Odisha State Board BSE Odisha 8th Class Sanskrit Solutions Chapter 15 ନୀତିମଞ୍ଜରୀ Textbook Exercise Questions and Answers.
BSE Odisha Class 8 Sanskrit Solutions Chapter 15 ନୀତିମଞ୍ଜରୀ
1. एकेन पदेन संस्कृतभाषया उत्तरं लिखत ।
ଏକେନ ପଦେନ ସଂସ୍କୃତଭାଷୟ ଉତ୍ତରାଂ ଲିଖତ । (ଏକପଦରେ ସଂସ୍କୃତଭାଷାରେ ଉତ୍ତର ଲେଖ)
(क) वृद्धोपसेविनः कानि वर्धन्ते ?
(ବୃଦ୍ଧାପସେବିନଃ କାନି ବର୍ଧନ୍ତେ ?)
उत्तर :
ଆୟୁର୍ବିଦ୍ୟାଯଶୋବଳଂ
(ख) क: न प्रतीक्षते ?
(କଃ ନ ପ୍ରତୀକ୍ଷତେ ?)
उत्तर :
ମୃତ୍ଯୁ
(ग) नागः कया बध्यते ?
(ନାଗ କୟା ବାଧ୍ୟତେ ?)
उत्तर :
ରହ୍ମା
(घ) तृणं कुत्र धार्यते ?
(ତୃଣଂ କୁତ୍ର ଧାର୍ଯ୍ୟତେ ?)
उत्तर :
ଶିରସି
(ङ) सर्पदुर्जनयो: कः श्रेयस्करः ?
(ସର୍ପ ଦୁର୍ଜନୟୋ କ ଶ୍ରେୟସ୍କରଃ ? )
उत्तर :
ସର୍ପ
(च) किं न चिन्तयेत् ?
(କିଂ ନ ଚିନ୍ତୟେତ୍ ?)
उत्तर :
ଭବିଷ୍ଯ
(छ) रज्जुः कैः आरभ्यते ?
(ରଜଃ କୈ ଆରଭ୍ୟତେ ?)
उत्तर :
ତ୍ବସେଂ
(मृत्यु:, शिरसि, आयुर्विद्यायशोबलम्, रज्ज्वा, भविष्यम्, सर्प:, तृणै:)
(ମୃତ୍ୟୁ, ଶିରସି, ଆୟୁର୍ବିଦ୍ୟାଯଶୋବଳ, ରକ୍କା, ଭବିଷ୍ଯମ୍, ସର୍ପ, ତୃଣି)
2. स्तम्भमेलनं कुरुत ।
(ସ୍ତମ୍ଭମେଳନଂ କୁରୁତ।)
ସ୍ତମ୍ଭମିଳନ କର ।
‘क’ स्तम्भ | ‘ख’ स्तम्भ |
चत्वारि | न कुर्वीत |
सर्प: | प्राप्नोति |
शोकं | बध्यते |
यशः | दशति |
नाग: | वर्द्धन्ते |
उत्तर :
3. यथाक्रमं लिखत। (ଯଥାକ୍ରମଂ ଲିଖିତ।)
(କ୍ରମାନୁସାରେ ସଜାଇ ଲେଖ ।)
(क) पूर्वाह्णे कार्यमद्य श्वः कुर्वीत चापराहिणकम् ।
ପୂର୍ବାହ୍ଣଣେ କାର୍ଯ୍ୟମଦ୍ୟ ଶଃ କୁର୍ନୀତ ଚାପରାନ୍ତ୍ରିକମ୍ ।
उत्तर :
ଶ୍ୱ କାର୍ଯ୍ୟମଦ୍ୟ କୁର୍ନୀତ ପୂର୍ବାହ୍ନେ ଚାପରାହ୍ନିକମ୍ ।
(ख) वरं सर्पदुर्जनयो: दुर्जनः सर्पो मध्ये न ।
उत्तर :
ସର୍ପଦୁର୍ଜନୟୋର୍ମଧେ ବରଂ ସର୍ପୋ ନ ଦୁର୍ଜନଃ ।
(ग) वध्यते तृणैरारभ्यते नागोऽपि रज्जुः तया।
ବଧ୍ୟତେ ତୃଣେରାରଭ୍ୟତେ ନାଗୋଽପି ରଜ୍ଜୁ ତୟା ।
उत्तर :
ତୃଣେରାରଭ୍ୟତେ ରଜ୍ଜୁ ତୟା ନାଗୋଽପି ବଧ୍ୟତେ ।
(घ) पूजयन् यशः केवलं प्राप्नोति लोके पञ्चैव।
ପୁଜୟନ୍ ଯଶଃ କେବଳଂ ପ୍ରାୟୋତି ଲୋକେ ପଞ୍ଚିବ ।
उत्तर :
ପଞ୍ଚିବ ପୂଜୟନ୍ ଲୋକେ ଯଶଃ ପ୍ରାପ୍ଟୋତି କେବଳମ୍ ।
(ङ) न गते नैव भविष्यं शोकं चिन्तयेत् कुर्वीत।
ନ ଗତେ ନୈବ ଭବିଷ୍ୟ ଶୋକଂ ଚିନ୍ତୟତ୍’ କୁର୍ନୀତ ।
उत्तर :
ଗତେ ଶୋକଂ ନ କୁର୍ନୀତ ଭବିଷ୍ୟ ନୈବ ଚିନ୍ତୟେତ୍ ।
4. बन्धनीमध्यस्थयथार्थपदेन शून्यस्थानं पूरयत।
ବନ୍ଧନୀମଧ୍ଯସ୍ଥଯଥାର୍ଥପଦେନ ଶୂନ୍ୟସ୍ଥାନଂ ପୂରୟତ ।
(ବନ୍ଧନୀ ମଧ୍ଯରେ ଥିବା ଯଥାର୍ଥ ପଦରେ ଶୂନ୍ୟସ୍ଥାନ ପୂରଣ କର)
(क) सर्पो _______ कालेन । (दशति, दिशति)
ସର୍ପୋ _____ କାଳେନ । (ଦଶତି, ଦଶତି)
उत्तर :
ଦଶତି
(ख) भविष्यं _____ चिन्तयेत् । (नैव, चैव)
ଭବିଷ୍ଯ ______ ବିଷୟେତ୍ । (ନୈବ, ଦୈବ)
उत्तर :
ନୈବ
(ग) तृणं _____ धार्यते। (शिरसि, मनसि)
ତୃଶଂ _____ ଧାର୍ଯ୍ୟତେ । (ଶିରସି, ମନସି)
उत्तर :
ଶିରସି
(घ) श्व: कार्यमद्य ______ । (कुर्वन्ति, कुर्वीत)
ଡଃ କାର୍ଯ୍ୟମଧ୍ଯ ______। (ଦୁର୍ବର୍ଗ, କୁର୍ବାଚ)
उत्तर :
କୁର୍ନୀତ
(ङ) ______ प्राप्नोति केवलम् । (नाशं, यशः, हासं)
_____ ପ୍ରାପ୍ନାତି କେବଳମ୍ । (ନାଶଃ, ଯଶଃ)
उत्तर :
ଯଶଃ
5. मातृभाषया अर्थं लिखत ।
(ମାତୃଭାଷୟା ଅର୍ଥା ଲିଖତ।) (ମାତୃଭାଷାରେ ଅର୍ଥ ଲେଖ ।)
संहतिः, दशतिं, वर्त्तयन्ति, नागः, प्रतीक्षते
उत्तर :
- संहतिः (ସଂହତିଃ) – ଏକତା ।
- दशति (ଦଶତି) – ଦଂଶନ କରେ ।
- वर्त्तयन्ति (ବର୍ଭୟନ୍ତ) – କର୍ମତତ୍ପର ହୁଅନ୍ତି ।
- नागः (ନାଗ) – ହାତୀ ।
- प्रतीक्षते (ପ୍ରତୀକ୍ଷତେ) – ଅପେକ୍ଷାକରେ ।
6. सन्धिविच्छेदं कुरुत। (ସନ୍ଧିବିଚ୍ଛେଦଂ କୁରୁତ ।)
(ସନ୍ଧିବିଚ୍ଛେଦ କର ।)
कार्यमद्य, नैव, चापराणिकम्, नागोऽपि
अल्पानामपि, पञ्चैव, दुर्जनस्तु, तृणैरारभ्यते
उत्तर :
- कार्यमद्य (କାର୍ଯ୍ୟମଦ୍ୟ) = କାର୍ଯ୍ୟମ୍ + ଅଦ୍ୟ
- नैव (ଜୈବ) = ନ + ଏବ
- चापराहणिकम् (ଚାପରାହ୍ଣଣିକମ୍ ) = ଚ + ଅପରାହ୍ନିକମ୍
- नागोऽपि (ନାଗୋଽପି) = ନାରଃ + ଅପି
- अल्पानामपि (ଅଜ୍ଞାନାମପି) = ଅଳ୍ପାନାମ୍ + ଅପି
- पज्यैव (ପଞ୍ଚିବ) = ପଞ୍ଚ + ଏବ
- दुर्जनस्तु (ଦୁର୍ଜନସଲ୍ସ) = ଦୁର୍ଜନଃ + ତୁ
- तृणैरारभ्यते (ତୃଣେରାରଭ୍ୟତେ) = ତୃ + ଆରଭ୍ୟତେ
7. वाक्यानि रचयत । (ବାକ୍ୟାନି ରଚୟତ।)
(ବାକ୍ୟ ରଚନା କର ।)
नित्यम्, सर्प :, तृणम्, याति, दशति
उत्तर :
- नित्यम् (ନିତ୍ୟମ) – ନିତ୍ୟ ପାଠ୍ୟ ପଠ।
- सर्प: (ସର୍ପ) – ସଫ୍ଟ ନକୁଳାତ୍ ବିଜେଡି।
- तृणम् (ତୃଣମ) – ତୃଶଂ ଶିରସି ଧାର୍ଯ୍ୟତେ ।
- यार्ति (ଯାତି) – ବାଳକ ବିଦ୍ୟାଳୟଂ ଯାତି ।
- दशति (ଦଶତି) – ସର୍ପ ଦଶତି ।
8. क्रियापदानांचयनं कुरुत । (କ୍ରିୟାପଦାନଂଚୟନଂ କୁରୁତ।) (କ୍ରିୟାପଦ ଚୟନ କର ।)
तया, प्रतीक्षते, चत्वारि, वध्यते, कुर्वीत, भवेत्, संहति:
उत्तर :
प्रतीक्षते (ପ୍ରତୀକ୍ଷତେ), ଅଏଁ (ବଧ୍ୟତେ)
ସଂର୍ମାଣ (କୁର୍ନୀତ), ଏସ୍ (ଭଵେତ)
तव कृते करणीयम्
(ତବ କୃତେ କରଣୀୟମ୍) ତୁମ ପାଇଁ କାମ
ବିଭିନ୍ନ ନୀତିଶ୍ଳୋକ ସଂଗ୍ରହ କରି ମୁଖସ୍ଥ କର ।
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
एकपदेन उत्तरं लिखत। (ଏକପଦେନ ଉତ୍ତରଂ ଲିଖତ ।)
प्रश्न 1.
अभिवादनशीलस्य कानि संख्यकानि वर्द्धन्ते ?
ଅଭିବାଦନଶୀଳସ୍ୟ କାନି ବର୍ଷରେ ?
उत्तर :
चत्वारि / ଚତ୍ବାରି
प्रश्न 2.
वृद्धोपसेविनः कानि चत्वारि वर्द्धन्ते ?
ବୃଦ୍ଧାପସେବିନଃ କାନି ଚତ୍ବାରି ବର୍ଷନ୍ତେ ?
उत्तर :
आयुर्विद्यायशो बलम् / ଆୟୁର୍ବିଦ୍ଯାଯଶୋବଳମ୍
प्रश्न 3.
कस्य आयुर्विद्या यशो बलं वर्द्धन्ते ?
କସ୍ୟ ଆୟୁର୍ବିଦ୍ୟାଯଶୋବଳ ବର୍ଷରେ ?
उत्तर :
अभिवादनशीलस्य / ଅଭିବାଦନଶୀଳସ୍ଯ
प्रश्न 4.
सर्पदुर्जनयोर्मध्ये कः वरम् ?
ସର୍ପଦୁର୍ଜନୟୋର୍ମଧେ କଃ ବରମ୍ ?
उत्तर :
सर्प: / ସର୍ପ
प्रश्न 5.
सर्पदुर्जनयोर्मध्ये कः न वरम् ?
ସର୍ପଦୁର୍ଜନୟୋର୍ମଧେ କଃ ନ ବରମ୍ ।
उत्तर :
दुर्जन: / ଦୁର୍ଜନଃ
प्रश्न 6.
कालेन कः दशति ?
କାଳେନ ଡଃ ଦଶତି ?
उत्तर :
सर्प / ସର୍ପ
प्रश्न 7.
पदे पदे कः दशति ?
ପଦେ ପଦେ ଡଃ ଦଶତି ?
उत्तर :
दुर्जन: / ଦୁର୍ଜନଃ
प्रश्न 8.
श्वः कार्यं कदा कुर्वीत ?
ଶଃ କାର୍ଯ୍ୟ କଦା କୁର୍ନୀତ ?
उत्तर :
अद्य / ଅଦ୍ଯ
प्रश्न 9.
पूर्वाद्दणे किं कुर्वीत ?
ପୂର୍ବାହ୍ନେ କିଂ କୁର୍ନୀତ ?
उत्तर :
अपराहिणकम् / ଅପରାହ୍ନିକମ୍
प्रश्न 10.
कः न प्रतीक्षते ?
କଃ ନ ପ୍ରତୀକ୍ଷତେ ?
उत्तर :
मृत्यु: / ମୃତ୍ଯୁ
प्रश्न 11.
कृतमद्य न वा कृतमिति कः न प्रतीक्षते ?
କୃତମଦ୍ୟ ନ ବା କୃତମିତି କଃ ନ ପ୍ରତୀକ୍ଷତେ ?
उत्तर :
मृत्यु: / ମୃତ୍ଯୁ
प्रश्न 12.
कः विषयः न चिन्तनीयः ?
କଃ ବିଷୟ ନ ଚିନ୍ତନୀୟଃ ?
उत्तर :
गतविषयः / ଗତବିଷୟ
प्रश्न 13.
किं नैव चिन्तयेत् ?
କିଂ ନୈବ ଚିତ୍ରୟେତ୍ ?
उत्तर :
भविष्यम् / ଗତବିଷୟ
प्रश्न 14.
विचक्षणाः केषु कालेषु वर्तयन्ति ?
ବିଚକ୍ଷଣା କେଷୁ କାଳେଷୁ ବର୍ଜୟନ୍ତି ?
उत्तर :
वर्त्तमानेषु
प्रश्न 15.
का कार्य्यसाधिका ?
କା କାର୍ଯ୍ୟସାଧୁ ?
उत्तर :
संहतिः / ସଂହତିଃ
प्रश्न 16.
रज्जु : कै: आरभ्यते ?
ରଜ୍ଜୁ କୈ ଆରଭ୍ୟତେ ?
उत्तर :
तृणै: / 2668
प्रश्न 17.
नाग: / गजः कया वध्यते ?
ନାଗ/ଗଜଃ କୟା ବଧ୍ୟତେ ?
उत्तर :
रज्वा ରଜ୍ଜ୍ୱ
प्रश्न 18.
रज्ज्वा कः वध्यते ?
ରନ୍ଧା ଡଃ ବଧ୍ୟତେ ?
उत्तर :
नाग: / ନାଗ
प्रश्न 19.
गुणवज्जनसम्पर्कात् कः गौरवं याति ?
ଗୁଣବଜନସ୍ମର୍କାତ୍ ଡଃ ଗୌରବଂ ଯାତି ?
उत्तर :
स्वल्पः / ସ୍ଵତଃ
प्रश्न 20.
स्वल्पः कस्मात् गौरवं याति ?
ସ୍ଵତଃ କସ୍ମାତ୍ ଗୌରବଂ ଯାତି ?
उत्तर :
गुणवज्जनसम्पर्कीत् / ଗୁଣବଜ୍ଜନସୃତ୍
प्रश्न 21.
पुष्पमालानुषङ्गेण किं शिरसि धार्य्यते ?
ପୁଷ୍ପମାଳାନୁଷଙ୍ଗେଶ ସିଂ ଶିରସି ଧାର୍ଯ୍ୟତେ ?
उत्तर :
तृणम् / ତୃଣମ୍
प्रश्न 22.
पुष्पमालानुषङ्गेण तृणं कुत्र धार्य्यते ?
ପୁଷ୍ପମାଳାନୁଷଙ୍ଗେଣ ତୃଶଂ କୁତ୍ର ଧାର୍ଯ୍ୟତେ ?
उत्तर :
शिरसि / ଶିରସି
प्रश्न 23.
केन संगेन तृणं शिरसि धार्य्यते ?
କେନ ସଙ୍ଗେନ ନୃଶଂ ଶିରସି ଧାର୍ଯ୍ୟତେ ?
उत्तर :
पुष्पमालानुषङ्गेण / ପୁଷ୍ପମାଳାନୁଷଙ୍ଗେଶ
प्रश्न 24.
देवान् पूजयन् जनः किं प्राप्नोति ?
ଦେବାନ୍ ପୂଜୟନ୍ ଜନଃ କିଂ ପ୍ରାପ୍ନାତି ?
उत्तर :
यशः / 1618
प्रश्न 25.
पित्तृरुषान् पूजंयन् नरः किं प्राप्नोति ?
ପିତୃପୁରୁଷାନ୍ ପୂଜୟନ୍ ନରଃ କିଂ ପ୍ରାୟୋତି ?
उत्तर :
यशः / ଯଶଃ
प्रश्न 26.
सज्जनान् पू जयन् जनः किं प्रापोति ?
ସଜନାନ୍ ପୂଜୟନ୍ ଜନଃ କିଂ ପ୍ରାସ୍ମୋତି ?
उत्तर :
यशः / ଯଶଃ
प्रश्न 27.
अतिथीन् पूंजयन् मनुष्यः किं लभते ?
ଅତିଥୀନ୍ ପୂଜୟନ୍ ମନୁଷ୍ୟ କି ଲଭତେ ?
उत्तर :
यशः / ଯଶଃ
प्रश्न 28.
गुरून् पूजयन् नरः किं लभते ?
ଗୁରୂନ୍-ପୂଜୟନ୍ ନରଃ କିଂ ଲଭତେ ?
उत्तर :
यशः / ଯଶଃ
ସ୍ତମ୍ଭମେଳନଂ କୁରୂତ :
प्रश्न 1.
उत्तर :
प्रश्न 2.
उत्तर :
प्रश्न 3.
उत्तर :
प्रश्न 4.
उत्तर :
प्रश्न 5.
उत्तर :
प्रश्न 6.
उत्तर :
शब्दानां मातृभाषया अर्थान् लिखत ।
(ଶବ୍ଦାନାଂ ମାତୃଭାଷୟା ଅଥାନ୍ ଲିଖତ।)
- उपसेविन: ଉପସେବିନଃ – ସେବାପରାୟଣ ଲୋକର
- दशति (ଦଶତି) – ଦଂଶନ କରେ
- पदे पदे (ପଦେ ପଦେ) – ପ୍ରତିମୁହୂର୍ଗରେ
- श्व: (ଶ୍ଃ) – ଆସନ୍ତା
- प्रतीक्षते (ପ୍ରତୀକ୍ଷତେ) – ଅପେକ୍ଷାକରେ
- कुर्वीत (କୁବୀତ) – କରିବା ଉଚିତ
- विचक्षणा (ବିଚକ୍ଷଣା) – ବୁଦ୍ଧିମାନ୍ ବ୍ୟକ୍ତି
- संहति: (ସଂହତି) – ଏକତ୍ରୀକରଣ
- रज्जु: (ରଜ୍ଜୁ) – ଦଉଡ଼ି
- शिरसि (ଶିରସି) – ମସ୍ତକରେ
- धार्यते (ଧାର୍ଯ୍ୟତେ) – ଧାରଣ କରାଯାଏ
- पक्षैव (ପଞ୍ଚିବ) – ପାଞ୍ଚଟି ହିଁ
Subjective
निजभाषया अर्थं लिखत । (ନିଜଭାଷୟ ଅର୍ଥା ଲିଖତ ।)
1. अभिवादनशीलस्य नित्यं ……… यशोबलम्।
ଅଭିବାଦନଶୀଳସ୍ୟ ନିତ୍ୟ …….. ଯଶୋବଳମ୍ ।
उत्तर :
ଯେ ପୂଜ୍ୟ ଗୁରୁଜନଙ୍କୁ ପ୍ରଣାମ କରେ, ସର୍ବଦା ବୟୋଜ୍ୟେଷ୍ଠମାନଙ୍କ ପ୍ରତି ସେବାପରାୟଣ ହୁଏ; ସେମାନଙ୍କ ଆଶୀର୍ବାଦରୁ ପ୍ରଣାମ କରୁଥିବା ଲୋକର ଋରୋଟି ଜିନିଷ ବୃଦ୍ଧି ହୁଏ, ତାହା ହେଉଛି – ଆୟୁ, ବିଦ୍ୟା, ଯଶ ଓ ବଳ; ଅର୍ଥାତ୍ ସେ ଦୀର୍ଘାୟୁ, ବିଦ୍ବାନ, ଯଶସ୍ୱୀ ଓ ଶକ୍ତିମାନ ହୁଏ ।
2. सर्पोदुर्जनयो: ………. पदे पदे।
ସର୍ପୋଦୁର୍ଜନୟୋ ………… ପଦେ ପଦେ ।
उत्तर :
ସାପ ଭୟପ୍ରଦ ଅଟେ । ଦୁର୍ଜନ ମଧ୍ୟ ମାରାତ୍ମକ । ପରନ୍ତୁ ସାସ ଓ ଦୁଷ୍ଟଲୋକ ମଧ୍ୟରେ ସାପ ଦୁର୍ଜନ ଅପେକ୍ଷା ଟିକିଏ ଭଲ। ଯେହେତୁ ସାପ ମନୁଷ୍ୟକୁ ଥରେ କାମୁଡ଼େ କିନ୍ତୁ ମନ୍ଦବୁଦ୍ଧି ଦୁର୍ଜନ ମନୁଷ୍ୟର ବାରମ୍ବାର ଅନିଷ୍ଟ କରିଥାଏ।
3. श्व:कार्यम् ……………….. वा कृतंम्।
ଶ୍ୱ କାର୍ଯ୍ୟମ୍ ………………… ବା କୃତମ୍ ।
उत्तर :
ବୁଦ୍ଧିମାନ ଲୋକ ଆଗାମୀଦିନର କାର୍ଯ୍ୟକୁ ଆଜି ହିଁ କରେ। ଅପରାହ୍ନର କାର୍ଯ୍ୟ ପୂର୍ବାହ୍ନରେ ଶେଷ କରେ। କାର୍ଯ୍ୟ ସମାପ୍ତ ହେଉ ବା ନ ହେଉ ମୃତ୍ୟୁ ତଥା ମହାକାଳ କାହାକୁ ଅପେକ୍ଷା କରେ ନାହିଁ ।
4. गते शोकं ……….. विचक्षणा:।
ଗତେ ଶୋକଂ ………. ବିଚକ୍ଷଣା ।
उत्तर :
ଘଟିଯାଇଥିବା ଘଟଣାବଳୀ ବିଷୟରେ ଚିନ୍ତାକରିବା ଅନୁଚିତ । ଭବିଷ୍ୟତରେ କ’ଣ ଘଟିବ ସେ ବିଷୟରେ ମଧ୍ୟ ଭାବିବା ଉଚିତ ନୁହେଁ । ଯେଉଁମାନେ ବିଜ୍ଞବ୍ୟକ୍ତି ସେମାନେ କେବଳ ବର୍ତ୍ତମାନ ଘଟଣା ବିଷୟରେ ଚିନ୍ତା କରନ୍ତି ଓ କାର୍ଯ୍ୟ କରନ୍ତି ।
5. अल्पानाम् ……….. बध्यते ।
ଅଚ୍ଛାନାମ୍ …………… ବଧ୍ୟତେ |
उत्तर :
ଅଳ୍ପବସ୍ତୁକୁ ଯଦି ଏକାଠି କରାଯାଏ ତାହାହେଲେ ତା’ଦ୍ଵାରା ବଡ଼ ବଡ଼ କାର୍ଯ୍ୟ ସାଧନ ହୋଇଥାଏ । ତୃଣଗୁଡ଼ିକ ପୃଥକ ଥୁଲେ ସେଗୁଡ଼ିକ ଦୁର୍ବଳ ହୋଇଥା’ନ୍ତି । କିନ୍ତୁ ଯଦି ସେଗୁଡ଼ିକୁ ଏକତ୍ରିତ କରି ମନୁଷ୍ୟ ରଜ୍ଜୁ ରୂପରେ ବ୍ୟବହାର କରେ ତେବେ ସେହି ଦଉଡ଼ିରେ ଏକ ମହାବଳ ହାତୀକୁ ବନ୍ଧାଯାଇ ପାରେ।
6. गुणवज्जन ………. धार्यते ।
ଗୁଣବଜନ ……………… ଧାର୍ଯ୍ୟତେ ।
उत्तर :
ନୀଜମନା ବ୍ୟକ୍ତି ଗୁଣୀଲୋକଙ୍କ ସଂସ୍ପର୍ଶରେ ଆସିଲେ ଗୌରବ ଲାଭ କରେ । ଯେପରି ତୁଚ୍ଛ ଘାସ ଯେତେବେଳେ ଫୁଲମାଳା ସହ ମିଶିଯାଏ, ସେତେବେଳେ ସେ ଭଗବାନଙ୍କ ମସ୍ତକରେ ଶୋଭାପାଏ ।
7. पश्चैव ………… पञ्चमान् ।
ପଞ୍ଚିବ …………………. ପଞ୍ଚମାନ୍ ।
उत्तर :
ସଂସାରରେ ପାଞ୍ଚଜଣ ଲୋକ ପୂଜ୍ୟ ଅଟନ୍ତି । ସେମାନେ ହେଲେ ଦେବତା, ପିତୃପୁରୁଷ, ସାଧୁଲୋକ, ଗୁରୁଜନ ଓ ଅତିଥ୍। ଏମାନଙ୍କୁ ପୂଜାକରି ନର ଯଶ ଲାଭ କରେ।
अनुच्छेदः (ଅନୁଚ୍ଛେଦଃ)
(संस्कृतसाहित्यं नीतिरत्नावलीभिः समृद्धम्। शृङ्खलितमानवसमाजसंघटनाय महात्मानः नीतिश्लोकान् विरचितवन्तः । छात्राणां चरित्रनिर्माणाय नीतिकाराणां कतिचित् श्लोकाः अत्रोपस्थापिताः)
(ସଂସ୍କୃତ ସାହିତ୍ୟ ନୀତି ରନ୍ ବଳୀହିଃ ସମୃଦ୍ଧମ୍ । ଶୃଙ୍ଖଳିତମାନବସମାଜ-ସଂଘଟନାୟ ମହାତ୍ମାନଃ ନୀତିଶ୍ଳୋକାନ୍ ବିରଚିତବନ୍ତ ୫ । ଛାତ୍ରାଣା ଚରିତ୍ରନିର୍ମାଣାୟ ନୀତିକାରାଣା କତିଚିତ୍ ଶ୍ଳୋକା ଆତ୍ରୋପସ୍ଥାପିତାଃ)
ସନ୍ଧି ବିଚ୍ଛେଦ
- ନୀତି ରନ୍ଧାବଳୀହିଃ = ନୀତି ରନ୍ + ଆବଳିଭଃ
- ଅତ୍ରୋପସ୍ଥାପିତା = ଅତ୍ର + ଉପସ୍ଥାପିତା
ଶବ୍ଦାର୍ଥ
- ସମୃଦ୍ଧମ୍ – ସମୃଦ୍ଧ
- ସଂଘଟନାୟ – ସଂଘଟିତ କରିବାକୁ
- ମହାତ୍ମାନଃ – ମହାତ୍ମାମାନେ
- କତିଚିତ୍ – କେତେକ
- ଉପସ୍ଥାପିତା – ଉପସ୍ଥାପନ କରାଯାଇଛି
ଅନୁବାଦ
ସଂସ୍କୃତ ସାହିତ୍ୟ ନୀତିରତ୍ନାବଳୀଦ୍ଵାରା ସମୃଦ୍ଧ । ଶୃଙ୍ଖଳିତ ମାନବସମାଜ ଗଠନ ନିମନ୍ତେ ମହାପୁରୁଷମାନେ ନୀତିଶ୍ଳୋକ ରଚନା କରିଛନ୍ତି । ଛାତ୍ରମାନଙ୍କର ଚରିତ୍ର ନିର୍ମାଣ ନିମନ୍ତେ ନୀତିକାରମାନଙ୍କର କେତୋଟି ଶ୍ଳୋକ ଏଠାରେ ପ୍ରସ୍ତୁତ କରାଯାଇଛି ।
श्लोक – १ (ପଦ୍ୟ – ୧)
अभिवादनशीलस्य नित्यं वुद्धोपसेविनः।
चत्वारि तस्य वर्द्धन्ते आयुर्विद्यायशोबलम् ॥१॥
यः पूज्यान् गुरुजनान् प्रणमति, सर्वदा वयोज्येष्ठान् प्रति सेवापरायणः भवति । तेषाम् आशीर्वादात् प्रणमतीः जनस्य चत्वारि वर्द्धन्ते।सः दीर्घायुः, विद्वानू, यशस्वी, शक्तिमान् च भवति ।
ଅଭିବାଦନଶୀଳସ୍ୟ ନିତ୍ୟ ବୃଦ୍ଧାପସେବିନଃ
ଚତ୍ବାରି ତସ୍ୟ ବର୍ଷନ୍ତେ ଆୟୁର୍ବିଦ୍ୟାୟଶୋବଳମ୍ ॥ ୧ ॥
ଯଃ ପୂଜ୍ୟାନ୍ ଗୁରୁଜନାନ୍ ପ୍ରଣମତି, ସର୍ବଦା ବୟୋଜ୍ୟେଷ୍ଠାନ୍ ପ୍ରତି ସେବାପରାୟତଃ ଭବତି । ତେଷାମ୍ ଆଶୀର୍ବାଦାତ୍ ପ୍ରଣମତଃ ଜନସ୍ୟ ଚତ୍ବାରି ବର୍ଷନ୍ତେ । ଡଃ ଦୀର୍ଘାୟୁ, ବିଦ୍ଵାନ୍, ଯଶ୍ୱସୀ, ଶକ୍ତିମାନ୍ ଚ ଭବତି ।
ସନ୍ଧି ବିଚ୍ଛେଦ
- ବୃଦ୍ଧାପସେବିନଃ : = ବୃଦ୍ଧ + ଉପସେବିନଃ
- ପ୍ରଣମତି = ପ୍ର + ନମତି ।
ଶବ୍ଦାର୍ଥ
ଅନୁବାଦ
ଯେଉଁ ବ୍ୟକ୍ତି ପୂଜ୍ୟଗୁରୁଜନଙ୍କୁ ପ୍ରଣାମ କରେ । ସର୍ବଦା ବୟୋଜ୍ୟେଷ୍ଠମାନଙ୍କ ପ୍ରତି ସେବାପରାୟଣ ଥାଏ । ସେମାନଙ୍କର ଆଶୀର୍ବାଦରୁ ପ୍ରଣାମ କରୁଥିବା ଲୋକର ଚାରିଟି ଅଭିବୃଦ୍ଧି ଘଟେ । ସେ ଦୀର୍ଘାୟୁ, ବିଦ୍ୱାନ, ଯଶସ୍ୱୀ ଏବଂ ଶକ୍ତିମାନ୍ ହୁଏ ।
श्लोक – २ (ପଦ୍ୟ – ୨)
सर्पदुर्जनयोर्मध्ये वरं सर्पो न दुर्जनः ।
सर्पों दशति कालेन दुर्जनस्तु पदे पदे ॥ २ ॥
सर्पः भयप्रदः खलः .अपि मारात्मक:। परन्तु सर्पखयोर्मध्ये सर्पः दुर्जनात् श्रेयस्करः । यतः सर्पः मनुष्यं सकृत् दशति । मन्दबुद्धिः दुर्जनस्तु वारम्वारम् अनिष्टं करोति ।
ସର୍ପଦୁର୍ଜନୟୋର୍ମଧ୍ୟ ବରଂ ସର୍ପୋ ନ ଦୁର୍ଜନଃ ।
ସର୍ପୋ ଦଶତି କାଳେନ ଦୁର୍ଜନସ୍ତୁ ପଦେ ପଦେ ॥ ୨ ||
ସର୍ପ ଭୟପ୍ରଦଃ ଖତଃ ଅପି ମାରାତ୍ମକଃ । ପରନ୍ତୁ ସର୍ପଖଳୟୋର୍ମଧ୍ୟ ସର୍ପ ଦୁର୍ଜନାତ୍ ଶ୍ରେୟସ୍କରଃ । ଯତଃ ସର୍ପ ମନୁଷ୍ୟ ସକୃତ୍ ଦଶତି । ମନ୍ଦବୁଦ୍ଧି ଦୁର୍ଜନସ୍ତୁ ବାରମ୍ବାରମ୍ ଅନିତାଂ କରୋତି ।
ସନ୍ଧି ବିଚ୍ଛେଦ
- ସର୍ପଦୁର୍ଜନୟୋର୍ମଧ୍ୟ = ସର୍ପଦୁର୍ଜନ + ମଧେ
- ସର୍ପୋ ନ = ସର୍ପ + ନ
- ସର୍ପୋ ଦଶତି = ସର୍ପ + ଦଶତି
- ଦୁର୍ଜନସ୍ତୁ = ଦୁର୍ଜନଃ + ତୁ ।
ଶବ୍ଦାର୍ଥ
ଅନୁବାଦ
ସାପ ଭୟଙ୍କର ଦୁଷ୍ଟଲୋକ ମଧ୍ୟ ମାରାତ୍ମକ । ପରନ୍ତୁ ସାପ ଓ ଖଳ ମଧ୍ୟରେ ସାପ ଦୁଷ୍ଟଲୋକଠାରୁ ଶ୍ରେୟସ୍କର । ଯେହେତୁ ସାପ, ମନୁଷ୍ୟକୁ ଥରେ ଦଂଶନ କରେ । ମନ୍ଦବୁଦ୍ଧି ଦୁଷ୍ଟବ୍ୟକ୍ତି ବାରମ୍ବାର ଅନିଷ୍ଟ କରେ ।
श्लोक – ३ (ପଦ୍ୟ – ୩)
श्वः कार्यमद्य कुर्वीत पूर्वाह्णे चापराह्निकम् ।
न हि प्रतीक्षते मृत्युः कृतमद्य न वा कृतम् ॥३ ॥
बुद्धिमान् नरः आगामिदिनस्य कार्यम् अद्य एव करोति। अपराह्णस्य कार्यं पूर्वाह्णे सम्पादयति । कार्यं समाप्तम् असमाप्तं वा भवतु, मृत्युः महाकालः कमपि न अपेक्षते।
ଶ୍ୱେ କାର୍ଯ୍ୟମଦ୍ୟ କୁର୍ନୀତ ପୂର୍ବାହ୍ନେ ଚାପରାହ୍ନିକମ୍ ।
ନ ହି ପ୍ରତୀକ୍ଷତେ ମୃତ୍ୟୁ କୃତମଦ୍ୟ ନ ବା କୃତମ୍ ॥ ୩ ॥
ବୁଦ୍ଧିମାନ୍ ନରଃ ଆଗାମିଦିନସ୍ୟ କାର୍ଯ୍ୟମ୍ ଅଦ୍ୟ ଏବ କରୋତି ଅପରାହ୍ନସ୍ୟ କାର୍ଯ୍ୟ ପୂର୍ବାହ୍ନ ସମ୍ପାଦୟତି । କାର୍ଯ୍ୟ ସମାପ୍ତମ୍ ଅସମାପ୍ତ ବା ଭବନ୍ତୁ, ମୃତ୍ୟୁ ମହାକାଳ କମପି ନ ଅପେକ୍ଷତେ ।
ସନ୍ଧି ବିଚ୍ଛେଦ
- କାର୍ଯ୍ୟମଧ୍ଯ = କାର୍ଯ୍ୟମ୍ + ଅଦ୍ୟ
- ଚାପରାହ୍ନିକମ୍ = ଚ + ଅପରାହ୍ନିକମ୍
- କୃତମଦ୍ୟ = କୃତମ୍ + ଅଦ୍ୟ
- ପ୍ରତୀକ୍ଷତେ = ପ୍ରତି + ଈକ୍ଷତେ
- କମପି = କମ୍ + ଅପି ।
ଶବ୍ଦାର୍ଥ
ଅନୁବାଦ
ବୁଦ୍ଧିମାନ ଲୋକ ଆସନ୍ତାକାଲିର କାମ ଆଜି ହିଁ କରିଥାଏ । ଅପରାହ୍ନର କାର୍ଯ୍ୟ ପୂର୍ବାହ୍ନରେ ସମ୍ପାଦନ କରେ । କାର୍ଯ୍ୟ ସମାପ୍ତ ହେଉ ବା ନ ହେଉ ମହାକାଳ ମୃତ୍ୟୁ କାହାରିକୁ ଅପେକ୍ଷା କରେ ନାହିଁ ।
श्लोक – ४ (ପଦ୍ୟ – ୪)
गते शोकं न कुर्वीत भविष्यं नैव चिन्तयेत् ।
वर्तमानेषु कालेषु वर्त्तयन्ति विचक्षणाः ॥ ४ ॥
विगतः विषयः न चिन्तनीयः। भविष्यकाले किं भविष्यति, तदपि न चिन्तयेत् । विज्ञाः जनाः वर्त्तमाने घटनाविषये एव चिन्तयन्ति, कार्यं कुर्वन्ति च ।
ଗତେ ଶୋକଂ ନ କୁର୍ନୀତ ଭବିଷ୍ୟ ନୈବ ଚିନ୍ତୟେତ୍
ବର୍ତ୍ତମାନେଷୁ କାଳେଷୁ ବର୍ଭୟର୍ନ୍ତ ବିଚକ୍ଷଣା ॥ ୪॥
ବିଗତଃ ବିଷୟ ନ ଚିନ୍ତନୀୟଃ । ଭବିଷ୍ୟକାଳେ କିଂ ଭବିଷ୍ୟତି ତଦପି ନ ଚିନ୍ତୟେତ୍ । ବିଜ୍ଞା ଜନଃ ବର୍ତ୍ତମାନ ଘଟନାବିଷୟ ଏବ ଚିନ୍ତୟନ୍ତ ; କାର୍ଯ୍ୟ କୁର୍ବନ୍ତି ଚ।
ସନ୍ଧି ବିଚ୍ଛେଦ
- ନୈବ = ନ + ଏବ
- ତଦପି = ତତ୍ + ଅପି ।
ଶବ୍ଦାର୍ଥ
ଅନୁବାଦ
ବିଗତ ବିଷୟକୁ ଚିନ୍ତ।କରିବା ଅନୁଚିତ । ଭବିଷ୍ୟତରେ କ’ଣ ହେବ ତାହା ମଧ୍ୟ ଚିନ୍ତାକରିବା ଅନୁଚିତ । ବିଜ୍ଞଲୋକମାନେ ବର୍ତ୍ତମାନ ଘଟଣା ବିଷୟରେ ହିଁ ଚିନ୍ତା କରନ୍ତି ଏବଂ କାର୍ଯ୍ୟ କରନ୍ତି ।
श्लोक – ५ (ପଦ୍ୟ – ୫)
अल्पानामपि वस्तूनां संहतिः कार्यसाधिका
तृणैरारभ्यते रज्जुः तया नागोऽपि बध्यते ॥ ५ ॥
अल्पानि अपि वस्तूनि यदि मिलितानि भवन्ति, तर्हि तैः महत् कार्यं साधितं भवति। तृणानि यदि पृथक् सन्ति, तानि दुर्वलानि भवन्ति। परन्तु यदि तानि एकत्रकृत्य मनुष्यः रज्जुरूपेण व्यवहरति, तया रज्वा महाबलस्य गजस्य अपि बन्धनं कर्तुं शक्यते।
ଅଳ୍ପାନାମପି ବସ୍ତୁନା ସଂହତିଃ କାର୍ଯ୍ୟସାଧିକା
ତୃରାରଭ୍ୟତେ ରଜ୍ଜୁ ତୟା ନାଗୋଽପି ବଧ୍ୟତେ ॥ ୫ ||
ଅଳ୍ପାନି ଅପି ବସ୍ତୁନି ଯଦି ଏକତ୍ରିତାନି ଭାବନ୍ତି, ତହିଁ ଡଃ ମହତ୍ କାର୍ଯ୍ୟ ସାଧିତଂ ଭବତି । ତୃଣାନି ଯଦି ପୃଥକ୍ ସନ୍ତ, ତାନି ଦୁର୍ବଳାନି ଭବନ୍ତି । ପରନ୍ତୁ ଯଦି ତାନି ଏକତ୍ରକୃତ୍ୟ ମନୁଷ୍ୟ ରଜ୍ଜୁରୂପେଣ ବ୍ୟବହରତି; ତୟା ରହ୍ମା ମହାବଳସ୍ୟ ଗଜସ୍ୟ ଅପି ବନ୍ଧନଂ କର୍ଡିଂ ଶକ୍ୟତେ ।
ସନ୍ଧି ବିଚ୍ଛେଦ
- ଅଚ୍ଛାନାମପି = ଅଳ୍ପନାମ୍ + ଅପି
- ନାଗୋଽପି = ନାରଃ + ଅପି
- କିନ୍ତୁ = କିଂ + ତୁ ।
ଶବ୍ଦାର୍ଥ
ଅନୁବାଦ
ଅଳ୍ପମାତ୍ର ବସ୍ତୁ ଯଦି ଏକାଠି କରାଯାଏ । ତେବେ ବଡ଼କାର୍ଯ୍ୟ ସାଧୁତ ହୋଇଥାଏ ଘାସଗୁଡ଼ିକ ଯଦି ଅଲଗା ରଖାଯାଏ, ତେବେ ଦୁର୍ବଳ ହୋଇଥାନ୍ତି । କିନ୍ତୁ ଯଦି ସେଗୁଡ଼ିକୁ ଏକାଠି କରି ମଣିଷ ଦଉଡି଼ ରୂପରେ ବ୍ୟବହାର କରେ ସେହି ଦଉଡି଼ ଦ୍ବାରା ମହାବଳଶାଳୀ ହାତୀକୁ ମଧ୍ୟ ବନ୍ଧାଯାଇପାରେ ।
श्लोक – ६ (ପଦ୍ୟ – ୬)
गुणवजनसम्पर्कात् याति स्वल्पोऽपि गौरवम् ।
पुष्पमालानुषङ्गेण तृणं शिरसि धार्यते ॥ ६ ॥
नीचः जनः गुणिजनस्य संसर्गीत् गौरवान्वितः भवति। तुच्छम् अपि तृणं पुष्पमालया सह देवतायाः मस्तके स्थानं प्राप्नोति।
ଗୁଣବଜନସମ୍ପର୍କୀତ୍ ଯାତି ସ୍ଵଽପି ଗୌରବମ୍ ।
ପୁଷ୍ପମାଳାନୁଷଙ୍ଗଣ ତୃଣଂ ଶିରସି ଧାର୍ଯ୍ୟତେ || ୬ ||
ନୀତଃ ଜନଃ ଗୁଣିଜନସ୍ୟ ସଂସର୍ଗାତ୍ ଗୌରବାନ୍ଵିତଃ ଭବତି । ତୁଚ୍ଛମ୍ ଅପି ତୃଣଂ ପୁଷ୍ପମାଳୟା ସହ ଦେବତାୟାଂ ମସ୍ତକେ ସ୍ଥାନଂ ପ୍ରାଷ୍ଟୋତି ।
ସନ୍ଧି ବିଚ୍ଛେଦ
- ଗୁଣବଜନସମ୍ପର୍କିତ୍ = ଗୁଣବତ୍ + ଜନସମ୍ପର୍କାତ୍
- ସ୍ୱଽପି – ସ୍ଵତଃ + ଅପି
- ପୁଷ୍ପମାଳାନୁଷଙ୍ଗଣ = ପୁଷ୍ପମାଳ + ଅନୁଷଙ୍ଗଣ
- ପ୍ରାଷ୍ଟୋତି = ପ୍ର + ଅପ୍ଲୋତି ।
ଶବ୍ଦାର୍ଥ
ଅନୁବାଦ
ନୀଚ ଲୋକ ଗୁଣବାନ ଲୋକସହିତ ସମ୍ପର୍କ ରଖ୍ ଗୌରବର ଅଧିକାରୀ ହୋଇଥାନ୍ତି । ଘାସ ତୁଚ୍ଛ ହେଲେ ମଧ୍ୟ ପୁଷ୍ପମାଳା ସହିତ ଦେବତାର ମସ୍ତକରେ ସ୍ଥାନ ପାଏ ।
श्लोक ७ (ପଦ୍ୟ – ୭)
पञ्चैव पूजयन् लोके यशः प्राप्नोति केवलम् ।
देवान् पितृन् मनुष्यांश्च गुरूनतिथिपञ्चमान् ॥७॥
संसारे पञ्च एव पूज्याः भवन्ति । ते देवाः, पितृपुरुषाः सज्जनाः, अतिथयः च सन्ति । एतान् पूजयित्वा नरः यशस्वी भवति ।
ପଞ୍ଚିବ ପୂଜୟନ୍ ଲୋକେ ଯଶଃ ପ୍ରାୟୋତି କେବଳମ୍ ।
ଦେବାନ୍ ପିତୃନ୍ ମନୁଷ୍ଯାଣ୍ଟ ଗୁରୂନତିଥିପଞ୍ଚମାନ୍ ॥ ୭ ॥
ସଂସାରେ ପଞ୍ଚ ଏବ ପୂଜ୍ୟ ଭବନ୍ତି । ତେ ପିତୃପୁରୁଷା, ସଜନାଃ ଗୁରୁଜନା, ଅତିଥୟଃ ଚ ସନ୍ତୋ । ଏତାନ୍ ପୂଜୟିତ୍ୱ ନରଃ ଯଶସ୍ବୀ ଭବତି ।
ସନ୍ଧି ବିଚ୍ଛେଦ
- ପଞ୍ଚିବ = ପଞ୍ଚ + ଏବ
- ପ୍ରାୟୋତି = ପ୍ର + ଆୟୋତି
- ମନୁଷ୍ୟ = ମନୁଷ୍ୟାନ୍ + ଚ
- ଗୁରୁନତିଧ୍ଵପଞ୍ଚମାନ୍ = ଗୁରୂନ୍ + ଅତିଥପଞ୍ଚମାନ୍ ।
ଶବ୍ଦାର୍ଥ
ଅନୁବାଦ
ସଂସାରରେ ପାଞ୍ଚଜଣ ହିଁ ପୂଜ୍ୟ ଅଟନ୍ତି । ସେମାନେ ହେଉଛନ୍ତି ଦେବତା, ପିତୃପୁରୁଷ, ସଜ୍ଜନ, ଗୁରୁଜନ ଏବଂ ଅତିଥ । ଏମାନଙ୍କୁ ସମ୍ମାନ ଦେଇ ମଣିଷ ଯଶସ୍ୱୀ ହୋଇଥାଏ ।
धार्यते , प्राप्नोति, दशति, प्रतीक्षते, वर्त्तयन्ति, विचक्षणा:, संहति:, आभ्यते, बध्यते, नागोऽपि
ଧାର୍ଯତେ, ପ୍ରାଷ୍ଟୋତି, ଦଶତି, ପ୍ରତୀକ୍ଷତେ, ବର୍ଷୟନ୍ତି, ବିଚକ୍ଷଣା, ସଂହତିଃ, ଆରଭ୍ୟତେ, ବଧ୍ୟତେ, ନାଗୋଽପି