BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.1

Odisha State Board BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.1 Textbook Exercise Questions and Answers.

BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.1

Question 1.
ନିମ୍ନ ପରିମେୟ ସଂଖ୍ୟାଗୁଡ଼ିକ ମଧ୍ୟରୁ ଧନାତ୍ମକ ଓ ଋଣାତ୍ମକ ପରିମେୟ ସଂଖ୍ୟାଗୁଡ଼ିକୁ ବାଛ ।
\(\frac{5}{5}, \frac{2}{9}, \frac{3}{-5}, \frac{5}{12}, \frac{-3}{-17}, \frac{-25}{-6}, \frac{-13}{9}, \frac{-15}{28}, \frac{5}{-6}\)
ସମାଧାନ:
ଧନାତ୍ମକ ପରିମେୟ ସଂଖ୍ୟା : \(\frac{5}{5}, \frac{2}{9}, \frac{5}{12}, \frac{-3}{-17}, \frac{-25}{-6}\)
ଋଣାତ୍ମକ ପରିମେୟ ସଂଖ୍ୟା : \(\frac{3}{-5}, \frac{-13}{9}, \frac{-15}{28}, \frac{5}{-6}\)

Question 2.
ନିମ୍ନ ପରିମେୟ ସଂଖ୍ୟାଗୁଡ଼ିକୁ ସେମାନଙ୍କର ପ୍ରାମାଣିକ ରୂପରେ ପ୍ରକାଶ କର ।

(କ) \(\frac{-22}{55}\)
ସମାଧାନ:
\(=\frac{-22 \div 11}{55 \div 11}=\frac{-2}{5}\) ( 22 ଓ 55 ର ଗ.ସା.ଗୁ. 11)

(ଖ) \(\frac{16}{-24}\)
ସମାଧାନ:
\(=\frac{16 \div 8}{-24 \div 8}=\frac{2}{-3}\) ( 16 ଓ 24 ର ଗ.ସା.ଗୁ. 8)

(ଗ) \(\frac{77}{132}\)
ସମାଧାନ:
\(=\frac{77 \div 11}{132 \div 11}=\frac{7}{12}\) ( 77 ଓ 132 ର ଗ.ସା.ଗୁ. 11)

(ଘ) \(\frac{64}{24}\)
ସମାଧାନ:
\(=\frac{64 \div 8}{24 \div 8}=\frac{8}{3}\) ( 64 ଓ 24 ର ଗ.ସା.ଗୁ. 8)

(ଙ) \(\frac{-27}{-15}\)
ସମାଧାନ:
\(=\frac{-27 \div (-3)}{-15 \div (-3)}=\frac{9}{5}\) ( 27 ଓ 15 ର ଗ.ସା.ଗୁ. 3)

BSE Odisha 7th Class Maths Solutions Chapter 5 ପରିମେୟ ସଂଖ୍ୟା Ex 5.1

Question 3.
\(\frac{-55}{-27}\) କୁ ପ୍ରାମାଣିକ ରୂପରେ ପ୍ରକାଶ କରିବାର ସୋପାନଗୁଡ଼ିକୁ ଲେଖ ।
ସମାଧାନ:
ସୋପାନ – 1 : 55 ଓ 27ର ଗ.ସା.ଗୁ. (1) ସ୍ଥିର କର ।
ସୋପାନ – 2 : ଦତ୍ତ ସଂଖ୍ୟାର ଲବ ଓ ହର ଉଭୟଙ୍କୁ (-1) ଦ୍ୱାରା ଭାଗ କର ।
\(\frac{-55}{-27}=\frac{-55 \div(-1)}{-27 \div(-1)}=\frac{55}{27}\)

Question 4.
ନିମ୍ନ ପରିମେୟ ସଂଖ୍ୟାଗୁଡ଼ିକୁ ଭିନ୍ନ ଭିନ୍ନ ସଂଖ୍ୟାରେଖା ଉପରେ ଦେଖାଅ ।

(କ) \(\frac{2}{3}\)
ସମାଧାନ:
\(\frac{2}{3}\) ସଂଖ୍ୟାଟି 0 ଓ 1 ମଧ୍ୟରେ ଅବସ୍ଥିତ, ଅର୍ଥାତ୍ 0 < \(\frac{2}{3}\) < 1
ସଂଖ୍ୟାରେଖାରେ 0 ଓ 1 ମଧ୍ୟବର୍ତ୍ତୀ ଦୂରତାକୁ ସମାନ ତିନିଭାଗ କରି ଦୁଇଭାଗ ନେବାକୁ ହେବ ।
BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.1
ସଂଖ୍ୟାରେଖା \(\frac{2}{3}\) ପାଇଁ ସୂଚକ ବିନ୍ଦୁ P ହେବ ।

(ଖ) \(\frac{-4}{5}\)
ସମାଧାନ:
\(\frac{-4}{5}\) ସଂଖ୍ୟାଟି -1 ଓ 0 ମଧ୍ୟରେ ଅବସ୍ଥିତ, ଅର୍ଥାତ୍ -1 < \(\frac{-4}{5}\) < 0
ସଂଖ୍ୟାରେଖାରେ -1 ଓ 0 ମଧ୍ୟବର୍ତ୍ତୀ ଦୂରତାକୁ ସମାନ ତିନିଭାଗ କରି ଦୁଇଭାଗ ନେବାକୁ ହେବ ।
BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.1 1
ସଂଖ୍ୟାରେଖା \(\frac{-4}{5}\) ପାଇଁ ସୂଚକ ବିନ୍ଦୁ P ହେବ ।

(ଗ) \(\frac{-8}{3}\)
ସମାଧାନ:
\(\frac{-8}{3}\) = -2 \(\frac{2}{3}\) ସଂଖ୍ୟାଟି -1 ଓ 0 ମଧ୍ୟରେ ଅବସ୍ଥିତ, ଅର୍ଥାତ୍ -3 < -2  \(\frac{2}{3}\) < -2
ସଂଖ୍ୟାରେଖାରେ -3 ଓ 2 ମଧ୍ୟବର୍ତ୍ତୀ ଦୂରତାକୁ ସମାନ 3 ଭାଗ କରି 2 ଭାଗ ନେବାକୁ ହେବ ।
BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.1 2
ସଂଖ୍ୟାରେଖା -2 \(\frac{2}{3}\) ପାଇଁ ସୂଚକ ବିନ୍ଦୁ P ହେବ ।

(ଘ) \(\frac{5}{2}\)
ସମାଧାନ:
\(\frac{5}{2}\) = 2 \(\frac{1}{2}\) ସଂଖ୍ୟାଟି 2 ଓ 3 ମଧ୍ୟରେ ଅବସ୍ଥିତ, ଅର୍ଥାତ୍ 2 < 2 \(\frac{1}{2}\) < 3
ସଂଖ୍ୟାରେଖାରେ -3 ଓ 2 ମଧ୍ୟବର୍ତ୍ତୀ ଦୂରତାକୁ ସମାନ 3 ଭାଗ କରି 2 ଭାଗ ନେବାକୁ ହେବ ।
BSE Odisha Class 7 Maths Solutions Chapter 5 ପରିମେୟ ସଂଖ୍ୟା Ex 5.1 3
ସଂଖ୍ୟାରେଖା 2 \(\frac{1}{2}\) ପାଇଁ ସୂଚକ ବିନ୍ଦୁ P ହେବ ।

Leave a Comment