BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.4

Odisha State Board BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.4

Question 1.
ଗୋଟିଏ ଚତୁର୍ଭୁଜର ଚିତ୍ର ଅଙ୍କନ କରି ତାହାର ନାମ PQRS ଦିଅ । ଏହାର ସମସ୍ତ ବାହୁ, କୋଣ ଓ ଶୀର୍ଷବିନ୍ଦୁ ଓ କଣ୍ଠର ନାମ ଲେଖ ।
ସମାଧାନ:
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.4 1
ବାହୁ : P͞Q, Q͞R, R͞S, P͞S
କୋଣ : ∠QPS, ∠PQR, ∠QRS, ∠RSP
ଶୀର୍ଷବିନ୍ଦୁ : P, Q, R ଓ S
କର୍ଣ୍ଣ : P͞R ଓ Q͞S

BSE Odisha Class 6 Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.4

Question 2.
BSE Odisha 6th Class Maths Solutions Chapter 9 ସମତଳ ଉପରିସ୍ଥ ଜ୍ୟାମିତିକ ଆକୃତି Ex 9.4 2
(କ) ∠B ର ବିପରୀତ କୋଣ _________ ଓ ∠A ର ବିପରୀତ କୋଣ _________ ।
ସମାଧାନ:
∠D, ∠C

(ଖ) D͞A ବାହୁର ସଂଲଗ୍ନ କୋଣ ଦୁଇଟି ହେଲେ _________ ଓ _________ ।
ସମାଧାନ:
∠BAD, ∠ADC

(ଗ) ଚତୁର୍ଭୁଜଟିରେ ଗୋଟିଏ ବାହୁର _________ ଗୋଟି ସଂଲଗ୍ନ କୋଣ ଥାଏ ।
ସମାଧାନ:
ଦୁଇ

(ଘ) B ଶୀର୍ଷବିନ୍ଦୁର ବିପରୀତ ଶୀର୍ଷବିନ୍ଦୁ ହେଉଛି _________ ।
ସମାଧାନ:
D

(ଙ) _________ କର୍ଣ୍ଣର ଦୈର୍ଘ୍ୟ _________ କର୍ଣ୍ଣର ଦୈର୍ଘ୍ୟଠାରୁ ଅଧିକ ।
ସମାଧାନ:
A͞C, B͞D

Leave a Comment