BSE Odisha 10th Class Sanskrit Grammar Solutions Chapter 8 ନାମଧାତୁ ପ୍ରକରଣ

Odisha State Board BSE Odisha Class 10 Sanskrit Grammar Book Solutions Chapter 8 ନାମଧାତୁ ପ୍ରକରଣ Textbook Exercise Questions and Answers.

BSE Odisha Class 10 Sanskrit Grammar Solutions Chapter 8 ନାମଧାତୁ ପ୍ରକରଣ

(୮) ନାମିକଖାଡ଼ ପକରଣ

ନାମ ଅର୍ଥାତ୍‌ ବିଶେଷ୍ୟ- ବିଶେଷଣାଦି ବାଚକ ଶବ୍ଦ ଯେଉଁ ଧାତୁର ଅଂଶ ତାହା ନାମଧାତୁ । ଉଦାହରଣସରୂପ-
ଶଫରୀ ଫର୍‌ଫରାୟତେ । ( ଛୋଟ ମାଛ ଫର୍‌ଫର୍‌ ହୁଏ) ଫର୍‌ଫର- ଫର୍ଫରାୟତେ । ସୁବନ୍ତ ପ୍ରାତିପଦିକରୁ ଭିନ୍ନ ଭିନ୍ନଅର୍ଥରେ କ୍ଯଚ୍‌, କ୍ୟଙ୍‌ ଓ କ୍ଵିପ୍‌ ପ୍ରଭୃତି ହୁଏ। ଏହି ପ୍ରକୃତି ଓ ପ୍ରତ୍ୟୟ ସମୁଦାୟର ଧାତୁସଂଜ୍ଞା ହେବା ସହିତ’ସୁପୋଧାତୃପାତିପଦିକୟୋଃ? ( ଅଷ୍ଠାଧାୟୀ- ୨ /୪/ ୭୧ ) ସୂତ୍ର ବଳରେ ସୁପ୍‌ ବିଭକ୍ତିର ଲୋପ ହୁଏ । ଯଥା- ଚନ୍ଦ୍ରଃ + କ୍ଯଙ୍‌ = ଚନ୍ଦ୍ରାୟ । ସୁଖମ୍‌ + କ୍ଯଚ୍‌ = ସୁଖୀୟ । ନାମଧାତୁର ରୂପସିଵି ଭ୍ବାଦି- ଗଣୀୟ ଧାତୁର ରୂପସିଦ୍ଧି ସଦୃଶ ।

୧ । କର୍ମବୋଧକ ସୁବନ୍ତରୁ ନିଜ ପାଇଁ ଇଚ୍ଛା ଅର୍ଥରେ “କ୍ୟଚ୍‌! ପ୍ରତ୍ୟୟ ବିକଳ୍ପରେ ହୁଏ । “କ୍ୟଚ୍‌” ପ୍ରତ୍ୟୟ ପରେ ଥ୍‌ଲେ ପୂର୍ବବର୍ଭୀ ଅ-କାର ବା ଆ-କାରର “ଭ’ ହୁଏ । “କ୍ଯଚ୍‌’ ପ୍ରତ୍ୟୟାନ୍ତ ଧାତୁ ପରସ୍ପୈପଦୀ ହୁଏ । ( କ୍ୟଚି ଚ-୭/୪/ ୩୩)
ଉଦାହରଣ – ପୁତ୍ରମ୍‌ + କ୍ଯଚ୍‌ ( ଯ) = ପୁତ୍ରୀୟ + ତିପ୍‌ ( ତି) = ପୁତ୍ରୀୟତି ।
ଗୋବିନ୍ଦଃ ପୂତ୍ରୀୟତି ( ଗୋବିନ୍ଦଃ ଆତ୍ଜନଃ ପୁତ୍ରମ୍‌ ଇଚ୍ଛତି) । – ଗୋବିନ୍ଦ ନିଜ ପିଲାପରି ଇଚ୍ଛାକରୁଛି।
ସେହିପରି ମାଳାମ୍‌ + କ୍ୟଚ୍‌ = ମାଳୀୟତି । – ମାଳାପରି ଆଚରଣ କରୁଛି ।
ଏଠାରେ ବାକ୍ୟରେ କର୍ଭା ଗୋବିନ୍ଦ ନିଜପାଇଁ ପୁଅଟିଏ କାମନା କରିବା ଅର୍ଥ ପ୍ରକାଶ ପାଉଛି । ଅନ୍ୟ କାହାରି ପୁଅଟିଏ ହେଉ ବୋଲି ଇଚ୍ଛା କଲେ କ୍ୟଚ୍‌ ପ୍ରତ୍ୟୟ ହେବ ନାହିଁ। ଯଥା- ଗୋବିନ୍ଦ ରାମସ୍ୟ ପୁତ୍ରମ୍‌ ଇଚ୍ଛତି। ମାନ୍ତପ୍ରକୃତିକୁ ସୁବନ୍ତରୁ କ୍ୟଚ୍‌ ହୁଏ ନାହିଁ। ଯଥା- କିମିଚ୍ଛତି ।

୨ । କ୍ୟଚ୍‌ ପ୍ରତ୍ୟୟ ପରେ ଥୁଲେ ‘ଇ’ ର “ଭ” ର ‹ଉ” ର ‘ର” ର “ରୀ’, “ଓ” ର “ଅବ୍‌” ଏବଂ ‹3 ର ‘ଆବ୍‌’ ହୁଏ । ଯଥା- କବି – କବୀୟତି, ସାଧୁ – ସାଧୂୟତି, କର୍ଭୂ – କର୍ରୀୟତି, ଗୋ – ଗବ୍ଯତି, ନୌ – ନାବ୍ୟତି ।
କବିପିର ଆଚରଣ କରୁଛି, ସାଧୁ ପରି ଆଚରଣ କରୁଛି, କର୍ତାପରି ଆଚରଣ କରୁଛି, ଗାଭପରି ଆଚରଣ କରୁଛି, ନୌକାପରି ଆଚରଣ କରୁଛି ।

BSE Odisha 10th Class Sanskrit Grammar Solutions Chapter 8 ନାମଧାତୁ ପ୍ରକରଣ

୩। କ୍ୟଚ୍‌ ପ୍ରତ୍ୟୟ ପରେ ଥୁଲେ “ନ୍‌” ର ଲୋପ ହୁଏ । ଯଥା-
ରାଜନ୍‌ + କ୍ୟଚ୍‌ + ତିପ୍‌ = ରାଜ + ଯ + ତି = ରାଜୀୟତି ।
ରାଜାଙ୍କ ପରି ଆଚରଣ କରୁଛି ।

୪। କ୍ୟଚ୍‌ ପ୍ରତ୍ୟୟ ପରେ ଥଲେ ‘ଅ’ କାରର – ଆ/ ଭ ହୁଏ ।
ଯଥା- ଅଶନ ଶବ୍ଦରୁ ବୁଭୁକ୍ଷା ଅର୍ଥରେ- ବୁଭୁକ୍ଷୁଃ ଅଶନାୟତି । ( ଭୋକିଲା ଲୋକ )
(ସଦ୍ୟଃ ଭୋକ୍ଡୁମ୍‌ ଅଶନମ୍‌ ଇଚ୍ଛତି) ମାତ୍ର କିଛିକାଳ ପରେ ଭୋଜନେଚ୍ଛା ବୁଝାଇଲେ ବୁଭୁକ୍ଷୁଃ ଅଶନୀୟତି । ସେହିପରି ଉଦକ ଶବ୍ଦରୁ ପାନ ଇଚ୍ଛା ଅର୍ଥରେ- ଉଦନ୍ୟତି ତୃଷାର୍ଭଃ । ( ତୃଷାଉ୍ଭ ପାଣି ଇଚ୍ଛା କରୁଛି ) ମାତ୍ର ସ୍ବାନ ବା ଅନ୍ୟ କୌଣସି ଇଚ୍ଛାରେ- ଉଦକୀୟତି । (ସ୍ଵାନ ଇଚ୍ଛା କରୁଛି ) ସେହିପରି ଧନ ଶବ୍ଦରୁ ଲୋଭ ଅର୍ଥରେ – ଧନାୟତି ( ଧନେ ସତ୍ୟପି ଧନମ୍‌ ଇଚ୍ଛତି ) । ମାତ୍ର ଦରିଦ୍ରଃ ଧନୀୟତି ଏଠାରେ ଲୋଭ ବଦଳରେ ଧନାଭାବପୂରଣେଛ୍ଛା ବିଦ୍ୟମାନ ।

୫। କ୍ୟଚ୍‌ ପ୍ରତ୍ୟୟ ଯେଉଁ ଅର୍ଥରେ ହୁଏ କାମ୍ୟଚ୍‌ ପ୍ରତ୍ୟୟ ମଧ୍ଯ ସେହି ଅର୍ଥରେ ହୁଏ ।
ଯଥା- ବୀରଃ ରଣକାମ୍ୟତି ( ଆତ୍ମନଃ ରଣମ୍‌ ଇଚ୍ଛତି) – ବୀର ନିଜର ରଣ ଇଚ୍ଛାକରୁଛି ।
ସର୍ବଃ ଯଶସ୍କାମ୍ୟତି । ଯାଜ୍ଜିକଃ ସର୍ପିଷ୍କାମ୍ୟତି। – ସମସ୍ତେ ଯଶକାମନା କରନ୍ତି । ଯାଜ୍ଞିକ ଘୃତ କାମନା କରେ ।

୬ । କର୍ମ ବା ଅଧ୍କରଣବୋଧକ ଉପମାନବାଚକ ପଦରୁ ଆଚରଣ ବା ବ୍ୟବହାର ଅର୍ଥରେ କ୍ୟଚ୍‌ ପ୍ରତ୍ୟୟ ହୁଏ । ଯଥା-
ଗୁରୁଃ ଶିଷ୍ୟ ପୁତ୍ରୀୟତି ( ପୁତ୍ରମ୍‌ ଇବ ଆଚରତି ବ୍ୟବହରତି ବା” । ଏଠାରେ ପୁତ୍ର କର୍ମ ଏବଂ ଉପମାନ । ସାଧୁଃ କୁଟୀରେ ପ୍ରାସାଦୀୟତି । ଏଠାରେ ପ୍ରାସାଦ ଅଧ୍କରଣ ଓ ଉପମାନ ।
ପୁତ୍ରଃ ଇବ ଆଚରତି- ପୁତ୍ରାୟତେ । (ନିଜେ ପୁଅ ପରି ଅଚରଣ କରୁଛି)

୭ । ନମସ୍‌ ଶବ୍ଦରୁ ପୂଜା କରିବା ଓ ବରିବସ୍‌ ଶବ୍ଦରୁ ସେବା କରିବା ଅର୍ଥରେ କ୍ୟଚ୍‌ ପ୍ରତ୍ୟୟ ହୁଏ ।
ଯଥା- ଦେବାନ୍‌ ନମସ୍ୟତି ( ପୂଜୟତି) । (ନମଃ କରୋତି = ନମସ୍ୟତି)
ଗୁରୂନ୍‌ ବରିବସ୍ୟତି ( ସେବତେ) । ( ବରିବଃ ( ସେବାଂ) କରୋତି = ବରିବସ୍ଯତି ।

୮ । କର୍ଭା ଉପମାନ ହୋଇଥୁଲେ ତହିଁରୁ ଆଚରଣ ଅର୍ଥରେ କ୍ୟଙ୍‌ ( ମ) ପ୍ରତ୍ୟୟ ହୁଏ। କ୍ୟଙ୍‌ ପ୍ରତ୍ୟାୟାନ୍ତ ନାମଧାତୁ ଆତ୍ମନେପଦୀ । ଯଥା- କ୍ରୀଡ଼ସ୍ତୁ ବାଳକେଷୁ ଏକଃ କୃଷ୍ଣାୟତେ ( କୃଷ୍ଣ ଇବ ଆଚରତି ) , ( ଖେଳୁଥ୍ବା ପିଲାଙ୍କ ମଧରେ କୃଷ୍ଣଙ୍କପରି ଅଭିନୟ କରୁଛି) ଅପରେ ଗୋପାୟନ୍ତେ। (ଗୋପା ଇବ ଆଚରନ୍ତି) । ଏଠାରେ କୃଷ୍ଣ ଓ ଗୋପ କର୍ତା ଏବଂ ଉପମାନ ।

୯ । ଆଚରଣ ଅର୍ଥରେ ସବୁ ପ୍ରାତିପଦିକରୁ କ୍ଵିପ୍‌ ପ୍ରତ୍ୟୟ ବିକଳ୍ପରେ ହୁଏ । କ୍ଵିପ୍‌ର ସମ୍ପୂର୍ଣ୍ଣ ଲୋପ ହୁଏ ଓ କ୍ଵିବନ୍ତ ଧାତୁ ପରସ୍ମୈପଦୀ ହୁଏ । ଯଥା ଅସ୍ମିନ୍‌ ନାଟକେ ଧନଞ୍ଜୟଃ କୃଷ୍ଣତି ( କୃଷ୍ଣ ଇବ ଆଚରତି ) ମାଧବର୍ଣ୍ଠ ନନ୍ଦତି ( ନନ୍ଦଇବ ଆଚରତି) । ସେହିପରି-

ମାଳା ଇବ ଆଚରତି = ମାଳାତି ମାଳପରି ଆଚରଣ କରୁଛି ।
କବିଃ ଇବ ଆଚରତି = କବୟତି କବି ପରି ଆଚରଣ କରୁଛି ।
ଶ୍ରୀଃ ଇବ ଆଚରତି = ଶ୍ରୟତି ଲକ୍ଷ୍ମୀ ପରି ଆଚରଣ କରୁଛି ।
ପିତା ଇବ ଆଚରତି = ପିତରତି ପିତାଙ୍କ ପରି ଆଚରଣ କରୁଛି ।
ମାତା ଇବ ଆଚରତି = ମାତରତି ମାତାଙ୍କ ପରି ଆଚରଣ କରୁଛି ।
ଗୁରୁଃ ଇବ ଆଚରତି = ଗୁରବତି ଗୁରୁଙ୍କ ପରି ଆଚରଣ କରୁଛି ।

୧୦ । କର୍ମ ରୂପେ ଥ୍‌ବା ବାଷ୍ପ, ଉଷ୍ମନ୍‌ ଓ ଫେନ ଶବ୍ଦରୁ ଉଦ୍‌ବମନ ଅର୍ଥରେ ବିକଳ୍ପ, ରେ କ୍ୟଙ୍‌ ପ୍ରତ୍ୟୟ ହୁଏ । ଯଥା ଶିଶୁଃ ବାଷ୍ଠାୟତେ ( ଲୋତକମ୍‌ ଉଦ୍‌ବମତି = କ୍ରନ୍ଦତି ) । ସେହିପରି ଉଷ୍ମାୟତେ ପର୍ବତଃ । ପେନାୟତେ ଘୋଟକଃ ।

୧୧ । କର୍ମଦ୍ବିତୀୟାନ୍ତ ଶବ୍ଦ ( ଧ୍ଵନି), ବୈର, କଳହ, ସୁଦିନ, ଦୁର୍ଦ୍ଦିନ ଶବ୍ଦରୁ ବିକଳରେ କ୍ଯଙ୍‌ ପ୍ରତ୍ୟୟ ହୁଏ । ଯଥା- ଶଙ୍ଦଂ କରୋତି = ଶବ୍ଦାୟତେ ଏହିପରି ବୈରାୟତେ, କଳାହାୟତେ, ସୁଦିନାୟତେ ଓ ଦୁର୍ଦ୍ଦନାୟତେ ।

୧୨ । କର୍ତ୍ତା ନିଜେ ସୁଖ ଦୂଃଖାଦି ଅନୁଭବ କରୁଥୁଲେ କର୍ମଦ୍ଵିତୀୟାନ୍ତ ସୁଖ ଦୁଃଖ ପ୍ରଭୃତି ଶବ୍ଦରୁ କ୍ୟଙ୍‌ ପ୍ରତ୍ୟୟ ହୁଏ । ଯଥା ରାମଃ ସୁଖାୟତେ ଦୁଃଖାୟତେ ବା ( ସୁଖଂ ଦୁଃଖଂ ବା ଅନୁଭବତି ରାମଃ ଇତ୍ୟର୍ଥଃ) । (ରାମ ସୁଖ କିମ୍ବା ଦୁଃଖ ଅନୁଭବ କରୁଛି।)

୧୩ । କେତେକ ଶବ୍ଦରୁ ଭିନ୍ନ ଭିନ୍ନ ଅର୍ଥରେ ଣିଚ୍‌ ପ୍ରତ୍ୟୟ ହୁଏ ।
ବ୍ରତ + ଣିଚ୍‌ = ବ୍ରତୟତି – ଅଶ୍ବାତି/ ବର୍ଜୟତି ଖାଉଛି ର୍ବଜନ କରୁଛି ।
ସଂବସ୍ତ୍ର + ଣିଚ୍‌ = ସଂବସ୍ତୟତି – ଆଚଛ୍ଛାଦୟତି ଘୋଡ଼ାଇ ଦେଉଛି ।
ଘଟ + ଣିଚ୍‌ = ଘଟୟତି – ଘଟଂ କରୋତି/ ଅୟଂ ଘଟଃ ଇତି ଘୋଷୟତି । ଏହା ଘଟ ବୋଲି, ଘୋଷଣା କରୁଛି ।
ଉପଶ୍ଲୋକ + ଣିଚ୍‌ = ଉପଶ୍ଳୋକୟତି – ସ୍ତୌତି ଶ୍ଲଳୋକେନ ଶ୍ଳୋକରେ ସ୍ମୃତି କରୁଛି ।
ଦୂର + ଣିଚ୍‌ = ଦୂରୟତି – ଦୂରଂ କରୋତି । ଦୂର କରୁଛି ।
ଅନ୍ତିକ + ଣିଚ୍‌ = ନେଦୟତି – ଅନତିକଂ କରୋତି । ନିକଟତର କରୁଛି।
ସତ୍ୟ + ଣିଚ୍‌ = ସତ୍ୟାପୟତି/ ସତ୍ୟାପୟତେ – ସତ୍ୟମ୍‌ ଆଚଷ୍ଟେ ( କଥୟତି ) କରୋତି ବା ।
ସତ୍ୟ କହିବାକୁ ଚେଷ୍ଟା କରୁଛି ।

ଅଭ୍ୟାସ:

BSE Odisha 10th Class Sanskrit Grammar Solutions Chapter 8 ନାମଧାତୁ ପ୍ରକରଣ

୧ । ଏକପଦୀ କୁରୂତ। (ଏକପଦରେ ପରିଣତକର।) ଆତ୍ମନଃ ଯଶଃ ଇଚ୍ଛତି। ପ୍ରାସାଦେ ଇବ ଆଚରତି। ସତ୍ୟମ୍‌ ଆଚଷ୍ଟେ। ଲୋଭାତ୍‌ ଧନମ୍‌ ଇଚ୍ଛତି। ସ୍ବାନାର୍ଥମ୍‌ ଉଦକମ୍‌ ଇଚ୍ଛତି। ଗୋପ ଇବ ଆଚରତଚି। ମିଶ୍ରଂ କରୋତି ।
Answer:
ଆତ୍ମନଃ ଯଶଃ ଇଚ୍ଛତି ଯଶସ୍କାମ୍ୟତି ପ୍ରାସାଦେ ଇବ ଆଚରତି – ପ୍ରାସାଦୟତି
ସତ୍ୟମ୍‌ ଆଚଷ୍ଟେ- ସତ୍ୟାୟତେ ଲୋଭାତ୍‌ ଧନମ୍‌ ଇଚ୍ଛତି- ଧନାୟତି
ସ୍ନାନାର୍ଥମ୍‌ ଉଦକମ୍‌ ଇଚ୍ଛତି- ଉଦକୀୟତି ଗୋପ ଇବ ଆଚରତି- ଗୋପାୟତେ
ମିଶ୍ରଂ କରୋତି- ମିଶ୍ରୟତି

୨ । ଅର୍ଥଭେଦଂ ପ୍ରଦର୍ଶୟତି। (ଅର୍ଥଭେଦ ପ୍ରଦର୍ଶନ କର।)
ପୁତ୍ରୀୟତି – ପୂତ୍ରାୟତେ, ଅଶନାୟସି – ଅଶନୀୟସି, ଭଦନ୍ୟାମି – ଭଦକୀୟାମି, ଧନାୟସି – ଧନୀୟସି ।
Answer:
ପୁତ୍ରୀୟତି = ପୁତପରି ବ୍ୟବହାର କରୁଛି, ।
ପୁତ୍ରାୟତେ = ନିଜପୁଅ ପରି ଆଚରଣ କରୁଛି ।
ଅଶନାୟସି =ସଦ୍ୟଃ ଭୋକ୍କୁମ୍‌ ଅଶନମ୍‌ ଇଚ୍ଛସି ।
ଅଶନୀୟସି = କିଛିକାଳ ପରେ ଭୋଜନ ଇଚ୍ଛା କରୁଛ,
ଉଦନ୍ୟାମି = ମୁଁ ପାଣି ପିଇବାକୁ ଇଚ୍ଛା କରୁଛି ।
ଉଦକୀୟାମି = ମୁଁ ସ୍ନା କରିବାକୁ ଇଚ୍ଛା କରୁଛି ।
ଧନାୟସି = ତ୍ଵଂ ଧନେ ସତ୍ୟପି ଧନମ୍‌ ଇଚ୍ଛସି ।
ଧନୀୟସି= ଧନିଭାବଂ ପୂରୟିତୁଂ ତ୍ଵମ୍‌ ଇଚ୍ଛସି ।

୩। ସଂଶୋଧୟତ । (ସଂଶୋଧନ କର!)
ରଷିଃ ବନେ ତପାତି। ଘୋଟକଃ ଫେନ ୟତି ।
ରାମଃ ଅଦ୍ୟ ଚପଳାୟତି। ପରସ୍ତିୟଂ ମାତ୍ରାୟତେ ।
Answer:
ରଷିଃ ବନେ ତପାତି – ରଷିଃ ବନେ ତପତି ।
ଘୋଟକଃ ଫେନୟତି – ଘୋଟକଃ ପେନାୟତେ ।
ରାମଃ ଅଦ୍ୟ ଚପଳାୟତି – ରାମଃ ଅଦ୍ୟ ଚପଳୟତି
ପରସ୍ତିୟଂ ମାତ୍ରାୟତେ – ପରସ୍ତ୍ରୟଂ ମାତରତି ।

୪। ପଦାନି ବ୍ଯବହୃତ୍ଯ ବାକ୍ଯାନି ରଚୟତ। (ପଦଗୁଡ଼ିକୁ ବ୍ୟବହାର କରି ବାକ୍ଯ ରଚନା କର।)
ହରିଣାୟତେ, ପୁତ୍ରୀୟତି, ଧନକାମ୍ୟତି, ସୁଖାୟତେ ।
Answer:
ହରିଣାୟତେ – ମୃଗେନ୍ଦ୍ରଃ ନ ହରିଣାୟତେ ।
ପୁତ୍ରୀୟତି – ଗୁରୁଃ ଶିଷ୍ୟଂ ପୁତ୍ରୀୟତି ।
ଧନକାମ୍ୟତି – ରାଜା ଧନକାମ୍ୟତି ।
ସୁଖାୟତେ – ରାମଃ ସୁଖାୟତେ ।

୫। ଉତ୍କଳଭାଷୟା ଅନୁବଦତ । (ଓଡ଼ିଆ ଭାଷାରେ ଅନୁବାଦ କର।)
(କ) ପ୍ରାସାଦୀୟତି ଯଃ କୁଟ୍ୟାଂ ପର୍ଯ୍ୟଙ୍କୀୟତି ମଞ୍ଚକେ ।
ତସ୍ୟ ସନ୍ତୋଷଶୀଳସ୍ୟ କୁବ୍‌ଜିକାପ୍ୟସ୍ତ୍ରରାୟତେ ।
(୧) ବହ୍ମିସ୍ତସ୍ୟ ଜଳାୟତେ ଜଳନିଧ୍ଃ କୁଲ୍ୟାୟତେ ତତ୍‌କ୍ଷଣା-
ନ୍ଖେରୁଃ ସନ୍ପଶିଳାୟତେ ମୃଗପତିଃ ସଦ୍ୟଃ କୁରଙ୍ଗାୟତେ ।
ବ୍ୟାଳୋ ମାଲ୍ୟଗୁଣାୟତେ ବିଷରସଃ ପୀୟୂଷବର୍ଷାୟତେ
ଯସ୍ୟାଙ୍ଗେଃଖୂଳଲୋକ ବଲ୍ଲଭତରଂ ଶୀଳଂ ସମୁନ୍ଜୀଳତି।।
(ଗ) ବଧ୍ରୟତି କର୍ଶ୍ବିବରଂ ବାଚଂ ମୂଳୟତି ନୟନମନ୍ଧୟତି ।
ବିକୃତୟତି ଗାତ୍ରଯଷ୍ଟିଂ ସମ୍ପଦ ରୋଗୋଃୟମଦ୍‌ଭୂତୋ ରାଜନ୍‌ ।
Answer:
(କ) ଯିଏ କୁଡ଼ିଆରେ ରହି ମଧ୍ଯ ପ୍ରାସାଦ ମନେ କରେ ମଞ୍ଚରେ ଶୋଇମଧ୍ଯ ପଲଙ୍କ ମନେ କରେ ସେହି ସନ୍ତୋଷଶୀଳ ବ୍ୟକ୍ତିର କୁବ୍‌ଜାକୁ ମଧ୍ଯ ଅପସରା ମନେ ହୁଏ ।
(ଖ) ତା’ର ଅଗ୍ନି ଜଳରେ ରୂପାନ୍ତରିତ ହୋଇଥାଏ । ସାଗର ନାଳରେ ରୂପାନ୍ତରିତ ହୋଇଥାଏ ସଙ୍ଗେ ସଙ୍ଗେ ମେରୁ ଅଞ୍ଚଳ ଅଳ୍ପଶିଳା ସଦୃଶ ହୋଇଥାଏ ସିଂହ ସଙ୍ଗେ ସଙ୍ଗେ ହରିଣ ହୋଇଥାଏ ଅଡ଼ୁଆସୁତା ମାଳତିଆରି ନିମନ୍ତେ ସଜଡ଼ା ଯାଇପାରେ । ବିଷରସ ଅମୃତ ବର୍ଷା କରିପାରେ ଯାହାର ଅଙ୍ଗରେ ଅଖ୍‌ଳଲୋକ ସାମୀ ସେ ଚରିତ୍ର ଉନ୍ମୀଳନ କରନ୍ତୁ ।
(ଗ) କର୍ଣ୍ବିବରକୁ ବଧ୍ରା କରୁଛି ବାଚାଳକୁ ମୂକ କରୁଛି ଆଖ୍ଥ୍ବା ଲୋକଙ୍କୁ ଅନ୍ଧ କରୁଛି ଶରୀର ଦଣ୍ଡକୁ ବିଚ୍ଛିନ୍ନ କରୁଛି ହେ ରାଜା ଏହା ହିଁ ଅଦ୍ଭୁତ ସମ୍ପଦ ରୋଗ ।

Leave a Comment