Odisha State Board BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.8 Textbook Exercise Questions and Answers.
BSE Odisha Class 6 Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.8
ଯୋଗଫଳ ନିଶ୍ଚୟ କର ।
1. \(\frac{2}{3}\) ଓ \(\frac{1}{3}\)
ସମାଧାନ:
= \(\frac{2+1}{3}=\frac{3}{3}\) = 1
2. \(\frac{3}{8}+\frac{1}{8}\)
ସମାଧାନ:
= \(\frac{3+1}{8}=\frac{4}{8}=\frac{1}{2}\)
3. \(\frac{1}{9}+\frac{2}{9}+\frac{5}{9}\)
ସମାଧାନ:
= \(\frac{1+2+5}{9}=\frac{8}{9}\)
4. \(1 \frac{2}{5}+2 \frac{1}{5}\)
ସମାଧାନ:
= \(\frac{7}{5}+\frac{11}{5}=\frac{7+11}{5}=\frac{18}{5}=3 \frac{3}{5}\)
5. \(2 \frac{1}{7}+3 \frac{2}{7}\)
ସମାଧାନ:
= \(\frac{15}{7}+\frac{23}{7}=\frac{15+23}{7}=\frac{38}{7}=5 \frac{3}{7}\)
6. \(\frac{1}{5}+\frac{3}{10}\)
ସମାଧାନ:
7. \(\frac{3}{8}+\frac{5}{16}\)
ସମାଧାନ:
8. \(\frac{5}{8}+\frac{5}{12}\)
ସମାଧାନ:
9. \(\frac{4}{9}+\frac{5}{12}\)
ସମାଧାନ:
10. \(1 \frac{3}{8}+2 \frac{5}{12}\)
ସମାଧାନ:
11. \(1 \frac{2}{5}+2 \frac{3}{10}+3 \frac{1}{2}\)
ସମାଧାନ:
12. \(1 \frac{1}{10}+2 \frac{1}{15}+3 \frac{1}{6}\)
ସମାଧାନ:
ବିୟୋଗଫଳ ନିର୍ଣ୍ଣୟ କର ।
13. \(\frac{3}{8}-\frac{1}{8}\)
ସମାଧାନ:
= \(\frac{3-1}{8}=\frac{2}{8}=\frac{1}{4}\)
14. \(\frac{7}{12}-\frac{5}{12}\)
ସମାଧାନ:
= \(\frac{7-5}{12}=\frac{2}{12}=\frac{1}{6}\)
15. \(\frac{2}{3}-\frac{5}{12}\)
ସମାଧାନ:
16. \(\frac{7}{18}-\frac{2}{9}\)
ସମାଧାନ:
17. \(\frac{5}{12}-\frac{1}{6}\)
ସମାଧାନ:
18. \(1 \frac{2}{3}-\frac{5}{6}\)
ସମାଧାନ:
19. \(2 \frac{3}{8}-1 \frac{1}{4}\)
ସମାଧାନ:
20. \(3 \frac{5}{12}-2 \frac{3}{8}\)
ସମାଧାନ:
21. \(3 \frac{7}{10}-2 \frac{8}{15}\)
ସମାଧାନ:
22. 2 – 1 \(\frac{3}{5}\)
ସମାଧାନ:
= \(\frac{2}{1}-\frac{8}{5}=\frac{2 \times 5-8 \times 1}{5}=\frac{10-8}{5}=\frac{2}{5}\)
23. 3 – 2 \(\frac{7}{8}\)
ସମାଧାନ:
= \(\frac{3}{1}-\frac{23}{8}=\frac{3 \times 8-23 \times 1}{8}=\frac{24-23}{8}=\frac{1}{8}\)
24. 2 – 1 \(\frac{5}{12}\)
ସମାଧାନ:
Question 25.
ଦୋକାନରୁ ସରିତା \(\frac{2}{5}\) ମିଟର ଲମ୍ବର ଓ ଲଳିତା \(\frac{3}{4}\) ମିଟର ଲମ୍ବର ରିବନ କିଣିଲେ । ଉଭୟ ମୋଟ କେତେ ଦୈର୍ଘ୍ୟର ରିବନ୍ କିଣିଲେ?
ସମାଧାନ:
ସରିତା ରିବନ୍ କିଣିଲେ \(\frac{2}{5}\) ମିଟର ଓ ଲଳିତା ରିବନ୍ କିଣିଲେ \(\frac{3}{4}\) ମିଟର
ମିଟର ଓ ଲଳିତା ମିଣି ରିବନ୍ କିଣିଲେ = \(\frac{2}{5}\) ମି. + \(\frac{3}{4}\) ମି. = \(\frac{2 \times 4+3 \times 5}{20}\) ମି.
= \(\frac{8+15}{20}\) ମି. = \(\frac{23}{20}\) ମି. = 1 \(\frac{3}{20}\) ମି.
ଉଭୟ ମୋଟ 1 \(\frac{3}{20}\) ମିଟର ରିବନ କିଣିଲେ ।
Question 26.
ବିଦ୍ୟାଳୟ ହତା ଚାରିପାଖରେ ଥରେ ଗଲି ଆସିବାକୁ ନିଲୁ 2 \(\frac{1}{5}\) ମିନିଟ୍ ସମୟ ନିଏ। ସେତିକି ବାଟ ସ୍ଫୁଲିବା ପାଇଁ ଜିତୁ \(\frac{7}{4}\) ମିନିଟ୍ ସମୟ ନିଏ। ଦୁଇଜଣଙ୍କ ମଧ୍ୟରୁ କିଏ କମ୍ ସମୟ ନିଏ ଓ କେତେ କମ୍ ସମୟ ନିଏ?
ସମାଧାନ:
ହତା ଚାରିପାଖରେ ଗଲି ଆସିବାକୁ ନିଲୁଲୁ ସମୟ ଲାଗେ 2 \(\frac{1}{5}\) ମିନିଟ୍ ଓ କିତୁକୁ ସମୟ ଲାଗେ \(\frac{7}{4}\) ମିନିଟ୍
\(2 \frac{1}{5}-\frac{7}{4}=\frac{11}{5}-\frac{7}{4}=\frac{11 \times 4-7 \times 5}{20}=\frac{44-35}{20}=\frac{9}{20}\) ମିନିଟ୍
ଦୁଇଜଣଙ୍କ ମଧ୍ୟରୁ କିତୁ \(\frac{9}{20}\) ମିନିଟ୍ କମ୍ ସମୟ ନିଏ