Odisha State Board BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ Important Questions and Answers.
BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ
Subjective Type Questions With Answers
1. ବୋ’ର୍ଙ୍କ ପରମାଣୁ ମଡ଼େଲ ବର୍ଣନା କର ।
ଉ-
ବୋ’ରଙ୍କ ମଡ଼େଲ ଅନୁ ସାରେ:
ପରମାଣୁର ଏକ ଯୁକ୍ତାତ୍ମକ କେନ୍ଦ୍ରସ୍ଥଳୀ ଥାଏ, ଯାହାକୁ ନ୍ୟୁ କ୍ଲିୟସ୍ କୁହାଯାଏ । ନ୍ୟୁକ୍ଲିୟସ୍ ଚାରିପଟେ ଥିବା ଶନସ୍ଥା।ନରେ ଟ୍ଟଲେକଗ୍ରନ୍ଗୁଡିକ କେବଳ କେତେଣୁଡ଼ି ଏ ନିର୍ଦ୍ଦିଷ୍ଟ ବର୍ତ୍ତୁଳାକାର କକ୍ଷପଥରେ ନ୍ୟୁକ୍ଲିୟସ୍ ଚାରିପଟେ ଘୂର୍ଣ୍ଣନ କରନ୍ତି ।
ବୋ’ରଙ୍କ ସ୍ଵୀକାର :
(i) ନ୍ୟୁକ୍ଲିୟସ୍ ଚାରି ପଟେ କେବଳ କେତେକ ନିର୍ଦ୍ଦିଷ୍ଟ କକ୍ଷପଥରେ ଇଲେକ୍ଟ୍ରଗୁଡ଼ିକ ପୂର୍ବନ କରେ ।
(ii) ନିର୍ଦ୍ଦିଷ୍ଟ କକ୍ଷପଥରେ ଘୂରୁ ଥ୍ ବ।ବେଳେ ଇଲେକ୍ ଟ୍ରନ୍ ଗୁଡ଼ିକ ଶକ୍ତି ବିକିରଣ କରନ୍ତି ନାହିଁ । ତେଣୁ ସେହି କକ୍ଷପଥକୁ ବିକିରଣ ବିହୀନ କକ୍ଷ କୁହାଯାଏ ।
(iii) ଏହି କକ୍ଷପଥ ବା ସେଲ୍ଗୁଡ଼ିକୁ ଶକ୍ତି ସ୍ତର କୁହାଯାଏ ।
(iv) କକ୍ଷପଥ ବା ସେଲ୍ଗୁଡ଼ିକୁ ନ୍ୟୁକ୍ଲିୟସ୍ ରୁ ଦୂରତା କ୍ରମରେ ଯଥାକ୍ରମେ K, L, M, N ଇତ୍ୟାଦି ଅକ୍ଷରଦ୍ଵାରା ବା 1, 2, 3, 4 ଇତ୍ୟାଦି ସଂଖ୍ୟାଦ୍ଵାରା ସୂଚିତ କରାଯାଏ ।
2. ଆଇସୋଟୋପ୍ କ’ଣ ? ବିଭିନ୍ନ ଉଦାହରଣ ଦେଇ ପ୍ରତ୍ୟେକର ଉପଯୋଗିତା ଲେଖ ।
ଉ-
ଆଇସୋଟୋପ୍ :
ପରମାଣୁ କ୍ରମାଙ୍କ ସମାନ କିନ୍ତୁ ବସ୍ତୁତ୍ଵ ସଂଖ୍ୟା ଭିନ୍ନ ହୋଇଥିବା ପରମାଣୁଗୁଡ଼ିକୁ ଆଇସୋଟୋପ୍ କୁହାଯାଏ ।
ଉଦାହରଣ :
ଉଦ୍ଜାନର ତିନୋଟି ଆଇସୋଟୋପ୍ ହେଲା
1H1 (ପ୍ରୋଟିୟମ୍ ବା ହାଇଡ୍ରୋଜେନ୍),
1H2 ( ଡିଉଟେରିୟମ୍) ଓ 1H3 (ଟ୍ରାଇଟିୟମ୍) ।
ଯବକ୍ଷ ର ଜାନର ତୁଚ୍ଚଟି ଅ।ଜସେ।ଗୋପ୍ ହେଲା – 7N14 7N15
ପୋଟାସିୟମ୍ର ତିନୋଟି ଆଇସୋଟୋପ୍ ହେଲା – 1939K, 1940K, 1941K
ଅମ୍ଳଜାନର ତିନୋଟି ଆଇସୋଟୋପ୍ ହେଲା – 8O16, 8O17, 8O18
କ୍ଲୋରିନ୍ର ଦୁଇଟି ଆଇସୋଟୋପ୍ ହେଲା – 17C35, 17C37
ଆଇସୋଟୋପ୍ ଉପଯୋଗିତା :
(i) ୟୁ ରେ ନି ୟମ୍ ଆଇସୋଟୋପ୍ ନ୍ୟୁକ୍ଲିୟ ରି ଆକ୍ଟରରେ ଜାଳେଣି ରୂପେ ବ୍ୟବହାର କରାଯାଏ ।
(ii) କୋବାଲ୍ ଟର ଏକ ଆଇସୋଟୋପ୍ କ୍ୟାନ୍ ସର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
(iii) ଆୟୋଡ଼ି ନ୍ ର ଏକ ଆଇସୋଟୋପ୍ ଗ୍ରନ୍ଥି ରୋଗର ଚିକିତ୍ସାରେ ଥାଇର ଏଡ୍ ବ୍ୟବହୃତ ହୁଏ ।
(iv) କେତେକ କୃତ୍ରିମ ଆଇସୋଟୋପ୍କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ ।
3. ସଂଯୋଜକ ଇଲେକଟ୍ରନ କ’ଣ ? ମୌଳିକର ଯୋଗ୍ୟତା କିପରି ନିର୍ଣ୍ଣୟ କରାଯାଏ, ଉଦାହରଣ ମାଧ୍ୟମରେ ଦର୍ଶାଅ ।
ଉ-
(i) ସଂଯୋଜକ ଇଲେକ୍ ଟ୍ରନ୍ : କୌଣସି ପରମାଣୁର ବ।ହତମ କକ୍ଷରେ ଯେତେ।ଟି ଇଲେକ୍ ଟ୍ରନ୍ ଥାଏ, ତାହାକୁ ସଂଯୋଜକ ଇଲେକ୍ ଟ୍ରନ୍ କୁ ହାଯାଏ । ଯେଉଁ ମୌନିକ ଗୁଡିକର ପରମ।ଶୁର ବlତ୍ରତମ ସେଲ୍ ରେ ସର୍ବାଧିକ ୫ଟି ଅର୍ଥାତ ସଂପୂର୍ଣ୍ଣ ମାତ୍ରାରେ ଇଲେକ୍ ଟ୍ରନ୍ ରହିଥାଏ, ସଂଯୋଜନ କ୍ଷମତା ବା ଯୋଗ୍ୟତା ହେଉଛି ଶୂନ ।
(ii) ଏହି ପରି ନିଷ୍କ୍ରିୟ ମୌଳିକଗୁଡ଼ିକ ମଧ୍ୟରେ ତ୍ରିକିୟମ୍ ପରମାଣୁର ବ। ତ୍ରତମ କକ୍ଷରେ ଦୁଇଟି ଇଲେକ୍ଟ୍ରନ ରହିଛି ଏବଂ ଅନ ନିଷ୍ରିୟ ମୌଳିକ; ଯଥା ନିୟନ, ଆରଗନ୍, କ୍ରିପ୍ଟନ୍, ଜେନନ୍, ରାଡ଼ନ୍ ଆଦି ପରମାଣୁର ବାହ୍ୟତମ କକ୍ଷରେ ୫ ଟି ଇଲେକ୍ ଟ୍ରନ୍ରହିଥାଏ ।
(iii) ବାହ୍ୟତମ କକ୍ଷରେ ୫ଟି ଇଲେକ୍ଟ୍ରନ୍ ରହିଲେ ତାକୁ ଅଲ୍ଟଟ ସ୍ଥିତି କୁହାଯାଏ ।
(iv) ଅଣୁ ଗଠନବେଳେ ପ୍ରତ୍ୟେକ ପର ମାଣୁ ତାହାର ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁ ସଂରଚନାରେ ରହିବାକୁ ଚେଷ୍ଟା କରେ ।
(v) କେତେକ ପରମାଣୁ ଇଲେକ୍ଟ୍ରନ୍ ତ୍ୟାଗକରି, କେତେକ ପରମାଣୁ ଇଲେକ୍ଟ୍ରନ୍ ଗ୍ରହଣ କରି ସହଭାଗ କରି ଅଣୁ ଗଠନ କରନ୍ତି ।
(vi) ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁ ର ସଂରଚନା ପାଇଁ କିମ୍ବା ଅକ୍ଟେଟ୍ ସ୍ଥିତି ପାଇଁ ପରମାଣୁ ତ୍ୟାଗ କରୁଥିବା, ଗ୍ରହଣ କରୁଥିବା କିମ୍ବା ଭାଗ କରୁଥିବା ଇଲେକ୍ଟ୍ରନ୍ ସଂଖ୍ୟାରୁ
ଉଦାହରଣ :
(a) ଲି ଥ୍ ମ୍ ସୋଡି଼ ୟମ୍ ପର ମାଣୁ ର ପ୍ରତେକାର ବାତ୍ରତମେ ସେଳରେ ଗେ।ଟିଏ ଇଲେକ୍ ଟ୍ରନ୍ ଥାଏ । ଲିଥ୍ୟମ୍ ପରମାଣୁ ତ୍ରିକୟମ୍ ପରମାଣୁର ସଂରଚନାରେ ଏବଂସୋଡ଼ିୟମ୍ ପରମାଣୁ ନିୟମ ପରମାଣୁର ସଂରଚନାରେ ରଦ୍ରିବାକୁ ଚଦ୍ରିବି।କୁ ଚାହେଁ। ତେଣୁ ଲି ଥ୍ ୟମ୍ ଓ ସୋଡ଼ି ୟମ୍ ମୌଳି କର ଯୋଗ୍ୟତା l ।
(b) ମ୍ୟାଗ୍ନେସିୟମ୍ ଓ ଏଲୁମିନିୟମ୍ର ବାହ୍ୟତମ ସେଲ୍ରେ ଯଥାକ୍ରମେ 2ଟି ଓ 3ଟି ଇଲେକ୍ଟ୍ରନ୍ ଥିବାରୁ ଏମାନଙ୍କର ଯେ । କତା ଯଥାକ୍ରମେ 2 ଓ 3 ।
(vii) ଗୋଟିଏ ପରମାଣୁର ବାହ୍ୟତମ ସେଲ୍ ର ସଂଖ୍ୟା ତାହାର ପୂର୍ଣ୍ଣ ଇଲେକ୍ ଟ୍ର ନ୍ (ସର୍ବାଧ୍ୱ) କ୍ଷମତାର ପାଖାପାଖୁ ବା ଭିନ୍ନ ପ୍ରକାରେ ନିର୍ଣ୍ଣୟ କରାଯାଏ ।
4. ଅକ୍ଟୋଟ୍ ସ୍ଥିତି କ’ଣ ? ପରମାଣୁର ସଂଯୋଜନ କ୍ଷମତା କିପରି ଏହି ନିୟମ ଦ୍ଵାରା ପରିଚାଳିତ ହୁଏ ବୁଝାଅ ।
ଉ-
(i) ପରମାଣୁର ବାହ୍ୟତମ କକ୍ଷରେ ସର୍ବାଧ୍ଵକ ୫ଟି ଇଲେକ୍ଟ୍ରନ୍ ରହିପାରିବ । ଏହାକୁ ଅନ୍ଵେଟ୍ ସ୍ଥିତି କୁହାଯାଏ ।
(ii) ଯେଉଁ ମୌଳିକର ପରମାଣୁର ବାହ୍ୟତମ ଇଲେକ୍ ଟ୍ରନ୍ ରହି ଥାଏ, ସେଗୁଡ଼ିକ ପ୍ରାୟ କ୍ଷମତା ଶୂନ । କେବଳ ହିଲିୟମ୍ ଏକ ମାତ୍ର ସର୍ବାଧିକ ଦୁଇଟି ଇଲେକ୍ଟ୍ରନ୍ ରହିଛି ।
(iii) ଅଣୁ ଗଠନ ବେଳେ ପ୍ରତ୍ୟେକ ମୌଳିକ ପରମାଣୁ ତାହାର ନିକଟତମ ନିଷ୍କ୍ରିୟ ମୌଳିକର ସଂରଚନା ରେ ରହି ବା କୁ ଚେଷ୍ଟାକରେ । କେତେକ ପରମାଣୁ ଇଲେକ୍ସନ୍ ତ୍ୟାଗ କରି, କେତେକ ପରମାଣୁ ଇଲେକ୍ଟ୍ରମ୍ ଗ୍ରହଣ କରି ସହ ମିଳିତ ଭାବେ ଇଲେକ୍ଟ୍ରନ୍ ସହଭାଗକରି ସଂଯୁକ୍ତ ହୋଇଥାନ୍ତି ।
(iv) ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁ ର ସଂରଚନା ପାଇଁ କିମ୍ବା ଅକ୍ଟେଟ୍ ସ୍ଥିତି ପାଇଁ ପରମାଣୁ ତ୍ୟାଗ କରୁଥି, ଗ୍ରହଣ କରୁଥିବା କିମ୍ବା ଭାଗ କରୁଥିବା ଇଲେକ୍ଟ୍ରନ୍ ସଂଖ୍ୟାରୁ ମୌକିକର ସଂଯେ। ଜନ କ୍ଷମତା ଚ୍ଚଶ। ପଡୋ
(v) ଉଦାହରଣସ୍ୱରୂପ ଲିଥ୍ୟମ୍ ଓ ସୋଡ଼ିୟମ୍ ପରମାଣୁର ପ୍ରତେକର ବ।ତ୍ରତମ ସେଲରେ ଗୋଟିଏ ଇଲେକ୍ ନ୍ ରହିଛି । ଏହି ମୌଳି କ ମା ନ ଙ୍କ ର ପରମାଣୁ ଗୋଟିଏ ଇଲେକ୍ଟ ନ୍ ସହଜରେ ତ୍ୟାଗ କରି ପାରିବ, କା। ର ଣ ଲି ଥ୍ୟ ମ୍ ପର ମାଣୁ ହିଁ ଲି ୟମ୍ ପରମାଣୁର ସଂରଚନାରେ ଏବଂ ସୋଡ଼ିୟମ୍ ପରମାଣୁ ନିୟନ ପରମାଣୁର ସଂରଚନାରେ ଓ ପହଞ୍ଚିବାକୁ ଚାହେଁ । ତେଣୁ ଲି ଥମ୍ ଓ ସୋଡ଼ିୟମ୍ ମୌଳିକରେ ଯୋଗ୍ଯତା ଏକ ଅଟେ ।
1. ସଂଯୋଜକ ଇଲେକ୍ଟ୍ରନ୍ କ’ଣ ? ଉଦାହରଣ ସହ ବୁଝାଅ ।
ଉ-
ସଂଯୋଜକ ଜଲେକ୍ଟ୍ରନ୍:
(i) କୌଣସି ପରମାଣୁର ବ। ତ୍ରୟତମ କଷରେ ଥିବା ଇଲେକ୍ ଟ୍ର ନ୍କୁ ସଂଯୋଜକ ଇଲେକ୍ ଟ୍ର ନ୍ କହନ୍ତି -।
(ii) କେବଳ ଏହି ଇଲେକ୍ଟ୍ରଗୁଡ଼ିକ ରାସାୟନିକ ପ୍ରତିକ୍ରିୟାରେ ଅଂଶଗ୍ରହଣ କରନ୍ତି ।
(iii) ପରମାଣୁର ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟାରୁ ଉକ୍ତ ମୌଳିକର ଯୋଗ୍ୟତା ନିର୍ଣ୍ଣୟ କରାଯାଏ ।
ଉଦାହରଣ :
(i) H, Li, Na ଓ K ର ବାହ୍ୟତମ କକ୍ଷରେ ଗୋଟିଏ ଲେଖାଏଁ ଚ୍ଚଲେକ।ଟ୍ରନ ଥ୍ବାଗୁ ଏଗୁଡ଼ିକି ଏକ ସଂଯୋଜୀ
(ii) ସେହିପରି Be, Mg, Caର ବାହ୍ୟତମ କକ୍ଷରେ ତ୍ରକଟି ଲେଖା ଏଁଟ୍ଟକେଗନ ଥିବାରୁ ଏଗୁଡ଼କ ଦୁଇ ସଂଯୋଜୀ ।
(iii) ନିଷ୍କ୍ରିୟ ଗ୍ୟାସ୍ଗୁଡ଼ିକ (He ବ୍ୟତୀତ) ର ବାହ୍ୟତମ କକ୍ଷରେ ୫ଟି ଲେଖାଏଁ ଇଲେକ୍ଟ୍ରନ୍ ଥାଏ । ତେଣୁ ସେଗୁଡ଼ିକ ସ୍ଥାୟୀ । ଏହି ମୌଳିକଗୁଡ଼ିକ ନିଜ ନିଜ ଭିତରେ କିମ୍ବା ଅନ୍ୟ ମୌଳିକ ସହିତ ସଂଯୁକ୍ତ ହୁଅନ୍ତି ନାହିଁ । ତେଣୁ ସେଗୁଡ଼ିକୁ ନିଷ୍କ୍ରିୟ ମୌଳିକ ରୂପେ ଧରି ନିଆଯାଇଛି ।
2. ଆଇସୋବାର୍ କ’ଣ ଉଦାହରଣ ସହ ଲେଖ ।
ଉ-
ଆଇସୋବାର୍ : ସମାନ ବସ୍ତୁତ୍ୱ ସଂଖ୍ୟା କିନ୍ତୁ ଭିନ୍ନ ପରମାଣୁ କ୍ରମାଙ୍କ ଥିବା ପରମାଣୁଗୁଡ଼ିକୁ ଆଇସୋବାର୍ କୁହାଯାଏ ।
ଉଦାହରଣ :
ପେ।ଗ।ସିୟମ୍ର ପରମାଣୁ କ୍ରମାଙ୍କ 19 ଏବଂ କ୍ୟାଲ୍ସିୟମ୍ର ପରମାଣୁ କ୍ରମାଙ୍କ 20 । ଏହି ଦୁଇ ମୌଳିକର ବସ୍ତୁତ୍ୱ ସଂଖ୍ୟା 40 । ଏହି ଦୁଇ ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ ହେଉଛି 1940K ଏବଂ 2040Ca । 1940K ଓ 2040Ca ଦୁଇଟି ଆଇସୋବାର୍ ଅଟନ୍ତି ।
1. ସଂଯୋଜକ ଇଲେକ୍ଟ୍ରନ୍ କ’ଣ ? ମ୍ୟାଗ୍ନେସିୟମ୍ ଓ ସିଲିକନ୍ ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟା କେତେ ?
ଉ-
ସଂଯୋକକଲକ୍ ଟ୍ର ନ୍ :
କୌଶସି ପରମାଣୁର ବହିପତମ କଷରେ ଥିବା କକେଲଟ୍ରନକୁ ସଂଯୋଚ୍ଚିକ ଇଲେକ୍ ଟ୍ରନ୍ କୁହାଯାଏ ଏବଂ ଏହି ଯେଉଁ ଚ୍ଚଲକ୍ଟ୍ରନ୍ଗୁଡିକ ର ସାୟନି କ ପ୍ରକ୍ର୍ରିୟ।ରେଡିଟ ନେଚ୍ଚଥାଆତି।
(i) ମ୍ୟାଗ୍ନେସିୟମ୍ (Z = 12)ର ଇଲେକ୍ ଟ୍ରନ ସଂରଚନା 2, 8, 2 । ତେଣୁ ଏହାର ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟା 2 ।
(ii) ସିଲିକନ୍ (Z = 14)ର ଇଲେକ୍ଟ୍ରନ୍ ସଂରଚନା 2, 8, 41 ତେଣୁ ଏହାର ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟା 4 ।
2. ଗୋଟିଏ ମୌଳିକର ବସ୍ତୁତ୍ବ ସଂଖ୍ୟା 27 ଓ ପରମାଣୁ କ୍ରମାଙ୍କ 13 ହେଲେ, ଏହାର ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟା ନିରୂପଣ କର ।
ଉ-
ଇଲେକ୍ଟ୍ରନ୍ ସଂଖ୍ୟା = ବସ୍ତୁତ୍ୱ ସଂଖ୍ୟା ପରମାଣୁ କ୍ରମାଙ୍କ = 13
ମୌଳିକର ଇଲେକ୍ଟ୍ରନ୍ ସଂରଚନା = 2, 8, 3
ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟା = 3
3. ଅବପରମାଣୁ କ’ଣ ? କେତୋଟି ଅବପରମାଣୁର ନାମ ଲେଖ।
ଊ-
(i) ପରମାଣୁ ପଦାର୍ଥର କ୍ଷୁଦ୍ରତମ କଣିକା ନୁହେଁ । ପରମାଣୁ ମଧ୍ୟରେ କେତେଗୁଡ଼ିଏ ଏହାଠାରୁ ଆହୁରି କ୍ଷୁଦ୍ର କଣିକା ଅଛି । ଏହାକୁ ଅବପରମାଣୁ କୁହାଯାଏ ।
(ii) ଇଲେକ୍ ଟ୍ରନ୍, ପ୍ରୋଟନ୍, ନିଉଟ୍ରନ୍ ଆଦି ଅବପରମାଣୁ ଅଟେ ।
4. ନିଷ୍କ୍ରିୟ -ମୌଳିକ କାହାକୁ କୁହାଯାଏ ? ଉଦାହରଣ ସହ ଲେଖ ।
ଉ-
(i) ଯେଉଁ ମୌଳିକମାନଙ୍କର ବଦ୍ରତମ କକ୍ଷରେ ୫ ଟି ଇଲେକ୍ ଟ୍ରନ୍ ( ମାତ୍ର He ର 2 ଟି ଇଲେକ୍ଟ୍ରନ) ଥାଏ, ସେହି ମୌଳିକଗୁଡ଼ିକୁ ନିଷ୍କ୍ରିୟ ମୌଳିକ କୁହାଯାଏ । ଏହି ମୌଳିକଗୁଡ଼ିକ କୌଣସି ଅବକାରକ (Rea- gent) ସହିତ ପ୍ରତିକ୍ରିୟା କରନ୍ତି ନାହିଁ କିମ୍ବା ନିଜ ନିଜ ମଧ୍ୟରେ ବନ୍ଧ ଗଠନ କରନ୍ତି ନାହିଁ ।
(ii) ନିଷ୍କ୍ରିୟ ମୌଳିକଗୁଡ଼ିକ ହେଲେ ହିଲିୟମ୍, ନିୟନ୍, ଆରଗନ୍, କ୍ରିପ୍ଟନ୍, ଜେନନ୍ ଓ ରେଡ଼ନ୍ ।
5. ଆଇସୋଟୋପ୍ କ’ଣ ? କ୍ଲୋରିନ୍ର କେତୋଟି ଆଇସୋଟୋପ୍ ଅଛି ?
ଉ-
(i) ଆଇସୋଟୋପ୍ : ସମାନ ପରମାଣୁ କ୍ରମାଙ୍କ ଥାଇ ଭିନ୍ନ ଭିନ୍ନ ବସ୍ତୁତ୍ଵ ସଂଖ୍ୟାଥ୍ବ ପରମାଣୁଗୁଡ଼ିକୁ ଆଇସୋଟୋପ୍ କୁହାଯାଏ ।
(ii) କ୍ଲୋରିନ୍ର ଦୁଇଟି ଆଇସୋଟୋପ୍ (17Cl35 17C37) ଅଛି।
6. ପୋଟାସିୟମ୍ ଓ ଅମ୍ଳଜାନର ଆଇସୋଟୋପ୍ ଗୁଡ଼ିକର ସଂକେତ ଲେଖା ।
ଊ –
(i) ପୋଟାସିୟମ୍ର ତିନୋଟି ଆଇସୋଟୋପ୍ ହେଉଛି 3919K, 4019K, 4117K।
(ii) ଅମ୍ଳଜାନର ତିନୋଟି ଆଇସୋଟପ୍ ହେଉଛି 168O, 178O, 188O ।
7. ପରମାଣୁଟି ବୈଦ୍ୟୁତିକ ଚାର୍ଜ ଦୃଷ୍ଟିରୁ ନିରପେକ୍ଷ କାହିଁକି ବୁଝାଅ ।
ଊ –
(i) ପରମାଣୁରେ ମୁଖ୍ୟତଃ ତିନୋଟି କଣିକା ଥାଏ, ଯଥା ଇଲେକ୍ଟ୍ରନ, ପ୍ରୋଟନ୍ ଓ ନିଉଟ୍ରନ୍ । ଇଲେକ୍ଟ୍ରନ୍ ବିଯୁକ୍ତାତ୍ମକ, ପ୍ରୋଟନ୍ ଯୁକ୍ତାତ୍ମକ ଓ ନିଉଟ୍ରନ୍ ଚାର୍ଜବିହୀନ କଣିକା ଅଟେ ।
(ii) ପରମାଣୁରେ ଇଲେକ୍ଟ୍ରନ୍ ଓ ପ୍ରୋଟନ୍ ସମାନ ସଂଖ୍ୟାରେ ଥିବାରୁ ଏହାର ମୋଟ ଚାର୍ଜ ଶୂନ ଅଟେ । ତେଣୁ ପରମାଣୁଟି ବୈଦ୍ୟୁତିକ ଚାର୍ଜ ଦୃଷ୍ଟିରୁ ନିରପେକ୍ଷ।
8. ନିଉଟ୍ରନର ଦୁଇଟି ପ୍ରକୃତି ଲେଖ ।
ଉ-
(i) ନିଉଟ୍ରନ୍ ଚାର୍ଜବିହୀନ କଣିକା ଏବଂ ଏହାର ବସ୍ତୁତ୍ଵ 1.675 x 10-27 କି.ଗ୍ରା ଅର୍ଥାତ୍ ପ୍ରୋଟନ୍ ବସ୍ତୁତ୍ଵ ସହ ପ୍ରାୟ ସମାନ ।
(ii) ନିଉଟ୍ରନ୍ ଗୁଡ଼ିକ ନିଉକ୍ଲିୟସ୍ରେ ଅବସ୍ଥାନ କରିଥାନ୍ତି । ଏକ ନିର୍ଦ୍ଦିଷ୍ଟ ମୌଳିକର ନିଉଟ୍ରନ୍ ସଂଖ୍ୟା ଭିନ୍ନ ଭିନ୍ନ ହୋଇପାରେ ।
Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
1. ଆଇସୋଟୋପ୍ କାହାକୁ କୁହାଯାଏ ?
ଉ-
ହୋଇଥ୍ ବା ପର ମାଣୁ ଗୁଡ଼ିକୁ ଆଇସୋଟୋପ୍ କୁହାଯାଏ ।
2. ଅକ୍ଳେଟ୍ ନିୟମ କ’ଣ ?
ଉ-
କୌଣସି ପରମାଣୁର ବାହ୍ୟତମ କକ୍ଷରେ ୫ଟି ଇଲେକ୍ ଟ୍ରନ୍ରୁ ଅଧିକ ଇଲେକ୍ ଟ୍ରନ୍ ନ ରହିବାକୁ ଅଲ୍ଟଟ୍ ନିୟମ କୁହାଯାଏ ।
3. ସଂଯୋଜକ ଇଲେକ୍ଟ୍ରନ୍ କାହାକୁ କୁହାଯାଏ ?
ଉ-
କୌଣସ ପରମାଣୁ ର ବହିତମ କଷରେ ଯେତୋଟି ଇଲେକ୍ ଟ୍ର ନ୍ ଥାଏ, ତାହାକୁ ସଂଯୋଜକ ଇଲେକ୍ଟ୍ରିନ୍ କୁହାଯାଏ ।
4. ଆଇସୋବାର୍ କ’ଣ ?
ଉ-
ସମାନ ବସ୍ତୁତ୍ୱ ସଂଖ୍ୟା କିନ୍ତୁ ଭିନ୍ନ ପରମାଣୁ କ୍ରମାଙ୍କ ଥିବା ପରମାଣୁଗୁଡ଼ିକୁ ଆଇସୋବାର୍ କୁହାଯାଏ ।
5. ନିଷ୍କ୍ରିୟ ମୌଳିକ କାହାକୁ କୁହାଯାଏ ?
ଉ-
ଯେଉଁ ମୌଳିକମାନଙ୍କର ବାହ୍ୟତମ କକ୍ଷରେ ୫ଟି ଇଲେକ୍ଟ୍ରନ୍ (ମାତ୍ର He ର 2ଟି ଇଲେକ୍ଟ୍ରନ୍ ) ଥାଏ, ସେହି ମୌଳିକଗୁଡ଼ିକୁ ନିଷ୍କ୍ରିୟ ମୌଳିକ କୁହାଯାଏ ।
6. ଯୋଗ୍ୟତା କ’ଣ ?
ଉ-
ମୌକି ସଂଯୋଚ୍ଚନ କ୍ଷମତାକୁ ଯୋଜପତା କୁହାଯାଏ ।
7. ପରମାଣୁ କ୍ରମାଙ୍କ କାହାକୁ କୁହାଯାଏ ?
ଉ-
ପରମାଣୁର ନ୍ୟୁକ୍ଲିୟସ୍ରେ ଥିବା ମୌଳିକର ପରମାଣୁ କ୍ରମାଙ୍କ କୁହାଯାଏ ।
8. ବସ୍ତୁତ୍ଵ ସଂଖ୍ୟା କାହାକୁ କୁହାଯାଏ ?
ଉ-
ମୌଳିକର ପରମାଣୁର ନୁକ୍ଲିୟ ରେ ଥ୍ବା ପ୍ରୋନେ ଓ ନିଉଟ୍ରନ୍ ସଂଖ୍ଯାର ସମଷ୍ଟିକୁ ବସ୍ତୁତ୍ୱ ସଂଖ୍ୟା କୁହାଯାଏ ।
୨. ନ୍ୟୁକ୍ଲିୟନ୍ କହିଲେ କ’ଣ ବୁଝାଏ ?
ଉ-
ନ୍ୟୁକ୍ଲିୟନ୍ କହିଲେ ପରମାଣୁର ନ୍ୟୁକ୍ଲିୟସ୍ରେ ଥିବା ପ୍ରୋଟନ୍ ଓ ନିଉଟ୍ରନ୍କୁ ବୁଝାଏ ।
10. ଗୋଟିଏ ଆଲ୍ ଫ (α) କଣିକାରେ କ’ଣ ରହିଥାଏ ?
ଉ-
ଗୋଟିଏ ଆଲ୍ (α) କଣିକାର ଦ୍ଵିଯୁକ୍ତାତ୍ମକ ଚାର୍ଜ ଓ ବସ୍ତତ୍ଵ 4u ରହିଥାଏ ।
11. ସୋଡିୟମ୍ର ପରମାଣୁ କ୍ରମାଙ୍କ 11 ଓ ଏହାର ବିସ୍ତତ୍ଵ ସଂଖ୍ୟା 23 । ଏହାର କେତୋଟି ଇଲେକ୍ଟ୍ରନ୍ ଓ କେତୋଟି ନିଉଟ୍ରନ୍ ଅଛି ?
ଉ-
ସୋଡିୟମ୍ର ପରମାଣୁ କ୍ରମାଙ୍କ 11 ଓ ଏହାର ବସ୍ତୁତ୍ଵ ସଂଖ୍ୟା 23 । ଏହାର 11 ଟି ଇଲେକ୍ଟ୍ରନ୍ ଓ 12ଟି ନିଉଟ୍ରନ୍ ଅଛି
12. ଏକ ମୌଳି କର ଆଇସୋଟୋପଗୁ ଡି କ ର ବୈଶିଷ୍ଟ୍ୟ କ’ଣ ?
ଉ-
ଏକ ମୌଳିକର ଆଇସୋଟୋପ୍ଗୁଡିକର ସମାନ ପରମାଣୁ କ୍ରମାଙ୍କ ଥାଏ ।
13. ରଦରଫୋର୍ଡଙ୍କ ସୁନାପାତିଆ ପରୀକ୍ଷା ଦର୍ଶାଏ ଯେ ଅଧୂକାଂଶ ନଂ-କଣିକା ବିକ୍ଷେପିତ ନ ହୋଇ ସୁନାପାତ ଦେଇ ଅତିକ୍ରମ କରେ । ଏଥୁରୁ କି ସୂଚନା ମିଳେ?
ଉ-
ରଦରଫୋର୍ଡଙ୍କ ସୁନାପାତିଆ ପରୀକ୍ଷା ଦର୍ଶାଏ ଯେ ଅଧୂକାଂଶ α – କ ଣି କା। ବିକ୍ଷେପିତ ନ ହେ। ଇ ସୁନାପାତ ଦେଇ ଅତିକ୍ରମ କରେ । ଏଥୁରୁ ସୂଚନା
14. ରଦରଫୋର୍ଡଙ୍କ ପରୀକ୍ଷାରେ α-କଣିକାଗୁଡିକ ବିକ୍ଷେପିତ ହୁଅନ୍ତି । କାରଣ କ’ଣ ?
ଉ-
ରଦରଫୋର୍ଡଙ୍କ ପରୀକ୍ଷାରେ α-କଣିକାଗୁଡିକ ବିକ୍ଷେପିତ ହୁଅନ୍ତି । କାରଣ α-କଣି କ। ଓ ପରମାଣୁର ଯୁଙ୍କ୍ର ଚାକିତ ଅଂଶ ମଧ୍ୟରେ ବିକଷଶ ଘଟେ ।
15. ଡାଲଟନ୍ଙ୍କ ପରମାଣୁ ତତ୍ତ୍ବ ସଫଳତାର ସହ କ’ଣ
ଉ-
ବସ୍ତୁତ୍ଵ ସଂରକ୍ଷଣ ନିୟମ ଓ ସ୍ଥିରାନୁପାତ ନିୟମ ଡାଲଟନ୍ ଙ୍କ ପର ମାଣୁ ତତ୍ତ୍ଵ ସଫଳତାର ସହ ବୁଝାଇପାରିଲା ।
16. କାର୍ବନ − 12, ପରମାଣୁର ଇଲେକ୍ଟ୍ରନ୍, ପ୍ରୋଟନ୍ ଓ ନ୍ୟୁଟ୍ରନ୍ ସଂଖ୍ୟା କେତେ ?
ଉ-
କାର୍ବନ − 12, ପରମାଣୁର 6 ଟି ଇଲେକ୍ଟ୍ରନ୍, ଟି ପ୍ରୋଟନ୍ ଓ ଟିଂ ନ୍ୟୁଟ୍ରନ୍ ରହିଛି ।
17. α-କଣିକାରେ କାହିଁକି ଯଥେଷ୍ଟ ଶକ୍ତି ରହିଥାଏ ?
ଉ-
α- କଣିକାରେ ବସ୍ତୁତ୍ଵ 4u ହୋଇଥିବାରୁ ଏହାର ଯଥେଷ୍ଟ ଶକ୍ତି ଥାଏ ।
18. କକ୍ଷପଥକୁ ବିକିରଣବିହୀନ କକ୍ଷପଥ କାହିଁକି କୁହାଯାଏ ?
ଉ-
କ କ୍ଷ ପଥରେ ଘୂ ରୁ ଥ ବ । ବେ ଳେ ଇଲେକ୍ଟ୍ରଗୁଡିକ ଶକ୍ତି ବିକିରଣ କରୁନଥିବାରୁ କକ୍ଷପଥକୁ ବିକିରଣବିହୀନ କକ୍ଷପଥ କୁହାଯାଏ ।
19. ଅକ୍ଟେଟ୍ ନିୟମ କ’ଣ ?
ଉ-
ଅଧିକ ନ ରହିବାକୁ ଅକ୍ଟେଟ ନିୟମ କୁହାଯାଏ ।
B. ଗୋଟିଏ ପଦରେ ଉତ୍ତର ଦିଅ ।
1. ଗୋଟିଏ ପ୍ରୋଟନ୍ର ବସ୍ତୁତ୍ଵ ଓ ଗୋଟି ଏ ଇଲେକ୍ଟ୍ରିନ୍ର ବସ୍ତୁତ୍ଵର ଅନୁ ପାତ କେତେ ?
2. ପ୍ରୋଟନ୍ କୁ ସୂଚକ ରୂପେ କିପରି ପ୍ରକ।ଶ କରାଯାଏ ?
3. ଇଲେକ୍ଟ୍ରନ୍କୁ କିପରି ସୂଚିତ କରାଯାଏ ?
4. ଗୋଟିଏ ପରମାଣୁର ବାହ୍ୟତମ କକ୍ଷରେ ସର୍ବାଧିକ କେତୋଟି ଇଲେକ୍ଟ୍ରନ୍ ରହିପାରିବ ?
5. α-କଣିକାର ବସ୍ତୁତ୍ୱ କେତେ ?
6. ପରମାଣୁ ମଧ୍ୟରେ ଥିବା କେଉଁ କଣିକାଟି ଚାର୍ଜିତ ନୁହେଁ ?
7. ଗୋଟିଏ ପରମାଣୁରେ 20ଟି ଇଲେକ୍ଟ୍ରନ୍, 20ଟି ପ୍ରୋଟନ୍ ଓ 20ଟି ନିଉଟ୍ରନ୍ ଅଛି । ଏହାର ବସ୍ତୁତ୍ଵ ସଂଖ୍ୟା କେତେ ?
8. ଏକ ମୌଳିକର ବସ୍ତୁତ୍ଵ ସଂଖ୍ୟା À ଓ ପରମାଣୁ କ୍ରମାଙ୍କ Z ହେଲେ ଉକ୍ତ ପରମାଣୁର ନିଉଟ୍ରନ୍ ସଂଖ୍ୟା କେତେ ?
୨. କେଉଁ ବୈଜ୍ଞାନିକ ନିଉଟ୍ରନ୍ ଆବିଷ୍କାର କରିଥିଲେ ?
10. ବୋର୍ ଙ୍କ ପରମାଣୁ ମଡ଼େଲ୍ରେ ମୋଟ ଶକ୍ତିସ୍ତର ସଂଖ୍ୟା କେତେ ?
11. ବୋର୍ଙ୍କ ପରମାଣୁ ମଡ଼େଲ୍ରେ M ସେଲ୍ କେଉଁ ଶକ୍ତିସ୍ତରର ଅନ୍ତର୍ଭୁକ୍ତ ?
12. ଏକ ପରମାଣୁ ମଧ୍ୟରେ ଇଲେକ୍ ଟ୍ରନ୍ କି ପରି ବାଣ୍ଟିହୋଇ ରହିଛନ୍ତି ସେ ବିଷୟରେ ପ୍ରଥମେ କିଏ ପ୍ରସ୍ତାବ ଦେଇଥିଲେ ?
13. ଏକ ନ୍ୟୁକ୍ଲିୟସ୍ ମଧ୍ୟରେ ପ୍ରୋଟନ୍ ଗୁଡ଼ିକର ବସ୍ତୁତ୍ଵ m ଓ ନିଉଟ୍ରନ୍ଗୁଡ଼ିକର ବସ୍ତୁତ୍ଵ n ହେଲେ ପରମାଣୁର ବସ୍ତୁତ୍ଵ ପ୍ରାୟ କେତେ ?
14. K ସେଲ୍ ରେ ସର୍ବାଧିକ କେତୋଟି ଇଲେକ୍ ଟ୍ରନ୍ ରହିପାରିବ ?
15. L ସେଲ୍ରେ ସର୍ବାଧିକ କେତୋଟି ଇଲେକ୍ ଟ୍ରନ୍ ରହିପାରିବ ?
16. ସର୍ବାଧିକ 18ଟି ଇଲେକ୍ଟ୍ରନ୍ ଥିବା ସେଲ୍ର ନାମ କ’ଣ ?
17. କେଉଁ ସେଲ୍ରେ ସର୍ବାଧିକ ସଂଖ୍ୟକ ଇଲେକ୍ଟ୍ରନ୍ ରହିପାରିବ ?
18. ଇଲେକ୍ ଟ୍ରନ୍ କ୍ଷମତା ଅନୁସାରେ ସେଲ୍ ଗୁଡ଼ିକର ବର୍ଦ୍ଧିତ କ୍ରମଟି କ’ଣ ?
19. ପରମାଣୁର ବାହ୍ୟତମ କକ୍ଷରେ ଥିବା ଇଲେକ୍ଟ୍ରନ୍କୁ କ’ଣ କୁହାଯାଏ ?
20. ପରମାଣୁରେ ସଂଯୋଜକ ଇଲେକ୍ଟ୍ରନ୍ କେଉଁଠାରେ ରହିଥାଏ ?
21. ଏଲୁମିନିୟମ୍ର ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟା କେତେ ?
22. ହାଇଡ୍ରୋଜେନ୍ର କେଉଁ ଆଇସୋଟୋପ୍ରେ ସମାନ ସଂଖ୍ୟକ ନିଉଟ୍ରନ୍ ଓ ପ୍ରୋଟିନ୍ ଥାଏ ?
23. ଦୁଇଟି ମୌଳିକ X ଓ Yର ବସ୍ତତ୍ଵ ସଂଖ୍ୟା ସମାନ କିନ୍ତୁ ସେଗୁଡିକର ପରମାଣୁ କ୍ରମାଙ୍କ ଯଥାକ୍ରମେ 20 ଓ 21 ହେଲେ X ଓ Y କୁ କ’ଣ କୁହାଯିବ ?.
24. ରଦରଫୋର୍ଡଙ୍କ α-କଣିକା ବିଚ୍ଛରଣ ପରୀକ୍ଷାର ଫଳସ୍ଵରୂପ କ’ଣ ଆବିଷ୍କୃତ ହୋଇଥିଲା ?
25. ଗୋଟିଏ ମୌଳିକର ଆୟନ 3+ ଚାର୍ଜ ବିଶିଷ୍ଟ । ପରମାଣୁର ବସ୍ତତ୍ଵ ସଂଖ୍ୟା 27 ଓ ନ୍ୟୁଟ୍ରନ୍ ସଂଖ୍ୟା 14 । ଆୟନର ଇଲେକ୍ଟ୍ରନ୍ ସଂଖ୍ୟା କେତେ ?
26. ଗୋଟିଏ ମୌଳିକର Z = 9 ହେଲେ, ଏହାର ଯୋଗ୍ୟତା କେତେ ?
Answer:
1. 1 : 1837
2. P+
3. e–
4. 8ଟି
5. 4u
6. ନିଉଟ୍ରନ୍
7. 40
8. A-Z
9. ଚାଦଉଇକ୍
10. 4
11. 3
12. ବୋର-ବେରି
13. m+n
14. 2 ଟି
15. 8 ଟି
16. M
17. N
18. K,L,M,N
19. ସଂଯୋଜକ ଇଲେକ୍ଟ୍ରନ୍
20. ବାହ୍ୟତମ କକ୍ଷ
21. 3
22. ଡିଉଟେରି ୟମ୍
23. ଆଇସୋବାର
24. ନ୍ୟୁକ୍ଲିୟସ୍
25. 10
26. 1
C. ଶୂନ୍ୟସ୍ଥାନ ପୂରଣ କର ।
1. କାଚଦଣ୍ଡକୁ ସିଲ୍ କନାରେ ଘର୍ଷଣ କଲେ କାଚ ଦଣ୍ଡ …………….. ଚାର୍ଜ ଲାଭକରେ ।
2. ଶୁଖୁଲା ମୁଣ୍ଡବାଳକୁ ପ୍ଲାଷ୍ଟିକ୍ ପାନିଆରେ କୁଣ୍ଡାଇଲେ ପ୍ଲାଷ୍ଟିକ୍ ପାନିଆ ……………. ଚାର୍ଜ ଲାଭ କରେ ।
3. ଇଲେକ୍ ଟ୍ରନ୍ରେ ଆବିଷ୍କାରକ ଭାବେ ବିଜ୍ଞାନିକ ………………. ଙ୍କୁ ବିବେଚନା କରାଯାଏ ।
4. ବୈ ଜ୍ଞା । ନି କ ………………… ପ୍ରୋଟନ୍ ଆର୍ବି ଷ୍କାର କରିଥିଲେ ।
5. ଇଲେକ୍ଟ୍ରନ୍ର ଚାର୍ଜ …………………..।
6. ପ୍ରୋଟନ୍ ର ବସ୍ତୁତ୍ ଇଲେକ୍ ଟ୍ର ନ୍ ସ୍କୃ ଡ୍ ର ………………… ଗୁଣ।
7. ବୈଜ୍ଞାନିକ ……………… ସର୍ବପ୍ରଥମେ ପରମାଣୁ ଗଠନର ଏକ ମଡ଼େଲ୍ ପ୍ରସ୍ତାବ ଦେଇଥିଲେ ।
8. ପରମାଣୁର …………………. ଠାରେ ତା’ର ଅଧ୍କ । ଶ ବସ୍ତୁତ୍ଵ ଠୁଳ ହୋଇଥାଏ ।
୨. ବୋ’ରଙ୍କ ମଡ଼େଲ୍ ଅନୁସାରେ ପରମାଣୁରେ ଥିବା ଯୁକ୍ତର।ମ୍ କ କେନ୍ଦ୍ରସ୍ଥଳୀକୁ …………………. କୁହାଯାଏ ।
10. ବୋ’ର୍ଙ୍କ ପରିକଳ୍ପିତ ପରମାଣୁ ମଡ଼େଲ ଅନୁସାରେ ଚ୍ଚଲେକ୍ ଟ୍ରନଗୁଡିକ ଘୂରୁଥ୍ବା ନିର୍ଦ୍ଧଷ୍ଣ କକ୍ଷଗୁଡିକୁ ……………….. କୁହାଯାଏ ।
11. ପରମାଣୁର ପ୍ରୋଟନ୍ ଓ ନ୍ୟୁଟ୍ରନ୍ ସଂଖ୍ୟାର ଯୋଗଫଳ ସତ୍ରପର ମାଣୁର ……………… ସମାନ ଥାଏ ।
12. ଇଲେକ୍ ଟ୍ରନ୍ ଗୁଡ଼ିକ ନିୟମ ଅନୁସାରେ ନିୟମ ଅନୁସାରେ ……………. ବିଭିନ୍ନ କକ୍ଷରେ ବାଣ୍ଟି ହୋଇ ରହିଥା’ନ୍ତି ।
13. ସମସ୍ଥାନିକ ରୂପରେ ହାଇଡ୍ରୋଜେନ 11H କୁ ……………….. କୁହାଯାଏ ।
14. ଯେଉଁ ମୌଳିକର ବାହ୍ୟତମ କକ୍ଷରେ ୫ଟି ଇଲେକ୍ଟ୍ରନ୍ ଥାଏ, ତାହାକୁ ………………… ମୌଳିକ କୁହାଯାଏ ।
15. ପରମାଣୁର ସଂଯୋଜକ ଇଲେକ୍ଟ୍ରନ୍ ସଂଖ୍ୟାରୁ ଉକ୍ତ ମୌଳିକର ………………. ନିର୍ଣ୍ ୟ କର।ଯାଚ୍ଚପାରେ।
16. ପର ମାଣ୍ଡୁ ର ସମସ୍ତ ବସ୍ତୁତ୍ଵ ଠାରେ ……………. କେନ୍ଦ୍ରୀଭୂତ ହୋଇ ରହିଛି ।
17. …………………… ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି ରୋଗ ଚିକିତ୍ସାରେ ବ୍ୟବହୃତ ହୁଏ ।
18. ରଦରଫୋର୍ଡଙ୍କ ପରମାଣୁ ମଡେଲ୍ରେ ଥିବା ତ୍ରୁଟି ହରକରିବା ପାଇଁ ………………. ଙ୍କ ପରମାଣୁ ମାଡେଲ ଉପସ୍ଥାପିତ ହେଲା ।
19. କ୍ଲୋରିନ୍ ପର ମାଣ୍ଡୁ ର ନି ଉଗ୍ର ନ୍ ସଂଖ୍ୟା ଓ ଇଲେକ୍ଟ୍ରନ୍ ସଂଖ୍ୟା ଯଥାକ୍ରମେ 18 ଓ 17 ହେଲେ, ପରମାଣୁ କ୍ରମାଙ୍କ ……………….।
20. ଆଇସୋଟୋପ୍ଗୁଡିକର ………………. ଧର୍ମରେ ପ।ଥକ୍ୟ ଦେଖାଯାଏ ନାହିଁ ।
21. କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ………………. ର ଆଇସୋଟୋପ୍ ବ୍ୟବହୃତ ହୁଏ ।
22. 4119K ଆଇସୋଟୋପ୍ରେ ………………. ଟି ନିଉଟ୍ରନ୍ ଥାଏ ।
23. ଟ୍ରାଇଟିୟମ୍ରେ ……………….. ଟି ନିଉଟ୍ରନ୍ ଥାଏ ।
24. ଏଲୁମିନିୟମ୍ ପରମାଣୁର ଇଲେକ୍ଟ୍ରନ୍ ସଂଖ୍ୟା 13 ହେଲେ, ଏହା ……………….. ଟି ଇଲେକ୍ଟ୍ରନ୍ ତ୍ୟାଗ କରିପାରିବ ।
Answer:
1. ଯୁଙ୍କ
2. ବିଯୁକ୍ତ
3. ଜେ. ଜେ. ଟମ୍ସନ୍
4. ଗୋଲ୍ଷ୍ଟାଇନ୍
5. ବିଯୁକ୍ତାତ୍ମକ
6. 1837
7. ଜେ.ଜେ. ଟମ୍ସନ୍
8. ନ୍ୟୁକ୍ଲିୟସ୍
୨. ନ୍ୟୁ କ୍ଲିୟସ୍
10. ଶକ୍ତି ସ୍ତର । ସେଲ୍
11. ବସ୍ତୁତ୍ଵ ସଂଖ୍ୟା
12. 2n2
13. ପ୍ରୋଟିୟମ୍
14. ନିଷ୍କ୍ରିୟ
15. ଯୋଗ୍ଯତା
16. ନ୍ୟୁକ୍ଲିୟସ୍
17. ଆୟୋଡ଼ିନ୍
18. ବୋର
19. 17
20. ରାସାୟନିକ
21. କୋବାଲ୍ଟ ଟ
22. 22
23. 2
24. 3
D. ଠିକ୍ ଉକ୍ତି ପାଇଁ (✓) ବା ଭୁଲ ଉକ୍ତି ପାଇଁ (✗) ଲେଖ ।
1. ଡାଲଟନ୍ଙ୍କ ମତରେ ପରମାଣୁ ଅବିଭାଜ୍ୟ ଅଟେ ।
2. ଇଲେକ୍ନ୍ ଆବିଷ୍କାର କ୍ଷେତ୍ରରେ ଟମସନ୍ଙ୍କ ଅବଦାନ ଉଲ୍ଲେଖନୀୟ ।
3. ପ୍ରୋଟନ, ବିଯୁକ୍ତ ଚାର୍ଜିତ କଣିକା ଅଟେ ।
4. ଗୋଲଡଷ୍ଟାଇନ୍ ନିଉଟ୍ରନ୍ ଆବିଷ୍କାର କରିଥିଲେ ।
5. ନିଉଟ୍ରନ୍ ଚାର୍ଜବିହୀନ କଣିକା ।
6. ପରମାଣୁ ଗଠନ ମଡ଼େଲର ସର୍ବପ୍ରଥମ ପ୍ରସ୍ତାବକ ଥିଲେ ଜେ.ଜେ. ଟମସନ୍ ।
7. ଟମସନ୍ଙ୍କ ପରମାଣୁ ମଡ଼େଲକୁ ତରଭୁଜ ଫଳ ସହିତ ତୁ ଳନା କାର। ଯାଇପାରେ
8. β କଣିକାର ସଂକେତ He++
9. α କଣିକା ବିଯୁକ୍ତ ଚାର୍ଜିତ କଣିକା ।
10. ପରମାଣୁ ମଧ୍ୟରେ ନ୍ୟୁକ୍ଲିୟସ୍ ଚାରିପଟେ ଘୂର୍ଣ୍ଣନ କରୁଥିବା ଇଲେକ୍ଟନ୍ମାନଙ୍କରେ ତ୍ଵରଣ ନ ଥାଏ ।
11. ବୋ’ର୍ଙ୍କ ପରମାଣୁ ମଡ଼େଲରେ 5ଟି ଶକ୍ତି ସ୍ତର ଥାଏ ।
12. ପରମାଣୁ ମଡ଼େଲର ‘M’ ସେଲରେ ସର୍ବାଧ୍ଵକ 18ଟି ଇଲେକ୍ଟ୍ରନ୍ ରହିପାରିବ ।
13. କ୍ୟାଲ ସି ୟମ୍ ର ସଂଯୋଜକ ଇଲେକ୍ ଟ୍ରନ୍ ସଂଖ୍ୟା 2 ।
14. ନିଷ୍କ୍ରିୟ ମୌଳିକମାନଙ୍କର ଯୋଗ୍ୟତା 0 ।
15. ପ୍ରତ୍ୟେକ ମୌଳିକ ଅଣୁଗଠନ ବେଳେ ତା’ର ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁର ସଂରଚନାରେ ରହିବାକୁ ଚେଷ୍ଟା କରେ ।
16. ଇଲେକ୍ଟ୍ରନ୍ ସମସ୍ତ ମୌଳିକରେ ବିଯୁକ୍ତାତ୍ମକ ଚାର୍ଜ ବହନ କରିଥାଏ ।
17. Cl– ରେ ପ୍ରୋଟନ୍ ସଂଖ୍ୟାଠାରୁ ଇଲେକ୍ ଟ୍ରନ୍ ସଂଖ୍ୟା ଅଧ୍ବକ ।
18. ଗୋଟିଏ ମୌଳିକର ପରମାଣୁ କ୍ରମାଙ୍କ ଏଥୁରେ ଥିବା ନିଉଟ୍ରନ୍ ସଂଖ୍ୟାକୁ ବୁଝାଏ ।
19. α କଣିକା ହେଉଛି ଦୁଇଟି ଇଲେକ୍ଟ୍ରନ୍ ହରାଇଥୁବା ହିଲିୟମ୍ ପରମାଣୁ ।
20. ଗୋଟିଏ ପର ମାଣ୍ଡୁରେ ଇଲେକ୍ ଟ୍ରନ୍ ସଂଖ୍ୟା ପ୍ରୋଟନ ସଂଖ୍ୟା ସହ ସମାନ ।
21. ହିଲିୟମ୍ ପରମାଣୁର ବାହ୍ୟତମ କକ୍ଷରେ ଦୁଇଟି ଇଲେକ୍ଟ୍ରନ ଥାଏ ।
22. ଫ୍ଲୋରିନ୍, କ୍ଲୋରିନ୍ ଓ ବ୍ରୋମିନ୍ର ପରମାଣୁରେ ଇଲେକ୍ଟ୍ରନ ସଂଖ୍ୟା ସମାନ ।
23. ଅମ୍ଳଜାନ ଓ କ୍ଲୋରିନ୍ ଅଣୁର ଆଣବିକ ବସ୍ତୁତ୍ଵ ସମାନ ।
24. ପ୍ରୋଟିୟମ୍, ଡି ଉଟେରିୟମ୍ ଓ ଟ୍ରାଇଟି ୟମ୍ ର ପରମାଣୁ କ୍ରମାଙ୍କ ସମାନ ।
Answer:
1. (✓)
2. (✓)
3. (✗)
4. (✗)
5. (✓)
6. (✓)
7. (✓)
8. (✗)
9. (✗)
10. (✗)
11. (✗)
12. (✓)
13. (✓)
14. (✓)
15. (✓)
16. (✓)
17. (✓)
18. (✗)
19. (✓)
20. (✓)
21. (✓)
22. (✗)
23. (✗)
24. (✓)
E. ପ୍ରଥମ ଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ଵିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।
1. ଇଲେକ୍ଟ୍ରନ୍ : ବିଯୁକ୍ତ ଚାର୍ଜ :: ନିଉଟ୍ରନ୍ : ………………..।
2. ପ୍ରୋଟିନ୍ : ଗୋଲଡ଼ଷ୍ଟାଇନ୍ ;: ନିଉଟ୍ରନ୍ : ………………..।
3. ପ୍ରୋଟନ୍ :16 x 10-19 କୁଲମ୍ ::ନିଉଟ୍ରନ୍ : ………………..।
4. L ସେଲ୍ : 2 :: N ସେଲ୍ : ………………..।
5. L ସେଲ୍ : 8 :: M ସେଲ୍ : ………………..।
6. 1123Na : 12 ନିଉଟ୍ରନ :: 818O : ………………।
7. 12H: ଡିଡଗେରିୟମ୍ :: 13H : ………………..।
8. କାର୍ବନ୍ : 4ଟି ସଂଯୋଜକ ଇଲେକ୍ଟ୍ରନ୍ :: ସିଲିକନ୍ : ………………..।
Answer:
1. ଚାର୍ଜବିହୀନ
2. ଚାଦଉଇକ୍
3. 0
4. 4
5. 18
6. 10 ନିଉଟ୍ରନ୍
7. ଟ୍ର।କଟିୟମ୍
8. 4ଟି ସଂଯୋଜକ ଇଲେକ୍ଟ୍ରନ୍
F. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
1. ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
1939K | 19ଟି ପ୍ରୋଟନ୍ |
1735Cl | ଡିଉଟେରିୟମ୍ |
817O | ପ୍ରେ।ଟିୟମ୍ |
11H | ୨ଟି ନିଉଟ୍ରନ୍ |
12H | 17ଟି ଇଲେକ୍ଟ୍ରନ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
1939K | 19ଟି ପ୍ରୋଟନ୍ |
1735Cl | 17ଟି ଇଲେକ୍ଟ୍ରନ |
817O | ୨ଟି ନିଉଟ୍ରନ୍ |
11H | ପ୍ରୋଟିୟମ୍ |
12H | ଡିଉଟେରିୟମ୍ |
2. ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଜେ. ଜେ. ଟମସନ୍ | ସୁନାପତିଆ ପରୀକ୍ଷ |
ଇ. ଗୋଲ୍ଡ ଷ୍ଟାଇନ୍ | ପରମାଣୁ ମଡ଼େଲ୍ |
ରଦର ଫୋର୍ଡ | ନିଉଟ୍ରନ୍ |
ବୋ’ର୍ | ଚ୍ଚଲେକ୍ଟ୍ରନ୍ |
ଜେମସ୍ ଚାଦଉଇକ୍ | ପ୍ରୋଟନ୍ |
Answer:
‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
ଜେ. ଜେ. ଟମସନ୍ | ଚ୍ଚଲେକ୍ଟ୍ରନ୍ |
ଇ. ଗୋଲ୍ଡ ଷ୍ଟାଇନ୍ | ପ୍ରୋଟନ୍ |
ରଦର ଫୋର୍ଡ | ସୁନାପତିଆ ପରୀକ୍ଷ |
ବୋ’ର୍ | ପରମାଣୁ ମଡ଼େଲ୍ |
ଜେମସ୍ ଚାଦଉଇକ୍ | ନିଉଟ୍ରନ୍ |
G. ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କେଉଁ ବୈଜ୍ଞାନିକଙ୍କୁ ଇଲେକ୍ଟ୍ରର ଆବିଷ୍କାରକ ବୋଲି ଆଖ୍ୟା ଦିଆଯାଇଛି ?
(A) ଡାଲ୍ ଟନ୍
(B) ଗୋଲ୍ଷ୍ଟାଇନ୍
(C) ଟମ୍ ସନ୍
(D) ରଦରଫୋର୍ଡ଼
Answer:
(C) ଟମ୍ ସନ୍
2. ବିଯୁକ୍ତ ଚାର୍ଜ କଣିକା ପ୍ରତ୍ୟେକ ପରମାଣୁର ଏକ ମୌଳିକ କଣିକା ବୋଲି କେଉଁ ବୈଜ୍ଞାନିକ ମତ ଦେଇଥିଲେ ?
(A) ଗୋଲ୍ଷ୍ଟାଇନ୍
(B) ଡାଲ୍ ଟନ୍
(C) ରଦରଫୋର୍ଡ଼
(D) ଟମ୍ସନ୍
Answer:
(D) ଟମ୍ସନ୍
3. ପ୍ରକୃତିରେ କ୍ଲୋରିନ୍ର କେତୋଟି ଆଇସୋଟୋପ୍ ମିଳିଥାଏ ?
(A) 1
(B) 2
(C) 3
(D) 4
Answer:
(B) 2
4. ହାଇଡ୍ରୋଜେନ୍ ପର ମାଣ୍ଡୁ ର କେ ତୋ ଟି ଆଇସୋଟୋପ୍ ଅଛି ?
(A) 3
(B) 2
(C) 1
(D) 4
Answer:
(A) 3
5. ଗୋଟିଏ ପରମାଣୁର ବସ୍ତୁତ୍ୱ ସଂଖ୍ୟା 23 ଓ ନ୍ୟୁଟ୍ରନ୍ ସଂଖ୍ୟା 12 ହେଲେ, ପରମାଣୁ କ୍ରମାଙ୍କ କେତେ ?
(A) 23
(B) 12
(C) 11
(D) 10
Answer:
(C) 11
6. ମ୍ୟାଗ୍ନେସିୟମ୍ ପରମାଣୁ ସହଜରେ କେତୋଟି ଇଲେକ୍ଟ୍ରନ୍ ତ୍ୟାଗ କରିପାରିବ ?
(A) 1
(B) 2
(C) 3
(D) 4
Answer:
(B) 2
7. ଅମ୍ଳଜାନ ପରମାଣୁର ସଂଯୋଜକ ‘ଇଲେକ୍ଟ୍ରନ୍’ ସଂଖ୍ୟା କେତେ ?
(A) 2
(B) 4
(C) 6
(D) 8
Answer:
(C) 6
8. M ସେଲ୍ରେ ସର୍ବାକ କେତୋଟି ଇଲେକ୍ ଟ୍ରନ୍ ରତ୍ରିପାରିବ ?
(A) 2
(B) 8
(C) 18
(D) 32
Answer:
(C) 18
9. ରଦର ଫୋର୍ଡ଼ଙ୍କ ପରମାଣୁ ମଡ଼େଲ୍ ଅନୁସାରେ ଚ୍ଚଲେକ୍ଟ୍ରନ୍ଗୁଡି କକି ପରି ଘଶ୍ଵନ କରନ୍ତି ?
(A) ସରଳରେଖାରେ
(B) ବୃତ୍ତାକାରରେ
(C) ଦୋଳନ ଗତିରେ
(D) କେଉଁଟି ନୁହେଁ
Answer:
(B) ବୃତ୍ତାକାରରେ
10. ଟମସନ୍ଙ୍କ ମଡ଼େଲ୍ ଅନୁସାରେ ପରମାଣୁର ଆକାର କିପରି ଅଟେ ?
(A) ବୃତ୍ତାକାର
(B) ଆୟତଘନାକାର
(C) ଗୋଲକ
(D) କେଉଁଟି ନୁହେଁ
Answer:
(C) ଗୋଲକ
11. ଗୋଟିଏ ପରମାଣୁରେ 20ଟି ଇଲେକ୍ଟ୍ରନ୍, 20ଟି ପ୍ରୋଟନ୍ ଓ 20ଟି ନିଉଟ୍ରନ୍ ଅଛି । ଏହାର ବସ୍ତୁତ୍ଵ ସଂଖ୍ୟା କେତେ ?
(A) 20
(B) 40
(C) 60
(D) 80
Answer:
(B) 40
12. ଏକ ମୌଳିକର ବସ୍ତୁତ୍ଵ ସଂଖ୍ୟା À ଓ ପରମାଣୁ କ୍ରମାଙ୍କ Z ହେଲେ ଉକ୍ତ ପରମାଣୁର ନିଉଟ୍ରନ୍ ସଂଖ୍ୟା କେତେ ?
(A) 2A
(B) Z – A
(C) A + Z
(D) A – Z
Answer:
(D) A – Z
13. ନିଉଟ୍ରନ୍ କିଏ ଆବିଷ୍କାର କରିଥିଲେ ?
(A) ଟମ୍ ସନ୍
(B) ଗୋଲଡ଼୍ଷ୍ଟାଇନ୍
(C) ଚାଦ୍ଉଇକ୍
(D) ରଦରଫୋର୍ଡ଼
Answer:
(C) ଚାଦ୍ଉଇକ୍
14. ବୋ’ର୍ଙ୍କ ପରମାଣୁ ‘ମଡ଼େଲ୍ରେ ମୋଟ ଶକ୍ତିସ୍ତର ସଂଖ୍ୟା କେତେ ?
(A) 4
(B) 3
(C) 2
(D) 1
Answer:
(A) 4
15. ବୋ’ର୍ଙ୍କ ପରମାଣୁ ମଡ଼େଲ୍ରେ M ସେଲ୍ କେଉଁ ଶକ୍ତିସ୍ତରର ଅନ୍ତର୍ଭୁକ୍ତ ?
(A) 1
(B) 2
(C) 3
(D) 4.
Answer:
(C) 3
16. ଏକ ପରମାଣୁ ମଧ୍ୟରେ ଇଲେକ୍ ଟ୍ରନ୍ କି ପରି ବାଣ୍ଟିହୋଇ ରହିଛନ୍ତି, ସେ ବିଷୟରେ ପ୍ରଥମେ କିଏ ପ୍ରସ୍ତାବ ଦେଇଥିଲେ ?
(A) ବୋ’ର-ବରି
(C) ଟମ୍ ସନ୍
(B) ରଦରଫୋର୍ଡ଼
(D) ସମରଫିଲ୍ଡ
Answer:
(A) ବୋ’ର-ବରି
17. ଏକ ନ୍ୟୁକ୍ଲିୟସ୍ ମଧ୍ୟରେ ପ୍ରୋଟନ୍ଗୁଡ଼ିକର ବସ୍ତୁତ୍ଵ m ଓ ନିଉଟ୍ରନ୍ଗୁଡ଼ିକର ବସ୍ତୁତ୍ଵ n ହେଲେ ପରମାଣୁର ବସ୍ତୁତ୍ଵ ପ୍ରାୟ କେତେ ?
(A) 2m
(B) 2n
(C) m +n
(D) m – n
Answer:
(C) m +n
18. K ସେଲ୍ ରେ ସର୍ବାଧ୍ଵକ କେତୋଟି ଇଲେକ୍ ଟ୍ରନ୍ ରହିପାରିବ ?
(A) 2
(B) 8
(C) 18
(D) 32
Answer:
(A) 2
19. L ସେଲ୍ ରେ ସର୍ବାଧିକ କେତୋଟି ଇଲେକ୍ ଟ୍ରନ୍ ରହିପାରିବ ?
(A) 2
(B) 8
(C) 18
(D) 32
Answer:
(B) 8
20. ସର୍ବାଧ୍ଵକ 18ଟି ଇଲେକ୍ ଟ୍ରନ୍ କେଉଁ ସେଲ୍ ରେ ରହିପାରିବ ?
(A) K
(B) L
(C) M
(D) N
Answer:
(C) M
21. ଥାଇରଏଡ୍ ଗ୍ରନ୍ଥି ରୋଗ ନିରାକରଣ ପାଇଁ କେଉଁ ଆଇସୋଟୋପ୍ ବ୍ୟବହାର କରାଯାଏ ?
(A) ଆୟୋଡ଼ିନ୍
(B) କୋବାଲ୍ଟ
(C) ସୋଡ଼ିୟମ୍
(D) ପୋଟାସିୟମ୍
Answer:
(A) ଆୟୋଡ଼ିନ୍
22. କ୍ୟାନ୍ ସର ରୋଗ ନିରାକରଣ ପାଇଁ କେଉଁ ଆଇସେ।ଗୋପ ବଚତ୍ରାର କରାଯାଏ ?
(A) ଆୟୋଡ଼ିନ୍
(B) କୋବାଲ୍ଟ
(C) ସୋଡ଼ିୟମ୍
(D) ପୋଟାସିୟମ୍
Answer:
(B) କୋବାଲ୍ଟ