BSE Odisha 7th Class English Solutions Follow-Up Lesson 2 A Tiny Warrior

Odisha State Board BSE Odisha 7th Class English Solutions Follow-Up Lesson 2 A Tiny Warrior When I Grow Up Textbook Exercise Questions and Answers.

BSE Odisha Class 7 English Solutions Follow-Up Lesson 2 A Tiny Warrior

BSE Odisha 7th Class English Follow-Up Lesson 2 A Tiny Warrior Text Book Questions and Answers

Session – 1 (ଶବ୍ଦାବଳୀ)

I. Pre-Reading (ପୂର୍ବ ପ୍ରସ୍ତୁତି)

  • Socialization (ସାମାଜିକୀକରଣ):
  • In the main lesson the father learned a lesson from his son. The son taught the father that the poor people are. in fact, rich. In this follow-up lesson you will read about a small girl of class-V leading a movement against bazzar notebooks. Let’s read and see how cheap bazaar notebooks do more harm than good.

II. While Reading (ପଠନକାଳୀନ)
Text(ପାଠ୍ୟବସ୍ତୁ)

BSE Odisha 7th Class English Solutions Follow-Up Lesson 2 A Tiny Warrior session 1

  • SGP-1 (Sense Group Paragraph-1)
  • Read paragraph 1 and 2 and answer the questions.
    (ଅନୁଚ୍ଛେଦ ୧ ଓ ୨କୁ ନୀରବରେ ପାଠ କର ଏବଂ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

1. One evening Mitu and Situ, two sisters, were studying in their room. Mitu studies in class VII and Situ in Class V. The two sisters were studying in two different schools. Their uncle, Mr. Giri, was watching them from a little distance. He was a retired teacher. He had come to visit them on a week-end. Mr. Giri saw Mitu reading one paragraph from her English textbook then reading the meaning of this paragraph in Odia from a bazaar notebook (Meaning book), which disturbed him. ‘If children study English like this, they will never learn English’, he thought.

2. The uncle was eager to help Mitu learn English on her own without the help of this meaning book. He came close to her and asked her to read the first paragraph of the lesson silently. The lesson was “The Story of Cricket”. The first paragraph was: The shape and the size of a cricket ground are not fixed. They are different. The cricket ground of Melbourne in Australia is bigger than that of Feroz Shah Kotla in New Delhi. Similarly the shape of Chepauk Cricket Ground in Chennai is circular. But the Adelaide Cricket Ground in Australia is oval.

ଓଡ଼ିଆ ଅନୁବାଦ :
୧. ଦିନେ ସନ୍ଧ୍ୟାରେ ମିତୁ ଏବଂ ସିତୁ ଦୁଇ ଭଉଣୀ ସେମାନଙ୍କ ପଢ଼ାଘରେ ପଢ଼ା କାର୍ଯ୍ୟ କରୁଥିଲେ । ମିତୁ ୭ମ ଶ୍ରେଣୀରେ ଏବଂ ସିତୁ ୫ମ ଶ୍ରେଣୀରେ ପଢ଼େ । ଦୁଇ ଭଉଣୀ ଦୁଇଟି ଅଲଗା ସ୍କୁଲରେ ପାଠ ପଢୁଥିଲେ । ସେମାନଙ୍କ ଦାଦା/ ମାମୁ ଗିରିବାବୁ ସେମାନଙ୍କୁ କିଛି ଦୂରରୁ ଲକ୍ଷ୍ୟ କରୁଥିଲେ । ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ । ସପ୍ତାହର ଶେଷ ଦିନରେ ସେ ତାଙ୍କୁ ଦେଖିବାକୁ ଆସିଥିଲେ । ଗିରିବାବୁ ଦେଖ‌ିଲେ ମିତ୍ରୁ ତା’ ଇଂରାଜୀ ପାଠ୍ୟପୁସ୍ତକର ଏକ ଅନୁଚ୍ଛେଦ ପଢ଼ୁଥିଲା ଏବଂ ପରେ ପରେ ସେହି ଅନୁଚ୍ଛେଦର ଓଡ଼ିଆ ଅନୁବାଦ ବଜାରରୁ ଖରିଦ କରିଥିବା ଏକ ମାନେ ବହିରୁ ପଢ଼ୁଥିଲା । ତାହା ତାଙ୍କୁ ବଡ଼ ଅଡୁଆ ଲାଗିଲା । ସେ ଭାବିଲେ- ଯଦି ପିଲାମାନେ ଇଂରାଜୀ ଏଭଳି ଢଙ୍ଗରେ ପଢ଼ିବେ, ସେମାନେ ଇଂରାଜୀ ଶିକ୍ଷା କରିପାରିବେ ନାହିଁ ।

୨.ଦାଦା/ମାମୁ ଜଣକ ମିତୁ କିଭଳି ଆପେ ଆପେ ମାନେ ବହି ବିନା ଇଂରାଜୀ ଶିକ୍ଷା କରିପାରିବ, ସେ ସମ୍ବନ୍ଧରେ ସାହାଯ୍ୟ କରିବାକୁ ବ୍ୟଗ୍ର ହୋଇଉଠିଲେ । ସେ ତା’ ପାଖକୁ ଆସିଲେ ଏବଂ ପ୍ରଥମ ଅନୁଚ୍ଛେଦଟିକୁ ନୀରବରେ ପାଠ କରିବାକୁ କହିଲେ । ପାଠ୍ୟବସ୍ତୁଟି ଥୁଲା ‘କ୍ରିକେଟ୍‌ର ଏକ କାହାଣୀ ।’ ପ୍ରଥମ ଅନୁଚ୍ଛେଦଟି ଏହିପରି ଥୁଲା ମେଲ୍‌ବର୍ଷ କ୍ରିକେଟ୍ ପଡ଼ିଆ, ନୂଆଦିଲ୍ଲୀର ଫିରୋଜ ଶାହା କୋଟଲା କ୍ରିକେଟ୍‌ ପଡ଼ିଆ ତୁଳନାରେ ବଡ଼ । ସେହିଭଳି ଚେନ୍ନାଇର ଚେପକ୍ କ୍ରିକେଟ୍ ପଡ଼ିଆର ଆକାର ଗୋଲାକାର । କିନ୍ତୁ ଅଷ୍ଟ୍ରେଲିଆର ଆଡିଲେଡ୍ କ୍ରିକେଟ୍‌ ପଡ଼ିଆ ଅଣ୍ଡାକୃତିର ।

Notes And Glossary: (ଶବ୍ଦାର୍ଥ) :
studying (ଷ୍ଟଡ଼ିଙ୍ଗ୍) – ପଢ଼ିବା
uncle (ଅଙ୍କଲ୍) – ଦାଦା | ମାମୁ
watching (ଚିଙ୍ଗ୍) – ଦେଖିବା
little distance (ଲିଟିଲ୍‌ ଡିଷ୍ଟାନ୍‌ସ୍) – ଅଳ୍ପ ଦୂର
retired teacher (ରିଟାୟାର୍ଡ ଟିଚର) – ଅବସରପ୍ରାପ୍ତ ଶିକ୍ଷକ
paragraph (ପାରାଗ୍ରାଫ୍) – ଅନୁଚ୍ଛେଦ
disturbed (ଡିଷ୍ଟବର୍ଡ) – ବିଚଳିତ ହେଲେ
eager to help (ଇଗର୍ ଟୁ ହେଲ୍ପ) – ସାହାଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିବା
shape (ସେପ୍) – ଆକାର
size (ସାଇଜ୍) — ପ୍ରକାର, ଲମ୍ବ ପ୍ରସ୍ଥର ଦୂରତ୍ୱ
circular (ସର୍କୁଲାର) – ଗୋଲାକାର
oval (ଓଭାଲ୍) – ଅଣ୍ଡାକୃତି

Comprehension Questions (ବୋଧପରିମାପକ ପ୍ରଶ୍ନବଳୀ)

Question 1.
Who are there in paragraph X?
(ପ୍ରଥମ ଅନୁଚ୍ଛେଦରେ କିଏ କିଏ ଅଛନ୍ତି ?)
Answer:
In paragraph 1, there are two children Mitu and Situ. Their uncle Mr. Giri was with them.

Question 2.
Who are Mitu and Situ?
(ମିତୁ ଏବଂ ସିତୁ କିଏ ?)
Answer:
Mitu and Situ are two sisters. Mitu studies in class VII and Situ in class V. They were reading in different schools.

Question 3.
Who visited them on a week-end?
(ସପ୍ତାହ ଶେଷରେ କିଏ ସେମାନଙ୍କୁ ସାକ୍ଷାତ କରିବାକୁ ଆସିଥିଲେ ?)
Answer:
Mr. Giri, their uncle, visited them on a weak-end.

Question 4.
What was Mr. Giri?
(ମି. ଗିରି କ’ଣ ଥିଲେ ?)
Answer:
Mr. Giri was a retired teacher. He was the uncle of Mitu and Situ.

Question 5.
What did Mr Giri see?
(ମି. ଗିରି କ’ଣ ଦେଖ‌ିଲେ ?)
Answer:
Mr. Giri saw Mitu reading a paragraph from English textbook and then reading the meaning of the paragraph from a bazaar meaning book.

Question 6.
What was Mitu reading?
(ମିତ୍ର କ’ଣ ପଢ଼ୁଥିଲା ?).
Answer:
Mitu was reading a paragraph from English textbook.

Question 7.
Why was her uncle disturbed?
(ମାମୁଙ୍କୁ କାହିଁକି ଅଡୁଆ ଲାଗିଲା ?)
Answer:
Her uncle was disturbed because he did not like learning English taking help of bazaar notebook.

Question 8.
What did her uncle ask her?
(ତା’ ମାମୁ ତାକୁ କ’ଣ କହିଲେ ?)
Answer:
Her uncle asked her to read the first paragraph of the lesson silently.

Question 9.
What was the title of the lesson?
(ପାଠର ଶିରୋନାମା କ’ଣ ଥିଲା ?)
Answer:
The title of the lesson was “The Story of Cricket”.

Question 10.
What was the first paragraph of the lesson about?
(ଅଧ୍ୟାୟର ପ୍ରଥମ ଅନୁଚ୍ଛେଦଟି କେଉଁ ବିଷୟରେ ଥିଲା ?)
Answer:
The first paragraph of the lesson was about the shape and size of cricket ground.

Question 11.
How is this paragraph in your English book different from the paragraph in the meaning book?
(ତୁମ ଇଂରାଜୀ ବହିର ଏହି ଅନୁଚ୍ଛେଦଟି କିପରି ମାନେ ବହିର ଅନୁଚ୍ଛେଦଠାରୁ ଭିନ୍ନ ଥିଲା ?)
Answer:
This paragraph from the English book teaches how to learn and improve the knowledge in English but the paragraph from meaning book only teaches what is the meaning of the paragraph.

Session – 2 (ଦ୍ଵିତୀୟ ପର୍ଯ୍ୟାୟ)

  • SGP-2 (Sense Group Paragraph-2)
  • Read paragraphs – 3 to 5 and answer the questions that follow.
    (ଅନୁଚ୍ଛେଦ ୩ ରୁ ୫କୁ ପାଠ କର ଏବଂ ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

3. Next what happened between the uncle and the niece is stated below :
Mr Giri: Every paragraph has an idea or a topic. Can you tell me the line where the topic is? What is the paragraph about? (Mitu was silent) It is about the shape and size of a cricket ground.
Mitu: The first sentence.
Mr. Giri Very Good: After telling the topic, the writer gives examples/ facts to explain the topic. Can you say what example does the writer give?
Mitu: Melbourne and Feroz Shah Kotla.
Mr Giri: Where is Melbourne cricket ground and where is Feroz Saha Kotla?
Mitu: (Reading the paragraph again) In Australia and Delhi.
Mr Giri: Very Good. Which ground is bigger in size?
Mitu: Melbourne.
Mr Giri: Good. This is about the size. What about the shape? Which ground is circular-like a circle?
Mitu: Chepauk Ground.
Mr Giri: Where is Chepauk Ground?
Mitu: In Chennai.
Mr Giri: Good. Which ground is oval shaped?
Mitu: Adelaide Ground.
Mr Giri: Where is Adelaide Ground?
Mitu: In Australia.

4. Next, the uncle asked his niece Mitu to give her notebook and on her notebook he made a note on the paragraph. The note was as follows:

BSE Odisha 7th Class English Solutions Follow-Up Lesson 2 A Tiny Warrior session 2

5. “Now you can understand the paragraph much better. The meaning book only gives the meaning in Odia. It is not useful in learning English properly.” said Mr. Giri.

(ଓଡ଼ିଆ ଅନୁବାଦ)
୩. ତା’ପରେ ମାମୁ ଭାଣିଜୀଙ୍କ ମଧ୍ୟରେ ଯାହା ଘଟିଲା ତାହା ନିମ୍ନରେ ଉଲ୍ଲେଖ କରାଯାଇଛି :
ଶ୍ରୀ ଗିରି: ପ୍ରତ୍ୟେକ ଅନୁଚ୍ଛେଦର ଏକ ଧାରଣା ବା ବିଷୟବସ୍ତୁ ଥାଏ । କେଉଁ ଧାଡ଼ିରେ ବିଷୟବସ୍ତୁ ଅଛି ତୁମେ ମୋତେ କହିପାରିବ ବି ? ଅନୁଚ୍ଛେଦଟି କେଉଁ ବିଷୟରେ ?
ମିଟୁ: ପ୍ରଥମ ବାକ୍ୟ ।
ଶ୍ରୀ ଗିରି: ବହୁତ ଭଲ । ବିଷୟବସ୍ତୁ କହିସାରିବା ପରେ ଲେଖକ ବିଷୟବସ୍ତୁକୁ ବୁଝାଇବା ନିମନ୍ତେ ତୁମେ କହିପାରିବ କି ?
ମିଟୁ: ମେଲବୋର୍ଡ଼ ଏବଂ ଫିରୋହ ଶାହା କୋଟ୍‌ ।
ଶ୍ରୀ ଗିରି: ମେଲବୋର୍ଡ଼ କ୍ରିକେଟ୍ ପଡ଼ିଆ କେଉଁଠାରେ ଏବଂ ଫିରୋଜ ଶାହା କୋଟ୍‌ଲା କେଉଁଠାରେ ?
ମିଟୁ: (ଅନୁଚ୍ଛେଦକୁ ଆଉଥରେ ପଢ଼ି) ଅଷ୍ଟ୍ରେଲିଆ ଏବଂ ଦିଲ୍ଲୀରେ ।
ଶ୍ରୀ ଗିରି: ବହୁତ ଭଲ । କେଉଁ ପଡ଼ିଆଟି ଆକାରରେ ବଡ଼ ?
ମିଟୁ: ମେଲବୋର୍ଡ଼ ।
ଶ୍ରୀ ଗିରି: ଭଲ । ଏହା ଆକାର ବିଷୟରେ । ଆକୃତି ବିଷୟରେ କ’ଣ ? କେଉଁ ପଡ଼ିଆଟି ବୃତ୍ତାକାର – ଏକ ବୃତ୍ତ ଭଳି ।
ମିଟୁ: ଚେପକ୍ ପଡ଼ିଆ ।
ଶ୍ରୀ ଗିରି: ଚେପକ୍ ପଡ଼ିଆ କେଉଁଠାରେ ?
ମିଟୁ: ଚେନ୍ନାଇରେ ।
ଶ୍ରୀ ଗିରି:ଭଲ । କେଉଁ ପଡ଼ିଆଟି ଅଣ୍ଡାକୃତି ?
ମିଟୁ:ଆଡ଼ିଲେଡ଼ ପଡ଼ିଆ ।
ଶ୍ରୀ ଗିରି:ଆଡ଼ିଲେଡ଼ ପଡ଼ିଆ କେଉଁଠାରେ ?
ମିଟୁ:ଅଷ୍ଟ୍ରେଲିଆରେ ।

୪.ତା’ପରେ ମାମୁ ତାଙ୍କ ଭାଣିଜୀ ମିତ୍ରୁକୁ ତା’ ଖାତା ମାଗିଲେ ଏବଂ ତା’ ଖାତାରେ ଅନୁଚ୍ଛେଦର ସାରାଂଶ ଲେଖୁ ଦେଲେ । ସାରାଂଶଟି ନିମ୍ନ ପ୍ରକାର ଥିଲା :

BSE Odisha 7th Class English Solutions Follow-Up Lesson 2 A Tiny Warrior session 2.1

୫. ଗିରିବାବୁ କହିଲେ, ‘ତୁମେ ବର୍ତ୍ତମାନ ଅନୁଚ୍ଛେଦଟିକୁ ଭଲ ଭାବରେ ବୁଝିପାରିଲ । ମାନେ ବହି କେବଳ ଓଡ଼ିଆ ଅର୍ଥ ଦେଇଥାଏ । ଏହା ଠିକ୍ ଭାବେ ଇଂରାଜୀ ଶିକ୍ଷା ପାଇଁ ଦରକାରୀ ନୁହେଁ ।

Notes And Glossary:
next ( ନେଷ୍ଟ ) – ପରେ
happened (ହାପେନ୍ସ) – ଘଟିଲା
topic (ଟପିକ୍) – ବିଷୟ/ବିଷୟବସ୍ତୁ
idea (ଆଇଡ଼ିଆ) – ଧାରଣା
silent (ସାଇଲେଣ୍ଟ୍) – ନୀରବ
facts (ଫ୍ରାକୃସ୍) – ତଥ୍ୟାବଳୀ
examples (ଏକ୍‌ଜାମ୍ପୁଲସ୍ ) – ଉଦାହରଣସମୂହ
bigger (ବିଗର୍ ) – ବୃହତ୍ତର
circle (ସର୍କଲ୍) – ବୃତ୍ତ
oval shapes (ଓଭାଲ୍ ସେପ୍‌) – ଅଣ୍ଡା ଆକୃତିର
different (ଡିଫରେଣ୍ଡ୍) – ଭିନ୍ନ/ଅଲଗା
properly (ପ୍ରପର୍‌ଲି) – ଠିକ୍ ଭାବରେ
understand ( ଅଣ୍ଡରଷ୍ଟାଣ୍ଡ୍) – ବୁଝିବା

Comprehension Questions (ବୋଧପରିମାପକ ପ୍ରଶ୍ନବଳୀ)

Question 1.
Who played the role of teacher in this paragraph?
(ଏହି ଅନୁଚ୍ଛେଦରେ କିଏ ଶିକ୍ଷକ ଭୂମିକା ନିର୍ବାହ କରିଥିଲେ ?)
Answer:
Mr. Giri played the role of teacher in this paragraph.

Question 2.
Who played the role of the student in this paragraph?
(ଏହି ଅନୁଚ୍ଛେଦରେ କିଏ ଶିକ୍ଷାର୍ଥୀ ଭୂମିକା ନିର୍ବାହ କରିଥିଲେ ? )
Answer:
Mitu played the role of the student in this paragraph.

Question 3.
How is one paragraph of a text different from another paragraph?
(ପାଠ୍ୟ ବିଷୟର ଗୋଟିଏ ଅନୁଚ୍ଛେଦ ଅନ୍ୟ ଏକ ଅନୁଚ୍ଛେଦଠାରୁ ଭିନ୍ନ କିପରି ? )
Answer:
Every paragraph has an idea or topic. In this respect two paragraphs of a text are different.

Question 4.
What does a writer do after giving the topic of the paragraph?
(ଜଣେ ଲେଖକ ବିଷୟ ସ୍ଥିର କଲାପରେ କ’ଣ କରନ୍ତି ?)
Answer:
After telling the topic, the writer gives some examples to explain the topic.

Question 5.
When Mitu answered the questions, did she keep her textbook open or closed?
(ମିତୁ ଯେତେବେଳେ ଉତ୍ତର ଦେଉଥିଲା, ସେ ପାଠ୍ୟପୁସ୍ତକ ଖୋଲା ରଖୁଥିଲା ନା ବନ୍ଦ କରିଥିଲା ?)
Answer:
When Mitu answered the questions, she kept her textbook open.

Question 6.
Was she able to answer most of the questions?
(ସେ ଅଧିକାଂଶ ପ୍ରଶ୍ନର ଉତ୍ତର ଦେବାରେ ସମର୍ଥ ହେଲା କି ?)
Answer:
Yes, she was able to answer most of the questions.

Question 7.
Is her uncle a good teacher ? How do you know?
(ତାଙ୍କର ମାମୁ ଜଣେ ଭଲ ଶିକ୍ଷକ କି ? ତୁମେ କିପରି ଜାଣୁଛ ?)
Answer:
Yes, her uncle is a good teacher. He explained the paragraph to Mitu bit by bit and made her understand everything.

Question 8.
Do you like the notes that her uncle made on the paragraph?
(ତା’ର ମାମୁ ଅନଚ୍ଛେଦ ଉପରେ ପ୍ରସ୍ତୁତ କରିଥିବା ସଂକ୍ଷିପ୍ତ ସାରାଂଶକୁ ତୁମେ ପସନ୍ଦ କରୁଛ କି ?)
Answer:
Yes, we like the notes that her uncle made on the paragraph.

Question 9.
Will the note help Mitu remember the paragraph?
(ଅନୁଚ୍ଛେଦଟିକୁ ମନେରଖ୍କୁ ମିତୁକୁ ସଂକ୍ଷିପ୍ତ ସାରାଂଶ ସାହାଯ୍ୟ କରିବ କି ?)
Answer:
Yes, the note will definitely help Mitu to remember the paragraph.

Question 10.
Why is meaning book not useful according to Mitu?
(ମିତୁ କହିବା ଅନୁସାରେ ମାନେ ବହି କାହିଁକି ଦରକାରୀ ନୁହେଁ ?)
Answer:
Meaning book is not at all useful, because it only gives the Odia meaning of the topic, but does not give knowledge.

Question 11.
What did her uncle say about meaning book?
(ତା’ର ମାମୁ ମାନେ ବହି ବିଷୟରେ କ’ଣ କହିଲେ ?)
Ans.
Her uncle said that meaning book is useless because it gives the Odia meaning only. It does not help in learning English properly.

Session – 3 (ତୃତୀୟ ପର୍ଯ୍ୟାୟ)

  • SGP-3 (Sense Group Paragraph-3)
  • Read paragraph-6 and 7 and answer the questions that follow.
    (ଅନୁଚ୍ଛେଦ ୬ ଓ ୭କୁ ପାଠ କର ଏବଂ ନିମ୍ନପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

6. Situ was silently sitting and watching what happened between her uncle and her sister. She broke her silence and asked, ‘If our teachers read aloud a paragraph and explain the meaning in Odia, are they doing the right thing ?”No, not at all. They are as harmful as the bazzar note”said Mr. Giri.

7. What happened after this is the story of Situ. Situ said how meaning books have lots of mistakes. One of her teachers did not give her any mark for an answer. He thought the wrong answer in the bazzar note was the right answer. She took this matter to her headmistress. She called the teacher and asked him to give her mark. She also banned the use of bazzar note books in their school. She made Situ the leader of the movement against meaning books in their school.

୬.ସିତୁ ନୀରବରେ ବସି ଲକ୍ଷ୍ୟ କରୁଥିଲା ଯାହା ତା’ର ମାମୁ ଓ ଭଉଣୀ ମଧ୍ଯରେ ଘଟୁଥିଲା । ନୀରବତା ଭାଙ୍ଗି ସେ ପଚାରିଲା, ‘‘ଯଦି ଆମେ ଶିକ୍ଷକମାନେ ଗୋଟିଏ ଅନୁଚ୍ଛେଦକୁ ବଡ଼ପାଟିରେ ପଢ଼ନ୍ତି ଏବଂ ଏହାର ଅର୍ଥ ଓଡ଼ିଆରେ ବୁଝାନ୍ତି, ସେମାନେ କ’ଣ ଠିକ୍ କରନ୍ତି ?’’ କେବେ ନୁହେଁ ! ଗିରିବାବୁ କହିଲେ, ‘ସେମାନେ ବଜାରର ମାନେ ବହି ପରି କ୍ଷତିକାରକ ଅଟନ୍ତି ।’’

୭.ଏହାପରେ ଯାହା ଘଟିଲା ତାହା ସିତୁର କାହାଣୀ ଥିଲା । ସିତୁ କହିଲା କିପରି ମାନେବହିଗୁଡିକରେ ବହୁତ ଭୁଲ ବା ତ୍ରୁଟି ରହୁଛି । ତା’ର ଜଣେ ଶିକ୍ଷକ ଗୋଟିଏ ପ୍ରଶ୍ନର ଉତ୍ତର ପାଇଁ ତାକୁ କିଛି ନମ୍ବର ଦେଇ ନଥିଲେ । ସେ ବଜାର ମାନେ ବହିରେ ଥିବା ଭୁଲ ଉତ୍ତରକୁ ଠିକ୍ ଉତ୍ତର ବୋଲି ଭାବୁଥିଲେ । ସେ (ସିତୁ) ଏହି ଘଟଣାକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦୃଷ୍ଟିକୁ ଆଣିଲେ । ସେ ଶିକ୍ଷକକୁ ଡାକିଲେ ଏବଂ କହିଲେ ତାକୁ ନମ୍ବର ଦେବାକୁ । ସେ ମଧ୍ୟ ବଜାର ମାନେ ବହିଗୁଡିକୁ ତାଙ୍କ ବିଦ୍ୟାଳୟରେ ବ୍ୟବହାର କରିବାକୁ ନିଷେଧ କଲେ । ସେ ତାଙ୍କ ବିଦ୍ୟାଳୟରେ ବଜାର ମାନେ ବହି ବିରୋଧୀ ଆନ୍ଦୋଳନର ସିତୁକୁ ନେତ୍ରୀ କରିଦେଲେ ।

Notes And Glossary: (ଶବ୍ଦାର୍ଥ) :
watching (ଚିଙ୍ଗ୍) – ଦେଖିବା
broke (ବ୍ରୋକ୍) – ଭାଙ୍ଗିଲା
silence (ସାଇଲେନ୍ସ) – ନୀରବତା
not at all (ନଟ୍ ଆଟ୍ ଅଲ୍) – ଆଦୌ ନୁହେଁ
harmful (ହାର୍ମଫୁଲ୍) – କ୍ଷତିକାରକ
bazzar (ବଜାର)
banned – ନିଷେଧ କଲେ

Comprehension Questions (ବୋଧପରିମାପକ ପ୍ରଶ୍ନବଳୀ) :
Question 1.
What are these two paragraphs about-about Mitu, Mr. Giri or Situ ?
(ଏହି ଦୁଇଟି ଅନୁଚ୍ଛେଦ କାହା ବିଷୟରେ – ମିତ୍ରୁ, ମି.ଗିରି ନା ସିତୁ ବିଷୟରେ ?)
Answer:
These two paragraphs are about Situ.

Question 2.
Who said meaning books have lots of mistakes ?
(ମାନେ ବହିରେ ଅନେକ ଭୁଲ୍ ଅଛି ବୋଲି କିଏ କହିଥିଲା ?)
Answer:
Situ said that the meaning books have lots of mistakes.

Question 3.
Even if the answer of Situ was correct, why didn’t her teacher give her any mark?
(ଯଦିଓ ସିତୁର ଉତ୍ତର ଠିକ୍ ଥିଲା, ତା’ର ଶିକ୍ଷକ ତାକୁ କାହିଁକି କୌଣସି ନମ୍ବର ଦେଲେ ନାହିଁ ।)
Answer:
Though the answer of Situ was correct, her teacher didn’t give her any mark, because he thought that the wrong answer in the bazzar note was the right answer.

Question 4.
What did Situ do next?
(ତା’ପରେ ସିତୁ କ’ଣ କଲା ?)
Answer:
Then Situ took the matter to her headmistress.

Question 5.
What did the headmistress ban?
(ପ୍ରଧାନ ଶିକ୍ଷୟିତ୍ରୀ କ’ଣ ନିଷେଧ କରିଥିଲେ ?)
Answer:
The headmistress banned the use of bazzar note books in their school. She also made Situ the leader of the movement against bazzar note books in their school.

Question 6.
What was the movement about?
(ଆନ୍ଦୋଳନ କେଉଁ ବିଷୟରେ ଥିଲା ? )
Answer:
The movement was against the use of meaning books in their school.

Question 7.
Who did the headmistress make the leader of the movement? Why?
(ପ୍ରଧାନ ଶିକ୍ଷୟିତ୍ରୀ କାହାକୁ ଆନ୍ଦୋଳନର ନେତ୍ରୀ କରାଇଲେ ? କାହିଁକି ?)
Answer:
The headmistress made Situ the leader of the movement. Because Situ knew well about the harmful impact of the bazzar note books.

Question 8.
Will you use meaning book after reading this lesson?
(ଅଧ୍ୟାୟ ପଢ଼ି ସାରିବା ପରେ ତୁମେମାନେ ମାନେବହି ବ୍ୟବହାର କରିବ କି ?)
Answer:
No, we will never use the meaning books after reading this les son.

Session – 4 (ଚତୁର୍ଥ ପର୍ୟ୍ୟାୟ)
Post-Reading (ପଠନ ପରବର୍ତ୍ତୀ)

1. Visual Memory Development Technique (VMDT) :
(ଦୃଶ୍ୟ ସ୍ମୃତି ବିଚାର କୌଶଳ) : (Teacher decides)

2. Comprehension Activities (ବୋଧ ପରିମାପକ କାର୍ଯ୍ୟାବଳୀ) :
(a) Teacher frames MCQs. (ଶିକ୍ଷକ MCQ ତିଆରି କରନ୍ତୁ)
(b) The lesson is divided into three SGPs : three parts. The three topics/themes are given.
Write under each paragraph number. (Question with Answer)

BSE Odisha 7th Class English Solutions Follow-Up Lesson 2 A Tiny Warrior session 4

3. Listening (ଶୁଣିବା) :
Teacher frames listening activities.

Session – 5 (ଷଷ୍ଠ ପର୍ଯ୍ୟାୟ)
4. Speaking (କଥନ) :

(a) Chain-drill: Meaning books are harmful.
(b) Dialogue: (Follow the steps of previous lessons.)
Mr Giri: Where is Melbourne?
Mitu: In Australia
Mr Giri: Where is Feroz Shah Kotla Cricket Ground?
Mitu: In New Delhi
Mr Giri: Where is Chepauk Ground?
Mitu: In Chennai

5. Vocabulary ଶବ୍ଦାବଳୀ:
Match the words with the shapes. (Question with Answer)

BSE Odisha 7th Class English Solutions Follow-Up Lesson 2 A Tiny Warrior session 5

6. Writing (ଲିଖନାତ୍ମକ)

(a) Teacher gives some questions for writing in one sentence each.
(b) See the notes given by Mr. Giri on the paragraph. Now write a paragraph based on the notes. (Do not see the original paragraph while doing this task). Some help is given.

The paragraph is about __________ cricket ground. __________. Some cricket grounds are_____________. Some are ___________. The Melbourne ____________is ___________than the ___________. Some __________ are circular. Some ____________ are _________. The ___________ is ___________. The ___________is oval. The Melbourne _____________is in Australia.
Answer:
The paragraph is about size and shape of cricket ground. Some cricket grounds are bigger. Some are smaller. The Melbourne cricket ground is bigger than the Feroz Shah. Some cricket ground are circular. Some cricket grounds are oval. The Chepauk cricket ground is circular. The Adelaide cricket ground is oval. The Melbourne cricket ground is in Australia.

7. Mental Talk (ମାନସ କଥନ) :

_____________________________________________________

_____________________________________________________.
8. Let’s Think (ଚାଲ ଚିନ୍ତା କରିବା ବା କଳ୍ପନା କରିବା):

_____________________________________________________

_____________________________________________________.

Word Note: (The words/phrases have been defined mostly on their contextual meanings)

acute (ଆକ୍ୟୁଟ୍) – intense, severe (ଉତ୍କଟ)
ban – to say that something must not be done
bull dog (ବୁଲ୍ ଡର)- a type of strong dog (ଏକ ପ୍ରକାର ଶକ୍ତିଶାଳୀ କୁକୁର)
Chinese Great Wall (ଚାଇନିଜ୍ ଗ୍ରେଟ୍ ୱାଲ୍) – Historic Great Wall of Chine (ପ୍ରାଚୀର)
dazzling (ଡାକ୍‌ଲିଙ୍ଗ୍) – very bright (ଚମକୁଥୁବା )
disappear (ଡିସ୍‌ପିୟର) – to go away (ଅଦୃଶ୍ୟ ହେବା । ଦୂର ହେବା)
disturbed (ଡିଷ୍ଟର୍ବଡ୍) – made him worried/unhappy  (କଲା)
encyclopedias (ଏନସାଇକ୍ଲୋପିଡିଆ) – knowledge books (ଜ୍ଞାନ ପୁସ୍ତକ)
flooded (ଫ୍ଲଡେଡ୍) – filled with (moon light) (ଚନ୍ଦ୍ର ଆଲୋକ) ରେ ପରିପୂର୍ଣ୍ଣ
glamour (ଗ୍ଲାମର୍) – beauty (ସୌନ୍ଦର୍ଯ୍ୟ)
in contrast (ଇନ୍ କନ୍‌ଷ୍ଟ୍ରିଟ୍) – in comparison (ତୁଳନାତ୍ମକ ଭାବରେ)
indifferent (ଇନ୍‌ଫରେଣ୍ଡ୍) – lack of interest (ଅନାଗ୍ରହ)
lit by lamps (ପ୍ରଦୀପ ଦ୍ୱାରା ପ୍ରଜ୍ୱଳିତ) – lighted with lamps
palatial building (ପାଲଟିଆ ବିଲଡିଂ) – royal building (ରାଜକୀୟ ଭବନ)
prison (ପ୍ରିଜନ୍) – a building where usually thieves and criminals are kept for punishment
privileged (ପ୍ରିଭିଲିଜ୍) – blest with special benefits, wealth etc. (ବିଶେଷ ଅଧିକାରପ୍ରାପ୍ତ)
richness (ରିନେସ୍ ) – the quality of being rich (ବିତ୍ତଶାଳୀ ଭାବ)
sadness (ସ୍ୟାଡ଼ନେସ୍ ) – unhappiness (ଦୁଃଖ | ବିଷାଦ)
scattered (ସ୍କାଟର୍‌ଡ଼) – seen over a wide area (ବିଛୁରିତ)
surrounded (ସରାଉଣ୍ଡେଡ୍) – covered from all sides
tiny – small (ଛୋଟ)
toiling (ଟଏଲିଙ୍ଗ୍) – doing hard labour (ଅତ୍ୟଧ୍ଵ ପରିଶ୍ରମ କରୁଥିବା)
wretched condition – very poor condition
similarity (ସିମିଲାରିଟି) – ସମାନତା
warrior (ୱାରିଅର୍) – soldier (ଯୋଦ୍ଧା, କିନ୍ତୁ ଏଠାରେ ଭୁଲ ବ୍ୟବସ୍ଥା ବିରୁଦ୍ଧରେ ଲଢ଼ୁଥିବା ବ୍ୟକ୍ତି ପାଇଁ ବ୍ୟବହାର କରାଯାଇଛି)।

BSE Odisha 7th Class English Solutions Follow-Up Lesson 2 A Tiny Warrior Important Questions and Answers

(A) Choose the right answer from the options.
Question 1.
Mitu studies in class VII but Situ studies in class __________.
(i) IX
(iii) IV
(iv) V
(ii) X
Answer:
(iv) V

Question 2.
Mr. giri was their _________.
(i) uncle
(ii) father
(iii) grandfather
(iv) brother
Answer:
(i) uncle

Question 3.
The Melbourne cricket ground is in ___________.
(i) America
(ii) Japan
(iii) Australia
(iv) Korea
Answer:
(iii) Australia

Question 4.
Situ’s answer was correct but the teacher didn’t give her any mark because he ___.
(i) her handwriting is not good
(ii) she copied it from another student
(iii) he thought wrong answer of bazzar notebok to be correct
(iv) his relation with Mitu is not good.
Answer:
(iii) he thought wrong answer of bazzar notebok to be correct

Question 5.
The headmistress made __________the leader of the movement against meaning books in their school.
(i) Situ
(ii) Mitu
(iii) Mr. Giri
(iv) the English teacher
Answer:
(i) Situ

(B) Answer the following questions.
Question 1.
Are bazzar note books useful for students? Why? or Why not?
Answer:
No, the bazzar note books are not useful for students. They have lot of mistakes and a student can’t learn English properly by using them.

Question 2.
Why did Mr. Giri want to help Mitu in learning English?
Answer:
Mr. Giri saw Mitu reading a paragraph of English lesson from textbook and then followed a bazzar note book for its meaning. As this would not help her in learning English properly, so he wanted to help her.

(C) Re-arrange the jumbled words to make meaningful sentences.
1. attacks / the / his / walls / were / protection / outside / from
Answer:
The walls were his protection from outside attacks.

2. the / in / nights/building / moonlit / looked / beautiful / very
Answer:
In moonlit nights, the building looked very beautiful.

3. man / the / lived / rich /, / there / a / like / king / happily / very
Answer:
The rich man lived there like a king very happily.

4. people / to / poor / the / one / the / day/man / rich / his / took / son
Answer:
One day the rich man took his son to the poor people.

5. food / they /, / theirs / buy / me / grow
Answer:
We buy food, they grow theirs.

(D) Find whether True or False.
1. Once upon a time there was a very rich man.
Answer:
True

2. He along with his family lived in a small hut down the hill.
Answer:
False

3. The building, the walls all around and the gardens inside were lit by moonlight.
Answer:
False

4. His only sorrow was that his Only son did not like all his richness and glamour.
Answer:
True

5. One day the rich man took his son to wander in the forest.
Answer:
False

Leave a Comment