Odisha State Board BSE Odisha 8th Class Sanskrit Solutions Chapter 2 ସାଧୁ ଗୋପାଳକୃଷ୍ଣ Textbook Exercise Questions and Answers.
BSE Odisha Class 8 Sanskrit Solutions Chapter 2 ସାଧୁ ଗୋପାଳକୃଷ୍ଣ
1. एकपदेन उत्तरं लिखत । ଏକପଦେନ ଉତ୍ତରଂ ଲିଖତ ।
(ଗୋଟିଏ ପଦରେ ଉତ୍ତର ଲେଖ।)
(क) क:परीक्षां कर्तु चिन्तितवान् ?
କଃ ପରୀକ୍ଷା କରଂ ଚିନ୍ତାତବାନ୍ ?
उत्तर: ଶିକ୍ଷକ
(ख) छात्रा:किं लिखित्वा दर्शितवन्तः ?
ଛାତ୍ରା କିଂ ଲିଖୁଡା଼ ଦର୍ଶିତବନ୍ତଃ ?
उत्तर: ଉତ୍ତରାଣି
(ग) शिक्षकः कृष्णफलके कान् लिखितवान् ?
ଶିକ୍ଷକଃ କୃଷ୍ଣଫଳକେ କାନ୍ ଲିଖୁତବାନ୍ ?
उत्तर: ପ୍ରଶ୍ନନ୍
(घ) गोपालः कस्य समीपं गतवान् ?
ଗୋପାଳ କସ୍ୟ ସମୀପଂ ଗତବାନ୍ ?
उत्तर: ଶିକ୍ଷକସ୍ଯ
(ङ) गोपालस्य मुखं किम् अभवत् ?
ଗୋପାଳସ୍ୟ ମୁଖ୍ଯ କିମ୍ବା ଅଭବତ୍ ?
उत्तर: ସ୍ନାନମ
(च) केन शिक्षकः सन्तुष्टः ?
କେନ ଶିକ୍ଷକଃ ସନ୍ତୁଷ୍ଟ ?
उत्तर: ସତ୍ୟବଚନେନ
(प्रश्नान्, शिक्षकः, म्लानम्, उत्तराणि, सत्यवचनेन,शिक्षकस्य) (ପ୍ରଶ୍ନୋନ୍, ଶିକ୍ଷକ, ସ୍ନାନମ୍, ଉତ୍ତରାଣି, ସତ୍ୟବଚନେନ, ଶିକ୍ଷକସ୍ୟ)
2. शून्यस्थानं पूरयत
(क) ………..परीक्षार्थं प्रस्तुता: ।
………………. ପରୀକ୍ଷାର୍ଥୀ ପ୍ରସ୍ତୁତଃ ?
उत्तर: ଯୂୟଂ
(ख) ………… अत्र आगच्छ ।
………………. ଅତ୍ର ଆଗଳ୍ପ ।
उत्तर: ତ୍ଵମ୍
(ग) ………………. तु सम्यक् लिखितम् ।
…………. ତୁ ସମ୍ୟକ୍ ଲିଖିତମ୍ ।
उत्तर: ଦ୍ବୟା
(घ) ………….. एकं पुरस्कारं दातुम् इच्छामि ।
…………..ଏବଂ ପୁରସ୍କାରଂ ଦାତୁମ୍ ଇଚ୍ଛାମି ।
उत्तर: ତୁଭ୍ୟମ୍
(ङ) ………….. एष: गोपाल: श्रेष्ठः ।
………….. ଏଷ ଗୋପାଳ ଶ୍ରେଷ୍ଠ ।
उत्तर: ଯୁଷ୍ମାସୁ
(च) अरे गोपाल ! …………. मुखं किमर्थं म्लानं दृश्यते ?
ଅରେ ଗୋପାଳ ! …………. ମୁଖ୍ଯ କିମର୍ଥ୍ୟ ମ୍ଳାନଂ ଦୃଶ୍ୟତେ ?
उत्तर: ତବ
(छ) एषः पुरस्कारः …………. एव ।
ଏତଃ ପୁରସ୍କାରଃ ………………ଏବ ।
उत्तर: ତବ
ज) अतः अहं …………. अतीव स्निह्यामि ।
ଅତଃ ଅହଂ ………….. ଅତୀବ ସ୍ମିଥ୍ୟାମି ।
उत्तर: ତ୍ବୟି
(त्वं, तुभ्यं, तव, यूयं, त्वया, युष्मासु, त्वयि)
(ବଂ, ତୁଭ୍ୟ, ତବ, ପୂୟଂ, ତ୍ରୟା, ଯୁକ୍ଷ୍ମାସୁ, ତ୍ଵ)
3. मातृभाषया अनुवादं कुरुत —(ମାତୃଭାଷୟ ଅନୁବାଦଂ କୁରୁତ ।)
(ମାତୃଭାଷାରେ ଅନୁବାଦ କର ।)
(क) प्रियशिष्याः !यूयं परीक्षार्थं प्रस्तुता:?
ପ୍ରିୟଶିଷ୍ୟ ! ୟୂୟଂ ପରୀକ୍ଷାର୍ଥୀ ପ୍ରସ୍ତୁତଃ ?
उत्तर:
ପ୍ରିୟ ଶିଷ୍ୟଗଣ ! ତୁମେମାନେ ପରୀକ୍ଷା ନିମନ୍ତେ ପ୍ରସ୍ତୁତ କି ?
(ख) अरे गोपाल !त्वम् अत्र आगच्छ ।
ଅରେ ଗୋପାଳ ! ତୁମ୍ ଅତ୍ର ଆଗଛ ।
उत्तर:
ଆରେ ଗୋପାଳ ! ତୁମେ ଏଠାକୁ ଆସ ।
(ग) तुभ्यम् एकं पुरस्कारं दातुम् इच्छामि ।
ତୁଭ୍ୟମ୍ ଏବଂ ପୁରସ୍କାରଂ ବାଚୁମ୍ ଇଚ୍ଛାମି ।
उत्तर:
ତୁମକୁ ଗୋଟିଏ ପୁରସ୍କାର ଦେବାକୁ ଇଚ୍ଛାକରୁଛି ।
(घ) एषः परीक्षायां सम्यक् लिखितवान् ।
ଏଷ ପରୀକ୍ଷାୟାଂ ସମ୍ୟକ୍ ଲିଖିତବାନ୍ ।
उत्तर:
ଇଏ ପରୀକ୍ଷାରେ ଭଲ ଲେଖୁଛି ।
(ङ) तव मुखं किमर्थं म्लानं दृश्यते ?
ତବ ମୁଖ କିମର୍ଥୀ ମାନଂ ଦୃଶ୍ୟତେ ?
उत्तर:
ତୁମ ମୁହଁ କାହିଁକି ମଳିନ ଦେଖାଯାଉଛି ?
(च) अतः अहं त्वयि अतीव स्निह्यामि ।
ଅତଃ ଅହଂ ତ୍ବ ଅତୀବ ସ୍ପୃହ୍ୟାମି ।
उत्तर:
ଏଣୁ ମୁଁ ତୁମକୁ ଅତ୍ୟନ୍ତ ଭଲପାଏ।
(छ) सर्वे चिरकालं त्वां स्मरिष्यन्तिं ।
ସର୍ବେ ଚିରକାଳ ତ୍ବା ସ୍ମରିଷ୍ୟନ୍ତ ।
उत्तर:
ସମସ୍ତେ ଚିରଦିନ ତୁମକୁ ମନେ ରଖିବେ ।
4. शुद्धपदं रचयत । (ଶୁଦ୍ଧ ପଦ ଲେଖ ।)
(ଶୁଦ୍ଧପଦଂ ରଚୟତ।)
उदाहरणम् – कः ल बा – बालक:
ଉଦାହରଣମ୍ – ଡଃ ଳ ବା – ବାଳକଃ
(१) ल वि ये द्या …………
ଳ ବି ୟେ ଦ୍ୟା – ବିଦ୍ୟାଳୟେ
(२) न् वा चि त न्ति …………
ନ୍ ବା ଚି ତ ଷ୍ଟି – ଚିନ୍ତି ତବାନ୍
(३) थि क व त न्त: …………
ଥ୍ କ ବ ତ ଡଃ ୫ – କଥ୍ତବନ୍ତ
(४) द्र घा उ य ट त …………
ଦ୍ ଘା ଉ ୟ ଟ ତ – ଉଦ୍ଘାଟୟତ
(५) णिउत्तरा …………
ଣି ଉ ର ରା – ଉତ୍ତରାଣି
(६) कृ गो ल ष्ण: पा …………
କୃ ଗୋ ଳ ଡଃ ପା – ଗୋପାଳକୃଷ୍ଣ
5. विषयानुसारं स्तम्भमेलनं कुरुत –
(ବିଷୟାନୁସାରଂ ସ୍ଥମ୍ଭମେଳନଂ କୁରୁତ ।)
(ବିଷୟ ଅନୁସାରେ ସ୍ଥମ୍ଭମେଳନ କର ।)
उत्तर:
6. रेखाङ्क्रितपदस्य संशोधनं कुरुत। (ରେଖାଙ୍କିତପଦସ୍ୟ ସଂଶୋଧନଂ କୁରୁତ।)
(ରେଖାଙ୍କିତ ପଦଗୁଡ଼ିକର ସଂଶୋଧନ କର ।)
(क) यूयं परीक्षार्थ प्रस्तुतः।
ଭୂୟଂ ପରୀକ୍ଷାର୍ଥୀ ପ୍ରସ୍ତୁତଃ ।
उत्तर:
ସୂୟଂ ପରୀକ୍ଷାର୍ଥୀ ପ୍ରସ୍ତୁତଃ ।
(ख) त्वम् अत्र आगच्छतु ।
ତୁମ୍ ଅତ୍ର ଆଗଛତୁ ।
उत्तर:
ତୁମ ଅତ୍ର ଆଗଛ ।
(ग) युष्माभि: गोपालः श्रेष्ठः।
ଯୁଷ୍ଠାଭି ଗୋପାଳ ଶ୍ରେଷ୍ଠ ।
उत्तर:
ଯୁଷ୍ଠାସୁ ଗୋପାଳୀ ଶ୍ରେଷ୍ଠ ।
(घ) तव अतीव स्निद्यामि ।
ଦ୍ବୟ ଅତୀବ ସୁହ୍ୟାମି ।
उत्तर:
ସର୍ବେ ତଂ ସ୍ମରିଷ୍ୟନ୍ତ ।
(ङ) सर्वे त्वं स्मरिष्यन्ति ।
ସର୍ବେ ତାଂ ସ୍ମରିଷ୍ୟନ୍ତି ।
उत्तर:
(ବାକ୍ୟ ରଚନା କର ।)
7. वाक्यानि रचयत।
पठन्ति स्म, गतवान्, लिखितवान्, अहम्, तव
उत्तर:
- पठन्ति स्म (ପଠନ୍ତି ସ୍କ) – ସର୍ବେ ସଂସ୍କୃତଂ ପଠନ୍ତି ସ୍ମ।
- गतवान् (ଗତାବାନ) – ଛାତ୍ରୀ ବିଦ୍ୟାଳୟଂ ଗତବାନ୍।
- लिखितवान्(ଲିଖତବାନ୍) – ଡଃ ସମ୍ୟକ୍ ଲିଖ୍ତବାନ୍ ।
- अहम् (ଅହମ୍) – ଅହଂ ଚିନ୍ମୟୀ ।
- तव (ତବ) – ତବ ନାମ କିମ୍
8. सन्धिविच्छेदं कुरुत । (ସନ୍ଧିବିଚ୍ଛେଦଂ କୁରୁତ।)
(ସନ୍ଧିବିଚ୍ଛେଦ କର।)
परीक्षार्थम्, कोऽपि, पुरस्कारम्, किमर्थम्,मूल्याड्क्रनम्, अतीव, इतस्ततः
उत्तर:
- परीक्षार्थम् (ପରୀକ୍ଷାର୍ଥମ୍) – ପରୀକ୍ଷା + ଅର୍ଥମ୍
- कोऽपि (କୋଽପି) – କଃ + ଅପି
- पुरस्कारम् (କିମର୍ଥମ୍) – କିମ୍ + ଅର୍ଥମ୍ ମୁଷ୍ୟାନ୍ୟ
- किमर्थम् (ମୂଲ୍ୟାଙ୍କନମ୍) – ମୂଲ୍ୟ + ଅଙ୍କନମ୍
- अतीव (ଅତୀବ) – ଅତି + ଇବ
- इतस्तत: (ଇତସ୍ତତଃ) – ଇତଃ + ତତଃ
तव कृते करंणीयम् (ତୁମ ପାଇଁ କାମ)
उच्चै : पठत, लिखत च – (ବଡ଼ପାଟିରେ ପଢ଼ ଏବଂ ଲେଖ।
युष्मद् शब्द:
उचितपदेन शून्यस्थानं पूरयत -(ଉଚିତପଦେନ ଶୂନ୍ୟସ୍ଥାନଂ ପୂରୟତ ।)
(ଉଚିତ ପଦରେ ଶୂନ୍ୟସ୍ଥାନ ପୂରଣ କର ।)
(क) अहं ………………. एकं विषयं वदिष्यामि । (त्वम्, त्वाम्, यूयम्)
ଅହଂ ……………… ଏକଂ ବିଷୟଂ ବଦିଷ୍ୟାମି । (ଡ୍ରମ୍, ତ୍ବାମ୍, ୟୂୟମ୍ )
उत्तर: ତ୍ବାମ୍
(ख) ………………. सर्वे उत्तमा: बालका: । (त्वं, युवां, यूयं)
…………….. ସର୍ବେ ଉତ୍ତମା ବାଳକା । (ବଂ, ଯୁବାଂ, ସୂୟଂ)
उत्तर: ସୂୟଂ
(ग) अहं ……………….. एकां कथां कथयामि । (यूयं, त्वयां, युष्मान्)
ଅହଂ …………….. ଏକାଂ କଥା କଥୟାମି । (ସୂୟଂ, ତ୍ରୟା, ଯୁଷ୍ମାନ୍)
उत्तर: ଯୁଷ୍ମାନ୍
(घ) शिक्षक: …………….. पाठं ददाति । (तुभ्यं, त्वत्, त्वं)
ଶିକ୍ଷକ — ପାଠ୍ୟ ଦଦାତି । (ତୁଭ୍ୟ, ସ୍ଵତ୍, ବଂ)
उत्तर: ତୁଭ୍ୟ
(ङ) …………….. विद्यालयस्य नाम किम् ? (त्वायि, त्वां, तव)
ବିଦ୍ୟାଳୟସ୍ୟ ନାମ କିମ୍ ? (ତ୍ୱୟି, ତାଂ, ତବ)
उत्तर: ତବ
(च) शिक्षक: …………….. विशेवासं करोति । (त्वयि, त्यां, तव)
ଶିକ୍ଷକ …………….. ବିଶ୍ୱାସଂ କରୋତି । (ନ୍ବୟଂ, ବାଂ, ତବ)
उत्तर: ତ୍ବୟି
(छ) ………………… क: श्रेष्ठ: ? (यूयं, युष्माभि:, युष्मासु)
…………….. କଃ ଶ୍ରେଷ୍ଠ ? ( ଯୁୟଂ, ଯୁଷ୍ଠାଭି, ଯୁଷାସୁ)
उत्तर: ଯୁଷ୍ମାସୁ
(ज) ………………. तत्र गच्छतम् । (युवां, यूयं, त्वं)
ତତ୍ର ଗଚ୍ଛତମ୍ । (ଯୁବାଂ, ଯୂୟଂ, ବଂ)
उत्तर: ଯୁବାଂ
(झ) ……………….गृहं कुत्र ? (युष्माभिः, युयं, युष्माकं)
……………….. ଗୃହଂ କୁତ୍ର ? (ଯୁଷ୍ଠାଭିଂ, ପୂୟଂ, ଯୁଷ୍ପାକଂ)
उत्तर: ଯୁଷ୍ପାକଂ
(ज) ………………. किं बालेश्वरं गमिष्यथ ? (यूयं, युष्मान्, युवां)
उत्तर:
କିଂ ବାଲେଶ୍ଵରଂ ଗମିଷ୍ୟଥ ? (ଯୂୟଂ,ୟୁଷ୍ମାନ୍, ଯୁବାଂ)
उत्तर: ଯୂୟଂ
ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
Objective
एकपदेन उत्तरं लिखत । (ଏକପଦେନ ଉତ୍ତରଂ ଲିଖତ ।)
1. शिक्षकः छात्राणां किं कर्तु चिन्तितवान् ?
ଶିକ୍ଷକ ଛାତ୍ରାଣା କିଂ କର୍ଡିଂ ଚିତବାନ୍ ?
उत्तर: ପରୀକ୍ଷା
2. कः छात्रान् सूचितवान् ?
କ ଛାତ୍ରାନ୍ ସୂଚିତବାନ୍ ?
उत्तर: ଶିକ୍ଷକ
3. गोपालस्य वचनं श्रुत्वा कस्य मुखं म्लानम् अभवत् ?
ଗୋପାଳସ୍ୟ ବଚନଂ ଶୃତ୍ବା କସ୍ୟ ମୁଖ୍ୟ ମାନମ୍ ଅଭିବତ୍ ?
उत्तर: ଶିକ୍ଷକସ୍ୟ
4. कस्य क्रन्दनं दृष्ट्वा छात्राः क्रन्दितवन्तः ?
କସ୍ୟ କ୍ରନ୍ଦନଂ ଦୃଷ୍ଟା ଛାତ୍ରା କନ୍ଦିତବନ୍ତଃ ?
उत्तर: ଗୋପାଳସ୍ୟ
5. कस्य वचनेन शिक्षक : सन्तुष्टः ?
କସ୍ୟ ବଚନେନ ଶିକ୍ଷକଃ ସନ୍ତୁଷ୍ଟ ?
उत्तर: ଗୋପାଳସ୍ୟ
6. शिक्षक: केषां परीक्षां कर्तुं चिन्तितवान् ?
ଶିକ୍ଷକ କେଷା ପରୀକ୍ଷା କରୁଁ ଚିନ୍ତତବାନ୍ ?
उत्तर: ଛାତ୍ରାଣାମ୍
7. शिक्षकः कान् सूचितवान् ?
ଶିକ୍ଷକଃ କାନ୍ ସୂଚିତବାନ୍ ?
उत्तर: ଛାତ୍ରାନ୍
8. क्र: छात्रान् सूचितवान् ?
କଃ ଛାତ୍ରାନ୍ ସୂଚିତବାନ୍ ?
उत्तर: ଶିକ୍ଷକଃ ।
9. कः शिक्षकस्य समीपं गतवान् ?
କଃ ଶିକ୍ଷକସ୍ୟ ସମୀପଂ ଗତବାନ୍ ?
उत्तर: ଗୋପାଳ
10. शिक्षकस्य वचनं श्रुत्वा कस्य मुखं म्लानम् अभवत्?
ଶିକ୍ଷକସ୍ୟ ବଚନଂ ଶ୍ରୁତ୍ବା କସ୍ୟ ମୁଖ୍ୟ ସ୍ନାନମ୍ ଅଭବତ୍ ?
उत्तर: ଗୋପାଳସ୍ୟ
11. गोपालस्य वचनेन कः सन्तुष्टः ?
ଗୋପାଳସ୍ୟ ବଚନେନ କଃ ସନ୍ତୁଷ୍ଟ ?
उत्तर: ଶିକ୍ଷକଃ
12. शिक्षकः कस्य वचनेन सन्तुष्टः ?
ଶିକ୍ଷକଃ କସ୍ୟ ବଚନେନ ସନ୍ତୁଷ୍ଟ ?
उत्तर: ଗୋପାଳସ୍ୟ
बन्धनीमध्यात् शून्यस्थानं पूरयत।
(ବନ୍ଧନୀମଧ୍ଯାତ୍ ଶୂନ୍ୟସ୍ଥାନଂ ପୂରୟତ।)
1. अरे ………… तु सम्यक् लिखितम् ।(तव,त्वया)
ଅରେ ……….. ତୁ ସମ୍ୟକ୍ ଲିଷ୍କୃତମ୍ । (ତବ, ତ୍ରୟା)
उत्तर: ତ୍ରୟା
2. युष्मासु एष:गोपाल: ………… (ज्येष्ठ,श्रेष्ठ:)
ଯୁଗ୍ଧାସୁ ଏଷ ଗୋପାଳୀ ………….. (ଜ୍ୟେଷ୍ଠ, ଶ୍ରେଷ୍ଠ)
उत्तर: ଶ୍ରେଷ୍ଠ
3. तुभ्यम् एकं ………… दातुम् इच्छामि (पुरस्कारम् दानम्)
ତୁଭ୍ୟମ୍ ଏବଂ …………. ଦାତୁମ୍ ଇଚ୍ଛାମି । ( ପୁରସ୍କାରମ୍, ଦାନମ୍ )
उत्तर: ପୁରସ୍କାରମ୍
4. ओरे ………… !त्वम् अत्र आगच्छ। (गोपाल: गोपाल)
ଅରେ ……….. ତୁମ୍ ଅତ୍ର ଆଗଛ । (ଗୋପାଳ, ଗୋପାଳ)
उत्तर: ଗୋପାଳ
5. ………… प्राप्तुम् अहम् अयोग्यः।(पुरस्कारम्,दानम्)
……………….. ପ୍ରାୟୁମ୍ ଅହମ୍ ଅଯୋଗ୍ୟ । ( ପୁରସ୍କାରମ୍, ଦାନମ୍)
उत्तर: ପୁରସ୍କାରମ୍
6. साधु ………… साधु! (गोपाल, गोपालः )
ସାଧୁ ……………….. ସାଧୁ ! (ଗୋପାଳ, ଗୋପାଳ)
उत्तर: ଗୋପାଳ
7. अहं ………… । (दण्डनीय:, दण्डनीयम्)
ଅହଂ ……………….. (ଦଣ୍ଡନୀୟ, ଦଣ୍ଡନୀୟମ୍)
उत्तर: ଦଣ୍ଡନୀୟ
8. शिक्षक: ………… कृत्वा गोपालकृष्णम् आहूतवान्। (मूल्याठ्कनम्, संशोधनम्)
ଶିକ୍ଷକଃ ………… କୃତ୍ୱା ଗୋପାଳକୃଷ୍ଣମ୍ ଆହୂତବାନ୍ । (ମୂଲ୍ୟାଙ୍କନ, ସଂଶୋଧନମ୍)
उत्तर: ମୂଲ୍ୟାଙ୍କନମ୍
9. शिक्षकः कृष्णफलके ………… लिखितवान् । (प्रश्ना:, प्रश्नान्)
ଶିକ୍ଷକଃ କୃଷ୍ଣଫଳକେ …………. ଲିଖ୍ତବାନ୍ । (ପ୍ରଶ୍ନ, ପ୍ରଶ୍ମାନ)
उत्तर: ପ୍ରଶ୍ନନ୍
10. ………… उत्तराणि लिखित्वा दर्शितवन्त:। (छात्रा:, छात्र:)
……………..ଉତ୍ତରାଣି ଲିଖୁଡା଼ ଦର୍ଶିତବନ୍ତଃ । (ଛାତ୍ରା, ଛାତ୍ରୀ)
उत्तर: ଛାତ୍ରା
11. एकस्मिन् विद्यालये ………….. छात्राः पठन्ति स्म। (अनेक, बहव:)
ଏକସ୍ମିନ୍ ବିଦ୍ୟାଳୟେ ……………. ଛାତ୍ରା ପଠନ୍ତି ସୁ । (ଅନେକ, ବହବ)
उत्तर: ବହବ
12. गोपाल: शिक्षकस्य ………….. गतवान्। (निकषा, समीपम्)
ଗୋପାଳ ଶିକ୍ଷକସ୍ୟ ………. ଗତବାନ୍ ! (ନିକଷା, ସମୀପମ)
उत्तर: ସମୀପମ୍
13. परीक्षायाम् अहं ………….. साहाय्यं नीतवान् । (मित्रस्य, मित्रम्)
ପରୀକ୍ଷାୟାମ୍ ଅହଂ ………………… ସାହାଯ୍ୟ ନୀତବାନ୍ । (ମିତ୍ରସ୍ୟ, ମିତ୍ରମ)
उत्तर: ମିତ୍ରସ୍ଯ
उत्तरचयनं कुरुत
(ଉତ୍ତରଚୟନଂ କୁରୁତ।)
प्रश्न 1.
शिक्षक: छात्राणां किं कर्तुं चिन्तितवान् ?
ଶିକ୍ଷକଃ ଛାତ୍ରାଣା କିଂ କର୍ଡିଂ ଚିତବାନ୍ ?
(A) ପରୀକ୍ଷାମ୍
(B) ନୃତ୍ୟମ୍
(C) ଗୀତମ୍
(D) ପ୍ରତିଯୋଗିତାମ୍
उत्तर:
(A) ପରୀକ୍ଷାମ୍
प्रश्न 2.
शिक्षक : केन सन्तुष्ट : ?
(A) ଗୋପାଳସ୍ୟ ବଚନେନ
(B) ବଚନେନ
(C) ଗୋପାଳସ୍ୟ ସତ୍ୟବଚନେନ
(D) ଗୋପାଳସ୍ୟ ମିଥ୍ୟାବଚନେନ
उत्तर:
(C) ଗୋପାଳସ୍ୟ ସତ୍ୟବଚନେନ
प्रश्न 3.
गोपालः कस्य समीपं गतवान् ?
ଗୋପାଳ କସ୍ୟ ସମୀପଂ ଗତବାନ୍ ?
(A) ମାତୁଃ
(B) ପିତୁଃ
(C) ଶିକ୍ଷକସ୍ଯ
(D) ଗୁରୋ
उत्तर:
(C) ଶିକ୍ଷକସ୍ଯ
प्रश्न 4.
छात्रा: किं लिखित्वा दर्शितवन्त: ?
ଛାତ୍ରା କିଂ ଲିଖୁଡା଼ ଦର୍ଶିତବନ୍ତଃ ?
(A) ଗଣିତଂ
(B) ଉତ୍ତରାଣି
(C) ସଂସ୍କୃତମ୍
(D) ପ୍ରଶ୍ମାନ୍
उत्तर:
(B) ଉତ୍ତରାଣି
प्रश्न 5.
शिक्षक: कृष्णफलके कान् लिखितवान् ?
(A) ପ୍ରଶ୍ମାନ୍
(B) ଉତ୍ତରାଣି
(C) ପାଠମ୍
(D) ଅକ୍ଷରମ୍
उत्तर:
(A) ପ୍ରଶ୍ମାନ୍
प्रश्न 6.
युष्मासु एष:क:श्रेष्ठ:?
(A) ମନୋଜଃ
(B) ଶ୍ଯାମ
(C) ରବି
(D) ଗୋପାଳ
उत्तर:
(D) ଗୋପାଳ
प्रश्न 7.
गोपालस्य मुखं किम् अभवत् ?
ଗୋପାଳସ୍ୟ ମୁଖ୍ଯ କିମ୍ ଅଭବତ୍ ?
(A) ମ୍ଳାନମ୍
(B) ସୁନ୍ଦରମ୍
(C) ମଳିନମ୍
(D) ଅସୁନ୍ଦରମ୍
उत्तर:
(A) ମ୍ଳାନମ୍
प्रश्न 8.
शिक्षक: उत्तराणां किं कृतवान् ?
ଶିକ୍ଷକଃ ଉତ୍ତରାଣଂ କିଂ କୃତବାନ୍ ?
(A) ଦର୍ଶନମ
(B) ମୂଲ୍ୟାଙ୍କନମ୍
(C) ଟଙ୍କନମ୍
(D) ପଠନମ୍
उत्तर:
(B) ମୂଲ୍ୟାଙ୍କନମ୍
प्रश्न 9.
“अरे गोपाल ! त्वम् अत्र आगच्छ।” इति क: उक्तवान्?
‘‘ ଅରେ ଗୋପାଳ ! ତୁମ୍ ଅତ୍ର ଆଗଛ।’’ ଇତି ଡଃ ଉକ୍ତବାନ୍ ?
(A) ଛାତ୍ରୀ
(B) ପିତା
(C) ଶିକ୍ଷକ
(D) ଗୁରୁ
उत्तर:
(C) ଶିକ୍ଷକ
प्रश्न 10.
तस्य क्रन्दनं श्रुत्वा के क्रन्दितवन्त:?
ତସ୍ୟ କ୍ରନ୍ଦନଂ ଶୁତ୍ବା କେ କ୍ରନ୍ଦିତବନ୍ତଃ ?
(A) ବାଳକା
(B) ଶିଷ୍ୟା
(C) ଶିଶବ
(D) ଛାତ୍ରା
उत्तर:
(D) ଛାତ୍ରା
रेखांकित पदानां संशोधनं कुरुत।
(ରେଖାଙ୍କିତପଦାନାଂ ସଂଶୋଧନଂ କୁରୁତ।)
1. सर्वे चिरकालः त्वां स्मरिष्यन्ति।
ସର୍ବେ ଚିରକାଳ ତ୍ବା ସ୍ମରିଷ୍ୟନ୍ତ ।
उत्तर: ସର୍ବେ ଚିରକାଳଂ ତାଂ ସ୍ମରିଷ୍ୟନ୍ତି ।
2. एतत् पुरस्कारः तव एव ।
ଏତତ୍ର ପୁରସ୍କାରଃ ତବ ଏବ।
उत्तर:
ଏଷ ପୁରସ୍କାରଃ ତବ ଏବ।
3. एकः पुरस्कारं दातुम् इच्छामि।
ଏକଃ ପୁରସ୍କାରଂ ଦାତୁମ୍ ଇଚ୍ଛାମି ।
उत्तर:
ଏବଂ ପୁରସ୍କାରଂ ଦାତୁମ୍ ଇଚ୍ଛାମି ।
4. अरे गोपाल! ! त्वम् अत्र आगच्छ।
ଅରେ ଗୋପାଳ ! ତୁମ୍ ଅତ୍ର ଆଗଛ । ।
उत्तर:
ଅରେ ଗୋପାଳ ! ତୁମ୍ ଅତ୍ର ଆଗଛ ।
5. तव मुखं कथं म्लान: दृश्यते।
ତବ ମୁଖ୍ୟ କର୍ଡିଂ ସ୍ନାନଃ ଦୃଶ୍ୟତେ ।
उत्तर:
ତବ ମୁଖ୍ୟ କର୍ଡିଂ ସ୍ନାନଂ ଦୃଶ୍ୟତେ।
6. अहम् अतीव लज्जिता:।
ଅହମ୍ ଅତୀବ ଲଜ୍ଜିତା ।
उत्तर:
ଅହମ୍ ଅତୀବ ଲଜିତଃ ।
7. सत्यवचनेन शिक्षक : सन्तुष्टाः।
ସତ୍ୟବଚନେନ ଶିକ୍ଷକଃ ସନ୍ତୁଷ୍ଟ ।
उत्तर:
ସତ୍ୟବଚନେନ ଶିକ୍ଷକଃ ସନ୍ତୁଷ୍ଟ ।
8. त्वम् अत्र आगच्छतु ।
ତୁମ ଅତ୍ର ଆଗଛତୁ ।
उत्तर:
ତୁମ ଅତ୍ର ଆଗଛ ।
9. गोपालस्य सत्यवचनं शिक्षक: सन्तुष्टः।
ଗୋପାଳସ୍ୟ ସତ୍ୟବଚନଂ ଶିକ୍ଷକଃ ସନ୍ତୁଷ୍ଟ ।
उत्तर:
ଗୋପାଳସ୍ୟ ସତ୍ୟବଚନେନ ଶିକ୍ଷକଃ ସନ୍ତୁଷ୍ଟ ।
10. शिक्षक: छात्रान् परीक्षां कर्तु चित्तितवान् ।
ଶିକ୍ଷକଃ ଛାତ୍ରାନ୍ ପରୀକ୍ଷା କର୍ତ୍ତୁ ଚିତବାନ୍ ।
उत्तर:
ଛାତ୍ରାମାଂ
सन्धिविच्छेदं कुरुत (ସନ୍ଧିବିଚ୍ଛେଦଂ କୁରୁତ।)
1. परीक्षार्थम (ପରୀକ୍ଷାର୍ଥମ୍) = ପରୀକ୍ଷା + ଅର୍ଥମ୍
2. कोऽपि (କୋଽପି) = କଃ + ଅପି
3. पुरस्कारम् (ପୁରସ୍କାରମ୍) = ପୁରଃ + କାରମ୍
4. किमर्थम् (କିମ୍) = କିମ୍ + ଅର୍ଥମ୍
सन्धिं कुरुत । (ସନ୍ଧି କୁରୁତ।)
1. प्र + आप्तुम् = प्राप्तुम् ସ୍ + ଆୟୁମ୍ = ପ୍ରାୟୁମ୍
2. अति + इव = अतीव ଅତି + ଇବ = ଅତୀବ
3. किम् + तु = किन्तु କିମ୍ + ତୁ = କିନ୍ତୁ
क्रियापदं निर्वाचयत । (କ୍ରିୟାପଦଂ ନିର୍ବାଚୟତ।)
स्निद्यामि, त्वं, स्मरिष्यन्ति, पृष्टवान्, गोपालः, छात्राः, क्रन्दितवन्त:, गतवान्, शिक्षक:, यूयम् ।
ସ୍ନିଶ୍ୟାମି, ବଂ, ସ୍ମରିଷ୍ୟନ୍ତ, ପୃଷ୍ଟବାନ୍, ଗୋପାଳ, ଛାତ୍ରା, କୁନ୍ଦିତବନ୍ତୀ, ଗତବାନ, ଶିକ୍ଷକଃ, ସୂୟମ୍ ।
उत्तर:
ସ୍ନିଦ୍ୟାମି, ସ୍ମରିଷ୍ୟନ୍ତ, ପୃଷ୍ଟବାନ, କ୍ରନ୍ଦିତବନ୍ତୀ, ଗତବାନ୍
कर्तृपद चिनुत । (କର୍ତ୍ତୃପଦଂ ଚିନୁତ।)
छात्राः, त्वम् सूचितवान्, इच्छामि, शिक्षक:, अहम् अभवत्, क्रन्दितवान्, सर्वे, भविष्यसि ।
ଛାତ୍ରୀ, ତ୍ୱମ୍, ସୂଚିତବାନ, ଇଚ୍ଛାମି, ଶିକ୍ଷକ, ଅହମ୍, ଅଭିବତ୍ କ୍ରନ୍ଦିତବାନ୍, ସର୍ବେ, ଭବିଷ୍ୟସି |
उत्तर:
ଛାତ୍ରା, ତୁମ, ଶିକ୍ଷକ, ଅହମ୍, ସର୍ବେ ।
शब्दानां मातृभाषया अर्थान् लिखत।
1. बहव: (ବହବ) – ବହୁତ
2. उन्मोचयत (ଉନ୍ମୋଚୟତ) – ଖୋଲ । ବାହାର କର
3. लिखित्वा (ଲିଖତ୍ବା) – ଲେଖ
4. कृत्वा (କୃତ୍ବା) – କରି
5. आहूतवान् (ଆହୂତବାନ) – ଡାକିଲେ
6. म्लानम् (ସ୍ନାନମ୍) —ମଳିନ
7. उच्चै: (ଉଚ୍ଚୈଃ) – ଜୋର୍ରେ
निजभाषया प्रायशः दशभि: वाक्य्यः उत्तरं लिखत ।
Subjective
प्रश्न 1.
गोपालकृष्णः साधु : इति प्रतिपादयत ।
ଗୋପାଳକୃଷ୍ଣ ସାଧୁ ଈତି ପ୍ରତିପାଦୟତ ।
उत्तर:
ସ୍ଵାଧୀନତାର ପୂର୍ବ ଘଟଣା। ଥରେ ବିଦ୍ୟାଳୟରେ ଶିକ୍ଷକ ଛାତ୍ରମାନଙ୍କର ପରୀକ୍ଷା କରିବାକୁ ଚିନ୍ତାକଲେ । ସେ ଛାତ୍ରମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କି ନାହିଁ ପ୍ରଶ୍ନ କଲେ । ପିଲାମାନେ ମଧ୍ୟ ପ୍ରସ୍ତୁତ ବୋଲି କହିଲେ । ଶିକ୍ଷକ କଳପଟାରେ ପ୍ରଶ୍ନଗୁଡ଼ିକୁ ଲେଖିଲେ । ଛାତ୍ରମାନେ ଉତ୍ତରମାନ ଲେଖୁ ଦେଖାଇଲେ । ସେହି ଛାତ୍ରମାନଙ୍କ ମଧ୍ୟରୁ ଗୋପାଳକୃଷ୍ଣ ଗୋଖଲେ ଅନ୍ୟତମ । ଶିକ୍ଷକ ଉତ୍ତରଗୁଡ଼ିକର ମୂଲ୍ୟାଙ୍କନ କରି ଗୋପାଳକୃଷ୍ଣଙ୍କୁ ଡାକିଲେ। ଗୋପାଳ ଶିକ୍ଷକଙ୍କ ନିକଟକୁ ଗଲା । ଶିକ୍ଷକ ତା’ର ପ୍ରଶଂସା କରି କହିଲେ ଯେ ତୁ ପରୀକ୍ଷାରେ ବହୁତ ଭଲ ଲେଖୁଛୁ। ତୋ’ପରି ଆଉ କେହି ଲେଖୁନାହାନ୍ତି । ସେଥିପାଇଁ ଗୋପାଳକୁ ପୁରସ୍କାର ଦେବାକୁ ଶିକ୍ଷକ ଇଚ୍ଛାପ୍ରକାଶ କଲେ।
କିନ୍ତୁ ଶିକ୍ଷକଙ୍କ କଥା ଶୁଣି ଗୋପାଳର ମୁଖ ମଳିନ ପଡ଼ିଗଲା । ଶିକ୍ଷକ ଏସବୁ ଦେଖୁ ମଳିନ ପଡ଼ିବାର କାରଣ ପଚାରିବାରୁ ଗୋପାଳ କହିଲେ ଯେ ସେ ଏ ପୁରସ୍କାର ପାଇବା ପାଇଁ ଅଯୋଗ୍ୟ । ଯେହେତୁ ପରୀକ୍ଷାରେ ସେ ମିତ୍ରମାନଙ୍କ ସାହାଯ୍ୟ ନେଇଥିଲା। ସେ ନିଜକୁ ଲଜ୍ଜିତ ଓ ଦଣ୍ଡନୀୟ ମନେକଲା । ଏପରି କହି ଜୋର୍ରେ କାନ୍ଦିବାକୁ ଲାଗିଲା । ଏପରି ସତ୍ୟବଚନରେ ଶିକ୍ଷକ ସନ୍ତୁଷ୍ଟ ହେଲେ ଏବଂ ଗୋପାଳକୁ ଆଲିଙ୍ଗନ କଲେ । ତାହାର ଏହି ସତ୍ୟନିଷ୍ଠା ପାଇଁ ଶିକ୍ଷକ ତାକୁ ପୁରସ୍କାର ପ୍ରଦାନକଲେ ଏବଂ ଆଗାମୀକାଳରେ ଭାରତର ମହାନ୍ ସେବକ ହେବାପାଇଁ ଆଶୀର୍ବାଦ ଦେଲେ।
मातृभाषया अनुवादं कुरुत ।
(ମାତୃଭାଷୟ ଅନୁବାଦଂ କୁରୁତ ।)
1. स्वाधीनतायाः पूर्वघटना ।
ସ୍ଵାଧୀନତାୟାଂ ପୂର୍ବଘଟନା ।
ଅନୁବାଦ: ସ୍ୱାଧୀନତାର ପୂର୍ବ ଘଟଣା।
2. एकस्मिन् विद्यालये बहव: छात्राः पठन्ति स्म।
ଏକସ୍ମିନ୍ ବିଦ୍ୟାଳୟେ ବହନଃ ଛାତ୍ରା ପଠନ୍ତି ସ୍ମ ।
ଅନୁବାଦ: ଗୋଟିଏ ସ୍କୁଲରେ ବହୁ ଛାତ୍ର ପଢ଼ୁଥିଲେ।
3. स: छात्रान् पृष्टवान् ।
ସ୍ୱ ଛାତ୍ରାନ୍ ପୃଷ୍ଟବାନ୍ ।
ଅନୁବାଦ: ସେ ଛାତ୍ରମାନଙ୍କୁ ପଚାରିଲେ।
4. छात्राः प्रस्तुताः इति कथितवन्तः।
ଛାତ୍ରା ପ୍ରସ୍ତୁତଃ ଇତି କଥୁତବନ୍ତୀ ।
ଅନୁବାଦ: ଛାତ୍ରମାନେ ପ୍ରସ୍ତୁତ ବୋଲି କହିଲେ।
5. छात्रा: खातिक्रां लेखनीं च उन्मोचितवन्त: ।
ଛାତ୍ରା ଖାତିକାଂ ଲେଖନୀ ଚ ଉନ୍ମୋଚିତବନ୍ତଃ ।
ଅନୁବାଦ: ଛାତ୍ରମାନେ ଖାତା ଓ କଲମ ବାହାର କଲେ।
6. छात्रा: उत्तराणि लिखत्वा दर्शितवन्तः।
ଛାତ୍ରା ଉତ୍ତରାଣି ଲିଖତ୍ବା ଦର୍ଶିତବନ୍ତଃ ।
ଅନୁବାଦ: ଛାତ୍ରମାନେ ଉତ୍ତର ଲେଖୁ ଦେଖାଇଲେ।
7. तेषु गोपालकृष्णगोखले अपि आसीत् ।
ତେଷୁ ଗୋପାଳକୃଷ୍ଣଗୋଖଲେ ଅପି ଆସୀତ୍ ।
ଅନୁବାଦ: ସେମାନଙ୍କ ମଧ୍ୟରେ ଗୋପାଳକୃଷ୍ଣଗୋଖଲେ ମଧ୍ୟ ଥିଲେ ।
8. शिक्षकः उत्तराणां मूल्याहुनं कृत्वां गोपालकृष्णम् आहत्तवान ।
ଶିକ୍ଷକଃ ଉତ୍ତରାଣା ମୂଲ୍ୟାଙ୍କନଂ କୃଷ୍ଣା ଗୋପାଳକୃଷ୍ଣମ୍ ଆହୂତବାନ୍। ଓଁ
ଅନୁବାଦ : ଶିକ୍ଷକ ଉତ୍ତରଗୁଡ଼ିକର ମୂଲ୍ୟାଙ୍କନ କରି ଗୋପାଳକୃଷ୍ଣକୁ ଡାକିଲେ ।
9. गोपाल:शिक्षकस्य समीपं गतवान् ।
ଗୋପାଳ ଶିକ୍ଷକସ୍ୟ ସମୀପଂ ଗତବାନ୍ ।
ଅନୁବାଦ: ଗୋପାଳ ଶିକ୍ଷକଙ୍କ ପାଖକୁ ଗଲେ ।
10. शिक्षकः कथितवान् -"अरे!त्वया तु सम्यक् लिखितम्"
ଶିକ୍ଷକ କଥୁତବାନ୍ – ଅରେ ! ତ୍ୱୟା ତୁ ସମ୍ୟକ୍ ଲିଖୁତମ୍ ।”’
ଅନୁବାଦ: ଶିକ୍ଷକ କହିଲେ – ଆରେ ! ତୁମେ ତ ବହୁତ ଭଲ ଲେଖୁଛି ।
11. त्वत् अधिकं कोऽपि न लिखितवान् ।
ତୃତ୍ବ ଅଧ୍ବକଂ କୋଽପି ନ ଲିଖୁତବାନ୍ ।
ଅନୁବାଦ: ତୁମଠାରୁ କେହି ଅଧିକ ଲେଖନାହିଁ ।
12. भो छात्रा:युष्मासु एष:गोपाल:श्रेष्ठ:।
ଭୋ ଛାତ୍ରା ! ଯୁଗ୍ମସୁ ଏତଃ ଗୋପାଳ ଶ୍ରେଷ୍ଠ ।
ଅନୁବାଦ: ହେ ଛାତ୍ରଗଣ ! ତୁମମାନଙ୍କ ମଧ୍ୟରେ ଏହି ଗୋପାଳ ଶ୍ରେଷ୍ଠ ।
13. किन्तु शिक्षकस्य वचनं श्रुत्वा गोपालस्य मुखं म्लानम् अभवत्।
କିନ୍ତୁ ଶିକ୍ଷକସ୍ୟ ବଚନଂ ଶ୍ରୁତ୍ବା ଗୋପାଳସ୍ୟ ମୁଖ୍ୟ ମ୍ଳାନମ୍ ଅଭବତ୍ ।
ଅନୁବାଦ: କିନ୍ତୁ ଶିକ୍ଷକଙ୍କ କଥା ଶୁଣି ଗୋପାଳର ମୁହଁ ମଳିନ ପଡ଼ିଗଲା ।
14. तत् दृष्ट्वा शिक्षकः पृष्टवान् ।
ତତ୍ ଦୃଷ୍ଟା ଶିକ୍ଷକ ପୃଷ୍ଟବାନ୍ ।
ଅନୁବାଦ: ତାହା ଦେଖୁ ଶିକ୍ଷକ ପଚାରିଲେ।
15. परीक्षायाम् अहं मित्रस्य साहाय्यं नीतवान् ।
ପରୀକ୍ଷାୟାମ ଅହଂ ମିତ୍ରସ୍ୟ ସାହାଯ୍ୟ ନୀତବାନ୍ ।
ଅନୁବାଦ: ପରୀକ୍ଷାରେ ମୁଁ ମିତ୍ରଙ୍କ ସାହାଯ୍ୟ ନେଇଛି ।
16. अहं अतीव लज्जित:।
ଅହମ୍ ଅତୀବ ଲଳିତଃ ।
ଅନୁବାଦ: ମୁଁ ଅତ୍ୟନ୍ତ ଲଜ୍ଜିତ ।
17.अहं दण्डनीय:। थव० (बकाधि)।
ଅହଂ ଦଣ୍ଡନୀୟଃ ।
ଅନୁବାଦ: ମୁଁ ଦଣ୍ଡପାଇବାକୁ ଯୋଗ୍ୟ ।
18. इति कथयन् स:उच्चै :क्रन्दितवान् ।
ଇତି କଥୟନ୍ ଡଃ ଉଜଃ କୁନ୍ଦିତବାନ୍ ।
ଅନୁବାଦ: ଏହିପରି କହି ସେ ବଡ଼ପାଟିରେ କାନ୍ଦିବାକୁ ଆରମ୍ଭ କଲେ ।
19. एतादृशेन सत्यवचनेन शिक्षकः सन्तुष्टः।
ଏତାଦୃଶେନ ସତ୍ୟବଚନେନ ଶିକ୍ଷକଃ ସନ୍ତୁଷ୍ଟ ।
ଅନୁବାଦ: ଏପରି ସତ୍ୟବଚନ ଶୁଣି ଶିକ୍ଷକ ସନ୍ତୁଷ୍ଟ ହେଲେ ।
20. स: गोपालम् आलिड्य कथितवान् – ‘साधु बालक साधु’।
ଡଃ ଗୋପାଳମ୍ ଆଲିଙ୍ଗା କଥୁତବାନ୍ – ‘ସାଧୁ ବାଳକ ସାଧୁ’
ଅନୁବାଦ: ସେ ଗୋପାଳକୁ କୋଳେଇ କହିଲେ – ‘ସାଧୁ ବାଳକ ସାଧୁ’ ।
21. तव सत्यनिष्ठायाः कृते एषः दीयते ।
ତବ ସତ୍ୟନିଷ୍ଠାୟଃ କୃତେ ଏଷ ଦୀୟତେ ।
ଅନୁବାଦ: ତୁମର ସତ୍ୟନିଷ୍ଠା ପାଇଁ ଏହା ପ୍ରଦାନ କରାଯାଉଛି ।
22. त्वं सत्यवादी ।
ବଂ ସତ୍ୟବାଦୀ ।
ଅନୁବାଦ: ତୁମେ ସତ୍ୟବାଦୀ ।
संस्कृतभाषया अनुवादं कुरुत।
(ସଂସ୍କୃତଭାଷୟା ଅନୁବାଦଂ କୁରୁତ।)
प्रश्न 1.
ବିଦ୍ୟାଳୟରେ ଛାତ୍ରମାନେ ପଢ଼ନ୍ତି ।
उत्तर:
विद्यालये छात्रा: पठन्ति। ବିଦ୍ୟାଳୟ ଛାତ୍ରା ପଠନ୍ତି ।
प्रश्न 2.
ଶିକ୍ଷକ କଳାପଟାରେ ଲେଖିଲେ ।
उत्तर:
शिक्षक: कृष्णफलके लिखितवान्। ଶିକ୍ଷକଃ କୃଷ୍ଣଫଳକେ ଲିଖତବାନ୍ ।
प्रश्न 3.
ଛାତ୍ରମାନେ ଉତ୍ତର ଲେଖିଲେ ।
उत्तर:
छात्रा:उत्तरं लिखितवन्तः। ଛାତ୍ରା ଉତ୍ତରଂ ଲିଖତବନ୍ତଃ ।
प्रश्न 4.
ଗୋପାଳ ଦୁଃଖୁତ ହେଲା ।
उत्तर:
गोपाल: दु:खित: अभवत्। ଗୋପାଳ ଦୁଃଖତଃ ଅଭବତ୍।
प्रश्न 5.
ମୁଁ ମିତ୍ରର ସାହାଯ୍ୟ ନେଇଥୁଲି ।
उत्तर:
अहं मित्रस्य साहाय्यं नीतवान्। ଅଫ୍ ମଧ୍ୟ ଆଶ ମାମା । ଅହଂ ମିତ୍ରସ୍ୟ ସାହାଯ୍ୟ ନୀତବାନ୍ ।
प्रश्न 6.
ତୁମ୍ଭେମାନେ ଲେଖ ।
उत्तर:
यूयं लिखत । ସୂୟଂ ଲିଖତ ।
प्रश्न 7.
ଶିକ୍ଷକ ସନ୍ତୁଷ୍ଟ ହେଲେ।
उत्तर:
शिक्षकः सन्तुष्टः । ଶିକ୍ଷକ ସନ୍ତୁଷ୍ଟ ଅଭିବତ୍।
प्रथम अनुच्छेदः (ପ୍ରଥମ ଅନୁଚ୍ଛେଦ)
स्वाधीनतायाः पूर्वघटना । एकस्मिन् विद्यालये बहवः छात्राः पठन्ति स्म । एकदा शिक्षकः छात्राणां परीक्षां कर्तुं चिन्तितवान् । सः छात्रान् पृष्टवान् – ‘प्रियशिष्याः ! यूयं परीक्षार्थं प्रस्तुताः ?’ छात्राः प्रस्तुताः इति कथितवन्तः । शिक्षकः सूचितवान् – ” यूयं सर्वे परीक्षाखातिकां लेखनीं च उन्मोचयत” ।
ସ୍ଵାଧୀନତାୟା ପୂର୍ବଘଟନା । ଏକସ୍ମିନ୍ ବିଦ୍ୟାଳୟେ ବହବ ଛାତ୍ରା ପଠନ୍ତି ସ୍ମ । ଏକଦା ଶିକ୍ଷକଃ ଛାତ୍ରାମାଂ ପରୀକ୍ଷା କରୁଁ ଚିନ୍ତା ତବାନ୍ । ଡଃ ଛାତ୍ରାନ୍ସ ପୃଷ୍ଟବାନ୍ – ପ୍ରିୟଶିଷ୍ୟ ! ଯୂୟଂ ପରୀକ୍ଷାର୍ଥୀ ପ୍ରସ୍ତୁତଃ ? ଛାତ୍ରା ପ୍ରସ୍ତୁତଃ ଇତି କଥିତବନ୍ତ । ଶିକ୍ଷକଃ ସୂଚିତବାନ୍ – ‘ଯୁୟଂ ସର୍ବେ ପରୀକ୍ଷାଖାତିକାଂ ଲେଖନୀ ଚ ଉନ୍ମୋଚୟତ’ ।
ଶବ୍ଦାର୍ଥ
ପୂର୍ବଘଟନା – ପୂର୍ବଘଟଣା, ପଠନ୍ତି ସ୍ପ – ପଢୁଥିଲେ, କରୁଁ – କରିବାକୁ, ଚିନ୍ତା ତବାନ୍ – ଚିନ୍ତା।କଲେ, ପୃଷ୍ଟବାନ୍ – ପଚାରିଲେ, ପରୀକ୍ଷାର୍ଥୀ – ପରୀକ୍ଷାନିମନ୍ତେ, କଥ୍ତବନ୍ତ ୫ – କହିଲେ, ଖାତିକା – ଖାତା, ଉନ୍ମୋଚୟତ – ତୁମେମାନେ ଖୋଲ ।
ଅନୁବାଦ
ସ୍ଵାଧୀନତାର ପୂର୍ବଘଟଣା । ଗୋଟିଏ ସ୍କୁଲରେ ବହୁତ ଛାତ୍ର ପଢୁଥିଲେ । ଥରେ ଛାତ୍ରମାନଙ୍କୁ ପରୀକ୍ଷା କରିବାକୁ ଶିକ୍ଷକଚିନ୍ତା।କଲେ । ସେ ଛାତ୍ରମାନଙ୍କୁ ପଚାରିଲେ – ପ୍ରିୟ ଶିଷ୍ୟଗଣ ! ତୁମେମାନେ ପରୀକ୍ଷା ପାଇଁ ପ୍ରସ୍ତୁତ କି ? ଛାତ୍ରମାନେ ପ୍ରସ୍ତୁତ ବୋଲି କହିଲେ । ଶିକ୍ଷକ ସୂଚାଇଦେଲେ – ତୁମେମାନେ ସମସ୍ତେ ପରୀକ୍ଷା ଖାତା ଓ କଲମ ବାହାର କର ।
छात्राः खातिकां लेखनीं च उन्मोचितवन्तः । शिक्षकः कृष्णफलके प्रश्नान् लिखितवान् । छात्राः उत्तराणि लिखित्वा दर्शितवन्तः । तेषु गोपालकृष्णगोखले अपि आसीत् । शिक्षकः उत्तराणां मूल्याङ्कनं कृत्वा गोपालकृष्णम् आहूतवान् – “अरे – गोपाल ! त्वम् अत्र आगच्छ ।” गोपालः शिक्षकस्य समीपं गतवान् । शिक्षकः कथितवान्- “अरे ! त्वया तु सम्यक् लिखितम् । त्वत् अधिकम् कोऽपि न लिखितवान् । अतः तुभ्यम् एकं पुरस्कारं दातुम् इच्छामि । भोः छात्राः ! युष्मासु एषः गोपालः श्रेष्ठः । एषः परीक्षायां सम्यक् लिखितवान् ।”
ଛାତ୍ରୀ ଖାତିକାଂ ଲେଖନୀ ଚ ଉନ୍ମୋଚିତବନ୍ତଃ’। ଶିକ୍ଷକଃ କୃଷ୍ଣଫଳକେ ପ୍ରଶ୍ନନ୍ ଲିଖ୍ବାନ୍ । ଛାତ୍ରା ଉତ୍ତରାଣି ଲିଖିତ୍ସା ଦର୍ଶିତବନ୍ତ । ତେଷୁ ଗୋପାଳକୃଷ୍ଣଗୋଖଲେ ଅପି ଆସୀତ୍ । ଶିକ୍ଷକଃ ଉତ୍ତରାନାଂ ମୂଲ୍ୟାଙ୍କନଂ କୃତ୍ୱା ଗୋପାଳକୃଷ୍ଣମ୍ ଆହୂତବାନ୍ – ‘ ଅରେ ଗୋପାଳ ! ତୁମ୍ ଅତ୍ର ଆଗଚ୍ଛ ।’’ ଗୋପାଳ ଶିକ୍ଷକସ୍ୟ ସମୀପଂ ଗତବାନ୍ । ଶିକ୍ଷକଃ କଣ୍ଠତବାନ୍ – ‘ଅରେ ! ତ୍ୱୟା ତୁ ସମ୍ୟକ୍ । ଲିଖିତମ୍ । ତ୍ୱତ୍ ଅଧୂକମ୍ କୋଽପି ନ ଲିଖିତବାନ୍ । ଅତଃ ତୁଭ୍ୟମ୍ ଏବଂ ପୁରସ୍କାରଂ ଦାତୁମ୍ ଇଚ୍ଛାମି । ହୋ ଛାତ୍ରା ! ଯୁଷ୍ମାସୁ ଏତଃ ଗୋପାନଃ ଶ୍ରେଷ୍ଠ । ଏଷ ପରୀକ୍ଷାୟାଂ ସମ୍ୟକ୍ ଲିଖିତବାନ୍ ।’’.
ସନ୍ଧି ବିଚ୍ଛେଦ
କୋଽପି = କଃ + ଅପି
ଶବ୍ଦାର୍ଥ
କୃଷ୍ଣଫଳକେ – କଳାପଟାରେ, ଲିଖୁବାନ୍ – ଲେଖିଲେ, ଲିଖ୍ – ଲେଖୁ, ଦର୍ଶିତବନ୍ତ ୫ – ଦେଖାଇଲେ, ତେଷୁ – ସେମାନଙ୍କ ମଧ୍ୟରେ, ଅପି – ମଧ୍ୟ, ଆସୀତ୍ – ଥିଲେ, କୃତ୍ୱା – କରି, ଗତବାନ୍ – ଗଲେ, ସମ୍ୟକ୍ – ହଲ | ଉତ୍ତମ, କୋଽପି – କେହିହେଲେ, ଦାତୁମ – ଦେବାକୁ, ଯୁଗ୍ମସୁ – ତୁମମାନଙ୍କ ମଧ୍ୟରେ ।
ଅନୁବାଦ
ଛାତ୍ରମାନେ ଖାତା ଓ କଲମ ବାହାର କଲେ । ଶିକ୍ଷକ କଳାପଟାରେ ପ୍ରଶ୍ନ ଲେଖିଲେ । ଛାତ୍ର ମାନେ ଉତ୍ତର ଲେଖ୍ ଦେଖାଇଲେ । ସେମାନଙ୍କମଧ୍ୟରେ ଗୋପାଲକୃଷ୍ଣ ଗୋଖଲେ ମଧ୍ୟ ଥିଲେ । ଶିକ୍ଷକ ଉତ୍ତରଗୁଡ଼ିକର ମୂଲ୍ୟାଙ୍କନ କରି ଗୋପାଳକୃଷ୍ଣଙ୍କୁ ଡାକିଲେ – ‘‘ଆରେ ଗୋପାଳ ! ତୁମେ ଏଠାକୁ ଆସ । ଗୋପାଳ ଶିକ୍ଷକଙ୍କପାଖକୁ ଗଲେ । ଶିକ୍ଷକ କହିଲେ – ଆରେ ! ତୁମେ ବହୁତ ଭଲ ଲେଖୁଛି । ତୁମଠାରୁ କେହି ଅଧ୍ଵ ଲେଖୁ ନାହିଁ । ଏଣୁ ତୁମକୁ ‘ଗୋଟିଏ’ ପୁରସ୍କାର ଦେବାକୁ ଚାହୁଁଛି । ହେ ଛାତ୍ରଗଣ ! ତୁମମାନଙ୍କମଧ୍ଯରେ ଏହି ଗୋପାଳ ଶ୍ରେଷ୍ଠ । ଇଏ ପରୀକ୍ଷାରେ ବହୁତ ଭଲ ଲେଖୁଛି ।
तृतीय अनुच्छेदः (ତୃତୀୟ ଅନୁଚ୍ଛେଦଃ)
किन्तु शिक्षकस्य वचनं श्रुत्वा गोपालस्य मुखं म्लानम् अभवत् । तत् दृष्ट्वा शिक्षकः पृष्टवान् – ‘अरे गोपाल ! तव मुखं किमर्थं म्लानं दृश्यते ?” गोपालः कथितवान् – “गुरुदेव ! पुरस्कारं प्राप्तुम् अहम् अयोग्यः । परीक्षायाम् अहं मित्रस्य साहाय्यं नीतवान् । अहम् अतीव लज्जितः । अहं दण्डनीयः ।” इति कथयन् सः उच्चैः क्रन्दितवान् । तस्य क्रन्दनं श्रुत्वा छात्राः, अपि क्रन्दितवन्तः ।
କିନ୍ତୁ ଶିକ୍ଷକସ୍ୟ ବଚନଂ ଶ୍ରୁତ୍ବା ଅଭବତ୍ । ତତ୍ ଦୃଷ୍କୃ ଶିକ୍ଷକଃ ଗୋପାଳସ୍ୟ ମୁଖ୍ୟ ମ୍ଳାନମ୍ ପୃଷ୍ଟବାନ୍ – ‘ଅରେ ଗୋପାଳ ! ତବ ମୁଖ୍ୟ କିମର୍ଥୀ ମାନଂ ଦୃଶ୍ୟତେ ? ଗୋପାଳୀ କଥ୍ତବାନ୍ ‘ଗୁରୁଦେବ ! ପୁରସ୍କାରଂ ପ୍ରାୟୁମ୍ ଅହମ୍ ଅଯୋଗ୍ୟ । ପରୀକ୍ଷାୟାମ୍ ଅହଂ ମିତ୍ରସ୍ୟ ସାହାଯ୍ୟ ନୀତବାନ୍ । ଅହଂ ଅତୀବ ଲଜ୍ଜିତଃ । ଅହଂ ଦଣ୍ଡନୀୟ ।’’ ଇତି କଥୟନ୍ ଡଃ ଉଚ୍ଚୈଃ କ୍ରନ୍ଦିତବାନ୍ । ତସ୍ୟ କ୍ରନ୍ଦନଂ ଶୁତ୍ବା ଛାତ୍ରୀ ଅପି କ୍ରନ୍ଦିତବନ୍ତ ୫ ।
ସନ୍ଧବଚ୍ଛେଦ
କିନ୍ତୁ = କିମ୍ + ତୁ, ଅତୀବ = ଅତି + ଇବ
ଶବ୍ଦାର୍ଥ
ଶୁତ୍ବା — ଶୁଣି, ମ୍ଳାନଂ – ମଳିନ, ଦୃଷ୍ଟା – ଦେଖ୍, ଦୃଶ୍ୟତେ – ଦେଖାଯାଉଛି, ପୃଷ୍ଟବାନ୍ – ପଚାରିଲେ, ପ୍ରାୟୁମ୍ – ପାଇବାକୁ, ଦଣ୍ଡନୀୟଃ – ଦଣ୍ଡଯୋଗ୍ୟ, କଥୟନ୍ – କହି, ଉଚ୍ଚୈଃ – ବଡ଼ପାଟିରେ, ଅପି – ମଧ୍ଯ ।
ଅନୁବାଦ
କିନ୍ତୁ ଶିକ୍ଷକଙ୍କ କଥା ଶୁଣି ଗୋପଳର ମୁହଁ ମଳିନ ପଡ଼ିଗଲା । ତାହା ଦେ ଖୁ ଶିକ୍ଷକ ପଚାରିଲେ – ଆରେ ଗୋପାଳ ! ତୁମ ମୁହଁ କାହିଁକି ମଳିନ ଦେଖାଯାଉଛି?? ? ଗୋପାଳ କହିଲେ – ‘ଗୁରୁଦେବ ! ପୁରସ୍କାର ପାଇବାକୁ ମୁଁ ଅଯୋଗ୍ୟ। ପରୀକ୍ଷାରେ ମୁଁ ବଂଧୁଙ୍କ ସାହାଯ୍ୟ ନେଇଛି । ମୁଁ ଅତ୍ୟନ୍ତ ଲଜିତ । ମୁଁ ଦଣ୍ଡପାଇବାକୁ ଯୋଗ୍ୟ’ । ଏହିପରି କହି ସେ ବଡ଼ପାଟିରେ କାନ୍ଦିବାକୁ ଆରମ୍ଭ କଲେ । ତାଙ୍କର କାନ୍ଦିବା ଦେଖ୍ ଛାତ୍ରମାନେ ମଧ୍ୟ କାନ୍ଦିଥିଲେ ।
चतुर्थ अनुच्छेदः (ଚତୁର୍ଥ ଅନୁଚ୍ଛେଦଃ)
एतादृशेन सत्यवचनेन शिक्षकः सन्तुष्टः । सः गोपालम् आलिङ्ग्य कथितवान् – ‘साधु बालक साधु । एषः पुरस्कारः तव एव । तव सत्यनिष्ठायाः कृते एषः दीयते । त्वं सत्यवादी । अतः अहं त्वयि अतीव स्निह्यामि । आगामिकाले त्वं भारतस्य महान् सेवकः भविष्यसि । सर्वे चिरकालं त्वां स्मरिष्यन्ति ।
ଏତାଦୃଶେନ ସତ୍ୟବଚନେନ ଶି କ୍ଷତଃ ସନ୍ତୁ ଷ୍ଟୀ । ପଃ ଗୋପାଳମ୍ ଆଲିଙ୍ଗି କଥ୍ତବାନ୍ – ‘ସାଧୁ ବାଳକ ସାଧୁ । ଏତଃ ପୁରସ୍କାରଃ ତବ ଏବ । ତବ ସତ୍ୟନିଷ୍ଠାୟା କୃତେ ଏଷ ଦୀୟତେ । ବଂ ସତ୍ୟବାଦୀ । ଅତଃ ଅହଂ ଦ୍ଵୟି ଅତୀବ ସୁହ୍ୟାମି । ଆଗାମିକାଳେ ତଂ ଭାରତସ୍ୟ ମହାନ୍ ସେବକଃ ଭବିଷ୍ୟସି । ସର୍ବେ ଚିରକାଳଂ ତାଂ ସ୍ମରିଷ୍ୟନ୍ତ ।
ସନ୍ଧିବିଚ୍ଛେଦ
ଅତୀବ = ଅତି + ଇବ
ଶବ୍ଦାର୍ଥ
ଏତାଦୃଶେନ – ଏହିପରି, ସନ୍ତୁଷ୍ଟ – ଖୁସି, ଆଲିଙ୍ଗ ଆଲିଙ୍ଗନକରି, ସାଧୁ – ଧନ୍ୟବାଦ, ଏବ – ହିଁ, କୃତେ – ନିମନ୍ତେ, ଦୀୟତେ – ଦିଆଯାଉଛି, ଅତଃ – ଏଣୁ, ସ୍ନିଶ୍ୟାମି – ସ୍ନେହକରୁଛି, ଭବିଷ୍ୟସି – ହେବ, ଚିରକାଳଂ – ଚିରଦିନ, ସ୍ମରିଷ୍ୟନ୍ତି – ମନେ ରଖୁବେ ।
कर्तुम्, उन्मोचयत, कृष्णफलकम्, सम्यक्, म्लानम्, प्रतारितवान्, तव, त्वाम् ।
कर्तुपदानि :
शिक्षक, छात्रा:, अहम्, सर्वे, सेवक: ।
क्रियापदानि :
इच्छामि, शिक्षामि, भविष्यसि, स्मरिष्यन्ति, आगच्छ। शब्दार्थ:
शब्दार्थ: