BSE Odisha 8th Class English Solutions Lesson 5 Gopi Made Them Fools

Odisha State Board BSE Odisha 8th Class English Solutions Lesson 5 Gopi Made Them Fools Textbook Exercise Questions and Answers.

BSE Odisha Class 8 English Solutions Lesson 5 Gopi Made Them Fools

Session-I
I. Pre-Reading

See the picture. What do you see?
Is it a big house or small house ?
ଛବିଟି ଦେଖ । କ’ଣ ଦେଖୁଛ ?
ଏଇଟି ଗୋଟିଏ ବଡ ଘର ନା ଛୋଟ ଘର ?

See the picture. What do you see

How do you know it?
(The big boundary wall and the gate)
ତୁମେ କେମିତି ଜାଣିଲ ? (ବଡ଼ ପ୍ରାଚୀର ଏବଂ ବଡ଼ ଫାଟକ)

Who is at the gate ?
What is the boy doing?
Who is he ?
ଫାଟକ ପାଖରେ କିଏ ?
ପିଲାଟି କ’ଣ କରୁଛି ?
ସେ କିଏ ?

Who is at the gate

Well, you have answered almost everything about the picture. Let’s read the story and know more about it.
ଠିକ୍ ଅଛି, ତୁମେ ଏ ଛବି ସମ୍ପର୍କରେ ପ୍ରାୟ ସବୁ ପ୍ରଶ୍ନର ଉତ୍ତର ଦେଇଛ । ଏବେ ଆସ ଗପଟି ପଢ଼ିବା ଏବଂ ସେ ସମ୍ପର୍କରେ ଅଧ‌ିକ କଥା ଜାଣିବା ।

BSE Odisha 8th Class English Solutions Lesson 5 Gopi Made Them Fools

II. While Reading

SGP-1
Read paragraphs 1-2 silently and answer the questions that follow.

1. Once ………………………………………………………………………………… in a dark night.
କୌଣସି ଏକ ସମୟରେ କାଥୁଆୱାଡ଼ରେ ତିନିଟି ଭାଇ ରହୁଥିଲେ । ସେମାନେ ପୃଥ‌ିବୀର ଯେ କୌଣସି ଲୋକଠାରୁ ଖୁବ୍ ଅଧିକ ଦେଖି ପାରୁଥଲେ । ସବା ସାନଭାଇର ଦୃଷ୍ଟିଶକ୍ତି ସବୁଠାରୁ ଶକ୍ତିଶାଳୀ ଥିଲା । ସେ ତା’ସାଙ୍ଗମାନଙ୍କ ପକେଟରେ ଥ‌ିବା ଚକୋଲେଟକୁ ମଧ୍ୟ ଦେଖିପାରୁଥିଲା । ଦ୍ୱିତୀୟ ଭାଇର ଅଧିକ ଶକ୍ତିଶାଳୀ ଚକ୍ଷୁ ଥିଲା । ସେ କୁକୁଡ଼ା ପେଟ ଭିତରେ ଥବା ଅଣ୍ଡାଗୁଡ଼ିକୁ ଦେଖିପାରୁଥିଲା । ସବା ବଡ଼ଭାଇର ବିଚକ୍ଷଣ ଦୃଷ୍ଟିଶକ୍ତି ଥିଲା । ସେ ଅନ୍ଧାର ରାତିରେ ସାତଟି କାନ୍ଥ ପରେ ଥ‌ିବା ବସ୍ତୁ ଦେଖି ପାରୁଥିଲା ।

2. When ……………………………………………………………………………………………… three guards.
ଯେତେବେଳେ କାଥୁଆୱାଡ଼ର ରାଜା ତିନିଭାଇଙ୍କର ଅଦ୍ଭୁତ ଦୃଷ୍ଟିଶକ୍ତି ସମ୍ପର୍କରେ ଜାଣିପାରିଲେ, ସେତେବେଳେ ସେ ସେମାନଙ୍କୁ ରାଜାଙ୍କର ପ୍ରହରୀରୂପେ ନିଯୁକ୍ତି ଦେଲେ । ସେ ନିଶ୍ଚିତ ଥିଲେ ଯେ ତିନିଭାଇଙ୍କର ତୀବ୍ର ଦୃଷ୍ଟିଶକ୍ତି କବଳରୁ କୌଣସି ବ୍ୟକ୍ତି ରାଜପ୍ରାସାଦରୁ ଚୋରି କରି ଖସି ଯାଇପାରିବ ନାହିଁ । ସେ ଘୋଷଣା କଲେ ଯିଏ ସେ ତିନିଭାଇଙ୍କୁ ବୋକା ବନେଇଦେବ, ସେ ତାକୁ ଗୋଟିଏ ସ୍ବର୍ଣ୍ଣ ମୁଦ୍ରା ପୁରସ୍କାର ଦେବେ ।

Word Meaning
better : good in a greater degree / to improve
powerful : having great power / having great influence
purse : money bag
super : grand
heard : to listen something
royal : majestic / noble
guard : a person who protects a place or person
steal : to take something from a person without permission
medal : a piece of coin or metal given to the winner
fool : a person who lacks good judgement

Comprehension Questions and Answers

Question 1.
Where did the three brothers live?
(ତିନି ଭାଇ କେଉଁଠି ରହୁଥିଲେ ?)
Answer:
The three brothers lived in Kathiawad.

Question 2.
How were they different from others?
(ସେମାନେ ପରସ୍ପରଠାରୁ କିପରି ଭିନ୍ନ ଥିଲେ ?)
Answer:
They were different from others. They could see better than anyone else in the world.

Question 3.
How were the eyes of the youngest brother? What could he do with his eyes?
(ସବା ସାନ ଭାଇର ଆଖି କିପରି ଥିଲା ? ସେ ତା’ ଚକ୍ଷୁରେ କ’ଣ କରି ପାରୁଥିଲା ?)
Answer:
The youngest brother had very powerful eyes. He could see a chocolate kept in a purse inside the pocket with his eyes.

BSE Odisha 8th Class English Solutions Lesson 5 Gopi Made Them Fools

Question 4.
How were the eyes of the second brother? What could he do with his eyes?
(ଦ୍ବିତୀୟ ଭାଇଟିର ଚକ୍ଷୁ କିପରି ଶକ୍ତିଶାଳୀ ଥିଲା ? ସେ ତା ଆଖରେ କ’ଣ କରି ପାରୁଥିଲା ?)
Answer:
The second brother had extra powerful eyes. He could see the eggs inside a hen.

Question 5.
How were the eyes of the oldest brother? What could he do with his eyes?
(ସବା ବଡ଼ ଭାଇର ଆଖି କିପରି ଥୁଲା ? ସେ ତା ଆଖରେ କ’ଣ କରି ପାରୁଥିଲା ?)
Answer:
The oldest brother had super extra powerful eyes. He could see through seven walls even in a dark night.

Question 6.
Why did the king make them his guards?
(ରଜା କାହିଁକି ସେମାନଙ୍କୁ ତାଙ୍କର ପ୍ରହରୀ ଭାବରେ ନିଯୁକ୍ତ କଲେ ?)
Answer:
The king made them his guards because he thought nobody could steal anything from the powerful eyes of the brothers.

Question 7.
What did the king declare?
(ରାଜା କ’ଣ ଘୋଷଣା କଲେ ?)
Answer:
The king declared that he would give a gold medal to the man who could fool all the three brothers.

Session-2

SGP – 2
Read paragraphs 3-4 silently and answer the questions that follow.
3. Many…………………………………………………………………………………………….. became famous.
ବହୁତ ଆଡୁ ବହୁତ ଲୋକ ସେ ପ୍ରହରୀ ତିନିଜଣଙ୍କୁ ବୋକା ବନେଇବାକୁ ଆସିଲେ । ସେମାନେ ଛଦ୍ମବେଶରେ ବିଭିନ୍ନ ପ୍ରାଣୀ ରୂପରେ ଆସିଲେ । ସେମାନଙ୍କ ମଧ୍ୟରୁ କେତେକ ରାଜାଙ୍କ ଦାଦା ଖୁଡ଼ୀ ବେଶରେ ଆସିଲେ । କିନ୍ତୁ ପ୍ରହରୀମାନେ ସେମାନଙ୍କର ଛଦ୍ମବେଶକୁ ଭେଦକରି ସବୁକଥା ଜାଣିପାରିଲେ । କେହି ହେଲେ ସ୍ଵର୍ଣ୍ଣମୁଦ୍ରା ପାଇ ପାରିଲେ ନାହିଁ । ଯେତେ ଅଧିକ ଲୋକ ଆସି ବିଫଳ ହେଉଥା’ନ୍ତି, ତିନି ପ୍ରହରୀଙ୍କର ପ୍ରସିଦ୍ଧି ସେତେ ଅଧ୍ଵ ବଢୁଥାଏ ।

4. When ……………………………………………………………………….. at others.
ଯେତେବେଳେ ତିନିଭାଇଯାକ ପ୍ରସିଦ୍ଧି ହୋଇଗଲେ, ଆଉ କାହାକୁ କିପରି ବ୍ୟବହାର କରିବାକୁ ହେବ । ସେ ସବୁକୁ ଭୁଲିଗଲେ । ସେମାନେ ରୁକ୍ଷ ଏବଂ ନିଷ୍ଠୁର ପାଲଟିଗଲେ । ସେମାନେ ଆଦୌ ହସିଲେ ନାହିଁ, ବରଂ ସମସ୍ତଙ୍କ ଉପରକୁ ଚିଡ଼ିଚିଡ଼ି ହେବାକୁ ଲାଗିଲେ ।

Word Meaning
fool : to make others foolish
guise : as external form, appearance or manner of presentation
disguise : to deceive someone in another’s dress
Famous : well known / popular
behave : treat
Proud : arrogant
Rude : ignorant / harsh / polished
Smile : laugh silently
Shouted : to speak loudly

Comprehension Questions and Answers

Question 1.
Why did a lot of people come to the palace?
(କାହିଁକି ରାଜପାସାଦକ ବହୁ ସଂଖ୍ୟାରେ ଲୋକ ଆସୁଥୁଲେ ?)
Answer:
A lot of people came to the palace to get the gold medal making fool to the three brothers, who could see better than anyone in the world.

Question 2.
How did the three brothers behave with others?
(ତିନି ଭାଇ ଅନ୍ୟମାନଙ୍କ ପ୍ରତି କିପରି ବ୍ୟବହାର ପ୍ରଦର୍ଶନ କଲେ ?)
Answer:
The three brothers became rude and cruel to others and only shouted at other people.

Question 3.
What made them so proud?
(କେଉଁଥପାଇଁ ସେମାନେ ଗର୍ବୀ ହୋଇ ପଡ଼ିଥିଲେ ?)
Answer:
The three brothers became so proud because no one could make them fool and couldn’t get the gold medal.

BSE Odisha 8th Class English Solutions Lesson 5 Gopi Made Them Fools

SGP – 3
Read paragraphs 5-6 silently and answer the questions that follow
(ପଞ୍ଚମ ଓ ଷଷ୍ଠ ଅନୁଚ୍ଛେଦ ଦୁଇଟି ନୀରବରେ ପାଠ କରି ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

5. A little boy ………………………………………………………………………………….. of dry leaves.”
କ୍ଷୁଦ୍ର ବାଳକ ଗୋପି ବୋଲି ଛୋଟିଆ ପିଲାଟିଏ ସେ ତିନିଭାଇଙ୍କୁ ବୁଦ୍ଧି ଶିଖେଇବ ବୋଲି ସ୍ଥିର କଲା । ସେ ରାଜକୁମାର ପଢୁଥିବା ସ୍କୁଲରେ ଏକାଶ୍ରେଣୀରେ ପଢୁଥିଲା । ସେ ପ୍ରାୟ ରାଜକୁମାରଙ୍କ ପାଖକୁ ସବୁଦିନ ଆସୁଥିଲା । ଦିନେ ଦ୍ବିପ୍ରହର ଖରାବେଳ ସମୟରେ ଘରକୁ ଫେରିବାବେଳେ ଗୋଟିଏ ସମ୍ପୂର୍ଣ୍ଣ ଶୁଖୁଲାପତ୍ର ଲଦା ହୋଇଥିବା ଠେଲାଗାଡ଼ି ଧରି ଆସିଲା । ସବା ସାନଭାଇ ଫାଟକକୁ ଜଗିଥିଲା । ସେ କହିଲା ‘ଟିକିଏ ରୁହ, ଗୋପି । ସେ ଶୁଖାପତ୍ର ଭିତରେ କିଛି ଲୁଚାଯାଇଛି କି ? ମୋତେ ପତ୍ରମଧ୍ୟକୁ ଦେଖିବାକୁ ଦିଅ ।’’ ସେ ତା’ର ଶକ୍ତିଶାଳୀ ଚକ୍ଷୁ ସାହାଯ୍ୟରେ ସବୁ ପରୀକ୍ଷା କରି ଦେଖିଲା । ହେଲେ କିଛି ପାଇଲା ନାହିଁ । ସେ ଗୋପୀକୁ ଭିତରକୁ ଯିବାକୁ ଛାଡିଦେଲା ଏବଂ ଜଗୁଆଳି ପୁସ୍ତକରେ ଲେଖିଦେଲା – ‘ଗୋପୀ ଗୋଟିଏ ଶୁଖୁପତ୍ର ଭରା ଗାଡ଼ି ନେଲା ।’’

6. The next day ………………………………………………………………………………… a load of sand.
ତା ପରଦିନ ଗୋପି ଘାସ ବୋଝେଇ ହୋଇଥିବା ଗାଡ଼ିଟିଏ ଧରି ବାହାରି ଆସିଲା । ଦ୍ୱିତୀୟ ଭାଇଟି ତା’ର ଶକ୍ତିଶାଳୀ ଚକ୍ଷୁରେ ନିରୀକ୍ଷଣ କରି ଘାସବୋଝକୁ ପରୀକ୍ଷା କଲା । କିନ୍ତୁ କିଛି ପାଇଲା ନାହିଁ । ସେ ଗୋପିକୁ ଯିବାକୁ ଛାଡ଼ିଦେଲା ଏବଂ ଜଗୁଆଳି ପୁସ୍ତକରେ ଲେଖିଲା, ‘ଗୋପୀ ଗୋଟିଏ ଘାସବୋଝେଇ ଗାଡ଼ି ନେଲା ।’’ ତୃତୀୟଦିନ ଗୋପି ଗୋଟିଏ ବାଲିବୋଝେଇ ଗାଡ଼ି ଧରି ଘରକୁ ବାହାରିଲା । ସବା ବଡ଼ଭାଇ ତାର ଶକ୍ତିଶାଳୀ ଚକ୍ଷୁରେ ନିରୀକ୍ଷଣ । ସେଥୁରୁ କିଛି ପାଇଲା ନାହିଁ ଏବଂ ତା’ର ଜଗୁଆଳି ପୁସ୍ତକରେ ଲେଖିଦେଲା, ‘‘ଗୋପି ଗୋଟିଏ ବାଲିବୋଝେଇ ଗାଡ଼ି ନେଲା ।’’

Word Meaning
lesson : instruction / task
prince : son of a king
pushing : press or urge forward
cart : two-sheeled carriage
dry : free from moisture / not fresh
hidden see : to keep secret / conceal
through : to know the truth about something
carefully : with proper attention and care
guard : one who guards / watches persons / things
take a load of : take a good look at something
allowed : to give permission

Comprehension Questions and Answers

Question 1.
Who wanted to teach them a lesson?
(କିଏ ସେମାନଙ୍କୁ ଉଚିତ ଶିକ୍ଷା ଦେବାକୁ ଇଚ୍ଛା କଲେ ?)
Answer:
Gopi wanted to teach the three brothers a lesson.

Question 2.
How could he come to the palace almost everyday?
(ସେ କିପରି ରାଜପ୍ରାସାଦକୁ ପ୍ରାୟ ପ୍ରତିଦିନ ଯା-ଆସ କରିପାରୁଥିଲା ?)
Answer:
He could come to the palace almost everyday as he was’studying in the same class as the prince. He was a friend to the prince.

Question 3.
What did he bring from the palace?
(ସେ ରାଜପ୍ରାସାଦରୁ କ’ଣ ଆଣୁଥିଲା ?)
Answer:
He brought a little push cart from the palace.

Question 4.
What were the little push carts loaded with?
(ଛୋଟ ଠେଲାଗାଡ଼ିଗୁଡ଼ିକରେ କ’ଣ ପଶିଥିଲା ?)
Answer:
The little push carts were loaded with dry leaves, grass and sand.

BSE Odisha 8th Class English Solutions Lesson 5 Gopi Made Them Fools

Session-3

SGP – 4
Read paragraphs 7-8 silently and answer the questions that follow.
(ସପ୍ତମ ଓ ଅଷ୍ଟମ ଅନୁଚ୍ଛେଦ ଦୁଇଟି ପାଠ କରିସାରି ପ୍ରଦତ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)

7. Things ………………………………………………………………………… palace”.
ଦିନ ପରେ ଦିନ ଏହିପରି ଚାଲିଲା । ଗୋପି ପ୍ରତିଦିନ ଠେଲା ଗାଡିରେ କେଉଁଦିନ ଦଳ, କେଉଁଦିନ ଭଙ୍ଗା ଟିଣ, ପ୍ଲାଷ୍ଟିକ ଡବା ଏବଂ କତା ବୋଝେଇ କରି ପ୍ରାସାଦରୁ ନେବାକୁ ଲାଗିଲା । ଜଗୁଆଳି ଭାଇମାନେ କେବଳ ସେଇକଥା ଲେଖି ଗୋପିକୁ ଘରକୁ ଛାଡ଼ି ଦେଉଥିଲେ । ମାସକ ପରେ ଗୋପି ରାଜାଙ୍କୁ ଦେଖା କରିବାକୁ ଚାହିଁଲା । ‘‘ମହାଭାଗ ! ମୁଁ ଆପଣଙ୍କର ତିନିପ୍ରହରୀଙ୍କୁ ବୋକା ବନେଇ ପାରିଛି ।’’ ସେ ଅଦରକାରୀ ଦ୍ରବ୍ୟଗୁଡ଼ିକୁ ଏପରି ତଦାରଖ କରୁଥିଲେ ଯେ ରାଜପ୍ରସାଦରୁ ମୁଁ ନେଇଯାଇଥିବା ମୂଲ୍ୟବାନ୍ ଦ୍ରବ୍ୟକୁ ସେମାନେ ଜାଣିପାରିନଥୁଲେ ।

Read paragraphs 7-8 silently and answer the questions that follow

8. The king ………………………………………………………………………… afterwards.
ରାଜା ଗୋପୀ ଘରକୁ ଗଲେ । ସେ ସେଠାରେ କ’ଣ ଦେଖିଲେ ? ଗୋପୀର ଘର ଛୋଟ ଠେଲାଗାଡ଼ିରେ ପୂର୍ଣ ହୋଇଯାଇଥିଲା । ‘‘ମହାଭାଗ ! ଏସବୁ ଠେଲାଗାଡ଼ିକୁ ମୁଁ ଆପଣଙ୍କ ଭଣ୍ଡାରଘରୁ ନେଇ ଆସିଛି । ଏସବୁ ମୁଁ ତିନିପ୍ରହରୀଙ୍କ ଦେଇ ଠିକ୍ ବାଟରେ ଆଣିଛି । ରାଜା ଚତୁର ବାଳକଟି ପ୍ରତି ଅତ୍ୟନ୍ତ ପ୍ରୀତ ହେଲେ ଏବଂ ତାକୁ ତାଙ୍କ ଘୋଷଣା ଅନୁଯାୟୀ ସ୍ଵର୍ଣ୍ଣମୁଦ୍ରାଟି ପ୍ରଦାନ କଲେ ।

Comprehension Questions and Answers

Question 5.
What did the royal guards check?
(ରାଜପ୍ରହରୀମାନେ କ’ଣ ତଦାରଖ କରୁଥିଲେ ? )
Answer:
The royal guards checked only worthless things instead of checking important things that came out of the palace.

Question 6.
Were the guards fooled by Gopi?
(ପ୍ରହରୀମାନେ ଗୋପୀଦ୍ୱାରା ବୋକା ବନିଲେ କି ?)
Answer:
Yes, the guards were fooled by Gopi.

Question 7.
Who reported the things to the king ?
(କିଏ ରାଜାଙ୍କୁ ସବୁ ବିଷୟରେ ଜଣାଇଲା ?)
Answer:
Gopi himself reported the things to the king.

Question 8.
Where did the king see the little push carts ?
(ଛୋଟ ଠେଲାଗାଡ଼ିଗୁଡ଼ିକୁ ରାଜା କେଉଁଠି ଦେଖିଲେ ?)
Answer:
The king saw the little push cards in Gopi’s house.

Question 9.
Why was the king happy with Gopi ?
(ଗୋପୀ ପ୍ରତି ରାଜା ଖୁସି ଥିଲେ କାହିଁକି ?)
Answer:
The king was happy with Gopi because he could teach some lessons to the proud royal guards. They were not really sincere at their works.

Question 10.
Did he reward or punish Gopi ?
(ସେ ଗୋପୀକୁ ପୁରସ୍କୃତ କଲେ ନା ଦଣ୍ଡ ଦେଲେ ?)
Answer:
He did not punish Gopi but rewarded gold medal to him for his honesty and cleverness.

Question 11.
What changes came in the three brothers ?
( ତିନି ଭାଇଙ୍କ ମନରେ କି ପରିବର୍ତ୍ତନ ଆସିଲା ?)
Answer:
The three brothers were ashamed of their insincerity. They became well behaved and kind afterwards.

BSE Odisha 8th Class English Solutions Lesson 5 Gopi Made Them Fools

III. Post-Reading

1. Visual Memory Development Technique (VMDT)

Whole Text : The three brothers and their eyes – king made them royal guards – their behaviour changed – Gopi fooled them – king rewarded Gopi.
ସମସ୍ତ ପାଠ୍ୟବସ୍ତୁ : ତିନି ଭାଇ ଏବଂ ସେମାନଙ୍କର ବିଭିନ୍ନ ଦୃଷ୍ଟିଶକ୍ତି ଅଜା ସେମାନଙ୍କୁ ପ୍ରହରୀ ନିଯୁକ୍ତ କରିବା । ସେମାନଙ୍କର ବ୍ୟବହାରରେ ପରିବର୍ତ୍ତନ ଦେଖାଯିବ । ଗୋପୀ ସେମାନଙ୍କୁ ବୋକା ବନେଇଲେ । ରାଜା ଗୋପୀକୁ ପୁରସ୍କୃତ କଲେ ।
Part : Paragraph 6-powerful eyes, load of grass, guard’s book.
: ଶକ୍ତିଶାଳୀ ଚକ୍ଷୁ, ଘାସ ବୋଝ, ପ୍ରହରୀ ପୁସ୍ତକ ।

2. Comprehension Activities

a. Tick the correct alternatives.
(ସଠିକ ବିକଳ୍ପଗୁଡ଼ିକ ଉପରେ ଠିକ୍ ଚିହ୍ନ ଦିଅ ।)

Question 1.
The youngest brother had eyes?
(A) extra powerful
(B) ordinary
(C) very powerful
(D) super extra powerful
Answer:
(C) very powerful

Question 2.
The oldest brother could see?
(A) the eggs inside a hen
(B) through seven walls even in a dark night.
(C) a chocolate kept in a purse in a pocket
(D) through a mountain
Answer:
(B) through seven walls even in a dark bight.

Question 3.
could see the eggs inside a hen?
(A) The youngest brother
(B) The oldest brother
(C) The second brother
(D) None, of the three brothers
Answer:
(C) The second brother

Question 4.
The king declared to give a gold medal to the man who would?
(A) use the guards
(B) fool the guards
(C) kill the guards
(D) praise the guards
Answer:
(B) fool the guards

Question 5.
Gopi took away _ from the palace and fooled the guards?
(A) loads of dry leaves
(B) loads of sand
(C) loads of grass
(D) little push carts
Answer:
(D) little push carts

BSE Odisha 8th Class English Solutions Lesson 5 Gopi Made Them Fools

Session-4

(b) The sentences given below are about what happened in the story. But they are not in order. Put them in right order by writing their serial numbers in boxes.
(ଗଳ୍ପର ଘଟଣା ସମ୍ପର୍କିତ କେତେକ ବାକ୍ୟ ତଳେ ପ୍ରଦାନ କରାଯାଇଛି । ସେଗୁଡ଼ିକ କ୍ରମାନୁସାରେ ନାହାନ୍ତି । ସେମାନଙ୍କୁ କ୍ରମ ଅନୁସାରେ ସଜାଇବା ପାଇଁ ବାମପଟେ ଥ‌ିବା ଖାଲି ଘରମାନଙ୍କରେ ଉଚିତ କ୍ରମିକ ନମ୍ବର ଲେଖ ।)
Put them in right order by writing their serial numbers in boxes.

Answer:
10. Gopi reported the matter to the king.
3. They became proud and behaved badly.
5. Many men came but failed.
9. The guards were fooled.
2. The king of Kathiawada made them his royal guards.
6. A little boy Gopi wanted to fool them.
1. Once upon a time there lived three brothers in Kathiawada.
8. The guards checked the loads but not the carts.
11. He praised the boy and gave him a gold medal.
7. every day he came pushing a little pushcart loaded with unnecessary things.
12. The guards were ashamed and behaved well.
4. He declared a gold medal for the man who would fool them.

Session-5
3. Listening

Your teacher will read out the following paragraph. Listen to him/ her and fill in the blanks.
(ତୁମ ଶିକ୍ଷକ ଏହି ଅନୁଚ୍ଛେଦଟି ପାଠ କରିବେ । ତାଙ୍କୁ ଶୁଣ ଏବଂ ଶୂନ୍ୟସ୍ଥାନଗୁଡ଼ିକୁ ପୂରଣ କର ।)
The youngest brother had ___________ powerful eyes. He could see a ___________ kept in a ___________ inside his friend’s ___________. The second brother had ___________ powerful eyes. He could see the inside a ___________. The oldest ___________ had ___________ powerful eyes. He could see through ___________ in a ___________.

Answer:
The youngest brother had very powerful eyes. He could see chocolate kept in a purse inside his friend’s pocket. The second brother had extra powerful eyes. He could see the eggs inside a hen. The oldest brother had super walls even powerful eyes. He could see through seven walls even on a dark night.

BSE Odisha 8th Class English Solutions Lesson 5 Gopi Made Them Fools

Session-6
4. Speaking

Follow the steps given in the previous lessons for practice. Practise the dialogues.
(ପୂର୍ବପାଠରେ ବ୍ୟବହୃତ ପ୍ରଣାଳୀକୁ ଅନୁସରଣ କର । ସଂଳାପଗୁଡ଼ିକୁ ଅଭ୍ୟାସ କର ।)
Gopi : Your Majesty ! I’ve fooled your guards.
King : How is that ?
Gopi : They keep busy checking worthless things. They fail to see important things.

5. Vocabulary

Some persons, places, and things are described below. Find out them in the story and write them in the spaces. Figures in brackets indicate paragraph numbers. (Question with Answer)
(ତଳେ କେତେଗୁଡ଼ିଏ ବ୍ୟକ୍ତି, ସ୍ଥାନ ଏବଂ ବସ୍ତୁର ବର୍ଣ୍ଣନା କରାଯାଇଛି । ସେଗୁଡ଼ିକୁ ଗଳ୍ପ ମଧ୍ୟରୁ ଖୋଜି ବାହାର କରି ଡାହାଣ ପଟରେ ଥ‌ିବା ଖାଲି ସ୍ଥାନରେ ଲେଖ । ବନ୍ଧନୀ ମଧ୍ଯରେ ଥ‌ିବା ସଂଖ୍ୟାଗୁଡ଼ିକ ଅନୁଚ୍ଛେଦରେ ସୂଚନା ।

Some persons, places, and things are described below

Answer:
Some persons, places, and things are described below Answers

BSE Odisha 8th Class English Solutions Lesson 5 Gopi Made Them Fools

Session-7
6. Writing

a. In 2 (b). you have already arranged the sentences in an order. Now use the sentences in an order and write the story in the space below.
(2 (b). ରେ ତୁମେ ଅସଜଡ଼ା ଥ‌ିବା ବାକ୍ୟଗୁଡ଼ିକ କ୍ରମାନୁସାରେ ସଜାଇଛ । ବତ୍ତମାନ ସେଇ ବାକ୍ୟଗୁଡ଼ିକ କ୍ରମାନୁଯାୟୀ ସଜାଇ ଗଳ୍ପଟି ଲେଖ ।)
Once upon a time there lived three brothers in Kathiawada. The king Qf Kathiawada made them his royal guards. He declared a gold medal for the man who would fool them. They became proud and bahaved badly. Many men came but failed. A little boy Gopi wanted to fool them. Everyday he came pushing a little push cart loaded with unnecessary things. The guards checked the loads but not the carts. The guards were fooled. Gopi

b. Write answers to the following questions :
(ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।)
(i) How were the three brothers different from others ? Ans. The youngest brother had very powerful eyes. He could see a chocolate kept in a purse inside his friend’s pocket. The second brother had extra powerful eyes. He could see eggs inside a hen. The oldest brother had super extra powerful eyes. He could see through seven walls even in a dark night.

(ii) Match the brothers with their eyes.
Match the brothers with their eyes.

Answer:
Match the brothers with their eyes. Answers

Now write sentences using both parts :
Example:
1. The youngest brother had very powerful eyes.
2. The second brother had extra powerful eyes.
3. The oldest brother had super extra powerful eyes.

BSE Odisha 8th Class English Solutions Lesson 5 Gopi Made Them Fools

Session-8
(iii) Match ‘A’ with ‘B’
Then make sentences using both parts.

Then make sentences using both parts.

Answer:
Then make sentences using both partsAnswer

Sentences
1. The youngest brother could see a chocolate in a purse kept inside a pocket.
2. The second brother could see the eggs inside a hen.
3. The oldest brother could see through seven walls in a dark night.

Question (iv)
Why did the king make them his royal guards ?
Answer:
The king made them his royal guards to keep his things safe in his palace.

Question (v)
What did the king declare ?
Answer:
The king declared a gold medal who would make fool his three royal guards.

Question (vi)
Why did many people come to the palace ?
Answer:
Many people came to the palace to make fool to the royal guards.

Question (vii)
What made the three brothers proud ?
Answer:
The three brothers were appointed as royal guards by the king and they had powerful eyes to keep the palace safe.

Question (viii)
How did they behave ?
Answer:
They became rude and cruel when more and more people failed to make them fool.

Question (ix)
What did Gopi take with him everyday ?
Answer:
Gopi took a push cart with him everyday.

Question (x)
What did the guards check ? What did they fail to check ?
Answer:
The guards checked only unnecessary things loaded in the carts.

Question (xi)
What did the king see in Gopi’s house ?
Answer:
The king saw a number of push carts in Gopi’s house.

Question (xii)
What did the king give Gopi ?
Answer:
The king gave a gold medal to Gopi.

Question (xiii)
What change came in the guards ?
Answer:
The guards after that were ashamed of their insincerity and became well behaved and kind to others.

BSE Odisha 8th Class English Solutions Lesson 5 Gopi Made Them Fools

Session-9
7. Mental Talk

“Gopi fooled them all.”

Tail-Piece
The man who thinks himself more clever than others is a fool. The world around him is still cleverer. Read the following story and see how it is.

The Magic Picture
Budhiram …………………………………………………………………………. own things.
ବୁଦ୍ଧିରାମ ନିଜକୁ ଗର୍ବିତ ମନେକରୁଥିଲା । ସେ ତା’ର ପ୍ରଚୁର ଧନପାଇଁ ଗର୍ବ କରୁଥିଲା । ତା’ପାଖରେ ଥିବା ସବୁ ଜିନିଷର ସେ ପ୍ରଶଂସା କରୁଥିଲା । ତା’ର ଗୋଟିଏ କଥାକୁହା କଣ୍ଢେଇ ଥିଲା, ସଂଗୀତ ଗାନ କରୁଥିବା ଘଣ୍ଟା ଏବଂ ଗୋଟିଏ କୁହୁକ କଲମ, ଯେଉଁଥରେ ବିଭିନ୍ନ ପ୍ରକାର କାଳି ଥିଲା । ସେ ସେଗୁଡ଼ିକ ବିଷୟରେ ଏତେ ଆଲୋଚନା କରୁଥିଲା ଯେ, ଶୁଣି ଶୁଣି ଲୋକମାନେ କ୍ଳାନ୍ତ ହୋଇ ପଡୁଥିଲେ । ଏଣୁ ଲୋକମାନେ ତାକୁ ବିରକ୍ତିରେ ବୁଦ୍ଧିରାମ ବୋଲି ଡାକୁଥିଲେ । ଦିନେ କିଟୁ ବୁଦ୍ଧିରାମ ସାଙ୍ଗରେ ଗୋଟିଏ କୌଶଳ ଦେଖାଇଲା । ସେ କହିଲା ‘ମଉସା, ମୁଁ ନିକଟରେ ଦିଲ୍ଲୀରୁ କେତେକ ସ୍ବତନ୍ତ୍ର ରଙ୍ଗୀନ ଛବି ଆଣିଛି । ଏପରି କୌଣସି ଛବି ଆପଣ କେଉଁଠି ପାଇବେ ନାହିଁ ।’’ବୁଦ୍ଧିରାମ ଏହି ଦୁର୍ଲଭ ଛବିକୁ ଦେଖିବାକୁ ଚାହିଁଲା । ତା’ପରଦିନ ସେ କିଟୁର ଘରକୁ ଆସିଲେ । ସେ କହିଲା, ପ୍ରିୟ କିଟୁ, ତୋର ଛବିଗୁଡ଼ିକ କଣ ମୋ ଗୀତଗାଇବା ଘଣ୍ଟାଭଳି ସୁନ୍ଦର ? ଆସ ସେ ଛବିଗୁଡ଼ିକ ଦେଖ‌ିବା । ।’’

The man who thinks himself more clever than others is a fool

କିଟୁ କହିଲା, ‘‘ଆସନ୍ତୁ ମଉସା, ପ୍ରଥମଟି ଦେଖ । ଏହା କହି କିଟୁ ବାକ୍‌ସର ଗୋଟିଏ ଛବି ଆଣିଲା । ଏଇଟି ଥୁଲା, ଗୋଟିଏ ଝିଅ ଗୋଟିକୁ ପୋଲକୁ ଅତିକ୍ରମ କରିବାର ଦୃଶ୍ୟ । ସେ ଗୋଟିଏ ଛତାମେଲାଇ ଯାଉଥିଲା, କାରଣ ବର୍ଷା ହେଉଥିଲା । ବୁଦ୍ଧିରାମ ପଚାରିଲା, ଏଇଟା ଏବେ କେଉଁ ବିଚିତ୍ର ଛବି ଯେ ? କିଟୁ ଉତ୍ତର ଦେଲା, ‘ମଉସା, ଅପେକ୍ଷା କର ପାଗ ବଦଳିବା ଯାଏ, ଦୟାକରି ।’’ଠିକ୍ ସେଇ ସମୟରେ କିଟୁର ଭଉଣୀ ଆସିଲା ଏବଂ ବୁଦ୍ଧିରାମକୁ ଚାକପେ ଖାଇବାକୁ ଅନୁରୋଧ କଲା । ଏଣୁ କିଟୁ ଏବଂ ବୁଦ୍ଧିରାମ ଉଭୟେ ଚା ବିସ୍କୁଟ ଖାଇବାକୁ ସେଠାରୁ ଚାଲିଗଲେ । ସେମାନେ କିଟୁର ବାପା ମାଆଙ୍କ ସହ ମଧ୍ୟ ଆଳାପ କଲେ । କିଛି ସମୟ ପରେ କିଟୁ ଏବଂ ବୁଦ୍ଧିରାମ କିଟୁର କୋଠରିକୁ ଫେରି ଆସିଲେ । ଏହା ମଧ୍ୟରେ ଛବିର ରଙ୍ଗରେ ସାମାନ୍ୟ ପରିବର୍ତ୍ତନ ଆସିଯାଇଥିଲା । ଏକା ପୋଲ ଏକା ଝିଅ ଏବଂ ସେଇ ପୂର୍ବର ଦୃଶ୍ୟ । ମାତ୍ର ଛତାଟି ବନ୍ଦ ହୋଇଯାଇଥିବାର ଦେଖାଗଲା । ଆକାଶରେ ଖରା ଏବଂ ନିମଳ ପାଗ ଥିଲା ।

‘‘ଛତାଟି କିପରି ବନ୍ଦ ହୋଇଗଲା ?’’ ବୁଦ୍ଧିରାମ ପଚାରିଲା । କିଟୁ କହିଲା, ‘ଚା ଖାଇବା ପୂର୍ବରୁ ବର୍ଷା ହେଉଥିଲା । ବର୍ତ୍ତମାନ ବର୍ଷା ନାହିଁ । ଏଣୁ ଛତା ବନ୍ଦ ହୋଇଯାଇଛି, ବୁଦ୍ଧିରାମ ଚିନ୍ତା କଲା, ଏହା ମୋହର ନିହାତି ଦରକାର । କିଟୁକୁ ପଚାରିଲା ଏ ଛବିଟିକୁ ତୁ କେତେ ଟଙ୍କାରେ ଆଣିଥୁଲୁ ? ବୁଦ୍ଧିରାମକୁ କିଟୁ କହିଲା ‘ମଉସା, ଏହାକୁ ମୁଁ ବହୁତ ଶସ୍ତାରେ କିଣିଛି । ମୁଁ କେବଳ ଦୁଇ ହଜାର ଟଙ୍କା ଦେଇ ଏହାକୁ ଆଣିଛି ଆପଣ ବର୍ତ୍ତମାନ ମୋତେ ହଜାରେ ଟଙ୍କା ଦେଇଥାନ୍ତୁ । ଫସଲ ଅମଳ ପରେ ଅବଶିଷ୍ଟ ହଜାରେ ଦେଇଦେବେ । କିଟୁ ବୁଦ୍ଧିରାମର କୌଶଳ ବିଷୟରେ ଜାଣିଥିଲା । ସେ ଏହାପରେ ଅବଶିଷ୍ଟ ଟଙ୍କା ଆଦୌ ଦେବେ ନାହିଁ । ତଥାପି ସେ ବୁଦ୍ଧିରାମକୁ ତାକୁ ବିକିବାକୁ ରାଜି ହୋଇଗଲା ।

The world around him is still cleverer. Read the following story and see how it is

ସତକୁ ସତ ବୁଦ୍ଧିରାମ ଗ୍ରାମବାସୀଙ୍କୁ ଡାକି ଏକ ସଭା କଲା । ସେ ସେମାନଙ୍କୁ ଛର୍ବ ଟି ଦେଖାଇ କହିଲା, “‘ଭଦ୍ରବ୍ୟକ୍ତିମାନେ ଦେଖନ୍ତୁ ଏଇଟି ଗୋଟିଏ କୁହୁକ ଛବି । ବର୍ତ୍ତମାନ ବର୍ଷା ହେଉନାହିଁ । ଏଣୁ ଏଥରେ ଝିଅଟି ଧରିଥ‌ିବା ଛତା ବନ୍ଦ ଅଛି । ମୁଁ ଯଦି ଏହା ଉପରେ କେତେ ବୁନ୍ଦା ପାଣି ଢାଳିଦେବି, ଛତାଟି ଖୋଲିଯିବ । ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବୁଦ୍ଧିରାମ ଗୋଟିଏ ଗ୍ଲାସ୍‌ରେ ଗ୍ଲାସେ ପାଣି ଆଣିଲା । ସେଥୁରୁ କେତେ ବୁନ୍ଦା ପାଣି ସେ ଛବିରେ ଢାଳିଦେଲା । କିନ୍ତୁ କିଛି ହେଲାନାହିଁ । ତା’ପରେ ସେ ଆହୁରି ଅଧ୍ଵକ କେତେ ବୁନ୍ଦା ପାଣି ଢାଳିଲା । ତଥାପି ଛତା ମେଲିଲା ନାହିଁ । ଗ୍ରାମବାସୀମାନେ ବୁଦ୍ଧିରାମକୁ ଥଟ୍ଟା କଲେ ଏବଂ ଯେ ଯାହା ଘରକୁ ଚାଲିଗଲେ ।

BSE Odisha 8th Class English Solutions Lesson 5 Gopi Made Them Fools

ବୁଦ୍ଧିରାମ କହିଲା, ଦୁଷ୍ଟ ! ତୁ ମୋତେ ଠକିଛୁ ।’’ କିଟୁ କହିଲା, ନାହିଁ, ମଉସା, ମୁଁ ଠକି ନାହିଁ । ତୁମେ ଛବିଟିର ଅଧା ଦାମ୍ ଦେଇଛ । ଏଣୁ ଦୁଇଟି ଛବି ମଧ୍ଯରୁ ମୁଁ ଗୋଟିଏ ଦେଇଛି ।’’ ଏହାର ଅର୍ଥ ଏହିପରି ଦୁଇଟି ଛବି ଅଛି ? କିଟୁ କହିଲା, ହଁ ମଉସା । ଗୋଟିଏ ବର୍ଷା ସମୟ ପାଇଁ ଏବଂ ଅନ୍ୟଟି ବର୍ଷା ହେଉନଥିବା ସମୟ ପାଇଁ ଯେତେବେଳେ ବର୍ଷା ନାହିଁ, ସେ ସମୟ ପାଇଁ ଛତା ବନ୍ଦ ଛବିଟି ରହିଛି । ଯାହା ତୁମେ ନେଇଛ । ବର୍ଷା ହେଉଥ‌ିବା ସମୟର ଛବି ମୋ ପାଖରେ ଅଛି । ତୁମେ ତାକୁ ନେଇପାର । ସେଥୂପାଇଁ ଆପଣଙ୍କୁ ଆଉ ହଜାରେ ଟଙ୍କା ଅଧିକ ଦେବାକୁ ପଡିବ । ବୁଦ୍ଧିରାମ ଆଉ ଛବିଟି କିଣିଲା ନାହିଁ । ସେହିଦିନୁ ସେ ତା’ଘରେ ଥ‌ିବା ଜିନିଷଗୁଡ଼ିକର ପ୍ରଶଂସା କରିବା ବନ୍ଦ କରି ଦେଲା ।

Word Meaning
get bored : to feel unhappy that something is not interesting
rush to : to do something quickly
wealth : a lot of money, property

Leave a Comment