BSE Odisha 7th Class Science Solutions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

Odisha State Board BSE Odisha 7th Class Science Solutions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ Textbook Exercise Questions and Answers.

BSE Odisha Class 7 Science Solutions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

Question 1.
ପାଣିପାଇର ଉପାଦନଗୁଡିକର ନାମ ଲେଖ |
Solution:
ପାଣିପାଗର ଅବସ୍ଥା ଜାଣିବାପାଇଁ ମୌଳିକ ଉପାଦାନଗୁଡ଼ିକ ହେଲା :

  • ଦାଯୁମସ୍ତଲାଭ ତାପମାତ୍ଡା
  • ବାୟୁର ଚାପ
  • ବାୟୁର ଗତି
  • ବୃଷ୍ଟିପାତର ପରିମାଣ
  • ବାଦଲାଭ ଅବସ୍ଥିତି
  • ଆର୍ଦ୍ରତା

Question 2.
ପାଣିପାଗ ଓ ଜଳବାୟୁ ମଧ୍ୟରୁ କିଏ ଅଧ୍ବକ ପରିବର୍ତ୍ତନଶୀଳ ? ତୁମ ଉତ୍ତରର ଯଥାର୍ଥତା ଦର୍ଶାଅ ।
Solution:

  • ପାଣିପାଗ ଓ ଜଳବାୟୁ ମଧ୍ୟରେ ପାଣିପାଗ ଅଧ୍ବକ ପରିବର୍ତ୍ତନଶୀଳ ।
  • ଗୋଟିଏ ସ୍ଥାନର ବାୟୁମଣ୍ଡଳର ତାପମାତ୍ରା, ଆର୍ଦ୍ରତା, ବୃଷ୍ଟିପାତ ଓ ବାୟୁର ବେଗ ଆଦି କାରକଗୁଡ଼ିକୁ ବିଚାରକୁ ନେକ ସେହିଦିନର ପାଣିପାଇ ନିର୍ମା କରାଯାଏ |
  • ଦିନକୁ ଦିନ, ଏପରିକି ଘଣ୍ଟାକୁ ଘଣ୍ଟା ବଦଳିପାରେ । ଉଦାହରଣ ସ୍ଵରୂପ, ଘଣ୍ଟାଏ ପର୍ଯ୍ୟନ୍ତ ବର୍ଷା ହେଲା ପରେ ଦିନଟି ଖରାଟିଆ ଓ ନିର୍ମଳ ହୋଇପାରେ ।
  • କିନ୍ତୁ ଏକ ଅଞ୍ଚଳର ୨୫ ବର୍ଷର ହାରାହାରି ପାଣିପାଗରୁ ସେ ଅଞ୍ଚଳର ଜଳବାୟୁ ନିର୍ଣ୍ଣୟ କରାଯାଏ । ତେଣୁ ପାଣିପାଗ ଅଧ୍ବକ ପରିବର୍ତ୍ତନଶୀଳ ।

Question 3.
ଜଳବାୟୁ କିପରି ଜଣାଯାଏ, ଉଦାହରଣ ସହ ବୁଝାଅ ।
Solution:

  • ଆମେ ଜାଣୁ ଏକ ଦିନରେ ଏକ ସମୟର ବାୟୁମଣ୍ଡଳର ଅବସ୍ଥାକୁ ‘ପାଗ’ କହନ୍ତି ।
  • ପାଣିପାଗର ଅବସ୍ଥା ଜାଣିବା ପାଇଁ ଆବଶ୍ୟକ ଉପାଦାନଗୁଡ଼ିକୁ ଜାଣିବାପରେ ନିର୍ଦ୍ଦିଷ୍ଟ ସ୍ଥାନରେ କୌଣସି ଏକ ଦିନର (24 ଘଣ୍ଟାର) ବାୟୁମଣ୍ଡଳର ବିଭିନ୍ନ ଅବସ୍ଥା ସମୟ କ୍ରମରେ ବିଚାର କରି ସେହି ସ୍ଥାନର ପାଣିପାଗର ହାରାହାରି ବିବରଣୀ ପ୍ରସ୍ତୁତ କରାଯାଏ ।
  • 25 ବର୍ଷ ଧରି ଗୋଟିଏ ସ୍ଥାନର ହାରାହାରି ପାଣିପାଗର ବିବରଣୀକୁ ନେଇ ସେହି ସ୍ଥାନର ଜଳବାୟୁ ନିର୍ଦ୍ଧାରଣ
  • ପୃଥ‌ିବୀପୃଷ୍ଠରେ କୌଣସି ସ୍ଥାନର ଜଳବାୟୁ ସେ ସ୍ଥାନର ବୃଷ୍ଟିପାତ, ବାୟୁର ଉଷ୍ଣତା, ଚାପ, ଗତି ଓ ଆର୍ଦ୍ରତା ଆଦି ଉପାଦାନ ଉପରେ ନିର୍ଭର କରେ ।
  • ଯଦି ଗୋଟିଏ ଅଞ୍ଚଳର ତାପମାତ୍ରା ବର୍ଷର ଅଧିକାଂଶ ସମୟରେ ଅଧିକ ରହେ ଓ ତାହା ସହିତ ସେହି ଅଞ୍ଚଳରେ ଯଦି ଅଧ୍ବକ ପରିମାଣର ବର୍ଷା ମଧ୍ଯ ହେଉଥାଏ ତେବେ ସେ ଅଞ୍ଚଳର ଜଳବାୟୁ ଉଷ୍ଣ ଓ ଆର୍ଦ୍ର କୁହାଯାଏ ।
  • ରାଜସ୍ଥାନରେ ବର୍ଷର ବିଭିନ୍ନ ସମୟରେ ତାପମାତ୍ରା ଅଧିକ ହୋଇଥିବା ବେଳେ ଶୀତ ଦିନରେ ସର୍ବନିମ୍ନ ହୋଇଥାଏ । ଏଠାରେ ବୃଷ୍ଟିପାତ ମଧ୍ଯ ଅତିକମ୍ । ତେଣୁ ଏଠାକାର ଜଳବାୟୁ ଶୁଷ୍କ ଓ ଉଷ୍ଣ ହୋଇଥାଏ ।
  • ମେରୁ ଅଞ୍ଚଳରେ ବର୍ଷର ଅନ୍ଧାତ୍ମକ ଦିନ ସୂର୍ଯ୍ୟକିରଣ ପଡ଼େନାହିଁ; ଏଣୁ ଏଠାର ଜଳବାୟୁ ଅତି ଶୀତଳ ହୋଇଥାଏ । ପାଣିପାଗ କହିଲେ କ’ଣ ବୁଝ ?

BSE Odisha 7th Class Science Solutions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

Question 4.
ପାଶିପାର କହିଲେ କ’ଣ ଦୃଟ ?
Solution:

  • ଢାଙ୍କିଥିଲେ ଅବା ଝିପିଝିପି ବର୍ଷା ହେଉଥିଲେ, ଆମେ ମେଘୁଆ ପାଗ ହୋଇଛି ବୋଲି କହିଥାଉ ।
  • ଉକ୍ତ ବିବରଣୀରୁ ସେହିସ୍ଥାନର ପାଣିପାଗର ପ୍ରକାରଭେଦ ଜାଣିହୁଏ ।
  • ପାଣିପାଗର ଅବସ୍ଥା ଜାଣିବାପାଇଁ ମୌଳିକ ଉପାଦାନଗୁଡ଼ିକ ହେଲା– ବାୟୁମଣ୍ଡଳର ତାପମାତ୍ରା, ବାୟୁର ଚାପ ଓ ଗତି, ବୃଷ୍ଟିପାତର ପରିମାଣ, ବାଦଲର ଅବସ୍ଥିତି ଓ ଆର୍ଦ୍ରତା ଇତ୍ୟାଦି ।
  • ଏହିସବୁ ତଥ୍ୟ ସଂଗ୍ରହକରି ନର୍ଦ୍ଦିଷ୍ଟ ସ୍ଥାନର କୌଣସି ଏକ ଦିନର (24 ଘଣ୍ଟାର) ବାୟୁମଣ୍ଡଳର ବିଭିନ୍ନ ଅବସ୍ଥା ସମୟକ୍ରମରେ ବିଚାର କରି ସେହି ସ୍ଥାନର ପାଣିପାଗର ହାରାହାରି ବିବରଣୀ ପ୍ରସ୍ତୁତ କରିହୁଏ ।
  • ଏଣୁ ‘ପାଗ’ କହିଲେ ପୃଥ‌ିବୀ ପୃଷ୍ଠରେ ଥ‌ିବା ଯେକୌଣସି ସ୍ଥାନର ବାୟୁମଣ୍ଡଳର ସାମୟିକ ଅବସ୍ଥାକୁ ବୁଝାଏ । କାରଣ ଉଷ୍ଣତା, ଚାପ, ଆର୍ଦ୍ରତା, ଆଦି ବାୟୁମଣ୍ଡଳର ସାଧାରଣ ଅବସ୍ଥା ବାୟୁ ପ୍ରବାହ ଅନୁସାରେ ବଦଳିଯିବା

Question 5.
ବେଙ୍ଗର ଉପଯୋଜନ ବର୍ଣ୍ଣନା କର ।
Solution:
ବେଙ୍ଗ ଏକ ଉଭୟଚର ବିଶିଷ୍ଟ ପ୍ରାଣୀ । ଏଣୁ ଜଳ ଓ ସ୍ଥଳ ଉଭୟସ୍ଥାନରେ ରହିବା ପାଇଁ ଏହାର ଶରୀର ଉପଯୋଜିତ ହୋଇଥାଏ ।

  • ଜଳକୁ କାଟି ସହଜରେ ଜଳରେ ପହଁରିବା ପାଇଁ ଏହାର ଶରୀର ଧାରାରୈଖୀକ (Streamlined) ହୋଇଥାଏ ।
  • ଆଖ୍ ଉପରେ ଥ‌ିବା ପତଳା ପରଦା (Nictitating membrane) ଜଳ ଓ କାଦୁଅରୁ ଆଖୁ ରକ୍ଷାକରେ ।
  • ଚର୍ମ ଓ ଫୁସ୍‌ଫୁସ୍ ଉଭୟ ସାହାଯ୍ୟରେ ବେଙ୍ଗ ତା’ର ଶ୍ଵାସକ୍ରିୟା କରେ ଓ ଓଦାଳିଆ ଚର୍ମ ବିସରଣ ପ୍ରକ୍ରିୟାରେ ଜଳରୁ ଅମ୍ଳଜାନ ଗ୍ରହଣ କରିବାରେ ସହାୟକ ହୋଇଥାଏ । ସ୍ଥଳଭାଗରେ ବେଙ୍ଗ ତା’ର ଫୁସ୍‌ଫୁସଦ୍ବାରା ଶ୍ଵାସକ୍ରିୟା କରେ ।
  • ଏହାର ଆଗ ଗୋଡ଼ ଛୋଟ ଓ ୪ଟି ଅଙ୍ଗୁଳି ବିଶିଷ୍ଟ । ଏହାକୁ ସେ ଦିଗ ପରିବର୍ତ୍ତନ ପାଇଁ ବ୍ୟବହାର କରେ । ପଛ ଗୋଡ଼ ଦୁଇଟି ବଡ଼ ଓ ୫ଟି ଅଙ୍ଗୁଳି ବିଶିଷ୍ଟ ଏବଂ ପରସ୍ପର ପରଦା ଦ୍ଵାରା ସଂଯୁକ୍ତ । ଜଳରେ ପହଁରିବାରେ ଓ ସ୍ଥଳଭାଗରେ ଡେଇଁବାରେ ଏହା ସହାୟକ ହୁଏ ।
  • ସଞ୍ଚିତ ଚର୍ବିଜାତୀୟ ଖାଦ୍ୟକୁ ବ୍ୟବହାର କରି ବଞ୍ଚିପାରେ ।

Question 6.
ମେରୁଭାଲୁର ଉପଯୋଜନ ନକ୍‌ସା | ଚିତ୍ର କରି ବୁଝାଅ ।
Solution:
BSE Odisha 7th Class Science Solutions Chapter 7 Img 1

BSE Odisha 7th Class Science Solutions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

Question 7.
ପରିବ୍ରାଜୀ ପକ୍ଷୀ କ’ଣ ?
Solution:

  • ଯେଉଁ ପକ୍ଷୀ ପ୍ରତିକୂଳ ଜଳବାୟୁ ଜନିତ ଅବସ୍ଥାରୁ ମୁକ୍ତି ପାଇବା ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଗମନ କରିଥାଏ ତା’କୁ ପରିବ୍ରାଜୀ ପକ୍ଷୀ କୁହାଯାଏ ।
  • ମେରୁ ଅଢଲଭ କେତେକ ପର୍ଯ ବାଣ ପଥ ଆପେଯାକାମ ଅଲଲକ୍ତ ଯାତ୍ରା କରିଥା’ ନ୍ତ୍ର ଏବଂ ଗୁପୁରତୁ କୁହାଯାଏ ।
    ଉଦାହରଣ :
    ସାଇବେରିଆରୁ କେତେକ ପକ୍ଷୀ ଦୀର୍ଘ ପଥ ଅତିକ୍ରମ କରି ଓଡ଼ିଶାର ଚିଲିକା, ରାଜସ୍ଥାନର ଭରତପୁର ଓ ହରିଆନାର ସାଇବେରିଆରୁ ଅଢଲଭ ଆସନ୍ତି |

Question 8.
ଅତିଶୀତଳ ବାୟୁରେ ମେରୁଭାଲୁ ବଞ୍ଚିପାରେ, ଏହି ତଥ୍ୟ ସମ୍ପର୍କୀୟ ଠିକ୍ ଶବ୍ଦପୁଞ୍ଜ ନିମ୍ନରୁ ବାଛ ।
(କ) ଧଳାଲୋମ, ଚର୍ମତଳେ ଚର୍ବି, ଘ୍ରାଣଶକ୍ତି
(ଖ) ପତଳାଚର୍ମ, ବଡ଼ଆଖି, ଧଳାଲୋମ
(ଗ) ଲମ୍ବାଲାଞ୍ଜ, ଦୃଢ଼ପଞ୍ଝା, ଧଳାପଞ୍ଝା
(ଘ) ଧଳାଶରୀର, ପହଁରିବାପାଇଁ ପାଦ, ଗାଲିସି
Solution:
(କ) ଧଳାଲୋମ, ଚର୍ମତଳେ ଚର୍ବି, ଘ୍ରାଣଶକ୍ତି

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ : 

→ ଜଳବାୟୁର ପ୍ରଭାବ :

  • କୌଣସି ଏକ ଦିନର ଏକ ସମୟର ବାୟୁମଣ୍ଡଳର ଅବସ୍ଥାକୁ ପାଗ କହନ୍ତି ।
  • ବିଭିନ୍ନ ଉତ୍ସବ ଓ ମେଳା ଆଦିପାଇଁ ଦିନ ଧାର୍ଯ୍ୟ କରିବା ବେଳେ ଆମେ ପାଗକୁ ଆଖ୍ ଆଗରେ ରଖ୍ ଏହା କରିଥାଉ |
  • ଆକାଶରେ ମେଘ ଢାଙ୍କିଥି ଅବା ବର୍ଷା ହେଉଥିଲେ ଯେପରି ଆମେ ମେଘୁଆ ପାଗ ହୋଇଛି ବୋଲି କହୁ ସେହିପରି କୁହୁଡ଼ି ହୋଇଥିଲେ ଆମେ ତାକୁ ‘କୁହୁଡ଼ିଆ ପାଗ’ ବୋଲି କହୁ ।
  • ଖରାଦିନେ ଆମେ ଖୁବ୍ ଗରମ ଅନୁଭବ କଲାବେଳେ, ବେଳେ ବେଳେ ଗୁଳୁଗୁଳିଆ ପାଗ ମଧ୍ୟ ହୋଇଥାଏ । ହେଲେ ଶୀତଦିନେ ଶୀତ ଅନୁଭବ କରୁ ।

→ ପାଣିପାଗ :

  • ରେତିଓ, ମେଲିକିକନ୍‌ ଆଦି ଗଣମାଧ୍ୟମ ଓ ସମ୍ବାଦପତ୍ର କରିଥାରେ ଆଜିକାଲି ସମସ୍ତକ୍ର ପାଖର ଆସୁଥିବା ସ୍ଚନା ଜଣାଲ ବିଆଯାଉଛି |
  • ଏପରିକି ଖଡ ଚତାପ ଆଦି ଆସିବାକୁ ଥିଲେ ଜିଲ୍ଲା ପ୍ରଶାସନ ମାଛିଧରିଲା ମଥା ସମ୍ବତ୍ର ଉପକ୍ତଳ ଅଁଲପାଇଁ ବିପଦ ସଂକେତ ଓ ନିର୍ଦ୍ଦେଶନାମା ପ୍ରଚାର କରିଥାଆନ୍ତି ।
  • ଟେଲିଭିଜନ ସମ୍ବାଦ ପରିବେଷଣ ପରେ ଭାରତର ବିଭିନ୍ନ ସ୍ଥାନର ପାଣିପାଗର ପୂର୍ବାନୁମାନ ସୂଚନାପାଇଁ କେତେକ

ପାଣିପାଗର ଅବସ୍ଥା ଜାଣିବା ପାଇଁ ମୌଳିକ ଉପାଦାନଗୁଡ଼ିକ ହେଲା
(a) ବାୟୁମଣ୍ଡଳର ତାପମାତ୍ରା,
(b) ବାୟୁର ଚାପ,
(c) ବାୟୁର ଗତି,
(d) ବୃଷ୍ଟିପାତର ପରିମାଣ
(e) ବାଦଲର ଅବସ୍ଥିତି ଓ
(f) ଆର୍ଦ୍ରତା ।

→ ଦିନର ସମୟ ସୀମା :

  • କେତେକ କ୍ୟାଲେଣ୍ଡର ଓ ପାଞ୍ଜିରେ ଦୈନିକ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟର ସୂଚନା ଦିଆଯାଇଥାଏ । ଏଥୁରୁ ପ୍ରତ୍ୟହ ଦିନ ଓ ରାତି ସମୟର ଅବଧୂ କେତେ ଜାଣି ହୁଏ ।
  • ଶୀତଦିନରେ ରାତିର ଅବଧୂ ବେଶୀ ଥ‌ିବା ବେଳେ ଗ୍ରୀଷ୍ମଦିନେ ରାତିର ଅବଧୂ ଛୋଟ ହୋଇଥାଏ ।
  • ଆର୍ଦ୍ରତା ବାୟୁମଣ୍ଡଳରେ ଥିବା ଜଳକଣିକାର ପରିମାଣକୁ ନେଇ ହିସାବ କରାଯାଏ । ବାୟୁରେ ଆର୍ଦ୍ରତା ବଢ଼ିଗଲେ ଆମକୁ ଗୁଳୁଗୁଳିଆ ଲାଗେ ଓ ଝାଳ ବୁହେ । ବାୟୁରେ ଆର୍ଦ୍ରତା କମିଗଲେ ଆମକୁ ଶୁଖୁଲା ଲାଗେ ।
  • ତାପମାତ୍ରା ମାପିବାପାଇଁ ତାପମାନ ଯନ୍ତ୍ର ବ୍ୟବହାର କରାଯାଏ । ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ମାପିବାପାଇଁ ଅନ୍ୟ ଏକ ବିଶେଷ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାନ ଯନ୍ତ୍ର (Maximum-Minimum Thermometer) ବ୍ୟବହାର କରାଯାଏ । ପ୍ରାୟତଃ ଅପରାହ୍ନର ତାପମାତ୍ରା ସର୍ବୋଚ୍ଚ ଓ ଭୋର ସମୟର ତାପମାତ୍ରା ସର୍ବନିମ୍ନ ହୋଇଥାଏ ।
    • ବୃଷ୍ଟି ମାପକ ଯନ୍ତ୍ର (Rain-gauge) ବ୍ୟବହାର କରି କୌଣସି ସ୍ଥାନର ବୃଷ୍ଟିପାତର ପରିମାଣ ଜାଣିହୁଏ
    • ପବନର ବେଗ ମାପିବା ପାଇଁ ଆନିମୋମିଟର ଯନ୍ତ୍ର ବ୍ୟବହାର କରାଯାଏ ।
    • ଆର୍ଦ୍ରତା ମାପିବା ପାଇଁ ହାଇକ୍ରୋମିଟର ଯନ୍ତ୍ର ଓ ପାଣିପାଗ ବେଲୁନ ସାହାଯ୍ୟ କରେ ।
    • ପବନର ଦିଗ ନିର୍ଦ୍ଧାରଣ ପାଇଁ ଦିଗବାରେଣୀ ଯନ୍ତ୍ର (ପବନ ଚକି ବା ପାଗ କୁକୁଡ଼ା ) ବ୍ୟବହାର କରାଯାଏ
    • ଚାପମାନଯନ୍ତ୍ର ସାହାଯ୍ୟରେ ବାୟୁର ଚାପ ମପାଯାଏ ।
  • ନିର୍ଦ୍ଦିଷ୍ଟ ସ୍ଥାନରେ କୌଣସି ଏକ ଦିନର (24 ଘଣ୍ଟାର) ବାୟୁମଣ୍ଡଳର ବିଭିନ୍ନ ଅବସ୍ଥା ସମୟକ୍ରମରେ ବିଚାର କରି ସେହି ସ୍ଥାନର ପାଣିପାଗର ହାରାହାରି ବିବରଣୀ ପ୍ରସ୍ତୁତ କରିହୁଏ ।

→ ଜଳବାୟୁ :

  • 25 ବର୍ଷ ଧରି ଗୋଟିଏ ସ୍ଥାନର ହାରାହାରି ପାଣିପାଗର ସୂଚନାକୁ ବିଚାରକୁ ନେଇ ସେହିସ୍ଥାନର ଜଳବାୟୁ ନିର୍ଦ୍ଧାରଣ କରାଯାଏ ।
  • ଯଦି ଗୋଟିଏ ଅଞ୍ଚଳର ତାପମାତ୍ରା ବର୍ଷର ଅଧିକାଂଶ ସମୟରେ ଅଧ‌ିକ ରହିଲା, ତେବେ ସେ ଅଞ୍ଚଳର ଜଳବାୟୁକୁ ଉଷ୍ମ କୁହାଯାଏ । ଯେଉଁ ଅଞ୍ଚଳରେ ଅଧିକ ପରିମାଣରେ ବର୍ଷା ହେଉଥାଏ, ସେ ଅଞ୍ଚଳର ଜଳବାୟୁକୁ ଉଷ୍ମ ଓ ଆର୍ଦ୍ର କୁହାଯାଏ । ମେରୁ ଅଞ୍ଚଳର ଜଳବାୟୁ ଅତି ଶୀତଳ ରହେ ।
  • ରାଜସ୍ଥାନରେ ବୃଷ୍ଟିପାତ କମ୍ ହୁଏ । ବର୍ଷର ବିଭିନ୍ନ ସମୟରେ ତାପମାତ୍ରା ଅଧ‌ିକ ହେବାବେଳେ ଶୀତଦିନର ତାପମାତ୍ରା ସର୍ବନିମ୍ନ ହୋଇଥାଏ । ଏଣୁ ଏହାର ଜଳବାୟୁ ଶୁଷ୍କ ଓ ଉଷ୍ମ ଅଟେ ।
    • ଉଷ୍ମ ଓ ଆଦ୍ର ଜଳବାୟୁ କେରଳର ତିରୁଅନନ୍ତପୁରମ୍ଭରେ ଦେଖାଯାଏ ।
    • ରାଜସ୍ଥାନକୁ ଶୁଷ୍କ ଓ ଉଷ୍ମ ଅଞ୍ଚଳ କୁହାଯାଏ ।
    • ଉତ୍ତର ପୂର୍ବାଞ୍ଚଳରେ ଅବସ୍ଥିତ ଚେରାପୁଞ୍ଜିଠାରେ ବୃଷ୍ଟିପାତ ଅଧ‌ିକ ଯୋଗୁଁ ତାହା ଆର୍ଦ୍ର ।
    • ମେରୁଅଞ୍ଚଳର ଦେଶ ଗ୍ରୀନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ, ନରୱେ ଓ ସ୍ବିଡ଼େନ୍ ଆଦିର ଜଳବାୟୁ ଶୀତଳ ।

BSE Odisha 7th Class Science Solutions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

→ ଜଳବାୟୁ ଓ ପ୍ରାଣୀମାନଙ୍କର ଉପଯୋଜନ :

  • ଗୋଟିଏ ନିର୍ଦ୍ଦିଷ୍ଟ ପରିସ୍ଥାନ ପାଇଁ ସେଥ‌ିରେ ବାସ କରୁଥିବା ପ୍ରାଣୀ ଓ ଉଭିଦମାନଙ୍କର ଶରୀର ଗଠନ ଓ ଶରୀର ପ୍ରକ୍ରିୟା ସେହି ପରିସ୍ଥାନରେ ବଢ଼ିବା ପାଇଁ ସହାୟକ ହୋଇଥାଏ ।
  • ଜୀବ ଏକ ସ୍ୱତନ୍ତ୍ର ପରିବେଶରେ ନିଜକୁ ଖାପଖୁଆଇ ଚଳିବାକୁ ପ୍ରାଣୀ ଓ ଉଭିଦର ଉପଯୋଜନ (Adaptation) କୁହାଯାଏ ।

କୌଣସି ପରିସ୍ଥାନର ତାପମାତ୍ରା, ଆର୍ଦ୍ରତା, ଆଲୋକ ତଥା ପୋଷଣ ଉପରେ ସେଠାରେ ଥିବା ପ୍ରାଣୀମାନଙ୍କର ଉପମୋଲନ ନିଉର ହୋଇଥାଏ ।

(a) ମାଛିର ଉପଯୋଲନ :

  • ମାଛିପରି କାଳିଚର ଲାବମାନକର ଶରୀର ଗଠନ କଲ ପରିବେଶରେ ବାସ କରିବାକୁ ବେଣ ଉପପେକିତ ହୋଇଥାଏ ।
  • ଉପର ଓ ତଳ ଚେପ୍‌ଟା ଶରୀର ଗାଲିଦ୍ଵାରା ଶ୍ଵାସକ୍ରିୟା, ଆହୁଲାପରି ପକ୍ଷ, ଦିଗ ପରିବର୍ତ୍ତନ ପାଇଁ ଲାଞ୍ଜ, ଜଳରେ ଦେଖିବା ପାଇଁ ଆଖୁ ପରଦା ଆଦି ତା’କୁ ପରିବେଶରେ ଉପଯୋଜିତ ହେବାରେ ସହାୟକ ହୋଇଥାଏ ।

(b) ବେଲଲ ଉପଯୋଲକ :

  • ତେଲଂ ଏକ ଉଇକ୍ଚର ପ୍ରାଣୀ ହୋଲଥ୍ଗାର ଉଭମ୍ନ କଲ ପରିବେଶପାଇଁ ଏହାର ଶୁଭାର ଉପବୋଲିତ ହୋଇଥାଏ ।
  • ଏହାର ଧାରାରେଖୀକ ଶରୀର, ଚର୍ମ ଓ ଫୁସ୍‌ଫୁସ୍‌ରା ଶ୍ଵାସକ୍ରିୟା, ଆଗଗୋଡ଼ ଦିଗ ପରିବର୍ତ୍ତନପାଇଁ ଓ ପଛଗୋଡ଼ ପହଁରିବା ପାଇଁ ଓ ଡେଇଁବାପାଇଁ ଉପଯୋଜିତ ହେବାରେ ସହାୟକ ହୋଇଥାଏ ।

ଶାଚ ପତ୍ରରେ ଶରୀର ଭଭାପରେ ସନ୍ତ୍ରଲନ ଚଲାପ ରଖେବା ନିଗ୍ରିମ୍ନ ହୋଲ ଶୋଇ ରହନ୍ତି | ଏହିଭଳି ଶୟନକୁ ଶୀତସୁପ୍ତି କୁହାଯାଏ ।

(c) ମେରୁଭାଲୁର ଉପଯୋଜନ :

  • ମେରୁ ଅଞ୍ଚଳର ଶୀତଳ ପରିବେଶ ପ୍ରାୟ ସର୍ବଦା ବରଫାବୃତ ଥାଏ । ମେରୁଭାଲୁ ବା ଧଳା ଭାଲୁର ଶରୀର ଏହି ପରିବେଶ ପାଇଁ ଉପଯୋଜିତ ହୋଇଥାଏ ।
  • ଲୋମଶ ଶରୀର ଓ ବର୍ଣ୍ଣ ବରଫପରି ଧଳା ହୋଇଥିବାରୁ ଭକ୍ଷକ ଆକ୍ରମଣରୁ ସେ ନିଜକୁ ରକ୍ଷାକରି ସହଜରେ ଶିକାର କରିପାରେ । ପ୍ରଖର ଘ୍ରାଣ ଶକ୍ତି ଶିକାର ପାଇଁ ଓ ଓସାରିଆ ପଞ୍ଝା ତୀକ୍ଷ୍ଣନଖ ବରଫ ଉପରେ ଚାଲିବା ଓ ପାଣିରେ ପହଁରିବାରେ ସାହାଯ୍ୟ କରେ ।

(d) ଫେଲ୍ଲନ୍ତର ଉପପୋଲିନ :

  •  ପେଙ୍ଗୁଇନ୍ ବରଫ ଅଞ୍ଚଳରେ ଥାଏ । ଏମାନେ ମାଛଖାଇ ବଞ୍ଚୁଥ‌ିବାରୁ ଉଡ଼ିବା କ୍ଷମତା ହରାଇଛନ୍ତି । ଏଣୁ ଦେହ ଆକାରରେ ବଡ଼ ଓ ଓଜନିଆ ହୋଇଥାଏ, ହେଲେ ଭଲ ପହଁରିପାରନ୍ତି ।
  • ବର୍ଣ୍ଣ ଧଳା ହୋଇଥିବାରୁ ଶିକାରୀ ଏମାନଙ୍କୁ ବାରିପାରେ ନାହିଁ । ଚର୍ମ ମୋଟା ଓ ତାହାତଳେ ଏକ ଚର୍ବିର ଆବରଣ ଥାଏ । ଏହା ସେମାନଙ୍କୁ ଉତ୍ତାପ ପ୍ରଦାନ କରେ । ସେହିପରି ନିଜର ଦେହର ଉତ୍ତାପର ନିୟନ୍ତ୍ରଣ ପାଇଁ

(e) ପତ୍ରାମାନକର ଉପପେ।ଲନା :

  • କେତେକ ପକ୍ଷୀ ମୁଖ୍ୟତଃ ସ୍ଥଳ ଭାଗରେ ବାସ କରୁଥିଲେ ମଧ୍ୟ ଆକାଶରେ ଉଡ଼ିବୁଲନ୍ତି । ଏଥ‌ିପାଇଁ ସେମାନଙ୍କଠାରେ ଟିଭିନ୍ନ ଭଛୟନ ଉପରଯାକନ ଦେଖାଯାଏ |
  • ଅତ୍ୟଧିକ ଥଣ୍ଡା ପ୍ରକୋପରୁ ନିଜକୁ ରକ୍ଷା କରିବାକୁ କେତେକ ପକ୍ଷୀ ସାଇବେରିଆ ଅଞ୍ଚଳରୁ (ପ୍ରାୟ 15,000 କି.ମି. ଦୂରରୁ) ଉଡ଼ି ଉଡ଼ି ଓଡ଼ିଶାର ଚିଲିକା, ରାଜସ୍ଥାନର ଭରତପୁର ଓ ହରିଆନାର ସୁଲତାନପୁରକୁ ଆସନ୍ତି ଓ ପରେ ପୁନର୍ବାର ନିଜସ୍ଥାନକୁ ଫେରିଯାନ୍ତି । ଏମାନଙ୍କୁ ପରିବ୍ରାଜୀ ପକ୍ଷୀ କୁହାଯାଏ ।
  • ପକ୍ଷୀମାନଙ୍କର ଧାରାରେଞ୍ଜ୍ ଶରୀର, ପକ୍ଷ ଓ ବିହଙ୍ଗ, ବକ୍ଷାସ୍ଥିର ଉପସ୍ଥିତି, ଛିଦ୍ରଯୁକ୍ତ ଓ ବାୟୁପୂର୍ଣ୍ଣ ଅସ୍ଥି, ହାଲୁକା ଶରୀର, ତୀକ୍ଷଣ ଦୃଷ୍ଟିଶକ୍ତି ଏମାନଙ୍କୁ ଉଡ଼ିବାରେ ସହାୟକ ହୋଇଥାଏ ।

→ ବିଷୁବମଣ୍ଡଳୀୟ ଜୀବଜନ୍ତୁ :

  • ବିଷୁବ ମଣ୍ଡଳରେ ଦିନ ଓ ରାତିର ଅବଧୂ ବର୍ଷସାରା ପ୍ରାୟ ସମାନ । ଏହି ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା 40°C ଓ ସର୍ବନିମ୍ନ ତାପମାତ୍ରା 15° C ଅଟେ । ବୃଷ୍ଟିପାତ ଅଧିକ ହେଉଥ‌ିବାରୁ ଏହି ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଦେଖାଯାଏ ।
  • ଏଠାରେ ଦେଖାଯାଉଥ‌ିବା ପ୍ରାଣୀମାନେ ହେଲେ ସାପ, ଝିଟିପିଟି, ପକ୍ଷୀ, ମାଙ୍କଡ଼, ଗରିଲା, ଭାଲୁ ଓ ହାତୀ କତ୍ୟାଦି |
  • ମାଙ୍ଗଡ଼ମାନେ ଡାଳରେ ଝୁଲି ଓ ଡାଳକୁ ଡାଳ ଡେଇଁ ଜୀବନଯାପନ କରୁଥିବାରୁ ଏମାନଙ୍କ ହାତ ଓ ଗୋଡ଼ର ମାଂସପେଶୀ ଖୁବ୍ ଶକ୍ତ ।
  • ଗରିଲା, ଭାଲୁ, ହାତୀ ଆଦି ତୃଣଭୋଜୀ ହୋଇଥିବାରୁ ପ୍ରତ୍ୟହ ଖାଦ୍ୟପାଇଁ ସେମାନଙ୍କୁ ଅନେକପଥ ଚାଲିବାକୁ ପଡ଼େ । ଏଣୁ ସେମାନଙ୍କର ଗୋଡ଼ ଲମ୍ବା ଓ ଶକ୍ତ ଅଟେ । ହାତୀର ଶୁଣ୍ଢ ତା’ର ନାକ ଓ ଉପର ଓଠର ରୂପାନ୍ତରଣ ମାତ୍ର । ପାଣି ଭିତରେ ମଧ୍ୟ ଏହା ସେମାନଙ୍କୁ ଶ୍ଵାସକ୍ରିୟାରେ ସାହାଯ୍ୟ କରେ ଓ ଏହା ସାହାଯ୍ୟରେ ସେମାନେ ଡାଳପତ୍ର ଭାଙ୍ଗିଥା’ନ୍ତି ।
  • ଏହି ଅଞ୍ଚଳରେ ଜାଗୁଆର୍ ନାମକ ବ୍ୟାଘ୍ର ରହେ ଓ ସବୁବେଳେ ଡାଳପତ୍ର ଭିତରେ ଲୁଚିଛପି ରହି ନିଜର ଶିକାର କରେ ।

→ କାଳତାଯୁ ଉଚିଦାମାନଜ ଭପଗୋଲନ :

  • ମରୁଭୂମିରେ ଜଳାଭାବ, ଅତ୍ୟନ୍ତ ଖରା ଓ ରାତିରେ ଅତ୍ୟନ୍ତ ଶୀତହେତୁ ଏଠାରେ ଗଛଗୁଡ଼ିକ କଣ୍ଟା ଜାତୀୟ ଯଥା – କାକ୍‌ଟସ୍ ଓ ଖଜୁରୀ । ଏଠାରେ ଗଛଗୁଡ଼ିକର ପତ୍ର କଣ୍ଟା କିମ୍ବା ଶଳ୍‌କ (Scale) ରେ ରୂପାନ୍ତରିତ ହୋଇଥାଏ, ଫଳରେ ବାପାକୁଇଣ ପ୍ରକ୍ତୟରେ କମ୍ବ କଳ ନଷ୍ଟ ହୁଏ | ସିକୁ ଗଛିର ଗଣ୍ଡିରେ ପାଣି ସଞ୍ଚୟ ହୋଇଥାଏ |
  • ବିଷୁବ ମଣ୍ଡଳରେ ଅତ୍ୟଧିକ ବର୍ଷା ହେଉଥ‌ିବାରୁ ଗଛଗୁଡ଼ିକ ବଡ଼ ବଡ଼, ଝଙ୍କାଳିଆ, ଯଥା – ଶାଳ, ପିଆଶାଳ, ଶାଗୁଆନ, ମହୁଲ ଆଦି ।
  • ମେରୁ ଅଞ୍ଚଳରେ ଶୀତର ପ୍ରକୋପ ଖୁବ୍ ଅଧିକ । ଏଠାରେ ଆଲୋକ, ଉତ୍ତାପ, ମୃତ୍ତିକା ଓ ଜଳର ଅଭାବରୁ ବଡ଼ଗଛ ଆଦୌ ଦେଖାଯାଏ ନାହିଁ । କେବଳ କେତେକ ଶୈବାଳ ଜାତୀୟ ଉଦ୍ଭଦ, ଫୁରୁପୁରୀ (Lichen) ଓ ଶିଉଳି (moss) ଜାତୀୟ ଉଦ୍ଭିଦମାନେ ଏଠାରେ ଦେଖାଯାଆନ୍ତି ।
  • ହିମାଳୟ ପରି ପାର୍ବତ୍ୟ ଅଞ୍ଚଳରେ ଗଛଗୁଡ଼ିକ ଡେଙ୍ଗା ଡେଙ୍ଗା ଓ ପତ୍ରଗୁଡ଼ିକ ସରୁସରୁ ହୋଇଥାଏ ଯଥା ପାଇନ୍ ଓ ଦେବଦାରୁ ।
  • ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବାୟୁରେ ଜଳୀୟବାଷ୍ପର ଘନତା ବେଶୀ ଓ ମାଟି ବାଲିଆ । ଏଣୁ ହେନ୍ତାଳ ଜାତିର ଗଛ; ନଡ଼ିଆ ଓ ଝାଉଁ ଆଦି ଏଠାରେ ଦେଖାଯାଏ । ଏଗୁଡ଼ିକର ଚେର ମୋଟା ଓ ଶକ୍ତ ହୋଇଥାଏ ।

→ ପାଠ୍ୟବିଷୟ ଅନ୍ତର୍ଗତ ପ୍ରଶ୍ନବଳୀର ଉତ୍ତର :

Question 1.
ବାହାରେ କୁହୁଡ଼ି ହୋଇଥିଲେ ଆମେ ସେପରି ପାଗକୁ କ’ଣ କହିବା ?
Solution:
ବାହାରେ କୁହୁଡ଼ି ହୋଇଥିଲେ ଆମେ ସେପରି ପାଗକୁ କୁହୁଡ଼ିଆ ପାଗ କହିବା ।

Question 2.
ତୁମ ଅଂଚଳରେ ଧାନ ବୁଣିବା କେଉଁଦିନ ଆରମ୍ଭ କରାଯାଏ ? ସେ ପର୍ବକୁ କ’ଣ କୁହାଯାଏ ? ସେହି ଦିନ ଅନୁକୂଳ କରାଯାଉଥ‌ିବା ଅନ୍ୟ ଏକ ମୁଖ୍ୟ ପର୍ବର ନାମ କହ ?
Solution:

  • ଅକ୍ଷୟ ତୃତୀୟା ଦିନ ଧାନ ବୁଣିବା ଆରମ୍ଭ କରାଯାଏ ।
  • ସେ ପର୍ବକୁ ଚନ୍ଦନଯାତ୍ରା କୁହାଯାଏ ।
  • ସେହି ଦିନ ଅନୁକୂଳ କରାଯାଉଥ‌ିବା ଅନ୍ୟ ଏକ ମୁଖ୍ୟ ପର୍ବର ନାମ ‘ରଥ ଅନୁକୂଳ’ ।

Question 3.
ବର୍ଷର କେଉଁ ମାସରେ |ଋତୁରେ ଆର୍ଦ୍ରତା ବହୁତ ବେଶିଥାଏ ଏବଂ କେଉଁ ମାସ | ଋତୁରେ ଆର୍ଦ୍ରତା କମ୍ ଥାଏ ?
Solution:
ବର୍ଷାଋତୁରେ ଆର୍ଦ୍ରତା ବହୁତ ବେଶି ଏବଂ ଶୀତଋତୁରେ ଆର୍ଦ୍ରତା କମ୍ ଥାଏ ।

BSE Odisha 7th Class Science Solutions Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ

Question 4.
ତୁମେ ଯେତେ ପ୍ରକାର ବେଙ୍ଗର ନାଁ ଜାଣିଛ ଲେଖ । ତୁମ ଉତ୍ତର ତୁମ ସହପାଠୀଙ୍କ ଉତ୍ତର ସହ ମିଳାଅ ।
Solution:
ବିଭିନ୍ନ ପ୍ରକାର ବେଙ୍ଗର ନାଁ ହେଲା – କାଠବେଙ୍ଗ, ଲୁଣିବେଙ୍ଗ ଓ ପାଣିବେଙ୍ଗ ।

Question 5.
ଧଳା ଚାଲ୍ଲ ଆସି ଗ୍ରାମମଣ୍ଡଲମ୍ବ ଅରଣ୍ୟରେ ରହିଲେ ଉପରୋକନରେ ବ୍ୟତିକ୍ତମ ହେତୁ ତା’ର କା’ଣ ଆସ୍ତିଧା ହେବ ଚାରୋଟି ବାକ୍ୟରେ ଲେଖ ।
Solution:

  • ଧଳାଭାଲୁ ଗ୍ରୀଷ୍ମମଣ୍ଡଳୀୟ ଅରଣ୍ୟରେ ରହିଲେ ଅନ୍ୟ ହିଂସ୍ର ପ୍ରାଣୀର ଶିକାର ହେବ ।
  • ଏହା ଆବଶ୍ୟକ ଖାଦ୍ୟ ପାଇବ ନାହିଁ ।
  • ଏହା ଭୂମି ଉପରେ ସୁବିଧାରେ ଯାତାୟତ କରିପାରିବ ନାହିଁ ।
  • ଏହାର ଶରୀର ଲୋମଶ ଓ ଚର୍ବିଯୁକ୍ତ ହୋଇଥିବାରୁ ଗ୍ରୀଷ୍ମମଣ୍ଡଳୀୟ ଅରଣ୍ୟରେ ଅତ୍ୟଧିକ ତାପମାତ୍ରା ସହ୍ୟ

Question 6.
ତିମିମାଛର ଉପଯୋଜନ ବର୍ଣ୍ଣନା କର ।
Solution:
ମାଛପରି ଅର୍ଥାତ୍ ଧାରାରୈଖୀକ (Streamlined) । ଏମାନଙ୍କର ଆଗଗୋଡ଼ ଦୁଇଟି ଆହୁଲାପରି ରୂପାନ୍ତରିତ ଓ ପଛଗୋଡ଼ ଦୁଇଟି ନଥାଏ । ଏମାନେ ଫୁସ୍‌ଫୁସ୍ ସାହାଯ୍ୟରେ ଶ୍ଵାସକ୍ରିୟା କରନ୍ତି । ଏଣୁ ବାୟୁ ପାଇବାପାଇଁ ପାଣିର ଉପରିଭାଗକୁ ଆସିଥା’ନ୍ତି । ଏମାନଙ୍କ ଶରୀରରେ ଚିକ୍କଣ ଲୋମ ନଥାଏ । ଏକ ଚର୍ବିର ମୋଟା ଆବରଣ ଚର୍ମ ତଳେ ଥାଇ ଶରୀରକୁ ଉଷୁମ ରଖେ । ଏମାନଙ୍କୁ ସ୍ତନ୍ୟପାୟୀ ପ୍ରାଣୀ କୁହାଯାଏ ।

→ ଆସ, ଜାଣିବା :

  • ବାୟୁର ତାପମାତ୍ରା, ଆର୍ଦ୍ରତା, ବୃଷ୍ଟିପାତ, ଚାପ ଓ ପବନର ବେଗ ଇତ୍ୟାଦି ତଥ୍ୟଦ୍ଵାରା ପାଣିପାଗର ବିଶେଷତ୍ୱ ନିର୍ଣ୍ଣୟ ହୁଏ ।
  • ଏହି ଉପାଦାନଗୁଡ଼ିକୁ ମାପିବା ପାଇଁ ବିଶେଷ ଯନ୍ତ୍ରମାନ ବ୍ୟବହାର କରାଯାଏ ।
  • ଯେକୌଣସି ଜାଗାରେ ଯେକୌଣସି ଦୁଇ ଦିନର ପାଗ ସମାନ ରହେ ନାହିଁ ।
  • ଯେକୌଣସି ଜାଗାରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟ ମଧ୍ୟ ପ୍ରତିଦିନ ବଦଳୁଥାଏ ।
  • ପ୍ରାୟତଃ ଅପରାହ୍ନର ତାପମାତ୍ରା ସର୍ବୋଚ୍ଚ ଓ ଭୋର ସମୟର ତାପମାତ୍ରା ସର୍ବନିମ୍ନ ହୋଇଥାଏ ।
  • ଏକ ଅଞ୍ଚଳରେ 25 ବର୍ଷର ହାରାହାରି ପାଣିପାଗରୁ ସେ ଅଞ୍ଚଳର ଜଳବାୟୁ ନିର୍ଣ୍ଣୟ କରାଯାଏ ।
  • ମେରୁ ଅଞ୍ଚଳ, ବିଷୁବମଣ୍ଡଳୀୟ ଅଞ୍ଚଳ, ମରୁଭୂମି ଇତ୍ୟାଦି ଅଞ୍ଚଳରେ ବିଶେଷ ପ୍ରକାରର ଜଳବାୟୁ ଅନୁଭୂତ ହୁଏ ଯେଉଁ ପରିସ୍ଥାନର ଜଳବାୟୁରେ ପ୍ରାଣୀ ଓ ଉଦ୍ଭିଦ ନିଜକୁ ଖାପଖୁଆଇ ରହନ୍ତି, ସେମାନଙ୍କର ସେହି ବିଶିଷ୍ଟ ଗୁଣଗୁଡ଼ିକ ମାଛ, ବେଙ୍ଗ, ମେରୁଭାଲୁ, ପେଙ୍ଗୁଇନ୍, ହାତୀ, ମାଙ୍କଡ଼, ପକ୍ଷୀ ଇତ୍ୟାଦିଙ୍କ କ୍ଷେତ୍ରରେ ଏପରି ପରିଯୋଜନର ଫଳାଫଳ ବେଶ୍ ସୁସ୍ପଷ୍ଟ ।
  • ପରିସ୍ଥାନରେ ଜଳବାୟୁ ସହିତ ଖାପଖୁଆଇ ଉଭିଦମାନେ ମଧ୍ୟ ପରିଯୋଜନ କରିଥା’ନ୍ତି ।

Leave a Comment