BSE Odisha 7th Class Maths Solutions Chapter 10 ପରିମିତି Ex 10.2

Odisha State Board BSE Odisha 7th Class Maths Solutions Chapter 10 ପରିମିତି Ex 10.2 Textbook Exercise Questions and Answers.

BSE Odisha Class 7 Maths Solutions Chapter 10 ପରିମିତି Ex 10.2

Question 1.
ଗୋଟିଏ ବୃତ୍ତର ବ୍ୟାସ 0.42 ମି. ହେଲେ, ଏହାର ପରିଧ୍ କେତେ ହେବ ? (π = \(\frac{22}{7}\) ନିଅ)
ସମାଧାନ :
ଏଠ‍।ରେ ବୃତ୍ତର ବ୍ୟାସ (d) = 0.42 ମି. ।
ପରିଧ୍ = πd = \(\frac{22}{7}\) × 0.42 ମି. = 22 × 0.06 ମି. = 1.32 ମି.
ବୃତ୍ତର ପରିଧ୍ 1.32 ମିଟର ।

Question 2.
ଗୋଟିଏ ବୃତ୍ତାକୃତିର ତାରକୁ ସିଧା କରିଦିଆଗଲା । ତା’ପରେ ତାରଟିକୁ ବୃହତ୍ତମ ବର୍ଗ ଆକୃତିରେ ପରିଣତ କରିବାରୁ ତା’ର ପ୍ରତ୍ୟେକ ବାହୁର ଦୈର୍ଘ୍ୟ 22 ସେ.ମି. ହେଲା । ପୂର୍ବରୁ ଥିବା ବୃତ୍ତ ଆକୃତିର ବ୍ୟାସାର୍ଦ୍ଧ ନିର୍ଣ୍ଣୟ କର ।
ସମାଧାନ :
ବର୍ଗାକାର ଆକୃତିର ପ୍ରତ୍ୟେକ ବାହୁର ଦୈର୍ଘ୍ୟ 22 ସେ.ମି. ।
ଏହାର ପରିସୀମା = 4 × 22 = 88 ସେ.ମି.
ବୃତ୍ତାକୃତି ତାରର ଦୈର୍ଘ୍ୟ = 88 ସେ.ମି.
ବୃତ୍ତର ପରିଧ୍ଵ = 88 ସେ.ମି. 
⇒ 2 × π × ବ୍ୟାସାର୍ଦ୍ଧ = 88 ସେ.ମି. ।
2 × \(\frac{22}{7}\) × ବ୍ୟାସାର୍ଦ୍ଧ = 88 ସେ.ମି. ।
ବ୍ୟାସାର୍ଦ୍ଧ = \(\frac{88}{2 \times \frac{22}{7}}\) = \(\frac{88 \times 7}{44}\) ସେ.ମି. = 14 ସେ.ମି.
ବୃତ୍ତ ଆକୃତିର ବ୍ୟାସାର୍ଦ୍ଧ 14 ସେ.ମି. ।

BSE Odisha 7th Class Maths Solutions Chapter 10 ପରିମିତି Ex 10.2

Question 3.
ଗୋଟିଏ 14 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତାକୃତି ବିଶିଷ୍ଟ କାର୍ଡ଼ ବୋର୍ଡ଼କୁ କାଟି ଦୁଇଟି ଅଦ୍ଧବୃତ୍ତରେ ପରିଣତ କରାଗଲା । ଦୁଇଟି ଅଦ୍ଧବୃତ୍ତ ଧାରରେ ଲେସ୍ ଲଗାଇବା ପାଇଁ କେତେ ଲେସ୍ ଆବଶ୍ୟକ ?
ସମାଧାନ :
ଅର୍ଦ୍ଧବୃତ୍ତର ବ୍ୟାସାର୍ଦ୍ଧ (r) = 14 ସେ.ମି.
ପ୍ରତି ଅଦ୍ଧବୃତ୍ତର ପରିସୀମା = r(π + 2)
= 14(\(\frac{22}{7}\) + 2) ସେ.ମି. 
= 14(\(\frac{22+14}{7}\)) ସେ.ମି. 
= 2 × 36 ସେ.ମି. = 72 ସେ.ମି. 
ପ୍ରତି ଧାରରେ ଲେସ୍ ଲଗାଇବାକୁ 72 ସେ.ମି. ଲେସ୍ ଆବଶ୍ୟକ ।
∴ ଦୁଇଟି ଅର୍ବବୃତ୍ତର ଧାରରେ ଲେସ୍ ଲଗାଇବାକୁ 2 × 72 ସେ.ମି. = 144 ସେ.ମି. ଲେସ୍ ଆବଶ୍ୟକ ।
BSE Odisha 7th Class Maths Solutions Chapter 10 ପରିମିତି Ex 10.2 1

Leave a Comment