Odisha State Board BSE Odisha Class 7 History Notes Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ will enable students to study smartly.
BSE Odisha Class 7 History Notes Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ
ବିଷୟବସ୍ତୁସମ୍ବହ
- ପର୍ତ୍ତୁଗୀଜ୍ମାନଙ୍କ ଭାରତ ଆଗମନ
- ପର୍ତ୍ତୁଗୀଜ୍
- ଡଚ୍ ବା ଓଲନ୍ଦାଜ୍
- ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ
- ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଭାରତକୁ ଜଳପଥ ଆବିଷ୍କାର :
- ପଞ୍ଚଦଶ ଶତାବ୍ଦୀରେ ଇଉରୋପୀୟମାନେ ଭାରତକୁ ଜଳପଥ ଆବିଷ୍କାର କରି ଏକ ଯୁଗାନ୍ତକାରୀ ଘଟଣା ସୃଷ୍ଟି କରିଥିଲେ।
- ବହୁ ପ୍ରାଚୀନ କାଳରୁ ଭାରତ ସହିତ ଇଉରୋପୀୟ ଦେଶମାନଙ୍କର କାବୁଲ, ପାରସ୍ୟ ଓ କନ୍ଷ୍ଟାଣ୍ଟିନୋପଲ ଦେଇ ସ୍ଥଳପଥରେ ବାଣିଜ୍ୟ କରାବାର ଚାଲୁଥିଲା।
- ଇଉରୋପୀୟମାନଙ୍କର ପାଟବସ୍ତ୍ର, ଲବଙ୍ଗ, ମରିଚ ଆଦି ମସଲା; ମୂଲ୍ୟବାନ୍ ପଥର, ହାତୀଦାନ୍ତ ଆଦି ବିଳାସ ସାମଗ୍ରୀ ଅତି ପ୍ରିୟ ହୋଇଥିବାରୁ ପ୍ରାଚୀନ କାଳରୁ ଏଗୁଡ଼ିକ ଭାରତରୁ ପ୍ରଚୁର ପରିମାଣରେ ଇଉରୋପୀୟ ଦେଶମାନଙ୍କୁ ରପ୍ତାନି କରାଯାଉଥିଲା।
- ସାହସୀ ଯୁବକ ଏସିଆ ଭ୍ରମଣ କରିଥିଲେ ଓ ସେ ନିଜ ଦେଶର ଲୋକମାନଙ୍କ ଆଗରେ ଭାରତର ହୀରା, ମୁକ୍ତା, ସୂକ୍ଷ୍ମ କାର୍ପାସ ବସ୍ତ୍ର ଓ ଅନ୍ୟାନ୍ୟ ଉତ୍କୃଷ୍ଟ ଜିନିଷ ବିଷୟରେ ବର୍ଣ୍ଣନା କରିଥିଲେ, ଯାହାଦ୍ୱାରା ଇଉରୋପୀୟମାନେ ଭାରତକୁ ଆସିବାଲାଗି ଉତ୍ସାହିତ ହୋଇଥିଲେ।
* ପ୍ରଥମ ଶତାବ୍ଦୀରେ ରୋମ୍ରେ ଣାସନ କରାଆର ଅଗଷ୍ଟାସଙ୍କ ରାଜତ୍ଵ ସମୟରେ ରୋମ୍ ଓ ଚରମ ସୀମାରେ ପହଞ୍ଚିଲା।
- ପଞ୍ଚଦଶ ଶତାବ୍ଦୀର ମଧ୍ୟଭାଗରେ ୧୪୫୩ ଖ୍ରୀଷ୍ଟାବ୍ଦରେ ଅଟୋମାନ ତୁର୍କମାନେ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରି କନ୍ଷ୍ଟାଣ୍ଟିନୋପଲ୍ ଅତ୍କାର କରିବା ଫଳରେ ଇଉରୋପୀୟ ଦେଶମାନଙ୍କ ସହିତ ଭାରତର ବାଣିଜ୍ୟ କାରବାର ବାଧାପ୍ରାପ୍ତ ହୋଇଥିଲା। ଏଥିପାଇଁ ଇଉରୋପୀୟମାନଙ୍କ ମଧ୍ୟରେ ସିଧାସଳଖ ଭାରତକୁ ଜଳପଥ ଆବିଷ୍କାର କରିବାପାଇଁ ଆଗ୍ରହ ପ୍ରକାଶ ପାଇଲା।
→ ପର୍ତ୍ତୁଗୀଜ୍ମାନଙ୍କ ଭାରତ ଆଗମନ :
- ଇଉରୋପୀୟମାନଙ୍କ ମଧ୍ୟରେ ପର୍ତ୍ତୁଗୀଜ୍ମାନେ ଭାରତକୁ ଜଳପଥ ଆବିଷ୍କାର କରିବାରେ ଅଗ୍ରଣୀ ଥିଲେ।
- ପର୍ତ୍ତୁଗୀଜ୍ ନାବିକ କଲମ୍ବସ୍ ଜଳପଥରେ ଭାରତକୁ ଆସିବାକୁ ପ୍ରଚେଷ୍ଟା କରିଥିଲେ, ମାତ୍ର ସେ ଆମେରିକା ଆବିଷ୍କାର କରିଥିଲେ।
- ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମା ୧୪୯୮ ଖ୍ରୀଷ୍ଟାବ୍ଦରେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ। ଭାସ୍କୋଡ଼ାଗାମାଙ୍କ ଭାରତକୁ ଜଳପଥ ଆବିଷ୍କାର ଫଳରେ ଜଳପଥରେ ଭାରତ ସହିତ ଇଉରୋପର ଯୋଗାଯୋଗ ସମ୍ଭବ ହୋଇପାରିଥିଲା।
* ଭାସ୍କୋଡ଼ାଗାମା ସମୁତ୍ର ପଥ ଦେଇ ପର୍ତ୍ତୁଗାଲର ରାଜଧାନୀ ଚାରୋଟି ଜାହାଜ ଓ ୧୭୦ ଜଣ ଲୋକଙ୍କୁ ହରାଇଥିଲେ । ତାଙ୍କ ସାଙ୍ଗରେ ମାତ୍ର ୫୪ ଜଣ ଲୋକ ନିଜ ଦେଶକୁ ଫେରିଥିଲେ।
→ ପର୍ତ୍ତୁଗୀଜ୍ :
- ପର୍ତ୍ତୁଗୀଜ୍ମାନେ ଭାସ୍କୋଡ଼ାଗାମାଙ୍କ ଜଳପଥ ଆବିଷ୍କାର ପରେ ଭାରତ ସହ ବାଣିଜ୍ୟ କରିବାକୁ ଉତ୍ସାହିତ ହୋଇଥିଲେ।
- ପର୍ତ୍ତୁଗୀଜ୍ ଓ ଆରବମାନଙ୍କ ମଧ୍ୟରେ ୧୫୦୦ ଖ୍ରୀଷ୍ଟାବ୍ଦରୁ ୧୫୦୫ ପର୍ଯ୍ୟନ୍ତ ଯୁଦ୍ଧ ଲାଗି ରହିଥିଲା। ଶେଷରେ ଆରବ ବଣିକମାନଙ୍କ ପ୍ରଭାବ ଲୋପ ପାଇ ମାଲବାର ଉପକୂଳରେ ପର୍ତ୍ତୁଗୀଜ୍ମାନଙ୍କ ପ୍ରାଧାନ୍ୟ ପ୍ରତିଷ୍ଠିତ ହୋଇଥିଲା।
- ପରବର୍ତ୍ତୀ ସମୟରେ ପର୍ତ୍ତୁଗାଲ ରାଜାଙ୍କଦ୍ୱାରା ପର୍ତ୍ତୁଗୀଜ୍ ବାଣିଜ୍ୟ ପ୍ରତିଷ୍ଠାନ ପରିଚାଳନା ପାଇଁ ଗଭର୍ଣ୍ଣରମାନେ ନିଯୁକ୍ତ ହୋଇଥିଲେ।
- ଭାରତରେ ପର୍ତ୍ତୁଗୀଜ୍ ଗଭର୍ଣ୍ଣର ପଦବୀରେ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆଲବୁକର୍କ ଶ୍ରେଷ୍ଠ ଥିଲେ । ପରବର୍ତୀ ଗଭର୍ଣ୍ଣରମାନଙ୍କ ଶାସନ କାଳରେ ଡିଉ, ଡାମନ, ସାଲ୍ସେଟ୍ ବେସିନ୍, ବମ୍ବେ ଓ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନ ଅଧ୍ଵତ ହୋଇଥିଲା। ସେମାନେ ପ୍ରାୟ ୧୦୦ ବର୍ଷ ଧରି ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିଲେ ।
- ଅଷ୍ଟାଦଶ ଶତାବ୍ଦୀବେଳକୁ ଭାରତର ବାଣିଜ୍ୟ କ୍ଷେତ୍ରରେ ପର୍ତ୍ତୁଗୀଜ୍ମାନଙ୍କ ପ୍ରଭାବ ଲୋପ ପାଇଥିଲା।
* ଭାରତରେ ପର୍ତ୍ତୁଗୀଜ୍ ଗଭର୍ଣ୍ଣର ମାନେ ୩ ବର୍ଷ ପାଇଁ ନିଯୁକ୍ତି ପାଉଥିଲେ।
* ଫ୍ରାନ୍ସିସ୍କୋଡ଼ି ଆମିଡ଼ା ପର୍ତ୍ତୁଗୀଜ୍ମାମାନଙ୍କର ଫ୍ଥମ ଗଭର୍ଣ୍ଣର ଥିଲେ।
* ଆଲ୍ ବୁକର୍କଙ୍କୁ ପର୍ତ୍ତୁଗୀଜ୍ କରିନପାରି କରିପାରିନଥିଲେ। ଦିଆଯାଏ।
* ପର୍ତ୍ତୁଗୀଜ୍ମାମାନଙ୍କର ଶାସନ ପ୍ରଣାଳୀ, ତ୍ରୁଟିପୂର୍ଣ ବାଣିଜ୍ୟ ବ୍ୟବସ୍ଥା, ହିନ୍ଦୁ ଓ ସେମାନଙ୍କ ମନୋଭାବ, ପରସ୍ପର ମଧ୍ୟରେ କଳହ ଓ ବାଣିଜ୍ୟ ବ୍ୟବସ୍ଥା, ହିନ୍ଦୁ ମୁ ସଲମାନଙ୍କ ପ୍ରତି ସେମାନଙ୍କ ମନୋଭାବ, ବିପର୍ଯ୍ୟୟ ପାଇ ଦାୟୀ ଥଲା।
→ ଡଚ୍ ବା ଓଲନ୍ଦାଜ୍ :
- ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ହଲାଣ୍ଡର ଅଧିବାସୀ ବା ଡବ୍ମାନେ ଭାରତକୁ ଆସି ବାଣିଜ୍ୟ କରିବାକୁ ଆଗ୍ରହୀ ହେଲେ।
- ୧୬୦୨ ଖ୍ରୀଷ୍ଟାବ୍ଦରେ ସେମାନେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ନାମକ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ । ଭାରତ ଓ ଦକ୍ଷିଣ-ପୂର୍ବ ଏସିଆରୁ ଗରମ ମସଲା ଆମଦାନି କରିବା ସେମାନଙ୍କ ପ୍ରଧାନ
- ଉଦ୍ଦେଶ୍ୟ ଥିଲା। ଡବମାନେ ପର୍ତ୍ତୁଗୀଜ୍ମାନଙ୍କୁ ପରାସ୍ତ କରି ସେମାନଙ୍କ ଅଧୀନରେ ଥିବା କେତେକ ଅଞ୍ଚଳ ଅଧୁକାର କରିଥିଲେ । ସେମାନେ ଗୁଜରାଟ, କରମଣ୍ଡଳ ଉପକୂଳ, ବଙ୍ଗ, ବିହାର ଆଦି ଅଞ୍ଚଳରେ ବାଣିଜ୍ୟକୋଠିମାନ ପ୍ରତିଷ୍ଠା କରିଥିଲେ। ଏହା ବ୍ୟତୀତ ମୁସଲିପତ୍ତନମ୍, ସୁରତ, କାସିମ୍ ବଜାର, କୋଚିନ ଓ ବାଲେଶ୍ଵର ଇତ୍ୟାଦି ସ୍ଥାନମାନଙ୍କରେ ବାଣିଜ୍ୟ କୋଠିମାନ ସ୍ଥାପନ କରିଥିଲେ।
- ଭାରତକୁ ଇଂରେଜମାନେ ଆସିବାପରେ ଡବ୍ମାନେ ପ୍ରବଳ ପ୍ରତିରୋଧର ସମ୍ମୁଖୀନ ହୋଇଥିଲେ । ପରିଶେଷରେସେମାନେ ଫରାସୀ ଓ ଇଂରେଜମାନଙ୍କୁ ପ୍ରତିରୋଧ କରିନପାରି ଭାରତ ତ୍ୟାଗକରି ଜାଭା, ସୁମାତ୍ରା, ମାଲୟ ଦ୍ଵୀପପୁଞ୍ଜରେ ବାଣିଜ୍ୟ କାରବାର କରିଥିଲେ।
* ବାଣିଜ୍ୟକୋଠିମାନ ସ୍ଥାପନ କରି ବିଭିନ୍ନ ପ୍ରକାର ବ୍ୟବସାୟମାନ କରିଥିଲେ।
* ଏସିଆରୁ ଣାସନ ସେମାନେ । ପରବର୍ତ୍ତୀ କାଳରେ ନାବିକ ଫ୍ରାନ୍ସିସ୍ ପ୍ରଦକ୍ଷିଣ କରିଥିଲେ।
→ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ :
- ୧୫୯୯ ଖ୍ରୀଷ୍ଟାବ୍ଦର ଲଣ୍ଡନର କେତେକ ବଣିକ ଓ ନାବିକମାନେ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ। ପରବର୍ତ୍ତୀ କାଳରେ ଏହି କମ୍ପାନୀ ଇଷ୍ଟଇଣ୍ଡିଆ କମ୍ପାନୀ ନାମରେ ନାମିତ ହୋଇଥିଲା।
ଇଂଲଣ୍ଡର ରାଣୀ ଏଲିଜାବେଥ୍ ଏହି ସଂସ୍ଥାକୁ ବାଣିଜ୍ୟ କରିବାପାଇଁ ଅନୁମତି ପ୍ରଦାନ କରିଥିଲେ। - ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରଥମେ ଜାଭା ଓ ସୁମାତ୍ରା ଇତ୍ୟାଦି ସ୍ଥାନରେ ବାଣିଜ୍ୟ କରିଥିଲେ। ଏହି ସବୁ ସ୍ଥାନରେ ଡମାନଙ୍କ ସହିତ ସେମାନେ ଭାରତରେ ବାଣିଜ୍ୟ କରିବାପାଇଁ ଆଗ୍ରହୀ ହୋଇଥିଲେ। ସେମାନଙ୍କୁ ବହୁ ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତେଣୁ ସେମାନେ ଭାରତରେ ବାଣିଜ୍ୟ କରିବାପାଇଁ ଆଗ୍ରହୀ ହୋଇଥିଲେ । ଏହି କାର୍ଯ୍ୟ ପାଇଁ ଭାରତରେ ଶାସନ କରୁଥି ତତ୍କାଳୀନ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ଦରବାରକୁ ଇଂରେଜମାନେ କ୍ୟାପଟେନ୍ ସୁଯୋଗ ଦେଇଥିଲେ। ମାତ୍ର ପର୍ତ୍ତୁଗୀଜ୍ମାନଙ୍କ ଷଡ଼ଯନ୍ତ୍ର ଯୋଗୁ ହକିନ୍ କୌଣସି ସୁବିଧା ସୁଯୋଗ ନପାଇ ଇଂଲଣ୍ଡକୁ ହୋଇଥିଲା।
- ଇଂଲଣ୍ଡର ରାଜା ପ୍ରଥମ ଜେମସ୍ ସାର୍ ଟମାସ୍ ରୋ ନାମକ ଜଣେ ’ବାଣିଜ୍ୟ ସୁବିଧା ହାସଲ କରିଥିଲେ। ସାର ଟମାସ୍ ରେ ୧୬୧୯ ଖ୍ରୀଷ୍ଟାବ୍ଦରେ ଭାରତରୁ ବିଦାୟ ନେବାବେଳକୁ ଆଗ୍ରା !, ଅହମ୍ମଦାବାଦ, ସୁରାଟ ଆଦି ସ୍ଥାନରେ ବାଣିଜ୍ୟ କୋଠିମାନ ସ୍ଥାପିତ ହୋଇସାରିଥିଲା। ଏହାପରେ ଇଂରେଜମାନେ ଭାରତର ଦକ୍ଷିଣ- ପୂର୍ବ ଉପକୂଳରେ ମୁସଲିପତ୍ତନମ୍, ବମ୍ବେ, ବଙ୍ଗଳାର ସୁତାନଟି ଓ ଓଡ଼ିଶାର ବାଲେଶ୍ଵରଠାରେ ବାଣିଜ୍ୟକୋଠିମାନ ସ୍ଥାପନ କରିଥିଲେ। ଇଂରେଜମାନେ ଏହିପରି ଭାବରେ ବାଣିଜ୍ୟର ପ୍ରସାର ଘଟାଇ ପରବର୍ତ୍ତୀ ଅବସ୍ଥାରେ ଭାରତୀୟ ରାଜନୀତିରେ ହସ୍ତକ୍ଷେପ କରିଥିଲେ।
* ଇଂରେଜ ରାଜା ଦାୟିତ୍ବ ଚାର୍ଲସ୍ ପର୍ଶୁ ଗାଲ୍ ର ବିବାହ କରି ବମ୍ବେ କୁ ପାଇଥିଲେ।
* ୧୭୧୭ ଖ୍ରୀଷ୍ଟାବ୍ଦର ମୋଗଲ ସମ୍ରାଟ ଫାରୁକ୍ ସୟାର ବଙ୍ଗ ଦେଶରେ ବିବାହ କରି ଇଂରେଜ ରାଜା ସ୍ବତନ୍ତ୍ର ସୁବିଧା ଦେଇଥିଲେ।
→ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ :
- ପର୍ତ୍ତୁଗୀଜ୍, ଡ଼ବ୍ ଓ ଇଂରେଜମାନଙ୍କର ଭାରତକୁ ଆସିବାର ବହୁବର୍ଷ ପରେ ଫରାସୀମାନେ ବାଣିଜ୍ୟ କରିବାପାଇଁ ଭାରତକୁ ଆସିଥିଲେ । ସେମାନେ ଭାରତକୁ ଆସି ୧୬୬୪ ଖ୍ରୀଷ୍ଟାବ୍ଦରେ ଫରାସୀ
- ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ । ପ୍ରାଚ୍ୟ ଦେଶମାନଙ୍କ ସହ ବାଣିଜ୍ୟ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ପରବର୍ତ୍ତୀ ସମୟରେ ୧୬୬୮ ଖ୍ରୀଷ୍ଟାବ୍ଦରେ କେତେକ ଫରାସୀ ବଣିକ ସୁରାଟଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ନିର୍ମାଣ କରିଥିଲେ । ଏହା ପରେ ପରେ ସେମାନେ ପଣ୍ଡିଚେରୀ, ବଙ୍ଗଦେଶର ଚନ୍ଦନନଗର ଓ ଓଡ଼ିଶାର ବନ୍ଦର ଫରାସୀମାନେ ଅଧିକାର କରି ସେଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।
- ଅଷ୍ଟମ ଶତାବ୍ଦୀ ମଧ୍ୟଭାଗରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତାର ଫଳ ଯୁଦ୍ଧର ରୂପ ନେଲା ଯାହାକୁ କର୍ଣ୍ଣାଟକ ସମର କୁହାଯାଏ ।
- ସେମାନଙ୍କ ମଧ୍ୟରେ ତିନୋଟି କର୍ଣ୍ଣାଟକ ସମର ହୋଇଥିଲା । ପ୍ରଥମ କର୍ଣ୍ଣାଟକ ସମର ୧୬୬୪ରୁ ୧୭୧୫ ଖ୍ରୀଷ୍ଟାବ୍ଦ, ଦ୍ଵିତୀୟ କର୍ଣ୍ଣାଟକ ସମର ୧୭୧୬ରୁ ୧୭୪୬ ଖ୍ରୀଷ୍ଟାବ୍ଦ ଓ ତୃତୀୟ କର୍ଣ୍ଣାଟକ
- ସମର ୧୭୪୬ରୁ ୧୭୬୩ ଖ୍ରୀଷ୍ଟାବ୍ଦ ମଧ୍ୟରେ ହୋଇଥିଲା ।
- ଏହି ସମରରେ ଫରାସୀମାନେ ଇଂରେଜମାନଙ୍କଠାରୁ ପରାଜିତ ହୋଇଥିଲେ।
- ଏହା ଫଳରେ ଫରାସୀମାନଙ୍କର ବାଣିଜ୍ୟ କାରବାର ବିପର୍ଯ୍ୟସ୍ତ ହେବା ସଙ୍ଗେ ସଙ୍ଗେ ସେମାନେ ଭାରତରେ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିନଥିଲେ।
ଖ୍ରୀଷ୍ଟାବ୍ଦ ଓ ସମ୍ପର୍କଡ ଘଗଶାବଲା
ଖ୍ରୀଷ୍ଟାବ୍ଦ | ଘଗଶା |
୧୪୫୩ ୧୪୯୮ ୧୪୯୯ ୧୫୦୦ ୧୫୦୨ ୧୫୦୦-୧୫୦୫ ୧୫୯୯ ୧୬୦୨ ୧୬୧୯ |
ତୁର୍କମାନଙ୍କଦ୍ଵାରା କନ୍ଷ୍ଟାଣ୍ଟିନୋପଲ୍ ଅଧିକାର ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମାଙ୍କ ଭାରତକୁ ଜଳପଥ ଆବିଷ୍କାର ଭାସ୍କୋଡ଼ାଗାମାଙ୍କ ସ୍ଵଦେଶ (ପର୍ତ୍ତୁଗାଲ୍) ପ୍ରତ୍ୟାବର୍ତ୍ତନ ପେଟ୍ରୋଆଲ୍ଭାରେଜ୍ କାବ୍ରେଲ୍ଙ୍କ ଭାରତ ଆଗମନ ଭାସ୍କୋଡ଼ାଗାମାଙ୍କର ପୁନର୍ବାର ଭାରତ ଆଗମନ, ପର୍ତ୍ତୁଗୀଜ୍ ଓ ଆରବମାନଙ୍କ ମଧ୍ୟରେ ଯୁଦ୍ଧ ଲଣ୍ଡନର କେତେକ ବଣିକ ଓ ନାବିକଙ୍କଦ୍ବାରା ଏକ ବାଣିଜ୍ୟ ସଂସ୍ଥା ଗଠନ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ ସାର୍ ଟମାସ୍ ରୋଙ୍କ ଭାରତରୁ ଇଂଲଣ୍ଡ ପ୍ରତ୍ୟାବର୍ତ୍ତନ |
ଖ୍ରୀଷ୍ଟାବ୍ଦ | ଘଗଶା |
୧୬୬୪ ୧୬୬୮ ୧୭୧୭ ୧୬୬୪-୧୭୧୫ ୧୭୧୬-୧୭୪୬ ୧୭୪୬-୧୭୬୩ |
ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ ଫରାସୀ ବଣିକଙ୍କଦ୍ଵାରା ସୁରାଟରେ ବାଣିଜ୍ୟକୋଠି ନିର୍ମାଣ ମୋଗଲ ସମ୍ରାଟ ଫାରୁକ୍ ସିୟାରଙ୍କଦ୍ବାରା ବଙ୍ଗଦେଶରେ ବାଣିଜ୍ୟ ପାଇଁ ଇଂରେଜମାନଙ୍କୁ କେତେକ ସ୍ଵତନ୍ତ୍ର ସୁବିଧା ପ୍ରଦାନ ପ୍ରଥମ କର୍ଣ୍ଣାଟ ସମର ଦ୍ବିତୀୟ କର୍ଣାଟ ସମର ଦ୍ବିତୀୟ କର୍ଣାଟ ସମର |