Odisha State Board BSE Odisha Class 7 History Notes Chapter 2 ଦିଲ୍ଲୀରେ ସୁଲତାନୀ ଶାସନ will enable students to study smartly.
BSE Odisha Class 7 History Notes Chapter 2 ଦିଲ୍ଲୀରେ ସୁଲତାନୀ ଶାସନ
ବିଷୟବସ୍ତୁସମ୍ବହ
- ଭାରତରେ ତୁର୍କ ଶାସନ
- ଦାସ ବଂଶ
- ଖାଲ ବଂଶ ଓ ତୁପ୍ଲକ୍ ବଂଶ ସୁଲତାନ ଯୁଗର ଶାସନ ପଦ୍ଧତି
- ସୁଲତାନମାନଙ୍କ କଳା ଓ ସ୍ଥାପତ୍ୟ
- ପ୍ରାଦେଶିକ ରାଜ୍ୟଗୁଡ଼ିକର ଉତ୍ଥାନ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଭାରତରେ ତୁର୍କ ଶାସନ :
- ଦିଲ୍ଲୀରେ କୁତବୁଦ୍ଦିନ୍ ଆଇବାକ୍ଙ୍କଦ୍ୱାରା ସୁଲତାନୀ ଶାସନର ଅୟମାରମ୍ଭ ହୋଇଥିଲା। ତୁର୍କ ସୁଲତାନ୍ମାନଙ୍କର ଦୀର୍ଘ ୩୦୦ ବର୍ଷର ଶାସନକାଳ ମଧ୍ୟରେ ସମୁଦାୟ ୫ଟି ରାଜବଂଶ ୧୨୦୬ ଖ୍ରୀଷ୍ଟାବ୍ଦରୁ ୧୫୨୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦିଲ୍ଲୀରେ ସୁଲତାନୀ ଶାସନ ଚଳାଇଥିଲେ। ଏହି ସମୟ ମଧ୍ୟରେ ଭାରତର ସାମାଜିକ, ଧାର୍ମିକ, ଅର୍ଥନୈତିକ ତଥା ସାଂସ୍କୃତିକ, କଳା-ସ୍ଥାପତ୍ୟ ବ୍ୟବସ୍ଥା ନୂତନ ରୂପ ପରିଗ୍ରହଣ କରିଥିଲା।
- ତୁର୍କ ସୁଲତାନମାନେ ଭାରତ ଇତିହାସରେ ଏକ ନୂତନ ଅଧ୍ୟାୟର ଅୟମାରମ୍ଭ କରିଥିଲେ।
- ଦାସବଂଶ, ଖାଲଜୀ ବଂଶ, ତୁଘ୍ଲକ୍ ବଂଶ, ସୟଦ ବଂଶ ଏବଂ ଲୋଦୀ ବଂଶ ଦିଲ୍ଲୀ ସିଂହାସନ ଅଳଂକୃତ କରି ଭାରତୀୟ ଓ ଇସ୍ଲାମୀୟ ସଂସ୍କୃତି ମଧ୍ୟରେ ମିଳନ ଘଟାଇଥିଲେ।
* ସେଗୁଡ଼ିକ ଏହାର ପରିବାରର ଜଣଙ୍କ ପରେ ଜଣେ ଦେଶ ଶାସନ କରନ୍ତି ସେହି କୁହାଯାଏ।
→ ତୁର୍କୀ ଶାସନ
- ଦାସ ବଂଶ : (୧୨୦୬ – ୧୨୯୦)
- କୁତ୍ବୁଦ୍ଦିନ୍ ଆଇବାକ୍ : ୧୨୦୬ – ୧୨୧୦
- ସାମସୁଦ୍ଦିନ୍ ଇଲ୍ଡ୍ମିସ୍ : ୧୨୧୦ – ୧୨୩୬
- ରେଜିଆ : ୧୨୩୬ – ୧୨୪୦
- ଗିୟାସୁଦ୍ଦିନ୍ ବଲ୍ବନ୍ :୧୨୬୬ – ୧୨୮୭
→ ଖାଇଜା ବଂଶ (୧୨୯୦ – ୧୩୨୦)
- ଜଲାଲ୍ଉଦ୍ଦିନ୍ ଖା : ୧୨୯୦ – ୧୨୯୬
- ଆଲ୍ଲାଉଦ୍ଦିନ୍ ଖା : ୧୨୯୬ – ୧୩୧୬
→ ତୁପ୍ଲକ୍ ବଂଶ (୧୩୨୦ – ୧୪୧୪)
- ଗିୟାସୁଦ୍ଦିନ୍ ତୁଘ୍ଲକ୍ : ୧୩୨୦ -୧୩୨୪
- ମହମ୍ମଦ ବିନ୍ ତୁଘ୍ଲକ୍ :୧୩୨୪ -୧୩୫୧
- ଫିରୋଜଶାହ ତୁଘ୍ଲକ୍ :୧୩୫୧ – ୧୩୮୮
→ ସୟଦ ବଂଶ (୧୪୧୪ – ୧୪୫୧)
- ଖ୍ର୍ଜା ଖାନ : ୧୪୧୪ – ୧୪୨୧
→ ଲୋଦୀ ବଂଶ (୧୪୫୧ – ୧୫୨୬)
- ବାହାଲଲ୍ ଲୋଦୀ :୧୪୫୧ – ୧୪୮୯
- ସିକଦର ଲୋଦୀ :୧୪୮୯ – ୧୫୧୨
- ଇବ୍ରାହିମ୍ ଲୋଦୀ:୧୫୧୨ – ୧୫୨୬
* ଆରବ ଓ ତୁର୍କୀମାନେ ଉଚ୍ଚ ବୁଦ୍ଧି – ସଂପନ୍ନ ଦାସମାନଙ୍କୁ କିରାଣୀ, ସୈନିକ, ପ୍ରଶାସକ ପଦରେ ନିଯୁକ୍ତି ଦେଉଥିଲେ। ଏହି କବଳରୁ ମୁକ୍ତ ହେଉଥିଲେ।
→ ଦାସ ବଂଶ :
* କୁତବୁଦ୍ଦିନ୍ ଆଇବାକ୍ (୧୨୦୬ ଖ୍ରୀ.ଅ.-୧୨୧୦ ଖ୍ରୀ.ଅ.) :
- ଏକଦା ମହମ୍ମଦ ଘୋରୀଙ୍କ ଦାସ ଥିବା କୁତବୁଦ୍ଦିନ୍ ନିଜର ଅସାଧାରଣ ପ୍ରତିଭା ବଳରେ ତାଙ୍କର ପ୍ରଧାନ ସେନାଧ୍ୟକ୍ଷ
- ସେ ୧୨୦୬ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ।
- ସିଂହାସନ ଆରୋହଣ କରିବା ପୂର୍ବରୁ ସେ ଦିଲ୍ଲୀ, କୋଲି (ଆଲିଗଡ଼), କନୌଜ, ବିହାର ଇତ୍ୟାଦି ରାଜ୍ୟ ଜୟ କରିସାରିଥିଲେ।
* କୁତବୁଦ୍ଦିନ୍ ଆଇବାକ୍ ମାତ୍ର ୪ ବର୍ଷ ସେ ଦିଲ୍ଲୀଠାରେ ‘କ୍ବାଡ୍ ଭଲ୍- ଇସ୍ଲାମ୍’ ଓ ଆଜମୀରଠାରେ ଢାଇ ଦି ଝୋପର।’ ମସ୍ଜିଦ୍ ନିର୍ମାଣ କରିଥିଲେ । କାର୍ଯ୍ୟ ଆରମ୍ଭ କରିଥିଲେ।
- ୧୨୧୦ ଖ୍ରୀଷ୍ଟାବ୍ଦରେ ପୋଲୋ ଖେଳୁଥିବା ସମୟରେ ସେ ଘୋଡ଼ାରୁ ପଡ଼ି ମୃତ୍ୟୁବରଣ କରିଥିଲେ।
→ ସାମସୁଦ୍ଦିନ୍ ଇଲ୍ଡ୍ମିସ୍ (୧୨୧୦ ଖ୍ରୀ.ଅ.-୧୨୩୬ ଖ୍ରୀ.ଅ.) :
- ସାମସୁଦ୍ଦିନ୍ ଇଲ୍ଡ୍ମିସ୍ ୧୨୧୦ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ।
- ସେ ରାଜା ହେବା ସମୟରେ ଅନେକଗୁଡ଼ିକ ଆଭ୍ୟନ୍ତରୀଣ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହାକୁ ଦୃଢ଼ ଭାବରେ ମୁକାବିଲା କରିଥିଲେ।
- ତାଙ୍କ ରାଜତ୍ଵ ସମୟରେ ମହାପରାକ୍ରମଶାଳୀ ମଧ୍ୟ ଏସିଆର ମଙ୍ଗୋଲ ଶାସକ ଚେଙ୍ଗିଜ୍ ଖାଁ ଭାରତ ଆକ୍ରମଣ କରିଥିଲେ ମଧ୍ୟ ଇଲ୍ଡ୍ମିସ୍କଙ୍କ ବିଚକ୍ଷପ ବୁଦ୍ଧି ଯୋଗୁଁ ଚେଙ୍ଗିଜ୍ ଖାଁ ଭାରତର ଅଧ୍ବ ଅଞ୍ଚଳ ଦଖଲ କରିବାକୁ ସକ୍ଷମ ହୋଇନଥିଲେ।
- ଛୋଟ ଥିବା ସମୟରେ ତାଙ୍କ ଭାଇମାନେ ତାଙ୍କୁ ଜମାଲ୍ଉଦ୍ଦିନ୍ ନାମକ ଜଣେ ବଣିକକୁ ବିକ୍ରି କରି ଦେଇଥିଲେ।
- ପରେ ଇମିସ୍ଙ୍କୁ କୁତବୁଦ୍ଦିନ୍ ଆଇବାକ୍ କ୍ରୀତଦାସ କରିଥିଲେ।
- ଇଲ୍ଡ୍ମିସ୍ ତାଙ୍କ ରାଜ୍ୟକୁ କେତେକ ଇକ୍ରେ ଭାଗ କରିଥିଲେ।
- ଇଲ୍ଡ୍ମିସ୍ ୪୦ ଜଣ ସମ୍ଭ୍ରାନ୍ତ ଦକ୍ଷ କ୍ରୀତଦାସଙ୍କୁ ପ୍ରଶାସନିକ ତାଲିମ ଦେଇ ବଭିନ୍ନ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟରେ ନିଯୁକ୍ତି ଦେଇଥିଲେ। ଏମାନେ ୪୦ ସେନା (ଚିହାଲ ଗାଡି) ନାମରେ ଅଭିହିତ।
- ଇତୁତ୍ ମିସ୍ଙ୍କ ସାମ୍ରାଜ୍ୟ ପୂର୍ବରେ ବଙ୍ଗଠାରୁ ପଶ୍ଚିମରେ ସିନ୍ଧୁପ୍ରଦେଶ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା।
- ସେ କୁତୁବ୍ମୀନାରର ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ।
- ୧୨୩୬ ଖ୍ରୀଷ୍ଟାବ୍ଦରେ ତାଙ୍କର ମୃତ୍ୟୁ ଘଟିଥିଲା।
* ରେଜିଆ (୧୨୩୬ ଖ୍ରୀ.ଅ.-୧୨୪୦ ଖ୍ରୀ.ଅ.) :
- ଇଡ୍ମିସ୍ଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ରେଜିଆ ୧୨୩୬ ଖ୍ରୀ.ଅ.ରେ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ। ପ୍ରାଦେଶିକ ଶାସକମାନେ ତାଙ୍କୁ ବିରୋଧ କରୁଥିବାରୁ ସେ ଶାସନ କାର୍ଯ୍ୟ ପରିଚାଳନା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
- ରେଜିଆ ହେଉଛନ୍ତି ଦିଲ୍ଲୀ ସିଂହାସନରେ ବସିଥିବା ପ୍ରଥମ ଓ ଶେଷ ମୁସଲମାନ ଶାସିକା।
* ଗିୟାସୁଦ୍ଦିନ୍ ବଲ୍ବନ୍ (୧୨୬୬ ଖ୍ରୀ.ଅ.-୧୨୮୭ ଖ୍ରୀ.ଅ.) :
- ଗିୟାସୁଦ୍ଦିନ୍ ବଲ୍ବନ୍ ସୁଲତାନ ହେବା ପୂର୍ବରୁ ଇଡ୍ମିସ୍ଙ୍କର ୪୦ସେନା ବା ଚିହାଲଗାନିର ସଦସ୍ୟ ଥିଲେ । ଇଲ୍ଡ୍ମିସ୍ଙ୍କ ପୁତ୍ର ନାସିରଉଦ୍ଦିନ୍ ମାମୁଦ୍ଙ୍କ ମୃତ୍ୟୁ ପରେ ୧୨୬୬ ଖ୍ରୀଷ୍ଟାବ୍ଦରେ ଗିୟାସୁଦ୍ଦିନ୍ ବଲ୍ବନ୍ ସିଂହାସନ ଆରୋହଣ କରିଥିଲେ।
- ସେ ତାଙ୍କ ସୈନ୍ୟବାହିନୀକୁ ପୁନଃ ସଂଗଠିତ କରିବା ସହିତ କେତେକ ସ୍ଥାନରେ ଦୁର୍ଗମାନ ନିର୍ମାଣ କରିଥିଲେ।
- ସେ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବା ସହିତ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କରିଥିଲେ।
- ସାମ୍ରାଜ୍ୟର ସୁପରିଚାଳନା ପାଇଁ ଶାସନ ଓ ସାମାଜିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଥିଲେ।
- ବଲ୍ବନ୍ ରାଜଶକ୍ତିର ପୁନଃ ପ୍ରତିଷ୍ଠା ପାଇଁ ସ୍ବର୍ଗୀୟ ରାଜତନ୍ତ୍ର ନୀତି ଅନୁସରଣ କରିଥିଲେ । ସେ ନିଜକୁ ଭଗବାନ୍ଙ୍କ ପ୍ରତିନିଧ୍ ବୋଲି କହୁଥିଲେ । ସେ ‘ରକ୍ତ ଓ ଲୁହାନୀତି’ ଅବଲମ୍ବନ କରି ତାଙ୍କ ସାମ୍ରାଜ୍ୟକୁ ସୁଦୃଢ଼ କରିଥିଲେ।
- କବି ଅମୀର ଖୁସ୍ରୁ ତାଙ୍କ ଦରବାରରେ ସ୍ଥାନ ପାଇଥିଲେ।
- ସେ ୧୨୮୭ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ।
→ ଖାଜୀ ବଂଶ (୧୨୯୦ ଖ୍ରୀ.ଅ.-୧୩୨୦ ଖ୍ରୀ.ଅ.) :
- ୧୨୯୦ ଖ୍ରୀଷ୍ଟାବ୍ଦରେ ଜଲାଲ୍ଉଦ୍ଦିନ୍ ଖାଲ୍ଜୀ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ।
→ ଆଲ୍ଲାଉଦ୍ଦିନ୍ ଖାଲ୍ଜା (୧୨୯୬ ଖ୍ରୀ.ଅ. -୧୩୧୬ ଖ୍ରୀ.ଅ.) :
- ଖାଲ୍ଜା ବଂଶର ଶ୍ରେଷ୍ଠ ଶାସକ ଆଲ୍ଲାଉଦ୍ଦିନ୍ ଖାଲ ତାଙ୍କର ୨୦ ବର୍ଷର ଦୃଢ଼ ଶାସନ ପାଇଁ ସୁଲତାନୀ ଇତିହାସରେ ସ୍ଵତନ୍ତ୍ର ସ୍ଥାନ ଅଧ୍ୟାର କରିଛନ୍ତି।
- ସେ ଦ୍ଵିତୀୟ ଆଲେକ୍ଜାଣ୍ଡର ହୋଇ ସମଗ୍ର ପୃଥିବୀକୁ ଜୟ କରିବାକୁ ଇଚ୍ଛା ପୋଷଣ କରିଥଲେ।
- ଆଲ୍ଲା ଉଲ୍ ମୁଲକ୍ଙ୍କ ପରାମର୍ଶକ୍ରମେ ସେ ପ୍ରଥମେ ସାରା ଭାରତ ଜୟ କରିବାକୁ ନିଷ୍ପତ୍ତି ନେଇଥିଲେ।
- ଏଥ୍ ନିମନ୍ତେ ସେ ତିନୋଟି କାର୍ଯ୍ୟ ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ।
(୧) ତୁର୍କ ସାମନ୍ତଙ୍କ କ୍ଷମତା ହ୍ରାସ
(୨) ଦାକ୍ଷିଣାତ୍ୟ ଓ ରାଜସ୍ଥାନ ବିଜୟ
(୩) ମଙ୍ଗୋଲ ଶକ୍ତିର ଧ୍ୱଂସ ସାଧନ - ସୈନ୍ୟବାହିନୀର ଗଠନ ପାଇଁ ଦୋଆବ ଅଞ୍ଚଳର ଧନୀ ଲୋକମାନଙ୍କ ଉପରେ ଅଧ୍ବକ କର ଲାଗୁ କରିଥିଲେ।
- ୧୨୯୯ ଖ୍ରୀଷ୍ଟାବ୍ଦରେ ସେ ଉଲଘୁ ଖାଁ ଓ ନସ୍ରତ୍ ଖାଁଙ୍କ ନେତୃତ୍ୱରେ ଗୁଜରାଟର ରାଜଧାନୀକୁ ଆକ୍ରମଣ କରି ଜୟ କରିଥିଲେ।
- ପରବର୍ତ୍ତୀ ସମୟରେ ସେ ଉତ୍ତର ଭାରତର ମାଳବ, ରଡ୍ଡମ୍ବର ଓ ମେୱାରର ଚିତୋର ଦୁର୍ଗ, ସିଓ୍ବାନା ଓ ଜାଲୋର୍ ଆଦି ରାଜ୍ୟକୁ ଜୟ କରିଥିଲେ।
- ସେ ଦକ୍ଷିଣ ଭାରତର ଦେବଗିରି, ତେଲେଙ୍ଗାନା, ଦ୍ବାରସମୁଦ୍ର, ପାଣ୍ଡ, ହୟଶାଳ ରାଜ୍ୟ ଜୟ କରିଥିଲେ।
- ଆଲ୍ଲାଉଦ୍ଦିନ୍ଙ୍କ ଇସ୍ଲାମ୍ ଧର୍ମ ପ୍ରତି ଗଭୀର ଶ୍ରଦ୍ଧା ଥିବାରୁ ତାଙ୍କୁ ଇସ୍ଲାମ୍ ଧର୍ମର ରକ୍ଷକ ପଦବୀ ମିଳିଥିଲା।
- ଆଲ୍ଲାଉଦ୍ଦିନ୍ ହିନ୍ଦୁମାନଙ୍କଠାରୁ ଜିଜିଆ, ଅବକାରୀ, ଆମଦାନୀ ଓ ରପ୍ତାନୀ ଶୁଳ୍କ ଆଦାୟ କରୁଥିଲେ।
* ଆଲ୍ଲାଉଦ୍ଦିନ୍ ଖାଲ୍ ଜୀ ଜଲାଲ୍ ଉଦ୍ଦିନ୍ ଖାଲ ଜୀଙ୍କ ପୁତୁରା ଥିଲେ ।
* ଆଲ୍ଲାଉଦ୍ଦିନ୍ ଖାଲ୍ଜୀ କହୁଥ୍ ଲେ ସୁଲତାନ ଧରାପୃଷ୍ଠରେ ଈଶ୍ୱରଙ୍କ ସ୍ୱରୂପ ଏବ ସେ ସାଧାରଣ ନୁହନ୍ତି।
* ତାଙ୍କର ବାକ୍ୟ ହିଁ ଆଇନ ଏବଂ ସେ ରାଜ୍ୟର ମଙ୍ଗଳ ପାଇଁ ଯାହା କରିବେ ତାହା ଠିକ୍।
→ ତୁଘ୍ଲକ୍ ବଂଶ (୧୩୨୦ ଖ୍ରୀ.ଅ.-୧୪୧୪ ଖ୍ରୀ.ଅ.) :
- (୧୩୨୦ ଖ୍ରୀ.ଅ.) ପରେ ନାସିରଉଦ୍ଦିନ୍ ଖୁସ୍ରୁ ଶାହ ଦିଲ୍ଲୀ ସିଂହାସନ ଆରୋହଣ କରିଥିଲେ । ତାଙ୍କୁ ହତ୍ୟା କରାଯିବା ପରେ ଘାଜି ମାଲିକ୍ ଗିୟାସୁଦ୍ଦିନ୍ ତୁପ୍ଲକ୍ ଦିଲ୍ଲୀର ସୁଲତାନ ହୋଇ ତୁଘ୍ଲକ୍ ବଂଶ ପ୍ରତିଷ୍ଠା କରିଥିଲେ।
→ ମହମ୍ମଦ ବିନ୍ ତୁଗ୍ଲକ୍ (୧୩୨୪ ଖ୍ରୀ.ଅ. -୧୩୫୧ ଖ୍ରୀ.ଅ.) :
- ଗିୟାସୁଦ୍ଦିନ୍ ତୁଘ୍ଲକ୍ଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ତାଙ୍କ ପୁତ୍ର ଜୁନା ଖାଁ ମହମ୍ମଦ ବିନ୍ ତୁଘ୍ଲକ୍ ନାମ ଧାରଣ କରି ସିଂହାସନ ଆରୋହଣ କରିଥିଲେ।
- ସେ ୨୬ ବର୍ଷ ଶାସନ କରିଥିଲେ।
- ତାଙ୍କ ଶାସନ ସମୟରେ ଆରବ ପର୍ଯ୍ୟଟକ ଇବନ୍ ବନ୍ଧୁତା ଭାରତକୁ ଆସିଥିଲେ । ତାଙ୍କ ବିବରଣୀରେ ସେ ତତ୍କାଳୀନ ଭାରତର ଅବସ୍ଥାକୁ ବର୍ଣ୍ଣନା କରିଥିଲେ।
- ମହମ୍ମଦ ବିନ୍ ତୁଘ୍ଲକ୍ ଜଣେ ଆଦର୍ଶ ରାଜା ଥିଲେ । ସେ ତର୍କଶାସ୍ତ୍ର, ଦର୍ଶନ, ଗଣିତ ଓ ଧର୍ମଶାସ୍ତ୍ର ବିଦ୍ୟାରେ ବିଶେଷ ଜ୍ଞାନ ଅର୍ଜନ କରିଥିଲେ। ସେ ମଧ୍ୟ ଜଣେ ସୁପ୍ରତିଷ୍ଠିତ କବି ଓ ସାହିତ୍ୟିକ ଥିଲେ।
- ତାଙ୍କର ନିଷ୍ଠା, ଦୂରଦୃଷ୍ଟି ଓ ଧୈର୍ଯ୍ୟର ଅଭାବ ଥିବାରୁ ତାଙ୍କର ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନଥିଲା।
- ମହମ୍ମଦ ବିନ୍-ତୁଘିକ୍ଙ୍କ ଶାସନ ସମୟରେ ତିନିଗୋଟି ମୁଖ୍ୟ ଘଟଣା ଘଟିଥିଲା; ଯଥା –
(୧) ଦୋଆବ ଅଞ୍ଚଳରେ କରବୃଦ୍ଧି,
(୨) ରାଜଧାନୀ ପରିବର୍ତ୍ତନ,
(୩) ତାମ୍ର ମୁଦ୍ରା ପ୍ରଚଳନ
→ ଦୋଆବ ଅଞ୍ଚଳରେ କର ବୃଦ୍ଧି ( ୧୩୨୬ ଖ୍ରୀ.ଅ.) :
- ମହମ୍ମଦ ବିନ୍-ତୁଘିକ୍ଙ୍କ ଓ ଯମୁନା ନଦୀର ମଧ୍ୟବର୍ତ୍ତୀ ଦୋଆବ ଅଞ୍ଚଳରେ କରବୃଦ୍ଧି ଘୋଷଣା କରିଥିଲେ । ଦୁର୍ଭାଗ୍ୟବଶତଃ ସେହି ବର୍ଷ ଭଲ ବର୍ଷା ନ ହେବାରୁ ଫସଲ ନଷ୍ଟ ହୋଇଯାଇଥିଲା ଓ ଲୋକମାନେ ବର୍ଦ୍ଧିତ କର ଦେଇପାରି ନ ଥିଲେ।
- କର ଆଦାୟର ଅତ୍ୟାଚାର ସହି ନପାରି ଲୋକମାନେ ଜଙ୍ଗଲକୁ ପଳାୟନ କଲେ; କିନ୍ତୁ ରାଜକର୍ମଚାରୀମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ କେତେଜଣଙ୍କୁ ହତ୍ୟା କରିଥିଲେ।
- ଶେଷରେ ମହମ୍ମଦ-ବିନ୍-ତୁଲକ୍ ତାଙ୍କର ଭୁଲ୍ ବୁଝିପାରି ଲୋକଙ୍କୁ କ୍ଷମା ଦେଇ ବର୍ଦ୍ଧିତ କର ଆଦାୟ ନ କରିବାକୁ ଆଦେଶ ଦେଇଥିଲେ ଓ ଜଳସେଚନ ପାଇଁ କୂଅ ଖୋଳାଇଥିଲେ।
* ବ୍ୟତୀତ ତିଷ୍ଠି ପାରିବେ ନାହିଁ । ଦର ମା ନ ନାହିଁ । ସୈନିକମାନଙ୍କ ଦରମା ଭୂରାଜସ୍ୱ ଆଦାୟ କରିବାକୁ ପଡ଼େ । କୃଷକମାନେ ଧନୀ ଓ ଖୁସିରେ ଥିଲେ ଭୂରାଜସ୍ଵ ଦେଇଥା’ନ୍ତି।
* ରାଜଧାନୀ ପରିବର୍ତ୍ତନ (୧୩୨୯ ଖ୍ରୀ.ଅ.) :
- ମଙ୍ଗ।ଲମନଙ୍କ ଆକ୍ର ମଣରୁ ଦେଶକୁ ରକ୍ଷା କରିବା ଓ ଦ।କ୍ଷଣ।ତ ବାଁ ନ୍ – ତୁ ଘଲ କ୍ ୧୩୨୯ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀରୁ ଦୌଲତା -ସଦର-ଉସ ସଦର -ଧର୍ମ ସଫଳ ହୋଇପାରି ନ ଥିଲା।
- ରାଜଧାନୀ ସ୍ଥାନାନ୍ତରିତ କଲାବେଳେ ଉଭୟ କର୍ମଚାରୀ ଓ ଦିଲ୍ଲୀର ଅଧିବାସୀମାନଙ୍କୁ ଦୀର୍ଘ ୧୫୦୦ କି.ମି. ପଥ ଅତିକ୍ରମ କରିବାକୁ ପଡ଼ିଥିଲା ଓ ସେଠାକାର ଜଳବାୟୁ ଓ ଖାଦ୍ୟ ଲୋକଙ୍କ ପାଇଁ ଅନୁକୂଳ ନ ହେବାରୁ ବହୁ ଲୋକ ମୃତ୍ୟୁବରଣ କରିଥିଲେ।
- ପରେ ସେ ଦୌଲତାବାଦରୁ ଦିଲ୍ଲୀକୁ ରାଜଧାନୀ ଫେରାଇ ଆଣିବାରୁ ବାହମନୀ ଓ ବିଜୟନଗର ରାଜ୍ୟ ନିଜର ପ୍ରଭାବ ବିସ୍ତାର କଲେ।
*ସୁଲତାନୀ ଶାସନର ଅନ୍ୟ ସୁଲତାନ ଦେକ –
- ସଦର – ଉସ୍ ସଦର-ଧର୍ମ କୃଷିମନ୍ତ୍ରୀ।
- ମଜଲିସ୍ -ଇ-ଖାଲ ୱା ଜ୍ – ବିଭାଗ ମନ୍ତ୍ରୀ।
- ଦିୱାନ-ଇ-ଅମୀର କୋହି – କୃଷିମନ୍ତ୍ରୀ।
* ମହମ୍ମଦ ବିନ୍-ତୁ ଘଲକ୍ ରାସ୍ତାର ଉଭୟ ପାର୍ଶ୍ଵରେ ସରାଇଖାନା ( ପାନ୍ଥଶାଳା) ଓ ଡାକ ଚୌକି (ଡାକଘର) ନିର୍ମାଣ କରିଥିଲେ।
* ଇବନ ବତୁ ତାଙ୍କ ବିବରଣୀରୁ ଜଣାଯାଏ ଯେ, ଦିଲ୍ଲୀରେ ରହୁଥିବାର ଦେଖୁ ବାନ୍ଧି ଦୌଲତାବାଦ ନିଆ ଯାଇଥିଲା।
* ରାଜଧାନୀ ପରିବର୍ତ୍ତନ (୧୩୨୯ ଖ୍ରୀ.ଅ.) :
- ମଙ୍ଗ।ଲମନଙ୍କ ଆକ୍ର ମଣରୁ ଦେଶକୁ ରକ୍ଷା କରିବା ଓ ଦ।କ୍ଷଣ।ତ ବାଁ ନ୍ – ତୁ ଘଲ କ୍ ୧୩୨୯ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀରୁ ଦୌଲତା -ସଦର-ଉସ ସଦର -ଧର୍ମ ସଫଳ ହୋଇପାରି ନ ଥିଲା।
- ରାଜଧାନୀ ସ୍ଥାନାନ୍ତରିତ କଲାବେଳେ ଉଭୟ କର୍ମଚାରୀ ଓ ଦିଲ୍ଲୀର ଅଧିବାସୀମାନଙ୍କୁ ଦୀର୍ଘ ୧୫୦୦ କି.ମି. ପଥ ଅତିକ୍ରମ କରିବାକୁ ପଡ଼ିଥିଲା ଓ ସେଠାକାର ଜଳବାୟୁ ଓ ଖାଦ୍ୟ ଲୋକଙ୍କ ପାଇଁ ଅନୁକୂଳ ନ ହେବାରୁ ବହୁ ଲୋକ ମୃତ୍ୟୁବରଣ କରିଥିଲେ।
- ପରେ ସେ ଦୌଲତାବାଦରୁ ଦିଲ୍ଲୀକୁ ରାଜଧାନୀ ଫେରାଇ ଆଣିବାରୁ ବାହମନୀ ଓ ବିଜୟନଗର ରାଜ୍ୟ ନିଜର ପ୍ରଭାବ ବିସ୍ତାର କଲେ।
* ଜିଜିୟା – ଅଣମୁସଲମାନଙ୍କ ଠାରୁ ଆଦାୟ କରାଯାଉଥିଲା।
* ସଦର – ଜଳସେଚିତ ଜମି ଉପରେ ଏହି କର ବସାଯାଇଥିଲା।
→ ତାମ୍ରମୁଦ୍ରା ପ୍ରଚଳନ :
- ଶୂନ୍ୟ ରାଜକୋଷ ପୂରଣ ପାଇଁ ମହମ୍ମଦ ତୁଗ୍ଲକ୍ ତାମ୍ର ମୁଦ୍ରା ପ୍ରଚଳନ କରିଥିଲେ ହେଁ ଦୂରଦୃଷ୍ଟିର ଅଭାବରୁ ରାଜକୋଷରେ ଟଙ୍କା ଅଭାବରୁ ରାଜ୍ୟ ଗରିବ ହୋଇଗଲା । ଶେଷରେ ସୁଲତାନ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଏହିପରି କେତେକ କାର୍ଯ୍ୟହେତୁ ସେ ବିଫଳ ଶାସକ ରୂପେ ପରିଗଣିତ ହୋଇଥିଲେ।
- ତୁଘ୍ଲକ୍ ବଂଶ ପରେ ଭାରତରେ ସୟଦ ବଂଶ ଓ ତାଙ୍କ ପରେ ଲୋଦୀ ବଂଶ ଶାସନ କରିଥିଲେ। ଠାରୁ ଆଦାୟ କରାଯାଉଥିଲା।
- ମୋଗଲ ଶାସକ ବାବର ୧୫୨୬ ଖ୍ରୀ.ଅ.ରେ ଲୋଦୀବଂଶର ରାଜା ଇବ୍ରାହିମ୍ ଲୋଦୀଙ୍କୁ ପରାସ୍ତ କରି ଭାରତରେ ମୋଗଲ ଶାସନର ଶୁଭାରମ୍ଭ କରିଥିଲେ।
→ ସୁଲତାନ ଯୁଗର ଶାସନ ପଦ୍ଧତି :
- ସୁଲତାନୀ ଶାସନ ସୁନିୟନ୍ତ୍ରିତ ଓ ସୁପରିଚାଳିତ ଥିଲା । ଏହି ଶାସନ ପଦ୍ଧତି ମୁଖ୍ୟତଃ ଆଲ୍ଲାଉଦ୍ଦିନ୍ ଖାଲ୍ ଏବଂ ମହମ୍ମଦ-ବିନ୍-ତୁଘ୍ଲକ୍ଙ୍କ ଶାସନ ନୀତି ଉପରେ ଆଧାରିତ ଥିଲା । ଶାସନ ବ୍ୟବସ୍ଥା ତିନୋଟି ସ୍ତରରେ କାର୍ଯ୍ୟକାରୀ ହେଉଥିଲା।
→ କେନ୍ଦ୍ର ଶାସନ :
ପଦବୀ | କାର୍ଯ୍ୟ |
ସୁଲଡାନ | .କେନ୍ଦ୍ର ଶାସନର ମୁଖ୍ୟ, ଶାସନ ବିଭାଗ ଓ ସୈନ୍ୟ ବିଭାଗର ସର୍ବୋଚ୍ଚ |
ଓଜିର | ପ୍ରଧାନମନ୍ତ୍ରୀ, ସାମରିକ ଓ ରାଜସ୍ୱ ବିଭାଗ ଦାୟିତ୍ଵ |
କାକ୍ତି | ବିଚାର ବିଭାଗ ଦାୟିତ୍ଵ |
ଦିଓନ – ଇ – ଇନଖା | ଚିଠିପତ୍ର ଦାୟିତ୍ଵ |
ବାରିଦ୍-ଇ-ମାମାଲିକ୍ | ଖବର ସରବରାହ ସଂସ୍ଥାର ମୁଖ୍ୟ |
ବକ୍ତି | ସୈନ୍ୟ ବିଭାଗ ଦାୟିତ୍ଵ ଓ ଦରମା ଦାୟିତ୍ଵ |
* ପ୍ରାଦେଶିକ ଶାସନ :
- ପ୍ରାଦେଶିକ ଶାସନର ସୁପରିଚାଳନା ପାଇଁ ମୁକ୍ତି, ୱାଲି, ନାଏବ ସୁଲତାନ ଆଦି ଶାସନକର୍ତ୍ତାମାନେ ନିଯୁକ୍ତ ହେଉଥିଲେ। ଏହିସବୁ କର୍ମଚାରୀ କେନ୍ଦ୍ରରେ ସୁଲତାନ ଭୋଗ କରୁଥିବା ସମସ୍ତ କ୍ଷମତା ଉପଭୋଗ କରୁଥିଲେ।
- ପ୍ରଦେଶରେ ଆୟ-ବ୍ୟୟ ଦିୱାନ-ଇ-ୱାଜିରତଙ୍କଦ୍ୱାରା ଯାଞ୍ଚ କରାଯାଉଥିଲା।
→ ସ୍ଥାନୀୟ ଶାସନ :
- ସୁଲତାନୀ ଶାସନରେ ୧୦୦ କିମ୍ବା ୮୪ଟି ଗ୍ରାମକୁ ନେଇ ଗୋଟିଏ ଗୋଟିଏ ପ୍ରଗଣା ଗଠିତ ହୋଇଥିଲା। ପ୍ରଗଣାର ଶାସନମୁଖ୍ୟ ଥିଲେ ଅମିଲ୍।
- ମକଦ୍ଦମ, ପଟ୍ଟୱାରୀ ଓ ମୁଶରିଫ୍ ଖଜଣା ଆଦାୟରେ ସାହାଯ୍ୟ କରୁଥିଲେ।
- ମୁଶ୍ରଫ୍ ଖଜଣା ଆଦାୟ ସମୟରେ ଉପସ୍ଥିତ ରହି ତାହାର ହିସାବ ଯାଞ୍ଚ କରୁଥିଲେ।
- ପଟ୍ଟୱାରୀ ଦଲିଲ ଓ କାଗଜପତ୍ର ହିସାବ ରଖୁଥିଲେ।
- ସର୍ବନିମ୍ନ ସ୍ତରରେ ଥିବା ଗ୍ରାମ ‘ପଞ୍ଚାୟତ’ ମାଧ୍ୟମରେ ଶାସିତ ହେଉଥିଲା।
- ପଞ୍ଚାୟତ ଗ୍ରାମର ପରିମଳ, ଶିକ୍ଷା ଓ ବିଚାର ଆଦି ବିଷୟରେ ବୁଝୁଥିଲେ।
- ଚୌକିଦାର ଗ୍ରାମର ଅପରାଧ ନିୟନ୍ତ୍ରଣ କରୁଥିଲେ।
- ଗ୍ରାମର ମୁଖ୍ୟଙ୍କୁ ମକଦ୍ଦମ କୁହାଯାଉଥିଲା।
→ ସୁଲତାନମାନଙ୍କ କଳା ଓ ସ୍ଥାପତ୍ୟ :
- ତୁର୍କ-ଆଫଗାନ୍ମାନେ ଭାରତକୁ ତାଙ୍କ ସହିତ ପାରସ୍ୟ ଓ ମଧ୍ୟ-ଏସିଆରୁ କଳା ଓ ସ୍ଥାପତ୍ୟର ନୂଆଶୈଳୀ ଏବଂ କାରିଗରୀ କୌଶଳ ଆଣିଥିଲେ।
- ଭାରତୀୟ କଳା ଓ ସ୍ଥାପତ୍ୟ ଏବଂ ଇସ୍ଲାମୀୟ କଳା ଓ ସ୍ଥାପତ୍ୟର ସମ୍ମିଶ୍ରଣ ଘଟି ଇଣ୍ଡୋ-ଇସ୍ଲାମୀୟ କଳା ଓ ସ୍ଥାପତ୍ୟର ସୃଷ୍ଟି ହୋଇଥିଲା।
- ଭାରତୀୟ ସ୍ଥାପତ୍ୟରେ ଚାପ ଓ ଗମ୍ବୁଜର ବ୍ୟବହାର ଏହି ସମୟରେ ପ୍ରଥମେ ଦେଖା ଦେଇଥିଲା । ମିନାର ତିଆରି ପାଇଁ ପଥର ଉପରେ ପଥର ଲମ୍ବ ଓ ତିର୍ଯ୍ୟକ ଭାବେ ରଖାଯାଉଥିଲା।
- କୁତୁବ୍ମିନାର, ଫିରୋଜଶାହ କୋଟ୍ଲା, ଗୋଲଗମ୍ବୁଜ ଏହି ନୂତନ କଳାର ଜ୍ୱଳନ୍ତ ଦୃଷ୍ଟାନ୍ତ।
→ ସୁଲତାନୀ ଶାସନ କାଳର କଳା ଓ ସ୍ଥାପତ୍ୟ :
→ ପ୍ରାଦେଶିକ ରାଜ୍ୟଗୁଡ଼ିକର ଉତ୍ଥାନ :
- ସୁଲତାନୀ ଶାସନ ସମୟରେ କେତେକ ନୂତନ ରାଜ୍ୟ ଗଢ଼ିଉଠିଥିଲା। ସେଗୁଡ଼ିକ ମଧ୍ୟରେ ଦକ୍ଷିଣ ଭାରତର ବାହାମନୀ ଓ ବିଜୟନଗର ରାଜ୍ୟ ପ୍ରଧାନ।
- ହାସାନ୍ ଗାଙ୍ଗୁ ୧୩୪୭ ଖ୍ରୀ.ଅ.ରେ ବାହାମନୀ ରାଜ୍ୟ ଗଠନ କରିଥିଲେ। ଗୁଲ୍ବଗାଁ ଏହାର ରାଜଧାନୀ ଥିଲା। ଦ୍ବିତୀୟ ଅହମ୍ମଦ ଶାହା ବାହାମନୀ ରାଜ୍ୟର ଶ୍ରେଷ୍ଠ ସୁଲତାନ ଥିଲେ।
- ହରିହର ଓ ବ୍ଳକା ନାମକ ଦୁଇ ଭାଇ ହୟଶାଳ ରାଜ୍ୟ ଜୟ କରି ବିଜୟନଗର ରାଜ୍ୟର ମୂଳଦୁଆ ପକାଇଥିଲେ। କୃଷ୍ଣଦେବ ରାୟ ବିଜୟନଗରର ଶ୍ରେଷ୍ଠ ରାଜା ଥିଲେ।
- ବାହାମନୀ ରାଜ୍ୟରେ ୧୮ ଜଣ ରାଜା ୧୮୦ ବର୍ଷ ଶାସନ କରିଥିଲାବେଳେ ବିଜୟନଗର ରାଜ୍ୟକୁ ସମୁଦାୟ ୧୬ ଜଣ ରାଜା ୨୩୦ ବର୍ଷ ଶାସନ କରିଥିଲେ।
ଖ୍ରୀଷ୍ଟାବ୍ଦ ଓ ସମ୍ପର୍କଡ ଘଗଶାବଲା
ଖ୍ରୀଷ୍ଟାବ୍ଦ | ଘଗଶା |
୧୨୦୬ ୧୨୧୦ ୧୨୩୬ ୧୨୬୬ ୧୨୮୭ ୧୨୯୦ ୧୨୯୬ ୧୨୯୯ ୧୩୦୭ ୧୩୨୦ ୧୩୨୪ ୧୩୨୬ ୧୩୨୯ ୧୩୨୯ -୧୩୩୦ ୧୫୨୬ |
କୁତ୍ବୁଦ୍ଦିନ୍ ଆଇବାକ୍ଙ୍କ ଦିଲ୍ଲୀ ସିଂହାସନ ଆରୋହଣ କୁତ୍ବୁଦ୍ଦିନ୍ ଆଇବାକ୍ଙ୍କ ମୃତ୍ୟୁ ଓ ଇମିସ୍କଙ୍କ ମୃତ୍ୟୁ ଓ ରେଜିୟାଙ୍କ ଦିଲ୍ଲୀ ସିଂହାସନ ଆରୋହଣ ଗିୟାସୁଦ୍ଦିନ୍ ବଲ୍ବନ୍ଙ୍କ ଦିଲ୍ଲୀ ସିଂହାସନ ଆରୋହଣ ଗିୟାସୁଦ୍ଦିନ୍ ବଲ୍ବନ୍ଙ୍କ ମୃତ୍ୟୁ ଜଲାଲ୍ଉଦ୍ଦିନ୍ ଖାଲଜୀଙ୍କ ଦିଲ୍ଲୀ ସିଂହାସନ ଆରୋହଣ ଆଲ୍ଲାଉଦ୍ଦିନ୍ ଖାର୍ଜୀଙ୍କ ଦିଲ୍ଲୀ ସିଂହାସନ ଆରୋହଣ ଆଲ୍ଲାଉଦ୍ଦିନ୍ ଖାଜୀଙ୍କ ଗୁଜରାଟ ଆକ୍ରମଣ ଦକ୍ଷିଣ ଭାରତକୁ ରାଜ୍ୟ ଜୟ ଉଦ୍ଦେଶ୍ୟରେ ଆଲ୍ଲାଉଦ୍ଦିନ୍ଙ୍କ ସୈନ୍ୟବାହିନୀ ପ୍ରେରଣ କୁତବୁଦ୍ଦିନ୍ ମୁବାରକ ଶାହଙ୍କୁ ହତ୍ୟା ମହମ୍ମଦ ବିନ୍ ତୁଗ୍ଲକ୍ଙ୍କ ଦିଲ୍ଲୀ ସିଂହାସନ ଆରୋହଣ ମହମ୍ମଦ ବିନ୍ ତୁଗ୍ଲକ୍ଙ୍କଦ୍ଵାରା ଦୋଆବ ଅଞ୍ଚଳରେ କରବୃଦ୍ଧି ମହମ୍ମଦ ବିନ୍ ତୁଗ୍ଲକ୍ଙ୍କଦ୍ବାରା ରାଜଧାନୀ ପରିବର୍ତ୍ତନ ମହମ୍ମଦ ବିନ୍ ତୁଗ୍ଲକ୍ଙ୍କଦ୍ୱାରା ତାମ୍ରମୁଦ୍ରା ପ୍ରଚଳନ ଇବ୍ରାହିମ୍ ଲୋଦୀ ଶାସନରୁ ବିତାଡ଼ିତ |