Students can use Class 5 Math Solution Odia Medium and Class 5 Maths Chapter 2 Question Answer Odia Medium ଭଗ୍ନ ସଂଖ୍ୟା to check their answers after solving exercises.
5th Class Maths Chapter 2 Question Answer Odia Medium
Class 5 Maths Chapter 2 Odia Medium
Question 1.
ତମନ୍ନା ପଞ୍ଚମ ଶ୍ରେଣୀର ଛାତ୍ରୀ । ତା’ ପାଖରେ ଭିନ୍ନ ଆକାରର ଦୁଇଟି ଚକୋଲେଟ ଅଛି । ସେ କହୁଛି ଯେ ତା ପାଖରେ ଥିବା ଚକୋଲେଟ୍ ମଧ୍ୟରୁ ଗୋଟିକର \(\frac{୧}{୩}\) ଅନ୍ୟଟିର \(\frac{୧}{୨}\) ଅପେକ୍ଷା ବଡ଼ । ତାହା କ’ଣ ଠିକ୍ ? ଏହା କାହିଁକି ବୁଝାଇ କୁହ ।
Solution:
\(\frac{୧}{୨}\) ହେଉଛି \(\frac{୧}{୩}\) ଅପେକ୍ଷା ବଡ଼ । ଅର୍ଥାତ୍ \(\frac{୧}{୨}\) > \(\frac{୧}{୩}\)
Question 2.
ଚକଲେଟ୍ର \(\frac{୧}{୨}\) ଅଂଶକୁ ଚିହ୍ନଟ କର ।

Solution:

Question 3.
ଚକଲେଟ୍ର \(\frac{୧}{୩}\) ଅଂଶକୁ ଚିହ୍ନଟ କର ।

Solution:

Question 4.
ଆମେ କେତେବେଳେ କହିବା ଯେ କୌଣସି ଜିନିଷର \(\frac{୧}{୨}\) ହେଉଛି \(\frac{୧}{୩}\) ଅପେକ୍ଷା ବଡ଼ ।

Solution:
ଦୁଇଟି ପୂର୍ଣ୍ଣାଙ୍ଗର ଦୁଇଟି ଭଗ୍ନସଂଖ୍ୟାକୁ ତୁଳନା କରିବା ପାଇଁ ଭଗ୍ନସଂଖ୍ୟା ଗୁଡ଼ିକୁ ଗୋଟିଏ ପୂର୍ଣ୍ଣାଙ୍ଗରୁ ନେବା ଉଚିତ୍ ।
![]()
ଆସ ଗ୍ରୀଡ୍ ସହ ଖେଳିବା
Page No. (୧୭ to ୧୮)
Question 1.

Solution:
ଚିତ୍ରରେ, ଗ୍ରୀଡ୍ ‘କ’ରେ ଥିବା ବର୍ଗସଂଖ୍ୟା = ଗ୍ରୀଡ୍ ‘ଖ’ରେ ଥିବା ବର୍ଗସଂଖ୍ୟା = ଗ୍ରୀଡ୍ ‘ଗ’ରେ ଥିବା ପ୍ରତି ଗ୍ରୀଡ୍ରେ ବର୍ଗସଂଖ୍ୟା
= ୬ × ୮ = ୪୮
ଗ୍ରୀଡ୍ ‘କ’ରେ ଲାଲ୍ ବର୍ଗସଂଖ୍ୟା = \(\frac{୧}{୮}\) × ୪୮ = ୬ଟି
‘ଖ’ରେ ନୀଳ ବର୍ଗସଂଖ୍ୟା = \(\frac{୧}{୬}\) × ୪୮ = ୮ଟି
‘ଗ’ରେ ହଳଦିଆ ବର୍ଗସଂଖ୍ୟା = \(\frac{୧}{୧୨}\) × ୪୮ = ୪ଟି

• କୌଣସି ଗ୍ରୀଡାରେ \(\frac{୧}{୩}\) ଦେଖିପାରୁ ନାହୁଁ ।
କିନ୍ତୁ, ଆମେ ସମସ୍ତ ଗ୍ରୀଡ୍ରେ \(\frac{୧}{୩}\) ଦେଖାଇପାରିବା ।
୪୮ର \(\frac{୧}{୩}\) = ୪୮ × \(\frac{୧}{୩}\) = ୧୬ଟି ବର୍ଗ
ପାଖ ଗ୍ରୀଡ୍ରେ ୧୬ଟି ଘରକୁ ରଙ୍ଗ/ ଚିତ୍ରିତ କରାହୋଇଛି,
ଯାହା ପୂରା ଗ୍ରୀଡ୍ର \(\frac{୧}{୩}\) ଭାଗକୁ ଦର୍ଶାଉଛି ।

Question 2.
\(\frac{୧}{୩}\), \(\frac{୨}{୬}\)
ସହ ସମାନ କି ? ଆସ ଖୋଜି ଦେଖିବା । ଚିତ୍ର ଦେଖ୍ ଭଗ୍ନସଂଖ୍ୟା ଗୁଡିକୁ ଖୋଜି ବାହାର କର ।

ଚିତ୍ରିତ ଅଶଂକୁ ଦେଖାଇବା ପାଇଁ ଦୁଇଟି ଭିନ୍ନ ଉପାୟରେ ଭଗ୍ନ ସଂଖ୍ୟାକୁ ଦର୍ଶାଯାଇ ପାରିବ କି ? ___________________
Solution:
ହଁ ।
ତୁମେ ଦେଖୁଛ କି \(\frac{୧}{୩}\) = \(\frac{୨}{୬}\) ? ହଁ, ଏଗୁଡିକୁ “ସମଭଗ୍ନ ସଂଖ୍ୟା” କୁହାଯାଏ । ଆସ ଆମେ ଦେଖିବା, ସମଭଗ୍ନ ସଂଖ୍ୟା କିପରି ସୃଷ୍ଟି କରାଯାଇ ପାରିବ ।
ଭଗ୍ନସଂଖ୍ୟା କିଟ୍ ସହ ମଜା କରି ଖେଳିବା
Page No. (୧୮ to ୨୦)
ଗୁପ୍ରୀତ୍ ନିଜର ଭଗ୍ନସଂଖ୍ୟା କିଟ୍ ସହିତ ଖେଳୁଛି । (ପୁସ୍ତକର ଶେଷ ଭାଗରେ ଭଗ୍ନସଂଖ୍ୟା କିଟ ଦିଆଯାଇଛି ) ତୁମେ ମନେ ରଖୁଛ କି ?
Question 1.
ସମାନ ଆକାରର ଖଣ୍ଡ ଗୁଡ଼ିକରୁ ଗୋଟିଏ ପୂର୍ଣାଙ୍ଗ କିପରି ତିଆରି କରିବ ?
Solution:
ସମାନ ଆକାରର ଖଣ୍ଡଗୁଡ଼ିକୁ ଏକାଠି ସଜାଇ ଗୋଟିଏ ପୂର୍ଣାଙ୍ଗ ତିଆରି କରିପାରିବା ।
Question 2.
ଏକ ପୂର୍ଣ୍ଣାଙ୍ଗ କରିବା ପାଇଁ \(\frac{୧}{୫}\) ଅଂଶର କେତୋଟି ଖଣ୍ଡ ଲାଗିବ ?
Solution:

\(\frac{୧}{୫}\) ଅଂଶର ୫ଟି ଖଣ୍ଡ ନେଇ ଏକ ପୂର୍ଣ୍ଣାଙ୍ଗ କରିପାରିବା ।
ଦୁଇଟି ଭିନ୍ନ ଭଗ୍ନ ସଂଖ୍ୟାର ଖଣ୍ଡ ବ୍ୟବହାର କରି ଗୋଟିଏ ପୂର୍ଣାଙ୍ଗ ତିଆରି କରାଗଲା । ଯାହା ନିମ୍ନ ପୂର୍ଣାଙ୍ଗ ଚିତ୍ର ପରି ଦିଶୁଛି । \(\frac{୧}{୨}\) ର ଗୋଟିଏ ଖଣ୍ଡ ଏବଂ \(\frac{୧}{୪}\) ର ଦୁଇଖଣ୍ଡ ମିଶି ଏକ ପୂର୍ଣ୍ଣାଙ୍ଗ ହୁଏ ।
Question 3.
\(\frac{୧}{୨}\) ଓ \(\frac{୧}{୪}\) ମଧ୍ୟରେ ସଂପର୍କ କ’ଣ ଅଛି ? ଶ୍ରେଣୀରେ ଆଲୋଚନା କର ।
Solution:

ଯେତେବେଳେ \(\frac{୧}{୨}\)
ଖଣ୍ଡ ଗୋଟିଏ ଖଣ୍ଡ ଏବଂ \(\frac{୧}{୪}\) ର ଦୁଇଖଣ୍ଡ ମିଶି ଏକ ପୂର୍ଣ୍ଣାଙ୍ଗ ହୁଏ ।
\(\frac{୧}{୨}\) = \(\frac{୧}{୪}\)
(\(\frac{୧}{୨}\) ସହ \(\frac{୧}{୪}\) ସମାନ)
ଯେତେବେଳେ \(\frac{୧}{୨}\) ଖଣ୍ଡକୁ ୨ଟି ସମାନ ଅଂଶରେ ଭାଗ କରାଯାଏ, ପ୍ରତ୍ୟେକ ଖଣ୍ଡ \(\frac{୧}{୪}\) ହୁଏ ।
\(\frac{୧}{୪}\) ର ଦୁଇଖଣ୍ଡ ମିଶି \(\frac{୧}{୨}\) ସହ ସମାନ ଅଟେ ।
Question 4.
ସହ ଆଉ କେଉଁ ଗୁଡିକ ସମାନ ଅଟେ ?
Solution:

![]()
ଆସ କାମଟି କରିବା
Question 1.
୩ କିମ୍ବା ୪ ଜଣର ଦଳରେ ତୁମର ଭଗ୍ନସଂଖ୍ୟା କିଟ୍ରୁ ଭିନ୍ନ ଭିନ୍ନ ଭାଗର ଖଣ୍ଡ ବ୍ୟବହାର କରି ଏକ ପୂର୍ଣାଙ୍ଗ ତିଆରି କରିବାର ଉପାୟ ଖୋଜ ।
ନିମ୍ନଲିଖତ ଭଗ୍ନସଂଖ୍ୟା ପାଇଁ ସମଭଗ୍ନାଂଶଗୁଡ଼ିକ ଲେଖ । ଯାହା ତୁମେ ଏହି ପ୍ରକ୍ରିୟାରେ ପାଇଲ ।
(କ) \(\frac{୧}{୩}\) = ………………….. = ……………………. = ………………………
(ଖ) \(\frac{୧}{୪}\) = ………………….. = ……………………. = ………………………
(ଗ) \(\frac{୧}{୫}\) = ………………….. = ……………………. = ………………………
(ଘ) \(\frac{୧}{୬}\) = ………………….. = ……………………. = ………………………
ଯେକୌଣସି ଦିଆଯାଇଥିବା ଭଗ୍ନସଂଖ୍ୟା ପାଇଁ ସମଭଗ୍ନ ସଂଖ୍ୟା କିପରି ଲେଖୁ ପାରିବ, ତୁମେ ଦେଖୁଲ କି ? ଶ୍ରେଣୀରେ ଆଲୋଚନା କର ।
Solution:


Question 2.
ତୁମ କିଟ୍ ବ୍ୟବହାର କରି ନିମ୍ନଲିଖକୁ ଖୋଜ । ତୁମେ ଏହାକୁ ଚିତ୍ରିତ କରି ଯାଞ୍ଚ କରିପାରିବ । ପ୍ରଥମଟି ତୁମ ପାଇଁ ଆଂଶିକ ଭାବରେ ଦିଆଯାଉଛି । (ପ୍ରଶ୍ନ ସହ ଉତ୍ତର)

Solution:


Question 3.
ତୁମ ଭଗ୍ନସଂଖ୍ୟା କିଟ ବ୍ୟବହାର କରି ନିର୍ଦେଶ ଅନୁସାରେ କର ।
• କେବଳ \(\frac{୧}{୬}\) ଏବଂ \(\frac{୧}{୧୨}\) ଖଣ୍ଡକୁ ବ୍ୟବହାର କରି ଏକ ପୂର୍ଣ୍ଣାଙ୍ଗ ତିଆରି କର ।
• \(\frac{୧}{୧୨}\), \(\frac{୧}{୪}\) ଏବଂ \(\frac{୧}{୨}\) ଖଣ୍ଡ ଗୁଡିକୁ ବ୍ୟବହାର କରି ଏକ ପୂର୍ଣ୍ଣାଙ୍ଗ ତିଆରି କର ।
• ସମାନ ଆକାରର ଯେକୌଣସି ପାଞ୍ଚଖଣ୍ଡକୁ ବ୍ୟବହାର କରି ଏକ ପୂର୍ଣାଙ୍ଗ ତିଆରି କର ।
• ଯେକୌଣସି ସାତଟି ଖଣ୍ଡକୁ ବ୍ୟବହାର କରି ଏକ ପୂର୍ଣ୍ଣାଙ୍ଗ ତିଆରି କର ।
ଏହି କିଟ୍କୁ ନେଇ ଦଳରେ ଖେଳ ଏବଂ ଏକ ପୂର୍ଣ୍ଣାଙ୍ଗ ପାଇବା ପାଇଁ ଅନ୍ୟାନ୍ୟ ଆକର୍ଷଣୀୟ ଉପାୟ ଖୋଜ । ତୁମର ଫଳାଫଳକୁ ଚିତ୍ର କର କିମ୍ବା ଲେଖୁ ଦର୍ଶାଅ ।
Solution:

(ସିଦ୍ଧାନ୍ତ : ଆମେ ଜାଣିଲେ ଯଦି ପ୍ରତି ଭଗ୍ନାଂଶ ଖଣ୍ଡ \(\frac{1}{\mathrm{n}}\) ହୁଏ, ତେବେ nଟି ଭଗ୍ନାଂଶ ଖଣ୍ଡ ଏକାଠି ସଂଯୋଗ କଲେ ଗୋଟିଏ ପୂର୍ଣାଙ୍ଗ ମିଳିବ ।)
![]()
ସମ ଭଗ୍ନ ସଂଖ୍ୟା ଲେଖୁବା
Page No. (୨୦ to ୨୨)
Question 1.
ସମୀର ଦିଆଯାଇଥିବା ଚିତ୍ରର \(\frac{୧}{୩}\) ଅଂଶକୁ ଚିତ୍ରିତ କରିଛି । ଚିତ୍ରଗୁଡିକୁ ଅଧିକ ସମାନ ଅଂଶରେ ଭାଗ କରିବା ପାଇଁ ସେ ଭୂସମାନ୍ତର ରେଖାଗୁଡିକ ଅଙ୍କନ କରିଛି ।

Solution:

ସେ ଏକ ମଜାଦାର ସଂରଚନା ଲକ୍ଷ୍ୟ କରି କହିଲା ଯେ \(\frac{୧}{୩}\), \(\frac{୨}{୬}\), \(\frac{୩}{୯}\) ଏବଂ \(\frac{୪}{୧୨}\) ସମାନ ଚିତ୍ରିତ ଅଂଶ ଦେଖାଯାଉଛି ଏବଂ ସମସ୍ତେ \(\frac{୧}{୩}\) ସହ ସମାନ ଅଟନ୍ତି । ଗୋଟିଏ ପୂର୍ଣ୍ଣାଙ୍ଗର ସମାନ ଅଂଶକୁ ଭିନ୍ନ ନାମରେ ସୂଚାଇବା ପାଇଁ ଆମେ ‘ସମ’ ଶବ୍ଦଟି ବ୍ୟବହାର କରୁ ।
Question 2.
ନିମ୍ନରେ ଦିଆଯାଇଥିବା ପୂର୍ଣ୍ଣାଙ୍ଗକୁ ଅଧିକ ସମାନ ଭାଗରେ ବିଭକ୍ତ କର ଏବଂ \(\frac{୧}{୩}\) ସହିତ ସମାନଥିବା ସମ ଭଗ୍ନସଂଖ୍ୟାଟିକୁ ଖୋଜି ବାହାର କର । ଚିତ୍ର ତଳେ ଥିବା କୋଠରୀରେ ସେଗୁଡିକୁ ଲେଖ ।

Solution:

Question 3.
ତୁମେ ପାଇଥିବା ସମ ଭଗ୍ନସଂଖ୍ୟା ଗୁଡ଼ିକର କିଛି ସଂରଚନା ଲକ୍ଷ୍ୟ କରୁଛ କି ?

Solution:
\(\frac{୧}{୩}\) ର ଉଭୟ ଲବ ଓ ହରକୁ ସମାନ ସଂଖ୍ୟା ଦ୍ଵାରା ଗୁଣନ କରି ସମ ଭଗ୍ନସଂଖ୍ୟା ନିର୍ଣ୍ଣୟ କରିହେବ ।

Question 4.
ତୁମେ କିପରି ଜାଣିବ ଯେ, ଗୋଟିଏ ଭଗ୍ନସଂଖ୍ୟା ଅନ୍ୟ ସହ ସମାନ ? ଶ୍ରେଣୀରେ ଆଲୋଚନା କର ।
Solution:
ଯଦି ତୁମେ ଏକ ଭଗ୍ନସଂଖ୍ୟାର ଉଭୟ ଲବ ଓ ହରକୁ ସମାନ ସଂଖ୍ୟା ଦ୍ଵାରା ଗୁଣି ବା ଭାଗକରି ଗୋଟିଏ ଭଗ୍ନସଂଖ୍ୟାରୁ ଅନ୍ୟଟି ପାଇପାରିବ, ତେବେ ଭଗ୍ନସଂଖ୍ୟା ଦୁଇଟି ସମାନ ଅର୍ଥାତ୍ ସମ ଭଗ୍ନସଂଖ୍ୟା ହେବେ ।
Question 5.
ତଳେ ଦିଆଯାଇଥିବା ଚିତ୍ର ଗୋଟିଏ ପୂର୍ବାଙ୍ଗର \(\frac{୨}{୫}\) ଅଂଶକୁ ଦର୍ଶାଇଛି । \(\frac{୨}{୫}\) ସହିତ ସମାନ ଥିବା ବିଭିନ୍ନ ଭଗ୍ନସଂଖ୍ୟା ଖୋଜି ବାହାର କର ଏବଂ ପ୍ରତ୍ୟେକ ଚିତ୍ର ତଳେ ତୁମେ ପାଇଥିବା ଭଗ୍ନସଂଖ୍ୟା ଗୁଡିକୁ ଲେଖ ।

Solution:

![]()
ଆସ କାମଟି କରିବା
Question 1.
ସମ ଭଗ୍ନସଂଖ୍ୟା ଲେଖୁ ଶୂନ୍ୟସ୍ଥାନ ପୂରଣ କର । (ଏକରୁ ଅଧିକ ଉତ୍ତର ହୋଇପାରେ)

Solution:

Question 2.
ସମ ଭଗ୍ନସଂଖ୍ୟା ଯୋଡିକୁ ଠିକ୍ (✓) ଚିହ୍ନ ଦିଅ ।

Solution:

ଜାଣିରଖ : ଯେଉଁ ଭଗ୍ନସଂଖ୍ୟା ଦ୍ଵୟକୁ ବଜ୍ରଗୁଣନ କଲେ ଅର୍ଥାତ୍ ୧ମ ଭଗ୍ନସଂଖ୍ୟାର ଲବକୁ ୨ୟର ହର ଏବଂ ଲବ ସହିତ ଗୁଣିଲେ ଯଦି ଉଭୟ ପାର୍ଶ୍ଵର ମୂଲ୍ୟ ସମାନ ହୁଏ, ତେବେ ସେମାନେ ସମଭଗ୍ନ ସଂଖ୍ୟା

Question 3.
ସମଭଗ୍ନ ସଂଖ୍ୟା ପାଇବା ପାଇଁ ଖାଲି କୋଠରୀକୁ ପୂରଣ କର ।

Solution:


ସମହର ବିଶିଷ୍ଟ ଭଗ୍ନସଂଖ୍ୟା ମଧ୍ୟରେ ତୁଳନା
Page No. (୨୨ to ୨୩)
Question 1.
ସବିତା ଓ ଶାମି ଗୋଟିଏ ବାଦାମ ପେଡ଼ାକୁ ସେମାନଙ୍କର ମଧ୍ୟରେ ବାଣ୍ଟିଲେ । ସବିତା \(\frac{୧}{୩}\) ଓ ବଳକାଥିବା ବାଦାମପେଡ଼ା ଶାମି ଖାଇଲା, ଯାହାକି \(\frac{୨}{୩}\) । ତେବେ କିଏ ଅଧିକ ଖାଇଲା ?

Solution:
ଗୋଟିଏ ଖଣ୍ଡ \(\frac{୧}{୩}\) ଠାରୁ ୨ଟି ଖଣ୍ଡ \(\frac{୧}{୩}\) ଅଧିକ ଅଟେ ।
ତେଣୁ ଶାମି ଅଧ୍ଵ ଖାଇଲା । \(\frac{୨}{୩}\) > \(\frac{୧}{୩}\)
![]()
ଆସ କାମଟି କରିବା
Question 1.
ତଳେ ଦିଆଯାଇଥିବା ଭଗ୍ନସଂଖ୍ୟା ଗୁଡିକୁ ‘<‘ ଏବଂ ‘>’ ଚିହ୍ନ ଦେଇ ତୁଳନା କର ।

Solution:


ସମ ଲବ ବିଶିଷ୍ଟ ଭଗ୍ନସଂଖ୍ୟା ମଧ୍ୟରେ ତୁଳନା
Page No. ୨୩
ଆସ କାମଟି କରିବା
Question 1.
ତଳେ ଦିଆଯାଇଥିବା ଭଗ୍ନସଂଖ୍ୟାଗୁଡିକୁ ‘<‘ ଏବଂ ‘>’ ଚିହ୍ନ ଦେଇ ତୁଳନା କର ।

Solution:


୧ ଠାରୁ ବଡ଼ ହୋଇଥିବା ଭଗ୍ନସଂଖ୍ୟା
Page No. (୨୪ to ୨୮)
Question 1.
ରମଣର ଭଉଣୀ ରାଧିକା ୬ ଖଣ୍ଡ ପରଟା ଖାଇଲା । ସେ କେତୋଟି ପରଟା ଖାଇଲା ?

Solution:

Question 2.
ଜେଜେମାଆଙ୍କ ପାଖରେ ୭ଖଣ୍ଡ \(\frac{୧}{୨}\) ପରଟା ଥିଲା । ସେ କେତୋଟି ପରଟା ଖାଇଲେ ? ଖୋଜି ବାହାର କର ।

Solution:

Question 3.
ରମଣ \(\frac{୧}{୨}\) ୬ଖଣ୍ଡ, ଜେଜେବାପା \(\frac{୧}{୨}\) ୭ଖଣ୍ଡ ଏବଂ ବାପା \(\frac{୧}{୨}\) ୫ଖଣ୍ଡ ପରଟା ଖାଇଲେ । ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ କେତୋଟି ପରଟା ଖାଇଲେ ? ଉତ୍ତର ପାଇବା ପାଇଁ ସଂଖ୍ୟାରେଖା ବ୍ୟବହାର କର ।

Solution:

Question 4.
ଏହିଦିନ କେତୋଟି ପରଟା ତିଆରି ହୋଇଥିଲା । ହିସାବ କରି କୁହ ।

Solution:

ଅନ୍ୟ ଏକଦିନ, ରମଣର ବାପା ସବୁ ପରଟାକୁ \(\frac{୧}{୪}\) ଖଣ୍ଡ କରି କାଟିଲେ । ଜେଜେବାପା ୯ ଖଣ୍ଡ \(\frac{୧}{୪}\) କେତୋଟି ପରଟା ଖାଇଲେ ?

Question 5.
ରମଣ ୭ଖଣ୍ଡ \(\frac{୧}{୪}\) ପରଟା, ରାଧ୍ୟା ୬ଖଣ୍ଡ \(\frac{୧}{୪}\) ପରଟା, ମାଆ ୮ଖଣ୍ଡ \(\frac{୧}{୪}\) ପରଟା, ଜେଜେମାଆ ୧୦ ଖଣ୍ଡ \(\frac{୧}{୪}\) ପରଟା ଏବଂ ବାପା ୧୨ ଖଣ୍ଡ \(\frac{୧}{୪}\) ପରଟା ଖାଇଲେ । ଗୋଟିଏ ସଂଖ୍ୟାରେଖା ବ୍ୟବହାର କରି ପ୍ରତ୍ୟେକ ଖାଇଥିବା ପରଟାକୁ ଦେଖାଅ ।

Solution:

![]()
Question 6.
ଏହିଦିନ କେତୋଟି ପରଟା ତିଆରି ହୋଇଥିଲା, ହିସାବ କରି ଲେଖ ।

Solution:
ସମୁଦାୟ ତିଆରି କରାଯାଇଥିବା ପରଟା
= ଜେଜେବାପାଙ୍କ ପରଟା+ରମଣର ପରଟା+ରାଧିକାର ପରଟା + ମା’ଙ୍କ ପରଟା + ଜେଜେମା’ଙ୍କ ପରଟା + ବାପାଙ୍କ ପରଟା

Question 7.
ରମଣଙ୍କ ୬ଜଣିଆ ପରିବାର ୨ଟି କେକ୍ ମଗାଇଥିଲେ ଏବଂ ପ୍ରତ୍ୟେକ କେକ୍କୁ ୩ଟି ସମାନ ଖଣ୍ଡରେ କାଟିଥିଲେ ଯାହା ଫଳରେ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଗୋଟିଏ ଖଣ୍ଡ ମିଳିଥିଲା । ଜେଜେମାଆ ଏବଂ ଜେଜେବାପା ସେମାନଙ୍କ ଖଣ୍ଡ ରମଣକୁ ଦେଲେ, ମାଆ ଏବଂ ବାପା ସେମାନଙ୍କର ଖଣ୍ଡ ରାଧିକାକୁ ଦେଲେ । ଏହାପରେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଖରେ କେତେ କେକ୍ ରହିଛି ?
Solution:

ରମଣ କେବଳ ୨ଖଣ୍ଡ ପିଜା ଖାଇପାରିଲା । ତେଣୁ ସେ ଗୋଟିଏ ଖଣ୍ଡ ରାଧ୍ୟାକୁ ଦେଇଦେଲା । ବର୍ତ୍ତମାନ ରାଧିକା ପାଖରେ କେତେ କେକ୍ ଅଛି ।

ଆସ କାମଟି କରିବା
Question 1.
ପରଟା ଓ ସଂଖ୍ୟାରେଖା ବ୍ୟବହାର କରି ଭଗ୍ନସଂଖ୍ୟା ଗୁଡିକୁ ତୁମ ଖାତାରେ କରି ଦେଖାଅ ।

Solution:


Question 2.
ନିମ୍ନରେ ଥିବା ୧ ଠାରୁ ବଡଥିବା ଭଗ୍ନସଂଖ୍ୟା ଗୁଡିକୁ ଗୋଲ୍ ଚିହ୍ନଦ୍ଵାରା ଦର୍ଶାଅ । ତୁମେ ଏହା କିପରି ଜାଣିଲ ? ତୁମର ଉତ୍ତର ବିଷୟରେ ଶ୍ରେଣୀରେ ଆଲୋଚନା କର ।

Solution:


୧ ସହିତ ଭଗ୍ନସଂଖ୍ୟା ଗୁଡ଼ିକୁ ତୁଳନା କରିବା
Page No. ୨୯
Question 1.
ଆସ ଆମେ ଆଉ କିଛି ଅଧିକ ଭଗ୍ନ ସଂଖ୍ୟାଗୁଡିକୁ ତୁଳନା କରିବା । ସବିତା ଏବଂ ଶାମି ମଧରୁ କିଏ କମ୍ ଖାଇଲା । କହିପାରିବ କି ?
Solution:

ଆସ କାମଟି କରିବା
Question 1.
୧କୁ ଆଧାର କରି ନିମ୍ନଲିଖ ଭଗ୍ନସଂଖ୍ୟାଗୁଡିକୁ ତୁଳନାକର ଏବଂ ତୁମର ଉତ୍ତର ଶ୍ରେଣୀରେ ଆଲୋଚନା କର ।

Solution:

\(\frac{୧}{୨}\) ଆଧାର କରି ଭଗ୍ନ ସଂଖ୍ୟା ଗୁଡ଼ିକର ତୁଳନା କରିବା
Page No. (୨୯ to ୩୧)
Question 1.

Solution:

ଆସ କାମଟି କରିବା
Question 1.
ନିମ୍ନରେ \(\frac{୧}{୨}\) ସମାନଥିବା ଭଗ୍ନସଂଖ୍ୟା ଗୁଡିକୁ ଗୋଲ ଚିହ୍ନଦ୍ବାରା ଦର୍ଶାଅ ।

Solution:

Question 2.
ତଳେ ଦିଆଯାଇଥିବା କୋଠରୀରେ କିଛି ଭଗ୍ନସଂଖ୍ୟା ଲେଖାଯାଇଛି । ଅଧାରୁ କମ୍ ଥିବା ଭଗ୍ନସଂଖ୍ୟା ଗୁଡିକୁ ଗୋଲ କରି ଦେଖାଅ । ତୁମେ ଏହା କିପରି ଜାଣିବ ? ନିଜର ଯୁକ୍ତି ବିଷୟରେ ଶ୍ରେଣୀରେ ଆଲୋଚନା କର ।

Solution:

ଆମେ ପ୍ରତ୍ୟେକ ଭଗ୍ନସଂଖ୍ୟାକୁ \(\frac{୧}{୨}\) ସହ ତୁଳନା କଲୁ ।
ଆମେ ସମଭଗ୍ନସଂଖ୍ୟା କିମ୍ବା ସଂଖ୍ୟାରେଖାରେ ଏହି ତୁଳନା ମଧ୍ୟ କରିପାରିବା ।

କିଏ ଅଧିକ ପରଟା ଖାଇଲା ବୋଲି ତୁମେ ଭାବୁଛ ?

![]()
Question 3.
ନିମ୍ନଲିଖ ଭଗ୍ନସଂଖ୍ୟା ଗୁଡିକୁ ତୁଳନା କର । ଯେଉଁଠାରେ ସମ୍ଭବ \(\frac{୧}{୨}\) ସହିତ ଭଗ୍ନସଂଖ୍ୟା ଗୁଡିକୁ ତୁଳନା କର ।

Solution:



ନିଜେ କରି ଦେଖାଅ
Question 1.
ଯଦି ଗୋଟିଏ ପିମ୍ପୁଡିର ଲମ୍ବ \(\frac{୧}{୪}\) ସେ.ମି । ତେବେ ସମାନ ଲମ୍ବର ୧୬ଟି ପିମ୍ପୁଡି ଗୋଟିଏ ଧାଡିରେ ଚାଲୁଥିଲେ, ଭକ୍ତ ଧାଡିର ଲମ୍ବ କେତେ ସେ.ମି । ତଳେ ଦିଆଯାଇଥିବା ସଂଖ୍ୟାରେଖାକୁ ବ୍ୟବହାର କର ।

Solution:
ଗୋଟିଏ ପିମ୍ପୁଡ଼ିର ଲମ୍ବ = \(\frac{୧}{୪}\) ସେ.ମି.
ସମୁଦାୟ ପିମ୍ପୁଡ଼ି ସଂଖ୍ୟା = ୧୬
୧୬ଟି ପିମ୍ପୁଡ଼ିର ଲମ୍ବ = ୧୬ × \(\frac{୧}{୪}\) = \(\frac{୧୬}{୪}\) = ୪ ସେ.ମି.
∴ ୧୬ଟି ପିମ୍ପୁଡ଼ିଙ୍କର ଲମ୍ବ ୪ ସେ.ମି. ଅର୍ଥାତ୍ ସେମାନେ ଚାଲୁଥିବା ଧାଡ଼ିର ଲମ୍ବ ୪ ସେମି. ହେବ ।