Odisha State Board BSE Odisha 6th Class Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.4 Textbook Exercise Questions and Answers.
BSE Odisha Class 6 Maths Solutions Chapter 5 ଭଗ୍ନ ସଂଖ୍ୟା Ex 5.4
Question 1.
ନିମ୍ନରେ ଥିବା ପ୍ରତ୍ୟେକ ଚିତ୍ର ପ୍ରକୃତ ଭଗ୍ନ ସଂଖ୍ୟା ବା ମିଶ୍ର ସଂଖ୍ୟା ସୁରଉଛି ଲେଖ।
ସମାଧାନ:
\(\frac{1}{4}\), 2 \(\frac{1}{3}\), 1 \(\frac{3}{6}\) ବା 1 \(\frac{1}{2}\)
Question 2.
ନିମ୍ନ ମିଶ୍ରସଂଖ୍ୟାଗୁଡ଼ିକୁ ଅପ୍ରକୃତ ଭଗ୍ନସଂଖ୍ୟାରେ ପରିଣତ କର।
(କ) 3 \(\frac{2}{3}\)
ସମାଧାନ:
= \(\frac{3 \times 3+2}{3}=\frac{11}{3}\)
(ଖ) 2 \(\frac{2}{3}\)
ସମାଧାନ:
= \(\frac{2 \times 3+2}{3}=\frac{8}{3}\)
(ଗ) 1 \(\frac{5}{8}\)
ସମାଧାନ:
= \(\frac{1 \times 8+5}{8}=\frac{13}{8}\)
Question 3.
ନିମ୍ନ ଅପ୍ରକୃତ ଭଗ୍ନସଂଖ୍ୟାଗୁଡ଼ିକୁ ମିଶ୍ରସଂଖ୍ୟାରେ ପ୍ରକାଶ କର।
(କ) \(\frac{18}{7}\)
ସମାଧାନ:
(ଖ) \(\frac{20}{9}\)
ସମାଧାନ:
(ଗ) \(\frac{23}{8}\)
ସମାଧାନ:
Question 4.
ନିମ୍ନ ଭାଗକ୍ରିୟାଗୁଡ଼ିକର ଭାଗଫଳକୁ ମିଶ୍ରସଂଖ୍ୟାରେ ପ୍ରକାଶ କର।
(କ) 19 ÷ 5
ସମାଧାନ:
(ଖ) 24 ÷ 7
ସମାଧାନ:
(ଗ) 34 ÷ 13
ସମାଧାନ: