Odisha State Board BSE Odisha 10th Class Life Science Important Questions Chapter 7 ବଂଶାନୁକ୍ରମ ଓ ବିବର୍ତ୍ତନ Important Questions and Answers.
BSE Odisha Class 10 Life Science Important Questions 7 ବଂଶାନୁକ୍ରମ ଓ ବିବର୍ତ୍ତନ
Objective Type Questions with Answers
A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ବଂଶଗତି କାହାକୁ କୁହାଯାଏ ?
ଉ-
ଦୃଶ୍ୟରୂପୀ ବା ଲକ୍ଷଣ ପ୍ରରୂପୀ ଗୁଣ ପିଢ଼ି ପରେ ପିଢ଼ି ପ୍ରକଟିତ ହେବାକୁ ବଂଶାନୁକ୍ରମ ବା ବଂଶଗତି କୁହାଯାଏ । ପ୍ରକାଶିତ ହେବାକୁ ବଂଶାନୁକ୍ରମ କୁହାଯାଏ ।
2. ପ୍ରକାଶିତ ହେବାକୁ ବଂଶାନୁକ୍ରମ କୁହାଯାଏ । ଜୀବଜଗତରେ ବିବିଧତା ବୃଦ୍ଧିର କାରଣ ଦର୍ଶାଅ ।
ଉ-
ପିଢ଼ି ପରେ ପିଢ଼ି ଜିନୀୟ ପଦାର୍ଥର ସଞ୍ଚରଣ ଫଳରେ ବିଭିନ୍ନ ପିଢ଼ିରେ ଭିନ୍ନ ଭିନ୍ନ ଗୁଣ ଦୃଶ୍ୟ ହେବା ସହିତ ନୂତନ ଗୁଣର ଆବିର୍ଭାବ ବିବିଧତା ବୃଦ୍ଧିର କାରଣ ଅଟେ ।
3. ମେଣ୍ଡେଲ୍ କୃତ୍ରିମ ପରାଗଣ କିପରି କରାଉଥିଲେ ?
ଉ-
ମେଣ୍ଡେଲ୍ ବିକଳ୍ପୀ ଗୁଣଥିବା ଅନ୍ୟ ଏକ ଗଛରୁ ପରାଗ ରେଣୁ ସଂଗ୍ରହ କରି ନିର୍ଦ୍ଧାରିତ ମାଈଗଛର ଫଳିକା ଶୀର୍ଷ ଉପରେ ପକାଇ କୃତ୍ରିମ ପରାଗଣ କରାଉଥିଲେ ।
4. ଏକ ସଂକରଣ ଓ ଦ୍ବିସଂକରଣ ପରୀକ୍ଷଣ କାହାକୁ କୁହାଯାଏ ?
ଉ-
ମେଣ୍ଡେଲ ଏକ ଯୋଡ଼ା ବିକଳ୍ପୀ ଗୁଣକୁ ନେଇ କରାଯାଇଥିବା ପରୀକ୍ଷାକୁ ଏକ ସଂକର ଣ ଓ ପରୀକ୍ଷାକୁ ଦ୍ବିସଙ୍କରଣ ପରୀକ୍ଷଣ କୁହାଯାଏ ।
5. କେଉଁ ଗଛକୁ ମେଣ୍ଡେଲ ପୈତୃକ ବ୍ୟବହାର କରିଥିଲେ ?
ଉ-
ମେଣ୍ଡେଲ ଡେଙ୍ଗା ଓ ଗେଡ଼ା ମଟର ଗଛକୁ ନେଇ ଲକ୍ଷ୍ୟ କରିଥିଲେ ଯେ, କେତେକ ଡେଙ୍ଗା ଗଛରେ ହେଉଥିବା ମଞ୍ଜିରୁ କେବଳ ଡେଙ୍ଗାଗଛ ଓ ଗେଡ଼ା ଗଛର ମଞ୍ଜିରୁ କେବଳ ଗେଡ଼ା ଗଛ ହେଉଛି । ଏହି ଦୁଇ ପ୍ରକାର କରିଥିଲେ ।
6. ଏକ ସଙ୍କରଣ ଅନୁପାତ କାହାକୁ କୁହାଯାଏ ?
ଉ-
ବିଭିନ୍ନ ବିକଳ୍ପୀ ଗୁଣ ଇତ୍ୟାଦିକୁ ନେଇ ମେଣ୍ଡେଲ ଦେଖୁଥିଲେ ଯେ F1 ପିଢ଼ିରେ ସବୁ କ୍ଷେତ୍ରରେ ପ୍ରଭାବୀ ଓ ଅପ୍ରଭାବୀ ଗୁଣ ବିକାଶର ଅନୁପାତ 3:1 । ଏହାକୁ ସେ ଏକ ସଙ୍କରଣ ଅନୁପାତ ବୋଲି ଆଖ୍ୟା ଦେଇଥିଲେ ।
7. ଏକକ ଗୁଣନୀତି କ’ଣ ?
ଉ-
ଏହି ନୀତି ଅନୁଯାୟୀ ଉଭିଦରେ ବିକଶିତ ହେଉଥିବା ନିୟନ୍ତ୍ରତ ହୁଏ । ଏହି କାରକମାନେ ସର୍ବଦା ଯୋଡ଼ା ଯୋଡ଼ା ହୋଇ ରହିଥାନ୍ତି; ଯଥା-ଡେଙ୍ଗା (TT), ଗେଡ଼ା (tt) ଇତ୍ୟାଦି ।
8. ପ୍ରଭାବୀ ଗୁଣ ନୀତି କ’ଣ ?
ଉ-
ଏହି ନୀତି ଅନୁଯାୟୀ ସଙ୍କରଣ ପରେ F1 ପିଢ଼ିରେ ଥିବା ଦୁଇଟି ବିକଳ୍ପ କାରକ ମଧ୍ୟରୁ ଗୋଟିଏ ମାତ୍ର କାରକର ପ୍ରଭାବ ପରିଲକ୍ଷିତ ହୋଇଥାଏ । ଯାହାକୁ ପ୍ରଭାବୀ କାରକ କୁହାଯାଏ । ଅନ୍ୟଟି ପ୍ରକଟ ନ ହୋଇ ଅପ୍ରଭାବୀ ଭାବେ ଲୁଚି ରହିଥାଏ । ପ୍ରଭାବୀ କାରକର ଅପ୍ରଭାବୀ ଭାବେ ଲୁଚି ରହିଥାଏ । ପ୍ରଭାବୀ କାରକର ହୋଇଥାଏ ।
9. ମେଣ୍ଡେଲ ଦ୍ଵିସଙ୍କରଣ ପରୀକ୍ଷଣ କରିଥିଲେ ?
ଉ-
ଗୋଟିଏ ଉଦ୍ଭଦରେ ଦୁଇଯୋଡ଼ା ବିକଳ୍ପୀଗୁଣ ଏକ ସମୟରେ କିପରି ପରବର୍ତ୍ତୀ ପିଢ଼ିଗୁଡ଼ିକରେ ସଂରକ୍ଷିତ ପରୀକ୍ଷଣ କରିଥିଲେ ।
10. ସ୍ଵାଧୀନ ଅପବିହ୍ନ ନିୟମଟି ଲେଖ ।
ଉ-
ଏହି ନିୟମ ଅନୁଯାୟୀ ଏକାଧ୍ଵକ ଯୋଡ଼ା ବିକଳ୍ପୀ ଗୁଣ ଥିବା ସଂକର ଗଛର ସ୍ଵପରାଗଣ କରାଗଲେ F2 ପିଢ଼ିରେ ପ୍ରକାଶିତ ଗୁଣଗୁଡ଼ିକର କାର କର ଉତ୍ତରାଧ୍ୟାକରଣ F1 ପିଢ଼ିରୁ ସ୍ଵାଧୀନ ଭାବରେ ହୋଇଥାଏ ଓ ଗୁଣଗୁଡ଼ିକର କୌଣସି ମିଶ୍ରଣ ହୋଇନଥାଏ ।
B ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
1. କିଏ ଅନୁବଂଶ ବିଜ୍ଞାନର ଜନକ ଅଟନ୍ତି ?
2. ମଟର ଚୋପାର କେଉଁ ରଙ୍ଗ ପ୍ରଭାବୀ କାରକ ଅଟେ ?
3. 3. ଦୁଇଯୋଡ଼ା ବିକଳ୍ପୀ ଗୁଣକୁ ନେଇ କରାଯାଇଥି ବୀ ସଂକରଣକୁ କ’ଣ କୁହାଯାଏ ?
4. ଏକ ସଂକରଣ ପରୀକ୍ଷଣରେ ପ୍ରଭାବୀ ଓ ଅପ୍ରଭାବୀ ଗୁଣ ବିକାଶର ଅନୁପାତ କେତେ ?
5. ଏକକ ଗୁଣ ନୀତି ଅନୁଯାୟୀ ଉଦ୍ଭଦରେ ବିକଶିତ ହେଉଥିବା ପ୍ରତ୍ୟେକ ଗୁଣ କାହାଦ୍ଵାରା ନିୟନ୍ତ୍ରିତ ହୋଇଥାଏ ?
6. ବିକଳ୍ପୀ କାରକ ସଂଖ୍ୟା 3 ହେଲେ F2 ପିଢ଼ିରେ ଦୃଶ୍ୟମାନ ଗୁଣର ଅନୁପାତ ପ୍ରକାର କେତେ ହେବ ?
7. ମଣିଷର ଗୁଣସୂତ୍ର ସଂଖ୍ୟା କେତେ ଯୋଡ଼ା ଅଟେ ?
8. ପ୍ରତ୍ୟେକ ପରିପକ୍ବ ଡିମ୍ବାଣୁରେ କେତୋଟି ଅଟୋଜୋମ୍ ଥାଏ ?
9. କେଉଁ ଗୁଣ ହେତୁ ଉଭିଦର ସମସ୍ତ ଗୁଣ ପିଢ଼ି ପରେ ପିଢ଼ିରେ ପ୍ରକଟ ହୁଏ ?
10. ପିଢ଼ି ପରେ ପିଢ଼ି ନୂତନ ଗୁଣଗୁଡ଼ିକର ଆବିର୍ଭାବ ହେତୁ କ’ଣ ବଢ଼ିଚାଲିଥାଏ ?
11. ମେଣ୍ଟେଲ ପ୍ରଥମେ କେଉଁ ଗଛରେ ବଂଶାନୁ କ୍ର ମ ପରୀକ୍ଷଣ କରିଥିଲେ ?
12. ମଟର ଛୁଇଁର କେଉଁ ଆକାର ଅପ୍ରଭାବୀ କାରକ ଅଟେ ?
13. ଏକ ସଂକରଣ ପରୀକ୍ଷଣରେ ଡେଙ୍ଗା ଓ ଗେଡ଼ା ଗଛର ଅନୁପାତ କେତେ ?
14. ମେଣ୍ଡେଲଙ୍କ ଏକକ ଗୁଣ ନୀତି ଅନୁଯାୟୀ କାରକମାନେ କିପରି ଅବସ୍ଥାନ କରନ୍ତି ?
15. କେଉଁ ମସିହାରେ ମେଣ୍ଡେଲଙ୍କ ତତ୍ତ୍ଵ ପୁନଃ ଆବିଷ୍କୃତ ହୋଇଥିଲା ?
16. ଜୀବ ଶରୀରରେ ଦୃଶ୍ୟରୂପୀ ବା ଲକ୍ଷଣରୂପୀ ଗୁଣ ପିଢ଼ି ପରେ ପିଢ଼ି ପ୍ରକଟିତ ହୋଇଥାଏ । ଏହାକୁ କ’ଣ କୁହାଯାଏ ?
17. ଅର୍ଦ୍ଧେକ ଶୁକ୍ରାଣୁରେ କେତୋଟି ଅଟୋଜୋମ୍ ଥାଏ ?
18. ଲିଙ୍ଗ ଗୁଣସୂତ୍ରର ଉପସ୍ଥିତି ଦୃଷ୍ଟିରୁ ଶୁକ୍ରାଣୁ କେତେ ପ୍ରକାର ଅଟେ ?
19. କେଉଁ ବୈଜ୍ଞାନିକ ଏଡ଼ିନିନ୍ ନାମକ ନ୍ୟୁକ୍ଲିଓଟାଇଡ୍ ପାଇବାରେ ସଫଳ ହୋଇଥିଲେ ?
20. ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ବାସ କରୁଥି ପ୍ରାଣୀ ଓ ଉଭିଦର ଅବଶେଷକୁ କ’ଣ କୁହାଯାଏ ?
Answers
1. ଗ୍ରେଗର ଜୋହାନ୍ ମେଣ୍ଟେଲ୍
2. ଧୂସରିଆ
3. ଦ୍ବି-ସଙ୍କରଣ
4. 3:1
5. କାରକ
6. (3:1)3
7. 23
8. 22
9.ପୃଥକୀକରଣ
10. ବିବିଧତା
11. ମଟର
12. ସ୍ତ୍ରୀତ
13. 3:1
14. ଯୋଡ଼ା ଯୋଡ଼ା ଭାବେ
15. 1900
16. ବଂଶାନୁକ୍ରମ
17. 22
18. 2
19. କାଲ୍ଭିନ୍
20. ଜୀବାଶ୍ମ
C ଶୂନ୍ୟସ୍ଥାନ ପୂରଣ କର ।
1. ପ୍ରଜନନ ସମୟରେ ପିତାମାତାଙ୍କଠାରୁ ସମାନ ପରିମାଣର …………… ଯୁଗ୍ମକ ଜରିଆରେ ସନ୍ତାନ ନିକଟକୁ ଯାଇଥାଏ ।
2. ଲାମାର୍କ …………………… ମସିହାରେ ଜୈବ ବିବର୍ତ୍ତନ ସମ୍ପର୍କିତ ତତ୍ତ୍ବ ଉପସ୍ଥାପନ କରିଥିଲେ ।
3. ମେଣ୍ଡେଲ ଧର୍ମଯାଜକ ଭାବେ ………………… ର ଏକ ଗୀର୍ଜାରେ କାମ କରୁଥିଲେ ।
4. ମେଣ୍ଡେଲ ନିରନ୍ତର ଅନୁଧ୍ୟାନପରେ ମଟର ଗଛରେ ……………. ଯୋଡ଼ା ବିକଳ୍ପୀ ଗୁଣ ଚିହ୍ନଟ କରିଥିଲେ ।
5. ଦି ଓରିଜିନ୍ ଅଫ ସ୍ପେସିସ୍ ପୁସ୍ତକ …………………. ଖ୍ରୀଷ୍ଟାବ୍ଦରେ ପ୍ରକାଶ ପାଇଥିଲା ।
6. ଦୀର୍ଘ ଆଠବର୍ଷକାଳ ଗବେଷଣା କରି ମେଣ୍ଡେଲ୍ ……………. ଭାବରେ ଉପସ୍ଥାପନ କରିଥିଲେ ।
7. ପେଣ୍ଡେଲ୍ …………… ମସିହାରେ ମୃତ୍ୟୁ ବ ର ଣ କରିଥିଲେ ।
8. ଦ୍ବିସଙ୍କରଣ ପରୀକ୍ଷଣରେ ବିଭିନ୍ନ ଗୁଣ ସମ୍ପନ୍ନ ଗଛର ………………… ଅନୁମାତ ।
9. ଦ୍ବିସଙ୍କରଣ ପରୀକ୍ଷଣପରେ ମେଣ୍ଡେଲ ………………….. ନିୟମ ଉପସ୍ଥାପନ କରିଥିଲେ ।
10. ଉଇଲ୍ ହେଲମ୍ ଜୋହାନ୍ସନ୍ ମେଣ୍ଡେଲଙ୍କ କଳ୍ପିତ କାରକକୁ …………… ନାମ ଦେଇଥିଲେ ।
11. ଜିନ୍ ………………….. ର ଅଂଶବିଶେଷ ଅଟେ ।
12. କୋଷରେ ଥିବା ଗୁଣସୂତ୍ର ………………… ପ୍ରକାର ଅଟେ ।
13. ମଣିଷର ଗୁଣସୂତ୍ର ସଂଖ୍ୟା …………………. ଯୋଡ଼ା ।
14. ମଣିଷର ଗୁଣସୂତ୍ରରେ ଥିବା 23 ଯୋଡ଼ା ମଧ୍ୟରୁ ………………… ଯୋଡ଼ା ଅଟୋଜୋମ୍ ।
15. ପ୍ରତ୍ୟେକ ପରିପକ୍ବ ଡିମ୍ବାଣୁରେ ………………… ଟି X ଗୁଣସୂତ୍ର ରହିଥାଏ ।
16. ଡିମ୍ବାଣୁ ସହ …………………….. ଗୁଣସୂତ୍ର ଥିବା ଶୁକ୍ରାଣୁର ସମାୟନ ହେଲେ କନ୍ୟା ସନ୍ତାନ ଜାତ ହୁଏ ।
17. ଡିମ୍ବାଣୁ ସହ …………………. ଗୁଣସୂତ୍ର ଥିବା ଶୁକ୍ରାଣୁର ସମାୟନ ହେଲେ ପୁତ୍ର ସନ୍ତାନ ଜାତ ହୁଏ ।
18. ସନ୍ତାନର ଲିଙ୍ଗ ନିରୂପଣ ପାଇଁ ……………….. ଦାୟୀ ।
19. ପ୍ରାଣୀ ଓ ଉଦ୍ଭିଦରେ ହେଉଥିବା ବିବର୍ତ୍ତନକୁ ………………… ବିବର୍ତ୍ତନ କୁହାଯାଏ ।
20. IMG
21. ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ବାସ କରୁଥିବା ପ୍ରାଣୀ …………………….. କୁହାଯାଏ ।
22. ମଣିଷର ବୃହଦନ୍ତ୍ର ସହ ଥିବା ଆପେକ୍ସ ଏକ …………………. ଅଟେ ।
23. ବାଘ, ସିଂହଙ୍କ ପରି ମାଂସାଶୀ ପ୍ରାଣୀଙ୍କ ଠାରେ ………………….. ଆଦୌ ନଥାଏ ।
Answers:
1. ଜିନୀୟ ପଦାର୍ଥ
2. 1809
3. ଅଷ୍ଟ୍ରିଆ
4. 7
5. 1859
6. ବଂଶଗତି ନିୟମ
7. 1884
8. 9:3:3:1
9. ସ୍ଵାଧୀନ ଅପବ୍ୟୁହନ
10. ଜିନ୍
11. DNA
12.2
13.23
14.22
15.1
16. X
17. Y
18. ପିତାଙ୍କ ଶୁକ୍ରାଣୁ
19.69
20. ଜୀବକୋଷ
21. ଜୀବାଶ୍ମ
22. ଅବଶେଷାଙ୍ଗ
23. ଆପେକ୍ସ10
D ନିମ୍ନସ୍ଥ ଉକ୍ତିଗୁଡିକରୁ କେଉଁଟି ଠିକ୍ (✓) ବା ଭୁଲ୍ (✗) ଦର୍ଶାଅ ।
1. ବାଘ, ସିଂହ ପରି ମାଂସାଶୀ ପ୍ରାଣୀଙ୍କର ଆପେଣ୍ଡିକ୍ସ ଏକ ଅବଶେଷାଙ୍ଗ ।
2. ମଶାର ଡେଣା ଓ ବାଦୁଡ଼ିର ଡେଣା ଅନୁରୂପୀ ଅଙ୍ଗ ।
3. ଅନୁବଂଶ ବିଜ୍ଞାନର ଜନକ ଗ୍ରେଗର ଜୋହାନ୍ ମେଣ୍ଡେଲ୍ ।
4. ଲାମାର୍କଙ୍କ ତତ୍ତ୍ଵ ଆଧୁନିକ ସାଂଶ୍ଲେଷିକ ତତ୍ତ୍ଵ ଉପରେ ଆଧାରିତ ।
5. 6. ଦ୍ବିସଂକରଣ ପରୀକ୍ଷଣର F2 ପିଢ଼ିରେ 16 ପ୍ରକାରର ବିନ୍ୟାସ ଅଛି ।
7. ଗୋଲ ଓ ହଳଦିଆ ଓ ଖଦଡ଼ା ଶାଗୁଆ କାରକଗୁଡ଼ିକ ଯଥାକ୍ରମେ RRYY ଓ rryy ହେଲେ ଗୋଲ ଶାଗୁଆର 166 RRYY!
8. ବୈଜ୍ଞାନିକ ଜୋହାନ୍ ସେନ୍ ଜି ନୋଟାଇପ୍ ଓ
9. ବଂଶଗତି ଅନୁଧ୍ୟାନ ପାଇଁ ମେଣ୍ଡେଲ୍ କୃତ୍ରିମ ସଂକରଣ ପ୍ରଣାଳୀର ସାହାଯ୍ୟ ନେଇଥିଲେ ।
10. ମେଣ୍ଡେଲ ମଟର ଗଛର 7 ଯୋଡ଼ା ବିକଳ୍ପୀଗୁଣ ଚିହ୍ନଟ କରିଥିଲେ ।
Answers
1. (✗)
2. (✓)
3. (✓)
4. (✗)
5. (✗)
6.(✓)
7. (✗)
8. (✓)
9. (✓)
10. (✓)
E ‘କ’ ସ୍ତମ୍ଭରେ ପ୍ରଥମ ଯୋଡାର ସମ୍ପର୍କକୁ ଲକ୍ଷ୍ୟକରି ‘ଖ’ ସ୍ତମ୍ଭରେ ଦ୍ବିତୀୟଟିରେ ଶୂନ୍ୟସ୍ଥାନ ପୂରଣ କର ।
1. ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ |
ଲାମାର୍କ : ଅଗଷ୍ଟ | ଜିରାଫ : |
ଲିଙ୍ଗ ଗୁଣସୂତ୍ର : ଅଟୋଜୋମ୍ | 1 ଯୋଡ଼ା : |
ପୈତୃକ ପିଢ଼ି : 1 ମ ଅପତ୍ୟପିଢ଼ି | ଶୁଦ୍ଧ : |
1822 : ମେଣ୍ଡେଲ | 1809: |
ନିଉକ୍ଲିଓଟାଇଡ୍ : RNA, DNA | ଏମିନୋଏସିଡ୍ : |
Answer
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ |
ଲାମାର୍କ : ଅଗଷ୍ଟ | ଜିରାଫ : ମୂଷା |
ଲିଙ୍ଗ ଗୁଣସୂତ୍ର : ଅଟୋଜୋମ୍ | 1 ଯୋଡ଼ା : 22 ଯୋଡ଼ା |
ପୈତୃକ ପିଢ଼ି : 1 ମ ଅପତ୍ୟପିଢ଼ି | ଶୁଦ୍ଧ : ସଙ୍କର |
1822 : ମେଣ୍ଡେଲ | 1809 : ଲାମାର୍କ |
ନିଉକ୍ଲିଓଟାଇଡ୍ : RNA, DNA | ଏମିନୋଏସିଡ୍ : ପ୍ରୋଟିନ୍ |
2 ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ |
ପ୍ରାଣୀ ଓ ଉଭିଦର ବିବର୍ତ୍ତନ : କୈବ ବିବର୍ତ୍ତନ | ଜୀବମାନଙ୍କ ପ୍ରକାରଭେଦ : |
ଏକ ସଙ୍କରଣ : ଦ୍ବିସଙ୍କରଣ | ଏକଯୋଡ଼ା ବିକଳ୍ପୀଗୁଣ : |
ଓପାରିନ୍ : 1920 | ମିଲର : |
ଡାରଉଇନ୍ଙ୍କ ଜନ୍ମ : ଡାରଉଇନ୍ଙ୍କ | 1809: |
“ଦ ଓରିଜିନ ଅଫ ସ୍ପେସିସ୍’ : ତାରତଇନ | ନ ଦୋଉବନ ତତ୍ତ୍ବ : |
Answer
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ |
ପ୍ରାଣୀ ଓ ଉଭିଦର ବିବର୍ତ୍ତନ : କୈବ ବିବର୍ତ୍ତନ | ଜୀବମାନଙ୍କ ପ୍ରକାରଭେଦ : |
ଏକ ସଙ୍କରଣ : ଦ୍ବିସଙ୍କରଣ | ଏକଯୋଡ଼ା ବିକଳ୍ପୀଗୁଣ : |
ଓପାରିନ୍ : 1920 | ମିଲର:1953 |
ଡାରଉଇନ୍ଙ୍କ ଜନ୍ମ : ଡାରଉଇନ୍ଙ୍କ | 1809:1882 |
“ଦ ଓରିଜିନ ଅଫ ସ୍ପେସିସ୍’ : ତାରତଇନ | ନ ଦୋଉବନ ତତ୍ତ୍ବ : ଭସ୍ |
3 ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ |
ଜୈବ ବିବର୍ତ୍ତନ ସମ୍ପର୍କିତ ତତ୍ତ୍ବ : | ପ୍ରାକୃତିକ ଉତ୍ସବରଣ ତତ୍ତ୍ବ : |
ଆପେକ୍ସ ଥାଏ : ମଣିଷ | ଆପେକ୍ସ ନଥାଏ : |
ଘୋଡ଼ାର ଗୋଡ଼ : ସମଜାତ ଅଙ୍ଗ | ପାରାର ଡେଣା : |
କାଗଜ ଫୁଲ ଗଛର କଣ୍ଟା : | ମଣିଷର ଆପେକ୍ସ : |
ମେଣ୍ଡେଲଙ୍କ ଜନ୍ମ : 1822 | ମେଣ୍ଡେଲଙ୍କ ମୃତ୍ୟୁ : |
Answer
ଉ ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ |
ଜୈବ ବିବର୍ତ୍ତନ ସମ୍ପର୍କିତ ତତ୍ତ୍ବ : | ପ୍ରାକୃତିକ ଉଦ୍ବରଣ ତତ୍ତ୍ବ : |
ଆପେକ୍ସ ଥାଏ ; ମଣିଷ | ଆପେକ୍ସ ନଥାଏ : ବାଘ, ସିଂହ |
ଘୋଡ଼ାର ଗୋଡ଼ : ସମଜାତ ଅଙ୍ଗ | ପାରାର ଡେଣା : ଅନୁରୂପୀ ଅଙ୍ଗ |
କାଗଜ ଫୁଲ ଗଛର କଣ୍ଟା : | ମଣିଷର ଆପେକ୍ସ : |
ମେଣ୍ଡେଲଙ୍କ ଜନ୍ମ : 1822 | ମେଣ୍ଡେଲଙ୍କ ମୃତ୍ୟୁ : 1884 |
Multiple Choice Questions (Mcqs) With Answers
1. ଏଡ଼ସ୍ ନିରୂପଣରେ କେଉଁଟି ବିଶ୍ବସନୀୟ ଉପାୟ ?
(A) ୱେଷ୍ଟର୍ଣ୍ଣ ବ୍ଲଟିଂ
(B) ଏଲିସା
(C) ରକ୍ତବର୍ଗ ନିଦ୍ଧାରଣ
(D) ପିତାମାତାଙ୍କ ରକ୍ତ ପରୀକ୍ଷା
Answer
(A) ୱେଷ୍ଟର୍ଣ୍ଣ ବ୍ଲଟିଂ
2.ମେଣ୍ଡେଲ୍ଙ୍କ ଦ୍ବିସଙ୍କରଣ ପରୀକ୍ଷଣରେ F2 ପିଢ଼ିରେ କେତେ ପ୍ରକାର ଦୃଶ୍ୟରୂପ ମିଳିଥାଏ ?
(A) 1
(C) 3
(B) 2
(D) 4
Answer
(D) 4
3.କେଉଁଟି ମଣିଷର ଅବଶେଷାଙ୍ଗ ?
(A) ବୃହଦନ୍ତ୍ର
(B) ଆପେକ୍ସ
(C) ଜିଭ
(D) ଦାନ୍ତ
Answer
(B) ଆପେକ୍ସ
4. ମଟର ଗଛର କେତେ ଯୋଡ଼ା ବିକଳ୍ପୀ ଗୁଣ ନେଇ
(A) 2
(B) 4
(C) 6
(D) 7
Answer
(D) 7
5. ଅନୁବଂଶ ବିଜ୍ଞାନର ଜନକ କାହାକୁ କୁହାଯାଏ ?
(A) ଜେମସ୍ ୱାଟସନ୍
(B) ଚାର୍ଲସ୍ ଡାରଉଇନ୍
(C) ଟି. ଏଚ. ମୋର୍ଗାନ୍
(D) ଗ୍ରେଗର ମେଣ୍ଡେଲ୍
Answer
(D) ଗ୍ରେଗର ମେଣ୍ଡେଲ୍
6. ମେଣ୍ଡେଲଙ୍କ ଦ୍ବିସଙ୍କରଣ ପରୀକ୍ଷଣରେ ଗୋଲ ହଳଦିଆ (RRYY) ଓ ଖଦଡ଼ା ଶାଗୁଆ (rryy) ପୈତୃକ ପିଢ଼ିଙ୍କୁ ଶଙ୍କରୀକରଣ କଲେ F2 ପିଢ଼ିରେ RrYy କିପରି ଗୁଣ ଧାରଣ କରିବ ?
(A) ଖଦଡ଼ା ଶାଗୁଆ
(B) ଖଦଡ଼ା ହଳଦିଆ
(C) ଗୋଲ ଶାଗୁଆ
(D) ଗୋଲ ହଳଦିଆ
Answer
(D) ଗୋଲ ହଳଦିଆ
7. କାହାର ଆପେକ୍ସ ଏକ ଅବଶେଷାଙ୍ଗ ?
(A) ହରିଣ
(C) ବାଘ
(B) ମଣିଷ
(D) ସିଂହ
Answer
(D) ସିଂହ
8. ଭୂଣ ପୋଷରେ ସାଧାରଣତଃ ଗୁଣସୂତ୍ର ସଂଖ୍ୟା କେତେ ?
(A) n
(B) 2n
(C) 3n
(D) 4n
Answer
(C) 3n
9. ପିଢ଼ି ପରେ ପିଢ଼ି ନୂତନ ଗୁଣଗୁଡ଼ିକର ଆବିର୍ଭାବ ହେତୁ କ’ଣ ବଢ଼ିଚାଲିଥାଏ ?
(A) ବଂଶାନୁକ୍ରମ
(B) ବିବିଧତା
(C) ସଂକରଣ
(D) ବିବର୍ତ୍ତନ
Answer
(B) ବିବିଧତା
10. ମେଣ୍ଡେଲ କେଉଁ ଗଛରେ ବଂଶାନୁକ୍ରମ ପରୀକ୍ଷଣ ପ୍ରଥମେ କରିଥିଲେ ?
(A) ମନ୍ଦାର
(B) ଜଡ଼ା
(C) ସୋରିଷ
(D) ମଟର
Answer
(D) ମଟର
11. ମଟର ଛୁଇଁର କେଉଁ ଆକାର ଅପ୍ରଭାବୀ କାରକ
ଅଟେ ?
(A) ସୀତ
(C) କୁଞ୍ଚ
(B) ସଙ୍କୁଚିତ
(D) ଗୋଲ
Answer
(A) ସୀତ
12. ଏକ ସଂକରଣ ପରୀକ୍ଷଣରେ ଡେଙ୍ଗା ଓ ଗେଡ଼ା ଗଛର ଅନୁପାତ କେତେ ?
(A) 1:3
(C) 3:2
(B) 2 : 3
(D) 3:1
Answer
(D) 3:1
13. ମେଣ୍ଟେଲଙ୍କ ଏକକ ଗୁଣ ନୀତି ଅନୁଯାୟୀ କାରକମାନେ କିପରି ଅବସ୍ଥାନ କରନ୍ତି ?
(A) ସ୍ଵତନ୍ତ୍ର ଭାବେ
(B) ଯୋଡ଼ା ଯୋଡ଼ା ଭାବେ
(C) ଏକତ୍ରିତ ଭାବେ
(D) କୌଣସିଟି ନୁହେଁ
Answer
(B) ଯୋଡ଼ା ଯୋଡ଼ା ଭାବେ
14. କେଉଁ ମସିହାରେ ମେଣ୍ଡେଲଙ୍କ ତତ୍ତ୍ଵ ପୁନଃ ଆବିଷ୍କୃତ ହୋଇଥିଲା ?
(A) 1888
(C) 1900
(B) 1892
(D) 1905
Answer
(C) 1900
15. ମେଣ୍ଟେଲ କେଉଁ ମସିହାରେ ଜନ୍ମଗ୍ରହଣ କରିଥିଲେ ?
(A) 1821
(C) 1823
(B) 1822
(D) 1824
Answer
(B) 1822
Objective Type Questions with Answers
1. ମେଣ୍ଟେଲଙ୍କ ଏକ ସଙ୍କରଣ ପରୀକ୍ଷଣଟି ବୁଝାଇ
ଊ-
- ମେଣ୍ଡେଲ ପ୍ରଥମେ ଏକ ଯୋଡ଼ା ବିକଳ୍ପୀଗୁଣକୁ ନେଇ ତାଙ୍କର ପରୀକ୍ଷା ଆରମ୍ଭ କରିଥିଲେ ।
- ବଂଶାନୁକ୍ରମରେ ପ୍ରତ୍ୟେକ ଯୋଡ଼ା ବିକଳ୍ପୀଗୁଣରୁ ଗୋଟିଏ ପ୍ରଭାବୀ ଓ ଅନ୍ୟଟି ଅପ୍ରଭାବୀ ଭାବେ ପ୍ରକଟିତ ହୋଇଥାଏ । ଶୁଦ୍ଧ ଡେଙ୍ଗା ଓ ଶୁଦ୍ଧ ଗେଡ଼ା ଗଛକୁ ମେଣ୍ଡେଲ ପୈତୃକ ଗଛ ଭାବରେ ବ୍ୟବହାର କରିଥିଲେ ।
- ଶୁଦ୍ଧ ଡେଙ୍ଗା ଓ ଶୁଦ୍ଧ ଗେଡ଼ା ଗଛଗୁଡ଼ିକୁ ନେଇ ମେଣ୍ଡେଲ ସଙ୍କରଣ କରାଇବାରୁ ପରବର୍ତ୍ତୀ
- ତେଣୁ ମେଣ୍ଟେଲ କଳ୍ପନା କଲେ ଯେ ଗୁଣଗୁଡ଼ିକ ପ୍ରତ୍ୟେକ ଗଛରେ ଯୋଡ଼ା ଆକାରରେ ରହିଛି ଅର୍ଥାତ୍ ଡେଙ୍ଗା ଗଛରେ (TT) ଓ ଗେଡ଼ା ଗଛରେ (tt) ଭାବେ ରହିଛି । ଯେଉଁଥିରେ ଡେଙ୍ଗା ଗୁଣଟି ପ୍ରଭାବୀ ଓ ଗେଡ଼ାଗୁଣଟି ଅପ୍ରଭାବୀ ।
ପ୍ରଥମ ପିଢ଼ୀ (F1) ଗଛଗୁଡ଼ିକରେ ଗୁଣଦୁଇଟି (Tt) ଭାବରେ ରହିଛି । ଏହାର ଡେଙ୍ଗାଗୁଣ (T) ପ୍ରଭାବୀ ହୋଇଥିବାରୁ ଗେଡ଼ାଗୁଣ (t) ପ୍ରକ।ଶିତ ହୋଇପାରୁନାହିଁ । - F1 ପିଢ଼ୀର ଗଛଗୁଡ଼ିକରେ ସ୍ଵପରାଗଣ କରି ସେଥୁରୁ ସଂଗୃହୀତ ମଞ୍ଜିକୁ F2 ପିଢ଼ୀଭାବରେ ବଢ଼ାଇ ସେ ଦେଖିଲେ ଯେ ସେହି ପିଢ଼ୀରେ ଉଭୟ ଡେଙ୍ଗା ଓ ଗେଡ଼ା ଗଛ ରହିଛି । ପ୍ରତ୍ୟେକ ଚାରୋଟି ଗଛରୁ 3 ଟି ଡେଙ୍ଗା ଓ ଗୋଟିଏ ଗେଡ଼ା ଗଛ ଦେଖିବାକୁ ମିଳୁଛି । ଡେଙ୍ଗା ଓ ଗେଡ଼ା ଗଛର ଅନୁପାତ 3 : 1 । ଏହାକୁ ଏକ ସଂକରଣ ଅନୁପାତ କୁହାଯାଏ ।
2. ବଂଶାନୁକ୍ରମ ପଦ୍ଧତିର ଉତ୍ପର୍ତ୍ତି କିପରି ସମ୍ଭବ ହୋଇଥିଲା ସଂକ୍ଷେପରେ ବର୍ଣ୍ଣନ କର ।
ଉ-
- ‘ ଅନୁ ବଂଶ ବିଜ୍ଞାନର ଜନକ’ ଗ୍ରେଗର୍ ଜୋହାନ୍ ମେଣ୍ଡେଲ୍ ବଂଶାନୁକ୍ରମ ସମ୍ପର୍କିତ ସୂତ୍ର ପ୍ରଦାନ କରିଥିଲେ ।
- ଏକ ଧର୍ମଯାଜକ ଭାବରେ ଅଷ୍ଟ୍ରିଆର ଏକ ଏକ ଧର୍ମଯାଜକ ଭାବରେ ଅଷ୍ଟ୍ରିଆର ଏକ ସେଠାକାର ବଗିଚାରେ ଥିବା ମଟର ଗଛକୁ ନିରନ୍ତର ଲକ୍ଷ୍ୟ କରୁଥିଲେ । ନିରନ୍ତର ଲକ୍ଷ୍ୟ କରୁଥିଲେ ।
- ମଟରରେ ଦେଖାଯାଉଥିବା ଲକ୍ଷଣପ୍ର ରୂପୀ କରିଥିଲା ।
- ଗୋଟିଏ ମଟର କିଆରିରେ ବିଭିନ୍ନ ଉଚ୍ଚତାର ଗଛ ଦେଖାଯିବା, ବିଭିନ୍ନ ପ୍ରକାରର ଆକୃତି ଓ ରଙ୍ଗର ମଟର ଫଳିବା ଇତ୍ୟାଦି ଲକ୍ଷଣକୁ ଲକ୍ଷ୍ୟକରି ଏହାର କାରଣ ଜାଣିବା ପାଇଁ ସେ ଉତ୍ସୁକ ହେଲେ ।
- ବିଭିନ୍ନ ପ୍ରକାରର ମଟର ମଞ୍ଜି ସଂଗ୍ରହ କରି ସେଗୁଡ଼ିକୁ ବଗିଚାରେ ଲଗାଇ ସେ ତାଙ୍କର ଗବେଷଣା ଆରମ୍ଭ କରିଥିଲେ ।
- ନିରନ୍ତର ଅନୁଧ୍ୟାନପରେ ସେ ମଟର ଗଛରେ 7 ଯୋଡ଼ା ବିକଳ୍ପୀ ଗୁଣ ଚିହ୍ନଟ କରିଥିଲେ ।
- ବଂଶାନୁକ୍ରମରେ ଏହି ବିକଳ୍ପୀଗୁଣ ଗୁଡ଼ିକର ପରୀକ୍ଷା ଆରମ୍ଭ କଲେ ଓ ପିଢ଼ିପରେ ପିଢ଼ି ଅନୁଧ୍ୟାନ କରିବା ସମୟରେ ଅନ୍ୟ ବିକ ଗୁଣଗୁଡ଼ିକ ପ୍ରତି ଆଦୌ ଧ୍ୟାନ ଦେଇ ନଥିଲେ ।
- ଅନ୍ୟ ବିକଳ୍ପୀଗୁଣଗୁଡ଼ିକୁ ନେଇ ସେ ବଂଶଗତି ଅନୁ ଧ୍ୟାନ କରିଥିଲେ ଓ ଗୁଣ୍ ଗୁଡ଼ିକର କରିଥିଲେ ।
3. ଅନୁବଂଶ ବିଜ୍ଞାନକୁ ମେଣ୍ଡେଲଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କର ।
ବା ‘ମେଣ୍ଡେଲଙ୍କୁ ଜଣେ ଉଚ୍ଚକୋଟୀର ବୈଜ୍ଞାନିକର ମର୍ଯ୍ୟାଦା ମିଳିପାରିଥିଲା ।’’- ଭକ୍ତିର ଯଥାର୍ଥତା ପ୍ରତିପାଦନ କର ।
ଉ-
- ମେଣ୍ଡେଲ୍ 1822 ମସିହାରେ ଅଷ୍ଟ୍ରିଆର ଏକ ଗରିବ କୃଷକ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ।
- ଗୀର୍ଜାରେ ଧର୍ମଯାଜକ ରୂପେ କାର୍ଯ୍ୟ କରୁ ଥିବା ବେଳେ ସେ ମଟର ଗଛରେ ଉତ୍ତରାଧୂରଣ ଅନୁଧ୍ୟାନ କରିଥିଲେ ।
- 1857 ରୁ 1865 ଦୀର୍ଘ ଆଠବର୍ଷ କାଳ ଗବେଷଣା କରି ମେଣ୍ଡେଲ୍ ବଂଶଗତି ସମ୍ବନ୍ଧରେ କେତେକ ମୌଳିକ ତଥ୍ୟକୁ ‘ବଂଶଗତି ନିୟମ ବା କରିଥିଲେ ।
- ମେଣ୍ଡେଲ୍ ତାଙ୍କର ଗବେଷଣା ସମ୍ପର୍କିତ ତଥ୍ୟ 1865 ମସିହାରେ Brunn Society for Natural Science ରେ ପାଠ କରିଥିଲେ ଏବଂ 1866 ମସିହାରେ ‘ଫର୍ ଜୁଖେନ୍ ଇଉବର୍ ପସ୍ଥାପନ କରିଥିଲେ ।
- 1884 ମସିହାରେ ମେଣ୍ଡେଲ୍ ମୃତ୍ୟୁବରଣ କରି ଥିଲେ । 1900 ମସିହାରେ ତିନି ଜଣ ବୈଜ୍ଞାନିକ ଡି କ୍ରିସ୍, ଶେର୍ମାକ୍ ଓ କରେନସ୍ ସ୍ଵାଧୀନ ଭାବରେ ମେଣ୍ଡେଲ୍ ଙ୍କ ତତ୍ତ୍ଵ କୁ ପୁନଃଆବିଷ୍କାର କଲେ ।
- କୌଣସି ଉଚ୍ଚଶିକ୍ଷାନୁଷ୍ଠାନରେ ପ୍ରଫେସର ବା କରି ନ ଥିବା କିମ୍ବା ଗବେଷଣାଗାରର ସୁବିଧା ପାଇ ନ ଥିବା ସତ୍ତ୍ବେ ମେଣ୍ଡେଲ୍ ଙ୍କ ସରଳ ପରୀକ୍ଷଣ ଶୈଳୀ, ଫଳାଫଳର ସୂକ୍ଷ୍ମ ବିଶ୍ଳେଷଣ ଏବଂ ତତ୍ତ୍ଵର ବଳିଷ୍ଠ ଉପସ୍ଥାପନ ତାଙ୍କୁ ଜଣେ ଦେଇପାରିଛି ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ବଂଶାନୁକ୍ରମରେ ଜିନୀୟ ପଦାର୍ଥର ଭୂମିକା ଲେଖ ।
- ସନ୍ତାନ ମାନଙ୍କ ମଧ୍ୟରେ ଦେଖାଯାଉଥିବା ଗୁଣ ସହିତ ରହିଥାଏ ।
- ପ୍ରଜନନ ସମୟରେ ମାତା ପିତାଙ୍କଠାରୁ ସମାନ ପରିମାଣର ଜିନୀୟ ପଦାର୍ଥ ଯୁଗ୍ମକ ଜରିଆରେ ସନ୍ତାନ ନିକଟକୁ ଯାଇଥାଏ ।
- ଏହି ଜିନୀୟ ପଦାର୍ଥ ମାତା ପିତାଙ୍କର ସମସ୍ତ ଗୁଣ ବହନ କରିଥାଏ ।
- ସେଗୁଡ଼ିକ ମଧ୍ୟରୁ କିଛି ଗୁଣ ସନ୍ତାନ ନିକଟରେ ପ୍ରକଟ ହେଉଥିବାବେଳେ ଆଉ କିଛି ସନ୍ତାନ ନିକଟରେ ପ୍ରକଟ ହେଉଥିବା ଆଉ କିଛି ଗୁଣ ଅଦୃଶ୍ୟ ହୋଇ ରହିଥାଏ । ପିଢ଼ୀପରେ ପିଢ଼ୀ ପିଢ଼ୀରେ ଭିନ୍ନ ଭିନ୍ନ ଗୁଣ ଦୃଶ୍ୟ ହେବା ସହିତ କାରଣ ।
2. ‘ବସ୍ତୁର ଜୀବନ ଉଦ୍ଭବ’ କେଉଁ ସବୁ ପରୀକ୍ଷଣରୁ ପ୍ରମାଣିତ ହେଉଛି ବର୍ଣ୍ଣନା କର ।
ଭ-
- ଜୀବ ବିଜ୍ଞାନୀମାନେ ବିଶ୍ୱାସ କରନ୍ତି ଯେ ଏହି ପୃଥିବୀରେ ଜୀବନ ଅଜୈବିକ ପଦାର୍ଥରୁ ବା ବସ୍ତୁରୁ ସୃଷ୍ଟି ହୋଇଛି। 1920 ମସିହାରେ ଏ ଆଇ ଓପାରିନ୍ ଓ ଜେ.ବି.ଏମ୍. ହାଲ୍ଡେନ୍ । ଜୀବ ସୃଷ୍ଟି ସମ୍ବନ୍ଧରେ ପ୍ରଥମେ ମତବ୍ୟକ୍ତ କରିଥିଲେ ।
- 1953 ମସିହାରେ ଷ୍ଟାନଲେ ମିଲର ଓ ହାରୋଲ୍ ୟୁରେ ପରୀକ୍ଷାଦ୍ଵାରା ପ୍ରମାଣ କରିଥିଲେ ଯେ ମିଥେନ୍, ଆମୋନିଆ, ଉଦ୍ଜାନ ଜଳୀୟବାଷ୍ପ ଏସିଡ଼ର ସୃଷ୍ଟି ।
- କାଲ୍ଭିନ୍ ‘ଏଡ଼ିନିନ୍’ ନାମକ ନ୍ୟୁକ୍ଲିଓଟାଇଡ୍ ପାଇବାରେ ସଫଳ ହୋଇଥିଲେ । ଏହି ଏମିନୋ ଏସିଡ଼ ଶୃଙ୍ଖଳରୁ ତିଆରି ହୋଇଛି ପ୍ରୋଟିନ୍ । ନ୍ୟୁକ୍ଲି ଓଟାଇଡ୍ ଶୃଙ୍ଖଳରୁ ତିଆରି ହୋଇଛି ଆର୍.ଏନ.ଏ. ଓ ଡି.ଏନ.ଏ. । ଏହି ସବୁ ଜୀବନର ଉଦ୍ଭବ ।
3. ଲିଙ୍ଗ ନିର୍ଦ୍ଧାରଣରେ ଗୁଣସୂତ୍ରର ଭୂମିକା କ’ଣ ଆଲୋଚନା କର ।
ଭ-
- କୋଷରେ ଥିବା ଗୁଣସୂତ୍ର ଦୁଇ ପ୍ରକାରର : ଲିଙ୍ଗ ଜୀବର ଲିଙ୍ଗ ନିରୂପଣ କରିଥାଏ ।
ମଣିଷର ଗୁଣସୂତ୍ର ସଂଖ୍ୟା 23 ଯୋଡ଼ା । ସେଥ୍ମଧ୍ୟରୁ 22 ଯୋଡ଼ା ଅଟୋଜୋମ୍ ଓ ଗୋଟିଏ ଯୋଡ଼ା ହେଉଛି ଲିଙ୍ଗ ଗୁଣସୂତ୍ର । ସ୍ତ୍ରୀଠାରେ ଏହା XX ଓ ପୁରୁଷଠାରେ XY । - ଡିମ୍ବାଣୁ ଓ ଶୁକ୍ରାଣୁ ଗଠନ ସମୟରେ ସ୍ତ୍ରୀଯୁଗ୍ମକ ‘X’ ଗୁଣସୂତ୍ର ବହନ କରିଥିବାବେଳେ ପୁରୁଷ ଯୁଗ୍ମକ ‘Y’ ଗୁଣସୂତ୍ର ବହନ କରିଥାଏ । ସ୍ତ୍ରୀର X ଗୁଣସୂତ୍ର ସହ ପୁରୁଷର X ଗୁଣସୂତ୍ର ମିଶିଲେ ଝିଅ ଓ ସ୍ତ୍ରୀର X ଗୁଣସୂତ୍ର ସହ ପୁରୁଷର Y ଗୁଣସୂତ୍ର ମିଶିଲେ ପୁଅ ହୋଇଥାଏ ।
4. ପ୍ରଜନନ ଓ ନୂତନ ଭ୍ରୂଣର ଆବର୍ତ୍ତନ କହିଲେ କ’ଣ
ଭ-
- ଜୀବମାନଙ୍କଠାରେ ମୌଳିକ ପୈତୃକ ଗୁଣ ସହିତ କେତେକ ନୂତନ ଗୁଣ ଦେଖାଯାଉଥିବାରୁ ଏବଂ ଏକା ପିତା -ମାତାଙ୍କଠାରେ ଜନ୍ମ ନେଇଥିବା ଜୀବମାନଙ୍କ ମଧ୍ୟରେ ଦୃଶ୍ୟରୂପୀ ତଥା ଜିନୀୟ ତଫାତ୍ ଦେଖାଯାଏ ।
- ପ୍ରଜନନ ସମୟରେ ପିତାମାତାଙ୍କଠାରୁ ସମାନ ପରିମାଣର ଜିନୀୟ ପଦାର୍ଥ ଯୁଗ୍ମକ ଜରିଆରେ ସନ୍ତାନ ନିକଟକୁ ଯାଏ । ଏହି ଜିନୀୟ ପଦାର୍ଥ ମାତାପିତାଙ୍କର ସମସ୍ତ ଗୁଣ ବହନ କରିଥାଏ । ସେଗୁଡ଼ିକ ମଧ୍ୟରେ କିଛି ଗୁଣ ସନ୍ତାନ ନିକଟରେ ପ୍ରକଟ ହେଉଥିବା ବେଳେ ଆଉ କିଛି ଗୁଣ ଅଦୃଶ୍ୟ ହୋଇ ରହିଥାଏ ।
- ପିଢ଼ୀ ପରେ ପିଢ଼ୀ ଜିନୀୟ ପଦାର୍ଥର ସଞ୍ଚରଣ ଫଳରେ ଭିନ୍ନ ଭିନ୍ନ ଗୁଣ ଦୃଶ୍ୟ ହେବା ସଙ୍ଗେ ସଙ୍ଗେ ନୂତନ ଗୁଣର ଆବିର୍ଭାବ ମଧ୍ୟ ହୋଇଥାଏ ।
5. ମେଣ୍ଡେଲଙ୍କ କୃତ୍ରିମ ସଂକରଣ ପରୀକ୍ଷଣଟି ବୁଝାଅ ।
ଭ-
- ମେଣ୍ଡେଲ କୃତ୍ରିମ ସଂକରଣ ନିମନ୍ତେ ବିକଳ୍ପୀ ନେଇ ଗୋଟିକର ଫୁଲର କେଶର ଚକ୍ର ପାକଳ ହେବା ପୂର୍ବରୁ ଯନ୍ର ସହିତ ଛିଣ୍ଡାଇ ବାହାର କରି ଦେଇଥିଲେ ।
- କେଶର ଚକ୍ର ଛିଣ୍ଡା ଯାଇଥିବା ଗଛ ମାଈଗଛ ରୂପେ ବିବେଚିତ ହେଉଥ୍ଲା । ବିକଳ୍ପୀ ଗୁଣଥୁବା ଅନ୍ୟ ଏକ ଗଛରୁ ପରାଗରେଣୁ ସଂଗ୍ରହକରି ନିର୍ଦ୍ଧାରିତ ମାଈ ଗଛର ଫଳିକାଶୀର୍ଷ ଉପରେ ପକାଇ କୃତ୍ରିମ ପରାଗଣ କରାଇଥିଲେ ।
- ଫୁଲର ପରାଗରେଣୁ ପୁଣି ଅଜଣା ପରାଗରେଣୁ ଦ୍ଵାରା ଯେପରି ପ୍ରଭାବିତ ନ ହେବ ସେଥ୍ପାଇଁ ପରାଗଣ ପୂର୍ବରୁ ଓ ପରେ ଫୁଲଟିକୁ ଏକ କାଗଜ ଠୁଙ୍ଗାଦ୍ଵାରା ଘୋଡ଼ାଇ ରଖୁଥିଲେ । ମଞ୍ଜି ପାକଳ ହୋଇଯିବା ପରେ ସେଗୁଡ଼ିକ ସଂଗ୍ରହ କରି ରଖୁଥିଲେ ।
6. ଡାରଉଇନ୍ଙ୍କ ତତ୍ତ୍ଵ ବୁଝାଅ ।
ଉ-
- 1859 ଖ୍ରୀଷ୍ଟାବ୍ଦରେ ‘ଦ ଓରିଜିନ ଅଫ ସ୍ପେସିସ୍’ ନାମକ ବହିରେ ଲେଖକ ଚାର୍ଲସ୍ ରବର୍ଟ୍ ଡାର ଉଇନ୍ ଦର୍ଶାଇଥିଲେ ଯେ ‘ଜୀବନ ସଂଗ୍ରାମ ଓ ପ୍ରାକୃତିକ ଉଦ୍ବରଣ’ ପ୍ରକ୍ରିୟାଦ୍ଵାରା ନୂତନ ଜାତିର ସୃଷ୍ଟି ହେଉଅଛି ।
- ଖାଦ୍ୟ, ବାସସ୍ଥାନ ଏବଂ ଉପଯୁକ୍ତ ସଙ୍ଗିନୀ ପାଇଁ ପ୍ରତ୍ୟେକ ଜୀବକୁ କଠିନ ସଂଗ୍ରାମ କରିବାକୁ ପଡ଼ିଥାଏ । ଏହାକୁ ଜୀବନ ସଂଗ୍ରାମ କୁହାଯାଏ ।
- ନିଜ ଜାତି ମଧ୍ୟରେ ବା ଅନ୍ୟ ଜାତି ସହ, ପ୍ରକୃତି ସହ ଜୀବନ ସଂଗ୍ରାମରେ ଯାହାର ରଣକୌଶଳ ଉନ୍ନତ, ସେ ହିଁ ଜିଣିଥାଏ । ଅର୍ଥାତ୍ ଯେଉଁ ଜୀବନ ନୂତନ ଲକ୍ଷଣ ନେଇ ପରବର୍ତ୍ତନଶୀଳ ପ୍ରକୃତି ସେ ହିଁ ବିଜୟୀ ହୋଇଥାଏ ।
- ପ୍ରକୃତି ସହ ଯିଏ ନିଜକୁ ଖାପଖୁଆଇପାରେ ପ୍ରକୃତି ତାହାକୁ ଆଦରି ନିଏ, ଅନ୍ୟଥା ପାସୋରି ଦିଏ । ପ୍ରକୃତି ଆଦରିବା ଅର୍ଥ ପ୍ରକୃତି ଚୟନ କରେ ।
- ଯେଉଁ ଜୀବଟି ପ୍ରକୃତି ଦ୍ଵାରା ବଛା ହୋଇ ଜୀବନଧାରଣ କରେ ସେ ତାର ବଂଶବୃଦ୍ଧି କରିଥାଏ । ଏହାକୁ ଡାରଉଇନ୍ ପ୍ରାକୃତିକ ଚୟନ ବା ଉଦ୍ରଣ କୁହାଯାଏ ।
7. ଜୀବାଶ୍ମ କ’ଣ ? ଜୀବାଶ୍ମ ଅଧ୍ୟୟନରୁ କ’ଣ ଜାଣି ହେବ ?
- ଲକ୍ଷ ଲକ୍ଷ ବର୍ଷପୂର୍ବେ ପୃଥିବୀରେ ବାସ କରୁଥିବା ପ୍ରାଣୀ ଓ ଉଦ୍ଭିଦର ଅବଶେଷକୁ ଜୀବାଶ୍ମ କୁହାଯାଏ ।
- ପୃଥିବୀର ବିଭିନ୍ନ ପ୍ରାନ୍ତରୁ ମିଳୁଥିବା ଜୀବାଶ୍ମକୁ ଆଧାରକରି ପ୍ରାଚୀନ ଯୁଗର ପୃଥିବୀ ଏବଂ ସେ ଏକ ଧାରଣା ମିଳିଥାଏ ।
- ଜୀବାଶ୍ମ ଅଧ୍ୟୟନରୁ ବର୍ତ୍ତମାନ ଦେଖାଯାଉଥିବା ଦୁଇଟି ପୃଥକ୍ ଗୋଷ୍ଠୀ ମଧ୍ୟରେ ସମ୍ପର୍କ ସ୍ଥାପନ କରିହୁଏ ।
- ଉଦାହରଣସ୍ୱରୂପ ସରୀସୃପ ଓ ବିହଙ୍ଗ – ଏହି ଦୁଇ ଗୋଷ୍ଠୀର ପ୍ରାଣୀମାନଙ୍କୁ ଲକ୍ଷ୍ୟ କଲେ ଦେଖାଯିବ ଯେ ଦୁହିଁଙ୍କ ମଧ୍ୟରେ ସାମଞ୍ଜସ୍ୟ ଅସମତା ଅଧ୍ଵ । ମାତ୍ର ଆରକିଓପ୍ରିକ୍ ନାମକ ପ୍ରାଣୀର ଜୀବାଶ୍ମ ଆବିଷ୍କାର ପରେ ଦେଖାଗଲା ଏଥିରେ ଉଭୟ ସରୀସୃପ ଓ ବିହଙ୍ଗର ଲକ୍ଷଣମାନ ବିଦ୍ୟମାନ ।
- ସେ ସମସ୍ତଙ୍କୁ ଅଧ୍ୟୟନ କରି ପ୍ରାଣିବିଜ୍ଞାନୀମାନେ ପ୍ରମାଣ କଲେ ଯେ ଆଜିର ଉଷ୍ଣରକ୍ତଧାରୀ ସରୀସୃପ ।
ଉ-
- ଦୁଇଯୋଡ଼ା ବିକଳ୍ପୀଗୁଣ ଏକ ସମୟରେ କିପରି ପରବର୍ତୀ ପିଢ଼ିଗୁଡ଼ିକରେ ସଂରକ୍ଷିତ ହେଉଛି ପରୀକ୍ଷଣ କରିଥିଲେ ।
- ସେଥିପାଇଁ ସେ ଗୋଲ (RR) ଓ ହଳଦିଆ (YY) ମଞ୍ଜିଥିବା ମଟର ଗଛ ସହିତ କୁଞ୍ଚ ବା ଖଦଡ଼ା (rr) ଓ ଶାଗୁଆ (yy) ମଞ୍ଜିଥିବା ମଟର ଗଛର ସଙ୍କରଣ କରି ପରବର୍ତ୍ତୀ ପିଢ଼ିପାଇଁ ମଞ୍ଜି ସଂଗ୍ରହ କଲେ ।
- ପୂର୍ବପରି ମେଣ୍ଡେଲ୍ ପୈତୃକ ପିଢ଼ିରେ ଶୁଦ୍ଧ ପୈତୃକ ଗଛ (RRYY ଓ rryy) ନେଇ ସଙ୍କରଣ କରିଥିଲେ ।
- F1 ପିଢ଼ିରେ ଉପୁଜିଥିବା ଗଛଗୁଡ଼ିକ ସଙ୍କର (RrYy) ହୋଇଥିଲେ ମଧ୍ୟ ସମସ୍ତ ଗଛରେ ମଞ୍ଜି ଗୋଲ ଓ ହଳଦିଆ ହୋଇଥିଲା ଯେଉଁଥୁରୁ ମେଣ୍ଡେଲ୍ଙ୍କର ପ୍ରଭାବୀ ଗୁଣ ନିୟମ ପୁନଃ ପ୍ରମାଣିତ ହୋଇପାରିଥିଲା ।
- F1 ପିଢ଼ିର ଗଛଗୁଡ଼ିକୁ ସ୍ଵପରାଗଣ କରାଇ ମେଣ୍ଡେଲ୍ F1 ପିଢ଼ି ପାଇଁ ମଞ୍ଜି ସଂଗ୍ରହ କଲେ । ଏହି ମଞ୍ଜି 4 ପ୍ରକାରର ହୋଇଥିବା, ଯଥା- ଗୋଲ ଓ ହଳଦିଆ, ଗୋଲ ଓ ଶାଗୁଆ, ଖଦଡ଼ା ଓ ହଳଦିଆ, ଖଦଡ଼ା ଓ ଶାଗୁଆ ଏବଂ ଏମାନଙ୍କର ଅନୁପାତ ୨: 3 : 3 : 1 ହେବ । ଏଥିରୁ ମେଣ୍ଡେଲ୍ ସ୍ବାଧୀନ ଅପବ୍ୟୁହନ ନିୟମ ଉପସ୍ଥାପନ କଲେ ।
1. ଜିନ୍ କ’ଣ ? ଏହା କିପରି କାର୍ଯ୍ୟ କରେ ?
ଭ-
- ଜିନ୍ D.N.A. ର ଏକ ଅଂଶ ବିଶେଷ ଏବଂ ଶରୀରର ସମସ୍ତ ପ୍ରକ୍ରିୟା ନିୟନ୍ତ୍ରଣ କରେ ।
- ଜିନ୍ର ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ଲକ୍ଷଣର ପରିପ୍ରକାଶ ସମ୍ଭବ ହୋଇଥାଏ ।
2. ବିଭେଦାୟନ କାହାକୁ କହନ୍ତି ? ଏହାର ଅର୍ଥ କ’ଣ ?
ଉ-
- ବିଭିନ୍ନ ପ୍ରାକୃତିକ କାରକର ପ୍ରଭାବରେ ଜିନ୍ରେ
- ଜୀବମାନଙ୍କ କ୍ରୋମୋଜୋମ୍ରେ ତ୍ରୁଟି ବିଚ୍ୟୁତି ଓ ଘଟେ । ଏହି ସବୁ ପରିବର୍ତ୍ତନକୁ ସାମୂହିକ ଭାବେ ବିଭେଦାୟନ କୁହାଯାଏ ।
3. ବିବର୍ତ୍ତନ ଓ ଜୈବବିବର୍ତ୍ତନ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ-
- ବଉଁମାନ ଦେଖାଯାଉଥିବା ଜୀବମାନେ ଲକ୍ଷ ଲକ୍ଷ ବର୍ଷ ବର୍ଷ ପୂର୍ବର ଜୀବପରି ନୁହଁନ୍ତି । ବରଂ ସମୟକ୍ରମେ ଛୋଟ ଓ ବଡ଼ ପରିବର୍ତ୍ତନ ମଧ୍ୟଦେଇ ସେମାନେ ସରଳ ଅବସ୍ଥାରୁ ଆଜିର ଜଟିଳ ଓ ଉନ୍ନତ ଅବସ୍ଥାରେ ପହଞ୍ଚିଛନ୍ତି ।
- ବିବର୍ତ୍ତନ ହେଉଛି ଆଗକୁ ବଢ଼ିବାର ଏକ ପ୍ରକ୍ରିୟା ଯାହା ଅପରିବର୍ତ୍ତନୀୟ, ଏହା ଅତି ମନ୍ଥର ଓ ନିରବଚ୍ଛିନ୍ନ ଭାବେ ହୋଇଥାଏ । ଏହି ମନ୍ଥର ଓ ନିରବଚ୍ଛିନ୍ନ ଭାବେ ହୋଇଥାଏ । ପ୍ରାଣୀ ଓ ଉଦ୍ଭ କୁହାଯାଏ ।
4. ଜୀବାଶ୍ମ କ’ଣ ? ଜୀବାଶ୍ମ ଅଧ୍ୟୟନରୁ କ’ଣ ଜାଣି ହୁଏ ?
ଉ-
- ଲକ୍ଷ ଲକ୍ଷ ବର୍ଷପୂର୍ବେ ପୃଥିବୀରେ ବାସ କରୁଥିବା ପ୍ରାଣୀ ଓ ଉଭିଦର ଅବଶେଷକୁ ଜୀବାଶ୍ମ କହନ୍ତି । ଏହା ପ୍ରାଚୀନ ଯୁଗର ପୃଥିବୀ ଓ ସେ ସମୟର ଧାରଣା ମିଳେ ।
- ଦୁଇଟି ପୃଥକ୍ ଗୋଷ୍ଠୀ ମଧ୍ୟରେ ସମ୍ପର୍କ ଜୀବାଶ୍ମ ଅଧ୍ୟୟନରୁ ଜାଣିହୁଏ ଯେପରିକି ସରୀସୃପ ଓ ବିହଙ୍ଗମାନଙ୍କୁ ଲକ୍ଷ୍ୟକଲେ ଜଣାପଡ଼େ ଯେ ଏ ଦୁଇଗୋଷ୍ଠୀ ମଧ୍ୟରେ ସାମଞ୍ଜସ୍ୟ କମ୍ ଓ ଅସମାନତା ଅଧିକ ।
5. ଜୀବନ ସଂଗ୍ରାମ କାହାକୁ କହନ୍ତି ? ଏହାର ଉଦ୍ଦେଶ୍ୟ କ’ଣ ?
ଉ-
- ଖାଦ୍ୟ, ବାସସ୍ଥାନ ଓ ଉପଯୁକ୍ତ ସଙ୍ଗିନୀ ପାଇଁ ପ୍ରତ୍ୟେକ ଜୀବକୁ କଠିନ ସଂଗ୍ରାମ କରିବାକୁ ପଡ଼ିଥାଏ । ଏହାକୁ ଜୀବନ ସଂଗ୍ରାମ କୁହାଯାଏ ।
- ଏହି ସଂଗ୍ରାମ ନିଜ ଜାତି ମଧ୍ୟରେ ବା ଅନ୍ୟ ଜାତିସହ ବା ପ୍ରକୃତି ସହ ହୋଇଥାଏ । ଜୀବନ ସଂଗ୍ରାମରେ ଯାହାର ରଣକୌଶଳ ଉନ୍ନତ, ସେହି ଜିଣିଥାଏ । ଯେଉଁ ଜୀବର ନୂତନ ଲକ୍ଷଣନେଇ ପରିବର୍ତ୍ତନଶୀଳ ପ୍ରକୃତି ତଥା ପରିବେଶ ସହ ଖାପଖୁଆଇ ପାରେ ସେହିଁ ବିଜୟ ହୋଇଥାଏ ।
6. ଅଷ୍ଟ୍ରାଲୋପିଥେକସ୍ ଜାତୀୟ ମାନବର ବିଶେଷତ୍ଵ କ’ଣ ଥିଲା ?
- ଏମାନେ ପଚାଶ ଲକ୍ଷ ବର୍ଷ ପୂର୍ବେ ଆଫ୍ରିକାରେ ଚଳପ୍ରଚଳ ହେଉଥ୍ଲେ । ଦୁଇ ଗୋଡ଼ରେ ମୁଣ୍ଡଟେକି ଚାଲୁଥିଲେ । ଆତ୍ମରକ୍ଷା ପାଇଁ, ଶିକାର ପାଇଁ ଏହାର ଦୁଇବାହୁ ମୁକ୍ତ ଥିଲା ।
- ସେ ପ୍ରଥମେ ଅସ୍ତ୍ର ଓ ବିଭିନ୍ନ ହତିଆର ବ୍ୟବହାର କଲା। ଏହି ଜାତୀୟ ମାନବପରେ କ୍ରମଶଃ ହୋମୋ ପ୍ରଜାତିର ମାନବର ଉଦ୍ଭବ ହେଲା ।
7. ଅନ୍ତରଣ କୌଶଳ କ’’ଣ ?
ଊ-
- ପ୍ରକୃତି ମନୋନୀତ ନୂଆ ନୂଆ ଲକ୍ଷଣକୁ ଭିଭିକରି ନୂତନ ଜାତିର ଉଦ୍ଭବର ଧାରାରେ ସୃଷ୍ଟି ହେବାକୁ ଯାଉଥିବା ଜୀବ ନିଜ ନିଜଠାରୁ ଓ ପୂର୍ବଜଙ୍କଠାରୁ ଅଦରକାରୀ ପ୍ରଜନନ ଘଟିପାରେ ।
- ଏହି ପ୍ରକାରର ଅଦରକାରୀ ପ୍ରଜନନ ନୂତନ ଜୀବ ସୃଷ୍ଟି ପାଇଁ ଅନୁକୂଳ ନୁହେଁ । ତେଣୁ ଏହାକୁ ରୋକି ନୂତନ ଜୀବ ସୃଷ୍ଟିକୁ ନିଶ୍ଚିତ କରିବାପାଇଁ ପ୍ରକୃତିରେ କିଛି ବ୍ୟବସ୍ଥା ଅଛି, ଏହାକୁ ଅନ୍ତରଣ କୌଶଳ କହନ୍ତି ।
ଊ-
- ସରୀସୃପ ଓ ବିହଙ୍ଗ – ଏହି ଦୁଇ ଗୋଷ୍ଠୀର ପ୍ରାଣୀମାନଙ୍କୁ ଲକ୍ଷ୍ୟ କଲେ ଦେଖାଯିବ ଯେ ଦୁହିଁଙ୍କ ମଧ୍ୟରେ ସାମଞ୍ଜସ୍ୟ ଅପେକ୍ଷା ଅସମତା ଅଧ୍ଵ ।
- ମାତ୍ର ଆରକିଓପ୍ରିକ୍ ନାମକ ପ୍ରାଣୀର ଜୀବାଶ୍ମ ଆବିଷ୍କାର ପରେ ଦେଖାଗଲା ଏଥିରେ ବିଦ୍ୟମାନ ।
- ସେ ସମସ୍ତଙ୍କୁ ଅଧ୍ୟୟନ କରି ପ୍ରାଣିବିଜ୍ଞାନୀମାନେ ପ୍ରମାଣ କଲେ ଯେ ଆଜିର ଉଷ୍ଣରକ୍ତଧାରୀ ଶୀତଳରକ୍ତବିଶିଷ୍ଟ ମନ୍ତର ଓ କମ୍ ସକ୍ରିୟ ସରୀସୃପ ।
ଉ-
- ଅନେକ ପ୍ରାଣୀଙ୍କ ଶରୀରରେ ଏପରି କିଛି ଅଙ୍ଗ ରହିଛି ଯାହାର କିଛି ବ୍ୟବହାର ନାହିଁ । ଏହି ଥିଲା; ତା’ପରେ ସମୟରେ ପ୍ରାଣୀର ପରିବେଶ ଅନୁଯାୟୀ ଚାଲିଚଳନରେ ପରିବର୍ତ୍ତନ ହେତୁ ଅଙ୍ଗଟି ଅକାମୀ ହୋଇଯାଇଛି ଓ ଶରୀର ରୁ ସଂପୂର୍ଣ୍ଣ ଅଦୃଶ୍ୟ ହେବା ପୂର୍ବରୁ କିଛି ଅଂଶ ରହିଯାଇଛି । ଏହାକୁ ଅବଶେଷାଙ୍ଗ କୁହାଯାଏ ।
- ମଣିଷ ବୃହଦନ୍ତରେ ଥିବା ଆପେକ୍ସ ଏହାର ଏକ ଉଦାହରଣ ଅଟେ ।
10. କଖାରୁ ଗଛର ଆକର୍ଷୀ ଓ ବୋଗନଭିଲାର କଣ୍ଟା ଭିତରେ କି ସମ୍ପର୍କ ରହିଛି ?
ଉ-
- ଉଦ୍ଭଦରେ କଖାରୁ ଗଛର ଆକର୍ଷୀ ଓ କାଗଜଫୁଲ ଗଛର କଣ୍ଟା ଭିନ୍ନ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କ ଉଦ୍ଭବ ଏକାପରି ।
- ଏହି ସମସ୍ତ ଅଙ୍ଗର ମୌଳିକ ଗଠନ ଶୈଳୀ, ସୂକ୍ଷ୍ମ ଗଠନ ଏବଂ ଭ୍ରୂଣ ବିକାଶଗତ ଉଦ୍ଭବ ତଥା ସମଜାତ ଅଙ୍ଗ କୁହାଯାଏ ।
11. ମଶାର ଡେଣା, ପାରାର ଡେଣା ଓ ବାଦୁଡ଼ି ଡେଣା ଭିତରେ କି ସମ୍ପର୍କ ରହିଛି ?
ଊ-
- ଅଙ୍ଗଗୁଡ଼ିକର କାର୍ଯ୍ୟ ଏକ ପ୍ରକାର ମାତ୍ର ଗଠନ, ଭୃଣବିକାଶ ଗତ ଉଦ୍ଭବ ତଥା ବିକାଶକ୍ରମରେ ଅନେକ ପାର୍ଥକ୍ୟ ରହିଛି ।
- ଉଦାହରଣସ୍ୱରୂପ ମଶାର ଡେଣା, ପାରାର ଡେଣା ବା ବାଦୁଡ଼ିର ଡେଣା । ଏଗୁଡ଼ିକୁ ଅନୁରୂପୀ ଅଙ୍ଗ କୁହାଯାଏ ।
12. ଜୈବ ବିବର୍ତ୍ତନ କାହାକୁ କୁହାଯାଏ ? ପୃଥିବୀରେ ଜୈବ ବିବିଧତା କିପରି ସମ୍ଭବ ହୋଇଛି ?
ଊ-
- ବିବର୍ତ୍ତନ ହେଉଛି ଆଗକୁ ବଢ଼ିବାର ଏକ ପ୍ରକ୍ରିୟା ଯାହା ଅପରିବର୍ତ୍ତନୀୟ । ଏହା ଅତି ମନ୍ଥର ଓ ନିରବଚ୍ଛିନ୍ନଭାବେ ହୋଇଥାଏ ।
- ପ୍ରାଣୀ ଓ ଉଦ୍ଭଦରେ ହେଉଥିବା ବିବର୍ତ୍ତନକୁ ‘ଜୈବ ବିବର୍ତ୍ତନ’ କୁହାଯାଏ । ଏଥୋଗୁଁ ପୃଥିବୀପୃଷ୍ଠରେ ଜୀବ ମାନ ଙ୍କ ଅପୂର୍ବ ଙ୍କ ହୋଇଛି ।
13. ପ୍ରାଣୀମାନଙ୍କର ସମଜାତ ଅଙ୍ଗଗୁଡ଼ିକର ନାମ ଲେଖ ।
ଉ-
- ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ବାଦୁଡ଼ିର ଡେଣା, ବିରାଡ଼ିର ପଞ୍ଜା, ସିଲ ଓ ତିମି ଆଦି ବ୍ୟବହୃତ ପକ୍ଷ ଘୋଡ଼ାର ଗୋଡ଼, ମଣିଷର ହାତ ଆଦି ଅଙ୍ଗଗୁଡ଼ିକର କାର୍ଯ୍ୟ ଭିନ୍ନ ।
- ମାତ୍ର ଅଙ୍ଗଗୁଡ଼ିକର ଉଦ୍ଭବ, ଗଠନ, ହାଡ଼ର ବିନ୍ୟାସ ଓ ବିକାଶର କ୍ରମରେ ଅନେକ ଅଙ୍ଗ କୁହାଯାଏ ।
14. ଅନୁରୂପୀ ଅଙ୍ଗ କାହାକୁ କୁହାଯାଏ ? ଉଦାହରଣ ଦିଅ ।
ଊ-
- ଅଙ୍ଗଗୁଡ଼ିକର କାର୍ଯ୍ୟ ଏକ ପ୍ରକାର ମାତ୍ର ସେଗୁଡ଼ିକର ମୌଳିକ ଗଠନ ଶୈଳୀ, ସୂକ୍ଷ୍ମ ଗଠନ, ଭୃଣବିକାଶ ଗତ ଉଦ୍ଭବ ତଥା
- ଉଦାହରଣସ୍ୱରୂପ ମଶାର ଡେଣା, ପାରାର ଡେଣା ବା ବାଦୁଡ଼ିର ଡେଣା । ଏଗୁଡ଼ିକୁ ଅନୁରୂପୀ ଅଙ୍ଗ କୁହାଯାଏ ।
15. ଅବଶେଷାଙ୍ଗ କାହାକୁ କୁହାଯାଏ ?
ଉ-
ଅନେକ ପ୍ରାଣୀଙ୍କ ଶରୀରରେ ଏପରି କିଛି ଅଙ୍ଗ ରହିଛି ଯାହାର କିଛି ବ୍ୟବହାର ନାହିଁ । ଏହି ଅଙ୍ଗଗୁଡ଼ିକ ସୁଦୂର ପ୍ରାଣୀର ପରିବେଶ ଅନୁଯାୟୀ ଚାଲିଚଳନରେ ପରିବର୍ତ୍ତନ ହେତୁ ଅଙ୍ଗଟି ଅକାମୀ ହୋଇଯାଇଛି ଓ ଶରୀରରୁ ସଂପୂର୍ଣ୍ଣ ଅଦୃଶ୍ୟ ହେବା ପୂର୍ବରୁ କିଛି ଅଂଶ ରହିଯାଇଛି ।