Odisha State Board BSE Odisha 7th Class Sanskrit Solutions Chapter 18 ଲଙ୍ଲକାର ପ୍ରୟୋଗଃ Textbook Exercise Questions and Answers.
BSE Odisha Class 7 Sanskrit Solutions Chapter 18 ଲଙ୍ଲକାର ପ୍ରୟୋଗଃ
१. उत्तराणि लिखतु
(ଉତ୍ତରାଣି ଲିଖତୁ) ଉତ୍ତର ଲେଖନ୍ତୁ:
(क) जम्बुवृक्षे कः अवसत् ?
ଜମ୍ବୁବୃକ୍ଷେ ଡଃ ଅବସତ୍ ?
(ଜାମୁ ଗଛରେ କିଏ ବାସ କରୁଥିଲା।)
उत्तर :
जम्बुवृक्षे वानरः अवसत्।
ଜମ୍ବୁବୃକ୍ଷେ ବାନରଃ ଅବସତ୍।
(ख) वानरः जम्बुफलानि कस्य कृते अददात् ?
ବାନରଃ ଜମ୍ବୁଫଳାନି କସ୍ୟ କୃତେ ଅଦଦାତ୍ ?
(ମାଙ୍କଡ଼ ଜାମୁକୋଳି କାହାକୁ ଦେଲା ?)
उत्तर :
वानरः जम्बुफलानि मकरस्य कृते अददात्।
ବାନରଃ ଜମ୍ବୁ ଫଳାନି ମକରସ୍ୟ କୃତେ ଅଦଦାତ୍।
(ग) कानि फलानि मधुराणि ?
କାନି ଫଳାନି ମଧୁରାଣି ?
(କେଉଁ ଫଳସବୁ ମଧୁର ?)
उत्तर :
जम्बुफलानि मधुराणि।
ଜମ୍ବୁ ଫଳାନି ମଧୁରାଣି।
(घ) वानर:किम् आरोहत् ?
ବାନରଃ କିମ୍ ଆରୋହତ୍ ?
(ମାଙ୍କଡ଼ କ’ଣ ଚଢ଼ିଲା ?)
उत्तर :
वानर:मकरस्य पृष्ठम् आरोहत्।
ବାନରଃ ମକରସ୍ୟ ପୃଷ୍ଠମ୍ ଆରୋହତ୍।
(ङ) क:निराशः अभवत् ?
କଃ ନିରାଶଃ ଅଭବତ୍ ?
କିଏ ହତାଶ ହେଲା ?
उत्तर :
मकर:निराश:अभवत्।
ମକରଃ ନିରାଶଃ ଅଭବତ୍ ।
२. शून्यस्थानानि पूरयतु (ଶୂନ୍ୟସ୍ଥାନାନି ପୂରୟତୁ)
ଶୂନ୍ୟସ୍ଥାନ ପୂରଣ କର :
(क) एक: ……………. अवसत्।
(अहम्,वानरः,त्वम्)
(ख) मधुराणि ………… खादति ।
(फलं, फले, फलानि)
(ग) ………… ! सत्यं वदामि ।
(मित्रः, मित्रे, मित्र)
(घ) स: वानरं प्रति …………
(अकथय :, अकथयत्, अकथयम्)
(ङ) वानर: ………… अभवत् ।
(चकितः, चकितौ, चकिताः)
उत्तर :
(क) वानरः ବାନରଃ
(ख) फलानि ଫଳାନି
(ग) मित्र ମିତ୍ର
(घ) अकथयत् ଅକଥୟତ୍
(ङ) चकितः ଚକିତଃ
३. रेखाङ्कितपदानां संशोधनं करोतु।
(ରେଖାଙ୍କିତପଦାନାଂ ସଂଶୋଧନଂ କରୋତୁ।)
(क) अहं तत्र त्वं नयामि ।
(ख) अपरस्या दिवसे मकरः पुनः आगच्छत्।
(ग) एकस्मिन् नद्याः तीरे जम्बुवृक्षः आसीत्।
(घ) स: प्रक्वफलानि भक्षणम् अकरोत् ।
(ङं) मम भार्या तव हृदयम् इच्छामि ।
उत्तर :
(क) त्वां ନାଂ
(ख) अपरस्मिन् ଅପରସ୍କ୍ରିନ୍
(ग) एकस्या: ଏକସ୍ଯ
(घ) पक्वफलानां ପକ୍ବଫଳାନାଂ
(ङ) इच्छति ଇଚ୍ଛତି
४. चित्रं पश्यतु नाम लिखतु
(ଚିତ୍ର ପଶ୍ୟତୁ ନାମ ଲିଖନ୍ତୁ ।)
उत्तर :
(क) वानरः ବାନରଃ
(ख) वृक्ष: ବୃକ୍ଷ :
(ग) मकरः ମକରଃ
(घ) गज: ଗଜଃ
अतिरिक्त प्रश्नोत्तरम्
(ଅତିରିକ୍ତ ପ୍ରଶ୍ନୋତ୍ତରମ୍)
१. मातृभाषया अनुवादं कुरुत।
(क) वृक्षस्य शाखायाम् एक: वानरः अवसत्।
ଗଛ ଡାଳରେ ଗୋଟିଏ ମାଙ୍କଡ ବାସ କରୁଥିଲା ।
(ख) स: मकरः कानिचन फलानि अखादत्।
ସେ କୁମ୍ଭୀର କେତେକ ଫଳ ଖାଇଲା ।
(ग) अहं तस्य वानरस्य हृदयम् इच्छामि।
ମୁଁ ସେହି ମାଙ୍କଡର ହୃଦୟ ଇଚ୍ଛା କରୁଛି ।
(घ) आगच्छ मम पृष्ठदेशे उपविश।
ଆସ ମୋ ପିଠିରେ ବସ ।
(ङ) मित्र ! सत्यं वदामि।
ବନ୍ଧୁ ! ସତ କହୁଛି ।
(च) हृदयं वृक्षस्य कोटरे अस्ति।
ହୃଦୟ ଗଛ କୋରଡରେ ଅଛି ।
(छ) मूर्ख: मकरः निराशः अभवत्।
ମୂର୍ଖ କୁମ୍ଭୀର ନିରାଶ ହେଲା ।
२. विक्षिप्तवर्णानां मेलनेन शुद्धपदं रचयत।
(क) या शा खा म्
उत्तर :
ଶାଖାୟାମ୍
(ख) णा स्व प्रा न्
उत्तर :
ସପ୍ରାଣାନ୍
(ग) तः किच
उत्तर :
ଚକିତଃ
(घ) या आ मि न
उत्तर :
ଆନୟାମି
(ङ) से व दि
उत्तर :
ଦିବସେ
३. स्तम्भमेलनं कुरूत।
‘क’ समम्भ: — ‘ख’ स्तम्भ:
एक: — हृदयम्
नद्या: — शाखायाम्
वृक्षस्य — चकित:
तव — मकर:
वानर: — तीरे
उत्तर :
‘କ’ ସ୍ତମ୍ଭ — ‘ଖ’ ସ୍ତମ୍ଭ
ଏକଃ — ମକରଃ
ନମଃ — ତୀରେ
ବୃକ୍ଷସ୍ଯ — ଶାଖାୟାମ୍
ତବ — ହୃଦୟମ୍
ବାନରଃ — ଚକିତଃ
४. मातृभाषया अर्थं प्रकाशयत।
(क) अधुना
उत्तर :
ବଧିମାନ
(ख) अवसत्
उत्तर :
ବାସ କରୁଥିଲା
(ग) अरक्षत्
उत्तर :
ରକ୍ଷା କଲା
(घ) मकरः
उत्तर :
କୁମ୍ଭୀର
(ङ) झटिति
उत्तर :
ଶୀଘ୍ର
८. उत्तर चयनं कुरूत।
(क) नद्याः तीरे क: वृक्ष: आसीत् ?
(a) जम्बु वृक्ष:
(b) आम्र वृक्ष:
(c) पनस वृक्ष:
(d) कदली वृक्ष:
उत्तर :
(a) ଜମ୍ବୁବୃକ୍ଷ
(ख) क: पक्वफलानां भक्षणम् अकरोत् ?
(a) मकर:
(b) शृगाल:
(c) वानर:
(d) कच्छपः
उत्तर :
(c) ବାନରଃ
(ग) क: पुन: वृक्षमूलम् आगच्छत् ?
(a) शृगाल:
(b) वानरः
(c) मूषिक:
(d) मकर:
उत्तर :
(d) ମକରଃ
(घ) हृदयं कस्य कोटरे अस्ति इति वानरः अवदत् ?
(a) नद्या:
(b) वृक्षस्य
(c) जलस्य
(d) लताया:
उत्तर :
(b) ବୃକ୍ଷସ୍ଯ
(ङ) वानरः केन स्वप्राणान् अरक्षत् ?
(a) कौशलेन
(b) सूत्रेण
(c) बलेन
(d) अस्रेण
उत्तर :
(a) କୌଶଳେନ
चतुरः वानरः
(ଚତୁରଃ ବାନରଃ) ଚତୁର ମାଙ୍କଡ଼
एकस्या: नद्या: तीरे एक: जम्बुवृक्ष: आसीत्। वृक्षस्य शाखायाम् एक: वानर: अवसत् । सः पक्वफलानां भक्षणम् अकरोत् ।
ଏକସ୍ୟା ନଦ୍ୟା ତୀରେ ଏକଃ ଜମ୍ବୁବୃକ୍ଷୀ ଆସୀତ୍ । ବୃକ୍ଷସ୍ୟ ଶାଖାୟାମ୍ ଏକଃବାନରଃ ଅବସତ୍ । ଡଃ ପକ୍ବଫଳାନାଂ ଭକ୍ଷଣମ୍ ଅକରୋତ୍।
ଶବ୍ଦାର୍ଥୀ :
- ତୀରେ – କୂଳେ କୂଳରେ।
- ଜମ୍ବୁବୃକ୍ଷ – ଜାମୁକୋଳି ଗଛ।
- ଆସୀତ୍ – ଥିଲା।
- ଶାଖାୟାମ୍ – ଡାଳରେ।
- ବାନରଃ – ମାଙ୍କଡ଼ ।
- ଅବସତ୍ – ବାସ କରୁଥିଲା ।
- ପଦ୍ମଫଳାନାଂ – ପାଚିଲା ଫଳ।
- ଅକରୋତ୍ – କରୁଥିଲା।
ଅର୍ଥ :
ଗୋଟିଏ ନଈ କୂଳରେ ଏକ ଜାମୁଗଛ ଥିଲା। ଗଛ ଡାଳରେ ଗୋଟିଏ ମାଙ୍କଡ଼ ବାସକରୁଥିଲା। ସେ ପାଚିଲାଫଳ ଖାଉଥିଲା।
एकदा एक: मकरः वृक्षमूलम् आगच्छत्। वानर: मकरस्य कृते पक्वानि फलानि अददात् । सः मकरः कानिचन फलानि अखादत् । कानिचन भार्याया: कृते गृहम् अनयत्। तस्य भार्या मकरं प्रति अकथयत् – “अहो जम्बुफलानि मधुराणि । य: प्रतिदिनं मधुराणि फलानि खादति तस्य हृदयम् अवश्यं मधुरम् । भो पतिदेव ! अहं तस्य वानरस्य हृदयम् इच्छामि।’’
ଶବ୍ଦାର୍ଥୀ :
- ଏକଦା – ଥରେ।
- ମକରଃ – କୁମ୍ଭୀର।
- ଆଗଚ୍ଛତ୍ – ଆସିଲା।
- ମକରସ୍ୟ କୃତେ – କୁମ୍ଭୀର ପାଇଁ।
- ପକ୍ବାନି ଫଳାନି – ପାଚିଲା ଫଳ ।
- ଅଦଦାତ୍ – ଦେଉଥିଲେ।
- କାନିଚନ – କେତେକ ।
- ଭାର୍ଯ୍ୟାୟା-କୃତେ – ସ୍ତ୍ରୀ ପାଇଁ ।
- ଅନୟତ୍ – ନେଇଥିଲା।
- ପ୍ରତି – ଆଡ଼କୁ।
- ଅହୋ ! – ଆହେ ।
- ପ୍ରତିଦିନଂ – ନିତିଦିନ ।
- ଅବଶ୍ୟମ୍ – ନିଶ୍ଚୟ ।
ଅର୍ଥ :
ଥରେ ଗୋଟିଏ କୁମ୍ଭୀର ଗଛମୂଳକୁ ଆସିଲା। ମାଙ୍କଡ଼ କୁମ୍ଭୀର ପାଚିଲା ଫଳ ଦେଲା। ସେ କୁମ୍ଭୀର କେତେକ ଫଳ ଖାଇଲା। କେତେକ ଫଳ ସ୍ତ୍ରୀ ପାଇଁ ଘରକୁ ନେଲା। ତା’ର ସ୍ତ୍ରୀ କୁମ୍ଭୀରକୁ କହିଲା – ‘ ଆହେ ଜାମୁକୋଳି କେତେ ମିଠା। ଯିଏ ପ୍ରତିଦିନ ମିଠା ଫଳ ଖାଏ ତା’ର ହୃଦୟ ନିଶ୍ଚୟ ମଧୁର । ହେ ସ୍ଵାମୀ ! ମୁଁ ସେହି ମାଙ୍କଡ଼ର ହୃଦୟ ଇଚ୍ଛାକରୁଛି।
अपरस्मिन् दिवेसे मकरः पुनः वृक्षमूलम् आगच्छत्। स: वानरं प्रति अकथयत् – “मित्र ! मम भार्या तव निमन्त्रणम् अकरोत्। आगच्छ मम पृष्ठदेशे उपविश। अहं तत्र त्वां नयामि ।
ଶବ୍ଦାର୍ଥୀ :
- ପୁନଃ – ପୁଣି।
- ବାନରଂ – ମାଙ୍କଡ଼କୁ।
- ତବ – ତୁମର।
- ପୃଷ୍ଠଦେଶେ – ପିଠିରେ।
- ଉପବିଶ – ବସ ।
- ତତ୍ର – ସେଠାକୁ
- ବଂ – ତୁମକୁ।
ଅର୍ଥ :
ଅନ୍ୟ ଏକ ଦିନ କୁମ୍ଭୀର ପୁନଶ୍ଚ ଗଛମୂଳକୁ ଆସିଲା। ସେ ମାଙ୍କଡ଼କୁ କହିଲା – ‘ ବନ୍ଧୁ ! ମୋ ଭାର୍ଯ୍ୟା ତୁମକୁ ନିମନ୍ତ୍ରଣ କରିଛି । ଆସ ମୋର ପିଠିରେ ବସ । ମୁଁ ତୁମକୁ ସେଠାକୁ ନେଇଯିବି।
वानरः मकरपृष्ठम् आरोहत्। नदीमध्ये मकर: अवदत् – “मित्र ! सत्यं वदामि । मम भार्या तव हृदयम् इच्छति ।”
ବାନରଃ ମକରପୃଷ୍ଠମ୍ ଆରୋହିତ୍। ନଦୀମଧେ ମକରଃ ଓଁ ଅବଦତ୍ – ‘ ମିତ୍ର ! ସତ୍ୟ ବଦାମି। ମମ ଭାର୍ଯ୍ୟା ତବ ହୃଦୟମ୍ ଇଚ୍ଛତି।’’
ଶବ୍ଦାର୍ଥୀ :
- ଆରୋହତ୍ – ଚଢ଼ିଲା।
- ଅବଦତ୍ – କହିଲା।
- ବଦାମି – କହୁଛି ।
- ଇଚ୍ଛତି – ଚାହୁଁଛି।
ଅର୍ଥ :
ମାଙ୍କଡ଼ କୁମ୍ଭୀର ପିଠିରେ ଚଢ଼ିଲା। ନଈ ମଝିରେ କୁମ୍ଭୀର କହିଲା – ‘ ବନ୍ଧୁ ! ସତ କହୁଛି । ମୋ ସ୍ତ୍ରୀ ତୁମ ହୃଦୟ ଚାହୁଁଛି।
वानर: चकित: अभवत्, इष्टम् अस्मरत्। विचारम् अकरोत् । पुनः अकथयत् – ‘‘मम प्रिय मित्र ! पूर्वं कथं न अवदत् ? हृदयं वृक्षस्य कोटरे अस्ति। अधुना तत्र मां नय । तत् आनयामि । अत्र पुनः आगच्छाव:।’
ବାନରଃ ଚକିତଃ ଅଭବତ୍, ଇଷ୍ଟମ୍ ଅସ୍ମରତ୍। ବିଚାରମ୍ ଅକରୋତ୍ । ପୁନଃ ଅକଥୟତ୍ – ‘ମମ ପ୍ରିୟ ମିତ୍ର ! ପୂର୍ବ କରଂ
ନ ଅବଦତ୍ ? ହୃଦୟଂ ବୃକ୍ଷସ୍ୟ କୋଟରେ ଅସ୍ତି। ଅଧୁନା ତତ୍ର ମାଂ ନୟ। ତତ୍ ଆନୟାମି। ଅତ୍ର ପୁନଃ ଆଗଚ୍ଛାମଃ।
ଶବ୍ଦାର୍ଥୀ :
- ଚକିତଃ ଅଭବତ୍ – ଚମକି ପଡ଼ିଲା।
- ଇଷ୍ଟମ୍ – କୁଳଦେବତାଙ୍କୁ।
- ଅକଥୟତ୍ – କହିଲା ।
- କର୍ଡିଂ – କାହିଁକି ।
- କୋଟରେ – କୋରଡ଼ରେ।
- ଅଧୁନା – ବର୍ତ୍ତମାନ।
- ନୟ – ନିଅ।
- ତତ୍ – ତାହା।
- ଆଗଚ୍ଛାବ – ଆସିବା।
ଅର୍ଥ :
ମାଙ୍କଡ଼ ଚମକି ପଡ଼ିଲା, କୁଳଦେବତାଙ୍କୁ ସ୍ମରଣ କଲା। ବିଚାର କଲା। ପୁଣି କହିଲା – ‘‘ମୋର ପ୍ରିୟ ସାଙ୍ଗ ! ପୂର୍ବରୁ କାହିଁକି କହିଲୁ ନାହିଁ । ହୃଦୟ ଗଛ କୋରଡ଼ରେ ଅଛି। ବର୍ତ୍ତମାନ ମୁଁ ସେଠାକୁ ମୋତେ ନେଇଚାଲ । ତାହା ଆଣିବି । ଏଠାକୁ ପୁଣି ଆସିବା।
ततः मकरः वानरं वृक्षमूलम् अनयत् । झटिति वानरः वृक्षस्य उपरि आगच्छत् । मूर्ख : मकरः निराशः अभवत्। वानरः कौशलेन स्वप्राणान् अरक्षत् ।
ତତଃ ମକରଃ ବାନରଂ ବୃକ୍ଷମୂଳମ୍ ଅନୟତ୍। ଝଟିତି ବାନରଃ ବୃକ୍ଷସ୍ୟ ଉପରି ଆଗଚ୍ଛତ୍ । ମୂର୍ଖ ମକରଃ ନିରାଶଃ ଅଭବତ୍। ବାନରଃ କୌଶଳେନ ସ୍ଵପ୍ରାଣାନ୍ ଅରକ୍ଷତ୍ ।
ଶବ୍ଦାର୍ଥୀ :
- ତତଃ – ତାପରେ।
- ଅନୟତ୍ – ନେଲା।
- ଝଟିତି – ଶୀଘ୍ର ।
- ଉପରି – ଉପରକୁ।
- ନିରାଶଃ – ହତାଶଃ – ହତାଶ।
- ସ୍ଵପ୍ରାଣାନ୍ – ନିଜ ଜୀବନକୁ।
- ଅରକ୍ଷତ – ରକ୍ଷାକଲା।
ଅର୍ଥ :
ତା’ପରେ କୁମ୍ଭୀର ମାଙ୍କଡ଼କୁ ଗଛମୂଳକୁ ଆଣିଲା। ମାଙ୍କଡ଼ ଝିଅଟି ଗଛ ଉପରକୁ ଋଲିଗଲା। ମୂର୍ଖ କୁମ୍ଭୀର ହତାଶ ହେଲା । ମାଙ୍କଡ଼ କୌଶଳରେ ନିଜ ଜୀବନ ରକ୍ଷାକଲା।
शब्दार्थ (ଶବ୍ଦାର୍ଥ) :