Odisha State Board CHSE Odisha Class 11 Odia Solutions Chapter 4 ସେହି ସ୍ମରଣୀୟ ଦିବସ ଗାଁ ମଜଲିସ୍ Textbook Exercise Questions and Answers.
CHSE Odisha Class 11 Odia Chapter 4 ସେହି ସ୍ମରଣୀୟ ଦିବସ ଗାଁ ମଜଲିସ୍ Question Answer
ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :
Question 1.
ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।
(କ) ଭାରତ ଇତିହାସର ଏକ ନୂତନ ଯୁଗର ଅୟମାରମ୍ଭ ବିଷୟ ଘୋଷଣା କରିବାକୁ କାହାର ଆଗମନ ହେଲା ? (ରାତ୍ରି, ଉଷା, ପ୍ରଦୋଷ, ଦିନ)
Solution:
ଉଷା ।
(ଖ) ରାତିଅଧରୁ ଶୋଭାଯାତ୍ରାର କୋଳାହଳ, ଜାତୀୟ ଓ ଭକ୍ତିଗୀତର ମୂର୍ଚ୍ଚନାରେ କେଉଁ ସହର ମୁଖରିତ ହୋଇ ଉଠିଥିଲା । (ଭୁବନେଶ୍ଵର, କଟକ, ଦିଲ୍ଲୀ, ଅନୁଗୋଳ)
Solution:
କଟକ |
(ଗ) ଶହ ଶହ ବର୍ଷ ଧରି କେଉଁ ସ୍ଥାନ ଓଡ଼ିଶାର ରାଜା ଓ ସୁବେଦାରମାନଙ୍କ ଦୁର୍ଗ ହୋଇ ରହିଥିଲା ? (ବାରବାଟୀ କିଲ୍ଲା, କଟକ, ସୋନପୁର, ବଲାଙ୍ଗୀର)
Solution:
ବାରବାଟୀ କିଲ୍ଲା |
(ଙ) ଡକ୍ଟର ମହତାବଙ୍କୁ କିଏ ‘ତୁମେ ଜଣେ ଖାଣ୍ଟି ଐତିହାସିକ’ ବୋଲି କହିଛନ୍ତି ? (ଡକ୍ଟର କାଟୁଜ୍, ରେଭେନ୍ସା, ବୀମସ୍, ପାରଳାରାଜା)
Solution:
ଡକ୍ଟର କାଟୁଜ୍ ।
(ଚ) ଅତି ଅଳ୍ପ ସମୟ ମଧ୍ୟରେ କିଏ ଇତିହାସର ଗତି ବଦଳାଇ ପାରିଥିଲେ ? (ସୁଭାଷବୋଷ, ଗାନ୍ଧିଜୀ, ଗୋପବନ୍ଧୁ, ମଧୁସୂଦନ)
Solution:
ଗାନ୍ଧିଜୀ ।
(ଛ) ‘ଯୁଗେ ଯୁଗେ ଭାରତ’ ଏକାଙ୍କିକା ନାଟକକୁ କିଏ ଭାଷା ଦେଇଥିଲେ ? (ଡକ୍ଟର ମହତାବ, ସଚ୍ଚିନ୍ ଦତ୍ତ, ଡକ୍ଟର କୈଳାସ ନାଥ, କାଳୀଚରଣ)
Solution:
ସଚ୍ଚିନ୍ ଦତ୍ତ ।
(ଜ) ‘ଯୁଗେ ଯୁଗେ ଭାରତ’ ଏକାଙ୍କିକା ନାଟକର ତେଜୀୟାନ୍ ଯୁବକଟିର ନାମ କ’ଣ ? (ଭଗତ୍ ସିଂ, ବାଜିରାଉତ, ଖୁଦୀରାମ, ଲକ୍ଷ୍ମଣ ନାୟକ)
Solution:
ଖୁଦୀରାମ ।
(ଝ) ଆପଣମାନେ ମୋତେ ମନେ ରଖୁବାର କୌଣସି ଆବଶ୍ୟକତା ନାହିଁ । ଏହା କିଏ କହିଛି ? (ଖୁଦୀରାମ, ଡକ୍ଟର ମହତାବ, ଗୋପବନ୍ଧୁ, ଫକୀରମୋହନ )
Solution:
ଖୁଦୀରାମ |
(ଞ) କଟକଠାରେ କେଉଁ ହଲ୍ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରାଯାଇଥିଲା ? (ଶତାବ୍ଦୀ ଭବନ, ଶ୍ରୀରାମଚନ୍ଦ୍ର ଭବନ, ଶହୀଦ୍ ହଲ୍, ଟାଉନ୍ ହଲ୍)
Solution:
ଶହୀଦ୍ ହଲ୍ ।
(ଟ) ହଜାର ହଜାର ଲୋକ କାହାକୁ ଜଳାଞ୍ଜଳି ଦେଇ ରାସ୍ତାର ଭିକ୍ଷୁକ ସାଜିବା ପଥ ବାଛି ନେଇଥିଲେ ? (କ୍ୟାରିୟର୍, ଧନସମ୍ପତ୍ତି, ଘରଦ୍ଵାର, ଜୀବନ)
Solution:
କ୍ୟାରିୟର୍ ।
(୦) ସ୍ଵାଧୀନତା ହିଁ ସେମାନଙ୍କ ପକ୍ଷେ ଥିଲା । (ଆନନ୍ଦ, ପୁରସ୍କାର, ଉତ୍ସବ, ଦୁଃଖ)
Solution:
ପୁରସ୍କାର ।
(ଡ) ସ୍ଵାଧୀନତା ପରେ ସଭ୍ୟତାର ବହୁଦୂରରେ ଥିବା କେଉଁ ଜିଲ୍ଲାର ଆଦିବାସୀ ଲୋକମାନେ ମଧ୍ୟ ଆନନ୍ଦରେ ମାତି ଉଠିଥିଲେ ? (ମୟୂରଭଞ୍ଜ, କୋରାପୁଟ, କଳାହାଣ୍ଡି, ସମ୍ବଲପୁର)
Solution:
କୋରାପୁଟ |
(ଢ) କେତେବର୍ଷ ପରେ ଡକ୍ଟର ମହତାବ ପଛକୁ ଫେରି ଚାହିଁଛନ୍ତି ଓ ଲୋକଙ୍କ ଆଶା ଆକାଂକ୍ଷା କଥା ମନେ ପକାଇଛନ୍ତି ? (୧୦ ବର୍ଷ, ୨୦ ବର୍ଷ, ୨୫ ବର୍ଷ, ୪୦ ବର୍ଷ)
Solution:
୨୫ ବର୍ଷ |
(ଣ) ଚରମ ବ୍ୟର୍ଥତା ଓ ନୈରାଶ୍ୟ ଭିତରେ ଆତ୍ମପ୍ରତ୍ୟୟ ହରାଇ ସାରିଥିବା ଲକ୍ଷ ଜନତାଙ୍କ ପାଇଁ _________ ସମ୍ପୂର୍ଣ୍ଣ ନିରର୍ଥକ । (ଦାବୀ, ସ୍ଵାଧୀନତା, ଆନନ୍ଦ, ଆତ୍ମପ୍ରତ୍ୟୟ)
Solution:
ସ୍ଵାଧୀନତା |
Question 2.
ପ୍ରଶ୍ନର ମୂଲ୍ୟ ୧ ନମ୍ବର । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
(କ) ଶେଷରେ କେଉଁ ରାତ୍ରିର ଅବସାନ ହେଲା ?
Solution:
ଶେଷରେ ଅନ୍ଧକାର ରାତ୍ରିର ଅବସାନ ହେଲା ।
(ଖ) ଉଷାର କାହିଁକି ଆଗମନ ହେଲା ?
Solution:
ଭାରତ ଇତିହାସର ନୂତନ ଯୁଗର ଅୟମାରମ୍ଭ ବିଷୟ ଘୋଷଣା କରିବାକୁ ଉଷାର ଆଗମନ ହେଲା ।
(ଗ) ଭାରତ ଇତିହାସର ନୂତନ ଯୁଗର ଅୟମାରମ୍ଭ ବିଷୟ କରିବାକୁ ଉଷାର ଆଗମନ ହେଲା ?
Solution:
ଭାରତ ଇତିହାସର ନୂତନ ଯୁଗର ଅୟମାରମ୍ଭ ବିଷୟ ଘୋଷଣା କରିବାକୁ ଉଷାର ଆଗମନ ହେଲା |
କରିବାକୁ କାହାର ଆଗମନ ହେଲା ?
(ଘ) ରାତି ଅଧରୁ କାହାର ମୂର୍ଦ୍ଧନାରେ କଟକ ସହର ମୁଖରିତ ହୋଇ ଉଠିଥିଲା ?
Solution:
ରାତି ଅଧରୁ ଜାତୀୟ ଓ ଭକ୍ତିଗୀତର ମୂର୍ଚ୍ଚନାରେ କଟକ ସହର ମୁଖରିତ ହୋଇ ଉଠିଥିଲା ।
(ଙ) ଶୋଭାଯାତ୍ରାର କୋଳାହଳ ଜାତୀୟ ଓ ଭକ୍ତିଗୀତର ମୂଚ୍ଛନା କେଉଁ ସହରକୁ ମୁଖରିତ କରିଥିଲା ?
Solution:
ଶୋଭାଯାତ୍ରାର କୋଳାହଳ ଜାତୀୟ ଓ ଭକ୍ତିଗୀତର ମୂର୍ଚ୍ଚନା କଟକ ସହରକୁ ମୁଖରିତ କରିଥିଲା ।
(ଚ) ସୂର୍ଯ୍ୟୋଦୟ ପୂର୍ବରୁ ଡକ୍ଟର ମହତାବ କାହାକୁ ସାକ୍ଷାତ କରିବାକୁ ଯାଇଥିଲେ ?
Solution:
ସୂର୍ଯ୍ୟୋଦୟ ପୂର୍ବରୁ ଡକ୍ଟର ମହତାବ ଆମ ରାଜ୍ୟପାଳ ଡକ୍ଟର କୈଳାସ ନାଥ କାଟୁଜ୍ଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ।
(ଛ) ସ୍ଵାଧୀନତା ପୂର୍ବରୁ ଓଡ଼ିଶାର ରାଜ୍ୟପାଳ କିଏ ଥିଲେ ?
Solution:
ଡକ୍ଟର କୈଳାସନାଥ କାଟୁଜ୍ ସ୍ଵାଧୀନତା ପୂର୍ବରୁ ଓଡ଼ିଶାର ରାଜ୍ୟପାଳ ଥିଲେ ।
(ଜ) ସ୍ଵାଧୀନତା ପୂର୍ବରୁ ଓଡ଼ିଶାର ରାଜ୍ୟପାଳମାନେ କେଉଁଠି ରହୁଥିଲେ ?
Solution:
ସ୍ଵାଧୀନତା ପୂର୍ବରୁ ଓଡ଼ିଶାର ରାଜ୍ୟପାଳମାନେ ‘ଲାଲତାର’ ରେ ରହୁଥିଲେ |
(ଝ) କେଉଁ ଐତିହାସିକ ସ୍ଥାନ ଦୁଇଶହ ବର୍ଷଧରି ମୋଗଲମାନଙ୍କ ସରକାରୀ ବାସଭବନ ହୋଇ ରହିଥିଲା ?
Solution:
ଦୁଇଶହ ବର୍ଷଧରି ମୋଗଲମାନଙ୍କ ସରକାରୀ ବାସଭବନ ହୋଇ ରହିଥିଲା |
(ଞ) ଡକ୍ଟର ମହତାବ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିବା ପରେ ରାଜ୍ୟପାଳ ହାତ ଧରିପକାଇ କ’ଣ କହିଲେ ?
Solution:
ଡକ୍ଟର ମହତାବ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିବା ପରେ ରାଜ୍ୟପାଳ ହାତ ଧରିପକାଇ କ’ଣ କହିଲେ ଏବଂ ଭାବବିହ୍ବଳ ସ୍ୱରରେ କହିଲେ, ‘ମହତାବ ସାହେବ, କେତେ ଶତାବ୍ଦୀ ପରେ ?’
(ଟ) ଡକ୍ଟର କାଟୁନ୍ଙ୍କ ଉତ୍ତରରେ ଡଃ ମହତାବ କ’ଣ କହିଥିଲେ ?
Solution:
ଡକ୍ଟର କାଟୁଜ୍ଙ୍କ ଉତ୍ତରରେ ଡଃ ମହତାବ ‘ପ୍ରାୟ ଏକ ହଜାର ବର୍ଷପରେ’ କହିଥିଲେ ।
(ଢ) କେଉଁ ଘଟଣାବଳୀ ଆଲୋଚନା କାଳରେ ଡକ୍ଟର ମହତାବଙ୍କ ଆଖୁ ଲୁହ ଗଡ଼ି ଆସିଥିଲା ?
Solution:
କାଳରେ ଡକ୍ଟର ମହତାବଙ୍କ ଆଖୁ ଲୁହ ଗଡ଼ି ଆସିଥିଲା ।
(ଣ) ସ୍ଵାଧୀନତାର ପ୍ରଥମ ଦିନଟି ସହରରେ କିପରି କଟିଥିଲା ?
Solution:
ସ୍ଵାଧୀନତାର ପ୍ରଥମ ଦିନଟି ସହରର ପ୍ରତି ଘରେ ଘରେ ଉତ୍ସବରେ କଟିଥିଲା ।
(ତ) ସହରର ସାଧାରଣ ଲୋକଙ୍କ ଆଖୁ କେଉଁ କଥା ଜଣାପଡ଼ୁଥିଲା ?
Solution:
ସହରର ସାଧାରଣ ଲୋକଙ୍କ ଆଖୁ ଆନନ୍ଦ ଉତ୍ସାହ କଥା ଜଣାପଡୁଥିଲା ।
(ଥ) ସ୍ଵାଧୀନତାର ପ୍ରଥମ ଦିନ ରାତିରେ ଥୁଟର୍ ହଲ୍ରେ ପ୍ରଦର୍ଶିତ ହୋଇଥିବା ଏକାଙ୍କିକାର ନାମ କ’ଣ ?
Solution:
ସ୍ଵାଧୀନତାର ପ୍ରଥମ ଦିନ ରାତିରେ ଥାଏଟର୍ ହଲ୍ରେ ପ୍ରଦର୍ଶିତ ହୋଇଥିବା ଏକାଙ୍କିକାର ନାମ ‘ଯୁଗେ ଯୁଗେ ଭାରତ’ ।
(ଦ) କେଉଁ ଦୁଇଜଣ ‘ଯୁଗେ ଯୁଗେ ଭାରତ’ ନାଟକଟିର ପରିକଳ୍ପନା କରିଥିଲେ ?
Solution:
ହରେକୃଷ୍ଣ ମହତାବ ଓ ସଚ୍ଚିନ୍ ଦତ୍ତ ଦୁଇଜଣ ମିଳିତ ଭାବରେ ‘ଯୁଗେ ଯୁଗେ ଭାରତ’ ନାଟକଟିର ପରିକଳ୍ପନା କରିଥିଲେ ।
(ଧ) ଗ୍ରୀନ ରୁମରୁ ରଙ୍ଗମଞ୍ଚକୁ ବାହାରି ଆସିଥିବା ତେଜୀୟାନ ଯୁବକର ନାମ କ’ଣ ?
Solution:
ଗ୍ରୀନ ରୁମରୁ ରଙ୍ଗମଞ୍ଚକୁ ବାହାରି ଆସିଥିବା ତେଜୀୟାନ ଯୁବକର ନାମ ‘ଖୁଦୀରାମ’ ।
(ନ) କାହାର ପ୍ରାଣପାତ ବ୍ୟର୍ଥ ହୋଇନାହିଁ ?
Solution:
‘ଖୁଦାରମ’ ବର ପ୍ରାଣପାତ ବ୍ୟର୍ଥ ହୋଇନାହିଁ |
(ପ) କେଉଁ କଥା ଡକ୍ଟର ମହତାବଙ୍କ ମନରେ ଗଭୀର ରେଖାପାତ କ କରିଥିଲା ?
Solution:
ନାଟକର କେଇ ପଦ କଥା ଡକ୍ଟର ମହିତାବଙ୍କ ମନରେ ଗଭୀର ରେଖାପାତ କରିଥିଲା ।
(ଫ) କେଉଁ ଶବ୍ଦ ସାରାରାତି ଡକ୍ଟର ମହତାବଙ୍କ କାନ ପାଖରେ ପ୍ରତିଧ୍ଵନିତ ହେବାକୁ ଲାଗିଲା ?
Solution:
‘ତୁମେ ମୋତେ ମନେରଖୁଛି’ ଏହି କେତୋଟି ଶବ୍ଦ ସାରାରାତି ଡକ୍ଟର ମହତାବଙ୍କ କାନ ପାଖରେ ପ୍ରତିଧ୍ଵନିତ ହେବାକୁ ଲାଗିଲା ।
(ବି) ସ୍ଵାଧୀନତା ପରଦିନ ଡକ୍ଟର ମହତାବ କେଉଁ ଯୋଜନା ପ୍ରସ୍ତୁତି କରିଥିଲେ ?
Solution:
ପ୍ରସ୍ତୁତି କରିଥିଲେ ।
(ଯ) ସ୍ଵାଧୀନତାର ସ୍ବପ୍ନ ଦେଖୁଥିବା ଲୋକଙ୍କୁ କ’ଣ କରାଗଲା ?
Solution:
ସ୍ଵାଧୀନତାର ସ୍ଵପ୍ନ ଦେଖୁଥିବା ଲୋକଙ୍କୁ ଗୁଳି କରାଗଲା ଓ ଫାଶୀ ଦିଆଗଲା
(ର) ବିଶାଳ ଜନତା କଣ ପାଇଁ ଆନନ୍ଦରେ ବିଭୋର ହୋଇ ଉଠୁଥିଲେ ?
Solution:
ବିଶାଳ ଜନତା ସ୍ଵାଧୀନତା ପାଇଁ ଆନନ୍ଦରେ ବିଭୋର ହୋଇ ଉଠୁଥିଲେ ।
(ଳ) ‘ସ୍ଵାଧୀନତା ସେମାନଙ୍କ ପାଇଁ ପୁରସ୍କାର’ – ଏ କଥା କିଏ ଭାବୁଥିଲେ ?
Solution:
ସ୍ଵାଧୀନତା ପାଇଁ ଆନନ୍ଦରେ ବିଭୋର ହୋଇଥିବା ଜନତା – ‘ସ୍ଵାଧୀନତା ସେମାନଙ୍କ ପାଇଁ ପୁରସ୍କାର’ ବୋଲି ଭାବୁଥିଲେ ।
(ବ) ଦୂରବର୍ତ୍ତୀ ଗାଁ ଗଣ୍ଡାରେ କେଉଁ ଉତ୍ସବ ପାଳିତ ହେଉଥିବାର ଖବର ପହଞ୍ଚୁଥାଏ ?
Solution:
ଦୂରବର୍ତ୍ତୀ ଗାଁ ଗଣ୍ଡାରେ ସ୍ଵାଧୀନତାର ଉତ୍ସବ ପାଳିତ ହେଉଥିବାର ଖବର ପହଞ୍ଚୁଥାଏ ।
(ଶ) ସଭ୍ୟତାର ବହୁ ଦୂରରେ ଥିବା କୋରାପୁଟ ଜିଲ୍ଲାର ଆଦିବାସୀମାନେ ମଧ୍ୟ କେଉଁ ଆନନ୍ଦରେ ମାତି ଉଠିଥିଲେ ?
Solution:
ସଭ୍ୟତାର ବହୁ ଦୂରରେ ଥିବା କୋରାପୁଟ ଜିଲ୍ଲାର ଆଦିବାସୀମାନେ ହେଲେ, ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଦୂରହେବ ବୋଲି ସେମାନେ ଆନନ୍ଦରେ ମାତି ଉଠିଥିଲେ ।
(ଷ) କେଉଁମାନେ ସ୍ଵାଧୀନତା ରକ୍ଷା କରିବେ ?
Solution:
ଯେଉଁମାନେ ଆତ୍ମପ୍ରତ୍ୟୟ ଓ ସଂକଳ୍ପବଦ୍ଧତା ପାଇଁ ସ୍ଵାଧୀନତା ହାସଲ କରିଛନ୍ତି, ସେହିମାନେ ହିଁ ସ୍ଵାଧୀନତା ରକ୍ଷା କରିବେ ।
Question 3.
୩। ଦୁଇଟି ବାକ୍ୟରେ ଉତ୍ତର ଲେଖ, ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ।
(କ) ଲେଖକ କେଉଁ ଦିନକୁ ଭାରତ ଇତିହାସର ଏକ ନୂତନ ଯୁଗର ଅୟମାରମ୍ଭ ବୋଲି କହିଛନ୍ତି ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ଲେଖକ ଭାରତର ସ୍ଵାଧୀନତା ଦିନକୁ ଭାରତ ଇତିହାସର ଏକ ନୂତନ ଯୁଗର ଅୟମାରମ୍ଭ ବୋଲି କହିଛନ୍ତି ।
(ଗ) ‘ତୁମେ ଜଣେ ଖାଣ୍ଟି ଐତିହାସିକ’ ଏ କଥା କିଏ କାହାକୁ କହିଛନ୍ତି ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ‘ତୁମେ ଜଣେ ଖାଣ୍ଟି ଐତିହାସିକ’ ଏକଥା ସେ ସମୟର ରାଜ୍ୟପାଳ ଡକ୍ଟର କୈଳାସନାଥ କାଟୁଜ୍ ହରେକୃଷ୍ଣ ମହତାବଙ୍କୁ
(ଘ) ‘ସେମାନେ କେବଳ ଶାସକମାନଙ୍କ ଆଶ୍ରିତ ପ୍ରଜା’ ଏହା କେଉଁମାନଙ୍କ ଧାରଣା ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ‘ସେମାନେ କ’ଣ ହେଲା ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ଡକ୍ଟର ମହତାବ ଓ ଡକ୍ଟର କାଟୁଜ୍ ଭାରତ ଇତିହାସର ବିଭିନ୍ନ ଘଟଣା ମନେ ପକେଇଲାବେଳେ, ସେମାନଙ୍କ ଆଖୁରୁ ଅଜାଣତରେ ଲୁହଧାର ଗଡ଼ି ଆସିଲା ।
(ଚ) କେଉଁ ଦିନ ‘ଯୁଗେ ଯୁଗେ ଭାରତ’ ଏକାଙ୍କିକା ପ୍ରଦର୍ଶିତ ହେବାକୁ ଥାଏ ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ସ୍ଵାଧୀନତା ପ୍ରାପ୍ତିପାଇଁ ଯେଉଁଦିନ ସହରର ପ୍ରତି ଘରେ ଘରେ ଆନନ୍ଦଉତ୍ସବ ଲାଗି ରହିଥିଲା, ସେହିଦିନ ସନ୍ଧ୍ୟାରେ ‘ଯୁଗେ ଯୁଗେ ଭାରତ’ ଏକାଙ୍କିକାଟି ପ୍ରଦର୍ଶିତ ହେବାକୁ ଥାଏ ।
(ଛ) ‘ଯୁଗେ ଯୁଗେ ଭାରତ’ ନାଟକର ଶେଷ ଦୃଶ୍ୟରେ କ’ଣ ହେଲା ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ‘ଯୁଗେ ଯୁଗେ
(ଜି) ଡକ୍ଟର ମହତାବ କେତେବେଳେ ହଲ୍ ଛାଡ଼ି ଚାଲିଆସିଲେ ?
Solution:
ଯୁବକର କଥା ଶୁଣି, ଯେଉଁମାନେ ସ୍ଵାଧୀନତାପାଇଁ ପ୍ରାଣବଳି ଦେଇ ଯାଇଛନ୍ତି, ସେମାନଙ୍କ କଥା ଭାବି ଡଃ ମହତାବଙ୍କ ଆଖୁରୁ ସ୍ବତଃ ଲୁହଧାର ନିଗିଡ଼ି ଆସିଲା, ସେତେବେଳେ ସେ ହଲ ଛାଡ଼ି ଚାଲିଆସିଲେ ।
(ଝ) ‘‘ଆମେ ସେମାନଙ୍କୁ ମନେ ରଖୁଛୁ’’ ଏକଥା କିଏ କାହାକୁ କହିଛନ୍ତି ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ‘ଆମେ ସେମାନଙ୍କୁ ମନେରଖୁଛୁ’ ଏକଥା ଡଃ ମହତାବ ନିଜକୁ ନିଜେ କହିଛନ୍ତି ।
(ଞ) ‘ସେମାନଙ୍କ ପାଇଁ କ’ଣ ଯଥେଷ୍ଟ’ କାହା ପ୍ରସଙ୍ଗରେ କୁହାଯାଇଛି ?
Solution:
ସ୍ଵାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଛନ୍ତି, ସେମାନଙ୍କ ପାଇଁ ଶହୀଦ୍ ଭବନ କାନ୍ଥରେ ନାମ ଖୋଦିତ ହେବାର ବ୍ୟବସ୍ଥା ହୋଇଥିଲା, ଏହି ପରିପ୍ରେକ୍ଷୀରେ ମହତାବ ‘ସେମାନଙ୍କ ପାଇଁ କ’ଣ ଯଥେଷ୍ଟ’ ବୋଲି କହିଛନ୍ତି ।
(ଟ) କେଉଁମାନେ ଆନନ୍ଦରେ ସମସ୍ତ ନିନ୍ଦା ଅପମାନକୁ ସହି ନେଇଥିଲେ ?
Solution:
ନିଜ ‘କ୍ୟାରିୟର୍’କୁ ଜଳାଞ୍ଜଳି ଦେଇ ରାସ୍ତାରେ ଭିକ୍ଷୁକ ହୋଇଥିଲେ, ନିଜର ସମସ୍ତ ସମ୍ପତ୍ତି ହରାଇଲେ, ସେହିମାନେ ଆନନ୍ଦରେ ସମସ୍ତ ନିନ୍ଦା ଅପମାନକୁ ସହି ନେଇଥିଲେ ।
(୦) ସ୍ଵାଧୀନତାର ସ୍ଵପ୍ନ ଦେଖ୍ ଆନନ୍ଦିତ ହେଉଥିବା ଲୋକମାନଙ୍କର କ’ଣ କରାଗଲା ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ସ୍ଵାଧୀନତାର ସ୍ଵପ୍ନ ଦେଖ୍ ଆନନ୍ଦିତ ହେଉଥିବା ଲୋକମାନଙ୍କୁ ଗୁଳି କରାଗଲା ଓ ଫାଶୀ କରାଗଲା |
(ଡ) ସ୍ଵାଧୀନତା କଥା ଶୁଣି କେଉଁମାନଙ୍କର ଆନନ୍ଦର ସୀମା ନଥୁଲା ?
Solution:
ଦୂରବର୍ତ୍ତୀ ଗାଁ ଗଣ୍ଡାରେ ସ୍ଵତଃ ସ୍ଵାଧୀନତା ଉତ୍ସବ ପାଳନ କରାଯାଉଥିଲା, ସ୍ଵାଧୀନତା କଥା ଶୁଣି ସେହି ଦିଆଗଲା ।
(ଢ) ଗାନ୍ଧି ମହାରାଜ ସେମାନଙ୍କ ରାଜା ହେଲେ ସେମାନଙ୍କର କ’ଣ ହେବ ବୋଲି ଲୋକମାନେ କହୁଥିଲେ ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ଗାନ୍ଧି ମହାରାଜ ସେମାନଙ୍କ ରାଜା ହେଲେ ସେମାନଙ୍କ ସବୁ ଦୁଃଖ ଦୁର୍ଦ୍ଦଶା ଦୂର ହେବ ବୋଲି ଲୋକମାନେ କହୁଥିଲେ ।
(ଣ) କେଉଁମାନଙ୍କ ପାଇଁ ସ୍ଵାଧୀନତା ସମ୍ପୂର୍ଣ୍ଣ ନିରର୍ଥକ ?
Solution:
ବ୍ୟର୍ଥତା ଓ ନୈରାଶ୍ୟ ଭିତରେ ଆତ୍ମପ୍ରତ୍ୟୟ ହରାଇ ସାରିଥିବା ଲକ୍ଷ ଜନତାପାଇଁ ସ୍ବାଧୀନତା ସମ୍ପୂର୍ଣ୍ଣ ନିରର୍ଥକ ।
Question 4.
୩୦ଟି ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର, ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ରହିବ ।
(କ) ସେହି ସ୍ମରଣୀୟ ଦିବସ କଟକ ସହରରେ କିପରି ପାଳିତ ହେଉଥିଲା ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ପୂର୍ବଦିନ ରାତି ଅଧରୁ ଶୋଭାଯାତ୍ରାର କୋଳାହଳ, ଜାତୀୟ ଓ ଭକ୍ତିଗୀତର ମୂହଁନା, ବାଦ୍ୟ ଓ ଶଙ୍ଖନାଦରେ କଟକ ସହର ମୁଖରିତ ହେଉଥିଲା । ସେଦିନ ଥୁଟର୍ ହଲରେ ‘ଯୁଗେ ଯୁଗେ ଭାରତ’ ନାଟକ, ନାଟକ ଶେଷରେ ରାଜ୍ୟପାଳ ଓ ଡଃ. ମହତାବଙ୍କ ଭାଷଣ ଆଦି କାର୍ଯ୍ୟକ୍ରମରେ ସେହି ସ୍ମରଣୀୟ ଦିବସ କଟକ ସହରରେ ପାଳିତ ହେଉଥିଲା ।
(ଖ) ଡକ୍ଟର ମହତାବ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିବା ପରେ କ’ଣ ହେଲା ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ମହତାବ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିବାପରେ, ରାଜ୍ୟପାଳ ମହତାବଙ୍କ ହାତକୁ ଧରି ପକାଇ କୁଣ୍ଢାଇ ପକାଇଥିଲେ । ଭାବବିହ୍ବଳ ସ୍ଵରରେ ସେ ପଚାରିଥିଲେ .‘ମହତାବ ସାହେବ, କେତେ ଶତାବ୍ଦୀ ପରେ ।
(ଗ) ଏକାଦଶ ଶତାବ୍ଦୀ ପରବର୍ତ୍ତୀ ଲୋକମାନଙ୍କ ଧାରଣା କ’ଣ ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ଏକାଦଶ ଶତାବ୍ଦୀ ପରବର୍ତ୍ତୀ ଲୋକମାନଙ୍କ ଧାରଣା ଥିଲା, ଦେଶର ବ୍ୟାପାରରେ ସେମାନଙ୍କର କିଛି କହିବାର ନାହିଁ । ସେମାନେ କେବଳ ଶାସକମାନଙ୍କର ଆଶ୍ରିତ ପ୍ରଜା, ସିଏ ରାଜା ହୁଅନ୍ତୁ ବା ନବାବ ହୁଅନ୍ତୁ ।
(ଘ) ଲୋକମାନଙ୍କର କେଉଁ ଧାରଣାକୁ ଗାନ୍ଧିଜୀ ବଦଳାଇ ପାରିଥିଲେ ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ଦୀର୍ଘ ଦିନଧରି ପରାଧୀନ ରହିବା ଫଳରେ, ଭାରତୀୟ ଲୋକଙ୍କ ମନରେ ଧାରଣା ହେଲା ଯେ, ଦେଶ ବ୍ୟାପାରରେ ସେମାନଙ୍କର କିଛି କରିବାର ନାହିଁ । ସେମାନେ କେବଳ ଆଶ୍ରିତ ପ୍ରଜା । ଯିଏ ରାଜା ହୁଅନ୍ତୁ ବା ନବାବ ହୁଅନ୍ତୁ ସେଥିରେ ସେମାନଙ୍କର କିଛି କରିବାର ନାହିଁ । ଲୋକଙ୍କର ଏଭଳି ଧାରଣାକୁ ଗାନ୍ଧିଜୀ ବଦଳାଇ ପାରିଥିଲେ ।
(ଙ) ଭାରତ ଇତିହାସର କେଉଁ ଘଟଣାବଳୀ ଡକ୍ଟର ମହତାବ ମନେ ପକାଇଥିଲେ ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ସ୍ଵାଧୀନତା ଆସି ସାରିଲାପରେ ଡଃ ମହତାବ ଓ ଡଃ କାଟୁଜ୍ ଇତିହାସର ବିଭିନ୍ନ ଘଟଣାକୁ ମନେପକାଇଥିଲା ।
(ଛ) ତେଜୀୟାନ ଯୁବକ ରଙ୍ଗମଞ୍ଚକୁ ଆସି କ’ଣ କହିଲା ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି ସେମାନେ ଯୁବକ ରଙ୍ଗମଞ୍ଚକୁ ଆସି ସମସ୍ତଙ୍କ ଉଦ୍ଦେଶ୍ୟରେ କହିଲା, ‘ଆପଣ ମତେ ଚିହ୍ନି ପାରୁଛନ୍ତି ?’ ମତେ ମନେ ରଖୁଛନ୍ତି ? ଆପଣମାନଙ୍କଠାରୁ ମୁଁ ଏହା ଆଶା କରୁନାହିଁ । ପ୍ରତିଦାନରେ କିଛି ପାଇବି ବୋଲି ମୁଁ ଫାଶୀ ଖୁଣ୍ଟରେ ଝୁଲି ନଥୁଲି କିମ୍ବା ହସି ହସି ପ୍ରାଣବଳି ଦେଇନଥୁଲି । ମୁଁ ହେଉଛି ସେହି ଖୁଦୀରାମ ।’
(ଜ) ଖୁଦୀରାମ ତା’ ସମ୍ପର୍କରେ କ’ଣ କହିଲା ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ଖୁଦୀରାମ, ସମସ୍ତଙ୍କୁ ପ୍ରଶ୍ନ ପଚାରିଥିଲେ, କେହି ତାକୁ ମନେ ରଖୁଛନ୍ତି କି ନାହିଁ । ତା’ପରେ କହିଥିଲେ, କୌଣସି ପ୍ରତିଦାନର ଆଶାରଖ୍ ସେ ଫାଶୀଖୁଣ୍ଟରେ ଚଢ଼ିନଥିଲେ ବରଂ ହସି ହସି ସେ ପ୍ରାଣବଳି ଦେଇଥିଲେ । ସେ ଯାହା ପାଇଁ ପ୍ରାଣପାତ କରିଥିଲା, ତାହା ବ୍ୟର୍ଥ ହୋଇନାହିଁ ।
(ଝ) ଏକାଙ୍କିକା ଦେଖ୍ ଫେରିବା ପରେ ଲେଖକ କି ଯୋଜନା ପ୍ରସ୍ତୁତ କରିଥିଲେ ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ଏକାଙ୍କିକା ଦେଖୁ ଫେରିବାପରେ, ପରଦିନ ଲେଖକ ଦୁଃସ୍ଥ ରାଜନୈତିକ କର୍ମୀମାନଙ୍କୁ ଭତ୍ତାଦେବା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ସେହି ଯୋଜନା ଶୀଘ୍ର କାର୍ଯ୍ୟକାରୀ ହୋଇଥିଲା ।
(ଞ) ସ୍ଵାଧୀନତା କେଉଁମାନଙ୍କ ପାଇଁ ପୁରସ୍କାର ଥିଲା ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ସ୍ଵାଧୀନତା ସଂଗ୍ରାମରେ ଯେଉଁ ବିଶାଳ ଜନତା ସ୍ଵାଧୀନତା ପାଇଁ ଆନନ୍ଦରେ ବିଭୋର ହୋଇ ଉଠିଥିଲେ ଏବଂ ନୂତନ ଯୁଗକୁ ସ୍ଵାଗତ କରିଥିଲେ, ସେମାନେ କୌଣସି ପ୍ରକାର ରାଜନୈତିକ କ୍ୟାରିୟର୍ରେ ଆଗ୍ରହୀ ନଥିଲେ ।
(ଟ) ସଂଗ୍ରାମ କାଳର ସମସ୍ତଙ୍କ ସ୍ଵପ୍ନର ବସ୍ତୁ କ’ଣ ଥିଲା ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ଆଦିବାସୀ ସମେତ ସମସ୍ତ ଦେଶର ଲୋକେ ଭାବୁଥିଲେ, ଅତୀତର ସମସ୍ତ ଦୁଃଖ ଦୁର୍ଦ୍ଦଶା ଏଣିକି ପୂର୍ବରାତ୍ରିର ଦୁଃସ୍ଵପ୍ନ ପରି ମିଳେଇ ଯିବ ଏବଂ ଉଷାର ଆଗମନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇବ, ଯାହାକି ସଂଗ୍ରାମ କାଳରେ ସମସ୍ତଙ୍କର ସ୍ଵପ୍ନର ବସ୍ତୁ ଥିଲା ।
(୦) ୨୫ ବର୍ଷ ପରେ ଲେଖକ ନିଜକୁ କ’ଣ ପଚାରିଛନ୍ତି ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ପଚିଶ ବର୍ଷ ପରେ ଲେଖକ ଡଃ. ହରେକୃଷ୍ଣ ମହତାବ, ଯେତେବେଳେ ଅତୀତକୁ ଫେରି ଚାହିଁଛନ୍ତି, ସେତେବେଳେ ନିଜକୁ ନିଜେ ପ୍ରଶ୍ନ ପଚାରିଛନ୍ତି, ‘ଲୋକଙ୍କର ଆଶା ଆକାଙ୍କ୍ଷା ଚରିତାର୍ଥ କରିବା ପାଇଁ ଯାହାକିଛି ସମ୍ଭବ, ତାହା
(ଡ) କାହାକୁ ଭିଭିକରି ଇତିହାସ ରାୟ ଦେବ ?
Solution:
‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧରେ ପ୍ରାବନ୍ଧିକ ହରେକୃଷ୍ଣ ମହତାବ ଏହା ଉଲ୍ଲେଖ କରିଛନ୍ତି । ଆତ୍ମପ୍ରତ୍ୟୟ ଫେରିପାଇଥବା ଜନତା ହିଁ ନିଜର ମୁନିବ ଏବଂ ନିଜ ଭାଗ୍ୟର ନିୟାମକ । ସେହିମାନେ ଯେଉଁ କାମ କରିବେ ତାହାକୁ ଭିଭିକରି ଇତିହାସ ରାୟ ଦେବ ।
ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :
Question 5.
(କ) କେଉଁ ସ୍ମରଣୀୟ ଦିବସ ଲେଖକଙ୍କ ମାନସ ପଟରେ ସ୍ମରଣୀୟ ହୋଇ ରହିଛି, ଆଲୋଚନା କର ।
Solution:
ଡଃ ହରେକୃଷ୍ଣ ମହତାବ ଥିଲେ ଯଶସ୍ବୀ ସାହିତ୍ୟିକ । ସେ ତାଙ୍କର ସ୍ମରଣୀୟ ଦିନକୁ ସୁନ୍ଦର ଭାବରେ ଦୈନିକ କରେ ନାହିଁ । ଅନେକ ଦିନ ବା ସମୟ ମଣିଷ ମନରେ ଏଭଳି ପ୍ରଭାବ ପକାଏ, ଯାହାକି ତା’ ଜୀବନରେ ସେ ସେହି ଦିନକୁ କେବେବି ଭୁଲି ପାରେନା । ତା’ଜୀବନରେ ସେ ହୋଇଯାଇ ଆପାସୋରା ଦିନ । ଦୀର୍ଘଦିନର ପରାଧୀନତାର ଶୃଙ୍ଖଳରେ ବାନ୍ଧିହୋଇ ରହିଥିବା ଭାରତମାତା, ଯେଉଁଦିନ ସ୍ଵାଧୀନତା ପାଇଲା, ସେହିଦିନ ସମଗ୍ର ଭାରତରେ ଆନନ୍ଦର ଲହରୀ ଖେଳିଗଲା । ଡଃ. ମହତାବ ସେହିଦିନର ଆନନ୍ଦ ଉଲ୍ଲାସକୁ ଭୁଲି ପାରିନାହାଁନ୍ତି । ପୁଣି ଦୀର୍ଘ ୨୫ ବର୍ଷ ପରେ, ସେହି ଆନନ୍ଦ ଉଲ୍ଲାସ, ପ୍ରକୃତରେ କେତେ ସଫଳ ହୋଇଛି, ତାହାକୁ ସ୍ମରଣ କରି ରଚନା କରିଛନ୍ତି ‘ସେହି ସ୍ମରଣୀୟ ଦିବସ’ ।
ପାଖକୁ । ଡକ୍ଟର କାଟୁଜ୍ ମଧ୍ଯ ପ୍ରଫୁଲ୍ଲ ମନରେ ତାଙ୍କ କରିଡ଼ର୍ରେ ଅବନତ ମସ୍ତକରେ ପଦଚାରଣ କରୁଥିଲେ । ସେ ମହତାବଙ୍କୁ ଦେଖ୍ ଆନନ୍ଦରେ ହାତଧରି କୁଣ୍ଢାଇ ପକାଇଥିଲେ । ପରେ ଦୀର୍ଘଦିନର ପରାଧୀନତାର ଇତିହାସ, ଲୋକମାନଙ୍କର ସ୍ଵାଧୀନତା ଉତ୍ସବ ପାଇଁ ସେଦିନ କଟକ ସହରର ଘରେ ଘରେ ଉତ୍ସବ ମୁଖରିତ ହୋଇଥିଲା । ସନ୍ଧ୍ୟାରେ ରହିଥିଲା ଥୁଟର୍ ହଲ୍ରେ ନାଟକ ମଞ୍ଚସ୍ଥ କରିବାର ଯୋଜନା ।
ନାଟକର ଶେଷ ଦୃଶ୍ୟରେ ତେଜୀୟାନ ଯୁବକ ଜଣକ ଖୁଦୀରାମ ଭୂମିକାରେ ଅଭିନୟ କରି, ଜନସାଧାରଣଙ୍କୁ ତା’ ସମ୍ପର୍କରେ ଯେଉଁ ପ୍ରଶ୍ନ ପଚାରିଥିଲା, ଲେଖକଙ୍କ ପାଇଁ ସେ ଅଭୁଲା ପରଦିନ ଦୁଃସ୍ଥ ରାଜନୈତିକ ନେତା ଓ କର୍ମୀମାନଙ୍କୁ ଭତ୍ତାଦେବାର ଯୋଜନା ଥିଲା। କଟକରେ ଶହୀଦ ଭବନ କରି, ସେଥୁରେ ସ୍ଵାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ବୀରମାନଙ୍କର ନାମ ଖୋଦନ କରାଯିବାର ବ୍ୟବସ୍ଥା କରାଗଲା । ପ୍ରକୃତରେ ତାଙ୍କ ପାଇଁ ଏଭଳି ବ୍ୟବସ୍ଥା ଯଥେଷ୍ଟ ବୋଲି ଡଃ ମହତାବ ଭାବିପାରୁ ନଥିଲେ । ପୁନଶ୍ଚ ଦୀର୍ଘ ପଚିଶ ବର୍ଷପରେ ସ୍ଵାଧୀନତାର ‘ମୋହଭଙ୍ଗ ପରେ, ସେ ଲୋକମାନେ ପ୍ରକୃତରେ ସ୍ଵାଧୀନତାର ମୂଲ୍ୟବୋଧ ଜାଣିନାହାଁନ୍ତି ବୋଲି ବିଚାର କରିଥିଲେ ।
(ଖ) ‘ସ।ଧାରଣ କନତା ନିକେ ନିଲମ୍ ସାଧାନତା ହାସଲ କଲେ’ – ପଠିତ ସୃନ୍ଦଦରୁ ଏହି ଉକ୍ତିର ସତପତା ବିଚାର କର |
Solution:
‘ସେହି ସ୍ମରଣୀୟ ଦିବସ’, ଯାହାକି ଡଃ. ହରେକୃଷ୍ଣ ମହତାବଙ୍କ ରଚିତ ‘ଗାଁ ମଜଲିସ୍’ ପୁସ୍ତକର ଚତୁର୍ଥ ଖଣ୍ଡରେ ସଂକଳିତ କରିଛନ୍ତି, ସେଥିରେ ଏହି ବିଷୟକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଦୀର୍ଘ ପଚିଶ ବର୍ଷ ପରେ ସ୍ଵାଧୀନତା ପାଇଲା ପରେ, ସାଧାରଣ ଲୋକମାନେ ପ୍ରକୃତରେ, ସ୍ଵାଧୀନତାର ମୂଲ୍ୟକୁ କେତେ ପରିମାଣରେ ବୁଝିଛନ୍ତି, ସେ ତାହା ସମୀକ୍ଷା କରିଛନ୍ତି । ପୁନଶ୍ଚ ଏଥିରେ ଜନସାଧାରଣଙ୍କ ଉପରେ ଡଃ ମହତାବ ଆଶାବାଦୀ ମନୋଭାବ ପୋଷଣ କରିଛନ୍ତି ।
କାରଣ ସାଧାରଣ ଜନତା ହିଁ ସ୍ଵାଧୀନତା ଆଣିଥିଲେ, ସେହିମାନଙ୍କ ସଂକଳ୍ପବଦ୍ଧତା ଓ ଆତ୍ମପ୍ରତ୍ୟୟ ପାଇଁ ସ୍ଵାଧୀନତାର ଶୁଭ ଅବସରରେ ଡଃ ମହତାବ, ସେ ସମୟର ରାଜ୍ୟପାଳ ଡକ୍ଟର କୈଳାସନାଥ କାଟୁଜ୍ଙ୍କ ସହିତ ଦେଖା କରିବାକୁ ଯାଇଥିଲେ । ଡଃ କାଟୁଜ୍ ମଧ୍ଯ ପ୍ରଫୁଲ୍ଲ ମନରେ ତାଙ୍କ କରିଡ଼ର୍ରେ ବୁଲାବୁଲି କରୁଥିଲେ । ଡଃ ମହତାବଙ୍କ ଉପରେ ତାଙ୍କ ଆଖ୍ ପଡ଼ିବାରୁ ଆନନ୍ଦବିହ୍ବଳ ହୋଇଉଠିଲେ । ମହତାବଙ୍କ ହାତଧରି ତାଙ୍କୁ କୁଣ୍ଢାଇ ପକାଇଲେ । ଡଃ କାଟୁଜ୍ ମହତାବଙ୍କୁ ପଚାରିଲେ, କେତେ ଶତାବ୍ଦୀ ପରେ ଏହି ଶୁଭ ମୁହୂର୍ତ୍ତ ପହଞ୍ଚିଲା । ମହତାବ ଉତ୍ତର ଦେଇଥିଲେ ‘ପ୍ରାୟ ଏକ ହଜାର ବର୍ଷ ପରେ’ ।
ଏଭଳି ଉତ୍ତରରେ ମହତାବଙ୍କୁ କାଟୁଜ୍ ‘ତୁମେ ଜଣେ ଖାଣ୍ଟି ଐତିହାସିକ ବୋଲି କହିଥିଲେ । ପରେ ଦେଇଥିଲା । ସେମାନଙ୍କଦ୍ୱାରା ଦେଶପାଇଁ କିଛି ହୋଇପାରିବ, ସେମାନେ ତାହା ଭାବି ପାରୁନଥିଲେ । ଏକାଦଶ ଶତାବ୍ଦୀରୁ ସୃଷ୍ଟି ହୋଇପାରୁ ନଥିଲେ । ସେମାନେ ଦେଶ ବ୍ୟାପାରରେ କିଛି କରି କରିପାରିବେ ସେ ଧାରଣା ଲୋକଙ୍କ ମନରେ ସୃଷ୍ଟି ହୁଅନ୍ତୁ ବା ନବାବ ହୁଅନ୍ତୁ, ସଭିଏଁ ସମାନ । ଲୋକମାନଙ୍କର ଏହି ଧାରଣା ପାଇଁ ସ୍ଵାଧୀନତା ଆଣିବା ସମ୍ଭବ ନଥିଲା ।
ଯାଦୁବଳରେ ଶହ ଶହ ଲୋକ ନିଜ ଅଧିକାର ସମ୍ପର୍କରେ ସଚେତନ ହେଲେ । ବ୍ୟକ୍ତିଗତ ସ୍ଵାର୍ଥକୁ ଜଳାଞ୍ଜଳି ଦେଇ, ଦେଶ ପାଇଁ ସଂଗ୍ରାମ କଲେ । ନିଜର କ୍ୟାରିୟର୍, ନିଜର ଧନସମ୍ପତ୍ତି ଦେଶର ସ୍ଵାଧୀନତା ପାଇଁ ବାଜି ଲଗେଇଦେଲେ । ମୋଟ ଉପରେ ସାଧାରଣ ଜନତା ହିଁ ନିଜେ ନିଜେ ସ୍ଵାଧୀନତା ହାସଲ କଲେ । ସେଥିପାଇଁ କୌଣସି ରାଜା ବା ନବାବଙ୍କ ସେନାବାହିନୀ ବାସ୍ତବରେ ପ୍ରାବନ୍ଧିକ ଡଃ ମହତାବ ଏଭଳି ପ୍ରସଙ୍ଗ ନିଜସ୍ଵ ଅଭିଜ୍ଞତାରୁ ହିଁ ପ୍ରକାଶ କରିଛନ୍ତି ।
(ଗ) ‘ଆତ୍ମପ୍ରତ୍ୟୟ ଓ ସଂକଳ୍ପବଦ୍ଧତା କାରଣରୁ ସେମାନେ ସ୍ଵାଧୀନତା ସ୍ଵାଧୀନତା ରକ୍ଷା କରିବେ’ – ପ୍ରାବନ୍ଧିକଙ୍କ ଏହି ଉକ୍ତିର ସାରବତ୍ତା ହାସଲ କରିଛନ୍ତି ଏବଂ ସେମାନେ ହିଁ ବିଚାର କର ।
Solution:
ଓଡ଼ିଆ ସାହିତ୍ୟରେ ରାଜନୀତି ଓ ସଂସ୍କୃତିକୁ ନେଇ ଯେଉଁ କେତେଜଣ ପ୍ରାବନ୍ଧିକ ପ୍ରବନ୍ଧ ରଚନା କରିଛନ୍ତି, ସେମାନଙ୍କ ମଧ୍ୟରେ ଡକ୍ଟର ହରେକୃଷ୍ଣ ମହତାବ ଅନ୍ୟତମ । ସେ ‘ପ୍ରଜାତନ୍ତ୍ର’ ଦୈନିକ ସମ୍ବାଦପତ୍ରରେ ‘ଗାଁ ମଜୁଲିସ୍’ ଶିରୋନାମାରେ, ସାହିତ୍ୟ, ସଂସ୍କୃତି, ରାଜନୀତି ଓ ସମାଜର ସ୍ଵକୀୟ ଅନୁଭବକୁ ପ୍ରକାଶ କରିଛନ୍ତି । ଆମର ଆଲୋଚ୍ୟ ସ୍ତମ୍ଭଟି ୧୫ ଅଗଷ୍ଟ ୧୯୭୬ ‘ପ୍ରଜାତନ୍ତ୍ର’ରେ ‘ସେହି ସ୍ମରଣୀୟ ଦିବସ’ ନାମରେ ପ୍ରକାଶ ପାଇଥିଲା ଏବଂ ପରବର୍ତ୍ତୀ ସମୟରେ ‘ଗାଁ ମଜଲିସ୍’ ପୁସ୍ତକର ୪ର୍ଥ ଖଣ୍ଡରେ ସ୍ଥାନିତ ହୋଇଛି ।
ଏଥିରେ ପ୍ରାବନ୍ଧିକ ସ୍ବାଧୀନତା ପାଇବା ଦିନର ଅଭୁଲା ସ୍ମୃତିକୁ ପ୍ରକାଶ କରିଛନ୍ତି । ପ୍ରବନ୍ଧର ଶେଷରେ ଯେଉଁ ସ୍ବାଧୀନତା ବହୁ ଆକାଂକ୍ଷିତ ଥିଲା, ତାହା କିପରି ମୂଲ୍ୟହୀନ ହୋଇପଡୁଛି, ସେଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି । ତଥାପି ପ୍ରାବନ୍ଧିକ ଯେଉଁ ସାଧାରଣ ଜନତା ଗାନ୍ଧିଜୀଙ୍କ ପ୍ରେରଣାରେ, କଷ୍ଟଲବ୍ଧ ସ୍ଵାଧୀନତାକୁ ହାସଲ କରିଛନ୍ତି, ସେହିମାନଙ୍କ ଉପରେ ଭରସା ରଖୁଛନ୍ତି । ସେହି ଜନତାଙ୍କୁ ପ୍ରେରଣା ଦେଇ କହିଛନ୍ତି, କରିବେ ।’
ଡଃ ହରେକୃଷ୍ଣ ମହତାବ, ସେ ସମୟର ରାଜ୍ୟପାଳ, ଡକ୍ଟର କୈଳାସ ନାଥ କାଟୁଜ୍ଙ୍କ ସହିତ ସ୍ଵାଧୀନତା ସମ୍ପର୍କରେ ବିଚାର ଆଲୋଚନା କରିଛନ୍ତି । ଭାରତ ଇତିହାସକୁ ସମୀକ୍ଷା କରି ଜାଣିଛନ୍ତି, ପ୍ରାୟ ଏକାଦଶ ଶତାବ୍ଦୀଠାରୁ ଆରମ୍ଭକରି ଏହି ସ୍ଵାଧୀନତା ପାଇଁ ହଜାର ହଜାର ଲୋକ ନିଜର ‘କ୍ୟାରିୟର୍’କୁ ଜଳାଞ୍ଜଳି ଦେଇ, ରାସ୍ତାର ଭିକ୍ଷୁକ ସାଜିଛନ୍ତି । ଅନେକ ସ୍ଵାଧୀନତା ପାଇଁ ଆନନ୍ଦରେ ବିଭୋର ହୋଇଛନ୍ତି, ସେମାନେ ପରବର୍ତ୍ତୀ ସମୟରେ ସ୍ଵାଧୀନତାକୁ କ୍ୟାରିୟର୍ କରିନାହାଁନ୍ତି । ଗାଁ ଗହଳିଠାରୁ ଆରମ୍ଭ କରି ସୁଦୂର କୋରାପୁଟର ଆଦିବାସୀମାନେ ସ୍ଵାଧୀନତାକୁ ନେଇ ସ୍ଵପ୍ନ ଦେଖୁଛନ୍ତି ।
ଦୀର୍ଘ ୨୫ ବର୍ଷ ପରେ, ଲେଖକ ଡଃ ମହତାବ ଦେଖୁଛନ୍ତି, ସ୍ଵାଧୀନତାର ବିଫଳ ଭାବକୁ । ସେ କହିଛନ୍ତି – ‘ଚରମ ବ୍ୟର୍ଥତା ଓ ନୈରାଶ୍ୟ ଭିତରେ ଆତ୍ମପ୍ରତ୍ୟୟ ହରାଇ ସାରିଥିବା ଲକ୍ଷ ଜନତା ପାଇଁ ଏହି ସ୍ବାଧୀନତା ସମ୍ପୂର୍ଣ୍ଣ ନିରର୍ଥକ । ତେଣୁ ଏହି ପରିପ୍ରେକ୍ଷୀରେ ଦେଶର ଲକ୍ଷ ଲକ୍ଷ ଜନତାଙ୍କୁ ପ୍ରେରଣା ଦେଇ, ପ୍ରାବନ୍ଧିକ ପରାମର୍ଶ ଦେଇ କହିଛନ୍ତି, ସେମାନେ ଯେ ନିଜର ମୁନିବ ଏବଂ ନିଜ ଭାଗ୍ୟର ନିୟନ୍ତ୍ରଣକାରୀ । ଯେଉଁ ଆତ୍ମପ୍ରତ୍ୟୟ ନେଇ ସେମାନେ ସ୍ଵାଧୀନତା ସଂଗ୍ରାମରେ ଝାସ କଲେ ସ୍ଵାଧୀନତାର ପ୍ରକୃତ ମୂଲ୍ୟବୋଧ ରହିପାରିବ ବୋଲି ପ୍ରାବନ୍ଧିକ ପ୍ରେରଣା ଦେଇଛନ୍ତି ।
(ଘ) ‘ସେହି ସ୍ମରଣୀୟ ଦିବସ’ ପ୍ରବନ୍ଧର ସାରମର୍ମ ଉଦ୍ଘାଟନ କର ।
Solution:
ଓଡ଼ିଆ ସାହିତ୍ୟରେ ଡଃ ହରେକୃଷ୍ଣ ମହତାବ ଜଣେ ଯଶସ୍ବୀ ପ୍ରତିଭା । ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ବି, ରାଜନୀତିଜ୍ଞ ଓ ସ୍ଵାଧୀନତା ସଂଗ୍ରାମୀ ଭାବରେ ରାଜନୀତିକୁ ନେଇ ଯେଉଁ ପ୍ରବନ୍ଧ ରଚନା କରିଛନ୍ତି, ସେସ୍ରେ ସେ ସିଦ୍ଧି ଅର୍ଜନ କରିଛନ୍ତି । ଆଲୋଚ୍ୟ ପ୍ରବନ୍ଧ ‘ସେହି ସ୍ମରଣୀୟ ଦିବସ’ ୧୫ ଅଗଷ୍ଟ ୧୯୭୬ ‘ପ୍ରଜାତନ୍ତ୍ର’ରେ ପ୍ରକାଶ ପାଇଥିଲା । ପରେ ‘ଗାଁ ମଜଲିସ୍’ ପୁସ୍ତକର ଚତୁର୍ଥ ଖଣ୍ଡରେ ଏହା ସ୍ଥାନିତ ହୋଇଛି । ସ୍ଵାଧୀନତାର ପରବର୍ତୀ ସ୍ମୃତି ଓ ୨୫ ବର୍ଷ ପରର ଭାରତବର୍ଷର ପ୍ରଗତି ଓ ଜନମାନସର କ୍ରିୟା ପ୍ରତିକ୍ରିୟାକୁ ଉକ୍ତ ଫିଚରରେ ଉପସ୍ଥାପନ କରାଯାଇଛି ।
ଦେଶପାଇଁ ଯେଉଁମାନେ ପ୍ରାଣବଳି ଦେଇଛନ୍ତି, ସେମାନଙ୍କ ଉତ୍ସର୍ଗୀକୃତ ମାନସିକତା, ପରବର୍ତ୍ତୀ ସମୟରେ ଦୀର୍ଘ ଦିନର ପ୍ରତୀକ୍ଷା ପରେ, ଭାରତରେ ସ୍ଵାଧୀନତା ଘୋଷଣା କରାଯାଇଛି । ଫଳରେ ସ୍ଵାଧୀନତା ପୂର୍ବଦିନ ଅଧରାତିରୁ ଚାରିଆଡ଼େ ଚଳଚଞ୍ଚଳ ପରିବେଶ ସୃଷ୍ଟି ହୋଇଛି । ସମସ୍ତେ ଯେପରି ସ୍ୱାଧୀନତାର ସୂର୍ଯ୍ୟଙ୍କୁ ଦେଖିବାପାଇଁ ବ୍ୟସ୍ତ ସମୟର ରାଜ୍ୟପାଳ ଡକ୍ଟର କୈଳାସନାଥ କାଟୁଜଙ୍କ ସାକ୍ଷାତ କରିବାକୁ ଯାଇଛନ୍ତି । ଡଃ କାଟୁଜ୍ ଡଃ ମହତାବଙ୍କୁ ଦେଖ୍ କରି ଦେଇଛନ୍ତି । ସେହି ବିଷୟ ଆଲୋଚନା ସମୟରେ ଡଃ ମହତାବ ଭାବପ୍ରବଣ ହୋଇ କାନ୍ଦି ପକାଇଛନ୍ତି ।
ସେଦିନ ସହରରେ ଉତ୍ସବ ଲାଗି ରହିଥାଏ । ଉତ୍ସବ ଉପଲକ୍ଷେ ‘ଯୁଗେ ଯୁଗେ ଭାରତ’ ଏକାଙ୍କିକା ସାଙ୍ଗକୁ ଡଃ କାଟୁଜ ଓ ଡଃ ମହତାବଙ୍କର ଭାଷଣ ବ୍ୟବସ୍ଥା ହୋଇଥାଏ । ନାଟକରେ ଖୁଦୀରାମ ଭୂମିକାରେ ଅଭିନୟ କରୁଥିବା ଯୁବକର ଦେଇଥିବା ସଂଗ୍ରାମୀମାନଙ୍କ ନାମ ଲେଖାଯିବାର ବନ୍ଦୋବସ୍ତ ହୋଇଛି । ମାତ୍ର ଯେଉଁମାନେ ନିଜର କ୍ୟାରିକୁ ଛାଡ଼ି, ଧନସମ୍ପତ୍ତିକୁ ଦୀର୍ଘ ପଚିଶ ବର୍ଷପରେ ଅର୍ଥାତ୍ ସ୍ବାଧୀନତା ଲାଭ କରିବାର ଦୀର୍ଘଦିନ ପରେ ଯେଉଁ ଆଶା ନେଇ ସ୍ଵାଧୀନତା ପାଇଁ ଭାବ ପ୍ରକାଶକରି କହିଛନ୍ତି । ଯେଉଁଭଳି ଆତ୍ମପ୍ରତ୍ୟୟ ଓ ସଂକଳ୍ପବଦ୍ଧତା ପାଇଁ ଦେଶ ସ୍ଵାଧୀନ ହୋଇଥିଲା, ସେହିଭଳି ଭାବ ଏଥିରେ ଡଃ ମହତାବ ସ୍ଵାଧୀନତା ପରବର୍ତ୍ତୀ ସ୍ଵରୂପ ଓ ତାହାର ସମାଧାନକୁ ସୂଚନାତ୍ମକ ଭାବେ ପ୍ରକାଶ କରିଛନ୍ତି ।
(କ) ଲେଖକ ପରିତିନି :
ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଖ୍ୟାତ ରାଜନୀତିଜ୍ଞ, ବରେଣ୍ୟ ସାହିତ୍ୟିକ ଓ ଐତିହାସିକ । ସାହିତ୍ୟର ବିଭିନ୍ନ ବିଭାଗରେ ସେ ସ୍ତ୍ରୀୟ ଲେଖନୀ ଚାଳନା କରି ପ୍ରତିଷ୍ଠା ଲାଭ କରିଛନ୍ତି । ରାଜନୀତିଜ୍ଞ ହିସାବରେ ବହୁବର୍ଷଧରି ଓଡ଼ିଶାର ରାଜନୀତିକୁ ପରିଚାଳନା କରିଆସିଛନ୍ତି । ମାତ୍ର ସାହିତ୍ୟିକ ଓ ଐତିହାସିକ ଭାବରେ ତାଙ୍କର ସ୍ଥାନ ଆହୁରି ଉଚ୍ଚରେ । ସାହିତ୍ୟ ଜଗତରେ ସେ ଥିଲେ ଏକ ବିରାଟ ବଟବୃକ୍ଷ, ଯାହାତଳେ ବହୁଜ୍ଞାନୀ ଓ ଗବେଷକ ଆଶ୍ରୟ ନେଇଥିଲେ । ବିଷୁବ ମିଳନ ତାଙ୍କ ବ୍ୟକ୍ତିତ୍ଵର ବଳିଷ୍ଠତା ଉପରେ ଆଲୋକପାତ କରେ । ଓଡ଼ିଶାର ପ୍ରାୟ ପ୍ରତ୍ୟେକ ସାହିତ୍ୟିକ ଏହି ସମ୍ମିଳନୀରେ ଯୋଗଦାନ କରି ନିଜକୁ ଧନ୍ୟ ମନେ କରୁଥିଲେ ।
ଡକ୍ଟର ମହତାବଙ୍କର ଜନ୍ମ ୧୮୯୯ ମସିହାରେ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆହ୍ଵାନରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ଷାଠିଏ ବର୍ଷକାଳ ଦେଶର ସେବା କରିଥିଲେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ, କେନ୍ଦ୍ର ମନ୍ତ୍ରୀ ଓଡ଼ିଶାର ହୀରାକୁଦ ବନ୍ଧ ନିର୍ମାଣ, ଭୁବନେଶ୍ଵରରେ ରାଜଧାନୀ ନିର୍ମାଣ ଓ ଗଡ଼ଜାତ ମିଶ୍ରଣ ପ୍ରଭୃତି କାର୍ଯ୍ୟରେ ଓ ଆହୁରି ସାଧନାର ଶ୍ରେଷ୍ଠ ପ୍ରମାଣ ପତ୍ର ଝଙ୍କାର ପତ୍ରିକାକୁ ଓଡ଼ିଶାର ସର୍ବଶ୍ରେଷ୍ଠ ମାସିକ ପତ୍ରିକା ରୂପରେ ପରିଣତ କରିପାରିଛନ୍ତି ।
ଭାରତର ବହୁ ଲବ୍ଧପ୍ରତିଷ୍ଠ ସାହିତ୍ୟିକ ଏହି ବିଷୁବ ମିଳନରେ ସମ୍ମାନିତ ହୋଇ ଆସୁଛନ୍ତି । କାବ୍ୟକବିତା, ନାଟକ ଓ କ୍ଷୁଦ୍ରଗଳ୍ପ, ଉପନ୍ୟାସ ପ୍ରଭୃତି ସାହିତ୍ୟର ପ୍ରତ୍ୟେକ ବିଭାଗରେ ସେ ହାତ ଦେଇଛନ୍ତି । History of Orissa ର ଲେଖକ ରୂପେ ତାଙ୍କର ସ୍ଥାନ ସୁପ୍ରତିଷ୍ଠିତ । ଡକ୍ଟର ମହତାବଙ୍କର ରଚନାବଳୀକୁ ନିମ୍ନୋକ୍ତ ପ୍ରକାରେ ବିଭକ୍ତ କରାଯାଇପାରେ ।
(କ) ଐତିହାସିକ ରଚନା ଓଡ଼ିଶା ଇତିହାସ (୧ମ ଓ ୨ୟ ଭାଗ), ଦଶବର୍ଷର ଓଡ଼ିଶା ।
(୧) ଟାଉଟର (୨) ଅବ୍ୟାପାର (୩) ତୃତୀୟ ପର୍ବ (୪) ପ୍ରତିଭା ।
(୧) ଶେଷ ଅଶୁ (୨) ଚାରିଚକ୍ଷୁ (୩) ଆତ୍ମାଦାନ (୪) ଜୀବନ ସମସ୍ୟା (୫) ପଲାସୀ ଅବସାନେ (୬) ଛାୟାପଥର ଯାତ୍ରୀ ।
(ଘ) ଆତ୍ମଜୀବନୀ – ସାଧନାର ପଥେ ।
(ଚ) କ୍ଷୁଦ୍ରଗଳ୍ପ – ସ୍ବର୍ଗରେ ଇମରଜେନ୍ସି ।
(ଛ) ରାଜନୀତି ଓ ଅର୍ଥନୀତି – (୧) ଗାଁ ମଜଲିସ୍ (୨) ଗାନ୍ଧିଜୀ ଓ ଓଡ଼ିଶା ।
(ଜ) Gandhi the Political Reader
Beginning of the End
History of Orissa (Eng.)
ରାଜନୀତି କ୍ଷେତ୍ରରେ ଡକ୍ଟର ମହତାବ ଥିଲେ ନିର୍ଭିକ ଓ ସ୍ଵାଭିମାନୀ । ରାଜନୀତି କ୍ଷେତ୍ରରେ ବଡ଼ପଣ୍ଡା ବୋଲାଉଥିବା
ନେତାମାନଙ୍କର ଦିଗ୍ଦର୍ଶକ ହୋଇ ରହିଛନ୍ତି । ଫଳରେ କେତେକ ତାଙ୍କୁ ଓଡ଼ିଶା ରାଜନୀତିର ଚାଣକ୍ୟ ବା ସୂତ୍ରଧର ବୋଲି କହିଛନ୍ତି । ତାଙ୍କର ପ୍ରଶଂସକମାନେ ତାଙ୍କୁ ଓଡ଼ିଶାର ସୂର୍ଯ୍ୟ, ଶତାବ୍ଦୀର ପୁରୁଷ ଓ ଯୁଗସ୍ରଷ୍ଟା ନାମ ଦେଇଛନ୍ତି । ୧୯୪୨ ରୁ ୧୯୪୫ ପର୍ଯ୍ୟନ୍ତ ଅହମ୍ମଦନଗର ଫୋର୍ଟରେ ବନ୍ଦୀ ଥିଲାବେଳେ ତାଙ୍କର ‘ପ୍ରତିଭା’ ଉପନ୍ୟାସ ଲିଖ୍ ହୋଇଥିଲା । ଏଥିରେ ଜାତୀୟ ସଂଗ୍ରାମୀମାନଙ୍କ ଉପରେ ଇଂରେଜମାନଙ୍କ ଅତ୍ୟାଚାର ବର୍ଣ୍ଣିତ ହୋଇଛି । ‘ନୂତନଧର୍ମ’ ‘୧୯୭୫’ ଉପନ୍ୟାସ ୧୯୭୯ରେ ମୁକ୍ତି ଲାଭକଲା । ଜରୁରିକାଳୀନ ଶାସନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଲୋଚନା ଏଥିରେ ରହିଛି ।
ଓଡ଼ିଆ ସମ୍ବାଦ ସାହିତ୍ୟ ଇତିହାସରେ ଗାଁ ମଜଲିସ୍ ସବୁଠାରୁ ଦୀର୍ଘ ରଚନା । ଏଥିରେ ଦେଶର ବର୍ତ୍ତମାନର ପରିସ୍ଥିତି, ହେଉ ଓ ଯେଉଁ ଅସଂଖ୍ୟ ପ୍ରଶ୍ନ ଆମ ମନରେ ଉଠେ, ଗାଁ ମଜଲିସ୍ରେ ସରଳ ସୁମିଷ୍ଟ ଭାଷାରେ ତା’ର ଉତ୍ତର ଦିଆଯାଇଛି କିମ୍ବା ସମସ୍ୟାକୁ ଆହୁରି ସ୍ପଷ୍ଟକରି ଥୁଆ ହୋଇଛି। ଡକ୍ଟର ମହତାବ ନିଜେ ଗୋଟିଏ ଅନୁଷ୍ଠାନ । ତାଙ୍କର ପ୍ରତିଭା ଥିଲା ତା’ର ପ୍ରିୟତମ ସନ୍ତାନକୁ ହରାଇଲା । ବହୁମୁଖୀ ।
(ଖ) ପ୍ରର୍ବନ୍ଧର ପ୍ରତ ପୂଚନା :
ଡକ୍ଟର ହରେକୃଷ୍ଣ ମହତାବ କଷ୍ଟଲବ୍ଧ ସ୍ଵାଧୀନତାର ମୋହ ଭଙ୍ଗକୁ ଏଥରେ ସୂଚନାତ୍ମକ ଭାବରେ ପ୍ରକାଶ କରିଛନ୍ତି । ଏହାକୁ ସେ ୧୯୭୬ ଅଗଷ୍ଟ ୧୫ ତାରିଖରେ ପ୍ରଜାତନ୍ତ୍ରରେ ‘ସେହି ସ୍ମରଣୀୟ ଦିବସ’ ଶିରୋନାମାରେ ପ୍ରକାଶ କରିଥିଲେ । କାରଣ ତାଙ୍କର ସମସାମୟିକ ସାହିତ୍ୟ, ସଂସ୍କୃତ, ରାଜନୀତି ଓ ସମାଜର ସ୍ଵକୀୟ ଅନୁଭବକୁ ସେ ଦୈନିକ ‘ପ୍ରଜାତନ୍ତ୍ର’ରେ ଲେଖୁଥିଲେ, ଗାଁ’ ମଜଲିସ୍ ସ୍ତମ୍ଭରେ । ତାହାକୁ ସେ ସଙ୍କଳିତ ମଧ୍ୟ କରୁଥିଲେ । ସ୍ଵାଧୀନତାର ପରବର୍ତ୍ତୀ ସ୍ମୃତି ଓ ୨୫ ବର୍ଷ ପରର ଭାରତବର୍ଷର ପ୍ରଗତି ଓ ଜନମାନସର କ୍ରିୟା ପ୍ରତିକ୍ରିୟାକୁ ‘ସେହି |
(ଗ) ପ୍ତବଦ୍ଧର ପାରକଥା :
ବହୁ ପ୍ରତିକ୍ଷିତ ସମୟ ଆସି ଭାରତୀୟଙ୍କ ପାଖରେ ପହଞ୍ଚିଲା । ଅନ୍ଧକାର ରାତ୍ରିର ଅବସାନ ହୋଇଥିଲା । ପ୍ରଭାତର ପୂର୍ବାଭାସ ଜାହିର କରି, ପୂର୍ବ ଦିଗ୍ବଳୟ ଗାଢ଼ ଲୋହିତ ବର୍ଣ୍ଣର ଆଭାରେ ଉଦ୍ଭାସିତ୍ ହୋଇ ଉଠିଥିଲା । ପ୍ରତ୍ୟୁଷର ସ୍ମୃତି ସମସ୍ତଙ୍କୁ ଯେପରି ସୁଖକର ମନେ ହେଉଥିଲା । ଭାରତ ଇତିହାସରେ ଏକ ନୂତନ ଯୁଗର ଅୟମାରମ୍ଭ ବିଷୟ ଘୋଷଣା ଓ ଭକ୍ତିଗୀତର ମୂର୍ଚ୍ଚନା ସହିତ ବାଦ୍ୟ ଓ ଶଙ୍ଖନାଦରେ କଟକ ସହର ମୁଖରିତ ହୋଇ ଉଠିଥିଲା ।
ସେହିସବୁ ଶବ୍ଦରୁ ଅନୁଭବ ହେଉଥୁଲା, ସତେଯେପରି ସମଗ୍ର ସହରର ଲୋକେ ରାତ୍ରିର ଅନ୍ଧକାରକୁ ଦୂରେଇ ଦେବାପାଇଁ ମିଳିତ ଭାବରେ ଲାଗିପଡ଼ିଥିଲେ । ଶହଶହ ବର୍ଷଧରି ଓଡ଼ିଶାର ରାଜା ଓ ସୁବେଦାରଙ୍କ ଦୁର୍ଗ ହୋଇଥିବା ବାରବାଟୀ କିଲ୍ଲାର, ସରକାରୀ ଭବନରେ ଲେଖକ ମହତାବ ବିଶ୍ରାମହୀନ ଭାବରେ କେତେ ଘଣ୍ଟା ବିତାଇଥିଲେ । ବିଶ୍ରାମ ନନେଇ ସେ, ସୂର୍ଯ୍ୟୋଦୟ ପୂର୍ବରୁ, ରାଜ୍ୟପାଳ ଡକ୍ଟର କୈଳାସ ଚନ୍ଦ୍ର କାଟୁଜ୍ଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ ।
ରାଜ୍ୟପାଳ କାଟୁଜ୍ ମଧ୍ୟ ଏକ ଐତିହାସିକ ସ୍ଥାନ ‘ଲାଲ୍ବାଗ୍’ରେ ରହୁଥିଲେ, ଯାହାକି ପ୍ରାୟ ଦୁଇଶହ ବର୍ଷକାଳ ମନରେ ମୁଣ୍ଡତଳକୁ କରି ତାଙ୍କ କରିଡ଼ର୍ରେ ବୁଲୁଥିଲେ । ମହତାବଙ୍କୁ ଦେଖୁ ଦେଖୁ, ସେ ତାଙ୍କର ହାତକୁ ଧରିପକାଇ କୁଣ୍ଢାଇ ପକାଇଲେ । ଭାବବିହ୍ୱଳ ସ୍ଵରରେ ମହତାବଙ୍କୁ ପଚାରିଥିଲେ, ଏହି ଶୁଭ ସମୟ କେତେ ଶତାବ୍ଦୀ ପରେ ପହଞ୍ଚିଲା ? କାଟୁଜ୍ଙ୍କ ପ୍ରଶ୍ନର ଉତ୍ତର ଦେଇ ମହତାବ କହିଲେ, ପ୍ରାୟ ଏକହଜାର ବର୍ଷପରେ । ମହତାବଙ୍କ ଏଭଳି ଉତ୍ତର ଶୁଣି, କାଟୁଜ୍ ପୁଣି ଥରେ ମହତାବଙ୍କ ହାତକୁ ଧରି, ତାଙ୍କର ଐତିହାସିକ ଜ୍ଞାନର ତାରିଫ୍ କରିଥିଲେ ।
ଥିଲେ, ସେ ସମ୍ପର୍କରେ ଆଲୋଚନା କଲେ । ଏକାଦଶ ଶତାବ୍ଦୀରୁ ଆରମ୍ଭକରି, ତା’ର ପରବର୍ତ୍ତୀ ଶତାବ୍ଦୀ ପର୍ଯ୍ୟନ୍ତ, ଭାରତୀୟ ଲୋକମାନଙ୍କର ଧାରଣା ଥିଲା, ଦେଶବ୍ୟାପାରରେ ସେମାନଙ୍କର କୌଣସି ପ୍ରକାର ଭୂମିକା ନାହିଁ । କାରଣ ଦୀର୍ଘଦିନରୁ ରହଥବା ନିରୁତ୍ସାହ ଭାବ ଦୂରେଇ ଯାଇଥିଲା । ଫଳସ୍ଵରୂପ ସାଧାରଣ ଜନତା ନିଜେ ନିଜେ ସ୍ଵାଧୀନତା ହାସଲ କଲେ । କୌଣସି ରାଜା ବା ନବାବଙ୍କ ସେନାବାହିନୀ କି ଗଣ ଆନ୍ଦୋଳନଠାରୁ ବରାବର ଦୂରେଇ ରହୁଥୁବା ଶିକ୍ଷିତ ଗୋଷ୍ଠୀ ଏହି ସ୍ଵାଧୀନତା ଆଣିନଥିଲେ । ତାଙ୍କ ଆଖୁ ଲୁହଧାର ଗଡ଼ିଆସିଥିଲା ।
ଅତି ଅଳ୍ପସମୟ ମଧ୍ୟରେ ଗାନ୍ଧିଜୀ ସବୁକିଛି ବଦଳାଇ ଦେଇଥିଲେ । ସେଦିନ ଥିଲା ସହରବାସୀଙ୍କ ପାଇଁ ଉତ୍ସବର ଦିନ । ତେଣୁ ଘରେ ଘରେ ସମସ୍ତେ ଉତ୍ସବ ପାଳନ କରୁଥିଲେ । ସେଦିନ ସନ୍ଧ୍ୟାରେ ସ୍ଥାନୀୟ ଏକ ଥ୍ଟର ହଲ୍ରେ ଏକାଙ୍କିକାଟିଏ ମଞ୍ଚସ୍ଥ ହେବାର ଯୋଜନା ରହିଥିଲା । ସେହି ଏକାଙ୍କିକାର ନାମ ଥିଲା ‘ଯୁଗେ ଯୁଗେ ଭାରତ’। ସେହି ଏକାଙ୍କିକାଟିକ ମହତାବ ଓ ସଚ୍ଚିନ୍ ଦତ୍ତ ମିଳିତ ଭାବରେ ପରିକଳ୍ପନା କରିଥିଲେ ବି ଭାଷା ଥିଲା ସଚ୍ଚିନ୍ଙ୍କର ।
ଦର୍ଶକମାନଙ୍କଦ୍ଵାରା ପ୍ରେକ୍ଷାଳୟଟି ପରିପୂର୍ଣ୍ଣ ହୋଇ ଯାଇଥିଲା । ନାଟକ ଶେଷରେ ରାଜ୍ୟପାଳ ଓ ମହତାବ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଥିଲା । ନାଟକର ଶେଷ ଦୃଶ୍ୟରେ ଗ୍ରୀନ୍ ରୁମରୁ ଜଣେ ତେଜୀୟାନ ଯୁବକ ବାହାରି ଆସି ଦର୍ଶକଙ୍କୁ ପ୍ରଶ୍ନ ପଚାରିଥିଲା – ‘ଆପଣମାନେ ମତେ ଚିହ୍ନି ପାରୁଛନ୍ତି ? ମତେ ମନେ ରଖୁଛନ୍ତି ? ଆପଣମାନେ ଏହା କରିବାର ଅବଶ୍ୟ ଆବଶ୍ୟକତା ନାହିଁ; କାରଣ ମୁଁ ଏହା ଆଦୌ ଆଶା କରିନଥୁଲି । ପ୍ରତିଦାନରେ କିଛି ପାଇବାକୁ ଆଶା ନ ରଖ୍ ମୁଁ ଫାଶୀ ଖୁଣ୍ଟରେ ଚଢ଼ିଥିଲି ଏବଂ ହସି ହସି ପ୍ରାଣବଳି ଦେଇଥୁଲି । ମୁଁ ହେଉଛି ସେହି ଖୁଦୀରାମ । ଆପଣମାନେ ମୋତେ ମନେରଖୁବାର କୌଣସି ଆବଶ୍ୟକତା ନାହିଁ; କିନ୍ତୁ ଆଜିର ଏ ଆନନ୍ଦରେ ମୁଁ ଭାଗୀଦାର ହେଉଛି, କାରଣ ମୋର ପ୍ରାଣପାତ ବ୍ୟର୍ଥ ହୋଇଯାଇ ନାହିଁ ।’’
ନାଟକର ଶେଷ ଦୃଶ୍ୟରେ ତେଜୀୟାନ୍ ଯୁବକ ଖୁଦୀରାମ ଚରିତ୍ର ମାଧ୍ୟମରେ ଯେଉଁ କଥା କୁହାଗଲା, ତାହା ମହତାବଙ୍କ ହୃଦୟକୁ ସ୍ପର୍ଶକଲା । ସ୍ଵାଧୀନତାପାଇଁ ଖୁଦୀରାମ ପରି ଯେଉଁମାନ ପ୍ରାଣବଳି ଦେଇଥିଲେ, ସେମାନଙ୍କ କଥାଭାବି ତାଙ୍କ ଆଖୁ ଲୁହ ଝରିଆସିଥିଲା । ଫଳରେ ସେଠାରେ ଆଉ ସେ ଅଧିକ ସମୟ ବସିପାରିଲେ ନାହିଁ । ହଲ୍ ଛାଡ଼ି ବାହାରକୁ ଚାଲି ଆସିଥିଲେ । ସାରାରାତି ସେହି ଯୁବକର କଥା ତାଙ୍କ କାନପାଖରେ ମନେ ରଖୁଛନ୍ତି ?’ ପରଦିନ ମହତାବ ଅନ୍ୟମାନଙ୍କ ସହ ମିଶି, ରାଜନୈତିକ କର୍ମୀମାନଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କଲେ । ଶହୀଦ୍ ଭବନ କରିବା ପାଇଁ ଟଙ୍କା ମଞ୍ଜୁର ହେଲା । ସେହି ହଲ୍ର କାନ୍ଥରେ, ଯେଉଁ ସ୍ଵାଧୀନତା ସଂଗ୍ରାମୀମାନେ ପୋଲିସ୍ ଗୁଳିରେ ନିହତ ହୋଇଛନ୍ତି ବା ସଂଗ୍ରାମକାଳରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ନାମ ଖୋଦିତ ହେବାର ଯୋଜନା କରାଗଲା ।
ସ୍ଥାନ ଏହାଠାରୁ ଯଥେଷ୍ଟ ଊର୍ଦ୍ଧ୍ବରେ ଥିଲା । କାରଣ – ‘ହଜାର ହଜାର ଲୋକ ନିଜ ‘କ୍ୟାରିୟର୍’କୁ ଜଳାଞ୍ଜଳି ଦେଇ ରାସ୍ତାରେ ଭିକ୍ଷୁକ ସାଜିବା ପଥ ବାଛି ନେଇଥିଲେ, ହଜାର ହଜାର ଲୋକ ନିଜର ସମସ୍ତ ସମ୍ପତ୍ତି ହରାଇଲେ ଏବଂ ଆନନ୍ଦରେ ସମସ୍ତ ନିନ୍ଦା ଅପମାନ ସହିନେଲେ ।’’ ଯେଉଁମାନେ କେବଳ ସ୍ୱାଧୀନତାର ସ୍ଵପ୍ନ ଦେଖୁଥିଲେ ସେମାନଙ୍କୁ ଗୁଳି କରାଗଲା ଓ ଫାଶୀ ଦିଆଗଲା । ଯେଉଁମାନେ ସମୟରେ ରାଜନୀତିକୁ କ୍ୟାରିୟର୍ କରିବାକୁ ଚାହୁଁନଥିଲେ ।
ସେମାନେ କେବଳ ସ୍ଵାଧୀନତା ଚାହୁଁଥିଲେ ଏବଂ ଯାହାକୁ ସେ ଏପରିକି ଆଧୁନିକ ଜୀବନ ଓ ସଭ୍ୟତାର ବହୁଦୂରରେ ଥିବା କୋରାପୁଟ ଜିଲ୍ଲାର ଆଦିବାସୀ ଲୋକେ ମଧ୍ୟ ଆନନ୍ଦରେ ସ୍ଵାଧୀନତା ଉତ୍ସବ ପାଳନ କରିଥିଲେ । ଗାନ୍ଧି ମହାରାଜ ସେମାନଙ୍କର ରାଜା ହେଲେ, ଅତିଶୀଘ୍ର ସେମାନଙ୍କର ଦୁଃଖ ଦୁର୍ଦ୍ଦଶା ଦୂର ହେବ ବୋଲି ସେମାନେ ଭାବୁଥିଲେ । କେବଳ ସରଳ ଆଦିବାସୀ କାହିଁକି ସାରା ଦେଶର ଲୋକେ ସ୍ବତଃ ଭାବୁଥିଲେ, ସମୃଦ୍ଧି ବୃଦ୍ଧି ପାଇବ । ସଂଗ୍ରାମ କାଳରେ ସମସ୍ତଙ୍କର ଏହିଭଳି ସ୍ଵପ୍ନ ରହିଥିଲା ।
ସବୁ ଲୋକ ଆଶାର ପର୍ବତ ଗଢ଼ିଥିଲେ । ମହତାବଙ୍କ ସମେତ ନେତାମାନେ କିଛି କରିଛୁ ବୋଲି ଆତ୍ମପ୍ରସାଦ ଲାଭ କରୁଥିଲେ । ମାତ୍ର ପଚିଶ ବର୍ଷପରେ ମହତାବ ଯେତେବେଳେ ପଛକୁ ଫେରି ଚାହିଁଛନ୍ତି, ଅତୀତକୁ ଆକଳନ କରିଛନ୍ତି, ସେତେବେଳେ ସେ ଜାଣିଛନ୍ତି ପ୍ରକୃତରେ ସେ ଯାହା କରିବା କଥା, ଏହି ଦୀର୍ଘଦିନ ଭିତରେ ତାହା କରିପାରିନାହାଁନ୍ତି । ସ୍ଵାଧୀନତା ସମସ୍ତଙ୍କ ପାଇଁ କେବଳ ପୁରସ୍କାର ।
କାରଣ ଚରମ ବ୍ୟର୍ଥତା ନୈରାଶ୍ୟ ଭିତରେ ଆତ୍ମପ୍ରତ୍ୟୟ ହରାଇ ସାରିଥିବା ଲକ୍ଷ ଜନତାପାଇଁ ଏହି ସ୍ଵାଧୀନତା ସମ୍ପୂର୍ଣ୍ଣ ନିରର୍ଥକ । ପ୍ରାବନ୍ଧିକ ଏହାକୁ ସ୍ପଷ୍ଟ କରି କହିଛନ୍ତି, ଲୋକମାନଙ୍କୁ ଆତ୍ମପ୍ରତ୍ୟୟ ଫେରାଇ ଆଣିବାକୁ ପଡ଼ିବ । ସେମାନେ ନିଜର ମୁନିବ ଏବଂ ନିଜର ଭାଗ୍ୟ ନିୟନ୍ତ୍ରଣକାରୀ ବୋଲି ଭାବିବାକୁ ସେମାନେ ସ୍ଵାଧୀନତା ହାସଲ କରିଛନ୍ତି ଏବଂ ସେମାନେ ହିଁ ସ୍ଵାଧୀନତାକୁ ରକ୍ଷା କରିବେ ।’’
କଠିନ ଶବ୍ଦ ଓ ଏହାର ଅର୍ଥ :