BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

Odisha State Board BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ Important Questions and Answers.

BSE Odisha Class 9 Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

Subjective Type Questions With Answers
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସମାଜବାଦୀ ନିର୍ଦ୍ଦେଶାବଳୀ କ’ଣ ବୁଝାଅ ।
Answer:

  • ସମ୍ବିଧାନର ଧାରା ୩୮, ୩୯, ୪୧, ୪୨, ୪୩ରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର କରାଯାଇଛି ।
  • ସମ୍ବିଧାନର ଧାରା ୩୮ରେ ଜନସାଧାରଣଙ୍କ ହିତ ପାଇଁ ରାଷ୍ଟ୍ର ଏକ ସାମାଜିକ ବ୍ୟବସ୍ଥା ସୃଷ୍ଟି କରି ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରଦାନ କରିବାପାଇଁ ବର୍ଣ୍ଣ ନ କରାଯାଇଛି ।
  • ସମ୍ବିଧାନର ଧାରା ୩୯ରେ ସମସ୍ତ ନାରୀ ଓ ଜୀବିକା ଅର୍ଜନ ପନ୍ଥା ଯୋଗାଇବା, ଜାତୀୟ ସମ୍ପତ୍ତିକୁ ନ୍ୟାୟୋଚିତ ଭାବେ ବଣ୍ଟନ କରିବା, ଦେଶର ସମ୍ପତ୍ତି ଅଳ୍ପ ବ୍ୟକ୍ତିଙ୍କ ହାତରେ କେନ୍ଦ୍ରୀଭୂତ ନ ହେବାପାଇଁ ବ୍ୟବସ୍ଥା କରିବା, ନାରୀ ଓ ପୁରୁଷ ସମାନ କାର୍ଯ୍ୟ ପାଇଁ ସମାନ ପାରିଶ୍ରମିକ ପାଇବା ତଥା ଶ୍ରମିକ ଶ୍ରେଣୀର ସ୍ୱାର୍ଥରକ୍ଷା ପାଇଁ ବ୍ୟବସ୍ଥା କରିବାପାଇଁ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।
  • ଏହାଛଡ଼ା ଶିଶୁ ଓ ଯୁବକ ଏବଂ ଯୁବତୀମାନଙ୍କୁ ଶୋଷଣମୁକ୍ତ କରି ସମସ୍ତଙ୍କୁ ତୁରନ୍ତ ତଥା ସମାନ ନ୍ୟାୟ ପ୍ରଦାନ କରାଯିବାପାଇଁ ଦେବାପାଇଁ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।
  • ସମ୍ବିଧାନର ଧାରା ୪୧ରୁ ୪୩ ମଧ୍ୟରେ ବେକାର, ବୃଦ୍ଧ, ଅକର୍ମଣ୍ୟ ଓ ରୁଗ୍ଣ ପ୍ରଦାନ କରିବା, କାର୍ଯ୍ୟ କ୍ଷେତ୍ରରେ ପ୍ରଦାନ କରିବା, କାର୍ଯ୍ୟ କ୍ଷେତ୍ରରେ ସମସ୍ତ ଅନୁକୂଳ ବ୍ୟବସ୍ଥା କରିବା ଓ ବ୍ୟବସ୍ଥା କରିବା ନିମନ୍ତେ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

୨। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀରେ ଗାନ୍ଧିଜୀଙ୍କ ପ୍ରଭାବ କିପରି ପଡ଼ିଛି ?
Answer:

  • ଭାରତକୁ ଏକ ପ୍ରଗତିଶୀଳ ତଥା ଆଦର୍ଶ ରାଷ୍ଟ୍ରଭାବେ ଗଠନ କରିବା ପାଇଁ ମହାତ୍ମା ନିୟାମକ ନିର୍ଦ୍ଦେଶାବଳୀରେ ଧାରା ୪୦, ୪୫, ୪୬, ୪୭, ୪୮ରେ ଗାନ୍ଧିବାଦୀ ଆଦର୍ଶଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି । ସେହି ନିର୍ଦ୍ଦେଶ ଦିଆଯାଇଛି ।
  • ସ୍ୱାୟତ୍ତ ଶାସନ ପାଇଁ ଦେଶର ପ୍ରତ୍ୟେକ ଅଞ୍ଚଳରେ ଗ୍ରାମ ପଞ୍ଚାୟତମାନ ପ୍ରତିଷ୍ଠା କରିବା ଏବଂ ଗ୍ରାମାଞ୍ଚଳରେ କୁଟୀର ଶିଳ୍ପର ପ୍ରତିଷ୍ଠା ଓ ପ୍ରସାର କରିବାପାଇଁ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।
  • ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ଓ ଔଷଧ ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଶା ଓ ମାଦକ ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଶା ଓ ମାଦକ ଦ୍ରବ୍ୟର ବ୍ୟବହାର ନିଷିଦ୍ଧ କରିବାପାଇଁ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।
  • ରାଷ୍ଟ୍ରରେ ଗୋ-ହତ୍ୟା ନିବାରଣ ପାଇଁ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।
  • ବିଶେଷଭାବରେ ଛଅ ବର୍ଷରୁ ଚଉଦ ବର୍ଷ ମଧ୍ୟରେ ଥ‌ିବା ପ୍ରତ୍ୟେକ ବାଳକ ଓ ବାଳିକାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଦିଆଯାଇଛି ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀରେ କେଉଁ ବିଷୟରେ ଉଲ୍ଲେଖ କରାଯାଇଛି ?
Answer:

  • କରିଥିଲେ ଯେ ନାଗରିକମାନଙ୍କ ପାଇଁ ରାଜନୈତିକ ସ୍ଵାଧୀନତା ଯେପରି ଆବଶ୍ୟକ ସେହିପରି ଭାବରେ ଅର୍ଥନୈତିକ ଓ ସାମାଜିକ ସ୍ଵାଧୀନତା ମଧ୍ୟ ଆବଶ୍ୟକ ରହିଛି ।
  • ଦେଶର ଗରିବ, ପଛୁଆବର୍ଗ, ଶିଶୁ ଓ ମହିଳା ଏବଂ ଅନ୍ୟାନ୍ୟ ଅବହେଳିତ ଲୋକମାନଙ୍କ ବିକାଶ ପାଇଁ ପ୍ରଚେଷ୍ଟା କରାଗଲେ ଦେଶର ପ୍ରଗତି ଘଟିବ । ସେଥ‌ିପାଇଁ ଭାରତର କରାଯାଇଛି ।

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

୨। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପାଳନ ସମ୍ପର୍କରେ କିପରି ବର୍ଣ୍ଣନା କରାଯାଇଛି ?
Answer:

  • କରିବାପାଇଁ ରାଷ୍ଟ୍ର ବାଧ୍ୟ ନୁହେଁ । ଏଗୁଡ଼ିକର ପାଳନ ପାଇଁ ନ୍ୟାୟାଳୟର ଆଶ୍ରୟ ନିଆଯାଇ ପାରିବ ନାହିଁ ।
  • ଅବଶ୍ୟ ଜନମତକୁ ସମ୍ମାନ ପ୍ରଦର୍ଶନ କରି ପ୍ରତ୍ୟେକ ସରକାର ଏହି ନିର୍ଦ୍ଦେଶାବଳୀ ପାଳନ କରିବାକୁ ଉଦ୍ୟମ କରିଥାଆନ୍ତି ।

୩। ମୌଳିକ ଅଧୂର ଓ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ କେଉଁ କେଉଁ ମୂଳଦୁଆ ପ୍ରସ୍ତୁତ କରିଥାଏ ?
Answer:

  • ମୌଳିକ ଅଧ୍ୟାର ରାଜନୈତିକ ଗଣତନ୍ତ୍ର ପାଇଁ ମୂଳଦୁଆ ପ୍ରସ୍ତୁତ କରିଥାଏ ।
  • ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଅର୍ଥନୈତିକ ଓ ସାମାଜିକ ଗଣତନ୍ତ୍ରର ମୂଳଦୁଆ ପ୍ରସ୍ତୁତ କରିଥାଏ ।

୪ । କେଉଁ ଅତ୍‌ରଗୁଡ଼ିକୁ ସରକାର ସମ୍ମାନ ପ୍ରଦର୍ଶନ କରିବାକୁ ବାଧ୍ୟ ଅଟନ୍ତି ଓ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ ସରକାର କିପରି କାର୍ଯ୍ୟକାରୀ କରିଥା’ନ୍ତି ?
Answer:

  • ମୌଳିକ ଅସ୍କାରଗୁଡ଼ିକୁ ସମ୍ମାନ ପ୍ରଦର୍ଶନ କରିବାକୁ ସରକାର ବାଧ୍ୟ ଅଟନ୍ତି ।
  • ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ ସରକାର ପାଳନ କରିବାକୁ ଆଇନତଃ ବାଧ୍ୟ । କେବଳ ଏହି ନିର୍ଦ୍ଦେଶାବଳୀ ପଛରେ ଜନମତର ଗୁରୁତ୍ୱକୁ ଉପଲବ୍ଧି କରି ସରକାର ଏହାକୁ କାର୍ଯ୍ୟକାରୀ କରାନ୍ତି ।

୫ । ମୌଳିକ ଅଧ୍ୟାର ବ୍ୟକ୍ତିର ସୁରକ୍ଷାର ଏକ ପ୍ରାଚୀର ରୂପେ କିପରି କାର୍ଯ୍ୟ କରୁଛି ଓ କ’ଣ ଭାରତରେ ‘ଜନମଙ୍ଗଳ ରାଷ୍ଟ୍ର’ ପ୍ରତିଷ୍ଠା କରିବାରେ ସହାୟକ ହେଉଛି ?
Answer:

  •  ଦେଶ ଯେପରି ପୋଲିସ୍ ରାଷ୍ଟ୍ରରେ ପରିଣତ ନ ହେବ, ସେଥ‌ିପାଇଁ ମୌଳିକ ଅଧ୍ୟାର ବ୍ୟକ୍ତିର ସୁରକ୍ଷାର ପ୍ରାଚୀର ଭଳି କାର୍ଯ୍ୟ କରୁଛି ।.
  • ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଭାରତରେ ‘ଜନମଙ୍ଗଳ ରାଷ୍ଟ୍ର’ ପ୍ରତିଷ୍ଠା କରିବାରେ ସାହାଯ୍ୟ କରୁଛି ।

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

୬ | ସମ୍ବିଧାନର ଧାରା ୪୧ରୁ ଧାରା ୪୩ ମଧ୍ୟରେ ନାଗରିକମାନଙ୍କୁ କେଉଁ କେଉଁ ସାମାଜିକ ନିରାପତ୍ତା ପ୍ରଦାନ କରାଯାଇଛି ?
Answer:

  • ସମ୍ବିଧାନର ଧାରା ୪୧ରୁ ଧାରା ୪୩ ମଧ୍ୟରେ ବେକାର, ବୃଦ୍ଧ, ଅକର୍ମଣ୍ୟ ଓ ରୁଗ୍ଣ ଲୋକମାନଙ୍କ ପାଇଁ ରାଷ୍ଟ୍ର ସମସ୍ତ ସହାୟତା ଓ ସାହାଯ୍ୟ ପ୍ରଦାନ କରୁଛି ।
  • କାର୍ଯ୍ୟ କ୍ଷେତ୍ରରେ ଶ୍ରମିକମାନଙ୍କର ଅବସର ବିନୋଦନ ପାଇଁ ଅନୁକୂଳ ବ୍ୟବସ୍ଥା କରିବା ସହି ତ ଶିଳ୍ପାନୁ ଷ୍ଠାନ ପରିଚାଳନାରେ ଦିଆଯାଉଛି ।

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଭାରତ ସମ୍ବିଧାନର କେଉଁ ଭାଗ ଓ କେ ଉଁ ନିୟାମକ ନିର୍ଦ୍ଦେଶାବଳୀ ମଧ୍ୟରେ ବିଷୟରେ ଉଲ୍ଲେଖ କରାଯାଇଛି ?
Answer:
ଭାରତର ସମ୍ବିଧାନର ଚତୁର୍ଥ ଭାଗରେ ଧାରା ୩୬ରୁ ଧାରା ୫୧ ମଧ୍ୟରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବିଷୟରେ ଉଲ୍ଲେଖ କରାଯାଇଛି ।

୨। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା କେଉଁମାନଙ୍କର ମୌଳିକ କର୍ତ୍ତବ୍ୟ ?
Answer:
ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମୌଳିକ କର୍ତ୍ତବ୍ୟ।

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

୩ । ମୌଳିକ ଅଧିକାର କେଉଁ କ୍ଷେତ୍ରରେ ମୂଳଦୁଆ ପକାଇଥାଏ ।
Answer:
ମୌଳିକ ଅଧିକାର କେଉଁ କ୍ଷେତ୍ରରେ ମୂଳଦୁଆ ପାଇଁ ମୂଳଦୁଆ ପକାଇଥାଏ ।

୪। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ କେଉଁ କ୍ଷେତ୍ରରେ ମୂଳଦୁଆ ପକାଇଥାଏ ?
Answer:
ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ରର ମୂଳଦୁଆ ପକାଇଥାଏ ।

୫। କେଉଁ ଲକ୍ଷ୍ୟ ରଖ୍ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପ୍ରଣୟନ କରାଯାଇଛି ?
Answer:
BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ Q. 5ରୂପେ ଗଠନ କରିବାର ଲକ୍ଷ୍ୟ ରଖୁ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପ୍ରଣୟନ କରାଯାଇଛି ।

୬ | ସମ୍ବିଧାନର ଧାରା ୩୮ରେ କ’ଣ ବର୍ଣ୍ଣ ନା କରାଯାଇଛି ?
Answer:
ସମ୍ବିଧାନର ଧାରା ୩୮ରେ କରାଯାଇଛି ଜନସାଧାରଣଙ୍କର ହିତ ପାଇଁ ରାଷ୍ଟ୍ର ଏକ ମହାନ୍ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାମାଜକ, ସାମାଜିକ ବ୍ୟବସ୍ଥା ସୃଷ୍ଟି କରିବ; ଯାହାଦ୍ୱାରା ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାମାଜକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରତିଫଳିତ ହେବ ।

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

୭। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗୁରୁତ୍ବ ଉପରେ ଡକ୍ଟର ଆମ୍ବେଦକର କିଭଳି ମତ ପ୍ରକାଶ କରିଛନ୍ତି ?
Answer:
ନିର୍ଦ୍ଦେଶାବଳୀର ମୂଲ୍ୟବୋଧ ଅଧ‌ିକ ଏବଂ ଏହା ଡକ୍ଟର ଆମ୍ବେଦକରଙ୍କ ମତରେ ରାଷ୍ଟ୍ରନୀତି ନିୟାମକ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠାରେ ସହାୟକ ହୋଇଥାଏ ।

୮। ସରକାର ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପାଳନ କରିବାରେ ଆନ୍ତରିକତା ନ ଦେଖାଇଲେ କ’ଣ ହୁଏ ?
Answer:
ସରକାର ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପାଳନ କରିବାର ଆନ୍ତରିକତା ନ ଦେଖାଇଲେ, ଲୋକପ୍ରିୟତା ହରାଇଥା’ନ୍ତି ।

୯। ଭାରତ ସମ୍ବିଧାନର ୭୩ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ କେଉଁ ସୁଯୋଗ ସୃଷ୍ଟି କରାଯାଇଛି ?
Answer:
ଭାରତ ସମ୍ବିଧାନର ୭୩ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ପଞ୍ଚାୟତଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ କରାଯାଇ ସେଗୁଡ଼ିକୁ ଲୋକାଭିମୁଖୀ କରାଯାଇଛି ।

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

୧୦ । ୭୪ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ କାହାକୁ ଅଧ୍ଵ କ୍ଷମତା ପ୍ରଦାନ କରାଯାଇଛି ?
Answer:
୭୪ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ପୌର ପାଳିକାଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ଦରିଦ୍ର ଶ୍ରେଣୀର ବ୍ୟକ୍ତିଙ୍କୁ ମାଗଣା ଆଇନ ସହାୟତା ଯୋଗାଇ ଦିଆଯିବା ପାଇଁ ସମ୍ବିଧାନର କେଉଁ ଧାରାରେ କୁହାଯାଇଛି ?
୨। ସମ୍ବିଧାନର କେଉଁ ଭାଗରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଉଲ୍ଲେଖ କରାଯାଇଛି ?
୩। ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ, ହେବାପାଇଁ ସମ୍ବିଧାନର କେଉଁ ଧାରାରେ କୁହାଯାଇଛି ?
୪। ସମ୍ବିଧାନର କେଉଁ ସଂଶୋଧନ ଆଇନ ବଳରେ ପଞ୍ଚାୟତଗୁଡ଼ିକୁ ଅର୍ଧକ କ୍ଷମତା ପ୍ରଦାନ କରାଯାଇଛି ?
୫। ୭୪ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ କାହାକୁ ଅଧ୍ଵକ କ୍ଷମତା ପ୍ରଦାନ କରାଯାଇଛି ?
୬ । ସରକାର କେଉଁ ଯୋଜନା ମାଧ୍ୟମରେ ଦେଶରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରଛନ୍ତି ?
୭। ସମ୍ବିଧାନର ୨୫ ତମ ସଂଶୋଧନ କାହା ପାଇଁ ଉଦ୍ଦିଷ୍ଟ ଥିଲା ?
୮। କୁଟୀର ଶିଳ୍ପର ପ୍ରତିଷ୍ଠା ଓ ପ୍ରସାର କରାଯିବା କେଉଁ ନିର୍ଦ୍ଦେଶାବଳୀର ଅନ୍ତର୍ଭୁକ୍ତ ?

Answers:
୧ । ଧାରା ୩୯
୨ । ୪ର୍ଥ ଭାଗ
୩ । ଧାରା -୩୮
୪ । ୭୩ ତମ
୫ । ପୌରପାଳିକା
୬ । ପଞ୍ଚବାର୍ଷିକ ଯୋଜନା
୭ । ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ
୮ । ଗାନ୍ଧିବାଦୀ

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

C ଶୂନ୍ୟସ୍ଥାନ ପୂରଣ କର ।

୧। ସମ୍ବିଧାନର ___________ ଧାରାରେ ଜାତୀୟ ସମ୍ପଭିର ସୁଷମ ବର୍ଣ୍ଣନ ବିଷୟରେ କୁହାଯାଇଛି ।
Answer:
ଚତୁର୍ଥ

୨। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ __________ ଆଇନତଃ ବାଧ୍ୟ ନୁହେଁ ।
Answer:
ରାଷ୍ଟ୍ର,

୩ । ______________କୁ ସମ୍ମାନ ପ୍ରଦର୍ଶନ କରି ପ୍ରତ୍ୟେକ ସରକାର ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଉଦ୍ୟମ କରିଥାଆନ୍ତି ।
Answer:
ଜନମତ

୪। ମୌଳିକ ଅଧିକାର ଯୋଗୁଁ ନାଗରିକମାନଙ୍କର _________________ ଭିତ୍ତିଭୂମି ସୁଦୃଢ଼ ହୋଇଥାଏ ।
Answer:
ରାଜନୈତିକ

୫। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ସୀମା _________________ ।
Answer:
ବ୍ୟାପକ

୬ | ଭାରତର ସମ୍ବିଧାନ ____________ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇଛି ।
Answer:
ସମାଜବାଦୀ

୭। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀରେ ______________ ଚିନ୍ତାଧାରା ପ୍ରତିଫଳିତ ହୋଇଛି ।
Answer:
ସମାଜବାଦୀ

୮। ସମ୍ବିଧାନର _________________ ଧାରାରେ ଜାତୀୟ ସମ୍ପତ୍ତିକୁ ନ୍ୟାୟୋଚିତ ଭାବେ ବଣ୍ଟନ କରାଯିବ ବୋଲି ବର୍ଣ୍ଣିତ ହୋଇଛି ।
Answer:
୩୯

୯ । କୁଟୀର ଶିଳ୍ପର ପ୍ରତିଷ୍ଠା ଓ ପ୍ରସାର କରାଯିବା _____________ ନିର୍ଦ୍ଦେଶାବଳୀର ଅନ୍ତର୍ଭୁକ୍ତ ।
Answer:
ଗାନ୍ଧିବାଦୀ

୧୦ । ଭାରତରେ ସର୍ବତ୍ର ସମାନ ପ୍ରକାରର ଦେୱାନୀ ଆଇନ BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ Q.10 ବର୍ଣ୍ଣନା କରାଯାଇଛି ।
Answer:
ଉଦାରବାଦୀ

୧୧ । ଶିଶୁ ଓ ଯୁବକ ଏବଂ ଯୁବତୀମାନଙ୍କୁ ଶୋଷଣମୁକ୍ତ କରାଯିବାପାଇଁ ____________ ନିର୍ଦ୍ଦେଶାବଳୀରେ ବର୍ଣ୍ଣନା କରାଯାଇଛି ।
Answer:
ସମାଜବାଦୀ

୧୨ । ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ କୃଷି ଓ ପଶୁପାଳନ କ୍ଷେତ୍ର ରେ ଉନ୍ନତି କରାଯିବାପାଇଁ ___________ ନିର୍ଦ୍ଦେଶାବଳୀରେ ବର୍ଣ୍ଣନା କରାଯାଇଛି ।
Answer:
ଉଦାରବାଦୀ

୧୩ । __________________ ଙ୍କ ମତରେ ଅର୍ଥନୈତିକ ଗଣତନ୍ତ୍ର ପ୍ରଚଳିତ ହେବା ଗାନ୍ଧିବାଦୀ ନିର୍ଦ୍ଦେଶାବଳୀ ସହାୟକ ହୋଇଥାଏ ।
Answer:
ଡକ୍ଟର ଆମ୍ବେଦକର

୧୪। ________________ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ ‘ମହନୀୟ ଆକାଂକ୍ଷା’ ବୋଲି ଅଭିହିତ କରିଥିଲେ ।
Answer:
ଆଇଭର ଜେନିଙ୍ଗସ୍‌

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

D. ଠିକ୍ ଉକ୍ତି ପାଇଁ (✓ ) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୌଳିକ କର୍ତ୍ତବ୍ୟ ।
୨ । ମୌଳିକ କର୍ତ୍ତବ୍ୟ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ରର ମୂଳଦୁଆ ମଜବୁତ୍ କରିଥାଏ ।
୩। ଭାରତକୁ ଏକ ସମାଜବାଦୀ ଜନମଙ୍ଗଳ ରାଷ୍ଟ୍ର ଭାବେ ଗଠନ କରିବା ମୌଳିକ ଅଧିକାରର ଲକ୍ଷ୍ୟ ।
୪। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ନାସ୍ତିବାଚକ ।
୫। ମାଗଣା ଆଇନ ସହାୟତା ଯୋଗାଇଦେବା ସମାଜବାଦୀ ନିର୍ଦ୍ଦେଶାବଳୀର ଅନ୍ତର୍ଗତ ।
୬। ରାଷ୍ଟ୍ର ଗୋ-ହତ୍ୟା ନିବାରଣ କରିବା ଗାନ୍ଧିବାଦୀ ନିର୍ଦ୍ଦେଶାବଳୀର ଅନ୍ତର୍ଗତ ।
୭ । ଭାରତରେ ସର୍ବତ୍ର ସମାନ ପ୍ରକାରର ଦେୱାନୀ ଆଇନ ପ୍ରଚଳିତ ହେବା ଗାନ୍ଧିବାଦୀ ନିର୍ଦ୍ଦେଶାବଳୀ ଅନ୍ତର୍ଗତ ।
୮ | ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଏକ ‘ମହନୀୟ ଆକାଂକ୍ଷା’ ବୋଲି ଆଇଭର ଜେନିଙ୍ଗସ୍ କହିଥିଲେ ।
୯। ରାଷ୍ଟ୍ରରେ ସୁଶାସନ ପ୍ରତିଷ୍ଠା ଲାଗି ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ବିଶେଷ ମହତ୍ତ୍ଵ ଓ ଗୁରୁତ୍ଵ ରହିଛି ।
୧୦। ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ପଞ୍ଚାୟତଗୁଡ଼ିକୁ ଅଧ‌ିକ କ୍ଷମତା ପ୍ରଦାନ କରାଯାଇଛି ।

Answers:
୧। (√)
୨ । (×)
୩। (×)
୪। (×)
୫। (√)
୬। (√)
୭ । (×)
୮ | (√)
୯। (√)
୧୦। (×)

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ Q. 1
BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ Q. 2

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ Q. 3
BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ Q. 4

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ଭାରତର ସମ୍ବିଧାନର ତୃତୀୟ ଭାଗରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବିଷୟରେ ଉଲ୍ଲେଖ କୁହାଯାଇଛି ।
୨। ମୌଳିକ ଅଧିକାର ସାମାଜିକ ଗଣତନ୍ତ୍ରର ମୂଳଦୁଆ ପକାଇଥାଏ ।
୩। ଦରିଦ୍ର ଲୋକମାନଙ୍କୁ ମାଗଣାରେ ଆଇନ ସେବା ପ୍ରଦାନ କରିବାପାଇଁ ସମ୍ବିଧାନର ଧାରା ୩୮ରେ କୁହାଯାଇଛି ।
୪। ସମ୍ବିଧାନର ୪୪ତମ ସଂଶୋଧନ ଆଇନ ବଳରେ ପଞ୍ଚାୟତଗୁଡ଼ିକୁ ଅଧ‌ିକ କ୍ଷମତା ପ୍ରଦାନ କରାଯାଇଛି ।
୫। କୁଟୀର ଶିଳ୍ପ ପ୍ରତିଷ୍ଠା କରିବା ସମାଜବାଦୀ ନିର୍ଦ୍ଦେଶାବଳୀର ଅନ୍ତର୍ଭୁକ୍ତ ।
୬। ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ସୀମା ସୀମିତ ଅଟେ ।
୭। ଭାରତର ସମ୍ବିଧାନ ଉଦାରବାଦୀ ଚିନ୍ତାଧାରାଦ୍ୱାରା ପ୍ରଭାବିତ ହୋଇଛି ।
୮। ସମ୍ବିଧାନର ୩୮ ଧାରାରେ ଜାତୀୟ ସମ୍ପଭିର ସୁଷମ ବର୍ଣ୍ଣନ ବିଷୟରେ କୁହାଯାଇଛି ।
୯। ଡକ୍ଟ ର ଆମ୍ବେଦକର ରାଷ୍ଟ୍ରନୀତି ନିୟାମକBSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ Q. 9 କହିଥିଲେ ।
୧୦ । ନାଗରି କ ମାନଙ୍କର ମୌଳିକ ଅଧ୍ୟାର ଯୋଗୁଁ ସେମାନଙ୍କର ସାମାଜିକ ଭିତ୍ତିଭୂମି ସୁଦୃଢ଼ ହୋଇଥାଏ ।

Answers:
୧ । ଚତୁର୍ଥ
୨ । ରାଜନୈତିକ
୩ । ୩୯
୪ । ୭୩ତମ
୫ । ଗାନ୍ଧିବାଦୀ
୬ । ବ୍ୟାପକ
୭ । ସମାଜବାଦୀ
୮ । ୩୯
୯ । ଆଇଭର ଜେନିଙ୍ଗସ୍‌
୧୦ । ରାଜନୈତିକ

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

G ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନିମ୍ନୋକ୍ତ କେଉଁ ସମ୍ବିଧାନ ସଂଶୋଧନ ଆଇନ ବଳରେ ପଞ୍ଚାୟତଗୁଡ଼ିକୁ ଅଧ୍ଵ କ୍ଷମତା ପ୍ରଦାନ କରାଯାଇଛି ?
(A) ୭୧ତମ
(B) ୭୨ତମ
(C) ୭୩ତମ
(D) ୭୪ତମ
Answer:
(C) ୭୩ତମ

2. ନିମ୍ନୋକ୍ତ କେଉଁ ସମ୍ବିଧାନ ସଂଶୋଧନ ଆଇନ ବଳରେ ପୌର ପାଳି କାଗୁଡ଼ିକୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି ?
(A) ୬୪ତମ
(B) ୬୮ତମ
(C) ୭୨ତମ
(D) ୭୪ତମ
Answer:
(C) ୭୨ତମ

3. ନିମ୍ନୋକ୍ତ ମଧ୍ଯରୁ କିଏ ମତବ୍ୟକ୍ତ କରିଥିଲେ ଯେ ‘ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ମୂଲ୍ୟବୋଧ ଅଧ୍ବକ’ ?
(A) ମହାତ୍ମା ଗାନ୍ଧି
(B) ଜବାହରଲାଲ ନେହେରୁ
(C) ରାଜେନ୍ଦ୍ର ପ୍ରସାଦ
(D) ଡକ୍ଟର ଆମ୍ବେଦକର
Answer:
(D) ଡକ୍ଟର ଆମ୍ବେଦକର

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

4. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଉଦାରବାଦୀ ନିର୍ଦ୍ଦେଶାବଳୀର ଅନ୍ତର୍ଭୁକ୍ତ ?
(A) ରାଷ୍ଟ୍ର ଗୋ-ହତ୍ୟା ନିବାରଣ କରିବ
(B) ଶିଶୁ ଓ ଯୁବକ ଏବଂ ଯୁବତୀମାନଙ୍କୁ ଶୋଷଣମୁକ୍ତ
(C) ଆନ୍ତର୍ଜାତିକ କ୍ଷେତ୍ରରେ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ନିମନ୍ତେ ରାଷ୍ଟ୍ର ଉଚିତ ପଦକ୍ଷେପ ଗ୍ରହଣ କରିବ
(D) କୁଟୀର ଶିଳ୍ପର ପ୍ରତିଷ୍ଠା ଓ ପ୍ରସାର କରାଯିବ
Answer:
(C) ଆନ୍ତର୍ଜାତିକ କ୍ଷେତ୍ରରେ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ନିମନ୍ତେ ରାଷ୍ଟ୍ର ଉଚିତ ପଦକ୍ଷେପ ଗ୍ରହଣ କରିବ

5. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗାନ୍ଧିବାଦୀ ନିର୍ଦ୍ଦେଶାବଳୀର ଅନ୍ତର୍ଭୁକ୍ତ ନୁହେଁ ?
(A) ଶ୍ରମିକ ଶ୍ରେଣୀର ସ୍ଵାର୍ଥରକ୍ଷା କରାଯିବ
(B) କୁଟୀର ଶିଳ୍ପର ପ୍ରତିଷ୍ଠା ଓ ପ୍ରସାର କରାଯିବ
(C) ସ୍ୱାୟତ୍ତ ଶାସନ ପ୍ରତିଷ୍ଠା ପାଇଁ ଦେଶର ପ୍ରତ୍ୟେକ ଅଞ୍ଚଳରେ ଗ୍ରାମପଞ୍ଚାୟତ ପ୍ରତିଷ୍ଠା କରାଯିବ
(D) ରାଷ୍ଟ୍ର ଗୋହତ୍ୟା ନିବାରଣ କରିବ
Answer:
(A) ଶ୍ରମିକ ଶ୍ରେଣୀର ସ୍ଵାର୍ଥରକ୍ଷା କରାଯିବ

6. ନିମ୍ନୋକ୍ତ ମଧ୍ୟରୁ କେଉଁଟି ସମାଜବାଦୀ ନିର୍ଦ୍ଦେଶାବଳୀର ଅନ୍ତର୍ଭୁକ୍ତ ଅଟେ ?
(A) ଔଷଧ ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଶା ଓ ମାଦକ
(B) ରାଷ୍ଟ୍ର ନ୍ୟାୟପାଳିକା ବିଭାଗକୁ କାର୍ଯ୍ୟପାଳିକା
(C) ଆନ୍ତର୍ଜାତିକ କ୍ଷେତ୍ରରେ ଶାନ୍ତ ଓ ନିରାପତ୍ତା ପ୍ରତିଷ୍ଠା
(D) ସମସ୍ତ ନାରୀ ଓ ପୁରୁଷ ନାଗରିକମାନଙ୍କୁ ସମାନ
Answer:
(D) ସମସ୍ତ ନାରୀ ଓ ପୁରୁଷ ନାଗରିକମାନଙ୍କୁ ସମାନ

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

7.ସମ୍ବିଧାନର ଚତୁର୍ଥ ଭାଗରେ ନିମ୍ନୋକ୍ତ କେଉଁ ଧାରା ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗାନ୍ଧିବାଦୀ ନିର୍ଦ୍ଦେଶାବଳୀର ଅନ୍ତର୍ଭୁକ୍ତ ନୁହେଁ ?
(A) ଧାରା ୩୬ରୁ ୩୮
(B) ଧାରା ୩୮ରୁ ୪୨
(C) ଧାରା ୩୬ରୁ ୫୧
(D) ଧାରା ୪୧ରୁ ୫୧
Answer:
(C) ଧାରା ୩୬ରୁ ୫୧

8. ମୌଳିକ ଅଧ୍ୟାର ଯୋଗୁଁ ନାଗରିକମାନଙ୍କର ନିମ୍ନୋକ୍ତ କେଉଁ ଭିତ୍ତିଭୂମି ସୁଦୃଢ଼ ହୋଇଥାଏ ?
(A) ରାଜନୈତିକ
(B) ଅର୍ଥନୈତିକ
(C) ସାମାଜିକ
(D) ସାଂସ୍କୃତିକ
Answer:
(A) ରାଜନୈତିକ

9. ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କର :
(A) ମୌଳିକ ଅଧ୍ୟାର
(B) ମୌଳିକ ଦାୟିତ୍ଵ
(C) ମୌଳିକ କର୍ତ୍ତବ୍ୟ
(D) ମୌଳିକ ଲକ୍ଷ୍ୟ
Answer:
(C) ମୌଳିକ କର୍ତ୍ତବ୍ୟ

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

10. ସମ୍ବିଧାନର ଧାରା ୩୯ରେ କେଉଁ ନିର୍ଦ୍ଦେଶାବଳୀ ସମ୍ପର୍କରେ ବର୍ଣ୍ଣନା କରାଯାଇଛି ?
(A) ଗାନ୍ଧିବାଦୀ
(B) ସମାଜବାଦୀ
(C) ଉଦାରବାଦୀ
(D) ଆନ୍ତର୍ଜାତୀୟବାଦୀ
Answer:
(B) ସମାଜବାଦୀ

11. କେଉଁଟି ସୁଶାସନର ସାମର୍ଥ୍ୟ ମାପିବାପାଇଁ ଏକ ନିର୍ଭରଯୋଗ୍ୟ ମାପକାଠି ?
(A) ମୌଳିକ ଅଧ୍ୟାର
(B) ମୌଳିକ କର୍ଭବ୍ୟ
(C) ମୌଳିକ ଲକ୍ଷ୍ୟ
(D) ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ
Answer:
(B) ମୌଳିକ କର୍ଭବ୍ୟ

12. ସମ୍ବିଧାନର କେଉଁ ଧାରାରେ ନାଗରିକମାନଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରାଯାଇଛି ?
(A) ଧାରା ୩୪
(B) ଧାରା ୩୬
(C) ଧାରା ୪୦ ରୁ ୪୧
(D) ଧାରା ୪୧ ରୁ ୪୩
Answer:
(D) ଧାରା ୪୧ ରୁ ୪୩

13. କେଉଁମାନଙ୍କୁ ମାଗଣା ଆଇନ ସହାୟତା ଯୋଗାଇ BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ Q . 13 ଉଲ୍ଲେଖ ଅଛି ?
(A) କୃଷି ଶ୍ରମିକ
(B) ଶିଳ୍ପ ଶ୍ରମିକ
(C) ଦରିଦ୍ରଶ୍ରେଣୀ
(D) ଶିଶୁ
Answer:
(C) ଦରିଦ୍ରଶ୍ରେଣୀ

14. କିଏ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀକୁ ‘ମହନୀୟ ଆକାଂକ୍ଷା’ ବୋଲି ଅଭିହିତ କରିଥିଲେ ?
(A) ବି.ଆର୍.ଆମ୍ବେଦକର
(B) ଜବାହରଲାଲ ନେହେରୁ
(C) ଆଇଭର୍‌ ଜେନିଙ୍ଗ୍‌ସ୍
(D) ସର୍ଦାର ପଟେଲ
Answer:
(C) ଆଇଭର୍‌ ଜେନିଙ୍ଗ୍‌ସ୍

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

15. କେଉଁଟି ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ସାମାଜିକ ନିରାପତ୍ତା ଅଟେ ?
(A) ବେକାର, ବୃଦ୍ଧ, ଅକର୍ମଣ୍ୟ ଓ ରୁଗ୍ ଣ
(B) ନାରୀ ଓ ପୁରୁଷଙ୍କୁ ସମାନ ପ୍ରକାରର କାର୍ଯ୍ୟ ପାଇଁ
(C) ରାଷ୍ଟ୍ରଦ୍ୱାରା ଗୋହତ୍ୟା ନିବାରଣ
(D) ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ କୃଷି ଓ
Answer:
(A) ବେକାର, ବୃଦ୍ଧ, ଅକର୍ମଣ୍ୟ ଓ ରୁଗ୍ ଣ

16. ସମ୍ବିଧାନର କେଉଁ ଧାରାରେ ଜନସାଧାରଣଙ୍କ ହିତ ପାଇଁ ଏକ ସାମାଜିକ ବ୍ୟବସ୍ଥା ସୃଷ୍ଟି କରିବାପାଇଁ ଉଲ୍ଲେଖ ଅଛି ?
(A) ଧାରା ୩୪
(B) ଧାରା ୩୫
(C) ଧାରା ୩୮
(D) ଧାରା ୩୯
Answer:
(C) ଧାରା ୩୮

BSE Odisha 9th Class Political Science Important Questions Chapter 3 ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ

17. ରାଷ୍ଟ୍ରରେ ସୁଶାସନ ପ୍ରତିଷ୍ଠା ଲାଗି କେଉଁ ନିର୍ଦ୍ଦେଶାବଳୀର ବିଶେଷ ମହତ୍ତ୍ଵ ଓ ଗୁରୁତ୍ଵ ରହିଛି ?
(A) ରାଷ୍ଟ୍ରନୀତି ନିୟାମକ
(B) ଉଦାରବାଦୀ
(C) ଗାନ୍ଧିବାଦୀ
(D) ସମାଜବାଦୀ
Answer:
(A) ରାଷ୍ଟ୍ରନୀତି ନିୟାମକ

Leave a Comment