତ୍ତମାନମ୍ (ସହାର୍ଥ ବହୁବ୍ରୀହିଃ) । (ଦ୍ବନ୍ଦ୍ବ) । ଶସ୍ତ୍ରଶାସ୍ତ୍ର = ଶଙ୍ଖ । ଭବାନ୍, ବିଶ୍ଵାମିତ୍ର = କଉଁରି ୧ ମା । କ୍ଷତ୍ରିୟକୁଳେ = ଅଧିକରଣେ ୭ମୀ । ସ୍ଵପ୍ରଯନ = ପ୍ରକୃତ୍ୟାଦିଭ୍ୟଉପସଂଖ୍ୟାନମ୍’ ଯୋଗେ ୩ୟା । ବ୍ରହ୍ମର୍ଷିପଦଂ, କର୍ମଣି ୨ୟା । ସ୍ଵର୍ଗ = ପ୍ରତି ଯୋଗେ ୨ୟା । ଏତସ୍ୟ ସମ୍ବନ୍ଧ ୬ଷ୍ଠୀ । ଏତେନ = ସହ | ମହାରାଜଂ = ସନ୍ଦେହଂ ଯୋଗେ ୩ୟା । ଭବତଃ, ଶସ୍ତ୍ରାଣାମ୍ = ସମ୍ବନ୍ଧ ୬ଷ୍ଠୀ । ଶସ୍ତ୍ରଶାସ୍ତ୍ରୟୋ = ଜନ୍ + କ୍ତ । ପ୍ରାପ୍ତବାନ୍ = ପ୍ର + ଆପ୍ + କ୍ତବନ୍ତୁ।
ପ୍ରକୃତିପ୍ରତ୍ୟୟ – ଶ୍ରୁତବାନ୍ = ଶୁ + କ୍ତବତ୍ । ଜାତଃ = ଜନ୍ + କ୍ତ | ପ୍ରାପ୍ତବାନ୍ = ପ୍ର + ଆପ୍ + କ୍ତବତ୍ରୁ। ପ୍ରେଷିତବାନ୍ = ପ୍ର + ଈଷ୍ + କ୍ତବତୁ । ଲାଭାଂ = ନିପୁଣ ଅର୍ଥେ ୭ମୀ । ତେନ କରଣେ ୩ୟା । ଲଭ୍ + ଘଞ୍ଚ୍ । ପ୍ରାୟୁମ୍ = ପ୍ର + ଆପ୍ + ତୁମୁନ୍ ।
TEXT – 6
ଦଶରଥ୍ୟ – ଅସ୍ତୁ । ଯଦି ………………………………………………………………………………. ବିଜୟୀ ଭବ ।
ଶବ୍ଦାର୍ଥ – ଆଶୟଃ = ଆକାଂକ୍ଷା / ଇଚ୍ଛା / ଅଭିଳାଷା । ଏବମେବ = ଏହିପରି । ଅବଶ୍ୟ = ନିଶ୍ଚୟ । ଉଦ୍ଦିଶ୍ୟ ଉଦ୍ଦେଶ୍ୟରେ । କ୍ଷଣଂ = ମୁହୂର୍ତ୍ତେ । ଅତ୍ର = ଏଠାରେ । ଜନକ = ପିତା । ଆଶ୍ଚର୍ଯ୍ୟ ଗୁରୁଦେବ । ମହାଶୟ । କୀର୍ତ୍ତିମାନ ଯଶସ୍ବୀ । ପୂଜ୍ୟ = ପୂଜନୀୟ ।
ଥନ୍ମବାଦ – ଦଣରଥ – ହେଉ । ଯଦି ଆପଣଙ୍କର ମଧ୍ୟ ଅଭିଳାଷ (ଇଚ୍ଛା) ଏହିପରି ହିଁ ଅଟେ, ତେବେ ନିଶ୍ଚୟ ପଠାଇବି । (ବିଶ୍ଵାମିତ୍ରଙ୍କୁ ଉଦ୍ଦେଶ୍ୟ କରି) ମହର୍ଷି ! ମୁହୂର୍ଭେ ରୁହନ୍ତୁ । ରାମ ଓ ଲକ୍ଷ୍ମଣ ଏଠାକୁ ହିଁ ଆସୁଛନ୍ତି । ସେଠାରେ କିଏ ?
ସେବକ – ମହାରାଜ! ଆଜ୍ଞା କରନ୍ତୁ ।
ଦଶରଥ – ବର୍ତ୍ତମାନ ହିଁ ରାମ ଓ ଲକ୍ଷ୍ମଣଙ୍କୁ ଏଠାକୁ ଆଣନ୍ତୁ ।
ସେବକ – ଯେପରି ଆଜ୍ଞା କରୁଛନ୍ତି ମହାରାଜ । (ଯାଇ ରାମ ଲକ୍ଷ୍ମଣଙ୍କ ସହ ଆସିଛି)।
ରାମ-ଲକ୍ଷ୍ମଣ – (ଏକସଙ୍ଗେ କହିଛନ୍ତି) ପିତା ! ଅଭିବାଦନ କରୁଛୁ।
ଦଶରଥ – ଆୟୁଷ୍ମାନ୍ ହୁଅ! ଆୟୁଷ୍ମାନ୍ ହୁଅ ।
ରାମ-ଲକ୍ଷ୍ମଣ – (ବସିଷ୍ଠଙ୍କୁ) ଆଶ୍ଚର୍ଯ୍ୟ, ପ୍ରଣାମ କରୁଛୁ ।
ବସିଷ୍ଠ – ଯଶସ୍ୱୀ ହୁଅ! ଯଶସ୍ୱୀ ହୁଅ ।
ଦଶରଥ – ସେଠାରେ ଦେଖ, ସେ ମହର୍ଷି ବିଶ୍ଵାମିତ୍ର । ସେ ଆମ ସମସ୍ତଙ୍କର ପୂଜ୍ୟ ।
ବିଶ୍ଵାମିତ୍ର – ବିଜୟୀ ହୁଅ ! ବିଜୟୀ ହୁଅ !
ବ୍ୟାକରଣ:
ସନ୍ଧିବିଚ୍ଛେଦ – ଏବମେବ = ଏବମ୍ + ଏବ । ଅତ୍ରିବ = ଅତ୍ର + ଏବ । ଇଦାନୀମେବ = ଇଦାନୀମ୍ + ଏବ । = ସହ + ଏବ । ସର୍ବେଷାମପି = ସର୍ବେଷାମ୍ + ଅପି । ଯଥାଜ୍ଞାପୟତି = ଯଥା + ଆଜ୍ଞାପୟତି ।
ସମାସ – ବିଶ୍ଵାମିତ୍ରମହର୍ଷି = ବିଶ୍ଵାମିତ୍ର ନାମା ମହଯ: (ମଧ୍ୟପଥିଲେ।ପା କାମଧାରମ)
ସକାରଣବିଭକ୍ତି – ଭବତଃ = ସମ୍ବନ୍ଧ ୬ଷ୍ଠୀ । ବିଶ୍ଵାମିତ୍ରମ୍ = କର୍ମଣି ୨ୟା | ମହର୍ଷି !, ଜନକ ! = ସମ୍ବୋଧନେ ୧ମା | ରାମଂ, ଲକ୍ଷ୍ମଣଂ = କର୍ମଣି ୨ୟା | ରାମଲକ୍ଷ୍ମଣାଭ୍ୟାମ୍ = ‘ସହ’ଯୋଗେ ୩ୟା | ଅସ୍ଵାକଂ , ସର୍ବେଷାମ୍ = ସମ୍ବନ୍ଧ ୬ଷ୍ଠୀ |
ପ୍ରକୃତିପ୍ରତ୍ୟୟ – ଦେବ = ଦିବ୍ + ଅଚ୍ ।
TEXT – 7
ଦଣରଥ: – ବସ୍ ସ୍ଟ୍ରାରାମ ! ………………………………………….. ଅର୍ଥ ପ୍ରାର୍ଥିିତବାନ୍ ।
ଶବ୍ଦାର୍ଥ – ବତ୍ସ = ପୁତ୍ର । ମହାତପା = ମହାନ୍ ତପସ୍ଵୀ । ସାହାଯ୍ୟମ୍ = ସହାୟତା = ଆନନ୍ଦ ନିମନ୍ତେ । କୁର୍ବନ୍ ଅସ୍ଥି = କରୁଅଛି । ମାରଣୀୟା = ମରଣଯୋଗ୍ୟ । ଶକ୍ତ ପ୍ରାର୍ଥିତବାନ୍ = ପ୍ରାର୍ଥନା କରୁଥୁଲି ।
ଅନୁବାଦ – ଦଶରଥ ପୁତ୍ର ଶ୍ରୀରାମ ! ଏ ବିଶ୍ଵାମିତ୍ର ଗାଧୁରାଜଙ୍କର ପୁତ୍ର । ମହାନ୍ ତପସ୍ଵୀ । ବ୍ରହ୍ମର୍ଷି । ସେ
ରାମ – (ଆଶ୍ଚର୍ଯ୍ୟସହ), କ’ଣ ମୋର ସହାଯ୍ୟ ? ପିତା ! ଆନନ୍ଦନିମନ୍ତେ ଆପଣ ଅବା ଏପରି କହୁଛନ୍ତି ?
ବିଶ୍ଵାମିତ୍ର – ଏପରି ନୁହେଁ । ଆପଣଙ୍କର ପିତା ଯାହା କହିଲେ ତାହା ହିଁ ସତ୍ୟ ରାମ ! ପୁତ୍ର ! ମୁଁ ଜନକଲ୍ୟାଣ ନିମନ୍ତେ ଏକ ଯଜ୍ଞ କରୁଅଛି । ସେଥୁରେ ରାକ୍ଷସମାନେ ବିଘ୍ନ ଉତ୍ପନ୍ନ କରିବେ । ସେ ରାକ୍ଷସମାନଙ୍କୁ ତୁମେ ମାରିବ ।
ରାପ – ହେ ପୂଜ୍ୟ ! ମୁଁ କ’ଣ ସେ ରାକ୍ଷସମାନଙ୍କୁ ମାରିବାକୁ ସମର୍ଥ ?
ବିଶ୍ୱାମିତ୍ର – କାହିଁକି ନୁହେଁ ? ଆପଣଙ୍କ ବିନା ଅନ୍ୟଦ୍ଵାରା ସେମାନଙ୍କର ମରଣ ସମ୍ଭବ ନୁହେଁ । ଏଣୁ ହିଁ ମୁଁ ଆପଣଙ୍କର ଓ ଲକ୍ଷ୍ମଣର ସାହାଯ୍ୟ ପ୍ରାର୍ଥନା କରୁଥିଲି ।
ବ୍ୟାକରଣ:
ସନ୍ଧିବିଚ୍ଛେଦ – ବ୍ରହ୍ମର୍ଷି = ବ୍ରହ୍ମ + ଋଷି । ବିନୋଦାର୍ଥମ୍ = ବିନୋଦ + ଅର୍ଥମ୍ । ନୈବ ଯଦୁକ୍ତବାନ୍ = ଯତ୍ + ଉକ୍ତବାନ୍ । ସତ୍ୟମେବ = ସତ୍ୟମ୍ + ଏବ । ଯଜ୍ଞମେକଂ = ଯଜ୍ଞମ୍ + ଏକମ୍ । କିମର୍ଥୀ = କିମ୍ + ଅର୍ଥମ୍ । ଯଜ୍ଞ = ଯଜ୍ + ନଃ ।
ସମସ – ମଦ୍ରାତପା: = ମହାନ୍ ତପଃ, ତେ (କର୍ମଧାରୟ) । ବିନୋଦାର୍ଥମ୍ = ବିନୋଦାୟ ଇଦମ୍ (ନିତ୍ୟ) । = ଲୋକାନାଂ ହିତଂ, ତସ୍ମି (୬୩ ତତ୍) ।
ସକାରଣବିଭକ୍ତି ~ ବତ୍ସ!, ଶ୍ରୀରାମ !, ଜନକ ! = ସମ୍ବୋଧନେ ୧ମା । ଗାଧୁରାଜସ୍ୟ, ଭବତଃ = ସମ୍ବନ୍ଧେ ୬ଷ୍ଠୀ | ମହାତପା, ବ୍ରହ୍ମର୍ଷି = କଉଁରି ୧ ମା । ବିନୋଦାର୍ଥମ୍ = ନିମିତ୍ତାର୍ଥେ ୪ର୍ଥୀ । ଆଶ୍ଚର୍ଯ୍ୟଣ = ସହାର୍ଥେ ୩ୟା । ଲୋକହିତାର୍ଥ = ନିମିତ୍ତାର୍ଥେ ୪ ର୍ଥୀ । ରାକ୍ଷସା = କଉଁରି ୧ମା । ବିଘ୍ନମ୍ = କର୍ମଣି ୨ୟା । ଭବତା ରାକ୍ଷସାନ୍ = କର୍ମଣି ୨ୟା । ଭବନ୍ତ = ବିନା ଯୋଗେ ୨ୟା । ଅନ୍ୟ ୨ୟା ।
ପ୍ରକୃତିପ୍ରତ୍ୟୟ – ଉକ୍ତବାନ୍ = ବଚ୍ + କ୍ତବତୁ । କୁର୍ବନ୍ = କୃ + ଶତ୍ରୁ । ମାରଣୀୟା ( ବହୁବଚନେ) । ଶକ୍ତ = ଶକ୍ + କ୍ତ । ପ୍ରାର୍ଥିତବାନ୍ = ପ୍ରାର୍ଥ + କ୍ତବତୁ ।
TEXT – 8
ଲଯଣ: – ତେ ରାମାସା ………………………………………………………………….. ତଥେବ ଭବତ୍ ।
ଶବ୍ଦାର୍ଥ – କୁତ୍ର = କେଉଁଠାରେ । ନୟାମି = ନେଉଛି । ଚେତ୍ = ଯଦି । ସଜଃ = ପ୍ରସ୍ନତ । ଅଦ୍ୟ = ଆକି । ଆଭ୍ୟେ = ଆରମ୍ଭ କରି ।
ଅନୁବାଦ – ଲଗାଣ – ହେ ମହର୍ଷି ! ସେ ରାକ୍ଷସମାନେ କେଉଁଠାରେ ଅଛନ୍ତି ?
ବିଶ୍ଵାମିତ୍ର – ଅରଣ୍ୟରେ ଅଛନ୍ତି। ସେଠାକୁ ହିଁ ତୁମଦୁହିଁଙ୍କୁ ନେବି । ତୁମେ ଦୁହେଁ ନିଶ୍ଚୟ ଆସିବ ?
ରାମ – ପିତା ଯଦି ଅନୁମତି ଦିଅନ୍ତି, ମୁଁ ପ୍ରସ୍ତୁତ ।
ଲକ୍ଷ୍ମଣ – ମୁଁ ମଧ୍ୟ ପ୍ରସ୍ତୁତ ।
ବିଶ୍ଵାମିତ୍ର – ମହାରାଜ ! ଆପଣ କ’ଣ କହୁଛନ୍ତି ?
ଦଶରଥ – କହିବାର କ’ଣ ଅଛି ମହର୍ଷି! ଆପଣ ଏବଂ କୁଳଗୁରୁ ବଶିଷ୍ଠଙ୍କର ବଚନାନୁସାରେ ରାମ ଓ ଲକ୍ଷ୍ମଣଙ୍କୁ ଆପଣଙ୍କ ସହିତ ପଠାଇବି । ପୁତ୍ର ରାମ… ! ଲକ୍ଷ୍ମଣ… !
ରାମ-ଲକ୍ଷ୍ମଣ – ପିତା… !
ଦଶରଥ – ଆଜିଠାରୁ ମହର୍ଷି ବିଶ୍ଵାମିତ୍ର ତୁମ ଦୁହିଁଙ୍କର ଗୁରୁ । ତାଙ୍କର ଆଦେଶ ପାଳନ କରିବ ।
ରାମ-ଲକ୍ଷ୍ମଣ – ପିତା ! ତାହା ହିଁ ହେଉ ।
ବ୍ୟାକରଣ:
ସନ୍ଧିବିଚ୍ଛେଦ – ତତ୍ରୈବ ତତ୍ର + ଏବ । କିମସ୍ତ = କିମ୍ + ଅଛି । ବଚନାନୁସାରଂ = ବଚନ + ଅନୁସାରମ୍ । ତଥୈବ = ତଥା + ଏବ ।
ସମାସ – କୁଳଗୁରୁ = କୁଳସ୍ୟ ଗୁରୁ (୬ଷ୍ଠ ତତ୍) । ବଚନାନୁସାରଂ = ବଚନସ୍ୟ ଅନୁସାରମ୍ (୬ଷ୍ଠ ତତ୍) । ସକାରଣବିଭକ୍ତି – ତେ, ରାକ୍ଷସା, ଜନକ, ଅହଂ, ମହର୍ଷି, ବିଶ୍ଵାମିତ୍ର = କଉଁରି ୧ ମା । ମହର୍ଷେ !, ରାମ !, ଲକ୍ଷ୍ମଣ !, ଜନକ ! = ସମ୍ବୋଧନେ ୧ମା । ଅରଣ୍ୟ = ଅଧିକରଣେ ୭ମୀ । ଅନୁମତି, କିଂ, ବଚନାନୁସାରଂ = କର୍ମଣି ୨ୟା । କୁଳଗୁରୁବସିଷ୍ଠସ୍ୟ, ଭବତଃ, ତସ୍ୟ = ସମ୍ବନ୍ଧ ୬ଷ୍ଠୀ । ଭବତା = ସହ ଯୋଗେ ୩ୟା । ଆଦେଶଃ = ଉକ୍ତ କର୍ମଣି ୧ ମା ।
ପ୍ରକୃତିପ୍ରତ୍ୟୟ – ବକ୍ତବ୍ୟ = ବଚ୍ + ତଥ୍ୟ । ପାଳନୀୟଃ = ପାଳ୍ + ଅନୀୟ ।
TEXT – 9
ଦଶରଥ: ଆ …………………. ମହର୍ଷେ…………… ! ……………………………………………………………… ଜନକ !
ଶବ୍ଦାର୍ଥ – ରାଜଭବନାତ୍ = ରାଜଭବନରୁ । କୃପୟା = ଦୟାକରି । ସଯନଂ = ସହକାରେ । ସମ୍ଭାଷଣ = କଥାବାର୍ତ୍ତାରେ । ଅପରାଧା = ଦୋଷ । ଭବେୟଃ = ହୋଇପାରେ । କ୍ଷନ୍ତବୈ = କ୍ଷମା କରିବେ ।
ବିଶ୍ଵାମିତ୍ର – ମହାରାଜ !
ଦଶରଥ – ବାପ ଓ ଲକମା ଆଜି ମଧ୍ୟ କୁମାର । ତାକର କଥାବାରା, ବ୍ୟବହାରରେ ରୁମ ବା ହୋଲପାରେ । ସେ ଦୁହିଁଙ୍କୁ ଯନ୍ ସହିତ ନେବେ ।
ଦଶରଥ – ବିଶ୍ଵାମିତ୍ର – ରାଜନ୍ ! ଚିନ୍ତା କରନ୍ତୁ ନାହିଁ । ମୁଁ ମୋର ପୁଅଭଳି ଏ ଦୁହିଁଙ୍କୁ ଦେଖୁବି ।
ରାମ ଓ ଲକ୍ଷ୍ମଣ ଆଜି ମଧ୍ୟ କୁମାର । ତାଙ୍କର କଥାବାର୍ତ୍ତା, ବ୍ୟବହାରରେ ଭୁଲ ବା ଦୋଷ ହୋଇପାରେ ।
ବିଶ୍ଵାମିତ୍ର – ରାଜନ୍ ! ରାମ ଓ ଲକ୍ଷ୍ମଣ ସାଧାରଣ ନୁହଁନ୍ତି । ଏଣୁ ସେ ଦୁହିଁଙ୍କ ବିଷୟରେ ଚିନ୍ତା ହିଁ କରନ୍ତୁ ।
ଦଶରଥ – ରାମ ! ଲକ୍ଷ୍ମଣ… ।
ରାମ-ଲକ୍ଷ୍ମଣ – ପିତା !
ବ୍ୟାକରଣ:
ସନ୍ଧିବିଚ୍ଛେଦ – କୁତ୍ରାପି = କୁତ୍ର + ଅପି । ମାସ୍ତୁ = ମା + ଅସ୍ତୁ । ଅଦ୍ୟାପି = ଅଦ୍ୟ + ଅପି ।
ସମାସ – ରାଜଭବନାତ୍ = ରାଜ୍ଞ ଭବନ, ତସ୍ମାତ୍ (୬୩ ତତ୍) । ସଯ = ଯନ ସହ ବର୍ତ୍ତମାନମ୍ (ସହାର୍ଥକ ବହୁବ୍ରୀହିଃ) ।
ସକାରଣବିଭକି – ମହାରାଜ ! , ରାମ !, ଲକ୍ଷ୍ମଣ !, ଜନକ !, ରାଜନ୍ ! = ସମ୍ବୋଧନେ ୧ମା । ମମ, ତୟୋ = = ବହିଃ ଯୋଗେ ୫ମୀ । କୃପୟା = ଅନୁକ୍ତ କର୍ଭରି ୩ୟା । ପୁତ୍ରୋ ଯୋଗେ ୧ମା । ସମ୍ଭାଷଣେ, ଆଚରଣେ = ଅଧୂକରଣେ ୭ମୀ । ବିଷୟ = ଅଧୂକରଣେ ୭ମୀ |
ପ୍ରକୃତିପ୍ରତ୍ୟୟ – ଗତବର୍ଷେ = ଗମ୍ + କ୍ତବତୁ । ନେତବୈ = ନୀ + ତଥ୍ୟ । କ୍ଷନ୍ତବୈ = କ୍ଷମ୍ + ତଥ୍ୟ (ଦ୍ବିବଚନେ) ।
TEXT – 10
ଦଶରଥ: – ମଦ୍ରଯେ: ମଙ୍ଗ ……………………………………………………. ଶ୍ଳୋକଃ ଶୁୟତେ ।
ଶବ୍ଦାର୍ଥ – ସମାପ୍ୟ = ସମାପନ କରି | ଶେଷକରି । ପ୍ରତ୍ୟାଗମ୍ୟତାମ୍ = ଫେରିଆସିବେ । ସାଧୟାମଃ = ସାଧନ କରୁଛୁ । ମିଳାମଃ = ମିଶିବା । ପୃଷ୍ଠତଃ = ପଛରେ ।
ଅନୁବାଦ – ଦଶରଥ – ମହର୍ଷିଙ୍କର ଯଜ୍ଞ ସମାପ୍ତ କରି ଶୀଘ୍ର ହିଁ ପ୍ରତ୍ୟାଗମନ କର।
ରାମ-ଲକ୍ଷ୍ମଣ – ହେଉ । ଆସୁଅଛୁ ।
ବିଶ୍ଵାମିତ୍ର – ତେବେ ଆମେ ଯାଉଛୁ (ସିଦ୍ଧି ନିମନ୍ତେ), ପୁଣି ମିଳିତ ହେବା ।
ଦଶରଥ – ହେଉ । ଶୀଘ୍ରହିଁ ସମସ୍ତେ ଫେରିଆସନ୍ତୁ ।
ବିଶ୍ବାମିତ୍ର-ରାମ-ଲକ୍ଷ୍ମଣ – ହେଉ, ଆସୁଛୁ ।
ଦଶରଥ – ରାମ ! ସାବଧାନ ହୋଇଯାଅ, ଲକ୍ଷ୍ମଣ ତୁମେ ମଧ୍ଯ ।
ରାମ-ଲକ୍ଷ୍ମଣ – ହେଉ ଆସୁଛୁ ।
(ବିଶ୍ଵାମିତ୍ର, ରାମ ଓ ଲକ୍ଷ୍ମଣ ଯାଉଛନ୍ତି । ତାଙ୍କର ମାର୍ଗକୁ ହିଁ ଋହିଁ ରହିଛନ୍ତି ଦଶରଥ । ପଛରୁ ଶ୍ଳୋକ ଶୁଣାଯାଇଛି) ।
ବ୍ୟାକରଣ:
ସନ୍ଧିବିଚ୍ଛେଦ – ଶୀଘ୍ରମେବ = ଶୀଘ୍ରମ୍ + ଏବ । ପ୍ରତ୍ୟାଗମ୍ୟତାମ୍ = ପ୍ରତି + ଆଗମ୍ୟତାମ୍ । ପ୍ରତ୍ୟାଗଚ୍ଛନ୍ତୁ = ପ୍ରତି + ଆଗଛନ୍ତୁ । ମାର୍ଗମେବ = ମାର୍ଗମ୍ + ଏବ ।
ସକାରଣବିଭକ୍ତି – ମହର୍ଷି = ସମ୍ବନ୍ଧ ୬ଷ୍ଠୀ | ଯଜ୍ଞ ବିଶ୍ଵାମିତ୍ର = କଉଁରି ୧ ମା । ରାମ = ସମ୍ବୋଧନେ ୧ମା । ବରଂ, ସର୍ବେ, ଭବାନ୍, ରାମ, ଲକ୍ଷ୍ମଣୀ, ବିଶ୍ଵାମିତ୍ର: କର୍ମଣି ୨ୟା ।
ପୃକ୍ତିପୃତଅମ୍ଳ – ସମାପ୍ୟ = ସମ୍ + ଆପ୍ + ଲ୍ୟାପ୍ । ପଶ୍ୟନ୍ = ଦୃଶ୍ + ଶତ୍ରୁ ।
TEXT – 11
ଶ୍ଳୋକଃ – ବିଶ୍ଵାମିତ୍ରୋଯୟାବଗ୍ରେ ତତୋ ରାମୋ ମହାଯଶଃ ।
କାକପକ୍ଷଧରେ ଧନଂ ତଂ ଚ ସୌମିତ୍ରିରଗାତ୍ ।।
ଅନ୍ବୟ – ଯୟୋ ଅଗ୍ରେ ବିଶ୍ଵାମିତ୍ର କାକପକ୍ଷଧରଃ ଧନ୍ବୀ ଚ ସୌମିତିଃ ତମ୍ ଅନ୍ଧଗାତ୍ ତତଃ ରାମଃ ମହାଯଶଃ ।
ଶବ୍ଦାର୍ଥ – ଯୟୋ = ଯେଉଁ ଦୁହିଁଙ୍କର । ଅଗ୍ରେ = ଆଗରେ / ସମ୍ମୁଖରେ । ତତଃ = ତେଣୁ ! ମହାଯଶଃ = ଯଶସ୍ବୀ । କାକପକ୍ଷଧରଃ = ଚୂର୍ଣ୍ଣକୁନ୍ତଳଧାରୀ । ଧନୀ = ଧନୁର୍ଦ୍ଧାରୀ । ଙ = ତାଙ୍କୁ । ସୌମିତ୍ରା = ସୁମିତ୍ରା ନନ୍ଦନ ଲକ୍ଷ୍ମଣ । ଅନୁଗାତ୍ = ଅନୁଗମନ କଲେ ।
ବ୍ୟାକରଣ:
ସମାସ – ମଦ୍ବାପଣ: = ମହାନ୍ ଯଶଃ, ତେ (କର୍ମଧାରୟ) । କାକପକ୍ଷଧରଃ = କାକପକ୍ଷୀ ଧାରୟତି ଯଃ ଡଃ ( ବହୁବ୍ରୀହିଃ) ।
ସକାରଣବିଭକ୍ତି – ଯୟୋ = ଅଗ୍ରତଃ ଯୋଗେ ୬ଷ୍ଠୀ । ତଂ = କର୍ମଣି ୨ୟା । ସୌମିତିଃ, କାକପକ୍ଷଧରଃ, ଧନ୍ଵ କଉଁରି ୧ମା ।