BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

Odisha State Board BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ Important Questions and Answers.

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

Subjective Type Questions With Answers

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ - 1

1. ବୋ’ର୍‌ଙ୍କ ପରମାଣୁ ମଡ଼େଲ ବର୍ଣନା କର ।
ଉ-
ବୋ’ରଙ୍କ ମଡ଼େଲ ଅନୁ ସାରେ:
ପରମାଣୁର ଏକ ଯୁକ୍ତାତ୍ମକ କେନ୍ଦ୍ରସ୍ଥଳୀ ଥାଏ, ଯାହାକୁ ନ୍ୟୁ କ୍ଲିୟସ୍ କୁହାଯାଏ । ନ୍ୟୁକ୍ଲିୟସ୍ ଚାରିପଟେ ଥ‌ିବା ଶନସ୍ଥା।ନରେ ଟ୍ଟଲେକଗ୍ରନ୍ଗୁଡିକ କେବଳ କେତେଣୁଡ଼ି ଏ ନିର୍ଦ୍ଦିଷ୍ଟ ବର୍ତ୍ତୁଳାକାର କକ୍ଷପଥରେ ନ୍ୟୁକ୍ଲିୟସ୍ ଚାରିପଟେ ଘୂର୍ଣ୍ଣନ କରନ୍ତି ।

ବୋ’ରଙ୍କ ସ୍ଵୀକାର :
(i) ନ୍ୟୁକ୍ଲିୟସ୍ ଚାରି ପଟେ କେବଳ କେତେକ ନିର୍ଦ୍ଦିଷ୍ଟ କକ୍ଷପଥରେ ଇଲେକ୍‌ଟ୍ରଗୁଡ଼ିକ ପୂର୍ବନ କରେ ।
(ii) ନିର୍ଦ୍ଦିଷ୍ଟ କକ୍ଷପଥରେ ଘୂରୁ ଥ୍ ବ।ବେଳେ ଇଲେକ୍‌ ଟ୍ରନ୍‌ ଗୁଡ଼ିକ ଶକ୍ତି ବିକିରଣ କରନ୍ତି ନାହିଁ । ତେଣୁ ସେହି କକ୍ଷପଥକୁ ବିକିରଣ ବିହୀନ କକ୍ଷ କୁହାଯାଏ ।
BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ - 2
(iii) ଏହି କକ୍ଷପଥ ବା ସେଲ୍ଗୁଡ଼ିକୁ ଶକ୍ତି ସ୍ତର କୁହାଯାଏ ।
(iv) କକ୍ଷପଥ ବା ସେଲ୍‌ଗୁଡ଼ିକୁ ନ୍ୟୁକ୍ଲିୟସ୍‌ ରୁ ଦୂରତା କ୍ରମରେ ଯଥାକ୍ରମେ K, L, M, N ଇତ୍ୟାଦି ଅକ୍ଷରଦ୍ଵାରା ବା 1, 2, 3, 4 ଇତ୍ୟାଦି ସଂଖ୍ୟାଦ୍ଵାରା ସୂଚିତ କରାଯାଏ ।

2. ଆଇସୋଟୋପ୍ କ’ଣ ? ବିଭିନ୍ନ ଉଦାହରଣ ଦେଇ ପ୍ରତ୍ୟେକର ଉପଯୋଗିତା ଲେଖ ।
ଉ-
ଆଇସୋଟୋପ୍ :
ପରମାଣୁ କ୍ରମାଙ୍କ ସମାନ କିନ୍ତୁ ବସ୍ତୁତ୍ଵ ସଂଖ୍ୟା ଭିନ୍ନ ହୋଇଥିବା ପରମାଣୁଗୁଡ଼ିକୁ ଆଇସୋଟୋପ୍ କୁହାଯାଏ ।

ଉଦାହରଣ :
ଉଦ୍‌ଜାନର ତିନୋଟି ଆଇସୋଟୋପ୍ ହେଲା
1H1 (ପ୍ରୋଟିୟମ୍ ବା ହାଇଡ୍ରୋଜେନ୍),
1H2 ( ଡିଉଟେରିୟମ୍) ଓ 1H3 (ଟ୍ରାଇଟିୟମ୍) ।
ଯବକ୍ଷ ର ଜାନର ତୁଚ୍ଚଟି ଅ।ଜସେ।ଗୋପ୍ ହେଲା – 7N14 7N15
ପୋଟାସିୟମ୍‌ର ତିନୋଟି ଆଇସୋଟୋପ୍ ହେଲା – 1939K, 1940K, 1941K
ଅମ୍ଳଜାନର ତିନୋଟି ଆଇସୋଟୋପ୍ ହେଲା – 8O16, 8O17, 8O18
କ୍ଲୋରିନ୍‌ର ଦୁଇଟି ଆଇସୋଟୋପ୍ ହେଲା – 17C35, 17C37

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

ଆଇସୋଟୋପ୍‌ ଉପଯୋଗିତା :
(i) ୟୁ ରେ ନି ୟମ୍ ଆଇସୋଟୋପ୍ ନ୍ୟୁକ୍ଲିୟ ରି ଆକ୍ଟରରେ ଜାଳେଣି ରୂପେ ବ୍ୟବହାର କରାଯାଏ ।
(ii) କୋବାଲ୍ ଟର ଏକ ଆଇସୋଟୋପ୍ କ୍ୟାନ୍ ସର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
(iii) ଆୟୋଡ଼ି ନ୍ ର ଏକ ଆଇସୋଟୋପ୍ ଗ୍ରନ୍ଥି ରୋଗର ଚିକିତ୍ସାରେ ଥାଇର ଏଡ୍ ବ୍ୟବହୃତ ହୁଏ ।
(iv) କେତେକ କୃତ୍ରିମ ଆଇସୋଟୋପ୍‌କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ ।

3. ସଂଯୋଜକ ଇଲେକଟ୍ରନ କ’ଣ ? ମୌଳିକର ଯୋଗ୍ୟତା କିପରି ନିର୍ଣ୍ଣୟ କରାଯାଏ, ଉଦାହରଣ ମାଧ୍ୟମରେ ଦର୍ଶାଅ ।
ଉ-
(i) ସଂଯୋଜକ ଇଲେକ୍‌ ଟ୍ରନ୍ : କୌଣସି ପରମାଣୁର ବ।ହତମ କକ୍ଷରେ ଯେତେ।ଟି ଇଲେକ୍‌ ଟ୍ରନ୍ ଥାଏ, ତାହାକୁ ସଂଯୋଜକ ଇଲେକ୍ ଟ୍ରନ୍ କୁ ହାଯାଏ । ଯେଉଁ ମୌନିକ ଗୁଡିକର ପରମ।ଶୁର ବlତ୍ରତମ ସେଲ୍ ରେ ସର୍ବାଧିକ ୫ଟି ଅର୍ଥାତ ସଂପୂର୍ଣ୍ଣ ମାତ୍ରାରେ ଇଲେକ୍‌ ଟ୍ରନ୍ ରହିଥାଏ, ସଂଯୋଜନ କ୍ଷମତା ବା ଯୋଗ୍ୟତା ହେଉଛି ଶୂନ ।
(ii) ଏହି ପରି ନିଷ୍କ୍ରିୟ ମୌଳିକଗୁଡ଼ିକ ମଧ୍ୟରେ ତ୍ରିକିୟମ୍ ପରମାଣୁର ବ। ତ୍ରତମ କକ୍ଷରେ ଦୁଇଟି ଇଲେକ୍‌ଟ୍ରନ ରହିଛି ଏବଂ ଅନ ନିଷ୍ରିୟ ମୌଳିକ; ଯଥା ନିୟନ, ଆରଗନ୍, କ୍ରିପ୍‌ଟନ୍, ଜେନନ୍, ରାଡ଼ନ୍ ଆଦି ପରମାଣୁର ବାହ୍ୟତମ କକ୍ଷରେ ୫ ଟି ଇଲେକ୍‌ ଟ୍ରନ୍ରହିଥାଏ ।
(iii) ବାହ୍ୟତମ କକ୍ଷରେ ୫ଟି ଇଲେକ୍‌ଟ୍ରନ୍ ରହିଲେ ତାକୁ ଅଲ୍ଟଟ ସ୍ଥିତି କୁହାଯାଏ ।
(iv) ଅଣୁ ଗଠନବେଳେ ପ୍ରତ୍ୟେକ ପର ମାଣୁ ତାହାର ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁ ସଂରଚନାରେ ରହିବାକୁ ଚେଷ୍ଟା କରେ ।
(v) କେତେକ ପରମାଣୁ ଇଲେକ୍‌ଟ୍ରନ୍ ତ୍ୟାଗକରି, କେତେକ ପରମାଣୁ ଇଲେକ୍‌ଟ୍ରନ୍ ଗ୍ରହଣ କରି ସହଭାଗ କରି ଅଣୁ ଗଠନ କରନ୍ତି ।
(vi) ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁ ର ସଂରଚନା ପାଇଁ କିମ୍ବା ଅକ୍ଟେଟ୍ ସ୍ଥିତି ପାଇଁ ପରମାଣୁ ତ୍ୟାଗ କରୁଥିବା, ଗ୍ରହଣ କରୁଥିବା କିମ୍ବା ଭାଗ କରୁଥିବା ଇଲେକ୍‌ଟ୍ରନ୍‌ ସଂଖ୍ୟାରୁ

ଉଦାହରଣ :
(a) ଲି ଥ୍ ମ୍ ସୋଡି଼ ୟମ୍ ପର ମାଣୁ ର ପ୍ରତେକାର ବାତ୍ରତମେ ସେଳରେ ଗେ।ଟିଏ ଇଲେକ୍‌ ଟ୍ରନ୍ ଥାଏ । ଲିଥ୍ୟମ୍ ପରମାଣୁ ତ୍ରିକୟମ୍ ପରମାଣୁର ସଂରଚନାରେ ଏବଂସୋଡ଼ିୟମ୍‌ ପରମାଣୁ ନିୟମ ପରମାଣୁର ସଂରଚନାରେ ରଦ୍ରିବାକୁ ଚଦ୍ରିବି।କୁ ଚାହେଁ। ତେଣୁ ଲି ଥ୍ ୟମ୍ ଓ ସୋଡ଼ି ୟମ୍‌ ମୌଳି କର ଯୋଗ୍ୟତା l ।
(b) ମ୍ୟାଗ୍ନେସିୟମ୍ ଓ ଏଲୁମିନିୟମ୍‌ର ବାହ୍ୟତମ ସେଲ୍‌ରେ ଯଥାକ୍ରମେ 2ଟି ଓ 3ଟି ଇଲେକ୍‌ଟ୍ରନ୍ ଥିବାରୁ ଏମାନଙ୍କର ଯେ । କତା ଯଥାକ୍ରମେ 2 ଓ 3 ।
(vii) ଗୋଟିଏ ପରମାଣୁର ବାହ୍ୟତମ ସେଲ୍ ର ସଂଖ୍ୟା ତାହାର ପୂର୍ଣ୍ଣ ଇଲେକ୍‌ ଟ୍ର ନ୍ (ସର୍ବାଧ୍ୱ) କ୍ଷମତାର ପାଖାପାଖୁ ବା ଭିନ୍ନ ପ୍ରକାରେ ନିର୍ଣ୍ଣୟ କରାଯାଏ ।

4. ଅକ୍ଟୋଟ୍ ସ୍ଥିତି କ’ଣ ? ପରମାଣୁର ସଂଯୋଜନ କ୍ଷମତା କିପରି ଏହି ନିୟମ ଦ୍ଵାରା ପରିଚାଳିତ ହୁଏ ବୁଝାଅ ।
ଉ-
(i) ପରମାଣୁର ବାହ୍ୟତମ କକ୍ଷରେ ସର୍ବାଧ୍ଵକ ୫ଟି ଇଲେକ୍ଟ୍ରନ୍ ରହିପାରିବ । ଏହାକୁ ଅନ୍ଵେଟ୍ ସ୍ଥିତି କୁହାଯାଏ ।
(ii) ଯେଉଁ ମୌଳିକର ପରମାଣୁର ବାହ୍ୟତମ ଇଲେକ୍‌ ଟ୍ରନ୍ ରହି ଥାଏ, ସେଗୁଡ଼ିକ ପ୍ରାୟ କ୍ଷମତା ଶୂନ । କେବଳ ହିଲିୟମ୍ ଏକ ମାତ୍ର ସର୍ବାଧ‌ିକ ଦୁଇଟି ଇଲେକ୍‌ଟ୍ରନ୍ ରହିଛି ।
(iii) ଅଣୁ ଗଠନ ବେଳେ ପ୍ରତ୍ୟେକ ମୌଳିକ ପରମାଣୁ ତାହାର ନିକଟତମ ନିଷ୍କ୍ରିୟ ମୌଳିକର ସଂରଚନା ରେ ରହି ବା କୁ ଚେଷ୍ଟାକରେ । କେତେକ ପରମାଣୁ ଇଲେକ୍ସନ୍ ତ୍ୟାଗ କରି, କେତେକ ପରମାଣୁ ଇଲେକ୍‌ଟ୍ରମ୍ ଗ୍ରହଣ କରି ସହ ମିଳିତ ଭାବେ ଇଲେକ୍‌ଟ୍ରନ୍‌ ସହଭାଗକରି ସଂଯୁକ୍ତ ହୋଇଥାନ୍ତି ।
(iv) ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁ ର ସଂରଚନା ପାଇଁ କିମ୍ବା ଅକ୍ଟେଟ୍ ସ୍ଥିତି ପାଇଁ ପରମାଣୁ ତ୍ୟାଗ କରୁଥି, ଗ୍ରହଣ କରୁଥିବା କିମ୍ବା ଭାଗ କରୁଥିବା ଇଲେକ୍‌ଟ୍ରନ୍‌ ସଂଖ୍ୟାରୁ ମୌକିକର ସଂଯେ। ଜନ କ୍ଷମତା ଚ୍ଚଶ। ପଡୋ
(v) ଉଦାହରଣସ୍ୱରୂପ ଲିଥ୍ୟମ୍ ଓ ସୋଡ଼ିୟମ୍ ପରମାଣୁର ପ୍ରତେକର ବ।ତ୍ରତମ ସେଲରେ ଗୋଟିଏ ଇଲେକ୍ ନ୍ ରହିଛି । ଏହି ମୌଳି କ ମା ନ ଙ୍କ ର ପରମାଣୁ ଗୋଟିଏ ଇଲେକ୍ଟ ନ୍ ସହଜରେ ତ୍ୟାଗ କରି ପାରିବ, କା। ର ଣ ଲି ଥ୍ୟ ମ୍ ପର ମାଣୁ ହିଁ ଲି ୟମ୍ ପରମାଣୁର ସଂରଚନାରେ ଏବଂ ସୋଡ଼ିୟମ୍ ପରମାଣୁ ନିୟନ ପରମାଣୁର ସଂରଚନାରେ ଓ ପହଞ୍ଚିବାକୁ ଚାହେଁ । ତେଣୁ ଲି ଥମ୍ ଓ ସୋଡ଼ିୟମ୍ ମୌଳିକରେ ଯୋଗ୍ଯତା ଏକ ଅଟେ ।

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ - 4

1. ସଂଯୋଜକ ଇଲେକ୍‌ଟ୍ରନ୍ କ’ଣ ? ଉଦାହରଣ ସହ ବୁଝାଅ ।
ଉ-
ସଂଯୋଜକ ଜଲେକ୍ଟ୍ରନ୍‌:
(i) କୌଣସି ପରମାଣୁର ବ। ତ୍ରୟତମ କଷରେ ଥିବା ଇଲେକ୍‌ ଟ୍ର ନ୍‌କୁ ସଂଯୋଜକ ଇଲେକ୍‌ ଟ୍ର ନ୍ କହନ୍ତି -।
(ii) କେବଳ ଏହି ଇଲେକ୍‌ଟ୍ରଗୁଡ଼ିକ ରାସାୟନିକ ପ୍ରତିକ୍ରିୟାରେ ଅଂଶଗ୍ରହଣ କରନ୍ତି ।
(iii) ପରମାଣୁର ସଂଯୋଜକ ଇଲେକ୍‌ଟ୍ରନ୍ ସଂଖ୍ୟାରୁ ଉକ୍ତ ମୌଳିକର ଯୋଗ୍ୟତା ନିର୍ଣ୍ଣୟ କରାଯାଏ ।

ଉଦାହରଣ :
(i) H, Li, Na ଓ K ର ବାହ୍ୟତମ କକ୍ଷରେ ଗୋଟିଏ ଲେଖାଏଁ ଚ୍ଚଲେକ।ଟ୍ରନ ଥ୍ବାଗୁ ଏଗୁଡ଼ିକି ଏକ ସଂଯୋଜୀ
(ii) ସେହିପରି Be, Mg, Caର ବାହ୍ୟତମ କକ୍ଷରେ ତ୍ରକଟି ଲେଖା ଏଁଟ୍ଟକେଗନ ଥିବାରୁ ଏଗୁଡ଼କ ଦୁଇ ସଂଯୋଜୀ ।
(iii) ନିଷ୍କ୍ରିୟ ଗ୍ୟାସ୍‌ଗୁଡ଼ିକ (He ବ୍ୟତୀତ) ର ବାହ୍ୟତମ କକ୍ଷରେ ୫ଟି ଲେଖାଏଁ ଇଲେକ୍‌ଟ୍ରନ୍ ଥାଏ । ତେଣୁ ସେଗୁଡ଼ିକ ସ୍ଥାୟୀ । ଏହି ମୌଳିକଗୁଡ଼ିକ ନିଜ ନିଜ ଭିତରେ କିମ୍ବା ଅନ୍ୟ ମୌଳିକ ସହିତ ସଂଯୁକ୍ତ ହୁଅନ୍ତି ନାହିଁ । ତେଣୁ ସେଗୁଡ଼ିକୁ ନିଷ୍କ୍ରିୟ ମୌଳିକ ରୂପେ ଧରି ନିଆଯାଇଛି ।

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

2. ଆଇସୋବାର୍ କ’ଣ ଉଦାହରଣ ସହ ଲେଖ ।
ଉ-
ଆଇସୋବାର୍ : ସମାନ ବସ୍ତୁତ୍ୱ ସଂଖ୍ୟା କିନ୍ତୁ ଭିନ୍ନ ପରମାଣୁ କ୍ରମାଙ୍କ ଥିବା ପରମାଣୁଗୁଡ଼ିକୁ ଆଇସୋବାର୍ କୁହାଯାଏ ।

ଉଦାହରଣ :
ପେ।ଗ।ସିୟମ୍ର ପରମାଣୁ କ୍ରମାଙ୍କ 19 ଏବଂ କ୍ୟାଲ୍‌ସିୟମ୍‌ର ପରମାଣୁ କ୍ରମାଙ୍କ 20 । ଏହି ଦୁଇ ମୌଳିକର ବସ୍ତୁତ୍ୱ ସଂଖ୍ୟା 40 । ଏହି ଦୁଇ ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ ହେଉଛି 1940K ଏବଂ 2040Ca । 1940K ଓ 2040Ca ଦୁଇଟି ଆଇସୋବାର୍ ଅଟନ୍ତି ।

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ - 3

1. ସଂଯୋଜକ ଇଲେକ୍‌ଟ୍ରନ୍ କ’ଣ ? ମ୍ୟାଗ୍ନେସିୟମ୍ ଓ ସିଲିକନ୍‌ ସଂଯୋଜକ ଇଲେକ୍‌ଟ୍ରନ୍ ସଂଖ୍ୟା କେତେ ?
ଉ-
ସଂଯୋକକଲକ୍ ଟ୍ର ନ୍‌ :
କୌଶସି ପରମାଣୁର ବହିପତମ କଷରେ ଥିବା କକେଲଟ୍ରନକୁ ସଂଯୋଚ୍ଚିକ ଇଲେକ୍‌ ଟ୍ରନ୍ କୁହାଯାଏ ଏବଂ ଏହି ଯେଉଁ ଚ୍ଚଲକ୍ଟ୍ରନ୍‌ଗୁଡିକ ର ସାୟନି କ ପ୍ରକ୍ର୍ରିୟ।ରେଡିଟ ନେଚ୍ଚଥାଆତି।
(i) ମ୍ୟାଗ୍ନେସିୟମ୍ (Z = 12)ର ଇଲେକ୍‌ ଟ୍ରନ ସଂରଚନା 2, 8, 2 । ତେଣୁ ଏହାର ସଂଯୋଜକ ଇଲେକ୍‌ଟ୍ରନ୍‌ ସଂଖ୍ୟା 2 ।
(ii) ସିଲିକନ୍ (Z = 14)ର ଇଲେକ୍‌ଟ୍ରନ୍ ସଂରଚନା 2, 8, 41 ତେଣୁ ଏହାର ସଂଯୋଜକ ଇଲେକ୍‌ଟ୍ରନ୍ ସଂଖ୍ୟା 4 ।

2. ଗୋଟିଏ ମୌଳିକର ବସ୍ତୁତ୍ବ ସଂଖ୍ୟା 27 ଓ ପରମାଣୁ କ୍ରମାଙ୍କ 13 ହେଲେ, ଏହାର ସଂଯୋଜକ ଇଲେକ୍‌ଟ୍ରନ୍‌ ସଂଖ୍ୟା ନିରୂପଣ କର ।
ଉ-
ଇଲେକ୍‌ଟ୍ରନ୍‌ ସଂଖ୍ୟା = ବସ୍ତୁତ୍ୱ ସଂଖ୍ୟା ପରମାଣୁ କ୍ରମାଙ୍କ = 13
ମୌଳିକର ଇଲେକ୍‌ଟ୍ରନ୍‌ ସଂରଚନା = 2, 8, 3
ସଂଯୋଜକ ଇଲେକ୍‌ଟ୍ରନ୍‌ ସଂଖ୍ୟା = 3

3. ଅବପରମାଣୁ କ’ଣ ? କେତୋଟି ଅବପରମାଣୁର ନାମ ଲେଖ।
ଊ-
(i) ପରମାଣୁ ପଦାର୍ଥର କ୍ଷୁଦ୍ରତମ କଣିକା ନୁହେଁ । ପରମାଣୁ ମଧ୍ୟରେ କେତେଗୁଡ଼ିଏ ଏହାଠାରୁ ଆହୁରି କ୍ଷୁଦ୍ର କଣିକା ଅଛି । ଏହାକୁ ଅବପରମାଣୁ କୁହାଯାଏ ।
(ii) ଇଲେକ୍‌ ଟ୍ରନ୍, ପ୍ରୋଟନ୍, ନିଉଟ୍ରନ୍ ଆଦି ଅବପରମାଣୁ ଅଟେ ।

4. ନିଷ୍କ୍ରିୟ -ମୌଳିକ କାହାକୁ କୁହାଯାଏ ? ଉଦାହରଣ ସହ ଲେଖ ।
ଉ-
(i) ଯେଉଁ ମୌଳିକମାନଙ୍କର ବଦ୍ରତମ କକ୍ଷରେ ୫ ଟି ଇଲେକ୍‌ ଟ୍ରନ୍ ( ମାତ୍ର He ର 2 ଟି ଇଲେକ୍‌ଟ୍ରନ) ଥାଏ, ସେହି ମୌଳିକଗୁଡ଼ିକୁ ନିଷ୍କ୍ରିୟ ମୌଳିକ କୁହାଯାଏ । ଏହି ମୌଳିକଗୁଡ଼ିକ କୌଣସି ଅବକାରକ (Rea- gent) ସହିତ ପ୍ରତିକ୍ରିୟା କରନ୍ତି ନାହିଁ କିମ୍ବା ନିଜ ନିଜ ମଧ୍ୟରେ ବନ୍ଧ ଗଠନ କରନ୍ତି ନାହିଁ ।
(ii) ନିଷ୍କ୍ରିୟ ମୌଳିକଗୁଡ଼ିକ ହେଲେ ହିଲିୟମ୍, ନିୟନ୍, ଆରଗନ୍, କ୍ରିପ୍‌ଟନ୍, ଜେନନ୍ ଓ ରେଡ଼ନ୍ ।

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

5. ଆଇସୋଟୋପ୍ କ’ଣ ? କ୍ଲୋରିନ୍‌ର କେତୋଟି ଆଇସୋଟୋପ୍ ଅଛି ?
ଉ-
(i) ଆଇସୋଟୋପ୍ : ସମାନ ପରମାଣୁ କ୍ରମାଙ୍କ ଥାଇ ଭିନ୍ନ ଭିନ୍ନ ବସ୍ତୁତ୍ଵ ସଂଖ୍ୟାଥ୍ବ ପରମାଣୁଗୁଡ଼ିକୁ ଆଇସୋଟୋପ୍ କୁହାଯାଏ ।
(ii) କ୍ଲୋରିନ୍‌ର ଦୁଇଟି ଆଇସୋଟୋପ୍ (17Cl35 17C37) ଅଛି।

6. ପୋଟାସିୟମ୍‌ ଓ ଅମ୍ଳଜାନର ଆଇସୋଟୋପ୍ ଗୁଡ଼ିକର ସଂକେତ ଲେଖା ।
ଊ –
(i) ପୋଟାସିୟମ୍‌ର ତିନୋଟି ଆଇସୋଟୋପ୍ ହେଉଛି 3919K, 4019K, 4117K।
(ii) ଅମ୍ଳଜାନର ତିନୋଟି ଆଇସୋଟପ୍ ହେଉଛି 168O, 178O, 188O ।

7. ପରମାଣୁଟି ବୈଦ୍ୟୁତିକ ଚାର୍ଜ ଦୃଷ୍ଟିରୁ ନିରପେକ୍ଷ କାହିଁକି ବୁଝାଅ ।
ଊ –
(i) ପରମାଣୁରେ ମୁଖ୍ୟତଃ ତିନୋଟି କଣିକା ଥାଏ, ଯଥା ଇଲେକ୍‌ଟ୍ରନ, ପ୍ରୋଟନ୍ ଓ ନିଉଟ୍ରନ୍ । ଇଲେକ୍‌ଟ୍ରନ୍ ବିଯୁକ୍ତାତ୍ମକ, ପ୍ରୋଟନ୍ ଯୁକ୍ତାତ୍ମକ ଓ ନିଉଟ୍ରନ୍ ଚାର୍ଜବିହୀନ କଣିକା ଅଟେ ।
(ii) ପରମାଣୁରେ ଇଲେକ୍‌ଟ୍ରନ୍‌ ଓ ପ୍ରୋଟନ୍ ସମାନ ସଂଖ୍ୟାରେ ଥିବାରୁ ଏହାର ମୋଟ ଚାର୍ଜ ଶୂନ ଅଟେ । ତେଣୁ ପରମାଣୁଟି ବୈଦ୍ୟୁତିକ ଚାର୍ଜ ଦୃଷ୍ଟିରୁ ନିରପେକ୍ଷ।

8. ନିଉଟ୍ରନର ଦୁଇଟି ପ୍ରକୃତି ଲେଖ ।
ଉ-
(i) ନିଉଟ୍ରନ୍ ଚାର୍ଜବିହୀନ କଣିକା ଏବଂ ଏହାର ବସ୍ତୁତ୍ଵ 1.675 x 10-27 କି.ଗ୍ରା ଅର୍ଥାତ୍ ପ୍ରୋଟନ୍ ବସ୍ତୁତ୍ଵ ସହ ପ୍ରାୟ ସମାନ ।
(ii) ନିଉଟ୍ରନ୍ ଗୁଡ଼ିକ ନିଉକ୍ଲିୟସ୍‌ରେ ଅବସ୍ଥାନ କରିଥାନ୍ତି । ଏକ ନିର୍ଦ୍ଦିଷ୍ଟ ମୌଳିକର ନିଉଟ୍ରନ୍ ସଂଖ୍ୟା ଭିନ୍ନ ଭିନ୍ନ ହୋଇପାରେ ।

Objective Type Questions With Answers

A. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଆଇସୋଟୋପ୍ କାହାକୁ କୁହାଯାଏ ?
ଉ-
ହୋଇଥ୍ ବା ପର ମାଣୁ ଗୁଡ଼ିକୁ ଆଇସୋଟୋପ୍ କୁହାଯାଏ ।

2. ଅକ୍ଳେଟ୍ ନିୟମ କ’ଣ ?
ଉ-
କୌଣସି ପରମାଣୁର ବାହ୍ୟତମ କକ୍ଷରେ ୫ଟି ଇଲେକ୍‌ ଟ୍ରନ୍‌ରୁ ଅଧିକ ଇଲେକ୍‌ ଟ୍ରନ୍ ନ ରହିବାକୁ ଅଲ୍ଟଟ୍ ନିୟମ କୁହାଯାଏ ।

3. ସଂଯୋଜକ ଇଲେକ୍‌ଟ୍ରନ୍ କାହାକୁ କୁହାଯାଏ ?
ଉ-
କୌଣସ ପରମାଣୁ ର ବହିତମ କଷରେ ଯେତୋଟି ଇଲେକ୍ ଟ୍ର ନ୍ ଥାଏ, ତାହାକୁ ସଂଯୋଜକ ଇଲେକ୍‌ଟ୍ରିନ୍ କୁହାଯାଏ ।

4. ଆଇସୋବାର୍ କ’ଣ ?
ଉ-
ସମାନ ବସ୍ତୁତ୍ୱ ସଂଖ୍ୟା କିନ୍ତୁ ଭିନ୍ନ ପରମାଣୁ କ୍ରମାଙ୍କ ଥ‌ିବା ପରମାଣୁଗୁଡ଼ିକୁ ଆଇସୋବାର୍ କୁହାଯାଏ ।

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

5. ନିଷ୍କ୍ରିୟ ମୌଳିକ କାହାକୁ କୁହାଯାଏ ?
ଉ-
ଯେଉଁ ମୌଳିକମାନଙ୍କର ବାହ୍ୟତମ କକ୍ଷରେ ୫ଟି ଇଲେକ୍‌ଟ୍ରନ୍ (ମାତ୍ର He ର 2ଟି ଇଲେକ୍‌ଟ୍ରନ୍ ) ଥାଏ, ସେହି ମୌଳିକଗୁଡ଼ିକୁ ନିଷ୍କ୍ରିୟ ମୌଳିକ କୁହାଯାଏ ।

6. ଯୋଗ୍ୟତା କ’ଣ ?
ଉ-
ମୌକି ସଂଯୋଚ୍ଚନ କ୍ଷମତାକୁ ଯୋଜପତା କୁହାଯାଏ ।

7. ପରମାଣୁ କ୍ରମାଙ୍କ କାହାକୁ କୁହାଯାଏ ?
ଉ-
ପରମାଣୁର ନ୍ୟୁକ୍ଲିୟସ୍‌ରେ ଥିବା ମୌଳିକର ପରମାଣୁ କ୍ରମାଙ୍କ କୁହାଯାଏ ।

8. ବସ୍ତୁତ୍ଵ ସଂଖ୍ୟା କାହାକୁ କୁହାଯାଏ ?
ଉ-
ମୌଳିକର ପରମାଣୁର ନୁକ୍ଲିୟ ରେ ଥ୍ବା ପ୍ରୋନେ ଓ ନିଉଟ୍ରନ୍ ସଂଖ୍ଯାର ସମଷ୍ଟିକୁ ବସ୍ତୁତ୍ୱ ସଂଖ୍ୟା କୁହାଯାଏ ।

୨. ନ୍ୟୁକ୍ଲିୟନ୍ କହିଲେ କ’ଣ ବୁଝାଏ ?
ଉ-
ନ୍ୟୁକ୍ଲିୟନ୍ କହିଲେ ପରମାଣୁର ନ୍ୟୁକ୍ଲିୟସ୍‌ରେ ଥିବା ପ୍ରୋଟନ୍ ଓ ନିଉଟ୍ରନ୍‌କୁ ବୁଝାଏ ।

10. ଗୋଟିଏ ଆଲ୍ ଫ (α) କଣିକାରେ କ’ଣ ରହିଥାଏ ?
ଉ-
ଗୋଟିଏ ଆଲ୍‌ (α) କଣିକାର ଦ୍ଵିଯୁକ୍ତାତ୍ମକ ଚାର୍ଜ ଓ ବସ୍ତତ୍ଵ 4u ରହିଥାଏ ।

11. ସୋଡିୟମ୍‌ର ପରମାଣୁ କ୍ରମାଙ୍କ 11 ଓ ଏହାର ବିସ୍ତତ୍ଵ ସଂଖ୍ୟା 23 । ଏହାର କେତୋଟି ଇଲେକ୍‌ଟ୍ରନ୍ ଓ କେତୋଟି ନିଉଟ୍ରନ୍ ଅଛି ?
ଉ-
ସୋଡିୟମ୍‌ର ପରମାଣୁ କ୍ରମାଙ୍କ 11 ଓ ଏହାର ବସ୍ତୁତ୍ଵ ସଂଖ୍ୟା 23 । ଏହାର 11 ଟି ଇଲେକ୍‌ଟ୍ରନ୍ ଓ 12ଟି ନିଉଟ୍ରନ୍ ଅଛି

12. ଏକ ମୌଳି କର ଆଇସୋଟୋପଗୁ ଡି କ ର ବୈଶିଷ୍ଟ୍ୟ କ’ଣ ?
ଉ-
ଏକ ମୌଳିକର ଆଇସୋଟୋପ୍‌ଗୁଡିକର ସମାନ ପରମାଣୁ କ୍ରମାଙ୍କ ଥାଏ ।

13. ରଦରଫୋର୍ଡଙ୍କ ସୁନାପାତିଆ ପରୀକ୍ଷା ଦର୍ଶାଏ ଯେ ଅଧୂକାଂଶ ନଂ-କଣିକା ବିକ୍ଷେପିତ ନ ହୋଇ ସୁନାପାତ ଦେଇ ଅତିକ୍ରମ କରେ । ଏଥୁରୁ କି ସୂଚନା ମିଳେ?
ଉ-
ରଦରଫୋର୍ଡଙ୍କ ସୁନାପାତିଆ ପରୀକ୍ଷା ଦର୍ଶାଏ ଯେ ଅଧୂକାଂଶ α – କ ଣି କା। ବିକ୍ଷେପିତ ନ ହେ। ଇ ସୁନାପାତ ଦେଇ ଅତିକ୍ରମ କରେ । ଏଥୁରୁ ସୂଚନା

14. ରଦରଫୋର୍ଡଙ୍କ ପରୀକ୍ଷାରେ α-କଣିକାଗୁଡିକ ବିକ୍ଷେପିତ ହୁଅନ୍ତି । କାରଣ କ’ଣ ?
ଉ-
ରଦରଫୋର୍ଡଙ୍କ ପରୀକ୍ଷାରେ α-କଣିକାଗୁଡିକ ବିକ୍ଷେପିତ ହୁଅନ୍ତି । କାରଣ α-କଣି କ। ଓ ପରମାଣୁର ଯୁଙ୍କ୍ର ଚାକିତ ଅଂଶ ମଧ୍ୟରେ ବିକଷଶ ଘଟେ ।

15. ଡାଲଟନ୍‌ଙ୍କ ପରମାଣୁ ତତ୍ତ୍ବ ସଫଳତାର ସହ କ’ଣ
ଉ-
ବସ୍ତୁତ୍ଵ ସଂରକ୍ଷଣ ନିୟମ ଓ ସ୍ଥିରାନୁପାତ ନିୟମ ଡାଲଟନ୍‌ ଙ୍କ ପର ମାଣୁ ତତ୍ତ୍ଵ ସଫଳତାର ସହ ବୁଝାଇପାରିଲା ।

16. କାର୍ବନ − 12, ପରମାଣୁର ଇଲେକ୍‌ଟ୍ରନ୍, ପ୍ରୋଟନ୍ ଓ ନ୍ୟୁଟ୍ରନ୍ ସଂଖ୍ୟା କେତେ ?
ଉ-
କାର୍ବନ − 12, ପରମାଣୁର 6 ଟି ଇଲେକ୍‌ଟ୍ରନ୍, ଟି ପ୍ରୋଟନ୍ ଓ ଟିଂ ନ୍ୟୁଟ୍ରନ୍ ରହିଛି ।

17. α-କଣିକାରେ କାହିଁକି ଯଥେଷ୍ଟ ଶକ୍ତି ରହିଥାଏ ?
ଉ-
α- କଣିକାରେ ବସ୍ତୁତ୍ଵ 4u ହୋଇଥିବାରୁ ଏହାର ଯଥେଷ୍ଟ ଶକ୍ତି ଥାଏ ।

18. କକ୍ଷପଥକୁ ବିକିରଣବିହୀନ କକ୍ଷପଥ କାହିଁକି କୁହାଯାଏ ?
ଉ-
କ କ୍ଷ ପଥରେ ଘୂ ରୁ ଥ ବ । ବେ ଳେ ଇଲେକ୍‌ଟ୍ରଗୁଡିକ ଶକ୍ତି ବିକିରଣ କରୁନଥିବାରୁ କକ୍ଷପଥକୁ ବିକିରଣବିହୀନ କକ୍ଷପଥ କୁହାଯାଏ ।

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

19. ଅକ୍ଟେଟ୍ ନିୟମ କ’ଣ ?
ଉ-
ଅଧିକ ନ ରହିବାକୁ ଅକ୍ଟେଟ ନିୟମ କୁହାଯାଏ ।

B. ଗୋଟିଏ ପଦରେ ଉତ୍ତର ଦିଅ ।

1. ଗୋଟିଏ ପ୍ରୋଟନ୍‌ର ବସ୍ତୁତ୍ଵ ଓ ଗୋଟି ଏ ଇଲେକ୍‌ଟ୍ରିନ୍‌ର ବସ୍ତୁତ୍ଵର ଅନୁ ପାତ କେତେ ?
2. ପ୍ରୋଟନ୍ କୁ ସୂଚକ ରୂପେ କିପରି ପ୍ରକ।ଶ କରାଯାଏ ?
3. ଇଲେକ୍‌ଟ୍ରନ୍‌କୁ କିପରି ସୂଚିତ କରାଯାଏ ?
4. ଗୋଟିଏ ପରମାଣୁର ବାହ୍ୟତମ କକ୍ଷରେ ସର୍ବାଧ‌ିକ କେତୋଟି ଇଲେକ୍‌ଟ୍ରନ୍ ରହିପାରିବ ?
5. α-କଣିକାର ବସ୍ତୁତ୍ୱ କେତେ ?
6. ପରମାଣୁ ମଧ୍ୟରେ ଥ‌ିବା କେଉଁ କଣିକାଟି ଚାର୍ଜିତ ନୁହେଁ ?
7. ଗୋଟିଏ ପରମାଣୁରେ 20ଟି ଇଲେକ୍‌ଟ୍ରନ୍, 20ଟି ପ୍ରୋଟନ୍ ଓ 20ଟି ନିଉଟ୍ରନ୍ ଅଛି । ଏହାର ବସ୍ତୁତ୍ଵ ସଂଖ୍ୟା କେତେ ?
8. ଏକ ମୌଳିକର ବସ୍ତୁତ୍ଵ ସଂଖ୍ୟା À ଓ ପରମାଣୁ କ୍ରମାଙ୍କ Z ହେଲେ ଉକ୍ତ ପରମାଣୁର ନିଉଟ୍ରନ୍ ସଂଖ୍ୟା କେତେ ?
୨. କେଉଁ ବୈଜ୍ଞାନିକ ନିଉଟ୍ରନ୍ ଆବିଷ୍କାର କରିଥିଲେ ?
10. ବୋର୍‌ ଙ୍କ ପରମାଣୁ ମଡ଼େଲ୍‌ରେ ମୋଟ ଶକ୍ତିସ୍ତର ସଂଖ୍ୟା କେତେ ?
11. ବୋର୍‌ଙ୍କ ପରମାଣୁ ମଡ଼େଲ୍‌ରେ M ସେଲ୍ କେଉଁ ଶକ୍ତିସ୍ତରର ଅନ୍ତର୍ଭୁକ୍ତ ?
12. ଏକ ପରମାଣୁ ମଧ୍ୟରେ ଇଲେକ୍‌ ଟ୍ରନ୍ କି ପରି ବାଣ୍ଟିହୋଇ ରହିଛନ୍ତି ସେ ବିଷୟରେ ପ୍ରଥମେ କିଏ ପ୍ରସ୍ତାବ ଦେଇଥିଲେ ?
13. ଏକ ନ୍ୟୁକ୍ଲିୟସ୍ ମଧ୍ୟରେ ପ୍ରୋଟନ୍ ଗୁଡ଼ିକର ବସ୍ତୁତ୍ଵ m ଓ ନିଉଟ୍ରନ୍‌ଗୁଡ଼ିକର ବସ୍ତୁତ୍ଵ n ହେଲେ ପରମାଣୁର ବସ୍ତୁତ୍ଵ ପ୍ରାୟ କେତେ ?
14. K ସେଲ୍‌ ରେ ସର୍ବାଧ‌ିକ କେତୋଟି ଇଲେକ୍‌ ଟ୍ରନ୍ ରହିପାରିବ ?
15. L ସେଲ୍‌ରେ ସର୍ବାଧ‌ିକ କେତୋଟି ଇଲେକ୍‌ ଟ୍ରନ୍ ରହିପାରିବ ?
16. ସର୍ବାଧ‌ିକ 18ଟି ଇଲେକ୍‌ଟ୍ରନ୍ ଥିବା ସେଲ୍‌ର ନାମ କ’ଣ ?
17. କେଉଁ ସେଲ୍‌ରେ ସର୍ବାଧ‌ିକ ସଂଖ୍ୟକ ଇଲେକ୍‌ଟ୍ରନ୍ ରହିପାରିବ ?
18. ଇଲେକ୍‌ ଟ୍ରନ୍ କ୍ଷମତା ଅନୁସାରେ ସେଲ୍‌ ଗୁଡ଼ିକର ବର୍ଦ୍ଧିତ କ୍ରମଟି କ’ଣ ?
19. ପରମାଣୁର ବାହ୍ୟତମ କକ୍ଷରେ ଥିବା ଇଲେକ୍‌ଟ୍ରନ୍‌କୁ କ’ଣ କୁହାଯାଏ ?
20. ପରମାଣୁରେ ସଂଯୋଜକ ଇଲେକ୍‌ଟ୍ରନ୍ କେଉଁଠାରେ ରହିଥାଏ ?
21. ଏଲୁମିନିୟମ୍‌ର ସଂଯୋଜକ ଇଲେକ୍‌ଟ୍ରନ୍ ସଂଖ୍ୟା କେତେ ?
22. ହାଇଡ୍ରୋଜେନ୍‌ର କେଉଁ ଆଇସୋଟୋପ୍‌ରେ ସମାନ ସଂଖ୍ୟକ ନିଉଟ୍ରନ୍ ଓ ପ୍ରୋଟିନ୍ ଥାଏ ?
23. ଦୁଇଟି ମୌଳିକ X ଓ Yର ବସ୍ତତ୍ଵ ସଂଖ୍ୟା ସମାନ କିନ୍ତୁ ସେଗୁଡିକର ପରମାଣୁ କ୍ରମାଙ୍କ ଯଥାକ୍ରମେ 20 ଓ 21 ହେଲେ X ଓ Y କୁ କ’ଣ କୁହାଯିବ ?.
24. ରଦରଫୋର୍ଡଙ୍କ α-କଣିକା ବିଚ୍ଛରଣ ପରୀକ୍ଷାର ଫଳସ୍ଵରୂପ କ’ଣ ଆବିଷ୍କୃତ ହୋଇଥିଲା ?
25. ଗୋଟିଏ ମୌଳିକର ଆୟନ 3+ ଚାର୍ଜ ବିଶିଷ୍ଟ । ପରମାଣୁର ବସ୍ତତ୍ଵ ସଂଖ୍ୟା 27 ଓ ନ୍ୟୁଟ୍ରନ୍ ସଂଖ୍ୟା 14 । ଆୟନର ଇଲେକ୍‌ଟ୍ରନ୍‌ ସଂଖ୍ୟା କେତେ ?
26. ଗୋଟିଏ ମୌଳିକର Z = 9 ହେଲେ, ଏହାର ଯୋଗ୍ୟତା କେତେ ?

Answer:
1. 1 : 1837
2. P+
3. e
4. 8ଟି
5. 4u
6. ନିଉଟ୍ରନ୍
7. 40
8. A-Z
9. ଚାଦଉଇକ୍
10. 4
11. 3
12. ବୋର-ବେରି
13. m+n
14. 2 ଟି
15. 8 ଟି
16. M
17. N
18. K,L,M,N
19. ସଂଯୋଜକ ଇଲେକ୍‌ଟ୍ରନ୍
20. ବାହ୍ୟତମ କକ୍ଷ
21. 3
22. ଡିଉଟେରି ୟମ୍
23. ଆଇସୋବାର
24. ନ୍ୟୁକ୍ଲିୟସ୍
25. 10
26. 1

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

C. ଶୂନ୍ୟସ୍ଥାନ ପୂରଣ କର ।

1. କାଚଦଣ୍ଡକୁ ସିଲ୍‌ କନାରେ ଘର୍ଷଣ କଲେ କାଚ ଦଣ୍ଡ …………….. ଚାର୍ଜ ଲାଭକରେ ।
2. ଶୁଖୁଲା ମୁଣ୍ଡବାଳକୁ ପ୍ଲାଷ୍ଟିକ୍ ପାନିଆରେ କୁଣ୍ଡାଇଲେ ପ୍ଲାଷ୍ଟିକ୍ ପାନିଆ ……………. ଚାର୍ଜ ଲାଭ କରେ ।
3. ଇଲେକ୍‌ ଟ୍ରନ୍‌ରେ ଆବିଷ୍କାରକ ଭାବେ ବିଜ୍ଞାନିକ ………………. ଙ୍କୁ ବିବେଚନା କରାଯାଏ ।
4. ବୈ ଜ୍ଞା । ନି କ ………………… ପ୍ରୋଟନ୍ ଆର୍ବି ଷ୍କାର କରିଥିଲେ ।
5. ଇଲେକ୍‌ଟ୍ରନ୍‌ର ଚାର୍ଜ …………………..।
6. ପ୍ରୋଟନ୍ ର ବସ୍ତୁତ୍ ଇଲେକ୍ ଟ୍ର ନ୍ ସ୍କୃ ଡ୍ ର ………………… ଗୁଣ।
7. ବୈଜ୍ଞାନିକ ……………… ସର୍ବପ୍ରଥମେ ପରମାଣୁ ଗଠନର ଏକ ମଡ଼େଲ୍ ପ୍ରସ୍ତାବ ଦେଇଥିଲେ ।
8. ପରମାଣୁର …………………. ଠାରେ ତା’ର ଅଧ୍କ । ଶ ବସ୍ତୁତ୍ଵ ଠୁଳ ହୋଇଥାଏ ।
୨. ବୋ’ରଙ୍କ ମଡ଼େଲ୍ ଅନୁସାରେ ପରମାଣୁରେ ଥିବା ଯୁକ୍ତର।ମ୍ କ କେନ୍ଦ୍ରସ୍ଥଳୀକୁ …………………. କୁହାଯାଏ ।
10. ବୋ’ର୍‌ଙ୍କ ପରିକଳ୍ପିତ ପରମାଣୁ ମଡ଼େଲ ଅନୁସାରେ ଚ୍ଚଲେକ୍ ଟ୍ରନଗୁଡିକ ଘୂରୁଥ୍‌ବା ନିର୍ଦ୍ଧଷ୍ଣ କକ୍ଷଗୁଡିକୁ ……………….. କୁହାଯାଏ ।
11. ପରମାଣୁର ପ୍ରୋଟନ୍ ଓ ନ୍ୟୁଟ୍ରନ୍‌ ସଂଖ୍ୟାର ଯୋଗଫଳ ସତ୍ରପର ମାଣୁର ……………… ସମାନ ଥାଏ ।
12. ଇଲେକ୍‌ ଟ୍ରନ୍‌ ଗୁଡ଼ିକ ନିୟମ ଅନୁସାରେ ନିୟମ ଅନୁସାରେ ……………. ବିଭିନ୍ନ କକ୍ଷରେ ବାଣ୍ଟି ହୋଇ ରହିଥା’ନ୍ତି ।
13. ସମସ୍ଥାନିକ ରୂପରେ ହାଇଡ୍ରୋଜେନ 11H କୁ ……………….. କୁହାଯାଏ ।
14. ଯେଉଁ ମୌଳିକର ବାହ୍ୟତମ କକ୍ଷରେ ୫ଟି ଇଲେକ୍‌ଟ୍ରନ୍ ଥାଏ, ତାହାକୁ ………………… ମୌଳିକ କୁହାଯାଏ ।
15. ପରମାଣୁର ସଂଯୋଜକ ଇଲେକ୍‌ଟ୍ରନ୍ ସଂଖ୍ୟାରୁ ଉକ୍ତ ମୌଳିକର ………………. ନିର୍ଣ୍ ୟ କର।ଯାଚ୍ଚପାରେ।
16. ପର ମାଣ୍ଡୁ ର ସମସ୍ତ ବସ୍ତୁତ୍ଵ ଠାରେ ……………. କେନ୍ଦ୍ରୀଭୂତ ହୋଇ ରହିଛି ।
17. …………………… ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି ରୋଗ ଚିକିତ୍ସାରେ ବ୍ୟବହୃତ ହୁଏ ।
18. ରଦରଫୋର୍ଡଙ୍କ ପରମାଣୁ ମଡେଲ୍‌ରେ ଥ‌ିବା ତ୍ରୁଟି ହରକରିବା ପାଇଁ ………………. ଙ୍କ ପରମାଣୁ ମାଡେଲ ଉପସ୍ଥାପିତ ହେଲା ।
19. କ୍ଲୋରିନ୍ ପର ମାଣ୍ଡୁ ର ନି ଉଗ୍ର ନ୍ ସଂଖ୍ୟା ଓ ଇଲେକ୍‌ଟ୍ରନ୍ ସଂଖ୍ୟା ଯଥାକ୍ରମେ 18 ଓ 17 ହେଲେ, ପରମାଣୁ କ୍ରମାଙ୍କ ……………….।
20. ଆଇସୋଟୋପ୍‌ଗୁଡିକର ………………. ଧର୍ମରେ ପ।ଥକ୍ୟ ଦେଖାଯାଏ ନାହିଁ ।
21. କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ………………. ର ଆଇସୋଟୋପ୍ ବ୍ୟବହୃତ ହୁଏ ।
22. 4119K ଆଇସୋଟୋପ୍‌ରେ ………………. ଟି ନିଉଟ୍ରନ୍ ଥାଏ ।
23. ଟ୍ରାଇଟିୟମ୍ରେ ……………….. ଟି ନିଉଟ୍ରନ୍ ଥାଏ ।
24. ଏଲୁମିନିୟମ୍ ପରମାଣୁର ଇଲେକ୍‌ଟ୍ରନ୍‌ ସଂଖ୍ୟା 13 ହେଲେ, ଏହା ……………….. ଟି ଇଲେକ୍‌ଟ୍ରନ୍ ତ୍ୟାଗ କରିପାରିବ ।

Answer:
1. ଯୁଙ୍କ
2. ବିଯୁକ୍ତ
3. ଜେ. ଜେ. ଟମ୍‌ସନ୍
4. ଗୋଲ୍‌ଷ୍ଟାଇନ୍
5. ବିଯୁକ୍ତାତ୍ମକ
6. 1837
7. ଜେ.ଜେ. ଟମ୍‌ସନ୍‌
8. ନ୍ୟୁକ୍ଲିୟସ୍
୨. ନ୍ୟୁ କ୍ଲିୟସ୍
10. ଶକ୍ତି ସ୍ତର । ସେଲ୍
11. ବସ୍ତୁତ୍ଵ ସଂଖ୍ୟା
12. 2n2
13. ପ୍ରୋଟିୟମ୍
14. ନିଷ୍କ୍ରିୟ
15. ଯୋଗ୍ଯତା
16. ନ୍ୟୁକ୍ଲିୟସ୍
17. ଆୟୋଡ଼ିନ୍
18. ବୋର
19. 17
20. ରାସାୟନିକ
21. କୋବାଲ୍ଟ ଟ
22. 22
23. 2
24. 3

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

D. ଠିକ୍ ଉକ୍ତି ପାଇଁ (✓) ବା ଭୁଲ ଉକ୍ତି ପାଇଁ (✗) ଲେଖ ।

1. ଡାଲଟନ୍‌ଙ୍କ ମତରେ ପରମାଣୁ ଅବିଭାଜ୍ୟ ଅଟେ ।
2. ଇଲେକ୍‌ନ୍ ଆବିଷ୍କାର କ୍ଷେତ୍ରରେ ଟମସନ୍‌ଙ୍କ ଅବଦାନ ଉଲ୍ଲେଖନୀୟ ।
3. ପ୍ରୋଟନ, ବିଯୁକ୍ତ ଚାର୍ଜିତ କଣିକା ଅଟେ ।
4. ଗୋଲଡଷ୍ଟାଇନ୍ ନିଉଟ୍ରନ୍ ଆବିଷ୍କାର କରିଥିଲେ ।
5. ନିଉଟ୍ରନ୍ ଚାର୍ଜବିହୀନ କଣିକା ।
6. ପରମାଣୁ ଗଠନ ମଡ଼େଲର ସର୍ବପ୍ରଥମ ପ୍ରସ୍ତାବକ ଥିଲେ ଜେ.ଜେ. ଟମସନ୍ ।
7. ଟମସନ୍‌ଙ୍କ ପରମାଣୁ ମଡ଼େଲକୁ ତରଭୁଜ ଫଳ ସହିତ ତୁ ଳନା କାର। ଯାଇପାରେ
8. β କଣିକାର ସଂକେତ He++
9. α କଣିକା ବିଯୁକ୍ତ ଚାର୍ଜିତ କଣିକା ।
10. ପରମାଣୁ ମଧ୍ୟରେ ନ୍ୟୁକ୍ଲିୟସ୍ ଚାରିପଟେ ଘୂର୍ଣ୍ଣନ କରୁଥିବା ଇଲେକ୍ଟନ୍‌ମାନଙ୍କରେ ତ୍ଵରଣ ନ ଥାଏ ।
11. ବୋ’ର୍‌ଙ୍କ ପରମାଣୁ ମଡ଼େଲରେ 5ଟି ଶକ୍ତି ସ୍ତର ଥାଏ ।
12. ପରମାଣୁ ମଡ଼େଲର ‘M’ ସେଲରେ ସର୍ବାଧ୍ଵକ 18ଟି ଇଲେକ୍ଟ୍ରନ୍ ରହିପାରିବ ।
13. କ୍ୟାଲ ସି ୟମ୍ ର ସଂଯୋଜକ ଇଲେକ୍ ଟ୍ରନ୍ ସଂଖ୍ୟା 2 ।
14. ନିଷ୍କ୍ରିୟ ମୌଳିକମାନଙ୍କର ଯୋଗ୍ୟତା 0 ।
15. ପ୍ରତ୍ୟେକ ମୌଳିକ ଅଣୁଗଠନ ବେଳେ ତା’ର ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁର ସଂରଚନାରେ ରହିବାକୁ ଚେଷ୍ଟା କରେ ।
16. ଇଲେକ୍‌ଟ୍ରନ୍‌ ସମସ୍ତ ମୌଳିକରେ ବିଯୁକ୍ତାତ୍ମକ ଚାର୍ଜ ବହନ କରିଥାଏ ।
17. Cl ରେ ପ୍ରୋଟନ୍ ସଂଖ୍ୟାଠାରୁ ଇଲେକ୍‌ ଟ୍ରନ୍ ସଂଖ୍ୟା ଅଧ୍ବକ ।
18. ଗୋଟିଏ ମୌଳିକର ପରମାଣୁ କ୍ରମାଙ୍କ ଏଥୁରେ ଥ‌ିବା ନିଉଟ୍ରନ୍ ସଂଖ୍ୟାକୁ ବୁଝାଏ ।
19. α କଣିକା ହେଉଛି ଦୁଇଟି ଇଲେକ୍ଟ୍ରନ୍ ହରାଇଥୁବା ହିଲିୟମ୍ ପରମାଣୁ ।
20. ଗୋଟିଏ ପର ମାଣ୍ଡୁରେ ଇଲେକ୍‌ ଟ୍ରନ୍ ସଂଖ୍ୟା ପ୍ରୋଟନ ସଂଖ୍ୟା ସହ ସମାନ ।
21. ହିଲିୟମ୍ ପରମାଣୁର ବାହ୍ୟତମ କକ୍ଷରେ ଦୁଇଟି ଇଲେକ୍‌ଟ୍ରନ ଥାଏ ।
22. ଫ୍ଲୋରିନ୍, କ୍ଲୋରିନ୍ ଓ ବ୍ରୋମିନ୍‌ର ପରମାଣୁରେ ଇଲେକ୍‌ଟ୍ରନ ସଂଖ୍ୟା ସମାନ ।
23. ଅମ୍ଳଜାନ ଓ କ୍ଲୋରିନ୍ ଅଣୁର ଆଣବିକ ବସ୍ତୁତ୍ଵ ସମାନ ।
24. ପ୍ରୋଟିୟମ୍, ଡି ଉଟେରିୟମ୍ ଓ ଟ୍ରାଇଟି ୟମ୍ ର ପରମାଣୁ କ୍ରମାଙ୍କ ସମାନ ।

Answer:
1. (✓)
2. (✓)
3. (✗)
4. (✗)
5. (✓)
6. (✓)
7. (✓)
8. (✗)
9. (✗)
10. (✗)
11. (✗)
12. (✓)
13. (✓)
14. (✓)
15. (✓)
16. (✓)
17. (✓)
18. (✗)
19. (✓)
20. (✓)
21. (✓)
22. (✗)
23. (✗)
24. (✓)

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

E. ପ୍ରଥମ ଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ଵିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

1. ଇଲେକ୍‌ଟ୍ରନ୍ : ବିଯୁକ୍ତ ଚାର୍ଜ :: ନିଉଟ୍ରନ୍ : ………………..।
2. ପ୍ରୋଟିନ୍ : ଗୋଲଡ଼ଷ୍ଟାଇନ୍ ;: ନିଉଟ୍ରନ୍ : ………………..।
3. ପ୍ରୋଟନ୍‌ :16 x 10-19 କୁଲମ୍ ::ନିଉଟ୍ରନ୍ : ………………..।
4. L ସେଲ୍ : 2 :: N ସେଲ୍ : ………………..।
5. L ସେଲ୍ : 8 :: M ସେଲ୍ : ………………..।
6. 1123Na : 12 ନିଉଟ୍ରନ :: 818O : ………………।
7. 12H: ଡିଡଗେରିୟମ୍ :: 13H : ………………..।
8. କାର୍ବନ୍ : 4ଟି ସଂଯୋଜକ ଇଲେକ୍‌ଟ୍ରନ୍ :: ସିଲିକନ୍ : ………………..।

Answer:
1. ଚାର୍ଜବିହୀନ
2. ଚାଦଉଇକ୍
3. 0
4. 4
5. 18
6. 10 ନିଉଟ୍ରନ୍
7. ଟ୍ର।କଟିୟମ୍
8. 4ଟି ସଂଯୋଜକ ଇଲେକ୍‌ଟ୍ରନ୍

F. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

1. ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
1939K 19ଟି ପ୍ରୋଟନ୍
1735Cl ଡିଉଟେରିୟମ୍
817O ପ୍ରେ।ଟିୟମ୍
11H ୨ଟି ନିଉଟ୍ରନ୍
12H 17ଟି ଇଲେକ୍‌ଟ୍ରନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
1939K 19ଟି ପ୍ରୋଟନ୍
1735Cl 17ଟି ଇଲେକ୍‌ଟ୍ରନ
817O ୨ଟି ନିଉଟ୍ରନ୍
11H ପ୍ରୋଟିୟମ୍
12H ଡିଉଟେରିୟମ୍

 

2. ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଜେ. ଜେ. ଟମସନ୍ ସୁନାପତିଆ ପରୀକ୍ଷ
ଇ. ଗୋଲ୍ଡ ଷ୍ଟାଇନ୍ ପରମାଣୁ ମଡ଼େଲ୍
ରଦର ଫୋର୍ଡ ନିଉଟ୍ରନ୍‌
ବୋ’ର୍ ଚ୍ଚଲେକ୍ଟ୍ରନ୍
ଜେମସ୍ ଚାଦଉଇକ୍ ପ୍ରୋଟନ୍

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଜେ. ଜେ. ଟମସନ୍ ଚ୍ଚଲେକ୍ଟ୍ରନ୍
ଇ. ଗୋଲ୍ଡ ଷ୍ଟାଇନ୍ ପ୍ରୋଟନ୍
ରଦର ଫୋର୍ଡ ସୁନାପତିଆ ପରୀକ୍ଷ
ବୋ’ର୍ ପରମାଣୁ ମଡ଼େଲ୍
ଜେମସ୍ ଚାଦଉଇକ୍ ନିଉଟ୍ରନ୍‌

 

G. ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ବୈଜ୍ଞାନିକଙ୍କୁ ଇଲେକ୍‌ଟ୍ରର ଆବିଷ୍କାରକ ବୋଲି ଆଖ୍ୟା ଦିଆଯାଇଛି ?
(A) ଡାଲ୍‌ ଟନ୍
(B) ଗୋଲ୍‌ଷ୍ଟାଇନ୍
(C) ଟମ୍‌ ସନ୍
(D) ରଦରଫୋର୍ଡ଼
Answer:
(C) ଟମ୍‌ ସନ୍

2. ବିଯୁକ୍ତ ଚାର୍ଜ କଣିକା ପ୍ରତ୍ୟେକ ପରମାଣୁର ଏକ ମୌଳିକ କଣିକା ବୋଲି କେଉଁ ବୈଜ୍ଞାନିକ ମତ ଦେଇଥିଲେ ?
(A) ଗୋଲ୍‌ଷ୍ଟାଇନ୍
(B) ଡାଲ୍‌ ଟନ୍
(C) ରଦରଫୋର୍ଡ଼
(D) ଟମ୍ସନ୍
Answer:
(D) ଟମ୍ସନ୍

3. ପ୍ରକୃତିରେ କ୍ଲୋରିନ୍‌ର କେତୋଟି ଆଇସୋଟୋପ୍ ମିଳିଥାଏ ?
(A) 1
(B) 2
(C) 3
(D) 4
Answer:
(B) 2

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

4. ହାଇଡ୍ରୋଜେନ୍ ପର ମାଣ୍ଡୁ ର କେ ତୋ ଟି ଆଇସୋଟୋପ୍ ଅଛି ?
(A) 3
(B) 2
(C) 1
(D) 4
Answer:
(A) 3

5. ଗୋଟିଏ ପରମାଣୁର ବସ୍ତୁତ୍ୱ ସଂଖ୍ୟା 23 ଓ ନ୍ୟୁଟ୍ରନ୍‌ ସଂଖ୍ୟା 12 ହେଲେ, ପରମାଣୁ କ୍ରମାଙ୍କ କେତେ ?
(A) 23
(B) 12
(C) 11
(D) 10
Answer:
(C) 11

6. ମ୍ୟାଗ୍ନେସିୟମ୍ ପରମାଣୁ ସହଜରେ କେତୋଟି ଇଲେକ୍‌ଟ୍ରନ୍‌ ତ୍ୟାଗ କରିପାରିବ ?
(A) 1
(B) 2
(C) 3
(D) 4
Answer:
(B) 2

7. ଅମ୍ଳଜାନ ପରମାଣୁର ସଂଯୋଜକ ‘ଇଲେକ୍‌ଟ୍ରନ୍’ ସଂଖ୍ୟା କେତେ ?
(A) 2
(B) 4
(C) 6
(D) 8
Answer:
(C) 6

8. M ସେଲ୍‌ରେ ସର୍ବାକ କେତୋଟି ଇଲେକ୍‌ ଟ୍ରନ୍ ରତ୍ରିପାରିବ ?
(A) 2
(B) 8
(C) 18
(D) 32
Answer:
(C) 18

9. ରଦର ଫୋର୍ଡ଼ଙ୍କ ପରମାଣୁ ମଡ଼େଲ୍ ଅନୁସାରେ ଚ୍ଚଲେକ୍ଟ୍ରନ୍ଗୁଡି କକି ପରି ଘଶ୍ଵନ କରନ୍ତି ?
(A) ସରଳରେଖାରେ
(B) ବୃତ୍ତାକାରରେ
(C) ଦୋଳନ ଗତିରେ
(D) କେଉଁଟି ନୁହେଁ
Answer:
(B) ବୃତ୍ତାକାରରେ

10. ଟମସନ୍‌ଙ୍କ ମଡ଼େଲ୍ ଅନୁସାରେ ପରମାଣୁର ଆକାର କିପରି ଅଟେ ?
(A) ବୃତ୍ତାକାର
(B) ଆୟତଘନାକାର
(C) ଗୋଲକ
(D) କେଉଁଟି ନୁହେଁ
Answer:
(C) ଗୋଲକ

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

11. ଗୋଟିଏ ପରମାଣୁରେ 20ଟି ଇଲେକ୍‌ଟ୍ରନ୍, 20ଟି ପ୍ରୋଟନ୍ ଓ 20ଟି ନିଉଟ୍ରନ୍ ଅଛି । ଏହାର ବସ୍ତୁତ୍ଵ ସଂଖ୍ୟା କେତେ ?
(A) 20
(B) 40
(C) 60
(D) 80
Answer:
(B) 40

12. ଏକ ମୌଳିକର ବସ୍ତୁତ୍ଵ ସଂଖ୍ୟା À ଓ ପରମାଣୁ କ୍ରମାଙ୍କ Z ହେଲେ ଉକ୍ତ ପରମାଣୁର ନିଉଟ୍ରନ୍ ସଂଖ୍ୟା କେତେ ?
(A) 2A
(B) Z – A
(C) A + Z
(D) A – Z
Answer:
(D) A – Z

13. ନିଉଟ୍ରନ୍ କିଏ ଆବିଷ୍କାର କରିଥିଲେ ?
(A) ଟମ୍ ସନ୍
(B) ଗୋଲଡ଼୍ଷ୍ଟାଇନ୍
(C) ଚାଦ୍‌ଉଇକ୍
(D) ରଦରଫୋର୍ଡ଼
Answer:
(C) ଚାଦ୍‌ଉଇକ୍

14. ବୋ’ର୍‌ଙ୍କ ପରମାଣୁ ‘ମଡ଼େଲ୍‌ରେ ମୋଟ ଶକ୍ତିସ୍ତର ସଂଖ୍ୟା କେତେ ?
(A) 4
(B) 3
(C) 2
(D) 1
Answer:
(A) 4

15. ବୋ’ର୍‌ଙ୍କ ପରମାଣୁ ମଡ଼େଲ୍‌ରେ M ସେଲ୍ କେଉଁ ଶକ୍ତିସ୍ତରର ଅନ୍ତର୍ଭୁକ୍ତ ?
(A) 1
(B) 2
(C) 3
(D) 4.
Answer:
(C) 3

16. ଏକ ପରମାଣୁ ମଧ୍ୟରେ ଇଲେକ୍‌ ଟ୍ରନ୍ କି ପରି ବାଣ୍ଟିହୋଇ ରହିଛନ୍ତି, ସେ ବିଷୟରେ ପ୍ରଥମେ କିଏ ପ୍ରସ୍ତାବ ଦେଇଥିଲେ ?
(A) ବୋ’ର-ବରି
(C) ଟମ୍ ସନ୍
(B) ରଦରଫୋର୍ଡ଼
(D) ସମରଫିଲ୍ଡ
Answer:
(A) ବୋ’ର-ବରି

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

17. ଏକ ନ୍ୟୁକ୍ଲିୟସ୍ ମଧ୍ୟରେ ପ୍ରୋଟନ୍‌ଗୁଡ଼ିକର ବସ୍ତୁତ୍ଵ m ଓ ନିଉଟ୍ରନ୍‌ଗୁଡ଼ିକର ବସ୍ତୁତ୍ଵ n ହେଲେ ପରମାଣୁର ବସ୍ତୁତ୍ଵ ପ୍ରାୟ କେତେ ?
(A) 2m
(B) 2n
(C) m +n
(D) m – n
Answer:
(C) m +n

18. K ସେଲ୍‌ ରେ ସର୍ବାଧ୍ଵକ କେତୋଟି ଇଲେକ୍‌ ଟ୍ରନ୍ ରହିପାରିବ ?
(A) 2
(B) 8
(C) 18
(D) 32
Answer:
(A) 2

19. L ସେଲ୍‌ ରେ ସର୍ବାଧ‌ିକ କେତୋଟି ଇଲେକ୍‌ ଟ୍ରନ୍ ରହିପାରିବ ?
(A) 2
(B) 8
(C) 18
(D) 32
Answer:
(B) 8

20. ସର୍ବାଧ୍ଵକ 18ଟି ଇଲେକ୍‌ ଟ୍ରନ୍ କେଉଁ ସେଲ୍ ରେ ରହିପାରିବ ?
(A) K
(B) L
(C) M
(D) N
Answer:
(C) M

21. ଥାଇରଏଡ୍ ଗ୍ରନ୍ଥି ରୋଗ ନିରାକରଣ ପାଇଁ କେଉଁ ଆଇସୋଟୋପ୍ ବ୍ୟବହାର କରାଯାଏ ?
(A) ଆୟୋଡ଼ିନ୍
(B) କୋବାଲ୍ଟ
(C) ସୋଡ଼ିୟମ୍
(D) ପୋଟାସିୟମ୍
Answer:
(A) ଆୟୋଡ଼ିନ୍

BSE Odisha 9th Class Physical Science Important Questions Chapter 4 ପରମାଣୁ ଗଠନ

22. କ୍ୟାନ୍‌ ସର ରୋଗ ନିରାକରଣ ପାଇଁ କେଉଁ ଆଇସେ।ଗୋପ ବଚତ୍ରାର କରାଯାଏ ?
(A) ଆୟୋଡ଼ିନ୍
(B) କୋବାଲ୍ଟ
(C) ସୋଡ଼ିୟମ୍
(D) ପୋଟାସିୟମ୍
Answer:
(B) କୋବାଲ୍ଟ

Leave a Comment