Odisha State Board BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions Textbook Exercise Questions and Answers.
BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions
1. ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
(କ) ∠A ର ସମ୍ମୁଖୀନ ବାହୁ କିଏ ?
ସମାଧାନ:
B͞C
(ଖ) କେଉଁ ବାହୁର ଦୈର୍ଘ୍ୟକୁ ‘a’ ରୂପେ ନାମିତ କରାଯାଏ ?
ସମାଧାନ:
B͞C
(ଗ) B͞C ର ଦୈର୍ଘକୁ କିପରି ନାମିତ କରାଯିବ ?
ସମାଧାନ:
a
(ଘ) A͞B ଓ A͞C ର ଛେଦରେ ଗଠିତ ଶୀର୍ଷବିନ୍ଦୁର ନାମ କ’ଣ ?
ସମାଧାନ:
A ବିନ୍ଦୁ
2. B͞A ଓ C͞A ବାହୁଦ୍ୱୟର ଅନ୍ତର୍ଗତ କୋଣ ହେଉଛି ∠BAC ।
ସେହିପରି, A͞B ଓ B͞C ର ଅନ୍ତର୍ଗତ କୋଣ ∠ABC ।
B͞C ଓ A͞C ର ଅନ୍ତର୍ଗତ କୋଣର ନାମ କହ ।
ସମାଧାନ:
∠ACB
3. ପାର୍ଶ୍ୱସ୍ଥ ABC ତ୍ରିଭୁଜକୁ ଦେଖ ଓ ତଳେ ଦିଆଯାଇଥବା ଶୂନ୍ୟସ୍ଥାନ ପୂରଣ କର ।
(i) Δ ABC ______, ______ ଓ ______ ରେଖାଖଣ୍ଡ ତ୍ରୟର ସମାହାର।
ସମାଧାନ:
A͞B, B͞C, C͞A
(ii) P ବିନ୍ଦୁଟି ______ ବାହୁ ଉପରେ ଅବସ୍ଥିତ ।
ସମାଧାନ:
A͞B
(iii) Q ବିନ୍ଦୁଟି ______ ବାହୁ ଉପରେ ଅବସ୍ଥିତ।
ସମାଧାନ:
B͞C
(iv) R ବିନ୍ଦୁଟି ______ ବାହୁ ଉପରିସ୍ଥ ଏକ ବିନ୍ଦୁ ।
ସମାଧାନ:
C͞A
(v) A,B,C ବିନ୍ଦୁ ବ୍ୟତୀତ ଚିତ୍ରରେ ______, ______ ଓ ______ ବିନ୍ଦୁ ତିନୋଟି ଅବସ୍ଥିତ ।
ସମାଧାନ:
P, Q, R
(vi) X, Y ଓ Z ବିଦୁ୍ୟତ୍ରୟ ତ୍ରିଭୁଜ ଉପରେ (ଅର୍ଥାତ୍ ତ୍ରିଭୁଜର କୌଣସି ବାହୁ ଉପରେ) ଅବସ୍ଥିତ ନୁହନ୍ତି । ତେବେ ସେଗୁଡ଼ିକ କେଉଁଠି ଅବସ୍ଥିତ ?
ସମାଧାନ:
X ଓ Y ବିନ୍ଦୁ ଧର ଅନ୍ତର୍ଦେଶରେ ଅବସ୍ଥିତ ଏବଂ Z ବିନ୍ଦୁ ତ୍ରିଭୁଜର ବହିର୍ଦେଶରେ ଅବସ୍ଥିତ ।
ପ୍ରଶ୍ନ : ଚିତ୍ର ଦେଖ୍ ପ୍ରଶ୍ନର ଉତ୍ତର ଲେଖ ।
1. ପାର୍ଶ୍ୱସ୍ଥ ଚିତ୍ରରେ ଥିବା ଚତୁର୍ଭୁଜର ନାମ କ’ଣ ?
ସମାଧାନ:
ABCD ଚତୁର୍ଭୁଜ ।
2. ପାର୍ଶ୍ୱସ୍ଥ ଚିତ୍ରରେ ଥିବା ଚାରିଯୋଡ଼ା ସନ୍ନିହିତ ବାହୁର ନାମ ଲେଖ ।
ସମାଧାନ:
A͞B ଓ B͞C, B͞C ଓ C͞D, C͞D ଓ D͞A, A͞D ଓ A͞B
3. ପାର୍ଶ୍ୱସ୍ଥ ଚିତ୍ରରେ ଥିବା ଚତୁର୍ଭୁଜର ଦୁଇଯୋଡ଼ା ବିପରୀତ ବାହୁର ନାମ ଲେଖ ।
ସମାଧାନ:
A͞B ଓ C͞D, A͞D ଓ B͞C
4. ପାର୍ଶ୍ୱସ୍ଥ ଚିତ୍ରରେ A ଓ B ଶୀର୍ଷବିନ୍ଦୁ ଛଡ଼ା ଅନ୍ୟ କେଉଁ ଯୋଡ଼ା ଶୀର୍ଷବିନ୍ଦୁ ସନ୍ନିହିତ ଓ କେଉଁ ଯୋଡ଼ା ଶୀର୍ଷବିନ୍ଦୁ ବିପରୀତ ଚିତ୍ରରୁ ବାଛି ଲେଖ ।
ସମାଧାନ:
B ଓ C, C ଓ D, D ଓ A ଶୀର୍ଷବିନ୍ଦୁ ସନ୍ନିହିତ ।
A ଓ C ଏକ ଯୋଡ଼ା ବିପରୀତ ଶୀର୍ଷବିନ୍ଦୁ ଛଡ଼ା B ଓ D ବିପରୀତ ଶୀର୍ଷବିନ୍ଦୁ ।
5. ପାର୍ଶ୍ୱସ୍ଥ ଚିତ୍ରରେ ଥିବା ଚତୁର୍ଭୁଜର କ୍ରମିକ କୋଣ ଓ ବିପରୀତ କୋଣର ନାମ ଲେଖ ।
ସମାଧାନ:
∠ABC, ∠BCD, ∠CDA, ∠BAD – କ୍ରମିକ କୋଣ ।
∠ABC ର ବିପରୀତ ∠CDA, ∠BAD ର ବିପରୀତ ∠BCD
ଏବଂ ∠ABC ର ବିପରୀତ ∠ADC ।
ପାର୍ଶ୍ୱସ୍ଥ ଚିତ୍ରକୁ ଦେଖ୍ ଉତ୍ତର ଦିଅ ।
(କ) କେଉଁ ବିନ୍ଦୁଗୁଡ଼ିକ ଚତୁର୍ଭୁଜ ଉପରିସ୍ଥ ବିନ୍ଦୁ ?
ସମାଧାନ:
E ଓ F
(ଖ) କେଉଁ ବିନ୍ଦୁଗୁଡ଼ିକ ଚତୁର୍ଭୁଜର ଅନ୍ତଃସ୍ଥ ବିନ୍ଦୁ ?
ସମାଧାନ:
X ଓ Y
(ଗ) କେଉଁ ବିନ୍ଦୁଗୁଡ଼ିକ ଚତୁର୍ଭୁଜର ବହିଃସ୍ଥ ବିନ୍ଦୁ ?
ସମାଧାନ:
M, N ଓ P
ବିଭିନ୍ନ ପ୍ରକାର ଚତୁର୍ଭୁଜର କୋଣମାନଙ୍କର ପରିମାଣ ମଧ୍ୟରେ ସମ୍ପର୍କ:
ପ୍ରତ୍ୟେକ ପ୍ରକାର ଚତୁର୍ଭୁଜର ଯେଉଁ ଚିତ୍ରଗୁଡ଼ିକ ଆଗରୁ ଦିଆଯାଇଛି, ସେହି ଚିତ୍ରରୁ କୋଣମାନଙ୍କର ପରିମାଣ ତୁମ ପ୍ରୋଟ୍ରାକ୍ଟର ସାହାଯ୍ୟରେ ମାପ । ସାରଣୀରେ ଖାଲିଥିବା ଘରେ ‘ଠିକ୍’ ବା ‘ଭୁଲ’ ଲେଖ ।
ଚତୁର୍ଭୁଜର ନାମ | ବିପରୀତ କୋଣ ମାନଙ୍କର ପରିମାଣ ସମାନ |
ଗ୍ୱରେଟି ଯାକ କୋଣର ପରିମାଣ ସମାନ |
ଆୟତଚିତ୍ର | ||
ବର୍ଗଚିତ୍ର | ||
ସାମାନ୍ତରିକ ଚିତ୍ର | ||
ରମ୍ବସ୍ | ||
ଟ୍ରାପିଜିୟମ୍ |
ସମାଧାନ:
ଚତୁର୍ଭୁଜର ନାମ | ବିପରୀତ କୋଣ ମାନଙ୍କର ପରିମାଣ ସମାନ |
ଗ୍ୱରେଟି ଯାକ କୋଣର ପରିମାଣ ସମାନ |
ଆୟତଚିତ୍ର | ଠିକ୍ | ଠିକ୍ |
ବର୍ଗଚିତ୍ର | ଠିକ୍ | ଠିକ୍ |
ସାମାନ୍ତରିକ ଚିତ୍ର | ଠିକ୍ | ଭୁଲ |
ରମ୍ବସ୍ | ଠିକ୍ | ଭୁଲ |
ଟ୍ରାପିଜିୟମ୍ | ଭୁଲ | ଭୁଲ |
କହିଲ ଦେଖ୍:
ବୃତ୍ତର ବ୍ୟାସ ଜଣାଥିଲେ ଏହାର ବ୍ୟାସାର୍ଷ କିପରି ବାହାରିବ ।
ସମାଧାନ:
ବୃତ୍ତର ବ୍ୟାସର ଅଧା କରିଦେଲେ ବା 2 ଦ୍ବାରା ଭାଗକଲେ ବ୍ୟାସାର୍ଦ୍ଧ ବାହାରିବ ।
ଚିତ୍ର ଦେଖ୍ ଉତ୍ତର ଦିଅ ।
(କ) C,D,A ଓ ______ ବିନ୍ଦୁ ଗୁଡ଼ିକ ବୃତ୍ତ ଉପରେ ଅବସ୍ଥିତ।
ସମାଧାନ:
B
(ଖ) M ଓ ______ ବୃତ୍ତର ବହିଃସ୍ଥ ବିନ୍ଦୁ ଅଟନ୍ତି ।
ସମାଧାନ:
N
(ଗ) X,O ଓ ______ ବୃତ୍ତର ଅନ୍ତଃସ୍ଥ ବିନ୍ଦୁ ଅଟନ୍ତି ।
ସମାଧାନ:
Y
ଉତ୍ତର ଲେଖ: (ଶୂନ୍ୟସ୍ଥାନ ପୂରଣ କରାଯାଇଛି ।)
(କ) \(\widehat{\mathrm{DAC}}\), \(\widehat{\mathrm{DBC}}\), _________ ଓ _________ ଦତ୍ତ ବୃତ୍ତର ଗୋଟିଏ ଗୋଟିଏ ଚାପ ।
ସମାଧାନ:
\(\widehat{\mathrm{ACB}}\) ଓ \(\widehat{\mathrm{ADB}}\)
(ଖ) \(\widehat{\mathrm{DBC}}\) ଚାପର _________ ଓ _________ ଦୁଇଟି ପ୍ରାନ୍ତ ବିନ୍ଦୁ ।
ସମାଧାନ:
D, C
(ଗ) \(\widehat{\mathrm{ADB}}\) ଚାପ ଓ _________ ଚାପର ସଂଯୋଗରେ ସମୁଦାୟ ବୃତ୍ତଟି ଗଠିତ ହୁଏ ।
ସମାଧାନ:
\(\widehat{\mathrm{ACB}}\)
(ଘ) \(\widehat{\mathrm{ACB}}\) ଚାପର A ବିନ୍ଦୁ ଓ _________ ବିନ୍ଦୁ ବ୍ୟତୀତ ଅନ୍ୟ ସମସ୍ତ ବିନ୍ଦୁ ଚାପର ଅନ୍ତଃସ୍ଥ ବିନ୍ଦୁ ।
ସମାଧାନ:
B
ନିଜେ କରି ଦେଖ:
ତଳେ ଦିଆଯାଇଥବା ଚିତ୍ର ପରି କାଗଜରେ ସ୍କେଲ୍ ଓ କମ୍ପାସ୍ ଦ୍ୱାରା ବିଭିନ୍ନ ଚିତ୍ର ପ୍ରସ୍ତୁତ କରି ବୃତ୍ତଖଣ୍ଡ, ବୃତ୍ତକଳା ଓ ଅର୍ଥବୃତ୍ତ ଚିହ୍ନଟ କର ।
ସମାଧାନ:
ତୁମ ପରିବେଶରେ କେଉଁ କେଉଁଠାରେ କୋନ୍ ଆକୃତିର ଘନବସ୍ତୁ ଦେଖୁଛ ଲେଖ ।
ସମାଧାନ:
ନଟୁ, ଟୋପି, କାହାଳୀ, ଶୁଖୁଲା ବାଲିଗଦା, ଧାନ, ମୁଗ ଆଦି ଶସ୍ୟ ଗଦାକରି ରଖିଲେ ତାହା କୋନ୍ ଆକୃତି ପରି ଦେଖାଯାଏ ।
ଚିତ୍ରଦେଖ୍ ଉତ୍ତର ଦିଅ ।
(କ) ତ୍ରିଭୁଜାକାର ବିଶିଷ୍ଟ ପିରାମିଡ୍ର ପୃଷ୍ଠସଂଖ୍ୟା କେତେ ?
ସମାଧାନ:
4ଟି
(ଖ) ତ୍ରିଭୁଜାକାର ବିଶିଷ୍ଟ ପିରାମିଡ୍ରର ଧାର ସଂଖ୍ୟା କେତେ ?
ସମାଧାନ:
6ଟି
(ଗ) ଏହା ଶୀର୍ଷ ସଂଖ୍ୟା କେତେ ?
ସମାଧାନ:
4ଟି
ତଳେ ଦିଆଯାଇଥିବା ଭଳି ଏକ ସାରଣୀ ତିଆରି କରି ଖାଲିଘରେ ଉତ୍ତର ଲେଖ । (ପ୍ରଶ୍ନ ସହ ଉତ୍ତର)
ଆକୄତିର ନାମ | ପୃଷ୍ଠ ସଂଖ୍ୟା | ଧାର ସଂଖ୍ୟା | ଣୀର୍ଷ ସଂଖ୍ୟା |
ଆୟତଘନ | |||
ସମଘନ | |||
ସିଲିଣ୍ଡର୍ | |||
ଗୋଲକ | |||
କୋନ୍ | |||
ପ୍ରିଜିମ୍ |
ସମାଧାନ:
ଆକୄତିର ନାମ | ପୃଷ୍ଠ ସଂଖ୍ୟା | ଧାର ସଂଖ୍ୟା | ଣୀର୍ଷ ସଂଖ୍ୟା |
ଆୟତଘନ | 6 | 12 | 8 |
ସମଘନ | 6 | 12 | 8 |
ସିଲିଣ୍ଡର୍ | 3 | 2 | ନାହିଁ |
ଗୋଲକ | 1 | ନାହିଁ | ନାହିଁ |
କୋନ୍ | 1 | 1 | 1 |
ପ୍ରିଜିମ୍ | 5 | 9 | 6 |