BSE Odisha 10th Class Sanskrit Grammar Book Solutions Download Pdf

BSE Odisha Class 10 Sanskrit Grammar Book Solutions Pdf Download

BSE Odisha 10th Class Sanskrit Learn and Practise Grammar Book Solutions Download Pdf | 10th Class Sanskrit Grammar Question Answers Odia Medium

BSE Odisha 10th Class Sanskrit Grammar Book Distribution of Marks

Latest/Revised Pattern of Evaluation & Distribution of Marks as Prescribed by Board of Secondary Education, Odisha [Third Language Sanskrit (TLS)]

Part I: Objective
1. ୫୦ ପଦ ସମ୍ବଳିତ ଏକ ଅନୁଚ୍ଛେଦର ବିଷୟବସ୍ତୁ ଆଧାରରେ ପ୍ରଦତ୍ତ ପ୍ରଶ୍ନର ୪ଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ନିର୍ଣ୍ଣୟ କରାଯିବ। ୫ ଟି ପ୍ରଶ୍ନ ଦିଆଯିବ। (1 × 5 = 5)
2. ସକାରଣ ବିଭକ୍ତି ନିରୂପଣ – ଗଦ୍ୟ ବିଭାଗରୁ ୫ଟି ପ୍ରଶ୍ନ ଦିଆଯିବ। (1 × 5 = 5)
3. ସନ୍ଧି ଓ ସନ୍ଧିବିଚ୍ଛେଦ (ଗଦ୍ୟ ଓ ପଦ୍ୟରୁ) (1 × 5 = 5)
4. ସମାସନାମ / ସମସ୍ତପଦ / ବ୍ୟାସବାକ୍ୟ ନିର୍ଣ୍ଣୟ (ଗଦ୍ୟ ଓ ପଦ୍ୟରୁ) (1 × 5 = 5)
5. ଭ୍ରମ ସଂଶୋଧନ ୫ଟି ବାକ୍ୟର ସନ୍ଧି ଓ କାରକରୁ ପ୍ରଶ୍ନ ଦିଆଯିବ। (1 × 5 = 5)
6. ସ୍ତ୍ରୀପ୍ରତ୍ୟୟ ବ୍ୟାକରଣରୁ ୫ଟି ଏକପଦୀକରଣ ସ୍ତ୍ରୀପ୍ରତ୍ୟୟଗତ। (1 × 5 = 5)
7. କାରକ ବିଭକ୍ତି ଆଧାରରେ ୫ଟି ପଦ ପ୍ରୟୋଗ କରି ବାକ୍ୟ ରଚନା। (1 × 5 = 5)
8. ଶୂନ୍ୟସ୍ଥାନ ପୂରଣ (କୃଦନ୍ତରୁ ୫ଟି) (1 × 5 = 5)
9. ଗଦ୍ୟ ଓ ପଦ୍ୟରୁ ପ୍ରଦତ୍ତ ବାକ୍ୟ ମଧ୍ଯରୁ ରେଖାଙ୍କିତ ପଦକୁ ଦୃଷ୍ଟିରେ ରଖୁ ପ୍ରଶ୍ନ। (1 × 5 = 5)
10. ଗଦ୍ୟରୁ ୫ଟି ବାକ୍ୟ ଦିଆଯିବ। ରେଖାଙ୍କିତ ପଦକୁ ଦୃଷ୍ଟିରେ ରଖୁ ପ୍ରଶ୍ନ ପଚରାଯିବ। ଯଥା – ରାମଃ ଗୃହଂ ଗଚ୍ଛତି । କଃ ଗୃହଂ ଗଚ୍ଛତି? (1 × 5 = 5)
Total = 50 Marks
କିମ୍ବା, ବହୁବିକଳ୍ପ ଉତ୍ତରମୂଳକ ପ୍ରଶ୍ନୋତ୍ତର (1 × 50 = 50 Marks)

Part II: Subjective
1. ଗଦ୍ୟରୁ ୨/୩ ବାକ୍ୟରେ ୨ଟି ଉତ୍ତର କ, ଖ ବିକଳ୍ପ ପ୍ରଶ୍ନ ଦିଆଯିବ। (5 × 2 = 10)
2. ପଦ୍ୟରୁ ୨/୩ ବାକ୍ୟରେ ୨ଟି ଉତ୍ତର କ, ଖ ବିକଳ୍ପ ପ୍ରଶ୍ନ ଦିଆଯିବ। (5 × 2 = 10)
3. ଗଦ୍ୟ ବିଭାଗରୁ ପ୍ରଦତ୍ତ ୫ଟିର ସଂକ୍ଷିପ୍ତ ଉତ୍ତର। (2 × 5 = 10)
4. ଗଦ୍ୟ ବିଭାଗରୁ ପ୍ରଦତ୍ତ ୫ଟିର ସଂକ୍ଷିପ୍ତ ଉତ୍ତର। (2 × 5 = 10)
5. ମାତୃଭାଷାରୁ ସଂସ୍କୃତରେ ୫ଟି ଅନୁବାଦ। (2 × 5 = 10)
Total = 50 Marks
Grand Total: Part-I (50) + Part-II (50) = 100 Marks

Leave a Comment