BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.3

Odisha State Board BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.3 Textbook Exercise Questions and Answers.

BSE Odisha Class 7 Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.3

Question 1.
ଭାଗଫଳ ସ୍ଥିର କର ।

(କ) 12 ÷ \(\frac{3}{4}\)
ସମାଧାନ:
12 × (\(\frac{3}{4}\) ର ବ୍ୟୁତ୍‌କ୍ରମ) = 12 × \(\frac{4}{3}\) = \(\frac{48}{3}\) = 16

(ଖ) 8 ÷ \(\frac{7}{3}\)
ସମାଧାନ:
8 × (\(\frac{7}{3}\) ର ବ୍ୟୁତ୍‌କ୍ରମ) = 8 × \(\frac{3}{7}\) = \(\frac{24}{7}\) = 3 \(\frac{3}{7}\)

(ଗ) 4 ÷ \(\frac{8}{5}\)
ସମାଧାନ:
4 × (\(\frac{8}{5}\) ର ବ୍ୟୁତ୍‌କ୍ରମ) = 4 × \(\frac{5}{8}=\frac{20}{8}=\frac{4 \times 5}{4 \times 2}=\frac{5}{2}=2 \frac{1}{2}\)

(ଘ) 3 ÷ 2 \(\frac{1}{3}\)
ସମାଧାନ:
3 × (\(\frac{7}{3}\) ର ବ୍ୟୁତ୍‌କ୍ରମ) = 3 × \(\frac{3}{7}=\frac{9}{7}=1\frac{2}{7}\)

(ଙ) 5 ÷ 3 \(\frac{4}{7}\)
ସମାଧାନ:
5 × (\(\frac{25}{7}\) ର ବ୍ୟୁତ୍‌କ୍ରମ) = 5 × \(\frac{7}{25}=\frac{5 \times 7}{5 \times 5}=\frac{7}{5}=1\frac{2}{5}\)

Question 2.
ଭାଗଫଳ ସ୍ଥିର କର ।

(କ) \(\frac{7}{3}\) ÷ 2
ସମାଧାନ:
\(\frac{7}{3}\) × (2 ର ବ୍ୟୁତ୍‌କ୍ରମ) = \(\frac{7}{3} \times \frac{1}{2}=\frac{7}{6}=1 \frac{1}{6}\)

(ଖ) \(\frac{3}{7}\) ÷ \(\frac{8}{7}\)
ସମାଧାନ:
\(\frac{3}{7}\) × (\(\frac{8}{7}\) ର ବ୍ୟୁତ୍‌କ୍ରମ) = \(\frac{3}{7} \times \frac{7}{8}=\frac{3}{8}\)

(ଗ) 3 \(\frac{1}{2}\) ÷ \(\frac{8}{3}\)
ସମାଧାନ:
\(\frac{1}{2}\) × (\(\frac{8}{3}\) ର ବ୍ୟୁତ୍‌କ୍ରମ) = \(\frac{7}{2} \times \frac{3}{8}=\frac{21}{16}=1 \frac{5}{16}\)

(ଘ) 4 \(\frac{1}{3}\) ÷ 3
ସମାଧାନ:
\(\frac{13}{3}\) × (3 ର ବ୍ୟୁତ୍‌କ୍ରମ) = \(\frac{13}{3} \times \frac{1}{3}=\frac{13}{9}=1 \frac{4}{9}\)

(ଙ) 3 \(\frac{1}{2}\) ÷ 4
ସମାଧାନ:
\(\frac{7}{2}\) × (4 ର ବ୍ୟୁତ୍‌କ୍ରମ) = \(\frac{7}{2} \times \frac{1}{4}=\frac{7}{8}\)

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା Ex 2.3

Question 3.
ଭାଗଫଳ ସ୍ଥିର କର ।

(କ) \(\frac{2}{5}\) ÷ \(\frac{1}{2}\)
ସମାଧାନ:
\(\frac{2}{5}\) × (\(\frac{1}{2}\) ର ବ୍ୟୁତ୍‌କ୍ରମ) = \(\frac{2}{5} \times \frac{2}{1}=\frac{4}{5}\)

(ଖ) \(\frac{3}{7}\) ÷ \(\frac{8}{7}\)
ସମାଧାନ:
\(\frac{3}{7}\) × (\(\frac{8}{7}\) ର ବ୍ୟୁତ୍‌କ୍ରମ) = \(\frac{3}{7} \times \frac{7}{8}=\frac{3}{8}\)

(ଗ) 3 \(\frac{1}{2}\) ÷ \(\frac{8}{3}\)
ସମାଧାନ:
\(\frac{7}{2}\) × (\(\frac{8}{3}\) ର ବ୍ୟୁତ୍‌କ୍ରମ) = \(\frac{7}{2} \times \frac{3}{8}=\frac{21}{16}=1 \frac{5}{16}\)

(ଘ) \(\frac{2}{5}\) ÷ 1 \(\frac{1}{2}\)
ସମାଧାନ:
\(\frac{2}{5}\) × (\(\frac{1}{2}\) ର ବ୍ୟୁତ୍‌କ୍ରମ) = \(\frac{2}{5} \times \frac{2}{3}=\frac{4}{15}\)

(ଙ) 2 \(\frac{1}{2}\) ÷ 1 \(\frac{1}{5}\)
ସମାଧାନ:
\(\frac{5}{2}\) × (\(\frac{6}{5}\) ର ବ୍ୟୁତ୍‌କ୍ରମ) = \(\frac{5}{2} \times \frac{5}{6}=\frac{25}{12}=2 \frac{1}{12}\)

Question 4.
\(\frac{3}{5}\) ମି. ଦୀର୍ଘ ଫିତାରୁ \(\frac{1}{5}\) ମିଟର ଦୀର୍ଘ କେତେ ଖଣ୍ଡ ଫିତା ପାଇପାରିବା?
ସମାଧାନ:
\(\frac{3}{5}\) × (\(\frac{1}{5}\) ର ବ୍ୟୁତ୍‌କ୍ରମ) = \(\frac{3}{5}\) × \(\frac{5}{1}\) = 3 ଖଣ୍ଡ ।
∴ \(\frac{3}{5}\) ମି. ଦୀର୍ଘ ଫିତାରୁ \(\frac{1}{5}\) ମିଟର ଦୀର୍ଘ କେତେ ଖଣ୍ଡ ଫିତା ପାଇପାରିବା

Leave a Comment