Odisha State Board BSE Odisha Class 10 Sanskrit Grammar Book Solutions Chapter 13 ଭ୍ରମସଂଶୋଧନ-ଅଭ୍ୟାସ Textbook Exercise Questions and Answers.
BSE Odisha 10 Class Sanskrit Grammar Solutions Chapter 13 ଭ୍ରମସଂଶୋଧନ-ଅଭ୍ୟାସ
ଶବ୍ଦରୂପଗତ
୧। ହରିସ୍ୟ ଗାଂ ପଶ୍ୟ। – ହରେଃ ଗାଂ ପଶ୍ୟ। ( ହରିର ଗାଭକୁ ଦେଖ ।)
୨। ଭୂପତ୍ୟୁଃ ଆଦେଶଂ ପାଳୟ। – ଭୂପତେଃ ଆଦେଶଂ ପାଳୟ । ( ରାଜାଙ୍କ ଆଦେଶ ପାଳନ କର ।)
୩। ରବିଃ ଭ୍ରାତାସ୍ୟ ଗୃହଂ ଗଚ୍ଛତି। – ରବିଃ ଭ୍ରାତୁଃ ଗୃହଂ ଗଚ୍ଛତି । ( ରବି ଭାଇ ଘରକୁ ଯାଉଛି ।)
୪। ହେ ବିଷ୍ଣୁଃ ! ରକ୍ଷ। – ହେ ବିଷ୍ଠୋ ! ରକ୍ଷ। ( ହେ ବିଷ ! ରକ୍ଷା କର।)
୫। ବୃଦ୍ଧସ୍ୟ ପ୍ରାଣଃ ଅସ୍ଥିରାଃ ଭବନ୍ତି। – ବୃଦ୍ଧସ୍ୟ ପ୍ରାଣାଃ ଅସ୍ଥିରାଃ ଭବନ୍ତି । ( ବୁଢ଼ାର ପ୍ରାଣ ଅସ୍ଥିର ହେଉଛି ।)
୬| କୁମାରୀନାଂ ଲୀଳା। – କୁମାରୀଣାଂ ଲୀଳା । ( କୁମାରୀମାନଙ୍କ ଲୀଳା ।)
୭। ଅମ୍ଟେ ! ମାଂ ରକ୍ଷ। – ଅମ୍ବ ! ମାଂ ରକ୍ଷ। (ହେ ମାଆ ! ମୋତେ ରକ୍ଷା କର।)
୮। ଲକ୍ଷ୍ମୀ ଜଗନ୍ନାଥଂ ସେବତେ । – ଲକ୍ଷ୍ମୀଃ ଜଗନ୍ନାଥଂ ସେବତେ । ( ଲକ୍ଷ୍ମୀ ଜଗନ୍ନାଥଙ୍କୁ ସେବା କରୁଛନ୍ତି ।)
୯। ମମ ସସରଃ କ୍ରୀଡନ୍ତି। – ମମ ସସାରଃ କ୍ରୀଡନ୍ତି। ( ମୋର ଭଉଣୀମାନେ ଖେଳୁଛନ୍ତି।)
୧୦। ସୁନ୍ଦରୀ ବାଳିକେ। – ସୁନ୍ଦ୍ୌ ବାଳିକେ । ( ସୁନ୍ଦରୀ ବାଳିକା ଦୁଇଟି। )
୧୧। ସରଳୟା ନୀତିନା। – ସରଳୟା ନୀତ୍ୟା। ( ସରଳ ନୀତିଦ୍ବାରା।)
୧୨। ହେ ମାତା ! ଅତ୍ର ଆଗଚ୍ଛ। – ହେ ମାତଃ ! ଅତ୍ର ଆଗଚ୍ଛ । (ହେ ମାଆ ! ଏଠାକୁ ଆସ। )
୧୩। ବଧେୋଃ ଭ୍ରାତା ଆଗଚ୍ଛତି। – ବଧ୍ଵାଃ ଭ୍ରାତା ଆଗଚ୍ଛତି । ( ବୋହୂର ଭାଇ ଆସୁଛନ୍ତି ।)
୧୪। ମହ୍ାନଦୌ ତରୀଃ ଚଳତି । – ମହାନଦ୍ୟାଂ ତରୀଃ ଚଳତି। ( ମହାନଦୀରେ ନୌକା ଚାଲୁଛି ।)
୧୫। କାକଃ ଚଞ୍ଚୁନା ଖାଦତି। – କାକଃ ଚଞ୍ଚ୍ା ଖାଦତି । ( କାଉ ଥଣ୍ଟରେ ଖାଉଛି। )
୧୬। ଲକ୍ଷ୍ମୀ ସାଗରସ୍ୟ ଦୁହିତା। – ଲକ୍ଷ୍ମୀଃ ସାଗରସ୍ୟ ଦୁହିତା । ( ଲକ୍ଷ୍ମୀ ସାଗର କନ୍ଯା । )
୧୭। ରାମସ୍ୟ ପୁସ୍ତକଃ ସୁନ୍ଦରମ୍। – ରାମସ୍ୟ ପୁସ୍ତକଂ ସୁନ୍ଦରମ୍ । ( ରାମର ପୁସ୍ତକ ସୁନ୍ଦର ।)
୧୮। ଉଦ୍ୟାନେ ବହବଂଃ ପୁଷ୍ପାଣି ସନ୍ତି। – ଉଦ୍ୟାନେ ବହୁନି ପୁଷ୍ପାଣି ସନ୍ତି। ( ବଗିଚାରେ ବହୁତ ଫୁଲ ଅଛି ।)
୧୯। ଭୀମଃ ଦୁର୍ଯ୍ୟୋଧନସ୍ୟ ଜନୌ ଅତାଡତ୍। – ଭୀମଃ ଦୁର୍ଯ୍ୟୋଧନଂ ଜାନୁନି ଅତାଡୟନ୍ । ( ଭୀମ ଦୁର୍ଯ୍ୟୋଧନର ଜାନୁଦୁଇଟାକୁ ଆଘାତ କରିଥ୍ଲେ।)
୨୦। ପଦ୍ମପତ୍ରେ ଅମ୍ପୁଂ ପଶ – ପଦ୍ମପତ୍ରେ ଅମ୍ବୁ ପଶ୍ୟ। ( ପଦ୍ମପତ୍ରରେ ପାଣି ଦେଖ ।)
୨୧। କୁକ୍କରଃ ଅସ୍ଥିଂ ଚର୍ବତି। – କୁକ୍ଳରଃ ଅସ୍ଥି ଚର୍ବତି । ( କୁକୁର ହାଡ଼ ଚୋବାଉଛି ।)
୨୨। ଭ୍ରମରଃ ମଧୁଂ ପିବତି। – ଭ୍ରମରଃ ମଧୁ ପିବତି । ( ଭଅଁର ମହୁ ପିଉଛି।)
୨୩। ରାମଃ ଫଳାନ୍ ଆନୟତି। – ରାମଃ ଫଳାନି ଆନୟତି । ( ରାମ ଫଳଗୁଡ଼ିକୁ ଆଣୁଛି । )
୨୪। ବାରିଂ ବିନା ମତ୍ସ୍ୟାଃ ନ ଜୀବନ୍ତି। – ବାରି ବିନା ମତ୍ସ୍ୟାଃ ନ ଜୀବନ୍ତି । ( ପାଣି ବିନା ମାଛ ବଞ୍ଚନ୍ତି ନାହିଁ।)
୨୫। ସମ୍ରାଟଂ ପ୍ରଜାଃ ବଦନ୍ତି। – ସମ୍ରାଜଂ ପ୍ରଜାଃ ବଦନ୍ତି । ( ସମ୍ରାଟଙ୍କୁ ପ୍ରଜାମାନେ କୁହନ୍ତି ।)
୨୬। ପଥା ବୃକ୍ଷାଃ ସନ୍ତି। – ପଥ୍ ବୃକ୍ଷାଃ ସନ୍ତି। । ବାଟରେ ଗଛଗୁଡ଼ିକ ଅଛି।)
୨୭। ବିଦ୍ଵାନାନାଂ ସର୍ବତ୍ର ଆଦରଃ ଭବତି। – ବିଦୂଷାଂ ସର୍ବତ୍ର ଆଦରଃ ଭବତି । ( ବିଦ୍ଵାନମାନଙ୍କର ସବୁଠି ଆଦର ଅଛି।)
୨୮। ଆତ୍ନାୟାଃ ଉନ୍ନତିଂ କୂରୂ। – ଆତ୍ମନଃ ଉନ୍ନତିଂ କୁରୁ । (ନିଜର ଉନ୍ନତି କର। )
୨୯। ଚନ୍ଦ୍ରମାୟାଃ ସୂର୍ଯ୍ୟଃ ବୃହତ୍ତରଃ। – ଚନ୍ଦ୍ରମସଃ ସୂର୍ଯ୍ୟଃ ବୃହତ୍ତରଃ । ( ଜହୁଠାରୁ ସୂର୍ଯ୍ୟ ବଡ଼ ।)
୩୦। ରୋଗିସ୍ୟ ସେବାଂ କୁରୁ। – ରୋଗିଣଃ ସେବାଂ କୁରୁ । (ରୋଗୀର ସେବା କର|। )
୩୧। ବିଦ୍ବାନଂ ରାଜା ପୂଜୟତି। – ବିଦ୍ଵାଂସଂ ରାଜା ପୂଜୟତି । ( ବିଦ୍ବାନ ଲୋକକୁ ରାଜା ସମ୍ମାନ ଦିଅନ୍ତି |)
୩୨। ବିଦ୍ଵସାଂ ହୃଦୟଂ ନିର୍ମଳମ୍। – ବିଦୁଷାଂ ହୃଦୟଂ ନିର୍ମଳମ୍ । ( ବିଦ୍ଵାନ ଲୋକଙ୍କ ହୃଦୟ ନିର୍ମଳ।)
୩୩। ଜ୍ଞାନୀଭ୍ୟଃ ରାଜା ଧନଂ ଦଦାତି। – ଜ୍ଞାନିଭ୍ୟଃ ରାଜା ଧନଂ ଦଦାତି । ( ଜ୍ଞାନୀଲୋକଙ୍କୁ ରାଜା ଧନ ଦିଅନ୍ତି ।)
୩୪। ଗଚ୍ଛନ୍ତୌ ଛାତ୍ରାଃ ଶ୍ଳୋକଂ ପଠନ୍ତି। – ଗଚ୍ଛନ୍ତଃ ଛାତ୍ରାଃ ଶ୍ଲୋକଂ ପଠନ୍ତି। ( ଯାଉଥ୍ବା ଛାତ୍ରାମାନେ ଶ୍ଳୋକ ପଢ଼ୁଛନ୍ତି ।)
୩୫। ଭଗବାନସ୍ୟ ଦୟା ମହାନ୍। – ଭଗବତଃ ଦୟା ମହତୀ । ( ଭଗବାନଙ୍କର ଦୟା ବଡ଼ ।)
୩୬। ବର୍ଷାସୁୁ ସରିତାନାଂ ଜଳଂ ଆବିଳଂ ଭବତି। – ବର୍ଷାସୁ ସରିତାଂ ଜଳମ୍ ଆବିଳଂ ଭବତି । ( ବର୍ଷା ରତୁରେ ନଭପାଣି ଗୋଳିଆ ହୁଏ।)
୩୭। ବିପଦାତ୍ ମିତ୍ରଂ ରକ୍ଷ। – ବିପଦଃ ମିତ୍ରଂ ରକ୍ଷ। ( ବିପଦରୁ ବନ୍ଧୁଙ୍କୁ ରକ୍ଷା କର ।)
୩୮। ଶିଶୂନାଂ ବାକ୍ ମଧୁରମ୍। – ଶିଶୂନାଂ ବାକ୍ ମଧୁରା । ( ପିଲାମାନଙ୍କ କଥା ମଧୁର । )
୩୯। ବିକ୍ରମାଦିତ୍ୟସ୍ୟ ପରିଷଦେ କାଳିଦାସଃ ଆସୀତ୍। – ବିକ୍ରମାଦିତ୍ୟସ୍ୟ ପରିଷଦି କାଳିଦାସଃ ଆସୀତ୍।
୪୦। ସମିତେଷୁ ମହାଭାରତଯୁଦ୍ଧଂ ଭୀଷଣତମମ୍ । – ସମିସ୍ତୁ ମହାଭାରତଯୁଦ୍ଧଂ ଭୀଷଣତମମ୍ । ( ଯୁଦ୍ଧମାନଙ୍କ ମଧ୍ୟରେ ମହାଭାରତ ଯୁଦ୍ଧ ଭୟଙ୍କର ।)
୪୧। ସରିତାତ୍ ଯୋଷିତଃ ଜଳମ୍ ଆନୟନ୍ତି। – ସରିତଃ ଯୋଷିତଃ ଜଳମ୍ ଆନୟନ୍ତି । ( ନଛରୁ ସ୍ତ୍ରୀଲୋକମାନେ ପାଣି ଆଣୁଛନ୍ତି।)
୪୨। ଆପଦେଷ୍ ଦୁର୍ଗାଂ ସ୍ମ୍ର। – ଆପସ୍ତୁ ଦୁର୍ଗାଂ ସ୍ମର। ( ଆପଦକାଳରେ ଦୁର୍ଗାଙ୍କୁ ସ୍ମରଣ କର ।)
୪୩। ସଂପଦେ ଗବର୍ବଂ ମା କୁରୂ। – ସଂପଦି ଗର୍ବଂ ମା କୁରୁ । ( ସୁଖବେଳେ ଗର୍ବ କର ନାହିଁ।)
୪୪। ବ୍ୟୋମେ ନକ୍ଷତ୍ରାଣି ଶୋଭନ୍ତେ। – ବ୍ୟୋମ୍ନି ନକ୍ଷତ୍ରାଣି ଶୋଭନ୍ତେ। ( ଆକାଶରେ ନକ୍ଷତ୍ରଗୁଡ଼ିକ ଶୋଭା ପାଉଛନ୍ତି ।)
୪୫। ମୂର୍ଖାଣାଂ ଜନ୍ମଃ ନିରର୍ଥକମ୍। – ମୂର୍ଖାଣାଂ ଜନ୍ମ ନିରର୍ଥକମ୍ । ( ମୂର୍ଖମାନଙ୍କ ଜନ୍ମ ନିରର୍ଥକ ।)
୪୬। କର୍ମସ୍ୟ ଅନୁରୂପଂ ଫଳମ୍। – କର୍ମଣଃ ଅନୁରୂଫ ଫଳମ୍। ( କର୍ମ ଅନୁସାରେ ଫଳ।)
୪୭। ବ୍ୟାଧଃ ଧନୁନା ମୃଗାନ୍ ମାରୟତି। – ବ୍ୟାଧଃ ଧନୂଷା ମୃଗାନ୍ ମାରୟତି । ( ଶିକାରୀ ଧନୁରେ ହରିଣମାନଙ୍କୁ ମାରେ ।)
୪୮। ସର୍ବେ ପ୍ରେମେଣ ବଶୀଭୂତାଃ ଭବନ୍ତି। – ସର୍ବେ ପ୍ରେମ୍ନା ବଶୀଭୂତାଃ ଭବନ୍ତି। (ସମସ୍ତେ ପ୍ରେମରେ ବଶୀଭୂତ ହୁଅନ୍ତି ।)
୪୯। ଗୁଣିନଃ ମହାତ୍କାନଃ ଚ ବୟସଂ ନ ପଶ୍ୟନ୍ତି। – ଗୁଣିନଃ ମହାତ୍କାନଃ ଚ ବୟଃ ନ ପଶ୍ୟନ୍ତି। ( ଗୁଣୀ ଓ ମହାତ୍କାମାନେ ବୟସ ଦେଖନ୍ତି ନାହିଁ)
୫୦। ମେ ଭ୍ରାତା ଗ୍ରାମଂ ଗଚ୍ଛତି। – ମମ ଭ୍ରାତା ଗ୍ରାମଂ ଗଚ୍ଛତି । ( ମୋ ଭାଇ ଗାଁକୁ ଯାଉଛି ।)
୫୧। କସ୍ପାତ୍ ଦିଶଃ ବାୟୁଃ ବହତି ? – କସ୍ୟାଃ ଦିଶଃ ବାୟୁଃ ବହତି ? ( କେଉଁ ଦିଗରୁ ପବନ ବହୁଛି ।)
୫୨। ଅୟଂ ଲତା ସୁନ୍ଦରମ୍। – ଇୟଂ ଲତା ସୁନ୍ଦରୀ । ( ଏହି ଲତା ସୁନ୍ଦର ।)
୫୩। ନଃ ଇଦଂ ଗୃହମ୍। – ଅସ୍ମାକମ୍ ଇଦଂ ଗୃହମ୍ । ( ଏହା ଆମ ଘର ।)
୫୪। ଏଚସ୍ୟାଂ ବୃକ୍ଷେ କୋକିଳଃ କୂଜତି। – ଏତସ୍ମିନ୍ ବୃକ୍ଷେ କୋକିଳଃ କୂଜତି। ( ଏହି ଗଛରେ କୋଇଲି ରାବୁଛି ।)
୫୫। ହେ ସଖେ ତେ ଗୃହଂ କୂତ୍ର ? – ହେ ସଖେ ! ତବ ଗୃହଂ କୁତ୍ର ? ( ହେ ବଂଧୁ ! ତୁମ ଘର କେଉଁଠି ?)
୫୬। ସର୍ବାଃ ବାଳକାଃ ବିଦ୍ୟାଳୟଂ ଗଳ୍ଛନ୍ତି। – ସର୍ବେ ବାଳକାଃ ବିଦ୍ୟାଳୟଂ ଗଚ୍ଛନ୍ତି । ( ସବୁ ପିଲା ସ୍କୁଲ ଯାଉଛନ୍ତି ।)
୫୭। ଯୌ ବାଳିକେ ଆଗତେ, ତାଭ୍ୟାଂ ଶିକ୍ଷକଃ ଜ୍ଞାନଂ ଦଦାତି। – ଯେ ବାଳିକେ ଆଗତେ, ତାଭ୍ୟାଂ ଶିକ୍ଷକଃ ଜ୍ଞାନଂ ଦଦାତି । ( ଯେଉଁ ଝିଅଦୁଇଟି ଆସିଲେ ସେ ଦୁହିଁଙ୍କୁ ଶିକ୍ଷକ ଜ୍ଞାନ ଦିଅନ୍ତି)
୫୮। ଅୟମ୍ ଇମଂ ବ୍ୟାକରଣଂ ଅପଠତ୍ । – ଅୟମ୍ ଇଦଂ ବ୍ୟାକରଣମ୍ ଅପଠତ୍ । ( ଇଏ ଏହି ବ୍ୟାକରଣ ପଢ଼ିଲା ।)
୫୯। ଏତେ ରତ୍ନାନି ମୂଲ୍ୟବନ୍ତଃ। – ଏତାନି ରତ୍ନାନି ମୂଲ୍ୟବନ୍ତି । ( ଏହି ରତ୍ନଗୁଡ଼ିକ ମୂଲ୍ୟବାନ୍ ।)
୬୦। ମମ ଦ୍ଵୌ ଲେଖନେ୍ୟୋୌ। – ମମ ଦ୍ଵେ ଲେଖନ୍ୟୌ । ( ମୋର ଦୁଇଟି କଲମ ।)
୬୧। ପଞ୍ଚଃ ବାଳକାଃ ଧାବ ନ୍ତି। – ପଞ୍ଚ ବାଳକାଃ ଧାବନ୍ତି । ( ପାଞ୍ଚଜଣ ପିଲା ଧାଉଁଛନ୍ତି।)
୬୨। ଅଷ୍ଟାନି ଫଳାନି ଆନୟ। – ଅଷ୍ଟୋ/ ଅଷ୍ଟ ଫଳାନି ଆନୟ । ( ଆଠଟି ଫଳ ଆଣ । )
୬୩। ବିଂଶତୟଃ ଧେନବଃ ଚରନ୍ତି। – ବିଂଶତିଃ ଧେନବଃ ଚରନ୍ତି । ( କୋଡ଼ିଏଟି ଗାଛ ଚରୁଛନ୍ତି ।)
୬୪। ପୃଥ୍ବ୍ୟାଂ ସପ୍ତାଃ ସମୁଦ୍ରାଃ ସନ୍ତି। – ପୃଥ୍ବ୍ୟାଂ ସପ୍ତ ସମୁଦ୍ରାଃ ସନ୍ତି । ( ପୃଥବୀରେ ସାତ ସାଗର ରହିଛି ।)
୬୫। ବିଂଶତୟଃ ବାଳକାଃ କ୍ରୀଡନ୍ତି। – ବିଂଶତିଃ ବାଳକାଃ କ୍ରୀଡନ୍ତି । ( କୋଡ଼ିଏ ଜଣ ପିଲା ଖେଳୁଛନ୍ତି ।)
୬୬। ଶିଷ୍ୟଃ ଆଚାର୍ଯ୍ୟାଣୀଂ ନମତି। – ଶିଷ୍ୟ ଆଚାର୍ଯ୍ୟାନୀଂ ନମତି । ( ଶିଷ୍ୟ ଗୁରୁପତ୍ନୀଙ୍କୁ ପ୍ରଣାମ କରୁଛି ।)
୬୭। ଯାଦୃଶା ଭାବନା ତାଦୃଶା ସିଦ୍ଧିଃ। – ଯାଦୃଶୀ ଭାବନା ତାଦୃଶୀ ସିଵ୍ିଃ । ( ଯେମିତି ଭାବନା ସେମିତି ସିଵି ।)
୬୮। ଏଷା ବଧୂଃ ଅକେଶୀ। – ଏଷା ବଧୂଃ ଅକେଶା । ( ଏହି ବୋହୂଟିର କେଶ ନାହିଁ।)
୬୯। କାଳମୁଖୀ ଭୟଂ ଜନୟତି। – କାଳମୁଖା ଭୟଂ ଜନୟତି । ( କାଳମୁଖା ( ରାକ୍ଷସୀ) ଭୟ ସୃଷ୍ି କରୁଛି ।)
କାରକଗତ
୭୦। ଦୀନସ୍ୟ ପ୍ରତି ଦୟା କରଉ୍ତବ୍ୟା। – ଦୀନଂ ପ୍ରତି ଦୟା କର୍ଭବ୍ୟା। ( ଗରିବଲୋକଙ୍କୁ ଦୟା କରିବା ଉଚିତ ।)
୭୧। ମୂର୍ଖସ୍ୟ ଧକ୍ । – ମୂଖଂ ଧକ୍ । ( ମୂର୍ଖକୁ ଧକ୍ ।)
୭୨। ଗ୍ରାମାତ୍ ଅଭିତଃ ଗାବଃ ଆଗଜ୍ଛନ୍ତି। – ଗ୍ରାମମ୍ ଅଭିତଃ ଗାବଃ ଆଗଚ୍ଛନ୍ତି | ( ଗାଁ ଆଗରେ ଗାଭ ଆସୁଛନ୍ତି ।)
୭୩। ରାମଃ ଅଯୋଧ୍ଯାମ୍ ଆସ୍ତେ। – ରାମଃ ଅଯୋଧ୍ୟାମ୍ ଅଧ୍ୟାସ୍ତେ। (ରାମ ଅଯୋଧ୍ୟାରେ ବସିଛନ୍ତି ।)
୭୪। ପଞ୍ଚଦଶସ୍ୁ ବର୍ଷେସୁ ଗୀତାଂ ପଠାମି। – ପଞ୍ଚଦଶ ବର୍ଷାଣି ଗୀତାଂ ପଠାମି । ( ପନ୍ଦରବର୍ଷ ହେଲା ଗୀତା ପଢୁଛି ।)
୭୫। ବିଧାତା ! ମାଂ ପ୍ରତି ଦୟାଂ କୁରୂ। – ବିଧାତଃ ! ମାଂ ପ୍ରତି ଦୟାଂ କୁରୁ । (ହେ ବିଧାତା ! ମୋତେ ଦୟା କର।)
୭୬। ବାଳକୈଃ ବିଦ୍ୟାଳୟଂ ଗମ୍ୟତେ। – ବାଳକୈଃ ବିଦ୍ୟାଳୟଃ ଗମ୍ୟତେ । ( ପିଲାମାନେ ସ୍କୁଲ ଯାଉଛନ୍ତି ।)
୭୭। ପକ୍ଷିଣଃ ମଧୁରଃ କୂଜନ୍ତି। – ପକ୍ଷିଣଃ ମଧୁରଂ କୂଜନ୍ତି। ( ପକ୍ଷୀମାନେ ମଧୁର ଗାନ କରୁଛନ୍ତି ।)
୭୮। ଭାରତବର୍ଷେ ଭରତେନ ଇତି ରାଜା ଆସୀତ୍ । – ଭାରତବର୍ଷେ ଭରତଃ ଇତି ରାଜା ଆସୀତ୍ । ( ଭାରତବର୍ଷରେ ଭରତ ବୋଲି ରାଜା ଥ୍ଲେ।)
୭୯। ଦେବଦତ୍ତଃ ଗ୍ରାମେ ଆବସତି। – ଦେବଦଭ୍ଥଃ ଗ୍ରାମମ୍ ଆବସତି । ( ଦେବଦଭ୍ତ ଗାଁରେ ରହୁଛନ୍ତି ।)
୮୦। ତବ ମମ ଚ ଅନ୍ତରା ପୁସ୍ତକମସ୍ତି। – ତ୍ବାଂ ମାଂ ଚ ଅନ୍ତରା ପୁସ୍ତକମ୍ ଅସ୍ତି । (ତୁମ ଓ ମୋ ମଧ୍ଯରେ ବହି ରହିଛି ।)
୮୧। ଗୃହସ୍ୟ ପରିତଃ ବୃକ୍ଷାଃ ସନ୍ତି। – ଗୃହଂ ପରିତଃ ବୃକ୍ଷାଃ ସନ୍ତି। । ଘର ଚାରିପଟେ ଗଛ ଅଛି |)
୮୨। ଶିବଃ କୈଳାସେ ଅଧୂତିଷ୍ଠତି। – ଶିବଃ କୈଳାସମ୍ ଅଧ୍ତିଷ୍ଠତି । ( ଶିବ କୈଳାସରେ ରୁହନ୍ତି ।)
୮୩। ଅଭୁକ୍ତଃ ଭିକ୍ଷୁଃ ଗୃହମ୍ ଭଉପବସତି। – ଅଭୁକ୍ତଃ ଭିକ୍ଷୁଃ ଗୃହେ ଉପବସତି । ( ଭିକ୍ଷୁ ଉପାସରେ ଘରେ ଅଛି |)
୮୪। ଛାତ୍ରାଃ ଗୁରବେ ପ୍ରଣମନ୍ତି। – ଛାତ୍ରାଃ ଗୁରୁଂ ପ୍ରଣମନ୍ତି । ( ଛାତ୍ରମାନେ ଗୁରୁଙ୍କୁ ପ୍ରଣାମ କରୁଛନ୍ତି ।)
୮୫। ପିତା ଗୃହସ୍ୟ ଯାବତ୍ ଗଚ୍ଛତି। – ପିତା ଗୃହଂ ଯାବତ୍ ଗଚ୍ଛତି । ( ବାପା ଘର ପର୍ଯ୍ୟନ୍ତ ଯାଉଛନ୍ତି ।)
୮୬। ବୃକ୍ଷସ୍ୟ ଅଧ୍ୟଧ୍ ଫଳାନି ସନ୍ତି। – ବୃକ୍ଷମ୍ ଅଧ୍ୟଧ୍ ଫଳାନି ସନ୍ତି । ( ଗଛର ତଳକୁ ତଳ ଫଳ ଅଛି |)
୮୭। ଜଳସ୍ୟ ଅନ୍ତରେଣ ମତ୍ସ୍ୟାଃ ନ ଜୀବନ୍ତି। – ଜଳମ୍ ଅନ୍ତରେଣ ମତ୍ସ୍ୟାଃ ନ ଜୀବନ୍ତି । ( ପାଣି ବିନା ମାଛ ବଞ୍ଚନ୍ତି ନାହିଁ।)
୮୮। ପୁତ୍ରଃ ପିତ୍ରେ ନମସ୍କରୋତି। – ପୁତ୍ରଃ ପିତରଂ ନମସ୍କରୋତି । ( ପୁଅ ବାପାଙ୍କୁ ପ୍ରଣାମ କରୁଛି ।)
୮୯। ସିଂହଃ ବନେ ଅଧୁବସତି। – ସିଂହଃ ବନମ୍ ଅଧ୍ବସତି । ( ସିଂହ ବଣରେ ରୂହେ।)
୯୦। ପିତା ପୁତ୍ରାୟ ଅଭିକ୍ରୁଧ୍ୟତି। – ପିତା ପୁତ୍ରମ୍ ଅଭିକ୍ରୁଧ୍ୟତି । ( ବାପା ପୁଅକୁ ରାଗୁଛନ୍ତି।)
୯୧। ଦେଶସ୍ୟ ସର୍ବତଃ ଅଶାନ୍ତି ଦୃଶ୍ୟତେ। – ଦେଶଂ ସର୍ବତଃ ଅଶାନ୍ତିଃ ଦୃଶ୍ୟତେ। (ଦେଶର ସବୁଆଡ଼େ ଅଶାନ୍ତି ଦେଖାଯାଉଛି।)
୯୨ । ଅଶ୍ଵଃ ଶୀଘ୍ରଃ ଧାବତି। – ଅଶ୍ଵଃ ଶୀଘ୍ରଂ ଧାବତି । ( ଘୋଡ଼ା ଶୀଘ୍ର ଧାଉଁଛି ।)
୯୩। ତ୍ବଂ ମମ ଅନୂ ଆଗଳ୍ଛ। – ତୁଂ ମାମ୍ ଅନୁ ଆଗଚ୍ଛ । (ତୁମେ ମୋ ପଛରେ ଆସ।)
୯୪। ମାର୍ଗସ୍ୟ ଉଦ୍ଭୟତଃ ବୃକ୍ଷାଃ ସନ୍ତି। – ମାର୍ଗମ୍ ଉଭୟତଃ ବୃକ୍ଷାଃ ସନ୍ତି। ( ବାଟର ଦୁଇକଡ଼ରେ ଗଛ ରହିଛି ।)
୯୫। ବିଦ୍ୟା ବିନା ଜୀବନଂ ବୃଥା। – ବିଦ୍ୟାଂ ବିନା ଜୀବନଂ ବୃଥା । ( ବିଦ୍ୟା ବିନା ଜୀବନ ବୃଥା।)
୯୬। ରାମଃ ଶ୍ୟାମାୟ ଅଭିଦ୍ରୁହ୍ୟତି। – ରାମଃ ଶ୍ୟାମମ୍ ଅଭିଦ୍ଦୁହ୍ୟତି । ( ରାମ ଶ୍ୟାମ ଉପରେ ରାଗୁଛି ।)
୯୭। ସଃ ମାସେନ ସାହିତ୍ୟଂ ପଠତି। – ସଃ ମାସଂ ସାହିତ୍ୟ ପଠତି । ( ସେ ମାସେହେଲା ସାହିତ୍ୟ ପଢ଼ୁଛି ।)
୯୮। ଶ୍ରମସ୍ୟ ରତେ ବିଦ୍ୟା ନ ଭବତି। – ଶ୍ରମମ୍ ରତେ ବିଦ୍ୟା ନ ଭବତି । ( ପରିଶ୍ରମ ବିନା ବିଦ୍ୟା ହୁଏ ନାହିଁ।)
୯୯। ଗୋବିନ୍ଦଃ ପାଠେ ଅଭିନି ବିଶତେ। – ଗୋବିନ୍ଦଃ ପାଠମ୍ ଅଭିନିବିଶତେ । ( ଗୋବିନ୍ଦ ପାଠରେ ମନ ଦେଇଛି |)
୧୦୦। ବିଶ୍ଵାମିତ୍ରଃ ଜାତୌ କ୍ଷତ୍ରିୟଃ। – ବିଶ୍ବାମିତ୍ରଃ ଜାତ୍ୟା କ୍ଷତ୍ରିୟଃ । ( ବିଶ୍ବାମିତ୍ର ଜାତିରେ କ୍ଷତ୍ରିୟ ।)
୧୦୧। ବକ୍କଳେଷୁ ତାପସଃ । – ବଳ୍କଳୈଃ ତାପସଃ । ( ବଳ୍କଳରୁ ତପସୀ ଜଣା ପଡୁଛନ୍ତି ।)
୧୦୨। ମମ ବିଦ୍ୟାୟାଂ ପ୍ରୟୋଜନମ୍। – ମମ ବିଦ୍ୟୟା ପ୍ରୟୋଜନମ୍ । ( ମୋର ବିଦ୍ୟା ଦରକାର ।)
୧୦୩। କାଣସ୍ୟ ଚକ୍ଷୁଷଃ କିମ୍ ? – କାଣସ୍ୟ ଚକ୍ଷୁଣା କିମ୍ ? ( କଣାର ଗୋଟିଏ ଆଖ୍ ଥାଇ ଲାଭ କ’ଣ ?
୧୦୪। ରାଜା ମନ୍ତ୍ରିଣାଂ ସାର୍ଵ ମ୍ ଉପବିଷ୍ଟଃ। – ରାଜା ମନ୍ତ୍ରିଭିଃ ସାର୍ଧମ୍ ଉପବିଷ୍ଟଃ । ( ରାଜା ମନ୍ତ୍ରୀମାନଙ୍କ ସହିତ ବସିଛନ୍ତି ।)
୧୦୫। ବିଳମ୍ଭେ ଅଳମ୍। – ବିଳମ୍ବେନ ଅଳମ୍ । ( ଡେରିରେ ନାହିଁ।)
୧୦୬। ଗୁରୁଭକ୍ତେଃ ସଃ ସର୍ବାନ୍ ଅତିକ୍ରାମତି। – ଗୁରୁଭକ୍ତ୍ୟା ସଃ ସର୍ବାନ୍ ଅତିକ୍ରାମତି । ( ଗୁରୂଭକ୍ତିରେ ସେ ସମସ୍ତଙ୍କୁ ଅତିକ୍ରମ କରୁଛନ୍ତି ।)
୧୦୭। ମିତ୍ରାଣାଂ ସହ ଗଚ୍ଛ। – ମିତ୍ରୈଃ ସହ ଗଛ । ( ବଂଧୁମାନେ ସାଙ୍ଗରେ ଯାଅ ।)
୧୦୮। ମମ ଭଗିନୀ ମତ୍ ବର୍ଷେ ଅବରଃ। – ମମ ଭଗିନୀ ମତ୍ ବର୍ଷେଣ ଅବରା । ( ମୋ ଭଉଣୀ ମୋଠାରୁ ବର୍ଷେ ସାନ।)
୧୦୯। ଅୟଂ ବାଳକଃ ନାମ୍ନି ଶ୍ରୀଧରଃ। – ଅୟଂ ବାଳକଃ ନାମ୍ନା ଶ୍ରୀଧରଃ । ( ଏହି ପିଲାଟିର ନାମ ଶ୍ରୀଧର ।)
୧୧୦। ରାମଃ ମତ୍ ମାସମ୍ ଅବରଃ। – ରାମଃ ମତ୍ ମାସେନ ଅବରଃ । ( ରାମ ମୋଠାରୁ ମାସେ ସାନ । )
୧୧୧। କନ୍ଦର୍ପଃ ଆକୃତିନା ସୁନ୍ଦରଃ। – କନ୍ଦର୍ପଃ ଆକୃତ୍ୟା ସୁନ୍ଦରଃ । ( କନ୍ଦର୍ପ ଆକୃତିରେ ସୁନ୍ଦର ।)
୧୧୨। ଦୁଗ୍ଧଂ ପ୍ରକୃତ୍ୟାଂ ମଧୁରମ୍। – ଦୁଗ୍ଧଂ ପ୍ରକୃତ୍ୟା ମଧୁରମ୍ । ( ଦୁଧର ପ୍ରକୃତି ମଧୁର।)
୧୧୩। ଗୋବିନ୍ଦଃ ଧନେ ହୀନଃ। – ଗୋବିନ୍ଦଃ ଧନେନ ହୀନଃ । ( ଗୋବିନ୍ଦ ଧନରେ ହୀନ ।)
୧୧୪। ସାଧୁଃ ସଭାବେ ସରଳଃ। – ସାଧୁଃ ସଭାବେନ ସରଳଃ । ( ସାଧୁ ସଭାବରେ ସରଳ ।)
୧୧୫। ତ୍ଵମ୍ ଅସ୍ମିନ୍ ମାର୍ଗେ ଗଚ୍ଛ। – ତ୍ଵମ୍ ଅନେନ ମାର୍ଗେଣ ଗଚ୍ଛ । ( ତୁମେ ଏହି ବାଟରେ ଯାଅ।)
୧୧୬। କୃଷକଃ ଗ୍ରାମେ ଦୁଃଖେ ତିଷ୍ଠତି। – କୃଷକଃ ଗ୍ରାମେ ଦୂଃଖେନ ତିଷ୍ଠତି । ( କୃଷକ ଗାଁରେ ଦୁଃଖରେ ରହିଛି ।)
୧୧୭। ତୃଷାର୍ଭଃ ଜଳେ ତୃପ୍ୟତି। ତୃଷାର୍ଭଃ ଜଳେନ ତୃପ୍ୟତି। ( ଶୋଷିଲା ଲୋକ ଜଳରେ ତୃପ୍ତ ହୁଏ)
୧୧୮। ଛାତ୍ରାଃ କ୍ରମାତ୍ ଆଗଚ୍ଛ ନ୍ତି। – ଛାତ୍ରାଃ କ୍ରମେଣ ଆଗଳ୍ଛନ୍ତି । ( ଛାତ୍ରମାନେ କ୍ରମରେ ଯାଉଛନ୍ତି ।)
୧୧୯। ଅୟଂ ବାଳକଃ ପାଦୟୋଃ ଖଞ୍ଜଃ । – ଅୟଂ ବାଳକଃ ପାଦେନ ଖଞ୍ଜଃ। ( ଏହି ପିଲାଟି ପାଦରେ ଛୋଟ। )
୧୨୦। ମୃଗଃ ସେଚ୍ଛାୟାଂ ଭ୍ରମତି। – ମୃଗଃ ସେଚ୍ଛୟା ଭ୍ରମତି । ( ହରିଣ ମନ ଇଚ୍ଛା ବୁଲୁଛି ।)
୧୨୧। ଦାତା ଦରିଦ୍ରାନ୍ ଧନଂ ଦଦାତି। – ଦାତା ଦରିଦ୍ରେଭ୍ୟଃ ଧନଂ ଦଦାତି । ( ଦାତା ଗରିବଙ୍କୁ ଧନ ଦେଉଛନ୍ତି ।)
୧୨୨। ସ୍ପାମୀ ଭୃତ୍ୟ କ୍ରୁଧ୍ୟତି। – ସାମୀ ଭୃତ୍ୟାୟ କ୍ରୁଧ୍ୟତି । ( ମାଲିକ ଚାକର ଉପରେ ରାଗୁଛନ୍ତି ।)
୧୨୩। ବାଳକାନ୍ ମୋଦକାଃ ରୋଚନ୍ତେ । – ବାଳକେଭ୍ୟଃ ମୋଦକାଃ ରୋଚନ୍ତେ । ( ପିଲାମାନଙ୍କୁ ମିଠେଇ ଭଲ ଲାଗେ ।)
୧୨୪। ମାତରଂ ଦୁର୍ଗାଂ ନମଃ। ମାତ୍ରେ ଦୂର୍ଗାୟୈ ନମଃ । ( ମାଆ ଦୁର୍ଗାଙ୍କୁ ନମସ୍କାର ।)
୧୨୫। ହାରସ୍ୟ ସର୍ଣ୍ତଂ ପ୍ରଦେୟମ୍। – ହାରାୟ ସର୍ଣ୍ଣଂ ପ୍ରଦେୟମ୍ । ( ହାରପାଇଁ ସୁନା ଦେବା ଉଚିତ।)
୧୨୬। ମିତ୍ରଂ ବିନା ମାଂ ସର୍ଗୋଃପି ନ ସଦତେ। – ମିତ୍ରଂବିନା ସର୍ଗୋଃପି ମହ୍ଯଂନ ସଦତେ। ( ବଂଧୁ ବିନା ମୋତେ ସର୍ଗ ମଧ୍ଯ ଭଲ ଲାଗେ ନାହିଁ।)
୧୨୭। ତ୍ବଂ କସ୍ମାତ୍ କତିମୁଦ୍ରାଃ ଧାରୟସି ? – ବୃ କସ୍ପୈ କତି ମୂଦ୍ରାଃ ଧାରୟସି ? ( ତୁମେ କାହାଠାରୁ କେତେ ଟଙ୍କା ଧାର କରିଛ ?)
୧୨୮। ବାଳିକା ପୁଷ୍ପେଣ ସ୍ମୃହୟତି। – ବାଳିକା ପୁଷ୍ପାୟ ସୃହୟତି। ( ଝିଅଟି ଫୁଲକୁ ଭଲପାଏ । )
୧୨୯। ଇନ୍ଦ୍ରସ୍ୟ ପୁଷ୍ପାଣି ବଷଟ୍। ଇନ୍ଦ୍ରାୟ ପୁଷ୍ଠାଣି ବଷଟ୍ । ( ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଫୁଲ ଅର୍ପଣ କର।)
୧୩୦। ମାତା ପୁତ୍ରେଣ ଚନ୍ଦ୍ରଂ ଦର୍ଶୟତି। – ମାତା ପୁତ୍ରାୟ ଚନ୍ଦ୍ରଂ ଦର୍ଶୟତି । ( ମାଆ ପୁଅକୁ ଜହ୍ନ ଦେଖାଉଛନ୍ତି ।)
୧୩୧। ମାଂ ପୁସ୍ତକଂ ଦେହି। – ମହ୍ଯଂ ପୁସ୍ତକଂ ଦେହି । ( ମୋତେ ବହି ଦିଅ। )
୧୩୨। ଦୁର୍ଜନଃ ସଜ୍ଜନାତ୍ ଅସୂୟତି। – ଦୂର୍ଜନଃ ସଜ୍ଜନାୟ ଅସୂୟତି । ( ଦୂର୍ଜନ ସଜ୍ଜନକୁ ଦୋଷାରୋପ କରେ |)
୧୩୩। ଶ୍ରୀଧରଃ ରାମଂ ଭର୍ଷ୍ୟତି। – ଶ୍ରୀଧରଃ ରାମାୟ ଭର୍ଷ୍ୟତି । ( ଶ୍ରୀଧର ରାମକୁ ଭର୍ଷାକରେ।)
୧୩୪। ଭକ୍ତିଃ ଜ୍ଞାନସ୍ୟ କଳ୍ପତେ। – ଭକ୍ତିଃ ଜ୍ଞାନାୟ କଳ୍ପତେ । ( ଭକ୍ତିରୁ ଜ୍ଞାନ ଜାତ ହୁଏ ।)
୧୩୫। ଅଗ୍ନାୟ ସ୍ପାହା। – ଅଗ୍ନୟେ ସାହା । ( ଅଗ୍ନିକୁ ଅର୍ପଣ କରାଗଲା । )
୧୩୬। ପ୍ରଜାନାଂ ସସ୍ତି ଭବତୁ। – ପ୍ରଜାଭ୍ୟଃ ସ୍ପସ୍ତି ଭବତୁ । ( ପ୍ରଜାମାନଙ୍କର ମଙ୍ଗଳ ହେଉ ।)
୧୩୭। ଛାତ୍ରଃ ଶିକ୍ଷକଂ ନିବେଦୟତି। – ଛାତ୍ରଃ ଶିକ୍ଷକାୟ ନିବେଦୟତି । ( ଛାତ୍ର ଶିକ୍ଷକଙ୍କୁ ଜଣାଉଛି ।)
୧୩୮। ପିତା ପୂତ୍ରଂ କ୍ରୀଡନକ ପ୍ରତିଶୃଣୋତି। – ପିତା ପୁତ୍ରାୟ କ୍ରୀଡ଼ନକଂ ପ୍ରତିଶୃଣୋତି । ( ବାପା ପୁଅକୁ ଖେଳଣା ପ୍ରତିଶ୍ରୁତି ଦେଉଛନ୍ତି।)
୧୩୯। ପିତୃପୁରୂଷାଣାଂ ସଧା। – ପିତୃପୁରୁଷେଭ୍ୟଃ ସଧା। ( ପିତୃପୁରୁଷଙ୍କୁ ଅର୍ପଣ ।)
୧୪୦। ବୟଂ ପଠନସ୍ୟ ଗଚ୍ଛାମଃ । – ବୟଂ ପଠନାୟ ଗଚ୍ଛାମଃ । ( ଆମେ ପଢ଼ିବାକୁ ଯାଉଛୁ !)
୧୪୧। ଅହଂ ତ୍ଵାଂ ଦିବ୍ୟଚକ୍ଷୁଃ ଦଦାମି । – ଅହଂ ତୂଭ୍ଯଂ ଦିବ୍ୟଚକ୍ଷୁଃ ଦଦାମି । ( ମୁଁ ତୁମକୁ ଦିବ୍ୟଚକ୍ଷୁ ଦେଉଛି । )
୧୪୨। ସର୍ପଃ ନକୁଳଂ ବିଭେତି। ସର୍ପଃ ନକୁଳାତ୍ ବିଭେତି । ( ସାପ ନେଉଳକୁ ଡରେ ।)
୧୪୩। ଗ୍ରାମସ୍ୟ ବହିଃ ବାଳକାଃ କ୍ରୀଡନ୍ତି। – ଗ୍ରାମାତ୍ ବହିଃ ବାଳକାଃ କ୍ରୀଡନ୍ତି। ( ଗାଁର ବାହାରେ ପିଲାମାନେ ଖେଳୁଛନ୍ତି ।)
୧୪୪। ଇଶ୍ଵରସ୍ୟ ଅନ୍ୟଃ କଃ ସହାୟଃ ? – ଭଶ୍ଵରାତ୍ ଅନ୍ୟଃ କଃ ସହାୟଃ ? ( ଭଶ୍ବରଙ୍କ ବ୍ୟତୀତ କିଏ ସହାୟ ?)
୧୪୫। ଅସ୍ୟ ନଗରସ୍ୟ ଉତ୍ତରା ନଦୀ ବହତି। – ଅସ୍ମାତ୍ ନଗରାତ୍ ଉତ୍ତରା ନଦୀ ବହତି । ( ଏହି ସହରର ଉତ୍ତର ଦିଗରେ ନଭ ବହୁଛି।)
୧୪୬। ଚୌରଃ ରକ୍ଷିଣଂ ନିଲୀୟତେ। – ଚୌରଃ ରକ୍ଷିଣଃ ନିଲୀୟତେ । ( ଚୋର ପୋଲିସକୁ ଲୁଚୁଛି ।)
୧୪୭। ଛାତ୍ରଃ ପଠନସ୍ୟ ବିରମତି । – ଛାତ୍ରଃ ପଠନାତ୍ ବିରମତି । ( ଛାତ୍ର ପଠନରୁ ବିରତ ହେଉଛି ।)
୧୪୮। ଅଶୋକଃ ରାମସ୍ୟ କନୀୟାନ୍। – ଅଶୋକଃ ରାମାତ୍ କନୀୟାନ୍ । ( ଅଶୋକ ରାମଠାରୁ ସାନ ।)
୧୪୯। କଟକମ୍ ଆରାତ୍ ମହାନଦୀ। – କଟକାତ୍ ଆରାତ୍ ମହାନଦୀ । ( କଟକ ନିକଟରେ ମହାନଦୀ ।)
୧୫୦। ବିପଦି ତ୍ରାୟସ୍ସ ମାମ୍। – ବିପଦଃ ତ୍ରାୟସ ମାମ୍ । ( ମୋତେ ବିପଦରୁ ରକ୍ଷା କର ।)
୧୫୧। ବଧୂଃ ଶ୍ଵଶୁରଂ ଲଜ୍ଜତେ। – ବଧୂଃ ଶ୍ଵଶୁରାତ୍ ଲଜ୍ଜତେ । ( ବୋହୂ ଶ୍ଵଶୁରକୁ ଲାଜ କରୁଛି ।)
୧୫୨। ଧର୍ମଃ ନାନା ସୁଖଂ ନାସ୍ତି । – ଧର୍ମାତ୍ ନାନା ସୁଖଂନାସ୍ତି । ( ଧର୍ମ ବିନା ସୁଖ ନାହିଁ।)
୧୫୩। ଗୃହସ୍ୟ ଆରାତ୍ ଉପବନ ମସ୍ତି । – ଗୃହାତ୍ ଆରାତ୍ ଉପବନମସ୍ତି । ( ଘର ପାଖରେ ବଗିଚା ଅଛି। )
୧୫୪। ଭଗବାନ୍ ମାଂ ବିପଦାତ୍ ରକ୍ଷତି। – ଭଗବାନ୍ ମାଂ ବିପଦଃ ରକ୍ଷତି । ( ଭଗବାନ୍ ମୋତେ ବିପଦରୁ ରକ୍ଷା କରନ୍ତି) ।
୧୫୫। ସାଧୁଃ ଅନ୍ୟାୟଂ ଜୁଗୁପ୍ସତେ। – ସାଧୁଃ ଅନ୍ୟାୟାତ୍ ଜୁଗୁପ୍ସତେ। ( ସାଧୁ ଅନ୍ୟାୟକୁ ଘୃଣା କରେ ।)
୧୫୬। ସାଧୁଃ ପାଫଂ ପରାଜୟତେ। – ସାଧୁଃ ପାପାତ୍ ପରାଜୟତେ । ( ସାଧୁ ପାପକୁ ସହିପାରେ ନାହିଁ।)
୧୫୭। ପଠନସ୍ୟ ପ୍ରାକ୍ / ପୂର୍ବମ୍ ଭଶ୍ଵରଂ ସ୍ମର। – ପଠନାତ୍ ପ୍ରାକ୍ / ପୂର୍ବମ୍ ଭଶ୍ଵଟଂ ସ୍ମର। ( ପଢ଼ିବା ପୂର୍ବରୁ ଶଶ୍ଵରଙ୍କୁ ସ୍ମରଣ କର।)
୧୫୮। ପଠନସ୍ୟ ପରଂ / ଅନନ୍ତରଂ କ୍ରୀଡ଼। – ପଠନାତ୍ ଅନନ୍ତରଂ / ପରଂ କ୍ରୀଡ଼। (ପଢ଼ାପରେ ଖେଳ । )
୧୫୯। ବାଲ୍ୟସ୍ୟ ପ୍ରଭୃତି / ଆରଭ୍ୟ ଶ୍ରମଂ କୁରୁ। – ବାଲ୍ୟାତ୍ ପ୍ରଭୃତି/ ଆରଭ୍ୟ ଶ୍ରମଂ କୁରୁ। ( ପିଲାଦିନରୁ ପରିଶ୍ରମ କର।)
୧୬୦। ପୁଷ୍ପାଣାଂ ଫଳାନି ଜାୟନ୍ତେ। – ପୁଷ୍ପେଭ୍ୟଃ ଫଳାନି ଜାୟନ୍ତେ । ( ଫୁଲରୁ ଫଳ ଜନ୍ମ ନିଏ ।)
୧୬୧। କାର୍ଯ୍ୟମିଦଂ ତବ ସୁକରମ୍ – କାର୍ଯ୍ୟମିଦଂ ତ୍ଵୟା ସୁକରମ୍। ( ଏହି କାମଟି ତୁମକୁ ସହଜ ।)
୧୬୨। କାର୍ଯ୍ୟମିଦଂ ମମ ଦୂଷ୍କରମ୍। – କାର୍ଯ୍ୟମିଦଂ ମୟା ଦୁଷ୍କରମ୍ । ( ଏହି କାମଟି ମୋତେ କଷ୍ଟ ।)
୧୬୩। ରାମେଣ ତୁଳା ନାସ୍ତି। – ରାମସ୍ୟ ତୁଳା ନାସ୍ତି । ( ରାମାଙ୍କ ତୁଳନା ନାହିଁ।)
୧୬୪। ଦୁଗ୍ଧଂ ପାନଂ କୁରୂ। – ଦୁଗ୍ଧସ୍ୟ ପାନଂ କୁରୁ । ( ଦୁଗ୍ ପାନ କର।)
୧୬୫। ସାଧୂନ୍ ଦର୍ଶନଂ ପୁଣ୍ୟମ୍। – ସାଧୂନାଂ ଦର୍ଶନଂ ପୁଣ୍ୟମ୍। ( ସାଧୁମାନଙ୍କ ଦର୍ଶନ ପୁଣ୍ୟପ୍ରଦ ।)
୧୬୬। ମମ ଗୃହାତ୍ ଦକ୍ଷିଣେ ପୁଷ୍ପବାଟିକା। – ମମ ଗୃହସ୍ୟ ଦକ୍ଷିଣେନ ପୁଷ୍ପବାଟିକା । (ମମୋର ଘରର ଦକ୍ଷିଣପଟେ ଫୁଲ ବଗିଚା |)
୧୬୭। କର୍ଣ୍ଣାୟ ସମଃ / ସଦୃଶଃ ବୀରଃ ନାସ୍ଥି। – କର୍ଣ୍ସସ୍ଯ ସମଃ/ ସଦୃଶଃ ବୀରଃ ନାସ୍ତି।( କର୍ଣଙ୍କ ପରି ବୀର ନାହିଁ’ ।)
୧୬୮। ଅହଂ ଦିବସେ ଦ୍ଵିଃ / ତ୍ରିଃ ସ୍ବାନଂ କରୋମି – ଅହଂ ଦିବସସ୍ୟ ଦ୍ଵିଃ/ ତ୍ରିଃ ସ୍ନାନଂ କରୋମି । ( ମୁଁ ଦିନକୁ ଦୁଇଥର/ ତିନିଥର ସ୍ନାନ କରେ।)
୧୬୯। ଗୃହାତ୍ ପୁରଃ / ପୁରତଃ / ପୁରସା[ତ୍ ମନ୍ଦିର” ଶୋଭତେ । – ଗୃହସ୍ୟ ପୁରଃ/ ପୁରତଃ/ ପୁରସାତ୍ ମନ୍ଦିଗ. ଶୋଭତେ । (ଘର ଆଗରେ ମନ୍ଦିର ଶୋଭା ପାଉଛି ।)
୧୭୦। ଭାରତାତ୍ ଉତ୍ତରେଣ / ଭତ୍ତରତଃ ହିମାଳୟଃ । – ଭାରତସ୍ୟ ଉଭରେଣ/ ଉତ୍ତରତଃ ହିମାଳୟଃ । ( ଭାରତର ଉତ୍ତରରେ ହିମାଳୟ)
୧୭୧। ଗୃହମ୍ ଅନ୍ତିକେ ଉଦ୍ୟାନମ୍। – ଗୂହସ୍ୟ ଅନ୍ତିକେ ଉଦ୍ୟାନମ୍ । ( ଘର ପାଖରେ ବଗିଚା ଅଛି ।)
୧୭୨। ଅହଂ ଦିନାତ୍ ସକୃତ୍ ଅନ୍ନଂ ଖାଦାମି। – ଅହଂଦିନସ୍ୟ ସକୃତ୍ ଅନୁଂ ଖାଦାମି। ( ମୁଁ ଦିନକୁ ଥରେ ଭାତ ଖାଏ ।)
୧୭୩। ଏତତ୍ ମାଂ ମତମ୍। – ଏତତ୍ ମମ ମତମ୍ । ( ଏହା ମୋର ମତ ।)
୧୭୪। ଭାରତାତ୍ ଦକ୍ଷି ଣେନ କନ୍ୟାକୁମାରୀ। – ଭାରତସ୍ୟ ଦକ୍ଷିଣେନ କନ୍ୟାକୁମାରୀ । ( ଭାରତର ଦକ୍ଷିଣରେ କନ୍ୟାକୁମାରୀ ।)
୧୭୫। ପୁତ୍ରଂ କୃତେ ଯତ୍ନଂ କୁରୁ। – ପୁତ୍ରସ୍ୟ କୃତେ ଯତ୍ନଂ କୁରୁ । ( ପୁଅ ପାଇଁ ଯତ୍ନ କର ।)
୧୭୬। କୃଷ୍ଣଃ ଦୈତ୍ୟାନାଂ ଘାତୁକଃ । – କୃଷ୍ଣଃ ଦୈତ୍ୟାନ୍ ଘାତୁକଃ । ( କୃଷ୍ଣ ରାକ୍ଷସମାନଙ୍କ ହତ୍ୟାକାରୀ ।)
୧୭୭। ଅଗ୍ନିଃ କାଷ୍ଠେ ତୃପ୍ୟତି। – ଅଗ୍ନିଃ କାଷ୍ଠେନ / କାଷ୍ଠସ୍ୟ ତୃପ୍ୟତି । ( ଅଗ୍ନି କାଠରେ ତୃପ୍ତ ହୁଏ।)
୧୭୮। ସଃ ମାସେ ଚତୁଃ ପୁରୀଂ ଗଚ୍ଛତି। – ସଃ ମାସସ୍ୟ ଚତୁଃ ପୁରୀଂ ଗଚ୍ଛତି। ( ସେ ମାସକୁ ଚାରିଥର ପୁରୀ ଯାନ୍ତି ।)
୧୭୯। କୃଷ୍ଣଃ ମାତ୍ରେ ସ୍ମରତି। – କୃଷ୍ଣଃ ମାତରଂ / ମାତୁଃ ସ୍ମରତି । ( କୃଷ୍ଣ ମାଆକୁ ମନେ ପକାଉଛନ୍ତି ।)
୧୮୦। ଧନାତ୍ ହେତୋଃ ବିଦେଶଂ ଗଚ୍ଛତି। – ଧନସ୍ୟ ହେତୋଃ ବିଦେଶଂ ଗଚ୍ଛତି । ( ଧନ ନିମନ୍ତେ ବିଦେଶ ଯାଉଛନ୍ତି ।)
୧୮୧। ରାତ୍ରିଃ ଗତାୟାଂ ତେ ଗୃହମାଗଚ୍ଛନ୍। – ରାତ୍ତ୍ରୌ ଗତାୟାଂ ତେ ଗୃହମାଗଚ୍ଛନ୍ । ( ରାତି ପାହିବାରୁ ସେମାନେ ଘରକୁ ଆସିଲେ।)
୧୮୨। ନଦୀଭ୍ୟଃ ଗଙ୍ଗା ପବିତ୍ରତମା। – ନଦୀନାଂ/ ନଦୀଷୁ ଗଙ୍ଗା ପବିତ୍ରତମା । ( ନଦୀମାନଙ୍କ ମଧ୍ଯରେ ଗଙ୍ଗା ପବିତ୍ର ।)
୧୮୩। ଜନନୀ ପୁତ୍ରାୟ ସ୍ଵିହ୍ୟତି। – ଜନନୀ ପୁତ୍ରେ ସ୍ନିହ୍ଯତି । ( ମାଆ ପୁଅକୁ ଭଲପାଏ ।)
୧୮୪। ବାଳକଃ ନିଦ୍ରିତେ ଅହଂ ଗମିଷ୍ୟାମି। – ବାଳକେ ନିଦ୍ରିତେ ଅହଂ ଗମିଷ୍ୟାମି । ( ପିଲାଟି ଶୋଇଲେ ମୁଁ ଯିବି।)
୧୮୫। କଥଂ ମାଂ ନ ବିଶ୍ବସିଷି। – କଥଂ ମୟି ନ ବିଶ୍ବସିଷି । ( କିପରି ମୋତେ ବିଶ୍ଵାସ କରୁ ନାହିଁ।)
୧୮୬। ରାଜା ଯଶସି ଧନଂ ଦଦାତି। – ରାଜା ଯଶସେ ଧନଂ ଦଦାତି । ( ରାଜା ସୁନାମ ପାଇଁ ଧନ ଦିଅନ୍ତି |)
୧୮୭। ଅୟଂ ସାହିତ୍ୟେନ ନିପୁଣଃ। – ଅୟଂ ସାହିତ୍ୟେ ନିପୁଣଃ | ( ଇଏ ସାହିତ୍ୟରେ ନିପୁଣ |)
୧୮୮। କବିଭ୍ୟଃ କାଳିଦାସଃ ଶ୍ରେଷ୍ଠଃ। – କବୀନାଂ/ କବିଷୁ କାଳିଦାସଃ ଶ୍ରେଷ୍ଠଃ ( କବିମାନଙ୍କ ମଧ୍ଯରେ କାଳିଦାସ ଶ୍ରେଷ୍ଠ ।)
୧୮୯। ଚନ୍ଦ୍ରଃ ଉଦିତେ କୁମୁଦଂ ବିକଶତି। – ଚନ୍ଦ୍ରେ ଉଦିତେ କୁମୁଦଂ ବିକଶତି । ( ଚନ୍ଦ୍ର ଉଦୟରେ କଇଁ ଫୁଟେ |)
୧୯୦। ସୂର୍ଯ୍ୟ ଉଦିତେ ପଦ୍ମଂ ବିକ ଶିତ। – ସୂର୍ଯ୍ୟେ ଉଦିତେ ପଦ୍ଂ ବିକଶତି । ( ସୂର୍ଯ୍ୟ ଉଇଁଲେ ପଦ୍ମ ଫୁଟେ ।)
୧୯୧। ତବ କର୍ମେ ଅଧ୍କାରଃ ଅସ୍ଥି। – ତବ କର୍ମଣି ଅଧ୍କାରଃ ଅସ୍ତି । ( ତୁମର କର୍ମରେ ଅଧ୍କାର ଅଛି ।)
୧୯୨। ଛାତ୍ରାଃ ଗୁରବେ ଅନୁରକ୍ତାଃ । – ଛାତ୍ରାଃ ଗୁରୌ ଅନୂରକ୍ତାଃ । ( ଛାତ୍ରାମାନେ ଗୁରୁଙ୍କଠାରେ ଅନୁରକ୍ତ ।)
୧୯୩। ଶିକ୍ଷକଃ ଛାତ୍ରାୟ ବିରକ୍ତଃ। – ଶିକ୍ଷକଃ ଛାତ୍ରେ ବିରକ୍ତଃ । ( ଶିକ୍ଷକ ଛାତ୍ର ଉପରେ ବିରକ୍ତ । )
୧୯୪। ବାଳକଃ ଅନ୍ଧସ୍ୟ କରଂ ଧୃତ୍ବା ନୟତି। -ବାଳକଃ ଅନ୍ଧଂ କରେ ଧୃତ୍ଵା ନୟତି । ( ପିଲାଟି ଅନ୍ଧକୁ ହାତରେ ଧରି ନେଉଛି।)
୧୯୫। ପିତାୟାଂ ଭକ୍ଲିଂ କୁର୍ଯ୍ୟାତ୍। – ପିତରି ଭଳ୍ଛିଂ କୁର୍ଯ୍ୟାତ୍ । ( ପିତାଙ୍କୁ ଭଛି କରିବା ଉଚିତ ।)
୧୯୬। ପ୍ରଭୂପଦଂ ତବ ଯୁଜ୍ୟତେ । – ପ୍ରଭୁପଦଂ ତ୍ଵୟି ଯୁଜ୍ୟତେ । ( ପ୍ରଭୂପଦ ନିମନ୍ତେ ତୁମେ ଯୋଗ୍ୟ)
୧୯୭। କଥମ୍ ଏତତ୍ ତ୍ଵତ୍ ସମ୍ଭାବ୍ୟତେ। -କଥମ୍ ଏତତ୍ ତ୍ଵୟି ସମ୍ଭାବ୍ୟତେ । ( କିପରି ଏହା ତୁମଠାରେ ସମ୍ଭବ ।)
୧୯୮। ବ୍ୟାଧଃ ଚର୍ମଣେ ବ୍ୟାଘ୍ରଂ ହନ୍ତି। – ବ୍ୟାଧଃ ଚର୍ମଣି ବ୍ୟାଘ୍ରଂ ହନ୍ତି। ( ଶିକାରୀ ଚମଡ଼ା ପାଇଁ ବାଘକୁ ମାରେ ।)
୧୯୯। ବ୍ୟାଧଃ ଦନ୍ତାଭ୍ୟାଂ ଗଜଂ ହନ୍ତି। – ବ୍ୟାଧଃ ଦନ୍ତୟୋଃ ଗଜଂ ହନ୍ତି । ( ଶିକାରୀ ଦାନ୍ତଦୂଇଟି ପାଇଁ ହାତୀକୁ ମାରେ ।)
୨୦୦। ବ୍ୟାଧଃ କେଶେଭ୍ୟଃ ଚମରୀଂ ହନ୍ତି। – ବ୍ୟାଧଃ କେଶେଷୁ ଚମରୀଂ ହନ୍ତି । ( ଶିକାରୀ ଦାନ୍ତଦୁଇଟି ପାଇଁ ହାତୀକୁ ମାରେ।)
୨୦୧। ମମ ଶିକ୍ଷକଃ ଗଣିତସ୍ୟ ଦକ୍ଷଃ। – ମମ ଶିକ୍ଷକଃ ଗଣିତେ ଦକ୍ଷଃ । ( ମୋ ଶିକ୍ଷକ ଗଣିତରେ ଦକ୍ଷ । )
୨୦୨। ବ୍ୟାଧଃ ମାଂସେ ମୃଗଂ ହନ୍ତି। – ବ୍ୟାଧଃ ମାଂସାୟ ମୃଟଂ ହନ୍ତି । ( ବ୍ୟାଧ ମାଂସପାଇଁ ହରିଣ ମାରେ ।)
୨୦୩। ଶିକ୍ଷକଃ ଆଗତେ ଛାତ୍ରାଃ ନୀରବାଃ ଅଉବନ୍। ଶିକ୍ଷକେ ଆଗତେ ଛାତ୍ରାଃ ନୀରବାଃ ଅଭବନ୍। ( ଶିକ୍ଷକ ଆସିବାରୁ ଛାତ୍ରମାନେ ନୀରବ ହେଲେ।)
୨୦୪। ବ୍ୟାକାରଣମ୍ ଅଧୀତା ଜନଃ ବିଦ୍ଵାନ୍। – ବ୍ୟାକରଣେ ଅଧୀତା ଜନଃ ବିଦ୍ବାନ୍ । ( ବ୍ୟାକରଣ ପଢ଼ୁଥ୍ବା ଲୋକ ବିଦ୍ଵାନ ।)
ଧାତୁଗତ
୨୦୫। ଅହଂ ଧନଂ ଲପ୍ସ୍ୟାମି। – ଅହଂ ଧନଂ ଲପ୍ସ୍ୟେ । ( ମୁଁ ଟଙ୍କା ପାଇବି ।)
୨୦୬। ଭିକ୍ଷୁକଃ ଗ୍ରାମେ ଅଭିକ୍ଷତ୍। – ଭିକ୍ଷୁକଃ ଗ୍ରାମେ ଅଭିକ୍ଷତ । ( ଭିକ୍ଷୁକ ଗ୍ରାମରେ ଭିକ୍ଷା କରୁଥ୍ଲା ।)
୨୦୭। ଯୂୟଂ ମାତୁଳଗୃହେ ଅବର୍ତନ୍ତ। – ଯୂୟଂ ମାତୃଳଗୃହେ ଅବର୍ଭଧ୍ଵମ୍ । (ତୁମେମାନେ ମାମୁଘରେ ରହୁଥ୍ଲ ।)
୨୦୮। ବୟଂ ଗୀତଂ ଗାସ୍ୟଥ । – ବୟଂ ଗୀତଂ ଗାସ୍ୟାମଃ । ( ଆମେ ଗୀତ ଗାଇବୁ ।)
୨୦୯। ସଃ ତବ ଉପଦେଶମ୍ ଅବିସ୍ମରତ୍। -ସଃ ତବ ଉପଦେଶଂ ବ୍ୟସ୍ମରତ୍ । ( ସେ ତୁମ ଉପଦେଶ ଭୁଲିଗଲା।)
୨୧୦। ଅହଂ ଲଗୁଡେନ ସର୍ପମ୍ ଅହନ୍। – ଅହଂ ଲଗୁଡେନ ସର୍ପମ୍ ଅହନମ୍ । ( ମୁଁ ବାଡ଼ିଦ୍ଵାରା ସାପ ମାରିଲି |)
୨୧୧। ଗୁରୁଃ ସର୍ବଂ ଶାସତି। – ଗୁରୁଃ ସର୍ବଂ ଶାସ୍ତି। ( ଗୁରୁ ସମସ୍ତଙ୍କୁ ଶାସନ କରନ୍ତି ।)
୨୧୨। ଭବାନ୍ ପୂତ୍ରଂ ଶାସତୁ। -ଭବାନ୍ ପୁତ୍ରଂ ଶାସ୍ତୁ । ( ଆପଣ ପୁଅକୁ ଶାସନ କରନ୍ତୁ ।)
୨୧୩। ଯୂୟମ୍ ଅଧୁନା ଗ୍ରାମଂ ଯାହି। – ଯୂୟମ୍ ଅଧୁନା ଗ୍ରାମଂ ଯାତ । ( ତୁମେମାନେ ବର୍ତମାନ ଗାଁକୁ ଯାଅ ।)
୨୧୪। ତେ ନକ୍ତଂ କାର୍ଯ୍ୟମ୍ ଅକରୋତ୍। – ତେ ନକ୍ତଂ କାର୍ଯ୍ୟମ୍ ଅକୁର୍ବନ୍ । (ସେମାନେ ରାତିରେ କାମ କରୁଥ୍ଲେ।)
୨୧୫। ତେ ମାଂ ବିଭ୍ୟନ୍ତି। – ତେ ମତ୍ ବିଭ୍ୟତି । ( ସେମାନେ ମୋତେ ଡରୁଛନ୍ତି ।)
୨୧୬। ଭବାନ୍ ଅତ୍ର ତିଷ୍ଠ। – ଭବାନ୍ ଅତ୍ର ତିଷ୍ଠତୁ। (ଆପଣ ଏଠାରେ ରୁହନ୍ତୁ ।)
୨୧୭। ତ୍ବଂ କସ୍ପାତ୍ ନ ଅବିଭେତ୍ । – ତ୍ବଂ କସ୍ମାତ୍ ନ ଅବିଭେଃ ? ( ତୁମେ କାହାକୁ ଡରୁ ନଥ୍ଲ ?)
୨୧୮। ବୟଂ ଧନମ୍ ଅଦଦ୍ବ୍। – ବୟଂ ଧନମ୍ ଅଦଦ୍ଧ। ( ଆମେ ଧନ ଦେଲୁ ।)
୨୧୯। ବ୍ରାହ୍ମଣଃ ଦେବତାୟୈ ପୂଷ୍ପଂ ଦଦତୁ। – ବ୍ରାହ୍ମଣ ଦେବତାୟୈ ପୂଷ୍ପଂ ଦଦାତୁ। ( ବ୍ରାହ୍ମଣ ଦେବତାଙ୍କୁ ପୁଲ ଦିଅନ୍ତି ।)
୨୨୦। ତେ ଗୀତଂ ଶୃଣୁୟାତ୍ । – ତେ ଗୀତଂ ଶୃଣୁୟୁଃ । ( ସେମାନେ ଗୀତ ଶୁଣିବା ଉଚିତ ।)
୨୨୧। ଅହଂ ଧନଂ ପ୍ରାପ୍ତୁବାନ୍ । – ଅହଂ ଧନଂ ପ୍ରାପ୍ତବାନ୍ । ( ମୁଁ ଟଙ୍କା ପାଇଲି ।)
୨୨୨। ବୟଂ ପୁଷ୍ପାଣି ନେଷ୍ୟଥ। – ବୟଂ ପୁଷ୍ନାଣି ନେଷ୍ୟାମଃ । ( ଆମେ ଫୁଲ ନେବୁ ।)
୨୨୩। ଆବାଂ କଥାଂ ଶୃଣୁଥଃ । – ଆବାଂ କଥାଂ ଶୃଣ୍ବଃ । ( ଆମେ ଦୁହେଁ କଥା ଶୁଣୁ ।)
୨୨୪। ସଃ ଯଶଃ ପ୍ରାପ୍ନହି। – ସଃ ଯଶଃ ପ୍ରାପ୍ନୋତୁ । ( ସେ ସୁନାମ ପାଉ ।)
୨୨୫। ଛାତ୍ରାଃ କନ୍ଦୁକମ୍ ଅକ୍ରୀଡତ୍। – ଛାତ୍ରାଃ କନ୍ଦୁକେନ ଅକ୍ରୀଡନ୍ । ( ଛାତ୍ରମାନେ ବଲରେ ଖେଳୁଥ୍ଲେ।)
୨୨୬। ଭବାନ୍ ତପ୍ପୈ ମା କ୍ରୁଧ୍ୟ। – ଭବାନ୍ ତସ୍ମୈ ମା କ୍ରୁଧ୍ୟତୁ। (ଆପଣ ତାଙ୍କ ଉପରେ ରାଗନ୍ତୁ ନାହିଁ।)
୨୨୭। ତସ୍ୟ ମନେ ଦୁଃଖମ୍ ଅଜାୟନ୍ତ। – ତସ୍ୟ ମନସି ଦୁଃଖମ୍ ଅଜାୟତ । ( ତାଙ୍କ ମନରେ ଦୁଃଖ ଜାତ ହେଲା । )
୨୨୮। କୃଷକଃ ଶସ୍ୟକ୍ଷେତ୍ରେ କାର୍ଯ୍ୟ କରୋତି। – କୃଷକାଃ କୃଷିକ୍ଷେତ୍ର କାର୍ଯ୍ୟଂ କୁର୍ବନ୍ତି। ( ଚାଷିମାନେ ଚାଷଜମିରେ କାମ କରୁଛନ୍ତି ।)
୨୨୯। ଯୂୟଂ ତଂ ପୁଚ୍ଛନ୍ତୁ। – ଯୂୟଂ ତଂ ପୃଜ୍ଥଥ । ( ତୁମେମାନେ ତାଙ୍କୁ ପଚାର ।)
୨୩୦। ତୃଷାର୍ତଃ ଜଳମ୍ ଇଚ୍ଛେୟୁଃ। – ତୃଷାର୍ଭଃ ଜଳମ୍ ଇଚ୍ଛେତ୍ । ( ଶୋଷିଲୋକ ପାଣି ଇଚ୍ଛାକରିପାରେ ।)
୨୩୧। ବାଳିକା ତ୍ଵାମ୍ ଅଲଜ୍ଜତ୍ । – ବାଳିକା ତ୍ଵତ୍ ଅଲଜ୍ଜତ । ( ଝିଅଟି ତୋତେ ଲାଜ କରୁଛି ।)
୨୩୨। ଅହଂ ମିତ୍ରଂ ପ୍ରଚ୍ଛିଷ୍ୟାମି। – ଅହଂ ମିତ୍ରଂ ପ୍ରକ୍ଷ୍ୟାମି । ( ମୁଁ ସାଙ୍ଗକୁ ପଚାରିବି ।)
୨୩୩। ମୃଗଃ ବନେ ଅପ୍ରବିଶତ୍। – ମୃଗଃ ବନେ ପ୍ରାବିଶତ୍ । ( ହରିଣ ବଣରେ ପ୍ରବେଶ କଲା ।)
୨୩୪। ଭବାନ୍ ଅତ୍ର ଭକ୍ଷୟ। – ଭବାନ୍ ଅତ୍ର ଭକ୍ଷୟତୁ । ( ଆପଣ ଏଇଠି ଖାଆନ୍ତୁ ।)
୨୩୫। ଅହଂ କବିତାଂ ରଚୟିଷ୍ୟାମଃ । – ଅହଂ କବିତାଂ ରଚୟିଷ୍ୟାମି | ( ମୁଁ କବିତା ରଚନା କରିବି ।)
୨୩୬। ସଃ ପୁତ୍ରାୟ ପତ୍ରମ୍ ଅପ୍ରେରୟତ୍ । – ସଃ ପୁତ୍ରାୟ ପତ୍ରଂ ପ୍ରୈରୟତ୍ । ( ସେ ପୁଅ ପାଖକୁ ଚିଠି ପଠାଇଲା।)
୨୩୭। କୃପଣାଃ ଧନଂ ସ୍ପୃହୟତି । – କୃପଣାଃ ଧନଂ / ଧନାୟ ସୂହୟନ୍ତି । ( କୃପଣମାନେ ଧନକୁ ଭଲ ପାଆନ୍ତି।)
୨୩୮। ମାତା ଦୁହିତରମ୍ ଭକ୍ତବାନ୍ । – ମାତା ଦୁହିତରମ୍ ଉକ୍ତବତୀ। ( ମାଆ ଝିଅକୁ କହିଲା |)
୨୩୯। ମିତ୍ରଂ ତ୍ଵାମ୍ ଭକ୍ତବାନ୍। – ମିତ୍ରଂ ତ୍ଵାମ୍ ଉକ୍ତବତ୍ । ( ସାଙ୍ଗ ତୁମକୁ କହିଲେ ।)
୨୪୦। ଅସ୍ମାଭିଃ ବନଂ ଦୃଷ୍କମ୍। – ଅସ୍ମାଭିଃ ବନଂ ଦୃଷ୍ଟମ୍ । ( ଆମେ ଜଙ୍ଗଲ ଦେଖୁଛୁ ।)
୨୪୧। ଧନଂ ଲଭନ୍ ସଃ ହୃଷ୍ୟତି । – ଧନଂ ଲଭମାନଃ ସଃ ହୃଷ୍ୟତି । (ପଇସା ପାଇ ସେ ଖୁସୀ ।)
୨୪୨। ଚନ୍ଦ୍ରଂ ପଶ୍ୟନ୍ ଶିଶବଃ ନୃତ୍ୟନ୍ତି। – ଚନ୍ଦ୍ରଂ ପଶ୍ୟନ୍ତଃ ଶିଶବଃ ନୃତ୍ୟନ୍ତି । ( ଜନ୍ମ ଦେଖ୍ ପିଲାମାନେ ନାଚୁଛନ୍ତି ।)
୨୪୩। ଦେବଂ ପ୍ରଣିପତ୍ଵା ଅହମ୍ ଆଗଳ୍ଛାମି। – ଦେବଂ ପ୍ରଣିପତ୍ୟ ଅହମ୍ ଆଗଚ୍ଛାମି । ( ଦେବତାଙ୍କୁ ପ୍ରଣାମ କରି ମୁଁ ଆସୁଛି ।)
୨୪୪। ସୈନିକଃ ଯୁଧ୍ୟନ୍ କ୍ଲାନ୍ତଃ ଭବତି। – ସୈନିକଃ ଯୁଧ୍ୟମାନଃ କ୍ଳାନ୍ତଃ ଭବତି । ( ସୈନିକ ଯୁଦ୍ଧରେ କ୍ଳାନ୍ତ ହେଉଛି ।)
୨୪୫। ପଞ୍ଚ ପ୍ରଶ୍ନାନ୍ ଗୁରୁଃ ପୃଷ୍ଟବତ୍। – ପଞ୍ଚ ପ୍ରଶ୍ନାନ୍ ଗୁରୁଃ ପୃଷ୍ଟବାନ୍ । ( ଗୁରୁ ପାଞ୍ଚଟି ପ୍ରଶ୍ନ ପଚାରିଲେ ।)
୨୪୬। ତ୍ଵଂ ଗ୍ରାମେ ବସ୍ତବ୍ୟମ୍। – ତ୍ଵଂ ଗ୍ରାମେ ବସ୍ସ୍ୟସି/ ବସେଃ/ ତ୍ଵୟା ଗ୍ରାମେ ବସ୍ତବ୍ୟମ୍ । ( ତୁମେ ଗାଁରେ ବାସ କରିବା ଉଚିତ)
୨୪୭। ଗୃହେ ବସିତ୍ଵା କିଂ କରୋଷି। – ଗୃହେ ଉଷିତ୍ଵା କିଂ କରୋଷି ? ( ଘରେ ରହି କ’ଣ କରୁଛ ?)
୨୪୮। ବାଳକଦ୍ବୟଂ ଗଚ୍ଛତଃ। – ବାଳକଦ୍ଵୟଂ ଗଚ୍ଛତି । ( ପିଲାଦୁଇଟି ଯାଉଛନ୍ତି ।)
୨୪୯। ମାଂ ପରିତ୍ୟକ୍ତ୍ରା କୁତ୍ର ଗଚ୍ଛସି। – ମାଂ ପରିତ୍ୟଜ୍ୟ କୁତ୍ର ଗଚ୍ଛସି ? ( ମୋତେ ଛାଡ଼ି କୁଆଡ଼େ ଯାଉଛ ।)
୨୫୦। ମେଘଂ ଦୃଶ୍ୟନ୍ ମୟୂରଃ ନୃତ୍ୟତି। – ମେଙ୍ଘ ପଶ୍ୟନ୍ ମୟୂରଃ ନୃତ୍ୟତି । (ମେଘ ଦେଖ୍ ମୟୂର ନାଚେ |)
୨୫୧। ମୟା ମାର୍ଗେ ଲତା ଦୃଷ୍ଟଃ। – ମୟା ମାର୍ଗେ ଲତା ଦୃଷ୍ଟା। ( ମୁଁ ବାଟରେ ଲତା ଦେଖୁଲି |)
୨୫୨। ବିଦୂଷଂ ପୂଜା କର୍ତବ୍ୟଃ। – ବିଦୂଷାଂ ପୂଜା କର୍ତବ୍ୟା । ( ପଣ୍ଡିତମାନଙ୍କୁ ସମ୍ମାନ କରିବା ଉଚିତ।)
୨୫୩। ଭୀତାଃ ବାଳକାଃ ପଳାୟନ୍ତି । – ଭୀତାଃ ବାଳକାଃ ପଳାୟନ୍ତେ । ( ଭୟରେ ପିଲାମାନେ ପଳାଉଛନ୍ତି ।)
୨୫୪। ସଃ ପିତୁଃ ବିପୁଳଂ ସଂପଦଂ ପ୍ରାପ୍ତବାନ୍। – ସଃ ପିତୁଃ ବିପୁଳାଂ ସଂପଦଂ ପ୍ରାପ୍ତବାନ୍ । ( ସେ ବାପାଙ୍କଠାରୁ ପ୍ରଚୁର ସମ୍ପତ୍ତି ପାଇଲା ।)
୨୫୫। ଯଶଃ ଲଭିତୁୂଂ ଯତସ। – ଯଶଃ ଲଵୁଂ ଯତସ | ( ସୁନାମ ପାଇବାକୁ ଚେଷାକର ।)