BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ InText Questions

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ InText Questions

କହିଲ ଦେଖ୍: 
ଡିଭାଇଡ଼ରକୁ କେଉଁ କେଉଁ କାମରେ ବ୍ୟବହାର କରାଯାଏ ?
ସମାଧାନ:
ସରଳରେଖାର ଦୈର୍ଘ୍ୟକୁ ମାପିବାରେ ଡିଭାଇଡ଼ର୍‌କୁ ବ୍ୟବହାର କରାଯାଏ ।

ତୁମ ନିକଟ ପରିବେଶରେ କେଉଁ କେଉଁଠାରେ ଲମ୍ବ ସୃଷ୍ଟି ହେଉଥିବାର ଲକ୍ଷ୍ୟ କରୁଛ ଲେଖ ।
ସମାଧାନ:
ରାସ୍ତାର ଚାରିଛକ, କାନ୍ଥର ଦୁଇଧାର ଯେଉଁଠି ମିଶିଥାଏ ଓ ଟେବୁଲ ଦୁଇଧାର ମିଶିଥିବା ସ୍ଥାନରେ ଲମ୍ବ ସୃଷ୍ଟି ହୋଇଥାଏ ।

ଚତୁର୍ଥ ସୋପାନ:
M͞N ଅଙ୍କନ କର । A͞B ଓ M͞N ଯେଉଁ ବିନ୍ଦୁରେ ପରସ୍ପରକୁ ଛେଦ କରୁଛନ୍ତି ତାର ନାମ ‘P’ ଦିଅ । P ବିନ୍ଦୁଠାରେ ସୃଷ୍ଟି ହେଉଥ‌ିବା ଚାରୋଟିଯାକ କୋଣର ପରିମାଣ ସ୍ଥିର କର । A͞P ଓ B͞P ର ଦୈର୍ଘ୍ୟ ନିର୍ଣ୍ଣୟ କର । କ’ଣ ପାଇଲ ?
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ InText Questions 1
ଚାରୋଟି କୋଣର ପରିମାଣ ପ୍ରତ୍ୟେକ 90° ।
A͞P = B͞P = \(\frac{\mathrm{AB}}{2}\) ହେବ ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ InText Questions

ଚତୁର୍ଥ ସୋପାନ:
C͞D ଅଙ୍କନ କର । ଏହା A͞B କୁ ଠ ବିନ୍ଦୁରେ ଛେଦ କରୁ ।
O ବିନ୍ଦୁ A͞B କୁ ଦୁଇ ସମାନ ଭାଗରେ ବିଭକ୍ତ କରୁଛି କି ନାହିଁ ପରୀକ୍ଷା କରି ଦେଖ ।
O ବିନ୍ଦୁଠାରେ ସୃଷ୍ଟି ହୋଇଥିବା କୋଣମାନଙ୍କର ପରିମାଣ ସ୍ଥିର କର ।
C͞D କୁ A͞B ର ସମଦ୍ବିଖଣ୍ଡକ ଲମ୍ବ କହିବା କି ? କାହିଁକି ?
ସମାଧାନ:
ଠ ବିନ୍ଦୁଠାରେ ସୃଷ୍ଟି ହୋଇଥ‌ିବା କୋଣର ପରିମାଣ ପ୍ରତ୍ୟେକ 90° ।
∠AOD = 90° ଓ ∠BOD = 90°
ହୋଇଥିବାରୁ C͞D କୁ A͞B ର ସମଦ୍ବିଖଣ୍ଡକ ଲମ୍ବ କହିବା ।

ପାର୍ଶ୍ଵର ଚିତ୍ରରେ ∠Y କୁ ଦର୍ଶାଯାଇଛି । ଏବେ କହ, ∠Y ର ଶୀର୍ଷବିନ୍ଦୁ ଓ ସନ୍ନିହିତ ବାହୁଦ୍ୱୟର ନାମ କ’ଣ ?
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ InText Questions 2
ସମାଧାନ:
∠Y ର ଶୀର୍ଷବିନ୍ଦୁ Y ଓ ସନ୍ନିହିତ ବାହୁଦ୍ୱୟର ନାମ YX ଓ YZ ।

ପ୍ରୋଟ୍ରାକ୍ଟର ବ୍ୟବହାର କରି 60 ପରିମାଣର କୋଣ ଅଙ୍କନ କରିବାର ସୋପାନ ଗୁଡ଼ିକୁ ଲେଖ ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ InText Questions 3
ସୋପାନ:
(i) ଯେ କୌଣସି ଗୋଟିଏ ରେଖାଖଣ୍ଡ AB ନିଅ ।
(ii) ରେଖାଖଣ୍ଡ ଉପରେ ପ୍ରୋଟ୍ରାକ୍ଟର ରଖ୍ 60 କୋଣ ପାଖରେ C ବିନ୍ଦୁ ଦିଅ ।
(iii) A ଓ C କୁ ଯୋଗ କର ।
(iv) ∠BAC = 60°

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ InText Questions

150 ପରିମାଣର କୋଣ କିପରି ଅଙ୍କନ କରିବ ?
ସମାଧାନ:
150 = 60° + 60° + \(\frac{60°}{2}\)
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ InText Questions 4
ଏଠାରେ ∠SOP ର ପରିମାଣ = 150° ।

Leave a Comment