BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions

Odisha State Board BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions

1. ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ।
(କ) ∠A ର ସମ୍ମୁଖୀନ ବାହୁ କିଏ ?
ସମାଧାନ:
B͞C

(ଖ) କେଉଁ ବାହୁର ଦୈର୍ଘ୍ୟକୁ ‘a’ ରୂପେ ନାମିତ କରାଯାଏ ?
ସମାଧାନ:
B͞C

(ଗ) B͞C ର ଦୈର୍ଘକୁ କିପରି ନାମିତ କରାଯିବ ?
ସମାଧାନ:
a

(ଘ) A͞B ଓ A͞C ର ଛେଦରେ ଗଠିତ ଶୀର୍ଷବିନ୍ଦୁର ନାମ କ’ଣ ?
ସମାଧାନ:
A ବିନ୍ଦୁ

2. B͞A ଓ C͞A ବାହୁଦ୍ୱୟର ଅନ୍ତର୍ଗତ କୋଣ ହେଉଛି ∠BAC ।
ସେହିପରି, A͞B ଓ B͞C ର ଅନ୍ତର୍ଗତ କୋଣ ∠ABC ।
B͞C ଓ A͞C ର ଅନ୍ତର୍ଗତ କୋଣର ନାମ କହ ।
ସମାଧାନ:
∠ACB

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions

3. ପାର୍ଶ୍ୱସ୍ଥ ABC ତ୍ରିଭୁଜକୁ ଦେଖ ଓ ତଳେ ଦିଆଯାଇଥବା ଶୂନ୍ୟସ୍ଥାନ ପୂରଣ କର ।
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions 1
(i) Δ ABC ______, ______ ______ ରେଖାଖଣ୍ଡ ତ୍ରୟର ସମାହାର।
ସମାଧାନ:
A͞B, B͞C, C͞A

(ii) P ବିନ୍ଦୁଟି ______ ବାହୁ ଉପରେ ଅବସ୍ଥିତ ।
ସମାଧାନ:
A͞B

(iii) Q ବିନ୍ଦୁଟି ______ ବାହୁ ଉପରେ ଅବସ୍ଥିତ।
ସମାଧାନ:
B͞C

(iv) R ବିନ୍ଦୁଟି ______ ବାହୁ ଉପରିସ୍ଥ ଏକ ବିନ୍ଦୁ ।
ସମାଧାନ:
C͞A

(v) A,B,C ବିନ୍ଦୁ ବ୍ୟତୀତ ଚିତ୍ରରେ ______, ______ ______ ବିନ୍ଦୁ ତିନୋଟି ଅବସ୍ଥିତ ।
ସମାଧାନ:
P, Q, R

(vi) X, Y ଓ Z ବିଦୁ୍ୟତ୍ରୟ ତ୍ରିଭୁଜ ଉପରେ (ଅର୍ଥାତ୍‌ ତ୍ରିଭୁଜର କୌଣସି ବାହୁ ଉପରେ) ଅବସ୍ଥିତ ନୁହନ୍ତି । ତେବେ ସେଗୁଡ଼ିକ କେଉଁଠି ଅବସ୍ଥିତ ?
ସମାଧାନ:
X ଓ Y ବିନ୍ଦୁ ଧର ଅନ୍ତର୍ଦେଶରେ ଅବସ୍ଥିତ ଏବଂ Z ବିନ୍ଦୁ ତ୍ରିଭୁଜର ବହିର୍ଦେଶରେ ଅବସ୍ଥିତ ।

ପ୍ରଶ୍ନ : ଚିତ୍ର ଦେଖ୍ ପ୍ରଶ୍ନର ଉତ୍ତର ଲେଖ ।
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions 2
1. ପାର୍ଶ୍ୱସ୍ଥ ଚିତ୍ରରେ ଥିବା ଚତୁର୍ଭୁଜର ନାମ କ’ଣ ?
ସମାଧାନ:
ABCD ଚତୁର୍ଭୁଜ ।

2. ପାର୍ଶ୍ୱସ୍ଥ ଚିତ୍ରରେ ଥିବା ଚାରିଯୋଡ଼ା ସନ୍ନିହିତ ବାହୁର ନାମ ଲେଖ ।
ସମାଧାନ:
A͞B ଓ B͞C, B͞C ଓ C͞D, C͞D ଓ D͞A, A͞D ଓ A͞B

3. ପାର୍ଶ୍ୱସ୍ଥ ଚିତ୍ରରେ ଥିବା ଚତୁର୍ଭୁଜର ଦୁଇଯୋଡ଼ା ବିପରୀତ ବାହୁର ନାମ ଲେଖ ।
ସମାଧାନ:
A͞B ଓ C͞D, A͞D ଓ B͞C

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions

4. ପାର୍ଶ୍ୱସ୍ଥ ଚିତ୍ରରେ A ଓ B ଶୀର୍ଷବିନ୍ଦୁ ଛଡ଼ା ଅନ୍ୟ କେଉଁ ଯୋଡ଼ା ଶୀର୍ଷବିନ୍ଦୁ ସନ୍ନିହିତ ଓ କେଉଁ ଯୋଡ଼ା ଶୀର୍ଷବିନ୍ଦୁ ବିପରୀତ ଚିତ୍ରରୁ ବାଛି ଲେଖ ।
ସମାଧାନ:
B ଓ C, C ଓ D, D ଓ A ଶୀର୍ଷବିନ୍ଦୁ ସନ୍ନିହିତ ।
A ଓ C ଏକ ଯୋଡ଼ା ବିପରୀତ ଶୀର୍ଷବିନ୍ଦୁ ଛଡ଼ା B ଓ D ବିପରୀତ ଶୀର୍ଷବିନ୍ଦୁ ।

5. ପାର୍ଶ୍ୱସ୍ଥ ଚିତ୍ରରେ ଥ‌ିବା ଚତୁର୍ଭୁଜର କ୍ରମିକ କୋଣ ଓ ବିପରୀତ କୋଣର ନାମ ଲେଖ ।
ସମାଧାନ:
∠ABC, ∠BCD, ∠CDA, ∠BAD – କ୍ରମିକ କୋଣ ।
∠ABC ର ବିପରୀତ ∠CDA, ∠BAD ର ବିପରୀତ ∠BCD
ଏବଂ ∠ABC ର ବିପରୀତ ∠ADC ।

ପାର୍ଶ୍ୱସ୍ଥ ଚିତ୍ରକୁ ଦେଖ୍ ଉତ୍ତର ଦିଅ ।
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions 3
(କ) କେଉଁ ବିନ୍ଦୁଗୁଡ଼ିକ ଚତୁର୍ଭୁଜ ଉପରିସ୍ଥ ବିନ୍ଦୁ ? 
ସମାଧାନ:
E F

(ଖ) କେଉଁ ବିନ୍ଦୁଗୁଡ଼ିକ ଚତୁର୍ଭୁଜର ଅନ୍ତଃସ୍ଥ ବିନ୍ଦୁ ? 
ସମାଧାନ:
X Y

(ଗ) କେଉଁ ବିନ୍ଦୁଗୁଡ଼ିକ ଚତୁର୍ଭୁଜର ବହିଃସ୍ଥ ବିନ୍ଦୁ ?
ସମାଧାନ:
M, N ଓ P

ବିଭିନ୍ନ ପ୍ରକାର ଚତୁର୍ଭୁଜର କୋଣମାନଙ୍କର ପରିମାଣ ମଧ୍ୟରେ ସମ୍ପର୍କ:
ପ୍ରତ୍ୟେକ ପ୍ରକାର ଚତୁର୍ଭୁଜର ଯେଉଁ ଚିତ୍ରଗୁଡ଼ିକ ଆଗରୁ ଦିଆଯାଇଛି, ସେହି ଚିତ୍ରରୁ କୋଣମାନଙ୍କର ପରିମାଣ ତୁମ ପ୍ରୋଟ୍ରାକ୍ଟର ସାହାଯ୍ୟରେ ମାପ । ସାରଣୀରେ ଖାଲିଥିବା ଘରେ ‘ଠିକ୍’ ବା ‘ଭୁଲ’ ଲେଖ ।

ଚତୁର୍ଭୁଜର ନାମ ବିପରୀତ କୋଣ
ମାନଙ୍କର ପରିମାଣ ସମାନ
ଗ୍ୱରେଟି ଯାକ କୋଣର ପରିମାଣ ସମାନ
ଆୟତଚିତ୍ର
ବର୍ଗଚିତ୍ର
ସାମାନ୍ତରିକ ଚିତ୍ର
ରମ୍ବସ୍
ଟ୍ରାପିଜିୟମ୍

ସମାଧାନ:

ଚତୁର୍ଭୁଜର ନାମ ବିପରୀତ କୋଣ
ମାନଙ୍କର ପରିମାଣ ସମାନ
ଗ୍ୱରେଟି ଯାକ କୋଣର ପରିମାଣ ସମାନ
ଆୟତଚିତ୍ର ଠିକ୍ ଠିକ୍
ବର୍ଗଚିତ୍ର ଠିକ୍ ଠିକ୍
ସାମାନ୍ତରିକ ଚିତ୍ର ଠିକ୍ ଭୁଲ
ରମ୍ବସ୍ ଠିକ୍ ଭୁଲ
ଟ୍ରାପିଜିୟମ୍ ଭୁଲ ଭୁଲ

କହିଲ ଦେଖ୍:
ବୃତ୍ତର ବ୍ୟାସ ଜଣାଥିଲେ ଏହାର ବ୍ୟାସାର୍ଷ କିପରି ବାହାରିବ ।
ସମାଧାନ:
ବୃତ୍ତର ବ୍ୟାସର ଅଧା କରିଦେଲେ ବା 2 ଦ୍ବାରା ଭାଗକଲେ ବ୍ୟାସାର୍ଦ୍ଧ ବାହାରିବ ।

ଚିତ୍ର ଦେଖ୍ ଉତ୍ତର ଦିଅ ।
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions 4
(କ) C,D,A ଓ ______ ବିନ୍ଦୁ ଗୁଡ଼ିକ ବୃତ୍ତ ଉପରେ ଅବସ୍ଥିତ।
ସମାଧାନ:
B

(ଖ) M ଓ ______ ବୃତ୍ତର ବହିଃସ୍ଥ ବିନ୍ଦୁ ଅଟନ୍ତି
ସମାଧାନ:
N

() X,O ______  ବୃତ୍ତର ଅନ୍ତଃସ୍ଥ ବିନ୍ଦୁ ଅଟନ୍ତି ।
ସମାଧାନ:
Y

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions

ଉତ୍ତର ଲେଖ: (ଶୂନ୍ୟସ୍ଥାନ ପୂରଣ କରାଯାଇଛି ।)
(କ) \(\widehat{\mathrm{DAC}}\), \(\widehat{\mathrm{DBC}}\), _________ ଓ _________ ଦତ୍ତ ବୃତ୍ତର ଗୋଟିଏ ଗୋଟିଏ ଚାପ ।
ସମାଧାନ:
\(\widehat{\mathrm{ACB}}\) ଓ \(\widehat{\mathrm{ADB}}\)

(ଖ) \(\widehat{\mathrm{DBC}}\) ଚାପର _________ ଓ _________ ଦୁଇଟି ପ୍ରାନ୍ତ ବିନ୍ଦୁ ।
ସମାଧାନ:
D, C

(ଗ) \(\widehat{\mathrm{ADB}}\) ଚାପ ଓ _________ ଚାପର ସଂଯୋଗରେ ସମୁଦାୟ ବୃତ୍ତଟି ଗଠିତ ହୁଏ ।
ସମାଧାନ:
\(\widehat{\mathrm{ACB}}\)

(ଘ) \(\widehat{\mathrm{ACB}}\) ଚାପର A ବିନ୍ଦୁ ଓ _________ ବିନ୍ଦୁ ବ୍ୟତୀତ ଅନ୍ୟ ସମସ୍ତ ବିନ୍ଦୁ ଚାପର ଅନ୍ତଃସ୍ଥ ବିନ୍ଦୁ ।
ସମାଧାନ:
B

ନିଜେ କରି ଦେଖ:
ତଳେ ଦିଆଯାଇଥବା ଚିତ୍ର ପରି କାଗଜରେ ସ୍କେଲ୍ ଓ କମ୍ପାସ୍ ଦ୍ୱାରା ବିଭିନ୍ନ ଚିତ୍ର ପ୍ରସ୍ତୁତ କରି ବୃତ୍ତଖଣ୍ଡ, ବୃତ୍ତକଳା ଓ ଅର୍ଥବୃତ୍ତ ଚିହ୍ନଟ କର ।
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions 5
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions 6

ତୁମ ପରିବେଶରେ କେଉଁ କେଉଁଠାରେ କୋନ୍ ଆକୃତିର ଘନବସ୍ତୁ ଦେଖୁଛ ଲେଖ ।
ସମାଧାନ:
ନଟୁ, ଟୋପି, କାହାଳୀ, ଶୁଖୁଲା ବାଲିଗଦା, ଧାନ, ମୁଗ ଆଦି ଶସ୍ୟ ଗଦାକରି ରଖିଲେ ତାହା କୋନ୍ ଆକୃତି ପରି ଦେଖାଯାଏ ।

ଚିତ୍ରଦେଖ୍ ଉତ୍ତର ଦିଅ ।
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions 7
(କ) ତ୍ରିଭୁଜାକାର ବିଶିଷ୍ଟ ପିରାମିଡ୍‌ର ପୃଷ୍ଠସଂଖ୍ୟା କେତେ ?
ସମାଧାନ:
4ଟି

(ଖ) ତ୍ରିଭୁଜାକାର ବିଶିଷ୍ଟ ପିରାମିଡ୍ରର ଧାର ସଂଖ୍ୟା କେତେ ?
ସମାଧାନ:
6ଟି

(ଗ) ଏହା ଶୀର୍ଷ ସଂଖ୍ୟା କେତେ ?
ସମାଧାନ:
4ଟି

BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି InText Questions

ତଳେ ଦିଆଯାଇଥ‌ିବା ଭଳି ଏକ ସାରଣୀ ତିଆରି କରି ଖାଲିଘରେ ଉତ୍ତର ଲେଖ । (ପ୍ରଶ୍ନ ସହ ଉତ୍ତର)

ଆକୄତିର ନାମ ପୃଷ୍ଠ ସଂଖ୍ୟା ଧାର ସଂଖ୍ୟା ଣୀର୍ଷ ସଂଖ୍ୟା
ଆୟତଘନ
ସମଘନ
ସିଲିଣ୍ଡର୍
ଗୋଲକ
କୋନ୍
ପ୍ରିଜିମ୍

ସମାଧାନ:

ଆକୄତିର ନାମ ପୃଷ୍ଠ ସଂଖ୍ୟା ଧାର ସଂଖ୍ୟା ଣୀର୍ଷ ସଂଖ୍ୟା
ଆୟତଘନ 6 12 8
ସମଘନ 6 12 8
ସିଲିଣ୍ଡର୍ 3 2 ନାହିଁ
ଗୋଲକ 1 ନାହିଁ ନାହିଁ
କୋନ୍ 1 1 1
ପ୍ରିଜିମ୍ 5 9 6

Leave a Comment