CHSE Odisha Class 12 Sanskrit Grammar ସଂସ୍କୃତ ଭାଷୟା ଅନୁବାଦମ୍

Odisha State Board CHSE Odisha Class 12 Sanskrit Solutions Grammar ସଂସ୍କୃତ ଭାଷୟା ଅନୁବାଦମ୍ Textbook Exercise Questions and Answers.

CHSE Odisha Class 12 Sanskrit Grammar ସଂସ୍କୃତ ଭାଷୟା ଅନୁବାଦମ୍ Question Answer

୧। ମନୁଷ୍ୟ ସାମାଜିକ ପ୍ରାଣୀ ଅଟେ ।
Solution:
ମାନବ ସାମାଜିକ ପ୍ରାଣୀ ଅସ୍ତି |

୨। ଗ୍ରାମର ଲୋକମାନେ ପ୍ରାୟତଃ କୃଷିବଳ ଅଟନ୍ତି ।
Solution:
ଗ୍ରାମୀଣୀ ଜନଃ ପ୍ରାୟଣ କୃଷିବଳା ଭବନ୍ତି ।

୩। ସମସ୍ତଲୋକ ସଂସାରରେ ସୁଖ ଇଚ୍ଛା କରନ୍ତି ।
Solution:
ସର୍ବୋଜନାଃ ସଂସାରେ ସୁଖମିଛନ୍ତି |

୪୮ ସୁଖକୁ ଧନଦ୍ଵାରାହିଁ ପ୍ରାପ୍ତ କରାଯାଇପାରେ ।
Solution:
ସୁଙ୍ଖ ଧନେନ ଏବଂ ପ୍ରାଚିଂ ଶକ୍ୟତେ ।

୫। ଯାହା ନିକଟରେ ଧନ ଅଛି, ସେ ସୁଖର ଶୁଏ ।
Solution:
ଯସ୍ୟ ସମୀପେ ଧନଂ ଭବତି, ଧଃ ସୁଖେନ ଶେତେ ।

୬। ନିର୍ଦ୍ଦନ ପୁରୁଷ କିନ୍ତୁ ମିତ୍ରମାନଙ୍କୁ ମଧ୍ଯ ତ୍ୟାଗ କରନ୍ତି ।
Solution:
ନିଶ୍ଚନଂ ପୁରୁଷ ତୁ ମିତ୍ରାଣି ଅପି ତ୍ୟଜନ୍ତି ।

୭। ବର୍ଷାଋତୁରେ ଆକାଶରେ କଳାରଙ୍ଗର ମେଘମାନ ଗର୍ଜନ କରନ୍ତି ।
Solution:
ବର୍ଷତୌ ଆକାଶେ ଶ୍ୟାମବର୍ଷା ମେଘା ଗର୍ଜନ୍ତି ।

୮। ବର୍ଷାକାଳରେ ପ୍ରାୟତଃ ସୂର୍ଯ୍ୟଙ୍କର ଦର୍ଶନ ଦୁର୍ଲଭ ହୁଏ ।
Solution:
ବର୍ଷାକାଳେ ପ୍ରାୟ ସୂର୍ଯ୍ୟସ୍ୟ ଦର୍ଶନଂ ଦୁର୍ଲ୍ଲଭିଂ ଭବତି ।

୯୮ ମେଘମାନଙ୍କର ଗର୍ଜନ ଶୁଣି ବଣରେ ମୟୂରମାନେ ନାଚନ୍ତି ।
Solution:
ମେଘାନାଂ ଗର୍ଜନଂ ଶ୍ରୁତ୍ବା ବନେ ମୟୂରଃ ନୃତ୍ୟନ୍ତ ।

CHSE Odisha Class 12 Sanskrit Grammar ସଂସ୍କୃତ ଭାଷୟା ଅନୁବାଦମ୍

୧୧ । ବିଜୟଦଶମୀ ଆର୍ଯ୍ୟମାନଙ୍କର ପର୍ବ ଅଟେ |
Solution:
ବିଜୟ ଦଶମୀ ଆର୍ଯ୍ୟାମାଂ ପର୍ବ ଅସ୍ତି |

୧୨ । ଏହି ମହୋତ୍ସବ ଆଶ୍ୱିନମାସରେ ଶୁକ୍ଳପକ୍ଷର ଦଶମୀରେ ସଂପାଦିତ ହୋଇଥାଏ ।
Solution:
ଅୟଂ ମହୋତ୍ସତଃ ଆଶ୍ୱିନମାସେ ଶୁକ୍ଳପକ୍ଷସ୍ୟ ଦଶମାଂ ସଂପାଦ୍ୟତେ ।

୧୩। ଏହିଦିନରେ ହିଁ ଶ୍ରୀରାମ ରାବଣକୁ ମାରିଥିଲେ ।
Solution:
ଅଗ୍ନିନେବ ଦିବସେ ଶ୍ରୀରାମ ରାବଣଂ ହତବାନ୍ ।

୧୪ । ଏହି ପର୍ବ ଶିକ୍ଷାଦିଏ ଯେ ସର୍ବଦା ଅସତ୍ୟରେ ସତ୍ୟର ବିଜୟ ହୁଏ ।
Solution:
ଇଦଂ ପର୍ବ ଶିକ୍ଷୟତି ଯତ୍ ସଦା ଅସ ସତ୍ୟସ୍ୟ ବିଜୟ ଭବତି ।

୧୫ । କ୍ଷତ୍ରିୟମାନେ ଏହି ଅବସରରେ ଅସ୍ତ୍ରମାନଙ୍କର ପୂଜା କରନ୍ତି ।
Solution:
କ୍ଷତ୍ରିୟା ଅସ୍କ୍ରିନ୍ ଅବସରେ ଅସ୍ତ୍ରାମାଂ ପୂଜୟନ୍ତି |

୧୬ । ଥରେ କୌରବପାଣ୍ଡବମାନଙ୍କର ଶସ୍ତ୍ରକୌଶଳ ପରୀକ୍ଷା ହେଲା ।
Solution:
ଏକଦା କୌରବପାଣ୍ଡବାନାଂ ଶସ୍ତ୍ରକୌଶଳ ପରୀକ୍ଷା ଅଭିବତ୍ ।

୧୭ । ପାଟଳୀପୁତ୍ର ନାମକ ଗୋଟିଏ ନଗର ଥିଲା ।
Solution:
ର୍ଥପ୍ତି ପାଟଲାପୁକୃ ନାମଧେୟ ନଗରପ ।

୧୮। ରାମ ଓ ଶ୍ୟାମ ବିଦ୍ୟାଳୟରେ ପଢୁଛନ୍ତି ।
Solution:
ରାମ ଶ୍ୟାମଶ୍ଚ ବିଦ୍ୟାଳୟ ପଠତଃ ।

୧୯ । ଚାତକମାନେ ବର୍ଷାପାଣି ପିଅନ୍ତି |
Solution:
ଚାତକ ବର୍ଷାଜଳ ପିବନ୍ତି ।

୨୦ । ଆମ୍ଭେମାନେ ଛାତ୍ରାବାସରେ ରହିଛୁ ।
Solution:
ବୟଂ ଛାତ୍ରାବାସେ ତିଷ୍ଠାମଃ ।

୨୧ । ଉପବନରେ ମୃଗଛୁଆମାନେ ଜଳ ପିଉଛନ୍ତି |
Solution:
ଉପବନେ ମୃଗଶାବକଃ ଜଳଂ ପିବନ୍ତି ।

୨୨ । ଧୀବରମାନେ ନଈକୂଳରେ ବିଶ୍ରାମ କରନ୍ତି ।
Solution:
ଧୀବରା ନଦୀକୂଳେ ବିଶ୍ରାମ୍ୟନ୍ତ ।

୨୩। ତୁମର ଶିକ୍ଷକ ରାଗନ୍ତି ନାହିଁ ।
Solution:
ତବ ଶିକ୍ଷକଃ ନ କୃଧତି ।

୨୪ । ରାଜାମାନେ ରାଜ୍ୟକୁ ପାଳନ କରନ୍ତି ।
Solution:
ନୃପା ରାଜ୍ୟ ପାଳୟନ୍ତି ।

୨୫ । ଆପଣ ବିଦେଶରେ ଧନ ରୋଜଗାର କରୁଛନ୍ତି |
Solution:
ଭବାନ୍ ବିଦେଶେ ଧନମ୍ ଅର୍ଜୟତି |

୨୬ । ଲୋକମାନେ କୁହନ୍ତି ଶିବ ଆଶୁତୋଷ ।
Solution:
ଜନଃ କଥୟନ୍ତ ଶିରଃ ଆଶୁତୋଷ ।

୨୭ । ଆପଣମାନେ ସମୁଦ୍ରର ଶୋଭାକୁ ଦେଖିବା ଉଚିତ ।
Solution:
ଭବନ୍ତଃ ସମୁଦ୍ରସ୍ୟ ଶୋଭାଂ ପଶ୍ୟୟଃ ।

୨୮ । ସକାଳେ ଥଣ୍ଡା ପାଣି ପିଅ ।
Solution:
ପ୍ରାତଃ ଶୀତଳଂ ଜଳଂ ପିବ ।

୨୯ । ପଲେ ହରିଣ ପଡ଼ିଆରେ ଚରୁଥିଲେ ।
Solution:
ହରିଣଯୂଥ ପ୍ରାନ୍ତରେ ଅଚରତ୍ ।

୩୦ । ଚଢ଼େଇମାନେ ସନ୍ଧ୍ୟାରେ ବସାକୁ ଫେରୁଥିଲେ ।
Solution:
ବିହଙ୍ଗା ସାୟଂ ନୀଙ ପ୍ରତ୍ୟାଗଛନ୍ତି ସ୍ମ ।

୩୧ । ରାବଣ ସୀତାକୁ ବଣରୁ ନେଇଯାଇଥିଲା ।
Solution:
ରାବତଃ ସୀତାଂ ବନାତ୍ ଅପହରତି ସ୍ମ ।

୩୨ । ଲବ ଓ କୁଶ ରାମାୟଣ ଗାଇଥିଲେ ।
Solution:
ଲବାଃ କୁଶଶ୍ଚ ରାମାୟଣମ୍ ଅଗାୟତାମ୍ ।

୩୩ । ପଥକମାନେ କୂଅରୁ ପାଣି ପିଇବେ ।
Solution:
ପଥକା କୂପାତ୍ ଜଳଂ ପାସ୍ୟନ୍ତି |

୩୪ । ବର୍ଷାକାଳରେ ଆକାଶ ମେଘାଚ୍ଛନ୍ନ ହେବ ।
Solution:
ବର୍ଷାକାଳେ ଆକାଶଃ ମେଘାଚ୍ଛନଃ ଭବିଷ୍ୟତି ।

୩୫ । ଛାତ୍ରମାନେ ଯାଆନ୍ତୁ ନୋହିଲେ ପଢ଼ନ୍ତୁ ।
Solution:
ଛାତ୍ରୀ ଗଚ୍ଛନ୍ତୁ ନୋଚେତ୍ ପଠନ୍ତୁ ।

CHSE Odisha Class 12 Sanskrit Grammar ସଂସ୍କୃତ ଭାଷୟା ଅନୁବାଦମ୍

୩୬ । ଗତ ରାତିରେ ଚୋରଟି ଚୋରି କରିଥିଲା ।
Solution:
ହ୍ୟ ନଭଃ ଚୋରଃ ଅଚୋରୟତ୍ ।

୩୭ । ଆମ୍ଭେମାନେ ବର୍ତ୍ତମାନ ସେଠାକୁ ଯାଉଛୁ ।
Solution:
ବୟଂ ସଂପ୍ରତି ତତ୍ର ଗଚ୍ଛାମଃ ।

୩୮ । ଯେଉଁମାନେ ଯିବେ ସେମାନେ ନିଶ୍ଚୟ ଖାଇବେ ।
Solution:
ଯେ ଗମିଷ୍ୟନ୍ତ ତେ ଅବଶ୍ୟ ଖାଦିଷ୍ୟନ୍ତି |

୩୯ । ଯେଉଁମାନେ ଧାର୍ମିକ ସେମାନେ ସତ୍ୟ କହନ୍ତି ।
Solution:
ଯେ ଧାର୍ମିକାଂ ତେ ସତ୍ୟ ବଦନ୍ତି ।

୪୦ । ଏହି ସଂସାରରେ କିଏ କାହାର`ବନ୍ଧୁ ?
Solution:
ଏତସ୍କ୍ରିନ୍ ସଂସାରେ ପଃ କସ୍ୟ ବାନ୍ଧବ ?

୪୧ । ସବୁ ବ୍ରାହ୍ମଣଙ୍କ ପାଇଁ ଖାଦ୍ୟ ଆଣ ।
Solution:
ସର୍ବେଭ୍ୟ ବ୍ରାହ୍ମଣେଭ୍ୟ ଖାଦ୍ୟାନି ଆନୟ ।

୪୨ । ତୁମେ ଏହାର ମରିବା ଉପାୟ ଚିନ୍ତା କର ।
Solution:
ତୁମ୍ ଅସ୍ୟ ବଧୋପାୟଂ ଚିନ୍ତୟ ।

୪୩। ଏହି ସରୋବରରେ ପ୍ରଚୁର ମାଛ ଅଛନ୍ତି |
Solution:
ଅସ୍କ୍ରିନ୍ ସରୋବରେ ପ୍ରଚୁରା ମସ୍ୟା ସନ୍ତି ।

୪୪ । କାଳିଦାସ କବିଙ୍କ ମଧ୍ୟରେ ଶ୍ରେଷ୍ଠ ।
Solution:
କାଳିଦାସ କବିଷ୍ଣୁ ଶ୍ରେଷ୍ଠ ।

୪୫ । ଏହି ଧନିକମାନେ ଧନଲାଭ କରିବେ ।
Solution:
ଏତେ ଧନିକାଂ ଧନଂ ଲପ୍‌ସ୍ୟନ୍ତେ ।

୪୬ । ରାଷ୍ଟ୍ରପତି ଦିଲ୍ଲୀରେ ବାସ କରୁଛନ୍ତି |
Solution:
ରାପପତି: ଦିଲ୍ଲାମ୍ ଭପବଗତ |

୪୭ । ପିତା ପୁତ୍ରକୁ ସ୍ନେହର ସହିତ ପଚାରିଲେ ।
Solution:
ପିତା ପୁତଂ ସସ୍ନେହମ୍ ଅପୃଚ୍ଛତ୍ ।

୪୮ । ନଦୀଗୁଡ଼ିକ ପ୍ରାୟ ପଶ୍ଚିମରୁ ପୂର୍ବକୁ ବହୁଛନ୍ତି ।
Solution:
ନଦ୍ୟ ପ୍ରାୟଶଃ ପଶ୍ଚିମାତ୍ ପୂର୍ବ ପ୍ରବହନ୍ତି ।

୪୯ । ପୃଥ‌ିବୀରେ କେହି ଅମର ନାହିଁ ।
Solution:
ପୃଥ୍ତ୍ୟ। କଂ ଥମର: ନାସ୍ତି |

୫୦ । ସେହି ସହରରେ ଜଣେ ପରିବ୍ରାଜକ ରହିଥିଲେ ।
Solution:
ତସ୍ୟା ନଗର୍ଯ୍ୟା ଏକ ପରିବ୍ରାଜକ ଅତିଷ୍ଠତ୍ ।

୫୧ । ପୁଅ ଅତିଥିଙ୍କୁ ସେବା କରୁଛି |
Solution:
ପୁନଃ ଅତିଥେ ସେବାଂ କରୋତି ।

୫୨ । ଧନ-ଜନ ଓ ଯୌବନର ଗର୍ବ କରନାହିଁ ।
Solution:
ପୃଥିବ୍ୟା କଃ ଅମରଃ ନାସ୍ତି ।

୫୩। ନରପତି ସୁଦର୍ଶନ ପଣ୍ଡିତ ସଭା କରିଥିଲେ ।
Solution:
ସୁଦର୍ଶନଃ ନରପତିଃ ପଣ୍ଡିତସଭାମ୍ ଅକରୋତ୍ ।

୫୪ । ଆପଣ ହୃଦୟରୁ ଚିନ୍ତା ଦୂର କରନ୍ତୁ ।
Solution:
ଭବାନ୍ ହୃଦୟାତ୍ ଚିନ୍ତା ଦୂରୀକରୋତୁ ।

୫୫ । ପ୍ରବଳ ପବନ ଯୋଗୁଁ ଗଛଗୁଡ଼ିକ ପଡ଼ିଗଲା ।
Solution:
ବାତ୍ୟାୟା ବୃକ୍ଷା ଅପତନ୍ ।

୫୬ । ପିଲାଟିର କ୍ଷୀର ଦରକାର ।
Solution:
ବାଳାନାଂ କ୍ଷୀରେଣ ପ୍ରୟୋଜନମ୍ ।

୫୭ । ବନ୍ଧୁ ଯାହାର ନାହିଁ ତା’ର ବିଦ୍ୟା ବନ୍ଧୁ ।
Solution:
ବିଦ୍ୟା ବନ୍ଧୁ ଅବନ୍ଧୁନାମ୍ ।

୫୮ । ବସନ୍ତ ଋତୁରେ କୋକିଳ ମଧୁର ଗାନ କରେ ।
Solution:
ବସନ୍ତର୍ରେ କୋକିଳା କଳଂ କୂଜନ୍ତି ।

୫୯ । ଏ ମୃଗ ଯେପରି ମୋର ବନ୍ଧୁ, ସେହିପରି ଆପଣ ମଧ୍ୟ ମୋର ବନ୍ଧୁ ।
Solution:
ଯଥା ଅୟଂ ମୃଗ ମମ ବନ୍ଧୁ ତଥା ଭବାନ୍ ଅପି ମମ ବନ୍ଧୁ ।

୬୦ । କୃପଣ କାହାରିକୁ କିଛି ଦିଏନାହିଁ ।
Solution:
କୃପଣ କହ୍ନେ କିଞ୍ଚିତ୍ ନ ଦଦାତି ।

୬୧ । ଶିକ୍ଷକ ଛାତ୍ରକୁ ବହିଟିଏ ଦେଲେ ।
Solution:
ଶିକ୍ଷକ ଛାତ୍ରାୟ ଏକମ୍ ପୁସ୍ତକମ୍ ଅଦଦାତ୍ ।

୬୨ । ଝିଅମାନେ ମାଆକୁ ଅନୁକରଣ କରନ୍ତି ।
Solution:
ଦୁହିଙ୍ ମାତରମ୍ ର୍ଥନ୍ମକୁବନ୍ତି |

୬୩। ଶ୍ରୀକୃଷ୍ଣ ପିଲାଙ୍କ ସହିତ ଗୋରୁ ରଖୁଥିଲେ ।
Solution:
ଶ୍ରୀକୃଷ୍ଣ ବାଳକଃ ସା ଗା ଅରକ୍ଷତ୍ ।

୬୪। ଈଶ୍ବର ଦୁଃଖରୁ ରକ୍ଷା କରନ୍ତି |
Solution:
ଈଶ୍ଵରଃ ଦୁଃଖାତ୍ ରକ୍ଷତି ।

୬୫ । ଆଷାଢ଼ମାସରେ ଭକ୍ତମାନେ ବିଦେଶରୁ ପୁରୀକୁ ଆସନ୍ତି ।
Solution:
ଆଷାଢ଼ମାରସ ଭକ୍ତ ବିଦେଶରୁ ପୁରୀକୁ ଆସଛିନ୍ତି ।

CHSE Odisha Class 12 Sanskrit Grammar ସଂସ୍କୃତ ଭାଷୟା ଅନୁବାଦମ୍

୬୬ । ଦଶରଥଙ୍କର ତିନୋଟି ଭାର୍ଯ୍ୟା ଥିଲେ ।
Solution:
ଦଶରଥସ୍ୟ ତିରଃ ଭାର୍ଯ୍ୟା ଆସନ୍ ।

୬୭ । ଚାରିଟି ପଦର ସଂସ୍କୃତରେ ବ୍ୟାଖ୍ୟା କର ।
Solution:
ଚତୁର୍ବିଂ ପଦାନାଂ ସଂସ୍କୃତେନ ବ୍ୟାଖ୍ୟା କୁରୁ ।

୬୮ । ପଞ୍ଚମଶ୍ରେଣୀରେ କେତେ ଛାତ୍ର ପଢ଼ନ୍ତି ?
Solution:
ପଞ୍ଚମ ଶ୍ରେଣଂ କତି ଛାତ୍ରା ପଠନ୍ତି ?

୬୯ । ଅଗଷ୍ଟ ମାସର ପନ୍ଦରଦିନ ସ୍ଵାଧୀନତା ଦିବସ ।
Solution:
ଅଗଷ୍ଟମାସସ୍ୟ ପଞ୍ଚଦଶଃ ଦିବସ ସ୍ଵାଧୀନତା ଦିବସ୍ୱୀ ।

୭୦ । ପିତା ପୁତ୍ର ପାଇଁ କ’ଣ ନ କରନ୍ତି ?
Solution:
ପିତା ପୁତ୍ରସ୍ୟ କୃତେ କିଂ ନ କରୋତି ?

୭୧ । ମନ୍ଦିର ସମ୍ମୁଖରେ କଦମ୍ବ ଗଛ ଅଛି ।
Solution:
ମନ୍ଦିରସ୍ୟ ପୁରତଃ କଦମ୍ବ ବୃକ୍ଷ ଅସ୍ତି ।

୭୨ । ସେ କ’ଣ ଭୟଙ୍କର ନୁହେଁ ?
Solution:
କିମସୌ ନ ଭୟଙ୍କରଃ ?

୭୩। ମୋ ଦୁଃଖ ବାପା ଅବଶ୍ୟ ଜାଣିବେ ।
Solution:
ପିତା ମେ ଦୁଃଖମ୍ ଅବଶ୍ୟ ଜ୍ଞାସ୍ୟତି |

୭୪। ସେ ମୋ ମୁଣ୍ଡକୁ ବାଡ଼େଇଦେଲା ।
Solution:
ସ୍ୱୀ ମାଂ ମସ୍ତକେ ଅତାଡ଼ୟତ୍ ।

୭୫ । ସିଂହ ପଶୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ।
Solution:
ସିଂହଃ ପଶୁଷୁ ଶ୍ରେଷ୍ଠ ।

୭୬ । ବ୍ୟାଧ ବଣରେ ମୃଗମାନଙ୍କୁ ହତ୍ୟା କଲେ ।
Solution:
ବ୍ୟାଧଃ ବନେ ମୃଗାନ୍ ହନ୍ତି |

୭୭ । ପିଲାମାନେ ଦୌଡ଼ୁ ଦୌଡ଼ୁ ପଡ଼ିଗଲେ ।
Solution:
ବାଳକା ଧାବନ୍ତଃ ଅପତନ୍ ।

୭୮ । ଗଉଡୁଣୀ କ୍ଷୀର ନେଇ ଗାଁକୁ ଯାଏ ।
Solution:
ଗୋପୀ କ୍ଷୀରଂ ନୀତ୍ଵା ଗ୍ରାମିଂ ଗଚ୍ଛତି ।

୭୯ । କାମ କର ଫଳ ଆଶା କରନାହିଁ ।
Solution:
କର୍ମଣ୍ୟ ବାଧ୍ୟକାରସ୍ତେ ମା ଫଳେଷୁ କଦାଚନ ।

୮୦ । ଅଧିକ ହେଲେ ଦୋଷ ନାହିଁ ।
Solution:
ଅଧୂକନ୍ତୁ ନ ଦୋଷାୟ ।

୮୧ । ଯା’ର ମନ ଯେଡ଼େ ତା’ର ପ୍ରଭୁ ସେଡ଼େ ।
Solution:
ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବନ୍ତି ତାଦୃଶୀ ।

୮୨ । ଗଲା କଥାକୁ ଚିନ୍ତା କରନାହିଁ ।
Solution:
ଗତସ୍ୟ ଶୋଚନା ନାସ୍ତି ।

୮୩ । ବୁଦ୍ଧି ଯାର ବଳ ତା’ର ।
Solution:
ବୁଦ୍ଧିର୍ୟସ୍ୟ ବଳଂ ତସ୍ୟ ।

୮୪ । ଦୈବବଳଠାରୁ ବଡ଼ ବଳ ନାହିଁ ।
Solution:
ନ ଚ ଦୈବାତ୍ ପରଂ ବଳମ୍ ।

୮୫ । ଅତି ଲେମ୍ବୁ ଚୁପୁଡ଼ିଲେ ପିତା ।
Solution:
ଅତି ସର୍ବତ୍ର ଗର୍ହିତମ୍ ।

୮୬ । ଅପାଳକ ରାଇଜରେ ବିଜୁଳି ଲକ୍ଷେ ଟଙ୍କା ।
Solution:
ନିରସ୍ତ ପାଦପେ ଦେଶେ ଏରଣ୍ଡୋଽପି ଦ୍ରୁମାୟତେ ।

୮୭ । ମରମ ସତ୍ୟ କହିବ ନାହିଁ ।
Solution:
ମା ବୁୟାତ୍ ସତ୍ୟମପ୍ରିୟମ୍ |

୮୮ । ହିତକର ଓ ମଧୁରବଚନ ଦୁର୍ଲଭ ।
Solution:
ହିତଂ ମନୋହାରୀ ଓ ଦୁର୍ଲଭିଂ ବଡଃ ।

୮୯୮ ଜ୍ଞାନୀ ସବୁଠାରେ ପୂଜାପାଏ ।
Solution:
ବିଦ୍ଵାନ୍ ସର୍ବତ୍ର ପୂଜ୍ୟତେ ।

୯୦ । ସମସ୍ତେ ସବୁକଥା ଜାଣନ୍ତି ନାହିଁ ।
Solution:
ନ ହି ସର୍ବଂ ସର୍ବଂ ବେଭି ।

୯୧ | ନିଜ ଧର୍ମରେ ମରଣ ଶ୍ରେୟସ୍କର ପର ଧର୍ମରେ ନୁହେଁ ।
Solution:
ସ୍ଵଧର୍ମେ ନିଧନଂ ଶ୍ରେୟଃ ପରଧର୍ମୋ ଭୟାବହିଃ ।

୯୨ । ଜନନୀ ଓ ଜନ୍ମଭୂମି ସ୍ଵର୍ଗଠାରୁ ବଳୀୟସୀ ।
Solution:
ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପୀ ବଳୀୟସୀ ।

୯୩ । ଦୁଃଖ ଓ ସୁଖ ଚକ୍ରପରି ଘୂରୁଛି ।
Solution:
ଚକ୍ରବତ୍ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ ।

୯୪। ଦୁଇ ଜଣଙ୍କ କଳିରେ ତୃତୀୟର ଲାଭ ।
Solution:
ଦ୍ବୟୋର୍ବିବାଦେ ତୃତୀୟସ୍ୟ ଲାଭଃ ।

୯୫ । ଏକତା ହିଁ ବଳ ।
Solution:
ସଂଘ ଶକ୍ତି କନୌଯୁଗେ ।

CHSE Odisha Class 12 Sanskrit Grammar ସଂସ୍କୃତ ଭାଷୟା ଅନୁବାଦମ୍

୯୬ । କପାଳ ଲିଖନ କେ କରିବ ଆନ ।
Solution:
ଭାଗ୍ୟ ଫଳତି ସର୍ବତ୍ର ।

୯୭ । ଅର୍ଥ ସବୁ ଅନର୍ଥର ମୂଳ ।
Solution:
ଅର୍ଥ ଅନର୍ଥ ଭାବୟ ନିତ୍ୟମ୍ ।

୯୮। ଧର୍ମହୀନ ଲୋକେ ପଶୁତୁଲ୍ୟ ।
Solution:
ଧର୍ମେଣ ହୀନଃ ପଶୁଭଃ ସମାନାଃ ।

୯୯ । ଭୋକିଲା ଲୋକ ପାପପୁଣ୍ୟ ବିଚାରେ ନାହିଁ
Solution:
ବୁଭୁକ୍ଷିତଃ କିଂ ନ କରୋତି ପାପମ୍ ।

୧୦୦ । ହଠାତ୍ କିଛି କରିବା ଉଚିତ ନୁହେଁ ।
Solution:
ସହସା ବିଦଧୀତ ନ କ୍ରିୟାମ୍ ।

Leave a Comment